Bhabani Prasad Das🇮🇳 Profile Banner
Bhabani Prasad Das🇮🇳 Profile
Bhabani Prasad Das🇮🇳

@Bhabanijourno

Followers
13,462
Following
865
Media
1,643
Statuses
14,738

Journalist

Bhubaneswar, India
Joined June 2016
Don't wanna be here? Send us removal request.
Explore trending content on Musk Viewer
Pinned Tweet
@Bhabanijourno
Bhabani Prasad Das🇮🇳
2 years
ତୋ ପାଖରେ ସମର୍ପିତ ହେଇଗଲି, ଯାହା କରିବୁ ଆଉ.... #jay_jagannath 🙏🙏🙏
Tweet media one
9
2
101
@Bhabanijourno
Bhabani Prasad Das🇮🇳
4 years
The Rain and The dancing cop Salute🙋
61
170
2K
@Bhabanijourno
Bhabani Prasad Das🇮🇳
3 years
War like situation... IAF aeroplanes are frequently roaming over Bhubaneswar sky for #COVIDEmergencyIndia and #CycloneYaas .... (From my Balcony)
Tweet media one
47
100
1K
@Bhabanijourno
Bhabani Prasad Das🇮🇳
4 years
ରାମ ମନ୍ଦିର, ଭୁବନେଶ୍ୱର ଏବେ ନଗଦ ତୋଳିଲି #ଅନାବନାଫଟୋତୋଳା
Tweet media one
65
24
1K
@Bhabanijourno
Bhabani Prasad Das🇮🇳
4 years
ଏଇତ ଜୀବନ💐🙏💐🙏💐
Tweet media one
Tweet media two
42
39
887
@Bhabanijourno
Bhabani Prasad Das🇮🇳
4 years
ଏବେ ନିଜକୁ ସାମ୍ବାଦିକ କହିଲେ ଲୋକ ପଚାରୁଛନ୍ତି କୋଉ ଦଳର 🤦🤦🤦
123
26
801
@Bhabanijourno
Bhabani Prasad Das🇮🇳
3 years
ବଞ୍ଚିଥିଲେ ବାହୁଡ଼ାରେ ଦେଖା.... #ଜୟଜଗନ୍ନାଥ
Tweet media one
54
6
782
@Bhabanijourno
Bhabani Prasad Das🇮🇳
4 years
ସମସ୍ତେ ଏଠି ଅମିତାଭ ଆଉ ଅଭିଷେକ ପାଇଁ, ସାମ୍ବାଦିକ ପରା ଗରୀବର ଶାଳୀ ତା ପାଇଁ କେହି ନାହିଁ । ବ୍ୟକ୍ତିଗତ ଭାବରେ ମିଶିଛି କି ନାହିଁ ମନେ ନାହିଁ କିନ୍ତୁ ଭାଇ ତୁମକୁ ସଲାମ.... ଆପଣ ହିଁ ପ୍ରକୃତ କୋଭିଡ୍ ଯୋଦ୍ଧା ଅମର ଆତ୍ମାର ସଦଗତି କାମନା କରୁଛି ।🙏 #RIPPriyadarshi #Hinjili
Tweet media one
100
38
777
@Bhabanijourno
Bhabani Prasad Das🇮🇳
3 years
ଦେଖିବା ଆଗକୁ ଆସିଲ,କିଏ କଣ କହୁଥିଲା😍
Tweet media one
36
11
751
@Bhabanijourno
Bhabani Prasad Das🇮🇳
3 years
ମୁଁ ମରିଯାଉଥାଏ ଲୋ 😂😂😂
109
47
741
@Bhabanijourno
Bhabani Prasad Das🇮🇳
4 years
ଆପଣ ଜାଣନ୍ତି କି ??? ଅର୍ଜୁନ ପୁରସ୍କାରରେ ଯେଉଁ ଟ୍ରଫି ପ୍ରଦାନ କରାଯାଇଥାଏ ତାହାର ସ୍ରଷ୍ଟା ମଧ୍ୟ ଜଣେ ଓଡ଼ିଆ । ଶିଳ୍ପୀଗୁରୁ ଗଜେନ୍ଦ୍ର ସାହୁ ଅର୍ଜୁନ ପୁରସ୍କାର ସହ ଦ୍ରୋଣାଚାର୍ଯ୍ୟ,ଧ୍ୟାନଚାନ୍ଦ ଓ ଟେଂଜ଼ିଙ୍ଗ ନରଗେ ପୁରସ୍କାର ପାଇଁ ଟ୍ରଫି ତିଆରି କରିଥାନ୍ତି ।
Tweet media one
28
85
736
@Bhabanijourno
Bhabani Prasad Das🇮🇳
3 years
କାଲି ମୋ କୋଳରେ ଖେଳୁଥିବା ମୋ ଝିଅ, ଆଜି କାନ୍ଧରେ କାନ୍ଧ ମିଶେଇ ସାରିଲାଣି😂 ଜନ୍ମଦିନର ଢେର ସାରା ଅଭିନନ୍ଦନ । କାଳିଆ ତତେ ସବୁବେଳେ ଘଣ୍ଟ ଘୋଡେଇ ରଖିଥାଉ ।🙏💐
Tweet media one
73
7
727
@Bhabanijourno
Bhabani Prasad Das🇮🇳
5 years
Beautifully captured by my friend Bubby...... Caption it.....
