Odisha Reporter Profile Banner
Odisha Reporter Profile
Odisha Reporter

@OdishaReporter

Followers
144,379
Following
299
Media
89,165
Statuses
231,310

ସମସ୍ତ ଓଡ଼ିଆଙ୍କ ପାଖରେ ଅତି ସହଜରେ ଓଡ଼ିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡ଼ିଶା ରିପୋର୍ଟର’ ।

Bhubaneshwar, India
Joined March 2012
Don't wanna be here? Send us removal request.
Explore trending content on Musk Viewer
@OdishaReporter
Odisha Reporter
4 months
'#ଓଃ_ୟୁ_ଡିଫିଟେଡ୍‌_ମି' ବିଧାନସଭାର ପ୍ରଥମ ଦିନରେ ରୋଚକ ଦୃଶ୍ୟ । କଥାବାର୍ତ୍ତା ହେଲେ ନବୀନ ପଟ୍ଟନାୟକ ଓ ଲକ୍ଷ୍ମଣ ବାଗ । ଛିଡ଼ା ହୋଇ ନିଜ ପରିଚୟ ଦେଇଥିଲେ ଲକ୍ଷ୍ମଣ ବାଗ। ପରିଚୟ ପାଇ ଲକ୍ଷ୍ମଣ ବାଗଙ୍କୁ ଶୁଭେଚ୍ଛା ଜଣାଇଥିଲେ ନବୀନ ପଟ୍ଟନାୟକ। ଓଃ ୟୁ ଡିଫିଟେଡ୍‌ ମି’ ବୋଲି ମଧ୍ୟ ଲକ୍ଷ୍ମଣଙ୍କୁ ନବୀନ କହିଥିଲେ । #Odisha #Politics
29
100
2K
@OdishaReporter
Odisha Reporter
3 months
#ବିଡିଓଙ୍କୁ_ପାଣିକାଦୁଅରେ_ଚଲାଇଲେ_ପିଲା ସ୍କୁଲକୁ ପାଣି କାଦୁଅ ଭର୍ତ୍ତି ରାସ୍ତା ନେଇ ପିଲାଙ୍କ ଅବରୋଧ ଘଟଣା । ତହସିଲଦାର ଏବଂ ବିଡିଓଙ୍କୁ ପାଣି କାଦୁଅ ରାସ୍ତାରେ ଚଲାଇ ସ୍କୁଲ୍‌କୁ ନେଲେ ପିଲା । ଏହି ଦୃଶ୍ୟ ହେଉଛି ବାରଙ୍ଗ ତ୍ରିଶୁଳିଆ ରାସ୍ତା ଫୁଲପୋଖରୀ ଅଞ୍ଚଳର। #Odisha #Cuttack
54
95
892
@OdishaReporter
Odisha Reporter
2 years
ପିଣ୍ଟୁ ନନ୍ଦଙ୍କ ଶେଷକୃତ୍ୟ ବେଳେ ତାଙ୍କ ଭାଇ ଅଭିରାମ ନନ୍ଦ କହିଲେ,ରାଜ୍ୟ ସରକାର ହକି ପାଇଁ ବାହାର କଳାକାର ପିଛା କୋଟି କୋଟି ଟଙ୍କା ଖର୍ଚ୍ଚ କଲେ, ରାଜ୍ୟ ସରକାର ଚାହିଁଥିଲେ ପିଣ୍ଟୁଙ୍କୁ ବଞ୍ଚାଇ ପାରିଥାନ୍ତେ,ମାସେ ଧରି ଅସୁସ୍ଥ ଥିବା ଖବର ପାଇଥିଲେ ବି କିଛି ପଦକ୍ଷେପ ନେଲେନି,ତେଣୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଦେବା ଆବଶ୍ୟକ #Odisha
Tweet media one
95
27
805
@OdishaReporter
Odisha Reporter
5 months
#ଦିଲ୍ଲୀ_ଚାଲିଗଲେ_ଭିକେ_ପାଣ୍ଡିଆନ୍ ! ଦିଲ୍ଲୀ ଚାଲିଗଲେ ଭିକେ ପାଣ୍ଡିଆନ୍ ! ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ଯାଇଥିବା ସୂଚନା । ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ରହୁଥିବା ସୂଚନା । #Odisha #Delhi #VKPandian #BJD
48
90
800
@OdishaReporter
Odisha Reporter
1 month
ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା। ସାମନାକୁ ଆସିଲା ଘଟଣା ଦିନର ଭିଜୁଆଲ । ଏହି ଭିଡିଓକୁ କେହି ଜଣେ ପୁଲିସ କର୍ମଚାରୀ ସୁଟିଂ କରିଥିବା ଜଣାପଡିଛି । #Odisha #Bhubaneswar
106
131
778
@OdishaReporter
Odisha Reporter
2 years
ନୂଆ ବର୍ଷ ପାଇଁ କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଉ ମନ୍ଦିରରେ ଭକ୍ତିମୟ ପରିବେଶ। #Odisha #BaladevjewTemple #Kendrapara
5
18
750
@OdishaReporter
Odisha Reporter
5 months
ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ନାଁରେ ଇଡିରେ ଏତଲା ଦେଲେ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ। ଓଡ଼ିଶାର ଖଣି, ଜଳସେଚନ, ନଗର ଉନ୍ନୟନ, ଓବିସିସି, ଶ୍ରୀମନ୍ଦିର ପ୍ରକଳ୍ପ ଏବଂ 5-Tର ବିଭିନ୍ନ କାର୍ଯ୍ୟକ୍ରମରେ ଯେଉଁ ଲୁଟ୍‌ ହୋଇଛି ତାହାକୁ ତଦନ୍ତ କରାଯିବା ସହ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ପ୍ରିୟଦର୍ଶନ। #Odisha
144
83
748
@OdishaReporter
Odisha Reporter
4 months
'#ଲାଞ୍ଚ_ମାଗୁଥିଲେ_ଜିଏସ୍‌ଟି_ଅଧିକାରୀ' ବ୍ରହ୍ମପୁର: ସିଜିଏସ୍‌ଟି ଅଫିସରେ ସିବିଆଇର ଚଢ଼ାଉ । ଅନନ୍ତନଗର ସ୍ଥିତ ସିଜିଏସ୍‌ଟି ଅଫିସରେ ସିବିଆଇର ରେଡ୍ । ଲାଞ୍ଚ କାରବାର ଅଭିଯୋଗ ନେଇ ୧୫ ଜଣିଆ ଟିମ୍‌ର ଚଢ଼ାଉ । ଏହାକୁ ନେଇ ଠିକାଦାର ଜଣଙ୍କ କଣ କହିଛନ୍ତି ଶୁଣନ୍ତୁ । #Odisha #Berhampur #CBI
24
60
749
@OdishaReporter
Odisha Reporter
23 days
#କାନ୍ଦି_ପକାଇଲେ_ପରୀକ୍ଷାର୍ଥୀ ସାଇବର କାଫେରେ #OSSSC କରୁଛି ପରୀକ୍ଷା ! କାନ୍ଦି କାନ୍ଦି ଜଣେ ପରୀକ୍ଷାର୍ଥୀ କହିଲେ, ସେଣ୍ଟରରେ ଥଣ୍ଡା ପିଆଇ ଆମକୁ ବସେଇ ଦେଲେ, କହିଲେ ତୁମେ ଏଠି ବସିଥାଅ ସମୟ ଆରମ୍ଭ ହେଲେ ପରୀକ୍ଷା ଦେବ । ଆମେ କମ୍ପ୍ୟୁଟର ପାଖକୁ ଗଲାବେଳକୁ ପରୀକ୍ଷା ସମୟ ସରିଯାଇଛି। #Odisha #RIExam #CyberCafe #Bhubaneswar
48
101
564
@OdishaReporter
Odisha Reporter
4 months
#ବାଚସ୍ପତି_ସୁରମା_ପାଢ଼ୀଙ୍କୁ_ଗାର୍ଡ_ଅଫ୍_ଅନର୍ ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି। ଆଜି ବିଧିବଦ୍ଧ ଭାବେ ସେ ବାଚସ୍ପତି ଆସନ ଗ୍ରହଣ କରିଛନ୍ତି । ଦାୟିିତ୍ୱ ଗ୍ରହଣ ପରେ ବାଚସ୍ପତି ସୁରମା ପାଢ଼ୀଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର୍ । #Odisha #OdishaAssembly #SuramaPadhy
