News18 Odia
@News18Odia
Followers
165K
Following
1K
Media
137K
Statuses
224K
News18 Odia, Network18 Group caters to News & information to the Odia viewers. Network18 Group is presently the largest Television Network in India.
Bhubaneshwar, India
Joined August 2016
#ପଖାଳ_ଖାଇଲେ_ମୁଖ୍ୟମନ୍ତ୍ରୀ. ମା'ଙ୍କ ହାତରୁ ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।. @MohanMOdisha @BJP4Odisha
101
71
1K
#ସିଡିପିଓଙ୍କ_ଦୁର୍ବ୍ୟବହାର!. - ନବରଙ୍ଗପୁର CDPOଙ୍କ ଏହା କିଭଳି ବ୍ୟବହାର ?. - ମହିଳା କିରାଣୀଙ୍କୁ ଚେୟାରରୁ ଠେଲିଦେଲେ !. - ନବରଙ୍ଗପୁର ଡାବୁଗାଁ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ(ICDS)ର ଘଟଣା. - ଭିଡିଓ ସୋସିଆଲ ମିଡିଆରେ ଭାଇରାଲ. - CDPO ଗିତାରାଣୀ ମହରାଣାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି ?. @DMnabarangpur
378
440
1K
#ଜଗନ୍ନାଥଙ୍କ_ବେଶରେ_ମହାକାଳଙ୍କ_ପୂଜା. ଉଜ୍ଜୈନ ମହାକାଳେଶ୍ବରଙ୍କ ଆଜିର ଭସ୍ମ ଆଳତି ଓ ଶୃଙ୍ଗାର ବେଶ । ରଥଯାତ୍ରା ପାଇଁ ଜଗନ୍ନାଥଙ୍କ ବେଶରେ ଦର୍ଶନ ଦେଉଛନ୍ତି ମହାକାଳ. #Mahakaleswar #JagannathRathYatra #Jagannath
11
121
1K
#ପୁଣିଥରେ_ଚର୍ଚ୍ଚାରେ_ଅନୁଭବ_ମହାନ୍ତି.-ଅନୁଭବଙ୍କ ନୂଆ ବେଶକୁ ନେଇ ଚର୍ଚ୍ଚା.-ଅନୁଭବଙ୍କ ଦିଲ୍ଲୀ ଫଟୋ ନେଇ ଚର୍ଚ୍ଚା.-ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ.-ଫଟୋଟିକୁ ପୋଷ୍ଟ କରିଛନ୍ତି ଅନୁଭବଙ୍କ ସାଙ୍ଗ.-ଫଟୋ ଭାଇରାଲ ପରେ ଅନୁଭବଙ୍କୁ ଛୁଟୁଛି ଶୁଭେଚ୍ଛା ବାର୍ତ୍ତା.#anubhavmohanty #news18odia #viralnews
40
42
1K
ବାରାଣସୀରେ ୯ ବର୍ଷର ଜଣେ କ୍ୟାନସର ପୀଡ଼ିତ ବାଳକକୁ ଦିନକ ପାଇଁ ଏଡିଜି ଜୋନ୍ ନିଯୁକ୍ତ କରାଯାଇଛି । ଏହି ସମୟରେ ସମସ୍ତ ପୋଲିସକର୍ମୀ ପିଲାକୁ ସାଲ୍ୟୁଟ୍ କରିଥିଲେ ।.#viralvideo #Varanasi
21
27
908
#BJDର_ପରାଜୟ_ନେଇ_ନବୀନ_ପଟ୍ଟନାୟକଙ୍କ_ବୟାନ. ‘ଗଣତନ୍ତ୍ରରେ ହାରିବାକୁ ହୁଏ ନହେଲେ ଜିତିବାକୁ ହୁଏ’.‘ଦୀର୍ଘ ବର୍ଷ ହେବ ଓଡ଼ିଶାବାସୀ ଆଶୀର୍ବାଦ କରିଛନ୍ତି’.‘ବାରମ୍ବାର ମୋତେ ମୁଖ୍ୟମନ୍ତ୍ରୀ ବାଛିଥିବାରୁ ଧନ୍ୟବାଦ’.ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ ପରିବାର: ନବୀନ. @bjd_odisha @Naveen_Odisha
22
31
855
#ନବୀନଙ୍କ_ଆହ୍ବାନ.କାମ କରିବାକୁ ନବନିର୍ବାଚିତ ବିଧାୟକଙ୍କୁ ନବୀନଙ୍କ ଆହ୍ବାନ.‘ମୁଁ ମୁଖ୍ୟମନ୍ତ୍ରୀ ହେବାବେଳେ ରାଜ୍ୟରେ ୭୦% ଥିଲା ଦାରିଦ୍ର୍ୟ’.‘ଏବେ ଓଡ଼ିଶାରେ ୧୦%କୁ ହ୍ରାସ ପାଇଛି ଗରିବୀ ହାର’.‘କୃଷି, ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଆମେ ଭଲ କାମ କରିଛୁ’.‘ପରାଜୟ ପାଇଁ ଆମେ ସଙ୍କୋଚ ଅନୁଭବ କରିବା ଉଚିତ୍ ନୁହେଁ’.@Naveen_Odisha
24
52
842
ପୁରୀ ବଡ଼ଦାଣ୍ଡରେ ଏକ ଭିନ୍ନ ଦୃଶ୍ୟ.ଏକାଠି ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନବୀନ ପଟ୍ଟନାୟକ.ମଞ୍ଚ ତଳକୁ ଆସି ନବୀନଙ୍କୁ ପାଛୋଟି ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ .ମଞ୍ଚରେ ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ରାଜ୍ୟପାଳ ରଘୁବର ଦାସ. @Naveen_Odisha @dpradhanbjp #RathYatra2024
26
44
835
କର୍ମଚାରୀଙ୍କୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ.ସୋସିଆଲ୍ ମିଡିଆ ‘X’ରେ ଆକ୍ଟିଭ ରହିବାକୁ ନିର୍ଦ୍ଦେଶ.ସବୁ କର୍ମଚାରୀ ‘X’ରେ ଆକାଉଣ୍ଟ ଖୋଲିବାକୁ ନିର୍ଦ୍ଦେଶ.#Health
44
90
827
#ଦୀପାଳି_ଦାସଙ୍କ_EVM_ଯାଞ୍ଚ_ଆବେଦନ_ଗ୍ରହଣ. -ଦୀପାଳି ଦାସଙ୍କ ଆବେଦନ ଗ୍ରହଣ କଲେ ECI.-ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ.-୧୩ଟି ବୁଥର ଇଭିଏମ ପୁଣି ଥରେ ଯାଞ୍ଚ ହେବ.-ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୋଷ ଥିଲେ ଦୀପାଳି. @deepalidas95 #Jharsuguda
45
14
800
