Samaja Live Profile Banner
Samaja Live Profile
Samaja Live

@samajalive

Followers
118,428
Following
753
Media
11,957
Statuses
126,623

Official Account of The Samaja News paper and website

Odisha
Joined March 2017
Don't wanna be here? Send us removal request.
Explore trending content on Musk Viewer
Pinned Tweet
@samajalive
Samaja Live
17 hours
ଆଜିର ‘ସମାଜ ପୋର୍ଟାଲ୍’ ସର୍ଭେ ପ୍ରଶ୍ନ: ହିମାଚଳ ପ୍ରଦେଶ ଭଳି ଅନ୍ୟ ରାଜ୍ୟରେ ଦଳ ବଦଳକାରୀ ବିଧାୟକ ଓ ସାଂସଦଙ୍କ ପେନସନ ବନ୍ଦ ସଂକ୍ରାନ୍ତ ନିୟମ ଲାଗୁ ହେବା ଜରୁରୀ କି?
ହଁ
16
ନା
2
ମନ୍ତବ୍ୟ ନାହିଁ
0
0
0
0
@samajalive
Samaja Live
4 years
Tweet media one
14
21
471
@samajalive
Samaja Live
2 years
ଅତି ଶୁଭ ସଙ୍କେତ ଆଳତୀ ବେଳେ ଖସିଲା ଫୁଲମାଳ
16
15
455
@samajalive
Samaja Live
5 months
ଏକତ୍ରିତ ହୋଇ ଲୋକେ ଦେଖୁଛନ୍ତି ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ଭିଡିଓ
98
52
447
@samajalive
Samaja Live
3 months
#naveenpattnaik_at_CM_Oath_taking_of_BJP ମାନ୍ୟବର ନବୀନ ପଟ୍ଟନାୟକ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଶପଥ ଗ୍ରହଣ ଉତ୍ସବରେ
12
25
435
@samajalive
Samaja Live
4 years
ଯାତ୍ରା ଖଳନାୟକ ଭିକୁ ସେଠଙ୍କ ପରଲୋକ
Tweet media one
45
14
422
@samajalive
Samaja Live
4 years
ରାଜ୍ୟର ପ୍ରଥମ ସାମ୍ବାଦିକ କରୋନା ଯୋଦ୍ଧା ତଥା ଦୈନିକ ସମ୍ବାଦପତ୍ର 'ସମାଜ'ର ହିଂଜିଳି ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକଙ୍କର କରୋନା ସଂକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି #samajalive .in#
Tweet media one
21
16
247
@samajalive
Samaja Live
4 years
ପୁରୀ ବଗଲା ଧର୍ମଶାଳା ପ୍ରସଙ୍ଗ: କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର @SamajaLive #BagalaDharmasala #Sambitpatra @sambitswaraj
2
28
205
@samajalive
Samaja Live
1 year
ନିଜ ଦରମା ଟଙ୍କାରେ ରାଷ୍ଟ୍ରପତି କ'ଣ କରୁଛନ୍ତି ? ଶୁଣନ୍ତୁ ମହାମହିମଙ୍କ ନିକଟରୁ ||
4
23
212
@samajalive
Samaja Live
4 years
ବିଶ୍ୱର ପ୍ରଥମ କରୋନା ଟୀକାର କ୍ଲିନିକାଲ ପରୀକ୍ଷା ସଫଳ, ସେଚେନୋଭ ଫାଷ୍ଟ ମସ୍କୋ ଷ୍ଟେଟ ମେଡିକାଲ ବିଶ୍ୱବିଦ୍ୟାଳୟର ସ୍ବେଛାସେବୀମାନଙ୍କ ଉପରେ ଏହାର କ୍ଲିନିକାଲ ପରୀକ୍ଷା ସଫଳତାର ସହ ଶେଷ ହୋଇଥିବା ସୂଚନା #samajalive .in#
10
13
201
@samajalive
Samaja Live
4 years
ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ୍‌ ଦାସଙ୍କ ପରଲୋକ
Tweet media one
20
4
192
@samajalive
Samaja Live
1 year
ନୂଆଁଖାଇ ପର୍ବ ଉପଲକ୍ଷେ ମା' ସମଲେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
1
0
173
@samajalive
Samaja Live
3 years
ଆଜିର ‘ସମାଜ ପୋର୍ଟାଲ୍’ ସର୍ଭେ ପ୍ରଶ୍ନ: ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ଓଡିଶା ପ୍ରଶାସନିକ ସେବା ମୁଖ୍ୟ ପରୀକ୍ଷା ଘୁଞ୍ଚାଇ ଦେବା ଆବଶ୍ୟକ କି?
