Shreejay💕 Profile Banner
Shreejay💕 Profile
Shreejay💕

@shreejay_odisha

Followers
3,698
Following
4,954
Media
11,659
Statuses
49,326

✳️✳️1000% instant follow back must✳️✳️ Beleive in yourself ⭕⭕ 💕💕ମରନା ମାରନା ପାରତ🔆🎆 ମୃତ୍ୟୁକୁ ଅବଲୁପ୍ତ କର‼️

Joined September 2020
Don't wanna be here? Send us removal request.
Explore trending content on Musk Viewer
@shreejay_odisha
Shreejay💕
1 year
Good Morning Friends Good Morning Have a Blessed Sunday
5
15
194
@shreejay_odisha
Shreejay💕
3 years
Tweet media one
2
7
172
@shreejay_odisha
Shreejay💕
1 year
Good Afternoon
2
14
146
@shreejay_odisha
Shreejay💕
9 months
Making of 'Chhena-Poda' An traditional sweet Made in Odisha
2
12
133
@shreejay_odisha
Shreejay💕
1 year
Good Evening Friends
3
13
103
@shreejay_odisha
Shreejay💕
3 years
@Rajshreepuja ବଢ଼ିଆ, ଆପଣ ଗରମ ପାଣି କୁଳୁକୁଳି, bitadin gargle, ଗରମ ବାମ୍ଫ, ହଳଦି ଖୀର , ପତାଞ୍ଜଳି karonil ନିଅନ୍ତୁ। ଏହା ସହିତ allopatyy too। ଜର ବେସି ଆସିଲେ ଗଜସିଉଳି ରସ ମହୁ, କଫ ବେସି ହେଲେ ପିପାଳି ମହୁ ନିଶ୍ଚିତ ନେବେ। ଧୁମ ଭଲ ଖାଇବେ, ଗୀତ ଶୁଣିବେ, dont read , see news, ପ୍ରଣାୟମ ଅନୁଲମ ବିଲୋମ। ନିଶ୍ୱାସ କଷ୍ଟ call1929
7
3
77
@shreejay_odisha
Shreejay💕
3 years
Elegant Shri Jagannath Mandir Chennai,
Tweet media one
7
8
66
@shreejay_odisha
Shreejay💕
9 months
ଅହୋଭାଗ୍ୟ ଅହୋଭାଗ୍ୟ ମଣିମା ⚫‼️⚫ *ଅଘଟନ ଘଟ୍ଟନ ପଟ୍ଟିୟସୀ ମହାପ୍ରଭୁଙ୍କର ଜୟ ହେଉ*
1
6
63
@shreejay_odisha
Shreejay💕
3 years
The beauty and splendour of Amer Fort! 😍❤️ Jaipur, Rajasthan.L
Tweet media one
0
15
57
@shreejay_odisha
Shreejay💕
5 months
Good Morning Let's Celebrate Happiness
3
2
52
@shreejay_odisha
Shreejay💕
3 years
हम चैन से यू ही नहीं सो जाते, कई आंखों के सपने मिट गए हमारे लिए। ‼️जय हिंद 🇮🇳🇮🇳‼️
Tweet media one
2
7
49
@shreejay_odisha
Shreejay💕
2 years
ଶୁଭ ମଙ୍ଗଳବାର ବିଛୁଆତି ସବୁ ଦେଖିଥିବେ ଆଉ ଆମ ଭିତରେ ବାଇଡଙ୍କ ବି ଦେଖିଥିବେ ହେଲେ ଆତ୍ମଘାତୀ ବାଇଡଙ୍କ ଦେଖି ନ ଥିଲେ ଦେଖନ୍ତୁ
9
10
50
@shreejay_odisha
Shreejay💕
2 years
@Susmita_Odisha ଅତି ଅହଙ୍କାର ଆଉ କ୍ଷମତା ରେ ରହି ରାବିଡି ଖାଇଲେ ଏମିତି ଭାଷା ବାହାରି ଥାଏ ତାଙ୍କର ବୃଦ୍ଧ କାଳେ ପୁତ୍ର ହୋଇଛି କି ନାହିଁ ସେମାନେ କହି ପାରିବେ ମାତ୍ର ପ୍ରସବ ଜନିତ ବେଦନା ରେ ଯନ୍ତ୍ରଣା ପିଲା ହେଉ ନଥିବା ଙ୍କୁ କେମିତି ଲାଗେ ଧାମନଗରବାସି ଜଣେଇ ଦେଇଛନ୍ତି
2
3
49
@shreejay_odisha
Shreejay💕
3 years
Being Born a HINDU is a Blessing by our Ancestors !!
