Vkpandianfancl1 Profile Banner
Vkpandianfanclub Profile
Vkpandianfanclub

@Vkpandianfancl1

Followers
76K
Following
121K
Statuses
12K

An Inspiration For All, The futuristic and Visionary Man, in a mission for better Odisha. God For Common Man.

Bhubaneswar
Joined July 2020
Don't wanna be here? Send us removal request.
@Vkpandianfancl1
Vkpandianfanclub
19 hours
ପ୍ରଭୁ ଜଲଦି ସୁସ୍ଥ କରି ଦିଅନ୍ତୁ, ଏବେ କାର govt. ଓଡ଼ିଆ ଙ୍କ ପାଇଁ କିଛି କରୁଛି ନା କେବଳ scam ରେ ମସଗୁଲ ଅଛି, ticket scam କରି ଏତେ ଟଙ୍କା ଲୁଟିଲ ଓଡ଼ିଆ ଙ୍କ ପାଇଁ କିଛି କର I
Tweet media one
13
1
84
@Vkpandianfancl1
Vkpandianfanclub
19 hours
#ଜୟଜଗନ୍ନାଥ 09th Feb 2025
12
2
30
@Vkpandianfancl1
Vkpandianfanclub
1 day
କଟକ ଏ ଭଳିଆ make over କେବଳ ୨ ଜଣ ହିଁ ଚିନ୍ତା କରି ପାରିବେ ସେ ହଉଛନ୍ତି ନବୀନ- ପାଣ୍ଡିଆନ , ଏବେ ସେ ନାହାନ୍ତି ତେଣୁ ସବୁ ଶ୍ରୀ ହୀନ ହେଇ ପଡିଛି !
8
2
39
@Vkpandianfancl1
Vkpandianfanclub
2 days
Cheers for Team India Subscribe the channel
1
0
6
@Vkpandianfancl1
Vkpandianfanclub
2 days
ପୁରୁଣା CM ticket କିଣି cricket match ଦେଖୁଥିଲେ , ଆଉ ଏବେ ତ 🤭 , ଟୋଟାଲ seat capacity ୪୫୦୦୦, on line off line ମିଶିକି ୧୫୦୦୦ ticket ବିକ୍ରି ହେଲା , ବାକି ଆପଣ ଚାଲାକ ଥିଲେ ବୁଝି ଯିବେ ! କେମିତି ସବୁ କାମ ଛୋଟ ହଉ କି ବଡ ପିସି ଦରକାର I
Tweet media one
27
19
314
@Vkpandianfancl1
Vkpandianfanclub
3 days
#ଜୟଜଗନ୍ନାଥ 07th Feb 2025
11
1
38
@Vkpandianfancl1
Vkpandianfanclub
4 days
Subscribe like comment share
3
1
16
@Vkpandianfancl1
Vkpandianfanclub
4 days
#ଜୟଜଗନ୍ନାଥ 06th Feb 2025
10
3
69
@Vkpandianfancl1
Vkpandianfanclub
4 days
ଆଜି ର ବିଶୁଙ୍ଖଲା ପାଇଁ ଦାୟୀ କିଏ
6
1
8
@Vkpandianfancl1
Vkpandianfanclub
5 days
ଓଡ଼ିଆ ଅସ୍ମିତା ନା ରେ ଓଡ଼ିଆ ଙ୍କ ଭାବ ସହିତ ଏମିତି ଖେଳିବା କେତେ ଦୂର ଠିକ? ପିଲା ବେଳୁ ଏ ବହି ଆମେ ଦେଖିକି ଓଡ଼ିଆ ର ପ୍ରଥମ ଅକ୍ଷର ଶିଖିଥିଲୁ ତାକୁ ଏମିତି ବିକୃତ କରିବା କେତେଦୂର ଠିକ? ଯଦି ହରିଣ ପୁରୁଣା ଆଣିଲ ତେବେ ପରିବ rate ଭି ପୁରୁଣା ଆଣ, ସୁନା ଓଡିଶା କୁ ଆଣ Iଓଡ଼ିଆ ଙ୍କ ଭାବ ସହିତ ଖେଳ ନି, ଓଡ଼ିଆ ଜାଗି ଲେନି I