#ନବୀନ_ଦେଖିଲେ_ପ୍ରାଣ_ପ୍ରତିଷ୍ଠା. ଟିଭିରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।. ଭଗବାନ ରାମଙ୍କ ଦିବ୍ୟ ଦର୍ଶନ ଦେଖି ହାତ ଯୋଡ଼ିଲେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ. @CMO_Odisha @Naveen_Odisha @MoSarkar5T .#AyodhyaRamMandir #AyodhyaSriRamTemple
28
51
776
#ଲୋକଙ୍କ_ହାତରୁ_କେନ୍ଦୁ_ଖାଇଲେ_ମୁଖ୍ୟମନ୍ତ୍ରୀ. ରାଜ୍ୟ ଅତିଥି ଭବନରେ ଲୋକ ଓ ବିଭିନ୍ନ ସଙ୍ଗଠନକୁ ଭେଟିଲେ ମୁଖ୍ୟମନ୍ତ୍ରୀ । କେନ୍ଦୁଝରର କେନ୍ଦୁ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।. @CMO_Odisha @MohanMOdisha
23
24
744
#ବାସଭବନ_ଭାଙ୍ଗିବା_ନେଇ_ପ୍ରଣବ_ଦାସଙ୍କ_ପ୍ରତିକ୍ରିୟା. -‘ନିୟମ ଅନୁସାରେ ଘର ଯେମିତି ନେଇଥିଲି ଫେରାଇବି’.-‘ଯେହେତୁ ସମ୍ପାଦକ ଥିଲି ଅନେକ ଲୋକ ଆସୁଥିଲେ’.-‘ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ବ୍ୟବସ୍ଥା ହୋଇଥିଲା’.-‘ଘର ଛାଡ଼ିବା ପାଇଁ ୧୫ ତାରିଖ ଯାଏ ସମୟ ଅଛି’.-୧୫ ପୂର୍ବରୁ ନିୟମ ଅନୁସାରେ ଘର ଫେରାଇବି: @pranabpdas
61
22
740
#ଶଙ୍କରାଚାର୍ଯ୍ୟଙ୍କୁ_ସାକ୍ଷାତ_କଲେ_କେନ୍ଦ୍ରମନ୍ତ୍ରୀ_ଧର୍ମେନ୍ଦ୍ର_ପ୍ରଧାନ. ପୁରୀରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କ୍ରାଡ଼ା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ. @dpradhanbjp #rathyatra2024 #JagannathRathYatra
7
17
729
#ଟୋଲ୍ଗେଟ୍ରେ_୨_ହଜାର_ଟଙ୍କିଆ_ନୋଟ_ପାଲା. ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କଠାରୁ ୨ ହଜାର ଟଙ୍କିଆ ନୋଟ ନେବାକୁ ମନାକଲେ ପିପିଲି ଟୋଲ୍ଗେଟ କର୍ମଚାରୀ; କଥା କଟାକଟିର ଭିଡିଓ ଭାଇରାଲ. @SatpathyLive.@NHAI_Official
77
72
711
ବାଲେଶ୍ବରରେ ପ୍ରଚଣ୍ଡ ଖରାରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ #ପଇଡ଼_ପାଣି_ପିଆଇଲେ_ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଦୋକାନୀଙ୍କୁ ଡିଜିଟାଲ ମାଧ୍ୟମରେ ପାଉଣା ଦେଇ ଜାପାନ ଏହି ବ୍ୟବସ୍ଥା ଏବେ ଆପଣାଉଥିବା କହିଲେ ।. @AshwiniVaishnaw .@BJP4India .@BJP4Odisha
16
42
708
#ରାଜ୍ୟ_ଅତିଥି_ଭବନରେ_ମୁଖ୍ୟମନ୍ତ୍ରୀ. OSWAS ତଥା ରାଜ୍ୟ ଅତିଥି ଭବନରେ ଫାଇଲ୍ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।. @MohanMOdisha @BJP4Odisha @CMO_Odisha
83
16
670
#କୋଣାର୍କରେ_ଏସ୍_ଜୟଶଙ୍କର. କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖୁଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର. ପ୍ରବାସୀ ଭାରତୀୟ ଦିବସ ପାଇଁ ୫ ଦନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଜୟଶଙ୍କର . #Jaishankar #Konark #PBD @DrSJaishankar
2
21
678
#ଦୀପାଳି_ଦାସ_ପରାସ୍ତ. ଝାରସୁଗୁଡ଼ାରେ ପଦ୍ମର ବିଜୟ । #BJD ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧୩୨୨ ଖଣ୍ଡ ଭୋଟ୍ରେ ହରାଇଲେ #BJP ବିଧାନସଭା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ।. #Jharsuguda #Odisha #Election
89
24
653
#ଅଟକିବନି_SCBର_ନବ_ନିର୍ମିଣ_କାମ. ଅଟକିବ ନାହିଁ SCBର ନବ ନିର୍ମିଣ କାମ : ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ.‘ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଅଧିକାରୀଙ୍କୁ ଭେଟି ସମୀକ୍ଷା କରିବେ ମନ୍ତ୍ରୀ’.‘SCBକୁ ଏକ ବାସ୍ତବ ବିଶ୍ୱ ସ୍ତରୀୟ ମେଡିକାଲ କଲେଜରେ ପରିଣତ କରାଯିବ’. @PrithivirajBJP @BJP4Odisha
10
15
628
#ରତ୍ନଭଣ୍ଡାର_ଖୋଲିବା_ନେଇ_ଶଙ୍କରାଚାର୍ଯ୍ୟଙ୍କ_ବୟାନ . ସୁପ୍ରିମକୋର୍ଟଙ୍କ ଜଜମେଣ୍ଟ ଅଛି, କୌଣସି ପଦକ୍ଷେପ ପୂର୍ବରୁ ମୋ ପରାମର୍ଶ ନେବା ଉଚିତ: ଶଙ୍କରାଚାର୍ଯ୍ୟ.‘ମୋ ଉପସ୍ଥିତରେ ମିଟିଂ ହେଉନି, ମୋତେ କିଛି ସୂଚନା ନାହିଁ’.ରତ୍ନଭଣ୍ଡାର ଖୋଲିବା ନେଇ ମୁଁ କିଛି ଜାଣି ନାହିଁ: ଶଙ୍କରାଚାର୍ଯ୍ୟ. #Puri #Ratnabhandara
