BJD IT Cell Profile Banner
BJD IT Cell Profile
BJD IT Cell

@BJDITCell

Followers
1,527
Following
7
Media
4,520
Statuses
4,584

The official page of Biju Janata Dal, Odisha. Responsible for all digital presence of the Party.

Bhubaneswar, Odisha
Joined October 2022
Don't wanna be here? Send us removal request.
Explore trending content on Musk Viewer
@BJDITCell
BJD IT Cell
1 month
#ବିଜେପି_ଶାସନରେ_ବିଧ୍ୱସ୍ତ_ଆଇନ_ବ୍ୟବସ୍ଥା ୧୦୦ଦିନ ପୂର୍ତ୍ତି ଅବସରରେ ରାଜ୍ୟକୁ ନାରୀ ସମ୍ମାନର ଭଲ ଭେଟି ଦେଇଛି ଡବଲ ଇଞ୍ଜିନ ସରକାର। ଏଠି ଲୋକଙ୍କ ସୁରକ୍ଷାଦାତା ବି ପାଲଟନ୍ତି ଭକ୍ଷକ। ମୋହନ ବାବୁ ଦିଲ୍ଲୀ ବସଙ୍କ ପଦସେବାରେ ବ୍ୟସ୍ତ ଆଉ ମନ୍ତ୍ରୀମଣ୍ଡଳ ରିମୋର୍ଟ ଦ୍ୱାରା ପରିଚାଳିତ।
189
191
981
@BJDITCell
BJD IT Cell
8 days
ଓଡ଼ିଶାର ବିକାଶ ପୁରୁଷଙ୍କୁ ଜନ୍ମଦିନର ଶୁଭେଚ୍ଛା । ହେ କର୍ମଯୋଗୀ, ଓଡ଼ିଶା ସଦା ଚାହେଁ ଆପଣଙ୍କ ସେବା । #HappyBirthdayNaveenPatnaik #HappyBirthdayNaveenBabu
Tweet media one
45
30
607
@BJDITCell
BJD IT Cell
2 months
ଔକାତଲେସ ଗୁଡା... ସୁଭଦ୍ରା ବ୍ୟୟବରାଦରେ ଆଳୁ ବି କିଣିହେବନି ଏମାନେ କଣ ରାଜ୍ୟ ଚଳାଇବେ?
Tweet media one
163
27
455
@BJDITCell
BJD IT Cell
2 months
ମାଙ୍କଡ ହାତରେ ଶାଳଗ୍ରାମ ଦେଲେ ପରିଣତି ଏୟା ହିଁ ହୁଏ।
107
37
429
@BJDITCell
BJD IT Cell
5 months
ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ସେନେଇ ଭିତିରିଆ ବୈଠକ ବସିଥିଲା। ହେଲେ ଘଟିଲା କଣ? ଶେଷ ଯାଏଁ ଦେଖନ୍ତୁ ବୁଝିଯିବେ। #BJDDigitalWing #NaveenOdisha
44
41
330
@BJDITCell
BJD IT Cell
2 months
ମିଛ ପରିବର୍ତ୍ତନ ପଛରେ ବାଉଳି ହୋଇ ହୀରାକୁ ହଜାଇଦେଲେ ଓଡ଼ିଶାବାସୀ।
Tweet media one
114
17
291
@BJDITCell
BJD IT Cell
1 month
ଓଡ଼ିଶାର ସର୍ବନାଶ ଶହେ ଦିନରେ #FakeBJP #BJPAntiOdisha
Tweet media one
105
22
295
@BJDITCell
BJD IT Cell
2 months
କଣ ହେଲା ସେଠୁ, ବିଜେପି ବାଲାଏ କଣ ଓଡ଼ିଆ ଅସ୍ମିତାର କଣ ଠିକା ନେଇଛନ୍ତି କି
Tweet media one
53
19
289
@BJDITCell
BJD IT Cell
2 months
ଯଦି ଦେବାର ନଥିଲା ତେବେ ବଡ ବଡ ଭାଷଣ ମାରିବା କଣ ଆବଶ୍ୟକ ଥିଲା?
