Sujit Sarangi Profile Banner
Sujit Sarangi Profile
Sujit Sarangi

@SujitSarangi3

Followers
9,329
Following
6,618
Media
3,072
Statuses
27,372

Bindass

BBSR odisha
Joined April 2019
Don't wanna be here? Send us removal request.
Explore trending content on Musk Viewer
@SujitSarangi3
Sujit Sarangi
2 months
କୁଆଡ଼େ ଗଲା ଗାନ୍ଧୀ ଆଉ ଆମ୍ବେଦକର ଙ୍କ ଫଟୋ? ଏ ଆମ ରାଜ୍ୟ ମୁଖ୍ୟ ମନ୍ତ୍ରୀ ତ ?? ବେକରେ ଗାଣ୍ଡୁ ମାଳ ସହ ଏ କି ଦାସକାଠିଆ ବେଶ ମୁଁ ବୁଝି ପାରୁନି😀
Tweet media one
294
75
1K
@SujitSarangi3
Sujit Sarangi
2 months
ମଣିଷ ହେଵତ ଏମିତି ହେବ ଯାହାର ଗୋଟିଏ ନମସ୍କାର ର ପ୍ରତିନମସ୍କାରରେ ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ କଣ ରାଷ୍ଟ୍ରପତି ବି ଉଠି ପ୍ରତିନମସ୍କାର ଜଣେଇବେ। ଜୟ ଜଗନ୍ନାଥ 🙏🚩
@MunaBhaiOdisha
Muna Bhai
2 months
ସମୟ ବଡ଼ ବଳବାନ .... ଜୟ ଜଗନ୍ନାଥ !
Tweet media one
96
38
1K
65
44
797
@SujitSarangi3
Sujit Sarangi
5 months
ରାଷ୍ଟ୍ରପତିଙ୍କ ଅବସ୍ଥା ଦେଖି ଦୁଃଖ ଲାଗୁଛି। #ଗଣତନ୍ତ୍ର
Tweet media one
171
52
772
@SujitSarangi3
Sujit Sarangi
2 months
ପୁରୀ ରଥଯାତ୍ରାର ଏ ଦୃଶ୍ୟ। ଏପରି ଅବସ୍ଥା ରେ କିଏ ଯିବାକୁ ଚାହିଁବେ ପୁରୀ!
69
81
755
@SujitSarangi3
Sujit Sarangi
2 months
ବେହିଆ ହେଲେ ଯେଉଁ ଜନ ତାଙ୍କୁ ଡରିଲେ ଭଗବାନ, ନିଜେ ଟାଟା ଗ୍ଲୂକୋଜ ପିଇ ତାକୁ ତଳେ ରାସ୍ତା ଉପରେ ଫୋପାଡି ଝାଡୁ ଧରି ଫଟୋ ଉଠେଇଲେ। ଯଦି ଡଷ୍ଟବିନରେ ପକେଇଦେଇ ଥାଆନ୍ତେ ତାହେଲେ ଓଳେଇବାକୁ ପଡି ନ ଥାଆନ୍ତା 😀
Tweet media one
97
40
719
@SujitSarangi3
Sujit Sarangi
3 months
*ପ୍ରଥମ ଦିନ ର ଶ୍ରୀମନ୍ଦିର ରେ ଅଘଟଣ..* *ଚାରି ଦ୍ୱାର ରେ ପ୍ରବେଶ ଦ୍ୱାରା ବାହାରେ ଭିଡ଼ କମ କିନ୍ତୁ ମନ୍ଦିର ଭିତରେ ଅସମ୍ଭାଳ ଭିଡ଼ ଯୋଗୁ ୩ଜଣ ଭକ୍ତ ମନ୍ଦିର ଭିତରେ ଅଚେତ. ଗୁରୁତର ଅବସ୍ଥା ରେ ହସ୍ପିଟାଲରେ ଭର୍ତ୍ତି।
165
58
637
@SujitSarangi3
Sujit Sarangi
1 year
ଟିଉସନ ରୁ ଫେରୁଥିବା ହିନ୍ଦୁ ନାବାଳିକାର ବଳାତ୍କାର କରିଥିବା ଦିଲସାଦ ହୁସେନ କୁ କୋର୍ଟ ଗେଟ ସାମ୍ନା ରେ ଗୁଳି କରି ମାରିଦେଲା ଝିଅର ବାପ। Rtd Army💪
59
26
615
@SujitSarangi3
Sujit Sarangi
4 years
ଇଏ ସେଇ ମୁସଲମାନ ଭାଇ। ନାଁ ଟା ଆଫତାବ୍ ହୋସେନ୍। ଘର ନୟାଗଡ, ଯିଏ ରଥଯାତ୍ରା ହେବାପାଇଁ ସୁପ୍ରିମକୋର୍ଟ ଗଲା। ସୁପ୍ରିମକୋର୍ଟଙ୍କ ରାୟ ପରେ ବି ଆଶା ଛାଡିନି, ପୁଣି ରିଭ୍ୟୁ ପିଟିସନ୍ ଦାଖଲ କରିଛି। ଜଣେ ସାମ୍ବାଦିକ ତାଙ୍କ ଘରକୁ ଯିବାବେଳେ ସିଏ ଜଗନ୍ନାଥ ଙ୍କ ମୁର୍ତ୍ତି ତିଆରିରେ ବ୍ୟସ୍ତ ଥିଲେ।(୧)
Tweet media one
46
38
591
@SujitSarangi3
Sujit Sarangi
2 months
ସ୍କୁଲରେ ପଢାଇବେ ଅତିଥି ଶିକ୍ଷକ, ୪୫୮୦ ଅବସର ପ୍ରାପ୍ତ ଶିକ୍ଷକ ନିଯୁକ୍ତ ହେବେ। ବହୁତ ସୁନ୍ଦର ଚିନ୍ତା ଧାରା। ଆଜିର ଯୁବପିଢ଼ି ଯେଉଁମାନେ ସିଟି, ବି.ଏଡ କରିଛନ୍ତି ଚାହିଁଲେ ବିଦେଶରେ ଦାଦନ ଖଟି ଟଙ୍କା ଉପାର୍ଜନ କରିପାରିବେ ହେଲେ ବୁଢ଼ାବୁଢ଼ୀ କଣ ବିଦେଶ ଯାଇପାରିବେ l ଏଇ ପରିବର୍ତ୍ତନ ଦେଖିବାକୁ ଓଡିଶା ବାସୀ ପରିବର୍ତ୍ତନ କରିଥିଲେ 😀
75
99
593
@SujitSarangi3
Sujit Sarangi
2 years
ଏହି ଫଟୋ ଉପରେ ଦୁଇ ଧାଡ଼ି ଲେଖିବାକୁ ଅନୁରୋଧ 🙏
Tweet media one
82
6
573
@SujitSarangi3
Sujit Sarangi
2 years
ତଦନ୍ତ ଠିକ୍ ବାଟରେ ଚାଲିଛି। #Law will take it's Own course
Tweet media one
36
11
550
@SujitSarangi3
Sujit Sarangi
2 months
ରଥ ଉପରେ ଯୋତା ପିନ୍ଧି ଚଢିଲେ ଯୁବକ। ପୋଷାକରୁ ସନାତନୀ ଆଚରଣରୁ ଧର୍ମଛଡାଙ୍କ ଭଳି ଲାଗୁଥିବା ଏହି ବ୍ୟକ୍ତି କେଉଁ ଦଳର ଜଣା ପଡୁଛି। ଜଗନ୍ନାଥ ସଦବୁଦ୍ଧୀ ଦିଅନ୍ତୁ 🙏
Tweet media one
105
56
548
@SujitSarangi3
Sujit Sarangi
3 months
ହୋଇ ପାରନ୍ତି ଓଡିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ।
Tweet media one
88
9
546
@SujitSarangi3
Sujit Sarangi
3 years
ଓଡ଼ିଶାର ସର୍ବକନିଷ୍ଠ ୨୧ବର୍ଷୀୟ ସରପଞ୍ଚ ! ଗଞ୍ଜାମ, ଶେରଗଡ଼ ବ୍ଲକ, ଗୋଠଗାଁ ଗ୍ରାମପଞ୍ଚାୟତର ନିର୍ବାଚିତ ସରପଞ୍ଚ ଶ୍ରୀମାନ କୃଷ୍ଣଚନ୍ଦ୍ର ସୁଆଁସିଆ ମାତ୍ର ୨୧ ବର୍ଷ ବୟସରେ । ବହୁତ ବହୁତ ଶୁଭେଚ୍ଛା ଓ ଶୁଭକାମନା 💐
Tweet media one
77
48
508
@SujitSarangi3
Sujit Sarangi
1 year
ଓଡିଶାର କ୍ରୀତଦାସ ସଂଘ ର ନୂତନ ସଭାପତି ... ଟୟୋଟା ଲ୍ୟାଣ୍ଡ କ୍ରୁଜର ତାଙ୍କର ବାହାନ Valentino t shirt ତାଙ୍କ ପରିଧାନ .....
