ଓଟିଭି Profile Banner
ଓଟିଭି Profile
ଓଟିଭି

@otvkhabar

Followers
788,453
Following
18
Media
133,120
Statuses
205,414

ଖବର ଆମର, ନିଷ୍ପତ୍ତି ଆପଣଙ୍କର We Report, You Decide FB: INSTA: YT:

ଭୁବନେଶ୍ୱର, ଓଡ଼ିଶା
Joined January 2018
Don't wanna be here? Send us removal request.
Explore trending content on Musk Viewer
@otvkhabar
ଓଟିଭି
1 month
ହେ ପ୍ରଭୁ ! ସବୁ ତୁମରି କରୁଣା ! ସବୁ ତୁମରି ଲୀଳା ! ବଡ଼ଦାଣ୍ଡକୁ ଓହ୍ଲାଇ ଆସି ରଥାରୁଢ଼ ମହାପ୍ରଭୁଙ୍କୁ ହାତ ଯୋଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। #RathaJatra #RathYatra2024 #NaveenPatnaik
Tweet media one
45
78
3K
@otvkhabar
ଓଟିଭି
1 year
ସାହା ହୁଅ ଘଟଗାଁବାସିନୀ ମାଆ ତାରିଣୀ । #MaaTarini
Tweet media one
33
50
3K
@otvkhabar
ଓଟିଭି
2 years
ସକାଳୁ ଦର୍ଶନ କରନ୍ତୁ ଜଗନ୍ନାଥ ମହାପ୍ରଭୂଙ୍କୁ #OTV
Tweet media one
35
43
3K
@otvkhabar
ଓଟିଭି
3 years
ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ। ଅରିନ୍ଦମଙ୍କ ମୃତ୍ୟୁକୁ ନେଇ ଏସ୍‌ସିବି ଜରୁରୀକାଳୀନ ଅଧିକାରୀଙ୍କ ସୂଚନା।କଟକ ବଡ଼ମେଡିକାଲରେ ରିସିଭ୍ ଡେଡ୍ ଘୋଷଣା କଲେ ଡାକ୍ତର #Odisha
Tweet media one
285
147
3K
@otvkhabar
ଓଟିଭି
2 years
#ଦିଶାଙ୍କୁ_ଶାଢ଼ୀ_ଗିଫ୍ଟ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀ । ନବୀନଙ୍କଠାରୁ ଗ୍ରହଣ କଲେ ଶାଢ଼ୀ ଉପହାର #Odisha #HockeyIndia #HockeyWorldCup #DishaPatani #NaveenPatnaik
Tweet media one
65
46
2K
@otvkhabar
ଓଟିଭି
3 years
#ଜୟ_ଜଗନ୍ନାଥ ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀର ଯୁବଶିଳ୍ପୀ ସୂର୍ଯ୍ୟକାନ୍ତ ଆଙ୍କିଥିଲେ ଏମିତି ଛବି.. ମହାପ୍ରଭୁ କମେଇଦେଲେ ବାତ୍ୟାର ପ୍ରଭାବ। #JayJaganntah #CycloneJawad #Odisha #OTV
Tweet media one
53
74
2K
@otvkhabar
ଓଟିଭି
1 year
#SnanaPurnima ସ୍ନାନବେଦୀରେ ବଡ଼ ଠାକୁର ବଳଭଦ୍ର #LordJagannath #RathaJatra2023 #Puri #Odisha #OTV
Tweet media one
18
54
2K
@otvkhabar
ଓଟିଭି
2 years
#ଜୟ_ମାଆ_ତାରିଣୀ ଆଜି ଶୁକ୍ରବାର । ସକାଳୁ ସକାଳୁ ଦେଖନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ, ମନସ୍କାମନା ହେବ ପୂରଣ #JayMaaTarini #Odisha #Keonjhar #OTV
47
44
2K
@otvkhabar
ଓଟିଭି
1 year
ପରଲୋକରେ ପିଣ୍ଟୁ ନନ୍ଦ | ହାଇଦ୍ରାବାଦର ଘରୋଇ ମେଡିକାଲରେ ଶେଷ ନିଶ୍ବାସ ତ୍ୟାଗ କଲେ #PintuNanda #RIP #OTV
Tweet media one
334
80
2K
@otvkhabar
ଓଟିଭି
2 years
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାହ ବିବାଦ ମାମଲା ପରେ ଆଉ ଥରେ ବାହା ହେଲେ କି ଅଭିନେତା ଅନୁଭବ ମହାନ୍ତି? #AnubhavMohanty #ViralPhoto #Marriage #OTV
Tweet media one
147
65
2K
@otvkhabar
ଓଟିଭି
1 month
ହୃଦୟ ଖୋଲି ଥରେ କହି ଦିଅ...
