#ମୋ_ଡାକ୍ତର🩺 Profile Banner
#ମୋ_ଡାକ୍ତର🩺 Profile
#ମୋ_ଡାକ୍ତର🩺

@drdeepak81

Followers
10,980
Following
1,768
Media
3,714
Statuses
21,639

Doctor by training, Citizen by profession, Taxpayer by choice

Odisha
Joined February 2015
Don't wanna be here? Send us removal request.
Explore trending content on Musk Viewer
Pinned Tweet
@drdeepak81
#ମୋ_ଡାକ୍ତର🩺
1 year
+୨ ବିଜ୍ଞାନରେ ପଢିବାକୁ ଯାଉଥିବା କୌଣସି ଛାତ୍ର ବା ଛାତ୍ରୀ ଯଦି ଆର୍ଥିକ ଦୁର୍ବଳ ଥା'ନ୍ତି, ତେବେ ମୋତେ ଜଣେଇବେ । ମୋ ନିଜ ଉପାର୍ଜନରୁ ଦୁଇବର୍ଷର ଖର୍ଚ୍ଚ ବହନ କରିବି । ଯୋଗ୍ଯତା: ୧- କଟକରେ କୌଣସି ସରକାରୀ କଲେଜ ୨- ବହି ଖର୍ଚ୍ଚ ଓ ହଷ୍ଟେଲ ଖର୍ଚ୍ଚ କୌଣସି ସଂସ୍ଥା ସହ ସମ୍ପର୍କ ନାହିଁ, ତେଣୁ ବେଶୀ କରିପାରିବିନି ରିଟୁଇଟ କରିବେ
109
451
1K
@drdeepak81
#ମୋ_ଡାକ୍ତର🩺
2 years
ମୁସଲିମ ମହିଳା, IRS ଅଫିସର ରେଶ୍ମା ଲଖାନୀ, ଅଣହିନ୍ଦୁ ହେଇ ମଧ୍ଯ ନିଜ ପ୍ରଶାସନିକ ସାମର୍ଥ୍ଯ ଯୋଗୁଁ ଶ୍ରୀମନ୍ଦିରରେ ପ୍ରବେଶ କଲେ ! ହେଲେ, ସବୁ ଓଡ଼ିଆ ଚୁପ୍ ! ଧିକ୍ ତୁମ ସମସ୍ତଙ୍କୁ
Tweet media one
132
153
686
@drdeepak81
#ମୋ_ଡାକ୍ତର🩺
3 years
The face of BJP in Odisha !
Tweet media one
49
18
504
@drdeepak81
#ମୋ_ଡାକ୍ତର🩺
2 years
Higer education Odisha!! 😭😭😭 ଇଂରାଜୀରେ ୧୦୦ ରୁ ୧୦୦ ଥିଲା
Tweet media one
73
59
447
@drdeepak81
#ମୋ_ଡାକ୍ତର🩺
7 months
#ସର୍ଭାଇକାଲ୍_କେନସର #CervicalCancer ୧: 'ସର୍ଭିକ୍ସ', ଜରାୟୁ ବା ୟୁଟେରସ୍ ର ତଳଭାଗକୁ କୁହନ୍ତି, ତେଣୁ ପ୍ରଥମ କଥା ହେଲା ଏଇଟା କେବଳ ମହିଳାଙ୍କୁ ହେଇପାରିବ । ତେଣୁ ଯେଉଁ ଭାଇମାନେ ଖବର ପଢି ବ୍ୟସ୍ତ ହେଉଛନ୍ତି, ଟିକେ ଧିମେଇ ଯା'ନ୍ତୁ ୨: ହ୍ୟୁମାନ ପାପିଲୋମା ଭାଇରସ୍ ସଙ୍କ୍ରମଣ ଯୋଗୁ ମୁଖ୍ଯତଃ ଏହି କର୍କଟ ହେଇଥାଏ
Tweet media one
25
89
457
@drdeepak81
#ମୋ_ଡାକ୍ତର🩺
9 months
ଅନେକ ଜାଣିନଥିବେ, ଏଇଟା ଭୁଲ ବନାନ !
Tweet media one
55
8
413
@drdeepak81
#ମୋ_ଡାକ୍ତର🩺
4 years
ମିହିର ବାବୁଙ୍କୁ ଟିକେ ଅନୁରୋଧ କରନ୍ତୁ, ଏତେ ସଂସାର ଯୋଡୁଛନ୍ତି, ଆଖି ଆଗରେ ବର୍ଷାରେ ଘର ଦୁଆର ଭାସିଗଲାଣି। ଶତୃର ଦରଦ ଅନୁଭବ କରି ସଂସାରଟା ଯୋଡିଦିଅନ୍ତୁ। @otvkhabar
Tweet media one
19
9
403
@drdeepak81
#ମୋ_ଡାକ୍ତର🩺
1 year
288 deaths 160 bodies still unidentified ! What is the benifit of having @UIDAI fingerprints ? Use the technology please. @HFWOdisha , please takeout a scanner and start scanning the fingerprints. @CMO_Odisha If, it is not possible, then RIP technology. 😭😭
25
73
400
@drdeepak81
#ମୋ_ଡାକ୍ତର🩺
1 year
Respect !
Tweet media one
14
17
393
@drdeepak81
#ମୋ_ଡାକ୍ତର🩺
6 months
ଅନୁଭବ କେନ୍ଦ୍ରାପଡାରେ ତାଡୁଥିଲେ, ସାମନ୍ତବାବୁ କନ୍ଧମାଳରେ ତାଡିଚନ୍ତି, ଚନ୍ଦ୍ରାଣି ମୁର୍ମୁ ଉପାଡିଚନ୍ତି, ପିନାକି ପୁରୀରେ ଖୋଳିଚନ୍ତି, ପ୍ରମିଳା ମାଉସୀ ଚକଡିଦେଇଚନ୍ତି, ରାଜଶ୍ରୀ ଶୋଷିଦେଇଚନ୍ତି, ... ଖାଲି ମହତାବେ କରିପାରିଲେନି ।
@otvkhabar
ଓଟିଭି
6 months
‘#ସୁଯୋଗ_ନଥିବା_ଜାଣି_ପଳାଇଲେ’ -ଭର୍ତ୍ତୃହରିଙ୍କ ଇସ୍ତଫା ନେଇ ବିଜେଡି ନେତା ପ୍ରତାପ ଜେନାଙ୍କ ମନ୍ତବ୍ୟ -‘ଭର୍ତ୍ତୃହରି ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ସମୟ ଦେଉନଥିଲେ’ -‘ଲୋକଙ୍କ ପାଇଁ କାମ କରୁନଥିଲେ, ଲୋକଙ୍କ ସହ ସଂପର୍କ ନଥିଲା’ -‘ଜନ ଅସନ୍ତୋଷ ସତ୍ତ୍ୱେ ନବୀନ ବାବୁ ତାଙ୍କୁ ୨୦୧୯ରେ ଟିକେଟ ଦେଇଥିଲେ’ #BJD #BhartruhariMahtab
Tweet media one
27
3
220
39
29
393
@drdeepak81
#ମୋ_ଡାକ୍ତର🩺
1 year
ଫଟୋ ଦେଖି କମେଣ୍ଟ କରିବା ଖୁବ ସହଜ, ବାସ୍ତବିକ ଜୀବନରେ ପ୍ରତ୍ୟକ୍ଷ ଭାବେ ଲଢୁଥିବା ସେହି ଦେବଦୂତମାନେ ହିଁ ଈଶ୍ବର ପଦବାଚ୍ୟ ! ରାତିଅଧରେ ସେଠି ପହଞ୍ଚିବାର ସମସ୍ତ ସମ୍ଭାବନା ଥିଲେ ମଧ୍ଯ ଯେଉଁମାନେ ସକାଳେ ଫଟୋ ଉଠାଇବା ହିଁ ନିଜ କର୍ତ୍ତବ୍ଯ ବୋଲି ଭାବିଲେ, ଧିକ୍ ସେ ସମସ୍ତଙ୍କୁ ! (୧/୧୩)
9
76
385
@drdeepak81
#ମୋ_ଡାକ୍ତର🩺
2 years
ସାମ୍ବାଦିକ ଭାଇ-ଭଉଣୀଙ୍କୁ ଅନୁରୋଧ, ଫୁଲପେଣ୍ଟ ପିନ୍ଧି ପାଣିରେ ପଶନ୍ତୁନି; ଗାମୁଛା ଦି'ଟା ପାଖରେ ରଖ��୍ତୁ, ବଦଳେଇବାକୁ ସୁବିଧା ହବ । ଓଦା କପଡାରେ ବେଶି ସମୟ ରହିବେନି, ଅଜାଗାରେ ଫଙ୍ଗାଲ ଇନଫେକ୍ସନ୍ ହେବାର ସମ୍ଭାବନା ଅଧିକ । ଦିନେ ସିନା ଟିଆରପି ବଢିବ, ସପ୍ତାହଯାକ କୁଣ୍ଡେଇ ହେଉଥିବେ, କ'ଣ ଭଲ ଲାଗିବ?
