Pravati Parida Profile Banner
Pravati Parida Profile
Pravati Parida

@PravatiPOdisha

Followers
28,861
Following
562
Media
6,260
Statuses
10,992

Deputy Chief Minister,Govt. of Odisha | MLA in Odisha Legislative Assembly From Nimapara Constituency | Proud Member of Bharatiya Janata Party.

Nimapara/Bhubaneswar/Odisha
Joined September 2016
Don't wanna be here? Send us removal request.
Explore trending content on Musk Viewer
Pinned Tweet
@PravatiPOdisha
Pravati Parida
2 months
ମୁଁ ଶ୍ରୀମତୀ ପ୍ରଭାତୀ ପରିଡା, ଈଶ୍ୱରଙ୍କ ନାମରେ ଶପଥ କରୁଅଛି ଯେ ....
125
106
1K
@PravatiPOdisha
Pravati Parida
2 months
I extend my heartfelt gratitude to the Hon'ble Prime Minister Shri Narendra Modi ji, Union Home Minister Shri Amit Shah ji, Union Defense Minister Shri Rajnath Singh ji, BJP President and Union Minister Shri J.P.Nadda ji,
Tweet media one
585
424
7K
@PravatiPOdisha
Pravati Parida
2 months
ମା'ର ସ୍ନେହ ଏବଂ ମା'ର ଆଶୀର୍ବାଦ ଦୁନିଆର ସବୁଠାରୁ ଅମୂଲ୍ୟ ... ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଦାଇତ୍ୱ ନେଲା ପରେ ଆଜି ମୋ ମା'ଙ୍କୁ ସାକ୍ଷାତ କରି ଆଶୀର୍ବାଦ ନେଲି। #MoMaa
Tweet media one
Tweet media two
Tweet media three
60
43
2K
@PravatiPOdisha
Pravati Parida
2 months
I am honored to have taken the oath as Deputy Chief Minister to serve the 4.5 crore people of Odisha under the esteemed leadership of Hon’ble Chief Minister Shri Mohan Charan Majhi. #OathTakingCeremony #odisharebjpsarakar #MohanCharanMajhi @mohanmajhi_BJP
Tweet media one
Tweet media two
126
74
1K
@PravatiPOdisha
Pravati Parida
2 months
Warm birthday wishes to Deputy CM of Odisha Shri @KVSinghDeo1 Ji. I pray to God for your healthy and long life.
Tweet media one
101
43
1K
@PravatiPOdisha
Pravati Parida
1 month
Delighted to call on Hon'ble @rashtrapatibhvn Smt. Droupadi Murmu Ji, at Rashtrapati Bhavan, New Delhi today along with Hon'ble Chief Minister Shri @MohanMOdisha and Hon'ble Deputy CM Shri @KVSinghDeo1 .
Tweet media one
Tweet media two
Tweet media three
28
57
1K
@PravatiPOdisha
Pravati Parida
2 months
ମୁଁ ଜଣେ ସାଧାରଣ ଘରର ଲୋକ । ମୋ ଦଳ ମୋତେ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛି । ମୁଁ ଜଣେ ମହିଳା ଭାବେ ମହିଳାଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବି। #MediaStatement #DeputyChiefMinister #PravatiParida
46
58
996
@PravatiPOdisha
Pravati Parida
2 months
With the divine blessings of Lord Jagannath assumed office as Minister For @mission_shakti Had an in-depth review with our departmental Secretary, Director & the team to accelerate our commitment to women's empowerment and community development.
Tweet media one
Tweet media two
Tweet media three
Tweet media four
42
34
879
@PravatiPOdisha
Pravati Parida
24 days
ମହୋଦଧି କୂଳରେ ଆଜି ର ସକାଳ
Tweet media one
54
14
840
@PravatiPOdisha
Pravati Parida
1 month
ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ସହ ନୂଆଦିଲ୍ଲୀରେ ସୌଜନ୍ୟ ମୂଳକ ସାକ୍ଷାତ କରିବାର ସୌଭାଗ୍ୟ ପ୍ରାପ୍ତ ହେଲା। ବିକଶିତ ଭାରତ ସହ ବିକଶିତ ଓଡ଼ିଶା ପାଇଁ ତାଙ୍କର ଦୂରଦର୍ଶୀ ମାର୍ଗଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ।
Tweet media one
40
39
836
@PravatiPOdisha
Pravati Parida
2 months
ଆଜି ବିଜେପି ବିଧାୟକ ଦଳ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ @rajnathsingh ଜୀ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ @byadavbjp ଜୀଙ୍କ ଉପସ୍ଥିତିରେ ଶ୍ରୀ ମୋହନ ଚରଣ ମାଝୀ ଜିଙ୍କୁ ବିଧାୟକ ଦଳର ନେତା(ଭାବି ମୁଖ୍ୟମନ୍ତ୍ରୀ) ବାଛିବା ପରେ
Tweet media one
Tweet media two
Tweet media three
Tweet media four
33
57
697
@PravatiPOdisha
Pravati Parida
1 month
ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଜଗତଜନନୀ ମା ସୁଭଦ୍ରାଙ୍କ ରଥ ଟାଣିବା ମୋ ପାଇଁ ପରମ ସୌଭାଗ୍ୟ। #ରଥଯାତ୍ରା୨୦୨୪ #RathaJatra2024 #mediacoverage
17
26
672
@PravatiPOdisha
Pravati Parida
2 months
ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟୀକୁ ଜୟଯୁକ୍ତ କରାଇଥିବା ନିମାପଡ଼ା-ଗୋପ ଅଞ୍ଚଳର ସମସ୍ତ ଜନ ସାଧାରଣଙ୍କୁ ମୋର ଅଶେଷ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରୁଛି । ଆଗାମୀ ଦିନରେ ସୁରକ୍ଷିତ, ଭୟମୁକ୍ତ, ସ୍ୱଚ୍ଛ, ଶିକ୍ଷିତ ଓ ସମ୍ରୁଦ୍ଧଶାଳୀ ନିମାପଡ଼ା ଗଠନ ପାଇଁ ସମସ୍ତେ ଏକ ହୋଇ କାମ କରିବା ଭାରତ ମାତା କି ଜୟ
Tweet media one
63
30
662
@PravatiPOdisha
Pravati Parida
2 months
ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହିତ ଆଜି ନୂତନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ କଲେ। #NaveenPatnaik #MohanCharanMajhi #chiefministerofodisha
Tweet media one
Tweet media two
17
39
623
@PravatiPOdisha
Pravati Parida
2 months
Today, I assumed office as Minister for the @TourismDptt and conducted a thorough review with the Principal Secretary, directors, and senior officials.
