ଶକ୍ତିପ୍ରସାଦ Shaktiprasad Profile Banner
ଶକ୍ତିପ୍ରସାଦ Shaktiprasad Profile
ଶକ୍ତିପ୍ରସାଦ Shaktiprasad

@ThatBioinfoGuy

Followers
687
Following
1,636
Media
252
Statuses
12,671

Proud Odia, Transcriptomics novice, devotee of CRISPR, Pursuing Immunometabolism of Glioma, have sound knowledge in Shruti,Smriti and Vajrayana

ଅଖଣ୍ଡ କଳିଙ୍ଗ The Kalinga
Joined January 2023
Don't wanna be here? Send us removal request.
Explore trending content on Musk Viewer
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
6 months
ସ୍ବର ଉଠେଇଲେ, ସବୁ କିଛି ସମ୍ଭବ। Before After
Tweet media one
Tweet media two
44
44
585
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 month
So, Odia is not a language of India according to this lady?? Only Hindi is the language. Whatever sympathy I had, for this lady, I lost it instantly. Such chauvinistic people they are
@khatijeevi
ଖଟିଜୀବୀ Khatijeevi
1 month
While politicians, journalists, activists and SM users are criticizing police and brand them as criminal, these videos of the couple who are seen creating ruckus in police station shows otherwise. Do the police deserve this from citizens? #OdishaPolice #BharatpurPolice #Odisha
1K
1K
3K
119
103
571
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
2 years
Karnataka was built for Kannadigas. Odisha was built for Odias. Tamizh Nadu was for Tamizhs. I am Odia first and Indian next. What's so difficult to understand?
@MithilaWaala
Amitabh Chaudhary
2 years
Hello @BlrCityPolice @CPBlr @Tejasvi_Surya will there be any action against this man making video and threatening the non kannadiga couple unnecessarily and forcing them to talk in Kannada, people like him spread regional hate and defame #Karnataka . He is not Indian he says 🙄
224
618
1K
37
104
509
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 month
My mother tongue : Odia My state Language : Odia My National Language: Odia. We don't need Hindi. English and Odia are enough.
@Sunnydaymore
Sagar Parida
1 month
My mother tongue: Odia My state language: Odia My national language: We don't have one, but I'm trying to converse better in Hindi because most of the people in my country India speak and are comfortable with it. I love Hindi 🧡🕉
14
11
92
77
18
229
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
7 months
ଜଗନ୍ନାଥ ଙ୍କ ସ୍ଥାନ ଏବେ ରାମ ନେଇଗଲେଣି। ଜଗନ୍ନାଥ ଙ୍କ ନାଁ ନେଲେ କାଳେ ହିନ୍ଦିଆ ମାଲିକେ ଆଉ ହିନ୍ଦୁ ରେ ଗଣୁ ନାହାନ୍ତି।
@otvkhabar
ଓଟିଭି
7 months
ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସରେ ବ୍ରହ୍ମପୁରରେ ବିଜେପି ଶକ୍ତି ପ୍ରଦର୍ଶନ। ବିଜେପିର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ବିଧାନସଭା ପ୍ରାର୍ଥୀ କେ ଅନୀଲ କୁମାର ଏବଂ ବିଜେପି କର୍ମକର୍ତ୍ତାଙ୍କ ସହ ଓଲିଉଡ୍ ଷ୍ଟାର ତଥା କଟକର ବିଜେପି ନେତା ଅରିନ୍ଦମ ଦାସ ପଦଯାତ୍ରା କରିଛନ୍ତି। #OTV #Berhampur #BJP #FoundationDay
47
25
670
50
12
185
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
4 months
ଓଡ଼ିଆ ଅସ୍ମିତା ଅସ୍ମିତା ରଡ଼ି ଛାଡ଼ୁଛନ୍ତି ଅଥଚ ହିନ୍ଦୀ ରେ କାହିଁକି ଲେଖିଲେ ପ୍ରଶ୍ନ କରିବାରୁ ବ୍ଲକିତ??? @PravatiPOdisha ଆଜ୍ଞା, ଆମର ଦୁଇଟି ସରକାରୀ ଭାଷା ଅଛି ଓଡ଼ିଶାରେ।ତୃତୀୟ ଭାଷା ଆମକୁ ଆବଶ୍ୟକ ନାହିଁ।
Tweet media one
28
20
162
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
20 days
ଯୋଉ ଭାଷା ଦି ହଜାର ବର୍ଷ ତଳର ବି ନୁହେଁ ସେଥିରେ ବି ନିଜର ଲିପି ହରେଇ ବସିଛି, ସେ ବି ଶାସ୍ତ୍ରୀୟ। ଆଉ ପୁଣି କାମରୂପି ଲିପି ବ୍ୟବହାର କରୁଥିବା ଭାଷା ଯିଏ କ୍ଷ ଆଉ ଖ ଗୋଟାଏ ଉଚ୍ଚାରଣ କରେ, ସେ ବି। ଅତି ପରିଚୟେ ଗୌରବ ନଷ୍ଟ ହେଲା ଭଳି, ରାଜନୈତିକ ଅଭିସନ୍ଧି ରୁ ଶାସ୍ତ୍ରୀୟ ଭାଷା ମର୍ଯ୍ୟାଦା କୁ ମହାମାନବ ମାଟିରେ ମିଶେଇ ଦେଇଛନ୍ତି।
7
21
162
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
4 months
ଢେଙ୍କାନାଳ ରେଳ ଷ୍ଟେସନ ର ଦୃଶ୍ୟ! ହିନ୍ଦୀ କୁ ଆଙ୍ଗୁଠି ଦେଖାଅ, ଏହା ସେ ଅଞ୍ଚଳର ଭାଷା କୁ ଗିଳି ହଜମ କରିଯିବ। @DRMKhurdaRoad @RailMinIndia
Tweet media one
17
19
149
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
5 months
ପ୍ରଧାନମନ୍ତ୍ରୀ କାହିଁକି ଜୟ ଶ୍ରୀରାମ ନ କହି ଜୟ ଜଗନ୍ନାଥ କହିଲେ ବୋଲି ହିନ୍ଦୀ ରାଜ୍ୟ ରେ ବିବାଦ। ସମାନ କଥା ମୁଁ କିଛି ଦିନ ତଳେ କହିଥିଲି, ଲୋକ କହୁଥିଲେ ଭଗବାନ ଙ୍କୁ ଅଞ୍ଚଳ ଭେଦରେ ବାଣ୍ଟି ହେବ ନାହିଁ। ସତ୍ୟତା ହେଉଛି ବିଜେପି ବାଣ୍ଟି ଦେଇ ସାରିଛି। ସେଥିଲାଗି କେହି ବିଜେପି ନେତା ବାଧ୍ୟବାଧକତା ନଥିଲେ ଜୟ ଜଗନ୍ନାଥ କୁହନ୍ତି ନାହିଁ
22
13
132
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 year
@DrDeepakKrishn1 National Anthem is in Bengali
5
4
123
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
7 months
କିହେବ ମୁଣ୍ଡକଟା ବେଶକୁ ଘେନି ମୁଣ୍ଡକଟା ଗୋଡ଼କଟା ପଙ୍ଗୁକୁ ଘେନି ମୋ ଜନନୀ କି ସୁନ୍ଦର ସିଂହଭୂମି ତା’ର ଶିର ମେଦିନିପୁର ମଂଜୁଷା ପୟର ବେନି ଟିକାଲି ତା ଅଙ୍ଗଟେକା ସମ୍ବର ଚାରୁ ଛିଟିକା ଫୁଲଝର ଫୁଲଝରା ସୁଷମା ବେଣୀ ଉତ୍କଳ ଦିବସ ଉପଲକ୍ଷେ ଶୋଇ ପଡ଼ିଥିବା ଓଡ଼ିଆଙ୍କୁ ବିଚ୍ଛିନ୍ନାଞ୍ଚଳ ଏକତ୍ରୀକରଣ ପାଇଁ ସ୍ବର ଉତ୍ତୋଳନ କରିବାକୁ ଅନୁରୋଧ
Tweet media one
12
26
126
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 year
@SugunaDew Their house, their wish
10
4
103
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
9 months
ଡବାସାହେବ ଙ୍କ ଓଡ଼ିଶା ପାଇଁ ଅବଦାନ କ'ଣ?