2
10
553
@OdishaReporter
Odisha Reporter
2 years
#ମାଗଣା_ଚାଉଳ_ଖାଇ_ଲୋକେ_ଅଳସୁଆ_ହେଲେଣି ମାଗଣା ଚାଉଳ ଖାଇ ଲୋକେ ଅଳସୁଆ ହେଲେଣି ବୋଲି ଅଭିଯୋଗ ଆଣି ଜଣେ ସଫେଇ କର୍ମଚାରୀ ମାଆ କିଭଳି ଗର୍ଜୁଛନ୍ତି ଶୁଣନ୍ତୁ। #Odisha #Bhubaneswar #SanitationWorkers #Protest
26
69
537
@OdishaReporter
Odisha Reporter
1 year
ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (OSSC) ଦ୍ୱାରା ପରିଚାଳିତ JE (ସିଭିଲ୍) ମେନ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାରେ ତାତିଛନ୍ତି ପରୀକ୍ଷାର୍ଥୀ। ସେମାନେ ଆଜି ଭୁବନେଶ୍ୱର ସ୍ଥିତ OSSCଙ୍କ କାର୍ଯ୍ୟାଳୟ ଘେରିଥିଲେ। ତେବେ ଏହି ଘଟଣାକୁ ନେଇ କଣ କହିଛନ୍ତି ଜଣେ ପରୀକ୍ଷାର୍ଥୀ ଶୁଣନ୍ତୁ । #Odisha #OSSC
26
76
525
@OdishaReporter
Odisha Reporter
5 months
'#କୁପରିଣାମ_ଭୋଗିଲେ_ମୁଖ୍ୟମନ୍ତ୍ରୀ' ବିଜେଡିର ପରାଜୟକୁ ନେଇ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ। କହିଲେ, ମୁଁ ବିଜୁ ଜନତା ଦଳରେ ଥିବାବେଳେ, ଅନେକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ହେଉଥିଲା। କିଛି ପରାମର୍ଶ ଦିଆ ନିଆ ମଧ୍ୟ ହେଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଏକୁଟିଆ ହେଇଗଲେ। #Odisha
28
19
529
@OdishaReporter
Odisha Reporter
4 months
‘ଆଜି କଳାପାହଡ଼ ଶାସନରୁ ମୁକ୍ତି ମିଳିଲା, ମହାପ୍ରଭୁ ଜଗନ୍ନାଥ ଓ ଭକ୍ତଙ୍କ ମଝିରେ ତିଆରି କରାଯାଇଥିବା କୃତିମ ପାଚେରି ଭାଙ୍ଗିଗଲା।’ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ପରେ ଏପରି କହିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ #Odisha #Puri #BJP
59
17
503
@OdishaReporter
Odisha Reporter
4 years
ଭାଇରାଲ ହେଲେ ଶେହନାଜ #Bollywood #ViralVideo #ShehnaazGill
25
233
472
@OdishaReporter
Odisha Reporter
4 months
ବାଣୀବିହାର ଅଟୋ ଷ୍ଟାଣ୍ଡରେ ଗାଡି ଅଟକାଇ ଅଭିଯୋଗ ଶୁଣିଲେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭାବି ମୁଖ୍ୟମନ୍ତ୍ରୀଙ୍କୁ କାନ୍ଦି କାନ୍ଦି ଦୁଃଖ ଜଣାଇଥିଲେ ଜଣେ ମହିଳା । #Odisha #Bhubaneswar #NewCM #MohanMajhi
6
19
498
@OdishaReporter
Odisha Reporter
2 years
#ଗୋଡେଇ_ଗୋଡେଇ_ଗୋଇଠା_ମାରିଲା_ପୁଲିସ୍‌ ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ବିଜେପି ଯୁବମୋର୍ଚ୍ଚା ଓ ପୁଲିସ କର୍ମୀ ମୁହାଁମୁହିଁ। ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଗୋଡେଇ ଗୋଡେଇ ପିଟିଲା ପୁଲିସ୍‌। #Odisha #Bhubaneswar #BJP
63
40
479
@OdishaReporter
Odisha Reporter
2 months
ସୁଭଦ୍ରା କଲ୍‌ ସେଣ୍ଟର ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କୌଣସି ଅସୁବିଧା ହେଲେ ୧୪୬୭୮ ନମ୍ବରରେ କଲ କରିପାରିବେ ହିତାଧିକାରୀ। ଏହି ଅବସରରେ ସୁଭଦ୍ରା ଆଶାୟୀ ମହିଳାଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। #Odisha #SubhadraYojana
27
17
459
@OdishaReporter
Odisha Reporter
3 months
'#ଆଳୁ_୩୨_ଟଙ୍କାରୁ_ଅଧିକରେ_ବିକନ୍ତୁନି' ଗୋଦାମରେ ଆଳୁ କେଜି ୨୭ ଟଙ୍କା, ଖୁଚୁରା ୩୨ ରହିବା କଥା। ୩୨ରୁ ଅଧିକରେ କେହି ଆଳୁ ବିକନ୍ତୁ ନାହିଁ, ନ ହେଲେ କାର୍ଯ୍ୟାନୁଷ୍ଠାନ ହେବ । ଅସାଧୁ ବ୍ୟବସାୟୀଙ୍କ ଯୋଗୁଁ ରେଟ୍ ବଢ଼ିଛି: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । #Odisha #Patato #RateHike
90
35
456
@OdishaReporter
Odisha Reporter
3 years
ଠକିଲେ ସରକାର, ବିଜ୍ଞପ୍ତି ଜାରି ପରେ ଆନ୍ଦୋଳନ ଧମକ ଦେଲେ ଚୁକ୍ତିଭିତ୍ତିକ କର୍ମଚାରୀ #Odisha
116
555
438
@OdishaReporter
Odisha Reporter
4 months
ଭୁବନେଶ୍ୱରରେ ମୂଲ୍ୟବାନ ଜମି ହାତେଇଛନ୍ତି ୬ ଅଣଓଡ଼ିଆ ବାବୁ: ବାର୍ଷିକ ସମ୍ପତ୍ତି ବିବରଣୀରେ ଲୁଚାଇଛନ୍ତି, ବଢ଼ିଲା ସନ୍ଦେହ #Odisha
35
70
449
@OdishaReporter
Odisha Reporter
4 months
ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଥିବା ସୂର୍ଯ୍ୟବଂଶୀ ସୂରଜ କ’ଣ କହିଛନ୍ତି, ଦେଖନ୍ତୁ #Odisha #BJP
8
19
450
@OdishaReporter
Odisha Reporter
5 months
୧୨ରେ ଶପଥ ଗ୍ରହଣ ସମାରୋହ କରାଯିବା ନେଇ ହୋଇଛି ନିଷ୍ପତ୍ତି: ସମୀର ରଞ୍ଜନ ଦାଶ #Odisha #BJP
13
14
432
@OdishaReporter
Odisha Reporter
23 days
ସାଇବର କାଫେରେ OSSSC କରୁଛି ପରୀକ୍ଷା। ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଥିବା କଂପ୍ୟୁଟର ସେଣ୍ଟରରେ ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର ଓ ଅମିନ ଭଳି ବିଭିନ୍ନ ପୋଷ୍ଟ ପାଇଁ ପରୀକ୍ଷା ଚାଲିଥିଲା। #Odisha