Tweet media one
Tweet media two
Tweet media three
Tweet media four
35
20
621
@PravatiPOdisha
Pravati Parida
2 months
ଆସନ୍ତାକାଲି (ତା. ୧୬.୦୬.୨୦୨୪) ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେବି। #ProgrammeSchedule
Tweet media one
29
13
614
@PravatiPOdisha
Pravati Parida
2 months
ପବିତ୍ର ରଜ ପର୍ବ ଅବସରରେ ଆପଣଙ୍କୁ ଓ ଆପଣଙ୍କ ପରିବାର ବର୍ଗଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା । #RajaParba
Tweet media one
46
23
598
@PravatiPOdisha
Pravati Parida
2 months
ରଣପୁରର ମାନ୍ୟବର ବିଧାୟିକା ଶ୍ରୀମତୀ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂତନ ବାଚସ୍ପତି ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ତାଙ୍କର ପୂର୍ବ ଅଭିଜ୍ଞତା ଏବଂ କାର୍ଯ୍ୟଦକ୍ଷତା ପବିତ୍ର ଗୃହକୁ ସୁଚାର ରୂପେ ପରିଚାଳନା କରିବା ପାଇଁ ସହାୟକ ହେବ ବୋଲି ଆଶା କରୁଛି #suramapadhi
Tweet media one
42
25
591
@PravatiPOdisha
Pravati Parida
1 month
ଭାବରେ ଅଶ୍ରୁଳ ଏ ନୟନ, ଆତୁର ଏ ମନ। ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ହୋଇଛି ଅପୂର୍ବ ମିଳନ। ଜୟ ଜଗନ୍ନାଥ 🙏 #ରଥଯାତ୍ରା୨୦୨୪ #RathaJatra2024
Tweet media one
Tweet media two
Tweet media three
Tweet media four
15
14
595
@PravatiPOdisha
Pravati Parida
2 months
ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିଲା ଜୟ ଜଗନ୍ନାଥ🙏🙏
58
23
587
@PravatiPOdisha
Pravati Parida
2 months
ଆଜି ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଲି ଡାକ୍ତରଖାନାର ଦାୟିତ୍ୱରେ ଥିବା ଡାକ୍ତର ଏବଂ ଅନ୍ୟ ଅଧିକାରୀ ମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ରୋଗୀ ମାନଙ୍କୁ ଉଚ୍ଚ ସ୍ତରୀୟ ଚିକତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଲି।
Tweet media one
Tweet media two
Tweet media three
31
25
565
@PravatiPOdisha
Pravati Parida
1 month
ଆଜି ପୂଜାର୍ଚ୍ଚନା ପରେ ବିଧିବଦ୍ଧ ଭାବେ ଲୋକସେବା ଭବନ ସ୍ଥିତ ଉପ-ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପ୍ରବେଶ କରି କାର୍ଯ୍ୟ ଆରମ୍ଭ କଲି। ଏହି କାର୍ଯ୍ୟାଳୟ ସାଢ଼େ ଚାରିକୋଟି ଓଡ଼ିଆଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା ଦିଗରେ ଦିନ ରାତି କାର୍ଯ୍ୟ କରିବ।
Tweet media one
Tweet media two
Tweet media three
Tweet media four
40
23
498
@PravatiPOdisha
Pravati Parida
2 months
ଶପଥ ଗ୍ରହଣ ପରେ ଆଜି ଲୋକସେବା ଭବନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇ ମୋଟ ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। #CabinetDecession
Tweet media one
20
21
481
@PravatiPOdisha
Pravati Parida
2 months
Assumed the office as Minister for @WCDOdisha I conducted a comprehensive review of our department’s ongoing projects with the Departmental Secretary, Directors, and Senior Officials.
Tweet media one
Tweet media two
Tweet media three
Tweet media four
17
10
479
@PravatiPOdisha
Pravati Parida
1 month
Today, it was an immense honor to meet Hon. Prime Minister of India Shri @narendramodi ji at 7,Lok Kalyan Marg (7LKM), New Delhi accompanied by our Hon. CM @MohanMOdisha and Hon. Dy CM @KVSinghDeo1 .
Tweet media one
Tweet media two
Tweet media three
25
23
474
@PravatiPOdisha
Pravati Parida
5 years
ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ @pcsarangi ଙ୍କ ସହିତ ଏକ ବିଶେଷ ଖୁସିର ମୁହୂର୍ତ୍ତ । ସତରେ କ୍ଷମତାର ଶୀର୍ଷରେ ଥିବା ମଣିଷଟିକୁ ସରଳତାର ଚରମ ସୋପାନ ରେ ଦେଖି ବଡ ଆନନ୍ଦ ଲାଗିଲା।
Tweet media one
Tweet media two
14
14
451
@PravatiPOdisha
Pravati Parida
2 months
ଆଜି ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ @rajnathsingh ଜୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ @byadavbjp , ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଶ୍ରୀ ଜୁଏଲ ଓରାମ ,ଶ୍ରୀ ଅଶ୍ବିନୀ ବୈଷ୍ଣବ ।
Tweet media one
Tweet media two
Tweet media three
Tweet media four
28
28
459
@PravatiPOdisha
Pravati Parida
1 month
Engaged in a productive meeting in New Delhi today with Hon'ble Finance Minister of India, Smt. @nsitharaman Ji, alongside Hon. CM Shri @MohanMOdisha & Hon. Dy. CM Shri @KVSinghDeo1 . We discussed strategies for advancing economic growth in our state. @FinMinIndia
Tweet media one
Tweet media two
Tweet media three
24
22
456
@PravatiPOdisha
Pravati Parida
2 months
Many congratulations to Shri Chandrababu Naidu Ji on being sworn in as the Chief Minister of Andhra Pradesh and Shri Pawan Kalyan Ji on being sworn in as the Deputy Chief Minister of the state. @ncbn @PawanKalyan
Tweet media one
Tweet media two
Tweet media three
18
40
437
@PravatiPOdisha
Pravati Parida
2 months
ପବିତ୍ର "ରଜ ପର୍ବ" ଉପଲକ୍ଷେ ମୋ ପରିବାର ସହ ଏକ ବିଶେଷ ମୁହୂର୍ତ୍ତରେ ..