@kanak_news
Kanak News
9 months
ବାବାସାହେବ ଆମ୍ବେଦକରଙ୍କ ନାଁରେ ନାମିତ ହେବ ବରମୁଣ୍ଡା ବସଷ୍ଟାଣ୍ଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ଆମ୍ବେଦକରଙ୍କ ଜୀବନୀ ଓ ଆଦର୍ଶକୁ କରାଯିବ ଉପସ୍ଥାପିତ । #KanakNews #BaramundaBusTerminal #AmbedkarTerminal #Odisha #NaveenPatnaik
Tweet media one
135
60
872
38
22
112
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
4 months
ଆଗାମୀ ମୁଖ୍ୟମନ୍ତ୍ରୀ ଘରେ ଓଡ଼ିଆ କୁହନ୍ତି ନାହିଁ। ମହରଗରୁ ଯାଇ କାନ୍ତାର ରେ
@kanak_news
Kanak News
4 months
ବାପା ମୋର ମୁଖ୍ୟମନ୍ତ୍ରୀ... ଏମିତି ଲାଗୁଛି ମୋ ମନରେ ଗୋଲାପ ଫୁଲ ଫୁଟୁଛି । ବାପାଙ୍କ ନାଁ ମୁଖ୍ୟମନ୍ତ୍ରୀ ପାଇଁ ଘୋଷଣା ହେବା ପରେ ଖୁସିରେ ଆତ୍ମହରା ମୋହନଙ୍କ ପୁଅ । #NewCM #MohanCharanMajhi #BJP #Odisha
52
34
1K
68
21
102
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
5 months
ଭୁବନେଶ୍ବର ର ଡାକ୍ତରଖାନା ବାରଣ୍ଡା ତମ ଗର୍ବଗାଥା ଗାଉଛି
@BangalirSontan
বাঙালির সন্তান
5 months
Kolkata is full of odias. I am proud of that we Bangalis give employment to ant chatni eaters 🗿
21
1
10
9
6
102
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 year
Elect a clown and he makes the whole country a circus
@ani_digital
ANI Digital
1 year
Republic Day 2024 to be an all-woman affair, only females to be part of marching contingents, bands, tableaux and performances Read @ANI Story | #RepublicDayparade #women #tableaux
Tweet media one
462
403
4K
6
21
83
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
6 months
ଗୋଡ଼ ଯାଏଁ ଲମ୍ବିଛି ଖଣ୍ଡୁଆ... ଯେତେ ବହି ବାଟିକି ପିଇଗଲେ ସୁଦ୍ଧା, କିଛି ଲୋକ ସଭ୍ଯତା ଆଉ ସଂସ୍କାର ଠାରୁ କୋଶେ ଦୂରରେ ରହିବେ।
@AnimeshPradhan_
Animesh Pradhan IAS
6 months
Blessed by the visionary himself. It was a wonderful experience to meet you Sir and share my happiness and gratitude. Feels amazing to be back at my motherland. #upsc #animeshpradhan
Tweet media one
Tweet media two
32
21
1K
15
9
97
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
2 years
ଓଡ଼ିଆ ଫଳକ ଆଇନ ଥିଲେ ସୁଦ୍ଧା ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ର ମାଲିକ ଏହାକୁ ଭ୍ରୁକ୍ଷେପ ମଧ୍ୟ କରୁନାହାଁନ୍ତି। ଧନ୍ୟ କହିବ ଆମ ସ୍ବାଭିମାନ ହୀନ ଲୋକଙ୍କୁ ଯେଉଁ ମାନେ ଏହି ଦୋକାନ ରେ ଭିଡ଼ ଲଗାନ୍ତି। @LESIOdisha @bmcbbsr ଦୟାକରି ଧ୍ୟାନ ଦିଅନ୍ତୁ। ଖୋଦ୍ ରାଜଧାନୀ ଛାତି ରେ ଜନପଥ ରେ ଦୋକାନ କରି ଆଇନ୍ ମାନୁ ନାହାଁନ୍ତି।
Tweet media one
Tweet media two
Tweet media three
Tweet media four
19
24
94
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
2 years
ଭୁବନେଶ୍ବର ରେଳ ଷ୍ଟେସନ ରେ One Station One Product ର ଦୋକାନ ରେ କେବଳ ହିନ୍ଦୀ ଥାଇ ଓଡ଼ିଆ ନଥିବା ଦେଖି, ମତେ ବ୍ୟଥିତ କଲ। ଇଚ୍ଛା ତ ଥିଲା କାଳି ବୋଳି ଦେବା ପାଇଁ, ହେଲେ ଏଠିକା ଲୋକ ଙ୍କ ଓଡ଼ିଆ ଜାତୀୟତାବାଦ ଅପେକ୍ଷା ହିନ୍ଦୀ ପ୍ରୀତି କାହିଁ ଅଧିକ। ତେଣୁ ଷ୍ଟେସନ ପ୍ରବନ୍ଧକ ମହାଶୟ ଙ୍କୁ ଲିଖିତ ଅଭିଯୋଗ ଟେ ଦେଲି।
Tweet media one
10
11
89
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
3 months
ନିମ୍ନ ରେ ରାଷ୍ଟ୍ରପତି ଙ୍କ ଅଭିଯୋଗ ପୋର୍ଟାଲ ଦେଲି ସମସ୍ତ ସ୍ବାଭିମାନୀ ଓଡ଼ିଆ ମାନଙ୍କୁ ଅନୁରୋଧ, ଖଣିଚୋର ମଦବେପାରୀ ରଘୁବର ଆଉ ତା ଗୁଣ୍ଡା ପୁଅ ନାଁ ରେ ଅଧିକ ରୁ ଅଧିକ ସଂଖ୍ୟାରେ ଅଭିଯୋଗ ଦିଅନ୍ତୁ, ଯଦ୍ଦ୍ବାରା ଆମ ଓଡ଼ିଆ ଭାଇ କୁ ନ୍ୟାୟ ମିଳିବ।
4
24
89
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 year
ବୀର ଶ୍ରୀ ଗଜପତି ଗୌଡ଼େଶ୍ବର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ବର ଅତୁଳ ବଳ ପରାକ୍ରମ ସଂଗ୍ରାମେ ସହସ୍ର ବାହୁ କ୍ଷତ୍ରିୟ କୁଳ ଧୂମକେତୁ ଯବନ ମର୍ଦ୍ଦନ ମହାରାଜା କପିଳେନ୍ଦ୍ର ଦେବଙ୍କ ରାଜ୍ୟାଭିଷେକ ଦିବସର ଶୁଭେଚ୍ଛା। ଆଶା, ଆମେ ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଓଡ଼ିଆ ଜାତୀୟତାବାଦ ର ଉନ୍ମେଷ କରିବା
Tweet media one
6
15
81
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
6 months
Similarly Nursing officers, resident doctors, faculty doctorsspeak Hindi in @AIIMSBhubaneswr . It causes a lot of problems for patients. But some of them are so inhumane and adamant that, they can't learn Odia, instead they expect patients to learn Hindi.
@Lap_surgeon
Dr. B L Bairwa MS, FACS
6 months
Medical education in India on the verge of ruin! 😑 #MedTwitter
1K
1K
4K
20
17
80
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 month
Which idiot speaks a foreign language in their own motherland? They have forsaken their mother tongue for Hindi. How can such fence sitters be believed?? These are nothing but opportunists of first order
@OdishaReporter
Odisha Reporter
1 month
ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା। ସାମନାକୁ ଆସିଲା ଘଟଣା ଦିନର ଭିଜୁଆଲ । ଏହି ଭିଡିଓକୁ କେହି ଜଣେ ପୁଲିସ କର୍ମଚାରୀ ସୁଟିଂ କରିଥିବା ଜଣାପଡିଛି । #Odisha #Bhubaneswar
106
131
778
15
13
70
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 month
The worst are CMs of Odisha. We have 3 CMs being remotely controlled from Delhi. They have 0 vision, 0 understanding and 0 aspiration. The best is chandrababu Naidu.
@autopsy_surgeon
यमराज
1 month
According to you who is the best and worst CM in India currently?
55
1
86
9
12
74
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
6 months
UP, Gujarat, Assam, which state has liquor ban?