Tweet media one
2K
54
2K
@otvkhabar
ଓଟିଭି
3 years
ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ #Odisha
Tweet media one
114
54
2K
@otvkhabar
ଓଟିଭି
1 year
ସରକାର ମିଛ କହୁଛି... ୫୦୦ ଲୋକ ମରିଛନ୍ତି ବୋଲି କହୁଛନ୍ତି ପ୍ରତ୍ୟକ୍ଷଦର୍ଶୀ #OdishaTrainMishap #OdishaTrainTragedy #TrainAccident #Odisha #OTV
67
138
2K
@otvkhabar
ଓଟିଭି
4 years
ଓଡ଼ିଆ ଝିଅମାନଙ୍କୁ କେମିତି ସାହାଯ୍ୟ କଲେ ଅଭିନେତା ସୋନୁ ସୁଦ୍, କହିଲେ ପୂରା କାହାଣୀ #SonuSood #SonuSood_A_Real_Hero
140
115
2K
@otvkhabar
ଓଟିଭି
2 years
ଓଡ଼ିଆ ଫିଲ୍ମ ଦମନକୁ ଟିକସ ମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ #Ollywood #Daman #Movie #Odisha #OTV
Tweet media one
38
71
2K
@otvkhabar
ଓଟିଭି
2 years
#ମନେ_ରହିବେ_ଅରିନ୍ଦମ୍ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଅରିନ୍ଦମ୍ ଦାସଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି... #AridamDas #OTV
Tweet media one
63
70
2K
@otvkhabar
ଓଟିଭି
1 year
ଭକ୍ତଙ୍କୁ କଣେଇ ଚାହୁଁଛି କାଳିଆ #ରଥଯାତ୍ରା #ଘୋଷଯାତ୍ରା #RathaJatra #RathYatra #RathYatraWithOTV #RathYatra2023 #GhoshaJatra #SrigundichaJatra #Puri #Odisha #OTV #JayJagannath
Tweet media one
19
49
2K
@otvkhabar
ଓଟିଭି
3 years
#ଫଟୋରେ_ଖବର: ଏଇ କୁନି ଜଙ୍ଗଲୀ ରାଣୀର ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହା ହେଉଛି କନ୍ଧମାଳ ଜିଲ୍ଲାର ଜଣେ ଝିଅର ଫଟୋ। ଆଜି ବିଶ୍ୱ ପରିବେଶ ଦିବସ, ଏ କୁନି ଝିଅଟି ପରିବେଶ ବାର୍ତ୍ତା ହିଁ ଦେଉଛି। ଆପଣ ଝିଅଟିକୁ ଆଶୀର୍ବାଦ କରିବେନି? #WorldEnvironmentDay #India #Odisha #OTV
Tweet media one
Tweet media two
Tweet media three
33
51
2K
@otvkhabar
ଓଟିଭି
2 years
ଦ୍ରୌପଦୀ ମୁର୍ମୁ ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ #PresidentialElection #India
Tweet media one
46
83
2K
@otvkhabar
ଓଟିଭି
1 year
#ମାଆ_ତାରିଣୀ ଆଜି ଶନିବାର । ସକାଳୁ ସକାଳୁ ଦେଖନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ...ସବୁ ମନସ୍କାମନା ହେବ ପୂରଣ #JayMaaTarini #Keonjhar #Odisha #OTV
35
45
2K
@otvkhabar
ଓଟିଭି
2 years
#ASO_ ବିଭ୍ରାଟ #ପ୍ରଶ୍ନପତ୍ର_ମିଳିବା_ପୂର୍ବରୁ_ଉତ୍ତର_ଖାତା_ଫୁଲ୍ ପ୍ରଶ୍ନପତ୍ର ସିଲ୍ ନଖୋଲି କେମିତି ଫାଇନାଲ୍ ଲିଷ୍ଟରେ ଆସିଲା ନାଁ? #ASO #ExamCorruption #OPSC #Odisha #OTV
95
366
2K
@otvkhabar
ଓଟିଭି
7 months
ରାମଲାଲାଙ୍କ ଶ୍ରୀମୁଖ ଦର୍ଶନ । ପ୍ରଥମଥର ସାମ୍ନାକୁ ଆସିଲା ଗର୍ଭଗୃହରେ ସ୍ଥାପିତ ଶ୍ରୀରାମଙ୍କ ବାଲ୍ୟକାଳର ପ୍ରତିମୂର୍ତ୍ତି ।.. #AyodhaRamMandir #RamLallaIdol #OTV
Tweet media one
Tweet media two
73
85
2K
@otvkhabar
ଓଟିଭି
3 years
ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାରଙ୍କ ପରଲୋକ, ୧୦୪ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ, ପରଲୋକ ନେଇ ନନ୍ଦ ସାରଙ୍କ ନାତି ଖଗେଶ୍ୱର ପୃଷ୍ଟିଙ୍କ ସୂଚନା #Odisha
Tweet media one
21
45
2K
@otvkhabar
ଓଟିଭି
3 years
#ଜୟ_ଜଗନ୍ନାଥ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କୋଟି ଜନ୍ମର ପୂଣ୍ୟଫଳ... ସକାଳୁ ସକାଳୁ ମାରନ୍ତୁ ମୁଣ୍ଡିଆ... ଲେଖନ୍ତୁ ଜୟ ଜଗନ୍ନାଥ #JayJaganntah #Odisha #OTV
