Dr.Surjya Narayan Patro Profile Banner
Dr.Surjya Narayan Patro Profile
Dr.Surjya Narayan Patro

@SurjyaOfficial

Followers
18,700
Following
150
Media
1,248
Statuses
2,838

Ex-Speaker of the Odisha Legislative Assembly | MLA Digapahandi Assembly Constituency | Telegram Channel-

Bhubaneshwar, India | ଓଡ଼ିଶା
Joined March 2016
Don't wanna be here? Send us removal request.
Explore trending content on Musk Viewer
@SurjyaOfficial
Dr.Surjya Narayan Patro
5 years
ମାସ୍କ ପରିଧାନ ସହ ସାମାଜିକ ଦୂରତାକୁ ବଜାୟ ରଖି ଲୋକସେବା ଭବନ ପରିସରରେ ଥିବା କନଭେନ୍ସନ୍ ସେଣ୍ଟରରେ ବିଧାନସଭା ଅଧିବେଶନ ଅନୁଷ୍ଠିତ ହୋଇଛି। ପ୍ରତିଟି ଦଳର ୩୦% ବିଧାୟକଙ୍କୁ ନେଇ ଅନୁଷ୍ଠିତ ଏହି ଅଧିବେଶନରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି। #OdishaFightsCoronaVirus @CMO_Odisha @SecyChief @IPR_Odisha
Tweet media one
Tweet media two
Tweet media three
Tweet media four
31
47
679
@SurjyaOfficial
Dr.Surjya Narayan Patro
4 years
କୋଭିଡ୍ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ନିମନ୍ତେ ଆଜି ବିଧାନସଭାର ସମସ୍ତ ପଦାଧୁକାରୀ ଓ କର୍ମଚାରୀ ସାମାଜିକ ଦୂରତା ରକ୍ଷାପୂର୍ବକ ବିଧାନସଭା ଅଟ୍ଟାଳିକା ସମ୍ମୁଖରେ "ବନ୍ଦେ ଉତ୍କଳ ଜନନୀ" ସଂଗୀତ ଗାନ କରିଛୁ । #OdishaHonorsCovidWarriors #BandeUtkalJanani
Tweet media one
Tweet media two
Tweet media three
21
45
623
@SurjyaOfficial
Dr.Surjya Narayan Patro
3 years
Congratulations to Shri @rajinikanth Ji for being honoured with the prestigious #DadaSahebPhalkeAward . You have bought laurels to the country at every platform. Stay blessed and keep winning many more! #Rajnikanth
2
185
395
@SurjyaOfficial
Dr.Surjya Narayan Patro
5 years
Was privileged & glad attending the 15th Annual Convocation of @KIITUniversity in the presence of hon'ble Speaker Lok Sabha Shri @ombirlakota ji, MP Smt @AprajitaSarangi ji & other delegates.Thanking Shri @achyuta_samanta ji MP & founder of this important group for it's impact.
Tweet media one
Tweet media two
Tweet media three
Tweet media four
3
76
263
@SurjyaOfficial
Dr.Surjya Narayan Patro
1 year
.
89
13
283
@SurjyaOfficial
Dr.Surjya Narayan Patro
4 years
୨୦ ବର୍ଷ ପରେ ରାଜ୍ୟସଭା ସଦନରେ ଆଜି ଅଧ୍ୟକ୍ଷତା କରିଥିବା ଓଡିଆ ସାଂସଦ ଡ଼. ସସ୍ମିତ ପାତ୍ରଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ସର୍ବକନିଷ୍ଠ ସାଂସଦ ଭାବେ ଏହି ଦାୟିତ୍ୱ ତୁଲାଇ ସେ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। @sasmitpatra
6
14
274
@SurjyaOfficial
Dr.Surjya Narayan Patro
4 years
K A R M A
22
15
251
@SurjyaOfficial
Dr.Surjya Narayan Patro
5 years
ମୋତେ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବରେ ନିଯୁକ୍ତି କରିଥିବାରୁ ମୁଁ "ବିଜୁ ଜନତା ଦଳ"ର ସଭାପତି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଉଛି ଏବଂ ଓଡ଼ିଶାବାସୀଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ମୁଁ ଗୃହ କାର୍ଯ୍ୟକୁ ନିଷ୍ଠାପର ଭାବେ ଏବଂ ସୁଚାରୁରୂପେ ସମ୍ପାଦନ କରିବି । @Naveen_Odisha
34
10
227
@SurjyaOfficial
Dr.Surjya Narayan Patro
4 years
ଆଜି ସନ୍ଧ୍ୟା ୫:୩୦ ଘଟିକାରେ ଆମ ଓଡ଼ିଶାର ବରେଣ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, କରୋନା ମହାମାରୀ ପାଇଁ ଲଢ଼ୁଥିବା ସମସ୍ତ କର୍ମୀ ଓ ଆଗଧାଡିର ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇବା ପରିପ୍ରେକ୍ଷୀରେ ଓଡିଶାର ଜାତୀୟ ସଙ୍ଗୀତ "ବନ୍ଦେ ଉତ୍କଳ ଜନନୀ" ଗାନ କରିବାକୁ ଅନୁରୋଧ କରିଥିବା ଅତି ସ୍ବାଗତଯୋଗ୍ୟ। (୧)
5
4
206
@SurjyaOfficial
Dr.Surjya Narayan Patro
2 years
ପଦମପୁର ଉପନିର୍ବାଚନରେ @bjd_odisha ର ପ୍ରାର୍ଥୀନୀ ଶ୍ରୀମତୀ Barsha Bariha ବିପୁଳ ଭୋଟରେ ବିଜୟ ଲାଭ କରିଥିବାରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
Tweet media one
9
4
199
@SurjyaOfficial
Dr.Surjya Narayan Patro
5 years
Congratulations to Shri @Naveen_Odisha on being the Chief Minister of Odisha for the 5th consecutive term & my best wishes to the cabinet of ministers for a fruitful & inspiring tenure. #NewOdishaNabinaOdisha
6
36
119
@SurjyaOfficial
Dr.Surjya Narayan Patro
5 years
ଓଡିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବରିଷ୍ଟ ଆଇପିଏସ ଅଫିସର ଶ୍ରୀଯୁକ୍ତ ଅଭୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ସେ ରାଜ୍ୟର ଆଇନ ଶୃଙ୍ଖଳାକୁ ସବୁ ପରିସ୍ଥିତିରେ ବଜାୟ ରଖିବା ସହିତ ନିଜର କର୍ତ୍ତବ୍ୟ ସଠିକ ଭାବେ ସମ୍ପାଦନ କରିବେ ମୋର ବିଶ୍ୱାସ ।
