ଇଂ.ଶ୍ରୀ Ranjit Prasad Bhuyan Profile Banner
ଇଂ.ଶ୍ରୀ Ranjit Prasad Bhuyan Profile
ଇଂ.ଶ୍ରୀ Ranjit Prasad Bhuyan

@RanjitGutu

Followers
1,516
Following
2,416
Media
3,442
Statuses
42,470

Electrical engineer by profession and preservationist,singer,cook କବିତାପଢେ, ଧୋତି ପିନ୍ଧେ,ପଖାଳଖାଏ,Die Hard Fan of #UniversalBoss #ଜୟଶ୍ରୀଜଗନ୍ନାଥ

କହିବିନି
Joined March 2015
Don't wanna be here? Send us removal request.
Explore trending content on Musk Viewer
Pinned Tweet
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
3 months
ଏମିତି ନୀରବତା ବିରାଜୁଥିଲା ସବୁଆଡ଼େ ସେ କହିଲା ଜଣେ ଲୋକ ତୋ ଠୁ ଦୂରେଇଗଲେ କଣ ଅସୁବିଧା ହେଇଯିବ ? ମୁଁ ହସିଲି କହିଲି ଜାଣିଛୁ ସେଇ ଜଣେ ଲୋକ ନଥିଲେ ସାରା ଦୁନିଆଟା ଅଜଣା ହେଇଯିବ। #ଜୀବନସାଥୀ
0
0
6
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
1 year
ସ୍ମରଣୀୟ ଓଡିଆ ସିନେମା ଡାଏଲଗ୍ ।#ସଜବାଜ
9
23
220
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
1 year
ଭଜନ ସମ୍ରାଟ,ଓଡିଶୀ ସଂଗୀତ ଗୁରୁ ଯାହାଂକ ଭଜନ ଶୁଣି ମନରେ ଭକ୍ତିଭାବ ଜାଗ୍ରତ ହୁଏ।ମହାପ୍ରଭୁ ଶ୍ରୀ ଜଗନ୍ନାଥଂକ ଚାମର ସେବକଂକ ଜନ୍ମତିଥିରେ ଅନେକ ଅନେକ ଶ୍ରଦ୍ଧାଂଜଳି।#ଜୟଜଗନ୍ନାଥ 💐🪔🙏
Tweet media one
18
6
193
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
10 months
କଟକିଆ ହେଇ #ରଘୁ_ଦହିବରା ନ ଖାଇଲେ ବୈକୁଣ୍ଠପ୍ରାପ୍ତି ହୁଏନା। #The_craze_of_RaghuDahibara
Tweet media one
Tweet media two
Tweet media three
19
9
197
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
1 month
😁
Tweet media one
19
13
191
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
5 months
ଏହି ବିରୋଧ ଜାରି ରହୁ ମୋ ରାଜ୍ଯରେ ମୋ ଭୂଇଁରେ ଯାହାକୁ ଏହାର ଭାଷାଆଧାରରେ ତମକୁ ତମ ଦାୟାଦମାନେ ଦେଇ ଯାଇଛନ୍ତି,ତମେ ଆଜି ସେଇ ଭାଷାକୁ ହତାଦର କରୁଛ । ଧିକ୍ ତମ ଶାସନକୁ ଧିକ୍ ମୁଁ ଏସବୁ ଦେଖି ନୀରବ ରହୁଥିବା କୃତଘ୍ନ,ଓଡିଆକୁ ୮୯ ବର୍ଷର ସ୍ୱାଧୀନ ଓଡିଶା ଏହାର ରୁପରେଖ ? ମୁଁକିଏ ? @bmcbbsr @ashishkumar_tw @BishnuMohanPat2
@jp_mohapatra
Jyoti Prakash Mohapatra
5 months
#ଉତ୍କଳଦିବସ ଅବସରରେ ଆଜି ଦୈନିକ - ସକାଳ ଖବରକାଗଜରେ ପ୍ରକାଶିତ ଏକ ଆଲେଖ୍ୟ। ଭାଷା ଆନ୍ଦୋଳନ ଏବଂ ଓଡ଼ିଆ ଗଣମାଧ୍ୟମ #UtkalaDibasa
Tweet media one
8
20
127
57
22
119
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
2 years
Tweet media one
14
3
113
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
1 year
@desi_thug1 @IndiaTales7 This is the tradition outfit Odisha called DhotiPunjabi towel shawl or Gamchha is used as per the season
Tweet media one
2
5
100
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
11 months
ବୋଧେ ଇରା ମହାନ୍ତି ଏମିତି ଜଣେ ଗାୟିକା ଯାହାଂକ ଗୀତ କ୍ଯାସେଟରେ ଯେମିତି ଶୁଭେ ଷ୍ଟେଜରେ ବି ସେମିତି।ଆଉ ଗୋଟେ କଥା ୧୦ ବର୍ଷ ପୂର୍ବେ ଯେମିତି ଦିଶୁଥିଲେ ଆଜି ବି ସେମିତି।ଆଉ ବ୍ଯବହାର କଥାବାର୍ତ୍ତା ଖୁବ ନରମ । #ଝଂକାର_ଝଲକ ।
6
3
100
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
1 year
କୃତଜ୍ଞତାର ମୁଦ୍ରା…..🙏
Tweet media one
2
3
97
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
4 years
ମୋ ପାଦତଳୁ ପୃଥିବୀ ୧୯ ବର୍ଷ ତଳେ ଖସିଯାଇଥିଲା , ଆଉ ଗତରାତି ୧୧.୪୦ ଘଟିକାରେ ମୋ ଆକାଶ ମୋ ମୁନ୍ଡ ଉପରୁ ଅପସାରିତ ହୋଇଗଲେ।
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
4 years
ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ଭୂୟାଁ , ବାବା ଜୀବନ ବହୁତ ସଂଘର୍ଷ କରି ସଫଳତା ହାସଲ କରି ନିଜକୁ ଆମ ପାଇଁ ଉତ୍ସର୍ଗ କରି ଆଜି କାର୍ଯ୍ୟ ରୁ ଅବସର ନେଲେ , ଆପଣ ମୋର ଆଦର୍ଶ ,ଆପଣଙ୍କ ସ୍ବପ୍ନ କୁ ସାକାର କରିବା ମୋର କର୍ତ୍ତବ୍ୟ, ଭୂମିଷ୍ଠ ପ୍ରଣାମ। @PramodK06889398 @The_Chhamu @Madhulika_21 @Senapati543
Tweet media one
10
0
22
19
4
88
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
9 months
ମୋର ଘନିଷ୍ଠ ବନ୍ଧୁ ଇଂ.ବିଦ୍ଯୁତ ମହନ୍ତଂକୁ ଆଜି ଜୀବନର ଏକ ଅଭୁଲା ଦିନର ଆନ୍ତରିକ ଶୁଭେଚ୍ଛା,ନବ ଦମ୍ପତ୍ତିଂକୁ ବିବାହ ଉପହାର ସ୍ୱରୂପ ଦୁବାଇ ଭ୍ରମଣର ନିମନ୍ତ୍ରଣ ରହିଲା💖💕💞 #HappyCouple #loveisforever
Tweet media one
4
1
92
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
2 months
ସାନମାନଂକ ସ୍ନେହ ଏବଂ ବଡ଼ମାନଂକ ଆଶୀର୍ବାଦ କାମନା କରୁଛି 🙏🏻 #ନୂଆଅଧ୍ଯାୟ
Tweet media one
40
2
92
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
11 months
ଢିଂକିକୁଟା ଅରୁଆଅନ୍ନ😍 ମାଟିହାଣ୍ଡି ଖରଡା,ଚକି ରଗଡା ମୁଗ ଜାଇ,କଦଳୀ,ସାରୁ,ଓଉ ଡାଲମା😍 ଡିହ କୋଶଳା ଶାଗ ଭଜା,ଲେମ୍ବୁ,ଲଂକା .....ସୁବର୍ଣ୍ଣପାତ୍ରରେ। #ହବିଷ #କାର୍ତ୍ତିକ_ମାସ #ପହିଲି_ସୋମବାର #ବାବା_ଧବଳେଶ୍ୱର
Tweet media one
6
3
90
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
3 years
@ANI We strongly welcome the implementation of the Anti conversion bill not only in Karnataka but also whoever the country,viz.need of the time 🙏
1
3
75
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
3 years
0
0
75
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
1 year
କାକରା ଜୀବନରେ ପ୍ରଥମଥର ବିଦେଶରେ ତିଆରି କଲି ତା ସହ ଡାଲମା ….ଓଃ କି ସ୍ୱାଦ 💖😋
Tweet media one
5
0
83
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
1 year
ଯେତେବେଳେ ବି ଆମ୍ବୁଲାନ୍ସ ଦେଖେ,ସ୍ୱତଃପବୃତ ଭାବେ ମୋ ପାଟିରୁ ବାହାରିଯାଏ,ଯିଏ ବି ଯାଉଛି ଭଲ ହେଇଯାଉ ।🙏
9
2
83
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
3 months
@MishraKedar1 If that 2% is capable of stone pelting Hanuman jayanti ,Baleshwar & two or three more instances then do you think they are expecting Lords blessing
4
2
79
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
10 months
କହିପାରିବେ କେହି ଏହି ଜିନିଷର ନାଁ ?
Tweet media one
Tweet media two
22
0
76
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
9 months
ସରକାର ନାଗରୀକ ବା ଭୋଟର ମାନଂକ ପ୍ରଶ୍ନର ଉତ୍ତର ଦବାକୁ ବାଧ୍ଯ କିନ୍ତୁ ଏଠି ଶିଷ୍ଟ ପ୍ରଶ୍ନ ପଚାରୁ ଥିବା @heitibhaina ମହାଶୟଂକୁ ଗିରଫ କରାଯାଇଛି। ଏ ଘଟଣା ମତେ ଇଂରେଜ ଶାସନ କଥା ମନେ ପକେଇ ଦଉଛି ।ନାଗରୀକର କଣ ମତବ୍ଯକ୍ତ କରିବାର ଅଧିକାର ନାହିଁ ? @CMO_Odisha
12
17
80
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
1 year
ଉତ୍କଳ-କମଳା-ବିଳାସ-ଦୀର୍ଘିକା, ମରାଳମାଳିନୀ ନୀଳାମ୍ବୁ ଚିଲିକା, ଉତ୍କଳର ତୁହି ଚାରୁ ଅଳଂକାର, ଉତ୍କଳଭୁବନେ ଶୋଭାର ଭଣ୍ଡାର, ସ୍ୱଭାବେ ଭାବୁକ-ମାନସ ଉଲ୍ଲାସୀ, ଦିଗନ୍ତ ବିସ୍ତାରୀ ତୋର ବାରିରାଶି, ପ୍ରସନ୍ନବଦନୀ ଉଜ୍ଜଳବରଣା,ମୁଖଶ୍ରୀ ଦେଖନ୍ତୁ ଯହିଁ ବୀରଂଗନା । “ଚଲିକା” ✍️ କବିବର ରାଧନାଥ ରାୟ #କବିବର_ଜୟନ୍ତୀ
Tweet media one
6
7
79
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
7 months
କହିପାରିବେ ଏହା କଣ ....... #DubaiMarket #WinterGarden
Tweet media one
28
1
73
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
4 months
