Pratyusini Jena Profile Banner
Pratyusini Jena Profile
Pratyusini Jena

@preeti_jenny_

Followers
43,220
Following
431
Media
2,230
Statuses
32,494

ଚିତ୍ର ରେ ସ୍ବପ୍ନ ଦେଖୁଥିବା ମଣିଷ ଟିଏ, ତୂଳୀ କୁ ସଙ୍ଗିନୀ ସଜାଉଥିବା ଶିଳ୍ପୀ ଟିଏ !!! 🖌️🎨👩🏻‍🎨♥️

ବାଲେଶ୍ୱର💝
Joined March 2020
Don't wanna be here? Send us removal request.
Explore trending content on Musk Viewer
Pinned Tweet
@preeti_jenny_
Pratyusini Jena
2 years
ଆଜି ର ସମ୍ବାଦ ରେ ପ୍ରକାଶିତ😊 ମୋ କଳା ତରଫ ରୁ ମୋ ପାଇଁ ଉପହାର 😍💞
Tweet media one
315
59
2K
@preeti_jenny_
Pratyusini Jena
4 years
ବହୁତ ଦିନ ପରେ ସମୟ ଟିକେ ପାଇଲି 😇😇କଳା ପେନ ରେ ଗାରେଇ ପକେଇଲି l ସାଆନ୍ତେ ଙ୍କୁ ଆଙ୍କିଦେଲି ଶ୍ରୀମନ୍ଦିର ସହିତ 💓💓ଚଳିବ ତ ଚିତ୍ରଟା ??? 😍😍😇😇
Tweet media one
Tweet media two
Tweet media three
492
112
3K
@preeti_jenny_
Pratyusini Jena
3 years
Shri Krishna Govind Hare Murari, Hey Nath Narayan Vasudeva🙏 Pitu Maat Swami Sakha Humare Hey Nath Narayan Vasudeva🙏 #MyArt ❣️ ଲକଡାଉନ ର ଦ୍ଵିତୀୟ ଲହର ରେ ମୋର ଦ୍ଵିତୀୟ ଚିତ୍ର... କିପରି ହୋଇଛି ନିଜ ମତାମତ ନିଶ୍ଚୟ ଜଣେଇବେ 😊🙏
Tweet media one
Tweet media two
Tweet media three
524
79
3K
@preeti_jenny_
Pratyusini Jena
3 years
Tweet media one
268
40
2K
@preeti_jenny_
Pratyusini Jena
4 years
ଆଜ୍ଞା ଏଇଟା କଉ ଉଟି ମନାଲି କୁ ଯିବା ରାସ୍ତା ନୁହେଁ l ଏଇଟା ମୋ କର୍ମଭୂମି କୋରାପୁଟ ଭିତର ରାସ୍ତା l 💖💖😍😍ଏଇଥିପାଇଁ ତ ନିଜ ମାଟି ବାଲେଶ୍ୱର ରୁ ମତେ ଏଇ କୋରାପୁଟ ମାଟି ଭଲ ଲାଗେ ☺️☺️ଏହା ସୁନ୍ଦର ନୁହେଁ କି ???
240
56
2K
@preeti_jenny_
Pratyusini Jena
2 years
💚💙
Tweet media one
272
34
2K
@preeti_jenny_
Pratyusini Jena
4 years
କାଲି ଜନ୍ମଦିନରେ ବାପା ମତେ ବହୁତ ସମୟ ଯାଏ wish କରିନଥିଲେ l ବହୁତ ଭାବିବା ପରେ ସାହସ ଜୁଟେଇ ପଚାରିଲି "ବାପା,ସବୁ ମୋ ଜନ୍ମଦିନରେ wish କଲେ,ଏଯାଏଁ ତୁମେକାଇଁ କଲନି ତ!" ବାପା କହିଲେ "ତୁ ଆଗ ଆମକୁ wish କରିବା କଥା,ତୋ ସହିତ ଆଜି ଦିନରେ ଆମେ ବି ନୂଆଜନ୍ମ ପାଇଥିଲୁ, ଆଗରୁ ଆମେ ସବୁ ଥିଲୁ, କିନ୍ତୁ ତୋ ଜନ୍ମ ପରେ ଆମେ ବାପା ମା ହେଲୁ👇
Tweet media one
194
15
1K
@preeti_jenny_
Pratyusini Jena
2 years
Tweet media one
166
24
1K
@preeti_jenny_
Pratyusini Jena
3 years
Tweet media one
121
15
1K
@preeti_jenny_
Pratyusini Jena
3 years
କେବେ ଭାବିନଥିଲି ଆଜି ଜନ୍ମଦିନ ରେ ଏତେ ସାରା ଶୁଭେଚ୍ଛା ମିଳିବ ବୋଲି..ଏତେ ମାତ୍ରା ରେ ସ୍ନେହ ଭଲପାଇବା ଦେଇଥିବାରୁ ମୁଁ ସମସ୍ତଙ୍କ ପାଖେ ଋଣୀ😇🙏ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ...ଈଶ୍ୱରଙ୍କୁ ଏତିକି ପ୍ରାର୍ଥନା କରୁଛି ସମସ୍ତେ ସୁସ୍ଥ ଆଉ ନିରୋଗ ରୁହନ୍ତୁ l ସମସ୍ତ ଙ୍କ ସଦିଚ୍ଛା ପୂରଣ ହେଉ l ମିଠା ପଠେଇଲି ଖାଇନେବେ 😇❣️
Tweet media one
Tweet media two
Tweet media three
345
38
1K
@preeti_jenny_
Pratyusini Jena
4 years
A saree is not just a garment. It's a power, an identity, a language. Less distraction, more affection and infinite authenticity that's wht saree gifts U.... #canISayItRedTwitter 💖 #RedSaree 💓 #feelComfort 😊
Tweet media one
Tweet media two
Tweet media three
198
11
1K
@preeti_jenny_
Pratyusini Jena
4 years
ଆଜି ଟିକେ ଇଛା ହେଲା ଏଇ ଫୋଟୋ ଟା ଛାଡିବାକୁ 🤭🤭🤭💖💖💖
Tweet media one
211
17
1K
@preeti_jenny_
Pratyusini Jena
2 years
Tweet media one
149
16
1K
@preeti_jenny_
Pratyusini Jena
4 years
ଓଡ଼ିଶାର ଭୂସ୍ୱର୍ଗ ଦେଓମାଳୀ 😍😍😍 #ମୋ_କୋରାପୁଟ 💖
Tweet media one
Tweet media two
Tweet media three
Tweet media four
135
70
1K
@preeti_jenny_
Pratyusini Jena
4 years
ମୁଁ କରିଥିବା କିଛି ରଙ୍ଗୋଲି, ଝୋଟି l ଆଜି ଗ୍ୟାଲେରୀ ଖୋଲୁ ଖୋଲୁ ପାଇଲି ତ ପୋଷ୍ଟ କରିଦେଲି l 😍😍😍 କେମିତି ଲାଗୁଚି ??
