ଆଧୁନିକ ଲେଖକ Profile Banner
ଆଧୁନିକ ଲେଖକ Profile
ଆଧୁନିକ ଲେଖକ

@AdhunikaLekhaka

Followers
2,021
Following
187
Media
29
Statuses
727

ଗର୍ବିତ ଭାରତୀୟ • ଓଡ଼ିଆ ପୁଅ • ଭୁବନେଶ୍ବରିଆ • କ୍ରିକେଟ୍ ପ୍ରେମୀ • ଇଞ୍ଜିନିୟର • ଈଶ୍ବର ବିଶ୍ବାସୀ • ଜୟ ଶ୍ରୀଜଗନ୍ନାଥ • ଲେଖା ଲେଖି କରିବାକୁ ଭଲ ପାଉଥିବା ମଣିଷ ଟିଏ

Bhubaneswar, Odisha
Joined February 2024
Don't wanna be here? Send us removal request.
Explore trending content on Musk Viewer
Pinned Tweet
@AdhunikaLekhaka
ଆଧୁନିକ ଲେଖକ
4 hours
ଦୁନିଆର ସବୁଠୁ ବଡ଼ ସତ ହେଲା > ଯାହାର କିଛି ଗ୍ୟାରେଣ୍ଟି ନାହିଁ.. ସେଇଟା ହେଲା - "ଜୀବନ" > ଯାହାର ଫୁଲ୍ ଗ୍ୟାରେଣ୍ଟି ଅଛି.. ସେଇଟା ହେଲା - "ମରଣ"
0
4
30
@AdhunikaLekhaka
ଆଧୁନିକ ଲେଖକ
5 months
ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ନେଇ 𝕏 ରେ ଏକ ଗୃପ ଖୋଲିଲେ କେମିତି ହୁଅନ୍ତା କୁହନ୍ତୁ ତ..? ଗୃପ ଟେ ଖେଲିଲେ ସମସ୍ତେ ପରସ୍ପରକୁ ସାହାଯ୍ୟ ଓ ସହଯୋଗ କରି ପାରନ୍ତେ.. ଆଉ ଆମ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବି ଆଗକୁ ବଢାଇ ପାରନ୍ତେ.. ଆପଣଙ୍କ ମତାମତ ଜଣାଇବାକୁ ଅନୁରୋଧ 🙏🏻
173
15
586
@AdhunikaLekhaka
ଆଧୁନିକ ଲେଖକ
4 months
ଯେଉଁଦିନ ଜଣେ ସାଧାରଣ ଲୋକ ତହସିଲ୍ ଅଫିସ୍, ଆର ଆଇ ଅଫିସ୍ ଏବଂ ଥାନାରୁ ବିନା ମୂଲ୍ୟରେ କାର୍ଯ୍ୟରେ ସଫଳ ହୋଇ ଖୁସି ମନରେ ଫେରିବ.. ସେଇଦିନ ଆମ ରାଜ୍ୟରୁ ଆମ ଦେଶରୁ ଦୁର୍ନୀତି ହଟିଲା ବୋଲି ଜାଣିବ..!!
42
68
520
@AdhunikaLekhaka
ଆଧୁନିକ ଲେଖକ
3 months
ଆମ ଭୁବନେଶ୍ଵରରେ ଯେତିକି 'ବିହାର' ଅଛି, ସେତିକି ବିହାର ରାଜ୍ୟରେ ବି ନଥିବ.. ଜୟଦେବ ବିହାର, ଆଚାର୍ଯ୍ଯ ବିହାର, ବାଣୀ ବିହାର, ନୀଳାଦ୍ରି ବିହାର, ଶୈଳଶ୍ରୀ ବିହାର, ଲୁମ୍ବିନୀ ବିହାର, କାନନ ବିହାର, ପ୍ରଶାନ୍ତି ବିହାର, ପଦ୍ମାବତୀ ବିହାର, ରେଳ ବିହାର, ଶ୍ରୀ ବିହାର, ମୈତ୍ରୀ ବିହାର, ସତ୍ଯ ବିହାର, ଏକାମ୍ର ବିହାର, ସାଇ ବିହାର
38
21
294
@AdhunikaLekhaka
ଆଧୁନିକ ଲେଖକ
7 months
ରାମ ହିଁ ଶବ୍ଦ, ରାମ ହିଁ ଅର୍ଥ ରାମ ହିଁ ପରମାର୍ଥ ରାମ ହିଁ କର୍ମ, ରାମ ହିଁ ଭାଗ୍ୟ ରାମ ହିଁ ପୁରୁଷାର୍ଥ 🏹 ଜୟ ଶ୍ରୀ ରାମ 🏹
Tweet media one
5
10
289
@AdhunikaLekhaka
ଆଧୁନିକ ଲେଖକ
2 months
ସ୍କୁଲ୍ ପିଲାମାନଙ୍କର ଖୁସି କହିଲେ ନ ସରେ ୫ ସେପ୍ଟେମ୍ବର - ଗୁରୁଦିବସ ୬ ସେପ୍ଟେମ୍ବର - ଗଣେଶ ପୂଜା ପାଇଁ ସାଜସଜ୍ଜା ୭ ସେପ୍ଟେମ୍ବର - ଗଣେଶ ପୂଜା ୮ ସେପ୍ଟେମ୍ବର - ରବିବାର ୯ ସେପ୍ଟେମ୍ବର - ନୂଆଖାଇ ଛୁଟି
4
13
259
@AdhunikaLekhaka
ଆଧୁନିକ ଲେଖକ
4 months
ଅଗ୍ନି କୋଣର ମହତ୍ତ୍ଵ.. ପୃଥିବୀର ଅଗ୍ନି କୋଣରେ - ଭାରତ ଭାରତର ଅଗ୍ନି କୋଣରେ - ଓଡ଼ିଶା ଓଡ଼ିଶାର ଅଗ୍ନି କୋଣରେ - ପୁରୀ ପୁରୀର ଅଗ୍ନି କୋଣରେ - ଶ୍ରୀମନ୍ଦିର ଶ୍ରୀମନ୍ଦିର ଅଗ୍ନି କୋଣରେ - ରୋଷେଇ ଘର ଆଉ ସେ ଚୁଲିକୁ ଜଗିଛନ୍ତି - ଅଗ୍ନି ଦେବ 🙏🏻 ଜୟ ଶ୍ରୀ ଜଗନ୍ନାଥ 🙏🏻
7
23
257
@AdhunikaLekhaka
ଆଧୁନିକ ଲେଖକ
1 month
ବିଜେଡି ସରକାର "କାଳିଆ ଯୋଜନା" କଲେ ବିଜେପି ସରକାର "ସୁଭଦ୍ରା ଯୋଜନା" କଲେ ଏବେ ଖାଲି ବଡ଼ ଭାଇ ବଳଭଦ୍ର ହିଁ ରହିଗଲେ.. ସରକାରଙ୍କୁ ଅନୁରୋଧ 🙏 "ବଳଭଦ୍ର ଯୋଜନା" କାର୍ଯ୍ଯକାରୀ କରି ୨୧ ବର୍ଷରୁ ଊର୍ଦ୍ଧ୍ବ ଅବିବାହିତ ଯୁବକ ଯୁବତୀ ମାନଙ୍କୁ ମାସିକ ଖର୍ଚ୍ଚ ନିମନ୍ତେ ଟଙ୍କା ପ୍ରଦାନ କରନ୍ତୁ।
26
17
259
@AdhunikaLekhaka
ଆଧୁନିକ ଲେଖକ
4 months
"ତହସିଲ" ତ - ତରବର ଜମାରୁ ହବନି ହ - ହସି ହସି କଥା କହିବ ସି - ସିଲରୁ କାଢି ନୋଟ୍ ଦେବ ଲ - ଲଗାତର ଅଫିସ୍ ଦୌଡ଼ିବ
6
30
215
@AdhunikaLekhaka
ଆଧୁନିକ ଲେଖକ
8 months
ମଣିଷର ବୟସ ଅନୁସାରେ ଆମ ସମାଜ ଏମିତି ପ୍ରଶ୍ନ କରେ ୧ ରୁ ୧୦ ବର୍ଷ - ବୟସ କେତେ? ୧୦ ରୁ ୨୦ ବର୍ଷ - ମାର୍କ କେତେ? ୨୦ ରୁ ୩୦ ବର୍ଷ - ଦରମା କେତେ? ୩୦ ରୁ ୪୦ ବର୍ଷ - ପିଲାଛୁଆ କେତେ? ୪୦ ରୁ ୫୦ ବର୍ଷ - ଧନ ସମ୍ପତ୍ତି କେତେ? ୫୦ ରୁ ୬୦ ବର୍ଷ - ରକ୍ତଚାପ କେତେ? ୬୦ ରୁ ୭୦ ବର୍ଷ - ପେନସନ୍ କେତେ? ୭୦ ବର୍ଷ ପରେ - ବଞ୍ଚିବୁ ଆଉ କେତେ?