22
36
264
@BJDITCell
BJD IT Cell
1 year
କାନ୍ଧରେ ନବୀନ ଓଡିଶା ଗଢିବାର ଗୁରୁଦାୟିତ୍ୱ। ସେବା ହିଁ ମୂଳମନ୍ତ୍ର, ସମୃଦ୍ଧି ହିଁ ଏକମାତ୍ର ଲକ୍ଷ୍ୟ। #BJDDigitalWing #NaveenOdisha
Tweet media one
67
27
247
@BJDITCell
BJD IT Cell
1 month
ନିଆରା ତାଙ୍କ ବ୍ୟକ୍ତିତ୍ୱ, ଦୃଢ଼ ତାଙ୍କ ନେତୃତ୍ୱ, ସର୍ବଶ୍ରେଷ୍ଠ ତାଙ୍କ ଚରିତ୍ର.... କୋଟି କୋଟି ଲୋକଙ୍କ ହୃଦୟରେ ରହିଛନ୍ତି ସେ ଆମ ପ୍ରିୟ ନବୀନ।
Tweet media one
30
14
247
@BJDITCell
BJD IT Cell
2 months
ଦଳ ବିରୋଧୀଙ୍କ ଚରିତ୍ର କେବଳ ଗୋଟିଏ ହିଁ ଥାଏ "ଗଦ୍ଦାର"
Tweet media one
62
10
242
@BJDITCell
BJD IT Cell
28 days
ଏମାନେ ପୁଣି ଓଡ଼ିଆ ଅସ୍ମିତାକୁ ସୁରକ୍ଷା ଦେବେ । #BJPAntiOdisha #FakeBJP #OdiaAsmita
Tweet media one
52
22
222
@BJDITCell
BJD IT Cell
24 days
ଖାଲିଟାରେ ନବୀନ ବାବୁଙ୍କୁ ଜନନେତା କୁହାଯାଏନି ଫରକ ଦେଖନ୍ତୁ ବୁଝିଯିବେ। #NaveenForever #BJDForPeople #BJDForOdisha
Tweet media one
74
18
217
@BJDITCell
BJD IT Cell
1 month
ରାଜ୍ୟରେ ଆଇନ ବ୍ୟବସ୍ଥାର ଏଭଳି ବିଭତ୍ସ ରୂପ, ସାରା ଦେଶରେ ଓଡ଼ିଶାର ପରିଚୟକୁ କଳଙ୍କିତ କରିଛି। #BJPAntiOdisha #FakeBJP #FraudBJP
23
46
194
@BJDITCell
BJD IT Cell
2 months
ପୂଜା ମଣ୍ଡପରେ ଅଗ୍ରପୁଜ୍ୟଙ୍କ ଆଶୀର୍ବାଦ ଲାଭକରି ରାଜ୍ୟର ହିତ ନିମନ୍ତେ ପ୍ରାର୍ଥନା କରିଛନ୍ତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। #NaveenPatnaik
Tweet media one
29
9
188
@BJDITCell
BJD IT Cell
2 months
ମୋହନ ବାବୁ ମୁଖ୍ୟମନ୍ତ୍ରୀ ପଦର ମର୍ଯ୍ୟାଦା ରଖନ୍ତୁ। ରିମୋର୍ଟ କଣ୍ଢେଇ ସାଜି, ବିନା ତଥ୍ଯ ପ୍ରମାଣରେ ଆରୋପ ଲଗାଇ ନିଜ ଉପରେ ଥିବା ଦୋଷକୁ ଘୋଡାଇବାର ଚକ୍ରାନ୍ତ ଆଉ କାମଦେବନି।
20
23
186
@BJDITCell
BJD IT Cell
29 days
ସୁନାର ଓଡିଶାକୁ ନିଜ ଅଯୋଗ୍ୟ ପଣରେ କାଙ୍ଗାଳ କରିବାକୁ ବସିଛି ବିଜେପି।
Tweet media one
100
17
180
@BJDITCell
BJD IT Cell
9 days
ନବୀନଙ୍କ ପାଇଁ ଚମକୁଛି ଓଡ଼ିଶା, ଦେଶରେ ସାଉଁଟୁଛି ପ୍ରଶଂସା l
Tweet media one
4
11
176
@BJDITCell
BJD IT Cell
5 months
ଶଙ୍ଖ ବିକାଶ କରିଛି, ତେଣୁ ଚାନ୍ଦବାଲିବାସୀ ବିଜେଡି ସାଥିରେ ଅଛନ୍ତି #BJPAntiOdisha
Tweet media one
107
13
156
@BJDITCell
BJD IT Cell
2 months
ଏ ସୁନା ରତ୍ନଭଣ୍ଡାରରୁ ଗୁଜୁରାଟକୁ ପଠା ଯାଉନଥିଲା ତ....
Tweet media one
26
25
155
@BJDITCell
BJD IT Cell
3 months
୮ ଘଣ୍ଟାରେ ୫୦୦୦ ଲୋକଙ୍କ ଅଭିଯୋଗ ଶୁଣିଦେଲେ ?