Tweet media one
Tweet media two
Tweet media three
32
2
92
@Vkpandianfancl1
Vkpandianfanclub
5 days
#ଜୟଜଗନ୍ନାଥ 05th Feb 2025
5
1
22
@Vkpandianfancl1
Vkpandianfanclub
5 days
ଓଡିଶା ର ଅସ୍ମିତା କୁ ମାରିବା ପାଇଁ ସବୁ ପଟୁ ଚାଲ ହଉଛି, ବ୍ରହ୍ମପୁର railway ଷ୍ଟେସନ design ଏଇଟା, ବୋଧେ ଗୁଜରାଟ ରେ ବନିଛି ଏ design , ନ ହେଲେ ବ୍ରହ୍ମପୁର ରେ ଏମିତି କଣ ଅଧା dress ପିନ୍ଧା ନାରୀ ବୁଲନ୍ତି ? ସବୁ ଆଡେ ଚର୍ଚ୍ଚା ର ବିଷୟ ଏ design ଏବେ ପାଲଟିଛି I
Tweet media one
20
7
97
@Vkpandianfancl1
Vkpandianfanclub
5 days
ପ୍ରଭୁ ଙ୍କ କୃପା ରୁ ଜଲଦି ଭଲ ହେଇ ଯାଅନ୍ତୁ I
4
5
126
@Vkpandianfancl1
Vkpandianfanclub
6 days
ଓଡ଼ିଆ ଅସ୍ମିତା ଆଉ ଦେଶ ପ୍ରେମ ଭାଇ ମାନଙ୍କ ଭିତରେ କୁଟୀ କୁଟୀ ଭରିକି ଅଛି 😃
11
12
78
@Vkpandianfancl1
Vkpandianfanclub
6 days
ବିଧାୟକ ଙ୍କ ଏ ଭଳି ଖୋଲା challenge କଣ ଦର୍ଶାଉଛି? ସରକାର ଙ୍କ ନିର୍ଦେଶ ଉପରେ ଜନ ସାଧାରଣ ଙ୍କ ଭରଷା ନାହିଁ ଲୋକେ ଏବେ ଖୁଲମ ଖୋଲା ଆଇନ କୁ ହାତ କୁ ନବାକୁ ପଛାଉ ନାହାନ୍ତି Indirectly ନିଜେ ବିଧାୟକ କହୁଛନ୍ତି , Failed govt. ଆପଣ ବିଚାର କରନ୍ତୁ ଆମ ଓଡିଶା ର ଗତି କୁଆଡେ
Tweet media one
15
9
100
@Vkpandianfancl1
Vkpandianfanclub
7 days
କଣ ଟିକେଟ ମିଳିଲା ନା ଏଥିରେ ଭି ଅସ୍ମିତା ସରକାର scam କରି ଦେଲେ ?
Tweet media one
9
2
76
@Vkpandianfancl1
Vkpandianfanclub
7 days
Subscribe like comment share ରଥ କାଠ ଅନୁକୂଳ , ଆନନ୍ଦେ ଏକ ବାର ଲେଖ ଜୟ ଜଗନ୍ନାଥ
8
1
14
@Vkpandianfancl1
Vkpandianfanclub
8 days
ଆମ ଆଦିବାସି ମା ମାନଙ୍କ ଙ୍କ ରଙ୍ଗ ବିଷୟ ରେ ଏ ଭଳି ଟିପଣି ଶୋଭା ଦଉନି ଆପଣକୁ I ଭୁଲି ଯା ନ୍ତୁନି ଆଦିବାସୀ ହେଲେ ଭି ସେମାନେ ମଣିଷ I
11
3
87
@Vkpandianfancl1
Vkpandianfanclub
8 days
ମାତ୍ର ୧୫ ମାସ ରେ stadium ତିଆରି କରି ଓଡିଶା ଲୋକ ଙ୍କୁ ଏମିତି ଭେଟି କେବଳ ନବୀନ - ପାଣ୍ଡିଆନ ହିଁ ଦେଇ ପାରିବେ I #rourkela
Tweet media one
14
4
143
@Vkpandianfancl1
Vkpandianfanclub
8 days
#ଜୟଜଗନ୍ନାଥ 02nd Feb 2025
10
2
30