![MoSarkar 5T Profile](https://pbs.twimg.com/profile_images/1179343273636384768/OfTmYP5o_x96.jpg)
MoSarkar 5T
@MoSarkar5T
Followers
163K
Following
2
Statuses
1K
Official account of #Odisha Government's #MoSarkar initiative based on #5Ts of Teamwork, Technology, Transparency & Time for Transformation.
Odisha
Joined September 2019
Strengthening financial inclusion of people in #Odisha, HCM Shri @Naveen_Odisha launched CSP Plus #AmaBank outlets in additional 2000 GPs to deliver banking services to last mile. Opening of the branches marks a pivotal step towards economic empowerment of people. #5T
77
27
115
ଜନସାଧାରଣ ଓ ସେବାୟତଙ୍କ ମତାମତ ଆଧାରରେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ମା’ବରୁଣେଇଙ୍କ ପୀଠର ଜାରିରହିଛି ରୂପାନ୍ତରଣ I ଏହାର ସମୀକ୍ଷା କରିବାସହ ପର୍ଯ୍ୟଟକଙ୍କ ସୁବିଧା ଓ କାର୍ଯ୍ୟ ଗୁଣବତ୍ତାକୁ ଗୁରୁତ୍ଵ ଦେଇ ମନ୍ଦିର ଉନ୍ନୟନ କାମ ଶେଷ କରିବାକୁ #5T ଅଧ୍ୟକ୍ଷ ଶ��ରୀ କାର୍ତ୍ତିକ୍ ପାଣ୍ଡିଆନ ଅଧିକାରୀଙ୍କୁ କହିଛନ୍ତି I #NabinOdisha
41
23
140
ଗମନାଗମନ ସେବାରେ ରୂପାନ୍ତରଣରୁ ଲୋକଙ୍କ ଆର୍ଥିକ ସମୃଦ୍ଧିର ପଥ ହେଉଛି ପ୍ରଶସ୍ତ I ବଲାଙ୍ଗିର, କେନ୍ଦୁଝର, ଖୋର୍ଦ୍ଧା, ବୌଦ୍ଧ ଓ କଟକବାସୀଙ୍କ ପାଇଁ ଲୋକାର୍ପିତ ହୋଇଛି ଫ୍ଲାଏ-ଓଭର, ରେଳ ଓଭରବ୍ରିଜ, ସେତୁ ଓ ରୂପାନ୍ତରିତ ଧାର୍ମିକ ପୀଠ I ଭିତ୍ତିଭୂମି ବିକାଶରେ ଲୋକ ମତାମତକୁ ଗୁରୁତ୍ଵ ଦେଇ ସାକାର ହେଉଛି ନୂଆ ଓଡ଼ିଶା ଗଠନ ସଙ୍କଳ୍ପ I #5T
57
14
103
କାର୍ଯ୍ୟକ୍ରମର ସଂଯୋଜନା କରି #5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ ସମସ୍ତଙ୍କ ସହଯୋଗ ଯୋଗୁଁ ଅଳ୍ପ ସମୟ ମଧ୍ୟରେ ହରିଶଙ୍କର ପୀଠର ରୂପାନ୍ତରଣ ସମ୍ଭବ ହୋଇଛି ବୋଲି ଉଲ୍ଲେଖ କରିଛନ୍ତି I ଯୋଡ଼ାରେ ରାଜ୍ଯର ଦୀର୍ଘତମ ଫ୍ଲାଏ-ଓଭର ନିର୍ମାଣ ସଫଳତା ପାଇଁ ଜିଲ୍ଲା ପୂର୍ତ୍ତ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି I
11
5
26
ଆଠମଲ୍ଲିକ-ଧଳପୁର ରାସ୍ତାରେ ମହନଦୀ ଉପରେ ରାଜ୍ଯର ଦୀର୍ଘତମ ସେତୁ, ରାକଡୋର-ଫସାଦ ରାସ୍ତାରେ ତେଲ ନଦୀ ଉପରେ ସେତୁ ଏବଂ ବୌଦ୍ଧ-ମର୍ଯ୍ୟାକୁଦ ସଂଯୋଗୀକରଣ ରାସ୍ତାରେ ମହାନଦୀ ଉପରେ ସେତୁର ମଧ୍ୟ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ I #OdishaOnTheMove
5
6
33
ଜନସାଧାରଣଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ପ୍ରକଳ୍ପ ମଧ୍ୟରେ ରହିଛି ବଲାଙ୍ଗିର ଜିଲ୍ଲାର ରୂପାନ୍ତରିତ ହରିଶଙ୍କର ମନ୍ଦିର, କେନ୍ଦୁଝର ଯୋଡ଼ାରେ ₹୨୫୮.୭୮ କୋଟି ବ୍ୟୟରେ ନିର୍ମିତ ରାଜ୍ୟର ଦୀର୍ଘତମ ଫ୍ଲାଏ-ଓଭର ବ୍ରିଜ ଓ ଖୋର୍ଦ୍ଧା ଜିଲ୍ଲା କୁଦିଆରିରେ ₹୧୦୫ କୋଟି ବ୍ୟୟରେ ନିର୍ମିତ ରେଳ ଓଭର-ବ୍ରିଜ I #5T
