usd Profile Banner
usd Profile
usd

@usd0705

Followers
4,103
Following
315
Media
3,120
Statuses
11,081

#IISc Alumnus... Ravenshaw.... Sky watcher... #Weather enthusiasts .... Views are purely personal....

Bhubaneswar, ଭଦ୍ରକ
Joined March 2016
Don't wanna be here? Send us removal request.
Explore trending content on Musk Viewer
Pinned Tweet
@usd0705
usd
5 days
Tweet media one
0
2
9
@usd0705
usd
1 year
୨୪ ବର୍ଷ ପରେ... ସେ କଳା ରାତିର ଚିତ୍କାର ସତରେ ଅତି ଭୟଙ୍କର ଥିଲା ..... ସ୍କୁଲ ଛୁଟି ହେବାର ଠିକ ୧୦ ରୁ ୧୫ ମିନିଟ ମଧ୍ୟରେ, ସ୍କୁଲଗେଟ ଠାରୁ ୨୦୦ ରୁ ୩୦୦ ମିଟର ଦୂର ପ୍ରାୟ, ୨୭ ଅକ୍ଟୋବର ୧୯୯୯, ବୁଧୁବାର: ସଦ୍ଦାମ ହୁସେନ ର ଚର୍ଚିତ ଘଟଣାର ଠିକ ଆଲୋଚନା ପରେ ସାଙ୍ଗ ମାନଙ୍କ ମଧ୍ୟରୁ ଜଣେ କହିଲା ରେଡ଼ିଓ କହିଛି 1/6
Tweet media one
27
68
621
@usd0705
usd
5 months
World's largest Parasol( umbrella )built by a German company for Saudi Arabia to protect from heat in open areas. #heatwave
11
85
541
@usd0705
usd
1 year
ଭଦ୍ରକ କଲେଜ ରୁ ବିଶ୍ୱପାଣିପାଗ ସଂସ୍ଥାନ ର ଉପାଧ୍ୟକ୍ଷ୍ୟ.... ଆମେ ଆପଣଙ୍କ ପାଇଁ ଗର୍ବିତ......ଭାରତ ପାଣିପାଗ ବିଭାଗ ର ନୂତନ ପରିଚୟ ଡକ୍ଟର ମୃତ୍ୟଞ୍ଜୟ ମହାପାତ୍ର..... ବିଶ୍ୱ ପାଣିପାଗ ସଂସ୍ଥାନର ଉପାଧ୍ୟକ୍ଷ୍ୟ @Indiametdept @WMO @mcbbsr
Tweet media one
Tweet media two
9
26
438
@usd0705
usd
4 months
My office.....in the blanket of monsoon clouds ପାଣିପାଗବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର .......
Tweet media one
Tweet media two
6
7
378
@usd0705
usd
2 years
Impact of #Cyclone #Asani over #AndhraPradesh . Its about #50km south-southeast of #Machlipatnam
7
29
352
@usd0705
usd
1 year
Dear @kanak_news ଦୟାକରି ଏମିତି ଭୁଲ ତଥ୍ୟ ଦେଇ ଲୋକ ମାନଙ୍କୁ ଭ୍ରମିତ କରନ୍ତୁ ନାହିଁ, ଭାରତ ପାଣିପାଗ ବିଭାଗ କେବଳ ବାତ୍ୟାର ପୂର୍ବାନୁମାନ କରିଛି, 7 ତାରିଖରେ ଲଘୁଚାପ ସୃଷ୍ଟି ହେବାପରେ ସମ୍ଭାବ୍ୟ ଗତିପଥ ଏବଂ ତୀବ୍ରତା ସମ୍ପର୍କିତ ସୂଚନା ପ୍ରଦାନ କରାଯିବ ବୋଲି ଆଜିର ବିଜ୍ଞପ୍ତି ରେ ସୂଚିତ ହୋଇଛି @MousumiMohanty2 @tanaya_p
@kanak_news
Kanak News
1 year
#ବଢିଲା_ବାତ୍ୟା_ସମ୍ଭାବନା ! ମିଆଁମାର ଓ ବାଂଲାଦେଶ ଉପକୂଳ ଅତିକ୍ରମ କରିବା ନେଇ ବିଭିନ୍ନ ମଡେଲଙ୍କ ଆକଳନ । କ୍ରମଶଃ ଏହା ଅତି ଭୀଷଣ ବାତ୍ୟା ପର୍ଯ୍ୟନ୍ତ ଯାଇପାରେ #KanakNews #Odisha #WeatherUpdate
11
18
254
34
21
313
@usd0705
usd
1 year
Proud of you Sir!!!
