Samarpit(କାଳିଆ ର ଛୋଟ ଭକ୍ତ ଟିଏ) Profile Banner
Samarpit(କାଳିଆ ର ଛୋଟ ଭକ୍ତ ଟିଏ) Profile
Samarpit(କାଳିଆ ର ଛୋଟ ଭକ୍ତ ଟିଏ)

@devi16901317

Followers
341
Following
595
Media
444
Statuses
4,893

Anthropologists ,Ethnographer ,passion in Odia literature ,Research on the culture of India ,Nature lover ,And fan of lord JAGANNATH,Book lover, ଗର୍ବିତ ଓଡ଼ିଆ .

Odisha
Joined October 2016
Don't wanna be here? Send us removal request.
Explore trending content on Musk Viewer
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
BJP ର ମୋଦି ଓଡ଼ିଶା ର ପରିସ୍ଥିତି ବିଷୟରେ କାଣିଚାଏ ଅବଗତ ନୁହ,ଚାରି ଦ୍ଵାର ଖୋଲା ହେବା ଦ୍ଵାରା ମନ୍ଦିର ବେଢ଼ା ଯେଉଁ ମୁକ୍ତ ଥିଲା , ଚାରି ପଟୁ ଭିଡ ଆସି ତାହା ବି ଆଜି ପାଦ ଦେବାକୁ ଜାଗା ନାହିଁ , ବହୁ ଭକ୍ତ ଖଣ୍ଡିଆ ଖାବଡ ହୋଇ ଆସିଛନ୍ତି । ସରକାର୍ AC tunnel ଭାଙ୍ଗି ଦେଇଛନ୍ତି । ଓଃ କି କଷ୍ଟ ୟେ ମୂର୍ଖ ସରକାର୍ ର ରାଜନୀତି ପାଇଁ
Tweet media one
124
77
878
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
VK pandian ଙ୍କ ବହୁତ ଅଧିକ ଅଭିଜ୍ଞତା ତଥା ଜ୍ଞାନ ରହିଥିଲା ଏହି ଭିଡ଼ ନିୟନ୍ତ୍ରଣ ଉପରେ , ତାଙ୍କୁ ହୁଏତ ତୁମେ ଗାଳି ଦେଇପାର ,କିନ୍ତୁ ବର୍ତ୍ତମାନ ମୁଖିଆ ଙ୍କ ଠାରୁ ବିଚାର ରେ ସେ ଖୁବ୍ ସକ୍ଷମ ଥିଲେ । ଆଗରୁ AC Tunnel ଥିଲା, ଗୋଟେ ରାଗ ରେ ତାକୁ ସବୁ ଭାଙ୍ଗି ଦେଲେ , ଏବେ କଣ ସୁଧୂରିଛି ? ୟେ ସରକାର୍ ଖୁବ୍ ଅହଂକାରୀ ଓ ଅପରିପକ୍ବ।
@otvkhabar
ଓଟିଭି
2 months
ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଅସମ୍ଭବ ଭିଡ଼...ପହିଲି ରଜରେ ସକାଳୁ ସକାଳୁ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି... #Raja #Puri #JagannathDham #OTV #OdishaTV
43
31
603
107
56
588
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
1 month
କିନ୍ତୁ ଏତିକି ଯେ ୨୫ ବର୍ଷ ର ଶାସନ ର ମୂଳ ମନ୍ତ୍ର ହେଉଛି , ନିରହାଙ୍କାର । ଯାହା କି ୟେ କେନ୍ଦୁ ଖିଆ ପାଖରେ ନାହିଁ
@MunaBhaiOdisha
Muna Bhai
1 month
ସମୟ ବଡ଼ ବଳବାନ .... ଜୟ ଜଗନ୍ନାଥ !
Tweet media one
96
38
1K
61
17
437
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ମୋଦି ଭକ୍ତ କୁହନ୍ତି ଆମେ ରାଜନୀତି କରୁଛୁ , ୟେ ଦେଖ ଚାରି ଦ୍ଵାର ରୁ ଦୁଇଟି ଦ୍ଵାର ପ୍ରବେଶ ଆଉ ଏକ ପ୍ରସ୍ଥାନ ପାଇଁ ଥିଲା , ସବୁ ଦ୍ଵାର କୁ ସୁନ୍ଦର କରା ଯାଇ ଥିଲା ଭକ୍ତ ଶାନ୍ତି ରେ ବସୁଥିଲା କିନ୍ତୁ ୟେ ଦେଖନ୍ତୁ ଆଗ ର ଦୃଶ୍ୟ ଆଉ ଏବେ ଚାରି ଦ୍ଵାର ରେ ଅସମ୍ଭାଳ ଭିଡ ର ଦୃଶ୍ୟ , ୟେ ସରକାର୍ ର ମୂର୍ଖଟା ପାଇଁ ଆମ କାଳିଆ କଷ୍ଟ ପାଉଛି।
Tweet media one
Tweet media two
Tweet media three
62
21
326
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ବର୍ତମାନ , BJP ର ନେତୃବୃନ୍ଦ ଅନୁଭବ କରିବେ ଯେ , ଯାହାକୁ ତାମିଲ କହି ଏତେ ତାତ୍ସଲ୍ୟ କରୁଥିଲେ, ବର୍ତ୍ତମାନ୍ ତାହାର କଠିନ ପରିଶ୍ରମ ରେ ସେ କିପରି ଓଡ଼ିଶା ର ପରିଚୟ ରେ ତୀବ୍ର ସୁଧାର ଆଣିଥିଲା। ହସଲାଗୁଛି କ୍ରୀଡା ଭିତ୍ତି ଭୂମି ଦେଖି କ୍ରୀଡା ମନ୍ତ୍ରୀ ଭାବୁଥିବେ "ମାନିବାକୁ ପଡ଼ିବ pandian ଏ ସବୁ ସତରେ କରିଦେଲା !!"
@kanak_news
Kanak News
2 months
କ୍ରୀଡ଼ାକୁ ନେଇ ଓଡ଼ିଶା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ପାଇବାକୁ ଯାଉଛି ଏଥିପାଇଁ ବିଶେଷ ରଣନୀତି ପ୍ରସ୍ତୁତ କରାଯାଉଛି । ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରେ ବିଶ୍ୱ ଯୋଗ ଦିବସ କେମିତି ପାଳନ ହେବ ସେ ସମ୍ପର୍କରେ ଆଲୋଚନା ହୋଇଛି : ସୂର୍ଯ୍ୟବଂଶୀ ସୂରଜ୍ #KanakNews #SuryabanshiSuraj #Odisha
59
38
1K
64
14
289
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ନୂତନ ଉପ ମୂଖ୍ୟମନ୍ତ୍ରୀ ଙ୍କୁ ଓଡ଼ିଶା ର ମର୍ଯ୍ୟାଦା ତଥା ଚରିତ୍ର ତଥା ଭବିଷ୍ୟତ ର ପରିଚୟ ଭାବେ ଗ୍ରହଣ କରିବା ପାଇଁ ଭାରତୀୟ ଜନତା ପାର୍ଟି ତରଫ ରୁ ପ୍ରତିଟି ଓଡ଼ିଆ ପାଇଁ ନୋଟିସ ଆସିଛି । ଗ୍ରହଣ କରିବାକୁ ହେବ ୟେ ଆମ ମର୍ଯ୍ୟାଦା ମଣ୍ଡିତ ଉତ୍କଳ ର ଉପ ମୂଖ୍ୟମନ୍ତ୍ରୀ।
Tweet media one
47
28
278
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
3 months
ସଭ୍ୟତା କେବେ ବଜାର ରୁ କିଣା ଯାଏ ନାହିଁ, କାହା ସହିତ କଥା ହେଲେ ପାଦ ରୁ ଚପଲ ଖୋଲି ଦେବା ଏକ ସୁନ୍ଦର୍ ସଭ୍ୟତା ଓ ସଂସ୍କାର।ୟେ ସଂସ୍କାର ସ୍ଵାଭାବିକ ଭାବରେ ଆସିଥାଏ।ଏଠି ମୁଁ ପ୍ରଚାର କରୁନା��ିଁ, କିନ୍ତୁ ହୃଦୟର ସହିତ ଭଲ ଲାଗିଲା ୟେ ଦେଖି। ପ୍ରଭୁ ଜଗନ୍ନାଥ ଏପରି ଆଶୀର୍ବାଦ ଦିଅନ୍ତୁ । (Hater welcome and thanks for ur comments)
Tweet media one
76
14
232
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ଓଡ଼ିଶା ର ସେ ଦୁର୍ଦ୍ଦିନ ରୁ ରାଜନୀତି ଅଭିଜ୍ଞତା ନ ଥାଇ ମଧ୍ୟ , ତୁମେ ଓଡ଼ିଶା ର ମାର୍ଗ କୁ ବିକାଶ ର ପଥ ରେ ନେଇ ଆସିଲା , ଆଜି ପ୍ରତିଟି ଓଡ଼ିଆ ଗୁମୁରି କାନ୍ଦୁଛି ତୁମ ଭଳି ୧୦୦ କ୍ୟରେଟ ହୀରା ହରାଇ ଦେଇଛୁ । କଣ୍ଢେଇ ମିଳିଛି ତୁମ ବଦଳ ରେ । ହେ ପ୍ରଭୁ ଓଡ଼ିଶା କୁ ୟେ ଦୁର୍ଗତି କାହିଁକି ଦେଲ?
Tweet media one
33
15
223
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ହିନ୍ଦୀ ଭାଷା କିଛି ୩୦୦ ରୁ ୪୦୦ ବର୍ଷ ରେ ଜନ୍ମ ନେଇଛି ,କିନ୍ତୁ ଖଣ୍ଡଗିରି ର ଖୋଦେଇ ଦେଖି ଜାଣି ହୁଏ ଓଡ଼ିଆ ଭାଷା ର ଜନ୍ମ ୨୦୦୦ ବର୍ଷ ରୁ କମ ନୁହଁ । ରେ ଉତ୍କଳ ର ସୁଯୋଗ୍ୟ ସନ୍ତାନ କାହିଁକି ଏତେ ହିନ୍ଦୀ ପ୍ରେମ , ନିଜ ମା କୁ ଉପେକ୍ଷା କରି ପର ମା କୁ ମା କହିବା କଣ ରାଜନୀତି ତୋଷାମ୍ ଦିଆ ପାଇଁ। ମୋ ଓଡ଼ିଶା ର ୟେ ଲଜ୍ଜା
@PIB_India
PIB India
2 months
Jual Oram ( @jualoram ) takes Oath of Office and Secrecy during the #SwearingInCeremony #OathCeremony #ShapathGrahan
4
15
43
61
20
219
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ମୋର ଭୋଟ ସେହି ପାର୍ଟି ବିରୁଦ୍ଧରେ ଯିଏ ଜଗନ୍ନାଥ ମନ୍ଦିର କାମ କୁ ବନ୍ଦ କରିଥିଲା, ଯିଏ ମଣିପୁରରେ ମହିଳା ଙ୍କୁ ନଗ୍ନ କରି ଚଳାଇଥିଲା , ଯିଏ Army post କୁ ୪ ବର୍ଷ contractual କରିଦେଲା , ଯିଏ NH ୫୫ କୁ ମରଣ ଯନ୍ତା କରିଲା , ଯିଏ ଧର୍ମୀୟ ଘୃଣା ରେ ସମ୍ବଲପୁର ରେ ଦଙ୍ଗା କରାଇଲା। ଭୋଟ ତାହାକୁ ଯିଏ ୮୦୦୦ସ୍କୁଲ ୧୦୦୦ ମେଡିକାଲ ଦେଲ
Tweet media one
60
13
216
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ନିଜ ରାଜନୀତି ଭୋକ ମେଣ୍ଟାଇବା ପାଇଁ BJP ରାମ ମନ୍ଦିର କୁ ଅଧା ଗଢ଼ା କରି ମୂର୍ତ୍ତି ସ୍ଥାପନ କରିଦେଲା ମୋଦି ଙ୍କ election ପାଇଁ,ଶଙ୍କରାଚାର୍ଯ୍ୟ ବିରୋଧ କରିଲେ କିନ୍ତୁ BJP ମାନିଲା ନାହିଁ।ଏବେ ପୁଣି ଶ୍ରୀ ମନ୍ଦିର ରେ ସମ୍ପୂର୍ଣ୍ଣ ଆଲୋଚନା ନ କରି ଚାରି ଦ୍ଵାର ଖୋଲିଦେଲେ କେବଳ ମୋଦୀ ଙ୍କ କଥା ରଖିବା ପାଇଁ।କଣ ଆମ ଭଗବାନ୍ ଠୁ ମୋଦି ବଡ?