Tweet media one
Tweet media two
Tweet media three
Tweet media four
252
23
1K
@preeti_jenny_
Pratyusini Jena
3 years
ଲୋକେ କୁହନ୍ତି -"ଓ ହୋ, ଦି ଦି ଟା ଝିଅ ଆପଣଙ୍କର,କେତେ କଷ୍ଟ,ହଉ ଯାହା ଭାଗ୍ୟ" l ବାପା କୁହନ୍ତି -"ଦି ଦି ଟା ଝିଅ ମୋର,ସେଇଟା ହିଁ ମୋ ସୌଭାଗ୍ୟ " l ମୋ ବାପା ଙ୍କୁ ଡାକ୍ତରଖାନା ରୁ ସୁସ୍ଥ କରି ଘରକୁ ଆଣିବା ଯାଏଁ ପୁଅ ର କାନ୍ଧ-ବଳ ନୁହେଁ ବରଂ ଗୋଟେ ଝିଅର ମନ-ବଳ ଆଜି କାମ ରେ ଆସିଛି l ହଁ ମୁଁ ଗୋଟେ ଝିଅ, ସେଥିପାଇଁ ମୁଁ ଗର୍ବିତ l
Tweet media one
Tweet media two
Tweet media three
178
34
1K
@preeti_jenny_
Pratyusini Jena
3 years
ବଡ଼ ଝିଅ 😅 #ପ୍ରଥମାଷ୍ଟମୀ ❣️
Tweet media one
121
16
1K
@preeti_jenny_
Pratyusini Jena
3 years
Tweet media one
178
14
1K
@preeti_jenny_
Pratyusini Jena
3 years
କାଲି ସାନ ଭାଇ ଭଉଣୀ ମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ବେଳ ର ଦୃଶ୍ୟ 😊💖 #sareelove
Tweet media one
175
22
1K
@preeti_jenny_
Pratyusini Jena
4 years
Another mandal art😉😊😊💖💖💖ଟ୍ରାଏ ତ କରିଛି କେମିତି ହେଇଚି ଆପଣ ମାନେ କୁହନ୍ତୁ ଆଉ🤭🤭🤭
Tweet media one
267
16
1K
@preeti_jenny_
Pratyusini Jena
3 years
ବହୁତ ବହୁତ ଧନ୍ୟବାଦ ଅମରେଶ🙏😍ଏତେ ସୁନ୍ଦର ଭେଟି ପାଇଁ l ୨ ଦିନ ହେବ ଅସୁସ୍ଥ ଥିଲି ଆଜି ହଠାତ ଟ୍ୱିଟର ରେ ଏଇ ଚିତ୍ର ଦେଖି ମୁହଁରେ ହସ ଖେଳିଗଲା l ପ୍ରକୃତ କଳାକାର ଆଉ 😃👌
Tweet media one
158
17
1K
@preeti_jenny_
Pratyusini Jena
4 years
ବହୁତ ଦିନ ତଳେ mother's day ପାଇଁ ଏଇ ଚିତ୍ର ଟି କରିଥିଲି... ଆଜି ପାଇଲି...କେମିତି ଲାଗୁଚି???