Tweet media one
16
4
167
@SurjyaOfficial
Dr.Surjya Narayan Patro
5 years
Last day of budget session of #OdishaAssembly concluded at the Convention Centre of Lok Seva Bhawan. In the wake of #COVID19 pandemic, 30% MLAs from each party joined the session with members maintaining #socialdistancing , sitting at least two metres apart. #OdishaFightsCorona
@SurjyaOfficial
Dr.Surjya Narayan Patro
5 years
ମାସ୍କ ପରିଧାନ ସହ ସାମାଜିକ ଦୂରତାକୁ ବଜାୟ ରଖି ଲୋକସେବା ଭବନ ପରିସରରେ ଥିବା କନଭେନ୍ସନ୍ ସେଣ୍ଟରରେ ବିଧାନସଭା ଅଧିବେଶନ ଅନୁଷ୍ଠିତ ହୋଇଛି। ପ୍ରତିଟି ଦଳର ୩୦% ବିଧାୟକଙ୍କୁ ନେଇ ଅନୁଷ୍ଠିତ ଏହି ଅଧିବେଶନରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି। #OdishaFightsCoronaVirus @CMO_Odisha @SecyChief @IPR_Odisha
Tweet media one
Tweet media two
Tweet media three
Tweet media four
31
47
679
5
22
165
@SurjyaOfficial
Dr.Surjya Narayan Patro
4 years
କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଇନ୍ଦିରବାସ ନିକଟସ୍ଥ ନାରାୟଣପୁର ପ୍ରାଇମେରୀ ସ୍କୁଲର ଜଣେ କର୍ତ୍ତବ୍ୟପରାୟଣ ତଥା କର୍ମନିଷ୍ଠ ଶ୍ରୀମତୀ ସବିତା ପଟ୍ଟନାୟକଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ । ମୁଁ ଭଗବାନଙ୍କ ପାଖରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରୁଛି ଏବଂ ତାଙ୍କ ପରିବାରବର୍ଗଙ୍କୁ ଭଗବାନ ଶକ୍ତି ଦିଅନ୍ତୁ ।
Tweet media one
17
4
165
@SurjyaOfficial
Dr.Surjya Narayan Patro
2 years
#ଶଙ୍ଖ_ମୋ_ଗର୍ବ #ShankhaMoGarba
20
6
165
@SurjyaOfficial
Dr.Surjya Narayan Patro
4 years
ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ସର୍ବଦା ସୁସ୍ଥ ଓ ଦୀର୍ଘାୟୁ ରଖନ୍ତୁ। @Naveen_Odisha
4
7
162
@SurjyaOfficial
Dr.Surjya Narayan Patro
5 years
ଆମ ଓଡ଼ିଶାର ବାକୁକା ଶିଳ୍ପୀ ଶ୍ରୀ @sudarsansand , ଇଟାଲୀରେ ୧୩-୧୮ ନଭେମ୍ବର ପର୍ଯ୍ୟନ୍ତ ହେଉଥିବା ବିଶ୍ୱ ସ୍କୋରାନା ସ୍ୟାଣ୍ଡ ନାଟିଭିଟୀ ଉତ୍ସବରେ "ଇଟଲିଆନ ଗୋଲଣ୍ଡେନ ସ୍ୟାଣ୍ଡ ଆୱାର୍ଡ ୨୦୧୯" ଗ୍ରହଣ କରିବାକୁ ଯାଉଛନ୍ତି । ଆମ ଓଡ଼ିଶା ମାଟିକୁ ଗୌରବାନ୍ୱିତ କରିବା ପାଇଁ ଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ମୋ ତରଫରୁ ଅନେକ ଅଭିନନ୍ଦନ ।
@sudarsansand
Sudarsan Pattnaik
5 years
I have been selected for “Italian Golden sand art award 2019” And I will be felicitated during the International scorrana sand Nativity at Italy which is going to held from 13th to 18 th Nov.
Tweet media one
529
648
8K
9
7
153
@SurjyaOfficial
Dr.Surjya Narayan Patro
4 years
ଓଡ଼ିଶାବାସୀ ଭାରି ସାହସୀ...
Tweet media one
8
10
154
@SurjyaOfficial
Dr.Surjya Narayan Patro
5 years
This was a very precious moment for me inaugurating "Biju Patnaik Memorial Photo Gallery" an initiative of Eastern Press Agency. I was also accompanied by hon'ble Panchayat Raj & Urban Minister Shri Pratap Jena & hon'ble I & PR Minister Shri Raghunandan Das.
Tweet media one
Tweet media two
2
10
136
@SurjyaOfficial
Dr.Surjya Narayan Patro
4 years
I got my 2nd dose of #COVID19Vaccine , today.
Tweet media one
4
2
153
@SurjyaOfficial
Dr.Surjya Narayan Patro
5 years
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କୃପାରୁ ରାଜ୍ୟର ପ୍ରଗତି ଓ ସମସ୍ତଙ୍କ ସୁଖ, ସମୃଦ୍ଧି କାମନା କରୁଛି । ଜୟ ଜଗନ୍ନାଥ ।
13
5
145
@SurjyaOfficial
Dr.Surjya Narayan Patro
5 years
ମୋତେ ରାଷ୍ଟ୍ରୀୟ ଗୌରବ ଆୱାର୍ଡରେ ସମ୍ମାନିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଶ୍ରୀ କୃଷ୍ଣମୋହନ ସେଠ, ରାଜ୍ୟପାଳ (ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତ୍ରିପୁରା) ଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ମୁଁ ଏହି ଆୱାର୍ଡକୁ ମୋ ପ୍ରିୟ ଓଡ଼ିଶାବାସୀଙ୍କ ପାଖରେ ଉତ୍ସର୍ଗ କରୁଛି ଯାହାଙ୍କ ସହଯୋଗ ଏବଂ ଆଶୀର୍ବାଦ ବିନା ସଫଳତା ହାସଲ କରିବା ଅସମ୍ଭବ ।
Tweet media one
34
10
136
@SurjyaOfficial
Dr.Surjya Narayan Patro
2 years
🙏🏻
@Naveen_Odisha
Naveen Patnaik
2 years
ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ପୂର୍ବତନ ବାଚସ୍ପତି ତଥା ଦଳର ବରିଷ୍ଠ ନେତା ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର ଡାକ୍��ରଖାନାରେ ଚିକିତ୍ସିତ ହେଉଥିବା ବିଷୟରେ ଅବଗତ ହେଲି। ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।
43
81
897
21
5
145
@SurjyaOfficial
Dr.Surjya Narayan Patro
3 years
ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟଶ୍ରୀ ରାଉତରାୟଙ୍କ ଦେହାନ୍ତ ଖବର ଶୁଣି ମୁଁ ବ୍ୟକ୍ତିଗତ ଭାବରେ ଦୁଃଖିତ ଓ ମର୍ମାହତ। ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରୁଛି ଓ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି। ଓଁ ଶାନ୍ତି