Tweet media one
Tweet media two
Tweet media three
31
19
207
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ଏହି videoରେ ସତ୍ୟ ସମ୍ପୂର୍ଣ ଭାବରେ ରହିଛି, ଗୋଟିଏ ଦୃଶ୍ୟ କୁeditଓ ଅଧା କରି ପ୍ରେସ ମିଟ କରିଛି BJPମୁଖପାତ୍ର ସମୀର।କିନ୍ତୁ ୟେvideoରେ ୟେ ଦର୍ଶାଉଛି vk Pandianକିପରି ସରଳ ଓ ଭଦ୍ର,ନିଜ ଚପଲକୁsideକରୁଛନ୍ତି,କାହା ଗୋଡ଼ରେ ନ ବାଜିବ ବୋଲି। ଏଥିରେ କାହାକୁ ବି ଗୋଡ଼ ଲାଗିନି ୟେ ହେଉଛି ଭଦ୍ରତା,କିନ୍ତୁ ରାଜ୍ୟbjp ଅଭଦ୍ର ହୋଇଯାଇଛି।
32
36
205
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
29 days
ବର୍ତ୍ତମାନ୍ ଓଟିଭି ସରକାର୍କୁ ବଞ୍ଚାଇବା ପାଇଁ ୨୦୨୩ ର ଚିତ୍ର ଆଣିଛି । ୨୦୨୩ରେ କେତେ ଆହତ ହୋଇଥିଲେ,ପ୍ରଭୁ ୨୦୨୩ରେ ଟିକେ ଅଣି ହୋଇଥିଲେ ଏମିତି ମୁହଁ ମାଡି ପଡ଼ି ନଥିଲେ।ରାଜନୀତିକୁ ଛାଡରେ ଦଲାଲ ପତ୍ରକାର, ଅଚଳ ମହାମେରୁ ସେ,ତୁମ ମାଲିକ ଧର୍ମେନ୍ଦ୍ର ବୈଜୟନ୍ତଙ୍କୁ ଗୋଟିଏ କ୍ଷଣରେ ଧୂଳିସାତ କରିଦେବେ ଯାହାଙ୍କୁ ଆନୁଗତ୍ୟ ଦେଖାଉଛ।
@otvnews
OTV
29 days
Rath Yatra 2024 | Mishap during Adapa Bije Pahandi of deities: A similar incident was witnessed during the 2023 Rath Yatra #RathaJatra #RathYatra2024 #RathYatraWithOTV
96
30
409
25
10
177
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ପ୍ରଭୂ ଙ୍କ ନାମ ରେ ଯେଉଁ ଦଳ ମିଥ୍ୟା ପ୍ରଚାର କରିଛି , ସେହି କାଳିଆ ଜାଣେ....
Tweet media one
23
31
162
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ୟେ ମୂର୍ଖ ଗୁଡା ଜାଣନ୍ତି ନାହିଁ ଯେ ୪୨୦୦ କୋଟି ନୁହ ୪୦୦ କୋଟି ରେ ହୋଇଛି , ଆଉ ମୂର୍ଖ ଏହି ପରିକ୍ରମା ମାର୍ଗ ହୋଇଛି ବୋଲି ଲୋକ ଆଜି ଧାଡ଼ି କରି ଠିଆ ହୋଇ ପାରି ଛନ୍ତି , ନହେଲେ କା ଘରେ କି ଦୋକାନ କୁ line ଲମ୍ବିଥନ୍ତା। ମୂର୍ଖ ପ୍ରକଳ୍ପ ରେ ମନ୍ଦିର ବେଢ଼ା କୁ ବଡ କରି ହେବ ନାହିଁ ।
@dasdibyajyoti1
Proud Odia
2 months
@devi16901317 ଅଧିକ ଲୋକ ଆସିଲେ ସବୁବେଳେ ମନ୍ଦିର ରେ ଭିଡ ହୁଏ... ଯେତେବେଳେ ୪୨୦୦ କୋଟି ଖର୍ଚ କଲ ,ମନ୍ଦିର ଭିତରେ ବ୍ୟବସ୍ତା ନ ବୁଝି ବାହାରେ ପଥର ପାଇଖାନା ବନେଇଲ ସେତେବେଳେ ଟିକେ କlଳିଆ କଥା ଭାବିଲନି .. ଏବେ ନୂଆ ସରକାର କୁ ଦୋଷ ଦଉଚ .. ଲଜ୍ୟା ଟିକେ ବି ନାଇଁ .
11
2
25
32
6
155
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
1 month
"ପରିବା ଦର ଉପରେ ଆମର ନିୟନ୍ତ୍ରଣ ନାହିଁ" କୃଷି ମନ୍ତ୍ରୀ। ଯେବେ କେବଳ ଭାବନତ୍ମକ ଢ଼ଙ୍ଗ ରେ ଆମେ ଗୋଟିଏ ଦାୟୀତ୍ବବାନ ସରକାର୍ କୁ ବଦଳାଇ, ଯାତ୍ରା ପାର୍ଟି କୁ ଆମ ଶାସନ ଡୋରି ଦେଇଦେବା,ତେବେ ଏପରି ମନ୍ତବ୍ୟ ହିଁ ଶୁଣିବାକୁ ମିଳିବ। ଏପରି ମନ୍ତବ୍ୟ ହୁଏତ ଦର୍ଶାଇ ଦିଏ କେତେ ଅହଙ୍କାର ରଖିଛନ୍ତି ଏମାନେ ଏହି ଜନାଦେଶ କୁ ନେଇ।
Tweet media one
26
9
152
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ଛୋଟ ବେଳୁ ମୁଁ ସ୍ଵୟଂ ଜଗନ୍ନାଥ ଙ୍କୁ ନିଜ ଆରାଧ୍ୟ ମାନିଛି , ଆଜି ବି ମୁ ଏକାଦଶୀ ତାଙ୍କରି ନାଁ ରେ କରେ , ପ୍ରତିଟି ଦିନର ସମୟ ମୋର ବିଷ୍ଣୁସହସ୍ରନାମ ଓ ଲକ୍ଷ୍ମୀ ନାରାୟଣଙ୍କ ନାମ ରେ ଯାଇଥାଏ , କିନ୍ତୁ ମୁଁ ଏବେବି କୁହେ BJP ମୋ ଓଡ଼ିଶା ପାଇଁ ଭୟଙ୍କର। ଯିଏ ଅସମ୍ପୂର୍ଣ୍ଣ ରାମ ମନ୍ଦିର ରେ ନିଜ ରାଜନୀତି ପାଇଁ ମୂର୍ତ୍ତି ସ୍ଥାପନ
49
6
151
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
27 days
ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ଲାଗିଲେ ବି ପଣ୍ଡିତ ପାଖରେ କିଛି ଶସ୍ତା ଉପଚାର ରହିଥାଏ , ଦୋଷ ଛଡାଇବା ପାଇଁ । ରାଜ୍ୟପାଳ ମହୋଦୟ ନିର୍ବାଚନ ପୂର୍ବ ରୁ ଏତେ ଅଭିଯୋଗ ଶୁଣାଣୀ କରୁଥିଲେ ଏବେ କାଇଁ ଦେଖିବାକୁ ମିଳୁନାହିଁ କୁଆଡେ ବାହାରକୁ ଯିବାର , ନିର୍ବାଚନ ପୂର୍ବ ରୁ ବୁଲିବା ତେବେ କଣ ଥିଲା ?
Tweet media one
9
45
149
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ଆମ ଓଡ଼ିଶା ର ଭାଗ୍ୟ
@SupriyaShrinate
Supriya Shrinate
2 months
यह सूर्यबंशी सूरज हैं ओडिशा की BJP सरकार में मंत्री हैं इनके मंत्रालय हैं: • उच्च शिक्षा मंत्रालय • युवा एवं खेल मंत्रालय • ओड़िया भाषा, साहित्य और संस्कृति मंत्रालय
2K
9K
22K
34
13
144
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
25 days
ଆସାମ ର ଗୋଟେ third standard ଲୋକ ଅସିକି ଓଡ଼ିଶା ରେ ପ୍ରଚାର କରିଲା , ରତ୍ନ ଭଣ୍ଡାର ଚାବି paandian ନେଇଗଲା, ପୁଣି tresery ରେ ୟେ ଚାବି ଆସିଲା କୁଆଡୁ ? ମହା ବ୍ରହ୍ମ ଙ୍କ ସମ୍ପତି ରେ ଜଣେ ଲୋକ ନାମ ରେ ମିଥ୍ୟା ଆସ୍ଥା ଦେଇ ଯେଉଁ ଅପାପ୍ରଚାର କରିଛନ୍ତି , ମାରିଲା ବେଳେ ପାଣି ଦେବାକୁ ତ ରହିବେ କିଏ ?
@sisupalagarha
ଶିଶୁପାଳଗଡ଼
25 days
ଯଦି ରତ୍ନ ଭଣ୍ଡାର ଚାବି ମୂଳରୁ ଟ୍ରେଜରି ପାଖରେ ଥିଲା ବା ଜିଲ୍ଲାପାଳ ଙ୍କ ରେକର୍ଡ ରୁମ୍ ରେ ଥିଲା, ତେବେ ଗତ ୬ ବର୍ଷ ହେଲା କାହିଁକି କୁହା ଯାଉଥିଲା ଜେ ପାଣ୍ଡିଆନ ଚାବି ନେଇ ତାମିଲ ନାଡୁ ପଳେଇଛି। ସୋସିଆଲ ମିଡିଆ ରେ ଏଭଳି ଭିଡିଓ ଖୁବ୍ ପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତ କରାଗଲା କାହା ନିର୍ଦ୍ଦେଶ ରେ?
9
11
66
21
12
140
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
1 month
ସ୍ଵୟଂ ଗଜପତି ମହାରାଜ ସତ କହିଦେଲେ ,ଏବେ ବିଜେପି ଓ ମିଛ ସସ୍କୃତି ରକ୍ଷକ ବଙ୍ଗ ସମୁଦ୍ର ରେ ଝାସ ଦେବେ କି , ବ୍ରହ୍ମ ଦାରୁ କୁ ନେଇ ମିଛ ପ୍ରଚାର କରି ଯେଉଁ ବ୍ରହ୍ମ ପାପ କରିଛନ୍ତି ସେଥି ପାଇଁ।
@Chiranjeev_2111
Chiranjeev Mohanty 🇮🇳
1 month
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଗଜପତି ମହାରାଜାଙ୍କ କଥାକୁ ବୁଝିବାକୁ ଅନୁରୋଧ। କେବଳ ମିଛ କଥାରେ ଭାସି ଗଲେ ହେବନି। ସୁଯୋଗ ସମୟରେ ଭୁଲ ନିଷ୍ପତ୍ତି ନେଇଥିଲେ ବହୁତ ସମୟ ଲାଗେ ପୁଣି ଭୁଲ ସଜାଡ଼ିବାକୁ।
3
60
321
6
11
113
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
3 months
ପୁରୀ ଶ୍ରୀ ମନ୍ଦିର ର ୟେ ଦୁଇଟି ହେଉଛି , ଆତ୍ମ ପ୍ରଚାର ର ରୋଡ ଶୋ,ୟେ ରାସ୍ତା କୁ ଚଉଡ଼ା କରା ଯାଇଥିଲା କାରଣ ଏଥିରେ ବିଶ୍ଵ ଭୁବନ ର ରାଜା ହିଁ ଭକ୍ତ ଦର୍ଶନ ର ଯାତ୍ରା କରିବେ।କିନ୍ତୁ କିଛି ବର୍ଷ ତଳେ ଜଣେ ସନ୍ତୋଷ ରାଉଳ ଓରଫ ସାରଥୀ ବାବା ନିଜର ରୋଡ ସୋ କରିଥିଲା,ତାର ଦୁଇ ତିନି ମାସରେ ଯାହା ହେଲା ଦେଖିଲ,ଏବେ ପୁଣି ଜଣେ , ବୁଝିନିଅ!
Tweet media one
Tweet media two
33
12
109
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
3 months
ମୋର ଭୋଟ ପୁରୀ ପରିକ୍ରମା ପ୍ରକଳ୍ପ କୁ , ସମସ୍ତ ଶ୍ରୀ ମନ୍ଦିର ଓ ମୋର ଆରାଧ୍ୟ ପ୍ରଭୁ ଙ୍କ ମନ୍ଦିର କୁ ସୁନ୍ଦର୍ କରିଥିବା ସରକାର କୁ , ମନ୍ଦିର ମଠ ଓ ଧର୍ମ ପୀଠ କୁ ସୁନ୍ଦର୍ କରିଥିବା ମୋ ପ୍ରିୟ ସରକାର ଙ୍କୁ
Tweet media one
Tweet media two
19
8
106
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ସରକାର୍ ଗଢ଼ିବା ଆଗରୁ କୁହାଯାଇଥିଲା କି ପ୍ରତିଟି ମହିଳା ଙ୍କୁ ଏହି voucher ମିଳିବ , କିନ୍ତୁ ଏବେ କଣ ପାଇଁ ଏଥିରେ ବୟସ ଗତ ବିଭେଦ?
Tweet media one
Tweet media two
12
10
96
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
କିଛି ଲୋକ କୁହନ୍ତି ମୁଁ BJD କୁ ସପୋର୍ଟ କରେ ତେଣୁ ମୁଁ କାଳିଆ ଭକ୍ତ ନୁହ । ତୁମକୁ ଗୋଟିଏ ଉଦାହରଣ , ଶ୍ରୀ ଶଙ୍କରାଚାର୍ଯ୍ୟ ଙ୍କୁ ବିରୋଧ କରି ଯେଉଁ ଦଳ ଗୋଟେ ନକଲି ଶଙ୍କରାଚାର୍ଯ୍ୟ କରି ବୁଲାଇଛି ସେ କଣ ଭାଷଣ ଦେବ ଜଗନ୍ନାଥ ଭକ୍ତି ଉପରେ । ଯେଉଁ BJP ନିଜ ରାଜନୀତି ପାଇଁ ଅଧା ମନ୍ଦିର ରେ ଠାକୁର ପୁରାଇ ଦେଲା ସେ ହିନ୍ଦୁ ର ଜ୍ଞାନ ଦେଉଛି
14
2
97
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
3 months
ହାତୀ ର ଦାନ୍ତ ଗୋଟେ ଖାଇବାର ଆଉ ଗୋଟେ ଦେଖାଇବାର । ମନ୍ଦିର ପ୍ରାଙ୍ଗଣ ରେ ଜୋତା , ଏବେ ଭକ୍ତ କହିବେ ମସ୍ତିଷ୍କ ସ୍ଖଳନ ହୋଇଛି slip of brain (ଏବେ ଭକ୍ତ ଦେଖାଇବେ ନବୀନ ଜୀ ପୁରୀ ମନ୍ଦିର ବାହାରେ ଚପଲ ପିନ୍ଧିବାର ଦୃଶ୍ୟ କି ସଭା ରେ ଫଟୋ ନେଉଥିବର୍ ଦୃଶ୍ୟ ) କିନ୍ତୁ ଏଠି ଯାହା ମନ୍ଦିର ଭିତରେ ଚପଲ !!!!