@WMO
World Meteorological Organization
1 year
Mrutyunjay Mohapatra, director of @Indiametdept has been elected Third Vice-President of WMO at #MeteoWorld . We congratulate all the new office holders.
Tweet media one
125
331
2K
40
26
306
@usd0705
usd
6 months
ପୁରୁଷୋତ୍ତମପୁର ଗଞ୍ଜାମ ରେ ଗତକାଲି କାଳବୈଶାଖୀ ର ଉଗ୍ର ରୂପ
7
18
308
@usd0705
usd
1 year
R u following it? #heatwave
Tweet media one
11
45
282
@usd0705
usd
1 year
5
34
266
@usd0705
usd
2 years
Tweet media one
11
3
270
@usd0705
usd
6 months
ସୂର୍ଯ୍ୟ -----> ଓଡିଶା --------> ପୃଥିବୀ Sun ------->Odisha ---------->Earth ରାଜ୍ୟରେ ବର୍ତ୍ତମାନ ହିଟ ୱେବ ସ୍ତିତି......... #HeatWave #HeatCultre #HeatWave
Tweet media one
20
16
269
@usd0705
usd
6 years
@ashoswai Kyun ke aap chutiye haine
7
7
203
@usd0705
usd
1 year
Tweet media one
11
1
248
@usd0705
usd
1 year
ଇ��� ଠାରୁ ଶସ୍ତା ଖବର ଆଉ କଣ?? Why should action not be taken for spreading such misinformations quoting Met. department ??
53
22
235
@usd0705
usd
2 months
ଯଦି ନଅଙ୍କ ଦୁର୍ଭିକ୍ଷ୍ୟର ସମୟକୁ ଅଙ୍ଗେଲିଭାଇ ଥିବା ଆମର ପୂର୍ବପୁରୁଷମାନେ ଦୁର୍ଭିକ୍ଷ ପରେ କଟକ କଲେଜର ନାମକୁ #ରେଭେନ୍ସା ଚୟନ କରିଥିଲେ , ତେବେ ଏହାର ନାମ ପରିବର୍ତ୍ତନ ପାଇଁ ଭାବିବାରେ କେଉଁ ନୈତିକତା ରହିଛି ?" 2017 ର ଏହି ସମ୍ପର୍କିତ ରେଭେନ୍ସା ର ପୂର୍ବତନ ଛାତ୍ର ଡ. ସୁଧାଂଶୁ ଷଡ଼ଙ୍ଗୀ ଙ୍କର ଏକ ସୁନ୍ଦର ଆଲେଖ୍ୟ
Tweet media one
12
45
234
@usd0705
usd
2 years
ଲଣ୍ଠନର ମିଞ୍ଜିମିଞ୍ଜି ଆଲୁଅରେ ମେଟ୍ରିକ ପରୀକ୍ଷାର ଚାପ, ଆମ୍ବ ବଉଳର ବାସ୍ନା, କୋଇଲିର କୁହୁକୁହୁ ରାବ ଆଉ ମଶାଣିରେ ଲେଲିହାନ ଶିଖାର ଭ୍ରମ ସୃଷ୍ଟିକାରି ରକ୍ତିମ ପଳାଶଫୁଲର ଗୁଚ୍ଛ ହେଉଛି ଋତୁରାଜ ର ରୂପରେଖ ହେଲେ ଆଜି ନା ଅଛି ସେ ବାସ୍ନା ନା ଅଛି ସେ ରଙ୍ଗ; #wmoday ଉପଲକ୍ଷେ ମୋର ସମ୍ପାଦକୀୟ ଲେଖା "ହଜିଛି ବସନ୍ତ" @TheSakala
Tweet media one
12
23
230
@usd0705
usd
1 year
Tweet media one
10
2
225
@usd0705
usd
1 year
Situation right now!!!
Tweet media one
8
17
220
@usd0705
usd
6 months
ଓଡ଼ିଶାରେ ନିଆଁ ବର୍ଷା..... ଜାମ୍ମୁ କାଶ୍ମୀର ରେ ତୁଷାର ବର୍ଷା
11
10
219
@usd0705
usd
2 years
Tweet media one
6
0
201
@usd0705
usd
3 years
#Bhadrak special.... 😋😋
Tweet media one
6
6
192
@usd0705
usd
5 months
ରାଜଧାନୀ ରେ #କାଳବୈଶାଖୀ
4
9
196
@usd0705
usd
2 years
Tweet media one
11
0
186
@usd0705
usd
11 months
The beauty of being a weathermen/weatherwomen is while the whole world is trying to safeguard their lives, being a meteorologist u have to go out to report weather for the safety of our fellow countrymen. #Cyclone #CycloneAlert #MichaungStorm
Tweet media one
Tweet media two
4
17
182
@usd0705
usd
3 years
It took almost #129Yrs to kill the deadness of #Cyclone movement towards Odisha coast, Finally Odisha to witness its first cyclone in the month of December (1891-2020) & #Jawad to be first one in the history to touch feet of #LordJagannath in postmonsson season #CycloneAlert
Tweet media one
3
19
171
@usd0705
usd
6 months
On #5th June 2003 #Titlagarh of Odisha recorded 50.1°C, It is the all time record of highest temperature recorded in Odisha so far.....