ହଁ:
1295
ନାଁ:
169
ମନ୍ତବ୍ୟ ନାହିଁ:
16
160
165
159
@samajalive
Samaja Live
6 months
ଦିନିକିଆ ଭଦ୍ରକ ଜିଲ୍ଲା ଗସ୍ତରେ ୫ଟି ଏବଂ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକେୟନ ପାଣ୍ଡିଆନ
8
3
158
@samajalive
Samaja Live
6 months
ଆଶ୍ଚର୍ଯ୍ୟ କଲାଭଳି ଦୃଶ୍ୟ ; ଚଲାରୁ ଗଳୁନି ପାଣି #ViralVideo #Samajalive
40
9
154
@samajalive
Samaja Live
4 years
ଅଷ୍ଟ୍ରେଲିଆରେ ଇଣ୍ଟରନେଟ ସ୍ପିଡ଼ ରକେଟ୍ ଭଳି ଦୃତଗାମୀ । ୪୪.୨ଟିବିପିଏସ୍ ସ୍ପିଡ଼ରେ ଚାଲୁଛି ଇଣ୍ଟରନେଟ୍ । ୧ ମିନିଟରେ ୧୦୦୦ ଏଚଡ଼ି ଫିଲ୍ମ ହୋଇ ପାରୁଛି ଡ଼ାଉନଲୋଡ଼
4
6
145
@samajalive
Samaja Live
3 years
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ସ୍ପଷ୍ଟୀକରଣ : ଫେବୃୟାରୀ ୧୦ରୁ ସ୍କୁଲ-କଲେଜ ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ
0
4
144
@samajalive
Samaja Live
3 years
ଇ-ଶ୍ରମ ପୋର୍ଟାଲରେ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପଞ୍ଜୀକରଣ ୪ କୋଟି ଟପିଲା; ସବୁଠୁ ଆଗରେ ଓଡ଼ିଶା
2
3
145
@samajalive
Samaja Live
4 years
ରାଜ୍ୟର ପ୍ରଥମ ସାମ୍ବାଦିକ କରୋନା ଯୋଦ୍ଧା ତଥା ଦୈନିକ ସମ୍ବାଦପତ୍ର 'ସମାଜ'ର ହିଂଜିଳି ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକଙ୍କର କରୋନା ସଂକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି #samajalive .in
5
7
143
@samajalive
Samaja Live
3 years
୨୬ରୁ ସ୍କୁଲ ସହ ହଷ୍ଟେଲ ଖୋଲିବାକୁ ରାଜ୍ୟ ସରକାରଙ୍କ ଘୋଷଣା, ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବ, ଗଣଶିକ୍ଷା, ଏସସି/ଏସଟି ଓ ସଂଖ୍ୟାଲଘୁ ବିଭାଗ ପରିଚାଳିତ ହଷ୍ଟେଲ ଖୋଲିବ
25
3
143
@samajalive
Samaja Live
2 years
କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି
14
0
138
@samajalive
Samaja Live
3 years
ଭୁବନେଶ୍ୱର : ଆସନ୍ତା ୧୦ରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ବନ୍ଦ
0
2
133
@samajalive
Samaja Live
2 years
ବଡଦାଣ୍ଡରେ ପାଦରେ ଚାଲି ଚାଲି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି
1
5
133
@samajalive
Samaja Live
4 years
ଭୁବନେଶ୍ବର: ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ, ଭୁବନେଶ୍ବର କେୟାର୍‌ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଛି
5
2
126
@samajalive
Samaja Live
3 years
ଆଜି ଦେଶର ପୂର୍ବତନ ରାଷ୍ଟ୍ରପତି ଓ ମହାନ ବୈଜ୍ଞାନିକ ଡ. ଏପିଜେ ଅବଦୁଲ କାଲାମଙ୍କ ୬ଷ୍ଠ ପୁଣ୍ୟତିଥି
0
0
132
@samajalive
Samaja Live
3 years
ଶିକ୍ଷାନୁଷ୍ଠାନ ବ୍ୟତୀତ ଅନ୍ୟ କେଉଁଠାରେ ହୋଇପାରିବ ନାହିଁ ସରସ୍ୱତୀ ପୂଜା
3
0
125
@samajalive
Samaja Live
3 years
କୋଭିଡ କଟକଣା ମଧ୍ୟରେ ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖେଲିଲା ଘଟଗାଁର ମା’ ତାରିଣୀ ମନ୍ଦିର
