Muna Bhai Profile Banner
Muna Bhai Profile
Muna Bhai

@MunaBhaiOdisha

Followers
11,044
Following
1,344
Media
5,549
Statuses
11,175

Entrepreneur, Social Media Influencer, Swavimani Odia, Modi Bhakt, Loves my Odisha. Views personal.

Bhadrak
Joined October 2014
Don't wanna be here? Send us removal request.
Explore trending content on Musk Viewer
@MunaBhaiOdisha
Muna Bhai
4 months
ସମୟ ବଡ଼ ବଳବାନ .... ଜୟ ଜଗନ୍ନାଥ !
Tweet media one
96
37
1K
@MunaBhaiOdisha
Muna Bhai
10 months
ଆଜି ଏହି ଫୋଟୋ ଦେଖି ଶାଳକ ମହାଶୟଙ୍କୁ ରାତିରେ ନିଦ ହେବ ନାହିଁ । ଆଗକୁ କଣ ହେଉଛି ଖାଲି ଦେଖିବାର ଅଛି ।
Tweet media one
23
21
664
@MunaBhaiOdisha
Muna Bhai
3 years
#କୋଭିଡ୍_ହସପିଟାଲର_ଦୃଶ୍ୟ । କୋଭିଡ ରୋଗୀ ନା ଏମାନେ ପଶୁ ?? ଅମାନୁଷିକ, ଅମାନବୀୟ, ବିଚଳିତ କଲା ଭଳି ଦୃଶ୍ୟ I ହସ୍ପିଟାଲର ଶୌଚାଳୟରେ ଏଭଳି ପଡିରହିଛନ୍ତି ରୋଗୀ I ବାରିପଦା ନିକଟସ୍ଥ ବାଙ୍କିଶାଳ କୋଭିଡ ହସ୍ପିଟାଲର ହୃଦୟ ବିଦାରକ ଦୃଶ୍ୟ... ଏହିଭଳି ଚାଲିଛି ଆମ ଓଡ଼ିଶାର କରୋନା ଚିକିତ୍ସା ..😢 #baripada #CovidHospital
Tweet media one
Tweet media two
Tweet media three
Tweet media four
73
64
305
@MunaBhaiOdisha
Muna Bhai
1 year
ଶ୍ରାବଣୀ ଯାତ୍ରାରେ ଶିବ ଭକ୍ତଙ୍କ ପାଦଧରି ସେବା କଲେ ଧାମନଗର ଜନପ୍ରିୟ ବିଧାୟକ ସୂର୍ଯ୍ୟବଂଶୀ ସୂରଜ । ଓମ ନମଃ ଶିବାୟ 🚩 @suryabanshibjp
23
21
316
@MunaBhaiOdisha
Muna Bhai
2 years
ମୋ MLA ଲ୍ୟାଡ଼ ପଛେ ନେଇ ଯାଆନ୍ତୁ , କିନ୍ତୁ ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେଉ - ସୂର୍ଯ୍ୟବଂଶୀ ସୂରଜ @suryabanshibjp #Bhadrak
17
15
300
@MunaBhaiOdisha
Muna Bhai
1 year
କୁନି ଭକ୍ତ ! ଜୟ ଜଗନ୍ନାଥ 🙏 #BahudaYatra
7
23
295
@MunaBhaiOdisha
Muna Bhai
6 months
ସାରା ଦେଶରେ ଓଡିଶାର ଛବିକୁ ଏମିତି ବନାଇଛି ବିଜେଡି ସରକାର । #Public #election #BJD #govt
Tweet media one
23
25
244
@MunaBhaiOdisha