Tweet media one
180
19
1K
@preeti_jenny_
Pratyusini Jena
4 years
କେବେ ଦ୍ବିପହରେ ଶୋଇକି ଉଠିଲା ପରେ confuse ହେଇଛନ୍ତି କି ଏଇଟା ସକାଳ ନା ସନ୍ଧ୍ୟା 😂😂😂କାହଁକି ନା ଆଜି ମୋ ସହିତ ସେମିତି ହେଲା l ମୁଁ ଚାରି ଟା ବେଳେ ଉଠିଲି ଆଉ ମତେ ସକାଳୁ ଉଠିଲା ଭଳିଆ ଲାଗିଲା l ମୁଁ ବ୍ରସ ଧରିକି ବାହାରିପଡିଲି l ପାଞ୍ଚ ମିନିଟ ପରେ ଜାଣିପାରିଲି ସନ୍ଧ୍ୟା ବୋଲି 😆😆😆😆
295
20
1K
@preeti_jenny_
Pratyusini Jena
4 years
Tweet media one
188
10
1K
@preeti_jenny_
Pratyusini Jena
4 years
ହଳଦୀ ରଙ୍ଗ ଭାରି ପସନ୍ଦ 💛💜❤️
Tweet media one
179
14
1K
@preeti_jenny_
Pratyusini Jena
4 years
3yrs back🤭🤭🤭😂😂😂
Tweet media one
124
12
1K
@preeti_jenny_
Pratyusini Jena
4 years
Tweet media one
148
11
1K
@preeti_jenny_
Pratyusini Jena
2 years
ପ୍ରକୃତି କୋଳ ରେ କିଛି ସମୟ 💚
Tweet media one
78
15
993
@preeti_jenny_
Pratyusini Jena
2 years
💓
Tweet media one
113
13
969
@preeti_jenny_
Pratyusini Jena
6 months
ଏ ଚାହଁ , ଏବେ ମାଲକାନଗିରି ବି ପଛୁଆ ନୁହଁ l☺️ ଏବେଠାରୁ ମାଲକାନଗିରି ଜିଲ୍ଲା ମଧ୍ୟ ଷ୍ଟ୍ରବେରୀ ଚାଷ ତାଲିକା ରେ ଅନ୍ତର୍ଭୁକ୍ତ ହେଲା l ବଣ୍ଡାଘାଟିର ବଣ୍ଡାପଡ଼ା ରେ ଷ୍ଟ୍ରବେରୀ ର ପସରା 🍓♥️
Tweet media one
Tweet media two
Tweet media three
Tweet media four
46
34
998
@preeti_jenny_
Pratyusini Jena
4 years
#RajaSpclPhoto 💖💖💖 Aji raja sankranti re, apana mananku dherr sara ଶୁଭେଚ୍ଛା ଓ ଅଭିନନ୍ଦନ 🙏🙏🙏🙏
Tweet media one
144
15
966
@preeti_jenny_
Pratyusini Jena
2 years
💝
Tweet media one
73
9
968
@preeti_jenny_
Pratyusini Jena
4 years
ଜାଗାର ନାଁ ନାରାୟଣପାଟଣା l ମାଓବାଦୀ ଗଡ଼ କୁହାଯାଏ l ଦୂର ଦୂର ଯାଏ ମୋବାଇଲ ନେଟୱର୍କ ର ଚି଼ହ୍ନ ବର୍ଣ ନାହିଁ, ବହୁକଷ୍ଟରେ ଗୋଟେ ଦୁଇଟି ଖାଡ଼ି ଆସେ.. ହଠାତ ଖବର ଆସିଲା ଏଠି ୨ଦିନ ପାଇଁ ଆସିକି ରହିବାକୁ ପଡିବ,ସ୍କୁଲରେ ପରୀକ୍ଷା କରେଇବା ପାଇଁ l ପ୍ରଥମେ ମୁଁ ଆଉ ମୋ ସାଙ୍ଗ ବହୁତ ଡରିଯାଥିଲୁ, ଭୟଙ୍କର ଜାଗା,କେମିତି ରହିବୁ 👇
Tweet media one
Tweet media two
154
28
953
@preeti_jenny_
Pratyusini Jena
1 year
Tweet media one
97
7
961
@preeti_jenny_
Pratyusini Jena
1 year
ଝିଆରୀ କୁ ଆଶୀର୍ବାଦ ତ ଦେଲେ l ଏବେ ନାମକରଣ ର ସମୟ,ତେଣୁ ଆପଣ ସମସ୍ତଙ୍କ ସାହାଯ୍ୟ ଲୋଡୁଛି l ଆଧୁନିକ ଏବଂ ଆଧ୍ୟାତ୍ମିକ ର ସଂଯୋଗ କୁ ଦୃଷ୍ଟିରେ ରଖି ଗୋଟେ ସୁନ୍ଦର ନାଁ ର ପ୍ରସ୍ତାବ ଦିଅନ୍ତୁ 🙏❤️ ଅକ୍ଷର - "ବ"
Tweet media one
306
12
948
@preeti_jenny_
Pratyusini Jena
1 year
💚
Tweet media one
82
4
948
@preeti_jenny_
Pratyusini Jena
2 years
Tweet media one
97
20
926
@preeti_jenny_
Pratyusini Jena
2 years
Tweet media one
85
7
938
@preeti_jenny_