1
3
128
@samajalive
Samaja Live
4 years
କର୍ଣ୍ଣାଟକରେ ଥିବା ପ୍ରବାସୀ ଶ୍ରମିକଙ୍କୁ ଛାଡ଼ିବାକୁ ମନାକଲା କର୍ଣ୍ଣାଟକା, ସ୍ୱତନ୍ତ୍ର ଟ୍ରେନ୍‌କୁ ବାତିଲ୍ କଲେ କର୍ଣ୍ଣାଟକ ସରକାର
9
7
126
@samajalive
Samaja Live
3 years
ଭୁବନେଶ୍ୱର : ଆସନ୍ତା ଜାନୁଆରୀ ୩ ରୁ ଖୋଲିବ ପ୍ରାଥମିକ ବିଦ୍ୟାଳୟ ; ସକାଳ ୯ଟା ରୁ ଦିନ ୧୨ ଯାଏଁ ହେବ ପିଲାଙ୍କ ପାଠ ପଢା
1
3
119
@samajalive
Samaja Live
4 years
ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ଘୋଷଣା : ଯଦି ୩୦ ମିନିଟ୍‌ରେ କୋଭିଡ-୧୯ ରୋଗୀଙ୍କୁ ବେଡ୍‌ ଆବଣ୍ଟନ କରାଯାଇନଥିବ କଲେକ୍ଟର ଓ ସଂଯୁ୍କ୍ତ କଲେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
2
7
119
@samajalive
Samaja Live
4 years
ଅଗଷ୍ଟ ୩୧ ପର୍ଯ୍ୟନ୍ତ ରାଜ୍ୟରେ ସ୍କୁଲ କଲେଜ ବନ୍ଦ ରହିବ । ସୂଚନା ଦେଲେ ରାଜ୍ୟ ମୁଖ୍ୟ ସଚିବ ଅସିତ ତ୍ରିପାଠୀ
1
10
116
@samajalive
Samaja Live
4 years
କଟକ ସହରକୁ ଆସିଲେ ୧୪ ଦିନ କ୍ୱାରେଣ୍ଟିନ ବାଧ୍ୟତାମୂଳକ, ୫ଟି ଜିଲ୍ଲା ଓ କଟକର ୫ଟି ବ୍ଲକରୁ ଆସିଲେ କ୍ୱାରେଣ୍ଟିନ ବାଧ୍ୟତାମୂଳକ କରାଯାଇଛି
0
4
117
@samajalive
Samaja Live
3 months
ଟ୍ରାଫିକ ପୁଲିସକୁ ୫୦ ମିଟର ଘୋଷାଡ଼ି ନେଲା ନିଶାସକ୍ତ ଡ୍ରାଇଭର
1
7
119
@samajalive
Samaja Live
3 years
୩୧ ତାରିଖ ପରେ ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ
2
2
114
@samajalive
Samaja Live
3 years
ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରାଳୟ
2
5
117
@samajalive
Samaja Live
6 months
ଦିଲ୍ଲୀ ମେଟ୍ରୋରେ ଦୁଇ ମହିଳାଙ୍କ ହୋଲି ଖେଳ
18
4
116
@samajalive
Samaja Live
3 years
ସେପ୍ଟେମ୍ବରରେ ୩ୟ ତରଙ୍ଗ ଆସିଲେ ଅକ୍ଟୋବରରେ ପିକ୍‌ ; ପିକ୍‌ ସମୟରେ ୧୦୦ରେ ୨୩ ଶିଶୁ ହସ୍ପିଟାଲ ଯିବେ
1
3
115
@samajalive
Samaja Live
4 years
'ସମାଜ' ପ୍ରୟାସ ସଫଳ ହେଲା, ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ 'ବନ୍ଦେ ଉତ୍କଳ ଜନନୀ'କୁ ମିଳିଲା ରାଜ୍ୟ ସଂଗୀତ ମାନ୍ୟତା
2
6
111
@samajalive
Samaja Live
3 years
ଜୁଲାଇ ୨୬ରୁ ଖୋଲିବ ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନ, ସବୁ ବୈଷୟିକ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କୁ ଚିଠି, କୋଭିଡ ନିୟମ ମାନି ୨୬ରୁ ଶ୍ରେଣୀଗୃହରେ ପାଠପଢ଼ାକୁ ଅନୁମତି,ଜୁଲାଇ ୨୩ରୁ ପିଲାଙ୍କ ପାଇଁ ଖୋଲାଯାଇ ପାରିବ ହଷ୍ଟେଲ
6
8
113
@samajalive
Samaja Live
3 years
ଆଜି ଠାରୁ ଦେଶର ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ ଓ ଗୁରୁତର ରୋଗରେ ଆକ୍ରାନ୍ତ ୬୦ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କୁ କରୋନାର ବୁଷ୍ଟର ଡୋଜ୍‌ ଟିକା ଦିଆଯିବ
0
2
109
@samajalive
Samaja Live
3 years
ଅଙ୍ଗନୱାଡି କର୍ମଚାରୀଙ୍କ ପାଇଁ ସରକରଙ୍କ ବଡ଼ ଘୋଷଣା, ସେବା ନିବୃତ୍ତ ବେଳେ ୨୦ ହଜାର ବଦଳରେ ୪୦ ହଜାର ପାଇବେ, ମିନି ଅଙ୍ଗନବାଡ଼ି କର୍ମୀଙ୍କ ପ୍ରୋତ୍ସାହନ ରାଶି ୧୫ ହଜାରରୁ ୩୦ ହଜାରକୁ ବୃଦ୍ଧି
0
4
111
@samajalive
Samaja Live
4 years
ମହାରାଷ୍ଟ୍ରରୁ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଲୋଚନା
Tweet media one
3
8
112
@samajalive
Samaja Live
3 years
ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ପରୀକ୍ଷା ସୂଚୀ, ଅଗଷ୍ଟ ୧୯ ସୁଦ୍ଧା ସରିବ +୩ ଶେଷ ବର୍ଷ ପରୀକ୍ଷା, ସେପ୍ଟେମ୍ବର ୨୭ ସୁଦ୍ଧା ପ୍ରକାଶ ପାଇବ ବ୍ୟାକ ପେପର ସହ ସମସ୍ତ ପରୀକ୍ଷା ଫଳ
3
4
112
@samajalive
Samaja Live
3 years
ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ଅସୁସ୍ଥ ; ଏମ୍ସରେ ଭର୍ତ୍ତି ହୋଇଥିବା ନେଇ ସୂଚନା
1
6
109
@samajalive
Samaja Live
3 years
#samajalive .in #BREAKINGNEWS # ODisha ଭୁବନେଶ୍ବର : ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି, ନବମ ଓ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ, ଆସନ୍ତା କାଲିଠାରୁ ଏହି ନିଷ୍ପତ୍ତି ଲାଗୁ ହେବ
2
3
106
@samajalive
Samaja Live
3 years
ଆଜିଠୁ ୫୦% କର୍ମଚାରୀରେ ଚାଲିବ ସରକାରୀ କାର୍ଯ୍ୟାଳୟ
1
2
105
@samajalive
Samaja Live
4 years
#BreakingNews ରାଜ୍ୟରେ ଆଉ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି। @samajalive .in
4
3
107
@samajalive
Samaja Live
3 years
ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଟିକାକରଣକୁ ଏକ ମିଶନ ଭାବେ ଗ୍ରହଣ କରିଥିବାରୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ, ପ୍ରତିଟି ଜୀବନ ମୂଲ୍ୟବାନ, ଟିକାକରଣ ନହେଲେ କେହି ବିପଦମୁକ୍ତ ନୁହଁନ୍ତି
0
2
105
@samajalive
Samaja Live
4 years
ସଂକ୍ରମିତ ତାଲିକା, ଗଞ୍ଜାମ - ୧୧୮, ଯାଜପୁର - ୫୯, ଖୋର୍ଦ୍ଧା – ୫୦, ବାଲେଶ୍ବର - ୪୨, ଭଦ୍ରକ - ୩୧, ସୁନ୍ଦରଗଡ଼ -୧୩, ଅନଗୁଳ - ୧୩, କେନ୍ଦ୍ରାପଡା - ୮, ମୟୁରଭଞ୍ଜ - ୭, ଜଗତସିଂହପୁର - ୫, କଳାହାଣ୍ଡି -୨, ବଲାଙ୍ଗୀର -୨, କେନ୍ଦୁଝର -୨, କଟକ -୨, ପୁରୀ -୧, ନୟାଗଡ଼ -୧, ଢେଙ୍କାନାଳ -୧, ଦେବଗଡ଼ -୧, କୋରାପୁଟ -୧
1
8
106
@samajalive
Samaja Live
3 years
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମିରଟରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ କରିବେ
0
3
102
@samajalive
Samaja Live
3 years
ଯୁକ୍ତ ଦୁଇ ନାମଲେଖାରେ ଅସୁବିଧା ହେବନି। ଆକବଶ୍ୟକସ୍ଥଳେ ସିଟ ବଢ଼ାଯିବ କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। #samajalive .in
2
5
101
@samajalive
Samaja Live
4 years
ପ୍ରତି ସପ୍ତାହର ଶନିବାର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ ।
2
3
102
@samajalive
Samaja Live
3 years
ରାଜ୍ୟରେ ବଦଳିପାରେ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ; ଏନେଇ ଆଜି ଡିଏମଇଟି ଡା. ରମାରମଣ ମହାନ୍ତି ସୂଚନା ଦେଇଛନ୍ତି
0
2
100
@samajalive
Samaja Live
3 years
ଭୁବନେଶ୍ୱର : ଜୁନ ୧ ଯାଏଁ ତାଲାବନ୍ଦ ବୃଦ୍ଧି କଲେ ରାଜ୍ୟ ସରକାର
1
4
101
@samajalive
Samaja Live
3 years
ରାଜ୍ୟରେ ତାଲାବନ୍ଦ ଆଂଶିକ କୋହଳ ନେଇ ସୂଚନା ; ସଂକ୍ରମଣ କମିଥିବା ୧୭ ଜିଲାରେ ସକାଳ ୭ ରୁ ସନ୍ଧ୍ୟା ୫ ଯାଏଁ କୋହଳ; ୧୩ ଜିଲାରେ ସକାଳ ୬ରୁ ଦିନ ୧ଟା ଯାଏଁ କୋହଳ
1
3
103
@samajalive
Samaja Live
4 years
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା । ତାଙ୍କର ନମୁନା ପଜିଟିଭ୍ ଆସିବା ପରେ ଗୁରୁଗାଓଁର ମେଦାନ୍ତ ଡ଼ାକ୍ତରଖାନାରେ ଭର୍ତି । ଏହି ଡ଼ାକ୍ତରଖାନାରେ ପୂର୍ବରୁ ଗୃହ ମନ୍ତ୍ରୀ ଅମିତ୍ ଶାହା କରୋନା ଚିକିତ୍ସା ଲାଗି ଭର୍ତି ହୋଇଛନ୍ତି ।
1
6
101
@samajalive
Samaja Live
4 years
ବିଦ୍ୟୁତ ବିତରଣ ସଂସ୍ଥା ସେସୁକୁ କିଣିଛି ଟାଟା ପାୱାର କମ୍ପାନି । ସେସୁର ୫୧% ଅଂଶଧନକୁ ୧୭୮ କୋଟି ଟଙ୍କାରେ କିଣିଛି ଟାଟା ପାୱାର ବୋଲି ସୂଚନା ମିଳିଛି । ଜୁନ୍ ପହିଲାରୁ ପରିଚାଳନା ଦାୟିତ୍ୱ ନେବ ଟାଟା ପାୱାର କମ୍ପାନୀ । ସେସୁର ୨୦୦କୋଟିର ବକେୟା ଦେୟ ଆଦାୟ କରିବ ଟାଟା ।
0
6
99
@samajalive
Samaja Live
4 years
ପୂର୍ବ ଭାରତକୁ ସଂଯୋଗ କରୁଥିବା ପାଇପଲାଇନ୍ ଦେଶର ଗ୍ୟାସ ଆଧରିତ ଅର୍ଥନୀତିକୁ ଗତି ଦେବ : ଧର୍ମେନ୍ଦ୍ର ପ୍ରଧାନ ଦେଶରେ କାର୍ଯ୍ୟକାରୀ ହେଉଥିବା ୬ଟି ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ
0
33
93
@samajalive
Samaja Live
4 years
ହରିୟାଣା, ପଞ୍ଜାବ, ୟୁପି, ଆନ୍ଧ୍ର, ତାମିଲନାଡୁରୁ ଆସିଛି ପିପିଇ କିଟ୍, ମାସ୍କ ଓ ସାନିଟାଇଜର । ରାଜଧାନୀ ରାସ୍ତାରେ ଅଟକି ରହିଛି କୋଭିଡ କିଟ୍ । ୨୫ରୁ ୩୦ଟି ଟ୍ରକରେ ଅଟକିଛି ରହିଛି ସାମଗ୍ରୀ । ଓଡିଶା ଔଷଧ ନିଗମ ଏହାକୁ ଗ୍ରହଣ କରୁନାହିଁ ।
5
5
101
@samajalive
Samaja Live
3 years
ଅପରାହ୍ନ ୪ଟାରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ ; ସନ୍ଧ୍ୟା ୬ଟାରୁ ୱେବସାଇଟରେ ଉପଲବ୍ଧ ହେବ
0
1
97
@samajalive
Samaja Live
4 years
କରୋନା ଟିକାକରଣ ପାଇଁ ବିଦ୍ୟାଳୟଗୁଡ଼ିକରେ ବୁଥ କରାଯିବ ଓ ଟିକା ନେବାର ତାରିଖ, ସମୟ ଓ ସ୍ଥାନ ଏସଏମଏସ ମାଧ୍ୟମରେ ଜଣାଇବାକୁ ହେଉଛି ବ୍ୟବସ୍ଥା #samajalive .in
0
0
97
@samajalive
Samaja Live
4 years
ଆଜି ଚିହ୍ନଟ ୧୦୩ ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଦେବଗଡ଼ ଜିଲାର । ଏହି ଜିଲାର ୨୨ ଜଣ ସଂକ୍ରମିତ, କେନ୍ଦ୍ରାପଡ଼ାରୁ ୧୫, ଜଗତସିଂହପୁରରୁ ୧୦, ମାଲକାନଗିରିରୁ ୮ ଚିହ୍ନଟ।
2
2
100
@samajalive
Samaja Live
3 years
ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ; ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ - ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
1
4
101
@samajalive
Samaja Live
3 years
ଭୁବନେଶ୍ୱର : ବାତ୍ୟା ‘ୟାସ’ର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଶେଷ ; ଉପକୂଳ ଅତ୍ରିକମ ସମୟରେ ପବନ ୧୩୦ ରୁ ୧୫୦ ଥିଲା , ଆଗାମୀ ୩ ଘଣ୍ଟାରେ ଏହା ଦୁର୍ବଳ ହେବ
1
1
99
@samajalive
Samaja Live
3 years
ଟୋକିଓ ଅଲିମ୍ପିକ୍ସରେ ନୂଆ ଇତିହାସ। ନୀରଜ ଚୋପ୍ରାଙ୍କୁ ଅଲିମ୍ପିକ୍ସ ସ୍ବର୍ଣ୍ଣ। ଜାଭଲିନ ଥ୍ରୋରେ ଭାରତକୁ ମିଳିଲା ସ୍ବର୍ଣ୍ଣ ପଦକ। #samajalive .in
1
4
98
@samajalive
Samaja Live
4 years
ଆନ୍ତର୍ଜାତିକ କ୍ରିକେଟକୁ ବିଦାୟ କହିଲେ ଅଲରାଉଣ୍ଡର ସୁରେଶ ରୈନା । କିଛି ସମୟ ପୂର୍ବରୁ ଧୋନୀ ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଇଥିବା ଘୋଷଣା କରିଥିଲେ ।
0
1
99
@samajalive
Samaja Live
4 years
ଆନ୍ତର୍ଜାତୀୟ କ୍ରିକେଟରୁ ସୁରେଶ ରୈନାଙ୍କ ଅବସର ଘୋଷଣା
1
1
98
@samajalive
Samaja Live
3 years
ପୁରୀରେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ; ଶ୍ରୀଜିଉଙ୍କୁ କଲେ ଦର୍ଶନ
0
2
96
@samajalive
Samaja Live
3 years
କଟକ ଏସସିବି ନର୍ସିଂ ହଷ୍ଟେଲର ୨୮ ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ
1
2
93
@samajalive
Samaja Live
3 years
ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଠପଢ଼ା ଆସନ୍ତା ୧୯ରୁ ବନ୍ଦ ରହିବ। ଅନ୍‌ଲାଇନ୍‌ରେ ପାଠପଢ଼ା ହୋଇପାରିବ। କୋଚିଂ ସେଣ୍ଟର ମଧ୍ୟ ଅନ୍‌ଲାଇନ୍‌ କ୍ଲାସ କରିପାରିବେ। #samajalive .in
3
0
96
@samajalive
Samaja Live
3 years
ଘରୋଇ ପ୍ଲେ ସ୍କୁଲ ଓ କେଜି ଶ୍ରେଣୀ ଖୋଲିବାକୁ ଅନୁମତି ଦେଲେ ରାଜ୍ୟ ସରକାର। ଫେବୃଆରୀ ୧୪ ତାରିଖରୁ ପ୍ଲେ ସ୍କୁଲ ଖୋଲିବାକୁ ଅନୁମତି #samajalive .in
0
3
94
@samajalive
Samaja Live
3 years
କନିଷ୍ଠ ଶିକ୍ଷକଙ୍କ ଦରମା ୫୦% ବୃଦ୍ଧି ; ଉପକୃତ ହେବେ ୩୩ ହଜାର ୩୮ ଜଣ ଶିକ୍ଷକ ହେବେ ଉପକୃତ
1
1
92
@samajalive
Samaja Live
2 years
ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବେ। ଚୁକ୍ତିଭିତ୍ତିକ ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଆସନ୍ତାକାଲି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି।
4
15
98
@samajalive
Samaja Live
3 years
ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବରେ ହୋଇପାରେ; ରାଜ୍ୟ ନିର୍ବାଚନ କମିସନରଙ୍କ ସୂଚନା
2
2
96
@samajalive
Samaja Live
3 years
ଭୁବନେଶ୍ୱର : ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ମାଷ୍ଟରକ୍ୟାଣ୍ଟିନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
0
8
96
@samajalive
Samaja Live
4 years
ବାତ୍ୟାରେ ୧୧୫ଟି ୩୩ କେଭି ଫିଡର କ୍ଷତିଗ୍ରସ୍ତ: ୬ ଜିଲ୍ଲା ଅନ୍ଧାରରେ, ଆସନ୍ତା କାଲିସୁଦ୍ଧା ସ୍ୱାଭାବିକ କରାଯିବାକୁ ଲକ୍ଷ୍ୟ
0
3
95
@samajalive
Samaja Live
3 years
ଭୁବନେଶ୍ୱର : କୋଭିଡ ମୁକାବିଲା ପାଇଁ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ମେ ୨୪ରୁ ଘର ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଆଶାକର୍ମୀ