Tweet media one
12
2
143
@SurjyaOfficial
Dr.Surjya Narayan Patro
4 years
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ , ରାଜନୈତିକ ନେତା ଓ ସମାଜ ସଂସ୍କାରକ , ଅଦ୍ୟମ ସାହସୀ , ସ୍ୱାଭିମାନୀ, ଅନନ୍ୟ ଓଡ଼ିଆ ପ୍ରତିଭାର ଏକ ଯୁଗାନ୍ତକାରୀ ବ୍ୟକ୍ତିତ୍ୱ ହେଉଛନ୍ତି ବିଜୁବାବୁ। ବିଜୁ ବାବୁଙ୍କ ଶ୍ରାଦ୍ଧଦିବସରେ ମୁଁ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି ।
Tweet media one
5
6
135
@SurjyaOfficial
Dr.Surjya Narayan Patro
3 years
Darshan of Maa Mahuri Kalua 🙏🏻
Tweet media one
Tweet media two
Tweet media three
5
6
143
@SurjyaOfficial
Dr.Surjya Narayan Patro
4 years
ରଙ୍ଗର ପର୍ବ ହୋଲିର ଅଗ୍ରୀମ ଶୁଭେଚ୍ଛା। ସୁରକ୍ଷିତ ଓ ସତର୍କତାର ସହ ହୋଲି ଖେଳନ୍ତୁ। ବରିଷ୍ଠ ନାଗରିକ, ଛୋଟପିଲା, ଅସୁସ୍ଥଲୋକ, ପଶୁମାନଙ୍କୁ ଜବରଦସ୍ତି ରଙ୍ଗ ଲଗାନ୍ତୁ ନାହିଁ ।
9
1
139
@SurjyaOfficial
Dr.Surjya Narayan Patro
4 years
୨୯ ସେପ୍ଟେମ୍ବରରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ : ▪️ ରବିବାର ମଧ୍ୟ ଚାଲିବ ବିଧାନସଭା ▪️ ସିନିୟର ବିଧାୟକ ମାନେ ଜିଲ୍ଲା ହେଡକ୍ୱାଟରରେ ଭିଡିଓ କନ୍‌ଫରେନ୍‌ସିଂ ରେ ରହିପାରିବେ ▪️ ଖାଲି ଅକ୍ଟୋବର ୨ ଛୁଟି ରହିବ
Tweet media one
1
17
131
@SurjyaOfficial
Dr.Surjya Narayan Patro
4 years
Moments from the first day of sitting of Odisha Legislative Assembly's monsoon session. Dated: 29th September 2020, Tuesday
Tweet media one
Tweet media two
Tweet media three
Tweet media four
2
8
137
@SurjyaOfficial
Dr.Surjya Narayan Patro
3 years
I am so thankful to the Odisha Samaj of UAE for inviting me to this online meeting meant for the celebration of their 11th edition of Utkal Dibasa celebration-Utsav 2021. OSUAE has always been at the forefront in taking the culture,tradition & heritage of Odisha forward. (Cont.)
Tweet media one
Tweet media two
Tweet media three
5
7
140
@SurjyaOfficial
Dr.Surjya Narayan Patro
3 years
Glimpse from the oath-taking ceremony of the newly elected MLA representing Pipili-Delang constituency Shri Rudra Pratap Maharathy at Odisha Legislative Assembly, today. Extending my hearty congratulations & best wishes for a very successful journey ahead!
Tweet media one
Tweet media two
Tweet media three
Tweet media four
4
4
140
@SurjyaOfficial
Dr.Surjya Narayan Patro
4 years
ଆଜି ବିଧାନସଭା ପରିସରରେ ଶପଥ ନେଲେ ନବନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ସ୍ବରୂପ ଦାସ ଓ ଶ୍ରୀଯୁକ୍ତ ବିଜୟ ଶଙ୍କର ଦାସ । ସେମାନଙ୍କୁ ମୋର ଶୁଭେଚ୍ଛା ଏବଂ ହାର୍ଦ୍ଦିକ ଅଭିନନ୍ଦନ।
Tweet media one
Tweet media two
Tweet media three
Tweet media four
3
7
141
@SurjyaOfficial
Dr.Surjya Narayan Patro
4 years
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ମା ସମଲେଶ୍ବରୀଙ୍କ କୃପାରୁ ଏବର୍ଷ ନୂଆଖାଇ ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ଆଣିଦେଉ। କୋଭିଡ ନିୟମ ମାନି ପର୍ବ ପାଳନ କରିବାକୁ ସମସ୍ତଙ୍କୁ ମୋର ଅନୁରୋ���।
Tweet media one
11
8
135
@SurjyaOfficial
Dr.Surjya Narayan Patro
4 years
ଓଡିଶା ରାଜନୈତିକ ଚିତ୍ରପଟର ଏକ ସ୍ମରଣୀୟ ଚେହେରା ଶ୍ରୀ ପ୍ରଦୀପ ମହାରଥୀ I ଚାରି ଦଶନ୍ଧି ଧରି ଜଣେ ଦକ୍ଷ ନେତା ହିସାବରେ ବିଭିନ୍ନ ବିଭାଗର ମନ୍ତ୍ରୀ, ଶାସକ ଦଳର ମୁଖ୍ୟ ସଚେତକ ପରି ଗୁରୁ ଦାୟିତ୍ୱ ତୁଳାଇଛନ୍ତି I କେତେ ବାଦ ବିବାଦ ଆସିଲେ ମଧ୍ୟ କେବେ ଭାଙ୍ଗିନପଡି ଆଗକୁ ବଢ଼ିବାର ସାହସ ରଖିଥିଲେ I ...
Tweet media one
Tweet media two
Tweet media three
8
6
134
@SurjyaOfficial
Dr.Surjya Narayan Patro
3 years
ବର୍ତ୍ତମାନ ପାଇଁ @KALIAforOdisha Website ଖୋଲିଛି, ଯେଉଁମାନେ Apply କରିବାର ଅଛି ସେମାନେ Computer Center ରେ Apply କରି ପାରିବେ : ▫️ଆଧାର କାର୍ଡ ▫️ବ୍ୟାଙ୍କ୍ ପାସ୍ ବୁକ୍ ▫️ମୋବାଇଲ ନମ୍ବର ▫️ଜମି ପଟ୍ଟା
16
14
128
@SurjyaOfficial
Dr.Surjya Narayan Patro
5 years
ପବିତ୍ର କାଳୀପୂଜା ଓ ଆଲୋକର ପର୍ବ ଦୀପାବଳିର ଶୁଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅ���ିନନ୍ଦନ ।ଆଲୋକର ପର୍ବ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ ।ମୁଁ ସମସ୍ତ ଭାଇ ଭଉଣୀଙ୍କୁ ନିବେଦନ କରୁଛି ଏହି ପବିତ୍ର ଦୀପାବଳିକୁ ଅନାଥ ଆଶ୍ରମର ପିଲା ମାନଙ୍କ ସହିତ ଏବଂ ବୃଦ୍ଧାଶ୍ରମରେ ରହୁଥିବା ବାପା ଓ ମାଙ୍କ ସହିତ ପାଳନ କରନ୍ତୁ
Tweet media one
15
8
116
@SurjyaOfficial
Dr.Surjya Narayan Patro
4 years
#ପଖାଳଦିବସ ର ଅନେକ ଅନେକ ଶୁଭେଚ୍ଛା । ପଖାଳ ମୋର ପ୍ରିୟ ଖାଦ୍ୟ । Greetings on #PakhalaDibasa . My favourite!