Pratyusini Jena
3 years
ବାଃ ଝିଅ 💓
93
78
942
@preeti_jenny_
Pratyusini Jena
2 years
🖤
Tweet media one
108
14
925
@preeti_jenny_
Pratyusini Jena
4 months
ସେପଟେ ଲୁଙ୍ଗି ଧୋତି ହେଇ ବାଡିଆ ପିଟା ହଉଥାନ୍ତୁ ଆମର ତ ସବୁବେଳେ ଶାଢ଼ୀ ଆଉ 😁♥️
Tweet media one
86
11
937
@preeti_jenny_
Pratyusini Jena
3 years
ଘରେ ମାଂସ ହେଇଥିବ ମାନେ ରାତିରେ ମୁଢ଼ି ଟା ଆମର compulsory 🤭🤭🤭 #ମୁଢ଼ି_ମାଂସ ❣️ #ବାଲେଶ୍ୱରିଆ_ଙ୍କ_ମନପସନ୍ଦ ❣️ ଆପଣ ମାନଙ୍କୁ #ମୁଢ଼ି଼ମାଂସ କମ୍ବିନେସନ ଭଲ ଲାଗେ ତ?? 🤔🤔
Tweet media one
195
13
866
@preeti_jenny_
Pratyusini Jena
4 years
Tribal African women drawing..how is it?? #MandalArt #ByMe ମୁଁ ବି ଟିକେ ଟ୍ରାଏ କରିଦେଲି ଆଉ 🤭🤭
Tweet media one
Tweet media two
146
14
898
@preeti_jenny_
Pratyusini Jena
7 months
Tweet media one
74
7
881
@preeti_jenny_
Pratyusini Jena
3 years
ଶୁଭରାତ୍ରି
259
57
878
@preeti_jenny_
Pratyusini Jena
4 years
କୋରାପୁଟ💖
Tweet media one
Tweet media two
Tweet media three
Tweet media four
81
32
871
@preeti_jenny_
Pratyusini Jena
3 years
ଜନ୍ମଦିନର ଢେର ସାରା ଶୁଭେଚ୍ଛା ଓ ଶୁଭକାମନା ଛୁଆ ❤️❤️ମହାପ୍ରଭୁଙ୍କୁ କେବଳ ଏତିକି ପ୍ରାର୍ଥନା କରିବି ତୋର ସବୁ ଇଚ୍ଛା ପୂର୍ତ୍ତି କରିବାରେ ମତେ ସାହାଯ୍ୟ କରନ୍ତୁ🙏🙏ଚେଷ୍ଟା କରିବି ମୁଁ ଥିବା ଯାଏଁ ଦୁଃଖ,ବିପଦ ର କଳା ବାଦଲ କୁ ତୋ ଛାଇ ମାଡିବାକୁ ଦେବିନି..ମୋ ସ୍ନେହ,ଭଲ ପାଇବା ଆଉ ଆଶୀର୍ବାଦ ସବୁବେଳେ ତୋ ସହ ଅଛି😇😇 #MySisBirthDay
Tweet media one
151
11
846
@preeti_jenny_
Pratyusini Jena
2 years
ଆଜି ବାପା ମାଆ ଙ୍କ ର ବିବାହ ବାର୍ଷିକୀ 💝
Tweet media one
140
15
863
@preeti_jenny_
Pratyusini Jena
4 years
ଭାତ ଟେ ହେଲା, ଡାଲି ଟେ ହେଲା, ଚିକେନ ଟେ ହେଲା, ଖଟା ଟେ ହେଲା, ପାମ୍ପଡ ଟେ ହେଲା ତା ସହ ଜ୍ୱର ବି ହେଲା 😂😂😂ନୂଆବର୍ଷ ଟା ମନେ ରହିଲା 🤭🤭🤭
Tweet media one
Tweet media two
Tweet media three
Tweet media four
143
17
852
@preeti_jenny_
Pratyusini Jena
2 years
Tweet media one
99
24
841
@preeti_jenny_
Pratyusini Jena
2 months
ନାଲି ଶାଢ଼ୀ ♥️
Tweet media one
97
5
859
@preeti_jenny_
Pratyusini Jena
4 years
ଟ୍ରେଣ୍ଡ ଚାଲିଛି ତ ସେଇଥିପାଇଁ 😝😝ଆଖି ଟ୍ୱିଟର ପାଇଁ ଏଇଟା ଚଳିବ ତ ??? #EyeTwitter 😁😁
Tweet media one
Tweet media two
181
9
844
@preeti_jenny_
Pratyusini Jena
1 year
ପ୍ରତି ଟି ଓଡ଼ିଆ ଙ୍କୁ #ଉତ୍କଳଦିବସ ର ଅସରନ୍ତି ଶୁଭେଚ୍ଛା 🙏🙏🙏 ବନ୍ଦେ ଉତ୍କଳ ଜନନୀ 🙏🙏🙏 #UtkalDivas_2023 #ବନ୍ଦେଉତ୍କଳଜନନୀ
Tweet media one
77
8
842
@preeti_jenny_
Pratyusini Jena
4 years
