ନିଧି ଅଜା
@nidhi_budha
Followers
25K
Following
67K
Statuses
47K
ଆମର କୌଣସି ବ୍ରାଞ୍ଚ୍ ନାହିଁ । ନକଲି ପ୍ରତି ସାବଧାନ ।
ଓଡ଼ିଶା
Joined April 2012
@narayanatweets ଆପଣ ଥରେ ଲେଖିଥିଲେ ବୋଧେ ଏ ବିଷୟରେ ।
#୯ମ, #୧୦ମ_ପିଲାଙ୍କୁ_ମଧ୍ୟାହ୍ନ_ଭୋଜନ -୯ମ ଓ ୧୦ମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ -କଟକରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ #CM #MohanMajhi #MiddayMeal #OTV
1
0
1
@de_moaned ଗୋଟେ parody account କେହି ଜଣେ ଖୋଲିଛି ନେହେରୁଙ୍କ ନାଁ ରେ । ଯଦିଓ politically inclined handle, କିନ୍ତୁ sarcasm ଗୁଡା ଉଚ୍ଚକୋଟୀର ।
1
0
1
ଏତେ ବର୍ଷ ବଞ୍ଚି ଜଣେ କଣ କରିବ ! କମ୍ପାନୀ/ସରକାର ତ ଚାକିରୀରୁ ଅବସର ଦେଇ ବସେଇ ଦେବେ 58/60 ବର୍ଷରେ । ବ୍ୟକ୍ତିଗତ ଅସ୍ମିତା ବିପଦରେ ପଡିଯିବ ।
ଶହେ ବର୍ଷ ବଞ୍ଚିବାର ଫର୍ମୁଲା | Life 360 With Padma Charan Nayak | News Room | via @YouTube
0
0
7
@Sahu2004 ରୋହିତ ଶତକ ସହ ଭାରତ ବିଜୟୀ ହେବା ଘଟଣାଟିକୁ ଗୌଣ କରିଦେଲା । କିନ୍ତୁ ସମସ୍ୟାଟିକୁ ଗୁରୁତ୍ୱର ସହ ନେବା କଥା ।
1
0
1