Tweet media one
39
56
704
@Bhabanijourno
Bhabani Prasad Das🇮🇳
4 years
Caption it .....
Tweet media one
33
71
702
@Bhabanijourno
Bhabani Prasad Das🇮🇳
4 years
ଏତେ ଜିନିଷ ପିନ୍ଧିଲା ପରେ ବି ବାସ୍ନା ଜାଣିପାରୁଛ 😲 ଡୁପ୍ଲିକେଟ୍ କିଏ ଦେଇଦେଲା ବୋଧେ 🤪
@AnubhavMohanty_
Anubhav Mohanty
4 years
ଆଜି ପ୍ରଥମ କରି ବିମାନ ଚଳାଚଳ କରିବା ପରେ ସକାଳର ପ୍ରଥମ ବିମାନରେ ମୁଁ ଓଡ଼ିଶା ଫେରିବା ସମୟର ଫଟୋ । ମୋ ଓଡ଼ିଶା ମାଟିର ବାସ୍ନା ଓ ସତେଜ ପବନ ହେଉଛି ବିଶ୍ୱରୁ ସର୍ବୋତ୍ତମ ଅନୁଭବ ।
Tweet media one
Tweet media two
447
61
3K
67
21
707
@Bhabanijourno
Bhabani Prasad Das🇮🇳
4 years
ପାଖାପାଖି ଦଶ ବର୍ଷ ତଳେ ମୁଁ ଉଠାଇଥିବା ଫଟୋ Happy Birthday @sudarsansand 💐
Tweet media one
9
6
673
@Bhabanijourno
Bhabani Prasad Das🇮🇳
4 years
ଏ ଫଳରେ କିଏ ଖେଳିଛ ??? ଏହା ଭିତରୁ ତିନି ଠାକୁରଙ୍କୁ ବାହାର କରାଯାଏ ।😍
Tweet media one
Tweet media two
93
17
661
@Bhabanijourno
Bhabani Prasad Das🇮🇳
3 years
ଓଃ.... What a painting😍😍😍
Tweet media one
Tweet media two
26
21
646
@Bhabanijourno
Bhabani Prasad Das🇮🇳
4 years
ବ୍ରହ୍ମପୁର ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ ପରେ ରାଜ୍ୟ ମର୍ଯ୍ୟାଦା । କୁଆଡେ ଯାଉଛେ ଆମେ ????😲😪😪😪
Tweet media one
74
63
629
@Bhabanijourno
Bhabani Prasad Das🇮🇳
4 months
ଯେତେ ଯିଏ ଗାଳି ଦିଅ.... ଦଶ ବର୍ଷ ତଳେ ଗୋଟେ single column story ଦେଖି ତାକୁ ଏପର୍ଯ୍ୟନ୍ତ ବଞ୍ଚେଇ ରଖିଥିବା ହିରୋ ନବୀନ ପଟ୍ଟନାୟକ। ଝିଅଟି ଏତେ ଗୁରୁତର ରୋଗରେ ପୀଡିତ ଯେ ସିଏ ନବୀନ କେମିତି ଦେଖିନି କି ଦେଖିପାରିବନି ।
Tweet media one
16
12
606
@Bhabanijourno
Bhabani Prasad Das🇮🇳
4 years
ବିପଦ କେତେବେଳେ ଆସିବ କେହି ଜାଣିନାହାନ୍ତି😷 #ଶୁଭରାତ୍ରୀ
72
45
594
@Bhabanijourno
Bhabani Prasad Das🇮🇳
3 years
ଫେରିଆ ସାନ ଭାଇ....😭
Tweet media one
21
9
570
@Bhabanijourno
Bhabani Prasad Das🇮🇳
4 years
କାଳିଆର କରାମତି.... ପ୍ରଥମ ବଲରେ ଛକା.... ରାଜ୍ୟ ସରକାର ସୁପ୍ରିମକୋର୍ଟରେ ମାନିଲେ ଯେ ବିନା ଭକ୍ତରେ ରଥଯାତ୍ରା କରିହେବ ।🙏🙏🙏 #ଜୟଜଗନ୍ନାଥ #JayJagannath
Tweet media one
36
29
578
@Bhabanijourno
Bhabani Prasad Das🇮🇳
4 years
ପୋଷ୍ଟ ନକରି ରହିପାରିଲିନି । ଧନ୍ୟବାଦ ରହମାନ ସାର୍ ।🙏🙏🙏 #ଜୟଜଗନ୍ନାଥ
Tweet media one
25
70
578
@Bhabanijourno
Bhabani Prasad Das🇮🇳
4 years
ଗଞ୍ଜାମ ଜିଲ୍ଲା ସୁବଳୟା କ୍ବାରେଣ୍ଟାଇନ୍ କେନ୍ଦ୍ରର ଦୃଶ୍ୟ । ୧୨ଟା ବାଜିଗଲାଣି ଆଉ ଭଲ ଖାଦ୍ୟ ଦିଆଯାଉନଥିବା ଅଭିଯୋଗରେ ସୁରଟ ଫେରନ୍ତାଙ୍କ ହୋହଲ୍ଲା । ରବିବାରଟା ଟିକିଏ ଚିକେନ,ମଟନ ଦେଇଥିଲେ ହେଇନଥାନ୍ତା ! ହୁଇସିଲ୍ ମାରି କୀଳା ଡାକିଛ, ସମ୍ଭାଳ ଏବେ🤦
Tweet media one
150
40
575
@Bhabanijourno
Bhabani Prasad Das🇮🇳
3 years
ଆଉ ଫୋନ କରି ଫାଲତୁ କଥା ପଚାରି ବିରକ୍ତ କରିବନି ହେଲା 😂😂😂
Tweet media one
17
8
572
@Bhabanijourno
Bhabani Prasad Das🇮🇳
4 years
37
8
560
@Bhabanijourno
Bhabani Prasad Das🇮🇳
2 months
ଏଇଟା ସତ କି ମିଛ ମୁଁ ଜାଣିନି କିନ୍ତୁ ଧନ୍ୟବାଦ୍ ମୁଖ୍ୟମନ୍ତ୍ରୀ @MohanMOdisha ଆମ ଓଡ଼ିଶା ଭାରତୀୟ ହକି ପାଇଁ ବହୁତ୍ କିଛି କରିଛି ।😍😍😍
54
25
576
@Bhabanijourno
Bhabani Prasad Das🇮🇳
4 years
କିଏ କହି ପାରିବ କ'ଣ ହେଉଛି ଏଠାରେ ???