@ArgusNews_in
Argus News
6 months
#Deogarh : BJP will ban liquor if it is voted to power in Odisha, asserts Union Minister and BJP Sambalpur Lok Sabha candidate #DharmendraPradhan during his address at the Vijay Sankalp Samavesh at Tilebani #Odisha #OdishaElections2024
Tweet media one
66
19
169
40
7
74
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
2 months
ଫକୀରମୋହନ ସେନାପତିଙ୍କୁ ଓଡ଼ିଶା ଭାଜପା ଦ୍ବାରା ବ୍ରିଟିଶ୍ ଏଜେଣ୍ଟ କହିବା, ନିହାତି ଲଜ୍ଜାଜନକ କଥା। ଏଭଳି ଏକ ଅମେରୁଦଣ୍ଡି ବର୍ଗୀ ପୂଜକ ଦଳ କୁ କ୍ଷମତା କୁ ଆଣିଥିବା ହେତୁ ସମସ୍ତ ଓଡ଼ିଶାବାସୀ ଲଜ୍ଜା ଅନୁଭବ କରିବା ଉଚିତ୍। ଆଜି ଫକୀରମୋହନ ସେନାପତି, କାଲିକୁ ମଧୁବାବୁ ଶରବ୍ୟ ହେବେ, ଆଉ ଆମେ ଦେଖି ଦେଖି ଖୁସି ହେଉଥିବା।
5
7
70
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 year
ଜନୈକ ଇନଷ୍ଟା ଇନଫ୍ଲୁଏଞ୍ଜା ଙ୍କ ଏକ ପୋଷ୍ଟ ରେ ଦୋକାନ ରେ ଓଡ଼ିଆ ଫଳକ ନଥିବା ଦେଖି କିଛି ଦିନ ତଳେ ମର୍ମାହତ ହେବା କଥା ଲେଖିଥିଲି । ପାଖାପାଖି କୌଣସି ଦୋକାନ ରେ ଓଡ଼ିଆ ଫଳକ ନଥିଲା। ତେଣୁ ମାନ୍ୟବର ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ଜନଶୁଣାଣି ମାଧ୍ୟମରେ ଅଭିଯୋଗ ଦେଇଥିଲି।
Tweet media one
Tweet media two
Tweet media three
5
5
70
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
7 months
ଜାତୀୟ ଦଳ ର ପ୍ରଥମ ଲକ୍ଷଣ : ଦିଲ୍ଲୀ ପାଖେ ମୁଣ୍ଡ ବିକିବା। ଖାଲି ଓଡ଼ିଆ ରେ ଲେଖିଥିଲେ ଚଳିଥାନ୍ତା, ହେଲେ ବାବୁ ଙ୍କ ହାଣ୍ଡିଆ ପ୍ରେମ ବୋହି ପଡ଼ିଲା। ଏବେଠୁ ତ ଏତେ ହାଣ୍ଡିଆ ପ୍ରେମ, ଆଉ ଯଦି ଭୁଲ୍ ରେ କ୍ଷମତା କୁ ଆସିଲେ, ଓଡ଼ିଶା କୁ ହିନ୍ଦୀ ରାଜ୍ୟ ହେବା ପାଇଁ ଅଧିକ ସମୟ ଲାଗିବ ନାହିଁ
@SamalManmohan7
Manmohan Samal
7 months
विगत 10 वर्षों से, श्री नवीन पटनायक जी के नेतृत्व में ओडिशा की बीजू जनता दल (बीजेडी) पार्टी केंद्र की माननीय प्रधानमंत्री श्री नरेंद्र मोदी जी की सरकार के अनेक राष्ट्रीय महत्व के प्रसंगों में समर्थन देती आई है, इसके लिए हम उनका आभार व्यक्त करते हैं। अनुभव में आया है कि देशभर
211
337
1K
10
5
70
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
11 months
@SecularBuffalo 2000 wild animals killing another animal
2
4
54
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
2 years
ଯାଜପୁର ର ଖଣି ଟଙ୍କା ରେ ହିନ୍ଦୀ ରାଜ୍ୟ ରେ ରାସ୍ତା ହେବ, ହିନ୍ଦୀ ଭାଷା ପାଇଁ ଟଙ୍କା ଖର୍ଚ୍ଚ ହେବ, ହେଲେ ଯାଜପୁର ର ଲୋକ ଅପପୁଷ୍ଟି ରେ ମରିବେ। ସେଥିରେ ବି ଓଡ଼ିଆ ଲୋକ ବୁଝୁ ନାହାନ୍ତି ଓଡ଼ିଆ ଜାତୀୟତାବାଦ କାହିଁକି ଆବଶ୍ୟକ।
8
6
56
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 year
@DrDhruvchauhan Most of them would be preparing for civils and would have come there to appear so that this remains a source of income generation. As many people go to Delhi for civils, I guess that's why the crowd is more
2
0
58
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 year
ଦୁଃଖର ବିଷୟ, ଆମ ମୂର୍ଖାମି ଯୋଗୁଁ ଓଡ଼ିଆ ମାନଙ୍କ ପାରମ୍ପରିକ ପୋଷାକ କୁ ଲୋକ ଭୁଲିଗଲେଣି। ବିବାହ ରେ ଶେରୱାନି ଲହଙ୍ଗା ଧସେଇ ପଶିଲାଣି।
@desi_thug1
Desi Thug
1 year
7. Odisha
Tweet media one
25
31
702
7
6
55
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 year
@YashMor5 It was a priest, adherent to rituals, who saved that girl. Others didn't. Because living a life with moral values makes one a good human being. Rituals aren't bad. They are for cleansing our own conscience
1
3
54
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
2 years
ଉତ୍କଳ ଦିବସ ରେ ସମସ୍ତ ଓଡ଼ିଆ ଯୁବକ ଯୁବତୀ ପ୍ରଶାସନିକ ସେବା ରେ ଅଧିକ ରୁ ଅଧିକ ଯିବା ପାଇଁ ଚେଷ୍ଟିତ ହେବା ଧ୍ୟେୟ ନେଇ ଆଗକୁ ବଢ଼ିବା ଆବଶ୍ୟକ। ଅଣ ଓଡ଼ିଆ ପ୍ରଶାସନିକ ଅଧିକାରୀ କେବେ ହେଁ ଏଠିକି ବିକାଶ ପାଇଁ ଆସନ୍ତି ନାହିଁ। ଯେବେ ଯାଏଁ ଆମେ ନିଜେ ପ୍ରଶାସନିକ କଳ ଆୟତ୍ତ ନ କରିଛେ, ରାଜ୍ୟ ର ବିକାଶ ହେବା କଷ୍ଟ।
2
4
56
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
8 months
ବ୍ୟକ୍ତିଗତ ସ୍ବାଧୀନତା ନାଁ ରେ ଯଦି ସବୁଠାରୁ ଅଧିକ ସ୍ବାର୍ଥୀ କେହି ହେଇଥାଏ, ସେ ହେଲା ଆମେ, ଓଡ଼ିଆ ମାନେ। ଭାଷା ଓ ରାଜ୍ୟ ପାଇଁ ସଂଘର୍ଷ କରି ଆମ ପୂର୍ବଜ ସତରେ ବଡ଼ ଭୁଲ୍ କରିଦେଲେ। ପଶ୍ଚିମବଙ୍ଗ ର କଲିକତା ହେଉ କି ଅନ୍ୟ ସହର ହେଉ, ଫଳକ ରେ ବଙ୍ଗାଳୀ, କ୍ବଚିତ ଇଂରାଜୀ ଦେଖାଯାଏ । ଏଠି ପ୍ରମୁଖ ଭାବେ ବଙ୍ଗାଳୀ ଲେଖିବା ଆଇନ ନାହିଁ।
Tweet media one
Tweet media two
7
8
54
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
7 days
ଆ���, ହାଣ୍ଡିଆ କହି ଦାଣ୍ଡିଆ ନାଚୁଥିବା ନିର୍ଲଜ ମାନେ, କେତେଜଣ ବଙ୍ଗାଳୀ/ହିନ୍ଦିଆ ଆଜି କୁମାର ପୂର୍ଣ୍ଣିମା ପାଳୁଛନ୍ତି??
4
11
54
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
5 months
@odisha_police ଫୋନ୍ କଲେ ବ୍ଲକ୍ କରିଦେବେନି ତ? 🤣😂
Tweet media one
3
7
51
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 month
@Trilochanbharat Because official language is Odia and English. The police are not obliged to speak Hindi. Women shouldn't misbehave with police also.
12
1
50
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
11 months
ହିନ୍ଦିଆ ଲୁଟିବେ ଆଉ କୋଶଳା ଶାଗ ବାଲା କହିବେ କଟକିଆ ସବୁ ଖାଇଗଲେ କାଳେ
@ANI
ANI
11 months
#WATCH | Balangir, Odisha: Currency counting machines brought in as the Income Tax Department raid at the premises of Boudh Distilleries Private Limited enter the 5th day. Over Rs 200 Cr has been seized. Baldev Sahu Infra Pvt Ltd company which is a group company of Boudh
64
663
3K
8
5
51
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 month
The "we" in this tweet hindia immigrants. Odisha doesn't have any Nvaratri. Our puja starts from Bilwabarana and ends in Mahanavami. Dasara is Vishrama.