Tweet media one
14
12
91
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
3 months
ଆଜି ମୋର ସୌଭାଗ୍ୟ ମିଳିଲା NH ୫୫ ରେ ଯିବା ପାଇଁ , ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନ କହି ପାରିବେ କି ଏଥିରେ ତୁମ ଗୁଜରାଟୀ ଧର୍ମ ବାପା ରୋଡ ଶୋ କରିଲେ ତା ଅଣ୍ଟା ଠିକ୍ ରହିବ ତ ? ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ରୁ ତୁମ ଡର ର କାରଣ ଆଜି ଦେଖିଲି। ଅନୁଗୁଳ BJP କୁ ଏହି ରୋଡ ରେ ଗୋଡେଇ ପିତିବ ,ଯେମିତି ଆମକୁ ହଇରାଣ କରିଛ।
36
19
89
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
19 days
ନରେନ୍ଦ୍ର ମୋଦୀ ନାମ ଖେଳାଳି ନାମ ରେ ଷ୍ଟାଡିୟମ୍ କରି ଭାରତ କୁତାର୍ଥ ହୋଇଗଲା। Third grade standars ଆସିଗଲେ ବିଜୁ ବାବୁ ନାଁ ରେ BJP ର ପାଦ ଚାଟିବାକୁ।
@smrutiranjanod
Smrutiranjan Biswal
19 days
@BinayakRout24 @otvnews ବିଜୁ ବାବୁଙ୍କ ଭଳି ଜଣେ ଅଲମ୍ପିକ୍ସ ବିଜେତାଙ୍କ ନା ବଦଳେଇବା ଠିକ୍ ହେଲାନି।
8
0
14
6
7
88
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
3 months
ମୁଁ କାହିଁକି କୁହେ ମୋଦି କି କେନ୍ଦ୍ର ଜଗନ୍ନାଥ ବିରୋଧୀ . ୟେ ହେଉଛି ଉତ୍ତର ୧୯ ବର୍ଷ ରେ ଆମ ନବକଳେବର ହୁଏ କିନ୍ତୁ କୁମ୍ଭ ମେଳା ପ୍ରତି ୪ବର୍ଷ ରେ ହୁଏ । ହେଲେ ଆମକୁ ନବକଳେବର ପାଇଁ ମୋଦି ଦେଇଥିଲେ ୫୦ କୋଟି ଆଉ ଉତ୍ତରାଖଣ୍ଡ ର କୁମ୍ଭ ମେଳା କୁ ୩୨୫ କୋଟି । ୟେ ହେଉଛି ଜଗନ୍ନାଥ ପ୍ରେମ ମୋଦି ର ।
Tweet media one
Tweet media two
24
19
85
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ପିକୁ ପଟ୍ଟନାୟକ କୁଆଡେ ଗଲା ? ଆମ ଜଗନ୍ନାଥ ଙ୍କୁ ନେଇ ଏହି ଲୋକ ଯେତେ ରାଜନୀତି ଖେଳିଛି , ଆଉ କେହି ବି ଖେଳି ନଥିବେ ।
Tweet media one
@ChhataChora
ଛାତ ଚୋର
2 months
କୁଆଡେ ଗଲେ ଜଗନ୍ନାଥ ସଂସ୍କୃତି ସୁରକ୍ଷାକାରୀ? ପିକୁ ପଟ୍ଟନାୟକ କୁଆଡେ ଗଲା? ହିନ୍ଦୁ ଧର୍ମର ରକ୍ଷାକାରୀ ଚୁପ କାହିଁକି? @kanak_news @News18Odia @otvnews
Tweet media one
Tweet media two
2
7
50
17
12
85
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
1 month
ଓଡ଼ିଶାର ମୂଖ୍ୟ ନିର୍ବାଚନ କମିଶନ ଥିବା ଅଫିସର୍ ନିର୍ବାଚନ ପରେ ନୂତନ ସରକାର୍ ମୂଖ୍ୟମନ୍ତ୍ରୀଙ୍କ chief secretaryହେଲେ।ଅବାଧ ଓ ସ୍ୱଚ୍ଛ ନିର୍ବାଚନ କିପରି ହୋଇଛି ସମସ୍ତେ ଅନୁମାନ କରି ପାରିବେ! ସେଇଥି ପାଇଁ ଆଜି ମୁଖ୍ୟମନ୍ତ୍ରୀ କହିଛନ୍ତି ଆମକୁ ୨୫-୩୦ବର୍ଷ କେହି ହଟାଇ ପାରିବେ ନାହିଁ। ନବୀନ ପଟ୍ଟନାୟକଙ୍କ ପାଇଁ ଆହୁରି ସମ୍ମାନ ବଢିଲା।
@bisoyisujit87
Sujit Bisoyi
1 month
IAS officer Nikunja Bihari Dhal appointed additional chief secretary to #Odisha CM Mohan Ch Majhi
Tweet media one
13
10
453
10
11
85
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
1 month
ମନେ ମନେ ଗଜପତି ରାଜା, ଆଗରେ ଅଳିଆ ପକାଅ ପରେ ଦାଶକାଠିଆ ରଜା ପାଟ ପତିଆରା ଧରି ଛେରା ପହଁରା ର ଯାତ୍ରା କରି ଚାଲିଛନ୍ତି । ୟେ ପ୍ରହସନ ର ଆବଶ୍ୟକତା ନଥିଲା ! କିଛି ଉନ୍ନତି ମୂଳକ କାମ କର, ଲୋକ ୩୦ ଦିନ ହେଲା ଅନାଇ ବସିଛନ୍ତି। ନବୀନ ପଟ୍ଟନାୟକ ଏମିତି ଡ୍ରାମା କରୁନଥିଲେ ସେଥି ପାଇଁ ସେ ଲୋକପ୍ରିୟ ଥିଲେ ।
@GMohapatraBjp
Golak Mohapatra
1 month
ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଆଜି ଶ୍ରୀକ୍ଷେତ୍ର ପୁରୀର ବଡ଼ ଦାଣ୍ଡର ସ୍ୱଚ୍ଛତା କାର୍ଯ୍ୟକ୍ରମର ସାମିଲ୍ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ Kanak Vardhan Singh Deo ଓ ଶ୍ରୀମତୀ Prabhati Parida ଙ୍କ ସମେତ ମନ୍ତ୍ରୀପରିଷଦର
Tweet media one
Tweet media two
Tweet media three
10
5
45
12
10
80
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
1 month
ଓଡ଼ିଶା କିଛି ପାଇ ନାହିଁ,ସମ୍ପୂର୍ଣ୍ଣ ଅସ୍ଥିତ୍ଵ ହରାଇଛି। ଯେଉଁ ସମୟରେ ଓଡ଼ିଶା ଆଞ୍ଚଳିକ ଦଳଦ୍ବାରା ନିଜର ଅଧିକାର ମାଗି ପାରି ଥାଆନ୍ତା,ସେହି ସମୟରେ ନିଜର ଗଣତାନ୍ତ୍ରିକ ଶକ୍ତିକୁ ଉତ୍ତର ଭାରତରେ ଜନ୍ମିତ ଉତ୍ତର ଭାରତ ପାଇଁ କେବଳ କାର୍ଯ୍ୟରତ ଏକ ପକ୍ଷପାତ ଦଳ ହାତରେ ଧରାଇ ଦେଲା।୨୦୦୦ ପରଠୁ ଓଡ଼ିଶା ପରିବର୍ତ୍ତନରେ ଏବେ ପୂର୍ଣ୍ଣଚ୍ଛେଦ
Tweet media one
16
10
75
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
3 months
ମୋ ଭୋଟ , ମୋ ସ୍କୁଲ କୁ , ଯେଉଁଥିରେ ସରକାର୍ ଏମିତି କେତେ ଯେ ପିଲାଙ୍କ ଜୀବନ ରେ ଉନ୍ନତ ଶିକ୍ଷା ଯୋଗାଇବାର ସଂକଳ୍ପ କରିଛନ୍ତି ।
Tweet media one
Tweet media two
Tweet media three
13
3
64
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
1 month
ମୁଖ୍ୟମନ୍ତ୍ରୀ କୁଆଡେ ଖବର ଶୁଣୁ ଶୁଣୁ ଲୋକ ପଠାଇ ଅସୁବିଧା ସମାଧାନ କରି ଦିଅନ୍ତି ବୋଲି ଶୁଣିଥିଲି,ତେବେ ୟେ ଖବର କଣ କାନରେ ବାଜି ନାହିଁ କି ନିଜ agenda କୁ ସୁହଉ ନାହିଁ ବୋଲି ଶୁଣି ନାହାନ୍ତି ? କି ଏହି ପୀଡ଼ିତା ସୁଦୂର ଭଦ୍ରକରୁ ପଇସା ଖର୍ଚ୍ଚ କରି ଆସି ରାଜ ଦରବାରରେ ବସି ଟୋକେନ୍ କରି, ବାହାରେ ଚଉକି ରେ ଘଣ୍ଟା ବସି ଅଭିଯୋଗ ଶୁଣାଇବ
Tweet media one
4
8
64
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ମଙ୍ଗଳସୂତ୍ର, ହିନ୍ଦୁ ମୁସଲିମ , ଜିଲ୍ଲାର ରାଜଧାନୀ, ଚାବି ହଜିବା , ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ସ୍ବାସ୍ଥ୍ୟ ରେ ମଜାକ, ମୁଁ ଗଙ୍ଗା ପୁତ୍ର , ମୁ ଦେବଦୁତ ୟେ ସବୁ ପରେ ମୁଁ ଭାବିଲି ଠକ ଯିବ ଆଗ୍ରା ପାଗଳଖାନା ମୁଣ୍ଡ ସୁଧାରିବା ପାଇଁ କିନ୍ତୁ ଠକ୍ ଶହେ ମୂଷା ଖାଇ କ୍ୟାମେରା ସାଙ୍ଗେ ଯିବ ଧ୍ୟାନ କରି । ଯିଏ ବୁଝିବା ଲୋକ ବୁଝିଯିବ ।
Tweet media one
16
5
63
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
@PandianOdisha Sir, ମୋର ୟେ comment କୁ ଆପଣ ନିଶ୍ଚୟ ଦେଖିବେ ମୁ sure, ମୁଁ କୃତଜ୍ଞ sir , ଆପଣ ଙ୍କ ପାଈଁ ଏହି ବିଗତ ୪ ବର୍ଷ ଓଡ଼ିଶା ଯେଉଁ ପ୍ରଗତି ସ୍ପର୍ଶ କରିଛି, ଆଜି ସେଥି ପାଇଁ ଆମେ ପୂର୍ଣ୍ଣ ଆଶାବାଦୀ କି ଓଡ଼ିଶା ର ନୀତି ନିର୍ଦ୍ଧାରଣ ଆପଣ ନିଶ୍ଚୟ କରିବେ । ପ୍ରଭୂ ଜଗନ୍ନାଥ ଙ୍କ କୃପା ଆପଣଙ୍କ ଉପରେ ରହିଛି , ୟେ ଆପଣଙ୍କ ପରାଜୟ ନୁହଁ
11
2
62
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
1 month
ରାହୁଲ ଗାନ୍ଧୀ କହିଲେ BJP ହିଂସାତ୍ମକ ହେଉଛି କିନ୍ତୁ ମୋଦି ସଂସଦ ଭବନ ରେ ମିଛ ର ଆଶ୍ରୟ ନେଇ କହୁଛନ୍ତି ରାହୁଲ ଗାନ୍ଧୀ କହିଲେ ସମ୍ପୂର୍ଣ୍ଣ ହିନ୍ଦୁ ହିଂସ୍ର ବୋଲି। ମୋଦୀଜି BJP ଅର୍ଥ ହିନ୍ଦୁ ନୁହଁ, ସବୁ ହିନ୍ଦୁ BJP ର ଅନ୍ଧ ଭକ୍ତ ନୁହଁ। ଏବେ ପତିଆରା ହାସଲ ପାଇଁ ହିନ୍ଦୁ ଶଦ୍ଦ କୁ ମାଧ୍ୟମ କରନାହିଁ।
@newt0nlaws
Newton
1 month
Rahul Gandhi—BJP is Violent. Modi (Stands Up)—Rahul Gandhi is calling the entire hindu religion violent. Rahul Gandhi—Narendra Modi is not Hinduism, BJP is not Hinduism, RSS is not Hinduism. Modi sat down!!😂😂
906
12K
54K
5
6
58
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ନିଲାମ ପାଉଥିବା ଲୋକ ଗୁଜୁରାଟ ର ତ ହେବେ ନାହି ?