Tweet media one
69
14
541
@Bhabanijourno
Bhabani Prasad Das🇮🇳
3 years
ମୋ ରାଜ୍ୟର ସବୁଠାରୁ ଦୀର୍ଘ ନଦୀବନ୍ଧକୁ ଦେଖି ଯେତିକି ଗର୍ବ ଲାଗୁଛି, ତା ତଳେ ମୁହଁ ଶୁଖେଇ ଶୋଇଥିବା ଆମ ମା' ମହାନଦୀକୁ ଦେଖି ଛାତି ବି ଫାଟିଯାଉଛି ।😣
Tweet media one
21
20
542
@Bhabanijourno
Bhabani Prasad Das🇮🇳
5 years
ବାହାରେ ତ ବୁଲିବାକୁ ପଡୁଛି, ଭାବିଲି କିଛି ସେବା କରିଦିଏ ।😂
Tweet media one
46
15
534
@Bhabanijourno
Bhabani Prasad Das🇮🇳
2 years
ଝିଅକୁ ଛାଡ଼ିଦେଇ ଆସିଲି.... #Spanish ପାଠ ପଢିବ #EFLU ରେ Best Of Luck ମାମା😍
Tweet media one
31
4
536
@Bhabanijourno
Bhabani Prasad Das🇮🇳
3 years
ଆଉ କିଏ କଣ କହୁଥିଲ କି ???🤔
Tweet media one
39
10
507
@Bhabanijourno
Bhabani Prasad Das🇮🇳
3 years
ଶାନ୍ତ, ସରଳ 😍
42
29
505
@Bhabanijourno
Bhabani Prasad Das🇮🇳
3 years
ଗରୀବ ସାମ୍ବାଦିକ ଭୋଜନ....ଦେଖୁନ ସେ ଅଣ୍ଡା ଦୁଇଟା କେମିତି ମୁହଁ ଲୁଚାଉଛନ୍ତି ।😂
Tweet media one
54
4
487
@Bhabanijourno
Bhabani Prasad Das🇮🇳
4 years
ଦେଶ ବିଭାଜନ ପରେ ସମ୍ଭବତଃ ପ୍ରଥମ ଥର ପାଇଁ ଏମିତି ସବୁ ଦୃଶ୍ୟ ଦେଖିବାକୁ ମିଳୁଛି । 😪
Tweet media one
Tweet media two
Tweet media three
Tweet media four
40
43
466
@Bhabanijourno
Bhabani Prasad Das🇮🇳
4 years
#ମୋବୋଉ #ମୋମା #MothersDay ମୋ ବୋଉ ଆଉ ମୁଁ
Tweet media one
24
3
466
@Bhabanijourno
Bhabani Prasad Das🇮🇳
3 months
କାହିଁକି ରାଗିଲ ହେ ମହାପ୍ରଭୁ ??? ବଡ ଠାକୁର ମଣିମା କ୍ଷମା କର🙏
39
37
479
@Bhabanijourno
Bhabani Prasad Das🇮🇳
4 years
ଆଜି କ'ଣ ସମସ୍ତଙ୍କୁ ୨୦ ବର୍ଷ ହେଇଯାଇଛି 🤔 ମୁଁ ବି ଛାଡିବା ଲୋକ ନୁହେଁ, ହେଲା ଆମ କଲୋନୀ ହୀରୋ ଥିଲି ମୁଁ 🤪🤪🤪
Tweet media one
51
3
467
@Bhabanijourno
Bhabani Prasad Das🇮🇳
5 years