52
15
383
@drdeepak81
#ମୋ_ଡାକ୍ତର🩺
2 years
My strength ! 😁
Tweet media one
35
1
379
@drdeepak81
#ମୋ_ଡାକ୍ତର🩺
1 year
କେହି ଡାକ୍ତର ବନ୍ଧୁ ଜାଣିଥିଲେ ଉତ୍ତର ଦେବେ, ମୋତେ ଜଣାନାହିଁ
Tweet media one
36
5
373
@drdeepak81
#ମୋ_ଡାକ୍ତର🩺
1 year
What did Odisha Government do? Let me tell you, they did everything available on earth to minimize casualties. I can't explain you further. #OdishaTrainAccident
9
43
360
@drdeepak81
#ମୋ_ଡାକ୍ତର🩺
1 year
Dear @kanak_news Please ask your reporter to stop counting the numbers of injureds being received at SCB one by one, it is not a scoreboard. Hope you understand. @tanaya_p
15
35
349
@drdeepak81
#ମୋ_ଡାକ୍ତର🩺
4 years
ଆଜି ମୋ ବିବାହର ଦଶବର୍ଷ ପୂରିଲା। ସକାଳ ଚା' ବି ପିଆ ସରିଲା। ଚା' ପିଉ ପିଉ ଧର୍ମପତ୍ନୀ ଅଭିମାନ ଭରା କଣ୍ଠରେ କହିଲେ, "ଆଜି ଟିକେ ଛୁଟି ନେଇଥିଲେ ହେଇନଥା'ନ୍ତା?" "So, technically I have failed as a family man!"
80
1
329
@drdeepak81
#ମୋ_ଡାକ୍ତର🩺
1 year
ଦି'ତିନି ଦିନ ହେଲା ଟୁଇଟରରେ #ଆଞ୍ଚଳିକ_ଭାଷା କୁ ନେଇ ଏକରକମ ଯୁଦ୍ଧ ଚାଲିଛି, ତେଣୁ ଭାବିଲି ଓଡ଼ିଆ ହିସାବରେ ଆପଣମାନେ ଆମ ଓଡ଼ିଶା ଇତିହାସ ଟିକେ ପଢି ଗର୍ବିତ ହେବେ ବୋଲି । ବେଶି ଲମ୍ବା କରିବିନି, ଶୀଘ୍ର ସରିଯିବ । ପଢିବେ ବୋଲି ଆଶା 🙏👇
29
98
327
@drdeepak81
#ମୋ_ଡାକ୍ତର🩺
3 years
ଆମ କଟକି ଝିଅଙ୍କୁ ଦେଖିଲେ ତାଲିବାନ ବି କାବୁଲ ଛାଡିଦବ! ଜୟ ମା' ମଙ୍ଗଳା
Tweet media one
35
8
320
@drdeepak81
#ମୋ_ଡାକ୍ତର🩺
4 months
ଆଷ୍ଟ୍ରାଜେନ୍କା ବା କୋଭିସିଲ୍ଡ୍ କୁ ନେଇ ଯଉ ବିଶେଷ ଟିପ୍ପଣୀମାନ ଚାଲିଛି, ତା' ବିଷୟରେ କହୁଛି । ୧- ପ୍ରତ୍ୟେକ ଭାକ୍ସିନ୍ ର କିଛି immediate, କିଛି longterm, ଆଉ କିଛି late ପାର୍ଶ୍ବ ପ୍ରତିକ୍ରିୟା ରହିପାରେ ୨- କ୍ଲିନିକାଲ ହ୍ୟୁମାନ ଟ୍ରାଏଲ୍ ଆଉ longterm market research ପରେ ସରକାର ବା ବେସରକାରୀ ବ୍ୟବହାର ପାଇଁ ...
20
95
323
@drdeepak81
#ମୋ_ଡାକ୍ତର🩺
1 year
You don't have to be a doctor to 'serve'
Tweet media one
8
24
315
@drdeepak81
#ମୋ_ଡାକ୍ତର🩺
3 months
Health and Education should be 'free' in this country. ମୋତେ ପ୍ରଧାନମନ୍ତ୍ରୀ କରେଇଲେ ଏଇଟା ଆଗ କରେଇବି । Believe me, it is not 'impossible'
62
17
319
@drdeepak81
#ମୋ_ଡାକ୍ତର🩺
5 years
ମନକୁ ଆସିଲା ବୋଲି କରିଦେଲି। ମତେ ଆଉ ଥାନାରେ ପୁରେଇଦେବେନି
Tweet media one
20
16
295
@drdeepak81
#ମୋ_ଡାକ୍ତର🩺
1 year
Odisha has already launched World's first AI generated CM, 2-3 years back.
Tweet media one
@otvnews
OTV
1 year
#OTV launches #Odisha 's first AI-powered news anchor, Lisa. She is the first AI anchor in the free-to-air regional television broadcasting arena. Lisa will be presenting news in Odia and English for OTV Network's television and digital platforms #OTVAI #AIAnchorLisa #AnchorLisa
Tweet media one
55
90
1K
38
34
296
@drdeepak81
#ମୋ_ଡାକ୍ତର🩺
1 year
You must have heard of @NDRFHQ in rescue and relief in #TrainAccidentInOdisha . Meet the young doctors from @SCBMCHCTC who were deployed to Balasore to respond ! They don't wear uniforms and will never call reporters to take their bytes! Proud to be an SCBian 👍 PC: @biswa4evr
Tweet media one
23
48
287
@drdeepak81
#ମୋ_ଡାକ୍ତର🩺
7 months
#କଟକ ଭାଙ୍ଗି_ଖୋଳି ନଷ୍ଟ କରିଦେବା ଆଗରୁ ଚାଲନ୍ତୁ ପରପିଢିକୁ ଟିକେ ଆମ କଟକ ବିଷୟରେ କହିରଖିବା କଟକ, ପୂରା ନାଁ "ଅଭିନବ ବାରାଣାସୀ କଟକ", କ'ଣ ନୂଆ ଲାଗିଲା ନା ? ଆଜ୍ଞା, ଗତ ପ୍ରାୟ ବାରଶ' ବର୍ଷ ହେଲା ମୋ ଜାଣିବାର ତ ଏଇଆ ନାଁ ଅଛି, ପୁଅ ଝିଅଙ୍କୁ କହିରଖିଥିବେ, ନହେଲେ ବାରବାଟି ମାଟିରେ ମିଶିଗଲା ଭଳିଆ ଏଇଟାକୁ ବି ପୋଡି ଖାଇବେ
9
72
285
@drdeepak81
#ମୋ_ଡାକ୍ତର🩺
2 years
ଶେଷରେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିକୁ ବି ଗୋଟେ ଡାକ୍ତର ଉଠେଇଲା !