Tweet media one
53
8
151
@BJDITCell
BJD IT Cell
2 months
ବଢ଼ିବାରେ ଲାଗିଛି ଗୁଜରାଟୀଙ୍କ ପାଦୁର୍ଭାବ। ସାବଧାନ ଥାଆନ୍ତୁ ଜନତା ଏ ବିଜେପି ବାଲାଏ ବୁଲାଇଦେବେ କଳାକନା।
Tweet media one
16
18
145
@BJDITCell
BJD IT Cell
11 days
ଅଧର୍ମ ଉପରେ ଧର୍ମର...ଅସତ୍ୟ ଉପରେ ସତ୍ୟର ବିଜୟ। ପବିତ୍ର ବିଜୟା ଦଶମୀର ଶୁଭେଛା ।
Tweet media one
6
6
141
@BJDITCell
BJD IT Cell
8 days
କଥାରେ ଅଛି ୧୨ବର୍ଷ ଘସିଲେ ବି କୁକୁର ଲାଙ୍ଗୁଡ଼ ସିଧା ହୁଏନି ଏମାନେ ତ ସହଜେ ବିଜେପିର କୁତା ସାଜିଲେଣି। ପାଦଚାଟିବାକୁ ରେଡି ହେଲେଣି।
Tweet media one
18
9
149
@BJDITCell
BJD IT Cell
21 days
ଜଣେ ଜନନେତା ଏବଂ ଜଣେ ଜନବିରୋଧୀ ମଧ୍ୟରେ ଏହା ହିଁ ତ ଫରକ l
Tweet media one
42
13
141
@BJDITCell
BJD IT Cell
7 months
ଅନୁଭବଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଲା ଓଡିଶା ବିଜେପି। ଲେଖାଶ୍ରୀ କହିଲେ ତୁରନ୍ତ ଦିଅନ୍ତୁ ଇସ୍ତଫା। ନହେଲେ...
20
19
130
@BJDITCell
BJD IT Cell
14 days
ବିଜେଡି ଲୋକଙ୍କ ହୃଦୟରେ ଥିଲା ଅଛି ଆଉ ସବୁଦିନ ରହିବ I #NaveenPattnaik #BJDForPeople #BJDForOdisha
5
8
122
@BJDITCell
BJD IT Cell
18 days
ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟ ସଞ୍ଜିବନୀ ଯାହା ସାରା ଦେଶରେ ଶ୍ରେଷ୍ଠ।
Tweet media one
0
8
119
@BJDITCell
BJD IT Cell
2 months
ଇଏ ହଉଛି ବିଜେପିର ହୀନ ରାଜନୀତି।
17
4
110
@BJDITCell
BJD IT Cell
7 months
ଧର୍ମେନ୍ଦ୍ର ବାବୁ ! ତମ ହାତରେ ତ ଖଡା ସିଝିଲାନି, ନବୀନ ବାବୁ ସ୍କୁଲ ରୂପାନ୍ତରଣ କରିଛନ୍ତି। ତମ ନିଜ ଗାଁକୁ ଯାଇ ଦେଖିଆସ .... #BJDDigitalWing #NaveenOdisha
75
13
105
@BJDITCell
BJD IT Cell
1 month
ଛାଡ଼ ହୋ... ଏମାନଙ୍କର ଚେହେରା ସିନା ଅଲଗା କିନ୍ତୁ ଚରିତ୍ର ଗୋଟିଏ (ଥୋବଡା)
18
19
107
@BJDITCell
BJD IT Cell
25 days
ଡବଲ ଇଞ୍ଜିନ ସରକାରର ମିଛ ପ୍ରତିଶୃତି ପାଇଁ ଆଜି ଓଡିଶାବାସୀ ହନ୍ତସନ୍ତ #BJPHataoDeshBachao #BJPAntiOdisha #fraudbjp
10
17
107
@BJDITCell
BJD IT Cell
2 months
ଅଣଓଡ଼ିଆଙ୍କ ପ୍ରେମରେ ଓଡ଼ିଆ ଅଫିସରଙ୍କ ଅସ୍ତିତ୍ବକୁ ଅଯୋଗ୍ୟ ପ୍ରମାଣିତ କରିଦେଲାଣି ମୋହନ ସରକାର।
14
5
105
@BJDITCell
BJD IT Cell
2 months
ମିଛ କହି ଲୋକଙ୍କୁ ଭଣ୍ଡେଇଦେଲା ବିଜେପି ସରକାର