Video of the CENTURY🙏🙏🙏 @CMO_Odisha @Naveen_Odisha
13
56
460
@Bhabanijourno
Bhabani Prasad Das🇮🇳
5 years
ତଥ୍ୟ ଲୁଚାଇବାରେ ଭାରତ ସରକାର ଧୁରନ୍ଧର... ଦେଶରେ ମାତ୍ର ୧୨,୩୦୦ କରୋନା ଆକ୍ରାନ୍ତ ଆଉ ଯେଉଁ ୧୦ ଲକ୍ଷ ଲୋକଙ୍କ ପଛ ନାଲି ପଡ଼ିଛି, ୧୦ ଲକ୍ଷଙ୍କର ଗୋଡ଼, ହାତ ଏବେ ଦରଜ ଅଛି, ଏମାନେ କଣ କରୋନାରେ ପ୍ରଭାବିତ ନୁହେଁ ?🤔
70
19
468
@Bhabanijourno
Bhabani Prasad Das🇮🇳
1 year
ପାଣ୍ଡ୍ୟାନଙ୍କୁ ଦୁବାଇରେ ପ୍ରଶ୍ନ... ପାଣ୍ଡ୍ୟାନ ଉତ୍ତର ଦେଇ ପାରିଲେନି... ଏମିତି ବହୁତ କଥା ଦେଖିଲି ସୋସିଆଲ ମିଡିଆରେ ଏଇ ଆମ ଉଷା ମ୍ୟାଡ଼ାମ ଯିଏ ପ୍ରଶ୍ନ କରିଥିଲେ😂
Tweet media one
24
13
465
@Bhabanijourno
Bhabani Prasad Das🇮🇳
1 year
Tweet media one
Tweet media two
31
12
464
@Bhabanijourno
Bhabani Prasad Das🇮🇳
2 years
ଏଇଠୁ ବୁଡିବି, ସେପଟେ ବାହାରିବି 😂
Tweet media one
46
5
455
@Bhabanijourno
Bhabani Prasad Das🇮🇳
3 years
ଏମାନଙ୍କୁ ଭୁଲିବେନି...ବଡଦାଣ୍ଡ ଏମାନଙ୍କ ଯୋଗୁ ପୁରା ଚକାଚକ🙏 #ଜୟଜଗନ୍ନାଥ
Tweet media one
8
19
454
@Bhabanijourno
Bhabani Prasad Das🇮🇳
3 years
ଏମିତି ଦୟା ରଖିଥା କାଳିଆ🙏🙏🙏 #ଜୟଜଗନ୍ନାଥ
Tweet media one
17
3
449
@Bhabanijourno
Bhabani Prasad Das🇮🇳
3 years
ଶେଷରେ ଫିଲ୍ମ ରିଲିଜ ହେଲା😍😍😍
37
53
442
@Bhabanijourno
Bhabani Prasad Das🇮🇳
5 years
ଗରୀବ ସାମ୍ବାଦିକର ୨୦୧୯ ଛାଡଖାଇ ।🙏
Tweet media one
80
9
433
@Bhabanijourno
Bhabani Prasad Das🇮🇳
5 years
ଏ ହେଃ.... କି କଥା ଏଗୁଡାକ 🤪🤪
54
39
436
@Bhabanijourno
Bhabani Prasad Das🇮🇳
4 years
ଅଧାଗଢା ବୋଲି କହୁଥିଲୁ ପରା ଦେଖିଯାଆ ଥରେ ସଖୀ, ଶ୍ରୀହସ୍ତ ପୟରେ ଭାଇ ଭଉଣୀଙ୍କୁ ଲୀଳା କରେ ଚକାଆଖି । #ଜୟଜଗନ୍ନାଥ 🙏🙏🙏
19
20
435
@Bhabanijourno
Bhabani Prasad Das🇮🇳
5 years
କିଏ କହିଲା ସରକାରୀ ସ୍କୁଲରେ ପାଠ ପଢାହେଉନି ???