Tweet media one
Tweet media two
Tweet media three
18
13
424
@PravatiPOdisha
Pravati Parida
2 months
ଆଜି ଭୁବନେଶ୍ୱର ସ୍ଥିତ @otdcltd -ପାନ୍ଥନିବାସ ପରିସରରେ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଅଧିକାରୀ ମାନଙ୍କ ସହ ଆଲୋଚନା କରାଗଲା।
Tweet media one
Tweet media two
Tweet media three
Tweet media four
14
17
419
@PravatiPOdisha
Pravati Parida
2 months
ଆଗକୁ ମିଶନ ଶକ୍ତି ଦୌଡିବ। ବିକଶିତ ଓଡ଼ିଶା ଗଠନରେ ମିଶନ ଶକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ #PravatiParida #DeputyCM #MissionShakti #meeting #WomenEmpowerments #OdishaDevelopment #OdishaNews
27
25
408
@PravatiPOdisha
Pravati Parida
2 months
କୃଷି ଭିତ୍ତିକ ଗଣ ପର୍ବ 'ରଜ' ପାଇଁ ଗାଁଠୁ ସହର ସବୁଆଡେ ଉତ୍ସବ ମୁଖର। ଏହି ଅବସରରେ ଆଜି ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ଠାରେ ଆୟୋଜିତ "ରଜ ଉତ୍ସବ" କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ପୋଡ଼ ପିଠା ଖାଇବା ସହିତ ପିଲାଙ୍କ ସହ ଦୋଳି ଖେଳି "ରଜ ଉତ୍ସବ" ପାଳନ କଲି I #RajaParba
Tweet media one
Tweet media two
Tweet media three
Tweet media four
11
13
407
@PravatiPOdisha
Pravati Parida
2 months
ଆଜି ପବିତ୍ର ଶୀତଳ ଷଷ୍ଠୀ ଅବସରରେ ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଣ୍ଢିଆ ଶାସନ ଏବଂ ଅମରେଶ୍ୱର ଠାରେ ଅନୁଷ୍ଠିତ "ଶିବ ବିବାହ" କାର୍ଯ୍ୟକ୍ରମ ରେ ଯୋଗ ଦେଇ ଅଞ୍ଚଳବାସୀଙ୍କ ଶୁଭ ମନାସୀବା ସହିତ ଆଶୀର୍ବାଦ ଭିକ୍ଷା କଲି। #Nimapada
Tweet media one
Tweet media two
Tweet media three
Tweet media four
14
19
405
@PravatiPOdisha
Pravati Parida
18 days
ଓଡ଼ିଶାର ମନ୍ଦିର, ବନ୍ୟଜନ୍ତୁ ଏବଂ ବେଳାଭୂମି ଭଳି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସ୍ୱତନ୍ତ୍ର ସହାୟତା ଘୋଷଣା କରିଥିବାରୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ @Narendramodi ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ @nsitharaman ଙ୍କୁ କୃତଜ୍ଞତା ଜଣାଉଛି। ଏହା ରୋଜଗାରର ବିଭିନ୍ନ ସୁଯୋଗ ସୃଷ୍ଟି କରିବା ସହ ବିକଶିତ ଓଡ଼ିଶା ଗଠନରେ ସହାୟକ ହେବ।
Tweet media one
123
17
390
@PravatiPOdisha
Pravati Parida
1 month
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ଆହ୍ୱାନ କ୍ରମେ "ଏକ୍ ପେଡ୍ ମା କେ ନାମ" ତଥା "ମା ପାଇଁ ଗଛଟିଏ" ଅଭିଯାନ ପରିପ୍ରେକ୍ଷୀରେ ଜନସାଧାରଣ ମାନେ ନିଜ ମା'ଙ୍କ ପାଇଁ ଗଛଟିଏ ଲଗାଇ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। #EkPedMaaKeNaam #Plant4Mother
Tweet media one
Tweet media two
Tweet media three
Tweet media four
45
17
379
@PravatiPOdisha
Pravati Parida
1 month
"ମା' ପାଇଁ ଗଛଟିଏ" ଅଭିଯାନ ଅନ୍ତର୍ଗତ ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହେଲି। #ekpedmaakenaam
Tweet media one
Tweet media two
26
15
373
@PravatiPOdisha
Pravati Parida
2 months
କୋଣାର୍କର "ଲଲି ଭାଇ" ଚା' ଦୋକାନରେ ଚା' ପିଇବା ଏକ ନିଆରା ଅନୁଭୂତି। ଆଜି ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ କୋଣାର୍କ ଆଗମନ ଅବସରରେ ସମସ୍ତ ବନ୍ଧୁମାନଙ୍କ ସହ ଲଲି ଭାଇଙ୍କ ଚା' ଦୋକାନରେ ଚା ପିଇଲୁ।
Tweet media one
Tweet media two
Tweet media three
Tweet media four
12
15
374
@PravatiPOdisha
Pravati Parida
2 months
Grateful to participate in the 'EK PED MAA KE NAAM' event and have valuable discussion with the Director, OLM Shri Vineet Bharadwaj & the dedicated team at Mission Shakti Bhavan, Pokhariput, Bhubaneswar.