14
76
433
@OdishaReporter
Odisha Reporter
23 days
#ସାଇବର_କାଫେରେ_ଚାକିରି_ପରୀକ୍ଷା ! ସାଇବର କାଫେରେ OSSSC କରୁଛି ପରୀକ୍ଷା। ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଥିବା କଂପ୍ୟୁଟର ସେଣ୍ଟରରେ ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର ଓ ଅମିନ ଭଳି ବିଭିନ୍ନ ପୋଷ୍ଟ ପାଇଁ ସାଇବର କାଫେରେ ପରୀକ୍ଷା ଚାଲିଥିଲା। ବିଳମ୍ବରେ ପରୀକ୍ଷା ଆରମ୍ଭ ହେବାକୁ ନେଇ କେନ୍ଦ୍ରରେ ଉତ୍ତେଜନା। #Odisha
22
73
431
@OdishaReporter
Odisha Reporter
4 months
#ରାସ୍ତା_ମଝିରେ_ବିଦ୍ୟୁତ୍_ଖୁଣ୍ଟ ଦିଗପହଣ୍ଡି ବ୍ଲକ ସିନ୍ଧବା ପଦ୍ମପୁର ରାସ୍ତା ମଝିରେ ଅଛି ବିଦ୍ୟୁତ୍ ଖୁଣ୍ଟ। ବିଧାୟକ ସିଦ୍ଧାନ୍ତ ମହାପାତ୍ର ଓ ପୂର୍ବତନ ବ୍ଲକ ଅଧକ୍ଷ ବିପିନ ପ୍ରଧାନଙ୍କ ସହ କିଛି ବିଜେପି କର୍ମୀ ସେହି ରାସ୍ତା ଦେଇ ବଡ଼ପଦା ଜଳ ସେଚନ ପ୍ରକଳ୍ପକୁ ଯାଇଥିବା ବେଳେ ଏହି ଦୃଶ୍ୟ ଦେଖି କିଛି ସମୟ ଅଟକି ଯାଇଥିଲେ। #Odisha
28
37
417
@OdishaReporter
Odisha Reporter
3 years
ମୁଁ ତାଙ୍କୁ ଭଗବାନଙ୍କ ଭଳି ପୂଜା କରେ, ସେଥିପାଇଁ ଚାଲି ଚାଲି ହାଇଦ୍ରାବାଦରୁ ମୁମ୍ବାଇ ଯାଉଛି #venkatesh #SonuSood #CoronaPandemic
2
12
410
@OdishaReporter
Odisha Reporter
5 months
#ସତ_ଦେଖାଇଲା_ସିସିଟିଭି କିଏ ଭାଙ୍ଗିଥିଲା ଇଭିଏମ୍ ? କାଉଁରିପାଟଣା ବୁଥର ସିସିଟିଭି ଫୁଟେଜରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭୋଟ ଦେଉଥିବା ବେଳର ଦୃଶ୍ୟ ଦେଖନ୍ତୁ। ଏହି ବୁଥରେ ଇଭିଏମ୍ ଭଙ୍ଗାଯିବା ନେଇ ସିସିଟିଭିରେ ନାହିଁ ସ୍ପଷ୍ଟ ଦୃଶ୍ୟ। ଏହି CCTV ଫୁଟେଜକୁ ସୋଶାଲ ମିଡିଆରେ ଅପଲୋଡ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। #Odisha #BJP
13
48
418
@OdishaReporter
Odisha Reporter
2 months
ତେଜିଲା ରେଭେନ୍ସା ରାଜନୀତି: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଠାଇଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। କହିଲେ, ��ାଁ ବଡ଼ ନୁହେଁ, କାମ ବଡ଼। ଏହା ମୋର ବ୍ୟକ୍ତିଗତ ମତ। ନାଁ ପରିବର୍ତ୍ତନ କଲେ ଚରିତ୍ର ବଦଳେନି, ଶିକ୍ଷାର ମାନ ବଢ଼ିବନି। #Odisha #SoumyaRanjanPatnaik
26
12
416
@OdishaReporter
Odisha Reporter
4 months
#ରଥଯାତ୍ରା_ପାଇଁ_୩୧୫_ସ୍ପେଶାଲ_ଟ୍ରେନ୍‌ ପୁରୀ ରଥଯାତ୍ରା ପାଇଁ ଚଳାଚଳ କରିବ ୩୧୫ ସ୍ପେଶାଲ ଟ୍ରେନ୍‌ । ରାଜ୍ୟର ସବୁ ଅଞ୍ଚଳକୁ ପହଞ୍ଚିବ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । #RathaYatra #SpecialTrain #AshwiniVaishnaw
3
13
407
@OdishaReporter
Odisha Reporter
26 days
#ଓଡିଶାରେ_ଭେଙ୍କିୟା_ନାଇଡୁ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଟ୍ରେନ ଯୋଗେ ଭୁବନେଶ୍ୱରରେ ପହଁଞ୍ଚିଛନ୍ତି । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସେଠାରୁ ସେ ରାଜଭବନ ଗସ୍ତ କରିଛନ୍ତି । #Odisha #VenkaiahNaidu
3
10
409
@OdishaReporter
Odisha Reporter
21 days
*ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବାସଭବନ ଘେରାଉ *ଆର୍‌ଆଇ ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ଘେରାଉ *ଅନଲାଇନ୍ ବଦଳରେ ପରୀକ୍ଷା ଅଫଲାଇନରେ କରିବାକୁ ଦାବି #Odisha
Tweet media one
Tweet media two
12
40
392
@OdishaReporter
Odisha Reporter
4 months
#ତାମିଲ_ଅଫିସରଙ୍କ_ଗର୍ବ_ଭାଙ୍ଗିଛି ଖୋଲିଛି ମହାପ୍ରଭୁଙ୍କ ଚାରିଦ୍ୱାର, ବିନା କୌଣସି ବାଧାବିଘ୍ନରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ। ଏହି ସମୟରେ ବିଶ୍ୱ ହିନ୍ଦୁ ପରିଷଦର ଜଣେ ସଦସ୍ୟ କହିଛନ୍ତି, ‘ଆଜି ତାମିଲ ଅଫିସରଙ୍କ ଗର୍ବ ଭାଙ୍ଗିଛି’... #Srimandir #puri #charidwara #MohanCharanMajhi #jagannathtemple
8
18
385
@OdishaReporter
Odisha Reporter
6 months
ଫୁଲବାଣୀ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ସ୍ୱାଗତ କରିଥିଲେ ଭିକ୍ଷା ମାଗି ଚଳୁଥିବା ତୁଳା ବେହେରା। ସେ ଭିକ୍ଷା ଟଙ୍କାରୁ ୧ ଲକ୍ଷ ଟଙ୍କା ଶ୍ରୀ ଜଗନ୍ନାଥଙ୍କ ପାଇଁ ଦାନ କରିଛନ୍ତି। #Odisha #PMModi #GeneralElections2024
0
30
387
@OdishaReporter
Odisha Reporter
5 months
ବିଜେପିର ବିପୁଳ ବିଜୟ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା। କହିଲେ, ସରକାର ଆସିବା ମାତ୍ରେ ଯାହା କହିଥିଲୁ ତାହା କରିବୁ। ଆୟୁଷ୍ମାନ ଯୋଜନା ଲାଗୁ କରିବୁ । ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବୁ । #Odisha #ElectionResult #2024Election #BJP
20
13
374
@OdishaReporter