Tweet media one
1
7
49
@shreejay_odisha
Shreejay💕
2 years
Good Bye ନମସ୍ତେ ସଲାମ ସତ୍ ଶ୍ରୀ ଅକାଳ ସଲାମ ୱାଲିକମ୍
2
3
47
@shreejay_odisha
Shreejay💕
1 year
@tanaya_p No 1 Gynaecologist of India Sure odisha proud for him Sadly Padma awards are given To dancebali Bollywood druggists
4
2
44
@shreejay_odisha
Shreejay💕
2 years
ଶିଶୁ ରଥଶିଳ୍ପୀ ଙ୍କୁ ଓଡ଼ିଆ ଜାତିର ସଶ୍ରଦ୍ଧ ପ୍ରଣାମ
@jagannathpuri01
shree jagannath dham
2 years
ମହାପ୍ରଭୁଙ୍କ ରଥକାର୍ଯ୍ୟରେ କୁନି ରୂପକାର
26
57
575
4
2
39
@shreejay_odisha
Shreejay💕
3 years
Today me tested covid positive. High fever , headache, mild cough. Needs your blessings
20
1
38
@shreejay_odisha
Shreejay💕
2 years
ଛେନା ମୁଡୁକି ପାଇଁ କୋଉ ଜାଗା ପ୍ରସିଦ୍ଧ!
@PIBBhubaneswar
PIB in Odisha
2 years
#ExploreOdisha Chena Murki, a popular sweet dish in #Odisha , especially in #Bhadrak district is a sweet made of chena, milk & sugar. Prepared with extreme care, it is one of the authentic, traditional & mouth-watering Odia sweet dish. #EkBharatShreshthaBharat
Tweet media one
Tweet media two
Tweet media three
Tweet media four
11
43
192
11
1
37
@shreejay_odisha
Shreejay💕
3 years
श्री नरोशंकर मंदिर, पंचवटी, नाशिक, महाराष्ट्र !! ऐसी भव्यता,सुंदरता और यह वास्तुकला हिंदुस्तान के अलावा और कहां देखने मिलेगी !! हम कितने महान पूर्वजों की संतान हैं। ऐसी सभ्यता-संस्कृति को देखकर गर्व से सीना चौड़ा हो जाता है .
Tweet media one
1
6
36
@shreejay_odisha
Shreejay💕
3 years
ପ୍ରଣାମ ଲତା ଦି। ପ୍ରଣାମ ଓଡିଶା ଝୁରୁଛି। ଭାରତ ଝୁରୁଛି। ଝୁରୁଛି ପୃଥିବୀ ପୁଣି ସୁର୍ଯ୍ୟ ଚନ୍ଦ୍ର ତାରା।।
1
7
35
@shreejay_odisha
Shreejay💕
3 years
खंड खंड बिखरे भारत को जोड़कर पुनः अखण्ड भारत क्यों नहीं बनाया जा सकता ?? 1867 में पीतल की थाली पर बनाया गया अखंड_भारत का खूबसूरत, शानदार, मनमोहक नक्शा
Tweet media one
0
6
35
@shreejay_odisha
Shreejay💕
2 years
ରାନୁ ମଣ୍ଡଳ ଆଜି ସେ ରାଣହଂସପୁର ର ରାଣୀ ମଣ୍ଡଳ ହୋଇ ରହି ନାହି କିଛି କୁହନ୍ତି ସେ ବହୁତ୍ ଗର୍ବ ଅହଙ୍କାର ଈର୍ଷା ପରାନିନ୍ଦା ପର ଚର୍ଚ୍ଚା ଯୋଗୁ ଏମିତି ଖସିଗଲା ସବୁ ସମୟ ର ଖେଳ ନିଜ କାମରେ ମନ ନ ଦେଇ ସବୁବେଳେ ଅନ୍ୟର ଘରେ କୋଉ ଫୁଟଣ ଖାଉଛନ୍ତି ଉଣ୍ଡିଲେ ଏମିତି ଦିନ ନିଶ୍ଚୟ ଆସିବ ଆଉ ତାର ଶେଷ ପରିଣାମ ଏମିତି ଏ ବଡ ଦାଣ୍ଡେ ...