10
18
205
@AdhunikaLekhaka
ଆଧୁନିକ ଲେଖକ
4 months
ସରକାର ଯଦି ଘୋଷଣା କରନ୍ତେ.. ଗୋଟେ ଗଛ🌳ଲଗାଅ, ଗୋଟେ ମଦ ବୋତଲ🍾 ମାଗଣା ନିଅ.. ବିଦ୍ୟା ରାଣ ମଦୁଆ ମାନେ.. ଧରିତ୍ରୀକୁ ପୁରା ସବୁଜମୟ କରି ଦିଅନ୍ତେ..!! 😆 😂 😜 🤭 😄 😁 🤪
15
22
203
@AdhunikaLekhaka
ଆଧୁନିକ ଲେଖକ
7 months
ଯୌବନ ହାରିଯାଏ - ବୟସ ପାଖରେ ଶରୀର ହାରିଯାଏ - ରୋଗ ପାଖରେ ଜୀବନ ହାରିଯାଏ - ମୃତ୍ୟୁ ପାଖରେ ସମ୍ପର୍କ ହାରିଯାଏ - ସ୍ବାର୍ଥ ପାଖରେ ବିଶ୍ୱାସ ହାରିଯାଏ - ଧୋକା ପାଖରେ ମଣିଷ ହାରିଯାଏ - ସମୟ ପାଖରେ
5
22
179
@AdhunikaLekhaka
ଆଧୁନିକ ଲେଖକ
2 months
ରବିବାର ଆସିଲେ ସମସ୍ତେ ଖୁସି ହୋଇ ଯାଆନ୍ତି କାହିଁକି ନା ସେଦିନ ଗୋଟେ ଛୁଟି ମିଳେ.. ହେଲେ ଏ ଦୁନିଆରେ ଜଣଙ୍କର କେବେ ଛୁଟି ନଥାଏ ତଥାପି ସେ ଖୁସିରେ ରୁହନ୍ତି.. କହିପାରିବେ ସେ କିଏ? 🤔
88
3
173
@AdhunikaLekhaka
ଆଧୁନିକ ଲେଖକ
5 months
Sri Naveen Patnaik The Architect Of Morden Odisha ଓଡ଼ିଶା ପାଇଁ ଆପଣଙ୍କ ଅବଦାନ ସର୍ବଦା ଅତୁଳନୀୟ, ସାରା ବିଶ୍ୱରେ ଓଡ଼ିଶାର ନାମକୁ ପରିଚିତ କରାଇଛନ୍ତି.. ରାଜନୈତିକ ଇତିହାସରେ ଆପଣ ଚିରକାଳ ପାଇଁ ମନେ ରହିବେ। ଆଜି ଆପଣଙ୍କ ପରାଜୟରେ କୋଟି କୋଟି ଓଡ଼ିଆଙ୍କ ହୃଦୟ କାନ୍ଦୁଛି। ମୁଁ ଗର୍ବିତ ମୋ ପ୍ରିୟ ନେତା ନବୀନ ବାବୁଙ୍କ ପାଇଁ
Tweet media one
0
12
171
@AdhunikaLekhaka
ଆଧୁନିକ ଲେଖକ
3 months
ହଁ ଆଜ୍ଞା, ଆମେ ସେଇ ପୁରୁଷ 👉 ହାଫ୍ ପ୍ୟାଣ୍ଟରୁ ଫୁଲ୍ ପ୍ୟାଣ୍ଟ ଯାଏଁ.. 👉 ପୁଅରୁ ସ୍ୱାମୀ ହେବା ଯାଏଁ.. 👉 ଗେହ୍ଲା ପୁଅରୁ ଆଦର୍ଶ ଜ୍ୱାଇଁ ଯାଏଁ.. 👉 ପୁଅ ନାଁରୁ ବାପା ଡାକ ଶୁଣିବା ଯାଏଁ.. 👉 ନିଜ ଘରଠୁ ଶ୍ବଶୁର ଘର ଦାୟିତ୍ବ ଯାଏଁ.. 👉 ଛୋଟ ଯନ୍ତ୍ରଣାରୁ ବଡ ଯନ୍ତ୍ରଣା ଯାଏଁ.. 👉 ହସିବାର ଅଭିନୟରୁ ଲୁଚି ଲୁଚି କାନ୍ଦିବା ଯାଏଁ..
4
14
169
@AdhunikaLekhaka
ଆଧୁନିକ ଲେଖକ
30 days
ତୁମେ ବି Online ରେ ଅଛ ଆଉ ମୁଁ ବି Online ରେ ଅଛି ବାସ୍ ଫରକ ଏତିକି ଯେ, ତୁମେ ଆଉ କାହା ପାଇଁ online ରେ ଅଛ.. ଆଉ ମୁଁ ଏବେ ବି ତୁମ ପାଇଁ online ରେ ଅଛି..
4
10
172
@AdhunikaLekhaka
ଆଧୁନିକ ଲେଖକ
7 months
ଆଖି ମାରିବା ନୁହେଁ, ଆଖିର ଲୁହ ପୋଛିବା ହେଉଛି LOVE ସ୍ପର୍ଶ କରିବା ନୁହେଁ, ମନରେ ଅନୁଭବ କରିବା ହେଉଛି LOVE ଜାବୁଡି ଧରିବା ନୁହେଁ, ମମତାରେ ବାନ୍ଧି ରଖିବା ହେଉଛି LOVE KISS କରିବା ନୁହେଁ, MISS କରିବା ହେଉଛି LOVE
11
12
165
@AdhunikaLekhaka
ଆଧୁନିକ ଲେଖକ
5 months
ପୁରୁଷର ଦୁଃଖ 😭😭
Tweet media one
5
17
165
@AdhunikaLekhaka
ଆଧୁନିକ ଲେଖକ
4 months
ବାହାଘର ମାନଙ୍କରେ ଛତୁ, ପନିର, ମାଛ, ଚିଙ୍ଗୁଡ଼ି, ଚିକେନ୍, ମଟନ୍ ଖାଇ ଖାଇ ବିରକ୍ତି ଲାଗିଲାଣି ଭାବୁଛି ମୋ ବାହାଘରକୁ କିଛି ନୂଆ କରିବି... ପଖାଳ ଭାତ, ବଢି ଚୁରା, ଆଳୁ ଭର୍ତା, ଶାଗ ଭଜା, ଅଣ୍ଡା ଭୁଜିଆ, ଶୁଖୁଆ ବେସର, ଛୁଇଁ ଆଳୁ ଭଜା, ଆମ୍ବୁଲ ରାଇ 🤭🤭🤭🤭🤭🤭
21
13
161
@AdhunikaLekhaka
ଆଧୁନିକ ଲେଖକ
8 months
ସଙ୍କଟ ମୋଚନ ଜୟ ହନୁମାନ, ଜ୍ଞାନର ସାଗର କେଶରୀ ନନ୍ଦନ.. ପୂଜି ଅଛ ସୀତାରାମଙ୍କ ଚରଣ, ପ୍ରଭୁ ପ୍ରେମର ଦେଇଥିଲ ପ୍ରମାଣ.. ବକ୍ଷରେ ତୁମର ରାମଙ୍କ ଦର୍ଶନ, କରି ଅଛ କେତେ ଦୁଷ୍ଟଙ୍କ ନିଧନ.. ଭକତି ସ୍ରୋତେ ଭାସେ ତୁମ ଜୀବନ, ଶୁଦ୍ଧ କରି ଦିଅ ପ୍ରଭୁ ସଭିଙ୍କର ମନ..
Tweet media one
2
10
157
@AdhunikaLekhaka
ଆଧୁନିକ ଲେଖକ
4 months
ନୂଆ ସରକାରଙ୍କ "ସୁଭଦ୍ରା ଯୋଜନା" ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ 👇 ୧ - ଆଧାର କାର୍ଡ଼ ୨ - ଭୋଟର କାର୍ଡ଼ ୩ - ରାଶନ କାର୍ଡ଼ ୪ - ଇନକମ୍ ସାର୍ଟିଫିକେଟ୍ ୫ - ବ୍ୟାଙ୍କ୍ ପାସବୁକ୍ ୬ - ମୋବାଇଲ୍ ନମ୍ବର ୭ - ଫଟୋ ବୟସ ସୀମା ୨୩ ରୁ ୫୯ (ବିବାହିତ) ଗୋଟିଏ ରାଶନ କାର୍ଡ଼ରେ ଜଣେ ବିବାହିତ ମହିଳା ଆବେଦନ କରିପାରିବେ #ଜନହିତରେଜାରୀ
14
24
164
@AdhunikaLekhaka
ଆଧୁନିକ ଲେଖକ
4 months
ଜୀବନରେ କେବେବି ବାହାଘରର ଖାଇବାକୁ ନିନ୍ଦା କରିବେ ନାହିଁ କାରଣ କିଛି ବାପା ବର୍ଷ ବର୍ଷର ଉପାର୍ଜନ କରିଥିବା ଟଙ୍କା ସାଇତି ରଖିଥାନ୍ତି.. ପୁଅ/ଝିଅ ବାହାଘରରେ ଭୋଜି ଦେବା ପାଇଁ..!!