Muna Bhai
3 years
ବ୍ୟସ୍ତ ହେବାର ନାହିଁ ଆଉ ଟିକେ ଛାମୁ ଆମର କଷ୍ଟ କଲେ ନିଶ୍ଚିତ ୧ନଂ ହୋଇଯିବେ । 😜 ଆଉ ଚେଲା ଚାମୁଣ୍ଡା ଖୁସିରେ ଏକ ନମ୍ବର କହି କହି ଆକାଶ ପାତାଳ ଫଟେଇବେ ।
Tweet media one
18
28
216
@MunaBhaiOdisha
Muna Bhai
1 year
ମନକୁ ପ୍ରଶ୍ନଟେ ଆସିଲା... ଉତ୍ତର ଅପେକ୍ଷାରେ ..😎
Tweet media one
49
8
217
@MunaBhaiOdisha
Muna Bhai
1 year
ଯଦି ୬ ମାସ ତଳେ ବିଧାନସଭାରେ ସୂର୍ଯ୍ୟବଂଶୀ ସୂରଜ କହିଥିବା କଥା ସରକାର ଶୁଣିଥାନ୍ତେ, ତେବେ ଆଜି ଯାଜପୁରର ପାଣି ଧାମନଗରବାସୀଙ୍କର ଚୁଲିରେ ପଶି ନ ଥାନ୍ତା ! @suryabanshibjp
3
16
214
@MunaBhaiOdisha
Muna Bhai
2 years
ଐତିହାସିକ ଭଦ୍ରକ ଶ୍ରୀରାମ ନବମୀ ମହୋତ୍ସବରେ ଗୋ-ମାତା ଓ ସାଧୁସନ୍ଥ ପୂଜନରେ ଯୋଗଦେବା ଅବସରରେ ଧାମନଗର ଯୁବ ବିଧାୟକ @suryabanshibjp ଜୟ ଶ୍ରୀରାମ 🚩
5
10
214
@MunaBhaiOdisha
Muna Bhai
5 years
ଯାହାଙ୍କ ଘରେ ରାଜକୀୟ ସୋଫା ନାହିଁ,ପ୍ଲାଷ୍ଟିକର ଚେୟାର ହିଁ ଅଛି । ଛାତିର ହାତ ରଖି କୁହନ୍ତୁ କଣ ��ଇ ପରିବାର ଦେଶକୁ ଲୁଟି ପାରେ ?.. ଟିକେ ଅନ୍ୟ ନେତାଙ୍କ ଘର ଆଡ଼େ ଯାଇ ଦେଖି ଆସିବେ .. ମୋ ପିଏମ ମୋ ଅଭିମାନ🇮🇳 @narendramodi
Tweet media one
23
15
208
@MunaBhaiOdisha
Muna Bhai
4 years
ଓଡ଼ିଶାର ଗର୍ବ ଗୌରବ,ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ @sambitswaraj ଜୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଶିଘ୍ର ଆରୋଗ୍ୟଲାଭ କରନ୍ତୁ । ଜୟ ଜଗନ୍ନାଥ 🙏🙏
Tweet media one
22
7
204
@MunaBhaiOdisha
Muna Bhai
3 months
କହିଥିଲୁ, କଥା ରଖିଲୁ ଓଡ଼ିଶାରେ ଲାଗୁ ହେଲା ପିଏମ୍ ଶ୍ରୀ ସ୍କୁଲ୍ ଯୋଜନା
Tweet media one
38
7
206
@MunaBhaiOdisha
Muna Bhai
4 years
କରୋନା ଧୀରେ ଧୀରେ ଅଣ ଆୟତ୍ତ ହେଉଥିବା ବେଳେ ସରକାର ସାମାଜିକ ଦୁରୁତ୍ୱକୁ ଗୁରୁତ୍ୱ ଦେଉଛନ୍ତି ।ସାଂସଦ @AprajitaSarangi ଙ୍କ ନାଁରେ ସାମାଜିକ ଦୂରତ୍ୱକୁ ମାନି ନାହାଁନ୍ତି ବୋଲି FIR ଦିଆଗଲା ।କିନ୍ତୁ ସ୍ବର୍ଗତ ବିଷ୍ଣୁ ଦାସଙ୍କ ଜଗତସିଂହପୁର ଅନ୍ତିମ ଯାତ୍ରାରେ ସାମାଜିକ ଦୂରତାକୁ ଖାତିର ନାହିଁ । ଏଠି କେଉଁ ନେତାଙ୍କ ନାଁରେ fir ହେବ ?
