ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ) Profile Banner
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ) Profile
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)

@BashiPakhala

Followers
1,876
Following
237
Media
701
Statuses
13,828

ଭାଇ/ଭଉଣୀ ମାନେ ମୋ କଥା ଆପଣଙ୍କୁ ଖରାପ ଲାଗିପାରେ, କିନ୍ତୁ କଡା ସତ୍ୟ..

Joined August 2022
Don't wanna be here? Send us removal request.
Explore trending content on Musk Viewer
Pinned Tweet
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
3 months
ପ୍ରଭୁ ଜଗନ୍ନାଥ ଯେଉଁ ପର୍ଯ୍ୟନ୍ତ ଅଛନ୍ତି ଓଡ଼ିଶାର କିଛି ଅସୁବିଧା ହେବନି.. କିନ୍ତୁ ଗୋଟେ ଦୃଷ୍ଟିରୁ ଓଡ଼ିଶା ଅନାଥ ହେଇଗଲା..
222
28
583
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
5 months
ଦେଶର ପ୍ରଧାନମନ୍ତ୍ରୀ କୋଉଭଳି ସମ୍ମାନ ଦେଉଛନ୍ତି ରାଷ୍ଟ୍ରପତିଙ୍କୁ ସମସ୍ତେ ଦେଖନ୍ତୁ.. ଏହା କଣ ବିଜେପିର ଦଳୀୟ ସଂସ୍କାର?? ମୂର୍ଖ ଅଶିକ୍ଷିତ ଲୋକ ଆଜି ଦେଶର ସର୍ବୋଚ୍ଚ ସମ୍ମାନନୀୟ ପଦବୀକୁ ଅସମ୍ମାନ କରିବାକୁ ବି ପଛାଉ ନାହାଁନ୍ତି.. ଆମ ଓଡ଼ିଆଙ୍କ ପ୍ରତି ଏ ଅସମ୍ମାନକୁ ସାରା ଓଡ଼ିଶାବାସୀ ବରଦାସ୍ତ କରିବେ ନାହିଁ..
Tweet media one
181
51
578
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ଅଶ୍ୱିନୀ ବୈଷ୍ଣବ ଓଡ଼ିଆ, କିନ୍ତୁ 22 ବର୍ଷରୁ ଉର୍ଦ୍ଧ୍ଵ ଓଡ଼ିଶାରେ ରହି ଓଡ଼ିଆଙ୍କ ପାଇଁ କାମ କରିଥିବା ପାଣ୍ଡିଆନ ବାହାର ଲୋକ.. ଏଇଟା ହଉଚି ପ୍ରକୃତ ରାଜନୀତି..
Tweet media one
Tweet media two
119
44
559
@BashiPakhala
ବିଜୟ (ପ୍ରଭୁ ଜଗ��୍ନାଥଙ୍କ ଭକ୍ତ)
2 months
ନବୀନ ସରକାର ଯାହା କରିଚି ତମ ସରକାର କେବଳ ଫୋଟୋ ଉଠେଇ ଖୁସି ହେବ, ଆଉ ଅଧିକ କିଛି କରିପାରିବନି ଏଇଟା ନିଶ୍ଚିତ..
@_AnsumanRath
Ansuman Rath 🇮🇳
2 months
Image of the day! #Odisha
Tweet media one
27
9
261
112
32
443
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
18 days
ଚୋର ଦଳ ଆଗରୁ ତାମିଲ ତାମିଲ ହେଉଥିଲେ, ଏବେ ଆଉ ଗୁଜୁରାଟୀ ଗୁଜୁରାଟୀ ହେବେନି.. କାହିଁକି ନା ଅଂଧଭକ୍ତଙ୍କ ବାପ ଘର ରାଇଜ ପରା..
Tweet media one
82
32
444
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ଯେତେବେଳେ ସାରା ଦେଶ ବିଜେପିକୁ ବିଜେପି ଶାସିତ ରାଜ୍ୟରୁ ଦୁରେଇ ଦେଲା ଠିକ ସେତେବେଳେ ଓଡ଼ଶାବାସୀ ବୁଝି ନପାରି ଭୁଲ କରିଦେଲେ..
226
32
436
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
କାଲି ପର୍ଯ୍ୟନ୍ତ କହୁଥିଲା ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବେ ତାଙ୍କ ବିଜେପି ସରକାର.. ହେଲେ ଆଜି ନିଜେ ଭୋଗିଲା ପରେ ବାଟକୁ ଆସିଯାଇଛି.. ଲୋକ ବୁଝିବା ଦରକାର ସବୁ ଦ୍ୱାର ଦେଇ ଲୋକ ଭିତରକୁ ଗଲେ ଭିତରେ ଯେତିକି ଗହଳି ହଉଥିଲା ତା ଠୁ ଅଧିକ ହେବ.. କମିବନି କି ଶାନ୍ତି ଶ���ଙ୍ଖଳାରେ ଦର୍ଶନ ହେବନି..
Tweet media one
79
48
404
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ଗତକାଲି କାହାର ଶପଥ ଗ୍ରହଣ ଉତ୍ସବ ଥିଲା?? ମୋହନ ମାଝିଙ୍କର ନା ମୋଦିଙ୍କର?? ଭୁବନେଶ୍ୱର ସାରା ସବୁଠି କେବଳ ମୋଦିଙ୍କ ପୋଷ୍ଟର ବ୍ୟାନର ଫ୍ଲେକ୍ସ.. ମୋହନ ମାଝିଙ୍କର ଗୋଟିଏ ବି କାଇଁ ପାଇଲି ନାହିଁ.. ତାପରେ ଭାବିଲି ଏଇଟା ଓଡ଼ିଆ ଅସ୍ମିତା ନା ଗୁଜୁରାଟୀ ଅସ୍ମିତା..
67
44
397
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ମୁଖ୍ୟମନ୍ତ୍ରୀ ଖାଇ ପିଇ ଶୋଇ ଉଠିଲା ପରେ ତାଙ୍କ ଘର ପଛ ପାଖ ବାରିରେ ଯାଇ ଏକ କଲେ ସେଇଟା ଓଟିଭି ଦେଖେଇଲା ନାହିଁ, ତେଣୁ ଓଡ଼ିଶାବାସୀଙ୍କ ମନ ବହୁତ ଦୁଃଖ..
70
12
389
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
11 days
ହକିକୁ ପ୍ରୋଟିନ ଏଇଠୁ ହିଁ ମିଳିଥିଲା.. ସେଇଠୁ ଆରମ୍ଭ ହେଇଥିଲା ବିଜୟର ଅଭିଯାନ.. ଲଗାଥର ଦୁଇଟି ଅଲମ୍ପିକ ଜିତିଲା ଭାରତ.. ଅଭିନନ୍ଦନ ଟିମ ଇଣ୍ଡିଆ 🙏🏼💐💐
Tweet media one
11
37
396
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ଓଡ଼ିଶା ପାଇଁ ମୋଦି(ବିଜେପି)ର ପ୍ରଥମ ଗ୍ୟାରେଣ୍ଟି ଫେଲ୍.. 10 ତାରିଖ ପରିବର୍ତ୍ତେ 12 ତାରିଖରେ ହେବ ଶପଥ ଗ୍ରହଣ..
120
23
384
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
3 months
ସବୁ ଝଡ଼ ବାତ୍ୟାରୁ ଯିଏ ତାର ପ୍ରିୟ ଓଡିଶାବାସୀଙ୍କୁ ସବୁ ସମୟରେ ରକ୍ଷା କରୁଥିଲା ସେଇ ମଣିଷ ଟାକୁ ଓଡିଶାବାସୀ ସାମାନ୍ୟ ମାତ୍ର ଗୋଟିଏ ଝଡ଼ରୁ ରକ୍ଷା କଲେ ନାହିଁ.. 😒😒
125
20
376
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
9 days
ଫୋଟୋଟି ଅନେକ କଥା ବଖାଣୁଛି.. କିଏ କେତେ ସୁଦୃଢ ଆଉ ନିଜ ଲୋକଙ୍କୁ କିଏ କେତେ ସୁରକ୍ଷା ଦେଇପାରେ ତାହା ଜଣାଇ ଦେଉଛି.. ସେଥିପାଇଁ ନିଜ ସୁରକ୍ଷା ନିଜେ ବାଛନ୍ତୁ..
Tweet media one
47
26
382
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
1 month
ଦଲାଲ ଅର୍ଗସ ଆଉ ଓଟିଭି କୁଆଡେ ଗଲେ?? ଓଡ଼ିଆ ଅସ୍ମିତାର ପାଠ ପଢ଼ାଉଥିବା ଦଲାଲ ଚ୍ୟାନେଲ ଏବେ ଭୟରେ ନ୍ୟୁଜ କରିବାକୁ ଡରୁଛନ୍ତି କାହିଁକି?? ନା ଚାଟୁକାରିତା ହିଁ ମୁଖ୍ୟ ସେବା ଏଇ ଚ୍ୟାନେଲ ଗୁଡିକର??