Tweet media one
Tweet media two
Tweet media three
Tweet media four
21
24
375
@PravatiPOdisha
Pravati Parida
2 months
ଅପଣମାନଙ୍କ ଅଜସ୍ର ଭଲପାଇବା ହିଁ ମୋ ଜୀବନର ସବୁଠୁ ବଡ଼ ପୁଞ୍ଜି । ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ନିମାପଡ଼ା ଆଗମନ ଅବସରରେ ପାର୍ଟିର କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣ ମାନଙ୍କ ସ୍ୱାଗତ ଏବଂ ସମ୍ବର୍ଦ୍ଧନା ପାଇଁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ। #thankyou
Tweet media one
Tweet media two
Tweet media three
Tweet media four
8
11
364
@PravatiPOdisha
Pravati Parida
1 month
ଆଜି ଲୋକସେବା ଭବନ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଜୀ ବିଧିବଦ୍ଧ ଭାବରେ ପ୍ରବେଶ କରି କାର୍ଯ୍ୟ ଆରମ୍ଭ କରିଛନ୍ତି ତାଙ୍କୁ ଆନ୍ତରିକ ଶୁଭେଚ୍ଛା ଏବଂ ଅଭିନନ୍ଦନ।
Tweet media one
Tweet media two
Tweet media three
21
19
360
@PravatiPOdisha
Pravati Parida
1 month
Grateful to call on Honorable @VPIndia , Shri Jagdeep Dhankhar Ji at Upa-Rashtrapati Nivas,New Delhi alongside Hon'ble CM Shri @MohanMOdisha and Hon'ble Dy. CM Shri @KVSinghDeo1 . We had an engaging discussion on key issues concerning Odisha.
Tweet media one
Tweet media two
18
23
357
@PravatiPOdisha
Pravati Parida
2 months
ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥଳୀକୁ ଯିବା ସମୟରେ ଓଡ଼ିଶାର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମାନନୀୟ ଶ୍ରୀ ମୋହନ ଚରଣ ମାଝୀ ଜୀ ଏବଂ ମନ୍ତ୍ରୀ ମଣ୍ଡଳର ସାଥି ମାନଙ୍କୁ ସୁଆଣ୍ଡୋ ଗ୍ରାମର ଗ୍ରାମବାସୀମାନେ ଅତ୍ୟନ୍ତ ହୃଦୟ ପୂର୍ବକ ଏବଂ ଉତ୍ସାହର ସହିତ ଭବ୍ୟ ସ୍ଵାଗତ କରିଥିବାରୁ ସମସ୍ତ ଗ୍ରାମବାସୀଙ୍କୁ ହୃଦୟରୁ ଧନ୍ୟବାଦ।
Tweet media one
Tweet media two
13
15
354
@PravatiPOdisha
Pravati Parida
1 month
ଆଜି ନୂଆଦିଲ୍ଲୀରେ ମାନ୍ୟବର କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଜୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କଲି। Called on Hon. Union Minister for Women and Child Development, Smt. @Annapurna4BJP ji in New Delhi today.
Tweet media one
Tweet media two
16
19
353
@PravatiPOdisha
Pravati Parida
2 months
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ଦ୍ୱାରା ପିଏମ୍ କିଷାନ୍ ସମ୍ମାନ ନିଧି ଯୋଜନାର ଓଡ଼ିଶା ସମେତ ଦେଶର ୯.୨୬ କୋଟିରୁ ଅଧିକ ଚାଷୀ ଭାଇ ଭଉଣୀ ମାନଙ୍କୁ ୧୭ତମ କିସ୍ତି ହସ୍ତାନ୍ତର କରିଛନ୍ତି ପୁରୀ ସଂସ୍କୃତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇ ଲାଭର୍ଥୀ ମାନଙ୍କୁ ଅର୍ଥ ରାଶି ପ୍ରଦାନ କରାଗଲା।
Tweet media one
Tweet media two
Tweet media three
Tweet media four
9
14
348
@PravatiPOdisha
Pravati Parida
1 month
କିଛିଦିନ ପୂର୍ବରୁ ଖବରକାଗଜରୁ ଜାଣିବାକୁ ପାଇଥିଲି ଯେ ଜଣେ ୮୦ ବର୍ଷୀୟ ବୃଦ୍ଧା ଅସହାୟ ମହିଳା ବହୁତ ଦୟନୀୟ ଭାବରେ ବିଭିନ୍ନ ସ୍ଥାନରେ ଘୁଷୁଡି ଘୁଷୁଡି ଭିକ୍ଷା ମଗୁଥିଲେ। ଏହାପରେ ଗୋପ ବ୍ଲକ ବିଡିଓଙ୍କୁ ସେ ବୃଦ୍ଧା ମହିଳାଙ୍କୁ ଠାବ କରିବାକୁ ନିର୍ଦ୍ଦେଶ ଦେଇଥିଲି।
Tweet media one
Tweet media two
28
11
352
@PravatiPOdisha
Pravati Parida
22 days
ଆଜି ସକାଳେ ପୁରୀ ସର୍କିଟ ହାଉସ ପାଖରେ ଥିବା ପାର୍କ ରେ ଚାଲିବା ସହିତ ସାଧାରଣ ଲୋକଙ୍କ ଅସୁବିଧା ପଚାରି ବୁଝିଲି। ପାଣି ପିଇବା ପାଇଁ ଅସୁବିଧା ଅଛି ମୁଁ ନିଜେ ଦେଖିଲି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛି @CMDNALCO
Tweet media one
Tweet media two
Tweet media three
Tweet media four
49
13
347
@PravatiPOdisha
Pravati Parida
2 months
ଆଜି ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତି ପରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟିକା ଶ୍ରୀମତୀ ସୁରମା ପାଢ଼ୀ ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
Tweet media one
Tweet media two
Tweet media three
16
15
331
@PravatiPOdisha
Pravati Parida
2 months
ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଜୀଙ୍କ ଅଧ୍ୟକ୍ଷତାରେ ଏବଂ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ @KVSinghDeo1 ଜୀଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ସାମଗ୍ରିକ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନଙ୍କ ସହିତ ଆଲୋଚନା କରାଗଲା।
Tweet media one
Tweet media two
13
24
330
@PravatiPOdisha
Pravati Parida
2 months