37
37
606
#ଭୋଟ୍_ଦେଲେ_ମୁଖ୍ୟମନ୍ତ୍ରୀ. ଭୁବନେଶ୍ବର ଏରୋଡ୍ରମ ୟୁପି ସ୍କୁଲରେ ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଚାଲି ଚାଲି ମତଦାନ କେନ୍ଦ୍ରକୁ ଆସିଲେ. ଭୋଟ୍ ଦେଇ ସେଲ୍ଫି ପଏଣ୍ଟରେ ଫଟୋ ଉଠାଇଲେ ନବୀନ. @Naveen_Odisha #NaveenPatnaik @CMO_Odisha
21
23
571
#ସରକାରୀ_ଜମିରୁ_ହଟିବ_ବେଆଇନ_ଦଖଲ. ସାରା ରାଜ୍ୟରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରୁ ଜବରଦଖଲ ହଟାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ. @CMO_Odisha @MohanMOdisha
38
21
560
#ଲୋକସେବା_ଭବନରେ_କାର୍ଯ୍ୟ_ଆରମ୍ଭ_କଲେ_ମୁଖ୍ୟମନ୍ତ୍ରୀ. ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରଠାରୁ ଅତିଥି ଭବନରେ ବସୁଥିଲେ । ଆଜିଠୁ ଲୋକସେବା ଭବନର ତୃତୀୟ ମହଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ. #LoksebaBhawan #MohanMajhi @CMO_Odisha @MohanMOdisha
12
9
510
ଭିଜିଲାନ୍ସ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।.@CMO_Odisha @MohanMOdisha @OdishaVigilance
9
9
491
କୋରୋନା ମୃତକଙ୍କ ପିଲାଙ୍କୁ ମାଗଣା ପାଠ ପଢ଼ାଇବ କିଟ୍ ବିଶ୍ବବିଦ୍ୟାଳୟ । ବୈଷୟିକ ଓ ବୃତ୍ତିଗତ ଶିକ୍ଷାରେ ଯୋଗ୍ୟତା ଅନୁସାରେ ମାଗଣାରେ ପଢ଼ିବେ । ୨୦୨୦-୨୧ ଓ ୨୦୨୧-୨୨ ପାଇଁ ଏହି ସୁବିଧା ଉପଲବ୍ଧ । .କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଘୋଷଣା @achyuta_samanta.#OdishaFightsCorona
21
75
462
#ପୁଣି_ବିଜେପିକୁ_ଫେରିଲେ_ହିମାଂଶୁ_ସାହୁ. ଧର୍ମଶାଳାରୁ ଦଳ ଟିକେଟ ନଦେବା ପରେ ସ୍ୱାଧୀନ ଭାବେ ଲଢ଼ି ବିଜୟୀ ହୋଇଛନ୍ତି ହିମାଂଶୁ ସାହୁ . @BJP4Odisha @dpradhanbjp #BJP
4
27
491
#ଓଡ଼ିଆ_ଶ୍ରମିକଙ୍କ_ସହ_କଥା_ହେଲେ_ପାଣ୍ଡିଆନ. ଉତ୍ତରକାଶୀ ଟନେଲରେ ୧୭ ଦିନ ହେବ ଫସି ରହିଥିବା ୫ ଶ୍ରମିକ ବାହାରକୁ ଆସିବା ପରେ ଭିଡିଓ କଲ୍ରେ କଥା ହେଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ଚିକିତ୍ସା ସୁବିଧା ନେଇ ପଚାରି ବୁଝିଲେ ।. ଓଡ଼ିଆ ଶ୍ରମିକଙ୍କ ସହ ଉତ୍ତରାଖଣ୍ଡରେ ଅଛନ୍ତି ଶ୍ରମମନ୍ତ୍ରୀ ସାରଦା ନାୟକ. @MoSarkar5T #TunnelRescue
29
38
459
#ବାଇକରେ_ଗଲେ_ରେଳମନ୍ତ୍ରୀ. ପଶ୍ଚିମବଙ୍ଗ ଦାର୍ଜଲିଂରେ ଟ୍ରେନ୍ ଦୁର୍ଘଟଣା ସ୍ଥଳକୁ ବାଇକରେ ଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁର୍ଘଟଣାସ୍ଥଳ ଯାଇ ସ୍ଥିତି ଅନୁଧ୍ୟାନ କରିବେ ଅଶ୍ୱିନୀ ବୈଷ୍ଣବ ।. @AshwiniVaishnaw #Trainaccident @BJP4India
41
16
456
ପୁରୀ ଶ୍ରୀମନ୍ଦିରକୁ ଭକ୍ତଙ୍କ ପାଇଁ ଖୋଲିବାକୁ ନିବେଦନ କଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଆଉ ବ୍ୟବଧାନ ନରହୁ, କୋଭିଡ୍ କଟକଣା ମଧ୍ୟରେ ମନ୍ଦିର ଖୋଲାଯାଉ: ସମ୍ବିତ @sambitswaraj
22
35
429
#ଭୁବନେଶ୍ବର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସହ କଥା ହେଲେ ଭିକେ ପାଣ୍ଡିଆନ ।. ପାଇଲଟର ଅଭିଜ୍ଞତା ନେଇ ପଚାରି ବୁଝିଲେ ଭିକେ ପାଣ୍ଡିଆନ ।. @bjd_odisha @Naveen_Odisha
82
12
460
ସୋସିଆଲ ମିଡିଆର ଅପବ୍ୟବହାର.#ମହଙ୍ଗା ପଡ଼ିଲା ସୋସିଆଲ ମିଡିଆର ଅପବ୍ୟବହାର.କଟୁ ମନ୍ତବ୍ୟ ଦେଉଥିବା ଯୁବକ ଭୁବନେଶ୍ବରରେ ଗିରଫ.କେନ୍ଦୁଝରର ପ୍ରୀତିପ୍ରକାଶ ନାୟକ ଚନ୍ଦ୍ରଶେଖରପୁରରେ ଗିରଫ.ସୋସିଆଲ ଟକ୍ ନାମକ ୟୁ-ଟ୍ୟୁବ ଚାନେଲର ଅପବ୍ୟବହାର.ରାଜ୍ୟ ସରକାରଙ୍କୁ ବି କଡ଼ା ସମାଲୋଚନା କରୁଥିଲେ ପ୍ରକାଶ. @cpbbsrctc .@odisha_police
61
23
447
#ସୁରେଶ_ମହାପାତ୍ରଙ୍କ_ଇସ୍ତଫା.- ସୁରେଶ ମହାପାତ୍ରଙ୍କ ଇସ୍ତଫା ଗ୍ରହଣ କଲେ ସରକାର.- CMOର ମୁଖ୍ୟ ପରାମର୍ଶଦାତା ପଦବୀରୁ ଇସ୍ତଫା.- ଅବସରପ୍ରାପ୍ତ IAS ସୁରେଶ ମହାପାତ୍ରଙ୍କ ଇସ୍ତଫା.- ଆର୍. ବାଲ୍କ୍ରିଷ୍ଣନଙ୍କ ଇସ୍ତଫା ମଧ୍ୟ ମଞ୍ଜୁର ହୋଇଛି.- CMOର ପରାମର୍ଶଦାତା ଥିଲେ ଆର୍. ବାଲ୍କ୍ରିଷ୍ଣନ.@IPR_Odisha
28
13
448