7
2
33
@shreejay_odisha
Shreejay💕
2 years
ହାରାମଖୋର ରିଲ କରୁଛି ଗାର୍ଲ ଫ୍ରେଣ୍ଡ ପାଇଁ ବହୁତ ମଜା ଆସିଥିବ
8
2
32
@shreejay_odisha
Shreejay💕
2 years
ଅଦା ଛେଚା ଚାଲିଛି
5
4
33
@shreejay_odisha
Shreejay💕
9 months
Good Morning Let's go to the Life of a Black Magician
4
10
32
@shreejay_odisha
Shreejay💕
2 years
@dabi_tina Congratulations Wish Lord Shree Jagannath Maa Durga Blessings More Love More Happiness More Fun Pl visit Puri and blessings of Lord Jagannath.
Tweet media one
Tweet media two
Tweet media three
Tweet media four
1
1
31
@shreejay_odisha
Shreejay💕
1 year
@tanaya_p Correct But with little correction He deserves it 1001% Simillarly Dr Bidyut Dash rheumatism specialist too deserves Padma awards Sadly odisha govt never nominate him yet
0
6
31
@shreejay_odisha
Shreejay💕
2 years
ମା ଝିଅ ସବୁବେଳେ ପ୍ରଥମ ଆଉ ମା ଝିଅ ଙ୍କର ଯୁଗଲବନ୍ଦ��� ସବୁବେଳେ ବେଜୋଡ
4
1
32
@shreejay_odisha
Shreejay💕
9 months
Good Evening Friends Let's celebrate The Festival of Lights Deepawali And make Friends
2
11
33
@shreejay_odisha
Shreejay💕
2 years
ଦେଶ ସ୍ୱାଧୀନତା ର 75 ବର୍ଷ ଉପଲକ୍ଷେ ଶ୍ରାବଣ ସୋମବାର ଜଳାଭିଷେକ ଯାତ୍ରା
0
5
31
@shreejay_odisha
Shreejay💕
3 years
7th century Lion Pillars in the modern city of Gowalior in Madhya Pradesh
Tweet media one
0
5
29
@shreejay_odisha
Shreejay💕
3 years
କାଶୀ। ସହର ନୁହେଁ ସଭ୍ୟତା। ଶିବ ଶବ ଆତ୍ମା ପରମାତ୍ମା ଙ୍କର ମିଳନସ୍ଥଳ।
Tweet media one
2
4
32
@shreejay_odisha
Shreejay💕
1 year
ଯେଉଁମାନେ ଅର୍ଥ କ୍ଷମତା ସୁନ୍ଦରୀଦେଖି ଆଖିବୁଜି ହଁ ହେଉଛନ୍ତି ବିବାହ ମେଳକ କରନ୍ତୁ ତିଥି ରାଶି ଲଗ୍ନ ଈଶ୍ୱରକୃପା ଉପରେ ବିଶ୍ବାସ ରଖନ୍ତୁ ବିବାହ ପରେ ବାହାରେ ଚରିବୁଲି ଖାଇବା ବନ୍ଦକରନ୍ତୁ ବିଶ୍ବାସ ପ୍ରେମ ଯୋଡ଼ନ୍ତୁ ପର ସ୍ତ୍ରୀ ମହୁ ଏ ଅନ୍ଧ ବିଶ୍ୱାସରୁ ଦୂରେଇ ରୁହନ୍ତୁ ବିବାହ 24X7 ସେକ୍ସ ରୋମାନ୍ସ ମେସିନ ନୁହେଁ ଜାଣିବା ଉଚିତ
Tweet media one
Tweet media two
Tweet media three
Tweet media four
0
4
29
@shreejay_odisha
Shreejay💕
8 months
Good Morning Jay shree Jagannath
1
3
31
@shreejay_odisha
Shreejay💕
3 years
The question still remains.. How did they build this? 16th CE Gaurishvara Mandir, Yelandur(Karnataka)
Tweet media one
2
6
31
@shreejay_odisha
Shreejay💕
3 years
@therealpuspa ସେଇ ବୟସ ରେ ପହଂଚିଲେ ଜାଣିବେ ଦୁଖଃ କଣ, ପିଲାମାନେ ପଚାରିବେନି। salute to the lady for courage .