1
4
93
@samajalive
Samaja Live
3 years
ଆସନ୍ତାକାଲିଠାରୁ କଟକ-ଭୁବନେଶ୍ବରରେ ରାତି ୮ଟାରୁ ସକାଳ ୫ ଟା ଯାଏଁ ନାଇଟ କର୍ଫ୍ୟୁ, ପାର୍ବଣରେ କଟକଣା ନମାନିଲେ ପୁଲିସ୍ ଗିରଫ କରିବ : ସୌମେନ୍ଦ୍ର ପ୍ରିୟଦର୍ଶୀ
0
2
94
@samajalive
Samaja Live
4 years
ସଂକ୍ରମିତ ତାଲିକା, ଗଞ୍ଜାମ - ୧୧୮, ଯାଜପୁର - ୫୫, ଖୋର୍ଦ୍ଧା – ୫୦, ବାଲେଶ୍ବର - ୪୨, ଭଦ୍ରକ - ୨୫, ସୁନ୍ଦରଗଡ଼ -୧୩, ଅନଗୁଳ - ୧୩, କେନ୍ଦ୍ରାପଡା - ୮, ମୟୁରଭଞ୍ଜ - ୭, ଜଗତସିଂହପୁର - ୫, କଳାହାଣ୍ଡି -୨, ବଲାଙ୍ଗୀର -୨, କେନ୍ଦୁଝର -୨, କଟକ -୨, ପୁରୀ -୧, ନୟାଗଡ଼ -୧, ଢେଙ୍କାନାଳ -୧, ଦେବଗଡ଼ -୧, କୋରାପୁଟ -୧
2
13
97
@samajalive
Samaja Live
4 years
ଆସନ୍ତାକାଲି ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାର ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ବିମାନରେ ଅନୁଧ୍ୟାନ କରିବାର ସମ୍ଭାବନା ।
1
6
96
@samajalive
Samaja Live
4 years
ଭୁବନେଶ୍ଵର: ବାପାକୁ ହତ୍ୟା କଲା ପୁଅ, ସ୍ତ୍ରୀ ସହିତ ବାପାର ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ହତ୍ୟା ସୂଚନା, ଖଣ୍ଡଗିରି ଥାନା ଜଗମୋହନ ନଗର ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ, ଅଭିଯୁକ୍ତ ପୁଅ ଜଣେ ଆୟୁଷ ଡାକ୍ତର ହୋଇଥିବା ଜଣାପଡ଼ିଛି
6
2
95
@samajalive
Samaja Live
4 years
ଭୁବନେଶ୍ବର : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେବ ବିଜୟ ମହାନ୍ତିଙ୍କ ଶେଷ କୃତ୍ୟ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
1
3
95
@samajalive
Samaja Live
3 years
ଅଗଷ୍ଟ ୯ରୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ; କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ଶିକ୍ଷାନୁଷ୍ଠାନ, କୋଭିଡ ଗାଇଡଲାଇନ ଅନୁଯାୟୀ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ
1
5
93
@samajalive
Samaja Live
3 years
ଅଗଷ୍ଟ ୧୬ରୁ ଖୋଲିବ ଉଚ୍ଚ ଶିକ୍ଷା ବିଭାଗ ଦାୟିତ୍ୱରେ ଥିବା କଲେଜ,ୟୁନିଭର୍ସିଟି ; ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା
0
5
94
@samajalive
Samaja Live
4 years
#Breakingnews ମଣିଷ ଶରୀରରେ କରୋନା ଟିକା ପରୀକ୍ଷଣରେ ସଫଳତା ମିଳିଥିବା ଇଟାଲୀ ଦାବି କରିଛି। ଏହି ଟିକା ମଣିଷ ଶରୀରରେ ଜୀବକୋଷରୁ କରୋନା ଭୂତାଣୁକୁ ନଷ୍ଟ କରିଦେଉଥିବା ଇଟାଲୀ ସରକାର କହିଥିବା ସ୍ଥାନୀୟ ନ୍ୟୁଜ ଏଜେନ୍ସି ଏଏନଏସଏ ରିପୋର୍ଟ ପ୍ରକାଶ କରିଛି। @samajalive .in
1
8
96
@samajalive
Samaja Live
3 years
କୌଣସି ବ୍ୟକ୍ତିଙ୍କୁ ଜ୍ବର ହୋଇ ଡାକ୍ତରଖାନା ଆସିଲେ କରୋନା ଓ ଡେଙ୍ଗୁ ପରୀକ୍ଷା କରାଯିବ-ଡିଏମ୍‌ଇଟି #samajalive .in
0
2
95
@samajalive
Samaja Live
4 years
ଭୁବନେଶ୍ବର : ଆଜି ଅନୁଗୋଳ, ଢ଼େଙ୍କାନାଳ, ସମ୍ବଲପୁର, ଦେବଗଡ଼ ଓ କେନ୍ଦୁଝର ଆଦି ୫ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି
1
2
94
@samajalive
Samaja Live
3 years
କ୍ବାର୍ଟର ଫାଇନାଲ ମୁକାବିଲାରେ ବ୍ରିଟେନକୁ ୩-୧ରେ ପରାସ୍ତ କଲା ଭାରତ
2
1
93
@samajalive
Samaja Live
4 years
ଭୁବନେଶ୍ବର : ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୦% ସିଲାବସ କମିଲା। ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀଙ୍କ ସୂଚନା।
0
3
90
@samajalive
Samaja Live
3 years
କାଲିଠୁ ବିଦେଶକୁ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଟିକା ଦେବ ବିଏମସି
0
3
89
@samajalive
Samaja Live
4 years
#BreakingNews କୋଭିଡ ଯୋଦ୍ଧା ଅଙ୍ଗନୱାଡ଼ି ଏବଂ ଆଶା କର୍ମୀମାନଙ୍କ ପରିବାର ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, କାର୍ଯ୍ୟ ସମୟରେ ମୃତ୍ୟୁ ଘଟିଲେ ନିକଟ ସମ୍ପର୍କୀୟଙ୍କୁ ୬୦ ବର୍ଷ ହେବା ଯାଏ ମିଳିବ ଭତ୍ତା, ଅଙ୍ଗନୱାଡ଼ି କର୍ମୀଙ୍କ ସମ୍ପର୍କୀୟଙ୍କୁ ୭୫୦୦ ଓ ଆଶା କର୍ମୀଙ୍କ ସମ୍ପର୍କୀୟଙ୍କୁ ମିଳିବ ୫ ହଜାର ଟଙ୍କା ଭତ୍ତା #samajalive .in
2
5
94
@samajalive
Samaja Live
3 years
ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମଣ, ଆଜି ରାଜ୍ୟରେ ଚିହ୍ନଟ ହେଲେ ୪୭୧୪ ସଂକ୍ରମିତ
1
2
90
@samajalive
Samaja Live
3 years
ପେଟ୍ରୋଲ ଉପରେ ୫ଟଙ୍କା ଓ ଡିଜେଲ ଉପରେ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର
4
2
89
@samajalive
Samaja Live
3 years
ବାତ୍ୟା ଯୋଗୁଁ ଆସନ୍ତାକାଲି ୧୨ ଜିଲ୍ଲାର ଵିଦ୍ୟାଳୟ ଛୁଟି, ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ, ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି
3
1
90
@samajalive
Samaja Live
4 years
ଛତ୍ରପୁର ଏସଡିପିଓ ଓ ଆଇଆଇସିଙ୍କୁ କରୋନା, ଟ୍ବିଟ କରି ସୂଚନାଦେଲେ ଗଞ୍ଜାମ ଏସପି
1
1
86
@samajalive
Samaja Live
4 years
ଜୁନ ପହିଲାରୁ ଯୁକ୍ତ ଦୁଇ ଖାତା ଦେଖା, ମେ ୩୦ ସୁଦ୍ଧା କ୍ବରେଣ୍ଟାଇନ ସେଣ୍ଟର କରାଯାଇଥିବା ଖାତାଦେଖା କେନ୍ଦ୍ର ସାନିଟାଇଜ କରିବାକୁ ଜିଲ୍ଲାପାଳମାନଙ୍କୁ କହିଲା +୨ କାଉନ୍ସିଲ୍
0
2
87
@samajalive
Samaja Live
3 years
ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ ଅଧିକାରୀଙ୍କୁ ନିର୍ଦେଶ, ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଆଗୁଆ ପଦକ୍ଷେପ ନିଅ
0
1
90
@samajalive
Samaja Live
4 years
ଦୀପାବଳିରେ ବିଦୁଲତାଙ୍କ ଦୀପ : ସାହା ହେଲେ ସବ୍ୟସାଚୀ, କହିଲେ- ‘ଆମ ଘରେ ଦୀପ, ମାଉସୀଙ୍କ ଘରେ ଚୁଲି ଜଳିବ’ @SamajaLive @sabyaactor
3
3
89
@samajalive
Samaja Live
3 years
ଭୁବନେଶ୍ୱର : ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ପ୍ରଖ୍ୟାତ ଶିଲ୍ପୀ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ, ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ
1
4
91