Tweet media one
65
27
2K
@otvkhabar
ଓଟିଭି
3 years
#ହେ_ମହାପ୍ରଭୁ_ମିହିରି_ଭାଇଙ୍କୁ_ଭଲ_କରିଦିଅ: ଓଡ଼ିଆ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତା ମହିର ଦାସ, ଗୁରୁତର ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଆସନ୍ତୁ ସମସ୍ତେ ମିଶି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କର ତୀବ୍ର ଆରୋଗ୍ଯ କାମନା କରିବା। (ଫଟୋ ସୌଜନ୍ଯ: ଯୁବ ଚିତ୍ରକର ସୂର୍ଯ୍ଯକାନ୍ତ, ପୁରୀ) #MihirDas #Ollywood
Tweet media one
38
32
2K
@otvkhabar
ଓଟିଭି
2 months
ବାରବାଟୀ-କଟକ ବିଧାନସଭାରେ କଂଗ୍ରେସ ବିଜୟୀ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦୋସ ବିଜୟୀ ବିଜେପିର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ହରାଇଲେ ସୋଫିଆ #GeneralElection2024 #ElectionResults2024 #BarabatiCuttack #OTV
Tweet media one
60
28
2K
@otvkhabar
ଓଟିଭି
1 year
ସମ୍ବଲପୁରର ଟଙ୍କିକିଆ ଡାକ୍ତର ଶଙ୍କର ରାମ ଚନ୍ଦାନୀଙ୍କ ନେଇ ପୁଣି ଚର୍ଚ୍ଚା, ଗାଡ଼ି ପଛରେ ଲେଖିଲେ ମୋତେ ଅଟକାଇ ପାରିବେ... #1rupeesclinic #DrSankarRamchandani #Sambalpur #Odisha #OTV
52
82
2K
@otvkhabar
ଓଟିଭି
2 years
#କାମ_ଭୁଲ୍_କରିବାରୁ_ରାଗିଗଲେ_ପୌରାଧ୍ୟକ୍ଷା #ଅଫିସରଙ୍କୁ_ଫାଇଲ୍_ଫିଙ୍ଗି_ଚର୍ଚ୍ଚାରେ_ଚେୟାରପର୍ସନ ଯାଜପୁର ଜିଲ୍ଲା ବ୍ୟାସନଗର ପୌର ପରିଷଦର ଚେୟାରପର୍ସନ ସଙ୍ଗୀତା ପିଙ୍ଗୁଆଙ୍କ ବ୍ୟବହାରକୁ ନେଇ ଏକ ଭିଡିଓ ଭାଇରାଲ୍ ହେଉଛି। ଏଥିରେ ସେ ପୌର ଅଧିକାରୀଙ୍କୁ ଏକ ଫାଇଲ ଫିଙ୍ଗୁଥିବା ଦେଖିବାକୁ ମିଳିଛି। #VyasaNagar #JajpurRoad #Jajpur
218
156
1K
@otvkhabar
ଓଟିଭି
2 months
#ରାଜନୀତି_ଛାଡ଼ିଲେ_ପାଣ୍ଡିଆନ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କଲେ ପାଣ୍ଡିଆନ । ଭିଡିଓ ବାର୍ତ୍ତ ଜରିଆରେ ଘୋଷଣା କଲେ ଭିକେ ପାଣ୍ଡିଆନ । ରାଜନୀତି ଛାଡ଼ିବା ସହ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ । #Odisha #VKPandian #BJD #OTV
153
112
2K
@otvkhabar
ଓଟିଭି
1 year
#ମାଆ_ତାରିଣୀ ଆଜି ଗୁରୁବାର । ସକାଳୁ ସକାଳୁ ଦେଖନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ...ସବୁ ମନସ୍କାମନା ହେବ ପୂରଣ #JayMaaTarini #Keonjhar #Odisha #OTV
26
38
1K
@otvkhabar
ଓଟିଭି
2 years
#Breaking ଆଉ ନାହାନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।
Tweet media one
60
72
1K
@otvkhabar
ଓଟିଭି
3 years
#ଓଟିଭି_ଜନମତ: ଓଡ଼ିଶାରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ଧାରଣ କରିଛି। ଏଭଳି ସ୍ଥିତିରେ ସରକାର ଲକଡାଉନ୍ ଅବଧିକୁ ଆଉ ୧୫ ଦିନ ବୃଦ୍ଧି କରିବା ଉଚିତ କି? #OTV #Janamata #SocialMediaSurvey #PublicOpinion #Lockdown #OdishaFightsCorona #otv
Tweet media one
658
59
1K
@otvkhabar
ଓଟିଭି
2 years
#ଜୟ_ଜଗନ୍ନାଥ:ସକାଳୁ ସକାଳୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରନ୍ତୁ #JayJagannath #Odisha #OTV
Tweet media one
22
25
1K
@otvkhabar
ଓଟିଭି
2 years
ପୁରୀ ଶ୍ରୀମନ୍ଦିର ଆଗରେ ଉଡିଲା ତ୍ରିରଙ୍ଗା #AzadiKaAmritMahotsav #HarGharTiranga #IndependenceDay2022 #Srimandir #Puri #Odisha