ସ୍ୱାଭିମାନ ଅଂଚଳ କେ.ଗୁମ୍ମା ହେଉଛି ଜାଗା ର ନାମ..ଆଉ ପଚାରିବେନି ଆଗରୁ କହିଦେଲି 😝😝😝ଜାଗା ଟା ଆମରି ଘର 30-40k.m ଭିତରେ...କହିଥିଲି ନା ଏଇ twitter ରେ ସବୁ ଜାଗା ବୁଲେଇଦେବି 😜😜😜ଯଦି ଜାଗା ଭଲ ଲାଗେ ଆସିବେ କେବେ l
Tweet media one
Tweet media two
Tweet media three
Tweet media four
145
26
828
@preeti_jenny_
Pratyusini Jena
3 years
Abb ye kisne banaya 😂😂😂
Tweet media one
172
59
815
@preeti_jenny_
Pratyusini Jena
3 years
❣️
Tweet media one
66
20
807
@preeti_jenny_
Pratyusini Jena
1 year
❤️
Tweet media one
101
9
808
@preeti_jenny_
Pratyusini Jena
2 years
କାଲି ମାଣବସା ଗୁରୁବାର ଉପଲକ୍ଷେ ଆପଣ ସଭିଙ୍କୁ ମୋର ଏଇ ଚିତ୍ର ର ଭେଟି 🙏🌸😍 #ମାଣବସା_ଗୁରୁବାର #MyArtWork 🖌️
Tweet media one
87
54
800
@preeti_jenny_
Pratyusini Jena
4 years
ବହୁତ ଦିନ ପରେ ମେହେନ୍ଦି କରିବାକୁ ଇଚ୍ଛା ହେଲା...କଣ ମେହେନ୍ଦି କରିବି ଭାବିଲି, କାଳିଆର ମୁହଁ ଛାଡ଼ି ମୁଣ୍ଡକୁ ଆଉ କିଛି ଜୁଟିଲାନି, ସେଥିପାଇଁ କରିଦେଲି 🤭💖 #mehndi 💖 #ମେହେନ୍ଦି 💖 #ମେହେନ୍ଦି_ରେ_ଜଗନ୍ନାଥ 🙏
Tweet media one
Tweet media two
124
14
793
@preeti_jenny_
Pratyusini Jena
5 months
ସବୁ ଖୁସି ଗୋଟେ ପଟେ ଆଉ ମାଆ ଙ୍କ ବାହାଘର ସମୟର ଶାଢ଼ୀ ପିନ୍ଧିବାର ଖୁସି ଆଉ ଗୋଟେ ପଟେ 💜🧡
Tweet media one
57
5
806
@preeti_jenny_
Pratyusini Jena
4 years
ହଉ ପୋଷ୍ଟିଲି 🤭🤭🤭 #prathamastamivibes 💖 #ପ୍ରଥମାଷ୍ଟମୀ 💖
Tweet media one
Tweet media two
110
5
784
@preeti_jenny_
Pratyusini Jena
2 years
୨ ପ୍ରେମୀଯୁଗଳ ଙ୍କୁ କାଲି ମନ୍ଦିର ରେ ଦେଖିଲି l କ୍ୟାମେରା ନେଇ ଆସିଥିଲେ l ବୃଷଭ କାନ ରେ କହିବା ପୋଜ, ଦୀପ ଧରିବା ପୋଜ, ମନ୍ଦିର କୁ ମୁଣ୍ଡିଆ ମାରିବା ପୋଜ, ଫୁଲମାଳ କୁ ଧରି ପୋଜ ରେ ଫଟୁ ଉଠେଇଲେ,ଆଉ ମନ୍ଦିର ବେଢା ରେ 5/6ଟା ରିଲ୍ ବନେଇ ଚାଲିଗଲେ l ଭିତରକୁ ଯାଇ ଟିକେ ମହାଦେବ ଙ୍କୁ ଦର୍ଶନ ବି କଲେନି 💔😑
168
44
767
@preeti_jenny_
Pratyusini Jena
3 years
ଓଃ କି ବର୍ଷା କି ହୋ🌧️🌧️ଟପ ଟପ ହେଇକି ଖାଲି ଖଜୁର କୋଳି ଗୁଡ଼ା ଖସି ପଡ଼ିଲା... ବର୍ଷା ଜୋର ହେବା ଆଗରୁ ସାଙ୍ଗେ ସାଙ୍ଗେ ଯାଇକି ଧାଇଁକି ଏତକ ନେଇକି ପଳେଇ ଆସିଲି 🤭🤭
Tweet media one
Tweet media two
Tweet media three
93
5
778
@preeti_jenny_
Pratyusini Jena
2 years
Tweet media one
72
4
761
@preeti_jenny_
Pratyusini Jena
6 months
🤍❤️
Tweet media one
63
7
779
@preeti_jenny_
Pratyusini Jena
4 years
ଆଜିର ସମ୍ବାଦ ପତ୍ରିକା ରେ ବାହାରିଛି 🤭🤭
Tweet media one
Tweet media two
120
11
761
@preeti_jenny_
Pratyusini Jena
2 years
ଶାଢ଼ୀ ଏକ ଦୁର୍ବଳତା ❤️
Tweet media one
81
6
748
@preeti_jenny_
Pratyusini Jena
2 years
💫💙✨️
Tweet media one
86
6
748
@preeti_jenny_
Pratyusini Jena
1 year
💙🤍
Tweet media one
79
9
736
@preeti_jenny_
Pratyusini Jena