3
4
101
@BJDITCell
BJD IT Cell
2 months
ମିଛ ପ୍ରତିଶ୍ରୁତି ଦେଇ କୋଟି କୋଟି ଲୋକଙ୍କୁ ଠକିଛି ବିଜେପି। #ଜୁମଲା
1
12
101
@BJDITCell
BJD IT Cell
2 months
ଓଡ଼ିଶାବାସୀଙ୍କ ମନରେ , ହୃଦୟରେ ଗୋଟିଏ ନାମ। ସିଏ କେବଳ ଆମରି ନବୀନ। #naveenpatnaik
15
7
97
@BJDITCell
BJD IT Cell
3 months
ଧନ୍ୟବାଦ ନବୀନ ବାବୁ ଆମ ଜାତୀୟ କ୍ରୀଡାକୁ ବିଶ୍ଵଦରବାରରେ ଗୌରାବାନ୍ୱିତ କରିଥିବାରୁ।
Tweet media one
2
9
92
@BJDITCell
BJD IT Cell
3 months
ମାଲକାନଗିରି ବିକାଶ ପାଇଁ ମୋହନ ବାବୁଙ୍କ ଆତ୍ମୀୟତା ନାହିଁ
Tweet media one
13
13
93
@BJDITCell
BJD IT Cell
2 months
ଓଡ଼ିଆ ବୋଲି ଖାଲି କହିହୁଅନ୍ତି କିନ୍ତୁ ମନପ୍ରାଣ ସବୁ ଦିଲ୍ଲୀରେ
Tweet media one
10
8
95
@BJDITCell
BJD IT Cell
2 months
ଏଭଳି ଅସ୍ମିତା ପ୍ରେମ ଦେଖିଲେ ଆଖିରେ ପାଣି ଆସିଯାଉଛି
3
13
93
@BJDITCell
BJD IT Cell
2 months
ହଜିଯାଉଥିବା ହକିକୁ ପୁନର୍ଜନ୍ମ ଦେଇଥିଲେ ନବୀନ। ଧନ୍ୟବାଦ ମହାନାୟକ ଆପଣଙ୍କ ପାଇଁ ଓଡ଼ିଶା ଆଜି ବିଶ୍ଵବିଦିତ।
Tweet media one
0
8
89
@BJDITCell
BJD IT Cell
3 months
ଖାଲି ନାଁ ବଦଳେଇବା ପାଇଁ ୪୩ହଜାର କୋଟିର ଋଣ କରିଛନ୍ତି?
5
8
86
@BJDITCell
BJD IT Cell
3 months
ଅସ୍ମିତା ପ୍ରେମ ବହୁତ ହେଲାଣି ଆଉ ରଖିବାକୁ ଜାଗାନାହିଁ
Tweet media one
6
9
85
@BJDITCell
BJD IT Cell
2 months
ମୋହନ ମାଝୀଙ୍କ ସ୍ୱର କିଏ କାଟିଦେଲା ? ନା ଠିକ ଭାବେ ଓଡ଼ିଆ କହିପାରିଲେ, ନା ହିନ୍ଦୀ ଇଂରାଜୀ 😂 ଶେଷରେ ମମତା ଦିଦିଙ୍କ ସହ କେଉଁ ଭାଷାରେ କଥା ହେଲେ କେଜାଣି ? ବଙ୍ଗଳା ମିଶ୍ରିତ ଓଡ଼ିଆ କହିଲେ ବୋଲି ଅଡିଓ କାଟିଦେଲେ କି 😂
6
5
86
@BJDITCell
BJD IT Cell
3 months
ଧର୍ମେନ୍ଦ୍ର ପ୍ରଧାନ be like:- aaiye aapka intezaar tha
Tweet media one
9
7
82
@BJDITCell
BJD IT Cell
25 days
ଏହା ହିଁ ଥିଲା ନବୀନ ଓଡ଼ିଶା । ଅନ୍ଧଭକ୍ତଙ୍କ ମଗଜରେ ଏକଥା ପଶିବନି ।
Tweet media one
22
6
83
@BJDITCell
BJD IT Cell
2 months
ଔକାତଲେସ୍ ବିଜେପି, ନବୀନ ବାବୁ ଯେତିକି କରିଯାଇଛନ୍ତି ସେତିକି ତା ଠୁ ଉପରକୁ ଯିବା ତ ଦୂରର କଥା ସମକକ୍ଷ ବି ହୋଇପାରିବେନି ଏମାନେ
Tweet media one
16
4
82
@BJDITCell
BJD IT Cell
3 months
ଇଏ ହେଉଛି ମୋଦିଙ୍କ ୱାର୍ଲଡ କ୍ଲାସ ଟେକନୋଲୋଜିରେ ତିଆରି ହୋଇଥିବା ରାସ୍ତା..