ଓଡ଼ିଆ ପରମ୍ପରାର ମହାନ ନିଦର୍ଶନ ହେଉଛି 'ରଜ' ପର୍ବ। ଆଜି ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭିଲ୍ଲିଗ୍ରାମ ପଂଚାୟତର ବିଷ୍ଣୁପୁରରେ ଆୟୋଜିତ "ରଜ ଉତ୍ସବ" କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ପୋଡ଼ ପିଠା ଖାଇବା ସହିତ ପିଲାଙ୍କ ସହ ଦୋଳି ଖେଳି "ରଜ ଉତ୍ସବ" ପାଳନ କଲି I #RajaParba
Tweet media one
Tweet media two
Tweet media three
Tweet media four
6
10
330
@PravatiPOdisha
Pravati Parida
19 days
ରାଜ୍ୟରେ ପର୍ଯ୍ୟଟନର ଉନ୍ନତି, ରାଜ୍ୟରେ ପ୍ରଗତିର ସହାୟକ ହେବ । ଆଜି କେନ୍ଦ୍ରୀୟ ବଜେଟ୍ ଭାଷଣରେ ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ @nsitharaman ଜୀ ଓଡ଼ିଶାକୁ ଏକ ସର୍ବୋଚ୍��� ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ଘୋଷଣା କରିଛନ୍ତି।
57
35
327
@PravatiPOdisha
Pravati Parida
2 months
ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ @KVSinghDeo1 ଜୀଙ୍କ ଶୁଭ ଜନ୍ମଦିନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି।
Tweet media one
6
8
320
@PravatiPOdisha
Pravati Parida
2 months
ପବିତ୍ର ‘ଦେବସ୍ନାନ ପୂର୍ଣ୍ଣିମା’ ଅବସରରେ ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କୁ ଶୁଭକାମନା । ଆଜି ଶ୍ରୀଜିଉଙ୍କୁ ଗଜାନନ ବେଶରେ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି । ମହାପ୍ରଭୁଙ୍କ ପାଖରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛି । ଜୟ ଜଗନ୍ନାଥ 🙏
Tweet media one
24
18
317
@PravatiPOdisha
Pravati Parida
2 months
Proud to have taken the oath as MLA in the Odisha Legislative Assembly today. I am committed to serving the Nimapara-Gop people and turning their aspirations into reality. #OathCeremony
15
12
310
@PravatiPOdisha
Pravati Parida
1 month
Called on Hon. Union Minister for Railways, Information & Broadcasting and Electronics & IT, Shri @AshwiniVaishnaw ji in New Delhi today accompanied by Hon. CM Shri @MohanMOdisha and Hon. Dy. CM Shri @KVSinghDeo1 .
Tweet media one
Tweet media two
Tweet media three
Tweet media four
12
17
310
@PravatiPOdisha
Pravati Parida
2 months
ଆଜି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୀଙ୍କ ନେତୃତ୍ୱରେ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରିମଣ୍ଡଳର ସଦସ୍ୟ, ସାଂସଦ ଏବଂ ବିଧାୟକ ମାନଙ୍କ ଉପସ୍ଥିତିରେ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କଲୁ।
Tweet media one
Tweet media two
Tweet media three
Tweet media four
17
23
294
@PravatiPOdisha
Pravati Parida
6 years
Met with the mother & family members of Bebina with our Union Minister Shri @dpradhanbjp ji at her house in Pipili today. The family is insecure and lives under constant threat from the accused persons, who are protected by the ruling party.
Tweet media one
17
41
279
@PravatiPOdisha
Pravati Parida
1 month
ନୂଆଦିଲ୍ଲୀରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି , ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହିତ ମିଶି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଶ୍ରୀ ଅଶ୍ବିନୀ ବୈଷ୍ଣବ, ଓଡିଶା ପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମର, ଲୋକସଭାର କାମଚଳା ବାଚସ୍ପତି ଦାୟିତ୍ୱ ତୁଲେଇ ଥିବା
Tweet media one
13
18
297
@PravatiPOdisha
Pravati Parida
2 months
ବିଜେପିର ଗ୍ୟାରେଣ୍ଟି, ଯାହା କୁହେ ତାହା କରେ । ନବଗଠିତ ଆମ ସରକାରର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିବା ସହ ମନ୍ତ୍ରିମଣ୍ଡଳର ଉପସ୍ଥିତିରେ ଶ୍ରୀମନ୍ଦିର ଚାରି ଦ୍ୱାର ଭକ୍ତଜନଙ୍କ ପାଇଁ ଖୋଲି ଦିଆଯାଇଛି। 🚩ଜୟ ଜଗନ୍ନାଥ 🙏
Tweet media one
Tweet media two
Tweet media three
Tweet media four
12
16
289
@PravatiPOdisha
Pravati Parida
1 month
Privileged to meet Hon. Union Home & Co-operation Minister Shri @AmitShah ji in New Delhi today, accompanied by our Hon. CM @MohanMOdisha and Hon. Dy. CM @KVSinghDeo1 We engaged in a fruitful discussion on various avenues for our state's development.
Tweet media one
Tweet media two
Tweet media three
11
20
290
@PravatiPOdisha
Pravati Parida
29 days
To bolster our collaborative efforts towards advancing the vision of a #ViksitOdisha ensuring comprehensive care for every child in the State, I engaged in a productive meeting with Mr. William Hanlon, UNICEF Chief of Field Office in Odisha, at the State Guest House.