Tweet media one
54
21
517
@SujitSarangi3
Sujit Sarangi
1 month
ନବୀନ ଓ ପାଣ୍ଡିଆନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ମୁଖ୍ୟ ମନ୍ତ୍ରୀ ବାରମ୍ଵାର ନିଜେ ଯାଇ ନବୀନ ବାବୁଙ୍କୁ ଭେଟିବା ସୂଚାଉଛି ଓଡ଼ିଶା ରେ ନବୀନ ଓ ପାଣ୍ଡିଆ ଦୟାରେ ବିଜେପି ଶାସନ ଚାଲିଛି!! ଆପଣ ମାନଙ୍କ ମତ କଣ??
Tweet media one
79
29
512
@SujitSarangi3
Sujit Sarangi
2 months
ଯାହାର ନିଜ ଜିଲ୍ଲା ପ୍ରତି କେବଳ ଦୁର୍ବଳତା ଅଛି କିନ୍ତୁ ସାରା ରାଜ୍ୟ ପାଇଁ ନାହିଁ ସେ କଣ ଜଣେ ଭଲ ମୁଖ୍ୟମନ୍ତ୍ରୀ ହୋଇପାରିବ ? ସେ କେନ୍ଦୁଝର ଜିଲ୍ଲା କଥା ଛାଡି ସାରା ଓଡ଼ିଶା କିପରି ଭାବେ ଭାରତରେ ଏକ ନମ୍ବର ରାଜ୍ୟ ହୋଇପାରିବ ଚିନ୍ତା କରିବା ଆବଶ୍ୟକ।
Tweet media one
99
17
509
@SujitSarangi3
Sujit Sarangi
2 months
ମେଡିସିନ ଦୋକାନୀ ଠାରୁ ଔଷଧ ବାବଦରେ ୧୦% ଓ ପାଥୋଲ୍ୟାବ ପାଖରୁ ୩୦% କମିଶ���ି ନେଉଥିବା ସମସ୍ତ ଦ୍ଵିତୀୟ ଭଗବାନଙ୍କୁ ବି ଆଜିର Doctor's Day ରେ ଶୁଭେଚ୍ଛା😊😛
24
34
478
@SujitSarangi3
Sujit Sarangi
4 months
ଗୋଟେ ଲକ୍ଷ୍ମୀ ବସର କର୍ମଚାରୀଙ୍କ ଦରମା ବସ ପିଛା ୩୫୦୦୦,ମାସିକ ତେଲ ଖର୍ଚ୍ଚ ୨୧୦୦୦,ଆୟ ମାତ୍ର ମାସିକ ୩ ରୁ ୪୦୦୦ ଟଙ୍କା, କ୍ଷତି ଭରଣା କରିବ କିଏ ?ଏ ସଂସ୍ଥା କେତେ ଦିନ ଚାଲିବ??
103
56
469
@SujitSarangi3
Sujit Sarangi
3 months
ପ୍ରଥମେ କଂଗ୍ରେସ,ପରେ ବିଜେଡି,ଆଉ ଏବେ କହୁଛନ୍ତି ବିଜେପି ପାଇଁ କାମ କରିବି😃
Tweet media one
43
8
462
@SujitSarangi3
Sujit Sarangi
2 months
ଲୋକ ସଭା ବାଚସ୍ପତି ଓମ ବିରଲାଙ୍କ ମଡେଲିଂ କରୁଥିବା ଝିଅ ଅଂଜଳି ବିରଳା ହଠାତ୍ ଆଇ ଏ ଏସ ପରିକ୍ଷାରେ ଅଂଶ ଗ୍ରହଣ କଲେ ଓ ପ୍ରଥମ attempt ରେ ଜଣେ ଆଇ ଏ ଏସ ଅଫିସର ହେଇଗଲେ। ଏହା କେମିତି ସମ୍ଭବ? UPSC NOT NEAT?