11
11
76
@BJDITCell
BJD IT Cell
1 month
ଓଡ଼ିଆ ଅସ୍ମିତା ଏବେ ବାହାର ବେପାରୀଙ୍କ ଜିମାରେ
Tweet media one
14
7
74
@BJDITCell
BJD IT Cell
1 month
ଉଦ୍ଧତାମିର ଚରମ ସୀମାରେ ଜୟନାରାୟଣ ମହାଶୟ। ଉତ୍କଳ ସଙ୍ଗୀତର ଅପମାନ କରି ଅଭଦ୍ରାମୀର ସବୁ ସ୍ତରକୁ ଡେଇଁ ସାରିଲେଣି ଏମାନେ। ବିଜେପିର ଓଡ଼ିଆ ଅସ୍ମିତା ପ୍ରେମ ଇଏ...!
6
15
72
@BJDITCell
BJD IT Cell
3 months
ଇଏ ହିଁ ଓଡିଆ ଅସ୍ମିତା , ଯେତିକି ମିଳିଛି ସେତିକିରେ ଚୁପ ହେଇକି ରୁହ I ନହେଲେ ଗୁଜୁରାଟି ଫିଲ୍ମ ଲାଗିବ ଓଡ଼ିଶାରେ #OdiaAsmita #Ollywood
Tweet media one
10
6
69
@BJDITCell
BJD IT Cell
2 months
ବହୁତ ସହିଲୁ ଏବେ ଆଉନୁହେଁ... ଓଡ଼ିଆଙ୍କ ପ୍ରତି ହେଉଥିବା ପ୍ରତିଟି ଅବହେଳା ଏବଂ ପ୍ରତାରଣା ପାଇଁ ସ୍ୱର ଉଠାଇବ ବିଜେଡି।
Tweet media one
13
10
70
@BJDITCell
BJD IT Cell
3 months
କିଣାବିକା ରାଜନୀତିର ମାୟାଜାଲରେ ଆଉ ଜଣଙ୍କୁ ଫସାଇଛି ବିଜେପି
Tweet media one
7
4
70
@BJDITCell
BJD IT Cell
1 month
ସତେଇଶ ଟଙ୍କାରେ ଓଡିଶାକୁ ସୁନା କରିବାର ସ୍ବପ୍ନ ଦେଖାଉଛନ୍ତି। #BJPAntiOdisha #FakeBJP #FraudBJP
7
6
69
@BJDITCell
BJD IT Cell
6 months
ଏଥର ଯୋଡି ଶଙ୍ଖ, ଗୋଟେ MLA ପାଇଁ ଗୋଟେ MP ପାଇଁ। #BJDDigitalWing #NaveenOdisha
23
12
66
@BJDITCell
BJD IT Cell
3 months
ଫକୀର ଆଦମୀ ସବୁ ଲୁଟିବା ପରେ ଝୋଲା ଉଠେଇକି ଚାଲିବେ...
Tweet media one
5
8
68
@BJDITCell
BJD IT Cell
2 months
ସୂର୍ଯ୍ୟବଂଶୀର କଲିଜାଟା ଛିଡିପଡିଲା ଭଳି ଲାଗୁଛି । ରକଫୋଡ୍ ବିନା କେମିତି ଯେ ଦିନ କଟିବ...ଓଃ କି ଦୁଃଖ 😭🤣
4
5
66
@BJDITCell
BJD IT Cell
2 months
୭୮ତମ ସ୍ୱାଧୀନତା ଦିବସ ଅବସରରେ, ଶଙ୍ଖଭବନ ପ୍ରାଙ୍ଗଣରେ ପତାକା ଉତ୍ତୋଳନ କରିଛନ୍ତି ଦଳୀୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। #HappyIndependenceDay
2
3
65
@BJDITCell
BJD IT Cell
2 months
ନ��ର୍ବାଚନ ପୂର୍ବରୁ - ସମସ୍ତଙ୍କୁ ୩୦୦ ୟୁନିଟ୍ ବିଜୁଳି ମାଗଣା ନିର୍ବାଚନ ପରେ - କାହାକୁ ବି ମାଗଣା ବିଜୁଳି ମିଳିବ ନାହିଁ #ବଡ_ଜୁମଲା_ପାର୍ଟି
Tweet media one
5
12
64
@BJDITCell
BJD IT Cell
17 days
ଲୋକଙ୍କର ନୁହେଁ ଏମାନେ ନିଜ ସ୍ୱାର୍ଥର ସରକାର।
Tweet media one
9
9
65
@BJDITCell
BJD IT Cell
1 year
ସାଢ଼େ ୪ କୋଟି ଓଡ଼ିଶାବାସୀ ଜବାବ ଦେବେ।
5
16
61
@BJDITCell
BJD IT Cell
2 months
ଅସହିଷ୍ଣୁତାର ଚରମସୀମାରେ ବିଜେପି!