@SpeakNaimisha
Naimisha (ନୈମିଷା) 🇮🇳
2 months
Lol! FYI: I am an Odia and the Durga Puja in my state is one of the most popular and sacred festival. We fast on Navratri. Also, for your poor sense of understanding: Why question is “Why provoke someone!” Not if there are stalls or not! :)
82
4
90
2
8
48
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
10 months
Rama Janma Bhumi movement was started by Sannyasis. Swami Karpatriji Maharaj, Swami Bamadeva, Swami Swaroopanand, Swami Akhandananda. It was hijacked and today people are saying it's political. It had nothing to do with politics.
@pratyasharath
Pratyasha Rath
10 months
@neha_aks Yes. One of the highest. He will get the due for that. Like other seers will. RJB movement was a political movement and has reached a resolution due to political mobilisation. Recognising that is absolutely valid and moral. Ritual sanctity is not going to be compromised by that.
7
1
18
2
23
47
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 year
ଏ କନିଷ୍ଠ ଯନ୍ତ୍ରୀ ବହୁତ ଭଲ କାମ କରିଛନ୍ତି। ପ୍ରଶଂସା ର ପାତ୍ର ସେ। ଯଦି ହିନ୍ଦୀ ରାଜ୍ୟ ରେ ଓଡ଼ିଆ କହିବା, ସେବା ମିଳିବ? ତାହାଲେ ଏଠି କାହିଁକି ହିନ୍ଦୀ ଚଳିବ?
@kanak_news
Kanak News
1 year
#ଟାଟା_ପାୱାର_କର୍ମଚାରୀଙ୍କ_ବିରୋଧରେ_ଦୁର୍ବ୍ୟବହାର_ଅଭିଯୋଗ ସୁନ୍ଦରଗଡ଼ ରାଜଗାଙ୍ଗପୁରରେ ଟାଟା ପାୱାର କର୍ମଚାରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ । ଅଧିକ ବିଲ୍ ଆସିଥିବା ନେଇ ହିନ୍ଦୀରେ ପଚାରିବାରୁ ଜୁନିୟର ଇଂଜିନିୟର ହେଲେ ଉତକ୍ଷିପ୍ତ । ଭାଇରାଲ୍ ହେଉଛି ଭିଡ଼ିଓ #KanakNews #Sundergarh #Odisha
68
51
486
3
5
46
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 month
The irony is our CM comes from a tribal community. Meanwhile his govt made a mockery of tribals for whatever reasons best known to them.
@otvkhabar
ଓଟିଭି
1 month
#ପ୍ରଧାନମନ୍ତ୍ରୀଙ୍କୁ_ସ୍ବାଗତ_ପାଇଁ #ଆଦିବାସୀ_ନୃତ୍ୟ_ସହ_ସ୍ବାଗତ_କରାଯିବ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ସଜେଇ ହୋଇଛି ଭୁବନେଶ୍ବର। ରାଜଭବନ ଛକରେ ବିଶେଷ ଆୟୋଜନ କରାଯାଇଛି। ଆଦିବାସୀ ନୃତ୍ୟ ସହ ସ୍ବାଗତ କରାଯିବ ପ୍ରଧାନମନ୍ତ୍ରୀଙ୍କୁ। #SubhadraYojana #PMModi #Bhubaneswar #OTV
188
32
355
1
2
43
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
20 days
Slap on northie monkeys 😂🤣
@manas_muduli
Manas Muduli🇮🇳
20 days
A tonne of fish Bhog in Cuttack during Durga Puja!! ‘Fish Bhog’ or ‘Machha Bhog’ is a tradition on Navami at Chandni Chowk and Alisha Bazaar Puja Mandaps. An old article, but provides insights to this long-standing tradition.
Tweet media one
15
33
278
4
2
44
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
8 months
ଜାତୀୟ ଦଳକୁ ଭୋଟ୍ ଦେବା ଅର୍ଥ ଦିଲ୍ଲୀ ହାତରେ ନାଚୁଥିବା ମାଙ୍କଡ଼ ବାଛିବା। କାରଣ ଓଡ଼ିଶା ବିଜେପି ରେ ବୋମ୍ମାଇ ଭଳି କି କଂଗ୍ରେସ ରେ ସିଦ୍ଧରାମାୟା ଙ୍କ ଭଳି ନେତା ନାହାଁନ୍ତି। ଆବଶ୍ୟକ ଏଠି ଅନ୍ୟ ଏକ ଆଞ୍ଚଳିକ ଦଳର। କାରଣ ବିଜେଡ଼ି ଆଉ ଆଞ୍ଚଳିକ ଦଳ ହେଇ ନାହିଁ। #ପରିବର୍ତ୍ତନ_ଆବଶ୍ଯକ
@otvkhabar
ଓଟିଭି
8 months
'ମେଣ୍ଟ ହେବ କି ନାହିଁ, ସେ ସଂପର୍କରେ କେନ୍ଦ୍ର ନେତୃତ୍ୱ ନିଷ୍ପତ୍ତି ନେବେ। କେନ୍ଦ୍ର ନେତୃତ୍ୱ ଯାହା ନିଷ୍ପତ୍ତି ନେବେ, ତାହା ହିଁ ହେବ' #JualOram #BJP #OTV
8
1
51
6
7
43
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
8 months
ମେଦିନୀପୁର ଆମର, ମେଦିନୀପୁରିଆଣୀ ବି ଆମର
@MamataOfficial
Mamata Banerjee
8 months
Congratulations to our Bengal girl Pranati Nayak for winning bronze in vault event in the gymnastics world cup 2024 in Cairo! Best wishes for further progress in the global arena!
720
509
2K
7
4
44
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
2 years
ଓଡ଼ିଆ ଙ୍କ ଭିଡ଼। ହେଲେ ଏହାର ଅଣ ଓଡ଼ିଆ ମାଲିକ ପଚାରୁଛି ସେ ଓଡ଼ିଆ କାହିଁକି ଶିଖିବ। ଏତିକି ଆସ୍ପର୍ଦ୍ଧା ଅଣ ଓଡ଼ିଆ ଙ୍କର ଭୁବନେଶ୍ବର ରେ। @LESIOdisha @Culturedeptt Official language act ର ପ୍ରଣୟନ ଖୋଦ�� ରାଜଧାନୀ ରେ ଏତେ ଦୁର୍ବଳ। ଏଥିପ୍ରତି ଧ୍ୟାନ ଦିଅନ୍ତୁ। ଅନେକ ସ୍ଥାନରେ ଓଡ଼ିଆ ଫଳକ ନାହିଁ।
Tweet media one
10
4
43
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
3 months
ବିଜେପି ସରକାର ହିନ୍ଦିଆଙ୍କର, ହିନ୍ଦିଆ ଙ୍କ ଦ୍ୱାରା, ହିନ୍ଦିଆଙ୍କ ପାଇଁ । କଳିଙ୍ଗ ଷ୍ଟାଡିୟମ୍ ସାମ୍ନାର ଲଜ୍ଜାଜନକ ଦୃଶ୍ୟ। ଓଡ଼ିଆ ରଖିବା ଉଚିତ ମଣିଲେ ନାହିଁ ଖୋଦ୍ ଓଡ଼ିଆ ଭାଷା ମନ୍ତ୍ରୀ ଙ୍କ ବିଭାଗ ଦ୍ବାରା ପରିଚାଳିତ ଷ୍ଟାଡ଼ିୟମ। @suryabanshibjp @sports_odisha
Tweet media one
5
9
42
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
3 months
Maximum profit comes from Odisha. Still 19000 crore went to UP and 10000 crore to Bihar. Even Waste Bengal 13000 crore. So, we aren't even getting what we deserve. What is there to talk about here?
@rajshreenitu
Rajshree Das🇮🇳
3 months
Odisha got ₹10, 586 crores for Rail infrastructure development in this Parliament Budget Session. No Odia will talk about this, doesn't suit their agenda.
59
46
344
4
6
39
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 month
Dear @SwiggyCares @harshamjty , whoever in your team is suggesting you to put Bengali notification in Odisha, fire him/her/them/it. Odisha is not Bengal and Odia is not Bengali.
Tweet media one
8
8
40
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
4 months
Same rule should be applicable in AIIMS, NIT and IIT also
@manas_muduli
Manas Muduli🇮🇳
4 months
NIFT, Bhubaneswar. #DidYouKnow NIFT, Bhubaneswar has 20% seat reservation for the domicile of #Odisha , as the state had provided land and financial assistance of Rs 58.6 crores!!