ଇଛା ହଉଛି ଯାତ୍ରାଟେ ଦେଖି ଯାଆନ୍ତି,ଭୋରୁ ଫେରନ୍ତା ବାଟରେ ପେଟେ ଖଜୁରୀ ତାଡ଼ି ପିଇ ଶୁଅନ୍ତି।ଗାଧୁଆବେଳେ ଉଠି ପଖାଳ ବେଲେ ବାଡ଼େଇ,କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଦେଖି,ସନ୍ଧ୍ଯାରେ ବରାକଷା ଖାଇ ବାଦାମ ଚୋବେଇ ଚାପଖେଳ ଦେଖି,ହରିହାଟରେ ପେଟେ ଅରୁଆ-ଡ଼ାଲମା ଖାଇ ପୁଣି ଫେରିଯାଆନ୍ତି ମୋ ସ୍ୱପ୍ନର ବେପରୁଆ ଦୁନିଆକୁ #ଏମିତି_ହୁଅନ୍ତାନି
10
1
75
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
5 months
ନିଶା ବାଂଗରେ ଜଣେ ଉପଜିଲ୍ଲାପାଳ,କଂଗ୍ରେସରୁ ନିର୍ବାଚନ ଲଢିବାକୁ ଚାକିରୀରୁ ବର୍ଷେତଳେ ସେଚ୍ଛାକୃତ ଅବସର ନେଇଥିଲେ....ହେଲେ ନା ଲୋକସଭା ବିଧାନସଭା ଟିକଟ ମିଳିଲା ନା ଚାକିରୀଅଛି । @AbujhaPua ନୂଆ ମିମ୍ ମାଟେରିଆଲ 😁😁
Tweet media one
11
2
75
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
2 years
#ରଜପର୍ବ 🇵🇸🇮🇳 ଗର୍ବିତ ଓଡିଆ।ଯୋଉଠି ବି ଥାଏ ମୋ ମା ମାଟି ପାଣିପବନ ଚାଲିଚଳନ,ଭାଷା ଓ ସଂସ୍କୃତିକୁ ସମ୍ମାନ ଦେବାରେ ହେଳା କରିନି । @BishnuMohanPat2 @OdiaCulture @VAdkri @Actressleslie26 @listenjasbir @drgynaec @pureodiasaswata @pradipsahoo1 @IpSiTa_RoSy19 @shreejay_odisha
14
1
71
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
2 years
The traditional Odia Folk dance of southern odisha viz.staged during Dandajatra in which a childless old couple begging 🙏 lord Haraparvati for a child . P.C Dillip ku sahu,Lineman,Kandhamal @OdiaCulture @OdishaTales @odiamelody @sujeetkk87 @MITHUNS53536214
1
15
70
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
1 year
She has ruled in odia audience for a decade
Tweet media one
@RedditOllywood
/r/Ollywood
1 year
Any iconic roles by any non odia actors in Ollywood that you cherish? @justlalit @NathTusar @TaraniTrotter
5
1
3
3
0
68
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
2 years
ଆମ ଓଡିଶା ଖାଦ୍ଯ ବଭିଦତାରେ ପରିପୂର୍ଣ ଏକ ରାଜ୍ଯ ।ମୟୁରଭଂଜର ବିଶ୍ୱପ୍ରସିଦ୍ଧ ମୁଢିମାଂସ ଯାହାର ସ୍ୱାଦ ଅତୁଳନୀୟ ।ବୋଧେ ଏମିତି କମ୍ ଓଡିଆ ଥିବେ ଯିଏ କି ମୁଢିମାଂସ ଖାଇନି @pureodiasaswata @__BeingLove__ @TheAnsumanRath @manas_muduli @OdiaCulture @FoodieOdia @TaraniTrotter
Tweet media one
15
3
65
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
1 year
ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ଓଡିଆ ନବ ବର୍ଷରେ ସମସ୍ତଂକର ମନୋବାଂଛା ପୂର୍ଣ୍ଣକର । #ମହାବିଷୁବ_ସଂକ୍ରାନ୍ତି #ପଣା_ସଂକ୍ରାନ୍ତି #ହନୁମାନ_ଜୟନ୍ତୀ 💐♥️🪔💞
Tweet media one
10
0
66
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
10 months
ଗଂଜାମ ଜଳଖିଆର ମଜା ରାଜଧାନୀରେ ……
Tweet media one
Tweet media two
Tweet media three
5
3
63
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
2 years
ମୋ ଭଣଜା ସ୍ମୃତିସ୍ୱରାଜ ଜେନାଂକର ୧୬ ତମ ଜନ୍ମଦିବସରେ ପ୍ରଭୁ ଜଗନ୍ନାଥଂକ ଓ ଆପଣ ସମସ୍ତଂକ ଆଶିଷ କାମନା କରୁଛି #Birthdayboy 🎂
Tweet media one
13
0
59
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
3 years
चमचे इस ट्विट से कृपिया दूर रहे
@MeghUpdates
Megh Updates 🚨™
3 years
Celebration will Now Change into Burnol Moments for Some
Tweet media one
179
3K
16K
1
6
54
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
2 months
କେବେ ଏଠି ଜଳଖିଆ କରି ମିଠା ଟିକେ ଖାଇବେ .......ବହୁତ ଭଲ ସୁଆଦ
Tweet media one
Tweet media two
8
1
59
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
11 months
ପୀଠେ ମହାଷ୍ଟମୀ #ଶସ୍ତ୍ରପୂଜା
Tweet media one
4
6
57
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
8 months
ମୁଁ ମନେଅଛି ?