Tweet media one
9
7
61
@BJDITCell
BJD IT Cell
8 months
ଆମେ ଖାଲି କଳ୍ପନା କରୁ କିନ୍ତୁ ତାହାକୁ ସତ କରନ୍ତି ଆମ ଜନନେତା ନବୀନ ପଟ୍ଟନାୟକ, ଆମ ସାଥିରେ ସବୁବେଳେ ଥିଲେ, ଅଛନ୍ତି ଆଉ ଆଗକୁ ରହିବେ ଆମ ନବୀନ ବାବୁ। #BJDDigitalWing #NaveenOdisha
Tweet media one
7
9
59
@BJDITCell
BJD IT Cell
2 months
ବିଜେପି କେତେ ଚାଲାକ ଜାଣନ୍ତି...., ଓଡ଼ିଆ ଅସ୍ମିତାର ପ୍ରହସନ କରି କରି କ୍ଷମତା ହାତେଇଦେଲେ ଏବେ ଓଡ଼ିଶା ବୁଡୁ ତାଙ୍କର କଣ ଯାଉଛି....
3
3
54
@BJDITCell
BJD IT Cell
1 year
ଜୟ ଜଗନ୍ନାଥ 🙏
Tweet media one
4
12
50
@BJDITCell
BJD IT Cell
1 year
ସାଢ଼େ ୪ କୋଟି ଓଡିଶାବାସୀଙ୍କ ହିତ ପାଇଁ ସବୁବେଳେ ଚିନ୍ତା କରୁଥିବା ଜନନେତା, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। #BJDDigitalWing #NaveenOdisha
Tweet media one
4
25
51
@BJDITCell
BJD IT Cell
1 year
ଓଡିଶାର ବୈପ୍ଳବିକ ରୂପାନ୍ତରଣର ପ୍ରଚ୍ଛଦପଟ ନାୟକ...ନବୀନ ଓଡ଼ିଶାର ଗଠନ ପାଇଁ ଏମିତି ପାଦ ଆଗକୁ ବଢିଚାଲୁ.... #BJDDigitalWing #NaveenOdisha
Tweet media one
8
15
50
@BJDITCell
BJD IT Cell
21 days
ବିଜେପି କେବଳ ନାଁ ଆଉ ରଙ୍ଗ ବଦଳାଇ ପାରିବ କିନ୍ତୁ ଇତିହାସ ନୁହେଁ I ବିଜେଡି, ଲୋକଙ୍କ ସାଥିରେ ଥିଲା...ଅଛି...ରହିଥିବ । #BJDWithOdisha #BJDForPeople #BJDforever #BijuJanataDalOdisha
1
4
51
@BJDITCell
BJD IT Cell
1 year
ସାଢେ ଚାରି କୋଟି ଓଡିଶାବାସୀଙ୍କ ସେବା ପାଇଁ ଆଉ କଣ ଦରକାର କି ? #BJDDigitalWing #NaveenOdisha
Tweet media one
7
11
50
@BJDITCell
BJD IT Cell
2 months
ସତ କହିଦେଲେ ବିଧାୟକ
2
5
50
@BJDITCell
BJD IT Cell
3 months
ଏ ସରକାର କେବଳ ନାଁ ବଦଳେଇଛନ୍ତି , କିଛି ବି ନୂଆ କରିନାହାନ୍ତି @Naveen_Odisha
2
7
50
@BJDITCell
BJD IT Cell
2 months
ପ୍ରକୃତି ଯଦି ନିଚ୍ଛ ସ୍ତରର ଥାଏ ତେବେ ବିରୋଧୀଙ୍କ ପ୍ରଶ୍ନରେ ଛାନିଆ ଲାଗିବା ସ୍ଵାଭାବିକ।
Tweet media one
2
1
49
@BJDITCell
BJD IT Cell
2 months
ସମ୍ମାନ କଥା ଏ ବେହିଆ ବିଜେପି ବାଲାଙ୍କ ମୁହଁରେ ଶୋଭା ପାଉନି
Tweet media one
3
2
47
@BJDITCell
BJD IT Cell
10 months
ଆଃ... ୟାକୁ ହିଁ ତ କୁହନ୍ତି ଭଗବାନଙ୍କ ପ୍ରତି ଭକ୍ତର ନିର୍ଭେଜାଲ ଭଲପାଇବା। ଜୟ ଜଗନ୍ନାଥ... 🙏
2
7
48
@BJDITCell
BJD IT Cell
1 year
ପ୍ରଗତିର ପଥରେ କେହି ଆଣି ପାରିବେନି ବାଧା #BJDDigitalWing #NaveenOdisha
2
9