9
8
32
ସ୍ୱାସ୍ଥ୍ୟସେବା, ଡାକ୍ତରୀ ଶିକ୍ଷା ଓ ଗବେଷଣାରେ ବିଶ୍ଵସ୍ତରୀୟ ଅନୁଷ୍ଠାନ ଭାବେ ରୂପାନ୍ତରିତ ହେବ କଟକର ଏସସିବି ମେଡିକାଲ କଲେଜ I ହସ୍ପିଟାଲ ଉନ୍ନତିକୀକରଣ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା ସହ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି #5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ I #NabinOdisha
19
9
57
ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ��୍କ ଘୋଷଣା। ସମସ୍ତ��୍କୁ ମିଳିବ ୧୫ଦିନ ସାମୟିକ ଓ ମହିଳାଙ୍କୁ ସବୈତନିକ ପ୍ରସୂତିକାଳୀନ ଛୁଟି ଏବଂ ଉପକୃତ ହେବେ ୩୩,୪୨୦ କର୍ମଚାରୀ। ଜିଲ୍ଲାଗସ୍ତ ବେଳେ #5T ସଚିବ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନଙ୍କୁ ଏନେଇ ମିଳିଥିଲା ପ୍ରସ୍ତାବ I #NabinOdisha
41
21
178
#5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ ଜିଲ୍ଲାଗସ୍ତ ସମୟରେ ମିଳିଥିବା ପ୍ରସ୍ତାବ ଉପରେ ଆଲୋଚନା କରି ଉକ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେଇଛନ୍ତି। ଏହାଦ୍ବାରା ୧୭,୫୦୦ କର୍ମଚାରୀ ଉପକୃତ ହେବେ। #NabinOdisha
2
4
13
The #5T Chairman visited various components at the worksite & interacted with engineers & executing agencies. He asked them to ensure quality control. He directed the executing agencies to increase the manpower to expedite the work. #OdishaOnTheMove
2
7
22
ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିକାଶ ପାଇଁ ଦିନରାତି କାମ କରୁଛନ୍ତି। ସମସ୍ତଙ୍କୁ ସେ ନିଜ ପରିବାରର ସଦସ୍ୟ ଭାବନ୍ତି ବୋଲି ଏହି ଅବସରରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଅଧ୍ୟକ୍ଷ କହିଛନ୍ତି। ଏଥିସହିତ ସମସ୍ତେ ମିଳିମିଶି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ନୂଆ ଓଡ଼ିଶା ଗଠନ ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି। #MoSarkar
6
3
22
#5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାବାସୀଙ୍କ ପ୍ରସ୍ତାବ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ ��ୂରଣ ହୋଇଛି ��ୋକଙ୍କ ନିବେଦନ I ‘ୱାନ ଡେ ଗଭର୍ନାନ୍ସ' ନୀତିରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଉଭୟ ଜିଲ୍ଲାର ୬୦୨ଟି ପ୍ରକଳ୍ପ ମଞ୍ଜୁର କରିବାସହ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି I #NabinOdisha
60
23
130