SangitaSethy Profile Banner
Er.Sushree Sangita#ଜୟ⭕❕⭕ ଜଗନ୍ନାଥ Profile
Er.Sushree Sangita#ଜୟ⭕❕⭕ ଜଗନ୍ନାଥ

@SangitaSethy

Followers
16K
Following
133K
Statuses
91K

ଗୋଟେ ପରିଚୟ ମୁଁ ଓଡ଼ିଆ। ମୋ ଜଗନ୍ନାଥ ମୋ ପରିଚୟ। ମତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ଜୟ ମା ବିରଜା ।🇮🇳 Born to win.💪

ଯାଜପୁର, ବିରଜାକ୍ଷେତ୍ର ।
Joined November 2018
Don't wanna be here? Send us removal request.
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
5 years
ମୁଁ ଓଡ଼ିଆ । This song is written by me and also composed by me... Please watch and give your valuable comment ... Thank you ...🙏🙏🙏🙏
223
43
1K
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
9 minutes
ମୋର ବି ଆସିଗଲା। 😍 Website-
Tweet media one
@Silent_bt_Vio
Tappu
7 days
@Drakshays ଭାଇ ବହୁତ୍ ବହୁତ୍ ଧନ୍ୟବାଦ୍, ଆପଣଙ୍କ ପୋଷ୍ଟ ଦେଖି କି ମୁଁ ବି ମଗେଇଦେଲି....ବହୁତ୍ ସୁନ୍ଦର୍ ହେଇଛି... ଧନ୍ୟବାଦ୍ #Coverzilla
Tweet media one
Tweet media two
0
0
2
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
38 minutes
@preeti_jenny_ ଶୁଭେଚ୍ଛା 💐💐💐
0
0
0
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 hours
ଫଗୁଣ ଜହ୍ନ 😍
Tweet media one
1
0
18
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
5 hours
@BeautyOfOdisha2 ମୁଁ ତ ଦେଖିନି ଏ ଫୁଲ। ନାମ ଆଉ ଫୁଲ ପ୍ରଥମଥର ଶୁଣୁଛି ଆଉ ଦେଖୁଛି।
0
0
0
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
5 hours
@GumnaamPal @ssgapu22 ହଁ। 😊
0
0
0
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
5 hours
@Fishcosian @BeautyOfOdisha2 @Manaswiini ମୁଁ ତ ମୂଳରୁ ଦେଖିନି ଏ ଫୁଲ ଆମ ଅଞ୍ଚଳରେ।
0
0
0
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
22 hours
@BinayakSahoo ଠିକ୍ ଠିକ୍ ସବୁ ଦୋଷ BCCI ର।
1
0
1
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
22 hours
@Odiapuo ବ୍ରହ୍ମ ଜଳୁଛି ଦେଖିଲେ ଏଗୁଡ଼ାଙ୍କୁ।
0
0
1
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
22 hours
ସେ ସୋ'ରେ ଯେତିକ ଫାଜିଲ୍ ବସିଥିଲେ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର୍ ୟା ସମେତ। କେମିତି ବଡ଼ ହେଇଛନ୍ତି କେଜାଣି ବିନା ସଭ୍ୟତା, ସଂସ୍କାରରେ। ବେମୁରିବା କୁହନ୍ତି ଗାଆଁରେ ଏଭଳି ପିଲାଙ୍କୁ।
@JaikyYadav16
Jaiky Yadav
1 day
इस लड़की पर कार्रवाई होनी चाहिए या नहीं?
Tweet media one
1
0
2
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
23 hours
TPNODL Like! 🥴
1
0
3
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
23 hours
0
0
0
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
23 hours
@smashru197 @AbujhaPua ଭାଇଙ୍କ ��ାମ ଇଏ!
1
1
1
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
23 hours
@ChinmayaR_ ବଢ଼ିଆ ହେଇଛି
0
0
0
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
23 hours
@listenjasbir ମାଡ଼ ଅଭାବରୁ ଏମିତି ବେମୁରିବା ହେଇଛନ୍ତି।
0
0
0
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
23 hours
@Rakeshkumarray8 @cricket_odisha @sports_odisha ଲାଇଟ୍ ନାଁ ଟା ଆଉ ନନେଲେ ହେବନି! ବହୁତ୍ ଲଜ୍ଜା ପାଇ ସାରିଲୁଣି! ଥାଉ ସେତିକି
1
0
1
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
1 day
ଖରାଦିନ ପାୱାର କଟ ହେଇଥିଲା। ଆମ ଓଡ଼ିଶାରେ ଏମିତି ହୁଏ! 😓
@kanak_news
Kanak News
2 days
#ବାରବାଟୀରେ_ବିଭ୍ରାଟ ପୁଣି ଓଡ଼ିଶା ମୁଣ୍ଡରେ କଳଙ୍ଗ ବୋଳିଲା ଓସିଏ: ଲିଭିଗଲା ଫ୍ଲଡ ଲାଇଟ୍, ପ୍ରାୟ ୨୫ ମିନିଟ୍ ଅନ୍ଧାର ପରେ ଖେଳ ଆରମ୍ଭ #Barabati #Cuttack #Odisha #KanakNews
0
0
4