45
@BJDITCell
BJD IT Cell
2 years
ଶିକ୍ଷକଙ୍କୁ ଖୁସି କରିଦେଲେ ନବୀନ, ୧୮ ହଜାରରୁ ଅଧିକ ହାଇସ୍କୁଲ ଶିକ୍ଷକଙ୍କୁ ନିୟମିତ କରି ଦେଲେ ଓଡ଼ିଆ ନବବର୍ଷ ଭେଟି। #BJDDigitalWing #NaveenOdisha
Tweet media one
7
17
48
@BJDITCell
BJD IT Cell
8 months
ଆଲୋ ଆଲୋ... ଧର୍ମେନ୍ଦ୍ରଙ୍କ ହାତରେ ଆଉ ଫୁଲ ଫୁଟୁନି। କାନ୍ଥରେ କଣ କଣ ସବୁ ଆଙ୍କୁଛନ୍ତି ଦେଖନ୍ତୁ। ବିଚରାକୁ ଏବେଠୁ ଘାରିଲାଣି ପରାଜୟର ଭୟ 🤣
33
10
44
@BJDITCell
BJD IT Cell
1 year
୫୦୦୦ କୋଟିର ଏୟାରପୋର୍ଟ, ପାଣି ଟିକିଏ ଅଟକେଇ ପାରୁନି। ଡବଲ ଇଞ୍ଜିନ ସରକାରର ଇଏ ବିକାଶ।
3
21
45
@BJDITCell
BJD IT Cell
2 months
ବିକାଶର ମୁଖ୍ୟ ପୁରୋଧା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Tweet media one
Tweet media two
Tweet media three
Tweet media four
2
4
47
@BJDITCell
BJD IT Cell
1 year
ଅନେକ ଚ୍ୟାଲେଞ୍ଜ ଆସିଛି, କିନ୍ତୁ ପ୍ରତିଟି ଚ୍ୟାଲେଞ୍ଜକୁ ସଫଳତାର ସହ ପ୍ରତିହତ କରି ୨୪ ବର୍ଷ ହେବ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ସୁରକ୍ଷା କବଚ ସାଜିଛନ୍ତି ନବୀନ ପଟ୍ଟନାୟକ। #BJDDigitalWing #NaveenOdisha #Odisha4Years5T
Tweet media one
4
15
47
@BJDITCell
BJD IT Cell
2 months
ସବୁ ନିର୍ଦ୍ଦେଶନାମା ଓଡ଼ିଆରେ ବାହାରିବ ବୋଲି ସରକାର କହିଥିଲେ 🤦‍♂️
Tweet media one
8
3
47
@BJDITCell
BJD IT Cell
8 months
ଓଡିଶା ବିଜେପିର ଧଜିଆ ଉଡାଇଦେଲେ ଜଣେ ସାଧାରଣ ବ୍ୟକ୍ତି। ଶେଷରେ ନିଜ ଭୁଲ ପାଇଁ କ୍ଷମା ମାଗିଲେ ଓଡିଶା ବିଜେପିର ଦଲାଲ। #BJPAntiOdisha
76
13
44
@BJDITCell
BJD IT Cell
1 year
ମାଟିର ଝିଅ ମଥାରେ ମହାବିଜୟର ମୁକୁଟ ପିନ୍ଧାଇଲେ ଜନତା। ପ୍ରଣାମ ଝାରସୁଗୁଡ଼ାବାସୀ 🙏 #BJDDigitalWing #JharsugudaLovesBJD
Tweet media one
5
17
45
@BJDITCell
BJD IT Cell
11 months
ନା ଥକିବେ, ନା ଅଟକିବେ। ବିରାଟ ଭାରତକୁ ବିଜୟ ପରେ ବିଜୟ ଭେଟି ଦେଉଛନ୍ତି, 'ନବୀନ' ଓଡିଶାର ସ୍ବପ୍ନକୁ ସତ କରିବାକୁ ପଣ କରିଛନ୍ତି ପାଣ୍ଡିଆନ। #BJDDigitalWing #NaveenOdisha
Tweet media one
19
6
45
@BJDITCell
BJD IT Cell
1 year
ଚାଷୀଙ୍କର ହୋଇଛି ଚିନ୍ତା ଦୂର, ଫସଲ ବୀମା ପାଇଁ ପ୍ରିମିୟମ ଦେଉଛନ୍ତି ନବୀନ ସରକାର। #BJDDigitalWing #NaveenOdisha
Tweet media one
2
15
45
@BJDITCell
BJD IT Cell
2 months
ଗୁଜୁରାଟୀ ମେସିନରେ ଯାହା ସ୍କ୍ରିପ୍ଟ ଅଛି, ଗୁରୁଜି ସେଥିରେ କାମ ଚଳାଇ ଦିଅନ୍ତି...