22
29
195
@MunaBhaiOdisha
Muna Bhai
8 months
ଆଜି ବୋଧେ ଲୋକ ପଇସା ଦେଇ ବୁହା ହୋଇ ନାହାଁନ୍ତି ?? ଭଦ୍ରକ ଲଷ୍ମୀ ବସ ଉଦଘାଟନ ସଭାରେ ଚେୟାର ପଡିଛି ହଜାର ହଜାର ,ମଞ୍ଜରେ ନେତା ମାଳ ମାଳ ,ଭାଷଣ ଚାଲିଛି ଜୋରସୋରରେ ହେଲେ ଲୋକ ମାତ୍ର ପଚାଶ ଶହେ ।🤓 କି ଦହନୀୟ ଅବସ୍ଥାରେ....😜🤓
9
27
195
@MunaBhaiOdisha
Muna Bhai
3 years
ଏହା ହେଉଛି.. ନକଲି ଚାଷୀଙ୍କ ଅସଲି ସମସ୍ୟା 👇 👇
Tweet media one
30
29
192
@MunaBhaiOdisha
Muna Bhai
2 years
ଏ ହେଉଛି ନେତା ଆଉ ଜନତାର ସମ୍ପର୍କ ! ଆଜିର ଏ ଦୃଶ୍ୟ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ । ଗାଁର ଗରିବ ମାଆଟିଏ ନିଜର ବିଧାୟକଙ୍କୁ ନିଜ ପାଖରେ ପାଇ ,ନିଜ ପୁଅ ଯେମିତି ବହୁଦିନ ପରେ ବିଦେଶରୁ ଘରକୁ ଫେରିଛି ଆଉ ତାକୁ କୋଳେଇ ନେଉଛି. ସତରେ ଆଜି ଦଳମତ ନିର୍ବିଶେଷରେ ସମସ୍ତଙ୍କ ହୃଦୟରେ ବସି ସାରିଛନ୍ତି ଆମ ଧାମନଗରର ସେବକ ସୂର୍ଯ୍ୟବଂଶୀ ସୂରଜ ।
Tweet media one
Tweet media two
Tweet media three
7
2
190
@MunaBhaiOdisha
Muna Bhai
4 years
ଏ ହୃ���ୟ ବିଦାରକ ଦୃଶ୍ୟ ଦେଖି ସତରେ ଛାତି ଫାଟି ପଡୁଛି ଏ କାଶ୍ମୀରର ହିନ୍ଦୱାରାରେ ଶହୀଦ ହୋଇଥିବା ମେଜର ଅନୁଜ ସୁଦଙ୍କ ପତ୍ନୀ ଆକୃତି ସୁଦ । ଚାରିମାସ ପୂର୍ବରୁ ବିବାହ ହୋଇଥିଲା ଦୁହିଁଙ୍କର । ସଂସାର ଦେଖିବା ଆଗରୁ ସ୍ୱାମୀ ଶହୀଦ ହୋଇଗଲେ । ସତରେ ଭଗବାନ ବଡ଼ ନିର୍ଦୟ 😢😢 ହେ ବୀର ଶହୀଦ ଆପଣଙ୍କୁ ଶତ ଶତ ପ୍ରଣାମ🙏🙏 #TerrorAttack
Tweet media one
Tweet media two
Tweet media three
23
15
187
@MunaBhaiOdisha
Muna Bhai
1 year
ଧନ୍ୟବାଦ ଧାମନଗରର ସେବକ ! ତୁମେ ଆଜି ନିଜକୁ ପ୍ରମାଣିତ କରିଦେଲ ଯେ... ସେବା, ତ୍ୟାଗ,ସାହସ ଓ ସମର୍ପଣର ଅନ୍ୟ ନାମ ସୂର୍ଯ୍ୟବଂଶୀ ସୂରଜ । @suryabanshibjp
5
7
176
@MunaBhaiOdisha
Muna Bhai
3 years
The Art 👇. The Artist 👇
Tweet media one
7
8
169
@MunaBhaiOdisha
Muna Bhai
3 years
ଏହି ମହାମାରୀ କରୋନା ସମୟରେ କେଉଁ ଦଳର କାର୍ଯ୍ୟକର୍ତ୍ତା କଣ କରୁଛନ୍ତି ? ଲେଖା ଯାହା ହୋଇଛି ଠିକ ନା ଭୁଲ ? #CoronavirusPandemic
Tweet media one
48
12
169
@MunaBhaiOdisha
