GumnaamPal Profile Banner
likhnewala✍️ Profile
likhnewala✍️

@GumnaamPal

Followers
929
Following
12K
Statuses
10K

ସୌମ୍ୟସାମର୍ଥ୍ୟ pensive pal https://t.co/yKbabZNpcb

ODISHA
Joined December 2019
Don't wanna be here? Send us removal request.
@GumnaamPal
likhnewala✍️
4 years
ଅନୁଜ,ଅଗ୍ରଜ ବା ସମବୟସ୍କ,ନିଜ ଶୈଳୀ ମାଧ୍ୟମେ ନୂଆ ଉପାୟେ ଜୀଇଁବାର ପ୍ରେରଣା ଯୋଗାଉଥିବା, ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆଜି ପରି ଦିନରେ ଏଇ ଛୋଟ ଉପହାରଟିଏ 🌼 @ssgapu22 @FTYTY @MisrNaresh @jp_mohapatra @AbujhaPua @nidhi_budha @srrashmi1 @OdiaToka5 @SahooParsu43 @The_Chhamu @odiamelody @ChandrakantiPr3
Tweet media one
9
11
119
@GumnaamPal
likhnewala✍️
47 minutes
@JilSonali @ssgapu22 #SangChi ଙ୍କ ଜୋତା ଦେଖି ମୁଁ ବି ପାଦ ଥାପିଦେଲି ମଞ୍ଚରେ 😊 ପ୍ରତିବାର, ଆପଣଙ୍କ ନିରୀକ୍ଷଣ ଶକ୍ତି ଆଗେ ନତମସ୍ତକ 🧿
0
0
0
@GumnaamPal
likhnewala✍️
49 minutes
@SangitaSethy @ssgapu22 ଯେବେ ଆପଣଙ୍କର ଭେଟ ହେବ ସଂଗ୍ରାମ ଭାଇଙ୍କ ସହ, ଆପଣ ମିଠା ନେଇନେବେ ତାଙ୍କ ଠାରୁ 😊🤭
1
0
1
@GumnaamPal
likhnewala✍️
1 day
@JilSonali ଓଡ଼ିଆ ଖାଦ୍ୟ ଖୁଏଇବା ଆବଶ୍ୟକ ଏ ସଭିଙ୍କୁ, ପ୍ରତିବାର 😊
0
0
1
@GumnaamPal
likhnewala✍️
1 day
@Viswanath507480 @GALPAKABITA ଖୁବ୍ ଭଲ ଲାଗିଲା ସାର୍ ଆପଣଙ୍କ ସହ ଓ ହିମାଂଶୁ ଭାଇଙ୍କ ସହ ଦେଖା ହେଇ । ଲାଗିଲା କି ଘରଠୁଁ ବାହାରେ ବି ଗୁରୁଜନଙ୍କ ହାତ ରହିଛି ମଥା ଉପରେ, ଆଉ ଗ୍ରହଣୀୟତା ରହିଛି ଅନ୍ତରେ । ପ୍ରଣାମ ନେବେ ☺️🙏🏼
1
0
2
@GumnaamPal
likhnewala✍️
3 days
@itzchampak ଭାଇ 😊🙏🏼
0
0
1
@GumnaamPal
likhnewala✍️
4 days
@JilSonali ଏଇ ପ୍ରସ୍ତାବ ମୁଁ ମୋ ବନ୍ଧୁମାନଙ୍କୁ ବର୍ଷେ ଧରି ଦେଇଆସୁଚି । ଏଥିରେ ଘରର ମାଆମାନେ ବେଶି ଖୁସି ହେଇଯିବେ ।
1
0
2
@GumnaamPal
likhnewala✍️
5 days