Tweet media one
4
3
125
@SurjyaOfficial
Dr.Surjya Narayan Patro
3 years
At the inauguration ceremony of the newly constructed bus terminal and Cotton Ginning & Pressing Mill at my assembly constituency of #Digapahandi , being inaugurated by our Hon'ble CM Shri @Naveen_Odisha Ji through video conferencing. (1/3)
Tweet media one
Tweet media two
Tweet media three
Tweet media four
9
9
128
@SurjyaOfficial
Dr.Surjya Narayan Patro
4 years
ରାଜ୍ୟସଭା ଉପାଧ୍ୟକ୍ଷ କମିଟିରେ ମନୋନୀତ ହୋଇଥିବାରୁ ରାଜ୍ୟସଭା ସାଂସଦ ସସ୍ମିତ ବାବୁଙ୍କୁ ମୋର ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। @sasmitpatra
4
9
125
@SurjyaOfficial
Dr.Surjya Narayan Patro
4 years
ତିର୍ତ୍ତୋଲ ବିଧାୟକ ଶ୍ରୀ ବିଷ୍ଣୁ ଚରଣ ଦାସଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ।ବିଧାୟକ,ସାଂସଦ ଓ ମନ୍ତ୍ରିଭାବେ ସ୍ବର୍ଗତ ବିଷ୍ଣୁ ବାବୁ କାର୍ଯ୍ୟକାଳ ଗରୀମାମୟ ଥିଲା।ବିଧାୟକ ଭାବେ ଛଅଥର ନିର୍ବାଚିତ ହେବା ତାଙ୍କ ଲୋକପ୍ରିୟତାର ପରିଚୟ ଦିଏ। ଜଣେ ଆଗ ଧାଡିରେ ନେତା ତଥା ଦରଦୀ ମଣିଷ ଭାବେ ସେ ସର୍ବଦା ଜନମାନସରେ ଜୀବିତ ରହିବେ।
4
5
119
@SurjyaOfficial
Dr.Surjya Narayan Patro
5 years
ପବିତ୍ର ହେରାପଞ୍ଚମୀ ଅବସରରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ।ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ମହାଲକ୍ଷ୍ମୀଙ୍କ ଅପାର କରୁଣାରୁ ରାଜ୍ୟର ବିକାଶ,ସୁଖ,ଶାନ୍ତି, ସମୃଦ୍ଧି କାମନା କରୁଛି ।
11
4
104
@SurjyaOfficial
Dr.Surjya Narayan Patro
3 years
It was a privileged moment for me to have joined in a virtual ceremony of a Bhajan Sandhya on the auspicious occasion of #RathaYatra , initiated & organised by Bahrain Odia Samaj. (1/3)
Tweet media one
Tweet media two
Tweet media three
Tweet media four
4
3
122
@SurjyaOfficial
Dr.Surjya Narayan Patro
4 years
ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଆପଣ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଆଜି ଚତୁର୍ଦ୍ଧାମୂର୍ତ୍ତି ରଥଉପରେ ବିରାଜମାନ କରି ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ ଏବଂ ଏହି ଘୋର ବିପତ୍ତି ମହାମାରୀ କରୋନାରୁ ସମସ୍ତଙ୍କୁ ରକ୍ଷା କରନ୍ତୁ । ମୋର ମହାବାହୁଙ୍କ ନିକଟରେ ଏତିକି ଗୁହାରି । ଜୟ ଜଗନ୍ନାଥ 🙏🏻
Tweet media one
4
2
104
@SurjyaOfficial
Dr.Surjya Narayan Patro
4 years
ମୋର ନିର୍ବାଚନମଣ୍ଡଳୀ ଦିଗପହଣ୍ଡିର ଯୁବନେତା ଶ୍ରୀ ଏମ୍ ଶିବରାମଙ୍କ କରୋନା ଆକ୍ରାନ୍ତରେ ଦେହାନ୍ତ ହୋଇଥିବା ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର ଆତ୍ମାର ସଦଗତୀ ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା ଏବଂ ଏହି ଶୋକାକୁଳ ପରିସ୍ଥିତିରେ ଗତିକରୁଥିବା ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।
Tweet media one
10
4
113
@SurjyaOfficial
Dr.Surjya Narayan Patro
3 years
ଓଡ଼ିଶାର ପ୍ରଥମ ଗ୍ରାଜୁଏଟ,ପ୍ରଥମ ଏମ୍ଏ,ପ୍ରଥମ ଓକିଲ,ପ୍ରଥମ ମନ୍ତ୍ରୀ, ପ୍ରଥମ ଓଡ଼ିଆ ବିଲାତଯାତ୍ରୀ ତଥା ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଉତ୍କଳଗୌରବ ମଧୁସୂଦନଦାସଙ୍କ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି🙏
Tweet media one
Tweet media two
0
5
116
@SurjyaOfficial
Dr.Surjya Narayan Patro
4 years
I am thankful to the tahsildar, doctors and anganwadi workers for saving the precious life of a pregnant woman by risking their own lives during this #COVID19Pandemic . Wishing Smt. Sangita Mohanty and her child a healthy life ahead.
Tweet media one
Tweet media two
3
8
109
@SurjyaOfficial
Dr.Surjya Narayan Patro
5 years
ଓଡ଼ିଶାର ପ୍ରମୁଖ ପର୍ବ ରଜପର୍ବ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ସାଦର ଅଭିନନ୍ଦନ ।
Tweet media one
9
4
106
@SurjyaOfficial
Dr.Surjya Narayan Patro
4 years
ଆପଣଙ୍କୁ ଅଶେଷ ଧନ୍ୟବାଦ। ସେଇ ଦିନର ସ୍ମୃତି ସବୁ ମନେ ପଡ଼ିଯାଉଛି।
@suryanandannet
Prashant Sahu 🇮🇳
4 years
ଆମ ଆନ୍ନା : Our Anna . @SurjyaOfficial
Tweet media one
1
0
62
2
2
112
@SurjyaOfficial
Dr.Surjya Narayan Patro
4 years
ଆଜି ବିଧାନସଭାରେ ପାରିତ ହେଲା ସଂକ୍ରାମକ ରୋଗ ବିଲ ୨୦୨୦। କୋଭିଡ ନିୟମ ଉଲଂଘନ କଲେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲ ବ୍ୟବସ୍ଥା ।
8
6
113
@SurjyaOfficial
Dr.Surjya Narayan Patro
5 years
My warm birthday greetings to the Hon’ble Speaker of Lok Sabha Shri @ombirlakota ji. Praying for your good health and long life.