5
16
163
@AdhunikaLekhaka
ଆଧୁନିକ ଲେଖକ
2 months
ଆଜିକାଲି ମୋ ପୋଷ୍ଟ୍ ଗୁଡ଼ିକ ଦୂରଦର୍ଶନ ନ୍ୟୁଜ୍ ଭଳି ହେଇଗଲାଣି.. କେହି ଲାଇକ୍ କରିବା ତ ଦୂରର କଥା.. ଏବେ କେହି ଦେଖିବାକୁ ବି ପସନ୍ଦ କରୁ ନାହାଁନ୍ତି..!! ଲାଗୁଛି ଏଥର ମୋତେ "ଓଡ଼ିଶା ଭାସ୍କର" ହେବାକୁ ପଡ଼ିବ #ହାଇରେବିଧାତା 🤦🏻‍♂️ #ସନ୍ତୁଳା_ଜୀବନ 🤣😜🤣😜🤣😜🤣
9
4
160
@AdhunikaLekhaka
ଆଧୁନିକ ଲେଖକ
7 months
ଭଲ ହେଇଛି WhatsApp ର Odia Version ନାହିଁ ନହେଲେ "Last Seen" ଜାଗାରେ "ଶେଷ ଦର୍ଶନ" ଦେଖିବାକୁ ମିଳିଥାନ୍ତା..!! 🤣 😜 🤣 😜 🤣 😜 🤣
8
12
155
@AdhunikaLekhaka
ଆଧୁନିକ ଲେଖକ
6 months
ସମସ୍ତେ ନିଜ ନିଜ WhatsApp About କୁହ ଦେଖିବା କାହାର ସବୁଠୁ ଭଲ ଲାଗୁଛି ମୋର - "ଖେଳାଳି" ହୁଅ "ଖେଳନା" ନୁହଁ
98
5
151
@AdhunikaLekhaka
ଆଧୁନିକ ଲେଖକ
8 months
ଓଡ଼ିଶାର ପ୍ରସିଦ୍ଧ ଖାଦ୍ୟ (1/2) ପୁରୀ - ଶ୍ରୀମହାପ୍ରସାଦ, ଖଜା କଟକ - ଦହିବରା ଭଦ୍ରକ - ପାଳୁଅ ଲଡୁ, ଛେନା ମୁଡୁକି ବାଲେଶ୍ବର - ଗଜା କେନ୍ଦୁଝର - ଫୁଲବଡି ନୟାଗଡ - ଛେନାପୋଡ଼ ବ୍ରହ୍ମପୁର - ଆଚାର, ପାମ୍ପଡ କେନ୍ଦ୍ରାପଡା - ରସାବଳୀ, ପୋଟଳି ପିଠା ବଲାଙ୍ଗୀର - ଚାଉଳ ବରା ସାଲେପୁର - ରସଗୋଲା ଢେଙ୍କାନାଳ - ବରା ଭୁବନେଶ୍ବର - କୋରାଖଇ
11
21
147
@AdhunikaLekhaka
ଆଧୁନିକ ଲେଖକ
3 months
MOOV ଆଉ IODEX କମ୍ପାନୀ ବାଲା ନିଜର ବିଜ୍ଞାପନରେ ଖାଲି ନାରୀର ଅଣ୍ଟାକୁ ହିଁ କାହିଁକି ଦେଖାଉଛନ୍ତି.. କଣ ପୁରୁଷ ମାନଙ୍କର ଅଣ୍ଟା, DOUBLE BULL CEMENT ରେ ତିଆରି କି?
9
7
146
@AdhunikaLekhaka
ଆଧୁନିକ ଲେଖକ
2 months
ସକାଳ ହେଲେ ଆପଣ ନିଦରୁ କେମିତି ଉଠନ୍ତି..? ୧ - ନିଜେ ନିଜେ ୨ - ଆଲାରାମ୍ ବାଜିଲେ ୩ - ମୁଁ ସଫେଇବାଲା ଗୀତ ଶୁଣି ୪ - ଫ୍ୟାନ୍ ବନ୍ଦ ହେଇଗଲେ ୫ - ବାପା, ମା ଉଠାଇ ଦିଅନ୍ତି ୬ - ଭାଇ ଭଉଣୀ ଉଠାଇ ଦିଅନ୍ତି ୭ - BF/GF କଲ୍ କଲେ ଉଠନ୍ତି ୮ - ସ୍ତ୍ରୀ ଉଠାଇ ଦିଅନ୍ତି ୯ - ଘର ଲୋକ ବେଜ୍ଜତି କରି ଉଠାନ୍ତି
53
4
144
@AdhunikaLekhaka
ଆଧୁନିକ ଲେଖକ
6 months
L - ଲହ ଲହକା ପତର ବଙ୍କା ସେଇଠି ପ୍ରେମ ଯେଉଁଠି ଟଙ୍କା O - ଓଠରେ ହସ, ଆଖିରେ ଲୁହ ଧରମ ଭାଇ ମାନଙ୍କୁ ପ୍ରବଳ ଭୟ V - ଭଲ ଲାଗିବ ଭାରି ଭଲ ଲାଗିବ ପୁରୁଣା ହେଲେ ପୁଣି ନୂଆ ଖୋଜିବ E - ଏକା ଅଛ ବୋଲି ଦୁଃଖ କରନା ପ୍ରେମ ରୋଗ ଟା ପରା ଭାରି ଯନ୍ତ୍ରଣା
5
11
143
@AdhunikaLekhaka
ଆଧୁନିକ ଲେଖକ
5 months
ପ୍ରେମର ସମୁଦ୍ର ବି ଭାରି ଅଜବ ଯିଏ ବୁଡିଗଲା ସିଏ - "ପ୍ରେମିକ" ଯିଏ ବଞ୍ଚିଗଲା ସିଏ - "ଦିୱାନା" ଯିଏ ସବୁବେଳେ ପହଁରୁଛି ସିଏ - "ସ୍ୱାମୀ"
1
14
142
@AdhunikaLekhaka
ଆଧୁନିକ ଲେଖକ
4 months
ଯେଉଁମାନେ ନିଜ ସ୍ତ୍ରୀକୁ ସମସ୍ୟା ବୋଲି କହୁଛନ୍ତି ସେମାନଙ୍କ ପାଇଁ ପଦେ..👇 ସେ ସମସ୍ୟା ନିଜେ ଚାଲି ଚାଲି ତୁମ ପାଖକୁ ଆସି ନଥିଲା ବରଂ ତୁମେ ନିଜେ ତାକୁ DJ/ବ୍ରାସବ୍ୟାଣ୍ଡ ବଜେଇ ବାଣ ପୁଟେଇ ଆଣିବାକୁ ଯାଇଥିଲ..!! 😂 🤭 😂 🤭 😂 🤭 😂
11
5
144
@AdhunikaLekhaka
ଆଧୁନିକ ଲେଖକ
7 months
ଯିଏ ଅମୃତ ପିଅନ୍ତି ତାଙ୍କୁ "ଦେବ" କୁହାଯାଏ। ଯିଏ ବିଷ ପିଅନ୍ତି ତାଙ୍କୁ "ମହାଦେବ" କୁହାଯାଏ। ଯିଏ ବିଷ ପାନ କରି ଅମୃତ ଭଳି ମୁହଁ କରନ୍ତି ତାଙ୍କୁ "ପତିଦେବ" କୁହାଯାଏ। 🤣 🤣 🤣 🤣 🤣 🤣 🤣
4
5
141
@AdhunikaLekhaka
ଆଧୁନିକ ଲେଖକ
3 months
ଜୀବନରେ କେବେ କେଉଁ ଜିନିଷର ମୂଲ୍ୟ କମ ବୋଲି ଭାବିବେନି କାରଣ.. ୩ ଟଙ୍କାର USE AND THROW କଲମ ବି ୩ କୋଟି ଟଙ୍କାର ଚେକ୍ ଲେଖିବାର କ୍ଷମତା ରଖେ..!!
1
12
140
@AdhunikaLekhaka
ଆଧୁନିକ ଲେଖକ
7 months
ମଣିଷ ଶବକୁ ଛୁଇଁ ଦେଲେ ଥରେ ନର ହୁଏ ଅପବିତ୍ର, ଅନ୍ୟ ଶବ ମାଂସ ରାନ୍ଧି କରି ଖାଏ ସଂସାର ବଡ ବିଚିତ୍ର। ମଣିଷ ମରିଲେ ଶବ ହେଲା ବୋଲି ଘରୁ କରନ୍ତି ଯେ ବାହାର, ପଶୁପକ୍ଷୀଙ୍କ ଶବ ନିଜ ଘରେ ଆଣି ରାନ୍ଧିକି କରନ୍ତି ଆହାର।
5
16
140
@AdhunikaLekhaka
ଆଧୁନିକ ଲେଖକ
2 months
ଭାରତ ବନ୍ଦ କେବେବି ହୋଇ ପାରିବ ନାହିଁ.. କାରଣ INDIA GATE ର କବାଟ ହିଁ ନାହିଁ..!! 🤣 🤣 🤣 🤣 🤣 🤣
6
5
138
@AdhunikaLekhaka
ଆଧୁନିକ ଲେଖକ
9 days
ସବୁ ଜ୍ଞାନ କେବେବି ବହିରୁ ମିଳେ ନାହିଁ କିଛି କିଛି ଜ୍ଞାନ.. ଠକ, ଧୋକାବାଜ ଆଉ ଟାଉଟରଙ୍କ ଠାରୁ ମଧ୍ଯ ମିଳେ..!! #ମାଗଣା_ଜ୍ଞାନ
2
15
144
@AdhunikaLekhaka
ଆଧୁନିକ ଲେଖକ
2 months
Single ରହିବାର ଫାଇଦା - ପରିବାରକୁ ସମୟ ଦେଇ ହୁଏ - ଅଜଥା ଦୁଃଖ, ସମସ୍ୟା ନଥାଏ - ମୋବାଇଲ୍ କମ ବ୍ୟବହାର ହୁଏ - ସାଙ୍ଗ ସାଥୀ ସହ ସମୟ ବିତାଇ ହୁଏ - କାମରେ Concentrate କରିହୁଏ - ଭବିଷ୍ୟତ ପାଇଁ କିଛି କରିହୁଏ - କାନ୍ଦିବା ସମ୍ଭାବନା କମ୍ ଥାଏ - ସବୁକାମ କରିବାକୁ ଆଗ୍ରହ ହୁଏ - ଅଜଥା ଖର୍ଚ୍ଚ ନଥାଏ - ବ୍ୟାଚେଲର୍ ଜୀବନ ଆନନ୍ଦମୟ ରହେ
5
18
137
@AdhunikaLekhaka
ଆଧୁନିକ ଲେଖକ
4 months
ସମସ୍ତ ରାଜ୍ୟ ସରକାର ଯଦି ଏତିକି ଘୋଷଣା କରିଦିଅନ୍ତେ.. ସରକାରୀ ବିଦ୍ୟାଳୟରେ ପଢି ଟପର୍ ହେଉଥିବା ଛାତ୍ରଛାତ୍ରୀଙ୍କୁ ହିଁ କେବଳ ସରକାରୀ ଚାକିରି ମିଳିବ ଦେଖିବେ ଖୁବ୍ ଶୀଘ୍ର ସରକାରୀ ବିଦ୍ୟାଳୟର ଭାଗ୍ୟ ବଦଳିଯିବ..!!