41
70
422
@Bhabanijourno
Bhabani Prasad Das🇮🇳
2 years
ଆମ ଭୋଂସରରେ ଗୋଟେ ଆପୋଲୋ ହସ୍ପିଟାଲ ଅଛି, ଯିଏ ମଲା ଲୋକଙ୍କ ଅପରେସନ କରି ବଞ୍ଚେଇବାକୁ ଚେଷ୍ଟା କରୁଛି...😂😂😂
33
12
433
@Bhabanijourno
Bhabani Prasad Das🇮🇳
4 years
ଭାଇ ଏ ପ୍ରଶ୍ନକୁ ନେଇ ରାଜନୀତି କରିବନି.... ଓଡ଼ିଶାରରେ ସମଗ୍ର ଭାରତବର୍ଷରୁ ୮୦,୦୦୦ କିନ୍ତୁ ଭାରତର ବିଭିନ୍ନ ସ୍ଥାନରେ ୧୮ ଲକ୍ଷ ଓଡ଼ିଆ 😲😲😲😲😲😲😲😲😲😲😲😲 କ'ଣ ଚାଲିଛି ହୋ ଏ ରାଜ୍ୟରେ ???? Genuine question... ଗାଳି ଦେବା ପୂର୍ବରୁ ନିଜ ମନକୁ ପଚାରିବ ।
75
41
417
@Bhabanijourno
Bhabani Prasad Das🇮🇳
4 years
ସକାଳୁ ସକାଳୁ ମୋତେ ଅବକାରୀ ମନ୍ତ୍ରୀ ଭଳିଆ ଫିଲିଂ ହେଉଛି ।😀😀😀😀 ଯେତେ ଫୋନ୍ ଆସୁଛି ସମସ୍ତେ ଗୋଟିଏ କଥା... ଭାଇ ଆଜି ଖୋଲିବ କି ?? କ'ଣ ଖବର ଅଛି ??? 🤪🤪🤪🤪🤪🤪🤪🤪🤪🤪🤪🤪
41
9
409
@Bhabanijourno
Bhabani Prasad Das🇮🇳
5 years
ଝିଅ ମାଟ୍ରିକ ପରୀକ୍ଷା ଦେଲାବେଳେ, ବାବା ଓ ମାମା ୪ର୍ଥ ବିବାହ ବାର୍ଷିକ ପାଳନ କରିବା ମୋ ପରି କିଛି ବିରଳ ବ୍ୟକ୍ତିତ୍ବ ହିଁ ପାଇଥାଆନ୍ତି ।😂
Tweet media one
101
9
403
@Bhabanijourno
Bhabani Prasad Das🇮🇳
4 years
ମାରୁତି ଟିକେଟ ନେଲା ପରେ ମୁଁ ମାରୁତିକୁ ନେଇଗଲି😍😍
Tweet media one
58
7
409
@Bhabanijourno
Bhabani Prasad Das🇮🇳
4 years
ସମ୍ପର୍କ.....😍😍😍
Tweet media one
12
8
412
@Bhabanijourno
Bhabani Prasad Das🇮🇳
3 years
ଖବରକାଗଜରେ ବାହାରିଥିବା ଏହି ଫଟୋ କାହା ପାଚେରୀର କହିଲ ଦେଖି......
Tweet media one
23
6
406
@Bhabanijourno
Bhabani Prasad Das🇮🇳
4 years
ଗଡିଲା ରଥ🙏🙏🙏
23
19
398
@Bhabanijourno
Bhabani Prasad Das🇮🇳
4 years
ରଥଯାତ୍ରା ଖବର ସଂଗ୍ରହ ବେଳେ ଛୋଟ ଛୋଟ ନିୟମ ଉଲଘଂନ ଦେଖିଲି । କିନ୍ତୁ ବୃହତ୍ତର ଲକ୍ଷ୍ୟ ହାସଲ ବେଳେ ଛୋଟ ଘଟଣାକୁ ଆଖି ବୁଜିବା ଉଚିତ୍ । ଇତିହାସର ବିରଳତମ ରଥଯାତ୍ରା ଆୟୋଜନ କରିପାରିଥିବା ସମସ୍ତ ଆୟୋଜନକାରୀଙ୍କୁ ଅନ୍ତରରୁ ଧନ୍ୟବାଦ ।🙏 @Puri_Official @odisha_police @HFWOdisha @IPR_Odisha @sjta_puri @CMO_Odisha
Tweet media one
Tweet media two
15
13
403
@Bhabanijourno
Bhabani Prasad Das🇮🇳
4 years
ଖାଲି ତମେ ମଜା କରିବ ??? ଆମେ ପରା ତମ ପୂର୍ବପୁରୁଷ😂😂😂😂
10
36
386
@Bhabanijourno
Bhabani Prasad Das🇮🇳
4 years
ଚିହ୍ନିଲ ଦେଖି କିଏ ?????🤔
Tweet media one
66
2
399
@Bhabanijourno
Bhabani Prasad Das🇮🇳
4 years
ତଳେ ଚକା ପକେଇ ବାଡେଇଦେଲି । ଓଃ କି ଶାନ୍ତି😍
Tweet media one
39
4
394
@Bhabanijourno
Bhabani Prasad Das🇮🇳
2 years
Caption ?????