7
17
173
@usd0705
usd
5 months
ସାମ୍ପ୍ରତିକ #ପାଣିପାଗ !!! ଦୁଇଦିନ ହେବ ସକାଳୁ ସକାଳୁ ମେଘୁଆ ଆକାଶ, ଦକ୍ଷିଣି ପବନ ଆଶା ଆଶ୍ୱାସନା ଦେଉଛି କି ଆଜି ଗୁଳୁଗୁଳି ରୁ ମୁକ୍ତି ମିଳିବ ହେଲେ, ଦିନ ତମାମ ଅସହ୍ୟ ଗୁଳୁଗୁଳି ନକହିବା ଭଲ ଆଜି କାଲି କାହାକୁ ବି ଭରସା କରିବା କଷ୍ଟ..ନିର୍ବାଚନ ପ୍ରତିଶୃତି ଆଉ ପ୍ରଲୋଭନ କୁ ବି ବଳେଇ ଯାଉଛି, ଏହି ରାଜଧାନୀ ପାଣିପାଗ 🙈🙈
17
5
171
@usd0705
usd
4 years
Tweet media one
8
20
164
@usd0705
usd
5 months
ଦକ୍ଷିଣ-ଆଣ୍ଡାମାନ ଛୁଇଁଲା #ମୌସୁମୀ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଆଜି କୋମରିନ-ମାଲଦୀପ, ଦକ୍ଷିଣ ବଙ୍ଗୋପସାଗର, ନିକୋବର ଏବଂ ଦକ୍ଷିଣ-ଆଣ୍ଡାମାନ ସାଗର ଦ୍ୱୀପ ଅଞ୍ଚଳକୁ ଅଗ୍ରସର ହୋଇଛି l
Tweet media one
4
15
163
@usd0705
usd
3 years
𝗗𝗮𝗿𝗶𝗻𝗴𝗯𝗮𝗱𝗶 𝗿𝗲𝗰𝗼𝗿𝗱𝘀 𝘀𝗲𝗮𝘀𝗼𝗻'𝘀 𝗹𝗼𝘄𝗲𝘀𝘁 𝗺𝗶𝗻𝗶𝗺𝘂𝗺 𝘁𝗲𝗺𝗽𝗲𝗿𝗮𝘁𝘂𝗿𝗲 𝗼𝗳 𝟰°𝗖. Odisha to heal with Chill nights for another 3 to 4 days #WeatherUpdate #weather #WeatherReport @mcbbsr
Tweet media one
0
10
159
@usd0705
usd
1 year
Very dangerous thunderstorms over #Bhubaneswar city
Tweet media one
8
6
157
@usd0705
usd
1 year
Typical monsoon rain.....cloud mass entering from ocean towards land mass
3
12
158
@usd0705
usd
6 months
ରାଜଧାନୀରେ କଳାବୈଶାଖୀ ତାଣ୍ଡବ #Kalbaisakhi
7
9
157
@usd0705
usd
7 months
Just ahead of scorching sun... to beat the heat #HEATCulture #heatwave #Bhubaneswar
Tweet media one
6
2
156
@usd0705
usd
3 years
#CycloneWarning :A low-pressure area over South Thailand & neighborhood, likely to emerge into the AndamanSea during next #12Hrs , will concentrate into a #Depressionen by #2nd & into a #CyclonicStorm over #Central #BayofBengal by #3rd & reach odisha coast by 4th December
Tweet media one
4
14
150
@usd0705
usd
5 months
ସମ୍ଭାବ୍ୟ #ବାତ୍ୟା ର ଗତିପଥ
Tweet media one
Tweet media two
4
12
153
@usd0705
usd
4 months
ରାଜଧାନୀ ରେ ମେଘର ମରୀଚିକା.....ଅସହ୍ୟ ଗରମ ଗୁଳୁଗୁଳି ପରେ ଅପରାହ୍ନ ପରେ ପରେ ବଢୁଛି ବାଦଲ ଆଛାଦନ......