8
6
139
@AdhunikaLekhaka
ଆଧୁନିକ ଲେଖକ
4 months
ଧର୍ମେନ୍ଦ୍ର ପ୍ରଧାନ କହୁଛନ୍ତି 👇 ଶ୍ରୀଯୁକ୍ତ ମୋହନ ମାଝୀ - ଜଗନ୍ନାଥଙ୍କ ଭଳି ରଙ୍ଗ କନକ ବର୍ଦ୍ଧନ ସିଂଦେଓ - ବଳଭଦ୍ରଙ୍କ ଭଳି ବଡ଼ ଭଉଣୀ ପ୍ରଭାତୀ ପରିଡ଼ା - ସୁଭଦ୍ରାଙ୍କ ଭଳି ଭଉଣୀ ଯାହା ହେଉ ଶେଷରେ ଆମ ଭଗବାନଙ୍କ ସହ ତୁଳନା ହେବା ଭଳି ମଣିଷ ଅଛନ୍ତି... ଗର୍ବରେ ଆମ ଓଡ଼ିଆ ଅସ୍ମିତାର ଛାତି ଫୁଲି ଉଠୁଥିବ #ଓଡ଼ିଆ_ଅସ୍ମିତା
22
11
136
@AdhunikaLekhaka
ଆଧୁନିକ ଲେଖକ
11 days
ପୁଅ ମାନଙ୍କର ପ୍ରେମ ପୁରା ସୁଭଦ୍ରା ଯୋଜନା ଟଙ୍କା ଭଳି କିଏ ପାଉଛି ତ କିଏ ପାଉନି.. କିନ୍ତୁ ପାଇବା ପାଇଁ ସମସ୍ତେ ହଙ୍କ ହଙ୍କ..!! 😜 🙈 😂 🤪 🤭 😆 🫣 🤣
5
12
136
@AdhunikaLekhaka
ଆଧୁନିକ ଲେଖକ
8 months
କଳା ଟୋପାରୁ ସିନ୍ଦୂର ଯାଏଁ.. ଡ୍ରେସରୁ ଶାଢୀ ପିନ୍ଧିବା ଯାଏଁ.. କୁମାରୀରୁ ସ୍ତ୍ରୀ ହେବା ଯାଏଁ.. ଗେହ୍ଲା ଝିଅରୁ ଆଦର୍ଶ ବୋହୂ ଯାଏଁ.. ଛୋଟ ଯନ୍ତ୍ରଣାରୁ ଗର୍ଭ ଯନ୍ତ୍ରଣା ଯାଏଁ.. ଝିଅ ଡାକରୁ ମା' ଡାକ ଶୁଣିବା ଯାଏଁ.. ଘରର ଅଲିଅଳିରୁ ଘରୋଇ ହିଂସା ଯାଏଁ.. ନିଜ ଘରଠୁ ଶାଶୁ ଘରର ଦାୟିତ୍ବ ଯାଏଁ.. ନାରୀ ତୁ ମହାନ.. ନାରୀ ତତେ ସଲାମ 🙏🏻
6
12
133
@AdhunikaLekhaka
ଆଧୁନିକ ଲେଖକ
8 months
ମଣି କ୍ଷେତ୍ର - ଆରଡ଼ି, ଭଦ୍ରକ ବ୍ୟାସ କ୍ଷେତ୍ର - ରାଉରକେଲା ବାଣୀ କ୍ଷେତ୍ର - ଜଗତସିଂହପୁର ତୁଳସୀ କ୍ଷେତ୍ର - କେନ୍ଦ୍ରାପଡା ଶୈଳ ଶ୍ରୀକ୍ଷେତ୍ର - ଅନୁଗୁଳ ଶଙ୍ଖ/ଶ୍ରୀକ୍ଷେତ୍ର - ପୁରୀ ଅର୍କ/ପଦ୍ମ କ୍ଷେତ୍ର - କୋଣାର୍କ ଶାବର ଶ୍ରୀକ୍ଷେତ୍ର - କୋରାପୁଟ ଏକାମ୍ର/ଚକ୍ର କ୍ଷେତ୍ର - ଭୁବନେଶ୍ବର ବିରଜା/ଗଦା କ୍ଷେତ୍ର - ଯାଜପୁର
3
24
134
@AdhunikaLekhaka
ଆଧୁନିକ ଲେଖକ
8 months
ଆମ ଓଡ଼ିଆ ଭାଷାର ବର୍ଣ୍ଣମାଳା ସମ୍ପୂର୍ଣ୍ଣ ବିଜ୍ଞାନରେ ଭରା.. ବର୍ଣ୍ଣମାଳାର ପ୍ରତ୍ୟେକ ଅକ୍ଷର ତାର୍କିକ ଅଟେ ଓ ସଠିକ ଗଣନାର ସହ କ୍ରମିକ ରୂପରେ ରଖାଯାଇଛି.. ଆସନ୍ତୁ ଜାଣିବା 👇 କ ଖ ଗ ଘ ଙ - ଏହି ପାଞ୍ଚ ସମୂହକୁ 'କଣ୍ଠବ୍ୟ' କୁହନ୍ତି କାରଣ ଏହାକୁ ଉଚ୍ଚାରଣ କରିବା ସମୟରେ କଣ୍ଠରୁ ଧ୍ୱନି ବାହାରିଥାଏ।
Tweet media one
1
25
131
@AdhunikaLekhaka
ଆଧୁନିକ ଲେଖକ
5 months
ନାରୀର ବୟସ ଆଉ ପୁରୁଷର ଆୟ କେବେ ପଚାରିବା କଥା ନୁହେଁ, କାରଣ... ନାରୀ କେବେ.. ନିଜ ପାଇଁ ବଞ୍ଚି ନଥାଏ ପୁରୁଷ କେବେ.. ନିଜ ପାଇଁ ରୋଜଗାର କରି ନଥାଏ
6
14
130
@AdhunikaLekhaka
ଆଧୁନିକ ଲେଖକ
5 months
ଝିଅମାନେ ଚଷମା ପିନ୍ଧୁଥିଲେ -- ଚସମିସ୍ ପୁଅମାନେ ଚଷମା ପିନ୍ଧୁଥିଲେ -- ଚାରି ଆଖିଆ ଝିଅମାନେ କଳା ହୋଇଥିଲେ -- ଚକୋଲେଟି ପୁଅମାନେ କଳା ହୋଇଥିଲେ -- କାଳିଆ ଭୂଆଁ ଏତେ ଭେଦ ଭାବ କଣ ପାଇଁ..? ସତରେ ଆଜିବି ପୁଅମାନେ ଆମ ସମାଜରେ ଅବହେଳିତ #ଆମକୁ_ନ୍ୟାୟ_ଦରକାର ⚖️
11
10
129
@AdhunikaLekhaka
ଆଧୁନିକ ଲେଖକ
3 months
ଦେଶର ସୁରକ୍ଷା ପାଇଁ - ଯବାନଙ୍କୁ ଡାକ କେଉଁଠି ଦଙ୍ଗା ହେଲେ - ଯବାନଙ୍କୁ ଡାକ ବନ୍ୟା, ବାତ୍ୟା ହେଲେ - ଯବାନଙ୍କୁ ଡାକ ସବୁ କାମରେ ଆମେ ଯବାନ ମାନଙ୍କୁ ଡାକିଥାଉ କିନ୍ତୁ ଉଦ୍ଘାଟନ ମହୋତ୍ସବରେ ରିବନ୍ ପିତା କାଟିବାକୁ ଆମେ ମନ୍ତ୍ରୀ, ନେତା, ସେଲିବ୍ରିଟି ମାନଙ୍କୁ କାହିଁକି ଡାକୁ? ଆମ ଦେଶର ଯବାନ ମାନଙ୍କୁ ମଧ୍ଯ ଏ ସୁଯୋଗ ମିଳିବା ଦରକାର
4
15
127
@AdhunikaLekhaka
ଆଧୁନିକ ଲେଖକ
6 months
ଆମର ଏ ସମାଜ କୁକୁର 🐕‍🦺 ରଖିଥିବା ଲୋକଙ୍କୁ 'ଧନୀ' କୁହେ.. ଗାଈ 🐄 ରଖିଥିବା ଲୋକଙ୍କୁ 'ଗରିବ' କୁହେ..