Tweet media one
129
36
462
@SujitSarangi3
Sujit Sarangi
2 years
High Security Number Plate ପାଇଁ ଯେମିତି Target Date ରହିଛି, ଲଗାଣ ବର୍ଷା ପରେ ଯେତେ ସାରା ଖାଲ ସଡ଼କରେ ହେଇଛି, ଦୁର୍ଗାପୂଜା ପୂର୍ବରୁ ସେଗୁଡିକୁ ମରାମତି ପାଇଁ ମଧ୍ୟ Target Date ରହୁ। ଅନେକ ଜୀଵନ ସୁରକ୍ଷିତ ହେବ।
35
52
452
@SujitSarangi3
Sujit Sarangi
3 months
ବ୍ୟବସାୟକୁ ସୁରକ୍ଷା ଦେବାପାଇଁ ପିତୃ ହତ୍ୟାକାରୀ ଙ୍କ ସହ ମିଶି ନିର୍ବାଚନ ଲଢ଼ୁଥିବା ସ୍ୱର୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳୀ ଦାସ ପରାସ୍ତ।
Tweet media one
50
26
458
@SujitSarangi3
Sujit Sarangi
2 years
ୟେ ହେଉଛନ୍ତି ସେଇ ମହିଳା ଯିଏ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ରେ ଖୁସିରେ ମଟନ୍ ଭୋଜି ସହ ମିଠା ବାଣ୍ଟିଛନ୍ତି, ଆପଣଙ୍କ ମନେ ଅଛି କି କିଛି ମାସ ତଳେ ନିଜର କୋଠା ସାଙ୍ଗକୁ କୋଟିଏ ରୁ ଉର୍ଦ୍ଧ୍ବ ଟଙ୍କା, ସୁନା ଅଳଙ୍କାର ସବୁକିଛି, ଜଣେ ରିକ୍ସାଚାଳକଙ୍କ ନାଁରେ ଲେଖିଦେଇ ଚର୍ଚ୍ଚାରେ ଥିଲେ।
Tweet media one
28
13
441
@SujitSarangi3
Sujit Sarangi
2 months
ଓଡ଼ିଆ ଅସ୍ମିତା ର ସଠିକ୍ ଅର୍ଥ ଟା କଣ କିଏ ଜାଣିଛନ୍ତି Pleaae Comment କରନ୍ତୁ। ଏ ଶବ୍ଦ ଟା ବହୁତ୍ ଦିନ ହେଲା ଚାରି ଆଡେ ଘୁରି ବୁଲୁଛି।
Tweet media one
193
26
429
@SujitSarangi3
Sujit Sarangi
1 month
ବିଜେଡି ଯଦି ଓଡିଶାରେ ସରକାର ଗଠନ କରି ଥାଆନ୍ତା ତାହେଲେ ଓଡିଶା ବାସୀ ଜୁଲାଇ ମାସରୁ ମାଗଣା ବିଜୁଳି ପାଇ ଥାଆନ୍ତେ ଓ ଏହା ସହିତ ମଧ୍ୟବିତ୍ତ ପରିବାର ବର୍ଗଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ମାଗଣା ଚିକିତ୍ସା ସୁବିଧା ମିଳି ଥାଆନ୍ତା ହେଲେ ମିଳିଲା କଣ ନା ଝାଡଖଣ୍ଡି ମାଡ 😠#ଓଡ଼ିଆ ଅସ୍ମିତା
62
42
431
@SujitSarangi3
Sujit Sarangi
3 months
BJD ରୁ ଜିତିଥିବା MLA ଓ BJD କୁ ଅନୈତିକ ଭାବରେ ସାହାଯ୍ୟ କରିଥିବା ସରକାରୀ ଅଫିସର ସବୁ ED CBI କୁ ନିଜ ଘରକୁ welcome କରିବା ପାଇଁ ରେଡି ହେଇକି ଥାଅ 🤣 କଣ ଠିକ୍ କହିଲି 😊
29
34
432
@SujitSarangi3
Sujit Sarangi
3 months
ଯେଉଁ ବ୍ୟକ୍ତି ଦିନେ ପବିତ୍ର ଗୃହରେ ବାଚସ୍ପତି ଙ୍କୁ ଚପଲ ଫୋପାଡି ଥିଲେ ସେ ପୁଣି ଓଡ଼ିଶାର ମୁଖ୍ୟମନ୍ତ୍ରୀ... ଯିଏ ନିଜକୁ ଭିତରେ ଥିବା ଉଗ୍ର ରୂପକୁ କଣ୍ଟ୍ରୋଲ କରିବା ଶିଖି ନାହାଁନ୍ତି ଆଚାର ବ୍ୟବହାର ସମ୍ମାନ ଦେବା ଜାଣନ୍ତି ନାହିଁ ସେ ପୁଣି ଓଡିଶା କୁ କେମିତି କଣ୍ଟ୍ରୋଲ କରିବେ????
192
27
428
@SujitSarangi3
Sujit Sarangi
3 months
ମହାନ୍ ଅର୍ଥଶାସ୍ତ୍ରୀ ମନମୋହନ 300 ଟନ ସୁନା ବନ୍ଧା ପକେଇ ଥିଲେ କିନ୍ତୁ କମ୍ ପାଠ ପଢା ଚା ବାଲା 100 ଟନ ସୁନା ବିଦେଶ ରୁ ମୁକୁଳେଇ ଦେଶ କୁ ଆଣିଲେ, ଏଇ ତ ଫରକ।
Tweet media one
56
58
422
@SujitSarangi3
Sujit Sarangi
3 years
ଏ ବେଧ ଛୁଆ ଟା କିଏ ଆଉ ନବୀନବାବୁ ତାକୁ ଆରେଷ୍ଟ କରାଇଲେଣି ନା ନାହିଁ ? ବିଜୁ ଜନତା ଦଳ , ବିଧର୍ମୀ ମାନଙ୍କ ବଳ😠😠
Tweet media one
93
54
388
@SujitSarangi3
Sujit Sarangi
3 years
ପତ୍ନୀଙ୍କ ହାତରୁ ମେହେନ୍ଦି ଲିଭିନି ତାପୂର୍ବରୁ ଛତିଶଗଡ ମାଓ ଆକ୍ରମଣର ଶିକାର ହୋଇ ସହୀଦ ହେଇ ଗଲେ CRPF ବୀର ଯବାନ ଦୀପକ ଭରଦ୍ୱାଜ। #ଅମର ରହେ #ଜୟ ହିନ୍ଦ 🇮🇳😢😢🙏🙏🙏
Tweet media one
Tweet media two
Tweet media three
61
21
372
@SujitSarangi3
Sujit Sarangi
2 months
କୁଆଡ଼େ ଗଲା @ArgusNews_in ?ତାଙ୍କ ରିପୋର୍ଟରେ ଏବେ ରାଜ ଭବନ ପାଚେରୀ ଡେଇଁ ଖବର ଆଣୁ ନାହାନ୍ତି କଣ ପାଇଁ ନା କୁକୁର କାମୁଡା କୁ ଡର ଲାଗୁଛି 😊
@OSSA_ODISHA
ODISHA SECRETARIAT SERVICE ASSOCIATION
2 months
One of our brothers from OSS Association Sri Baikuntha Pradhan, ASO has been physically assaulted by some miscreants while discharging his duty at Raj Bhawan, Puri during #RathaYatra2024 . A police complaint has already been filed but FIR has not yet been registered by the police.
Tweet media one
144
244
793
56
58
405
@SujitSarangi3
Sujit Sarangi
20 days
କଟକ ରେ ଯେଉଁଭଳି ଭାବେ କଲିକତା ଗାମୀ ଗାଡ଼ି ସବୁ ରୋକି ଦିଆ ଗଲା ସେଥିପାଇଁ ସେ ଭାଇ ମାନଙ୍କୁ ସାଧୁବାଦ୍ ଆଉ ସେଭଳି ସଂଗଠନ ଯଦି ପୁରୀ ଓ ବାଲେଶ୍ଵର ଅଛନ୍ତି ତାହେଲେ ଆଗକୁ ଆସି ବଙ୍ଗାଳୀଙ୍କ ଯିବା ଆସିବା ରାସ୍ତା(ଟ୍ରେନ,ବସ) ଇତ୍ୟାଦି କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରନ୍ତୁ।
Tweet media one
37
16
393
@SujitSarangi3
Sujit Sarangi
28 days
ଉତ୍ତର ପ୍ରଦେଶ ରୁ ଆସିଲା ଆଳୁ, ଆଉ ପଶ୍ଚିମ ବଙ୍ଗ ସହ ଆମର ଆଉ କାମ କଣ?? ବାଲେଶ୍ଵର ଠାରେ ସବୁ ଆନ୍ଧ୍ର ରୁ ଯାଉ ଥିବା ମାଛ ଟ୍ରକ କୁ ପାଞ୍ଚ ଦିନ ଛିଡା କରି ଦେବା କଥା ,ସଢା ମାଛ ବଙ୍ଗାଳୀ ଖାଆନ୍ତୁ। କଣ ଠିକ୍ କହିଲି?? ଓଡ଼ିଆ ଅସ୍ମିତା vrs ବଙ୍ଗଳୀ ଅସ୍ମିତା
42
22
390
@SujitSarangi3
Sujit Sarangi
1 month
ଲାଗୁଛି ଓଡିଶା ଆଉ ରାଜ୍ୟ ହୋଇ ନାହିଁ ।ଗୋଟାଏ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଗଲାଣି । ମୋହନ ନାମକୁ ବସିଛି ।ମୋଦି ଓ ଶାହା ରଘୁବର ମାଧ୍ୟମରେ ଓଡିଶାକୁ ଶାସନ କରୁଛନ୍ତି।ଓଡ଼ିଶା ବାସୀ କଣ ଭାବୁଛନ୍ତି 🤔🤔
49
17
385
@SujitSarangi3
Sujit Sarangi
3 months
ରାଜ୍ୟର ଦାୟିତ୍ଵ ଯିଏ ନେଉଛ ନିଅ,ବିଜୁ ସ୍ବାସ୍ଥ୍ୟକାର୍ଡ ହେଉ କି ଆୟୁଷ୍ମାନ ଭାରତ କାର୍ଡ ଯାହା କରୁଛ କର କିଛି ଅସୁବିଧା ନାହିଁ।କିନ୍ତୁ BSKY ରେ ଲୋକମାନେ ଯେମିତି ମାଗଣାରେ ସୁବିଧା ପାଉଥିଲେ ସେମିତି ଆଗକୁ ସ୍ବାସ୍ଥ୍ୟସେବା ପାଇବା ଦରକାର।ଯଦି ସ୍ବାସ୍ଥ୍ୟ କ୍ଷେତ୍ରରେ ବି ରାଜନୀତି କରିବା ଆରମ୍ଭ ହେବ ତେବେ ଭୟଙ୍କର ଜବାବ ଦିଆଯିବ।
76
28
384
@SujitSarangi3
Sujit Sarangi
3 months
ଧାନ ଦାମ ବଢିଲେ ଚାଷୀ କି ଲାଭ ପାଇବ?? ଏହାଦ୍ୱାରା,ମଜୁରୀ ଦାମ ବଢିବ,ମେସିନ ଓ ଟ୍ରାକ୍ଟର ବି ଅଧିକ ନେବେ,, ଚାଉଳ ୫୦ ଟଙ୍କା ହେବ।।
Tweet media one
102
19
377
@SujitSarangi3
Sujit Sarangi
1 year
- ନବରଙ୍ଗପୁର CDPOଙ୍କ ଏହା କିଭଳି ବ୍ୟବହାର ? ମହିଳା କିରାଣୀଙ୍କୁ ଚେୟାରରୁ ଠେଲିଦେଲେ !