20
11
279
@drdeepak81
#ମୋ_ଡାକ୍ତର🩺
6 months
ତିନିବର୍ଷ ପରେ ଆଜି ପ୍ରଥମ ଫୁଲ ଆସିଲା
Tweet media one
19
4
284
@drdeepak81
#ମୋ_ଡାକ୍ତର🩺
3 years
ଓଡିଆ ଟୁଇଟରିଆଙ୍କୁ ଅନୁରୋଧ, "ଅମ୍ଳଜାନ ଦରକାର, ଅମ୍ଳଜାନ ଦରକାର..." ଟୁଇଟ ଗୁଡିକୁ ଆରଟି ମାରନ୍ତୁ ନାହିଁ। ଓଡିଶାରେ ଅବସ୍ଥା ଗୁରୁତର ନୁହେଁ। କୌଣସି ବି ଡାକ୍ତରଖାନାରେ ଅମ୍ଳଜାନର ଅଭାବ ନାହିଁ। ଆପଣମାନେ ଯଦି ନପରଖିକି ଆରଟି କରିବେ, ବାତ୍ୟା ପୂର୍ବରୁ ଲୁଣ କିଣିଲା ଭଳିଆ ଲୋକ ଅମ୍ଳଜାନ କିଣିବେ ଆଉ ପରେ ଡାକ୍ତରଖାନାରେ ମିଳିବନି
12
35
275
@drdeepak81
#ମୋ_ଡାକ୍ତର🩺
6 months
#ବିଂ_ଛାତଚାଷୀ
Tweet media one
9
7
273
@drdeepak81
#ମୋ_ଡାକ୍ତର🩺
4 years
ତାଳ କିଣି ଯାଇଥିଲି, ଦେଖି ଖୁସି ଲାଗିଲା
Tweet media one
4
15
263
@drdeepak81
#ମୋ_ଡାକ୍ତର🩺
2 years
ଓଡ଼ିଆ ଗାର୍ଲ ଙ୍କ ଟୁଇଟ ପରେ ଜାଣିଲି କି ଆଗକୁ ଆଉ ପୁରୀରେ ପରିସ୍ରା ଆଉ ଝାଡା ଲାଗିଲେ କିଛି ଅସୁବିଧା ନାହିଁ, ସରକାର ଶୌଚାଳୟ ତିଆରି କରୁଛନ୍ତି। ଆଗରୁ ଆମେ ପୁରୀ ଗଲାବେଳେ ପେଣ୍ଟ ରେ ପଲିଥିନ୍ ନେଇକି ଯାଉଥିଲେ, କାଳେ କେତେବେଳେ ମାଡିବ; ଏବେ ଆଉ ନେବା ଦରକାର ନାହିଁ। ହଁ, ସାଙ୍ଗରେ ଜଗା ଫଟ ନେଇକି ଯିବେ, ହେଇପାରେ ସେ ନମିଳିପାରେ !
18
26
260
@drdeepak81
#ମୋ_ଡାକ୍ତର🩺
3 years
#SCB99 Photo was taken infront of SCB Public School #BadBoys have now become Doctors. Pathetic😉 Hope you notice the two wheeler.
Tweet media one
26
1
252
@drdeepak81
#ମୋ_ଡାକ୍ତର🩺
3 years
A public hospital in Dhenkanal
Tweet media one
16
6
246
@drdeepak81
#ମୋ_ଡାକ୍ତର🩺
3 months
ଶେଷ ପଦ: ବିଜୁବାବୁଙ୍କୁ ଯେମିତି 'ମହାନ' ବନାହେଇଛି, ସେମିତି ନବୀନବାବୁଙ୍କୁ ଆଦୌ ବନାନ୍ତୁନି । ନବୀନବାବୁ ଜଣେ 'ମହାନ' ମୁଖ୍ୟମନ୍ତ୍ରୀ କେବେବି ନଥିଲେ । ମୋ ପାଇଁ ସତରେ 'End of Era' of torture, systematic procrastination and malpractice. ନିଜ ଆଖିରେ ଦେଖିଚି ବୋଲି କହୁଛି, ନହେଲେ ଆପଣମାନେ ତ ତାଙ୍କୁ 'ପଦ୍ମ' ଦେଇଦେବେ !
@drdeepak81
#ମୋ_ଡାକ୍ତର🩺
3 months
ଜିଲ୍ଲାଶ୍ରେଷ୍ଠରୁ ଆଉଗୋଟେ ଫଟ, ବାପା ମା' ସହ କ୍ରଶର୍ ରେ କାମ କରନ୍ତି । ତାଙ୍କଭଳିଆ ଆହୁରି ପଚାଶ ପାଖାପାଖି ଛୁଆ ସେଠି, ରାଜରାସ୍ତା କଡ଼ରେ ! ତଥାପି ଆପଣଙ୍କ 'ଏଣ୍ଡ ଅଫ୍ ଆନ୍ ଏରା' ବନ୍ଦ ହଉନି
Tweet media one
5
15
89
34
39
247
@drdeepak81
#ମୋ_ଡାକ୍ତର🩺
2 years
#Brown_Belt 😱😱 ମା'ଝିଅ ମାରିମାରି ବେହାଲ କରିଦେବେ ଏ ବୁଢାକୁ ଏଥର
Tweet media one
49
2
242
@drdeepak81
#ମୋ_ଡାକ୍ତର🩺
3 years
ଗର୍ଭବତୀ ଜଣଙ୍କୁ ବାତ୍ୟା ପାଇଁ ଆଗରୁ ନେଇଆସିଲୁ। ବାଟରେ କହିଲେ, "ସାର୍, ଅପରେସନ୍ କରିଦେବେ କାଲି" "ତୋ ଟାଇମ୍ ହେଇନି, ଡରିବା ଦରକାର ନାହିଁ" "ନାଇଁ ସାର୍, ସେକଥା ନୁହେଁ । 'ୟଶ୍' ନାଁ ଟା ଭଲ ଲାଗୁଛି।" 🤦‍♂️🤷‍♂️ ଶଃ, କାହାର କଉ ଚିନ୍ତା
31
7
243
@drdeepak81
#ମୋ_ଡାକ୍ତର🩺
3 months
ମୁଁ ବୁଝିପାରୁନି, ବିଜେଡିର ଅଧୋପତନ ପାଇଁ ଲୋକ ପାଣ୍ଡିଆନ୍ ବାବୁଙ୍କୁ କାହିଁକି ଦୋଷ ଦେଉଛନ୍ତି? ନବୀନ ବାବୁ କ'ଣ ଅନ୍ଧ_ମୂକ_ବଧିର ଥିଲେ ଯେ କିଛି ଦେଖି_ଶୁଣି_କହିପାରୁନଥିଲେ? ତଥାପି ଆଜି କିଛି ଓଡ଼ିଆ ଆଜି ତାଙ୍କର ପରାଜୟରେ ଦୁଃଖିତ! ଆପଣଙ୍କର ଏଇଭଳି ସହାନୁଭୂତି ଯୋଗୁଁ ପଚିଶ ବର୍ଷ ପଛରେ ଚାଲିଛୁ, ଆଜି କିନ୍ତୁ ବଞ୍ଚିଯାଇଛୁ ।