ନବୀନ ପଟ୍ଟନାୟକ ହେଲେ ବିରୋଧୀ ଦଳ ନେତା.ପ୍ରସନ୍ନ ଆଚାର୍ଯ୍ୟ ହେଲେ ବିରୋଧୀ ଦଳ ଉପନେତା.ପ୍ରମିଳା ମଲ୍ଲିକ ହେଲେ ବିରୋଧୀ ଦଳ ମୁଖ୍ୟ ସଚେତକ.ପ୍ରତାପ ଦେବ ହେଲେ ଉପମୁଖ୍ୟ ସଚେତକ.@bjd_odisha @Naveen_Odisha
14
15
435
#ସରିଲା_ବିଜେଡିର_ସଂସଦୀୟ_ଦଳ_ବୈଠକ. ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ ନେଇ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ।. ବୈଠକ ପରେ ସାଂସଦଙ୍କ ପ୍ରତିକ୍ରିୟା. -‘ସଂସଦରେ କଠୋର ଆଭିମୁଖ୍ୟ ରଖିବ BJD’.-‘ଲଢେଇ ଆର ପାର ହେବ, ବିରୋଧୀ ଦଳ ଭୂମିକାରେ ବସିବ BJD’.-‘ଆବଶ୍ୟକ ପଡିଲେ ଗୃହ ମଧ୍ୟଭାଗକୁ ଓହ୍ଲାଇବ #bjd .@bjd_odisha
27
8
434
#ବଜ୍ରାଘାତରୁ_ଅଳ୍ପକେ_ବର୍ତ୍ତିଲେ_ଯୁବତୀ.ବିହାର ସୀତାମଢ଼ିରେ ମୌସୁମୀ ବର୍ଷାରେ ଭିଡିଓ ରିଲ୍ ତିଆରି କରୁଥିବା ସମୟରେ କେମିତି ବିଜୁଳି ମାରିଲା, ତାହାର ଦୃଶ୍ୟ ମୋବାଇଲରେ କଏଦ ହୋଇଛି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯୁବତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ।. #viralvideo #Bihar #thunderstorm
7
41
433
ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ନେତା.ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ ବିଜେପି ନେତା.୧୪ ଜଣ ନେତା ନବୀନ ପଟ୍ଟନାୟକଙ୍କୁ କଲେ ସାକ୍ଷାତ.@Naveen_Odisha @BhruguOdisha
10
9
430
ପୁରୀ ବଗଲା ଧର୍ମଶାଳା ଜମି ପ୍ରସଙ୍ଗ ନେଇ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ଭେଟିଲେ BJP ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।.ବେଆଇନ କ୍ରୟକାରୀଙ୍କୁ ରୋକିବାକୁ ଆବେଦନପତ୍ରରେ କଲେ ଦସ୍ତଖତ ।.ଜଗନ୍ନାଥଙ୍କ ଜମି ବେଆଇନ ଭାବେ ଜବରଦଖଲ ହୋଇପାରିବ ନାହିଁ: ସମ୍ବିତ @sambitswaraj @AcharyaPitamba1 @BJP4Odisha
8
31
397
ଅନେକ ଲୋକ ଉତ୍ତର ଦେବାକୁ ଯାଇ ବିଫଳ ହୋଇଛନ୍ତି । ଆପଣ ବି ବୁଝି ବିଚାରି ଦିଅନ୍ତୁ ଉତ୍ତର ��� #Ollywood . ପଢ଼ନ୍ତୁ ପୂରା ଖବର:.
199
5
407
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ନିଯୁକ୍ତି ବନ୍ଦ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ, ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନ ଦେବାକୁ ଚିଠି, ଏହା ବଦଳରେ ଯୁବକଙ୍କୁ ନିଯୁକ୍ତି ସୁଯୋଗ ଦେବାକୁ ଅନୁରୋଧ @pcsarangi
31
33
409
#ଦୁବାଇ_ଗଲା_ଉପମୁଖ୍ୟମନ୍ତ୍ରୀଙ୍କ_ଡ୍ରାଗନ_ଫଳ. -ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସଂହଦେଓ.-କୋଭିଡ ସମୟରୁ ଡ୍ରାଗନ ଫଳ ଚାଷ କରୁଥିଲେ କେଭି.-ଡ୍ରାଗନ ଫଳ ଉତ୍ପାଦନ କରି ଆଜି ଦୁବାଇ ପଠାଇଛନ୍ତି.-ଭୁବନେଶ୍ୱର ବିମାନବନ୍ଦରରୁ ଦୁବାଇକୁ ଗଲା ଡ୍ରାଗନ ଫଳ.-ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଉତ୍ପାଦିତ ହୋଇଛି ଏହି ଫଳ @KVSinghDeo1
18
12
413
#ରାଜ୍ୟପାଳଙ୍କ_ପାଦ_ଛୁଇଁଲେ_ମୁଖ୍ୟମନ୍ତ୍ରୀ. ଆନ୍ଧ୍ରପ୍ରଦେଶର ନବ ନିଯୁକ୍ତ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ପାଦ ଛୁଇଁଲେ ମୁଖ୍ୟମନ୍ତ୍ରୀ YS ଜଗନ ମୋହନ ରେଡ୍ଡୀ @ysjagan @BiswabhusanHC. #AndhraPradesh
23
11
400
#ରାସିଦଙ୍କୁ_ତାଲିବାନର_ଭିଡିଓକଲ୍.- ରାସିଦ ଖାନଙ୍କୁ ଆସିଲା ତାଲିବାନରୁ ଭିଡିଓ କଲ୍.- ସେମିଫାଇନାଲ ପ୍ରବେଶ ପରେ ଆସିଲା ଭିଡିଓ କଲ୍.- ରାସିଦ ଖାନଙ୍କୁ ଭିଡିଓ କଲ୍ କଲେ ତାଲିବାନ ମନ୍ତ୍ରୀ.- ସେମିକୁ ଯିବା ନେଇ ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ.#ICCWorldT20 @ACBofficials @rashidkhan_19 #cricket
1
10
403
ସୋସିଆଲ ମିଡ଼ିଆରେ ପଞ୍ଜାବୀ ଅଭିନେତ୍ରୀ ତଥା ‘ବିଗ ବସ ୧୩’ ଫେମ ଶେହନାଜ ଗିଲଙ୍କ ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳୁଛି । କିଛି ଘଣ୍ଟା ପୂର୍ବରୁ ଶେହନାଜ ଇନଷ୍ଟାଗ୍ରାମରେ ଏଭଳି ଫଟୋ ଶେୟାର କରିଛନ୍ତି, ଯାହାକୁ ଦେଖି ଦିୱାନା ଫ୍ୟାନ୍ସ । @anandstdas #ShehnaazGill . ଦେଖନ୍ତୁ ତଥ୍ୟ-ଛବି ଗ୍ୟାଲେରୀ:.