Tweet media one
8
24
358
9
3
38
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
6 months
ଷଢ଼େଇଖଳା ରେ କିନ୍ତୁ ଓଡ଼ିଆ ଶିକ୍ଷକ ମିଳୁ ନାହାଁନ୍ତି।
@otvnews
OTV
6 months
Once BJP govt forms in Odisha, Bengali teachers will be made available wherever Bengali people are there. And it has to be done because as per the new education policy, Bengali people and also tribal people have the rights to get education till class 5 in their own language, says
Tweet media one
91
14
212
3
5
38
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
5 months
ସ୍ବାଧୀନତା ର ମୂଲ୍ୟ : ଆଜି ର ଦିନ ରେ ଖରସୁଆଁ ଓ ଷଢ଼େଇଖଳା ର ରାଜା କଶ୍ମୀର ପରି ଏକ ଚୁକ୍ତିନାମା ସ୍ବାକ୍ଷର କଲେ ଭାରତୀୟ ଗଣରାଜ୍ୟ ସହ ମିଶ୍ରିତ ହେବା ପାଇଁ। ଚୁକ୍ତି ରେ ସଫା ସଫା ଉଲ୍ଲେଖ ଥିଲା, ତାଙ୍କ ରାଜ୍ୟ ଓଡ଼ିଶା ସହ ରହିବ, ସେହି ସର୍ତ୍ତ ରେ ସେ ଭାରତ ସହ ମିଶୁଛନ୍ତି।
11
12
39
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
11 months
HCA Asia was an exciting event. I'm grateful to the organisers for the opportunity to participate and know more about single cell and spatial transcriptomics as well as to meet researchers from round the globe and know about their work.
Tweet media one
Tweet media two
3
0
38
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
2 years
@Ananth_IRAS Meanwhile Air Force
Tweet media one
1
0
38
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 year
Useless tip. Studying 14 hours for an exam that merely gives you certificate for dob is the most inefficient way to deal with it. It doesn't matter how much one scores in 10th.
@otvnews
OTV
1 year
Study 14 hrs & sleep 6 hrs: #Odisha govt issues Matric Exam tips for students #MatricExam
32
8
154
6
7
40
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
2 years
@entropied2223 North people are so large hearted that they don't understand second Indian language after Hindi. At least Kannadigas can deal in Hindi
0
2
40
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 month
ମାଆ ସମଲେଶ୍ବରୀ ଙ୍କ ପୀଠେ ଉଗ୍ରଚଣ୍ଡା କଳ୍ପେ ଷୋଡ଼ଶ ଦିନାତ୍ମକ ପୂଜା ନିର୍ଘଣ୍ଟ। (କାତ୍ୟାୟନୀ କଳ୍ପ ରେ ନବଦିନାତ୍ମକ ପୂଜା ପଶ୍ଚିମାଞ୍ଚଳ ରେ ମଧ୍ୟ ହୁଏ ନାହିଁ।)
Tweet media one
1
2
38
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
3 months
ଟ୍ରେନ୍ ଓଲଟି ପଡ଼ୁଛି, ହେଲେ ବାବୁ ମୋଦୀ ଚାଳିଶା ଗାଉଛନ୍ତି
@ANI
ANI
3 months
#WATCH | Union Minister Ashwini Vaishnaw says, "In public life, choice of words is very important. The kind of words that are being chosen by the Opposition for PM Modi, is very concerning. The usage of words like 'Hinsa' and 'Hatya' produce a direct result, it creates an
725
188
922
5
3
37
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
7 months
ସେଥିଲାଗି ସ୍ବଭାବ କବି ଗଙ୍ଗାଧର ମେହେର ଲେଖିଥିଲେ ହିନ୍ଦୀ ସରସ୍ୱତୀ ମୋ ଛାତିରେ ବସି କରିବ ପରା ରାଜତ୍ୱ ମୋ ଆଶା କାନନ ଭସ୍ମରାଶି ହେବ ତା ନବ ଉଦ୍ଯାନେ ଖତ ଉପମାତା ଆସି ଗର୍ଭଧାରିଣୀ ର ମସ୍ତକେ ଚରଣ ଦେବ ଏହି ଦୃଶ୍ୟ ଦେଖି କେଉଁ ସନ୍ତାନର ମନରେ ଦୁଃଖ ନହେବ
@pcsarangi
Pratap Chandra Sarangi
7 months
हिंदी भाषा के साथ हमारी अस्मिता जुड़ी हुई है हमारे देश की संस्कृति और हमारी राष्ट्रीय एकता की हिंदी भाषा संवाहिका है। हिंदी साहित्य के छायावादी युग की अग्रणी लेखिका आधुनिक मीरा के नाम से प्रसिद्ध महादेवी वर्मा जी की जयंती पर उन्हें शत्-शत् नमन। #MahadeviVerma
Tweet media one
14
8
61
1
9
39
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
5 months
ଓଡ଼ିଆ ବିଜେପି ନେତା ମାନେ ନେତା ହେବାକୁ ଅଯୋଗ୍ୟ। ଯଦି ଏମାନେ ଦକ୍ଷିଣ ଭାରତୀୟ ସାଂସଦ ମାନଙ୍କ ଭଳି ସ୍ବାଭିମାନୀ ହେଇଥାନ୍ତେ, କ'ଣ ଅସୁବିଧା ହେଇଥାଆନ୍ତା?
@KantInEast
Lord Immy Kant (Eastern Exile)
5 months
Nirmala & Kumaraswamy took oath in English. Why did Dharmendra Pradhan take oath in Hindi? It's either Odia (mother tongue) or English (lingua franca). We don't speak Hinthi saar. Disappointed.
31
14
109
3
6
39
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
4 months
Exactly. I want Odias to remain Odia. This has nothing to do with hate. I love our culture and I don't want anything being imposed on us.
@realpeteyb123
Petey B
4 months
I want Europe to remain white and Christian. I want Italian culture in Italy 🇮🇹 Greeks being Greek in the Mediterranean 🇬🇷 Spaniards doing their thing in Spain 🇪🇸 The French drinking wine & eating bread in France 🇫🇷 The Brit’s getting trashed and being improper at night
11K
16K
132K
2
5
34
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 year
@PunamMohandas @SugunaDew Let me remind you, govt denies job to people on the basis of caste/religion.
0
0
35
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
2 years
ଶଙ୍କରାଚାର୍ଯ୍ୟ କି ଗଜପତି ମହାରାଜା କେବେ ହେଲେ ଜାତିଭିତ୍ତିକ ମନ୍ଦିର ପ୍ରବେଶ କଥା କହିନାହାନ୍ତି। ମନ୍ଦିର ରେ ଅନେକ ଶୂଦ୍ର ବର୍ଣ୍ଣ ର ସେବାୟତ ପୁରୁଷାନୁକ୍ରମିକ ସେବା ଯୋଗାଇ ଆସୁଛନ୍ତି।
@taangsu
ପ୍ରଶାନ୍ତ
2 years
both shankaracharya & gajapati advocate ban of dalit entry. every odia grew up with story of dasia Bauri, a lower caste devotee who wasn't allowed into puri temple. ambedkar wasn't allowed. the district puri is already a casteist hotbed, you don't need a board outside the temple.
17
57
194
2
2
37
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 month
Odisha has 2 official language, Odia and English. Everything else is foreign. Only Odias are concerned. ଜାରଜ ମାନଙ୍କୁ କିନ୍ତୁ ଫରକ ପଡ଼େନି, ସେଟା ଜଣା ଅଛି ଆମକୁ।
@_JoshNeverStops
KeepitDope
1 month
/Hindi is a foreign language// 😂 are bhai Odia jemiti official language Hindi bi official language. Foreign language kuadu hela? //Could have spoken in Odia// Tara ichha se jou bhasa re kahiba.. Ama sambidhana se adhikaar deichhi. //Foresaken// How we're concerned bro? 😂😂
3
1
7
9
5
35
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 year
ଶିଶୁପାଳ ଗଡ଼ ପରି ଧଉଳି ଏକ ଅଜେୟ ଗଡ଼ ଥିଲା ଯାହା ତକି ଖାଁ ଆକ୍ରମଣ ସମୟରେ ଭୂଲୁଣ୍ଠିତ ହେଇଥିଲା। ଅଶୋକ ଙ୍କ ମିଛ କଳିଙ୍ଗ ଆକ୍ରମଣ ବ୍ୟତୀତ ଧଉଳି ର ଅନେକ ଗୌରବମୟ ଇତିହାସ ଅଛି। ହେଲେ ଆମ ମାନଙ୍କ ମୂର୍ଖାମି ରୁ ସେଠି ଶାନ୍ତିସ୍ତୁପ ହେଲା ଆଉ ଅଶୋକଙ୍କ କଥା ତିନି ତୁଣ୍ଡ ରେ ଛେଳି କୁକୁର ଭଳି ବଢ଼ିଲା। ଲୁଚିଗଲା ଓଡ଼ିଆ ସମର ଇତିହାସ!
