NityanandaBJP Profile Banner
Nityananda Gond Profile
Nityananda Gond

@NityanandaBJP

Followers
7K
Following
305
Statuses
2K

Minister of Schools & mass Education, ST& SC Development, Minorities & Backward Classes Welfare, Social Security & Empowerment of PWD, Odisha

odisha
Joined August 2020
Don't wanna be here? Send us removal request.
@NityanandaBJP
Nityananda Gond
4 hours
Congratulations to Team India on their fantastic victory over England in the 2nd ODI at Barabati Stadium, Cuttack. A stellar century from Rohit Sharma and solid contributions from the team sealed the series. #INDvENG #IndiaWins
1
1
6
@NityanandaBJP
Nityananda Gond
10 hours
RT @MohanMOdisha: କଟକ ସ୍ଥିତ ବାରବାଟୀ ଷ୍ଟାଡିୟମ୍ ଠାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଏକଦିବସୀୟ ମ୍ୟାଚକୁ ହଜାର ହଜାର କ୍ରିକେଟ ପ୍ରେମୀ, ପ୍ରଶଂସକଙ୍କ…
0
51
0
@NityanandaBJP
Nityananda Gond
11 hours
RT @MohanMOdisha: ରାଜ୍ୟର ସର୍ବ ବୃହତ ମହିଳା ସଶକ୍ତିକରଣ ଯୋଜନା 'ସୁଭଦ୍ରା' ଯୋଜନା ମାଧ୍ୟମରେ ମାତୃଶକ୍ତିଙ୍କ ଆର୍ଥିକ ସ୍ଥିତି ହେଉଛି ସୁଦୃଢ଼। #SUBHADRA http…
0
17
0
@NityanandaBJP
Nityananda Gond
16 hours
ନବରଙ୍ଗପୁରର ମାନ୍ୟବର ସାଂସଦ ଶ୍ରୀ @BalabhadraBJP ଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମା ଭଣ୍ଡାର ଘରଣୀଙ୍କ ନିକଟରେ ଆପଣଙ୍କ ଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି।
Tweet media one
7
7
33
@NityanandaBJP
Nityananda Gond
1 day
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପାଇଁ ଦିଲ୍ଲୀର ଭୋଟର ମାନଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଙ୍କ ଦୃଢ଼ ନେତୃତ୍ଵ ବଳରେ ଏହି ବିଜୟ ସମ୍ଭବ ହୋଇପାରିଛି। ଏବେ ଡବଲ ଇଞ୍ଜିନ ସରକାର ଦିଲ୍ଲୀର ବିକାଶକୁ ଦ୍ରୁତ ଗତିରେ ଆଗେଇ ନେବାରେ ସହାୟକ ହେବ। #DelhiElections2025
Tweet media one
2
9
21
@NityanandaBJP
Nityananda Gond
1 day
ଆଜି ଯାଜପୁର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସହାୟତା ପ୍ରଦାନ କରିଛନ୍ତି। ସର୍ବମୋଟ ୯୦୦ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ଦ୍ଵାରା ଉପକୃତ ହୋଇଛନ୍ତି ୧୮ ଲକ୍ଷ ନୂତନ ହିତାଧିକାରୀ। ଯାହା ରାଜ୍ୟର ମହିଳା ମାନଙ୍କୁ ଆର୍ଥିକ କ୍ଷେତ୍ରରେ ଅଧିକ ସୁଦୃଢ କରିବ।
Tweet media one
8
9
23
@NityanandaBJP
Nityananda Gond
1 day
RT @MohanMOdisha: ଆଜି ମା' ବିରଜାଙ୍କ ପବିତ୍ର ମାଟି ଯାଜପୁର ଠାରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସହାୟତା ପ୍ରଦାନ କରାଗଲା। ଏହି ଅବସରରେ ମୋ…
0
21
0
@NityanandaBJP
Nityananda Gond
2 days