Tweet media one
12
18
285
@PravatiPOdisha
Pravati Parida
1 month
ପୁରୀରେ ଆଜି ଆଡପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ ଠାକୁର ଶ୍ରୀବଳଭଦ୍ର ଚାରମାଳରେ ଖସି ପଡିବା ଖବର ମୋତେ ଅତ୍ୟନ୍ତ ମର୍ମାହତ କରିଛି।
Tweet media one
Tweet media two
Tweet media three
Tweet media four
17
13
284
@PravatiPOdisha
Pravati Parida
6 years
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ ଟିକିରି ଅଞ୍ଚଳର ଝୋଡ଼ିଆ ସଂପ୍ରଦାୟର ପ୍ରଥମ ଝିଅ ଭାବେ ପ୍ରଭାତୀ ଝୋଡ଼ିଆ ତଥା ମାଲକାନଗିରି ମାଥିଲି ବ୍ଲକର ମାଓପ୍ରବଣ ସାଲିମି ଗାଁର ସନ୍ଧ୍ୟା ସମରଥ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ଅନୁଷ୍ଠିତ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ଅଭିନନ୍ଦନ।
Tweet media one
14
26
265
@PravatiPOdisha
Pravati Parida
2 months
Many congratulations to Shri Kanak Vardhan Singh Deo Ji on being sworn in as the Deputy Chief Minister of Odisha under Hon. Chief Minister Shri Mohan Charan Majhi ji Cabinet. #odisharebjpsarakar @KVSinghDeo1
Tweet media one
14
18
274
@PravatiPOdisha
Pravati Parida
1 month
ଆଜି ଲୋକସେବା ଭବନ ସ୍ଥିତ ଉପ-ମୁଖ୍ୟମନ୍ତ୍ରୀ କାର୍ଯ୍ୟଳୟ ରେ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ରେ ସାମିଲ ହେଲି। ଏହି କାର୍ଯ୍ୟାଳୟ ସାଢ଼େ ଚାରିକୋଟି ଓଡ଼ିଆଙ୍କ ଆଶା ଏବଂ ଆକାଂକ୍ଷାକୁ ��ାକାର କରିବା ଦିଗରେ ଦିନ ରାତି କାର୍ଯ୍ୟ କରିବ।
Tweet media one
Tweet media two
Tweet media three
16
9
275
@PravatiPOdisha
Pravati Parida
2 months
ଆଜି କୋଣାର୍କ ମାଧିପୁର ସ୍ଥିତ ମହିଳା ମାନଙ୍କ ଦ୍ୱାରା ଗଠିତ "ଓଁ ଗାୟତ୍ରୀ ଝୋଟ କ୍ଲଷ୍ଟର" ବୁଲି ଦେଖିଲି। ଏ��ାରେ ମହିଳା ମାନେ ଝୋଟରେ ବ୍ୟାଗ ତିଆରି କରି ବିକ୍ରି ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। @mission_shakti @MohanMOdisha
Tweet media one
Tweet media two
Tweet media three
Tweet media four
10
14
270
@PravatiPOdisha
Pravati Parida
2 months
ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଭାଗ ନେବା ପାଇଁ ଯିବା ସମୟରେ ବିଧାନସଭା ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀ ଜୀଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ,ଉପ ମୁଖ୍ୟମନ୍ତ୍ରୀ ଶ୍ରୀ @KVSinghDeo1 ଏବଂ ମନ୍ତ୍ରୀପରିଷଦର ସଦସ୍ୟ ମାନଙ୍କ ସହ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କଲି।
Tweet media one
Tweet media two
Tweet media three
4
11
269
@PravatiPOdisha
Pravati Parida
23 days
ଆମ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ @JPNadda ମହୋଦୟଙ୍କୁ ସ୍ୱାଗତ ଜଣାଇଲି। ପୁରୀରେ ଆୟୋଜିତ ହେବାକୁଥିବା ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସେ ଯୋଗ ଦେବା ସହ ଆମ ସମସ୍ତଙ୍କୁ ମାର୍ଗଦର୍ଶନ କରିବେ।
Tweet media one
Tweet media two
Tweet media three
17
7
269
@PravatiPOdisha
Pravati Parida
23 days
କୋଟି ପାପରୁ ମୁକ୍ତି ମିଳିବ, ଏ ଜୀବନ ଧନ୍ୟ ହେବ। ପବିତ୍ର ଅଧରପଣା ଅବସରରେ ଭକ୍ତିପୂତ ପ୍ରଣାମ।
Tweet media one
Tweet media two
Tweet media three
7
14
266
@PravatiPOdisha
Pravati Parida
2 months
ସ୍ୱାଗତମ୍ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ.. ଆଜି ମାନନୀୟ ପ୍ରଧାନମନ୍ତ୍ରୀ ମୋଦିଜୀ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଓଡ଼ିଶାର ନୂତନ ସରକାରଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରେ ଯୋଗ ଦେବେ।
Tweet media one
14
18
258
@PravatiPOdisha
Pravati Parida
1 month
Attended a productive meeting with the officials of the @odisha_tourism at Paryatan Bhavan, discussing innovative strategies to boost tourism and enhance visitor experiences.
Tweet media one
Tweet media two
Tweet media three
Tweet media four
6
16
260
@PravatiPOdisha
Pravati Parida
2 months
Extending my warm birthday greetings to our Senior Leader & Hon. Union Education Minister Shri @dpradhanbjp Ji. Your relentless efforts in transforming education and empowering our youth are truly admirable. Wishing you abundant health and happiness on this special day.
Tweet media one
21
11
255
@PravatiPOdisha
Pravati Parida
2 months
ଓଡ଼ିଶା ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ନେଇଥିବା ସୁରେଶ ପୂଜାରୀ , ରବିନାରାୟଣ ନାୟକ , ନିତ୍ୟାନନ୍ଦ ଗଣ୍ଡ ,କୃଷ୍ଣଚନ୍ଦ୍ର ପାତ୍ର, ପୃଥୀରାଜ ହରିଚନ୍ଦନ ,ଡ. ମୁକେଶ ମହାଲିଙ୍ଗ, ବିଭୂତି ଭୂଷଣ ଜେନା ଏବଂ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଙ୍କୁ ଅନେକ ଅନେକ ଶୁଭେଛା ଓ ଅଭିନନ୍ଦନ। #odisharebjpsarakar #OathTakingCeremony
Tweet media one
11
32
253
@PravatiPOdisha
Pravati Parida
5 years
ମତେ ନିମାପଡା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପକ୍ଷରୁ ବିଧାୟିକା ପାର୍ଥିନୀ ଭାବେ ମନୋନୀତ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି,ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରୀୟ ନେତୃମଣ୍ଡଳୀ, ରାଜ୍ୟ ନେତୃମଣ୍ଡଳୀ ଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି।
Tweet media one
35
17
240
@PravatiPOdisha
Pravati Parida
5 years
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ,କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମାନ୍ୟବର ରାଜ୍ୟ ବିଜେପି ସଭାପତି ତଥା କଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ ପଣ୍ଡା ଙ୍କୁ ନିମାପଡା ନିର୍ବାଚନ ମଣ୍ଡଳୀ ତରଫରୁ ସାତସଙ୍ଖରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ।
Tweet media one
Tweet media two
Tweet media three
Tweet media four
8
16
240
@PravatiPOdisha
Pravati Parida
29 days
Held insightful discussions with @WFP India's Country Director Ms. @Elisabeth_WFP on ongoing collaborative initiatives with @WCDOdisha & @mission_shakti and future areas of intervention. The discussions covered initiatives around nutrition, food security & women empowerment.