Tweet media one
2
0
44
@BJDITCell
BJD IT Cell
8 months
କଳାକାରଙ୍କ ଭତ୍ତା ବୃଦ୍ଧି କରିବାକୁ ଜିଲ୍ଲା ସ୍ତରରୁ ପ୍ରସ୍ତାବ ଆସିବା ପରେ ଏହାକୁ କାର୍ଯ୍ୟକାରୀ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ। #BJDDigitalWing #NaveenOdisha
Tweet media one
2
10
36
@BJDITCell
BJD IT Cell
2 months
ଧର୍ମେନ୍ଦ୍ରଙ୍କ ଓଡ଼ିଆ ଅସ୍ମିତା ଓ ଜାତୀୟ ପତାକାକୁ ସମ୍ମାନ ଏ ମହାଶୟ କୁଆଡ଼େ ଶିକ୍ଷା ମନ୍ତ୍ରୀ , ଚପଲ ପିନ୍ଧି ଜାତୀୟ ପତାକା ଉତ୍ତୋଳନ କରି ଦେଶ ଓ ସମାଜକୁ କି ପ୍ରକାର ଶିକ୍ଷଣୀୟ ବାର୍ତ୍ତା ଦବାକୁ ଚାହୁଁଛନ୍ତି କେଜାଣି.. !!!!
Tweet media one
2
1
43
@BJDITCell
BJD IT Cell
9 months
ଓଡ଼ିଶା ବିରୋଧୀ ନେତାଏ ହିସାବ ଆସୁଛି ତ ? ବିଏସକେଓ୍ବାଇ ହେଉଛି BEST । କଣ ବୁଝିଲ ତ... #BJDDigitalWing #NaveenOdisha
Tweet media one
3
12
41
@BJDITCell
BJD IT Cell
3 months
ସବୁଜ ବିକାଶରେ ଗେରୁଆ ମଲାଟ
Tweet media one
1
7
45
@BJDITCell
BJD IT Cell
2 months
ଜଗନ୍ନାଥଙ୍କ ସୁନା ଚୋରୀ କରୁଛ, ଧର୍ମ ସହିବନିରେ... #BjpGoBack #BJPFails
Tweet media one
2
6
44
@BJDITCell
BJD IT Cell
1 year
ଗ୍ରାଉଣ୍ଡ ଜିରୋକୁ ନେତା ଯାଆନ୍ତୁ କି ଅଧିକାରୀ। ଲୋକଙ୍କ ସେବା ହେବା ଦରକାର, ଓଡ଼ିଶାର ବିକାଶ ହେବା ଜରୁରୀ। #BJDDigitalWing #NaveenOdisha
3
18
41
@BJDITCell
BJD IT Cell
1 year
ଗୋଟିଏ ମିଶନ ଗୋଟିଏ ଭିଜନ...’ନବୀନ’ ଓଡିଶା । #BJDDigitalWing #NaveenOdisha
Tweet media one
3
18
42
@BJDITCell
BJD IT Cell
1 year
ଓଡ଼ିଶାର ବିକାଶ ବିରୋଧୀଙ୍କୁ ମିଳିଲା କଡ଼ା ଜବାବ। ଅପପ୍ରଚାରକାରୀଙ୍କ ମୁହଁ ବନ୍ଦ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହିଁ ୫-ଟି ସଚିବ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁଛନ୍ତି। #BJDDigitalWing #NaveenOdisha
8
18
39
@BJDITCell
BJD IT Cell
1 month
ସମୟ ବା ପରିସ୍ଥିତି ଯାହା ବି ହେଉ ବିଜେଡି ଉପରେ ଲୋକଙ୍କ ଭରସା ଅତୁଟ ରହିବ ସର୍ବଦା
Tweet media one
4
4
43
@BJDITCell
BJD IT Cell
1 month
ବିକଶିତ ଓଡ଼ିଶାର ସ୍ବପ୍ନକୁ ସତ କରିବାର ଝୁଙ୍କ ହିଁ ନବୀନଙ୍କ ନେତୃତ୍ୱର ପରାକାଷ୍ଠାକୁ ସଫଳ ରୂପ ଦେଇଛି।
Tweet media one
2
8
43
@BJDITCell
BJD IT Cell
1 year
ଶଙ୍ଖ: ମୋ ଗର୍ବ, ଆପଣଙ୍କ ଗର୍ବ, ସାରା ଓଡିଶାର ଗର୍ବ... ଜୟ 'ଶଙ୍ଖ', ଜୟ ନବୀନ। #BJDDigitalWing #NaveenOdisha
2
18
40
@BJDITCell
BJD IT Cell
2 months
ବିଜେପି ସରକାର ଲୋକଙ୍କୁ ପଚା ଆଳୁ ଖୁଆଇବ !
Tweet media one
6
1
42