0
1
31
@shreejay_odisha
Shreejay💕
2 years
ମୁଁ ମହାବାହୁ ମୁଁ ବଳିଆର ଭୁଜ ମୁଁ ପତିତପାବନ ମୁଁ ସଖା ମୁଁ ସଖୀ ମୁଁ ସର୍ବତ୍ର ମୁଁ ପରିବ୍ୟାପ୍ତ ତୋ ଭିତରେ ବି ମୁଁ ଆଉ ମୋ ଭିତରେ ବି ତୁ ନା ମୁଁ ଆଦି ନା ମୁଁ ଅନନ୍ତ ମୁଁ ସାଧା ସିଧା ଶ୍ରୀଜଗନ୍ନାଥ
4
3
31
@shreejay_odisha
Shreejay💕
2 years
Tweet media one
Tweet media two
Tweet media three
Tweet media four
2
2
31
@shreejay_odisha
Shreejay💕
2 years
ନିଶ୍ଚିତ ଶୁଣିବେ
2
6
29
@shreejay_odisha
Shreejay💕
2 months
ମନ୍ଦିର ମୁଖିଆ କୁ ଗିରଫ କର 10-50 ଲକ୍ଷ କ୍ଷତି ପୁରଣ ଦିଅ ମୁଠେଇ ଥିବା ଟଙ୍କାରେ ଯାତ୍ରୀ ଙ୍କ ପାଇଁ 100 bed free hospital କରୁ
12
11
30
@shreejay_odisha
Shreejay💕
3 years
Tweet media one
1
2
29
@shreejay_odisha
Shreejay💕
2 years
କଣ ପାଇଁ ସେ ଜନ ନାୟକ କଣ ପାଇଁ ସେ ରାଷ୍ଟ୍ର ନାୟକ କଣ ପାଇଂ 4.5 କୋଟି ଓଡ଼ିଆ ତାର ପରିବାର କଣ ପାଇଁ ସେ ପ୍ରତି ଓଡ଼ିଆର ଅତି ଆପଣାର, ଘର ର ମୁରବି ହଁ ସେ ନବୀନ
3
3
29
@shreejay_odisha
Shreejay💕
3 years
Tweet media one
1
3
25
@shreejay_odisha
Shreejay💕
2 years
ଏ ବି ଜଣେ ନାରୀ କୀର୍ତ୍ତୀ ଜାଲି IAS Deputy Commissioner Cachar, ଆସାମ
Tweet media one
Tweet media two
Tweet media three
2
2
28
@shreejay_odisha
Shreejay💕
2 years
ଆସ ବୁଲିଯିବା ପକ୍ଷୀ ଘର
0
1
26
@shreejay_odisha
Shreejay💕
3 years
Mother Mom maa
Tweet media one
4
0
27
@shreejay_odisha
Shreejay💕
2 years
ଶୁଭ ସନ୍ଧ୍ୟା ସାଙ୍ଗ ମାନେ Dron camera ରେ ଉଠିଥିବା ଜାତୀୟ ଖେଳ ର କିଛି ଦୃଶ୍
2
3
28
@shreejay_odisha
Shreejay💕
3 years
Tweet media one
Tweet media two
1
3
27
@shreejay_odisha
Shreejay💕
3 years
@skilledinodisha @Karunashraya @shankaracancer @CMO_Odisha Congratulations .Lord Jagannath blessed with love happiness good health n fun .