Muna Bhai
8 months
ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବକୁ ବିଜେଡି ସମର୍ଥନ କଲା । ନବୀନ ପଟ୍ଟନାୟକ ପ୍ରେସ ରିଲିଜ କଲେ । ଆଉ ବାଟ ବି ନାହିଁ ! ଗେଣ୍ଡୁଆ ଏବେ କଣ କହିବେ ଟିକେ ଜଣାଇବ 😎
Tweet media one
19
8
151
@MunaBhaiOdisha
Muna Bhai
4 years
ଜଣେ ଇଂରେଜ ପଚାରିଲେ ସ୍ୱାମୀ ବିବେକାନନ୍ଦଙ୍କୁ,ଭାରତୀୟ ନାରୀ ମାନେ କାହିଁକି ହାତରେ ହାତ ମିଳାନ୍ତି ନାହିଁ,ଏଥିରେ ତ କିଛି ଅସୁବିଧା ନାହିଁ ? ସ୍ବାମୀ ବିବେକାନନ୍ଦ ବହୁତ ସୁନ୍ଦର ଉତ୍ତର ଦେଲେ , ଆପଣଙ୍କ ଦେଶରେ କୌଣସି ସାଧାରଣ ବ୍ୟକ୍ତି କଣ ଆପଣଙ୍କ ମହାରାଣୀଙ୍କ ସହ ହାତ ମିଳାଇ ପାରନ୍ତି ? ଇଂରେଜ କହିଲେ ନାଁ ...
Tweet media one
5
9
148
@MunaBhaiOdisha
Muna Bhai
4 years
ଓଡିଶା ମାଟିର ବରପୁତ୍ର,ଲଢୁଆ ନେତା,ବିକାଶ ପୁରୁଷ, ସମସ୍ତଙ୍କର ପ୍ରିୟ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ @dpradhanbjp ଙ୍କ ଜନ୍ମଦିନରେ ତାଙ୍କୁ ଅନେକ ଅନେକ ଅଭିନନ୍ଦନ #HappyBirthday
Tweet media one
8
6
149
@MunaBhaiOdisha
Muna Bhai
10 months
ଗୋମାଂସ ଖାଉଥିବା ମହିଳାଙ୍କ ସହ ପାଣ୍ଡିଆନ ଶ୍ରୀମନ୍ଦିରେ ପ୍ରବେଶ କରି ମହାପ୍ରସାଦ ଖାଇବା ଅଭିଯୋଗ ପରେ ଭଦ୍ରକ ଗସ୍ତରେ ଆସି ଶହୀଦ ମାଟିକୁ ପାଣ୍ଡିଆନ ଅପବିତ୍ର କରିଥିବାରୁ ଆଜି ଧାମନଗର ଅସୁରାଳିରେ ସ୍ଥାନୀୟ ଲୋକ ବିରାଟ ଶୋଭାଯାତ୍ରାରେ ଗଙ୍ଗାଜଳ ଓ ଗୋବର ପାଣି ପକେଇ ଭୂମି ଶୋଧନ କରିବା ପରେ ହୋମଯଜ୍ଞ କରି ଭୂମିକୁ ପବିତ୍ର କରିଛନ୍ତି ।
20
24
149
@MunaBhaiOdisha
Muna Bhai
4 months
ପ୍ରତିବର୍ଷ ଭକ୍ତଙ୍କୁ ଭେଟିବାକୁ ଆସେ ମୋ ସାଆନ୍ତେ । ଏହି ଅବସରରେ କାଳିଆ ଦର୍ଶନର ସୁଯୋଗ ପ୍ରାପ୍ତ କରିବାର ସୌଭାଗ୍ୟ ଏ ଅଧମକୁ ମିଳିଛି । ଜଗଦୀଶଙ୍କ ନିକଟରେ ଗୁହାରି ମୋ ରାଜ୍ୟ ଓ ରାଜ୍ୟବାଦୀଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରି ଉଠୁ - ସୂର୍ଯ୍ୟବଂଶୀ ସୂରଜ @suryabanshibjp ଜୟ ଜଗନ୍ନାଥ ।
Tweet media one
Tweet media two
Tweet media three
4
1
149
@MunaBhaiOdisha
Muna Bhai
11 months
ପାଣ୍ଡିଆ ଶାସନରେ ଏମିତି ସାମ୍ବାଦିକ ମାଡ଼ ଖାଉଥିବେ 😭 ଅହଙ୍କାରୀ ଶାସନ !