21
275
384
ଲକ୍ଡାଉନ୍ ବେଳେ ରାସନ କାର୍ଡ ନଥିବା ଲୋକଙ୍କ ପାଇଁ ରାସନ କାର୍ଡ ନିୟମ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ #Lockdown2 @CMO_Odisha.@pcsarangi
11
8
387
କୋଣାର୍କ #ସୂର୍ଯ୍ୟ_ମନ୍ଦିର ବୁଲି #ଦେଖିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ #ଜୟଶଙ୍କର . ପ୍ରବାସୀ ଭାରତୀୟ ଦିବସ ପାଇଁ ୫ ଦନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଜୟଶଙ୍କର #Jaishankar #Konark #PBD. @DrSJaishankar
2
4
402
#ବିଜେଡି_ଦଖଲରେ_ରହିଲା_ନିମାପଡ଼ା_ଅଧ୍ୟକ୍ଷ_ପଦ. -ନିମାପଡ଼ା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ.-ସସ୍ମିତା ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ.-ବିରୋଧରେ ଦୁଇ ତୃତୀୟାଂଶ ଭୋଟ ଆସି ନଥିବାରୁ ଖାରଜ.-ପଦ ବଜାୟ ରଖିଲେ ନିମାପଡ଼ା ଅଧ୍ୟକ୍ଷା ସସ୍ମିତା ସାହୁ. #Nimapada @bjd_odisha
15
23
397
#ଲଣ୍ଡନ_ଗଲେ_ଉପମୁଖ୍ୟମନ୍ତ୍ରୀ_ପ୍ରଭାତୀ_ପରିଡ଼ା. -୭ ଦିନିଆ ଲଣ୍ଡନ ଗସ୍ତରେ ଗଲେ ଉପମୁଖ୍ୟମନ୍ତ୍ରୀ.-ଲଣ୍ଡନରେ ବିଶ୍ୱ ପର୍ଯ୍ୟଟନ କନକ୍ଳେଭରେ ଯୋଗ ଦେବେ.-ପର୍ଯ୍ୟଟନ ସଚିବ, ଉନ୍ନୟନ କମିଶନର ବି ଲଣ୍ଡନ ଗଲେ.-ଲଣ୍ଡନରେ ଓଡ଼ିଆ ଓ ପ୍ରବାସୀ ଭାରତୀୟଙ୍କୁ ଭେଟିବେ.-ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ଆସିବାକୁ ଆକୃଷ୍ଟ କରିବେ. @PravatiPOdisha
51
10
400
#ଆନ୍ଦୋଳନକୁ_ଓହ୍ଲାଇଲେ_ନବୀନ_ପଟ୍ଟନାୟକ. ବିରୋଧୀ ଦଳ ନେତା ତଥା BJD ସଭାପତି ନବୀନ.ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ କରୁଛି BJD.ଲୋୟର ପିଏମଜିରେ ପ୍ରତିବାଦ କରୁଛି ବିଜେଡି.ଆନ୍ଦୋଳନରେ ସାମିଲ ହୋଇଛନ୍ତି ଶହ ଶହ କର୍ମୀ. @bjd_odisha @Naveen_Odisha #Protest
13
11
397
#ମାଆ_ତାରିଣୀଙ୍କ_ଚଇତି_ପର୍ବ_ଆରମ୍ଭ. କେନ୍ଦୁଝର: ଘଟଗାଁରେ ଆଜିଠୁ ମାଆ ତାରିଣୀଙ୍କ ଚଇତି ପର୍ବ । ଏପ୍ରିଲ ୧୫ ଯାଏ ଚାଲିବ ଉତ୍ସବ ।. ଚଇତି ପର୍ବ ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବା ସମ୍ଭାବନା. @DistAdmKeonjhar @keonjhar #Maatarini
8
6
382
#ଚାକିରି_ପାଇଁ_ଦଳାଚକଟା_ପରିସ୍ଥିତି. -ମୁମ୍ବାଇ ବିମାନବନ୍ଦରରେ ଚିନ୍ତାଜନକ ସ୍ଥିତି.-୬୦୦ ପଦବୀ ପାଇଁ ୨୫ ହଜାରରୁ ଅଧିକ ଆବେଦନକାରୀଙ୍କ ଭିଡ଼.-ମେଣ୍ଟେନାନ୍ସ କର୍ମଚାରୀ ଲାଗି ଥିଲା ଇଣ୍ଟରଭ୍ୟୁ.-ସାକ୍ଷାତକାର ପାଇଁ ଆସିଲେ ହଜାର ହଜାର ପ୍ରାର୍ଥୀ.-ବିମାନବନ୍ଦର ଯିବା ରାସ୍ତାରେ ଟ୍ରାଫିକ ଜାମ୍ #Mumbaiairport #JobOpportunities
21
30
389
ରାଜ୍ୟ ଅତିଥି ଭବନରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ନୂତନ ଭାବେ ଦାୟିତ୍ଵ ନେଇଥିବା ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ ଆଲୋଚନା . @CTOdisha
5
9
379
#ବନ୍ୟା_ପାଇଁ_ସଜାଗ_ରହିବାକୁ_ମୁଖ୍ୟମନ୍ତ୍ରୀଙ୍କ_ପରାମର୍ଶ . -୨୪ ଘଣ୍ଟିଆ କାମ କରିବ ବନ୍ୟା ନିୟନ୍ତ୍ରଣ କକ୍ଷ: CM .-ଆଗକୁ ଆସିବ ବନ୍ୟା ନିୟନ୍ତ୍ରଣ ନୀତି: ମୁଖ୍ୟମନ୍ତ୍ରୀ.-ମୁଖ୍ୟମନ୍ତ୍ରୀଙ୍କ ଜଳସମ୍ପଦ ବିଭାଗର ସମୀକ୍ଷା ପରେ ସୂଚନା.-ସୂଚନା ଦେଲେ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ.@_anugarg @CMO_Odisha
5
5
377
#BJP_ଏଜେଣ୍ଟଙ୍କୁ_ପନିକିରେ_ଆକ୍ରମଣ.କଟକ ସାଲେପୁରରେ ନିର୍ବାଚନୀ ହିଂସା.ବୁଥ୍ ଭିତରେ ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ ଅଭିଯୋଗ .BJP ଏଜେଣ୍ଟଙ୍କୁ ପନିକିରେ ଆକ୍ରମଣ ଅଭିଯୋଗ.ଅଭିଯୋଗ କଲେ ବିଜେପି ପ୍ରାଥୀ ଅରିନ୍ଦମ ରୟ .#Cuttack #ElectionUpdate