10 months
💞
Tweet media one
80
12
721
@preeti_jenny_
Pratyusini Jena
2 years
ବେଳାଭୂମି କୋଳେ... #ମଦନାପୁର💞
Tweet media one
63
4
708
@preeti_jenny_
Pratyusini Jena
3 years
ଭାଇ ର ଅଭାବ ମୁଁ ବହୁତ ଅନୁଭବ କରିଛି l ଯେତେବେଳେ ବାପା ମୋର ରୋଗାଗ୍ରସ୍ତ ହେଇ ଭୁବନେଶ୍ୱର ରେ ଚିକିତ୍ସିତ ହେଉଥିଲେ l ବାପାଙ୍କୁ କାନ୍ଧ ଦେଇ ଉଠେଇବା ମୋ ଶକ୍ତି ବାହାରେ ଥିଲା l ଆମେ ତ ବାପାଙ୍କ ୨ ଝିଅ l ସେତେବେଳର 20ବର୍ଷ ର ଗୋଟେ ଝିଅ ର ଶକ୍ତି ଆଉ 20 ବର୍ଷର ଗୋଟେ ପୁଅ ର ଶକ୍ତି ଭିତରେ କେତେ ଫରକ ମୁଁ ଅନୁଭବ କରିପାରିଲି 👇
135
12
715
@preeti_jenny_
Pratyusini Jena
4 years
ନିଜ ଜୀବନରେ 40ଟା ସାଙ୍ଗ ବନାଅ କି 400ସାଙ୍ଗ ବନାଅ କି 4000ସାଙ୍ଗ ବନାଅ କିଛି ଫରକ ପଡ଼ିବନି l ମଶାଣି କୁ 4ଟା କାନ୍ଧରେ ହିଁ ଯିବ l ଆଉ ମଶାଣି ରେ ତମକୁ ବିଦାୟ ଦେବାକୁ 40ଲୋକ ବି ଯିବେନି l ତାହେଲେ ଏତେ ଗର୍ବ କାହଁକି ଯେ ମୋର ଏତେ ସାଙ୍ଗ, ଏତେ ପଇସା,କିଛି ନେଇକି ଆସିନ କି କିଛି ନେଇକି ଯିବନି l ଯେତିକି ପାଇଛ ସବୁ ଏଇଠି ରହିଯିବ l
123
23
717
@preeti_jenny_
Pratyusini Jena
7 months
କ୍ୟାଲେଣ୍ଡର ରେ କେବଳ ବର୍ଷ ବଦଳିବ, ଜୀବନର ସଂଘର୍ଷ କିନ୍ତୁ ସେମିତି ଚାଲିବ l ତଥାପି ଏ ବର୍ଷ ଅନେକ କିଛି ଶିଖେଇଛି l ଆଶା ଏ ଶିକ୍ଷା ଆଗାମୀ ବର୍ଷ ର ସଂଘର୍ଷ କୁ ଟିକେ ସହଜ କରିଦେବ l ଏ ବର୍ଷ ର ଶେଷ ଫଟୋ l ପୁଣି ଦେଖା ହବ ନୂଆ ବର୍ଷ ରେ l କିଛି ନୂଆ ସଂଘର୍ଷ ଆଉ ପରିବର୍ତ୍ତନ ସହିତ ♥️🤗🧿 #ଗୋଲାପୀବିଦାୟ୨୦୨୩💗
Tweet media one
70
12
706
@preeti_jenny_
Pratyusini Jena
2 years
ମାତୃ ଦିବସ ପାଇଁ ଚିତ୍ର ଟିଏ 🖋️💓 #MyArtWork ❣️
Tweet media one
63
43
708
@preeti_jenny_
Pratyusini Jena
4 years
ଯୁଗ ବଦଳିଗଲାଣି, ଏବେ ନିଜ ଚିନ୍ତାଧାରା ବି ବଦଳେଇ ଦିଅ 🤦🤦🤦 ବୁଢ଼ା କାଳରେ ଗୋଟେ ଝିଅ ବି ସାହାରା ହେଇପାରିବ, ଥରେ ସୁଯୋଗ ଦେଇକି ଦେଖ🙏
124
17
695
@preeti_jenny_
Pratyusini Jena
8 months
💜
Tweet media one
65
2
705
@preeti_jenny_
Pratyusini Jena
3 years
❣️
Tweet media one
55
22
693
@preeti_jenny_
Pratyusini Jena
3 years
ଦ୍ଵିତୀୟ ଖୁସି ଖବର ❣️ #ଲକ୍ଷ୍ମୀ_ଆସିଛନ୍ତି 👣 #ପିଉସୀ_ହେଲି 😍 ଏକୋଇଶିଆ ସରିଲେ ଫଟୋ ପୋଷ୍ଟିବି 😍
Tweet media one
89
4
688
@preeti_jenny_
Pratyusini Jena
4 years
ରାକ୍ଷୀ ପ୍ରସ୍ତୁତି ଭାଗ-୨ 🤭🤭ପୁରା ଗୋଟେ ଦିନର ପରିଶ୍ରମ 😋😋😋ମୟୁର ରାକ୍ଷୀ ଟା ଖାସ କରି ମୁଁ ମୋ ଠାକୁର ଙ୍କ ପାଇଁ ବନେଇଛି (ମୟୂର ପୂଛ ଟା ଠାକୁର ଘରୁ ଚୋରି🤭😛) ଆଉ ଷ୍ଟୋନ ଗୁଡ଼ା ମାଆଙ୍କ ପୁରୁଣା ଚୁଡ଼ି ରୁ ଚୋରି 😂😜 #ରାକ୍ଷୀପୁର୍ଣିମାଉପଲକ୍ଷେ💖💖💖
Tweet media one
Tweet media two
Tweet media three
Tweet media four
126
9
700
@preeti_jenny_
Pratyusini Jena
3 years
ପଣ୍ଡିତ ଚାରଣ ରାମଦାସ ଆଉ ନାହାନ୍ତି l ତାଙ୍କ ଅମର ଆତ୍ମା ର ସଦଗତି ପାଇଁ ପ୍ରାର୍ଥନା କରୁଛି 🙏🙏😢😢ମୁଁ କାଲି ହିଁ youtube ରେ ତାଙ୍କ ପ୍ରବଚନ ଶୁଣୁଥିଲି l #ଓଁ_ଶାନ୍ତି 🙏