Odisha Reporter
5 months
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଜୋରଦାର ସେଲିବ୍ରେସନ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏକାଠି ହୋଇ ଗୋଟିଏ ମଞ୍ଚରେ ସେଲିବ୍ରେସନ କରିଛନ୍ତି । #Odisha #BJP
3
21
378
@OdishaReporter
Odisha Reporter
4 months
#ଓଡ଼ିଶାରେ_ପହଞ୍ଚିଲେ_ନୂଆ_ମୁଖ୍ୟ_ଶାସନ_ସଚିବ ଭୁବନେଶ୍ବରରେ ପହଞ୍ଚିଲେ ନବ ନିଯୁକ୍ତ ମୁଖ୍ୟ ସଚିବ ମନୋଜ ଆହୁଜା । ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବା ପାଇଁ ପହଞ୍ଚିଲେ । ଆଜି ସରୁଛି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ । #Odisha #ManojAhuja #Bhubaneswar #ChiefSecretary
15
7
374
@OdishaReporter
Odisha Reporter
3 years
ସାମ୍ନାକୁ ଆସିଲା ‘ଆର୍‌ଆର୍‌ଆର୍‌’ର ଦମ୍‌ଦାର ଆକ୍ସନ #RRRMovieGlimpse #RRRMovie #OdishaReporter
1
270
351
@OdishaReporter
Odisha Reporter
4 months
ଜଗା ଦ୍ୱାରରେ କୁନି ସେବାୟତ। । ନିଜ ବାପାଙ୍କ ସହ ଜଗାର ସେବା କରିବାକୁ ଆସିଛନ୍ତି। ପାଟି ଠିକରେ ଫିଟି ନ ଥିଲେ ବି ଖନେଇ ଖନେଇ ଜଗାର ସେବାର କରିବେ ବୋଲି କହୁଛନ୍ତି #Odisha #Puri #snanapurnima2024 #Srimandir
2
15
371
@OdishaReporter
Odisha Reporter
4 months
'#ମୋର_କିଛି_ଅବସୋସ_ନାହିଁ' ମନ୍ତ୍ରିମଣ୍ଡଳ ଶପଥ ସମାରୋହକୁ କାହିଁକି ଆସିଲେନି ପ୍ରଶ୍ନରେ ପ୍ରତିକ୍ରିୟା ଦେଲେ ଜୟନାରାୟଣ ମିଶ୍ର। କହିଲେ, ମୋର ତ ଶପଥ ନେବାର ନଥିଲା, କାହିଁକି ଯାଇଥାନ୍ତି। ନବ ଦାସ, ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାର ସିବିଆଇ ତଦନ୍ତ କରାଯାଉ। ସିବିଆଇ ତଦନ୍ତ ଦାବିରେ ମୁଁ ଅଟଳ ରହିବି ବୋଲି କହିଲେ ଜୟନାରାୟଣ। #Odisha
3
15
363
@OdishaReporter
Odisha Reporter
1 year
#ଭଦ୍ରକ_ସ୍ୱୟଂଶାସିତ_ମହାବିଦ୍ୟାଳୟରେ_ଉତ୍ତେଜନ ପୁଣି OSSC ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ । OSSCର ULB ଆକାଉଣ୍ଟାଣ୍ଟ ପରୀକ୍ଷା ଦେବା ପରେ ହଲରୁ ବାହାରି ପାଟିତୁଣ୍ଡ କରିଛନ୍ତି ପରୀକ୍ଷାର୍ଥୀ। #Odisha #OSSC #Bhadrak
13
68
364
@OdishaReporter
Odisha Reporter
5 months
ସଭାମଞ୍ଚରେ ହଟହଟା ହେଲେ ଚିଲିକା ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ। ଖୋର୍ଦ୍ଧାର ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଚିଲିକା ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁଙ୍କୁ ସଭାମଞ୍ଚରୁ ତଳକୁ ପଳାଇବା ପାଇଁ କହିଲେ ବିଜେଡି ନେତା ଭିକେ ପାଣ୍ଡିଆନ୍। #Odisha #BJD
64
81
358
@OdishaReporter
Odisha Reporter
5 months
#ସମ୍ବଲପୁରରେ_ଆସାମ_ମୁଖ୍ୟମନ୍ତ୍ରୀ_ହିମନ୍ତ_ବିଶ୍ୱଶର୍ମା କହିଲେ- ମୁଁ ବି ଜଣେ ସିଏମ। କାହାର ସାହସ ଅଛି ମୋ ମାଇକ ଧରିବାର। ଓଡ଼ିଶାରେ ଗଣତନ୍ତ୍ର ନାହିଁ, ହୋଷ୍ଟେଜ୍ ସ୍ଥିତି ଦେଖା ଯାଇଛି। #Odisha #BJP #himantabiswasarma
43
42
344
@OdishaReporter
Odisha Reporter
4 months
#ବଡ଼ଦାଣ୍ଡରେ_ନବୀନ_ପଟ୍ଟନାୟକ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କୁ ମଞ୍ଚ ଉପରକୁ ପାଛୋଟି ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । #Odisha #Puri #RathaJatra #RathYatra2024 #NaveenPatnaik
12
21
346
@OdishaReporter
Odisha Reporter
4 months
#ଶ୍ରବଣଶକ୍ତି_ହରାଇଲେ_ଅଳକା ଶୁଣି ପାରୁନାହାନ୍ତି ବଲିଉଡର ଲୋକପ୍ରିୟ ଗାୟିକା ଅଳକା ୟାଗ୍ନିକ। ବିରଳ ନ୍ୟୁରାଲ ନର୍ଭ ହିଅରିଂ ଲସ୍ ରୋଗର ଶିକାର ହୋଇଥିବା ନେଇ ଦେଲେ ସୂଚନା। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେଆର କରି ତାଙ୍କର ଶ୍ରବଣ ଶକ୍ତି ଚାଲିଯାଇଥିବା କହିଛନ୍ତି। #AlkaYagnik #Singer
6
14
347
@OdishaReporter
Odisha Reporter
4 months
ରାସ୍ତାରେ ଅଟକି ସାଧାରଣ ଲୋକଙ୍କ ସହ କଥାହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି କୋଣାର୍କ ଗସ୍ତ ଅବସରରେ ଉପମୁଖ୍ୟମନ୍ତ୍ରୀ ନିଜ କାରକେଡ୍ ଅଟକାଇ ରାସ୍ତାକଡର ଏକ ଦୋକାନରୁ ଚା' ପିଇବା ସହ ସାଧାରଣ ଲୋକଙ୍କ ସହ କଥା ହୋଇଥିଲେ । #Odisha #PravatiParida
2
3
337
@OdishaReporter
Odisha Reporter
2 months
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ଆଜି ଏକାଦଶାହ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । #Odisha #JualOram #MohanMajhi #Sundargarh
6
7
335
@OdishaReporter
Odisha Reporter
3 months
ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିଶୃଙ୍ଖଳିତ ଆଚରଣ ଗ୍ରହଣ କରାଯାଇ ପାରିବନି। ନିୟମରେ ଦଣ୍ଡବିଧାନ ମଧ୍ୟ ରହିଛି: ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । #Odisha #SuryabanshiSuraj