11
0
151
@usd0705
usd
3 years
Two extremely Severe #Cyclonicstorms , creates havoc over east coast of India on same date #12th October in 2consecutive years. #Phailin in 2013 made landfall over #Gopalpur of #Odisha with packing wind speed #215kmph & #Hudhud in 2014, over #Visakhapatnam with wind speed #185kmph
Tweet media one
Tweet media two
2
14
149
@usd0705
usd
2 years
My tryst with a Cyclone... I remembered my first ever encounter with fear "the cyclones". These are the nights when I was in class 8th; Sa-Sa sounds, torrential downpours, the sea all around, literally i felt its the real horror & these are nights of "99 Odisha Super Cyclone"
Tweet media one
10
7
144
@usd0705
usd
6 months
ବାଲେଶ୍ୱର ରେ ଅଗ୍ନି ବର୍ଷା, #46 ଡ଼ିଗ୍ରୀ ଛୁଇଁଲା ତାତି ଆଜି ଦିନ 2ଟା 30 ସୁଦ୍ଧା #46 ଡ଼ିଗ୍ରୀ ତାପମାତ୍ରା ରେକର୍ଡ
Tweet media one
3
5
145
@usd0705
usd
2 years
ଗତ କାଲି ର ବାତ୍ୟା ଆକଳନ ପରେ..... ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି 😜😜😜😂😂😂
13
8
137
@usd0705
usd
5 months
Tweet media one
5
1
141
@usd0705
usd
3 years
Tweet media one
1
11
141
@usd0705
usd
1 year
My Lifeline😍😍😍 @mcbbsr
Tweet media one
3
0
137
@usd0705
usd
4 months
ରାଜଧାନୀ ରେ ବିଜୁଳିଘଡଘଡି ସହ ବର୍ଷା, ଅସହ୍ୟ ଗୁଳୁଗୁଳି ରୁ ସାମାନ୍ୟ ନିସ୍ତାର
8
6
141
@usd0705
usd
2 years
ମେଘୁଆ ଆକାଶ ତଳେ ଚିକ ମିକ ବର୍ଷା ଟୋପା
Tweet media one
2
2
138
@usd0705
usd
2 years
ପଟିଆ ଭୁବନେଶ୍ୱର....... ଘରକୁ ଫେରି ହେଵତ???
Tweet media one
14
4
137
@usd0705
usd
2 years
😍😍
Tweet media one
6
3
137
@usd0705
usd
3 years
Twin Low pressure Systems formed over two limbs of North Indian Ocean, one over #Eastcentral #BayofBengal & other over #Eastcentral #ArabianSea . A wet #Dussehra due to few spells of rain over coastal #Odisha , also heavy rainfall activity likely during #16th & #17th October.
Tweet media one
7
12
133
@usd0705
usd
7 months
ନିଜ ଚତୁର୍ପାଶ୍ୱ ଠାରୁ #ଭୁବନେଶ୍ୱର କାହିଁକି ଉତ୍ତପ୍ତ? ଗତକାଲି ନିଜ ଚତୁରପାର୍ଶ୍ଵ ଅଞ୍ଚଳ ଗୁଡିକ ଠାରୁ ଭୁବନେଶ୍ୱର କାହିଁକି ଅଧିକ ଉତ୍ତପ୍ତ ହୋଇଉଠିଲା , ଏହି ସ୍ପର୍ଶ ମନରେ ଉଙ୍କି ମାରିବା ଏକ ସ୍ୱାଭାବିକ କଥା, କାରଣ କିଛି ଦିନ ଧରି ନୟାଗଡ ସହର ରେ 41°C କିମ୍ବା ଅଧିକ ରେକର୍ଡ ହେଉଥିଲା, 1/7
Tweet media one
7
11
135
@usd0705
usd
3 years
#WeatherUpdate କାଲିଠାରୁ ବଦଳିବ ପାଗ, ଖସିବ ରାତ୍ରି ତାପମାତ୍ରା.... ସ୍ୱାଭାବିକ ହେବ ଶୀତ....
Tweet media one
3
3
130
@usd0705
usd
5 months
ବଙ୍ଗୋପସାଗର ରେ #ବାତ୍ୟା ସମ୍ଭାବନା
Tweet media one
6
9
132
@usd0705
usd
6 months
ଆଜି ଦିନ 2ଟା 30 ସୁଦ୍ଧା ରେକର୍ଡ ତାପମାତ୍ରା ଭୁବନେଶ୍ୱର: 43.6°C ଝାରସୁଗୁଡା: 42.6° ବାଲେଶ୍ୱର: 42.2°C ସମ୍ବଲପୁର: 41.7°C ହୀରାକୁଦ: 41.4°C ଚାନ୍ଦବାଲି: 41.2°C କେନ୍ଦୁଝର: 40.9°C ରାଉରକେଲା: 40.2°C ପାରାଦ୍ୱୀପ: 36.3°C ପୁରୀ : 35°C ଗୋପାଳପୁର: 34.8°C
9
10
130
@usd0705
usd
8 months
କିଏ ଅନୁଭବ କରୁଛି ଜଳବାୟୁ ପରିବର୍ତ୍ତନର କରାଳ ପ୍ରଭାବ କୁ ? ବିକଶିତ ନା ବିକାଶଶିଳ ଦେଶ ? ସମ୍ଭ୍ରାନ୍ତ ନା ଆହାର ଯୋଗାଡକାରୀ କୃଷକ? ନା ପୃଥିବୀକୁ ନୂତନ ଭିତ୍ତି-ପ୍ରସ୍ତରର ଢାଞ୍ଚା ଦେଉଥିବା ଖଟିଖିଆ ଶ୍ରମିକ?