107
107
378
@SujitSarangi3
Sujit Sarangi
3 years
ଆମ ୨୦ ଟଙ୍କିଆ ପାଞ୍ଜିରେ ମଧ୍ୟ ଲଘୁଚାପଜନିତ ବର୍ଷା ସେପ୍ଟେମ୍ବର ୧୨ ରୁ ୧୫ ମଧ୍ୟରେ ହେବ ବୋଲି ଆଗରୁ ଲେଖାଯାଇଛି... ତଥାପି ଆମ ପୁରାଣ, ସଂସ୍କୃତି, ପରମ୍ପରା ସବୁ ଅନ୍ଧବିଶ୍ୱାସ...
Tweet media one
33
32
374
@SujitSarangi3
Sujit Sarangi
2 months
#ମୋଦୀଜୀଙ୍କଗ୍ୟାରେଣ୍ଟି
Tweet media one
45
63
376
@SujitSarangi3
Sujit Sarangi
2 months
#ସବୁ_ଲୀଳାମୟଙ୍କୁ_ହିଁ_ଜଣା!! ୧୯୭୫କିମ୍ବା ୭୬ ମସିହା ରଥଯାତ୍ରା ବେଳେ ଜଗନ୍ନାଥ ରୁଷ୍ଟ ହୋଇ ପହଣ୍ଡି ବିଜେ କରିବାକୁ ଅମଙ୍ଗ ହୋଇଗଲେ।ସମସ୍ତ ପଣ୍ଡା ପଢ଼ିଆରୀ ମାନେ ଜଗନ୍ନାଥଙ୍କୁ ମାଟିରୁ ଉପରକୁ ଉଠାଇ କି ହଲେଇ ବି ପାରିଲେ ନାହିଁ।ଲକ୍ଷ ଲକ୍ଷ ଭକ୍ତଙ୍କ ହରିବୋଲ ହୁଳହୁଳି କି କାନ୍ଦବୋବାଳି ବି କିଛି କାମ କଲାନାହିଁ।(୧)
16
45
374
@SujitSarangi3
Sujit Sarangi
2 months
ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଦଲେ ଭଲ ହୁଅନ୍ତା ।
Tweet media one
72
35
370
@SujitSarangi3
Sujit Sarangi
3 years
ଆଉ ଜଣେ ଓଡ଼ିଆ ଙ୍କୁ ମିଳିଲା ଗୁରୁ ଦାୟିତ୍ୱ.. ପୁର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ନୂତନ ଭାବେ ଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ର ଉପ ରାଜ୍ୟପାଳ ଭାବରେ ନିଯୁକ୍ତି ପାଇଲେ। ଅଭିନନ୍ଦନ 🙏🙏
Tweet media one
39
17
354
@SujitSarangi3
Sujit Sarangi
2 months
#NEET_SCAM ଧରା ପଡିଲା ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମିଛ। କହୁଥିଲେ କି ମୁଁ ସବୁ ଚେକ କରିଛି ପ୍ରଶ୍ନ ପତ୍ର ଲିକ ହେଇନି। ପରୀକ୍ଷାର ୨୪ ଘଣ୍ଟା ପୂର୍ବରୁ ନିଟ ପେପର ହୋଇଥିଲା ଲିକ୍। ପ୍ରାୟ ୩୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ପେପର। ଏନେଇ ସ୍ବୀକାର କରିଛନ୍ତି ବିହାରରୁ ଗିରଫ ହୋଇଥିବା ଅଭିଯୁକ୍ତ।
53
32
369
@SujitSarangi3
Sujit Sarangi
2 months
ମୁଁ ଭାବିଥିଲି ମୋହନ ଭାଇ କିଛି ଭଲ କାମ କରିବେ କିନ୍ତୁ ଏ ରଙ୍ଗ ମିସ୍ତ୍ରୀ କାମ କରିବେ ବୋଲି ମୋର ବିଶ୍ବାସ ନଥିଲା ,ପୁରା Down to earth person 😊 ରଙ୍ଗ ଦେ ତୁ ମୋହେ ଗେରୁଆ 🤣
@kanak_news
Kanak News
2 months
#ଗେରୁଆ_ହେଲା_ଲକ୍ଷ୍ମୀ_ବସ୍ ବଦଳିଲା ଲକ୍ଷ୍ମୀ ବସର ରଙ୍ଗ । ସବୁଜରୁ ହେଲା ଗେରୁଆ , ଏସଆରଟିସିକୁ ମିଳିନି ଲିଖିତ ନିର୍ଦ୍ଦେଶ । କିଏ ବଦଳାଉଛି ରଙ୍ଗ ଆରଟିଓ ପାଖରେ ନାହିଁ ଖବର #KanakNews #LaccmiBus #Odisha
191
79
1K
77
26
362
@SujitSarangi3
Sujit Sarangi
25 days
ମୂଖ୍ୟ ନିର୍ବାଚନ କମିଶନରଙ୍କୁ ଭାରତ ରତ୍ନ ଉପାଧି ମିଳିବା କଥା ।
Tweet media one
41
63
365
@SujitSarangi3
Sujit Sarangi
1 month
ମୂଖ୍ୟମନ୍ତ୍ରୀ ମହୋଦୟ କଥା ଦେଇ କଥା ରଖିଲେ।ଓଡ଼ିଆ ଭାଷାରେ ଚାଲିଲା ଆମ ସରକାର। ଧନ୍ଯବାଦ🙏 ଅଦାଲତରୁ ରାୟ/ଆଦେଶ ସବୁ ମଧ୍ୟ ଓଡ଼ିଆ ଭାଷାରେ ମିଳୁ। @MohanMOdisha @SamalManmohan7
Tweet media one
87
23
363
@SujitSarangi3
Sujit Sarangi
2 months
ଏବେ JIO ରୁ BSNL porting trend ଚାଲିଛି ।ତେଣୁ JIO ଅଭିନବ ଉପାୟରେ ଶସ୍ତା ପ୍ଲାନ୍ ଆଣିଛି ।ଯେଉଁ ମାନେ JIO ରୁ BSNL କୁ ଯିବା ପାଇଁ ଚାହୁଁ ଛନ୍ତି ଶିଘ୍ର ରାସ୍ତା ବଦଳାନ୍ତୁ ।
Tweet media one
45
36
353
@SujitSarangi3
Sujit Sarangi
10 months