Tweet media one
5
12
1K
@otvkhabar
ଓଟିଭି
2 years
ନବୀନଙ୍କ ନିଷ୍ପତ୍ତି ପରେ ବୋବାଲିଆ ନାଚ ନାଚିଲେ ଠିକା କର୍ମଚାରୀ। ଫୁଟାଇଲେ ବାଣ...କହିଲେ ନବୀନ ବାବୁ ଆମେ ତୁମ ଫ୍ୟାନ #Odisha #Bhubaneswar #OTV #NaveenPatnaik
53
180
1K
@otvkhabar
ଓଟିଭି
3 years
ସମ୍ବରଦଶମୀରେ ସକାଳୁ ସକାଳୁ ଦର୍ଶନ କରନ୍ତୁ ପତିତପାବନଙ୍କୁ... #JayJagannath #Odisha #OTV
Tweet media one
21
22
1K
@otvkhabar
ଓଟିଭି
2 months
ଗାଁକୁ ଗଲେ, ମା’ଙ୍କୁ ମୁଣ୍ଡିଆ ମାରିଲେ ମୁଖ୍ୟମନ୍ତ୍ରୀ #Odisha #OTV #CM #MohanMajhi
Tweet media one
106
50
1K
@otvkhabar
ଓଟିଭି
2 years
#ଜୟ_ମାଆ_ତାରିଣୀ ଆଜି ଗୁରୁବାର। ସକାଳୁ ସକାଳୁ ଦେଖନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ....ସବୁ ମନସ୍କାମନା ହେବ ପୂରଣ #JayMaaTarini #Keonjhar #Odisha #OTV
40
28
1K
@otvkhabar
ଓଟିଭି
1 year
#ମାଆ_ତାରିଣୀ_ଲୋ ଶୁକ୍ରବାର ସକାଳୁ ସକାଳୁ ଦେଖନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ...ସବୁ ମନସ୍କାମନା ହେବ ପୂରଣ #JayMaaTarini #Keonjhar #Odisha #OTV
20
33
1K
@otvkhabar
ଓଟିଭି
2 years
ଆଗକୁ ଏମିତି ଦେଖାଯିବ ଭୁବନେଶ୍ୱର ରେଳ ଷ୍ଟେସନ୍। ଆସନ୍ତାକାଲି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। #railwaystation #Bhubaneswar #EastCoastRailway
Tweet media one
Tweet media two
Tweet media three
48
74
1K
@otvkhabar
ଓଟିଭି
2 years
#ଓଡ଼ିଆ_ପୁଅ_ସିଦ୍ଧାର୍ଥ_ରାଉତରାୟଙ୍କ_କମାଲ ଆଣ୍ଟାକର୍ଟିକାର ମାଉଣ୍ଟ ଭିନସନ୍ ପର୍ବତରେ ଉଡ଼ାଇଲେ ଲିଙ୍ଗରାଜ ଓ ପତିତପାବନଙ୍କ ବାନା । ମାଇନସ୍ 45ରୁ 60 ଡିଗ୍ରୀ ତାପମାତ୍ରାରେ ପର୍ବତାରୋହଣ କରିଛନ୍ତି । ସିଦ୍ଧାର୍ଥ ହେଉଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ । #SidharthRoutray #OTV
32
55
1K
@otvkhabar
ଓଟିଭି
2 years
#ମାଆ_ଘଟଗାଁ_ରାଣୀ ଦେଖନ୍ତୁ ଘଟଗାଁର ପ୍ରସିଦ୍ଧ ମାଆ ତାରିଣୀଙ୍କ ଆଳତୀ ଓ ଲେଖନ୍ତୁ ଜୟ ମାଆ ତାରିଣୀ #MaaTarini #Keonjhar #Odisha #OTV
112
40
1K
@otvkhabar
ଓଟିଭି
1 year
#ମାଆ_ତାରିଣୀ ଆଜି ରବିବାର । ସକାଳୁ ସକାଳୁ ଦେଖନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ...ସବୁ ମନସ୍କାମନା ହେବ ପୂରଣ #JayMaaTarini #Keonjhar #Odisha #OTV
39
37
1K
@otvkhabar
ଓଟିଭି
1 year
#ଜୟ_ମାଆ_ତାରିଣୀ ଆଜି ମଙ୍ଗଳବାର । ସକାଳୁ ସକାଳୁ ଦେଖନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ....ସବୁ ମନସ୍କାମନା ହେବ ପୂରଣ #JayMaaTarini #Keonjhar #Odisha #OTV
48
27
1K
@otvkhabar
ଓଟିଭି
2 years
ଦେଖି ତୋର ଚକାଆଖି, ମନ ମୋର ଗଲା ଲାଖି . . . #RathaJatra #RathaJatra2022 #GhosaJatra #GhosaJatra2022
Tweet media one
20
52
1K
@otvkhabar
ଓଟିଭି
3 years
#ଜୟ_ଜଗନ୍ନାଥ ଶ୍ରୀମୁଖ ଦର୍ଶନରୁ ହେଉଛି ବଞ୍ଚିତ ପତିତପାବନଙ୍କୁ ଦୂରୁ କରୁଛି ଦଣ୍ଡବତ #Puri #JayJagannath
Tweet media one
20
32
1K
@otvkhabar
ଓଟିଭି
1 year
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି । #JayJagannath #Puri
Tweet media one
25
21
1K
@otvkhabar
ଓଟିଭି
1 year
#ମାଆ_ତାରିଣୀ ଆଜି ଶନିବାର । ସକାଳୁ ସକାଳୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତି । ମନସ୍କାମନା ହେବ ପୂରଣ #JayMaaTarini #Keonjhar #Odisha #OTV