66
6
332
@OdishaReporter
Odisha Reporter
1 year
#5T_ ସଚିବଙ୍କ_ପାଇଁ_ଅଟକିଲା_ଆମ୍ବୁଲାନ୍ସ 5T ସଚିବଙ୍କ ନୟାଗଡ଼ ଗସ୍ତ ବେଳେ ଟ୍ରାଫିକ୍‌ ଜାମ୍‌ । ହଇରାଣ ହେଲେ ଶହ ଶହ ଲୋକ, ଭିଡ଼ରେ ଫସି ରହିଲା ଆମ୍ବୁଲାନ୍ସ । #Odisha #Nayagarh #5T #VKPandian
25
31
330
@OdishaReporter
Odisha Reporter
3 months
#ବିଜେଡିର_ଲେଖା_ଛିଡ଼ି_ଛିଡ଼ି_ଆସୁଛି: ପ୍ରଦୀପ ପାଣିଗ୍ରାହୀ ମମତା ମହାନ୍ତ ବିଜେପିରେ ମିଶିବା ପରେ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା। କହିଲେ, ବିଜେପି ବଢୁଛି, ବିଜେଡି ଛିଡୁଛି । #PradeepPanigrahi #BJP
60
13
333
@OdishaReporter
Odisha Reporter
3 months
ରତ୍ନଭଣ୍ଡାର ଚାବି ନେଇ ସାଂଘାତିକ ବୟାନ ଦେଲେ ପ୍ରଭୁ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । କହିଲେ, ଯେଉଁ ଚାବି ନେଇ ରତ୍ନଭଣ୍ଡାରର ତାଲା ଖୋଲିବାକୁ ଚେଷ୍ଟା କରାଯାଇଥିଲା, ତାହା ସେହି ତାଲାର ନୁହେଁ। ଚାବିକୁ ଫିଙ୍ଗି ଦିଆଯାଇଛି। ପୂର୍ବରୁ ଜିଲ୍ଲାପାଳ ଥିବା ଅରବିନ୍ଦ ଅଗ୍ରୱାଲ ଏହି କାମ କରିଛନ୍ତି। #Odisha #Puri
22
20
329
@OdishaReporter
Odisha Reporter
5 months
ନବୀନ ନିବାସରେ ଅରୁଣ ପଟ୍ଟନାୟକ: ଉତ୍ତରାଧିକାରୀ ହେବେ ନା ଦେବାକୁ ଆସିଛନ୍ତି ସାନ୍ତ୍ୱନା #Odisha
30
10
329
@OdishaReporter
Odisha Reporter
5 months
ଖୋର୍ଦ୍ଧାରୁ ଜିତିଲେ ପ୍ରଶାନ୍ତ ଜଗଦ୍ଦେବ । ବିଜେଡିର ରାଜେନ୍ଦ୍ର ସାହୁଙ୍କୁ ହରାଇଲେ ଜଗଦ୍ଦେବ । ବିଜେପିର ବିଜୟୀକୁ ନେଇ ପ୍ରଶାନ୍ତ ଜଗଦ୍ଦେବଙ୍କ ଫଟୋରେ କ୍ଷୀର ଢାଳିଲେ ପ୍ରଶଂସକ । #OdishaVerdict #OdishaElectionResults #ElectionResults2024
2
6
324
@OdishaReporter
Odisha Reporter
7 months
‘#ମୁଁ_ବିଜେପିରେ_ଅଛି’ ଦିଲ୍ଲୀରୁ ଫେରିବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟର ବରିଷ୍ଠ ରାଜନେତା ଦିଲୀପ ରାୟଙ୍କୁ ରାଉରକେଲାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ମିଳିଛି। ସାଧାରଣ ଲୋକ ଓ ବିଜେପି କର୍ମୀମାନେ ତାଙ୍କୁ ବାଣ ଫୁଟାଇ ସ୍ୱାଗତ କରିଛନ୍ତି। #Odisha #Rourkela #DilipRay
4
11
323
@OdishaReporter
Odisha Reporter
2 years
#ଭିଜିଲା_ଶିମିଳିପାଳ ହେ ଭଗବାନ ଆପଣଙ୍କୁ ଧନ୍ୟବାଦ, ଯାହା ହେଉ ବର୍ଷା ହେଲା, ଏଥର ଜଙ୍ଗଲରେ ଆଉ ନିଆଁ ଲାଗିବନି, ଏଥର ଟିକେ ଶାନ୍ତି ମିଳିବ ଆଉ ଛୁଟି ମିଳିବ, ଏହି ପରି କହି ଖୁସିରେ ବିଭୋର ହୋଇ ପଡ଼ୁଛନ୍ତି ଜଣେ ବନ କର୍ମଚାରୀ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। #Odisha #Mayurbhanj #SimilipalNationalPark #Rain
4
15
320
@OdishaReporter
Odisha Reporter
7 months
ଶ୍ରୀମୟୀ ମିଶ୍ର ନିଖୋଜ,ଖୋର୍ଦ୍ଧା ବିଜେଡିରେ କମ୍ପନ: ପ୍ରଚାରକୁ ଡରିଲେଣି ସମ୍ଭାବ୍ୟ ବିଧାୟକ ପ୍ରାର୍ଥୀ #Odisha
32
15
318
@OdishaReporter
Odisha Reporter
5 months
'#ଆଜିଠାରୁ_ଆରମ୍ଭ_ହେଲା_ନୂଆ_ଓଡ଼ିଶା_ଗଠନ' ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଜୋରଦାର ସେଲିବ୍ରେସନ। ଓଡ଼ିଶାରେ #BJP ସପକ୍ଷରେ ବହୁମତ ଆସିବା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ଓଡ଼ିଶା ପାଇଁ ଆଜି ଏକ ଐତିହାସକ ଦିନ। ଓଡ଼ିଆ ଅସ୍ମିତାକୁ ବଞ୍ଚାଇବା ପାଇଁ ଆପଣ ଐତିହାସିକ ମତଦାନ କରିଥିବାରୁ ଧନ୍ୟବାଦ୍ । #Odisha
7
17
320
@OdishaReporter
Odisha Reporter
4 months
ସ୍ନାନବେଦୀରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଆଶା କରୁଛୁ ସମୟ ଅନୁସାରେ ସମସ୍ତ ନୀତି ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ #Odisha #Puri #snanapurnima2024 #Srimandir
2
4
316
@OdishaReporter
Odisha Reporter
6 months
'#୨_ଜଣ_ହେଲିକପ୍ଟରରେ_ବୁଲିଲେ_ସରକାର_ହେବନି' ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କହିଲେ, ୨ ଜଣ ହେଲିକପ୍ଟରରେ ବୁଲିଲେ ସରକାର ହେବନି। ୨ଟି ଲୋକ ନେଇ ବିଜେଡି ସରକାର କରିପାରିବେନି। ସରକାର କରିବା ପାଇଁ ୧୪୭ ଜଣଙ୍କ ସମର୍ଥନ ଦରକାର। #Odisha #BJP #BaijayantPanda
77
25
315
@OdishaReporter
Odisha Reporter
4 months
* ବଜେଟ୍ ପାଇଁ ସାଧାରଣ ଲୋକଙ୍କ ମତାମତ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ * ୨୦୨୪-୨୫ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ମତାମତ ଲୋଡ଼ିଲେ * ସ୍ୱତନ୍ତ୍ର ୱେବ୍ ପୋର୍ଟାଲ୍, ମେଲ୍, ହ୍ୱାଟ୍ସଆପ୍, SMS ଜରିଆରେ ମତାମତ ସଂଗ୍ରହ * ଜୁନ୍ ୨୦ରୁ ଜୁଲାଇ ୫ ମଧ୍ୟରେ ମତାମତ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ #Odisha
Tweet media one
21
13
307