10
31
373
#ଓଡ଼ିଶାରେ_ମେଟ୍ରୋ_ପ୍ରକଳ୍ପ_ନେଇ_ବଡ଼_ସୂଚନା. ମେଟ୍ରୋ ପ୍ରକଳ୍ପର ସମୀକ୍ଷା ପରେ ଭୁବନେଶ୍ବର MP ଅପରାଜିତା ଷଡ଼ଙ୍ଗୀଙ୍କ ସୂଚନା. ‘୨୦୨୭ ଡିସେମ୍ବର ସୁଦ୍ଧା ସରିବ ପ୍ରଥମ ପର୍ଯ୍ୟାୟ କାମ’.‘ଷ୍ଟେସନରେ ଝଲସିବ ଓଡ଼ିଆ କଳା, ସଂସ୍କୃତି ଓ ଐତିହ୍ୟ’.‘ମାର୍ଚ୍ଚ ୨୦୨୫ ସୁଦ୍ଧା ଖର୍ଚ୍ଚ ହେବ ୩୫୦ କୋଟି’.@AprajitaSarangi #MetroRail
27
5
378
#ଦାୟିତ୍ବ_ନେଲେ_ଅଶ୍ବିନୀ_ବୈଷ୍ଣବ. -ରେଳମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଅଶ୍ବିନୀ ବୈଷ୍ଣବ.-ଦ୍ବିତୀୟ ଥର ପାଇଁ କାର୍ଯ୍ୟଭାର ଗ୍ରହଣ କଲେ ଅଶ୍ବିନୀ ବୈଷ୍ଣବ. #Ashwini @AshwiniVaishnaw #Railway
2
12
372
#ବିଜେଡି_ଛାଡ଼ିଲେ_ସମୀର_ଦାଶ. -ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ଦାଶଙ୍କ BJDରୁ ଇସ୍ତଫା.-ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା.-BJD ସୁପ୍ରିମୋଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର.-‘ଦଳ ମୋ ଉପରେ ଆସ୍ଥା ହରାଇଥିବାରୁ #BJD ଛାଡ଼ିଲି’. @samirdash01
25
13
372
ରତ୍ନଭଣ୍ଡାର ଖୋଲିବାକୁ ନେଇ ରାମକୃଷ୍ଣ ଦାସମହାପାତ୍ରଙ୍କ ପ୍ରତିକ୍ରିୟା.‘ଅନ୍ୟାନ୍ୟ ମନ୍ଦିର ଓ ଜଗନ୍ନାଥ ମନ୍ଦିର ମଧ୍ୟରେ ଫରକ ଅଛି’.‘ଏଭଳି ରତ୍ନଭଣ୍ଡାର ଖୋଲିବା ଠିକ୍ ନୁହେଁ’.‘ମହାପ୍ରଭୁ ଚାହିଁଲେ ହିଁ ରତ୍ନଭଣ୍ଡାର ଖୋଲିପାରିବ’.ଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ଠିକ୍ ନୁହେଁ.#Ratnabhandar #Jagannath #Puri #Ramakrushana
55
14
368
#ନବୀନ_ନିବାସରେ_ବାବୁସାନ.ନବୀନ ନିବାସରେ ବାବୁସାନ.ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ ଭେଟିଲେ ବାବୁସାନ.ଅଭିନେତା ଅମ୍ଲାନ ଦାସ, ସ୍ବରାଜ ମଧ୍ୟ CMଙ୍କୁ ଭେଟିଛନ୍ତି.ଅଭିନେତ୍ରୀ ଭୂମିକା, ସୁପ୍ରିୟା ମଧ୍ୟ CMଙ୍କୁ ଭେଟିଛନ୍ତି.ଜଣାଶୁଣା କମେଡିଆନ ଏବଂ ଗୀତିକାର ମଧ୍ୟ ଉପସ୍ଥିତ ଅଛନ୍ତି.#NaveenNiwas #Odisha #Bhubaneswar
28
10
366
#ଭୁବନେଶ୍ଵର_ରାମ_ମନ୍ଦିରରେ_ରେଳମନ୍ତ୍ରୀ. ବିଧାନସଭାରୁ ରାଜ୍ୟସଭା ସାର୍ଟିଫିକଟ ଆଣିଲେ ଅଶ୍ବିନୀ.ବିଧାନସଭାରୁ ବାହାରି ଭୁବନେଶ୍ଵର ରାମ ମନ୍ଦିରରେ ପୂଜା କଲେ.ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କଲେ ଅଶ୍ବିନୀ ବୈଷ୍ଣବ. @AshwiniVaishnaw @BJP4Odisha @BJP4India #RajyaSabha
5
9
366
#ସୁନ୍ଦରଗଡ଼_ଜିଲ୍ଲାପାଳ_ହେଲେ_ଜୁଏଲ_ଓରାମଙ୍କ_ବ୍ୟକ୍ତିଗତ_ସଚିବ. -ସୁନ୍ଦରଗଡ ଜିଲ୍ଲାପାଳ ଡ଼. ଗାଭଲି ପରାଗ ହର୍ଷଦ.-କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ .-ନୂଆ ନିଯୁକ୍ତି ମିଳିବା ପରେ ଦିଲ୍ଲୀ ଗଲେ ସୁନ୍ଦରଗଡ଼ ଜିଲ୍ଲାପାଳ. @jualoram @ParagGaval
6
12
357
ଭିକେ ପାଣ୍ଡିଆନ BJDରେ ଯୋଗ ଦେବା ପରେ ଶଙ୍ଖ ଭବନରେ ମିଳିଲା ସ୍ବତନ୍ତ୍ର ଚାମ୍ବର । ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ନିଜ ଚାମ୍ବରରେ ବସିଲେ ପାଣ୍ଡିଆନ @MoSarkar5T . #vkpandian #SankhaBhawan
15
13
357
ହୋଲି ସେଲିବ୍ରେସନ ପାଇଁ ଓଡ଼ିଶାରେ ଲୋକପ୍ରିୟ ଅଭିନେତ୍ରୀ ତଥା ବିଗ ବସ୍ ୧୫ ବିଜେତା ତେଜସ୍ୱୀ ପ୍ରକାସ । ପଢ଼ନ୍ତୁ ପୂରା ଖବର ।.#tejaswiprakash #actressmodel #Bhubaneswar .