@TheLallantop
The Lallantop
1 month
ओडिशा के गवर्नर रघुबर दास के बेटे पर राजभवन के एक अधिकारी के साथ मारपीट और बदसलूकी के आरोप लगे हैं. गवर्नर के बेटे ने कथित तौर पर अधिकारी से जूते चाटने को भी कहा. #RaghubarDas #Odisha
Tweet media one
258
2K
5K
65
74
369
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
4 months
ଇଏ ସେଇ ପଦ୍ମ ଫୁଲ ଯାହାକୁ ଦବେଇବା ପରେ 400 ଟଙ୍କାର ଗ୍ୟାସ ସିଲିଣ୍ଡର 1200 ହେଇଚି, 65 ଟଙ୍କାର ପେଟ୍ରୋଲ 105 ଟଙ୍କା ହେଇଚି, 70 ଟଙ୍କାର ଖାଇବା ତେଲ 180 ଟଙ୍କା ହେଇଚି, 100 ଟଙ୍କାରେ ମିଳୁଥିବା ମେଡିସିନି 250 ଟଙ୍କା ହେଇଚି.. ତେଣୁ ଏଥର ଦବେଇବା ପୂର୍ବରୁ ଥରେ ନିଶ୍ଚିତ ଭାବନ୍ତୁ..
265
41
369
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ଦଲାଲ ଓଟିଭି ଆଉ ଓଡ଼ିଶା ରିପୋର୍ଟର ଏବେ ବିଜେଡି ପଛରେ, ଖାଲି ଭାଙ୍ଗିଯିବ ବୁଡିଯିବ ହଜିଯିବ ଏୟା.. କିରେ ତମେ ଦଲାଲ ଗୁଡା କାହିଁକି ଏତେ ଟେନ୍ସନରେ?? ବିଜେଡିରେ ଯାହା ହବ ବିଜେଡି ଚିନ୍ତା କରିବ.. ଭାଙ୍ଗିଲେ କି ବୁଡିଗଲେ ଆମେ ତମ ସାମ୍ବାଦିକ ଡାକି ଜଣେଇଦେବୁ ବ୍ୟସ୍ତ ହୁଅନି.. କିନ୍ତୁ ଔଷଧ ବିକଳରେ ତାଟିଆ କାମୁଡ ନାହିଁ..
63
13
359
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ଓଡ଼ିଶାରେ ଆଗରୁ ପ୍ରାୟ ମୁଖ୍ୟ ଶାସନ ସଚିବ ସବୁ ଓଡ଼ିଆ ହିଁ ନିଯୁକ୍ତ ହେଉଥିଲେ.. କିନ୍ତୁ ଓଡ଼ିଆ ଅସ୍ମିତା ଏବେ ଅଣଓଡ଼ିଆ IAS ଅଫିସର ଖୋଜି ଆଣିଛନ୍ତି.. ଜୟ ଓଡ଼ିଆ ଅସ୍ମିତା..
29
32
350
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
3 months
ଆଜି ଏମିତି ବିଭିନ୍ନ ଖବରକାଗଜରେ ସମ୍ବିତ ପାତ୍ର ନିଜର କ୍ଷମା ପ୍ରାର୍ଥନା ଆଳରେ ପ୍ରାୟ 20 ଲକ୍ଷ ଟଙ୍କା ଖର୍ଚ୍ଚ କରିଛି.. ପ୍ରକୃତରେ ତାର ଦରମା ଏମିତି କେତେ କି ସେ ଗୋଟେ ଦିନରେ 20 ଲକ୍ଷ ଖର୍ଚ୍ଚ କରୁଛି? ଏସବୁ କାହା ପଇସା?? ଏଇ ଜନତାଙ୍କ ଟ୍ୟାକ୍ସ ପଇସାରେ ଗୋଟେ ଲୋକ ଓଡ଼ଶାବାସୀଙ୍କୁ ଭୁଆଁ ବୁଲେଇବାରେ ଲାଗିପଡିଛି.. ସାବଧାନ 🚨🚨
Tweet media one
Tweet media two
163
29
347
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ନବୀନ ବାବୁଙ୍କ କିଛି ବି ଯୋଜନା କିମ୍ବା କାର୍ଯ୍ୟକୁ ନୂଆ ସରକାର ବିରୋଧ କରିବାକୁ କିମ୍ବା ବନ୍ଦ କରିବାକୁ ଡରିଲେଣି, କାରଣ ଲୋକ ଖୋଲାଖୋଲି କହିଦେଲେଣି କି ସେସବୁ ପୁରୁଣା ଯୋଜନା ବନ୍ଦ ହେଲେ ଏ ନୂଆ ସରକାରକୁ ବି ବନ୍ଦ କରିଦେବେ..
58
18
344
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ତାମିଲ ନୁହେଁ ଏବେ ଗୁଜୁରାଟୀଙ୍କ ହାତରେ ସୁନାର ଓଡ଼ିଶାର ଭାଗ୍ୟ..
72
21
341
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ଯେତେ ଯାହା କଲେ ବି ମୁଖ୍ୟମନ୍ତ୍ରୀ କହିଲା ମାନେ ସବୁଠି କେବଳ ନବୀନ ପଟ୍ଟନାୟକ ହିଁ ବାହାରିବ.. ପଛରେ ଡିଲିଟ କରିପାର କିମ୍ବା ହଟେଇ ପାର କିନ୍ତୁ ମନରୁ ଯିବନି..
Tweet media one
53
25
339
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
କାଲି ତ ଜୁଲାଇ 1 ତାରିଖ.. କାଲିଠୁ 300 ୟୁନିଟ ମାଗଣା ବିଜୁଳି ଏବଂ ବୃଦ୍ଧ ବୃଦ୍ଧା ଏବଂ ବିକଳାଙ୍ଗ ମାନଙ୍କୁ 3000 ଭତ୍ତା ମିଳିବ ଟି?? ନା ଓଡ଼ିଶା ବିଜେପି ସରକାର ଜିତିବା ପରେ ଏବେ ଭୁଲିଯିବେ??
41
26
337
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
10 days
ମୁହଁରେ ହସ ନାହିଁ.. ଯେତେବେଳେ ଲୋକଟି ଜାଣେ କି ଲୋକଙ୍କ ଭଲପାଇବା ନୁହେଁ EVM ଭଲପାଇବାରେ ସରକାର କରିଛି ସେତେବେଳେ କାହା ମୁହଁରେ ବା ହସ ଆସିବ..
Tweet media one
81
17
334
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
1 month
ବିଜେଡି ସରକାର ସମୟରେ ଯାହା ସବୁ ଘଟୁଥିଲା ସେସବୁ ପାଇଁ ନବୀନ ଆଉ ପାଣ୍ଡିଆନ ଦାୟୀ.. ଏବେକା ସରକାର ସମୟରେ ଯାହା ସବୁ ଘଟୁଛି ସେସବୁ ପ୍ରଭୁଙ୍କ ଲୀଳା.. ଓଡ଼ିଶାର ଦଲାଲ ମିଡ଼ିଆ..
31
35
320
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ତାହେଲେ ତମ ଓଡ଼ିଆ ଅସ୍ମିତା ଗୋଟେ ଡ୍ରାମା ଥିଲା.. ସବୁ ତମର ଗୁଜୁରାଟୀ ଅସ୍ମିତା..
@kanak_news
Kanak News
2 months
‘#ଆମ_ରିମୋଟ_କଣ୍ଟ୍ରୋଲ_ମୋଦୀ_ଜୀ’ ଆମେ ଏଠି ମନ୍ତ୍ରୀ, ବିଧାୟକ ଯାହା ହେଲେ ବି ଆମ ରିମୋଟ କଣ୍ଟ୍ରୋଲ ମୋଦୀ ଜୀ । ଦିଲ୍ଲୀରୁ ରିମୋଟ ଟିପିଲେ ଏଠି କାମ ହେବ । କହିଥିଲେ ଓଡିଶା ଏକ ନମ୍ବର ରାଜଦ୍ୟ ହେବ ତାହା ନିଶ୍ଚିତ ହେବ: ପ୍ରଶାନ୍ତ ଜଗଦ୍ଦେବ । #PrashantJagdev #Odisha #BJP
137
73
1K
66
32
312
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
4 months
କହୁ କହୁ ସତ କହିଦେଲା ଅର୍ଗସ.. ଜୁନ 4 ବିଜେପିର ଏକ୍ସପାଏରୀ ଡେଟ୍..