Tweet media one
5
15
121
@usd0705
usd
1 month
Tweet media one
Tweet media two
3
3
124
@usd0705
usd
3 years
New Era for Indian women's hockey Feeling proud...... #IndianHockey #AUSvIND #ChakdeIndia #INDvsAUS
Tweet media one
3
11
115
@usd0705
usd
3 years
#Puri with 329mm rain (Since yesterday 8.30am) has #broken #87years old record of highest #24Hrs rainfall in September. ⏩All time record: 210.8 mm on #20th #September1934 #Bhubaneswar with #193mm broken #63years of record ⏩Previous: 163mm #5thSep1958 #ClimateEmergency
Tweet media one
1
21
119
@usd0705
usd
6 months
ମନୁଷ୍ୟକୃତ କାର୍ଯ୍ୟ ଜଳବାୟୁ ପରିବର୍ତ୍ତନ କୁ ତ୍ୱରାନ୍ୱିତ କରିଛି | ଫଳସ୍ୱରୂପ ବିଶ୍ୱତାପନ ର ବୃଦ୍ଧି ସହ ଗ୍ରୀଷ୍ମପ୍ରବାହ ର ବାରମ୍ବାରତା ଏବଂ ଅବଧି ବୃଦ୍ଧି ପାଇବାରେ ଲାଗିଛି l ଏହି ପରିବର୍ତ୍ତନ ସହ ଜଡିତ ବିପଦର ମୁକାବିଲା ପାଇଁ ଅପ୍ରସ୍ତୁତି ଅର୍ଥ....... ମୃତ୍ୟୁକୁ ନିମନ୍ତ୍ରଣ @SakalaNews ର ପ୍ରକାଶିତ ମୋର ଏକ ପ୍ରଚେଷ୍ଟା
Tweet media one
Tweet media two
3
13
121
@usd0705
usd
4 months
A person who never made a mistake never tried anything new. #4thofJuly #cycling #MorningVibes
Tweet media one
4
2
121
@usd0705
usd
3 years
My view in @TheSakala on recent changes in frequency of Cyclones over North Indian Ocean & #Odisha likely to face more intence cyclones in future due to rise Ocean Surface temperature
Tweet media one
3
9
117
@usd0705
usd
4 months
Saving birds from #heatwaves
1
8
118
@usd0705
usd
5 months
Tweet media one
1
4
117
@usd0705
usd
1 year
ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରାକମୌସୁମୀ ବର୍ଷା ଜାରି
Tweet media one
@usd0705
usd
1 year
ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ!!
Tweet media one
2
0
33
2
1
112
@usd0705
usd
7 months
ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ସୃଷ୍ଟିହୋଇଥିବା ନିମ୍ନଚାପ ରେଖା ସହ ଜଡିତ ପଶ୍ଚିମା-ଶୁଷ୍କବାୟୁ ସହ ବଙ୍ଗୋପସାଗର ଅଞ୍ଚଳରୁ ଗୁରୁଚାପ ବଳୟ ପ୍ରଭାବରେ #ସୂଚିତଚିତ୍ର: ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ପଶ୍ଚିମାବାୟୁ ସ୍ରୋତରେ ସୃଷ୍ଟିହୋଇଥିବା ନିମ୍ନଚାପ ରେଖା (ଲାଲ ଚିହ୍ନିତ ରେଖା)
Tweet media one
5
2
117
@usd0705
usd
2 years
Scenic beauty in the sky
Tweet media one
6
7
115
@usd0705
usd
6 months