4
154
349
#ବିଜେଡି_କର୍ମୀଙ୍କୁ_ନବୀନଙ୍କ_ଆହ୍ବାନ.ବିଜେଡି କର୍ମୀଙ୍କୁ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ.ବାତ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କର: ନବୀନ.ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବାକୁ ଆହ୍ବାନ.@bjd_odisha @Naveen_Odisha
0
11
355
#ହାତରେ_ଧରିଛନ୍ତି_ରାଷ୍ଟ୍ରପତିଙ୍କ_ଫଟୋ_ଚିତ୍ର.ଗ୍ରାଫାଇଟ୍ ପେନସିଲରେ ମହାମହିମଙ୍କୁ ଆଙ୍କିଲେ ଚିତ୍ରଶିଳ୍ପୀ. #presidentofindia #painting
1
5
350
#BJPକୁ_କାଉଣ୍ଟର_କଲେ_ମୁଖ୍ୟମନ୍ତ୍ରୀ. ମିଛ କହିବାର ଗୋଟିଏ ସୀମା ଥାଏ, BJP ମିଛ କହିବାର ସବୁ ସୀମା ଟପିଗଲାଣି ବୋଲି କହି ବର୍ଷିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମାସେ ହେଲା ସାରା ରାଜ୍ୟରେ ବୁଲି ପ୍ରଚାର କରୁଛି: ମୁଖ୍ୟମନ୍ତ୍ରୀ. @Naveen_Odisha @bjd_odisha
35
17
351
#ଦିଲ୍ଲୀ_ଗଲେ_ଅପରାଜିତା. NDA ବୈଠକ ପାଇଁ ଭୁବନେଶ୍ବରରୁ ଦିଲ୍ଲୀ ଗଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ @AprajitaSarangi . ସନ୍ଧ୍ୟାରେ ଶୀର୍ଷ ନେତୃତ୍ବଙ୍କୁ ଭେଟିବେ ଓଡ଼ିଶାର ନବନିର୍ବାଚିତ ସାଂସଦ. @BJP4Odisha
12
12
347
#Cuttack #VarshaPriyadarshini #BJD . ବଡ଼ଚଣାରୁ ବିଜେଡି ବିଧାୟକ ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ.କଟକ ଚଣ୍ଡି ମନ୍ଦିରରେ ମା’ଙ୍କୁ ଦର୍ଶନ କଲେ ବର୍ଷା
5
5
353
#ଏକତା_ଦୌଡ଼_କାର୍ଯ୍ୟକ୍ରମରେ_ସାମିଲ_ହେଲେ_ମୁଖ୍ୟମନ୍ତ୍ରୀ. -ଲୋକଙ୍କ ସହ ମିଶି ଦୌଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ.-CMଙ୍କ ସହ ଦୌଡ଼ିଲେ ଉପମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ମନ୍ତ୍ରୀ.-କଳିଙ୍ଗ ଷ୍ଟାଡିୟମରୁ ରାଜଭବନ ଅଭିମୁଖେ ଏକତା ଦୌଡ଼. @CMO_Odisha @MohanMOdisha #RunForUnity
26
8
352
#ମୁଖ୍ୟମନ୍ତ୍ରୀଙ୍କ_ନାମାଙ୍କନ_ପୂର୍ବରୁ_ଭିକେ_ପାଣ୍ଡିଆନଙ୍କ_ବାର୍ତ୍ତା. ହେଲିକପ୍ଟରରୁ ଭିକେ ପାଣ୍ଡିଆନଙ୍କ ବାର୍ତ୍ତା- ଆପଣଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନାମାଙ୍କନ କରିବାକୁ ଯାଉଛନ୍ତି । . ହିଞ୍ଜିଳିରୁ ପ୍ରାର୍ଥୀପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ @bjd_odisha @Naveen_Odisha @MoSarkar5T
29
9
352
#ମନ୍ମଥଙ୍କ_ନିଆରା_ପ୍ରଚାର. ରାଜଧାନୀ ଭୁବନେଶ୍ବରରେ ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ଭୁବନେଶ୍ବର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ।. @bjd_odisha #Election2024
42
14
345
‘#ଡିସେମ୍ବର_ସୁଦ୍ଧା_ସମସ୍ତଙ୍କୁ_ଯିବ_ସୁଭଦ୍ରା_ଟଙ୍କା’. ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା. -‘ଏକ କୋଟି ମହିଳାଙ୍କୁ ଦିଆଯିବ ସୁଭଦ୍ରା ଟଙ୍କା’.-‘୯ରେ SHG ମହିଳାଙ୍କ ହେବ ଋଣ ଛାଡ଼’.-‘୨୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଛାଡ଼ କରାଯିବ’. @PravatiPOdisha #subhadrayojana
12
25
346
#ଭୁବନେଶ୍ବରରେ_ବୈଦେଶିକ_ମନ୍ତ୍ରୀ.ଭୁବନେଶ୍ବରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର.ବିମାନବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ .ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଓଡ଼ିଶା ଆସିଛନ୍ତି ଜୟଶଙ୍କର.୫ ଦିନିଆ ଓଡ଼ିଶା ଗସ୍ତରେ କୋଣାର୍କ, ପୁରୀ ଓ ଧଉଳି ବୁଲିବେ.@MohanMOdisha @DrSJaishankar
7
7
347
#ବନ୍ଦ_ହେଲା_କେଦାରନାଥ_ଧାମ. ଉତ୍ତରାଖଣ୍ଡ: ଶୀତଋତୁ ପାଇଁ ବନ୍ଦ ହେଲା ବାବା କେଦାରନାଥଙ୍କ ଦ୍ବାର । ପାରମ୍ପରିକ ବୈଦିକ ରୀତିନୀତିରେ ଓମ ନମଃ ଶିବାୟ ଧ୍ବନିରେ ବନ୍ଦ ହେଲା ବାବାଙ୍କ ଦ୍ବାର. ୬ ମାସ ପରେ ପୁଣି ଭକ୍ତଙ୍କ ପାଇଁ ଖୋଲିବ ଦ୍ବାର. #Kedarnath #Uttarakhand
1
9
342
ଏଥର ଡବଲ ଶଙ୍ଖ । ଶଙ୍ଖ ଚିହ୍ନ ଧରି ଅପିଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ. @bjd_odisha @Naveen_Odisha @Vkpandianfancl1
61
17
335
ଦିଲ୍ଲୀରେ ନବ ନିର୍ବାଚିତ ସାସଂଦଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ଆଲୋଚନା.ଦିଲ୍ଲୀ ସ୍ଥିତ ତିନ୍ ମୂର୍ତ୍ତି ମାର୍ଗରେ ମୋହନ ମାଝୀଙ୍କ ଆଲୋଚନା.@MohanMOdisha @BJP4Odisha
8
14
341
ନିର୍ବାଚନ ରାଜନୀତିରେ କାହିଁକି ପ୍ରବେଶ କରିବେ ନାହିଁ #network18 ରେ କହିଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ. #network18 #News18RisingBharat . @CNNnews18