23
36
1K
@otvkhabar
ଓଟିଭି
2 years
#ଜୟ_ଜଗନ୍ନାଥ #JayJagannath #Odisha #OTV
Tweet media one
20
20
1K
@otvkhabar
ଓଟିଭି
2 years
#ଓଁ_ଶଂ_ଶନିଶ୍ଚରାୟ_ନମଃ #ଓଁ_ଶନିଦେବାୟ_ନମଃ ଆଜି ଶନିବାର ଶନି ଠାକୁରଙ୍କୁ ଦର୍ଶନ କରନ୍ତୁ... #Shanidev #saturday #OTV
Tweet media one
21
20
1K
@otvkhabar
ଓଟିଭି
1 year
#ମାଆ_ତାରିଣୀ ଆଜି ଗୁରୁବାର । ସକାଳୁ ସକାଳୁ ଦେଖନ୍ତୁ ମାଆ ନଡିଆରାଣୀଙ୍କ ଦିବ୍ୟ ଆଳତୀ...ସବୁ ମନସ୍କାମନା ହେବ ପୂରଣ #JayMaaTarini #Keonjhar #Odisha #OTV
17
30
1K
@otvkhabar
ଓଟିଭି
2 months
ମୋବାଇଲରେ ଧର୍ମେନ୍ଦ୍ର ବଜେଇଲେ ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ... #Odisha #Vote2024 #Vote2024
17
66
1K
@otvkhabar
ଓଟିଭି
2 months
-ଦିଗପହଣ୍ଡି ବିଧାନସଭାରେ ବିଜେପି ବିଜୟୀ -ବିଜେପିର ସିଦ୍ଧାନ୍ତ ମହାପାତ୍ର ବିଜୟୀ ହେଲେ #GeneralElection2024 #ElectionResults2024 #Digapahandi #OTV
Tweet media one
34
16
1K
@otvkhabar
ଓଟିଭି
3 years
ଆମେ ପରୀକ୍ଷା ଦେବୁ, ଘୋଡ଼ାରେ ଚଢିବୁ...ସବୁ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ବାତିଲ ପାଇଁ ଚାହୁଁନାହାନ୍ତି ବୋଲି କହିଲେ ଛାତ୍ରଛାତ୍ରୀ #Odisha #OTV #CHSE
111
47
1K
@otvkhabar
ଓଟିଭି
2 years
-ଏକ ମାସ ଭିତରେ ଉଠିବ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା -ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି -ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି -ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଭିସି ମାଧ୍ୟମରେ ଆଲୋଚନା #ContractualSystem #Job #Odisha #OTV
Tweet media one
167
906
1K
@otvkhabar
ଓଟିଭି
2 years
#ଗୋପାଳଙ୍କୁ_ମାଡ଼ ! ଗୁଳି ମାଡ଼ କରି ସାରିବା ପରେ ନବ ଦାସଙ୍କ ସମର୍ଥକ ASI ଗୋପାଳ କୃଷ୍ଣ ଦାସଙ୍କୁ ମାଡି ବସି ମାଡ଼ ମାରିବା ବେଳର ଦୃଶ୍ୟ... #NabaDas #OTV
86
106
1K
@otvkhabar
ଓଟିଭି
2 years
#ଜଗ_ଜଗନ୍ନାଥ ହେ ଦୀନବନ୍ଧୁ ରକ୍ଷାକର #JayJagannath #Odisha #OTV
Tweet media one
22
17
1K
@otvkhabar
ଓଟିଭି
1 year
#ମାଆ_ତାରିଣୀ ଆଜି ଗୁରୁବାର । ସକାଳୁ ଦେଖନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ, ସବୁ ମନସ୍କାମନା ହେବ ପୂରଣ #JayMaaTarini #Keonjhar #OTV
25
33
1K
@otvkhabar
ଓଟିଭି
2 years
ମୋଟା ଅଙ୍କର ଦରମା ପାଇ ବି ଦହିବରା ବିକୁଛନ୍ତି ଆଶ୍ୟୁକ୍ତା, କାହିଁକି ଜାଣନ୍ତି? ଭାରତ ସରକାରଙ୍କ କମ୍ପାନୀରେ ଚାକିରି କରି ଭଲ ଦରମା ପାଉଛନ୍ତି, ହେଲେ ତଥାପି ଘରୁ ଗୋଡ କାଢ଼ି MBA ପାସ୍ କରିଥିବା ଆଶ୍ୟୁକ୍ତା ପଣ୍ଡା କାହିଁକି ବିକୁଛନ୍ତି ଦହିବରା? #SpecialStory #Odisha #OTV #AsuktaPanda #Bhubaneswar
70
87
1K
@otvkhabar
ଓଟିଭି
2 years
ବନ୍ୟା ପରେ ଏବେ ଚିନ୍ତା ବଢାଇଛି ଋତୁସ୍ରାବ। ସବୁଆଡେ ପାଣି ଥିବାରୁ ପ୍ୟାଡ୍‌ ଆଣିବାକୁ ଯାଉପାରୁନାହାନ୍ତି ଯୁବତୀ ଓ ମହିଳାମାନେ। ବନ୍ୟା ବେଳେ ରିଲିଫ୍‌ରେ ପ୍ୟାଡ୍‌ ଦେବାକୁ କଲେ ଦାବି #SpecialStory #Odisha #Flood #OTV
105
92
1K
@otvkhabar
ଓଟିଭି
1 year
#ଜୟ_ମାଆ_ତାରିଣୀ ଆଜି ରବିବାର । ସକାଳୁ ସକାଳୁ ଦେଖନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ । ସବୁ ମନସ୍କାମନା ହେବ ପୂରଣ #JayMaaTarini #Keonjhar #Odisha #OTV