Tweet media one
101
10
389
@Bhabanijourno
Bhabani Prasad Das🇮🇳
4 years
ମାଷ୍ଟର କ୍ୟାଣ୍ଟିନ ଛକରେ ଠିଆ ହେଇଥିଲି... କଂଗ୍ରେସର ବନ୍ଦ ଡାକରା,ସବୁ ଦୋକାନ ବନ୍ଦ... ଠିକ ଗୋଟାଏ ବାଜିଲା, ପ୍ରଥମ ଦୋକାନ ଖୋଲିଲା ଆଉ ସେଇଟା ହେଲା ମଦ ଦୋକାନ😜😜😜
30
8
391
@Bhabanijourno
Bhabani Prasad Das🇮🇳
2 years
ଶୁଭେଚ୍ଛା ଓ ଶୁଭକାମନା 💐💐💐
Tweet media one
36
5
395
@Bhabanijourno
Bhabani Prasad Das🇮🇳
3 years
ଟିକାକରଣ କେନ୍ଦ୍ରରେ କାହା ଫଟୋ ଲାଗିବ ? ଆଛା ମୋ ଫଟୋ କାହିଁକି ଲାଗିବନି ? କାରଣ ମୁଁ ବି ପେଟ୍ରୋଲ ପକାଉଛି । ମନ୍ତ୍ରୀ ତ କହିଛନ୍ତି ୩୦ହଜାର କୋଟି ଟଙ୍କା ଦରକାର ଟିକା ପାଇଁ ଆଉ ଅନ୍ୟାନ୍ୟ ବିକାଶମୂଳକ କାମ ବି ଅଛି, ସେଥିପାଇଁ ପେଟ୍ରୋଲ ମୂଲ୍ୟ କମୁନି । ଟଙ୍କା ଯଦି ଆମେ ଦେଉଛୁ, ଫଟୋ ଆଉ କାହାର କାହିଁକି ଲାଗିବ ? #JustAsking 🤔
43
20
387
@Bhabanijourno
Bhabani Prasad Das🇮🇳
3 years
ପ୍ରକୃତି ବି ବେଳେ ବେଳେ ଭାବେ….. ଯଦି ବିରୋଧୀ ନାହାନ୍ତି କାହା ପାଇଁ ପ୍ରତିକ୍ରିୟାଶୀଳ ହେବି🤦 ଅରିନ୍ଦମ ନାହିଁ ବୋଲି ବାତ୍ୟା ବି ବାଟ ଭାଙ୍ଗୁଛି ଫନି ପୂର୍ବଦିନର ଫଟୋ
Tweet media one
18
3
387
@Bhabanijourno
Bhabani Prasad Das🇮🇳
4 years
ଭୁଲ କରିବ ପୁଣି ତାକୁ ଲୁଚେଇବାକୁ ଆଉ ଗୋଟେ ଭୁଲ🙄 ହେ ପ୍ରଭୁ🤦
86
58
376
@Bhabanijourno
Bhabani Prasad Das🇮🇳
4 years
ବରମୁଣ୍ଡା ବସ ଟର୍ମିନାଲ😍😍😍
56
20
383
@Bhabanijourno
Bhabani Prasad Das🇮🇳
3 years
ପ୍ରଭୁ ହନୁମାନଙ୍କ ବେଶରେ ଭକ୍ତ🙏 #ଜୟଜଗନ୍ନାଥ
Tweet media one
7
10
389
@Bhabanijourno
Bhabani Prasad Das🇮🇳
3 years
ମାସେ ହେଇଗଲା । ଏହି ତାରିଖ ଏତେ ବେଳକୁ ସେ ଅଫେରା ରାଇଜକୁ ଯାତ୍ରା ଆରମ୍ଭ କରିସାରିଥିଲା ।
Tweet media one
18
3
377
@Bhabanijourno
Bhabani Prasad Das🇮🇳
1 month
ଆମ କାନ୍ଥରେ ଏମିତି ଚିତ୍ର କରିଥିବାରୁ @bmcbbsr କୁ ଧନ୍ୟବାଦ ।🙏
Tweet media one
11
5
381
@Bhabanijourno
Bhabani Prasad Das🇮🇳
4 years
ବାଟରେ ଚାଲୁ ଚାଲୁ ତୋଳିଦେଲି😍😍😍
Tweet media one
29
2
373
@Bhabanijourno
Bhabani Prasad Das🇮🇳
4 years
ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଦୁଇ ପଣସ ନିଖୋଜ😂😂😂
Tweet media one
77
10
372
@Bhabanijourno
Bhabani Prasad Das🇮🇳
3 years
ତମେ ଆମ ଘରେ ପଶିଲେ, ଆମେ ବି ତମ ଘରେ ପଶିବୁ । 🤦
Tweet media one
12
5
366
@Bhabanijourno
Bhabani Prasad Das🇮🇳
4 years
ଆମେ ପୁରୁଣା ଭୋଂସରିଆ ଧନ୍ୟ ହେଇଗଲୁ... ଜୟ ବାବା ଲିଙ୍ଗରାଜ🙏🙏🙏