@Kailash_Hotaa
Kailash Hota
2 months
ଆରମ୍ଭ ହେଲା ବେପାରୀ ଆସିଲେ ବେପାର କରିବାକୁ l ସୁନାର ଓଡ଼ିଶାକୁ ଏବେ ଖାଇଯିବେ l
Tweet media one
73
37
373
12
8
56
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ମୁଁ ପ୍ରଥମ ରୁ ମନ୍ଦିର ଚାରି ଦ୍ୱାର ପ୍ରବେଶ ପାଇଁ ବିରୋଧ କରି ଆସୁଥିଲା , ପୂର୍ବରୁ ଯେପରି ଦୁଇଟି ଦ୍ଵାର ପ୍ରବେଶ ଦୁଇଟି ପ୍ରସ୍ଥାନ ଥିଲା ଓ ଏହା ସହିତ ଗୋଟିଏ ପ୍ରସ୍ଥାନ ରେ ଭୋଗ ବାହାରିବା ଥିଲା , ତାହା ଖୁବ୍ ଭଲ ଥିଲା , ପ୍ରକଳ୍ପ କାର୍ଯ୍ୟ ପରେ ଭିତରେ ଭିଡ଼ କମ୍ ଥିଲା , କିନ୍ତୁ ୟେ ସରକାର୍ ଆସି ସବୁ ବିଭ୍ରାଟ କରିଲା
@Kalingatv
Kalinga TV
2 months
ପୁରୀ ସିଂହଦ୍ୱାର ସାମ୍ନାରେ କର୍ତ୍ତବ୍ୟରତ ପୋଲିସଙ୍କୁ ମାଡ, ଥାନାରେ ରୁଜୁ ହେଲା ମାମଲା #puri #kalingatv
30
14
196
5
5
54
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ଏମାନେ ଏହି ଯୋଜନା କୁ ଏବେ ବନ୍ଦ କରିବେ ନାହିଁ , ପ୍ରଥମେ ଏହି ଯୋଜନା ର ନାମ ବଦଳାଇବେ , ପରେ ତାହାକୁ ଧୀରେ ଧୀରେ ନିଜ ଗୁଜୁରାଟ ମାଲିକ କୁ ସୁହାଇଲା ଭଳି ବଦଳାଇବେ। ପରେ ୫ ବର୍ଷ ପରେ ସମ୍ପୂର୍ଣ୍ଣ ଯୋଜନା ବଦଳି ଯାଇଥିବ, ଲୋକ ଭୋଟ ଦେବା ବେଳେ ତାଙ୍କୁ ଏହି ଦଳ କହିବ,ଆମକୁ ଭୋଟ ନଦେଲେ ଓଡ଼ିଆ ଅସ୍ମିତା ଅସୁରକ୍ଷିତ ହେବ। ଗୁଜୁରାଟ ଅସ୍ମିତା
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ନବୀନ ବାବୁଙ୍କ କିଛି ବି ଯୋଜନା କିମ୍ବା କାର୍ଯ୍ୟକୁ ନୂଆ ସରକାର ବିରୋଧ କରିବାକୁ କିମ୍ବା ବନ୍ଦ କରିବାକୁ ଡରିଲେଣି, କାରଣ ଲୋକ ଖୋଲାଖୋଲି କହିଦେଲେଣି କି ସେସବୁ ପୁରୁଣା ଯୋଜନା ବନ୍ଦ ହେଲେ ଏ ନୂଆ ସରକାରକୁ ବି ବନ୍ଦ କରିଦେବେ..
59
18
342
3
6
53
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ଗୋମାଂସ ଖାଇବା କୁ ବିରୋଧ କିନ୍ତୁ ଗୋମାଂସ ପାଇଁ ଆଦେଶ ଦେଉଥିବା ମଣିଷ କୁ ଶ୍ରୀ ମନ୍ଦିର ରେ ପ୍ରବେଶ କିପରି ହେଲା , ପୀକୁ ପଟ୍ଟନାୟକ କାଳିଆ ର bodyguard କହୁଥିଲା ନିଜକୁ , କୁଆଡେ ଗଲା? ମନ୍ଦିର ଆଧ୍ୟାତ୍ମ୍ୟ ରେ କୁଠାରାଘାତ।
@ChhataChora
ଛାତ ଚୋର
2 months
କୁଆଡେ ଗଲେ ଜଗନ୍ନାଥ ସଂସ୍କୃତି ସୁରକ୍ଷାକାରୀ? ପିକୁ ପଟ୍ଟନାୟକ କୁଆଡେ ଗଲା? ହିନ୍ଦୁ ଧର୍ମର ରକ୍ଷାକାରୀ ଚୁପ କାହିଁକି? @kanak_news @News18Odia @otvnews
Tweet media one
Tweet media two
2
7
50
7
8
53
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
22 days
@kanak_news ୟେ ହେଉଛି ଏକ ସୁନ୍ଦର୍ ବିରୋଧୀ ଦଳ ର ଭୂମିକା, ନବୀନ ବାବୁ କେବଳ ଜଣେ ଉତ୍ତର ଶାସକ ନୁହଁ , ସର୍ବୋତ୍ତମ ବିରୋଧୀ ଦଳ ର ନେତା ମଧ୍ୟ , bjp ଭଳି ମାଛ ବଜାର ନ କରି ଏକ ଶୃଙ୍ଖଳିତ ବିରୋଧୀ ଦଳ ପ୍ରସ୍ତୁତ କରୁଛନ୍ତି , ପ୍ରଶଂସନୀୟ ନିଶ୍ଚିନ୍ତ
0
3
49
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
3 months
ଓଡ଼ିଆ ଅସ୍ମିତା କଣ ଓ କିପରି ହ୍ରାସ ହୁଏ ତାହା ଜାଣିବା ଅତି ଜରୁରୀ , BJP ଯେଉଁ କ୍ଷତି କରିଛି ଓଡ଼ିଶା ର ତାହା ପ୍ରଭୂ ନାରାୟଣ ଙ୍କ ଭରଷା ରେ ଉଦ୍ଧାର ହୋଇ ପାରିବ ଓଡ଼ିଶା ରେ ଅର୍ଦ୍ଧଚନ୍ଦ୍ର ଧ୍ଵଜା ସବୁ ପର୍ବ ଓ ମନ୍ଦିର ରେ ଲାଗେ , କିନ୍ତୁ ଆଜି ର ଯୁବପିଢି କ୍ରୋଧିତ ହନୁମାନ ଙ୍କ ଏକ କାଳ୍ପନିକ ଗେରୁଆ ଧ୍ଵଜା ଜାତିର ଧ୍ଵଜା ଭାବୁଛନ୍ତି।
Tweet media one
Tweet media two
12
6
47
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ପୁରୀ ଶ୍ରୀ ମନ୍ଦିର ଇତିହାସ ରେ ୟେ ଆଚମ୍ବିତ ଘଟଣା,ପ୍ରଭୁ ଙ୍କ ବିବାହ ଏକାଦଶୀ ତିଥି ରେ ନ ହୋଇ ଦ୍ଵାଦଶୀ ତିଥି ରେ ଆଜି ହୋଇଛି। ୟେ ବିଭ୍ରାଟ ପାଇଁ ଦାୟୀ କିଏ ? ବର୍ତ୍ତମାନ୍ ର ସରକାର୍ ଏଥି ପାଇଁ ଦାୟୀ କାହାକୁ କରିବେ ? ବ୍ରହ୍ମ ବିଭ୍ରାଟ କୁ ଏତେ ହଟ କରିଥିବା ଦଳ ଆଜି ମନ୍ଦିର ର ଏହି ଦେବ ବିଭାଘର ବିଭ୍ରାଟ ପାଇଁ ଚୁପ୍ କାହିକିଁ?
5
3
48
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ୟେ third grade ଲୋକ ର ଏହି ମନ୍ତବ୍ୟ ଉପରେ ଅନ୍ଧ ଭକ୍ତ କେବେ IT act ଲଗାଇବେ ?
@sisupalagarha
ଶିଶୁପାଳଗଡ଼
2 months
ବାଃ ମୂଖ୍ୟମନ୍ତ୍ରୀ। କୋଉ ଭଳି ଥାର୍ଡ ଗ୍ରେଡ ଲୋକ କୁ ନିଜ ଚରଣ ବନ୍ଦନା ପାଇଁ ସୁଯୋଗ ଦେଉଛନ୍ତି।
15
11
81
6
2
48
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
25 days
BJD ର ଗୋଟିଏ ଭୁଲ,ସେ କେବେବି BJP ର ଘୃଣ୍ୟ ଅପପ୍ରଚାରକୁ ଖଣ୍ଡନ କରି ନଥିଲା , ଯେମିତି ଗୋଟିଏ ଗୁଜବ ଆସିଲା କି ଚାବି ହଜି ଯାଇଛି !! ଚାବି pandian ନେଇ ଯାଇଛି। ରାଜନୀତି ରେ କ୍ଷମତା ଅକ୍ତିଆର ପାଇଁ ଭକ୍ତ ଭାବାବେଗ ଦେଖି bjp ମିଥ୍ୟା ପ୍ରଚାର କରିଲା,ଓ ଆଜି ସତ୍ୟ ସାମ୍ନାରେ। ଚାବି ହଜି ନଥିଲା କି ତାମିଲନାଡୁ ଯାଇ ନଥିଲା ।
@kanak_news
Kanak News
25 days
ଟ୍ରେଜେରୀରେ ଚାବି ମହଜୁଦ ଥିଲା , ଅଧିକୃତ ଅଧିକାରୀଙ୍କ ପାଖରେ ଚାବି ରହିଛି । ଦରକାର ପଡ଼ିଲେ ଭିତରକୁ ଯିବୁ : ଜିଲ୍ଲାପାଳ ,ପୁରୀ #KanakNews #Ratnabhandar #Puri #Odisha
10
9
263
1
6
47
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
1 month
ଓଡ଼ିଶା ର ନବୀନ ପଟ୍ଟନାୟକ ଙ୍କ ଭଳି ହେବାକୁ ବହୁତ୍ ଚେଷ୍ଟା, କିନ୍ତୁ ଏଠିକି ସାଧାରଣ କଥା ଜଣା ନାହିଁ,ଓଡ଼ିଆ କାହିଁକି ନବୀନ ପଟ୍ଟନାୟକ ଙ୍କୁ ଏତେ ଭଲ ପାଆନ୍ତି ।ଅନ୍ୟକୁ ନିନ୍ଦା ନ କରି ସେ ଶାସନ ରକ୍ଷା ଜାଣିଥିଲେ । ଏମିତି ବ୍ୟକ୍ତିତ୍ଵ ବିରଳ।ଓଡ଼ିଶା ଘୃଣା ରାଜନୀତିକୁ ନୁହଁ ସୌହର୍ଦ୍ୟ ରାଜନୀତିକୁ ଗ୍ରହଣ କରେ।
@otvkhabar
ଓଟିଭି
2 months
'#ସେମାନେ_ମୋ_ପାଦ_ଧରୁଥିଲେ' 'ସେମାନେ ଅନୁରୋଧ କରୁଥିଲେ, ଆମ ଆଡ଼କୁ ଆସି ଶଙ୍ଖ ଧରିବାକୁ କହୁଥିଲେ ଏବଂ ଆପଣ ଯାହା ଚାହିଁବେ ତାହା ପାଇବେ ବୋଲି କହୁଥିଲେ । ଯେଉଁମାନେ ଏମିତ କହୁଥିଲେ ସେମାନଙ୍କ ଅବସ୍ଥା ଆଜି କଣ ହେଲା ? ମୁଁ ସେମାନଙ୍କୁ କହୁଥିଲି ତୁମେ ମୋହନ ମାଝୀକୁ ଚିହ୍ନିଛ ?' #MohanMajhi #OdishaCM #Keonjhar #Odisha #OTV
115
36
840
1
6
45
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
3 months
କାଳିଆ ବଡ଼ ଦାଣ୍ଡ ରେ କେବଳ ଜଣକ ମାନ ର କେଳି ହୁଏ ଓ ଭିଡ଼ ହୋଇ ମାନ ବର୍ଦ୍ଧନ ହୁଏ , ତାହା ହେଉଛି ମୋ ଶ୍ରୀ ଜଗତର ନାଥ ମହା ଜଗନ୍ନାଥ । ସେହି ତାହାର ରଥ ଯାତ୍ରା ରେ ଘଣ୍ଟ ନାଦ ରେ କେବଳ ସେ ହିଁ ରାଜା ହୋଇ ବାହନ ସବାରି ହୋଇ ରୋଡ ସୋ କରେ କେବଳ ତାହାର ଅଧିକାର ୟେ । ଥରେ ସାରଥୀ ବାବା ଏମିତି ରୋଡ ସୋ କରିଥିଲା। ଅବସ୍ଥା ସମସ୍ତେ ଜାଣନ୍ତି
6
2
44
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
15 days
ପୋଲାଭରମ ର ପ୍ରକଳ୍ପ ରେ ତୁମେ ଯେଉଁ ଓଡ଼ିଆ ଅସ୍ମିତା କୁ ଧ୍ଵଂସ କରିଲା , ହେ ମହା** ପ୍ରତିଟି ପୋଲାଭରମ ରେ ଭାସି ଯିବା ପରିବାର ରେ ତୁମ ବଂଶ ନାଶ ହୋଇଯିବ, ୟେ ଓଡ଼ିଆ ଅସ୍ମିତା ର ଅଭିଶାପ।
@MahalingMukesh
Dr. Mukesh Mahaling
15 days
ବିରୋଧୀ ଦଳ ପାଖରେ, ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ କରିବାର ନୈତିକ ଅଧିକାର ନାହିଁ।
145
64
640
6
3
44
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
3 months
@sisupalagarha କାଳିଆ ନଗରୀ ରେ ସାରଥୀ ବାବା ଶେଷ ରୋଡ ସୋ କରିଥିଲା , ପରେ ତାର ଅବସ୍ଥା କାହାକୁ ଜଣା ନାହିଁ । ୟେ ବା ଅନ୍ତ ସମୟ , କାଳିଆ କଣ ୟାର ଗର୍ବ ଆତ୍ମ ପ୍ରଚାର ସହିବ?