ଗତକାଲି ଠାରୁ ଆଜି ଭୁବନେଶ୍ୱର ରେ ପାଣିପାଗ ସ୍ତିତି ଅଧିକ ଅସ୍ୱାଭାବିକ ( ଦିନ 11ଟା 30ସୁଦ୍ଧା ) ଗତକାଲି ତାପମାତ୍ରା 41.2°C, ଆଦ୍ରତା: 44% ଅନୁଭୂତ ତାପମାତ୍ରା: 54°C (Heat index) ଆଜି ତାପମାତ୍ରା 38°C, ଆଦ୍ରତା : 60% ଅନୁଭୂତ ତାପମାତ୍ରା : 55°C (Heat index)
Tweet media one
2
3
116
@usd0705
usd
3 years
#PalatDe Impossible says I'm possible..... Nothing can stop you from achieving your dreams.. Absolutely.. Nothing #PalatDe
5
13
110
@usd0705
usd
6 months
ରାଜଧାନୀ ରେ କଳାବୈଶାଖୀ ବର୍ଷାର ପୂର୍ବାଭାସ
Tweet media one
4
1
112
@usd0705
usd
1 year
ରାତି 10ଟା ତାପମାତ୍ରା 29.7°C ଆଉ ଆଦ୍ରତା 99%......ରାଜଧାନୀ ରେ ପ୍ରାକୃତିକ ଉପାୟରେ ବଞ୍ଚିବା କଷ୍ଟ ଲାଗୁଛି, ବୁଝି ହେଉନି ସମ୍ବେଦନଶୀଳତା କମୁଛି ନା ଅସୁରକ୍ଷିତତା ବୃଦ୍ଧି ପାଇଛି...... ଆଜିକାଲି ଏ ଗୁଳୁଗୁଳି କୁ ପ୍ରାକୃତିକ ଉପାୟରେ ମୁକାବିଲା କରିବା ଅସମ୍ଭବ ଲାଗିଲାଣି |
Tweet media one
11
7
111
@usd0705
usd
2 years
My University..... My Hostel..... Feeling #Nostalgic #Ravenshaw Ek ehsaas...!!!!
Tweet media one
Tweet media two
Tweet media three
Tweet media four
1
3
110
@usd0705
usd
6 months
ତାତିରେ ବ୍ରେକ!! ଆଜି ପଶ୍ଚିମ ଓଡ଼ିଶା ତଥା ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡିକରେ ବିଭିନ୍ନ ଅଞ୍ଚଳରେ ବାଦଲ ଆଛାଦାନ ବୃଦ୍ଧିପାଇଥିବ ବେଳେ ପୂର୍ବାନୁମାନ ଅନୁଯାୟୀ ଆଗାମୀ 3 ରୁ 4 ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦିନ ତାପମାତ୍ରାରେ 4 ରୁ 6 ଡ଼ିଗ୍ରୀ ଯାଏଁ ହ୍ରାସ ସମ୍ଭାବନା ରହିଛି
Tweet media one
5
4
109
@usd0705
usd
2 years
#Asani & #Karim Twin cyclones on either side of Equator As captured by model #AsaniCyclone #CycloneAsani #CycloneUpdate
2
22
106
@usd0705
usd
1 year
ଯେମିତି ଗରମ ହେଉଛି...ଗାଧୋଇବାର ଅଭିପ୍ରାୟ କୁ ପ୍ରତିମୁହୂର୍ତ୍ତ ରେ ଏହି ଗୁଳୁଗୁଳି ପୂରଣ କରିଦେଉଛି..... ଲାଗୁଛି ରାଜ୍ୟରେ ରଜ ପାଳନ ହେଉନି.... ବରଂ ଗତ ଦୁଇଦିନ ହେଲା ଜ୍ଵର ପାଳନ ହେଉଛି
Tweet media one
8
2
107
@usd0705
usd
1 year
ଉଷ୍ମ-ଦୀପପୁଞ୍ଜ ପାଲୁଟୁଛିକି ରାଜଧାନୀ ଭୁବନେଶ୍ୱର?? ଉଷ୍ମ-ଦ୍ୱୀପପୁଞ୍ଜ ହେଉଛି ସହରୀକରଣ କ୍ଷେତ୍ର ଯାହାକି ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଅପେକ୍ଷା ଅଧିକ ତାପମାତ୍ରା ଅନୁଭବ କରେ | କଂକ୍ରିଟ ବିଲ୍ଡିଂ, ସଡ଼କ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଭଳି ସଂରଚନା ସୂର୍ଯ୍ୟକିରଣର ଉତ୍ତାପକୁ ଜଙ୍ଗଲ ଏବଂ ଜଳଜଳ ପରି ପ୍ରାକୃତିକ ଦୃଶ୍ୟଠାରୁ ତୁଳନାରେ
Tweet media one
Tweet media two
4
17
106
@usd0705
usd