@OdishaReporter
Odisha Reporter
4 months
#ମୋଦିଙ୍କ_କାନ୍ଧରେ_ଓଡ଼ିଶାର_ଉତ୍ତରୀୟ ରୁଷରେ ଗୁଞ୍ଜରଣ ହେଲା 'ଜୟ ଜଗନ୍ନାଥ' । ମସ୍କୋରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି । #NarendraModi #Russia
11
37
306
@OdishaReporter
Odisha Reporter
2 months
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ଆଜି ପ୍ରଥମେ ରାକ୍ଷୀ ବାନ୍ଧିଛନ୍ତି ତାଙ୍କ ନିଜ ଭଉଣୀ ରାସମଣୀ ମାଝୀ । ପୂର୍ବରୁ ରାସମଣୀ ଘରେ ଭାଇଙ୍କ ହାତରେ ବାନ୍ଧୁଥିଲେ ରାକ୍ଷୀ । କିନ୍ତୁ ଆଜି ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ଭାଇଙ୍କୁ ରାକ୍ଷୀ ବାନ୍ଧିଛନ୍ତି। #Odisha #RakshaBandhan #MohanCharanMajhi
5
9
305
@OdishaReporter
Odisha Reporter
5 months
* ଧାମନଗର ବିଧାନସଭାରେ ବିଜେପି ବିଜୟୀ * ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ହେଲେ #OdishaVerdict #OdishaElectionResults #ElectionResults2024
Tweet media one
3
6
302
@OdishaReporter
Odisha Reporter
6 months
ବ୍ରହ୍ମପୁର କନିଷି ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି। #Odisha #PMModi #Brahmapur
5
20
303
@OdishaReporter
Odisha Reporter
5 months
ବାରିପଦାର ଏକ ନିର୍ବାଚନୀ ସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଧାନମନ୍ତ୍ରୀ ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରେ ପାଣ୍ଡିଆନ ପ୍ରଧାନମନ୍ତ୍ରୀ ନୁହେଁ ରାଷ୍ଟ୍ରପତି କହିବା ପରେ ନବୀନ କହିଲେ, କ୍ଷମା କରିବେ ପ୍ରଧାନମନ୍ତ୍ରୀ ନୁହେଁ ରାଷ୍ଟ୍ରପତି। #Odisha #BJD
25
42
300
@OdishaReporter
Odisha Reporter
4 months
ବଦଳିଲା ଲକ୍ଷ୍ମୀ ବସ୍ ରଙ୍ଗ, ସବୁଜରୁ ହେଲା ଗେରୁଆ । ସେହିଭଳି ଲକ୍ଷ୍ମୀ ବସର ନାଁ ବଦଳି 'ମୁଖ୍ୟମନ୍ତ୍ରୀ ବସ୍' ସେବା ହୋଇଛି । ଏହାକୁ ନେଇ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କଣ କହିଛନ୍ତି ଶୁଣନ୍ତୁ । #Odisha #LaxmiBus #BibhutiBhusanJena
40
13
296
@OdishaReporter
Odisha Reporter
7 months
ପାଣ୍ଡିଆନଙ୍କୁ 'ମୁଖ୍ୟମନ୍ତ୍ରୀ' କହି ସମ୍ବୋଧନ କଲେ ସାଂସ��� ପ୍ରମିଳା ବିଶୋଇ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। #Odisha #BJD #Ganjam
48
25
298
@OdishaReporter
Odisha Reporter
5 months
ବ୍ରହ୍ମଗିରି ଗଡ଼ରୋଡଙ୍ଗ ସ୍ଥିତ ୧୨୭ ନଂ ବୁଥ୍‌ରେ ଉତ୍ତେଜନା। EVM ଅଚଳକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ। ଏହାସହିତ ପ୍ରିଜାଇଡିଂ ଅଫିସର ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ କଲେ ବ୍ରହ୍ମଗିରି ପ୍ରାର୍ଥିନୀ ଉପାସନା ମହାପାତ୍ର। #Brahmagiri #Voting #GeneralElection2024
17
18
298
@OdishaReporter
Odisha Reporter
4 months
#ଭାଙ୍ଗିଯିବ_କି_ବିଜେଡି ? ନବୀନଙ୍କୁ ଘାରିଛି କି ଦଳ ଭାଙ୍ଗିଯିବା ଚିନ୍ତା ? ଏଥର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ଏମିତି କିଛି ଚର୍ଚ୍ଚା ଜୋର ଧରିଛି। ଆଉ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟାନ ଏଦିଗକୁ ଅଧିକ ଇଙ୍ଗିତ କରିଛି। ଗତକାଲି ନିଜ ଦଳର ନେତାଙ୍କୁ ଏକଜୁଟ ରଖିବାକୁ ନିବେଦନ କରିଛନ୍ତି ନବୀନ। #Odisha #BJD
20
13
295
@OdishaReporter
Odisha Reporter
2 years
#ଉତ୍କଳ_ବିଶ୍ୱବିଦ୍ୟାଳୟରେ_ପିଜି_କାଉନସିଲ୍_ହଲ୍‌ରେ_ଗଣ୍ଡଗୋଳ_ଘଟଣା ଉତ୍କଳ ବିଶ୍ବବିଦ୍ୟାଳୟରେ ଅଶାନ୍ତ ପରେ ଗିରଫ ହୋଇଥିବା ଛାତ୍ରଙ୍କ ପ୍ରତିକ୍ରିୟା ‘ଭାରତ ବିରୋଧରେ କହିଲେ ଆମେ ବିରୋଧ କରିବୁ’। #Odisha #Bhubaneswar #UtkalUniversity #VaniVihar
30
16
291
@OdishaReporter
Odisha Reporter
1 year
#ମୁହଁ_ଖୋଲିଲେନି_ପ୍ରମିଳା_ବିଷୋଇ ବିଜେଡି ନେତ୍ରୀ ସଂଯୁକ୍ତା ମହଲାଙ୍କ ବିଷୟକୁ ନେଇ ମୁହଁ ଖୋଲିଲେନି ଆସିକା ସାଂସଦ ପ୍ରମିଳା ବିଷୋଇ । ଗଣମାଧ୍ୟମ ପ୍ରତିନିଧି ଯେତେ ପଚାରିଲେ ମଧ୍ୟ ସାଂସଦ କିଛି କହିଲେ ନାହିଁ । #Odisha #BJD
51
26
290
@OdishaReporter
Odisha Reporter
2 years
ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ #Odisha #BJP
Tweet media one
6
5
285
@OdishaReporter
Odisha Reporter
4 months
ଭାବି ମୁଖ୍ୟମନ୍ତ୍ରୀ ମୋର ସମସ୍ୟା କ’ଣ ଅଛି ବୋଲି ପଚାରି ବୁଝିଥିଲେ। ମୋ ଦୁଃଖ କଥା ତାଙ୍କୁ କହିଲି। ମୁଖ୍ୟମନ୍ତ୍ରୀଙ୍କ ମିଠା ବଚନ ଶୁଣି, ମୋ ପେଟ ପୁରିଗଲା ବୋଲି କହିଛନ୍ତି ପରିବହନ ବିଭାଗର ଜଣେ କର୍ମଚାରୀ ବିଜୟ ଶଙ୍କର ଦାସ #MohanMajhi #NewCM #BJP
7
11
284
@OdishaReporter
Odisha Reporter
5 months