26
29
248
@drdeepak81
#ମୋ_ଡାକ୍ତର🩺
3 years
#ଭିତିରିଆ_ଭାବନା
Tweet media one
Tweet media two
14
10
240
@drdeepak81
#ମୋ_ଡାକ୍ତର🩺
2 years
ଶ୍ରୀମନ୍ଦିର ଚୂଲି ଭାଙ୍ଗିଲା, ଓଡ଼ିଆ ତାତିଲେ, ହେଲେ ଆମ ସରକାରଙ୍କ ପ୍ରତିକ୍ରିୟା ବିଷୟରେ ଟିକେ ଆଲୋକପାତ କରିବା: ୧- ସିସି କେମେରା ଫୁଟେଜ୍ ଅଛି କି ନାହିଁ ଜାଣିବାକୁ ଦି'ଦିନ ଲାଗିଗଲା ୨- ତୃତୀୟ ଦିନ ଜେଟିପି କଥା ଉଠିଲା, 'ଗୋଟେ' ଲୋକ ସିସି କେମେରାରେ ଅଛି ବୋଲି ଜଣାଗଲା ୩- ଚତୁର୍ଥ ଦିନ ଜନସାଧାରଣ ଫଟୋ ପାଇଲେନି, କିନ୍ତୁ ବଜାର-ଗଳି
9
67
225
@drdeepak81
#ମୋ_ଡାକ୍ତର🩺
4 years
BTW, that's an iphone🤔 in his mother's hand, which I even can't afford! ସବୁ ଲାଲବାହାଦୁର ଶାସ୍ତ୍ରୀ ଏଇଠି🤦‍♂️
Tweet media one
Tweet media two
41
10
229
@drdeepak81
#ମୋ_ଡାକ୍ତର🩺
3 months
Dear @narendramodi ji, Please declare holiday tomorrow for Odisha. Gendalias need to cry conveniently. ସରକାର ଯିଏ ବି କରୁ, ଭାବୁଚି ଟୁଇଟରରେ କିଛି ବ୍ଲକ ହେଇଥିବା ଗେଣ୍ଡା'ଭକ୍ତ'ଙ୍କୁ ଅନବ୍ଲକ କରିବି । ତାଙ୍କ କାନ୍ଦ ନଦେଖିଲେ ଆତ୍ମା ଶାନ୍ତି ହବନି
22
16
236
@drdeepak81
#ମୋ_ଡାକ୍ତର🩺
3 years
ପରିବାର ସହ #ସାତପଡ଼ା ବୁଲିଯାଇଥିଲି ଆଜି, ଅଭିଜ୍ଞତା ନବଖାଣିଲେ ରାତିରେ ନିଦ ହବନି ଲାଗୁଚି ! (୧/୧୭)
24
17
228
@drdeepak81
#ମୋ_ଡାକ୍ତର🩺
1 year
ଏଇଟା ମୁଁ ଡିଜାଇନ୍ କରିଛି, ଭାବୁଚି ନିଲାମ ଡାକିଲେ ଆମ ମନ୍ତ୍ରୀମାନେ ଦି'ଚାରି ଲକ୍ଷ ଦେଇକି କିଣିନେବେ
Tweet media one
26
11
230
@drdeepak81
#ମୋ_ଡାକ୍ତର🩺
3 months
ନବୀନବାବୁ ଯଦି କାହାରିକୁ ନପଚାରି କହିପାରିବେ ଯେ, ହିଞ୍ଜଳି ଛଡା ଆଉ କେଉଁ ଆସନରୁ ସେ ଲଢୁଥିଲେ, ସେଇଟା କଉ ଜିଲ୍ଲାରେ ଯାଉଚି, ତାଙ୍କୁ ସେଠି କିଏ ହରେଇଲେ ଆଉ, ସେ ଯାଗାକୁ ଭୁବନେଶ୍ବରରୁ ଯିବାକୁ ହେଲେ କଉ ବସ୍ କି ଟ୍ରେନ୍ ଧରିବାକୁ ପଡିବ, ତା'ହେଲେ ମୁଁ ଟୁଇଟର ଛାଡିଦେବି
22
13
235
@drdeepak81
#ମୋ_ଡାକ୍ତର🩺
3 years
In search of Gold, I got a Diamond Have the Gold too.🤪
Tweet media one
Tweet media two
16
0
225
@drdeepak81
#ମୋ_ଡାକ୍ତର🩺
4 years
ତପନ ବାବୁଙ୍କୁ ଖୋଜିକି ଆଣ, SIT ତଦନ୍ତ ହେବ। ନୋବେଲ୍ ମୋ ତରଫରୁ।
Tweet media one
15
11
226
@drdeepak81
#ମୋ_ଡାକ୍ତର🩺
3 months
ତଳ ଫଟଟା ଜୁଲାଇ ୨୦୧୮ ର ! ପ୍ରଥମଥର ଗଲାବେଳକୁ ଚାରିଘଣ୍ଟା ପାହାଡ଼ ଚଢି ଯାଇଥିଲି, ପରେ 'ନବୀନ'ବାବୁ ରାସ୍ତାକାମ ଆରମ୍ଭ କଲେ (ବାହାରିଆ କଣ୍ଟ୍ରାକ୍ଟର), ଆଜିଯାଏଁ ରାସ୍ତାକାମ କିନ୍ତୁ ସରିଲାନି । ନଗଡା ଭଳି ଅନେକ ଗାଁର କରୁଣ ଚିତ୍ର ମୋ ଆଖିରେ ଦେଖିଛି, ତଥାପି ଆପଣମାନଙ୍କର 'ଏଣ୍ଡ ଅଫ୍ ଆନ୍ ଏରା' ବନ୍ଦ ହଉନି । ନିଜ ପାଇଁ ଲଜ୍ଜିତ ମୁଁ
Tweet media one
12
30
230
@drdeepak81
#ମୋ_ଡାକ୍ତର🩺
9 months
ସୀତା ଓ ଲକ୍ଷ୍ମଣଙ୍କ ସମ୍ପର୍କ ଦେଖିନିଅନ୍ତୁ। ଏମାନଙ୍କଠାରୁ ଆପଣମାନେ 'ଧର୍ମ'ରକ୍ଷା ଆଶା କରୁଛନ୍ତି? कुलक्षये प्रणश्यन्ति कुलधर्माः सनातनाः। धर्मे नष्टे कुलं कृतस्नमधर्मोऽभिभवत्युत ।।
@Manja_katha
ମଞ୍ଜ କଥା🇮🇳
9 months
ଏଇ ତମ ନୂଆ ଓଡ଼ିଶା?
57
59
184
37
54
228
@drdeepak81
#ମୋ_ଡାକ୍ତର🩺
7 months
ଏ ଆମ ମହାନଦୀ ପୁରୁଣା ହେଲାଣି, ରୂପାନ୍ତରଣ ଯୋଜନାରେ ସେଇଟାକୁ ପୋତି ନୂଆ ଗୋଟେ ଖୋଳାଯାଉ !
25
15
229
@drdeepak81
#ମୋ_ଡାକ୍ତର🩺
3 years
ବାହାଘରିଆ ଭୋଜିରେ ଆମ କାମ ହଉଚି ମେଡମ୍ ଙ୍କ ଫଟୋ ଉଠେଇବା 🤦
Tweet media one
Tweet media two
16
0
221
@drdeepak81
#ମୋ_ଡାକ୍ତର🩺
3 years
ପରିଚିତ ମହିଳା ଜଣଙ୍କର କରୋନା ଲକ୍ଷଣ ଆସୁଆସୁ ପରୀକ୍ଷା ନକରି ପାଖ ଔଷଧ ଦୋକାନରୁ ଔଷଧ ଆଣି ଖାଇବା ଆରମ୍ଭ କରିଦେଲେ, ଦୀର୍ଘ ମାସେ ଯାଏଁ। କିଛି ଔଷଧ ଥାଏ ଯାହାକି ଗର୍ଭ ଥିବା ସମୟରେ ଖାଇବା କଥା ନୁହେଁ। ଆଠବର୍ଷ ପରେ ଗର୍ଭବତୀ ହେଇଥିଲେ, ଗର୍ଭପାତ ହେଇଗଲା। କାଢା ପିଅନ୍ତୁ କି ପଖାଳ ଖାଆନ୍ତୁ, ଆମ କଥା ବି ଟିକେ ମାନନ୍ତୁ
21
14
217
@drdeepak81
#ମୋ_ଡାକ୍ତର🩺
4 years
ଏହି ଟୁଇଟ୍ ଲେଖିବାର ସମୟ ଆସିଗଲାଣି ବୋଲି ଆଜି ଲେଖୁଛି। ଧ୍ୟାନ ଦେଇ ପଢିବେ। ଖୁବ୍ ଶୀଘ୍ର ପ୍ରତିଦିନ ଆମକୁ ନିର୍ଣ୍ଣୟ ନେବାକୁ ହେବ, କାହାକୁ ଚିକିତ୍ସାସେବା ଯୋଗାଇଦିଆଯିବ ଆଉ କାହାକୁ ନୁହେଁ, କାରଣ ସମସ୍ତଙ୍କୁ ସେବା ଯୋଗାଇପାରିବା ଆମ ସପକ୍ଷରେ ସମ୍ଭବପର ହେଇପାରିବ ନାହିଁ। ମୃତ୍ୟୁକୁ ଆମେ ଏଡାଇପାରିବା ନାହିଁ, କାରଣ ସେଥିରେ ମଧ୍ଯ ଆମକୁ
33
51
217
@drdeepak81
#ମୋ_ଡାକ୍ତର🩺
3 years
ଧର୍ମପତ୍ନୀଙ୍କୁ 2DG ମେଡିସିନ୍ ଫଟୋ ଦେଖେଇଲି, ଦେଖିକି କହିଲେ, "ଏଇଟା ମେଗି ମସଲା ଭଳିଆ ହେଇଚି!" କି ଚିନ୍ତାଧାରା😭😭
Tweet media one
Tweet media two
32
3
215
@drdeepak81
#ମୋ_ଡାକ୍ତର🩺
3 years
#ଆମ_କଫି vs #ତାଙ୍କ_କଫି
Tweet media one
12
8
213
@drdeepak81
#ମୋ_ଡାକ୍ତର🩺
4 years
ଗତ ତିନିମାସରେ ଏମିତି ଅନେକ ରାତି ଅଛି, ଯେବେ ମୋ ଝିଅ ମୋତେ ନ ଦେଖିକି ଶୋଇଛି ଆଉ ତା' ଉଠିବା ଆଗରୁ ମୁଁ ବାହାରି ଆସିଛି। ଆମେ ଆମ କର୍ତ୍ତବ୍ୟ ନିର୍ବାହ କରିବା ପୂର୍ବରୁ କେବେ ଜାତି-ଧର୍ମ-ଦେଶ-ରାଜ୍ୟ ଦେଖୁନୁ; ତଥାପି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ମୋ ଝିଅ ତରଫରୁ ଗୋଟିଏ ଛୋଟ ପ୍ରୟାସ। ଆଶା, ଭଲ ଲାଗିବ। #ବନ୍ଦେଉତ୍କଳଜନନୀ
26
25
214
@drdeepak81
#ମୋ_ଡାକ୍ତର🩺
1 year
ଆମ ଓଡ଼ିଶାର ଜ୍ୱାଇଁପୁଅଙ୍କୁ ଆଜି ଘରକୁ ଡାକିବି ଭାବୁଚି । ଏତିକି ବନେଇଚି, ଆଉ କିଛି ଦରକାର ଯଦି କହିବେ।
Tweet media one
43
5
214
@drdeepak81
#ମୋ_ଡାକ୍ତର🩺
3 years
ଯଦି ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲା ପରେ ଆପଣଙ୍କୁ ଅମୁକ ଇଞ୍ଜେକ୍ସନ୍, ସମୁକ ବଟିକା ଯୋଗାଡ କରିବାକୁ ପଠଉଛନ୍ତି, ତେବେ ତାଙ୍କୁ ପଚାରିବା କଥା, "ଆଜ୍ଞା, ଆରଥରକୁ ଡାକ୍ତର-ନର୍ସ ଆପଣ ଦେବେ ନା ଆମେ ନିଜର ନେଇକି ଆସିବୁ?" ଦୁଃଖ ହେଉଛି, ସବୁଠି ସେଇ ଅବସ୍ଥା 😭
15
13
208
@drdeepak81
#ମୋ_ଡାକ୍ତର🩺
3 years
ନୂଆ ଆମ୍ବୁଲାନ୍ସ ଗୁଡାକୁ ପତାକା ଦେଖେଇକି ଉଦ୍ଘାଟନ କଲାପରେ ଯଦି ସରକାରୀ ହେଣ୍ଡେଲ୍ ରୁ ବାହାସ୍ଫୋଟ ଭରା ଟୁଇଟ କରିହେଉଛି, ତେବେ ଖଟିଆରେ ରୋଗୀ ବୁହା ହେଲା ପରେ ସରକାରୀ ହେଣ୍ଡେଲ୍ ରୁ କ୍ଷମା ପ୍ରାର୍ଥନା ବି କରାଯିବା ଉଚିତ୍।
12
16
209
@drdeepak81
#ମୋ_ଡାକ୍ତର🩺
3 years
ଲକଡାଉନ୍ ଗାଇଡଲାଇନ୍: "ବିବାହଭୋଜି ଅନୁମୋଦନ ପାଇଁ ବରର ଉଚ୍ଚତା ଚାରିଫୁଟ ତଳକୁ ହେଇଥିଲେ ଦୁଇହଜାର ଲୋକଙ୍କୁ ଭୋଜିରେ ଆମନ୍ତ୍ରଣ ପାଇଁ ଅନୁମତି ମିଳିବ, କିନ୍ତୁ ଯଦି ଚାରିଫୁଟରୁ ଗୋଟିଏ ବି ଇଞ୍ଚ ଅଧିକ ହେଲା ତେବେ ମାତ୍ର ଦଶଜଣ ଅତିଥିରେ ସମସ୍ତ କାର୍ଯ୍ୟ ସମ୍ପାଦିତ କରିବା ଅନିର୍ବାଯ୍ୟ" -#ମୋ_ତର୍କବିହୀନ_ଅଯୌକ୍ତିକ_ନିୟମ
18
17
199
@drdeepak81
#ମୋ_ଡାକ୍ତର🩺
2 years
#ଜୟଶ୍ରୀରାମ
Tweet media one
11
5
203
@drdeepak81
#ମୋ_ଡାକ୍ତର🩺
3 years
ବଡଲୋକ କହିଛନ୍ତି, ଗଛ ଲଗାଅ ଫଳ ଆଶା କରନି। ଭାବିଲି, କଉ ଗଛ ଲଗେଇକି ବିନା ଫଳ ଆଶାରେ ବି ଲାଭ ଉପାର୍ଜନ ହେବ। ବହୁତ ଭାବିଲା ପରେ ଉଦ୍ୟାନକୃଷି କେନ୍ଦ୍ରକୁ ଯାଇ ପଚାରିଲି: "ଭାଇ, ଗଞ୍ଜେଇ ଚାରା ରଖୁଛ?"
20
4
198
@drdeepak81
#ମୋ_ଡାକ୍ତର🩺
3 months
ପ୍ରଥମ ଦିନ ଯେବେ ଯାଇଥିଲି ନଗଡା, ଆପଣମାନେ କେବେ ଦେଖିନଥିବେ । ଆଜି କହିରଖୁଛି, ଆଜିବି ସେମିତି ଅଛି । ତଥାପି ଆପଣଙ୍କର 'ଏଣ୍ଡ୍ ଅଫ୍ ଆନ୍ ଏରା' ବନ୍ଦ ହଉନି
Tweet media one
Tweet media two
Tweet media three
@drdeepak81
#ମୋ_ଡାକ୍ତର🩺
3 months
ତଳ ଫଟଟା ଜୁଲାଇ ୨୦୧୮ ର ! ପ୍ରଥମଥର ଗଲାବେଳକୁ ଚାରିଘଣ୍ଟା ପାହାଡ଼ ଚଢି ଯାଇଥିଲି, ପରେ 'ନବୀନ'ବାବୁ ରାସ୍ତାକାମ ଆରମ୍ଭ କଲେ (ବାହାରିଆ କଣ୍ଟ୍ରାକ୍ଟର), ଆଜିଯାଏଁ ରାସ୍ତାକାମ କିନ୍ତୁ ସରିଲାନି । ନଗଡା ଭଳି ଅନେକ ଗାଁର କରୁଣ ଚିତ୍ର ମୋ ଆଖିରେ ଦେଖିଛି, ତଥାପି ଆପଣମାନଙ୍କର 'ଏଣ୍ଡ ଅଫ୍ ଆନ୍ ଏରା' ବନ୍ଦ ହଉନି । ନିଜ ପାଇଁ ଲଜ୍ଜିତ ମୁଁ
Tweet media one
12
30
230
19
30
203
@drdeepak81
#ମୋ_ଡାକ୍ତର🩺
6 years
ଝିଅର ଫାଇନାଲ୍ ପରୀକ୍ଷା ରେଜଲ୍ଟ୍ ବାହାରିଲା ଇଂରାଜୀ: ୮୬ ଓଡିଆ: ୯୧ ସ୍ତ୍ରୀ ମନ ଖରାପ, ମୁଁ ଖୁସି ।
30
2
196
@drdeepak81
#ମୋ_ଡାକ୍ତର🩺
5 years
ମୋ ଭୁବନେଶ୍ଵରର ସ୍ମାର୍ଟନେସ୍ ଗଲା ତେଲ ଆଣି। ରାଜଧାନୀ ନା ରିଫ୍ୟୁଜି କ୍ୟାମ୍ପ୍? ହକି ବେଳେ ବୁଲି ବୁଲି ସେଲ୍ଫି ଉଠେଇଲ, ଏବେ କ'ଣ ନଖ ଖରାପ ହେଇଯିବ ଭାବିକି ଡରିଗଲ? ଧର୍ମ ସହିବନି। ତୁମେ ସବୁ ତୁମ ଆପାର୍ଟମେଣ୍ଟର ସୋସାଇଟି ଇଲେକ୍ସନ୍ ଭୋଟ୍ ପାଇଁ ଜନ୍ମ ନେଇଛ। ଧିକ୍ ତୁମ ଜୀବନ।
19
38
187
@drdeepak81
#ମୋ_ଡାକ୍ତର🩺
2 years
#Placebo #ପ୍ଲାସେବୋ
Tweet media one
22
27
197
@drdeepak81
#ମୋ_ଡାକ୍ତର🩺
3 years
ଯିଏ ଯାହା କହୁ, ରେକର୍ଡ ସବୁ ଡାକ୍ତର ହିଁ ଭାଙ୍ଗିବେ। ସତରଥର ବିବାହ ହେଉ କି ଏକକୋଟି ବାରଲକ୍ଷ, ତଥାପି, ଟିକେ ହେଲେ ଗର୍ବ ନାହିଁ
13
5
194
@drdeepak81
#ମୋ_ଡାକ୍ତର🩺
5 months
ପଦ୍ମବିଭୂଷଣ ଡାକ୍ତର ଦିଲ୍ଲୀପ ମହାଲାନାବିସ୍, ଅନେକ ଜାଣିନଥିବେ, ଆଜିର ORS, ବିଶ୍ୱକୁ ତାଙ୍କରି ଅବଦାନ। ଅନେକ ଫାର୍ମା କମ୍ପାନୀ 'ପେଟେଣ୍ଟ' କିଣିବାକୁ ଆଗ୍ରହୀ ଥିଲେ ବି ସେ ବିକ୍ରୀ କରିନଥିଲେ । ୧୬ ଅକ୍ଟୋବର ୨୦୨୨ ରେ ଡାକ୍ତର ଦିଲ୍ଲୀପ ଇହଧାମ ତ୍ୟାଗ ଗଲେ ବି ତାଙ୍କ ଅବଦାନ ଆମପାଇଁ ଅମୂଲ୍ଯ 🙏
@Paperclip_In
The Paperclip
5 months
In 1971, Bangladesh gained independence from Pakistan after a violent conflict. What is not known widely is how a team of doctors from Calcutta fought off an epidemic in the midst of this savage war, popularising something we often drink today. 1/19
Tweet media one
39
1K
5K
7
28
197
@drdeepak81
#ମୋ_ଡାକ୍ତର🩺
3 years
#ତୃତୀୟ_ଲହର ଦଶପନ୍ଦର ଦିନ ହେଲା ସବୁଆଡେ ଶୁଣୁଛି ଯେ #ଓମିକ୍ରନ୍ ଏତେ ସାଙ୍ଘାତିକ ହବନି, ଡାକ୍ତରଖାନାରେ ଭର୍ତ୍ତି ବେଶୀ ହେବେନି, ଇତ୍ୟାଦି ଇତ୍ୟାଦି... ମୁହଁ ଖୋଲିବା ଜରୁରୀ ହୋଇପଡ଼ିଲାଣି ବୋଲି କହୁଛି, ଶୁଣନ୍ତୁ । (୧/୯)
8
32
190
@drdeepak81
#ମୋ_ଡାକ୍ତର🩺
4 years
ନିଆଁ ପ୍ରତିବର୍ଷ ଲାଗେ, ଏଥିରେ ଚିନ୍ତା କରିବା ଦରକାର ନାହିଁ, ଛାମୁଙ୍କ ବାପାଙ୍କ ଜନ୍ମଦିନ ବି ପ୍ରତିବର୍ଷ ଆସେ, ତା'ପାଇଁ କିନ୍ତୁ ଟୁଇଟର ଟ୍ରେଣ୍ଡ ଜରୁରୀ ! 'ନୋ ଜ୍ଞାନ୍, ଓନ୍ଲି ବିଜ୍ଞାନ୍'
15
26
186
@drdeepak81
#ମୋ_ଡାକ୍ତର🩺
3 years
Forget about Work from home setup, This is #Study_from_home setup of my daughter. ଆମବେଳେ ବସିତେ ଚଟ ମିଳୁନଥିଲା, ୟାଙ୍କୁ ଏତେ ସୁବିଧା କରିଦେଲାରୁ #ପାଠ ଛଡା ଆଉ ସବୁ କରୁଚନ୍ତି । ବିଦ୍ର: "ଚଟ" ମାନେ ପଚାରିବେନି
Tweet media one
21
1
187
@drdeepak81
#ମୋ_ଡାକ୍ତର🩺
1 year
ମଧୁସ୍ମିତାଙ୍କୁ ଅନେକ ଅନେକ ଅଭିନନ୍ଦନ, ବିଦେଶ ଯାଇ ଶାଢୀ ସହ ମାରାଥନ ଦୌଡରେ ଭାଗନେଲେ । ଆମେ ଗର୍ବିତ ଆପଣଙ୍କ ପାଇଁ 🙏 ବିଦ୍ର: ଓଡିଆ ଭାଉଜମାନଙ୍କୁ ଅନୁରୋଧ, ଦୟାକରି ଘରେ 'ଶାଢୀ ପିନ୍ଧି' ଏପରି ଚେଷ୍ଟା କରିବେନାହିଁ, ଅସଂଯତ ପରିସ୍ଥିତି ଉପୁଜିବାର ସମ୍ଭାବନା ଅଛି। ଶାଢୀ ଘୋଡିହେବା ଓ ପିନ୍ଧିବା ଭିତରେ ଫରକ ନିହାତି ଅଛି, ଆଶା ବୁଝିବେ
Tweet media one
11
9
186
@drdeepak81
#ମୋ_ଡାକ୍ତର🩺
4 months
ଯେହେତୁ 'ବିଜୁଳି ବିଲ୍' ଉପରେ ନାଲିଗାର ପକେଇଦେଇଛନ୍ତି, ତେଣୁ ମୋ ମତରେ କବି ଏଠାରେ କହିବାକୁ ଚାହୁଁଛନ୍ତି ଯେ, "ଜୁଲାଇରୁ ଆଉ ଆସିବନି ନବୀନ ବାବୁଙ୍କ ଗ୍ୟାରେଣ୍ଟି" ଠିକ୍ ଠିକ୍
Tweet media one
47
14
187
@drdeepak81
#ମୋ_ଡାକ୍ତର🩺
3 years
ଆମ #ଛାମୁ ଯଦି ଏତିକି କଥା ପୁରା ଭାବର ସହ ପଢିକି ବି କହିଦିଅନ୍ତେ, ମୁଁ ଗଦଗଦ ହେଇଯା'ନ୍ତି
Tweet media one
19
5
180
@drdeepak81
#ମୋ_ଡାକ୍ତର🩺
2 years
Secularism is a myth, Terrorism has a religion. Period !
6
22
180
@drdeepak81
#ମୋ_ଡାକ୍ତର🩺
6 months
ମୁଁ ଯଦି କାହାକୁ ଦାଦାବଟି ମାଗୁଚି, ତା'ହେଲେ ମୁଁ ନିଜେ କାହିଁକି ପୁଲିସ କୁ ଜଣେଇବି? ଭୋନସରରେ ଏତେ ସଚ୍ଚୋଟ ଗୁଣ୍ଡା ଅଛନ୍ତି? ଆମ କଟକରେ ତ ଏମିତିଆ କେହି ନାହାନ୍ତି। ନା ନା, ବୋଧହୁଏ ସେ କହୁଛନ୍ତି, "ଯଦି ମାଗିବାର ଅଛି, ଆମକୁ ସମ୍ପର୍କ କରନ୍ତୁ, ଆମେ ସାହାଯ୍ଯ କରିବୁ।"
Tweet media one
23
13
183
@drdeepak81
#ମୋ_ଡାକ୍ତର🩺
3 months
ଏ ସାମ୍ବାଦିକ ଭାଇ ମୋତେ ବ୍ଲକ କରିଚନ୍ତି, କେହିଜଣେ ତାଙ୍କୁ କହିଦେବେ ଏଥର ତ ଦଳ ବଦଳେଇଦେଲେ, ମୋତେ ଅନବ୍ଲକ କରିଦିଅନ୍ତୁ ତା'ହେଲେ
Tweet media one
29
8
184
@drdeepak81
#ମୋ_ଡାକ୍ତର🩺
3 years
ଆଜି ସନ୍ଧ୍ୟାବେଳିଆ ହାଲକାଫୁଲକା ଖାଇବା ଗୋଟେ ହେଇଗଲା
Tweet media one
22
2
180
@drdeepak81
#ମୋ_ଡାକ୍ତର🩺
3 months
ଭାରତରେ 'ଗାନ୍ଧୀ' ସାଙ୍ଗିଆକୁ ଯେମିତି 'ଗ୍ଲୋରିଫାଏ' କରାଯାଇଛି, ଓଡ଼ିଶାରେ 'ପଟନାୟକ'କୁ କରିବାର ପ୍ରସ୍ତୁତି ଆରମ୍ଭ ହେଇଗଲାଣି ବୋଧେ ! ଆରେ ସେ ଲମ୍ବାଚୁଟିବାଲା ବାହାହେଲା ତ ହେଲା, ତମକୁ ଏ ଖବର କିଏ ଦେଲା?
15
7
183
@drdeepak81
#ମୋ_ଡାକ୍ତର🩺
2 years
@TukuniSahu ଆପଣଙ୍କ ପାଇଁ ଛୋଟିଆ କୁଇଜ୍ ଟେ !
Tweet media one
15
9
182
@drdeepak81
#ମୋ_ଡାକ୍ତର🩺
3 months
ରାୟଗଡା, କାଶୀପୁର ସାତଦିନରେ ରାସ୍ତା ତିଆରି କରିବାରେ @MohanMOdisha ବାବୁ ପ୍ରଥମ ହେବେ ଲାଗୁଛି
Tweet media one
Tweet media two
Tweet media three
10
10
181
@drdeepak81
#ମୋ_ଡାକ୍ତର🩺
3 years
#ବେଡ୍_ନାହିଁ #ଅମ୍ଳଜାନ_ଆବଶ୍ୟକ ଆଜିର ଥ୍ରେଡ୍ ଏଇ ଦୁଇଟି ବିଷୟରେ ଆଧାରିତ।
14
59
179
@drdeepak81
#ମୋ_ଡାକ୍ତର🩺
3 years
ଅତି କମ୍ ଲୋକ ଜାଣିଛନ୍ତି ଯେ ମୁଁ ବିଶ୍ୱ ବ୍ୟାଙ୍କ ର କନସଲାଟଣ୍ଟ ଭାବେ ବି କାମ କରିଛି। ତେଣୁ ମୋ ସହିତ ଅର୍ଥନୀତି ଉପରେ ବି ଅଯଥା ଯୁକ୍ତି କରିବେନି 'ଡାକ୍ତର' ମାନେ ନୁହଁ କି ଖାଲି ପାରାସିଟାମଲ ଲେଖିବେ। ମୋ ସହିତ ଯୁକ୍ତି କରିବାକୁ ଅର୍ଥନୀତି ଆଉ ଡାକ୍ତରୀବିଦ୍ୟା, ଦିଟାଯାକରେ ଆପଣଙ୍କୁ ନିପୂଣ ହେବା ଆବଶ୍ୟକ ।
19
5
173
@drdeepak81
#ମୋ_ଡାକ୍ତର🩺
4 years
#ବରମୁଣ୍ଡା
Tweet media one
Tweet media two
16
4
175
@drdeepak81
#ମୋ_ଡାକ୍ତର🩺
3 years
Hence proved, ଖାଲି, ନେଇ-ଆଣି ଥୋଇପାଇଲେ ହେଲା !
Tweet media one
Tweet media two
38
4
173
@drdeepak81
#ମୋ_ଡାକ୍ତର🩺
1 year
ଜଗା ତାକୁ ସଦବୁଦ୍ଧି ଦେଉ
Tweet media one
6
3
178
@drdeepak81
#ମୋ_ଡାକ୍ତର🩺
3 months
ବିରୋଧୀ ଖାଲି ମିଛ କହୁଛନ୍ତି। ମୋ ପାଖରେ ଆଗରୁ ଏଇ ବହିଟା ନଥିଲା, ତେଣୁ ଆଣିଲି । ଥିଲେ, ମୋର ଏଇ ଅବସ୍ଥା ହେଇନଥା'ନ୍ତା । ଆପଣମାନେ କୁସି ତ?
Tweet media one
17
11
179
@drdeepak81
#ମୋ_ଡାକ୍ତର🩺
2 months
ନାଁ, ଆଉ ହଉନି । ନବୀନ ବାବୁ ଗଲାପରେ ଏ ଗେଣ୍ଡାଦଳିଆ ବଟ ଏମିତି ଗାୟବ ହେଇଚନ୍ତି ଯେ, ଆଉ ଟୁଇଟରରେ ସେ ମଜା ଆସୁନି ମିସିଂ ଛାମୁସ୍ ଫଲୋଅର୍ ସ
25
0
177
@drdeepak81
#ମୋ_ଡାକ୍ତର🩺
3 months
ମେଟ୍ରିକ ପରୀକ୍ଷା ଆଗେ ପାସ୍ କରିକି ଇଂରାଜୀରେ ଠିକ୍ 'Doctor' ଲେଖ । ମୋ ଡିଗ୍ରୀ ଯାଞ୍ଚ କରିବାର ସାମର୍ଥ୍ଯ ତୁମପାଖରେ ଏଯାଏଁ ହେଇନି । ବାଇଦୱେ, 'ଡକ୍ଟର' ଡିଗ୍ରୀ ବୋଲି କିଛି ନାହିଁ । ଛାଡ, ପାଠଶାଠ ପଢିଥିଲେ ସିନା ଜାଣନ୍ତ !