ରାଜ୍ୟରେ ଦିବ୍ୟାଙ୍ଗଙ୍କ ପାଇଁ ଆରମ୍ଭ ହେଲା ସୁଗମ୍ୟ ଯାତ୍ରା ସେବା। 'YES TO ACCESS' ଆପ୍ ଦ୍ଵାରା ଦିବ୍ୟାଙ୍ଗଙ୍କ ପାଇଁ ସହଜଗମ୍ୟତା ବୃଦ୍ଧି ହେବା ସହ ମେଡିକାଲ ,ସରକାରୀ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପହଞ୍ଚିବାରେ ସହାୟକ ହେବ।
Tweet media one
4
10
10
@NityanandaBJP
Nityananda Gond
2 days
ଲୋକଙ୍କ ସରକାରରେ ସଶକ୍ତ ହେଉଛନ୍ତି ଯୁବବର୍ଗ। ନିଯୁକ୍ତି ମେଳାରେ ସର୍ବମୋଟ ୬,୩୯୦ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ବିକଶିତ ଓଡ଼ିଶା ଗଠନ ଦିଗରେ ଏହା ନିଶ୍ଚୟ ସହାୟକ ହେବ। #NijuktiMela
Tweet media one
2
9
18
@NityanandaBJP
Nityananda Gond
2 days
ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ଆନ୍ଦୋଳନର ମହାନ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି।
Tweet media one
2
6
9
@NityanandaBJP
Nityananda Gond
2 days
ବିଶିଷ୍ଟ ଲେଖିକା ତଥା ଜାତିୟତାବାଦୀ ଆନ୍ଦୋଳନର ନେତ୍ରୀ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି।
Tweet media one
3
7
23
@NityanandaBJP
Nityananda Gond
2 days
ସମସ୍ତ ନବ ନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ଆଶା କରୁଛି ୨୦୩୬ ସୁଦ୍ଧା ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ବିକଶିତ ଓଡ଼ିଶାର ସ୍ଵପ୍ନ ଦେଖିଛନ୍ତି ତାକୁ ଆପଣମାନେ ନିଜ କର୍ମ ଓ ନିଷ୍ଟା ପରାୟଣ ହୋଇ ଏହି ଯାତ୍ରାରେ ଭାଗୀଦାର ହେବେ। ଓଡ଼ିଶା ବିକଶିତ ହେଲେ ବିକଶିତ ଭାରତ ଗଠନରେ ସ୍ବପ୍ନ ପୂରଣ ହେବ।
0
3
7
@NityanandaBJP
Nityananda Gond
2 days
ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ‘ନିଯୁକ୍ତି ମେଳା’ ସଫଳତାର ସହିତ ଅନୁଷ୍ଠିତ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ସର୍ବମୋଟ ୯ଟି ବିଭାଗର ୬,୩୯୦ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିବାରୁ ହୃଦୟରୁ ଧନ୍ୟବାଦ ଜଣାଉଛି। #NijuktiMela
Tweet media one
Tweet media two
Tweet media three
Tweet media four
1
10
35
@NityanandaBJP
Nityananda Gond
3 days
RT @CMO_Odisha: ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗ ଦେଇ ବିଭିନ୍ନ ବିଭାଗରେ ନୂତନ ଭାବେ ମନୋନୀତ…
0
30
0
@NityanandaBJP
Nityananda Gond
3 days
ଏହା ଶାରୀରିକ ଅସମର୍ଥ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ, ସେବା ଏବଂ ପ୍ରତିଷ୍ଠାନଗୁଡ଼ିକ ଅଭିଗମ୍ୟ ��ି ନୁହଁ, ତାହା ମୂଲ୍ୟାଙ୍କନ କରି ସଂଶୋଧନ କରିବାରେ ସାହାଯ୍ୟ କରେ। ସମସ୍ତଙ୍କ ପାଇଁ ସହଜ ଅଭିଗମ୍ୟତା ଏବଂ ସମାନ ସୁଯୋଗ ସୁନିଶ୍ଚିତ କରିବା ଦିଗରେ ଏହା ଏକ ସୁନ୍ଦର ପ୍ରୟାସ।
1
3
11
@NityanandaBJP
Nityananda Gond
3 days
ଏଥର #PPC2025 ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂତନ ଉତ୍ସାହ ନେଇ ଆସିଛି। ଏକ ସୁନ୍ଦର ନର୍ସରୀର ଶାନ୍ତ ପରିବେଶରେ, ଶ୍ରୀ @narendramodi ଙ୍କ ସରଳ କଥାବାର୍ତ୍ତା ଏବଂ ପ୍ରେରଣାଦାୟୀ ଉପଦେଶ ଛାତ୍ରଛାତ୍ରୀମାନଙ୍କ ମନରୁ ଭୟ ଦୂର କରି ଆତ୍ମବିଶ୍ୱାସ ବୃଦ୍ଧି କରିଛି। ଏହି ଅବିସ୍ମରଣୀୟ କାର୍ଯ୍ୟକ୍ରମ ୧୦ ଫେବୃଆରୀ ସକାଳ ୧୧ ଟାରେ ପ୍ରସାରିତ ହେବ।
0
9
17