25
24
366
@Bhabanijourno
Bhabani Prasad Das🇮🇳
4 years
ଦେଖିକି😉 ଏ ଫୋଟୁବାଲା ମାରିଦେବେ ରେ😁
Tweet media one
28
10
366
@Bhabanijourno
Bhabani Prasad Das🇮🇳
5 years
ମାଗଣାରେ ଖୋଜୁ ଆମେ ଜୋତା ଛତା କମ୍ବଳ ଧାଡ଼ି ହେଇ ବୋହିନେଉ ଟଙ୍କିକିଆ ଚାଉଳ �� ଯାଦୁଆ ବିକନ୍ତି ଏଠି ଯାଦୁ ପାଇଁ ମଲମ ଅଳପରେ ବିକ୍ରି ହୁଏ ସାମ୍ବାଦିକ କଲମ । ମଦୁଆ ଉଡାନ୍ତି ନିଶା ନିବାରଣ ବାନାକୁ ଜନତା ଡରଇ ଏଠି ଯିବାପାଇଁ ଥାନାକୁ । ଶୁଣି ଶୁଣି ଖୁସି ହୁଏ ନେତାଙ୍କର ସନ୍ଦେଶ ସ୍ୱପ୍ନ ଦେଖେ ସବୁବେଳେ ବଦଳିବ ମୋ ଦେଶ । #GoodNight
45
39
364
@Bhabanijourno
Bhabani Prasad Das🇮🇳
4 years
ସେ ରାଫାଲେ ଗୁଡା ଆମର ଏଠିକି ଆସିବ ନା ??? ଏମିତି ଗୋଟେ ଫଟୋ ଉଠେଇଥାନ୍ତି ।😍😀
Tweet media one
37
4
363
@Bhabanijourno
Bhabani Prasad Das🇮🇳
3 years
ଭୋଟ ଦେଲି..... ଗୋଟେ ଘରେ ରହୁଥିଲେ ମଧ୍ୟ ମୋର ଗୋଟେ ସ୍କୁଲ, ମୋ ସ୍ତ୍ରୀର ଆଉ ଗୋଟେ ସ୍କୁଲ,ଭାଇ ମାନଙ୍କର ଅଲଗା ଅଲଗା ସ୍କୁଲରେ ଖୋଜି ଖୋଜି ଭୋଟ ଦେଲୁ । ବୋଉ ଆଉ ଭାଇ ବୋହୁ ମାନଙ୍କର ନାଁ ମିଳିଲାନି । ଧନ୍ୟବାଦ ନିର୍ବାଚନ କମିଶନ🙏🙏🙏
43
14
353
@Bhabanijourno
Bhabani Prasad Das🇮🇳
3 years
ଅଶୋକାଷ୍ଟମୀ ଅଭିନନ୍ଦନ..... ପ୍ରଭୁ ଲିଙ୍ଗରାଜ ସମସ୍ତଙ୍କୁ ଘଣ୍ଟ ଘୋଡାଇ ରଖନ୍ତୁ🙏
Tweet media one
Tweet media two
Tweet media three
Tweet media four
13
14
354
@Bhabanijourno
Bhabani Prasad Das🇮🇳
5 years
କାହିଁକି କରିବି ମୁଁ ଗର୍ବ ? କିଏ ଧନୀ କେ ଏଠି ଗରୀବ ! ବ୍ରାଣ୍ଡେଡ୍ ପିନ୍ଧି ବୁଲୁଛ ଯେ ଛାତିକୁ ଫୁଲେଇ, ମନେରଖ କୋକେଇର ବ୍ରାଣ୍ଡ କିଛି ନାହିଁ । ତୁମ ପିଜା ଆଉ ମୋ ପେଜରେ ସମାନତା ଏତିକି, ଜୂଈ ନିଆଁ ତୁମ ପାଇଁ ଯାହା ମୋତେ ବି ଚିହ୍ନିଛି ସେତିକି ।🙏🙏🙏 #ସକାଳୁଆଅନୁଚିନ୍ତା #ସୁପ୍ରଭାତ
41
15
347
@Bhabanijourno
Bhabani Prasad Das🇮🇳
2 years
😂😂😂 ଧନ୍ୟବାଦ ଯାଦବ ...ବଢିଆ ହେଇଛି😂🤣😂
17
28
361
@Bhabanijourno
Bhabani Prasad Das🇮🇳
5 years
ଶ୍ରୀ ଲିଙ୍ଗରାଜ ମନ୍ଦିର.... ପୂର୍ବରୁ.....ଏବେ..🙏
Tweet media one
21
24
346
@Bhabanijourno
Bhabani Prasad Das🇮🇳
3 years
କେତେ ଲୋକ କେତେ କଥା କହିବେ... ସବୁବେଳେ ଏମିତି ମୋ ଚେଲି ହେଇକି ରହିଥିବୁ ଆଉ ତୋ ଭବାନୀ ଭାଇ ସବୁବେଳେ ତୋ ପଛରେ ଛିଡ଼ା ହେଇଥିବ... ନୂଆ ଇନିଂସ ପାଇଁ @massivemanas1 ଆଉ @MousumiMohanty2 ଉଭୟଙ୍କୁ ବହୁତ ବହୁତ ଶୁଭେଚ୍ଛା ।
Tweet media one
26
6
358
@Bhabanijourno
Bhabani Prasad Das🇮🇳
4 years
Caption this....