@narayanatweets
ନାରଣ ମାଷ୍ଟ୍ରେ
1 year
ଶିଶୁପାଳଗଡ଼ର ଅନତି ଦୂରରେ ଦୟାନଦୀ ଆଉ ତା ଅପରପାର୍ଶ୍ବରେ ଧଉଳିଗିରି ଅବସ୍ଥିତ l ଏଇ ଦୟାନଦୀ କୂଳରେ ଐତିହାସିକ କଳିଙ୍ଗ ଯୁଦ୍ଧ ଅନୁଷ୍ଠିତ ହୋଇଥିଲା ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ l କୁହାଯାଏ ଯେ ଏହି ଯୁଦ୍ଧରେ ଏତେ ଭୀଷଣ ରକ୍ତପାତ ହୋଇଥିଲା ଯେ ଦୟାନଦୀର ଜଳ ଲାଲ ହୋଇଯାଇଥିଲା l +
Tweet media one
1
8
110
7
5
35
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
4 months
Unpopular Opinion : She single handedly has destroyed many Bhajans. All the old Bhajans I have heard, sung by her, I have ended up irritated and went back and heard to Shri Bhikari Bala or Shyamamani Devi
@_AnsumanRath
Ansuman Rath 🇮🇳
4 months
Any popular Odia festival without a Namita Agrawal song/bhajan is so incomplete. I feel she deserves a Padma Shri at least. #RajaParba
9
11
151
4
3
36
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
5 months
Probably Pandian was planted to destroy BJD
@INCKerala
Congress Kerala
5 months
BJP's evil designs to destroy regional parties. VK Pandian of BJD describes how BJP planted Jay Panda MP inside BJD to create a narrative around CM @Naveen_Odisha 's health condition. Finally Naveen Patnaik realized what was going on and removed him. Jay Panda finally joined the
72
814
3K
4
6
34
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
4 months
The fact is Arakku belongs to Odisha which has been forcibly occupied by Andhra for long. It belonged to Jeypore Kingdom. We don't need another GI tag. We need rightful ownership of our region.
@manas_muduli
Manas Muduli🇮🇳
4 months
The GI tag of Araku Coffee has geographical area mentioned as Odisha and Andhra Pradesh. The application was filed by Coffee Board of India in 2018. Koraput Coffee currently falls under Araku Coffee which is confusing. We need a separate GI tag for #KoraputCoffee .
Tweet media one
Tweet media two
6
16
226
1
5
34
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
3 months
ମାନ୍ୟବର ରଘୁବର ହେଲେ ଜଣେ ଖଣି ମାଫିଆ ଓ ଅନେକ ମଦ ଦୋକାନ ର ମାଲିକ। ଏଭଳି ଗୁଣ୍ଡା ମାନଙ୍କୁ ପଦବୀ ଦେଇ ପଦବୀ ର ଅପମାନ କରିବା ସାର ଯାହା।
@Bhumii_Putra
Unnecessarily Honest
3 months
Saw this in today's newspaper @samajalive , if it is true then all these "Odia Asmita" commitment is a drama. This kind of behaviour is completely unacceptable, may be common in your state Sir @dasraghubar but not here. @MohanMOdisha @CMO_Odisha @Naveen_Odisha @bjd_odisha
Tweet media one
7
5
18
3
6
34
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
5 months
ଧର୍ମେନ୍ଦ୍ର ପ୍ରଧାନ, ସୂର୍ଯ୍ୟବଂଶୀ ସୂରଜ, ଏମାନେ କିଏ
@SuhaniM09982581
Suhani Mishra
5 months
ଓଡ଼ିଶାରୁ ସଫା ହେଲା ପରିବାରବାଦ
Tweet media one
36
35
414
7
2
35
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 month
ଆଉଥରେ କହୁଛି, ୟେ ସ୍ବାଭିମାନୀ ମୁଖ୍ୟମନ୍ତ୍ରୀ ନୁହେଁ, ଓଡ଼ିଆ ଅସ୍ମିତା ଏଙ୍କ ଦେଖେଇବା ଦାନ୍ତ ଥିଲା। ପ୍ରକୃତରେ ଏ ହେଲେ ହିନ୍ଦିଆଙ୍କ ଚାଟୁକାର
@MohanMOdisha
Mohan Charan Majhi
1 month
देश के यशस्वी प्रधानमंत्री व कर्मयोगी आदरणीय नरेन्द्र मोदी जी के जन्मदिन पर मैं उन्हें हार्दिक शुभकामनाएं देना चाहता हूं । यह हमारे लिए अत्यंत हर्ष का विषय है कि वह अपने जन्मदिन पर ओडिशा का आगमन करेंगे। इस पवित्र दिन पर उनके करकमलों से ओडिशा की मातृशक्ति के लिए सुभद्रा योजना का
22
52
258
2
0
34
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
6 months
ଆମ ମାନଙ୍କ ହିନ୍ଦୀ ଗୋଡ଼ାଣିଆ ଗୁଣରୁ @DRMKhurdaRoad ଏଭଳି ପଦକ୍ଷେପ ନେଉ ନାହାନ���ତି। ଯଦି ଓଡ଼ିଆ ଲୋକେ ନିଜ ଭାଷା ପ୍ରତି ସଚେତନ ଥାଆନ୍ତେ, ପୂର୍ବତଟ ରେଳପଥ ଏଭଳି ପଦକ୍ଷେପ ନେଇଥାଆନ୍ତା। ରେଳମନ୍ତ୍ରୀ ପୁଣି ଓଡ଼ିଶାରୁ ରାଜ୍ୟସଭା ଯାଇଛନ୍ତି।
Tweet media one
2
9
34
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
8 months
ଖୋର୍ଦ୍ଧା ପାର୍ ହେଲେ ଦେଖିବାକୁ ମିଳିଥାଏ ଦୋକାନ ରେ ତେଲୁଗୁ। କାହିଁକି? ତେଲୁଗୁ ଟ୍ରକ୍ ଚାଳକ ଙ୍କ ଚଳାଚଳ ଅଧିକ ଓ ସେମାନେ ହିନ୍ଦୀ ବୁଝନ୍ତି ନାହିଁ। ପୁରୀ ରେ ମଧ୍ୟ ସମାନ ପରିସ୍ଥିତି। ଆମ ଭାଷା ଅନ୍ୟ ରାଜ୍ୟ ରେ ସେବେ ଚାଲିପାରିବ, ଯେବେ ସିଂହଭାଗ ଲୋକ ହିନ୍ଦୀ ବୁଝିବା ପାଇଁ ଅକ୍ଷମ ହେବେ।
5
1
33
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
2 months
Odia is the national language in Odisha. Pass it on.
@Paarmatma
ಬಬ್ರುವಾಹನ
2 months
Kannada is the national language in Karnataka. Pass it on
67
86
383
1
2
33
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
11 months
ଶ୍ରୀ ମନ୍ଦିର ପ୍ରଶାସକ ମନ୍ଦିର କୁ ନିଜ ପୈତୃକ ସମ୍ପତ୍ତି ଭାବିବା ଭୁଲ୍। ମନ୍ଦିର ସାମ୍ନା ରେ ଅଯଥା ବ୍ୟାରିକେଡ ହେବା ପରେ ଭିଡ଼ ଆରମ୍ଭ ହେଲା। କୃତ୍ରିମ ଭିଡ଼ ଦେଖେଇ ଟିକଟ ଦର୍ଶନ ଆଣିବା ପାଇଁ ଉତ୍ସୁକ। ସେଟା ନକହି ପ୍ରଳାପ କରୁଛନ୍ତି।
@otvkhabar
ଓଟିଭି
11 months
ପୁରୀ: ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଘଟଣା -ବୟସାଧିକ ଓ ରୋଗାକ୍ରାନ୍ତଙ୍କୁ ଆସିବାକୁ ମନା କଲେ ମୁଖ୍ୟ ପ୍ରଶାସକ -ପ୍ରବଳ ଭିଡ଼ ହେଉଥିବାରୁ ନଆସିବାକୁ ଅନୁରୋଧ କଲେ -‘ଯେଉଁଠି ଥାଇ ଡାକିଲେ ଭଗବାନ ସେମାନଙ୍କ କଥା ଶୁଣିବେ’ -‘ଅତ୍ୟଧିକ ଆଗ୍ରହ ଦେଖାଇ ଭିଡ଼ ଭିତରକୁ ନପଶିବାକୁ ଅନୁରୋଧ’ #Srimandir #LordJagannath #Puri
111
10
159
6
2
32
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
5 months
ତ, କାଲିଠାରୁ ଚାରିଦ୍ବାର ଖୋଲିବ ଶ୍ରୀ ମନ୍ଦିର ରେ? @AmitShah @AmitShahOffice
8
2
33
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 month
ଶୈଳୀ ନୁହେଁ, ଏଗୁଡ଼ିକ ଭାଷା ଥିଲା। ଏବେ ମୃତ। କାରଣ ସେମାନେ ବି ମୂର୍ଖ ଓଡ଼ିଆ ମାନଙ୍କ ଭଳି ହିନ୍ଦୀ ରୂପୀ ଜହର ଖାଉଥିଲେ। ଓଡ଼ିଆ ମାନେ ବୁଝିବା ଆଗରୁ ନେଡ଼ିଗୁଡ଼ କହୁଣୀ କୁ ବୋହି ସାରିଥିବ।
@indiainpixels
India in Pixels by Ashris
1 month
Did you know that there are 48 recognised dialects of Hindi?