Tweet media one
9
0
54
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
1 year
କେତେ ସୁନ୍ଦର ଗୀତ ସବୁ ଅଛି ।#ଓଡିଆ_ଆଲବମ୍
16
3
56
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
1 year
ଦୁବାଇରେ ରଥଯାତ୍ରା ପାଳନ ଉପଲକ୍ଷେ ବିପୁଳ ଜନସମାଗମ । #ଜୟଜଗନ୍ନାଥ
Tweet media one
Tweet media two
Tweet media three
Tweet media four
4
4
55
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
1 year
ରାଧାକୃଷ୍ଣ ଭଂଜ 🙏
3
8
52
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
2 years
Tweet media one
7
7
53
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
3 months
@VertigoWarrior The Arua & Dalma is the most delicious vegetarian dish
Tweet media one
1
4
51
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
3 years
ଶୀଳବଟା ମସଲା,ମାଟିହାଣ୍ଡି ମାଂସ ତା’ପରେ କଦଳୀପତ୍ରରେ ପରସା! ବହୁତ ମଜାଦାର ଲାଗିଲା @bhangaaja @Adyasha_Bhanja0 @srrashmi1 ଓଡିଶା ଆଗମନ ଖୁସିରେ ! @Bhabanijourno @NiveditaOdisha @Beinggfoodie @PABITRA92096370 @pabitradash75 @Actressleslie26
Tweet media one
Tweet media two
5
2
51
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
5 years
ଯଦି ଏଠି କେହି ସହୃଦୟ ଯୁବତୀ ଅଛନ୍ତି, ୟାକୁ ଟିକେ ସମ୍ଭାଳ।😡😡
12
2
49
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
1 year
ଏଇଟା ଶେଷ ଦେଖା ବୋଲି କିଏ ଜାଣିଥିଲା ? ବାବା ଆପଣଂକ ଅଭାବ ତ ସବୁବେଳେ ରହିବ। ଆଜି ଆପଣଂକ ତୃତୀୟ ଶ୍ରାଦ୍ଧ ବାର୍ଷିକରେ ଜଗନ୍ନାଥଂକ ନିକଟରେ ପ୍ରାର୍ଥନା କରେ ଆପଣଂକ ଆତ୍ମାର ସଦଗତି ହେଉ । 🙏🪔 🌺
Tweet media one
22
1
51
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
3 years
ପୂଜା ପରେ ପରେ ମୋ ନଜର ଥାଏ ଘିଅପୋଡା ଏଇ ନଡିଆ ଉପରେ , ଅମୃତତୁଲ୍ଯ ସ୍ୱାଦ @srrashmi1 @A_92_k @Actressleslie26 @BishnuMohanPat2 @bapisahoo
Tweet media one
5
0
49
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
11 months
ପୀଠେ ସପ୍ତମୀ । ଓଡିଶାର ଏକମାତ୍ର ମା’ବିଂଶଭୂଜାଂକ ମୃଣ୍ମୟୀ ମୂର୍ତ୍ତି। @ବଡକ୍ଷିରୀ,ନିଶ୍ଚିନ୍ତକୋଇଲି,କଟକ #ମହାସପ୍ତମୀ
Tweet media one
7
4
49
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
1 year
ବଢିଆ ନାଚ,ମୁଁ ଆଜି ପ୍ରଥମଥର ଦେଖୁଛି । #ହନୁମାନ_ଜୟନ୍ତୀ
2
4
48
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
1 year
#କୃଷ୍ଣଚୁଡା ରଂଗ ତୁମ ମନ୍ଦ ନୁହେଁ 💘💖❤️
Tweet media one
4
0
47
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
3 months
@BashiPakhala ଚାଟୁ ଥା ....ଅରୁଣ ଆଇଲାଣି ତମେ ଆହୁରି ଡେଇଁବ କିନ୍ତୁ ଆଉ କସ୍ମିନକାଳେ ହବନି ....ଯେତିକି ପାଇଲ ଖାଇଲ ଲୁଟିଲ ତାର ହିସାବ ହଉ ହଉ ତମ ବରଗଛ ଜେଲ ଯିବ । ହଁ ମନେରଖ ବରଗଛ ଛାଇରେ କିଛି ଉଧେଇବନି ତେଣୁ ଛେପ ପକେଇ ଚାଟିବାକୁ ଯେମିତି ନ ପଡ଼ିବ ସେମିତି ତଥା କୁହ 😁
5
1
48
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
2 years
ଜନ୍ମଦିନର ବିଳମ୍ଭ ଶୁଭେଚ୍ଛା @NiharikaDash14 ମହୋଦୟା,ଆପଣଂକ ସୁସ୍ଥ ସକ୍ରିୟ ରହିବାର କଳା,ଖାଦ୍ଯ ସାରଣୀ ବହୁ ଜନୋପକାରୀ,ପୁଣି ସ୍ପେସ୍ ମାଧ୍ଯମରେ ମଧୁମେହ ଉପରେ ବାର୍ତ୍ତା ବହୁତ ଭଲ ଲାଗିଲା।ଆପଣଂକ ଚଲପଥ କୁସୁମିତ ହେଉ #ଜୟଜଗନ୍ନାଥ
Tweet media one
5
1
47
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
1 year
୮୭ତମ ଉତ୍କଳଦିବସ (ଭାଷାଭିତ୍ତି��� ପ୍ରଥମ ଭାରତୀୟ ରାଜ୍ଯ)ଉପଲକ୍ଷେ ଓଡିଆ ଭାଷା,ସାହିତ୍ଯ,ଜଗନ୍ନାଥ-ସଂସ୍କୃତି,ପରିଧାନ,ଖାଦ୍ଯ,ପରବପର୍ବାଣୀକୁ ସମ୍ମାନ ଓ ଆଦର କରୁଥିବା ବିଶ୍ୱର କୋଣଅନୁକୋଣରେ ଥିବା ସମସ୍ତ ଓଡିଆଂକୁ ଶୁଭେଚ୍ଛା,ଆସନ୍ତୁ ମିଳିମଶି ଏକ ଉନ୍ନତ ପିଢି ଗଢିବା । #ବନ୍ଦେ_ଉତ୍କଳ_ଜନନୀ 💐
2
1
45
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
2 years
Tweet media one
7
1
44
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
10 months
ପୃଥିବୀ ପ୍ରସିଦ୍ଧ ଢେଂକାନାଳ ଗଜଲକ୍ଷ୍ମୀ ପୂଜା ସମାରୋହ ।
Tweet media one
Tweet media two
Tweet media three
Tweet media four
2
1
44
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
8 months
ମାସାଧିକ କାଳ ହେଇଗଲା କିନ୍ତୁ କଳାଧନ ମାମଲାରେ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । @IncomeTaxIndia