Tweet media one
67
34
311
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ଟୋକାର ଦମ ଅଛି.. 💪🏼💪🏼👍🏼👍🏼
@Gobhiji3
VIKRAM
2 months
देखिए इनकी आंखे,इनकी बॉडी लैंग्वेज ,इनका हौसला यह होती है सच्चाई की ताकत💪
2K
4K
19K
62
17
304
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
23 days
ଦୁଇ ଥର ପଦ୍ମ, ଦୁଇ ଥର ବାମ୍ଫ 😜😜
Tweet media one
27
36
308
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ବରଗଛ ଏବେ ବି ଅଛି, ହାଲକା ପବନରେ କିଛି ପତ୍ର ଝଡି ଯାଇଛି.. ମୌସୁମୀ ଆସିଲାଣି ଓଡ଼ିଶାବାସୀ ବି ଯତ୍ନ ନେବାକୁ ଶପଥ ନେଲେଣି ପୁଣି ଗଛ କଅଁଳିବା ଆରମ୍ଭ କଲାଣି..
87
9
299
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
1 month
ଏପଟେ ରତ୍ନ ଭଣ୍ଡାର ଡ୍ରାମା ଚାଲିଥିବା ବେଳେ ସେପଟେ ଓଡ଼ିଶାରୁ ତିନୋଟି କୋଇଲା ଖଣି ପଳେଇଲାଣି.. ଗୋଟେ ପୁଣି ତାମିଲନାଡୁ ଯାଇଛି.. ଆଉ ଗୋଟେ ଗୁଜୁରାଟ.. ବିଜେଡି ସରକାର ଥିଲେ ବେହିଆ ଦଳ କହିଥାନ୍ତେ ପାଣ୍ଡିଆନ ନେଇଗଲା.. ଏବେ କିନ୍ତୁ ମୁହଁ ଲୁଚେଇ ରହିବେ..
33
32
295
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
7 days
ଆଜି ନବୀନ ବାବୁଙ୍କର ଗୋଟେ ଟ୍ୱିଟ ରେ ସାରା ବିଜେପି ଟିମ୍ ପୁରା ପାଗଳ ସଦୃଶ କାମୁଡି ଗୋଡାଉଛନ୍ତି.. ଥରେ ଚିନ୍ତା କର ନବୀନ ବାବୁ ଯଦି ବୁଲିବା ଆରମ୍ଭ କରିବେ ଏଗୁଡ଼ାଙ୍କୁ ଆଣ୍ଟି ରାବିଜର ଆବଶ୍ୟକତା ପଡିଯିବ..
82
13
292
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
20 days
ବିଜେଡିକୁ ଦୋଷ ଦିଅନ୍ତୁନି ମାମ, ବିଜେଡି ଯଦି ଖରାପ ତାହେଲେ ଆପଣଙ୍କୁ ରାଜ୍ୟସଭା ପଠେଇ ନଥାନ୍ତା.. ସତ କୁହନ୍ତୁ ଆପଣ କିଛି ଟଙ୍କା ନେଇ ମନମୋହନ ସାମଲଙ୍କ ପାଇଁ ରାଜ୍ୟସଭା ସିଟ ଟି ଛାଡିଦେଲେ..
Tweet media one
95
25
284
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
5 months
ଏଇ 8 ଜଣଙ୍କୁ ଓଡ଼ିଆ ଲୋକ ଭରଷା କରି ଦିଲ୍ଲୀ ପଠେଇଥିଲେ.. ହେଲେ ଏମାନଙ୍କର ଓଡ଼ିଶା ପ୍ରତି ଅବଦାନ କଣ?? ଗତ 5 ବର୍ଷ ମଧ୍ୟରେ ଏମାନେ ନିଜ ଅଞ୍ଚଳରେ ଲୋକ��୍କ ସହ ଦେଖା କରିବା ତ ଦୂରର କଥା କୋଉଠି ଇଟା ଖଣ୍ଡେ ମଧ୍ୟ ପକାଇ ନାହାଁନ୍ତି.. ବିକାଶର ସ୍ବପ୍ନ ଦେଖେଇବାରେ କିନ୍ତୁ ଟିକେ ହେଲେବି ଅବହେଳା କରିନାହାନ୍ତି..
Tweet media one
123
22
280
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ଓଃ ଆଛା, ଏଇ ପରିବର୍ତ୍ତନ ଚାହୁଁଥିଲେ ଓଡ଼ିଶାବାସୀ 😭😭
Tweet media one
81
24
275
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
23 days
ଆଳୁ ମିଶନ ଆଳୁ ମିଶନ ଆଳୁ ମିଶନ.. ଆରେ ବେହିଆ ଦଳ ଆଳୁ ମିଶନ ଯଦି ଫେଲ ତଥାପି ନବୀନ ଶାସନରେ ତ ଆଳୁ କେବେ 20 ଡେଉଁନଥିଲା.. ଏବେ କାହିଁକି 50-55?? ମାନିଯାଅ ଯେ ତୁମେ ଗୁଡା ଅପାରଗ..
69
25
272
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
1 month
ଭାଗ୍ୟ ଭଲ ବିଜେଡି ସରକାର ନାହ���ଁ.. ନହେଲେ ଦଙ୍ଗାକାରୀ ଦଳ ଏବେ ପାଣ୍ଡିଆନକୁ କେତେ ପ୍ରକାରର ଗାଳି କରୁଥାନ୍ତେ କୁହନି କୁହନି..
38
22
266
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ଇତିହାସ ସାକ୍ଷୀ ଅଛି, ଗୋଟେ ବି ଅନ୍ଧଭକ୍ତ କେବେ 15 ଲକ୍ଷ ମାଗିନାହାନ୍ତି, କିନ୍ତୁ 8500 ପାଇଁ ଥାଳ ଧରି ପହଞ୍ଚି ଗଲେଣି।
39
15
263
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
4 months
ଏ ବାବୁ ନିଜ ବାପାଙ୍କୁ ଏମିତି ମୁଣ୍ଡିଆ ମାରିବା କେହି କେବେ ଦେଖିଛନ୍ତି କି?? ଦେଖିନଥିବେ କାହିଁକି ନା ଟିକେଟ ପାଇଁ ତାଙ୍କ ବାପାଙ୍କ ସହ ସେ କଣ କରିଥିଲେ ଏକଥା ସାରା ଓଡ଼ିଶାବାସୀଙ୍କୁ ଜଣା.. ଏବେ ନିର୍ବାଚନ ପାଇଁ ଏସବୁ ନୌଟଙ୍କି ଡ୍ରାମା କରିବାରେ ବ୍ୟସ୍ତ ମହାଶୟ..
Tweet media one
60
11
255
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
3 months
ନବୀନଙ୍କୁ ଟ୍ରୋଲ କରିବ ବୋଲି ଭାବିଥିଲା ମୂର୍ଖ, ହେଲେ ଏବେ ସାରା ଦେଶରେ ଟ୍ରୋଲ ହଉଛି.. ପ୍ରଭୁ ଜଗନ୍ନାଥ ଦେଖେଇଦେଲେ..
@neegam_kumar
Neegam Behera
3 months
ମୂର୍ଖ ସାହେବଙ୍କ ଓଡ଼ିଶାରେ ଦେଇଥିବା ବିବୃତ୍ତି ସମ୍ପର୍କରେ ବର୍ତ୍ତମାନ ଓଡ଼ିଶା ବାହାରେ ମଧ୍ୟ ଚର୍ଚ୍ଚା ହେଉଛି | କଥାରେ ଅଛି - "ଅନ୍ଧ ରାଜ୍ୟେ ଗଲି ଦର୍ପଣ ବିକି, ମୂର୍ଖ ହସ୍ତେ ଦେଲି ଗୋଦାନ ଟେକି |" #ModiHataoDeshBachao #NoVoteForBJP
37
27
265
57
18
255
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
1 month
ମୁଁ ଆଗରୁ ବି ଥରେ ଏଇକଥା କହିଥିଲି, ଆଜିବି କହୁଚି.. ଯଦି ସ୍ୱୟଂ ପ୍ରଭୁ ଶ୍ରୀରାମ ଆସି ମୋଦୀ ଏବଂ ବିଜେପିର ଭୁଲକୁ ଲୋକଲୋଚନକୁ ଆଣିବେ ତାହେଲେ ଅନ୍ଧଭକ୍ତ ପ୍ରଭୁ ଶ୍ରୀରାମ ବି ଖରାପ ଆଉ ବିଭିନ୍ନ ଭାଷା ଲଗେଇ ଗାଳି କରିବାକୁ ପଛେଇବେ ନାହିଁ.. ସେମାନଙ୍କର ହିନ୍ଦୁ ପ୍ରେମ କେବଳ ମୋଦୀ ଆଉ ବିଜେପି ପର୍ଯ୍ୟନ୍ତ..
@changu311
Gayatri 🇬🇧🇮🇳(BharatKiBeti)
1 month
Naam Bhagwan ka , kaam shaitaan ka.