ମହିଳା ସାମ୍ବାଦିକଙ୍କୁ ଥଟ୍ଟାରେ ମାରି ଯଦି ଜଣେ ଫିଲ୍ମ ପ୍ରଯୋଜକଙ୍କୁ ଜେଲ ଯିବାକୁ ପଡିଲା ତେବେ ପୁରୁଷ ସାମ୍ବାଦିକଙ୍କୁ ରାଗରେ ମାଡ଼ ମାରିଥିବା #ଭୋଗରାଇ ବ୍ଲକ କାର୍ଯ୍ୟାଳୟର ଉକ୍ତ ମହିଳା କର୍ମଚାରୀଙ୍କୁ କାହିଁକି ଜେଲ୍ ହେବନି?ପୁରୁଷ ହୁଅନ୍ତୁ ବା ମହିଳା,ସେମାନଙ୍କ ପ୍ରତି ଅନ୍ୟାୟ ଓ ଅଭଦ୍ରାମିକୁ ଆଦୌ ବରଦାସ୍ତ କରାନଯାଉ। @MoSarkar5T
Tweet media one
Tweet media two
43
68
347
@SujitSarangi3
Sujit Sarangi
2 months
ନବୀନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରୂପସୀ ଭଳି ସଜେଇ ହୋଇଥିବା ଷ୍ଟାଡିୟମ୍ ମାନଙ୍କରେ ଯୋଗ କରି ଫଟୋ, ଭିଡିଓ ସୋସିଆଲ୍ ମିଡିଆରେ ଛାଡୁଥିବା କିଛି ଲୋକ ପଚାରୁଛନ୍ତି ଓଡିଶାରେ ବିକାଶ କଣ ହୋଇଛି🤔
43
22
350
@SujitSarangi3
Sujit Sarangi
3 months
ଭାରତୀୟ ଜନତା ପାର୍ଟି ଦ୍ୱାରା ମୂଖ୍ୟ ମନ୍ତ୍ରୀ ଚୟନ ପରେ ଲୋକଙ୍କ ପ୍ରତିକ୍ରିୟା ହେଲା ଭାଜପାର ଓଡିଶା ଉପରେ ଫୋକସ୍ ନାହିଁ କେବଳ ଓଡ଼ିଶାର ଖଣିଜ ସମ୍ପଦ ଉପରେ ଫୋକସ୍।ଓଡିଶାକୁ ଝାଡଖଣ୍ଡ କରିବା ଚକ୍କରରେ ମୋଦୀ ଓ ଭାଜପା।ବହୁ ଆଡମ୍ବରେ ଲଘୁ କ୍ରିୟା। ହାତୀ ପାଡିବ ପାଡିବ ବୋଲି ଫୁସ୍.. ମୋଦୀ କଣ ବେଇମାନୀ କଲେ କି??
68
16
347
@SujitSarangi3
Sujit Sarangi
3 months
ଭୁବନେଶ୍ୱର ଓ ଭଦ୍ରକ ଘର ଆଗରେ ପୋଲିସର ଟାଇଟ ସିକ୍ୟୁରୀଟି।
Tweet media one
14
6
343
@SujitSarangi3
Sujit Sarangi
3 months
ସୁନା କାନଫୁଲ ପାଇଁ ପ୍ରଶ୍ନ 😃
Tweet media one
126
9
341
@SujitSarangi3
Sujit Sarangi
3 months
ବନ୍ଦ ଲଫାପା ଦିଲ୍ଲୀରୁ ଆସିଥିଲା। ଏଠାରେ ଖାଲି ମୋହର ଲାଗିଲା। ବିଧାୟକ ଦଳ ନେତା ନିର୍ବାଚିତ କରି ନାହାଁନ୍ତି ।ଓଡ଼ିଶାରେ ପ୍ରଥମ ଭାଜପା ସରକାରଙ୍କର ପ୍ରଥମ ମିଛ 😊
80
21
341
@SujitSarangi3
Sujit Sarangi
2 months
ସରକାର ଗଢିବାର ୬ ଦିନ ଭିତରେ ରତ୍ନଭଣ୍ଡାର ଖୋଲାଯିବ👍 ଆଉ ଦୁଇ ଦିନ ବାକି ରହିଲା😊 #ଓଡ଼ିଆ ଅସ୍ମିତା
44
20
341
@SujitSarangi3
Sujit Sarangi
3 years
ଝିଅ ମାନଙ୍କର ବିବାହ ବୟସ କୁ ବଢେଇକି ୨୧ ବର୍ଷ ଧାର୍ଯ୍ୟ କଲ । ହେଲେ ବର ଓ କନ୍ୟା ମଧ୍ୟରେ କେତେ ବର୍ଷ ର ପାର୍ଥକ୍ୟ ରହିବା ଉଚିତ ସେ କଥା ମଧ୍ୟ ସ୍ପଷ୍ଟ କରିଦେଇଥିଲେ ଭଲ ହୁଅନ୍ତା 😀😀
Tweet media one
54
26
324
@SujitSarangi3
Sujit Sarangi
3 months
Tweet media one
4
16
334
@SujitSarangi3
Sujit Sarangi
3 months
ଓଡ଼ିଆ ଚାନେଲ ନନ୍ଦିଘୋଷ ଉପରେ ECI ଛାଟ ସନ୍ଧ୍ୟା ସୁଦ୍ଧା ପଡିବ ତାଲା।
53
20
332
@SujitSarangi3
Sujit Sarangi
1 month
ଅନନ୍ତ ଜୀବନରେ ରାଧିକା ଆସୁ ଆସୁ JIO ର କୋଟିଏ ରୁ ଉର୍ଦ୍ଧ ଗ୍ରାହକ BSNL କୁ ପୋର୍ଟ କରିଗଲେ ଓ ଆହୁରି ଯିବେ।ଲାଗୁଛି ଜ୍ୟୋତିଷ ଠିକ୍ ଭାବରେ ଜାତକ ମିଳେଇ ନଥିଲା ବୋଧେ?? 😂😂😂
31
9
327
@SujitSarangi3
Sujit Sarangi
2 years
ଦିଲ୍ଲୀରେ ଆପ ସରକାର ପ୍ରାୟତଃ ମାଗଣା ବିଜୁଳି କହିଲେ ଚଳେ ଦେଉଥିବା ବେଳେ ଓଡିଶାରେ ବିଜୁଳି ଉତ୍ପାଦନ ହେଉଥିବା ସ୍ଥଳେ ରାଜ୍ୟ ସରକାର ୟୁନିଟ ପିଛା 5-6ଟଙ୍କା ନେଉଛନ୍ତି ସେଥିରେ ମିଟର କଥା ନ କହିବା ଭଲ😠
Tweet media one
56
27
314
@SujitSarangi3
Sujit Sarangi
2 months
ମୁଁ କୁକୁର ରଖିଛି ମୋ ସୁରକ୍ଷା ପାଇଁ, ତମେ କାନ୍ଥ ବାଡ ଡେଇଁ ବିନା ଅନୁମତି ରେ ଘର ଭିତରେ ପଶିବ ସେ କଣ ଛାଡ଼ିଦେବି କି😀 କୁକୁର ପାଳିଛି କଣ ଖାଲି ଖାଇବାକୁ ଦେବା ପାଇଁ😀
38
8
322
@SujitSarangi3
Sujit Sarangi
2 years
ଯାହା ହେଉ ଏତେ ଦିନ ପରେ ଆମ୍ବେଦକର ଙ୍କ ସ୍ୱପ୍ନ ସଫଳ ହେଲା। Archana Nag ଜଣେ SC caste ଝିଅ ହେଲେ ମଧ୍ୟ ତା ପଛରେ ରାଜା ମହାରାଜା ସାଙ୍ଗରେ ଏମ ପି, ଏମ ଲ ଏ ଓ ଯୁବ ନେତା ସମସ୍ତେ ପାଗଳ😊😊। #StopReservation .