Tweet media one
0
8
106
@SurjyaOfficial
Dr.Surjya Narayan Patro
4 years
ମହା ଶିବରାତ୍ରି ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା। ଓଁ ନମଃ ଶିବାୟ !
Tweet media one
2
3
107
@SurjyaOfficial
Dr.Surjya Narayan Patro
6 years
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ରେସନ କାର୍ଡ ନିମନ୍ତେ ଆବେଦନ ପତ୍ରର ନୂତନ ଫର୍ମ ପ୍ରକାଶ ହୋଇଛି । ଏହି ନୂତନ ଫର୍ମ ଆପଣଙ୍କ ହ୍ଵାଟ୍ସଆପ(WhatsApp) କିମ୍ବା ଆପଣଙ୍କ ବ୍ଲକ ସଭାପତି (Block Chairman)ଙ୍କୁ ପଠେଇଛି । ଆପଣ ଏହି ଫର୍ମ ପୂରଣ କରି ତୁରନ୍ତ ବ୍ଲକରେ ଆବେଦନ କରିବେ । -ସୂର୍ଯ୍ୟ ନାରାୟଣ ପାତ୍ର @SurjyaOfficial
Tweet media one
14
18
104
@SurjyaOfficial
Dr.Surjya Narayan Patro
4 years
PRESS RELEASE.
Tweet media one
4
4
110
@SurjyaOfficial
Dr.Surjya Narayan Patro
5 years
ବିଭିନ୍ନ ସୂତ୍ରରୁ ମୁଁ ଜାଣିବାକୁ ପାଇଲି ଯେ ଆପଣମାନେ ସମ୍ପୂର୍ଣ୍ଣ ଭାବେ କରୋନାର ପ୍ରକୋପ ବିଷୟରେ ଅବଗତ ହୋଇନାହାନ୍ତି ଏବଂ ଓଡ଼ିଶା ସରକାର ଲକ୍ ଡାଉନ୍ କରାଇବା ସତ୍ବେ ଆପଣମାନେ ଘର ବାହାରେ ବୁଲି ଜନ ସମାଗମରେ ଯୋଗ ଦାନ କରୁଛନ୍ତି। ଆପଣମାନେ କିପରିଭାବେ ସୁରକ୍ଷିତ ରହିବେ,ସେଥିପାଇଁ ଓଡ଼ିଶା ସରକାର ସର୍ବଦା ଚେଷ୍ଠିତ। (୧/୨)
5
11
93
@SurjyaOfficial
Dr.Surjya Narayan Patro
5 years
ପୂର୍ବତନ ବିଦେଶ ମନ୍ତ୍ରୀ, ଦିଲ୍ଲୀର ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କର ଆକସ୍ମିକ ବିୟୋଗ ଖବର ଶୁଣି ମୁଁ ମର୍ମାହତ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି । #RIPSushmaSwaraj
3
2
91
@SurjyaOfficial
Dr.Surjya Narayan Patro
4 years
ସମ୍ବଲପୁରୀ ଦିବସ ନେ ଆପଣମାନଙ୍କୁ ମୋର୍ ବହୁତ୍ ବହୁତ୍ ଅଭିନନ୍ଦନ। ମା ସମଲେଇର କୃପାନୁ ସମସ୍ତ ଙ୍କର ଜୀବନ୍ ଖୁସିନେ କଟୁ। ଇ ବିପଦ୍ କାଲ ନେ ସଭେ ସୁରକ୍ଷିତ୍ ରହୁନ୍ ଆଉ ସୁସ୍ଥ ରହୁନ୍। ଏତ୍ କି ମୋର୍ ପ୍ରାର୍ଥନା ଆଏ ।
8
3
103
@SurjyaOfficial
Dr.Surjya Narayan Patro
5 years
ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ରଣଜୀ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ଶ୍ରୀଯୁକ୍ତ ଲଲାଟେନ୍ଦୁ ପରିଜାଙ୍କ ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।
17
4
93
@SurjyaOfficial
Dr.Surjya Narayan Patro
3 years
Few glimpses during the monsoon session of the Odisha Legislative Assembly starting from today. #MonsoonSession #OdishaLegislativeAssembly
Tweet media one
Tweet media two
Tweet media three
Tweet media four
2
9
108
@SurjyaOfficial
Dr.Surjya Narayan Patro
4 years
ପ୍ରକୃତି ଆମକୁ ବହୁତ କିଛି ଶିଖେଇବାରେ ଲାଗିଛି। ତେଣୁ ସମସ୍ତଙ୍କୁ ମୋର ଅନୁରୋଧ, ପ୍ରକୃତିକୁ ନଷ୍ଟ ନକରି,ଏହାର ଭାବନାକୁ ବୁଝିବା ଏବଂ ନିଜକୁ ସୁଧାରିବାକୁ ଚେଷ୍ଟା କରିବା।
Tweet media one
2
12
86
@SurjyaOfficial
Dr.Surjya Narayan Patro
5 years
ପବିତ୍ର ବିଧାନସଭା ଗୃହରେ ମୋବାଇଲ ବ୍ୟବହାର ଉପରେ କଟକଣା ଲଗାଇ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଆଶା କରୁଛି ସମସ୍ତ ଦଳର ବିଧାୟକ ମାନେ ଏହି କଟକଣାକୁ କଡାକଡି ଭାବେ ପାଳନ କରିବେ ।
Tweet media one
10
12
95
@SurjyaOfficial
Dr.Surjya Narayan Patro
5 years
ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆମ ଦେଶକୁ ଏବଂ ଓଡିଶାକୁ ସମ୍ପୁର୍ଣଭାବେ ଲକଡାଉନ କରିବାର ନିଷ୍ପତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ। ଆଉ ମାତ୍ର ଅଳ୍ପ କିଛିଦିନ ରହିଲା। ସବୁ ନିର୍ଭର କରୁଛି ଆପଣଙ୍କ ଉପରେ। ...