Tweet media one
Tweet media two
Tweet media three
Tweet media four
0
2
27
@shreejay_odisha
Shreejay💕
2 years
Truly a Leader India Must RESPECT
Tweet media one
Tweet media two
Tweet media three
Tweet media four
1
2
28
@shreejay_odisha
Shreejay💕
3 years
ଆଜିର ରବିବାର ର ମେନୁ । ପୋଖରୀ ମାଛ ଝୋଳ, ବଗଡ଼ା ଚାଉଳ ଭାତ।
Tweet media one
4
1
27
@shreejay_odisha
Shreejay💕
2 years
ପ୍ରେମ ତ ବହୁତ କରିଥିବେ ପ୍ରେମ ର ଅନୁଭବ ବି ବହୁତ ଶୁଣିଥିବେ ବିବାହ କରିବେ ବା କରିଥିବେ ହେଲେ ଏତେ ରୋମାଞ୍ଚ ଖୁବ କମ ଲୋକକୁ ମିଳେ
1
1
25
@shreejay_odisha
Shreejay💕
2 years
ରାତି ବିନା ସାଥୀ
2
2
26
@shreejay_odisha
Shreejay💕
2 years
ଶ... ଓଡ଼ିଆ ଉଡ୍ର ଉତ୍କଳ କଳିଙ୍ଗ ବଂଚିଛି ରେ । ଧନ୍ୟବାଦ ଓଡିଶା ର ସର୍ବ ସାଧାରଣ
Tweet media one
0
1
26
@shreejay_odisha
Shreejay💕
2 years
ଭେଣ୍ଡି ଆଉ ଭେଣ୍ଡି ଚାଷୀ ଆମେ ସମସ୍ତେ ଦେଖିଛେ। ହେଲେ ଲୋକ ନ୍କ ଦୃଷ୍ଟି ଅଢୁଆଲ ରେ ରହି ଯାଉଥିବା ବାଇଗଣ ଓ ବାଇଗଣ ଚାଷୀ ନ୍କ ପାଇଁ ସମର୍ପିତ ଏ ପୃଷ୍ଠା।
Tweet media one
2
1
24
@shreejay_odisha
Shreejay💕
2 years
ଶୁଣୁଛୁ ନା ନାହିଁ ! ଆଉ କହି ପାରିବିନି କହି କହି ଥକିଗଲି ଆସିବା କଥା ଯଦି ଆସେ ଭଲ ପିଲା ହୋଇ ଘରେ ରହିବୁ ଯଦି ରହ କି ଯୁଆଡେ ଯାଉଛୁ ଯା ଅଧା କବାଟ ଖୋଲି ଦେଖନା ନିଶ୍ୱାସରେ ରହିକି ଆଉ ବେବସ କର ନା ଯେତେ କଷ୍ଟ ନୁହେଁ ଚଢ଼େଇ ଧରାରେ ପାହାଡ଼ ଚଢାରେ ତାଠୁ ଅଧିକ କଷ୍ଟ ତତେ ଖୋଜିବାରେ ଛୋଟିଆ ସହର ଦୁଇ ଚାରିଟି ଗଳି ଖୋଜିଖୋଜି ନୟାନ୍ତ
Tweet media one
6
2
24
@shreejay_odisha
Shreejay💕
2 years
💕💕ଆଜି ବିଶ୍ୱ ମାତୃ ଦିବସ Mothers Day ର ଶୁଭେଚ୍ଛା ❣️❣️ମା ଜୀବନ ଦାୟିନୀ ନଦୀ ନିଶି ନିଶିଥିନୀ ଶଶୀ ମଙ୍ଗଳ ଦାୟିନୀ ମେଘ✳️✳️ ପୁଣି ବିଶ୍ୱ ବିମୋହିନୀ ଭୁବନ ମୋହିନୀ ତେଜ❇️❇️ ମା ନୀଳ ଚେତନାରେ ଚେତନାରେ ନୀଳ ବ୍ରହ୍ମନୀଳ ଜ୍ୟୋତି ଜ୍ୟୋତି ବ୍ରହ୍ମନୀଳ‼️‼️ ଅଥଳ ସାଗରେ ତୋ ବିନା ଆଜିଲୋ ଦିଗହରା ନାଆ ମୁଁ ,💕💕
Tweet media one
6
2
25
@shreejay_odisha
Shreejay💕
3 years
Tweet media one
2
3
21
@shreejay_odisha
Shreejay💕
2 years
Girl friend ପାଇଁ ପୁଅ ମାନଙ୍କ ଭିତରେ ଝଗଡା ର ଅନୁଭୂତି ଆମ ସମସ୍ତ ଙ୍କ ପାଖରେ ଅଛି ହେଲେ boy friend ପାଇଁ ଝିଅ ମାନଙ୍କ ଭିତରେ ଝଗଡା ଦେଖାନ୍ତୁ କାସ ମୁଁ ସେ ଭାଗ୍ୟବାନ ହୋଇ ଥାନ୍ତି କି
4
5
22
@shreejay_odisha
Shreejay💕
2 years
@soumisantra8410 Happy Puja Wishes
Tweet media one
0
0
25
@shreejay_odisha
Shreejay💕
3 years
The Temple Town Tiruvannamalai - Heaven on Earth