6
1
40
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
@pranabpdas @dpradhanbjp ଯେବେ ବି ଆମେ ବାହାରେ କାହା ସହିତ କଥା ହେଉ , ନବୀନ ବାବୁ ଙ୍କୁ ସମସ୍ତେ ସମ୍ମାନ ଦେଇଥାନ୍ତି । ଓଡ଼ିଶା ରାଜନୀତି ର ବହୁ ପ୍ରଶଂସା କରିଥାନ୍ତି । କିନ୍ତୁ ଓଡ଼ିଶା BJP ର ୟେ ଚରିତ୍ର ହିନ ସଂସ୍କାର ଓଡ଼ିଶା ରାଜନୀତି କୁ କଳୁଷିତ କରୁଛି ।
5
13
19
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
1 month
BJPକୁ ଯିଏ ବି ପୂର୍ବରୁ ବିରୋଧ କରିଛି ତାକୁ ବିଦ୍ରୋହୀ ଘୋଷିତ କରିଛି ୟେ ସରକାର୍, farmingବିରୋଧରେ ଚାଷୀ ଙ୍କୁ ଖାଲିସ୍ଥାନୀ, ସୋନମ୍ ୱାଂଚୁକ୍ ଲାଦଖ ପର୍ଯ୍ୟବରଣ ରକ୍ଷା ପାଇଁ ଚୀନ agent,ଅଗ୍ନିବିର ବିରୋଧ ଛାତ୍ରଙ୍କୁ ଦେଶଦ୍ରୋହି।ଆଦିବାସୀ ନ୍ୟାୟ ରକ୍ଷକ ଙ୍କୁurban nuxal।ଏବେ ଅପେକ୍ଷା ପରୀକ୍ଷା ଲିକ୍ ବିରୋଧ ଛାତ୍ର ଙ୍କୁ କଣ ମିଳିବ
7
7
41
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
BJP ର ଜଗନ୍ନାଥ ପ୍ରେମୀ ଙ୍କୁ ଦ୍ଵିତୀୟ ମିଥ୍ୟା - ଆସାମ ର ମୂଖ୍ୟମନ୍ତ୍ରୀ ଓଡ଼ିଶା ରେ ଆସି କହିଲେ ରତ୍ନ ଭଣ୍ଡାର ର ଚାବି ତାମିଲନାଡୁ ରେ,କିନ୍ତୁ ପ୍ରଶ୍ନ ଏହା କି ଆସାମ ର ମୂଖ୍ୟମନ୍ତ୍ରୀ ଙ୍କୁ କହିଲା କିଏ , ଯଦି ମୂଖ୍ୟମନ୍ତ୍ରୀ ଜାଣିଛନ୍ତି ତେବେ ଏହା କାହିଁକି କହିଲେ ନାହିଁ କି ରତ୍ନ ଭଣ୍ଡାର ର ପାଞ୍ଚଟି ଚାବି ରୁ କେଉଁଟି ତାମିଲନାଡୁରେ
5
3
41
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ଯେଉଁ ସମୟର ଉତ୍କଳ ର ରାଜ୍ୟ ଗାନ ହେଉଥିଲା, ନବୀନ ପଟ୍ଟନାୟକ ସ୍ଥିର ହୋଇ ଛିଡ଼ା ହୋଇଥିଲେ କିନ୍ତୁ ନୂତନ ମୂଖ୍ୟମନ୍ତ୍ରୀ ମୋହନ ମାଝି ମୋଦି ଙ୍କ ସହିତ ବସି ଯାଇଥିଲେ। ବନ୍ଦେ ଉତ୍କଳ ଜନନୀ ସ୍ୱର୍ ରେ ପ୍ରତିଟି ପ୍ରକୃତ ଓଡ଼ିଆ ଉଠି ଯାଏ କିନ୍ତୁ ମୋଦି ଦୟାରେ ସିକ୍ତ ଦାସ ୟେ ଗାନ କୁ ନ ଦେଖି ନିଜ ମାଲିକ ଙ୍କୁ ଅନାଇ ରହିବ। ଓଡ଼ିଆ ଅସ୍ମିତା
@PanditSaibpal
Saibpal Pandit
2 months
अमित शाह ने मोदी जी से #ओडिशा के राष्ट्रगान के दौरान खड़े होने की अपील की।🙄 सबसे दुखद बात यह है कि #ओडिशा के नए मुख्यमंत्री भी #ओडिशा के राष्ट्रगान के दौरान बैठे रहे।🤐😭
14
90
352
5
5
41
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ଓଡ଼ିଶା କୁ କେବଳ ଓଡ଼ିଶା ରେ ଜନ୍ମିତ ଦଳ ହିଁ ଶାସନ କରିବ,ଓଡ଼ିଆ ମାଟି ରୁ ଜନ୍ମିଥିବା ଦଳ। ଯେମିତି ବାହାର ରାଜ୍ୟ ର କିଛି ଲୋକ ମିଶି ଆମ ରାଜ୍ୟ ର ମୂଖ୍ୟମନ୍ତ୍ରୀ,ବିଧାନ ସଭା ସଦସ୍ୟ ନିର୍ଦ୍ଧାରଣ କରୁଛନ୍ତି ଏହା ଓଡ଼ିଆ ମାଟି ସହିବ ନାହିଁ। କାଲି ଏହି ବାହାର ଲୋକ ମିଶି ଆମ ଓଡ଼ିଶା ର ନୀତି ବନାଇବେ,କଣ ଜାଣନ୍ତି ସେ ଓଡ଼ିଶା ବିଷୟରେ?
7
5
41
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
କିଛି ଦିନ ହେବ,ଶ୍ରୀ ମନ୍ଦିର ରେ କେବଳ ଭିଡ଼ ନୁହଁ ନୀତି ବି ବିଳମ୍ବ ର ଖବର ଆସୁଛି। ମୋର ଏହି ସରକାର୍ କୁ ପ୍ରଶ୍ନ,ଯେଉଁ ଶ୍ରୀ ମନ୍ଦିର ର ଚାରି ଦ୍ଵାର ଖୋଲିଲେ ସବୁ ଠିକ୍ ହୋଇଯିବ ବୋଲି କହି ଭୋଟ ମାଗୁଥିଲ,ତେବେ ଏବେ ସ୍ଥିତି କାହିଁକି ଅସମ୍ଭାଳ? ପରିକ୍ରମା ପ୍ରକଳ୍ପ ପରେ ଯେମିତି ସବୁ ସୃଙ୍କଳିତ ଥିଲା ଏବେ ସବୁ ଭାଙ୍ଗି ପଡ଼ିଛି ।
@samajalive
Samaja Live
2 months
୪ଘଣ୍ଟା ପରେ ହେଲା ମଙ୍ଗଳ ଆଳତି
0
0
2
7
3
41
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ମାତୃଭୂମି ମାତୃଭାଷା ରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ। ନିଜ ମାତୃଭାଷାକୁ ବିଶ୍ଵ ପଟଳ ରେ ଗର୍ବ ରେ କହିବା ର ସତ୍ ସାହସ ରଖ , ୟେ ହିନ୍ଦୀ ପ୍ରେମ ଶେଷରେ ତୁମକୁ ବୁଡାଇ ଦେବ ନାହିଁ , ତୁମ ଚିହ୍ନ ବର୍ଣ୍ଣ ହଟାଇ ଦେବ । ଓଡ଼ିଆ ୨୦୦୦ ବର୍ଷ ପୁରୁଣା ଭାଷା ମାନ୍ୟବର ଶିକ୍ଷା ମନ୍ତ୍ରୀ m
@dpradhanbjp
Dharmendra Pradhan
2 months
सबके अपने घर के सपने को हक़ीक़त में बदलना मोदी जी की गारंटी है। तीसरे कार्यकाल के प्रथम कैबिनेट में “पीएम आवास योजना” के तहत अतिरिक्त 3 करोड़ आवास की स्वीकृति देने के लिए प्रधानमंत्री @narendramodi जी का हृदय से अभिनंदन। यह निर्णय करोड़ों लोगों को गरिमामयी जीवन प्रदान करने के
108
237
690
8
4
39
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
20 days
ଏତେ ବେଲଜ୍ୟା ଓ କ୍ରୂର ହୁଏତ ହିଟଲର୍ ସମୟ ରୁ ବି ବଳି ଯିବ । ଆରେ ଅଭଦ୍ର ଲୋକଙ୍କ ଜୀବନ ଯେମିତି ଯାଉଛି , ଉତ୍ତରଦାୟୀ ଯିଏ ତାକୁ ପ୍ରଶ୍ନ କର । ଯଦି କିଏ ଚକ୍ରାନ୍ତ ବି କରୁଛି ତେବେ ସରକାର୍ ର ଦାୟୀତ୍ବ ପ୍ରସ୍ତୁତ ରହିବା। ମୂର୍ଖ ଓ ଗଣ୍ଡ ଙ୍କ ସର୍ଦ୍ଦାର ୟେ ।ଲାଜ ଲାଗେ ଏଟା ଅନୁଗୋଳ ର ବୋଲି । ଅନୁଗୋଳ ଲୋକ ଏତେ ମୂର୍ଖ ନୁହନ୍ତି।
@socialTalks96
SocialTalk
20 days
Up ର ଗୋଣ୍ଡା ଅଞ୍ଚଳରେ ଆଜି ଟ୍ରେନ ଲାଇନ ଚ୍ୟୁତ ହେଇଛି 🙏 ଆଉ ଏଥି ପାଇଁ 4 ଜଣକର ଜିବନ ମଧ୍ୟ ଯାଇଛି ହେଲେ ପ୍ରଶ୍ନ ଉଠୁଛି ଦିନ କୁ ଦିନ ଦେଶରେ ଏମିତି ଘଟଣା ବଢ଼ିବାରେ ଲାଗିଛି ମୋଦି କୁ ଆଉ ମୋଦି ସରକାର କୁ ବଦନାମ୍ କରିବା ପାଇଁ ୟେ ଗୋଟେ ବଡ଼ ଚକ୍ରାନ୍ତ ନୁହତ @AshwiniVaishnaw @narendramodi @homeodisha @NIA_India ଯାଞ୍ଚ ହଉ
Tweet media one
64
6
123
4
2
38
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ଗୋଟିଏ କାହାଣୀ ମନେ ପଡ଼ିଲା, ବାର ଶହ ବଢେଇ, ବିଶୁ ମହାରଣା ମିଶି କୋଣାର୍କ ମନ୍ଦିର ନିର୍ମାଣ କରିଥିଲେ,ବହୁ ଘାତ ପ୍ରତିଘାତ ସତ୍ତ୍ୱେ ବିଶୁ ମହାରଣା ରାଜାଙ୍କ ଆଦେଶରେ ଦାୟୀତ୍ବ ନେଇ ବହୁ ସୁନ୍ଦର୍ କରିଥିଲା,ପରେ ବିଶୁ ମହାରଣା ଚାଲିଗଲା,ଆଉ ଏକ ରାଜା ଆସିଲା ତାର ଗୋଟେ ମଦ ଆମୋଦ ରେ ସିକ୍ତ ପୁଅ ଆସି କୋଣାର୍କ ପାଖରେ ନିଜର କିର୍ତ୍ତି ଦେଖାଇଲା
@dashman207
dD@$h
2 months
Minister of Rockford 🤘
Tweet media one
40
12
186
2
5
38
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
29 days
ୟେ ଜଗନ୍ନାଥ ନୁହଁନ୍ତି କି କ୍ଷମା କରିଦେବେ, ମହା ପ୍ରଭୂ ବଳଭଦ୍ର ଖୁବ୍ ରାଗି ଓ ଅଭିମାନୀ। କିଛି ସମୟ ଆଗରୁ ରତ୍ନ ଭଣ୍ଡାର କମିଟି କହିଲା ଆମେ ତାଲା ଭାଙ୍ଗିବୁ ପଛେ ରତ୍ନ ଆଣିବୁ, ଏପରି ଗର୍ବ ପୂର୍ଣ୍ଣ ଶଦ୍ଦ କହିବା ମହା ପାପ ଯେବେ ସେହି ରତ୍ନ ର ରକ୍ଷକ ସେହି ମହାବାହୁ। ଗର୍ବ ଅହଙ୍କାର କୁ ପରିତ୍ୟାଗ କର ।ପ୍ରଭୁ କ୍ଷମା କର।
@kanak_news
Kanak News
29 days
#ଖସିପଡ଼ିଲେ_ପ୍ରଭୁ_ବଳଭଦ୍ର ଆଡ଼ପ ବିଜେ ବେଳେ ଚାରମାଳ ଉପରେ ଖସିପଡ଼ିଲେ ପ୍ରଭୁ ବଳଭଦ୍ର, ସେବାୟତ ଆହତ । #RathaJatra2024 #AdapaBije #KanakNews #Puri
173
156
1K
4
3
37
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ଜଣେ ଆଇଏଏସ ଅଫିସର୍ ଅନେକ ପାଠ ପଢି,ବହୁ ବିଶେଷଜ୍ଞ ଙ୍କ ସହିତ ଆଲୋଚନ କରି ଚାରି ଦ୍ଵାରରୁ ଦୁଇଟି ଯିବା ପାଇଁ ଆଉ ଦୁଇଟି ଆସିବା ପାଇଁ ସର୍ବ ସମ୍ମତି କ୍ରମେ ବ୍ୟବସ୍ଥା କରିଥିଲା।କିନ୍ତୁ ଗୋଟେ ଫଟୋ ଉଠାଲି,ତର୍ଜମା କରୁଛି ଏଥିରେ କିଛି agenda ଥିଲା ବୋଲି। ଲୋକ ଯେତେ ହଇରାଣ ହୁଅନ୍ତୁ ପଛେ pandian ଭୁଲ ପ୍ରମାଣିତ ହେଉ,ଏହି ଇଚ୍ଛା ଏମାନଙ୍କର
@theUnfading
Amar || ଅମର
2 months
I used to go to Puri Shree Mndira every week during my stay in India; this was there and will always be there. Those who are cribbing about the fact that it only happened because of the opening of the four gates do have an agenda behind it.
3
3
15
8
2
36
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
@kanak_news ଓଡ଼ିଶା ରେ ଏବେ ୟେ ସବୁ ଯାତ୍ରା ଦେଖିବାକୁ ମିଳିବ
2
0
36
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
21 days
ଆସନ ଖଣ୍ଡିକ ପାଇଁ , ଝିଅ ଙ୍କ ଚୁନି ତଳେ ଖେଳ କରୁଥିବା ଲୋକ ଯାହାକୁ କାଲି ନିନ୍ଦା କରୁଥିଲି ତାହାର ସାହାଯ୍ୟ ନେଇ ଦୟାରେ ୫ ହଜାର ଅଧିକ ଭୋଟ ଆଜି ୟେ ଗୋଡ଼ ଲମ୍ବେଇ ବସିଛି। ସତେ ଯେମିତି ୟେ ବେଳାଭୂମି କୁ ବିଶ୍ୱରେ ମୁଁ ହିଁ ଏକ ନମ୍ବର କରିଛି।
@PravatiPOdisha
Pravati Parida
21 days
ମହୋଦଧି କୂଳରେ ଆଜି ର ସକାଳ
Tweet media one
54
14
840
1
1
36
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
1 month
ରୋଗୀ ଙ୍କ ସ୍ୱାସ୍ଥ୍ୟ ବସ୍ଥା ଦେଖା ଡ୍ରାମା ଆଉ ୟେ ଯୁଗରେ ନାହିଁ ସ୍ୱାସ୍ଥ୍ୟ ମନ୍ତ୍ରୀ ମହୋଦୟ , ୟେ ଯୁଗରେ ସ୍ୱାସ୍ଥ୍ୟ ର ଉନ୍ନତି ପାଇଁ ମାଟି ରେ ଠିଆ ହୋଇ ଦେଖିବାକୁ ହେବ, ଯେମିତି ଏହି photo ରେ ଜଣେ କର୍ମଯୋଗୀ ତଦାରଖ କରୁଛି
Tweet media one
@MahalingMukesh
Dr. Mukesh Mahaling
1 month
ଆଜି ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (VIMSAR) ବୁର୍ଲା ପରିଦର୍ଶନ କରି ରୋଗୀ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ବିଭିନ୍ନ ବିଭାଗର ଡାକ୍ତର ମାନଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କଲି। ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ ଓ ଉତ୍ତମ ବ୍ୟବହାର ପ୍ରଦର୍ଶନ ରେ କୌଣସି ଅବହେଳା ନ କରିବା
9
8
142
2
0
36
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ସ୍ୱାଭିମାନ ଚାନ୍ଦବାଲି ମାଟି ପାଇଁ BJP କଣ ସତରେ ୟାକୁ ଉଚିତ୍ ଭାବିଲା ??? ଛି ଛି ଛି
Tweet media one
9
8
36
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
4 months
ଓଡ଼ିଶା କେବଳ ହିଁ କେବଳ ଶ୍ରୀଜଗନ୍ନାଥଙ୍କ ରାଜ୍ୟ , ହୁଏତ ଶ୍ରୀ ରାମ କୃଷ୍ଣ ଭଗଵାନ ହୋଇପାରନ୍ତି ,କିନ୍ତୁ ଓଡ଼ିଆ ର ଭାବାବେଗ ରେ ଶତ ପ୍ରତିଶତ ଶ୍ରୀ ଜଗନ୍ନାଥ ବାସ କରନ୍ତି । ଶ୍ରୀ ଜଗନ୍ନାଥ କିଛି ଅଧିକ ଜୀବନ୍ତ ସୌମ୍ୟ ଓ ନିଷ୍କଳଙ୍କ। ଯେମିତି ରାଜା ସେମିତି ପ୍ରଜା , ଯେମିତି ଆମ କାଳିଆ ସେମିତି ଆମ ପ୍ରଜା ।
6
4
35
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ପ୍ରଧାନ ମନ୍ତ୍ରୀ ଏବେ ବି ଭାବନ୍ତି କି ଓଡ଼ିଶା ର ଲୋକ ଗରିବ,ଓ ମୂର୍ଖ । ଉତ୍ତର ଭାରତ ଲୋକ ଆଜି ବି ୟେ ଭାବନା ନେଇ ବଞ୍ଚିଛନ୍ତି କି ଓଡ଼ିଶା ଗରିବ ଏହାର ଦିଅଁ ବି ଗରିବ ଙ୍କ ଦେବତା । ମହାଶୟ ଓଡ଼ିଶା ହିଂସା ମୁକ୍ତ ଆଉ ଏହା ହେଉଛି ଓଡ଼ିଶା ର ସର୍ବୋଚ୍ଚ ଐଶ୍ୱର୍ଯ୍ୟ।
@dpradhanbjp
Dharmendra Pradhan
2 months
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂମି ଓଡ଼ିଶାରେ ଏଥର କ୍ରାନ୍ତିକାରୀ ପରିବର୍ତ୍ତନ ଆସଛି । ଶ୍ରୀଜଗନ୍ନାଥ ହେଉଛନ୍ତି ଗରିବଙ୍କ ଦେବତା । 'ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବ ଓଡ଼ିଶା । ଆଗାମୀ ୨୫ ବର୍ଷର ଭାରତର ବିକାଶ ଯାତ୍ରାର ଇଞ୍ଜିନର ଏକ ନମ୍ବରରେ ଓଡ଼ିଶା ରହିବ।' ମାନ୍ୟବର ପ୍ରଧାନମନ୍ତ୍ରୀ @narendramodi #Odisha
138
422
2K
15
3
35
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
19 days
ଓଡ଼ିଶା ବଡ ଏଥିପାଇଁ କାରଣ ବିଜୁ ବାବୁ ଭଳି ଲୋକ,ଏହାର ମହତ୍ତ୍ଵ ବଢାଇ ଛନ୍ତି ।
@leetwopabani
SUSANTA M.
19 days
@BinayakRout24 @otvnews ଓଡ଼ିଶା ବଡ଼ ନା ବିଜୁ ବାବୁ?
5
0
7
6
1
34
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 years
@kanak_news କଣ ହେତୁବାଦୀ ,କଣ ଜ୍ୟୋତିଷୀୟ ଶାସ୍ତ୍ର । ଆମେ ସୂର୍ଯ୍ୟ ଦେବ ଓ ଚନ୍ଦ୍ର ଦେବ ଙ୍କୁ ସମ୍ମାନ ଦେଉ ,କାରଣ ସେମାନେ ସବୁ ପ୍ରାଣୀ ଙ୍କ ଉପରେ ପ୍ରଭାବ୍ ପକାନ୍ତି ।ଏହା ଏକ ସମ୍ମାନ ,ଏକ ବିଶ୍ୱାସ ।ସବୁ କୁ ବିଜ୍ଞାନ ପରଖିବା ଠିକ ନୁହଁ । ଏଥିରେ କାହାର କ୍ଷତି ନାହିଁ।
0
1
31
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
1 month
ପ୍ରଦୀପ ଜେନା ଆମର ପୁର୍ବତନ ମୂଖ୍ୟ ଶାସନ ସଚିବ ଥିଲେ, ଓଡ଼ିଆ ଥିଲେ । ନିଜର ପ୍ରତିଭା ଓ ମିଷ୍ଟଭାଷୀ ବ୍ୟକ୍ତିତ୍ଵ ପାଇଁ ସମସ୍ତ ଙ୍କ ନିକଟରେ ପ୍ରିୟ ଓ ଆଦୃତ ଥିଲେ, କିନ୍ତୁ BJP କୁ ଓଡ଼ିଆ ଲୋକ ପସନ୍ଦ ନୁହଁ ତେଣୁ ଉତ୍ତର ଭାରତ ଉତ୍ତର ପ୍ରଦେଶ ଆଡୁ ଜଣକୁ ଆଣି ଆମ ଓଡ଼ିଶା ଶାସନ ପାଇଁ ରଖିବ। ଓଡ଼ିଆ ଆମେ ଏତେ ଛୋଟ ନୁହଁ।
6
6
31
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
16 days
ପ୍ରତିଟି ସମ୍ବଲପୁର ବାସୀ ଲଜ୍ଜିତ ହେବା ଉଚିତ୍ ୟେ ଚୋର ପାଇଁ , ଦେଶରେ ସମସ୍ତ ପରୀକ୍ଷା Neet, UPSC ଏମିତି କେତେ କଣ ବିଭ୍ରାଟ କରି ଆଜିବି ଏଡେ ବଡ ବଡ ଭାଷଣ ମାରୁଛି। ୟା ର ଗାଲୁ କଥା ଓଡ଼ିଶା ର କେତେଟା ଲୋକ ଶୁଣିବେ , neet ଭଳି ପରୀକ୍ଷା ଦେଉଥିବା ଶିକ୍ଷିତ ପିଲା ନୁହଁ ।
@dpradhanbjp
Dharmendra Pradhan
17 days
The LoP and his cabal are all but shedding crocodile tears. The ground reality on paper leaks during UPA regime and when Shri Akhilesh was at the helm of UP, will open a can of worms for both Shri @RahulGandhi and Shri @yadavakhilesh . May be Rahul Gandhi understands the
1K
666
2K
2
3
32
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ଯେମିତି ଭାରତ ର ଅନ୍ୟ ରାଜ୍ଯ ରେ ହେଉଛି , ପ୍ରଭାବଶାଳୀ ତଥା ଲୋକପ୍ରିୟ ଙ୍କୁ ଭାରତୀୟ ଯାତ୍ରା ପାର୍ଟି ଡରାଇ ଧମକ ଦେଇ ନିଜ ଦଳରେ ସାମିଲ କରାନ୍ତି,ସେହି ପ୍ରକ୍ରିୟା ଓଡ଼ିଶା ରେ ଆରମ୍ଭ ହୋଇଗଲାଣି । କିନ୍ତୁ ମନେ ରଖ, ଚାନ୍ଦିନୀ ରାତି ପାହିବା ଅସମ୍ଭବ ନୂହଁ। ଓଡ଼ିଶା ମାଟି ରେ ଘୃଣା ଅଗଣତାନ୍ତ୍ରିକ କାର୍ଯ୍ୟ , ସର୍ବଦା ନିନ୍ଦନୀୟ।
4
2
32
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
1 month
ଶିକ୍ଷା ମନ୍ତ୍ରୀ ଙ୍କ ଏଭଳି ଟିପ୍ପଣୀ, ଶେଷରେ ମୋହନ ମଝି ଙ୍କୁ ଜଗନ୍ନାଥ ଙ୍କ ସହିତ ତୁଳନା , କନକ ବର୍ଦ୍ଧନ ଙ୍କୁ ବଳଭଦ୍ର ଓ ପ୍ରଭାତୀ ପରିଡ଼ା ଙ୍କୁ ସୁଭଦ୍ରା , ଶ୍ରୀ ମନ୍ଦିର ର ଗାରିମା ରକ୍ଷା କରନ୍ତୁ। ଏପରି ମନ୍ତବ୍ୟ ସର୍ବଦା ନିନ୍ଦନୀୟ । ରଙ୍ଗ ଗତ ବିଭେଦ ବି ବାରି ହେଉଛି ମନ୍ତ୍ରୀ ଙ୍କ ମାନ୍ତବ୍ୟ ରେ । କାହିଁକି ୟେ ଦୁର୍ଭାଗ୍ୟ?
@SankhaOdisha
Sankha Odisha
1 month
ମହାପ୍ରଭୁଙ୍କୁ ନେଇ ଏଭଳି ମନ୍ତବ୍ୟ...? ଓଡ଼ିଆ ଅସ୍ମିତା ଏବଂ ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଥିବା ବିଜେପି ମନେରଖୁ...ଏହି ଗର୍ବର ଅନ୍ତହେବ ନିଶ୍ଚୟ।
101
49
465
2
3
32
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
18 days
ୟେ ସମ୍ପୂର୍ଣ ଲୋକ ଦେଖାଣିଆ, ନିର୍ମଳ ନବୀନ ଙ୍କ ଭାବମୂର୍ତ୍ତି ରୁ ନିଜ ପାଇଁ ଓଡ଼ିଶା ମାଟି ରେ ଗ୍ରହଣିୟତା ସାଉଁଟିବା ବ୍ୟତୀତ ଆଉ କିଛି ନୁହଁ। ଯଦି ଏତେ ସୁନ୍ଦର୍ ରାଜନୀତି ପାଇଁ ଇଚ୍ଛା , ତେବେ ରଙ୍ଗ ନାମ ବଦଲା ରାଜନୀତି କେବେ ବି ହୋଇ ନଥାନ୍ତା।
@kanak_news
Kanak News
18 days
#ନବୀନଙ୍କୁ_ନିମନ୍ତ୍ରଣ_କରିବାକୁ_ଯାଇଥିଲେ_ମୋହନ ସର୍ବଦଳୀୟ ବୈଠକକୁ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବାକୁ ନବୀନ ନିବାସ ଯାଇଥିଲେ #KanakNews #NaveenPatnaik #MohanCharanMajhi
20
8
455
2
2
30
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
30 days
ପୁରୀ ଯାଇଥିଲି , ଯେତିକି ମୋହନ ମାଝି ଆଉ bjp ର ପ୍ରଚାର ପତାକା ଦେଖିଲି ବୋଧେ ନବୀନ ଆଉ ଜାନକୀ ପଟ୍ଟନାୟକ ମିଶି ବି ଏତିକି ଲଗାଇ ନଥିବେ। ୟେ କଣ ଟା କାମ କରିଛନ୍ତି ଯେ ୟେ ଏତେ ପ୍ରଚାର ? ରଥ ଯାତ୍ରା ରେ ଜଗନ୍ନାଥ ଙ୍କ ଯେତିକି ଫଟୋ ନାହିଁ ମୋହନ ମାଝୀ ଙ୍କ ଆଉ ବାକି ଦୁଇ ଶଖା ସଙ୍ଗାତ ଙ୍କ ଫଟୋ ଭରା, ପାଣି ଠୁ ଚପଲ ସବୁଠି ଏହି ମୁହଁ!😐😐
@KantInEast
Lord Immy Kant (Eastern Exile)
1 month
I haven't seen such videos from Ratha Jatra in the past few years. What could possibly go wrong in the BJP's era?
7
8
50
3
2
30
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
1 month
ରାହୁଲ ଗାନ୍ଧୀ ଭୁଲ ନଥିଲେ, ସମୟ କ୍ରମେ ଧର୍ମ ରେ ସୁଧାର ଆସେ ଓ ଏହା ନମ୍ର ଓ ଉଦାରତା କୁ ଗ୍ରହଣ କରେ ,କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ଦଳ ଯାତ୍ରା ପାର୍ଟି ଏହାକୁ କଦା କାର କରିଚାଲିଛି
@PradipGavade
Adv. Pradip Gavade
1 month
Good initiative by some temples in Maharashtra.
1K
5K
24K
5
1
29
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
1 month
କେତେ ନିମ୍ନ ସ୍ତର ର ୟେ କୀଟ? ୧୧ ବର୍ଷ ଗୋଟେ ସରକାର୍ ଶାସନ ରେ ନାହିଁ, ଏବେ ଏହି ଦୂର୍ଗତି ପାଇଁ ତାକୁ ଦାୟୀ ? Maintenance କରୁଥିବା ସଂସ୍ଥା ପରେ ସରକାର୍ ର ତଦାରଖ ଦାୟୀତ୍ବ ନଥିଲା କି ? ଏହି gmr company ମୋଦି କୁ ସର୍ବାଧିକ electoral bond ଚାନ୍ଦା ଦେଇ ପାରିବ ସେଥିରେ କିଛି ଦୋଷ ନାହିଁ ।
@socialTalks96
SocialTalk
1 month
ପୁଣି ଏକ ମିଛ #Propogenda 2009 ରେ ବନା ଯାଇଥିବା ଟର୍ମିନାଲ -୧ ର building ଭଙ୍ଗିଲା ଆଉ ଏଥି ପାଇଁ ଦାୟୀ #Modi ଦାୟୀ 🙋🏼‍♂️ @INCIndia କେତେ ଦିନ ଏମିତି ଆଉ ମିଛ ପ୍ରଚାର କରିବ ରେ 😂 ।। @BJP4Odisha @narendramodi
161
41
409
4
3
29
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ଓଡ଼ିଆ ମାଟି ରେ ଏହି ମାଂସ ପରୀକ୍ଷା ରାଜନୀତି, ଓଡ଼ିଶା ର ଶାନ୍ତି ରକ୍ଷା କର ।
Tweet media one
1
1
30
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ତୁମର ପ୍ରତିଟି ଭୋଟ୍, ତୁମ ସହର କି ସୁନ୍ଦର୍ ଓ ଉନ୍ନତି କରିଥିବା ପାର୍ଟି ପାଇଁ । ଜୟ ମା ସମଲେଇ। 💚💚💚💚💚
Tweet media one
0
3
30
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ପୁର୍ବ ସରକାର୍ ବହୁ ବିଚାର ବିମର୍ଷ ପରେ ମନ୍ଦିର ବହାରେ AC tunnel ଖୋଲିଥିଲେ, କିନ୍ତୁ ୟେ ସରକାର୍ ମନ୍ଦିର ରେ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି। କିଛି କହିବେ ରଜ ଥିଲା ବୋଲି ଭିଡ଼ , ଆରେ ଜ୍ଞାନୀ ଓଡ଼ିଶା ରେ ବାର ବର୍ଷ ରେ ତେର ପର୍ବ , ପ୍ରତିଟି ଦିନ ହିଁ ମନ୍ଦିର ରେ ଉତ୍ସବ , ତେବେ ୟେ ଭିଡ ବର୍ଷ ସାରା ଠିକ୍ ତ ? Link ତଳେ ଅଛି
Tweet media one
3
2
28
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ଭାରତୀୟ ଯାତ୍ରା ପାର୍ଟିର ଗୋଟେ ଚାଲ,ଶାନ୍ତି ପ୍ରିୟ ରାଜ୍ୟରେ ପ୍ରଥମେ ଲୋକଙ୍କୁ ମିଛ ତଥ୍ୟ ଦେଇ ହିନ୍ଦୁ ମୁସଲିମ,ପାକିସ୍ଥାନ ଏମିତି କହି ବିଭାଜନ ସୃଷ୍ଠି କରିବା,ପରେ ଦଙ୍ଗା ଟିଏ କରାଇବା,ପରେ ରକ୍ଷକ ହୋଇ ଡ୍ରାମା କରିବା,ଓ ପରେ ଲୋକଙ୍କୁ କହିବା ମୋ ପାର୍ଟିକୁ ଭୋଟ ଦେଲେ ତୁମେ ବଞ୍ଚିବ ନହେଲେ ମୁସଲିମ ଖାଇଯିବେ।ୟେUPରେ ହୁଏ ଏବେ ଓଡ଼ିଶା ରେ
@KalingaForum
Kalinga Rights Forum
2 months
Filed Complaint with @NCPCR_ @KanoongoPriyank against Organisers of @INCIndia Cuttack MLA @sofiafirdous1 's Rally in Ward no. 13 Mehendipur Kaligali, Cuttack,Odisha in which Minor Kids are radicalised & Forced to raise "Pakistan Zindabad" Slogan
51
444
575
10
4
30
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ନରେନ୍ଦ୍ର ମୋଦୀ ଙ୍କ ଗୋଟେ ବକ୍ତବ୍ୟ ଥିଲା କି ନବୀନ ପଟ୍ଟନାୟକ ଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ କମିଟି ଗଠନ କରିବେ,ଏତେ ନିମ୍ନ ମାନର ରାଜନେତା ହୁଏତ ଇତିହାସ ରେ ବିରଳ। ଆଜି ସେହି ନରେନ୍ଦ୍ର ମୋଦୀ କହିବେ କି ନବୀନ ପଟ୍ଟନାୟକ ଙ୍କୁ ଏପରି ନିମ୍ନ ଟିପ୍ପଣୀ ଦେଇଥିବା ହେତୁ, ଓଡ଼ିଶା ଆସି ଲୋକଙ୍କୁ ଭୁଲ୍ ମାଗିବେ। ଏତେ ଛୋଟ ମାନସିକତା ।
@Anchor_Mukesh
Mukesh Kumar Sahu
2 months
#ନବୀନ_ବିରୋଧୀ_ଦଳ_ନେତା ନବୀନ ପଟ୍ଟନାୟକ ହେଲେ ବିରୋଧୀ ଦଳ ନେତା ପ୍ରମିଳା ମଲ୍ଲିକ ହେଲେ ବିରୋଧୀ ଦଳ ମୁଖ୍ୟ ସଚେତକ #NaveenPatnaik #Odisha #BJD
Tweet media one
0
2
15
3
3
29
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
29 days
ୟେ ଆଇନ ମନ୍ତ୍ରୀ ଏତେ ଅହଂକାରୀ କେମିତି ? ମହାପ୍ରଭୁ ମୁହଁ ମାଡି ତଳେ ପଡ଼ିଲେ, ୟେ ପ୍ରଭୁଙ୍କ ଲୀଳା ତ୍ରୁଟି ନୁହଁ? ସେବାୟତ ସଂଘ ଅଭିଯୋଗ ଦେଇଥିଲେ କି ଏତେ ସଂଖ୍ୟକ ସେବାୟତ ଙ୍କୁ କମ୍ କରାଯାଉ , କି ପଦକ୍ଷେପ ନେଲ ହେ ଅହଂକାରୀ? ୟେ ମନ୍ତ୍ରୀ ସତରେ ପୁରା BJP ର ଅହଂକାରୀ ନେତା,ସବୁ ମନ୍ତବ୍ୟ ରେ ବିଚାର ଶୂନ୍ୟତା।
@otvkhabar
ଓଟିଭି
29 days
#ଯାହା_ଘଟିଛି_ସବୁ_ସେଇ_ମହାପ୍ରଭୁଙ୍କ_ଲୀଲା ପହଣ୍ଡି ବେଳେ ଚାରମାଳ ଉପରୁ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର । ‘ଏହାକୁ କୌଣସି ତ୍ରୁଟି ବୋଲି କୁହାଯାଇ ପାରିବନି, ସବୁ ସେଇ ମହାପ୍ରଭୁଙ୍କ ଲୀଳା’ ।... #BalabhadraPahandi #LawMinister #pruthirajharichandan #OTV
72
9
122
2
4
29
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
3 months
ପାଖରେ ମନ୍ଦିର ଟିଏ ଆଖିରେ ପଡ଼ିଲେ , ଗୋଡ଼ରୁ ଚପଲ ଖୋଲିଯାଏ କିନ୍ତୁ camera ପୁତ୍ର ଆମର ଟିକେ ଭିନ୍ନ ।
@neegam_kumar
Neegam Behera
3 months
କଥାରେ ଅଛି - ଅତି ଭକ୍ତି ଚୋରର ଲକ୍ଷଣ ! ଏହା କଣ ଓଡ଼ିଆ ଅସ୍ମିତା ? @narendramodi @BJP4India @BJP4Odisha @dpradhanbjp @AprajitaSarangi @sambitswaraj
Tweet media one
126
42
317
5
1
28
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
1 month
ଯିଏ ଚାରି ଥର ସାଂସଦ ହୋଇବି ନିଜ ଜିଲ୍ଲା କୁ ରାଜ୍ୟର ପଛୁଆ ଜିଲ୍ଲା ଭିତରୁ ଗୋଟିଏ କରି ରଖିଛି , ସେ ଆଜି ବଜାର ରେ କାହାଣୀ ବିକୁଛି ଆଉ ଆମେ ବସିଛେ କାହାଣୀ ଶୁଣିବା ପାଇଁ ।
@SujitSarangi3
Sujit Sarangi
1 month
ଯାହାର ନିଜ ଜିଲ୍ଲା ପ୍ରତି କେବଳ ଦୁର୍ବଳତା ଅଛି କିନ୍ତୁ ସାରା ରାଜ୍ୟ ପାଇଁ ନାହିଁ ସେ କଣ ଜଣେ ଭଲ ମୁଖ୍ୟମନ୍ତ୍ରୀ ହୋଇପାରିବ ? ସେ କେନ୍ଦୁଝର ଜିଲ୍ଲା କଥା ଛାଡି ସାରା ଓଡ଼ିଶା କିପରି ଭାବେ ଭାରତରେ ଏକ ନମ୍ବର ରାଜ୍ୟ ହୋଇପାରିବ ଚିନ୍ତା କରିବା ଆବଶ୍ୟକ।
Tweet media one
99
17
511
0
2
28
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
1 month
୫୦୦୦+ ଲୋକଙ୍କ ଅଭିଯୋଗ ତିନି ଜଣ ମିଶିକି ଶୁଣିଲେ ତିନି ଘଣ୍ଟା ରେ , ଅର୍ଥ ଜଣେ ହାରାହାରି ହଜାରେ ସାତଶହ ରୁ ଦୁଇ ହଜାରଙ୍କୁ ଶୁଣିଲେ । ଆଶ୍ଚର୍ଯ୍ୟ,ସେହି ଭିତରେ ଦୁଇରୁ ତିନି ମିନିଟ ମଝିରେ ଗୋଟିଏରୁ ଆଉ ଜଣକୁ ଦେଖା କରିବା ଭିତରେ ଯିବ। ଏବେ ବୁଝି ହେବ ହାରାହାରି ୩-୪ ମିନିଟରେ ଜଣେ କିପରି ଜଣକ ସମସ୍ୟା ଶୁଣିବ,ବୁଝିବ ଆଉ ସମାଧାନ କରିବ ।
@SpeaksSabya
SABYASACHI AMITAV
1 month
୧୫୪୦ ଅଭିଯୋଗ ପଞ୍ଜୀକୃତ, ୫୦୦୦ରୁ ଅଧିକ ଲୋକଙ୍କୁ ଶୁଣିଲେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଲୋକଙ୍କ ଅଭିଯୋଗ ଶୁଣିଲେ। -CMO
Tweet media one
45
10
433
3
5
29
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
1 month
ମୁଖ୍ୟମନ୍ତ୍ରୀ ଅନେକ ହେବେ କିନ୍ତୁ ନବୀନ ପଟ୍ଟନାୟକ ଜଣେ ହିଁ ହେବ, ଶିଖା ଯୋଖା ରେ ସିନା ଯାଇ ନବୀନ ପଟ୍ଟନାୟକ ଙ୍କୁ oath taking ଉତ୍ସବ କୁ ନିମନ୍ତ୍ରଣ ଦେଲ , କିନ୍ତୁ ଅକସ୍ମାତ୍ କିପରି ଭଦ୍ରତା ଦେଖାଅ ହେବ ତାହା ଯେତେ ମୁଖ୍ୟମନ୍ତ୍ରୀ ହେଲେ ବି ପାଇ ପାରିବ ନାହିଁ । ନବୀନ ପଟ୍ଟନାୟକ ୫୦ ବର୍ଷ ଲଣ୍ଡନ ରେ ରହି ମଧ୍ୟ ୟେ ସରଳତା।
@soumyajitt
Soumyajit Pattnaik
1 month
Democratic Spirit Triumphs At Puri #RathaYatra
Tweet media one
17
48
966
1
2
27
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