Tweet media one
5
4
100
@SurjyaOfficial
Dr.Surjya Narayan Patro
2 years
#OdishaForHockey ସ୍ୱପ୍ନ ଓ ସଂକଳ୍ପ ନେଲା ବାସ୍ତବତାର ରୂପ । ମାତ୍ର ୧୫ ମାସରେ ଏତେବଡ଼ ଷ୍ଟାଡିୟମ। ଚିନ୍ତା କଲେ ଆଶ୍ଚର୍ଯ୍ୟ ଲାଗୁଥିବା କାର୍ଯ୍ୟକୁ କରି ଦେଖାଇଲା #Odisha
Tweet media one
22
3
103
@SurjyaOfficial
Dr.Surjya Narayan Patro
5 years
Pleasure meeting the Hon'ble Governor Shri Ganeshi Lal ji at Raj Bhavan,today. My first meet with him after being elected as the Speaker of Odisha Legislative Assembly.Had a brief discussion on various concerns related to our nation & state. My heartfelt gratitude to him.
Tweet media one
Tweet media two
Tweet media three
5
1
94
@SurjyaOfficial
Dr.Surjya Narayan Patro
4 years
ସତରେ ଆମ ଦେଶର କୃଷକମାନଙ୍କ ପରିଶ୍ରମ ଆଉ ସମର୍ପଣ ପାଇଁ ଏହି ସଙ୍କଟ ସମୟରେ ଆମେମାନେ ଖାଦ୍ୟର ଅଭାବ ଅନୁଭବ କରିପାରୁ ନାହାଁନ୍ତି । ଆମ ଚାଷୀଭାଇ ମାନଙ୍କୁ ସତ ନମନ୍।
@VPIndia
Vice-President of India
4 years
କୋଭିଡ19 ମହାମାରୀ ଭଳି ଅସ୍ୱାଭାବିକ ଚାଲେଞ୍ଜକୁ ଖାତିର ନ କରି ଆମ କୃଷକମାନେ ସାହସର ସହ କୃଷି କାର୍ଯ୍ୟକୁ ଜାରି ରଖିଛନ୍ତି ଓ ଦେଶର 130 କୋଟି ନାଗରିକଙ୍କୁ ଖାଦ୍ୟ ଯୋଗାଉଛନ୍ତି । କୌଣସି ପ୍ରଶଂସାକୁ ଅପେକ୍ଷା ନ କରି ନିଜ କର୍ତ୍ତବ୍ୟରେ ଲାଗି ପଡିଥିବା କୃଷକମାନଙ୍କୁ ଦେଶବାସୀ ନମନ କରିବା ଉଚିତ । ଓଡ଼ିଆ ଦୈନିକ ପ୍ରମେୟରେ ମୋର ଆଲେଖ୍ୟ..
Tweet media one
18
31
231
2
0
101
@SurjyaOfficial
Dr.Surjya Narayan Patro
5 years
ପବିତ୍ର ଅଁଳାନବମୀ ଓ ଶ୍ରୀରାଧା ପାଦ ଦର୍ଶନ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା।
9
6
92
@SurjyaOfficial
Dr.Surjya Narayan Patro
5 years
ଅନ୍ଧାର ପରେ ଯେମିତି ଆଲୋକ ନିଶ୍ଚିତ ଆସିବ,ସେମିତି ସୁଖ ପରେ ଦୁଃଖ ନିଶ୍ଚୟ ଆସିବ । ସେଥିପାଇଁ ଖରାପ ସମୟରେ ଭାଙ୍ଗି ନ ପଡି ଧୈର୍ଯ୍ୟର ସହିତ ଅପେକ୍ଷା କରନ୍ତୁ ।
Tweet media one
6
5
97
@SurjyaOfficial
Dr.Surjya Narayan Patro
5 years
Thank you so much @Naveen_Odisha Sir. 🙏🏻
@Naveen_Odisha
Naveen Patnaik
5 years
Congratulate Shri Surjya Narayan Patro ji on being unanimously elected as Speaker of #Odisha Assembly. Wish, under his leadership, the august House continues to work for the welfare of the people of #Odisha , in true democratic spirit. @SurjyaOfficial
Tweet media one
Tweet media two
49
70
1K
6
3
94
@SurjyaOfficial
Dr.Surjya Narayan Patro
4 years
୭୪ତମ ସ୍ବାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମୁଁ ଆଶା କରୁଛି ସମସ୍ତେ କୋଭିଡ୍‌ ନିୟମକୁ ମାନିବେ।
Tweet media one
5
2
94
@SurjyaOfficial
Dr.Surjya Narayan Patro
4 years
ଧର୍ଯ୍ୟର ସହ ଏହି କରୋନା ମହାମାରୀର ସାମ୍ନା କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ।
Tweet media one
5
4
97
@SurjyaOfficial
Dr.Surjya Narayan Patro
5 years
At the Common Wealth Conference India Chapter in the Lucknow Assembly house. Spoke on various issues in the second day of conference.Took part in the discussion; I spoke on role of legislators in the process of law making in Legislative Assembly.
Tweet media one
Tweet media two
Tweet media three
8
5
91
@SurjyaOfficial
Dr.Surjya Narayan Patro
3 years
ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ଓଡିଶାବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଆପଣଙ୍କ ଜୀବନ ସୁଖ, ଶାନ୍ତି, ସ୍ୱାସ୍ଥ୍ୟ ଓ ସମୃଦ୍ଧିରେ ଭରିଯାଉ ଏତିକି କାମନା ।
7
5
97
@SurjyaOfficial
Dr.Surjya Narayan Patro
5 years
ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମୁଁ ସର୍ବଦଳୀୟ ବୈଠକ ଡାକି ଏକ ନୂଆ ପରମ୍ପରା ସୃଷ୍ଟି କରିବାକୁ ଚାହୁଁଥିଲି ଯାହା ମୋ ଅଧ୍ୟକ୍ଷତାରେ ସୁଚାରୁରୂପେ ସମ୍ପନ୍ନ ହୋଇଛି। ବୈଠକରେ ଗୃହରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ସବୁଦଳର ନେତାଙ୍କୁ ନିବେଦନ କରିଛି ।
Tweet media one
4
7
80
@SurjyaOfficial
Dr.Surjya Narayan Patro
4 years
Congratulations & best wishes to IAF Wing Commander Nikhil Rath from Odisha on being selected for India's first manned mission Gaganyaan in 2022. Proud of you.
2
3
99
@SurjyaOfficial
Dr.Surjya Narayan Patro
4 years
ଗଲୱାନ ଘାଟିରେ ଆମର ଦୁଇ ଓଡିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ୍ ସୋରେନ୍ ଶହୀଦ ହୋଇଥିବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଏଭଳି ଶୋକାକୁଳ ପରିସ୍ଥିତି ଦେଇ ଗତିକରୁଥିବା ସମସ୍ତ ପରିବାରବର୍ଗଙ୍କୁ ମୁଁ ସମବେଦନା ଜଣାଉଛି ଏବଂ ଯବାନ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।
1
7
95
@SurjyaOfficial
Dr.Surjya Narayan Patro
3 years
ରାଜ୍ୟ ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ଏବଂ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ, ଡ଼ ବିଜୟ କୁମାର ସାହୁଙ୍କ ଅକାଳ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ। ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା। 🙏🏻
Tweet media one
5
2
95
@SurjyaOfficial
Dr.Surjya Narayan Patro
4 years
Inaugurated the 41st Annual Convention of Odisha Society in United Kingdom virtually today. Also, inaugurated Gurukul Education's new initiative where they will be teaching Odia and other languages through online. (1)
Tweet media one
1
4
99
@SurjyaOfficial
Dr.Surjya Narayan Patro
5 years
That moment with the honourable speaker of Malaysia's assembly & his better half. Had a very interactive session with them. Me & my better half are so thankful for the time.