Tweet media one
0
2
25
@shreejay_odisha
Shreejay💕
2 years
1947 ର ଭାରତ 2022 ର ଇଣ୍ଡିଆ
Tweet media one
Tweet media two
3
1
18
@shreejay_odisha
Shreejay💕
1 year
@prsprateek @TariniMohapatr4 ଅମାନିଆ ଙ୍କ ଗାଡ଼ି ସପ୍ତାହେ ସିଜ କରନ୍ତୁ ସମସ୍ତେ ଫାଇନ ଦେଇ ସରକାର ଙ୍କୁ ପୋଷି ପାରିବେନି ବଡ ବଡ ନେତା ଙ୍କ ରାଲି ରେ ହେଲମେଟ ଜେବ୍ରା crossing ଜ୍ଞାନ କଣ ପାଇଁ ଭୁଲି ଯାଉଛନ୍ତି ତାଙ୍କୁ କଣ ପାଇଁ ବନ୍ଧୁ ନାହାନ୍ତି ସବୁଦିନେ ରାସ୍ତା ଦୁର୍ଘଟଣା ରେ ପରିବାର ଉଯୁଡ଼ି ଯାଉଛି Speed bike ବିକ୍ରି ବନ୍ଦ କର
0
0
23
@shreejay_odisha
Shreejay💕
2 years
ମୁଁ ବିବାହିତ ପିଲାଛୁଆର ବାପ ବି ହଠାତ ଝିଅ ପ୍ରସ୍ତାବ ଦେଲେ ଵିଵାହ କରିବାକୁ ଝିଅର ଚାକିରୀ ପଇସା ଗାଡିଘୋଡା ସବୁ ଅଛି ବଡ଼କଥା ହେଲା ମୁଁ ବିବାହିତ ପରେବି ସେ ରାଜି ଆହୁରି ବଡ଼କଥା ହେଲା ସେମାନଙ୍କ ପରିବାରବି ରାଜି ତାଠୁ ବଡ଼ ତାଯୁବ କଥାହେଲା 2 2ଟି ସ୍ତ୍ରୀ ଛୁଆ ରହିଲେ ତାଙ୍କର କିଛି ଅସୁବିଧା ନାହିଁ ମୁଁ ପଛେଇଲି ଆଉ ଆପଣ
Tweet media one
Tweet media two
5
1
24
@shreejay_odisha
Shreejay💕
3 years
@The_Pragyan ବିବାହ ପ୍ରେମ ଦିଟା ଓଲଟା ଜିନିସ, ଠିକ 69 ପରି । ସବୁ ଜିନିଷ ଦେଖି ସାରିକି ଖାଇ ସାରିଲା ପରେ ବିଷ ପରି ଲାଗିବ। ବାକି ରହିଲା କଣ କରିବେ ବିବାହ କଲେ ପ୍ରେମ ହବନି , ପ୍ରେମ କଲେ ଵିଵାହ ଭଲ ଲାଗିବନି ଯେହେତୁ ସବୁ ଖିଆ ସରିଛି। ଶେଷକୁ ଝରଫୁଲ କି କଟାମୁଣ୍ଡ ମହିଳା ପରି ହେବ
4
1
22
@shreejay_odisha
Shreejay💕
2 years
ଶୁଭ ସକାଳ ଶାରଦୀୟ ଶୁଭେଚ୍ଛା
Tweet media one
0
3
21
@shreejay_odisha
Shreejay💕
2 years
4
6
21
@shreejay_odisha
Shreejay💕
3 years
ପଂଚାୟତ ବୋଟ ଆମର ବି ଅଛି।
Tweet media one
1
1
22
@shreejay_odisha
Shreejay💕
2 years
‼️❣️❣️ମୋତେ ଝୁରିବୁନି ମଧୁମାଲତି❣️❣️‼️
Tweet media one
Tweet media two
5
1
23
@shreejay_odisha
Shreejay💕
2 years
Ms Suma Prakas ଆଧାର କାର୍ଡ ର Barcord inventor ଢେର୍ ସାରା ଶୁଭେଚ୍ଛା
0
5
23
@shreejay_odisha
Shreejay💕
1 year
କାଲି ଜରୁରୀ କାମରେ ରଘୁନାଥପୁର ଯିବାର ଥିଲା ପାଖରେ 500ର ନୋଟ Changeନାହି ବସ ଭଡା 10 ଟଂକା ମାତ୍ର ଦେଇ ବି ହବନି ଚାରି ପାଞ୍ଚଟା ଚିହ୍ନା ଦୋକାନ try କଲି କେହି ଦେଲେନି ବର୍ଷା ବି ପ୍ରବଳ ଶେଷକୁ ବାଧ୍ୟରେ ମୋବସରେ ଗଲି ଅତି ଦୁଃଖରେ ଆପବିତି କହିଲି Conductor mam ବିନୟତା ପୂର୍ବକ Change କଲେ ପ୍ରଣାମ ସେ ମାମ ଙ୍କୁ @CRUT_BBSR
Tweet media one
2
3
24
@shreejay_odisha
Shreejay💕
2 years
ଆଜି ରାତି 8.30ରେ ମନେ ଅଛିତ ମୋର ଅର୍ଜେନ୍ତିନା ଆଉ ଆପଣ ଙ୍କ ର କିଏ favourite??