@rwibusahoo
ribu
3 months
@drdeepak81 Arre docter degree achhi na Ukraine ru anicu ,
4
0
0
36
2
178
@drdeepak81
#ମୋ_ଡାକ୍ତର🩺
3 months
ରାଜ୍ୟରେ ବିଜେପି ସରକାର କରିବାର ସପ୍ତାହେ ହେଇଯିବ, ଆଜି ବି ସୂର୍ଯ୍ୟ ପୂର୍ବ ଦିଗରୁ ଉଇଁଲେ ! ଯଦି ଏତିକିଟିକେ ବଦଳେଇବାର ସାମର୍ଥ୍ଯ ନାହିଁ ଆଗକୁ କି 'ପରିବର୍ତ୍ତନ' ଆଉ କରିବ? ଆମ 'still you are best' ସାର୍ ଏତେବେଳକୁ ସେ 'ଦିଗ' ନାଁ ବଦଳେଇକି 'ପଶ୍ଚିମ' କରେଇସାରନ୍ତେଣି, ତମେଗୁଡା ଆଉ ହବନି କି, ତମ ଦ୍ୱାରା ଆଉ ହବନି ।
25
10
177
@drdeepak81
#ମୋ_ଡାକ୍ତର🩺
3 years
କିଛିଦିନହେଲା ସାଧାରଣରେ ଗୋଟେ ପ୍ରଶ୍ନ ଏବଂ ତା'ସହିତ କିଛି ଭୁଲ ଧାରଣା ବି ହେଇଗଲାଣି, ଆଜି ଟିକେ ତା' ବିଷୟରେ ଆଲୋଚନା କରିବା। ବଷୟ ଟି ହେଉଛି #ଭାକ୍ସିନ୍_ଏଫିକାସି ବା #ଟୀକା_ଫଳପ୍ରଦତା ଥ୍ରେଡ୍ ଟିକେ ଲମ୍ବା ହେବ, କିନ୍ତୁ ଆଶା, ସହିଯିବେ (୧)
22
43
173
@drdeepak81
#ମୋ_ଡାକ୍ତର🩺
5 years
I still remember the night ~7 years back, on deewali, when my brother-in-law called me and said, "it's a girl." #Diya
Tweet media one
Tweet media two
24
4
168
@drdeepak81
#ମୋ_ଡାକ୍ତର🩺
3 years
My experience with #Eco_retreat For ଅଣଓଡ଼ିଆs Of ଅଣଓଡ଼ିଆs By ଅଣଓଡ଼ିଆs
12
10
169
@drdeepak81
#ମୋ_ଡାକ୍ତର🩺
3 years
ଯିଏ ବି କହୁଛି, "ଏଥର କୋଭିଡ୍ ରେ ବେଶୀ କିଛି ହବନି, ବିଶେଷଜ୍ଞ କହୁଛନ୍ତି #ମାଇଲ୍ଡ ହବ ବୋଲି" ତାକୁ ଆଉ ତା' ବିଶେଷଜ୍ଞକୁ ଦୟାକରି ମୋ ପାଖକୁ ପଠେଇଦେବେ, ନିର୍ଘାତିଆ ମାଡ଼ ନହେଲେ ତାଙ୍କୁ ପାରି ହବନି।
25
3
164
@drdeepak81
#ମୋ_ଡାକ୍ତର🩺
3 years
ଗଞ୍ଜାମ କଲେକ୍ଟର ଭାବୁଥିବେ କି ମୋ ସପ୍ତମରେ ଶୁକ୍ର ଥିଲା ଯେ ମୁଁ ସେ ଫଟୋ ଟୁଇଟ କରୁଥିଲି !
14
3
163
@drdeepak81
#ମୋ_ଡାକ୍ତର🩺
3 years
ପ୍ରଭୁ ଯୀଶୁ ରଥଯାତ୍ରା ଦିନ ଜଗାର ରଥ ଟାଣୁଥିବାର ଫଟୋ ଗୋଟେ ହେଲେ ବଢିଆ ଲାଗନ୍ତା ! ------ ବିଂ ସିକୁଲାର୍
8
4
161
@drdeepak81
#ମୋ_ଡାକ୍ତର🩺
3 years
୯୯ ମହାବାତ୍ୟାରେ ବୁଲିବୁଲି ଶବ ପୋଡୁଥିଲି ୧୯ ଫନି ରେ ବୁଲିବୁଲି ଲୋକଙ୍କ ଘରେ ଜେନେରେଟର ଚଲେଇ ପାଣି ଉଠେଇଲି ୨୧ ୟାଶ୍ ରେ ବୁଲିବୁଲି ମହମବତୀ-ଦିଆସିଲି ବାଣ୍ଟିବି ବୋଲି ଭାବୁଛି ବୁଝିପାରୁନି, ମୋର ପ୍ରମୋସନ ହଉଚି ନା ଡିମୋସନ୍🤔
12
1
170
@drdeepak81
#ମୋ_ଡାକ୍ତର🩺
3 years
ଆଜି ରାସ୍ତାକୁ ଓହ୍ଲାଇ ଆସିଲା ପରେ ଭାବିଲି, ଏମିତି କ'ଣ ସଙ୍କ୍ରମଣ କମିବ, ସରକାର #ଲକଡାଉନ୍ କରିଦେଲେ କେତେ ବଢିଆ ହୁଅନ୍ତା ! ଏତିକି ଭାବିଛି କି ନାଇଁ, ଅନ୍ତରାତ୍ମା ଢୋ କିନା ଚଟକଣି ଟେ ମୋ ମୁଣ୍ଡକୁ ମାଇଲା ଆଉ କହିଲା, "ଆବେ, ସେଇଟା ଚାଲିଚି ବା!"
13
3
164
@drdeepak81
#ମୋ_ଡାକ୍ତର🩺
3 years
ସିଆଡେ ଏକ୍ସପ୍ରେସ୍ ୱେ କରିକି ଏୟାରଫୋର୍ସ ପ୍ଲେନ୍ ଲେଣ୍ଡ୍ କରେଇସାରିଲେଣି; ଆମର ଏଠି #ବରମୁଣ୍ଡା ହବହବ ହଉଚି
14
1
164
@drdeepak81
#ମୋ_ଡାକ୍ତର🩺
3 months
୯୯ ମହାବାତ୍ୟାରେ ରଘୁନାଥପୁରରୁ ଏରସମା ଚାଲିଚାଲି ଯାଇ ଲଗାତାର ତିନିଦିନ ଗୋରୁ ଆଉ ମଣିଷ ଶବ ସାଙ୍ଗରେ ପୋଡିଥିଲୁ । ପାର୍ଲେ ଜି ବିସ୍କୁଟ ଆଉ ଦି'ଲିଟିରିଆ ପାଣି ବୋତଲ ଖାଲି ପାଖରେ ଥିଲା । ଫନି ବାତ୍ୟାରେ କ୍ରମାଗତ ଦଶଦିନ ପରିବାର କୁ ଛାଡି ପୁରୀରୁ ଜଗତସିଂହପୁର କାମ କରୁଥିଲୁ । ମୋ ବିଷୟରେ ଜାଣିନ ଯଦି Presume କରନି 😀
@kish_sahoo
kishore kumar sahoo
3 months
@drdeepak81 Laguchi e babu nka DOB after 2000 & may be he did not see how congis rule this state & wt was the condition of odisha before super cyclone
3
0
6
18
8
169