Tweet media one
8
6
44
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
4 years
ଶୁକ୍ରବାରିଆ ଖାସି କଲିଜା, ପରଟା ,ବିରିୟାନୀ ଓ ସିମେଇ Friday special 🐐 mutton kaleji , parotha and chicken 🍗 biryani ,vermicelli 😋 @The_Chhamu @PDas_odisha @Rose42208235 @soumyaarath @Neena_60 @PramodK06889398 @Kalpana525 @pabitradash75 @bagha_mamu @mte2o
Tweet media one
5
2
43
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
2 years
Tweet media one
8
1
42
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
3 months
@Vkpandianfancl1 ଚୁପଚାପ୍ ଏ ହାଣ୍ଡେଲ ବନ୍ଦ କରିଦେ ।
0
1
43
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
10 months
ସାଗର କୂଳେ ଦିନେ .....🌊🏝️ #Blue
Tweet media one
4
0
43
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
11 months
ଓଡିଆ ସିନେମାରେ ମା’ ଚରିତ୍ରକୁ ଏକ ପରିଚୟ ଦେଇଥିବା,ଅଭିନୟ ପ୍ରବୀଣା ଅନିତା ଦାସ “ଯାଯାବର” ସିନେମାରୁ ଅଭିନୟ ଆରମ୍ଭ କରି ଶତାଧିକ ଓଡିଆ ସିନେମାରେ ଅଭିନୟ ପରକାଷ୍ଠା ଦେଖେଇଥିବା ଏହି ପୁରୁଖା ଅଭିନେତ୍ରୀଂକୁ ଜନ୍ମଦିବସରେ ଗଭୀର ଶ୍ରଦ୍ଧାଂଜଳି 🙏🪔💐
Tweet media one
1
0
43
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
1 year
ଦେଖିଲେ ତୋ ପହଣ୍ଡି ବିଜେ, ଜାଣେନା କାହିଁକି ମୋ ଆଖି ଲୋତକେ ଭିଜେ ? #ରଥଯାତ୍ରା_୨୦୨୩ #ଜୟଜଗନ୍ନାଥ
1
0
43
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
6 months
ବହୁ ପ୍ରତିକ୍ଷୀତ #ପଖାଳଦିବସ ଉଦଯାପିତ ହେଲା,ଦୁବାଇରେ ମୁଖ୍ଯଅତିଥି ଶ୍ରୀ ଅକ୍ଷୟ ଖୁଣ୍ଚିଆ @AkshayKhuntia ଭାଇ ଏବଂ ସମ୍ମାନୀତ ଅତିଥି ତେଲେଂଗାନା ଶୋଭାର ଶାଖା ଅଧିକାରୀ ଶ୍ରୀନୁଭାଇଂକ
3
0
43
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
4 months
@BashiPakhala ଆବେ ନଂପୁସକ ହିଂଜଡା ଛକ୍କା ନବୀନ ପଟ୍ଟନାୟକ,ମହାନ ଭାରତୀୟ ବିଜୁବାବୁଂକ କୁପୁତ୍ର ଥରାଥରା ହାତ ଯୋଡ଼ି ଯେବେ ଘୋଷଡ଼ା ହବ ଧର୍ମ ଦାଣ୍ଡରେ ସେତେବେଳେ ଯଦି ତୁ ଥିବୁ ନିଶ୍ଚିତ ମନେ ରଖିଥିବୁ ମତେ,ସିଏ ନାକରେ ସଣ୍ଡୁଆସୀ ଲଗାହେଇକି ୧୯୯୮ ରୁ ୨୦୨୦ ଭିତର ର କେସରେ ଯେବେ ଫସିବ ନା ରହିବ ବିଜଦ ନା ଥିବ କାର୍ତ୍ତିକେୟନ ନା ତୁ । 🙏🏻 ମା ସରସ୍ୱତୀ
4
2
42
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
2 years
ନେପାଳୀ ବନ୍ଧୁଜଣକ ହଠାତ୍ ସକାଳୁ ସଜମାଂସ 🐐 ହାତରେ ଦେଇଦେଇ ଗଲେ ।ଦେଖିଲ @Howzzda_Josh ତମ ତରକାରୀ ରଂଗ ଆସିଲା ନା! @FoodieOdia @OdiaCuisine @OdiaCulture @Mantu9377Sahoo @saharee_bagha @Tappu99 @Rohit83089315
Tweet media one
7
1
41
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
9 months
ଯ���ହା ହଉ ଓଡିଶା ପୁଣି ୧ ନମ୍ବର 🥇 🌟ଭାରତରେ ହୋଇଥିବା ଆୟକର ଚଢଉ ରୁ ଜବତ ହୋଇଥିବା ୨୦୧୬ରେ ୧୬୦କୋଟି ଟଂକା ସର୍ବାଧିକ ଥିଲା । 🌟ଏ ବିଷୟରେ ଟିକେ ପ୍ରଚାର କରିବାକୁ ବଟିଆ ମାନେ କାହିଁକି କୁଣ୍ଠିତ ? #ITRaid #OdishaCountrySpirit #Corruption #Blackmoney
3
6
41
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
1 year
ଜାପାନର ପ୍ରଥମ ମହିଳା ୟୁକୋ କିଶିଦା ରାଷ୍ଟ୍ରପତି ଭବନରେ ଭାରତୀୟ ବେଶଭୂଷାରେ ।
Tweet media one
0
0
42
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
2 years
ମଦରଂଗା ସାଗରାଇ ଖାଇବାର ବୋଧେ ୧୦ ବର୍ଷ ହେଇଗଲାଣି ହେଲେ ସ୍ୱାଦ ଏମିତି ଥିଲା ରେସିପି ବି ମନେ ରହିଯାଇଥିଲା ତ ଆଜି ବଡି ସହିତ ବନେଇକି ଆତ୍ମତୃପ୍ତି ପାଇଲି,ବାଇଗଣ ଭର୍ତ୍ତା ବଳିପଡିଲା 😄 @FoodieOdia @OdiaCuisine @gpshots1 @Maheshbabu144p @BishnuMohanPat2 @Mantu9377Sahoo @saharee_bagha
Tweet media one
6
2
37
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
3 years
ମୋ ଗୁଜୁରାତି ରୁମମେଟ୍ କହିଲା, ୟେ କୈସା ଅଜିବ ସା,କରି ବନାୟା ହୈ,ମୁଁ କହିଲି ଚାଖିକି କହ ! ଡାଲମା ରକ୍ସ, 🤟🏻! ଜଣେ ପକ୍କା ଡଲମା ପ୍ରେମୀ ମୁଁ !ଡାଲମାର ପୁଣି ପ୍ରକାର ଭେଦ ହବିସ ଡାଲମା,ପୁରି ଡାଲମା, ମନ୍ଦିରଡାଲମା,ବାଡିଆ ଡାଲମା ! @BishnuMohanPat2 @Howzzda_Josh @Sanu3601 @bapi @srrashmi1
Tweet media one
7
2
39
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
4 years
Guess what’s happening? ଅନୁମାନ କରନ୍ତୁ କଣ ହଉଛି ?