36
24
311
@SujitSarangi3
Sujit Sarangi
4 years
ବାପର ସମ୍ପତ୍ତି ଉପରେ ଝିଅର ଭାଗ ରହିବା ସମ୍ପୂର୍ଣ୍ଣ ଠିକ୍ 👍 ହେଲେ ବାପର କରଜରେ ଭି ପୁଅ ବୋହୂ ଝିଅ ଜ୍ୱାଇଁ ସମସ୍ତଙ୍କର ଭାଗ ରହିବା ନିହାତି ଆବଶ୍ୟକ 🤔🤔
51
13
311
@SujitSarangi3
Sujit Sarangi
1 year
ଭୋଟ ଦେବା ପୂର୍ବରୁ ଝାରସୁଗୁଡା ବାସି ନିଶ୍ଚୟ ଚିନ୍ତା କରିବେ, MLA ହେବା ଆଶାରେ ବାପାଙ୍କ ନ୍ୟାୟ କୁ ଭୁଲି ଯାଇଥିବା ଦୀପାଳିକୁ ସିମ୍ପଥୀ ଭୋଟ ଦେବା ପୂର୍ବରୁ ଆପଣ କେତେ ସୁରକ୍ଷିତ ନିଶ୍ଚୟ ଚିନ୍ତା କରିବେ l
Tweet media one
25
32
315
@SujitSarangi3
Sujit Sarangi
3 years
ଓମିକ୍ରନ କୁ ଆଣୁଛନ୍ତି ପାସପୋର୍ଟ ୱାଲା.. ଭୋଗୁଛନ୍ତି ପ୍ୟାନ କାର୍ଡ ୱାଲା.. ଆଉ ମଜା ନେଉଛନ୍ତି ରେସନ କାର୍ଡ ୱାଲା 😠😠😊
32
28
299
@SujitSarangi3
Sujit Sarangi
2 years
ଖ୍ରୀଷ୍ଟିଆନ ପର୍ବ ସହିତ ଶ୍ରୀମନ୍ଦିରର କଣ ସମ୍ପର୍କ ? କାହିଁକି ମଧ୍ୟ ରାତ୍ରୀରେ ମହାପ୍ରଭୁଙ୍କ ନିଦ୍ରା ଭଙ୍ଗ କରାଇ ନିତି କାନ୍ତି ହେବ ? ଏସବୁ ବନ୍ଦ ହେବା ଦରକାର😠
25
32
302
@SujitSarangi3
Sujit Sarangi
3 months
କଣ ଠିକ୍ କହିଲି??
Tweet media one
70
11
308
@SujitSarangi3
Sujit Sarangi
1 year
ଏ ହେଉଛି ଆମ ରାଜଧାନି ଭୁବନେଶ୍ୱରର, ତାହା ପୁଣି ସମ୍ ହସ୍ପିଟାଲ ସମ୍ମୁଖରେ .... ସାରା ସହର ବୁଲି ଆସିଲେ ଆପଣ ପ୍ରାୟ ଏହିପରି ହଲାଲ୍ ଦୋକାନ ଦେଖିବାକୁ ପାଇବେ। ହଲାଲ୍ ଶବ୍ଦର ଅର୍ଥ ହେଉଛି ଅଇଁଠା,କୌଣସି ପଦାର୍ଥ କୁ ଅଇଁଠା କଲା ପରେ ହିଁ ତାହା ହଲାଲ ହୋଇଥାଏ ଏଠି ଖାଇବା ଅର୍ଥ ଆମ ହିନ୍ଦୁତ୍ୱକୁ ନିଜେ ହିଁ ଦଳି ଚକଟିବା.. #ଫୁଡଜେହାଦ
Tweet media one
80
37
294
@SujitSarangi3
Sujit Sarangi
2 months
ବହୁତ୍ ବଢିଆ କାର୍ଯ୍ୟ କଲେ MLA। ପୋଲିସ ର ବ୍ୟବହାର ମୋଟେ friendly ନୁହେଁ ସାଧାରଣ ଲୋକଙ୍କ ସହ । କାଗଜ ଖଣ୍ଡେ ଦେବେନି ଏତେଲା ଲେଖିବାକୁ କପି Xerox କରିବାକୁ ବାହାରୁ Xerox କରି ଆଣ କହିବେ।ସବୁ ସ୍ଥାନର MLA ମାନେ ଯଦି ସ୍ଥାନୀୟ ଥାନା ତହସିଲ RI ଅଫିସ ସହ ବିଭିନ୍ନ ଅଫିସ ରୀତିମତ ତଦାରଖ କରିବେ ତେବେ ଲୋକଙ୍କ ବହୁତ୍ ସେବା ହୋଇ ପାରିବ।
Tweet media one
26
20
295
@SujitSarangi3
Sujit Sarangi
3 years
ଏ କ'ଣ କାଳିଆ ଯୋଜନା, ଇନ୍ଦିରା ଆବାସ ଯୋଜନା ନା ଅନ୍ୟ କିଛି, ଆମେ ପାଇବା ପାଇଁ ଯୋଗ୍ୟ ଆମକୁ ଦିଅ। ଯଦି ମାଗିଲ ୮୫ ୯୦ କଣ ପାଇଁ ୧୦୦ କୁ ୧୦୦ ମାଗିଥାଆନ୍ତ ନା😀 ମୁଁ ବୁଝି ପାରୁନି ଇଏ କି ମାନସିକତା.. ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କୁ ଏତେ ଘ୍ରୃଣା ଚକ୍ଷୁ ରେ ଦେଖିବା କଣ ଠିକ।
92
29
282
@SujitSarangi3
Sujit Sarangi
2 years
ଯେଉଁ ବିଶେଷ ସୁବିଧା SC ଏବଂ ST ପିଲାଙ୍କୁ ପଢ଼ିଲେ ମିଳୁଛି,ଏହି ସମାନ ସୁବିଧା OBC,GENERAL ଜାତିର ଥିବା ଗରିବ ପିଲାଙ୍କୁ ମିଳିବା ଉଚିତ୍ ନା ଅନୁଚିତ୍?
71
19
289
@SujitSarangi3
Sujit Sarangi
4 months
ଇଏ ତ ମାତ୍ର ୧୦ ବର୍ଷ ! ନବୀନ ବାବୁ ୨୫ ବର୍ଷରେ ବି ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ନାହାଁନ୍ତି !! 😊
Tweet media one
44
34
299
@SujitSarangi3
Sujit Sarangi
3 years
ଆଫଗାନିସ୍ତାନ ର ନୁଆ ଶିକ୍ଷାମନ୍ତ୍ରୀ ..... ଶ _ ର ଚେହେରା ଟା ଦେଖ ।
Tweet media one
80
30
291
@SujitSarangi3
Sujit Sarangi
3 years
ଯାହାକୁ ମାଡାମ ଜୋତାରେ ସ୍ୱାଗତ କରିଥିଲେ ସେମାନେ ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କଲେ। 😀😊🤔🙁
Tweet media one
Tweet media two
47
19
274
@SujitSarangi3
Sujit Sarangi
3 years
ଜେନରାଲ ବିପିନ୍ ରାୱତ୍ ଙ୍କ ମୃତ୍ୟୁରେ ଖୁସି ମନାଉଥିବା କିଛି ମୁସଲମାନ ନାଗରିକ ଙ୍କ ଉପରେ କ୍ରୋଧିତ ହେଇ ମାଲାୟାଲାମ ସିନେମା ନିର୍ମାତା ଅଲୀ ଆକବର ଓ ତାଙ୍କ ପତ୍ନୀ ମୁସଲମାନ ଧର୍ମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କଲେ। ହିନ୍ଦୁତ୍ୱ ହିଁ ରାଷ୍ଟ୍ରୀୟତ୍ୱ ।
Tweet media one
27
17
285
@SujitSarangi3
Sujit Sarangi
2 months
ମୁଁ ବୁଝି ପାରୁନି ବିଜେପି ସରକାର କେଉଁ ଦୂରଦ୍ରୃଷ୍ଟି ନେଇ ଦୁଇ ଦୁଇଟି ଉପ ମୂଖ୍ୟମନ୍ତ୍ରୀ ପଦ ସୃଷ୍ଟି କରିଛନ୍ତି 🤔ମୁଁ ଭାବୁଥିଲି ବୋଧେ ମୂଖ୍ୟମନ୍ତ୍ରୀ ଅନୁପସ୍ଥିତ ରହିଲେ ଏମାନେ କାମ ଚଳାଇବେ ବୋଲି, ହେଲେ ସେ ଧାରଣା କାଲି ଦୁର ହେଇଗଲା ଯେତେବେଳେ ୩ ଜଣ ଯାକ ମିଶିକି ଦିଲ୍ଲୀ ଗସ୍ତ କଲେ 😢ଆପଣ ମାନେ କଣ ଭାବୁଛନ୍ତି??
69
8
295
@SujitSarangi3
Sujit Sarangi
3 months
ଆଜିଠାରୁ ଓଡ଼ିଶାରୁ କ୍ରୀତଦାସ ପଥା ଉଚ୍ଛେଦ କରାଗଲା । ଆପଣ ମାନେ ଖୁସି ତୋ 😊
17
7
297
@SujitSarangi3
Sujit Sarangi
2 months
ସାମାଜିକ ଗଣ ମାଧ୍ୟମର ପ୍ରଭାବ TATA Group BSNL ରେ କରିବ ୧୫,୦୦୦ କୋଟି ଟଙ୍କାର ନିବେଶ। ଆପଣ ମାନେ ଖୁସି ତୋ 😊
19
16
297
@SujitSarangi3
Sujit Sarangi
2 years
୧୫ମାସରେ ହକି ଷ୍ଟାଡିୟମ୍ ନିର୍ମାଣ ହୋଇଗଲା‌ କିନ୍ତୁ ବରମୁ୍ଣ୍ଡା ଓ କଟକ ବସ ଷ୍ଟାଣ୍ଡ କୁ କେତେ ମାସରେ ଶେଷ କରିବେ ସଚିବ ମହୋଦୟ ?
25
16
296
@SujitSarangi3
Sujit Sarangi
3 years
ଚୀନ କମ୍ପାନୀ VIVO ବଦଳରେ ଭାରତୀୟ କମ୍ପାନୀ TATA ଆସନ୍ତା ବର୍ଷ IPLକୁ ପ୍ରାୟୋଜିତ କରିବ।ଆସନ୍ତା ବର୍ଷ ଏହା TATA IPL ନାମରେ ପରିଚିତ ହେବ। କିଛି ଲୋକ ଏବେ କହିବେ ମୋଦି IPL କୁ ଟାଟା କମ୍ପାନୀ କୁ ବିକ୍ରି କରି ଦେଲେ।
24
11
286
@SujitSarangi3
Sujit Sarangi
1 month
ଲୋକମାନେ ପରିବର୍ତ୍ତନ ଚାହୁଁଥିଲେ କିନ୍ତୁ ଏ ପ୍ରକାର ପରିବର୍ତ୍ତନ ହେବ ବୋଲି କଣ ଜାଣିଥିଲେ 🤭
Tweet media one
77
30
296
@SujitSarangi3
Sujit Sarangi
3 months
କୋରେଇରେ ଅଣ୍ଡରଗ୍ରାଉଣ୍ଡ୍ ରିପୋର୍ଟ କହୁଛି ଆକାଶ ଦାସ ନାୟକ ୩୫.୦୦୦ ଭୋଟ୍ ରେ ଜିତିବେ ।
44
12
296
@SujitSarangi3
Sujit Sarangi
10 months
ଆପଣଙ୍କୁ ପାଣ୍ଡିଆନ ବାବୁ ଙ୍କ ଆଶ୍ରୀବାଦ ପ୍ରାପ୍ତ ହେଉ 😊
@ShreemayeeM
Shreemayee sweta snigdha Mishra
10 months
Tweet media one
48
23
1K
31
5
291
@SujitSarangi3
Sujit Sarangi
2 months
ମାତା ସୀତା ବୋଧହୁଏ ଏହି ଗାତ ଦେଇ ପାତାଳୀ ହୋଇଥିଲେ😊
Tweet media one
118
27
289
@SujitSarangi3
Sujit Sarangi
2 years
ବିଧାୟକ ଭେଟି ପାରୁ ନାହାଁନ୍ତି କିନ୍ତୁ କପିଳ ଶର୍ମାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ଏ ଭଳିଆ ଶହେଆଠ ଭଡୁଆଙ୍କୁ ଭେଟିଲେ କିଛି ମୁଲ୍ୟ ନାହି, ବଂର ଜଣେ ଭଲ ସନ୍ଯାସୀଙ୍କୁ ଭେଟିଲେ ଭଲ।। ଆପଣ ମାନେ ଖୁସି ତୋ #BoycottKapilSharma
Tweet media one
32
20
279
@SujitSarangi3
Sujit Sarangi
2 months
ଭିତର ରତ୍ନଭଣ୍ଡାର ର ଦୃଶ୍ୟ ସାର୍ବଜନୀନ ନକରିବାର କାରଣ ମୋତେ ଲାଗୁଛି ରତ୍ନଭଣ୍ଡାର ଭିତରେ ଥିବା ରତ୍ନର ସବୁ ଫୋଟୋ ଆଜି ଆସିଗଲା.... ସେଭଳି ପିତଳ ଅଳଙ୍କାର ତିଆରି ସରିଲା ପରେ ପୁଣି ସେସବୁ ଜାଗାରେ ଥୋଇ ଗଣତି ଆରମ୍ଭ କରିବେ।କେଦାରନାଥ ମନ୍ଦିର ଅବସ୍ଥ�� ହେବନିତ? କାଳିଆ ରକ୍ଷାକର 🙏
39
17
291
@SujitSarangi3
Sujit Sarangi
3 months
ଆମ ୫ଟି/5T🖖ସ୍କୁଲ ଏତେ ଚିକିଚିକିଆ,ତଥାପି ଏଠି ପାଠ ନ ପଢ଼ାଇ ଝିଅକୁ ଦିଲ୍ଲୀ କାହିଁକି ନେଲ?