Tweet media one
113
30
692
@preeti_jenny_
Pratyusini Jena
2 years
ଆସନ୍ତାକାଲି ପବିତ୍ର କାଳୀପୂଜା ଏବଂ ଦୀପାବଳି ଅବସରରେ ମୋର ଏକ ପ୍ରଚେଷ୍ଟା💞 #କାଳୀପୂଜା #ଦୀପାବଳି 🎆 #MyArtWork 🖋️
Tweet media one
89
44
691
@preeti_jenny_
Pratyusini Jena
4 years
The smile on my face doesn't mean my life is perfect. It means i appreciate what i have and what god has blessed me with. 😊😊🤗
Tweet media one
108
4
682
@preeti_jenny_
Pratyusini Jena
3 years
ମୁଁ ହଷ୍ଟେଲ ରୁ ଘରକୁ ଆସିଚି ବୋଲି ଏଠିର ଜଣେ ଛୋଟ ଝିଅ (ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର )ଟେ ମୋ ପାଇଁ ଏଇ କୋଳି ଜଙ୍ଗଲରୁ ଆଣିଚି.. କଣ ନା ଦିଦି ଖାଇବେ 🤭💖 କୋୖଣସି ଜିନିଷ ମୂଲ୍ୟବାନ ନୁହେଁ ତା ପଛରେ ଥିବା ଅସଲ ସ୍ନେହ ଆଉ ଭଲ ପାଇବା ହିଁ ମୂଲ୍ୟବାନ 😍
Tweet media one
Tweet media two
106
21
637
@preeti_jenny_
Pratyusini Jena
4 years
ଆଜିର ଦୁନିଆ ବଡ଼ ଘର - ପରିବାର ନାହିଁ ଅଧିକ ପାଠ - ଭଦ୍ରାମି ନାହିଁ ଦାମୀ ଔଷଧ - ତଥାପି ସ୍ୱାସ୍ଥ୍ୟଖରାପ ରୋଜଗାର ବେଶି - ଶାନ୍ତି ନାହିଁ ସୋସିଆଲ ମିଡ଼ିଆ ସାଙ୍ଗ ବହୁତ - ପ୍ରକୃତସାଙ୍ଗ ନାହିଁ ଶିକ୍ଷିତ ମଣିଷ ବହୁତ -ମଣିଷପଣିଆ ନାହିଁ ଘଣ୍ଟା ଦାମିକା - ସମୟ ନାହିଁ ପାଠ ବହୁତ -ଚାକିରୀ ନାହିଁ/ସୁଯୋଗ ନାହିଁ
118
37
665
@preeti_jenny_
Pratyusini Jena
4 years
ଆମ ଲାଷ୍ଟ ପାଳି ଗୁରୁବାର ସେଥିପାଇଁ ଗୁରୁବାର ଝୋଟି ପକେଇଚି 😇😇😇 ଚଳିବ ଟି 🤔🤔🤔??
Tweet media one
Tweet media two
Tweet media three
Tweet media four
93
13
673
@preeti_jenny_
Pratyusini Jena
4 years
ପଢି ପଢି ଭାରି ବିରକ୍ତ ଲାଗିଲା ତ l ଅଳିଆ ହେଇକି କଉ ଭିତରେ ପଡିଥିଲା, ବହୁତ ପୁରୁଣା କାଠ ର ପଞ୍ଜୁରୀ କୁ ବସିକି ଏମିତି ରଙ୍ଗ କରୁଥିଲି🤭🤭🤭ଟାଙ୍ଗି ବି ଦେଲି 😝😝ବାପା କହୁଛନ୍ତି କଣ ସବୁ ଯାତ୍ରା କରୁଛୁ ତୁ?? ଏତେ ବି ଖରାପ ଦିଶୁନି ତ🤔🤔!! ହଁ ନା??😜😜😜
Tweet media one
Tweet media two
126
13
678
@preeti_jenny_
Pratyusini Jena
4 years
Climate ଟା ଭଲ ଥିଲା ଆଉ ଆକାଶଟା ଭସା ଭସା ବାଦଲ ସହିତ ଭାରି ସୁନ୍ଦର ଦୁଶୁଥିଲା ତ ଫୋଟୁ ଟା ଉଠେଇଦେଲି 😇😉ଭଲ ଲାଗୁଚି ଟି ? #ପ୍ରକୃତି💖 #ମୋ_ଗାଁ😍 #ମୋ_ଫୋଟୁତୋଳା 📸
Tweet media one
Tweet media two
Tweet media three
Tweet media four
121
12
664
@preeti_jenny_
Pratyusini Jena
6 months
ବାଙ୍କୁଲି ♥️♥️♥️ ମାଲକାନଗିରି ର ଆଉ ଏକ ଲୁକାୟିତ ସ୍ଥାନ,ବାଙ୍କୁଲି l ସୁନୀଳ ଜଳରାଶି,ପାହାଡ଼ ଉପରେ ଅସଂଖ୍ୟ ଛୋଟ ବଡ଼ ପ୍ରାକୃତିକ ଗର୍ତ୍ତ , ସବୁଜିମା ରେ ଭରା ଜଙ୍ଗଲ ଏହାର ମୁଖ୍ୟ ଆକର୍ଷଣ l
Tweet media one
Tweet media two
Tweet media three
Tweet media four
88
26
679
@preeti_jenny_
Pratyusini Jena
4 years