BJP- , ହିନ୍ଦୁ ମୁସଲିମ , ମନ୍ଦିର , ED CBI , ରାତି ଅଧରେ ଅନ୍ୟ ଦଳ ଭାଙ୍ଗିବା , ଏବେ ଗୋଟେ ନୂଆ ଆସିଛି , ହାତ ଥରିବା କୁ ଦେଖାଇ କହିବା। ବୁଦ୍ଧିଜୀବୀ କହିବେ BJP ଆସିଲେ ତାଡ଼ିବ।
2
1
27
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
@sasmitpatra ଆମେ ସାହସ କରିଛୁ , ଓଡ଼ିଶା ରେୟେ ଧର୍ମୀୟ ଦଂଗାକାରି ଦଳରୁ ଆମ ଓଡ଼ିଶା ର ଶାନ୍ତି କୁ ବଞ୍ଚାଇ ରଖିବୁ। ତୁମେ ଉପର ସ୍ତରରେ ସଂଗଠନ ସମ୍ଭାଳ ଆମେ ୟେ ଅଶାନ୍ତି ସୃଷ୍ଟି କାରୀ ଙ୍କ ଅସଲ ଚେହେରା ଲୋକ ଲୋଚନ କୁ ଆଣିବୁ ।ମିଥ୍ୟା ତଥ୍ୟ ଦେଇ ଯିଏ ରାଜନୀତି ଜିତିଛି।
4
1
25
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
1 month
ସୁଭଦ୍ରା ନାମ , ତଥା ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ସହ କଣ ସମ୍ପର୍କ? ଜୀବିତ ଅବସ୍ଥା ରେ ନିଜ ନାମ ରେ ଷ୍ଟାଡିୟମ୍ କରିଦେବା , ନିଜ ଜନ୍ମ ଦିନ ରେ ସରକାରୀ scheme ଚାଲୁ କରିବା, ୟେ ସବୁ ଜଣେ ଅହଂକାରୀ ଶାସକ ର ହିଁ କାର୍ଯ୍ୟପନ୍ଥା ହୋଇପାରେ। ଗଣତନ୍ତ୍ର ରେ ଉଦାର ଶାସକ ର ଆବଶ୍ୟକତା ରହିଛି , ଆତ୍ମ ଗାରିମା ଶାସକ ର ନୁହଁ
@OdishaReporter
Odisha Reporter
1 month
* ସେପ୍ଟେମ୍ବର ୧୭ରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା * ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ସୁଭଦ୍ରା ଟଙ୍କା ରିଲିଜ ହେବ * ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା * ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସି ସୁଭଦ୍ରା ଯୋଜନା ଲଞ୍ଚ୍ କରିବେ * ସଭାରେ ୫ ଲକ୍ଷ ମହିଳାଙ୍କ ଉପସ୍ଥିତିରେ ଯୋଜନାର ଶୁଭାରମ୍ଭ ହେବ #Odisha
Tweet media one
12
14
202
3
3
28
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
1 month
ଲୋକଙ୍କୁ ଯାତ୍ରା ଭଲ ଲାଗେ ,ଓ ଆମ ନେତା କାମ ଠୁ ବେଶୀ ଯାତ୍ରା କୁ ପାଥେୟ କରନ୍ତି ଭୋଟ ହାତେଇବା ପାଇଁ।
@News18Odia
News18 Odia
1 month
#ପଖାଳ_ଖାଇଲେ_ମୁଖ୍ୟମନ୍ତ୍ରୀ ମା'ଙ୍କ ହାତରୁ ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । @MohanMOdisha @BJP4Odisha
104
74
1K
5
1
27
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ଆଜି ଓଡ଼ିଆ ବରପୁତ୍ର ଙ୍କୁ ଦୁଇଟା ଫୁଲ ଦେଇଦେଲେ ଏମାନେ ଭାବନ୍ତି ଓଡ଼ିଶାବାସୀ ଭାରି ଖୁସି ହେବେ , ଜଘନ୍ୟ ହତ୍ୟାକାରୀ ପାଇଁ ଯିଏ ଧାରଣା ଦେଇଥିଲେ ସେ କେବେ ବି ଓଡ଼ିଶା ର ସେହି ପବିତ୍ର ମୁଖିଆ ଆସନ ମଣ୍ଡନ କରି ପାରିବେ ନାହିଁ।
@zoo_bear
Mohammed Zubair
2 months
Here's a video from 2022 of Odisha CM @MohanMOdisha campaigning for release of Graham staines' Killer Dara Singh. In 1999, Dara Singh led a mob to set the wagon in which Graham Staines and his two sons were sleeping on fire.
211
2K
6K
5
5
28
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 months
ଦେଶ ରେ ଆତଙ୍କବାଦୀ ଆକ୍ରମଣ ରେ ଭୁଲ ମୁଖ୍ୟତଃ ପ୍ରତିରକ୍ଷା ତଥା ଗୃହ ବିଭାଗ ର ହୋଇଯାଏ , ଗୁଇନ୍ଦା ବିଭାଗ ର ଅପାରଗତା ପାଇଁ ଆଜି ଦେଶ ରେ ୟେ ଦୁର୍ଦ୍ଦିନ କିନ୍ତୁ ଭାରତୀୟ ଯାତ୍ରା ପାର୍ଟି ଦୋଷ ଦେଉଛି ବିରୋଧୀ କୁ !!. ୟେ ଅନ୍ଧ ଭକ୍ତି ନୁହଁ ତ ଆଉ କଣ ?
@SujitSarangi3
Sujit Sarangi
2 months
ଜମା ୯୯ ଟା ଲୋକସଭା ସିଟ ପାଉ ପାଉ ହିନ୍ଦୁ ତୀର୍ଥ ଯାତ୍ରୀ ଙ୍କ ବସ ଉପରେ ଆକ୍ରମଣ ଆରମ୍ଭ କରିଦେଲେ ଭାବନ୍ତୁ ଯଦି ୨୯୯ ସିଟ ପାଇ ଥାଆନ୍ତେ ତାହେଲେ ସନାତନୀ ମାନଙ୍କ ଘରେ ପଶି ମାରି ଥାଆନ୍ତେ। #ବୈଷ୍ଣୋଦେବୀ ଯାତ୍ରା
114
21
286
3
3
26
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
2 years
@shubhankrmishra Cricketer and politicians,nowva days means prosperity without knowledge that's laxmi without saraswati ,hence they lack modesty. These people have no grounded attitude ,still we respect them . They must know from the south heros
0
2
25
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
1 month
ୟେ ସମ୍ପୂର୍ଣ୍ଣ ନିନ୍ଦନୀୟ ଯେବେ ଲୋକଙ୍କ ପାଇଁ ଥିବା ସରକାରୀ ସଂସ୍ଥା ଲୋକଙ୍କୁ block କରିବ।
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 month
ଓଡ଼ିଆ ଅସ୍ମିତା ଅସ୍ମିତା ରଡ଼ି ଛାଡ଼ୁଛନ୍ତି ଅଥଚ ହିନ୍ଦୀ ରେ କାହିଁକି ଲେଖିଲେ ପ୍ରଶ୍ନ କରିବାରୁ ବ୍ଲକିତ??? @PravatiPOdisha ଆଜ୍ଞା, ଆମର ଦୁଇଟି ସରକାରୀ ଭାଷା ଅଛି ଓଡ଼ିଶାରେ।ତୃତୀୟ ଭାଷା ଆମକୁ ଆବଶ୍ୟକ ନାହିଁ।
Tweet media one
28
22
164
1
3
25
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
1 month
ନିଶ୍ଚୟ ଆମେ ପରିବର୍ତ୍ତନ ପାଇଁ ନୂଆଁ ସରକାର୍ ଆଣିଛି , ଭାବିଥିଲୁ ସ୍କୁଲ ସଂଖ୍ୟା ରେ ପରିବର୍ତନ ହୋଇ ବର୍ଦ୍ଧିତ ହେବ କିନ୍ତୁ ନାଁ ସେ ହେଲାନି! ଭାବିଥିଲୁ ପଦବୀ ବଢିବ ନା ସେ ପୁରୁଣା ଶିକ୍ଷକ ନିଯୁକ୍ତି ରେ ସୀମିତ ହେଲା ! Fees କମିବ ଭାବିଲୁ ନାଁ ଏହା ଦୁଇଗୁଣ ହେଲା । କିନ୍ତୁ ପରିବର୍ତ୍ତନ କଣ ହେଲା ? ସ୍କୁଲ ଡ୍ରେସ୍ ରଙ୍ଗ 😐😐😐!!
@kanak_news
Kanak News
1 month
#ବଦଳିବ_ସ୍କୁଲ_ୟୁନିଫର୍ମ! ନୂଆ ସରକାର ସହ ବଦଳିପାରେ ସ୍କୁଲ ୟୁନିଫର୍ମ । ହାଇସ୍କୁଲ ପିଲାଙ୍କ ୟୁନିଫର୍ମ ରଙ୍ଗ ବଦଳିବା ନେଇ ମନ୍ତ୍ରୀଙ୍କ ସୂଚନା । #SchoolUniform #Odisha #KanakNews
97
33
753
0
3
25
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
22 days
ଅହଙ୍କାର ର ଆୟୁଷ ବା କେତେ , ସେ ୨୫ ବର୍ଷ ସଫଳ ଶାସନ କରିଲେ ଓ ତୁମ ମିଛ ପ୍ରଚାର ପରେ ବି ୫୦ ଆସନ ଜିତିଲେ ଏବଂ ଏବେବି ଲୋକ ପୁରୁଣା ସରକାର୍ କୁ ଫେରାଇବା ପାଇଁ ଅନୁଭବ କହିଲେଣି। ଆଉ ତୁମେ ଭାବିଚ କି ୨୫ ବର୍ଷ ! ଛତିଶଗଡ ଝାଡଖଣ୍ଡ ଗୁଜୁରାଟ ତଳେ ଆମ ଓଡ଼ିଶା କୁ ନାକ ଘୋଷାଡି କଣ ଭାବୁଛ ମୁକୁଳି ଯିବ?
@otvkhabar
ଓଟିଭି
22 days
ଆଗାମୀ ୫ବର୍ଷ ନୁହେଁ, ୨୫ ବର୍ଷ ପାଇଁ ଓଡ଼ିଶାରେ ବିଜେପି ସରକାର ଶାସନ କରିବା ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ ହେଉଛି। ଆଜି ଏକଥା କହିଛନ୍ତି ବିଜେପି ସହପ୍ରଭାରୀ ଲତା ଉସେଣ୍ଡି। ରାଜ୍ୟରେ ପ୍ରଥମ ଥର ବିଜେପି ସରକାର ଗଠନ ପରେ ପୁରୀରେ ବସୁଛି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ। #BJP #LataUsendi #OTV
47
4
69
2
4
27
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
1 month
BJP ଓଷଧ ରାଗରେ ତାଟିଆ କାମୁଡିବା ଜାଣିଛି, BJD ସମୟରେ ସବୁ ଅଫିସର୍ ଙ୍କୁ ଗୋଟା ପଣେ ବଦଲାଉଛି ,କିନ୍ତୁ ଭୁଲି ଯାଉଛି ଓଡ଼ିଶା ରେ ଶାସନ ପାଇଁ ଅଭିଜ୍ଞତା ଆବଶ୍ୟକ ଯାହାକି ଏମିତି ମୁର୍ଖ ଙ୍କ ଭଳି ଆଦଳି ବଦଳି କରିଲେ କେବେ ବି ତାହା ହେବ ନାହିଁ। ଓଡ଼ିଶା ବାସୀ ଭୁଲ କରିଦେଲେ ୟେ ଯାତ୍ରା ପାର୍ଟି କୁ ଆଣି।
@KantInEast
Lord Immy Kant (Eastern Exile)
1 month
I haven't seen such videos from Ratha Jatra in the past few years. What could possibly go wrong in the BJP's era?
7
8
50
0
3
27
@devi16901317
Samarpit(କାଳିଆ ର ଛୋଟ ଭକ୍ତ ଟିଏ)
3 months
ଶୁଣିବାକୁ ମିଳେ , ସମ୍ବଲପୁର ରେ ଧରମା ମାରୱାଡ଼ି ସଂଘ ର ସହାୟତା ନେଉଛି ଭୋଟ ହାତେଇବା ପାଇଁ । ଆମ ଅନୁଗୋଳ ସମ୍ବଲପୁର କୁ ମାରୱାଡ଼ି ଆସିଲେ କେମିତି,ଏହି ଗୋଷ୍ଠୀ ଓଡ଼ିଶା ଆସି କେତେ ଯେ ମୂଳ ବାସିନ୍ଦା ଙ୍କ ଦୋକାନ ବେପାର ବନ୍ଦ କରିଛନ୍ତି ତାହା ଏହି ଅଞ୍ଚଳ ବାସୀ ଜାଣନ୍ତି।ଏହି ଗୋଷ୍ଠୀ ଏବେ ଓଡ଼ିଶା କୁ ଗୁଜରାଟୀକରଣ କରିବାରେ ଲାଗିଛନ୍ତି।
4
1
25