Tweet media one
249
371
3K
1
10
33
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
2 years
ଅଶେଷ ଅଶେଷ ଧନ୍ୟବାଦ @LESIOdisha ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ
Tweet media one
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
2 years
ଓଡ଼ିଆ ଙ୍କ ଭିଡ଼। ହେଲେ ଏହାର ଅଣ ଓଡ଼ିଆ ମାଲିକ ପଚାରୁଛି ସେ ଓଡ଼ିଆ କାହିଁକି ଶିଖିବ। ଏତିକି ଆସ୍ପର୍ଦ୍ଧା ଅଣ ଓଡ଼ିଆ ଙ୍କର ଭୁବନେଶ୍ବର ରେ। @LESIOdisha @Culturedeptt Official language act ର ପ୍ରଣୟନ ଖୋଦ୍ ରାଜଧାନୀ ରେ ଏତେ ଦୁର୍ବଳ। ଏଥିପ୍ରତି ଧ୍ୟାନ ଦିଅନ୍ତୁ। ଅନେକ ସ୍ଥାନରେ ଓଡ଼ିଆ ଫଳକ ନାହିଁ।
Tweet media one
10
4
43
7
4
33
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
4 months
Rukuna Ratha of Mahaprabhu Lingaraja
@Sanatanii_
Sanatanii
4 months
जगन्नाथ स्वामी रथ यात्रा।। जय जगन्नाथ🙏🏼
129
2K
26K
0
4
31
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 month
Hindi is a foreign language to non Hindi states. Why she needed Hindi in Odisha?? Could have spoken Odia if didn't forsake.
@_JoshNeverStops
KeepitDope
1 month
Which IDIOT told you that 'Hindi' is a 'foreign language' in India? Speaking in 'Hindi' doesn’t mean you’ve forsaken your mother tongue. FCUK U. Kon hain ye log yaar, kahan se aate hain? 😂 @priyanshu_3739 @Wicky_gyan @rajshreenitu @InsightGL @LevinaNeythiri @adgpi
5
0
8
2
7
33
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
2 months
ଓଡ଼ିଶା ରେ ସମସ୍ତ ଗଡ଼ଜାତ ରେ ନୂଆଁଖାଇ ପାଳନ ହୁଏ। ହେଲେ ନ୍ୟସ୍ତ ସ୍ବାର୍ଥ ଘରଭାଙ୍ଗି ଆଉ ମାରୱାଡ଼ି ଙ୍କ ଚାଟୁକାର ମାନେ ଏକୁ କେବଳ ପଶ୍ଚିମ ଓଡ଼ିଶାର କହି ବୁଲନ୍ତି। ନୂଆଁଖାଇ ପଶ୍ଚିମ ଓଡ଼ିଶାର ପର୍ବ ନୁହେଁ। ଏହା ସମଗ୍ର ଗଡ଼ଜାତ ଅଞ୍ଚଳର ପର୍ବ।
@KendrapadaBoy
ଖଣ୍ଡାୟତ ଟୋକା
2 months
We wanted to celebrate both Ganesh Puja and Nua khai but our institute's(will not name since it's an anonymous account)western Odia guys saying they will celebrate Ganesh Puja with us but nua khai they will celebrate separately...fine now in future don't say that we never asked!!
1
4
26
5
1
32
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
2 years
କ'ଣ ଆପଣ ବିମାନ ଯାତ୍ରା କରିବା ବେଳେ ଘୋଷଣା କେବଳ ହିନ୍ଦୀ ଓ ଇଂରାଜୀ ରେ ହେଉଛି? @DGCAIndia ଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଘୋଷଣା ଆଞ୍ଚଳିକ ଭାଷାରେ ହେବା ପାଇଁ ବାଧ୍ୟ। ଏଣୁ ଆପଣଙ୍କ ଭାଷାଗତ ଅଧିକାର ଯଦି କ୍ଷୁର୍ଣ୍ଣ ହେଉଛି, ଏ ବିଷୟରେ ସ୍ବର ଉତ୍ତୋଳନ କରି @DGCAIndia ଙ୍କ ଦୃଷ୍ଟି କୁ ଆଣନ୍ତୁ। @stop_hindi
Tweet media one
3
7
32
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
5 months
କ୍ଷମା ବି ହିନ୍ଦୀ ରେ ଆଗ ଲେଖା ହେଲା। ଏମାନେ ହିଁ ପ୍ରକୃତ ଭଡ଼ାଟିଆ ନେତା। ବିହାର କି ଉତ୍ତର ପ୍ରଦେଶ ରେ ଲଢ଼ନ୍ତୁ। ଏଭଳି ଅଣ ଓଡ଼ିଆ ନେତାଙ୍କ ଆବଶ୍ୟକତା ନାହିଁ। ଆଶା, ପୁରୀ ବାସୀ ପୁରୀ ନେତାଙ୍କୁ ଜିତେଇବେ, ଏ ହିନ୍ଦୀ ଚାଟୁକାର କୁ ନୁହେଁ
@sambitswaraj
Sambit Patra
5 months
आज महाप्रभु श्री जगन्नाथ जी को लेकर मुझसे जो भूल हुई है, उस विषय को लेकर मेरा अंतर्मन अत्यंत पीड़ित है। मैं महाप्रभु श्री जगन्नाथ जी के चरणों में शीश झुकाकर क्षमा याचना करता हूँ। अपने इस भूल सुधार और पश्चाताप के लिए अगले 3 दिन मैं उपवास पर रहूँगा। जय जगन्नाथ। 🙏 ଆଜି ଶ୍ରୀ
4K
4K
19K
1
5
30
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 year
ଠିକ୍। ଅନେକ ବୈଦେଶିକ ଶବ୍ଦ ଯୋଗୁଁ ଆମ ଭାଷା ଆଜି ବିପଦରେ। ଆମ ଶବ୍ଦ ବ୍ୟବହାର କରିବା। ଆଶା କରେ ରାଜନୈତିକ ଦଳ ମାନେ ଶିଖିବେ।
0
7
31
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 month
@RissiPanda Both. I'm just telling we can't believe someone who has let go her identity.
6
1
32
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
2 months
Kalinga ❤
@thehindumapper
thehindumapper
2 months
The Magadhan Empire during the reign of the great Candragupta Maurya.
Tweet media one
14
60
552
1
1
31
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
5 days
ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଓ ଗୋବର୍ଦ୍ଧନ ପୀଠାଧୀଶ୍ବର ଙ୍କ ନିର୍ଣ୍ଣୟ ଅନୁଯାୟୀ ଗର୍ଭଗୃହ ମଧ୍ୟକୁ ପ୍ରବ���ଶ ମନା। ରାଷ୍ଟ୍ରପତି କ'ଣ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଉପରେ ନା ଗୋବର୍ଦ୍ଧନ ପୀଠାଧୀଶ୍ବର ଙ୍କ ଉପରେ ଯେ ମର୍ଯ୍ୟାଦା ଭଙ୍ଗ କରି ଗର୍ଭଗୃହ କୁ ଯିବେ??