30
34
1K
@otvkhabar
ଓଟିଭି
2 months
#ମାଆ_ତମ_ଆଖିରେ_ଲୁହ_କାହିଁକି ? ବାଟରେ ଅଟକି ଦୁଃଖ ପଚାରି ବୁଝିଲେ ନୂଆ ମୁଖ୍ୟମନ୍ତ୍ରୀ । କହିଲେ, ମା’ ତମ ଆଖିରେ ଲୁହ କାହିଁକି ? #MohanMajhi #ChiefMinister #OTV #OdishaTV #BJP #Odisha
68
80
1K
@otvkhabar
ଓଟିଭି
2 years
#ଜୟ_ଜଗନ୍ନାଥ #JayJagannath #Odisha #OTV
Tweet media one
15
23
1K
@otvkhabar
ଓଟିଭି
1 year
#ଜୁହାର_ବାବୁ_ଜୁହାର ‘��ମେ ବହୁତ କଷ୍ଟରେ ଅଛୁ । ଆମ ଗାଁ ପାଇଁ ଟିକିଏ ସୁବିଧା କର।’ ଏମିତି ମନ୍ତ୍ରୀ ଓ କଲେକ୍ଟରଙ୍କୁ କହି ଚର୍ଚ୍ଚାରେ ଏଇ ଛୋଟ ପିଲାଟି... #Koraput #Odisha
58
160
1K
@otvkhabar
ଓଟିଭି
10 months
ଶ୍ରୀମନ୍ଦିର ପାଇଁ ପୋଷାକ ସଂସ୍କାରକୁ ଆପଣ ଗ୍ରହଣ କରୁଛନ୍ତି କି ? #JayJagannath #Srimandir #Puri #Odisha #OTV
Tweet media one
716
33
1K
@otvkhabar
ଓଟିଭି
2 years
ଲୋୟର୍ ପିଏମଜିରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଜୋରଦାର ଆନ୍ଦୋଳନ #ContractualWorkers #Bhubaneswar #OTV
456
1K
1K
@otvkhabar
ଓଟିଭି
5 months
'ଉତ୍ତରପ୍ରଦେଶ ଭଳି ଓଡ଼ିଶାର ବିକାଶ ହେଉ । ଏଇଥର ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ହେବ..' #BJP #Odisha #GeneralElection2024 #Politics #Delhi #OTV
96
57
1K
@otvkhabar
ଓଟିଭି
1 year
#ଜୟ_ମାଆ_ତାରିଣୀ ଆଜି ଶନିବାର । ସକାଳୁ ସକାଳୁ ଦେଖନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ...ସବୁ ମନସ୍କାମନା ହେବ ପୂରଣ #JayMaaTarini #Keonjhar #Odisha #OTV
27
26
1K
@otvkhabar
ଓଟିଭି
2 years
'ମୁଁ ନିଜେ ବ୍ରାହ୍ମଣ.. ବ୍ରାହ୍ମଣ ସମାଜଟା ଏମିତି ଦବେଇକି ରଖିଛି ଲୋକମାନଙ୍କୁ, ସେମାନେ ମୁତେଇ ବି ଦେବେନି.. ଯଦି ମୁତେଇବେ.. କହିବେ କିଲେ ଚାଉଳ ଦେ..ସୁନା ଟିକେ ଦେ, ଜମି ଟେ ଦାନ କର.. ଏ ପାଲା ସବୁ କରୁଛନ୍ତି ଆମେ ବାହାରିବାକୁ ଚାହୁଁଛୁ..' #LunarEclipse #OTV
200
120
1K
@otvkhabar
ଓଟିଭି
15 days
ରାଜଧାନୀରେ ବୁଲୁବୁଲୁ ହଠାତ୍ ଜଣେ ବ୍ୟକ୍ତି ଦେଖାହେଲେ। ଚିହ୍ନାଚିହ୍ନା ଲାଗୁଥିଲେ। ଅଟୋରେ ଆସିଲେ। ବସ୍ ରେ ଫେରିଗଲେ। ତାଙ୍କର ଥାଟବାଟ ନାହିଁ କି ଗାଡି ଘୋଡା ନାହିଁ। କିଏ ସେ ଜାଣନ୍ତୁ... #Mayurbhanj #Doctor #OTV
19
65
1K
@otvkhabar
ଓଟିଭି
1 year
#ଝଟକୁଛନ୍ତି_ମହାପ୍ରଭୁ ଆହାଃ.. କି ଅପୂର୍ବ ବେଶ.. ମହଣ ମହଣ ସୁନାରେ ଝଟକୁଛନ୍ତି ମହାପ୍ରଭୁ.. #SunaBesha #RathaJatra #ସୁନାବେଶ #ରଥଯାତ୍ରା୨୦୨୩ #Puri #OTV
Tweet media one
9
55
1K
@otvkhabar
ଓଟିଭି
1 year
#ଜୟ_ମାଆ_ତାରିଣୀ ଆଜି ଗୁରୁବାର। ସକାଳୁ ସକାଳୁ ଦେଖନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ। ସବୁ ମନସ୍କାମନା ହେବ ପୂରଣ #JayMaaTarini #Koenjhar #Odisha #OTV
28
24
1K
@otvkhabar
ଓଟିଭି
1 year
#ଜୟ_ମାଆ_ତାରିଣୀ ଆଜି ରବିବାର । ସକାଳୁ ସକାଳୁ ଦେଖନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ...ସବୁ ମନସ୍କାମନା ହେବ ପୂରଣ #JayMaaTarini #Keonjhar #Odisha #OTV
28
25
1K
@otvkhabar
ଓଟିଭି
6 months
#ଅଶ୍ୱିନୀ_ବୈଷ୍ଣବ_ରାଜ୍ୟସଭା_ପ୍ରାର୍ଥୀ -ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ବିନୀ ବୈଷ୍ଣବ -ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କଲା ବିଜେପି #AshwiniVaishnaw #Odisha #RajyaSabha #Politics #OTV