Tweet media one
Tweet media two
15
14
254
@PravatiPOdisha
Pravati Parida
27 days
ଆଜି ପୁରୀରେ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲି। ଜୟ ଜଗନ୍ନାଥ🙏
Tweet media one
Tweet media two
Tweet media three
Tweet media four
4
4
255
@PravatiPOdisha
Pravati Parida
5 years
‘ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହାଇଜାକ୍ କରିଛି ବିଜେଡି’। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ପ୍ରତିବାଦରେ ଆଜି ରାଜଭବନ ସାମ୍ନାରେ ବିଜେପି ପକ୍ଷରୁ ଧାରଣା ଓ ପ୍ରତିବାଦ ସଭା ।
Tweet media one
Tweet media two
Tweet media three
Tweet media four
15
21
239
@PravatiPOdisha
Pravati Parida
1 month
ଓଡ଼ିଶା ଗସ୍ତର ଅନ୍ତିମ ଦିବସରେ, ଆଜି ଭୁବନେଶ୍ୱର ବିମାନବନ୍ଦରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ @dasraghubar ଜୀ ଓ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ସହିତ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସଫଳ ଯାତ୍ରା ପାଇଁ ଅଭିନନ୍ଦନ ଜଣାଇବା ସହିତ ତାଙ୍କୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ବିଦାୟ ଦେଲି।
Tweet media one
Tweet media two
15
3
243
@PravatiPOdisha
Pravati Parida
2 months
ଆଜି ରାଜଭବନରେ କାମଚଳା ବାଚସ୍ପତି ଭାବେ ଶପଥ ନେଇଥିବା ଆଠଗଡ଼ର ବିଧାୟକ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଅଭିନନ୍ଦନ । ଆସନ୍ତା ୧୮ ଓ ୧୯ ତାରିଖରେ ନବ ନିର୍ବାଚିତ ବିଧାୟକମାନଙ୍କ ଶପଥ ପାଠ ସହ ୨୦ ତାରିଖରେ ବାଚସ୍ପତି ନିର୍ବାଚନ ହେବ । #GovtOfOdisha
Tweet media one
Tweet media two
12
12
235
@PravatiPOdisha
Pravati Parida
1 month
ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ପାର୍ଥିବ ଶରୀରକୁ ବିଧାନସଭା ପରିସରରେ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦ୍ଗତି କାମନା କରୁଛି। ଓଁ ଶାନ୍ତି🙏
Tweet media one
Tweet media two
Tweet media three
10
10
240
@PravatiPOdisha
Pravati Parida
2 months
ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ "ରଜ ସଂକ୍ରାନ୍ତି" ଉପଲକ୍ଷେ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । #RajaSankranti
Tweet media one
17
12
236
@PravatiPOdisha
Pravati Parida
2 months
ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ 'ନବକୃଷ୍ଣ ଚୌଧୁରୀ' ଜୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ଆଜି ଓଡ଼ିଶା ବିଧାନସଭା ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲୁ।
Tweet media one
Tweet media two
Tweet media three
Tweet media four
14
13
238
@PravatiPOdisha
Pravati Parida
1 month
Honored and deeply grateful for the warm reception at Baripada extended by Hon'ble H&UD and Public Enterprises Minister @dr_kcmahapatra , Hon'ble MP of Mayurbhanj Shri Naba Charan Majhi, all the distinguished Hon. MLAs of the district,
Tweet media one
Tweet media two
Tweet media three
Tweet media four
7
9
239
@PravatiPOdisha
Pravati Parida
13 days
ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ପରିଷଦ ଵୈଠକରେ ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ @JPNadda ଜୀ, ଗୃହମନ୍ତ୍ରୀ ଶ୍ରୀ @AmitShah ଜୀ
Tweet media one
11
4
239
@PravatiPOdisha
Pravati Parida
1 month
ଚଳିତ ବର୍ଷ ରଥଯାତ୍ରା ଏକ ବିରଳ ଏବଂ ଅଭୂତପୂର୍ବ ଯାତ୍ରା । ଏହାକୁ ସଫଳତା ପୂର୍ବକ ଏବଂ ସୁରୁଖୁରୁରେ ସମାପନ କରିବାପାଇଁ ପୁରୀ ଟାଉନ ହଲ୍ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଜୀଙ୍କ ଅଧ୍ୟକ୍ଷତାରେ ଡକାଯାଇଥିବା ଏକ ସ୍ଵତନ୍ତ୍ର ସମୀକ୍ଷା ବୈଠକରେ ଯୋଗ ଦେଲି।
Tweet media one
Tweet media two
Tweet media three
Tweet media four
10
6
237
@PravatiPOdisha
Pravati Parida
26 days
ପୁରୀ ସଦରର ମଙ୍ଗଳାଘାଟ ସ୍ଥିତ ଯମୁନା ନଦୀର ପ୍ରଦୂଷଣ ହେତୁ ବାରମ୍ବାର ଅଭିଯୋଗ ହୋଇଆସୁଛି। ଆଜି ସ୍ଥାନୀୟ ଜନସାଧାରଣ ମାନଙ୍କ ଅନୁରୋଧ କ୍ରମେ ଯମୁନା ନଦୀକୁ ପ୍ରଦୂଷଣ ରୋକିବା ଏବ�� ପୁନରୁଦ୍ଧାର ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ସହ ଘଟଣା ସ୍ଥଳ ପରିଦର୍ଶନ କଲି।
Tweet media one
Tweet media two
Tweet media three
Tweet media four
8
6
239
@PravatiPOdisha
Pravati Parida
21 days
ଉନ୍ମାଦନାରେ ଭରପୂର ଶୈଶବ ଓ ନିଜ ଦକ୍ଷତାକୁ ନେଇ ଆଗକୁ ବଢୁଥିବା ଭବିଷ୍ୟତ। ପୁରୀ ଉତ୍କଳ ବାଳାଶ୍ରମରେ ଶିଶୁଙ୍କ ସହ କାଟିଥିବା ସମୟ ମୋ ପାଇଁ ଅପାସୋରା ହୋଇ ରହିବ। ଅନ୍ତେବାସୀଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରି ସୁବିଧା ଅସୁବିଧା ପଚାରି ବୁଝିଲି।
Tweet media one
Tweet media two
Tweet media three
Tweet media four
7
11
237
@PravatiPOdisha
Pravati Parida
2 months
Attended the celebration of the 6th edition of "TIMES HEALTH ICONS ODISHA" at Hotel Swosti Premium, Jayadev Vihar , Bhubaneswar. In this event Hon. Health and Family Welfare Minister @MahalingMukesh and other dignitaries are also present.