3 years
Tweet media one
2
2
108
@usd0705
usd
1 year
ଆଉ ଅନେକ ଅବ୍ୟକ୍ତ ବ୍ୟଥା | ୨୪ ବର୍ଷ ପରେ ବି ସେ କଳା ରାତି, ସେ ପବନର ସୁଉଁ- ସୁଉଁ ଶବ୍ଦ ,ସେ ବର୍ଷାର ଗର୍ଜନ ସତରେ ଭୟଙ୍କର ଥିଲା ସେ ରାତିର ଭାବନାରେ ଏବେବି ଶିହରଣ ଖେଳେ, ସେ କଳା ରାତିର ଚିତ୍କାର ସତରେ ଅତି ଭୟଙ୍କର ଥିଲା | 6/6
8
2
107
@usd0705
usd
26 days
ଆରମ୍ଭ ହେଲା #ମୌସୁମୀର #ପ୍ରତ୍ୟାବର୍ତନ ପ୍ରକ୍ରିୟା ସ୍ୱାଭାବିକ ତାରିଖ #୧୭ସେପ୍ଟେମ୍ବର ବଦଳରେ ଆଜି ଠାରୁ #ପଶ୍ଚିମରାଜସ୍ଥାନ ଏବଂ କଚ୍ଛ ର କିଛି ଅଞ୍ଚଳରୁ ଆଜି #ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି Southwest monsoon has #withdrawn from some parts of West Rajasthan & Kachchh, today
Tweet media one
2
5
106
@usd0705
usd
5 months
😍😍
Tweet media one
8
3
106
@usd0705
usd
1 year
Destruction #CycloneMocha
5
10
100
@usd0705
usd
3 years
ବଙ୍ଗୋପସାଗର ଏବଂ ଦେଶର ଚରମ ଦକ୍ଷିଣ ଭାଗରେ ବାୟୁମଣ୍ଡଳର ନିମ୍ନ ସ୍ତରରେ ଧୀରେ ଧୀରେ ଉତ୍ତର-ପୁରୁବା ବାୟୁ ସକ୍ରିୟ ହେବା ସହ, ଦକ୍ଷିଣ ମୌସୁମୀ ବାୟୁ #୨୬ଅକ୍ଟୋବର ବେଳକୁ ସମଗ୍ର ଦେଶରୁ ପ୍ରତ୍ୟାହାର ହେବାର ସମ୍ଭାବନା ସହ ଏହି ସମୟରେ #ଉତ୍ତର-#ପୂର୍ବ #ମୌସୁମୀ ବାୟୁ ଭାରତର ଦକ୍ଷିଣ ଭାଗ ଉପରେ ସକ୍ରିୟ ହେବାର ସମ୍ଭାବନା ରହିଛି |
Tweet media one
3
6
101
@usd0705
usd
5 months
କେରଳ ଉପକୂଳ ଛୁଇଁଲା #ଦକ୍ଷିଣପଶ୍ଚିମ #ମୌସୁମୀ ବାୟୁ , ସ୍ୱଭାବିକ ତାରିଖ ୧ ଜୁନ ର ଦୁଇ ଦିନ ଆଗରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି, #୩୦ମଇ ୨୦୨୪ ରେ ଭାରତ ମୁଖ୍ୟ ଭୂଖଣ୍ଡ ମଧ୍ୟକୁ ଆଜି କେରଳ ଉପକୂଳ ଠାରେ ପ୍ରବେଶ କରିଛି |
Tweet media one
3
9
103
@usd0705
usd
11 months
କୋହଲା ପାଗ ପରେ ତଳମୁହାଁ ରାତ୍ରି ତାପମାତ୍ରା
Tweet media one
1
1
102
@usd0705
usd
3 years
#1999Odisha Super cyclone: #Storm stalled about #48km inland for #36Hrs without weakening quickly for well over #36Hrs is quite unique. As the storm stalled near the coast instead lack of open water, it managed to retain its intensity due to the presence of moist coastal winds.
Tweet media one
Tweet media two
1
6
101
@usd0705
usd
5 months
ରାଜଧାନୀ ରେ light & sound show...... କାଳବୈଶାଖୀ ତାଣ୍ଡବ...
Tweet media one
7
1
101
@usd0705
usd
6 months
ପୃଥିବୀର ପ୍ରଥମ #10 ଟି ଉତ୍ତପ୍ତ ସହର ମଧ୍ୟରେ #ବାରିପଦା ଦ୍ୱିତୀୟ, #ବାଲେଶ୍ୱର ତୃତୀୟ ଏବଂ #ଭୁବନେଶ୍ୱର 10ମ ଉତ୍ତପ୍ତ ସହର Source: #Ogimet
Tweet media one
2
11
100
@usd0705
usd
3 years
9 ରୁ 10 ତାରିଖ ପୁଣି ଓଡିଶା ରେ ପଶ୍ଚିମା ଝଡ଼ ର ପ୍ରଭାବ....