Tweet media one
35
31
1K
@otvkhabar
ଓଟିଭି
3 years
ଶୋ’ ଚାଲୁଥିବା ବେଳେ ଆସିଲା ଛାତି ଥରାଇଦେବା ପରି ଖବର। ଆଖିରେ ଲୁହ, ଛାତିରେ କୋହ ତଥାପି ନିଜ ବୃତ୍ତିଗତ ଦାୟିତ୍ୱରୁ ପଛାଇଲେନି ଓଟିଭିର ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ୍ ମନୋରଞ୍ଜନ ଯୋଶୀ। #OTV #OTVjournalist
119
102
1K
@otvkhabar
ଓଟିଭି
2 years
#ଜୟ_ଜଗନ୍ନାଥ ତୋ ମାୟା ତୋତେ ଅଗୋଚର ! ରେ କାଳିଆ, କାହୁଁ ଜାଣିବ ଏ ଛାର ନର !! #JayJagannath #Puri #Odisha
Tweet media one
25
18
1K
@otvkhabar
ଓଟିଭି
1 year
ସକାଳୁ ସକାଳୁ ଦେଖନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ #JayMaaTarini #Keonjhar #Odisha #OTV
32
27
1K
@otvkhabar
ଓଟିଭି
2 years
ପୁରୁଣା ପ୍ରେମିକ ସାଙ୍ଗେ ମାଆ ପଳାଇଲା, ସ୍ତ୍ରୀକୁ ଝୁରିଝୁରି ସ୍ୱାମୀ ବି ଘର ଛାଡିଦେଲେ। ଏବେ ଖୋଲା ଆକାଶ ତଳେ ୪ ଭାଇ-ଭଉଣୀ। ଖାଇବାକୁ ନାହିଁ କି ଘର ନାହିଁ...ବୁଢୀ ମାଆ ଭିକ ମାଗିଲେ ପେଟକୁ ଯାଉଛି ଗଣ୍ଡିଏ ଦାନା...ପାଠ ପଢିବା ୟାଙ୍କ ପାଇଁ ସ୍ୱପ୍ନ #SpecialStory #Odisha #Sonepur #OTV
78
140
1K
@otvkhabar
ଓଟିଭି
2 years
ତୋର ଚକାନୟନକୁ ଦେଲେ ଅନେଇ ଲୁହ ଆସେ ଘନେଇ.... #ଜୟ_ଜଗନ୍ନାଥ #JayJagannath
Tweet media one
22
24
1K
@otvkhabar
ଓଟିଭି
4 years
#ଜଣାଅଜଣା_ଜଗନ୍ନାଥ #ବଡ଼ଠାକୁରଙ୍କୁ_ଆମେ_କେମିତି_ଜାଣୁ #JanaAjanaJagannath #OdishaTV #RathaYatra #RathaYatra2020 #PuriRathYatra
Tweet media one
648
41
1K
@otvkhabar
ଓଟିଭି
1 year
ଜୟ ଜଗନ୍ନାଥ #JaiJagannatha
Tweet media one
23
28
1K
@otvkhabar
ଓଟିଭି
1 year
#ଫଟୋରେ_ଖବର ମାଆ ଓ ପୁଅର ଅନାବିଳ ସେହ୍ନର ପ୍ରତୀକ ଏ ଛବି..ଗତକାଲି ଅକ୍ସିଜେନ ସପୋର୍ଟରେ ଥିବା ମାଆକୁ କାଳିଆ ଦର୍ଶନ କରାଇବା ଲାଗି ଆଣିଛି ପୁଅ..କାନ୍ଧରେ ଧରିଛି ଅକ୍ସିଜେନ ସିଲିଣ୍ଡର, ମାଆ ନାକରେ ଲାଗିଛି ଅକ୍ସିଜେନ ସିଲିଣ୍ଡରରୁ ଆସିଥିବା ପାଇପ୍‌..ଏହି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ସତ.. ହେଲେ ଅଗଣିତ ଲୋକଙ୍କ ହୃଦୟକୁ ଛୁଇଁଯାଇଛି..
Tweet media one
17
46
1K
@otvkhabar
ଓଟିଭି
1 year
#ଜୟ_ମାଆ_ତାରିଣୀ ପଡୁଥିବ ହୁଳହୁଳି, ବାଜୁଥିବ ଘଣ୍ଟା...ଶାଳ ଗଛ ମୂଳେ ମାଆର ଚାଲିଥିବ ଆଳତୀ...ଓଃ କି ଅପୂର୍ବ ଦୃଶ୍ୟ #JayMaaTarini #Keonjhar #Odisha #OTV
12
28
1K
@otvkhabar
ଓଟିଭି
3 years
ପୋଢ଼ୁଆଁ ହେବ ଜଗା… ପୁରୀରେ ପହଞ୍ଚିଲା ପୋଢୁଆଁ ଭାର… ଅପୂର୍ବ ଦୃଶ୍ୟ… ଜୟ ଜଗନ୍ନାଥ… #JayJagannath #Badadanda #Puri
Tweet media one
28
19
1K
@otvkhabar
ଓଟିଭି
3 years
#ଜୟ_ଜଗନ୍ନାଥ ଓଁ ନମୋଃ ଭଗବତେ ବାସୁଦେବାୟ ନମଃ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କୋଟି କୋଟି ପ୍ରଣାମ… #JayJaganntah #Odisha #OTVNews
Tweet media one
14
22
1K
@otvkhabar
ଓଟିଭି
10 months
ଆଉ ହାପ୍ ପ୍ୟାଣ୍ଟ୍ ପିନ୍ଧିକି ଆସିବନି ନହେଲେ ୫ ହଜାର ଫାଇନ୍ ! #Puri #Srimandir # #traditional #Dress #OTV
43
95
1K
@otvkhabar
ଓଟିଭି
26 days
ଇଏ କାଳିଆର ମାଊସୀ ମା’, ମାଆ ଅର୍ଦ୍ଧାଶିନୀ... #SriJagannath #MausiMaa #Odisha #OTV #Puri
Tweet media one
2
36
1K
@otvkhabar
ଓଟିଭି
2 years