Tweet media one
16
3
37
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
1 year
ଦହିବରା ଦିବସରେ ଦହିବରା ଦେଖି ଦେଖି ବଜ୍ରପ୍ରତିଜ୍ଞା ନେଇଥିଲି,ଦି ଦିନ ସମୟ ନେଇ ତିଆରି କଲି ।#ଦହିବରା_ଆଳୁଦମ
Tweet media one
Tweet media two
Tweet media three
6
0
39
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
2 months
ଘରଣୀଂକ ହାତରନ୍ଧା ଖାସିମାଂସ ......
Tweet media one
3
0
39
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
10 months
ଏହାର ସ୍ୱାଦ ଅପ୍ରତିଦ୍ୱନ୍ଦୀ 💕 #ପଖାଳ #ବଡିଚୁରା #ବାଇଗଣ_ଭର୍ତ୍ତା
Tweet media one
6
3
40
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
7 months
ଧନ୍ଯ ତମେ ଧନ୍ଯ ତମ ଶିକ୍ଷାଦୀକ୍ଷା ଧନ୍ଯ ତମ ଲାଳନପାଳନ ଧନ୍ଯ ତମ ପିତାମାତା 🙏🏻 #ଅମଣିଷ ରାଜନୀତି କରୁଛ ବୋଲି ଏତେ ତଳକୁ ଖସିଯିବ ?
Tweet media one
16
5
40
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
5 months
ରାମନବମୀ ଭଦ୍ରକରେ ପାଳନ ହଉଛି କେବଳ ଇଦକୁ ବିରୋଧ ପାଇଁ ପାଳନ ହେଉଛି ପାରମ୍ପରିକ ଢୋଲ କଂସାଳ ଭଜନ ନୃତ୍ଯ ମାଧ୍ଯମରେ ବଢିଆ ଭାବେ ପାଳିତ ହେଇପାରନ୍ତା କିନ୍ତୁ ଡହଡହ ଗରମରେ ଯେତେବେଳେ ଏମିତି ଜନସମୁଦ୍ର ମଝିରେ ତମେ ତୀବ୍ର ଶବ୍ଦ ଆଉ ଆଲୋକ ବଜେଇ ଶ୍ରୀରା���ଂକୁ ଆହ୍ୱାନ କରୁଛ ଯୁଦ୍ଧପାଇଁ ,ନା ଆରାଧନା କରୁଛ ? @ssgapu22
@aviseka
Dr. Aviseka🐘
5 months
There are a lot of unnecessary things happening in #Odisha in the name of #RamaNavami
1
0
9
24
0
40
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
11 months
@otvkhabar ଦର୍ଶନ ବ୍ଯବସ୍ଥା ସୁଗମ କରାଯାଇ ଚାରି ଦୁଆର ଖୋଲାଯାଉ ।ଧାଡି ର୍ଦଶନ ବ୍ଯବସ୍ଥା ବାହାରୁ ବନ୍ଦ କରି ଭିତରେ କରାଯାଉ।ମହିଳା,ଭିନ୍ନକ୍ଷମ,ବରିଷ୍ଠ ନାଗରୀକମାନଂକ ପାଇଁ ସ୍ୱତନ୍ତ୍ର ଧାଡି କରାଯାଉ।
2
2
39
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
10 months
ଶଗଡ…..ମଉଷା ଜଣେ ଚାଷୀ ବଢେଇ କାମ ବି ଜାଣନ୍ତି,କହିଲେ ଏ ଶଗଡକୁ ୮୦ ମତେ ୭୬ ବର୍ଷ ହେଲାଣି,ତାଂକ ବିଲକାମ ପାଇଁ ସେ ବ୍ଯବହାର କରନ୍ତି।ଆମେ ବହୁତ କଥା ହେଲୁ ସବାରୀ,ପାଲିଂକି ବିଷୟରେ ବି କହିଲେ। *ଶଗଡ ଦେଖି ମୁଁ ମାଡିଗଲି ସେ ପୁରା ଅପରିଚିତ ହେଲେ ଖୁବ୍ ସ୍ନେହୀ। #ସେ_କାଳ_ପଖାଳ
Tweet media one
Tweet media two
2
3
39
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
1 year
ପ୍ରାଥମିକ ସ୍କୁଲରେ ଗଣେସ ପୂଜା ଦିଦିନ ଆଗରୁ ସପ୍ତମ ଶ୍ରେଣୀର ବଡବଡ(ଶାରିରୀକଭାବେ) ଛୁଆଂକ ସହ ଶ୍ରେଣୀ ମନିଟରଂକ ଦ୍ୱାରା ଆଦାୟ ଟଂକା ନେଇ ହାଟରୁ ମୂର୍ତ୍ତି,ପୂଜାସାମଗ୍ରୀ ନେଇ ଆସନ୍ତି,ଷଷ୍ଠ ସପ୍ତମ ଶ୍ରେଣୀରେ ପୂଜାହୁଏ।ସକାଳୁ ନୂଆ ଜାମା ପେଣ୍ଟ ପିନ୍ଧି।ଡଟପେନ କି ପନସିଲରେ କାଗଜରେ ନିଜ ନାଁ ଶ୍ରେଣୀ ରୋଲ ନଂ ଲେଖି ॥୧॥
2
1
38
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
2 years
ଏଇଯେ ହସୁଚି ବର୍ଣ୍ଣବିଳାସୀ-କୃଷ୍ଣଚୂଡ଼ା ସଖି ଗଗନ ବିତାନ ତଳେ ! ତା ରଙ୍ଗ ଅଧରୁ ଝରିପଡ଼େ ପ୍ରୀତି-ବିଭାତି ଆହା ତା'ରୂପର ଆଲୁଅ ଜଳେ !! ♥️ ଏଇ ଚମତ୍କାର କବିତାର ସ୍ରଷ୍ଟା ମୋର ପରମ ପ୍ରେରଣାର ଉତ୍ସ ଶ୍ରୂୀ ବିଷ୍ଣୁସାର୍ @BishnuMohanPat2 @SaudaminiSahooC @jp_mohapatra @DrJayashree4 @PragyansLife
Tweet media one
5
1
36
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