29
25
141
@MunaBhaiOdisha
Muna Bhai
8 months
ଯୁବକଙ୍କ ରୋଜଗାରକୁ ନେଇ ବିଧାନସଭାରେ ସୂର୍ଯ୍ୟବଂଶୀଙ୍କ ଦମଦାର ଅଭିଭାଷଣ, ବିରୋଧୀ ବି ତାଜୁବ.. ଓଡ଼ିଆ ଯୁବକ ଯୁବତୀମାନେ ଓଡ଼ିଶାରେ ରୋଜଗାର ପାଉନାହାଁନ୍ତି । ତାମିଲନାଡୁରେ ୩୯ ହଜାର ଶିଳ୍ପ କିନ୍ତୁ ଓଡ଼ିଶାର ଶିଳ୍ପ ସଂଖ୍ୟା ୩୨୦୦ । ଓଡ଼ିଆ ପିଲା ତାମିଲନାଡୁ ଯାଇ ଦାଦନ ଖଟୁଛନ୍ତି; ସେଠୁ ଲୋକ ଆସି ଆମ ରାଜ୍ୟ ଚଳାଉଛନ୍ତି ।
7
22
142
@MunaBhaiOdisha
Muna Bhai
9 months
ପ୍ରଭୁ ରାମଲଲାଙ୍କ ସନ୍ଧ୍ୟା ଦର୍ଶନ କରନ୍ତୁ । ଜୟ ଶ୍ରୀରାମ 🚩
Tweet media one
2
4
139
@MunaBhaiOdisha
Muna Bhai
5 years
The real story of Chhapaak: When 32-year-old Naeem threw acid on 15-year-old Laxmi face because she refused his marriage proposal #Boycott_Chhapaak
9
63
129
@MunaBhaiOdisha
Muna Bhai
3 years
ଏହି ତ ଆଳୁରୁ ସୁନା ବାହାର କରିବା ଫର୍ମୁଲା ..👇
Tweet media one
14
15
137
@MunaBhaiOdisha
Muna Bhai
7 months
ସ୍ୱାଗତମ... ସ୍ୱାଗତମ... ଭାରତୀୟ ଜନତା ପାର୍ଟି ପକ୍ଷରୁ ଭଦ୍ରକ ଲୋକସଭା ପ୍ରାର୍ଥୀ ଭାବେ ଶ୍ରୀ ଅଭିମନ୍ୟୁ ସେଠୀଙ୍କୁ ମନୋନୀତ ହୋଇଥିବାରୁ ତାଙ୍କୁ ସ୍ବାଗତ ଜଣାଇବା ସହ ଶୁଭେଚ୍ଛା ଜଣାଉଛୁ । 💐 @AvimanyuBhadrak #BJPBhadrak
Tweet media one
12
12
137
@MunaBhaiOdisha
Muna Bhai
3 years
ଚିରନିଦ୍ରାରେ ତପୁ ମିଶ୍ର ! ପଞ୍ଚଭୂତରେ ଲୀନ ହେଲେ କଣ୍ଠଶିଳ୍ପୀ ତପୁ ମିଶ୍ର... ଶୋକରେ ସାରା ଓଡିଶା #TapuMishra
Tweet media one
Tweet media two
Tweet media three
14
6
137
@MunaBhaiOdisha
Muna Bhai
7 months
ଧାମନଗରରେ ପୁଣିଥରେ ସୂର୍ଯ୍ୟବଂଶୀ ! #EtharaBJP
Tweet media one
4
3
136
@MunaBhaiOdisha
Muna Bhai
4 years
ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବି - ରୁଦ୍ର ମହାରଥୀ ବାପା ଏତେଦିନ ପିପିଲିରେ ବିଧାୟକ ରହିଲେ, ମନ୍ତ୍ରୀ ବି ଥିଲେ , ହେଲେ କେତେ ସ୍ୱପ୍ନ ଦେଖି ଥିଲେ କି ? ୨୫ ବର୍ଷ ହେବ ସରୁ ନାହିଁ ? କି ସ୍ୱପ୍ନ ଲୋ ବାବା...😎😎 #PipiliByElection