‍‍‍ବିଜେପିରେ ଯୋଗ ଦେଲେ ବିଜେଡି ନେତା ତଥା ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର। ସେ ଆଜି ବିଜେପିରେ ଯୋଗ ଦେବା ସହିତ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ସହିତ ନିର୍ବାଚନ ରାଲିରେ ସାମିଲ ହୋଇଥିଲେ। #Odisha #BJD
1
19
286
@OdishaReporter
Odisha Reporter
4 months
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ପୂର୍ବତନ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସେ ଗଣମାଧ୍ୟମ ଆଗରେ କ’ଣ ପ୍ରତିକ୍ରିୟା ରଖିଛନ୍ତି, ଦେଖନ୍ତୁ #Odisha
11
5
278
@OdishaReporter
Odisha Reporter
5 months
ସମ୍ୱଲପୁର ବିଧାନସଭାରେ ବିଜେପି ବିଜୟୀ । ଜୟନାରାୟଣ ମିଶ୍ର ତାଙ୍କ ନିକଟର ପ୍ରତିଦ୍ୱନ୍ଦ୍ୱୀ ରୋହିତ ପୂଜାରୀଙ୍କୁ ପରାସ୍ତ କରିଛନ୍ତି। ଜୟନାରାୟଣ ବିଜୟୀ ହେବା ପରେ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି। ଏହାକୁ ନେଇ ଜୟନାରାୟଣଙ୍କ ଝିଅ ଶୁଭଶ୍ରୀ କଣ କହିଛନ୍ତି ଶୁଣନ୍ତୁ। #OdishaElectionResults #ElectionResults2024
0
6
279
@OdishaReporter
Odisha Reporter
6 months
ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ଭୁବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ବିରାଟ ରାଲିରେ ନାମାଙ୍କନ ଦାଖଲ ପାଇଁ ଯାଉଛନ୍ତି ଅପରାଜିତା। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍‌ରେ ପ୍ରାର୍ଥିପତ୍ର ଦାଖଲ କରିବେ। ତେବେ ଏହାକୁ ନେଇ ଅପରାଜିତାଙ୍କ ସମର୍ଥକ କଣ କହିଛନ୍ତି ଣୁଣନ୍ତୁ। #Odisha #BJP #AparajitaSarangi
26
16
278
@OdishaReporter
Odisha Reporter
4 months
ଆଜିଠୁ ଆରମ୍ଭ ହେଉଛି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର। ଅଭିଯୋଗ ନେଇ ଆସିଛନ୍ତି ଶହ ଶହ ଲୋକ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣେ ଦିବ୍ୟାଙ୍ଗ ଅଭିଯୋଗ ଶୁଣାଇବା ପାଇଁ ଆସିଛନ୍ତି। ଶୁଣନ୍ତୁ ଏନେଇ ସେ କଣ କହିଛନ୍ତି... #Odisha #CM #Bhubaneswar #MohanCharanMajhi #CMGrievanceCell
1
12
278
@OdishaReporter
Odisha Reporter
1 year
5T ସଚିବଙ୍କୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ । କହିଲେ, ‘ଅଢେଇ ଲକ୍ଷ ଟଙ୍କା ଚାକିରି ଛାଡ଼ି ମୈଦାନକୁ ଓହ୍ଲାନ୍ତୁ।’ #AparajitaSarangi #BJP #Odisha
12
12
275
@OdishaReporter
Odisha Reporter
1 year
ପରୀକ୍ଷାଗୁଡ଼ିକୁ ସ୍ୱଚ୍ଛତାର ସହିତ କରିବାକୁ ସରକାରଙ୍କର ଆନ୍ତରିକତା ନାହିଁ: ବିଜୟ ପଟ୍ଟନାୟକ, କଂଗ୍ରେସ ନେତା #Odisha #Congress
6
58
276
@OdishaReporter
Odisha Reporter
9 months
ଓଡ଼ିଆ ଜାଣିନଥିବା ଲୋକ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କରିବେ କେମିତି ? ଏପରି ଅଭିଯୋଗ ନେଇ ହାତରେ ବର୍ଣ୍ଣବୋଧ ବହି ଧରି ନବୀନ ନିବାସ ଆଗରେ ଆନ୍ଦୋଳନ କରିଥିଲେ କିଛି ଯୁବକ। #Odisha #Bhubaneswar
17
37
269
@OdishaReporter
Odisha Reporter
1 year
ମୁଖ୍ୟମନ୍ତ୍ରୀ ଏବେ ନାଁକୁ ମାତ୍ର, ଯିଏ ଓଡ଼ିଶାକୁ ଚିହ୍ନିନି ସିଏ ଏବେ ମାଲିକ ପାଲଟିଛି: ଧର୍ମେନ୍ଦ୍ର #Odisha #BJD #BJP
25
17
270
@OdishaReporter
Odisha Reporter
7 months
'#ପାଣ୍ଡିଆନ_ନେତା_ନା_ଅଫିସର?' ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ୍ବେବସାଇଟ ତଥ୍ୟ ଅନୁଯାୟୀ ଅଫିସରଙ୍କ ଲିଷ୍ଟରେ ପାଣ୍ଡିଆନଙ୍କ ତଥ୍ୟ କଣ ପାଇଁ ଦିଆଯାଇଛି, ସେ ଜଣେ ନେତା ନା ଅଫିସର ବୋଲି ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ନେତା ଅନିଲ ବିଶ୍ବାଳ। #Odisha #BJP
13
16
272
@OdishaReporter
Odisha Reporter
4 months
ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା କିସ୍‌କୁ ଜଙ୍ଗଲ ଜମି ଆବଂଟନ ମାମଲାରେ ନୂଆମୋଡ଼। ଜଙ୍ଗଲ ଜମି ହସ୍ତାନ୍ତର ମାମଲାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି। ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଚିଠି। ଏହାକୁ ନେଇ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରା କଣ କହିଛନ୍ତି ? #Odisha
7
17
271
@OdishaReporter
Odisha Reporter
4 months
*ଆଉ ନରମ ନୁହେଁ, ସଂସଦରେ କଠୋର ଆଭିମୁଖ୍ୟ ଗ୍ରହଣ କରିବ ବିଜେଡି *ନବୀନଙ୍କ ସହ ବିଜେଡି ରାଜ୍ୟସଭା ସାଂସଦଙ୍କ ବୈଠକ ପରେ ନିଷ୍ପତ୍ତି *ବୈଠକ ପରେ ବିଜେଡି ରାଜ୍ୟସଭା ସାଂସଦମାନଙ୍କ ପ୍ରତିକ୍ରିୟା *ବିରୋଧୀ ଦଳ ଭୂମିକାରେ ବସିବ ବିଜେଡି, ଆଭିମୁଖ୍ୟ କଠୋର କରିବ *ଆବଶ୍ୟକ ପଡ଼ିଲେ ଗୃହର ମଧ୍ୟଭାଗକୁ ଓହ୍ଲାଇ ଦାବି,ପ୍ରତିବାଦ ଜଣାଇବ #Odisha
Tweet media one
75
5
272
@OdishaReporter
Odisha Reporter
4 months