6
3
24
@shreejay_odisha
Shreejay💕
3 years
@Mistypuja_ ଆଦୌ ପ୍ରଶଂସନୀୟ ଉଦ୍ୟମ ନୁହେଁ। କାଇଁ ଆଉ 3 ଟି ପରଟା କରି ନେଇଗଲେ କଣ ସରିଯିବ।
1
2
22
@shreejay_odisha
Shreejay💕
1 year
ପବିତ୍ର ଶିବରାତ୍ରି ଶୁଭେଚ୍ଛା
1
1
23
@shreejay_odisha
Shreejay💕
1 year
Good Evening Friends Ayodhya calling City of Lord Ram
1
3
22
@shreejay_odisha
Shreejay💕
3 years
ମୋ ପୋଷ୍ଟ ରେ ମୁ ପ୍ରଥମେ like retweet କରେ। ମୋର ସବୁ କପି ପେଷ୍ଟ ମେସେଜ ଅଣୁ କିଛି ନୂଆ ନୁହେଁ କି ବ୍ରେଅକିଂ news ନୁହେଁ। ବହୁତ କମ ଲୋକ ପଢ଼ନ୍ତି। ମୋର 2000 followers ରୁ ଅଧିକାଂଶ ଓଡ଼ିଆ ଜଣନ୍ତିନି କି ମୁ ତାଙ୍କୁ ଜାଣିନି। ଏବେ ଟିକେ ଟିକେ like ବଢ଼ିଲାଣି, ହେଲେ account କୁ ବେସି କିଛି ଆସୁନି। ଯେତିକି ଆସୁଛି ଚଳିବ।
Tweet media one
1
1
22
@shreejay_odisha
Shreejay💕
3 months
@otvkhabar ଈଶ୍ୱର କରନ୍ତୁ ଚଉଦ ଚକିଆ ଚଢ଼ିଯାଉ ଯିଏ ଛାଡ଼ିଛି , ଯିଏ order pressure ଦେଇଛି ଆଉ ତା ଝିଅ ସ୍ତ୍ରୀ ବି ସେମିତି ନ୍ୟାୟ ର ଶିକାର ହେଉ
0
1
23
@shreejay_odisha
Shreejay💕
6 months
#PankajUdhas Ghazal was already Dying and with #PankajUdhas ji, It's completely Dead now..।।। End of an era....!!!