Tweet media one
5
4
89
@SurjyaOfficial
Dr.Surjya Narayan Patro
5 years
ବିଶ୍ୱ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀ ଧାମର ଭିତ୍ତିଭୂମିର ବିକାଶ,ପୁନରୁଦ୍ଧାର ଓ ଦେଶର ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ ଭାବେ ଗଠନ କରିବାକୁ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ଆନ୍ତରିକତାର ସହ ସ୍ୱାଗତ ଜଣାଉଛି । ଶ୍ରୀମନ୍ଦିରର ସୁରକ୍ଷା ସହ ମଠଗୁଡିକର ଐତିହ୍ୟ ଓ ପରମ୍ପରା ମଧ୍ୟ ସୁଦୃଢ଼ ରହିବ ଫଳରେ ପୁରୀ ବିଶ୍ୱ ଐତିହ୍ୟ ନଗରୀ ରୂପେ ପରିଚିତ ହେବ ।
9
4
77
@SurjyaOfficial
Dr.Surjya Narayan Patro
4 years
ଶ୍ରୀଯୁକ୍ତ ନରସିଂହ ମିଶ୍ର ସୁସ୍ଥ ଅଛନ୍ତି। ତାଙ୍କ ସହ କଥା ହୋଇଥିଲି ଏବଂ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ବୁଝିଥିଲି । ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ତାଙ୍କୁ ଭଲରେ ରଖନ୍ତୁ।
1
1
97
@SurjyaOfficial
Dr.Surjya Narayan Patro
5 years
Technology should be used in the best possible manner so that the public gets most of its benefit. OLA is soon going to be a full fledged e-assembly on the lines of Himachal & Punjab Assembly where everything regarding the house will be made available to the public.
Tweet media one
Tweet media two
Tweet media three
Tweet media four
4
12
87
@SurjyaOfficial
Dr.Surjya Narayan Patro
5 years
ଆପଣମାନଙ୍କୁ ମୋର ଅନୁରୋଧ ଯେ ଆପଣମାନେ ସତର୍କ ରହିଥିବେ ଏବଂ ଯଥାସମ୍ଭବ ଖାଦ୍ୟପେୟ ସାମଗ୍ରୀ ପାଖରେ ରଖିଥିବେ । @SRC_Odisha
Tweet media one
9
6
88
@SurjyaOfficial
Dr.Surjya Narayan Patro
4 years
ଗଞ୍ଜାମରୁ ସୁରଟ ଅଭିମୁଖେ ଯାଉଥିବା ଏକ ବସ ଛତିଶଗଡ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜାଣି ମୁଁ ଦୁଃଖିତ। ସେଥିରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ସଦଗତି କାମନା କରିବା ସହ ଆହତ ବ୍ୟକ୍ତିଙ୍କର ଆଶୁ ଆରୋଗ୍ୟ କାମନା କରୁଛି। ମୃତ ବ୍ୟକ୍ତିଙ୍କର ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି।
9
5
92
@SurjyaOfficial
Dr.Surjya Narayan Patro
4 years
ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ଭାରତ ରତ୍ନ ମଦର ଟେରେସାଙ୍କର ଜନ୍ମଜୟନ୍ତୀ ଅବସରରେ ତାଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି। ସ୍ନେହ, ପ୍ରେମ, ସେବା ଏବଂ କରୁଣାର ପ୍ରତୀକ ମଦର ଟେରେସାଙ୍କର ବଳିଦାନ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ।
Tweet media one
3
3
91
@SurjyaOfficial
Dr.Surjya Narayan Patro
6 years
#MakeInOdisha is set to become even grander. CM @Naveen_Odisha is in Mumbai discussing the investment opportunities in 5 particular sectors with the prospective investors. We will make Odisha an investor’s paradise. #InvestInOdisha
Tweet media one
12
15
81
@SurjyaOfficial
Dr.Surjya Narayan Patro
5 years
Glad to know about this Sri @achyuta_samanta . My hearty congratulations.Keep on continuing your noble works.
@achyuta_samanta
Achyuta Samanta
5 years
Honoured and humbled to receive the first Gandhi Mandela Peace Award for Impact in Philanthropy Space in New Delhi today. #GandhiMandela #PeaceAward
Tweet media one
Tweet media two
Tweet media three
Tweet media four
29
103
332
5
10
86
@SurjyaOfficial
Dr.Surjya Narayan Patro
5 years
That moment while presenting the idol of Lord Jagannath to our honourable CM Naveen Patnaik. @Naveen_Odisha @CMO_Odisha @loksabhatv (Inaugurating the 2 day long orientation programme of MLAs organised by Odisha Legislative Assembly in collaboration with Lok Sabha secretariat)
Tweet media one
5
4
91
@SurjyaOfficial
Dr.Surjya Narayan Patro
4 years
Today, we had a very interactive & effective discussion with the hon'ble Speaker of LokSabha Shri @ombirlakota ji, via video conferencing. ...