4
7
100
@usd0705
usd
3 years
ଓଡିଶା ଉପରେ #ଲଘୁଚାପ ପ୍ରଭାବରେ କିଛି ଅଞ୍ଚଳରେ ବର୍ଷା ସହ, ଦୈତ୍ୟ ସହର #ଭୁବନେଶ୍ୱର ଏବଂ #କଟକ ରେ କିଛି ଅଞ୍ଚଳରେ ବର୍ଷା ଲାଗିରହିଛି |
Tweet media one
Tweet media two
2
4
101
@usd0705
usd
3 years
Satellite image shows #cloud patches over some coastal & interior districts of #Odisha as on today, #27th December. Under the influence of western disturbance there is possibility of light rain over some coastal & interior districts of Odisha during next #24Hrs .
Tweet media one
1
3
102
@usd0705
usd
6 months
ଜାରିରହିବ #ଗ୍ରୀଷ୍ମପ୍ରବାହ: ବିସ୍ତାରିତ ପରିସର ଆକଳନ ଅନୁଯାୟୀ ରାଜ୍ୟରେ ଆଗାମୀ 2 ସପ୍ତାହ ଯାଏଁ ଗ୍ରୀଷ୍ମପ୍ରବାହ ପରିସ୍ତିତି ଲାଗିରହିବାର ସମ୍ଭାବନା ରହିଛି l ପ୍ରଥମ ସପ୍ତାହରେ ସମ୍ଭାବନା 68 ରୁ 100% ଥିବାବେଳେ ଦ୍ୱିତୀୟ ସପ୍ତାହ ବେଳକୁ ଗ୍ରୀଷ୍ମପ୍ରବାହ ନିମନ୍ତେ ମଧ୍ୟମ ଧରଣର ସମ୍ଭାବନା ସହ 34 ରୁ 67% ସମ୍ଭାବନା ରହିଛି |
Tweet media one
3
10
102
@usd0705
usd
6 months
Top 10 hottest cities in World #Baripada of #Odisha in #2nd position #Balasore 3rd & #Bhubaneswar 10th Source: #Ogimet
Tweet media one
4
21
100
@usd0705
usd
1 year
କିଛି ଗଣମାଧ୍ୟମରେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଦଶହରା ଫିକା ନେଇ ପ୍ରକାଶ ପାଇଥିବା ସୂଚନା ବିଭାଗ ତରଫରୁ ଜାରିହୋଇନାହିଁ l ତେଣୁ ଏପରି ସୂଚନା ଠାରୁ ଦୁରେଇ ରୁହନ୍ତୁ Link:
8
15
99
@usd0705
usd
5 months
Some people will only love as much as they can use you. Their loyalty only ends where the benefits stop....
Tweet media one
6
8
101
@usd0705
usd
3 years
Depression intensified into #DeepDepression over #westcentral adjoining #southeast Bay of Bengal at 0530 IST of 3rd Dec 2021 . Very likely to intensify into a #CyclonicStorm during next #12hours & reach north Andhra Pradesh-Odisha coast by tomoorrow moring.
Tweet media one
2
8
98
@usd0705
usd
6 months
ଆଜି ଦିନ 11ଟା 30 ସୁଦ୍ଧା ରେକର୍ଡ ତାପମାତ୍ରା ଭୁବନେଶ୍ୱର: 40.6°C ବାଲେଶ୍ୱର: 40.6°C ଚାନ୍ଦବାଲି: 40°C ଝାରସୁଗୁଡା:40°C ସମ୍ବଲପୁର: 39.7°C କେନ୍ଦୁଝର: 39°C ହୀରାକୁଦ: 38.6°C ରାଉରକେଲା: 37.9°C ଗୋପାଳପୁର:35.1°C ପୁରୀ: 34.5°C ପାରାଦ୍ୱୀପ: 34.5°C @mcbbsr
10
6
100
@usd0705
usd
3 years
Tweet media one
1
2
99
@usd0705
usd
6 months
ଆକାଶରୁ ନିଆଁ ବର୍ଷା!!! #ବାରିପଦାରେ ଅଗ୍ନି ବର୍ଷା ରେକର୍ଡ ହେଲା ସର୍ବୋଚ୍ଚ ଦିନ ତାପମାତ୍ରା 46.4°C ରେକର୍ଡ ହୋଇଥିବା 46.4°C ହେଉଛି ବାରିପଦାର ସର୍ବକାଳୀନ ରେକର୍ଡ ଏହା ପୂର୍ବରୁ 21 ଅପ୍ରେଲ 2010 ରେ ସର୍ବୋଚ୍ଚ ଦିନତାପମାତ୍ର 46.1°C ରେକର୍ଡ କରାଯାଇଥିଲା #HEATCulture #HeatWave
Tweet media one
2
10
99