Tweet media one
Tweet media two
Tweet media three
Tweet media four
1
7
23
@shreejay_odisha
Shreejay💕
2 years
ମହିମା ଅଲେଖ ସବୁ ବଦଳିଲାଣି ବଦଳିନି ମହିମା ଧର୍ମ ରେ ଗୁରୁ ଶିଷ୍ୟ ର କାହାଣୀ♊♊ ସବୁବେଳେ ଉଦବୁଦ୍ଧ କରୁଛି ମାନବ ଜାତିକୁ🎆🎆❣️❣️ ସେଥିପାଇଁ ତ ମିଳିତ ଜାତିସଂଘ ଆପଣେଇ ନେଇଛି ଗୁରୁଙ୍କର ବିଶ୍ୱ ବିଜୟୀ ବାଣୀ 💕💕ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ💕💕 ଆଶା ଏ ବାଣୀ ସମସ୍ତଙ୍କ ଜୀବନକୁ ଆଲୋକିତ କରୁ ପ୍ରେମ ଭାଇଚାରା ର
Tweet media one
Tweet media two
2
3
23
@shreejay_odisha
Shreejay💕
2 years
ଶୁଭ ସୋମବାର ଅମିଟି ହେଉ ସମସ୍ତ ଙ୍କର ରବିବାର ପର ର ସକାଳ
Tweet media one
Tweet media two
Tweet media three
Tweet media four
3
1
22
@shreejay_odisha
Shreejay💕
2 years
ପ୍ରଥମ 3 ଟି ଚିତ୍ର ବିଦେଶର Library ଆଉ ଶେଷ ଚିତ୍ର ଟି ଆମର
Tweet media one
Tweet media two
Tweet media three
Tweet media four
2
2
22
@shreejay_odisha
Shreejay💕
3 years
Tweet media one
Tweet media two
Tweet media three
Tweet media four
1
2
23
@shreejay_odisha
Shreejay💕
8 months
କେବେ ବ��ଲି ଆସନ୍ତୁ ସହର ଠୁ ଦୁର ରାଜ ସୁନାଖଳା ଭୁବନେଶ୍ୱର ରୁ 50 km ନିକଟ ରେ ଏକ ବିରାଟ ପାର୍କ ଅତି ମନୋରମ ସୁନ୍ଦର୍ ସାଜସଜ୍ଜା ଏକକାଳୀନ ଦଶ ଟି ପୋଗ୍ରାମ ହେଲା ଭଳି ବିବାହ ବ୍ରତ get together ପିକନିକ ପାଇଁ ସର୍ବୋତ୍ତମ ସ୍ଥାନ ପିଲା ମାନଙ୍କ ପାଇଁ ସ୍ବର୍ଗ ଏବେ season ରେ ଦୈନିକ ହଜାରେ tourist ଆସୁଛନ୍ତି ଟିକେଟ ୨୦ ଟଙ୍କା
Tweet media one
Tweet media two
Tweet media three
Tweet media four
2
2
23
@shreejay_odisha
Shreejay💕
2 years
ବିଶ୍ୱ ଭାତୃତ୍ୱ ରେ ପର୍ବ ନୂଆଖାଇ ଶୁଭେଚ୍ଛା ଯିଏ ଯେତେ ଦୁରରେ ଥିଲେ ବି ଘରକୁ ଆସିବା ଇଷ୍ଟ ଦେବା ଦେବୀ ଙ୍କୁ ପୂଜା କରିବା ଏକାଠି ନୁଆ ଖାଇବା ନୁଆ ବସ୍ତ୍ର ପିନ୍ଧିବା ବଡ଼ କୁ ସମ୍ମାନ ସାନ କୁ ସ୍ନେହ ଦେବା ବିଶ୍ୱର ସମସ୍ତ ପର୍ବ ଭିତରେ ଅନୋଖା ଅନନ୍ୟ
Tweet media one
4
3
22
@shreejay_odisha
Shreejay💕
2 years
Tweet media one
0
1
23
@shreejay_odisha
Shreejay💕
2 years
ମୁଁ ଭୁବନେଶ୍ୱର ବ୍ରହ୍ମାଣ୍ଡର ଶ୍ରେଷ୍ଠ ଖଣ୍ଡଗିରିର ଗୁଫାର କାହାଣୀ ହେଉଛି ମୁଁ ଲିଙ୍ଗରାଜ ର ପୀଠ ବ୍ରହ୍ମେଶ୍ବର ର ବ୍ରହ୍ମ କେଦାରଗୌରୀର ପ୍ରେମ ହେଉଛି ମୁଁ ଭୁବନେଶ୍ୱର ରାମାୟଣ ମହାଭାରତ ଦେଖିଚି ମୁଁ ଚନ୍ଦକାର ଶିଳାଲେଖ ମୁଁ କଳିଙ୍ଗଯୁଦ୍ଧର ସାକ୍ଷୀ ମୁଁ ଚଉସଠିପୀଠ ଯୋଗିନୀ ବି ମୁଁ ସହସ୍ର ମନ୍ଦିରର ଆତ୍ମା ହେଉଛି ମୁଁ ଭୁବନେଶ୍ୱର
Tweet media one
Tweet media two
Tweet media three
Tweet media four
5
1
22
@shreejay_odisha
Shreejay💕
22 days
@otvkhabar ଖୁବ୍ ସୁନ୍ଦର ନିଷ୍ପତି ସବୁ ଯାକ ନାଁ ବିଜୁ ବାବୁ ଙ୍କ ନାମରେ ହେବା କିