dr_kcmahapatra Profile Banner
Dr. Krushna Chandra Mahapatra Profile
Dr. Krushna Chandra Mahapatra

@dr_kcmahapatra

Followers
1K
Following
11
Statuses
966

Cabinet Minister (Govt. of Odisha) H&UD , Public Enterprises

odisha
Joined June 2024
Don't wanna be here? Send us removal request.
@dr_kcmahapatra
Dr. Krushna Chandra Mahapatra
6 hours
RT @MohanMOdisha: LIVE : "ପରୀକ୍ଷା ପେ' ଚର୍ଚ୍ଚା-୨୦୨୫" ୮ମ ସଂସ୍କରଣ କାର୍ଯ୍ୟକ୍ରମ । #PPC2025
0
16
0
@dr_kcmahapatra
Dr. Krushna Chandra Mahapatra
6 hours
RT @narendramodi: Had a wonderful interaction with young students on different aspects of stress-free exams. Do watch Pariksha Pe Charcha.…
0
4K
0
@dr_kcmahapatra
Dr. Krushna Chandra Mahapatra
17 hours
ଆମ ସରକାରଙ୍କର ସାରଥୀ ସାଜି ସମାଜର ଶେଷ ସୋପାନରେ ରହୁଥିବା ବ୍ୟକ୍ତିଟି ପାଖରେ ଲୋକାଭିମୁଖୀ ଯୋଜନା ଗୁଡିକର ସୁଫଳ ପହଞ୍ଚିବାକୁ ସୁନିଶ୍ଚିତ କରିବା ସହ ତୃଣମୂଳ ସ୍ତରରେ ଦଳୀୟ ସଙ୍ଗଠନକୁ ଆହୁରି ମଜବୁତ କରିବା ନେଇ ମଣ୍ଡଳ ସଭାପତି ମାନଙ୍କୁ ପରାମର୍ଶ ଦେଲି l
0
0
1
@dr_kcmahapatra
Dr. Krushna Chandra Mahapatra
17 hours
ଏହାଛଡା ଜଙ୍ଗଲ ଚତୁଃପାର୍ଶ୍ଵରେ ଥିବା ଜନବସତି, ବିଶେଷ କରି ଜନଜାତିଙ୍କ ପାଇଁ ବିକଳ୍ପ ଜୀବନଜୀବିକା ଯଥା, ଛତୁଚାଷ, ମତ୍ସ୍ୟଚାଷ, କୁକୁଡ଼ାପାଳନ, ମହୁମାଛି ଚାଷ, ଫଳଚାରା ରୋପଣ, ଇକୋ-ଟୁରିଜିମ୍‌ କ୍ଷେ��୍ର ସହ ଜଡିତ ରହିଲେ, ସେମାନଙ୍କ ଜୀବନ ଜୀବିକା ସୁରକ୍ଷିତ ହୋଇପାରିବ ।
0
0
1
@dr_kcmahapatra
Dr. Krushna Chandra Mahapatra
2 days
ଭ୍ରଷ୍ଟାଚାର ଏବଂ ଅହଙ୍କାର ଉପରେ ଶକ୍ତ ପ୍ରହାର ଦେବା ସହ ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ନେତୃତ୍ୱରେ ସୁଶାସନ ପ୍ରତିଷ୍ଠା ପାଇଁ ଡବଲ ଇଞ୍ଜିନ ମଡେଲକୁ ସ୍ୱୀକୃତି ଦେଇଛି l ଧନ୍ୟବାଦ ଦିଲ୍ଲୀ 🙏
0
0
0
@dr_kcmahapatra
Dr. Krushna Chandra Mahapatra
2 days
ଆଗାମୀ ୫୦ ବର୍ଷକୁ ଆଖି ଆଗରେ ରଖି ଆବଶ୍ୟକ ସ୍ଥଳେ ଆଉ ଅଧିକ ଅଞ୍ଚଳ ଏଥିରେ ଅନ୍ତର୍ଭୁକ୍ତ କରାଯିବା ନେଇ ଆଲୋଚନା କରାଯାଇଛି l ରାଜଧାନୀ ଭୁବନେଶ୍ୱରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଆଉ ଏକ ନୂତନ ସହର ନିର୍ମାଣ ଏବଂ ମେଟ୍ରୋ ରେଳ ଚଳାଚଳ ସମ୍ପର୍କରେ ମଧ୍ୟ ଉକ୍ତ ବୈଠକରେ ବିଶେଷ ଆଲୋଚନା ହୋଇଛି l
2
1
1