6
13
127
@AdhunikaLekhaka
ଆଧୁନିକ ଲେଖକ
6 months
ନଦେଖି ମଲା - ଦଶରଥ ଦେଖି ମଲା - କଂସ ନଖାଇ ମଲା - ସକୁନି ବଂଶ ଖାଇ ମଲା - କୁମ୍ଭକର୍ଣ୍ଣ ନଦେଇ ମଲା - ଦୁର୍ଯ୍ୟୋଧନ ଦେଇ ମଲା - ବାଳୀ ନଛୁଇଁ ମଲା - ଭସ୍ମାସୁର ଛୁଇଁ ମଲା - ଅର୍ଜ୍ଜୁନ
2
13
127
@AdhunikaLekhaka
ଆଧୁନିକ ଲେଖକ
1 month
ସବୁ ଫୁଲର ଭାଗ୍ୟରେ ନାହିଁ ମନ୍ଦିର, ସବୁ ପ୍ରେମର ଭାଗ୍ଯରେ ନାହିଁ ସିନ୍ଦୂର.. ସବୁ ସପନ ଜୀବନରେ ସତ ହୁଏନା, ସେଇ ସତକୁ କାହିଁ ଏ ମନ ମାନେନା..
2
4
128
@AdhunikaLekhaka
ଆଧୁନିକ ଲେଖକ
6 months
ପ୍ରତି ଓଡ଼ିଆଙ୍କ ଗର୍ବ ଓ ଗୌରବ #ଶ୍ରୀମନ୍ଦିର
Tweet media one
4
2
124
@AdhunikaLekhaka
ଆଧୁନିକ ଲେଖକ
7 months
ଦୁନିଆର ସବୁଠୁ ଖୁସି ପ୍ରାଣୀ ଚନ୍ଦା ମୁଣ୍ଡିଆ ଲୋକ 👉 ନା କେଶ ଝଡିବା ଚିନ୍ତା.. 👉 ନା କେଶ ପାଚିବା ଚିନ୍ତା.. 👉 ନା ମୁଣ୍ଡ କୁଣ୍ଡେଇବା ଚିନ୍ତା.. 👉 ନା ସାମ୍ପୁ ଲଗେଇବା ଚିନ୍ତା.. 👉 ନା ତେଲ ଲଗେଇବା ଚିନ୍ତା.. 👉 ନା ସ୍ତ୍ରୀ ଚୁଟି ଧରି ଝିଙ୍କି ପାରିବ.. 👉 ନା କିଏ ବାଳ ବଙ୍କା କରିପାରିବ.. 🤣 🤣 🤣 🤣 🤣 🤣 🤣
8
8
124
@AdhunikaLekhaka
ଆଧୁନିକ ଲେଖକ
7 months
ଯିଏ ବାପା ମାଙ୍କୁ ସ୍ୱର୍ଗ ଯାଏଁ ନେଇଥାଏ ସେ ହେଉଛି - "ପୁଅ" ଯିଏ ସ୍ୱର୍ଗକୁ ଘରକୁ ନେଇ ଆସିଥାଏ ସେ ହେଉଛି - "ଝିଅ" ଆଉ ଯିଏ ଘରକୁ ସ୍ୱର୍ଗ ବନେଇ ଦେଇଥାଏ ସେ ହେଉଛି - "ବୋହୂ"
8
9
123
@AdhunikaLekhaka
ଆଧୁନିକ ଲେଖକ
7 months
ମା - ପ୍ରଥମ ପ୍ରେମ ❤ ମା - ପ୍ରଥମ ଗୁରୁ 👩‍🏫 ମା - ଉତ୍ତମ ବନ୍ଧୁ 👭 ମା - ସାହାସ 💪 ମା - ଡାକ୍ତର 👩‍⚕ ମା - ଦୁନିଆ 🌍 ମା - ଜୀବନ 💞 ମା - ସୁଖ ଶାନ୍ତି 🤗
2
18
123
@AdhunikaLekhaka
ଆଧୁନିକ ଲେଖକ
6 months
ଖୁସିରେ ରହିବାର ମୂଳ ମନ୍ତ୍ର.. 👉 କାହା କଥାରେ ମୁଣ୍ଡ ପୁରାନ୍ତୁ ନାହିଁ 👉 ଅଯଥା କଥା ଆଦୌ ଶୁଣନ୍ତୁ ନାହିଁ 👉 କିଏ କଣ କଲା ପ୍ରତିବାଦ କରନ୍ତୁ ନାହିଁ ବାସ୍ ନିଜ କର୍ମ କରିବା ସହ ସେବା, ଧର୍ମ କରନ୍ତୁ
1
16
124
@AdhunikaLekhaka
ଆଧୁନିକ ଲେଖକ
3 months
Maggi 🍜 ସ୍ତ୍ରୀ ନା ପୁରୁଷ..? ସେ ନିଶ୍ଚିତ ସ୍ତ୍ରୀ ହିଁ ହେଇଥିବ.. କାରଣ ସେ ୨ ମିନିଟରେ ରେଡି ହବ କହି ୧୦ ରୁ ୧୨ ମିନିଟ୍ ସମୟ ନିଏ ରେଡି ହେବାକୁ..!! 🤣 🤣 🤣 🤣 🤣 🤣 🤣
10
6
123
@AdhunikaLekhaka
ଆଧୁନିକ ଲେଖକ
26 days
Flipkart ରେ ଅଫର୍ ଦେଖିଲେ ପାଟିରୁ ଲାଳ ଗଳୁଛି ଆଉ ମୋ Wallet କୁ ଦେଖିଲେ ଆଖିରୁ ଲୁହ ଗଳୁଛି #ହାଇରେବିଧାତା 🤦🏻‍♂️ #TheBigBillionDays 🤣 😜 🤣 😜 🤣
2
8
123
@AdhunikaLekhaka
ଆଧୁନିକ ଲେଖକ
6 months
��ିଅ ଖୋଜୁଛନ୍ତି ହ୍ୟାଣ୍ଡସମ୍ ପୁଅ ପୁଅ ଖୋଜେ ସୁନ୍ଦରୀ ଝିଅ, ସମସ୍ତେ ତ ନିଜକୁ ଭଲ କହୁଛନ୍ତି ଏଠି ଖରାପ ଟା କିଏ କୁହ.. ଦୁନିଆ ଭିତରେ ନିଜକୁ ଖୋଜିଲେ ଖୁସି ଲାଗେ ଆଜି ବେଶି, ଏମିତି ପ୍ରେମକୁ ଖୋଜିବା ଅପେକ୍ଷା ଏକୁଟିଆ ରହି ମୁଁ ଖୁସି..
4
10
120
@AdhunikaLekhaka
ଆଧୁନିକ ଲେଖକ
7 months
ଛୋଟବେଳେ ଦେଖୁଥିଲି.. ବଡ଼ ମାନେ ପ୍ରେମ କରୁଛନ୍ତି ବଡ଼ ହେଲା ପରେ ଦେଖିଲି.. ସାନ ମାନେ ପ୍ରେମ କରୁଛନ୍ତି ମୋର କଥା କଣ କହିବି, ମୁଁ ତ ସାରା ଜୀବନ ଦର୍ଶକ ହେଇ ରହିଗଲି 😂 😂 😂 😂 😂 😂 😂
3
3
121
@AdhunikaLekhaka
ଆଧୁନିକ ଲେଖକ
3 months
ସାରା ଦୁନିଆକୁ BLUR କରିକି, ଆପଣ ଆଜି ଯାହା ଉପରେ FOCUS କରୁଛନ୍ତି.. ଦିନେ ସେ ହିଁ ଆପଣଙ୍କୁ CROP କରିକି ଚାଲିଯିବ..!! #ଅପ୍ରିୟ_ସତକଥା
5
17
121
@AdhunikaLekhaka
ଆଧୁନିକ ଲେଖକ
6 months
ଜଣେ YouTuber କୁ ଫାଶୀ ଦେବା ପୂର୍ବରୁ ତାର ଶେଷ ଇଚ୍ଛା ପଚରାଗଲା.. ତୁମର ଶେଷ ଇଚ୍ଛା କଣ କୁହ? YouTuber- ଦୟାକରି ମୋ ଚ୍ୟାନେଲକୁ Subscribe କରନ୍ତୁ.. ଆଉ ପାଖରେ ଥିବା Bell Icon କୁ ନିଶ୍ଚୟ ଦବାନ୍ତୁ.. Like, Comment, Share କରିବାକୁ ଜମାରୁ ଭୁଲିବେନି.. 🤣 🤣 🤣 🤣 🤣 🤣 🤣
6
4
119
@AdhunikaLekhaka
ଆଧୁନିକ ଲେଖକ
7 months
ଖରାଦିନ ଆସିଗଲା ତେଣୁ.. ସକାଳେ - ବାସି ମଧ୍ୟାହ୍ନରେ - AC ସନ୍ଧ୍ୟାରେ - ଲସି ରାତିରେ - ଦେଶୀ
4
4
120
@AdhunikaLekhaka
ଆଧୁନିକ ଲେଖକ
4 months
ଶ୍ରୀମନ୍ଦିରର ଚାରି ଦୁଆର 👉 ପୂର୍ବରେ - ସିଂହ ଦ୍ୱାର ଏହାକୁ "ଧର୍ମ ଦ୍ୱାର" ମଧ୍ୟ କୁହାଯାଏ 👉 ପଶ୍ଚିମରେ - ବ୍ୟାଘ୍ର ଦ୍ୱାର ଏହାକୁ "କାମ ଦ୍ୱାର" ମଧ୍ୟ କୁହାଯାଏ 👉 ଉତ୍ତରରେ - ହସ୍ତୀ ଦ୍ୱାର ଏହାକୁ "ମୋକ୍ଷ ଦ୍ୱାର" ମଧ୍ୟ କୁହାଯାଏ 👉 ଦକ୍ଷିଣରେ - ଅଶ୍ୱ ଦ୍ୱାର ଏହାକୁ "ଅର୍ଥ ଦ୍ୱାର" ମଧ୍ୟ କୁହାଯାଏ
2
18
118
@AdhunikaLekhaka
ଆଧୁନିକ ଲେଖକ
7 months
ଦୁନିଆରେ ୩ ପ୍ରକାରର ସାଙ୍ଗ ଥାଆନ୍ତି #ଆୟୁର୍ବେଦିକ ଯାହାଙ୍କର କଥା ବାର୍ତ୍ତା ଚାଲି ଚଳନ ଭଲ, କିନ୍ତୁ emergency ସମୟରେ କାମକୁ ନୁହଁ.. #ଏଲୋପାଥିକ Emergency ରେ ବହୁତ କାମରେ ଆସନ୍ତି, କିନ୍ତୁ କେବେ କି side effects ଦେଖେଇବେ ଠିକ୍ ନାହିଁ.. #ହୋମିଓପାଥିକ ଏମାନେ କୋଉ କାମକୁ ନୁହଁ, କିନ୍ତୁ ବର୍ଷକ ବାରମାସ ସାଥିରେ ଥିବେ..