Tweet media one
1K
1K
8K
33
23
256
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ଦୁଇ ସାଇଡ ରୁ ଫଟୋ ଉଠିବା ପର୍ଯ୍ୟନ୍ତ ସାରେ ସମାନ ମୁଦ୍ରାରେ ରହିବା ସତରେ ମାନିଗଲି.. ଦୁଇ ଫୋଟୋରେ ସ୍କ୍ରିନ ଉପରେ ସମାନ ପେଜ୍.. ସାରଙ୍କ ହାତ ବି ସମାନ ସ୍ଥାନରେ.. ଲାଗୁଚି କେବଳ ଫୋଟୋ ଉଠେଇବା ପାଇଁ ଏତେ ସବୁ କରିବାକୁ ପଡୁଚି ଲୋକଙ୍କ ସରକାରଙ୍କୁ..
@News18Odia
News18 Odia
2 months
#ରାଜ୍ୟ_ଅତିଥି_ଭବନରେ_ମୁଖ୍ୟମନ୍ତ୍ରୀ OSWAS ତଥା ରାଜ୍ୟ ଅତିଥି ଭବନରେ ଫାଇଲ୍ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । @MohanMOdisha @BJP4Odisha @CMO_Odisha
Tweet media one
Tweet media two
84
17
679
82
16
251
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
5 months
ଥରେ ଭାବ.. 50 ହଜାର ବାଇକ୍ ଏବେ 90 ହଜାର, 60 ହଜାର ସ୍କୁଟି ଏବେ 1.20 ଲକ୍ଷ ଟଙ୍କା, 9 ହଜାର ଟଙ୍କାର ଫ୍ରିଜ ଏବେ 18000, 4 ଲକ୍ଷ ଟଙ୍କାର କାର ଏବେ 7 ଲକ୍ଷ, 99 ଟଙ୍କାର ମୋବାଇଲ ରିଚାର୍ଜ ବର୍ତ୍ତମାନ 399 ଟଙ୍କା, ଇନ୍ସୁରାନ୍ସ ପ୍ରିମିୟମ 10 ବର୍ଷରେ 3 ଗୁଣ ବୃଦ୍ଧି, ଏସବୁ ହେଉଛି ELECTROL BOND ର ଫଳାଫଳ..
62
33
253
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ଓଡ଼ିଆ ଅସ୍ମିତା ଏବେ ଖୁସିରେ ଗଦ ଗଦ..
@Kalingatv
Kalinga TV
2 months
ପୁରୀ ସିଂହଦ୍ୱାର ସାମ୍ନାରେ କର୍ତ୍ତବ୍ୟରତ ପୋଲିସଙ୍କୁ ମାଡ, ଥାନାରେ ରୁଜୁ ହେଲା ମାମଲା #puri #kalingatv
30
14
194
46
27
252
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
କୃଷକ ଆତ୍ମହତ୍ୟା.. ଓଡ଼ିଶା ଜିରୋ, ମାନେ ଶୂନ.. ତମେମାନେ ଜଳି ପାର, କିନ୍ତୁ ନବୀନ ବାବୁ କରିକି ଦେଖେଇଛନ୍ତି..
@Gabbar0099
Gabbar
2 months
Farmers Suicides in India
Tweet media one
7
191
526
52
28
245
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
24 days
ଋଣରେ ବୁଡିବ ଓଡ଼ିଶା.. ଆସୁ ଆସୁ ଋଣ କରିବାକୁ ତତ୍ପର ଓଡ଼ିଶାର ବିଜେପି ସରକାର.. ଓଡ଼ିଶା ଋଣରେ ଦେଶର ସବୁ ରାଜ୍ୟ ମାନଙ୍କ ଠାରୁ କମରେ ଥିଲା.. କିନ୍ତୁ ବିଜେପି ଆସିବା ପରେ ସବୁ ବିଜେପି ଶାସିତ ରାଜ୍ୟ ଭଳି ଓଡ଼ିଶା ବି ବୁଡିଯିବ ଋଣରେ..
Tweet media one
25
39
236
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
3 months
ଯାହାଙ୍କ ପାଇଁ ଏ ଆଇଡି କରି ମଣିଷ କେତେ କଣ ଶୁଣି କେତେ କଣ ଶୁଣେଇ ତାଙ୍କ ପାଇଁ ଲାଗିଥିଲା ଆଜି ତାଙ୍କୁ ଓଡ଼ିଶାବାସୀ ଚାହିଁଲେନି.. ଆଉ ଏ ଟ୍ୱିଟରକୁ ଆସିବାକୁ ଇଛା ହେଉନି.. ଭାବୁଛି ବନ୍ଦ କରିଦେବି..
152
7
233
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
1 month
ନବୀନ ସରକାର ଥାନ୍ତା ଆଉ ଦଳାଚକଟାରେ ଜଣେ ମୃତ୍ୟୁ ବରଣ କରିଥାନ୍ତେ.. ତେବେ ଅର୍ଗସ ନ୍ୟୁଜ ସାମ୍ବାଦିକ ଦୌଡ଼ି ଦୌଡ଼ି ଧଇଁସଇଁ ହେଇ ନ୍ୟୁଜ କରି ଶେଷରେ ନିଜେ ବି ............🤣🤣
16
14
228
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
3 months
ମୁଁ ତ ଗୁମାସ୍ତା ମୁଁ ତ ଚାକର, ହେଲେ ମୁଁ ଚ୍ୟାଲେଞ୍ଜ ଦେଇ କହୁଛି ବିଜେଡି ତିନି ଚତୁର୍ଥାଂଶ ଆଶନ ଜିତି ସରକାର କରିବ, ନହେଲେ ମୁଁ ରାଜନୀତିରୁ ସନ୍ୟାସ ନେବି. କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ତ 10 ବର୍ଷ ହେଲା କେନ୍ଦ୍ରମନ୍ତ୍ରୀ, ସେ କୁହନ୍ତୁ ନା ଆମେ ତିନି ଚତୁର୍ଥାଂଶ ଆଶନ ଜିତି ସରକାର କରିବୁ ନହେଲେ ମୁଁ ବି ସନ୍ୟାସ ନେବି: ପାଣ୍ଡିଆନ🔥🔥
89
10
226
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
1 month
କୁଆଡେ ଗଲୁରେ ଉତ୍କଳ ସନ୍ତାନ, ଉଠୁ ଦେଖେ ତୋ ଓଡ଼ିଆ ଜାତିକୁ କେମିତି ଝାରଖଣ୍ଡି ଲୋକ ଆସି ମାଡ଼ ମାରୁଛନ୍ତି.. ଯୋଉ ଓଡ଼ିଆ ଅସ୍ମିତାକୁ ଭୋଟ ଦେଇଥିଲୁ ସେ ଅସ୍ମିତା ତୋର ଆଜି ଲଜ୍ଜିତ ହେଇ ବାହୁନି ବାହୁନି କାନ୍ଦୁଛି..
16
28
226
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
1 month
ଚଡି କିଣିବାକୁ ଯାଇଥିଲି.. ମୁଁ - ଭାଇ ଚଡି କେତେ? ଦୋକାନୀ - 220 ଟଙ୍କା ମୁଁ - ଗ୍ୟାରେଣ୍ଟି ଅଛି? ତାପରେ ଦୋକାନୀ ରାଗିଗଲା ଆଉ କହିଲା 12 ଦିନରେ 9 ଟା ପୋଲ ଭୁଶୁଡି ପଡିଲା, 3 ଦିନରେ 4 ଟା ଏୟାରପୋର୍ଟ ଛାତ ଭୁଶୁଡି ପଡିଲା ସେଥିରେ ଗ୍ୟାରେଣ୍ଟି ନାହିଁ ଚାଲି ଆସିଲ ଚଡିରେ ଗ୍ୟାରେଣ୍ଟି ଖୋଜିବାକୁ, ମୁଁ ବିକିବିନି ତମେ ପଳା.. 😭😭
40
18
223
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
3 months
ପାପୀକୁ ଚିହ୍ନି ରଖନ୍ତୁ..
Tweet media one
165
13
218
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
3 months
ବାବୁଙ୍କ ଭକ୍ତି ଖାଲି ଝରି ପଡୁଛି ଆଉ.. ଛାଡ ଯିଏ ମନ୍ଦିର ଭିତରେ ଚପଲ ପିନ୍ଧି ପସିଯାଉଛି ସିଏ ଚପଲ ପିନ୍ଧି ନୌଟଙ୍କି କରିବା କୋଉ ବଡ କଥା ଟା ଯେ..
Tweet media one
128
22
214
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
23 days
ନବୀନ ସରକାର ଗଲା, ଓଡ଼ିଆ ଅସ୍ମିତା ବି ଗଲା.. ଯୋଉ ହକି ଜର୍ସିରେ ଓଡ଼ିଶା ନାଁ ସାରା ବିଶ୍ୱ ଦେଖୁଥିଲା ସେ ହକି ଜର୍ସିରୁ ଓଡ଼ିଶା ନାଁ ହଟେଇ ଦିଆଗଲା.. ଅପାରଗ ସରକାର କେବଳ ମିଡିଆରେ ଅସ୍ମିତା ଗପ କରିବେ.. ପ୍ରକୃତରେ ଓଡ଼ିଆ ଅସ୍ମିତା କିଏ ବଞ୍ଚେଇଥିଲା ଦେଖନ୍ତୁ ଓଡ଼ିଶାବାସୀ..
@ABHappy8
Biswajit Jena
23 days
ଭାରତୀୟ ହକି ଜର୍ସି ରୁ ହଟିଲା ODISHA ର ନା , କୋଟି କୋଟି ଟଙ୍କା ବ୍ୟୟ ରେ 2036 ପର୍ଯ୍ୟନ୍ତ ଭାରତୀୟ ହକି ର ପ୍ରାୟୋଜକ ଥିଲା ଆମ ରାଜ୍ୟ ହେଲେ ଦୁଃଖ ର କଥା ODISHA ନା କୁ ଚଳିତ ପ୍ୟାରିସ ଅଲମ୍ପିକ ଖେଲରୁ Hockey India ହଟେଇ ଦେଇଛି କିନ୍ତୁ JSW Cement ( Reliance ର ଏକ କମ୍ପାନୀ ) ନା ରଖିଛି I ଆମ ଓଡ଼ିଆ ଅସ୍ମିତା ଏବେ ଚୁଲି ରେ..
Tweet media one
114
79
733
47
25
218
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ମିଳିଗଲା ଓଡ଼ିଆ ଅସ୍ମିତା, ବାଃ.. ଏବେ ଏମାନେ ଠାକୁର ହେଇଗଲେ.. ଛିଃ ତମ ଚିନ୍ତାଧାରା..
@SankhaOdisha
Sankha Odisha
2 months
ମହାପ୍ରଭୁଙ୍କୁ ନେଇ ଏଭଳି ମନ୍ତବ୍ୟ...? ଓଡ଼ିଆ ଅସ୍ମିତା ଏବଂ ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଥିବା ବିଜେପି ମନେରଖୁ...ଏହି ଗର୍ବର ଅନ୍ତହେବ ନିଶ୍ଚୟ।
101
49
465
48
27
216
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ନବୀନ ପଟ୍ଟନାୟକର ଜଲବା ଥରେ ଏ ପୋଷ୍ଟର କମେଣ୍ଟରେ ଯାଇ ଦେଖନ୍ତୁ.. ମୋଦୀ ପରିବାରର ଲୋକ ବି ନବୀନ ପ୍ରେମରେ..
@desi_thug1
Desi Thug
2 months
One Opposition Party Politician whom you Admire..
Tweet media one
3K
333
5K
43
15
216
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
15 days
ଓଡ଼ିଶାରେ ଜିତିବାକୁ ଭୟଙ୍କର ଷଡଯନ୍ତ୍ର ରଚିଥିଲା ବିଜେପି.. 18 ଲୋକସଭା ଆସନରେ ହେଇଛି ଇଭିଏମ ଗଡବଡ଼.. ADR ରିପୋର୍ଟ ଏବେ ହଇଚଇ ସୃଷ୍ଟି କରିଚି ସାରା ଦେଶରେ.. ବିଜେପି ତାର ଔକାତ ଜାଣି ପାରି ଗଣତନ୍ତ୍ରର ଗଳା ଦବାଇ ଜିତିଛି..
Tweet media one
20
24
213
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
5 months
ସାବଧାନ ସମ୍ବଲପୁରବାସୀ.. ଯୋଉ ଲୋକ ଟିକେଟ ପାଇଁ ବାପକୁ ଘରେ ତାଲା ପକେଇଥିଲା ସେ ନିର୍ବାଚନ ସରିଗଲା ପରେ କାହାକୁ ଅନେଇବ ନାହିଁ.. ଯିଏ ବାପର ନୁହେଁ ସେ କାହାର ନୁହେଁ..
49
10
205
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
5 months
ମୂର୍ଖ ଅଶିକ୍ଷିତ ଲୋକ ଟି ରାଷ୍ଟ୍ରପତି ଛିଡା ହେବା ପରେ ମଧ୍ୟ ଛିଡା ହେଉନି.. ଯାହାର ଯାହା ସଂସ୍କାର.. ଯୋଉ ଲୋକ ରାଷ୍ଟ୍ରପତିଙ୍କୁ ସମ୍ମାନ ଦେଇ ଶିଖିନି ସେ ଲୋକ ସମ୍ମାନ ପାଇବାକୁ ବି ଯୋଗ୍ୟ ନୁହେଁ..
@PTI_News
Press Trust of India
5 months
VIDEO | President Droupadi Murmu confers Bharat Ratna to former deputy PM and BJP leader LK Advani.
16
26
192
56
20
208
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ଓଡ଼ିଶାର ରାଜଧାନୀ ଏଥର ଦିଲ୍ଲୀ.. ରଜ କୁଇନ ମାନଙ୍କ ପାଇଁ ନୂଆ ପ୍ରଶ୍ନ..
46
4
207
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
30 days
ରକଫୋର୍ଡ ମନ୍ତ୍ରୀ ନିଶାରେ ବଦଳେଇ ଦେଇଥିଲା.. ଦିଲ୍ଲୀରୁ ପେଲା ହେବା ପରେ ସବୁ ସାଇଜ.. 🤣🤣
@Bhabanijourno
Bhabani Prasad Das🇮🇳
30 days
ବିନୋଦ !!! ଶୁଣୁ ଆମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @MohanMOdisha କଣ କହୁଛନ୍ତି ।
24
9
101
25
21
208
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
1 month
କିଛି ଦିନ ତଳେ ବରଗଡ଼ ଦେବ୍ରିଗଡ଼ ଜଙ୍ଗଲରେ ଗୋଟେ ଅନ୍ତଃ ରାଜ୍ୟ ରାକେଟକୁ ଧରାଯାଇଥିଲା। ବାଲେଶ୍ବରର ସଂଜୟ ଦାସ ନାମକ ଜଣେ ବ୍ୟକ୍ତି ଗିରଫ ହୋଇଥିଲା। ଯାହାର ଫଟୋ ଓ ଖବର ବିଭିନ୍ନ ଖବର କାଗଜରେ ପ୍ରକାଶିତ ହୋଇଥିଲା। ଆଜି ସଂପୃକ୍ତ ସଂଜୟ ଦାସ, ସ୍ନେକ୍ ହେଲପ୍ ଟିମ୍ ସଭ୍ୟ ଭାବେ ଶ୍ରୀମନ୍ଦିରକୁ କିପରି ପ୍ରବେଶ କରିଥିଲେ ସେନେଇ ପ୍ରଶ୍ନ ଉଠିଛି।
Tweet media one
Tweet media two
17
43
203
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
1 month
ରାଜଭବନ ପାଚେରୀ ବି ଡେଇଁ ପଡିଥାନ୍ତେ ଦଲାଲ ଅର୍ଗସ ବାଲା, ଯଦି ଆଜି ବିଜେଡି ସରକାରରେ ଥାନ୍ତା..
13
20
202
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ମୋଦୀ ଗ୍ୟାରେଣ୍ଟି ରେ ଭାଇ.. କଥା ଗୋଟେ କାମ ଆଉଗୋଟେ..
Tweet media one
26
19
201
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
କେଇଟା ଅନ୍ଧଭକ୍ତ ନବୀନ ବାବୁଙ୍କ ସହ ପୋପ ଫୋଟୋ ଦେଖେଇ ଆଜି ପର୍ଯ୍ୟନ୍ତ କାନ୍ଦୁଛନ୍ତି.. ସେମାନେ ଯାହା କରିବେ ସବୁ ଠିକ..
@news24tvchannel
News24
2 months
PM मोदी ने पोप फ्रांसिस को लगाया गले #PopeFrancis | #PMModi | Italy | G7 Summit
162
111
959
58
22
194
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
1 month
କେନ୍ଦ୍ରରେ କିଛି ଖରାପ ହେଲେ ନେହେରୁ ଦାୟୀ, ଓଡ଼ିଶାରେ କିଛି ଖରାପ ହେଲେ ବିଜେଡି ଦାୟୀ.. ଆଉ ସବୁ ଭଲ କାମ ପାଇଁ ବିଜେପି ଦାୟୀ.. ବାଃ କି ସୁନ୍ଦର ଚିନ୍ତାଧାରା.. ଦୋଷ ଦେଇ ଦେଇ ଖସି ଯିବେ ଠକ ଦଳ..
21
17
193
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
4 months
ସମ୍ବିତ ପାତ୍ର ହାରିବ ବୋଲି ପୁରୀ ଲୋକ ଧର୍ମେନ୍ଦ୍ର ଙ୍କ ମୁହଁରେ ଶୁଣେଇଦେଲେ.. ସମ୍ବିତ ପାତ୍ର କଥା ଶୁଣି ନିଜେ ଧର୍ମେନ୍ଦ୍ର ଛାନିଆ.. ନିଜ ହାରିବା ବି ସେ ଜଳଜଳ ଦେଖିପାରିଲେଣି..
41
13
192
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ଡବଲ ଇଞ୍ଜିନ ନୁହେଁ ରେ ଭାଇ, ଏମାନେ ନବୀନ ଇଞ୍ଜିନରେ କେବଳ ରଙ୍ଗ ବୋଳି ଚଲେଇବେ..
21
12
187
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
1 month
ନବୀନ ସରକାର ମାର୍ଚ୍ଚ ମାସରୁ ଏ ନିୟମ ଲାଗୁ କରି ସାରିଥିଲେ.. କେତେ ଆଉ ଲୋକଙ୍କୁ ଅସ୍ମିତା ନାଁ ରେ ଭୁଆଁ ବୁଲେଇବ? ଟିକେ ତ ଭଗବାନଙ୍କୁ ଭୟକର.. ଲୋକଙ୍କ ଆଖିରେ ଆଙ୍ଗୁଳି ଖେଞ୍ଚି ଠକି ଚାଲିଚ..
Tweet media one
@otvkhabar
ଓଟିଭି
1 month
#ବଢ଼ିଲା_ସର୍ବନିମ୍ନ_ମଜୁରୀ -ସର୍ବନିମ୍ନ ମଜୁରୀ ବୃଦ୍ଧି ନେଇ ରାଜ୍ୟ କ୍ୟାବିନେଟର ମଂଜୁରୀ -ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଜୁରୀ ବଢ଼ିଲା -ଅଣକୁଶଳୀ ମଜୁରୀ ୩୫୨ରୁ ୪୫୦ ଟଙ୍କାକୁ ବଢ଼ିଲା -କୁଶଳୀ ମଜୁରୀ ୩୯୨ରୁ ୫୦୦, ଉଚ୍ଚ କୁଶଳୀ ୫୦୨ରୁ ୬୦୦କୁ ବୃଦ୍ଧି #OTV
Tweet media one
17
18
337
48
38
189
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
9 months
ଆଜି ଗୋଟେ ଦିନ ଘରେ ରହିଯାଇଥିଲେ କଣ ଟା ବେଦ ଅସୁଧ ହେଇଯାଇଥାନ୍ତା..
Tweet media one
37
10
187
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
1 month
ଓଡ଼ିଶାରେ ଏ ଗୁଣ୍ଡାଗିରି ଦେଖି ଦୁଃଖ ଲାଗୁଚି.. ଏଇଟା କଣ ଆମ ଓଡ଼ିଆ ଅସ୍ମିତା?? ଏଇ ଅସ୍ମିତା ପାଇଁ କଣ ଓଡ଼ିଶାବାସୀ ଭୋଟ ଦେଇଥିଲେ??
Tweet media one
19
36
186
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
3 months
ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅର ଫୋନ ବିଲ୍ ଦେଉଥିଲେ ପବ୍ଲିକ ସେକ୍ଟର କମ୍ପାନୀ.. ଦେଖନ୍ତୁ କେମିତିକା ଲୋକ ଧର୍ମେନ୍ଦ୍ର ବାବୁ.. କେମିତି କୋଉ ବାଟେ ସରକାରୀ ଅର୍ଥ ଲୁଟିବି ତାଙ୍କୁ ଭଲଭାବେ ଜଣା..
@pbhushan1
Prashant Bhushan
4 years
A sample of how PSU Petronet is being looted for personal exp of daughter of MOPNG Dharmendra Pradhan. >68K paid for her International calls. MD&CEO Prabhat Singh approved it.HC ordered a CVC inquiry into his abuse of office. But no inquiry yet. Does he have @PMOIndia protection?
Tweet media one
Tweet media two
Tweet media three
348
4K
9K
70
37
182
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
28 days
ବିହାର ଆଉ ଆନ୍ଧ୍ର କୁ ସ୍ପେସିଆଲ ପ୍ୟାକେଜ.. କିନ୍ତୁ ଓଡ଼ିଶା 20 ଟା ବିଜେପି MP ଦେଇ କେନ୍ଦ୍ରରେ ସରକାରକୁ ଜୀବନ ଦେଇଚି ତଥାପି ମିଳିଲା ସୁନୁ ପାମ୍ପିଡି.. ଆମ ବିଜେପି MP ବି ଖୁସ୍.. ଯଦି ବିଜେଡି ଏଇ 20 ଟା MP ପାଇଥାନ୍ତା ତାହେଲେ ବିହାର ଆଉ ଆନ୍ଧ୍ର ଭଳି ଡରେଇ ଧମକେଇ ଓଡ଼ିଶାକୁ ବହୁତ ଆଗକୁ ନେଇଥାନ୍ତା..
17
20
183
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
3 months
ଲୋକଟା ଭାବିଥିଲା ଓଡ଼ିଶା ମାଟିରେ ନବୀନକୁ ବେଜିତ କରି ମାଇଲେଜ ନେଇଯିବି.. ହେଲେ ପ୍ରଭୁ ଜଗନ୍ନାଥ ଏବଂ ମା ସମଲେଇ ତା ଅହଙ୍କାର ସହି ପାରିଲେନି.. କହୁ କହୁ ଜିଲ୍ଲାର ରାଜଧାନୀ ଖୋଜିଲା ଯେ ଏବେ ସାରା ଦେଶରେ ଲୋକ ମୂର୍ଖ ଅଶିକ୍ଷିତ ଛୋଟ ଲୋକ କହି ବେଜିତ କରୁଛନ୍ତି..
55
10
181
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
28 days
ଫିଲ୍ମ ଅପେକ୍ଷା ଏବେ ବେଶୀ ଅଭିନୟ କରୁଚନ୍ତି ମହାଶୟ.. ହଁ ଯାତ୍ରା ପାର୍ଟି ବିଧାୟକ ଯେତେବେଳେ 🤣🤣
@otvkhabar
ଓଟିଭି
29 days
ସାଇକେଲରେ ବିଧାନସଭା ପହଞ୍ଚିଲେ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର... #SidhantMohapatra #BJP #BudgetSession #OdishaAssembly #OTV
53
14
405
42
9
181
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
1 month
ମାଡ଼ ଖାଇ ସମ୍ଭାଳି ଗଲେ ତାକୁ କୁହାଯିବ ଓଡ଼ିଆ ଅସ୍ମିତା.. ବିଜେଡି ଆଉ କଂଗ୍ରେସ କୁଆଡେ ଗଲେ?? ସାରା ରାଜ୍ୟରେ ବିରୋଧ ହେବା ଦରକାର..
@bibhuti_odisha_
Bibhuti Bhusan Mohapatra ବିଭୁତି ଭୂଷଣ ମହାପାତ୍ର
1 month
କଥା ଛଳରେ କୁହନ୍ତି "ତୁ କୋଉ ଗଭର୍ଣ୍ଣର ଟା କି?" ଏଠି ଗଭର୍ଣ୍ଣରଙ୍କ ପୁଅଟା.. ବାପା ଓଡିଶା ଗଭର୍ଣ୍ଣର ବୋଲି ପୁଅ ସରକାରୀ ଅଧିକାରୀଙ୍କୁ ମାଡ ମାରି ଲହୁ ଲୁହାଣ କରିବ ? ଲିଖିତ ଅଭିଯୋଗକୁ ଚାରିଦିନ ବିତିଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ। ଭୟରେ ASO ସଂଘ ବି ନିରବଦ୍ରଷ୍ଟା। @GovernorOdisha @CMO_Odisha @DGPOdisha @SecyChief
Tweet media one
Tweet media two
Tweet media three
115
215
775
18
42
181
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
5 ଥର ପଢ଼ିଲିଣି ଟ୍ୱିଟ ଟା, 2300 ନା 3200?? କହିଥିଲେ ପରା 3100 କରିବେ ସରକାରକୁ ଆସିଲେ.. ମୁଁ ଭାବିଲି ଅଧିକ 100 କରି 3200 କରିଦେଲେ.. ହେଲେ ୟେ କଣ ମତେ ତ 2300 ସହ ଲେଖା ହେଲା ଭଳି ଦେଖାଯାଉଚି..
@kanak_news
Kanak News
2 months
#ବଢିଲା_ଧାନର_ଦାମ #୨୩୦୦_ଟଙ୍କା_ହେଲା_ଧାନର_MSP ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । ୧୧୭ ଟଙ୍କା ବଢି ହେଲା ୨୩ ଶହ ଟଙ୍କା । କେନ୍ଦ୍ର କ୍ୟାବିନେଟରେ ବଡ ନିଷ୍ପତ୍ତି #PaddyMSP #KanakNews
67
13
235
61
12
175
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ଗୁଜୁରାଟ ମାନେ ଚଳିବ କିଛି ଅସୁବିଧା ନାହିଁ ଏସବୁ ହେଲେ.. କାହିଁକି ନା ସେଠି ବିଜେପି ସରକାର ଅଛି.. ଅନ୍ୟ କୋଉ ସରକାର ହେଇଥିଲେ ଆମ ଓଡ଼ିଆ ଟିଭି ସବୁ କାନ୍ଦିଥାନ୍ତେ..
@gemsofbabus_
Gems of Engineering
2 months
Heartbreaking 💔 😔 A pregnant woman had to be carried to the hospital in a sack. Turkheda village of Chhota Udepur in Gujarat is deprived of development. #Gujarat
77
210
997
21
29
178
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
1 month
ବିଜେଡି ଶୋଇଛି ନା ଜାଣିଶୁଣି ଚୁପ??
@kanak_news
Kanak News
1 month
#ରାଜଭବନ_ଘେରିଲା_ଛାତ୍ର_କଂଗ୍ରେସ ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ଗିରଫ ଦାବି । ରାଜଭବନ ଆଗରେ ଛାତ୍ର କଂଗ୍ରେସର ଆନ୍ଦୋଳନ #KanakNews #Odisha #Congress
26
34
364
25
11
176
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ଇଏ ଉଚ୍ଚ ଶିକ୍ଷା ମନ୍ତ୍ରୀ?? ଏବେ ଓଡ଼ିଶାକୁ କେବଳ ପ୍ରଭୁ ଜଗନ୍ନାଥ ଭରଷା.. ବାବୁଙ୍କ କହିବା କଥା ଓଡ଼ିଶାକୁ କିଛି ଦରକାର ନାହିଁ କେବଳ ଯୋଗ ଦରକାର.. ବାକି ସବୁ ଠିକ ହେଇଯିବ.. 🤦🏼‍♂️🤦🏼‍♂️
@kanak_news
Kanak News
2 months
ଓଡିଶା ଜିଡିପିରେ ଅଧିକ ହୋଇଗଲେ ହେବ ନାହିଁ ଓଡିଶା ସୁସ୍ଥ ହେବା ଆବଶ୍ୟକ ରହିଛି । ସୁସ୍ଥ ଓଡିଶା ଗଠନ ପାଇଁ ଯୋଗ କରିବା ନିହାତି ଆବଶ୍ୟକ:କ୍ରୀଡାମନ୍ତ୍ରୀ #surajsuryabansi #kanaknews
28
16
744
49
9
176
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
କିଛି ସମ ଅର୍ଥ ବୋଧକ ଶବ୍ଦ: ବିଜେପି ବିରୋଧୀ - ଦେଶଦ୍ରୋହୀ ବିଜେପି ନେତା(ଅନ୍ଧଭକ୍ତ) - ଧର୍ମର ରକ୍ଷକ ବିଜେପିକୁ ଦୋଷ ଦେବା - ଧର୍ମ ବିରୋଧୀ ବିଜେପି ହାରିବା - ଧର୍ମର ପତ୍ତନ ବିଜେପିକୁ ପ୍ରଶ୍ନ - ED CBI ର ଟାର୍ଗେଟ ବିଜେପିର ଭୁଲ - ଭୁଲ ନୁହେଁ ସେଟା ଏକ୍ସପେରିମେଣ୍ଟ ବିଜେପି ସଦସ୍ୟ - ସବୁଠାରୁ ଶାନ୍ତ ସରଳ ଭଦ୍ର
11
23
174
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
11 days
ଭାରତୀୟ ହକି ଦଳ ଅଲମ୍ପିକ ପଦକ ଜିତିବା ପରେ ସାରା ଦେଶରେ ନବୀନ ବାବୁଙ୍କ ପ୍ରଶଂସା ଦେଖି ଗର୍ବରେ ଛାତି ଫୁଲିଉଠୁଚି.. ପ୍ରକୃତ ଓଡ଼ିଆ ଅସ୍ମିତା ଆଜି ଗର୍ବରେ ମୁଣ୍ଡ ଟେକିଛି.. #NaveenPatnaik #Olympics #Hockey
6
14
173
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
4 months
ଏସବୁ ଜାଣିବା ପରେ ଯଦି ତମେ ବିଜେପିକୁ ଭୋଟ ଦିଅ ତାହେଲେ ତମେ ଜଣେ ମୋଦୀର ମୂର୍ଖ ଅନ୍ଧଭକ୍ତ..
@dhruv_rathee
Dhruv Rathee
4 months
Reality of MODI KI GUARANTEE More than 25 politicians who were accused of thousands of crores of corruption scam are now in BJP. 👇
4K
26K
78K
93
23
172
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
29 days
ପ୍ରଶ୍ନ - ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅପଦସ୍ତ କରିବାରେ କାହାର ହାତ ଅଛି?? ଉତ୍ତର - ଧର୍ମେନ୍ଦ୍ର ବୈଜୟନ୍ତ ଗ୍ୟାଙ୍ଗ ଏବଂ ତାଙ୍କ ଅର୍ଗସ ଆଉ ଓଟିଭି.. ବାସ କଥା ଏତିକି..
12
13
172
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
1 month
ତମେ ନବୀନ ପଟ୍ଟନାୟକ ଫୋଟୋ ଆଉ ସିଗ୍ନେଚର କୁ ସିନା ରଙ୍ଗ ମାରି ଲୁଚେଇଦେବ, ହେଲେ ଓଡ଼ିଆ ଲୋକଙ୍କ ମନରୁ କେମିତି ଲୁଚେଇବ??
@SankhaOdisha
Sankha Odisha
1 month
Seriously..!!! ଆମ୍ବୁଲାନ୍ସ ଅପରେଟରଙ୍କୁ କୁହାଯାଉଛି କେମିତି କଣ କରିକି ନବୀନ ପଟ୍ଟନାୟକ ଙ୍କ ନାଁ ଲୁଚେଇଦିଅ I କୋଉଠୁ ଏତେ ବୁଦ୍ଧି ଆସୁଛିରେ ତମର 😂😂 #edit_rename_sarkar
Tweet media one
Tweet media two
Tweet media three
42
31
207
32
18
171
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
1 month
ଗଣତନ୍ତ୍ର ହତ୍ୟା ଦିବସ ପାଳନ ହେବ କିନ୍ତୁ ରାଜ୍ୟପାଳଙ୍କ ପୁଅ ଅଫିସରଙ୍କୁ ପିଟିବାରେ କିଛି ଅସୁବିଧା ନାହିଁ..
11
19
169
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
16 days
ପ୍ରାଣି ❌ ପ୍ରାଣୀ ✅ ଅନୁଶାରେ ❌ ଅନୁସାରେ ✅ ଅସ୍ମିତା ଖାଲି ଝରି ପଡୁଚି ଆଉ..
@farddept
Fisheries & ARD Department
17 days
ସରକାରଙ୍କ ନିର୍ଦ୍ଦେଶ ଅନୁଶାରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ସମସ୍ତ କାର୍ଯ୍ୟ ତଥା ସୂଚନା ଓଡ଼ିଆ ଭାଷା ରେ ସମ୍ପର୍ଣ୍ଣ କରାଯିବ।
Tweet media one
29
6
155
19
15
169
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
1 month
ଥରେ ଚିନ୍ତାକର ନବୀନ ସରକାରର କୋଉ ମନ୍ତ୍ରୀ ଯଦି ଏମିତି ଯାଇ ଗୋଟେ ପୋଷ୍ଟ କରିଥାନ୍ତା, ଅନ୍ଧଭକ୍ତ ଠାରୁ ଆରମ୍ଭ କରି ବିଜେପି ନେତା ଯାଏଁ ସବୁ କାନ୍ଦିବା ଆରମ୍ଭ କରିଦେଇଥାନ୍ତେ.. କି ରାଜ୍ୟରେ କାମ ହଉନି କିନ୍ତୁ ମନ୍ତ୍ରୀ ଯାଇ......... ଏମିତି କେତେ କଣ..
@PravatiPOdisha
Pravati Parida
1 month
ମହୋଦଧି କୂଳରେ ଆଜି ର ସକାଳ
Tweet media one
54
14
839
44
7
169
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
24 days
24 ବର୍ଷ ଶାସନ କରି ନବୀନ 78 ହଜାର କୋଟି ଋଣ କଲେ.. ହେଲେ ଏ ବିଜେପି ସରକାର ଶାସନ ଆରମ୍ଭ କରୁ କରୁ 43 ହଜାର କୋଟି ଋଣ କରିବେ ବୋଲି ନିଷ୍ପତି ନେଲେଣି.. ଦେଶରେ ଯେମିତି ସବୁ ବିଜେପି ଶାସିତ ଡବଲ ଇଞ୍ଜିନ ରାଜ୍ୟ ଋଣ ଭାରରେ ବୁଡି ନିମ୍ନଗାମୀ, ଠିକ ସେଇଭଳି ଓଡ଼ିଶାକୁ ବର୍ବାଦ କରିବା ଲକ୍ଷରେ ଓଡ଼ିଶାର ବିଜେପି ସରକାର..
18
21
166
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
3 months
ଆଜିଠୁ ବିଜେପିର ଓଡ଼ିଆ ଅସ୍ମିତା ପ୍ରେମ ବନ୍ଦ.. ନିର୍ବାଚନ ସରିଲା ପ୍ରେମ ସରିଲା..
51
7
165
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
13 days
ବିନେଶ ଫୋଗଟଙ୍କ ପ୍ରତି ସାରା ଭାରତର ଭଲପାଇବା ଦେଖି ହେଲା କି ଷଡଯନ୍ତ୍ର..?? ଏ ଷଡଯନ୍ତ୍ରର ରଚୟିତା କିଏ??
34
13
166
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
1 month
ଗୁଜୁରାଟର ବସଷ୍ଟାଣ୍ଡ ଅବସ୍ଥା ଦେଖନ୍ତୁ ଓଡ଼ିଶା ଜନତା.. ଖାଲି ମିଛ ମାୟାରେ ବାୟା ହେଇ ନିଜ ଗୋଡ଼ରେ କୁରାଢ଼ୀ ମାରିଦେଲେ.. ଗୁଜୁରାଟ ପୁଣି ଅନ୍ଧଭକ୍ତଙ୍କ ମଡେଲ ରାଜ୍ୟ.. ପ୍ରକୃତରେ ଲଜ୍ଜା..
@mshahi0024
Manu🇮🇳🇮🇳
1 month
-This is not poor Somalia. -This is even not poorest Sudan. -But part of a nation which is 5th largest Economy of world. -This state boasted to be house of mega super rich Billionaires. -This is PM Modi ruled Gujarat Patan Bus stand.
342
3K
7K
36
21
165
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ଭାଗ ବଣ୍ଟା ଅଙ୍କ ଛିଡୁନି.. ନିଜ ଭିତରେ ପେଲା ଠେଲା ବିଜେପି ନେତା ମନ୍ତ୍ରୀ.. ପ୍ରକୃତ ଓଡ଼ିଆ ଅସ୍ମିତା ଏଇଟା ହୋ..
30
5
164
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
15 days
ପୁରୁଷ ହକି ବିଶ୍ୱ କପ ପାଇଁ ଯେତେବେଳେ ଲଣ୍ଡନରେ ଓଡ଼ିଶା ନାଁ ଆଉ ଲୋଗ ଥାଇ ବସ ବୁଲୁଥିଲା ସେଇଟା କଣ ଓଡ଼ିଆ ଅସ୍ମିତା ନଥିଲା?? ଏ ସରକାର ମୁଣ୍ଡରେ ସେତିକି ବୁଦ୍ଧି ପଶିବ ଟି??
@gemsofodias
The Odisha Index
15 days
#Flashback Bus branding during 🇮🇳 Odisha Men's Hockey World Cup in London. #Odisha #OdishaForSports
Tweet media one
2
18
232
7
16
165
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
21 days
ତାହେଲେ ରାଜ୍ୟପାଳଙ୍କ ପୁଅ କଣ ତମ ବିଜେପିଆଙ୍କ ଜ୍ୱାଇଁ ପୁଅ??
@votepainbaya
ଭୋଟ୍ ପାଇଁ ବାୟା
21 days
ଏଇଟା ପୂର୍ବ ସରକାର ନୁହେଁ ଯେ ଦେଖିକି ଜ୍ଵାଇଁ ପୁଅ ଭାବି ଛଡାଯିବ ! ଦେଖ ସେ ପୁଲିସ ଅଫିସର ସସପେଣ୍ଡ ହେଲା । ଏଇଟା ହେଉଛି ପରିବର୍ତ୍ତନ, ଏଇଟା ଲୋକଙ୍କ ସରକାର ।
Tweet media one
Tweet media two
34
24
142
17
9
164
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
1 month
ସରକାର ବଦଳି ଯାଇଛିରେ ଭାଇ, ଆଉ ନବୀନ ନାହିଁ ଯେ ପେଟ କଥା ବୁଝିବ.. ଏବେ କେବଳ ଭାଷଣ ଆଉ ପବନରେ ପେଟ ପୁରାଅ..
@kanak_news
Kanak News
1 month
#ଡାଲମାରୁ_ଡାଲି_ଉଭାନ #ମଧ୍ୟାହ୍ନ_ଭୋଜନରେ_ମହଙ୍ଗାମାଡ ଆଷାଢରେ ଆକାଶଛୁଆଁ ପରିବା ଦର । ଏମଡିଏମରେ ପଡିଲା ପ୍ରଭାବ । ପିଲାଙ୍କ ପ୍ଲେଟରେ ପାଣିଆ ଡାଲି । ଡାଲମାରୁ ଡାଲି ଉଭାନ, ପାଣିଆ ଡାଲିରେ ଭାସୁଛି ଆଳୁ, ପରିବାର ନାହିଁ ଦେଖା ଦର୍ଶନ । #MDM #School #vegetables #PriceHike #Odisha
41
43
334
28
12
161
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
27 days
ମୁକେଶ ମହାଲିଙ୍ଗ ଗୋଟେ ଜୋକର.. ପିମ୍ପୁଡି ରୂଖା ଉପରକୁ ଉଠିଗଲେ ଭାବେ ଚନ୍ଦ୍ରରେ ପହଞ୍ଚିଗଲା.. ବିରୋଧୀରେ ଥିବାବେଳେ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଥିବା ଲୋକ ଏବେ ଜ୍ଞାନ ପେଲୁଚି.. ଓଡ଼ିଆ ଲୋକ ପୁନଃ ମୂଷିକ କରିଦେବେ.. ଅହଙ୍କାର ଘରେ ରଖ..
11
7
159
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
3 months
ସମ୍ବଲପୁରରେ ଅର୍ଗସ ବାଣ୍ଟୁଛି ଟଙ୍କା.. ମାଲିକ ଧରମା ପାଇଁ ଟଙ୍କା ବାଣ୍ଟୁଛି ଦଲାଲ ଚ୍ୟାନେଲ.. ଗାଡ଼ିରେ ଟଙ୍କା ଧରି ବୁଲୁଛନ୍ତି ଦଲାଲ ସାମ୍ବାଦିକ..
75
15
158
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
4 months
ଚୋର ବିଜେପି ନେତା ଆଉ ତାଙ୍କ ଅନ୍ଧଭକ୍ତ ସତ କହିଲ ଏସବୁ ମୋଦୀ ଗ୍ୟାରେଣ୍ଟି ଥିଲା ନା ଲୋକଙ୍କୁ ଭକୁଆ ବନେଇବା ପାଇଁ ଜୁମଲା ଥିଲା??
Tweet media one
40
29
155
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ଓଡ଼ିଶାରୁ 2, ତାମାନେ ଅଶ୍ୱିନ ବୈଷ୍ଣବ ରାଜସ୍ଥାନରୁ ବୋଲି ମାନନ୍ତୁ..
@rahulkanwal
Rahul Kanwal
2 months
Tweet media one
51
133
795
36
13
154
@BashiPakhala
ବିଜୟ (ପ୍ରଭୁ ଜଗନ୍ନାଥଙ୍କ ଭକ୍ତ)
2 months
ହେ ଚକାଡୋଳା ତୁମେ ହିଁ ଭରଷା 🙏🏼🙏🏼
@News18Odia
News18 Odia
3 years
ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗା ଘଟଣା । ଚଳିତ ଅଧିବେଶନରୁ ୩ ବିଧାୟକଙ୍କୁ ନିଲମ୍ବନ କଲେ ବାଚସ୍ପତି । ନିଲମ୍ବିତ ବିଧାୟକ- ମୋହନ ମାଝୀ, ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ । ଭିଡିଓ ଫୁଟେଜ୍‌ ତର୍ଜମା କରିବା ପରେ ବାଚସ୍ପତିଙ୍କ ପଦକ୍ଷେପ @SurjyaOfficial #OdishaAssembly #BreakingNews
Tweet media one
Tweet media two
Tweet media three
3
4
30
30
14
155