#ପୁରୁଷ ର ଭାଗରେ ଅନ୍ତତଃ ଆଶ୍ୱସ୍ତିର ହସଟିଏ ଯୋଡ଼ିହେଇ ରହିଥାଉ ସଦା, ଏତିକି କାମନା 🧿 ଆପଣଙ୍କୁ ଆନ୍ତରିକ କୃତଜ୍ଞତା @JilSonali ମହୋଦୟା ✨
@JilSonali
ସୋନାଲି Jil
7 days
ବାଲେଶ୍ବର ମାଟି ରେ ଲେଖନୀ କଳା ରହିଛି. #ପୁରୁଷ 🧿 ସୌମ୍ୟ ତୁମ ର ଛୋଟ fan ମୁଁ✨️
Tweet media one
1
0
5
@GumnaamPal
likhnewala✍️
5 days
@GALPAKABITA ଭାଇ, ତପସ୍ୟା ମଣିଷଙ୍କ ପସନ୍ଦର ତାଲିକାରେ ସ୍ଥାନ ପାଇବାରୁ ସଦା ବଞ୍ଚିତ ରହିଆସିଛି । ତେଣୁ ସେଇ ତପସ୍ୟାର ଆଶା #ପୁରୁଷ କୁ ଦୁର୍ବଳ କରିନଦେଉ , ଏତିକି କାମନା 🧿 ପ୍ରଣାମ ଅର୍ପିଲି ଭାଇ 🙏🏼
0
0
1
@GumnaamPal
likhnewala✍️
5 days
@A920118D #ପୁରୁଷ କୁ ତା' ଭାଗର ସୁଖତକ ମିଳୁଥାଉ ଅନ୍ତତଃ 🧿
0
0
1
@GumnaamPal
likhnewala✍️
5 days
@surya8763 ଅନେକ ଧନ୍ୟବାଦ୍ 🌼
0
0
1
@GumnaamPal
likhnewala✍️
5 days
@AAvilipsa ଧନ୍ୟବାଦ୍ ଅଶେଷ 🌱
0
0
1
@GumnaamPal
likhnewala✍️
5 days
@Prasanti268 #ପୁରୁଷ ର ଭାଗ୍ୟରେ ଶାନ୍ତିର ନିଦ ଟିକକ ରହୁ ଅନ୍ତତଃ 🧿 ପ୍ରଣାମ ଅର୍ପିଲି 🙏🏼
1
0
1
@GumnaamPal
likhnewala✍️
5 days
@IAMTHESS4 #ପୁରୁଷ ଟିଏର ମନରେ ଆଜିର ଯୁଗରେ ନାରୀ ପ୍ରତି ସମ୍ମାନ ଠାରୁ ଭ�� ଅଧିକ ହିଁ ରହିଛି । ଆଉ ଯେଉଁଠି ଭୟ ରହିଛି ସେଇଠି ହୁଏତ ସେଇ ଭୟ ହିଁ ସମ୍ମାନ ପ୍ରଦାନର କାମ କରେ । ତେଣୁ ସେ ଦୃଷ୍ଟିରୁ ଆପଣ ନିଶ୍ଚିନ୍ତ ରହିପାରନ୍ତି । ଧନ୍ୟବାଦ୍ ଅଶେଷ 🌼
0
0
0
@GumnaamPal
likhnewala✍️
5 days
@gopa_523 #ପୁରୁଷ ପାଇଁକି ପ୍ରତିଟି ମନରୁ ପ୍ରାପ୍ୟ ସୁଖତକ ପ୍ରତିଦିନ ମିଳୁଥାଉ 🧿 ଅଶେଷ ଧନ୍ୟବାଦ ଅର୍ପିଲି ❣️
0
0
1
@GumnaamPal
likhnewala✍️
5 days
@Bvu07 ଅଶେଷ ଧନ୍ୟବାଦ୍ ଅର୍ପିଲି 🌼
0
0
1
@GumnaamPal
likhnewala✍️
5 days
@RajGeetismita ଅସଂଖ୍ୟ ଧନ୍ୟବାଦ୍ ଅର୍ପିଲି 😊
0
0
0
@GumnaamPal
likhnewala✍️
5 days
@TheHidden_Rasia ନିର୍ବାକ ହେବାଟା ହିଁ ସାର ହେଲା କବି ❤️ ତୁମ ସୃଜନ ସଦା ଶ୍ରେଷ୍ଠତ୍ଵ ଲଭୁଥାଉ 🧿 #ପୁରୁଷ ହସୁଥାଉ । ଖୁସିରେ ରହୁଥାଉ ।
0
0
0
@GumnaamPal
likhnewala✍️
5 days
@syama143 ଆପଣଙ୍କୁ ଅଶେଷ ଧନ୍ୟବାଦ 🌼
0
0
0