74
21
302
ଆଜି ଚଇତି ପର୍ବର ପଞ୍ଚମ ଦିବସ । କେନ୍ଦୁଝର ରାଣୀ ମା'ତାରିଣୀଙ୍କ ଦିବ୍ୟ ସୁନା ବେଶ ଦର୍ଶନ. #Keonjhar #MaaTarini #PanaSankranti
1
6
334
#ପଶ୍ଚିମବଙ୍ଗରେ_ପ୍ରକୃତିର_ପ୍ରଳୟ. -ଜଲପାଇଗୁଡ଼ିରେ ଭୟଙ୍କର ଘୂର୍ଣ୍ଣିଝଡ଼.-ପ୍ରବଳ ବେଗରେ ମାଡ଼ି ଆସିଲା ପବନ.-ଉଡ଼ିଗଲା ଶତାଧିକ ଘର, ୮ ମୃତ ଓ ୧୦୦ରୁ ଅଧିକ ଆହତ.-ଅନେକ ଗଛ ଓ ବିଜୁଳି ଖୁଣ୍ଟ ଧ୍ବସ୍ତ, ନିକଟସ୍ଥ ମୈନାଗୁଡ଼ି ବି ପ୍ରଭାବିତ.-ସମସ୍ତ ସହାୟତା ଆଶ୍ବାସନା ଦେଲେ ପ୍ରଧାନମନ୍ତ୍ରୀ . #WestBengal #Cyclone
2
22
331
#ପାରଳାଖେମୁଣ୍ଡିରେ କେନ୍ଦ୍ରମନ୍ତ୍ରୀ #ଧର୍ମେନ୍ଦ୍ରଙ୍କୁ_ଆଟାକ୍_କଲେ_ଭିକେ_ପାଣ୍ଡିଆନ୍ .‘୨୪ ବର୍ଷରେ କଣ କରାଯାଇଛି କେନ୍ଦ୍ରମନ୍ତ୍ରୀ ବୁଝି ପାରୁନାହାନ୍ତି’.‘ମୁଁ ବିକାଶର ଭାଷା କହିଲେ କେନ୍ଦ୍ରମନ୍ତ୍ରୀ ବୁଝିପାରୁନାହାନ୍ତି’.‘ରାଜନୀତିକ ଭାଷାରେ କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ୱାନ କଲେ ପାଣ୍ଡିଆନ’. #BJD @bjd_odisha
52
9
330
#ନିଜ_ଘର_ଦେଇଦେଲେ_ମୋହନ.ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ.ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୋହନ.କେନ୍ଦୁଝର ମଣ୍ଡୁଆ ବାସଭବନକୁ ଉତ୍ସର୍ଗ କଲେ.ଏଣିକି ଅଭିଯୋଗ ପ୍ରକୋଷ୍ଠ ହେବ ମୋହନଙ୍କ ବାସଭବନ.ସପ୍ତାହକୁ ୬ ଦିନ ଖୋଲିବ ଅଭିଯୋଗ ପ୍ରକୋଷ୍ଠ.ଜଣେ ସରକାରୀ ଅଧିକାରୀ ଅଭିଯୋଗ ସଂଗ୍ରହ କରିବେ.@CMO_Odisha @MohanMOdisha
15
15
329
#GoldDonation #Puri . -ସ୍ତ୍ରୀଙ୍କ ମାନସିକ ପୂରଣ ପାଇଁ ସ୍ୱାମୀଙ୍କ ସୁନା ଅଳଙ୍କାର ଦାନ .-ଶ୍ରୀମନ୍ଦିରକୁ ୯ଲକ୍ଷ ଟଙ୍କାର ସୁନା ଅଳଙ୍କାର ଦାନ କଲେ ଉତ୍ତରାଖଣ୍ଡର ଦମ୍ପତି.-ତିନି ଠାକୁରଙ୍କ ପାଇଁ ୧୪୭ଗ୍ରାମ.୪୦୦ ମିଲିଗ୍ରାମର ତିନିଟି ସ୍ୱର୍ଣ୍ଣ ଅଳଙ୍କାର
5
11
323
#ରାଜ୍ୟରେ_ହେବ_୨୮_ହଜାର_ଶିକ୍ଷକ_ନିଯୁକ୍ତି. ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା. ଟିଜିଟି ଓ ପିଜିଟି ଶିକ୍ଷକ ନିଯୁକ୍ତି ଦିଆଯିବ: ମନ୍ତ୍ରୀ.୧୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି: ମନ୍ତ୍ରୀ.‘ଆଗକୁ ଆଉ ୨୮ ହଜାର ନିଯୁକ୍ତି ଦେଵେ ସରକାର’. @NityanandaBJP
7
15
330
#ବିଜେପିରେ_ମିଶିବେ_ସୌମ୍ୟରଞ୍ଜନ!.ବରିଷ୍ଠ ରାଜନେତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ଚର୍ଚ୍ଚା.ସୌମ୍ୟରଞ୍ଜନ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା.ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ନେଇ ଚର୍ଚ୍ଚା.ସୌମ୍ୟରଞ୍ଜନ ଘସିପୁରାରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି.#ElectionUpdate
13
4
324
ଲାଞ୍ଚ ନେଇ ଧରାପଡ଼ିଲେ RI.ନକଟିଦେଉଳ ତହସିଲ RI ମନୋଜ ମହାନନ୍ଦ.୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ.ଜମି ପଟ୍ଟା ପ୍ରଦାନ ପାଇଁ ନେଉଥିଲେ ଲାଞ୍ଚ.ପୂର୍ବରୁ ମଧ୍ୟ ଲାଞ୍ଚ ନେଇ ଧରାପଡ଼ିଥିଲେ ମନୋଜ.#RI #Vigilance #News18Odia
59
19
319
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ଵରୀଙ୍କ ଆଜିର ସକାଳ ଦର୍ଶନ (30.10.2023). #MaaSamalei #Samaleswari #sambalpur
3
7
319
#ଆଜି_ପୁରୀ_ବଡ଼ଦାଣ୍ଡ_ସଫେଇ_କରିବେ_ମୁଖ୍ୟମନ୍ତ୍ରୀ. -ଆଉ କିଛି ସମୟରେ ପୁରୀ ପହଞ୍ଚିବେ CM ମୋହନ ମାଝୀ.-ବଡ଼ଦାଣ୍ଡର ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବେ CM.-ସ୍ବେଚ୍ଛାସେବୀ ସଙ୍ଗଠନ ସହ ମିଶି ବଡ଼ଦାଣ୍ଡ ସଫେଇ କରିବେ.-ଶ୍ରୀଗୁଣ୍ଡିଚା ମନ୍ଦିର ଶୌଧ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ. #Puri #Jagannath @MohanMOdisha
15
7
321
#ରାଗିଗଲେ_କେଭି_ଫେରିଗଲା_ସ୍ବତନ୍ତ୍ର_ବିମାନ.ବଲାଙ୍ଗିରରୁ ଭୁବନେଶ୍ବରକୁ ବିମାନରେ ଗଲେନି ଉପମୁଖ୍ୟମନ୍ତ୍ରୀ.୪ ସହଯୋଗୀଙ୍କ ବୋର୍ଡିଂ ପାସ୍ ଆସି ନଥିବାରୁ ରାଗିଗଲେ.ପାସ୍ ଥିବା ସତ୍ତ୍ବେ ବିମାନରେ ନଯାଇ କାର୍ରେ ଗଲେ କେଭି.କାହାରିକୁ ନନେଇ ଫେରିବାକୁ ବାଧ୍ୟହେଲେ ବିମାନର ପାଇଲଟ.@KVSinghDeo1 @CMO_Odisha @AaiclasB
27
11
323
#ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ଵରୀଙ୍କ ଆଜିର ସକାଳ ଦର୍ଶନ (06.10.2023). #MaaSamalei #Sambalpur
8
11
317
#ବିଧାନସଭାରେ_ପହଞ୍ଚିଲେ_ନବୀନ. ବିଧାୟକ ଭାବେ ଶପଥ ନେବା ପାଇଁ ବିଧାନସଭାରେ ପହଞ୍ଚିଲେ ନବୀନ ପଟ୍ଟନାୟକ ।. @bjd_odisha @Naveen_Odisha
4
11
316