ଭଙ୍ଗାଚାଲିଛି ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ। ସରକାରୀ ଆବାସ ପରିସରରେ ଥିଲା ଅଣ୍ଡର ଗ୍ରାଉଣ୍ଡ୍ ଘର, ସୁଇମିଂ ପୁଲ୍, ରୁଫ୍ ଟପ୍ କଟେଜ୍ । ଏହାକୁ ନେଇ ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ କଣ କହିଛନ୍ତି ଶୁଣନ୍ତୁ । #Odisha #PranabPrakashDas #BJD
8
18
266
@OdishaReporter
Odisha Reporter
1 year
‘୩ ଦକ୍ଷିଣୀ ଅଫିସରଙ୍କ କବଜାରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌, ଠିକାଦାରୀ-ଖଣି ଓ ସବୁ ବଡ଼ ଟେଣ୍ଡରରୁ ଓଡ଼ିଆ ବଂଚିତ’ #Odisha #BJP #BJD
16
18
263
@OdishaReporter
Odisha Reporter
1 year
'#ଯିଏ_ଭାଇର_କର୍ତ୍ତବ୍ୟ_କରିପାରିଲାନି_ସେ_କି_ଭାଇ' ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବିଜୁବାବୁଙ୍କ ପୁତୁରା ଦିଲ୍ଲୀପ ପଟ୍ଟନାୟକ। ଭାଇ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ଦିଲ୍ଲୀପ କହିଛନ୍ତି, 'ଯିଏ ଭାଇର କର୍ତ୍ତବ୍ୟ କରିପାରିଲାନି, ସେ କି ଭାଇ, ନବୀନ କାହା ସହିତ ସମ୍ପର୍କ ରଖିଲେନାହିଁ।' #Odisha #Cuttack #NaveenPatnaik
17
20
263
@OdishaReporter
Odisha Reporter
5 months
#ଆକାଶଙ୍କ_ପାଇଁ_ଭୋଟ୍‌_ମାଗିଲେ_ସିଦ୍ଧାନ୍ତ ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ଶେଷ ମୁହୁର୍ତ୍ତରେ ଜନତାଙ୍କ ପାଖରେ ପହଞ୍ଚିବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ଏହି ଅବସରରେ କୋରାଇ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସ ନାୟକ କଣ କହିଛନ୍ତି ଶୁଣନ୍ତୁ। #Odisha
7
14
267
@OdishaReporter
Odisha Reporter
4 months
ବିଜେଡିରେ ଛନକା: ଦଳ ଛାଡ଼ିବେ ୨୦ରୁ ଅଧିକ ବିଜେଡି ବିଧାୟକ #Odisha #BJD
27
14
265
@OdishaReporter
Odisha Reporter
7 months
ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ହେବା ଜାଣିବା ପରେ ଉତ୍ସାହିତ ସମର୍ଥକ। ପ୍ରଶଂସକ କହିଛନ୍ତି, ଲୋକଙ୍କ ପାଇଁ ବହୁତ କିଛି କରିଛନ୍ତି ବୈଜୟନ୍ତ ପଣ୍ଡା। ରେଳ ଠାରୁ ଆରମ୍ଭ କରି ବିଦେଶରେ ଫସିଥିବା ଲୋକଙ୍କୁ ଓଡ଼ିଶା ଆଣିବାରେ ବୈଜୟନ୍ତଙ୍କର ବହୁତ ବଡ଼ ଭୂମିକା ରହିଛି। #Odisha #Kendrapara #BJP #BaijayantPanda
4
9
266
@OdishaReporter
Odisha Reporter
2 months
ରକ୍ଷା ବନ୍ଧନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଏହି ଅବସରରେ ସେ କହିଛନ୍ତି, ନିର୍ବାଚନ ନ ଲଢି ବି ରାଜନୀତି କରିହେବ। ରାଜନୀତି ମାନେ ନୁହେଁ ନିର୍ବାଚନ ଲଢିବା କିମ୍ବା କେଉଁ ଦଳରେ ରହିବା । #Odisha #MohanMajhi #SoumyaRanjanPatnaik
16
9
265
@OdishaReporter
Odisha Reporter
4 months
ଭୁବନେଶ୍ୱର ବିଜେବି କଲେଜ ପରିସରରେ ଗଛ ଲଗାଇଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏହି ବୃକ୍ଷ ରୋପଣ କର୍ଯ୍ୟକ୍ରମକୁ ନେଇ ମନ୍ତ୍ରୀ କଣ କହିଛନ୍ତି ଶୁଣନ୍ତୁ। #Odisha #SuryabanshiSuraj
6
7
261
@OdishaReporter
Odisha Reporter
4 months
ସୁଭଦ୍ରା ଯୋଜନା ସଂପର୍କରେ କୌଣସି ଭ୍ରମିତ ଖବର ଦେଖାନ୍ତୁ ନାହିଁ । କିଛି ପ୍ରମୁଖ ଗଣମାଧ୍ୟମରେ ମିଛ ଖବର ବୁଲୁଛି । ତାହା ଠିକ୍ ନୁହେଁ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏଭଳି ମନ୍ତବ୍ୟ ଦେବା ସହ ଯୋଜନାର ସମ୍ପୂର୍ଣ୍ଣ ରୂପରେଖ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି । #Odisha #PravatiParida
40
17
261
@OdishaReporter
Odisha Reporter
4 months
#ମନ୍ତ୍ରୀ_ସୂର୍ଯ୍ୟବଂଶୀ_ସୂରଜଙ୍କୁ_ଭବ୍ୟ_ସ୍ୱାଗତ
0
6
261
@OdishaReporter
Odisha Reporter
7 months
#ଶେଷ_ଦର୍ଶନ_କଲେ_ମୁଖ୍ୟମନ୍ତ୍ରୀ ଶଙ୍ଖ ଭବନରେ ଦାମୋଦର ରାଉତଙ୍କ ପାର୍ଥିବ ଶରୀର। ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ। #Odisha #CMNaveenPatnaik #DamodarRout #BJD
3
3
257
@OdishaReporter
Odisha Reporter
4 months
ମୁଁ ମଦ ବିରୋଧ ଆନ୍ଦୋଳନ କରି କରି ଆସିଛି। ଭୁବନେଶ୍ୱରରେ ମଦ ବନ୍ଦ ଆଲୋଚନା ହେଉଛି, ଏପଟେ କୋରାପୁଟ ପାଇଁ ୮ଟା ଟେଣ୍ଡର୍ ବାହାରିଛି: ବିଧାୟକ ତାରା ପ୍ରସାଦ ବାହିନୀପତି #Odisha #Koraput #TaraPrasadBahinipati
7
4
259
@OdishaReporter
Odisha Reporter
2 years
ସଲମାନଙ୍କ ଫିଲ୍ମରେ ଶେହନାଜ! #ShehnaazGill #SalmanKhan #Bollywood #OdishaReporter
5
141
254
@OdishaReporter
Odisha Reporter
4 months
ରାଜ୍ୟରେ ୨୪ବର୍ଷ ଧରି ଶାସନରେ ଥିବା ବିଜେଡିର ବିପର୍ଯ୍ୟୟର ମୁଖ୍ୟ ଖଳନାୟକ ତାମିଲନାଡ଼ୁ ଜନ୍ମିତ ଭିକେ ପାଣ୍ଡିଆନ ଏବେ ଅସ୍ଥାୟୀ ଭାବେ ନବୀନ ନିବାସକୁ ସିଫ୍ଟ ହୋଇଯାଇଛନ୍ତି । ନବୀନ ନିବାସ ଭିତରେ ନବୀନଙ୍କ ଫିଜିଓଥେରାପିଷ୍ଟ ମହାରାଷ୍ଟ୍ରର ଯୁବତୀ ‘ଶ୍ରଦ୍ଧା’ ମଧ୍ୟ ରହୁଛନ୍ତି । #Odisha #BJD
37
21
254