4
9
116
@AdhunikaLekhaka
ଆଧୁନିକ ଲେଖକ
4 months
ମୂର୍ଖ ସ୍ତ୍ରୀ ନିଜ ସ୍ୱାମୀକୁ ଗୋଲାମ ବନେଇ ନିଜେ ଗୋଲାମର ସ୍ତ୍ରୀ ହେଇଯାଏ.. ଆଉ ବୁଦ୍ଧିମତୀ ସ୍ତ୍ରୀ ନିଜ ସ୍ୱାମୀକୁ ରାଜା ବନେଇ ସେ ନିଜେ ରାଣୀ ହେଇଯାଏ..!!
5
13
114
@AdhunikaLekhaka
ଆଧୁନିକ ଲେଖକ
7 months
Love Marriage- ତୁମେ ଘରଲୋକଙ୍କୁ ମନେଇବ Arrange Marriage- ଘରଲୋକ ତୁମକୁ ମନେଇବେ 🤣 🤣 🤣 🤣 🤣 🤣
3
7
113
@AdhunikaLekhaka
ଆଧୁନିକ ଲେଖକ
7 months
ମନ୍ଦିର ଭିତରୁ ମନ୍ଦିର ଉହାଡୁ ଚାହିଁଛି ମା' ଭକତଙ୍କୁ, ସବୁ ଦୁଃଖ ଦୂର କରିବେ ମା' ଝାଡି ଦେଇ ପଣତକୁ। ମା'ର ପଣତ ଧରିଥିବା ଯଦି ହେବାନି ବାଟବଣା, କଣ୍ଟକିତ ପଥ ପୁଷ୍ପମୟ ହେବ ମିଳିଲେ ମା' କରୁଣା। 🪔🥥 🌺 ଜୟ ମା ତାରିଣୀ 🌺 🥥🪔
Tweet media one
2
6
112
@AdhunikaLekhaka
ଆଧୁନିକ ଲେଖକ
1 month
ପୁଅ ଟିଏ ହୋଇ ଜନ୍ମ ହେବା ଏତେ ସହଜ ନୁହେଁ.. ଦୁଃଖକୁ ଲୁଚାଇ ଆନନ୍ଦ ବାଣ୍ଟିବା ଏତେ ସହଜ ନୁହେଁ.. ଘର ପାଇଁ ଯାଇ ବାହାରେ ରହିବା ଏତେ ସହଜ ନୁହେଁ.. ନଖାଇ ପେଟ ପୂରା ଅଛି ବୋଲି କହିବା ଏତେ ସହଜ ନୁହେଁ.. କଷ୍ଟରେ ଥାଇ ବି ଖୁସିର ଅଭିନୟ କରିବା ଏତେ ସହଜ ନୁହେଁ.. ଦେହ ଖରାପ ଥାଇ ବି ଭଲରେ ଅଛି କହିବା ଏତେ ସହଜ ନୁହେଁ.. #ପୁଅ
2
16
114
@AdhunikaLekhaka
ଆଧୁନିକ ଲେଖକ
4 months
ମୁଁ ମାନୁଛି କି.. ପୁଅ ଘର ଲୋକେ ଝିଅ ଘରୁ ଯୌତୁକ ମାଗିବା/ଆଣିବା ପାପ ହୋଇଥାଏ..!! ହେଲେ ଝିଅ ଘର ଲୋକେ ସରକାରୀ ଚାକିରି ବାଲା ଜ୍ୱାଇଁ ଖୋଜିବାଟା କି ପ୍ରକାରର ପୁଣ୍ୟ..??
7
7
111
@AdhunikaLekhaka
ଆଧୁନିକ ଲେଖକ
3 months
ସେ Brush ହେଉ କି Crush ହେଉ ମସୟ ପୂର୍ବରୁ ବଦଳେଇ ଦେବା ଦରକାର.. ନହେଲେ ସେ ଦାନ୍ତ ହେଉ ଅବା ହୃଦୟ ହେଉ ଭାଙ୍ଗି ଯିବାର ସମ୍ଭାବନା ବେଶୀ ଥାଏ..
1
9
111
@AdhunikaLekhaka
ଆଧୁନିକ ଲେଖକ
7 months
ମୋବାଇଲ୍ ଆସିଲା - କାଲୁକୁଲେଟର ଶେଷ ମୋବାଇଲ୍ ଆସିଲା - କ୍ୟାଲେଣ୍ଡର ଶେଷ ମୋବାଇଲ୍ ଆସିଲା - କ୍ୟାମେରା ଶେଷ ମୋବାଇଲ୍ ଆସିଲା - ଘଣ୍ଟା ଶେଷ ମୋବାଇଲ୍ ଆସିଲା - ଟର୍ଚ୍ଚ ଶେଷ ମୋବାଇଲ୍ ଆସିଲା - ରେଡିଓ ଶେଷ ମୋବାଇଲ୍ ଆସିଲା - ଚିଠିପତ୍ର ଶେଷ ଆଉ ସେଇ ମୋବାଇଲ୍ ଯଦି ଆପଣଙ୍କ ପ୍ରେମିକା/ସ୍ତ୍ରୀଙ୍କ ହାତକୁ ଆସିଲା.. ତାହାଲେ ଆପଣ ବି ଶେଷ 😉
3
9
109
@AdhunikaLekhaka
ଆଧୁନିକ ଲେଖକ
7 months
ଆମ ସମାଜରେ ବସବାସ କରୁଥିବା କିଛି ଲୋକଙ୍କ ଚିନ୍ତାଧାରା ଝିଅ ଖୁସିରେ ରହିଲେ, ଜ୍ୱାଇଁ ଆମର ବହୁତ ବଢିଆ.. ବୋହୂ ଖୁସିରେ ରହିଲେ, ପୁଅ ଆମର ମାଇପ ବୁଦ୍ଧିଆ.. ଝିଅର ଝିଅ ହେଲେ ଘରକୁ ଲକ୍ଷ୍ମୀ ଆସିଛି ବୋହୂର ଝିଅ ହେଲେ ମହାଭାରତ ଆରମ୍ଭ..
7
9
108
@AdhunikaLekhaka
ଆଧୁନିକ ଲେଖକ
22 days
ଓଠ 👄 ସମସ୍ତଙ୍କ ପାଇଁ ହସି ☺️ ପାରେ ହେଲେ.. ଆଖି 👁 ସମସ୍ତଙ୍କ ପାଇଁ କାନ୍ଦି 😭 ପାରେନା ଆଖି ତ କେବଳ ତା ପାଇଁ ହିଁ କାନ୍ଦେ.. ଯାହାକୁ ଆମେ ନିଜଠୁ ବି ଅଧିକ ଭଲ ପାଉ..!! #କଥା_ହୃଦୟର
1
6
111
@AdhunikaLekhaka
ଆଧୁନିକ ଲେଖକ
8 months
ବାହାଘର ପାଇଁ ଯିଏ ଯୌତୁକ ମାଗୁଛନ୍ତି, ତାଙ୍କୁ ଭିକ ଦିଅ.. ଝିଅ ନୁହଁ ❌️ ଆଉ ଯିଏ ସରକାରୀ ଚାକିରିଆ ବର ଖୋଜୁଛନ୍ତି, ତା��୍କୁ ଚାକିରୀ ଫର୍ମ ଦିଅ.. ପୁଅ ନୁହଁ ❌
3
13
108
@AdhunikaLekhaka
ଆଧୁନିକ ଲେଖକ
4 months
🌧 ବର୍ଷା ହେଲେ ସହରିଆ ଲୋକ- ଇସ୍ ପୁରା ରୋମାଣ୍ଟିକ୍ ପାଗ ହେଇଛି ଗାଉଁଲି ଲୋକ- ଆରେ ଲାଇନ୍ ପଳେଇବ ମୋବାଇଲ୍ ଚାର୍ଜ ବସା
3
5
110
@AdhunikaLekhaka
ଆଧୁନିକ ଲେଖକ
1 month
ନିଜର ଛାଇକୁ ପଚାରିଲି ଆଜି.. ତୁ କାହିଁକି ଚାଲୁଛୁ ସାଥୀରେ ମୋର? ବହୁତ ହସିଲା ତା'ପରେ କହିଲା, କେହି ନାହିଁ ବୋଲି ସାଥୀରେ ତୋର..!! #କଥା_ହୃଦୟର ❤️ #AloneBoy 🧍‍♂️
3
8
108
@AdhunikaLekhaka
ଆଧୁନିକ ଲେଖକ
4 months
ଅଜ୍ଞାନୀ କୁହେ:- ସମ୍ପର୍କ ପଛେ ଭାଙ୍ଗିଯାଉ.. ଯୁକ୍ତିରେ ହାରିବିନି..!! ଜ୍ଞାନୀ କୁହେ:- ଯୁକ୍ତିରେ ପଛେ ହାରିଯିବି.. ସମ୍ପର୍କ ଭାଙ୍ଗିବିନି..!!