#ଓଟିଭି_ଜନମତ: ଭୁବନେଶ୍ୱରରେ ଟମାଟୋ କିଲୋ 100 ! ଆପଣଙ୍କ ଅଂଚଳରେ ଟମାଟୋ ରେଟ୍ କେତେ ଟଙ୍କା ଅଛି, କମେଣ୍ଟ ବକ୍ସରେ ଲେଖନ୍ତୁ... #TamatoRate #Janamata #SocialMediaSurvey #PublicOpinion #OTV #Odisha
Tweet media one
595
66
1K
@otvkhabar
ଓଟିଭି
1 year
#ଜୟ_ମାଆ_ତାରିଣୀ ଆଜି ଗୁରୁବାର। ସକାଳୁ ସକାଳୁ ଦେଖନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ....ସବୁ ମନସ୍କାମନା ହେବ ପୂରଣ #JayMaaTarini #Keonjhar #Odisha #OTV
25
23
1K
@otvkhabar
ଓଟିଭି
1 year
#SnanaPurnima ସ୍ନାନବେଦୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ #LordJagannath #RathaJatra2023 #Puri #Odisha #OTV
Tweet media one
11
43
1K
@otvkhabar
ଓଟିଭି
2 months
#RSS ର_କାର୍ଯ୍ୟକ୍ରମରେ_ଯୋଗଦେଲେ_ମୁଖ୍ୟମନ୍ତ୍ରୀ କଟକରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସମାରୋପ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । #RSS #OdishaCM #MohanMajhi #Cuttack #Odisha #OTV
30
73
1K
@otvkhabar
ଓଟିଭି
6 months
-ସାଧାରଣତନ୍ତ୍ର ଦିବସ ପରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଶ୍ରେଷ୍ଠ -ବିଚାରକ ମଣ୍ଡଳୀ ଦ୍ୱାରା ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ପ୍ରଥମ ସ୍ଥାନ #RepublicDay #India #Odisha
Tweet media one
12
72
1K
@otvkhabar
ଓଟିଭି
2 years
#ଦାବି_ପାଇଁ_ଆନ୍ଦୋଳନ ବର୍ଷାକୁ ଖାତିର ନାହିଁ, ବର୍ଷାରେ ଭିଜି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଆନ୍ଦୋଳନ #ContractualWorkers #Bhubaneswar #OTV
104
734
1K
@otvkhabar
ଓଟିଭି
1 year
#ହେଲିକପ୍ଟର_ଅଫର୍_କଲେ_ବୈଜୟନ୍ତ -ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ପାଇଁ ହେଲିକପ୍ଟର ଅଫର କଲେ ବୈଜୟନ୍ତ ପଣ୍ଡା -ଉଦ୍ଧାର କାର୍ଯ୍ୟରେ ନିଜ ହେଲିକପ୍ଟର ଲଗାଇବାକୁ ନିବେଦନ କଲେ
Tweet media one
26
41
1K
@otvkhabar
ଓଟିଭି
1 year
#ମାଆ_ତାରିଣୀ ଆଜି ବୁଧବାର । ବାହୁଡ଼ା ଯାତ୍ରା...ସକାଳୁ ସକାଳୁ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀର ଦର୍ଶନ #JayMaaTarini #Keonjhar #Odisha #OTV
23
34
1K
@otvkhabar
ଓଟିଭି
1 year
#ଜୟ_ମାଆ_ତାରିଣୀ ଆଜି ରବିବାର । ସକାଳୁ ସକାଳୁ ଦେଖନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ..ସବୁ ମନସ୍କାମନା ହେବ ପୂରଣ #JayMaaTarini #Keonjhar #Odisha #OTV
27
18
1K
@otvkhabar
ଓଟିଭି
2 months
ବିଜେଡ଼ି ପରାଜୟର ୧୦ କାରଣ... #GeneralElection2024 #LokSabhaElections2024 #BJD #OTV
49
109
1K
@otvkhabar
ଓଟିଭି
3 years
#ମିହିର_ଦାସ_ଅମର_ରହେ: ଓଡ଼ିଶାର ପ୍ରସିଦ୍ଧ ଅଭିନେତା ମିହିର ଦାସଙ୍କୁ ପୁରୀ ବେଳାଭୂମିରେ ବାଲିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। #sudarsanpattnaik
Tweet media one
10
31
1K
@otvkhabar
ଓଟିଭି
1 month
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠି #MohanMajhi #NaveenPatnaik #OTV
Tweet media one
98
77
1K
@otvkhabar
ଓଟିଭି
1 year
#ପ୍ରତି_ପଞ୍ଚାୟତକୁ_ମୋ_ବସ୍‌ -ପ୍ରତି ପଞ୍ଚାୟତକୁ ‘ମୋ ବସ୍‌’ ଚଲାଇବାକୁ ନିଷ୍ପତ୍ତି -ବ୍ଲକ୍‌ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଗଡ଼ିବ ‘ମୋ ବସ୍‌’ -ସୂଚନା ଦେଲେ ପରିବହନ ସଚିବ ଊଷା ପାଢ଼ୀ #MoBus #Odisha
Tweet media one
45
56
1K