Tweet media one
3
9
38
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 month
ମୁଖ୍ୟମନ୍ତ୍ରୀ ❌ ହିନ୍ଦିଆଙ୍କ ଚାଟୁକାର ✔️
@MohanMOdisha
Mohan Charan Majhi
1 month
Live: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ବହୁ ପ୍ରତିକ୍ଷିତ #ସୁଭଦ୍ରା ର ଶୁଭାରମ୍ଭ #SUBHADRA
262
186
329
2
1
31
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
20 days
ଛେଳି କୁକୁଡ଼ା ସବୁଦିନ କଟା ହେଉଛି, ହେଲେ ପରଶାସନିକ ଅନଧିକାରୀଙ୍କ ଆଖି ଗୁଡ଼ା ସେତେବେଳେ ଡିମା ହେଇଯାଉଛି। ବଳି ବେଳକୁ କିନ୍ତୁ ସେମାନଙ୍କ ଉପରେ ରାମମୋହନ ରାୟଙ୍କ ଭୂତ କାବୁ କରି ନେଉଛି।
@novelmonk
the optimist
21 days
ଓଡ଼ିଶାରେ ଶକ୍ତି ଉପାସନା ଅତି ବ୍ୟାପକ ଏବଂ ବିବିଧ । ଷୋଳପୂଜା, ଦୁର୍ଗା ମାଧବ ଉପାସନା, ଭଳି ଜନଜାତୀୟ ସଂସ୍କୃତିରେ ମଧ୍ୟ ଅନନ୍ୟ ମାତୃ ପୂଜନ ପରମ୍ପରା ପ୍ରଚଳିତ। ମା' ବରାଳଦେବୀଙ୍କ ପୀଠରେ ମହିଷ ବଳିର ପରମ୍ପରା ୧୯୯୯ ମସିହାରୁ ପ୍ରଶାସନ ବନ୍ଦ କରିଛନ୍ତି କିନ୍ତୁ ଏବେ ମଧ୍ୟ ଶସ୍ତ୍ର ପୂଜା ଏବଂ ଛେଳି କୁକଡ଼ା ବଳି ପ୍ରଚଳିତ।
Tweet media one
Tweet media two
Tweet media three
2
10
135
1
0
31
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
3 months
Sad to see so many people suffering from neuroendocrine issues
@otvnews
OTV
3 months
#Bhubaneswar | Hundreds of members belonging to the Lesbian, Gay, Bisexual, Transgender and Queer (LGBTQ+) community take out a Rainbow Pride Walk. The walk emerges from Master Canteen and concludes at Satya Nagar. Waving rainbow flags, the members, all dressed in vibrant
122
19
218
2
4
25
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
4 months
ମୁଖ୍ୟମନ୍ତ୍ରୀ ଆଜ୍ଞା ଙ୍କୁ ରାଜ୍ୟ ସଙ୍ଗୀତ ବି ଜଣା ନାହିଁ। ଏଇଟାକୁ ବି ଆଖି ବୁଜି ଦେବା?
@MahuaMoitraFans
Mahua Moitra Fans
4 months
This is an insult to people of the Odisha & Odia Pride. During the state song “Bande Utkala Janani”, Modi sat down & then Amit Shah tells him to stand up. #Odisha
175
1K
3K
6
4
30
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
19 days
Which Bengali literature exists now?? They just make some weird claim that Charjyapada is their oldest literature work. They don't have the syllable ଳ and Charjyapada has a lot of that. How come the syllable just vanished??
@narendramodi
Narendra Modi
20 days
I am very happy that the great Bengali language has been conferred the status of a Classical Language, especially during the auspicious time of Durga Puja. Bengali literature has inspired countless people for years. I congratulate all the Bengali speakers all over the world on
1K
6K
52K
4
2
31
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
2 months
ଦଶ-ପନ୍ଦର ହଜାର ରେ ଫ୍ରିଜ୍ ଆସୁଛି, କେଡ଼େ ଭିକାରୀ ଗୁଡ଼ା, ଏଇଥି ପାଇଁ ମାରିଦ��ଲେ!!
@News18Odia
News18 Odia
2 months
#ଫ୍ରିଜ୍_ପାଇଁ_ନବବଧୂଙ୍କୁ_ହତ୍ୟା ! -ଘର ଭିତରୁ ନବବଧୂର ଝୁଲନ୍ତା ମୃତଦେହ ଉଦ୍ଧାର -ବାଲେଶ୍ବର ଖଇରା ଥାନା ତେନ୍ତଳଗଡ଼ିଆ ଗାଁରେ ଅଘଟଣ -ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର -୨ ମାସ ପୂର୍ବରୁ ହୋଇଥିଲା ବିବାହ, ସ୍ୱାମୀ ଓ ଶାଶୁ ଅଟକ @SPBalasore #Balasore
Tweet media one
Tweet media two
28
20
236
2
4
28
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
9 months
@BibhuRath ମହତାବ କୁ ମହାନ୍ତି ଲେଖିବା ଛୋଟ ଭୁଲ୍ ନା କାନ୍ତକବି ଙ୍କୁ କଣ୍ଠକବି କହିବା? ଭୁଲ୍ ନୁହେଁ, ଏଗୁଡ଼ା ଅପରାଧ
1
5
30
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 year
" ତୋଷାମଦକାରୀ କ୍ଷିପ୍ତ ସ୍ବାନ ପରି ସହଜେ ଚିହ୍ନା ନ ଯାଏ ଭୃତ୍ଯଭାବ ଧରି ଗୋଡ଼ ଚାଟୁ ଚାଟୁ ବିଷ ଲେସି ଦେଇଥାଏ। " ମହାଶୟଙ୍କୁ ତାଙ୍କ ସ୍ବାଧୀନତା ସଂଗ୍ରାମୀ ବାପା ବୋଧେ ଉତ୍କଳ ଗୌରବ ଙ୍କ କବିତା ପଢ଼େଇ ନଥିଲେ।
@singingamatya
Ipsita Rath
1 year
. @bjd_odisha must have a ground-based wing to nip this bud. Opposition & some people are trying to brainwash its voters by playing petty politics on the Odia vs Tamil factor. Let the good works done prevail & voters be educated. @Amar4Odisha @SecyChief @sasmitpatra @rajaaswain
7
0
108
2
3
29
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
2 years
ଏଭଳିଆ ମୂର୍ଖ ଯଦି ମନ୍ତ୍ରୀ ହେବେ, ଏଙ୍କର ତ ନିଜ ଭାଷା ପ୍ରତି ଭଲ ପାଇବା ନାହିଁ। ଏ ମନ୍ତ୍ରୀ ଭୁଲ୍ ମାଗିବା ଉଚିତ୍
@Manja_katha
ମଞ୍ଜ କଥା🇮🇳
2 years
ବିଜେଡ଼ି ସରକାରର ଓଡ଼ିଆ ଭାଷାକୁ ଅସମ୍ମାନ ସଂସ୍କୃତି ମନ୍ତ୍ରୀ କହିଲେ ଭାଷାର କିଛି ଗୁରୁତ୍ୱ ନାହିଁ ମାତୃଭାଷାକୁ ଏତେ ଅଣଦେଖା କଣ ପାଇଁ?
11
12
60
5
2
31
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
2 years
ଦିଦି ଙ୍କ ଖୋପଡ଼ି ବଗେରା ରେ ବୁଦ୍ଧି ନାହିଁ, ଉପର ସେ ଦିଦି ଆମର ହିନ୍ଦିଆ ଙ୍କ କ୍ରୀତଦାସ ପାଲଟି ସାରିଛନ୍ତି
@otvnews
OTV
2 years
Heatwave sweeps #Odisha , urban areas turn hot cauldron
55
12
245
5
0
31
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
5 months
Stop imposing your state's language here Mr Cop.
@prsprateek
Prateek Singh
5 months
Bhubanneswar!! Bahut mehnat kiye hain sab. Ab vote dene aa jana. Saath main padosi ko bhi le Ana (phone pakadne ke liye, booth main allowed nahi hai) Polling parties kal se polling station par wait kar rahi hain, thoda wait agar aapko karna pade to patience rakhna. Paani peete
111
69
1K
1
2
27
@ThatBioinfoGuy
ଶକ୍ତିପ୍ରସାଦ Shaktiprasad
1 year
କୋଶଳ ଏଇଠି। ଓଡ଼ିଶା ରେ ନୁହେଁ। ହେଲେ କିଛି ହିନ୍ଦୀ ପ୍ରେମୀ ବିଚ୍ଛିନ୍ନତାବାଦୀ ସୁଯୋଗ ପାଇଲେ ବିଚ୍ଛିନ୍ନତାବାଦ ମଞ୍ଜି ବୁଣନ୍ତି
Tweet media one
@drkhuntia21
Dr.Chandra Sekhar Khuntia🇮🇳 Modi ka Parivaar💞
1 year
Odisha has parts of Kalinga, Koshala & Utkala.
3
1
10
4
4
28