4
8
107
@AdhunikaLekhaka
ଆଧୁନିକ ଲେଖକ
7 months
ପୁଅ ଯଦି ବଂଶ, ଝିଅ ହେଲା ଅଂଶ ପୁଅ ଯଦି ମାନ, ଝିଅ ହେଲା ସମ୍ମାନ ପୁଅ ଯଦି ଶବ୍ଦ, ଝିଅ ହେଲା ଅର୍ଥ ପୁଅ ଯଦି ଗୀତ, ଝିଅ ହେଲା ସଂଗୀତ ପୁଅ ଯଦି ପ୍ରେମ, ଝିଅ ହେଲା ପୂଜା ପୁଅ ଯଦି ମନ୍ଦିର, ଝିଅ ହେଲା ଧ୍ୱଜା ପୁଅ ଯଦି ଆକାର, ଝିଅ ହେଲା ଆକୃତି ପୁଅ ଯଦି ସଂସ୍କାର, ଝିଅ ହେଲା ସଂକୃତି
3
9
107
@AdhunikaLekhaka
ଆଧୁନିକ ଲେଖକ
6 months
ତତେ ଭଲ ପାଇ ହୃଦୟରେ ତୋର କରିଥିଲି ADMISSION ଦୁନିଆକୁ ଭୁଲି କରିଲି ନିଜର ନ ନେଇ କାହା PERMISSION ପ୍ରେମକୁ ମୋର ବିଶ୍ୱାସ କଲୁନି ନେଲୁ ମୋର EXAMINATION ପ୍ରେମ ବଦଳରେ ଜୀବନକୁ ମୋର କରିଥିଲି DONATION ହୋଇ ପାରିଲିନି ପ୍ରେମର ପ୍ରେମିକ ନଥିଲା ମୋର QUALIFICATION କାହିଁକି ବଞ୍ଚିବି ଆଲାଜୁକ ଭଳି ଖାଉଛି ଲୋ POISON
10
5
105
@AdhunikaLekhaka
ଆଧୁନିକ ଲେଖକ
2 months
Female ରେ Male ରହିଛି Woman ରେ Man ରହିଛି She ରେ He ରହିଛି ସାରାଂଶ.. ପୁରୁୁଷମାନଙ୍କ ବିନା ନାରୀମାନେ ଅଧୁରା
5
12
103
@AdhunikaLekhaka
ଆଧୁନିକ ଲେଖକ
5 months
ବିଳମ୍ବିତ ରାତିରେ ଶୋଉଥିବା ଲୋକମାନେ ଯଦି ପେଚା🦉ଅଟନ୍ତି.. ତାହାଲେ ସକାଳୁ ଶୀଘ୍ର ଉଠୁଥିବା ଲୋକମାନେ ନିଶ୍ଚୟ କୁକୁଡ଼ା 🐔ହେଇଥିବେ..
5
7
105
@AdhunikaLekhaka
ଆଧୁନିକ ଲେଖକ
6 months
ବେଶି କଥାରେ ସମ୍ମାନ ନଷ୍ଟ ବେଶି ଚିନ୍ତାରେ ସମୟ ନଷ୍ଟ ବେଶି ପ୍ରେମରେ ସମ୍ପର୍କ ନଷ୍ଟ ବେଶି ସ୍ନେହରେ ସନ୍ତାନ ନଷ୍ଟ ବେଶି ଆଦରେ ସଂସାର ନଷ୍ଟ ବେଶି ଭୋଜନେ ଶରୀର ନଷ୍ଟ ନ କରିଲେ କିଛି ବେଶି ନା ହେବ ନଷ୍ଟ ନା ହେବ କଷ୍ଟ..!!
1
11
104
@AdhunikaLekhaka
ଆଧୁନିକ ଲେଖକ
7 months
ଦୁନିଆରେ ସବୁଠୁ ଅଧିକ ଯତ୍ନ ନେଉଥିବା ସ୍ତ୍ରୀ.. କେବଳ ଧାରାବାହିକରେ ହିଁ ଦେଖିବାକୁ ମିଳିଥାଏ। 😝 🤭 😝 🤭 😝 🤭 😝
8
2
104
@AdhunikaLekhaka
ଆଧୁନିକ ଲେଖକ
2 months
ପୁରୁଷ ଦୁନିଆକୁ ନାରୀ ମାଧ୍ୟମରେ ଆସିଥାଏ.. ତାହାର ଲାଳନ ପାଳନ ନାରୀ ହିଁ କରିଥାଏ.. ତାକୁ ପ୍ରେମ ବି ନାରୀ ସହ ହୋଇଥାଏ.. ଆଉ ବିବାହ ବି ନାରୀ ସହ ହୋଇଥାଏ.. ଏସବୁ ପରେ ମଧ୍ଯ ଆଜିକାଲିର କିଛି ହୀନ ମାନସିକ ଥିବା ପୁରୁଷ.. ନାରୀକୁ ଇଜ୍ଜତ୍ ଦେବା ବଦଳରେ ନାରୀର ଇଜ୍ଜତ ନେଇଥାଏ 🙏🏻 RESPECT WOMEN 🙏🏻
1
12
103
@AdhunikaLekhaka
ଆଧୁନିକ ଲେଖକ
7 months
ମଦ ପଣିକିଆ ମଦ × ୧ = ମଦ ମଦ × ୨ = ଗଧ ମଦ × ୩ = ଛତରା ମଦ × ୪ = ବାତରା ମଦ × ୫ = ରାଜନୀତି ମଦ × ୬ = ଦୁର୍ନୀତି ମଦ × ୭ = ଅତ୍ୟାଚାର ମଦ × ୮ = ବଳାତ୍କାର ମଦ × ୯ = ହରଣ ମଦ × ୧୦ = ମରଣ
8
11
103
@AdhunikaLekhaka
ଆଧୁନିକ ଲେଖକ
6 months
ମରଣ ଡାକୁଛି ମଶାଣି ଭୂଇଁକୁ ଆୟୁଷ ଜଗିଛି ବାଟ, ସମୟ କହୁଛି ସରି ନାହିଁ ପରା ଜୀବନ ସଉଦା ହାଟ.. ଚାଲିଛି ସଂସାର ନାଟ, ଜୀବନ ନୌକା ଦଦରା ହେଲାଣି ଯମ ଜଗି ଅଛି ଘାଟ।
4
14
102
@AdhunikaLekhaka
ଆଧୁନିକ ଲେଖକ
4 months
ମୁଁ ତାକୁ Fixed Deposit ଭାବୁଥିଲି.. ହେଲେ ସେ Chit Fund ବାହାରିଲା..!! #ଧେତ୍_ତେରିକି 😂 😢 😂 😢 😂
8
8
104
@AdhunikaLekhaka
ଆଧୁନିକ ଲେଖକ
3 months
ପ୍ରେମର ରାସ୍ତାରେ ଖାଲି ଯନ୍ତ୍ରଣା ହିଁ ଯନ୍ତ୍ରଣା ସେଥିପାଇଁ ମୁଁ ଭାବୁଛି.. ପ୍ରେମର ରାସ୍ତାରେ ଗୋଟେ କ୍ଲିନିକ୍ ଆଉ ମେଡିସିନ୍ ଷ୍ଟୋର ଟେ ଖୋଲିବି..!! କିଛି ଇନକମ୍ ହେବା ସହ ପ୍ରେମରେ ଘଟୁଥିବା ସମସ୍ୟା ଉପରେ ଅଭିଜ୍ଞତା ହେଇଯିବ
3
6
102
@AdhunikaLekhaka
ଆଧୁନିକ ଲେଖକ
4 months
ସ୍ୱାମୀ ଶତୃ ହେଲେ ଭାଙ୍ଗିଯାଏ ବାସ, ସ୍ତ୍ରୀ ଶତୃ ହେଲେ କୁଳ ହେବ ନାଶ..!! ଗୁରୁ ଶତୃ ହେଲେ ମିଳେନାହିଁ ମାନ, ଶିଷ୍ଯ ଶତୃ ହେଲେ ନଷ୍ଟ ହୁଏ ଜ୍ଞାନ..!! ପିତା ଶତୃ ହେଲେ ପୁତ୍ର ଲାଗଇ ଅନାଥ, ପୁତ୍ର ଶତୃ ହେଲେ ପିତା ହୁଏ ହନ୍ତସନ୍ତ..!! ରାଜା ଶତୃ ହେଲେ ପ୍ରଜା ହୁଅନ୍ତି ଅନାଥ, ପ୍ରଜା ଶତୃ ହେଲେ ରାଜାର ପତନ ନିଶ୍ଚିତ..!!