10 months
#ViratKohli 𓃵 Bhai ne sabko bigad ke rakha hai
2
0
38
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
10 months
#ବଡଓଷା #ବାବା_ଧବଳେଶ୍ୱର #କାର୍ତ୍ତିକ_ମହିମା
Tweet media one
4
4
37
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
4 years
Tweet media one
9
0
35
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
4 years
@PuspanjaliPand ଯଦି ଆପଣ ଜଣେ ଶିକ୍ଷିତ ତେବେ ନିଜ ଆଖ ପାଖ ରେ ଥିବା ପିଲା ମାନଙ୍କୁ ଦିନକୁ ଅନ୍ତତଃ ଥରେ ୧ ଘଣ୍ଟା ସମୟ ଦିଅନ୍ତୁ , ସବୁ କାମ ସବୁ ଦାୟିତ୍ୱ କଣ ଖାଲି ସରକାର କରୁଥିବେ ,ଜଣେ ସଚେତନ ନାଗରିକ ହିସାବରେ ଏ ସମୟରେ ସମାଜ ପ୍ରତି ଥିବା ନିଜ କର୍ତ୍ତବ୍ୟ ର ପାଳନ କରନ୍ତୁ....
5
1
35
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
3 years
ଆମେ ଯଦି ଖାଣ୍ଟି ଓଡିଆ ନ କହିବା ଲେଖିବା , ତ ଉପହାସ ହିଁ ସାର ହେବ , ଭାଇରଲ ଭିଡିଓ । @nidhi_budha @suryanandannet @SrujaneeO @srrashmi1 @DDR_43 @Actressleslie26 @Debadat51018406 @bapisahoo @BishnuMohanPat2
7
4
36
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
4 years
କରଗ୍ରେ ବସତି ଲକ୍ଷ୍ମୀ। କରମଧ୍ୟେ ସରସ୍ୱତୀ । କରମୂଳେ ତୁ ଗୋବିନ୍ଦମ । ପ୍ରଭାତେ କର ଦର୍ଶନମ। ଏକ ସୁନ୍ଦର ଦିନର ଆରମ୍ଭ ଭଲ ସକାଳ ରୁ ହୋଇଥାଏ। Morning Brings The Day. @SeemaDas3778389 @swamidipankar @pabitradash75 @mte2o @heitibhaina @AskSnehasish @The_Chhamu
Tweet media one
5
1
32
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
3 years
ମୋ ଛୁଆବେଳେ ଦୂରଦର୍ଶନରେ ପ୍ରସାରିତ ମୋର କିଛି ମନପସନ୍ଦ ସିରିଏଲ କୁ ନେଇ ଖିଅଟିଏ।ଚନ୍ଦ୍ରକାନ୍ତା ରବିବାର ସକାଳ ୯ଟା । @suryanandannet
Tweet media one
5
0
36
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
4 years
ପ୍ରଥମ ସୋପାନ--ଅନୁମାନ କରନ୍ତୁ କଣ ତିଆରିହବ? Level--1 guess what's to be made? @SeemaDas3778389 @Kalpana525 @donali_das @PDas_odisha @PuspanjaliPand @mte2o
Tweet media one
9
1
33
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
3 months
@_rabinarayana ପରିପକ୍ୱ ହୁଅନ୍ତୁ ଏବେ ବି ବାପାଂକ। ନାଁରେ ଭୋଟ ପାଉଥିବେ ।
4
0
35
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
5 years
My younger brother is appearing HSCE, Odisha, 2020 .....Seeking your good wish ,blessings ମୋ ସାନଭାଇର ମାଟ୍ରିକପରୀକ୍ଷା ଆପଣମାନଙ୍କ ଶୁଭେଛା ଏବଂ ଆଶିର୍ବାଦ କାମ୍ୟ। @mte2o @Birupakx @PDas_odisha @belalasena08 @Drakshays @ABHAYAK42221053 @michhei_jhia
Tweet media one
10
3
33
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
10 months
କାର୍ତ୍ତିକମାସ ସଂକ୍ରାନ୍ତିରେ ବାବା ବିଶ୍ୱନାଥଂକ ଦର୍ଶନ….ଖୁବ୍ ପୁରାତନ ମନ୍ଦିର।ପ୍ରାଂଗଣରେ ଶତାୟୁ ଅଶ୍ୱତ୍ଥ ଗଛଟି । #ଓ‍ଁ_ନମଃ_ଶିବାୟ
Tweet media one
Tweet media two
Tweet media three
Tweet media four
1
1
35
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
8 months
ପାରମ୍ପରିକ ଓଡଆ ଖାଦ୍ଯସାରଣୀର ଆଉ ଏକ ଅବଦାନ ହେଲା " ସନ୍ତୁଳା" । ଯେତି ସୁଆଦିଆ ସେତୁକି ସ୍ୱାସ୍ଥ୍ଯକର । #Odia_cusine
Tweet media one
5
0
35
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
7 months
ଜୟ ଜୟ ଶ୍ରୀ ଜଗନ୍ନାଥ ...ହେ କାଳିଆ ସାଆନ୍ତ ତମେ ମହାନ 🙏🏻
@IndiaTales7
Raghu
7 months
Some traditions are as timeless as they are divine...! Jai Jagannath 🙏
42
611
4K
5
3
35
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
11 months
ସେ ଜଣେ ବୈଜ୍ଞାନିକ,ଜଣେ ଶିକ୍ଷକ,ଜାତୀୟ ସୁରକ୍ଷା ପରାମର୍ଶଦାତା,ପୁଣି ରାଷ୍ଟ୍ରପତି । ସମ୍ପତ୍ତି୨୫୦୦ ବହି,୬ହଳ ପୋଷାକ,ପଦ୍ମ,ପଦ୍ମଭୂଷଣ,ଭାରତରତ୍ନ,୪୬ ଟି ଡକ୍ଟରେଟ।ଆଉ ବିପୁଳ ଭଲପାଇବା।ତାହା ହିଁ ମହାପୁରୁଷଂକ ଅର୍ଜନ । ସବୁବେଳେ ତତ୍ପର,ଚିର ପ୍ରସନ୍ନ ବଦନ,ସ୍ପଷ୍ଟବାଦୀ,ତେଜିୟାନ ସେ ବ୍ଯକ୍ତିତ୍ୱ । #କଲାମ_ଜୟନ୍ତୀ #MissileMan
Tweet media one
3
2
35
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
7 months
ତୁ ଆକାଶର ଚିକିମିକି ଧୃବତାରା, ମୁଁ ଧରାର ଇତର ପ୍ରାଣୀଟେ ପରା। ତୁ ବ୍ରହ୍ମାଣ୍ଡର ହର୍ତାକର୍ତା, ମୁଁ ତୋ ନିର୍ମାଣର ବିବିଧତା। ତୁ ମହାଦୃମ, ମୁଁ ଦୁବ ସମ। ତୁ କରୁଣାର ସାଗର, ମୁଁ କର୍ମ ଅସାର ତୁ ଅପରିମେୟ, ମୁଁ ଅନାମଧେୟ ।🙏🏻
Tweet media one
3
0
35
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
2 years
ବିଦେଶରେ ଘୋଷଯାତ୍ରା 🇦🇪 ଷ୍ଟାର୍ ସ୍କୁଲ୍ ,ଅଲକିସେସ୍ ୩ ଦୁବାଇ ରଥଟଣା ଆରମ୍ଭ ହବ ପହଣ୍ଡି ସରିଲାଣି ….
3
2
35
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
4 months
ଚୁଆରୁ ପାଣି ଶୁଖିଗଲା ପରେ ....ଚିହ୍ନିଲ ଦେଖି #ପଂକୁଆମାଛ
9
0
35
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
9 months
#ଧନୁସଂକ୍ରାନ୍ତି ର ମିଠାମିଠା ଶୁଭେଚ୍ଛା ସମସ୍ତଂକୁ।କଡକଡିଆ ଶୀତରେ କୁଡୁମୁଡିଆ ମୁଆଁ ଖାଇ ଖୁବ ମଜା କରନ୍ତୁ ।
Tweet media one
Tweet media two
3
2
34
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
6 months
ପ୍ରଥମଥର ପାଇଁ ଓଡିଆ ସିନେମା ଇତିହାସରେ ଗୋଟେ ସିନେମାର #TrailerLaunch କରାଯାଉଛି ଖୁବ ଜାକଜମକରେ ତାହା ପୁଣି ସିଧାପ୍ରସାରଣ ବି ହେଉଛି । #ବିଗୁଲ_ବାଜିବ #Baap_Of_kantara @ray_sarathi @anupam_patnaik9 @saktijagdev @AmaraMuzik @BBSRBuzz @AbujhaPua @justlalit
3
5
33
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
6 months
ନିଆରା ଭଜନ ପରିବେଷଣ ଦ୍ୱାରା ଖୁବ ସାବଲୀଳ ଭାବେ ଭକ୍ତସହ ଭଗବାନଂକୁ ଯୋଡିବାରେ ପାରଂଗମ ଥିଲେ ଏକଧାରରେ ଗୀତିକାର,ସଂଗୀତକାର,କଣ୍ଠଶିଳ୍ପୀ,ଅଭିନେତା ଭାବେ ନିଜ ପୂର୍ବପୁରୁଷ ମାନଂକ କଳାକୁ ଜଗନ୍ନାଥ ସଂସ୍କୃତିକୁ ନିଜ ଗୀତ ମାଧ୍ଯମରେ ବିପୁଳରେ ପ୍ରଚାର କରିଥିଲେ । ଆଜି ସେଇ ମହାନ ପୁରୁଷଂକ ୭ମ ଶ୍ରାଦ୍ଧ ବାର୍ଷିକୀରେ ବିନମ୍ର ଶ୍ରଦ୍ଧାଂଜଳି 🙏🏻
Tweet media one
6
0
34
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
9 months
Tweet media one
Tweet media two
3
0
34
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
2 years
Tweet media one
5
0
33
@RanjitGutu
ଇଂ.ଶ୍ରୀ Ranjit Prasad Bhuyan
1 year
#iPhone15 ଗ୍ରେଟେଡ୍ କେବଲ ସହ ସବୁଠୁ ହାଲୁକା। ୧୩,୧୪ ଓଜନ ଯୋଗୁଁ ଏତେ ଲୋକପ୍ରିୟ ହେଇନଥିଲା ।
Tweet media one
Tweet media two
Tweet media three
11
0
33