Tweet media one
19
9
346
@Bhabanijourno
Bhabani Prasad Das🇮🇳
5 years
କେତେ ମହାନ ସେ ପୋଲିସ୍ ବାବୁ🙏 ଦଣ୍ଡ ଦେଲେ କିନ୍ତୁ ଇଜ୍ଜତ ନେଲେନି....🤦
36
22
343
@Bhabanijourno
Bhabani Prasad Das🇮🇳
4 years
୫୦୦୦ କ୍ଲବରେ ଯୋଗ ଦେଲି । ସମସ୍ତଙ୍କୁ ହୃଦୟରୁ ଅଶେଷ ଧନ୍ୟବାଦ ।🙏🙏🙏
Tweet media one
58
4
341
@Bhabanijourno
Bhabani Prasad Das🇮🇳
3 years
ମାଷ୍ଟର କ୍ୟାଣ୍ଟିନ ଛକରେ ରହିବ ଯୋଦ୍ଧାଶ୍ବ ।
Tweet media one
10
5
343
@Bhabanijourno
Bhabani Prasad Das🇮🇳
4 years
ମୁଁ ଆଜି ଜାତୀୟ ଡାକ୍ତର ଦିବସରେ ସେହି ଯୋଦ୍ଧା ମାନଙ୍କୁ ମଧ୍ୟ ଶୁଭେଚ୍ଛା ଦେଇପାରିନି । କାରଣ ଏକସାଇଟେଡ୍ ଥିଲି । ଯିଏ କରୋନା ରୋଗୀଙ୍କୁ ଛୁଇଁ ଚିକିତ୍ସା କରୁଛନ୍ତି ସେମାନେ ମୋତେ ସମ୍ମାନିତ କରିବା, ମୋ ପରି ଛୋଟ ଲୋକଙ୍କ ପାଇଁ କେତେ ମୂଲ୍ୟ ରଖେ ବୁଝିବା କଷ୍ଟକର । ପୁଣି ସୁବ୍ରତ ବାଗଚୀ ସାରଙ୍କ ହାତରୁ ।🙏🙏🙏🙏 #RealHonour
@MousumiMohanty2
Mousumi Mohanty
4 years
@Bhabanikanak ....ଭାଇ ..ଆଇ ଏମ ଏ ପକ୍ଷରୁ କରୋନା ଯୋଦ୍ଧା ଭାବେ ସମ୍ନାନୀତ💐 @skilledinodisha @heitibhaina @Khati_Jamiba @srrashmi1 @SomyajeetKanak @SasamalDebasish @BishnuMohanPat2 @sm_biswajit #doctorsday2020
Tweet media one
15
0
107
72
5
341
@Bhabanijourno
Bhabani Prasad Das🇮🇳
5 years
ଏମିତି ମେସେଜ୍ କିଏ ଜଣେ ପଠେଇଲେଣି🤦 ମାର୍ଚ୍ଚ ଏପ୍ରିଲରେ ଯେଉଁ ପିଲା ଜନ୍ମ ହୋଇଛନ୍ତି,ସେମାନଙ୍କ ନାମ ନିଶ୍ଚୟ.... ସାନେଟାଇଜର ମିଶ୍ର, ଲକଡାଉନ ପାତ୍ର, ମାସ୍କ ପଣ୍ଡା,କ୍ବାରେଣ୍ଟାଇନ ମହାପାତ୍ର,ଆଇସୋଲେସନ ଦାସ, ସର୍ଟଡାଉନ ଜେନା, ଲକଡାଉନ ବାରିକ,କରୋନା ସାହୁ, କୋବିଡ୍ ପଟ୍ଟନାୟକ ରଖାଯିବ..
43
17
339
@Bhabanijourno
Bhabani Prasad Das🇮🇳
3 years
ଛ' ତରକାରୀ, ନ' ଭଜା 😍😍😍
Tweet media one
36
7
337
@Bhabanijourno
Bhabani Prasad Das🇮🇳
3 years
ରାଜ୍ୟରେ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ଚାଲିଛି ତେଣୁ ନିରପେକ୍ଷ ହେବ ବୋଲି ଆଶା ।🙊
31
28
338
@Bhabanijourno
Bhabani Prasad Das🇮🇳
4 years
ଗୋଟେ ଅପ୍ରିୟ ସତ କଥା ପଚାରିବି ???? ଆମ ପୁରୀ ଗଜପତି ରାଜାଙ୍କ ପୁଅ ନାହିଁ । ତେବେ ପରବର୍ତ୍ତୀ ଗଜପତି କିଏ ହେବ ??? ହାତୀ ସୁନାକଳସୀ ନେଇ ବୁଲିବ ନା ତୃତୀୟ ମହଲା ନିଷ୍ପତ୍ତି ନେବ ??😲🤔
70
15
331
@Bhabanijourno
Bhabani Prasad Das🇮🇳
4 years
ରାଜଧାନୀର ବିରଳ ଚିତ୍ର....😍
Tweet media one
12
11
331
@Bhabanijourno
Bhabani Prasad Das🇮🇳
3 years
ବିଗ ବ୍ରେକିଙ୍ଗ.... ଆମ ସଜନା ଗଛ ଭାଙ୍ଗିଲା🤦
Tweet media one
Tweet media two
Tweet media three
Tweet media four
44
4
330
@Bhabanijourno
Bhabani Prasad Das🇮🇳
3 years
ସ୍ୱାସ୍ଥ୍ୟବାନ ସେବାୟତ🙏 #ଜୟଜଗନ୍ନାଥ
Tweet media one
7
9
329
@Bhabanijourno
Bhabani Prasad Das🇮🇳
3 years
କଂଗ୍ରେସର ବନ୍ଦ ପାଇଁ ନ୍ୟାୟପାଳିକା ଯେତେ ତତ୍ପର... ମମିତା ହତ୍ୟା ଘଟଣାରେ ଯଦି ସେତିକି ତତ୍ପରତା ଦେଖେଇଥାନ୍ତେ.......😂😂😂
24
17
329
@Bhabanijourno
Bhabani Prasad Das🇮🇳
3 years
ଗାଡି ପାଇଁ କିସ୍ତି, ଝିଅର ସ୍କୁଲ ଫୀ, ଘର ସଉଦା ଇତ୍ୟାଦି ଯୋଗାଡ଼ କରିବା ପାଇଁ କିଛି ଫଣ୍ଡ ରେଇଜିଙ୍ଗ ୱେବସାଇଟ ଅଛି କି ???? #JustAsking
34
15
319