1
8
102
@AdhunikaLekhaka
ଆଧୁନିକ ଲେଖକ
7 months
ମାଗଣା ବିଜନେସ୍ ଜ୍ଞାନ 👉 ଜିମ୍ ଆଗରେ ଜୁସ୍ ଦୋକାନ 👉 ହସ୍ପିଟାଲ ପାଖରେ ମେଡିସିନ ଷ୍ଟୋର 👉 ଗାଁ ଛକ ମୁଣ୍ଡରେ ଗ୍ରୋସରୀ ଦୋକାନ 👉 ମଦ ଦୋକାନ ଆଗରେ ଚାଖଣା ଠେଲା 👉 ମନ୍ଦିର ପାଖରେ ପୂଜା ସାମଗ୍ରୀ ଦୋକାନ 👉 କଲେଜ ଆଗରେ ଗୁପଚୁପ, ଦହିବରା ଠେଲା 👉 ସ୍କୁଲ୍, କଲେଜ, ବ୍ୟାଙ୍କ୍ ପାଖରେ ଜେରକ୍ସ୍ ଦୋକାନ
7
6
102
@AdhunikaLekhaka
ଆଧୁନିକ ଲେଖକ
7 months
Student Life 👇🏻 ବଡ ଦୁଃଖ - ପରୀକ୍ଷା ବଡ ସୁଖ - ଛୁଟି ସମୟ ବଡ ମିଛ - Extra Class ବଡ ସତ - Exam Result ବଡ ଶତ୍ରୁ - ପ୍ରେମିକ/ପ୍ରେମିକାର ସାଙ୍ଗ ବଡ ସାଙ୍ଗ - ମୋବାଇଲ୍ ବଡ ମଜା - ସାଙ୍ଗ Birthday Party ବଡ ସଜା - ନିଜ Birthday Party ବଡ ଘୃଣା - ପଡୋଶୀଙ୍କ ପ୍ରବଚନ ବଡ ଆନନ୍ଦ - ବାର୍ଷିକ ଉତ୍ସବ
0
4
103
@AdhunikaLekhaka
ଆଧୁନିକ ଲେଖକ
5 months
ମୁଁ ଭାବିଥିଲି ୨ଟା ବାହା ହେବି.. ଜଣେ ପିଟିଲେ ଆଉ ଜଣେ ବଞ୍ଚେଇବ..!! ହେଲେ ଆଜି ଭୋରୁ ସ୍ୱପ୍ନ ଦେଖିଲି ଯେ.. ଜଣେ ଧରିଛି ଆଉ ଜଣେ ପିଟୁଛି.. ଦୁହେଁ ପାଳି କରିକି ମୋତେ ପିଟୁଛନ୍ତି 😢😒😢😒😢😒😢
11
7
103
@AdhunikaLekhaka
ଆଧୁନିକ ଲେଖକ
8 months
ଜ୍ୱାଇଁ ଟେ ଶଶୁର ଘରେ ୧୦ ଦିନ ରହିବା ପରେ ଶାଶୁ - ଆଉ ପୁଅ ଘରକୁ କେବେ ଯାଉଛ? ଜ୍ୱାଇଁ - କାହିଁକି? ଶାଶୁ - ବହୁତ ଦିନ ହେଲା ଆସିଲଣି ତ..!! ଜ୍ୱାଇଁ - ଆଉ ତମ ଝିଅ ଯଉ ଆମ ଘରେ ବର୍ଷ ବର୍ଷ ରହୁଛି ଶାଶୁ - ସେ ପରା ବାହା ହେଇକି ଯାଇଛି। ଜ୍ୱାଇଁ - କାଇଁ ମୁଁ କଣ କିଡନାପ୍ ହେଇକି ଆସିଛି ନା କଣ.. 🤣 🤣 🤣 🤣 🤣 🤣 🤣
2
6
101
@AdhunikaLekhaka
ଆଧୁନିକ ଲେଖକ
6 months
ପ୍ରେମ ନୁହଁଇ ବାଡି ବରକୋଳି ତୋଳି ଆଣି ବିକି ଦବ, ମନ ବି ନୁହଁଇ କାଚର ଆଇନା ଇଚ୍ଛା କରି ଭାଙ୍ଗି ଦବ। ସ୍ମୃତି ତ ନୁହଁଇ ଦୁଆରର ଝୋଟି ଲିପି ଦେଲେ ଲିଭିଯିବ, ଜୀବନ ନୁହଁଇ ଖେଳ ପଡିଆଟେ ଖେଳିସାରି ଚାଲିଯିବ।
1
6
102
@AdhunikaLekhaka
ଆଧୁନିକ ଲେଖକ
7 months
ତୁ ଚାଲି ଯିବୁ ତୋ ଶାଶୁଘର ଫୁଲର ସବାରୀରେ, ମୁଁ ଚାଲି ଯିବି ଯୋରନ୍ଦା ମଠକୁ ଲୋକାଲ ଟ୍ରେନରେ.. ଯଦି ଆମ ପ୍ରେମ ସତ ହେଇଥିବ, ପୁଣି ଦେଖା ହବ ଯୋରନ୍ଦା ମେଳାରେ.. 😆 😆 😆 😆 😆 😆
4
7
102
@AdhunikaLekhaka
ଆଧୁନିକ ଲେଖକ
6 months
ତୁମ ପରି ମହାବୀର ସଂସାରେ ନାହିଁ ଯିଏ ଛାତିକୁ ପାରିବ ଚିରି ତୁମ ପରି ରାମ ଭକ୍ତ ଜଗତରେ ନାହିଁ ଯିଏ ଭକ୍ତିରେ ଟେକିବ ଗିରି ଛାତି ଚିରି ମହାବୀର ଦେଖାଇ ଦେଲ ଛାତିରେ ଶ୍ରୀରାମଙ୍କ ମୂର୍ତ୍ତି ଯୁଗ ଯୁଗ ପାଇଁ ତୁମ କଥା ରହିଗଲା ରହିଲା ତୁମ ଯଶ, କିର୍ତ୍ତୀ
Tweet media one
0
10
100
@AdhunikaLekhaka
ଆଧୁନିକ ଲେଖକ
3 months
Wi-Fi ର ଗୋଟେ ସୀମା ଥାଏ.. କିନ୍ତୁ Wife ର କିଛି ସୀମା ନଥାଏ.. ସ୍ୱାମୀ ଯେତେ ଦୂରରେ ଥାଉ ନା କାହିଁକି, ସେ ସବୁବେଳେ ସ୍ତ୍ରୀର Coverage Area ଭିତରେ ଥାଏ 😂 😂 😂 😂 😂 😂
7
5
100
@AdhunikaLekhaka
ଆଧୁନିକ ଲେଖକ
4 months
ଆଜି "ମୋ ଓଡ଼ିଆ ପରିବାର" ନାମରେ ଗ୍ରୁପ୍ ଟିଏ ଖୋଲିଲି। ଗ୍ରୁପରେ ଥିବା ସଦସ୍ୟଙ୍କୁ ଅନୁରୋଧ ଦୟାକରି କେହି ବି ଶୁଭ ସକାଳ, ଶୁଭ ରାତ୍ରି ମେସେଜ୍ କରିବେନି 🙏🏻 ଦେବା ଦେବୀଙ୍କ ବିଷୟରେ ଜାଣିବା କଥା ପୋଷ୍ଟ କରିବେ। ଅନ୍ୟାନ୍ୟ କିଛି ଜାଣିବା କଥା, ଆମ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା, ପର୍ଯ୍ୟଟନ ସ୍ଥଳୀ ବିଷୟରେ ସେଆର୍ କରିପାରିବେ।
Tweet media one
26
1
100
@AdhunikaLekhaka
ଆଧୁନିକ ଲେଖକ
7 months
ଆସନ୍ତୁ ଟିକେ ଚିହ୍ନା ପରିଚିତ ହେବା ଆମ ଘର 🏠 #ଭୁବନେଶ୍ବର ଆଉ ଆପଣଙ୍କର..?
74
3
101
@AdhunikaLekhaka
ଆଧୁନିକ ଲେଖକ
6 months
ଆଛା କୁହତ କେଉଁଟା ଭଲ.. 👉🏻 ପ୍ରେମ ପରେ ବିବାହ 👉🏻 ବିବାହ ପରେ ପ୍ରେମ
30
4
98
@AdhunikaLekhaka
ଆଧୁନିକ ଲେଖକ
3 months
ପ୍ରଥମ propose ରେ ସିଧା ସିଧା ମନା କରିଦେବା ଝିଅମାନଙ୍କର - "ଧର୍ମ" ହାର୍ ନ ମାନି ତାଙ୍କୁ impress କରିକି ପଟେଇବା ପୁଅମାନଙ୍କର - "କର୍ମ"
4
4
97
@AdhunikaLekhaka
ଆଧୁନିକ ଲେଖକ
10 days
ପିଆଜ ଖାଇଲେ ରାଗ ଲାଗୁଛି କଲରା ଖାଇଲେ ପିତା ମୁଁ ହେଇ ଯିବି କଳିଯୁଗର ରାମ ତୁମେ ହେବ ମୋ ସୀତା ସୂରୁଜ ଉଇଁଲେ ଜହ୍ନ ଲୁଚିଯାଏ ଆକାଶ ଲାଗଇ ଫିକା ତୁମେ ଲୁଚିଗଲେ ମନ ମରିଯାଏ ଜୀବନ ଲାଗଇ ଏକା
5
11
100