Tweet media one
Tweet media two
Tweet media three
Tweet media four
14
11
226
@PravatiPOdisha
Pravati Parida
4 years
My Angels my Pride #girlchild
Tweet media one
5
4
223
@PravatiPOdisha
Pravati Parida
2 months
ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଅପୂର୍ବ ଗଜାନନ ବେଶ... ଜୟ ଜଗନ୍ନାଥ🙏 #SnanaPurnima #SnanaJatra2024 #SnanaYatra2024
Tweet media one
Tweet media two
Tweet media three
Tweet media four
18
7
225
@PravatiPOdisha
Pravati Parida
2 months
ସମସ୍ତଙ୍କ ଶୁଭେଚ୍ଛା ଓ ଭଲପାଇବା ପାଉଁ ଅନ୍ତରରୁ କୃତଜ୍ଞତା ଜ୍ଞାପନ କରୁଛି I #PravatiParida #DCM #thankyou
Tweet media one
Tweet media two
Tweet media three
Tweet media four
8
7
223
@PravatiPOdisha
Pravati Parida
1 month
ଆଜି ଭୁବନେଶ୍ଵର ସ୍ଥିତ ପ୍ରଦର୍ଶନୀ ପଡ଼ିଆ ଠାରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ "ସମ୍ବର୍ଦ୍ଧନା ସଭା"ରେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପ ମୁଖ��ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ଜୁଏଲ ଓରାମ,
Tweet media one
Tweet media two
Tweet media three
Tweet media four
12
4
224
@PravatiPOdisha
Pravati Parida
1 month
Thanks CEO and total team of Annapurna.
Tweet media one
Tweet media two
Tweet media three
7
3
223
@PravatiPOdisha
Pravati Parida
19 days
ନିମାପଡ଼ା ଗସ୍ତ ଅବସରରେ ଆଜି ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲି। ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସରକାରଙ୍କ ସମସ୍ତ ଯୋଜନା କାର୍ଯ୍ୟକାରୀ ସମ୍ପର୍କରେ ପଚାରି ବ���ଝିଲି। ଏହି କେନ୍ଦ୍ର ପାଖରେ ଥିବା ମହିଳାମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଓ ଛୋଟ ପିଲାଙ୍କର ଅନାବିଳ ଭଲପାଇବା ଅଭୁଲା ରହିବ।
11
7
224
@PravatiPOdisha
Pravati Parida
2 months
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଜୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ @KVSinghDeo1 ଜୀଙ୍କ ସହିତ ଆଜି ଭୁବନେଶ୍ଵରର ମ୍ୟୁଜିଅମ ଛକଠାରେ ବକ୍ସି ଜଗବନ୍ଧୁ, କଳ୍ପନା ଛକରେ ଚାଖି ଖୁଣ୍ଟିଆ, ଏଜି ଛକରେ ଜୟୀ ରାଜଗୁରୁ ଓ ଡଃ ବି. ଆର୍. ଆମ୍ବେଦକର ଏବଂ
Tweet media one
Tweet media two
Tweet media three
10
10
220
@PravatiPOdisha
Pravati Parida
19 days
ଶ୍ରାବଣ ମାସର ପ୍ରଥମ ସୋମବାରରେ ଶ୍ରୀଲିଙ୍ଗରାଜ ମନ୍ଦିର ଯାଇ ମହାଦେବଙ୍କ ଆଶିଷ ନେଲି। ରାଜ୍ୟବାସୀଙ୍କ ଶୁଭ ମନାସିବା ସହ ସମସ୍ତଙ୍କର ସୁଖମୟ ଓ ସମୃଦ୍ଧିମୟ ଜୀବନ କାମନା କଲି।
Tweet media one
Tweet media two
Tweet media three
Tweet media four
2
4
221
@PravatiPOdisha
Pravati Parida
5 years
Memorable day with #Sushamaji in Bhubaneswar Party office. I joined politics in her inspiration. No one can believe you left us. सुषमा जी अमर रहे।
Tweet media one
7
9
209
@PravatiPOdisha
Pravati Parida
2 months
"ଏକ୍ ପେଡ୍ ମା କେ ନାମ" ତଥା "ମା ପାଇଁ ଗଛଟିଏ" ଅଭିଯାନ ପରିପ୍ରେକ୍ଷୀରେ ଆମେ ଦୁଇଟି ଗଛ ଦୁଇଟି ସ୍ଥାନରେ ଲଗାଇଛୁ। ◆ପ୍ରଥମ ଗଛ , ଯେଉଁ ପର୍ଯ୍ୟଟକ ମା' ମାନେ ଲଗାତାର ଓଡିଶାକୁ ଆସୁଛନ୍ତି, ସେମାନଙ୍କ ପାଇଁ @otdcltd -ପାନ୍ଥନିବାସରେ ଲଗାଯାଇଛି।
Tweet media one
11
13
219
@PravatiPOdisha
Pravati Parida
2 months
State President Shri Manmohan Samal ji and the esteemed Central and State leaders for nominating me for the role of Deputy Chief Minister in the forthcoming Council of Ministers under CM-Designate Shri Mohan Charan Majhi ji in Odisha government.
8
23
215