ତୁଳସୀ ପାହାଡ଼ ନାଁ ରେ ପରିଚିତ ଜାଗା ଟି lପାଖରେ ବଣ୍ଡାଘାଟି ମଧ୍ୟ ଅଛି l ବଣ୍ଡାଘାଟି କୁ ବୁଲିବା ପାଇଁ ଦୂରଦୂରାନ୍ତ ଏମିତି କି ବିଦେଶରୁ ମଧ୍ୟ ବହୁପର୍ଯ୍ୟଟକ ଆସନ୍ତି,ବଣ୍ଡାଜାତି ଲୋକ ମାନଙ୍କ ଚାଲି ଚଳଣି,ପରିଧାନ,ଖାଦ୍ୟପେୟ ବାବଦରେ ଜାଣିବା ପାଇଁ lବଣ୍ଡାଘାଟି ବାବଦରେ ତ ଲୋକ ଜାଣିଲେ କିନ୍ତୁ ଏଇ ତୁଳସୀ ପାହାଡ଼ ବିଷୟରେ ଜାଣିପାରିଲେନି
Tweet media one
Tweet media two
Tweet media three
Tweet media four
80
18
666
@preeti_jenny_
Pratyusini Jena
3 years
ଲକ୍ଷ୍ମୀପ୍ରତିମା ଙ୍କ ନାଁ ଦିଆ ଗଲା👣 Dyuthi Dishani Rout❣️❣️
Tweet media one
67
12
660
@preeti_jenny_
Pratyusini Jena
2 years
Tweet media one
66
8
652
@preeti_jenny_
Pratyusini Jena
7 months
🩷🧿
Tweet media one
53
7
648
@preeti_jenny_
Pratyusini Jena
4 years
ଅଶ୍ଳୀଳ ଭିଡ଼ିଓ ପୋଷ୍ଟ କରୁଥିବା କିମ୍ବା ରିଟ୍ଵିଟ କରୁଥିବା ବେଣ୍ଟଧାରୀ ଦୟାକରି ମୋ I'd ରୁ ଦୁରେଇ ରୁହନ୍ତୁ🙏ଆଜି କିଛି ଜଣଙ୍କୁ unfollow କଲି ଆଶ୍ଚର୍ଯ୍ୟ ଲାଗୁଚି ଭଲ ଭଲ ହ୍ୟାଣ୍ଡେଲ ବି ସବୁ ସେମିତି I'd କୁ ଅନୁସରଣ କରି ରଖିଛନ୍ତି...ଦୟାକରି ମଝିରେ ମଝିରେ ଆପଣ ମାନେ ଅନୁସରଣ କରୁଥିବା ବେଣ୍ଟଧାରୀଙ୍କ ବେଣ୍ଟ ଆଡ଼େ ଯାଇ ବୁଲିଆସନ୍ତୁ
86
25
642
@preeti_jenny_
Pratyusini Jena
1 year
ହୃଦୟର ଏଇ ଶୂନ୍ୟତାକୁ, ଆଜି ପଚାରି ମୁଁ ଯେବେ ଶୁଣେ ପ୍ରତାରଣା କିଏ କାହାକୁ ଦେଇଛି ??? ପ୍ରତିଧ୍ୱନି କହେ ତୁମେ, ତୁମେ, ତୁମେ...
Tweet media one
49
5
657
@preeti_jenny_
Pratyusini Jena
2 months
ଥରେ ଜୀବନ ଜିଇଁବା ର କଳା ଶିଖିଗଲେ ଜୀବନ ଆଉ ବୋଝ ଲାଗେନା ବରଂ ଜୀବନ ଟା ଆଶୀର୍ବାଦ ଲାଗେ 💚🩷🧿
Tweet media one
56
4
665
@preeti_jenny_
Pratyusini Jena
4 years
ଏଇଟା କଉ ପୁଅ ପିଲା ହାତ ଭାବିବେନି ଏଇଟା ମୋର ହିଁ ହାତ 🤭🤭ଆଜି ନିଜେ ନିଜକୁ ରାକ୍ଷୀ ବାନ୍ଧିଚି ବିନା କାହା ସାହାଯ୍ୟ ରେ l ଏଇ ରାକ୍ଷୀ ମୁଁ ମୋ ନିଜ ତରଫରୁ ନିଜକୁ ଦେଲି, କାରଣ ମୁଁ ନିଜେ ହିଁ ନିଜର ବଡ଼ ରକ୍ଷାକର୍ତ୍ତା, ନିଜେ ହିଁ ନିଜର ବଡ଼ ସାହାରା l ତାହେଲେ ନିଜକୁ ରାକ୍ଷୀ କାହଁକି ନ ବାନ୍ଧିବି 🤗💖💖 #RakhiVibes #rakhi2020
Tweet media one
126
9
648
@preeti_jenny_
Pratyusini Jena
3 years
ଆସ କିଏ ଖାଇବ ହୋ, ଜେନା ଝିଅ ଘର ଖାନା 😬 #ବୁଧବାର_ସ୍ପେଶାଲ 😋😋
Tweet media one
Tweet media two
Tweet media three
104
14
637
@preeti_jenny_
Pratyusini Jena
1 year
ବଣମଲ୍ଲୀ ବଣ ରେ ଫୁଟି ବଣ ରେ ହିଁ ମଉଳି ଯାଏ ❣️ #ବଣମଲ୍ଲୀ
Tweet media one
56
8
642
@preeti_jenny_
Pratyusini Jena
3 years
ମୁଁ ଶେଷଥର ପାଇଁ କିଛି ଲୋକଙ୍କୁ କହିରଖୁଛି ମୋର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରନ୍ତୁ ନାହିଁ l ସାମାଜିକ ଗଣମାଧ୍ୟମରେ ସମ୍ପୂର୍ଣ ସତ୍ୟତା ନ ଜାଣି ଆ ସହିତ ତା ସହିତ ଯୋଡ଼ି ଅଯଥା ପ୍ରହସନ କରିବା ବନ୍ଦ କରନ୍ତୁ l ଅନ୍ୟ କାହା ଉପରେ ମିଛ ପ୍ରେମଗଳ୍ପ ଲେଖି ପ୍ରଚାର କରିବା ଅପେକ୍ଷା ସେତିକି ସମୟ ନିଜ ଜୀବନ ସଜାଡ଼ିବାରେ ବିନିଯୋଗ କରନ୍ତୁ l
103
39
637