Tweet media one
15
15
134
@MunaBhaiOdisha
Muna Bhai
4 years
କିଏ କହିପାରିବେ କି ଇଏ କେଉଁ ଗଛର ଫୁଲ ? ୯୯% ଲୋକ ଦେଖି ନଥିବେ ଏ ଫୁଲକୁ । ଆମ ଘର ପାଖରେ ଆଜି ଫୁଟିଥିଲା ।
Tweet media one
Tweet media two
Tweet media three
Tweet media four
28
6
130
@MunaBhaiOdisha
Muna Bhai
1 year
ଓଡ଼ିଶାରେ ମନ୍ତ୍ରୀ ମାନେ ବାବୁ ମାନଙ୍କ ପାଇଁ ଛତା ଧରି ବୁଲୁଛନ୍ତି - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ @dpradhanbjp #BJP #BJD
9
11
133
@MunaBhaiOdisha
Muna Bhai
3 years
ଛାମୁଙ୍କ ଉପରେ ଆଉ ଭରସା ନାହିଁ । ହଁ ପାଣ୍ଡିଆ ଫର୍ମକୁ ଆସିଲାଣି , ଛାମୁଙ୍କର ଆଉ କିଛି ଆବଶ୍ୟକତା ନାହିଁ 😜😜
Tweet media one
7
14
129
@MunaBhaiOdisha
Muna Bhai
7 months
ଓଡ଼ିଆ ଅସ୍ମିତା ଓ ସ୍ବାଭିମାନର ଲଢେ଼ଇରେ ସାମିଲ ହୋଇଛନ୍ତି...!!!!!
Tweet media one
8
11
130
@MunaBhaiOdisha
Muna Bhai
4 years
ବିଜେପି ନେତ୍ରୀ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ଆଜି ଜନ୍ମଦିନ । ଓଲିଉଡ ଫିଲ୍ମ ଜଗତର ଡ୍ରିମ ଗାର୍ଲ ହେଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି । ସେ ୧୫ ମେ ୧୯୬୫ରେ କରଞ୍ଜିଆ ଠାରେ ଜନ୍ମଗ୍ରହଣ କରିଥିଲେ । ଏହି ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ଜନ୍ମଦିନରେରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।
Tweet media one
7
6
127
@MunaBhaiOdisha
Muna Bhai
5 years
ସାଂସଦ ଖାଇଲେ ଗୁପଚୁପ । ଅନୁଗୁଳ ଗସ୍ତ ସମୟରେ ଗାଡିରୁ ଓହ୍ଲାଇ ରାସ୍ତାକଡରେ ଗୁପଚୁପ ଖାଇଲେ ଢେଙ୍କାନାଳ ସାଂସଦ ମହେଶ ସାହୁ @kanak_news କେଡ଼େ ବଡ଼ ବିଚିତ୍ର କଥା ଟେ,ନିଉଜ୍ ହେଇଗଲା ? ସାଂସଦ ବୋଧେ ଏଭେରେଷ୍ଟରେ ପତାକା ଉଡାଇଦେଲେ ? ଧନ୍ୟରେ କନକଲତା । ଧିକ ତମ ନିଉଜ୍ କୁ @The_Chhamu @Akshaya34444826 @heitibhaina @AbujhaPua
Tweet media one
31
10
128