Tweet media one
Tweet media two
Tweet media three
1
1
81
@SurjyaOfficial
Dr.Surjya Narayan Patro
5 years
ଓଡ଼ିଶାର ଗର୍ବ ତଥା ଓଡ଼ିଶୀ ନୃତ୍ୟର ମହାନଗୁରୁ ଶ୍ରୀ କେଳୁଚରଣ ମହାପାତ୍ରଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି । ସାରା ବିଶ୍ୱରେ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରତୀକ ଓଡ଼ିଶୀ ନୃତ୍ୟର ପ୍ରଚାରରେ ତାଙ୍କର ଅବଦାନ ଅବିସ୍ମରଣୀୟ ।
Tweet media one
7
7
73
@SurjyaOfficial
Dr.Surjya Narayan Patro
5 years
କୋଣାର୍କ ସୂର୍ଯ୍ୟ ମନ୍ଦିରର କାରୁ କାର୍ଯ୍ୟ ସାରା ବିଶ୍ୱରେ ଅନନ୍ୟ । ଆମ ଓଡ଼ିଶାର ସମୃଦ୍ଧିଶାଳୀ କଳା ଏବଂ ସଂସ୍କୃତି ପାଇଁ ମୁଁ ନିଜକୁ ଚିର ଗର୍ବିତ ମନେ କରେ ।
Tweet media one
6
7
82
@SurjyaOfficial
Dr.Surjya Narayan Patro
4 years
ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପୂଜା ପାଳନ ବେଳେ ସାମାଜିକ ଦୂରତ୍ୱ ବଜାଇ ରଖନ୍ତୁ। ବିଘ୍ନବିନାଶକ ପ୍ରଭୁ ଗଜାନନ କରୋନା ମହାମାରୀ କବଳରୁ ଏ ମାନବ ଜାତିକୁ ଉଦ୍ଧାର କରି ସମସ୍ତଙ୍କୁ ସୁଖ ଶାନ୍ତି ପ୍ରଦାନ କରନ୍ତୁ।
Tweet media one
9
4
87
@SurjyaOfficial
Dr.Surjya Narayan Patro
5 years
ନିଜର କିଡନୀ ଦାନ କରି ୨ ଜଣଙ୍କୁ ନୂଆ ଜୀବନ ଦେଇଥିବା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ପ୍ରିୟଙ୍କାରାଣୀ ଶେଷ ନିଃଶ୍ୱାସ ତ୍ୟାଗ ପରେ ମଧ୍ୟ ଅମର ହୋଇ ରହିଗଲେ। ଅଙ୍ଗଦାନ ପରି ମହତ୍ କାର୍ଯ୍ୟରେ ସହଯୋଗ କରିଥିବା ତାଙ୍କର ସମସ୍ତ ପରିବାରବର୍ଗଙ୍କୁ ଧନ୍ୟବାଦ ଜଣାଇବା ସହ କିଡନୀ ପ୍ରତ୍ୟାରୋପଣ କରିଥିବା ଡାକ୍ତରଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି।
Tweet media one
9
4
76
@SurjyaOfficial
Dr.Surjya Narayan Patro
3 years
ପବିତ୍ର ଇଦ୍-ଉଲ୍-ଫିତର୍ ଉପଲକ୍ଷେ ଇସଲାମ ଧର୍ମର ସମସ୍ତ ଭାଇଭଉଣୀମାନଙ୍କୁ ମୋର ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ।
1
0
88
@SurjyaOfficial
Dr.Surjya Narayan Patro
3 years
ବିନମ୍ର ଶ୍ରଦ୍ଧାଞ୍ଜଳି ଶ୍ରୀ ଅରିନ୍ଦମ ଦାସ 🙏
Tweet media one
5
3
89
@SurjyaOfficial
Dr.Surjya Narayan Patro
5 years
ଓଡ଼ିଶାର କୃଷି ଭିତ୍ତିକ ଏକ ଭିନ୍ନ ତିହାର୍ 'ନୂଆଁଖାଇ' ଅବସରନେ ଆପଣ ସମସ୍ତଙ୍କେ ହାର୍ଦ୍ଦିକ ଶୁଭେଚ୍ଛା ଆର୍ ନୂଆଖାଇ ଜୁହାର । ମା' ସମଲେଇଙ୍କ ଅପାର କୃପାନୁ ଇ ଭାଇଚାର ନ ପରବ ଆପଣ କୁ ଆର ଆପଣଙ୍କର ପରିବାର ସମକ ପାଇଁ ସୁଖ୍, ସମୃଦ୍ଧି ଆର୍ ଶାନ୍ତି ଆଣି ଦେଉ ଇଟା ହିଁ ମୁହିଁ ମା' ସମଲେଇଙ୍କ ନିକଟରେ ପ୍ରାର୍ଥନା କରୁଛେ । #NuaKhaiJuhar
16
1
78
@SurjyaOfficial
Dr.Surjya Narayan Patro
4 years
Thank @Opc_Bangalore for this virtual event & inviting me. Had an effective discussion among eminent personalities & members. My best wishes!
@Opc_Bangalore
OPC Bangalore
4 years
Opc Bangalore Mahavinayk Mahostava ceremony virtually inaugurated. @sabyaactor @SurjyaOfficial @AMITABHTHAKUR21 @SRC_Odisha @smileplease_org
Tweet media one
Tweet media two
Tweet media three
Tweet media four
2
4
32
8
10
87
@SurjyaOfficial
Dr.Surjya Narayan Patro
4 years
ଲକଡ଼ାଉନ ଅବଧି ସରିବା ପରେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଆ ଭାଇ ଭଉଣୀମାନେ ଓଡିଶାକୁ ଯଦି ଫେରିବାକୁ ଚାହୁଁଛନ୍ତି, ତେବେ ଓଡିଶାକୁ ଫେରିବା ପୂର୍ବରୁ ନିଜ ତରଫରୁ ରାଜ୍ୟସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଏହି ଉଦ୍ଦିଷ୍ଟ ପୋର୍ଟାଲ ରେ ନିଜର ନାମ ଠିକଣା ପଞ୍ଜୀକରଣ କରାଇନେବାକୁ ମୁଁ ଅନୁରୋଧ କରୁଛି।
10
4
79
@SurjyaOfficial
Dr.Surjya Narayan Patro
4 years
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଣ୍ୟ ତିଥିରେ ତାଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଓଡ଼ିଆ ଭାଷାର ଉନ୍ନତି ପାଇଁ ତାଙ୍କର ଅବଦାନ ଅତୁଳନୀୟ।
Tweet media one
3
2
80
@SurjyaOfficial
Dr.Surjya Narayan Patro
4 years
Took my first dose of #COVID19 vaccine and I personally appeal to all eligible citizens to take the vaccine and make Odisha #COVID19Free .
Tweet media one
Tweet media two
0
3
85
@SurjyaOfficial
Dr.Surjya Narayan Patro
4 years
ଦିଗପହଣ୍ଡି ବ୍ଲକ କେ.ସାମନ୍ତରାପୁର ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ବଂଶୀଧର ବେହେରାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଚିକିତ୍ସାଧୀନ ଅବସ୍ଥାରେ ଶିତଳାପଲ୍ଲୀ କୋଭିଡ ହସ୍ପିଟାଲରେ ମୃତ୍ୟୁ ଘଟିଛି I ସେ ଜଣେ ବହୁତ ମେଳାପୀ ଓ କର୍ତ୍ତବ୍ୟନିଷ୍ଟ ଶିକ୍ଷକ ଥିଲେ । ଶୋକ ସନ୍ତପ୍ତ ପରିବାରକୁ ମୁଁ ସମବେଦନା ଜଣାଉଛି I
Tweet media one
7
1
80
@SurjyaOfficial
Dr.Surjya Narayan Patro
5 years
My best wishes to Shri Girish Chandra Murmu on being appointed as the Lt Governor of Jammu and Kashmir.Glad to know his connection with Odisha.
Tweet media one
0
5
80