24
18
292
@SujitSarangi3
Sujit Sarangi
4 years
ମୁଁ ତ ଅଫତାବ ଭାଇଙ୍କୁ ଧନ୍ୟବାଦ ଦେବି,ଆଉ ଆପଣ? କମେଣ୍ଟ ରୁ ଜଣାପଡିବ କେତେଜଣ ଅନ୍ଧ ଭକ୍ତ ଆଉ କେତେ ଜଣ ଜଗା ଭକ୍ତ।
Tweet media one
112
17
278
@SujitSarangi3
Sujit Sarangi
1 month
ଭାରତୀୟ ହକି ଜର୍ସିରୁ ଓଡିଶା ନାମ ହଟିଲା..JSW ର ନାମ ଲାଗିଲା , ଏହା ହେଉଛି ଭଡାଟିଆ ବୁଦ୍ଧିଜୀବୀ ଙ୍କର ଓଡିଆ ଅସ୍ମିତା 😊
62
16
287
@SujitSarangi3
Sujit Sarangi
2 months
ରତ୍ନ ଭଣ୍ଡାରର ସବୁଯାକ ରତ୍ନ ଗୁଜୁରାଟ ଯିବା ଥୟ l @narendramodi ଏତେ ଛୋଟିଆ ବେପାରି ନୁହନ୍ତି, ଜଣେ ରେଳ ଗାଡିରେ ଚା ବିକାଳୀରୁ ଯିଏ ପ୍ରଧାନ ମନ୍ତ୍ରୀ ହୋଇ ପାରେ ଅଦାନୀ ଅମ୍ବାନି କୁ ହଜାର ହଜାର କୋଟି ଟଙ୍କା ଋଣ ଦେଇପାରେ ସେ କିଛି ବି କରିପାରେ l
69
16
289
@SujitSarangi3
Sujit Sarangi
3 months
ଜମା ୯୯ ଟା ଲୋକସଭା ସିଟ ପାଉ ପାଉ ହିନ୍ଦୁ ତୀର୍ଥ ଯାତ୍ରୀ ଙ୍କ ବସ ଉପରେ ଆକ୍ରମଣ ଆରମ୍ଭ କରିଦେଲେ ଭାବନ୍ତୁ ଯଦି ୨୯୯ ସିଟ ପାଇ ଥାଆନ୍ତେ ତାହେଲେ ସନାତନୀ ମାନଙ୍କ ଘରେ ପଶି ମାରି ଥାଆନ୍ତେ। #ବୈଷ୍ଣୋଦେବୀ ଯାତ୍ରା
114
21
286
@SujitSarangi3
Sujit Sarangi
3 months
Mr ପାଣ୍ଡିଆନ,ନିଜ ସୀମା ଭିତରେ ଓଡିଶାର କୌଣସି ବ୍ୟକ୍ତି ବିଶେଷଙ୍କର ଜାମାତା ରୂପେ ଅବସ୍ଥାନ କର, ସୀମା ବାହାରକୁ ଯାଇ ଓଡ଼ିଆ ମାନଙ୍କର ମୁନିବ ବୋଲି ନିଜକୁ ଭାବ ନାହିଁ,ଟିକେଟ ଆଶାୟୀ ବିଜେଡି ଵାଲା ତୁମ ପାଇଁ ମଞ୍ଚ ତିଆରି କରି ପାରନ୍ତି,ତୁମର ପଦ ସେବା କରିପାରନ୍ତି,ତୁମର ଦ୍ୱାରପାଳ,କ୍ରୀତଦାସ, ଟ୍ରାଫିକ କଣ୍ଟ୍ରୋଲର ହୋଇପାରନ୍ତି(୧)
18
29
284
@SujitSarangi3
Sujit Sarangi
3 months
ଏଇ ବାବୁ ଜଣଙ୍କୁ ଆଉ ଦେଖିବାକୁ ମିଳୁନାହିଁ, ଟିଭି ଡିବେଟ୍ ପାଇଁ ମନା କରୁଛନ୍ତି, ଫୋନ୍ କଲେ ଉଠାଉ ନାହାଁନ୍ତି, କ'ଣ ହେଇଛି ୟାଙ୍କର ?
Tweet media one
79
12
283
@SujitSarangi3
Sujit Sarangi
3 months
ଧର୍ମେନ୍ଦ୍ର ପ୍ରଧାନ ଓ ପାଣ୍ଡିଆନଙ୍କ ମେଣ୍ଟକୁ ବିରୋଧ କରିବାର ଫଳ ଭୋଗିଲେ ମନ ମୋହନ। କେନ୍ଦୁଝର ସୁନାଖଣି ବିପଦରେ।
41
15
280
@SujitSarangi3
Sujit Sarangi
3 months
ଯେଉଁ ନେତା ମାନେ ତୁମକୁ କାଲି BEER WHISKEY CHICKEN ସହ ୫୦୦ ଭାରତୀୟ ମୁଦ୍ରା ଯାଚିକି ଦେଉଥିଲେ .. ଆଜି ତୁମେ ତାଙ୍କୁ ଗୋଟେ SAFAL ମାଗିକି ଦେଖ 😂
18
14
277
@SujitSarangi3
Sujit Sarangi
1 month
କେଉଁ ଆଧାର ରେ ଟେଲି ଯୋଗାଯୋଗ କମ୍ପାନୀ ମାନେ ଦରବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ତର୍ଜମା କରିବା ଉଚିତ୍ ନୁହେଁ କି?ନା ଆମେ ପ୍ରଶ୍ନ ପ���ାରୁଛୁ ବୋଲି ଦେଶଦ୍ରୋହୀ 🤔
38
22
276
@SujitSarangi3
Sujit Sarangi
2 years
+୩ କଟଅଫ, ସେଠୀ ସାରଙ୍କ ଝିଅ ୫୫% ରଖି ବିଜେବି'ରେ, ଶତପଥୀ ପୂଜା ଭାଇନା ଝିଅ ୮୫%ରଖି ଏକାମ୍ର'ରେ ! 😳🤔 #STOP RESERVATION
35
34
269
@SujitSarangi3
Sujit Sarangi
1 year
ଗୋ ମାତା ଚାଲାଣ‌କାରିଙ୍କ ଠାରୁ ଲକ୍ଷେ ଟଙ୍କା ଫୋନ୍ ପେ ରେ ବଟି ନେଇ‌ ଧରା ପଡି‌ ଜେଲ ଗଲେ କନକ ନ୍ୟୁଜ୍‌ ର ସାମ୍ବାଦିକ। ଏମାନେ ନିଜ ମାଆ ର ମଧ୍ୟ ଦଲାଲି କରିଥିବେ। ଜୟ ଗୋ ମାତା🙏
Tweet media one
23
43
271
@SujitSarangi3
Sujit Sarangi
3 months
ଶୁଖୁଆ ବେପାର ଆରମ୍ଭ 😊
Tweet media one
42
11
275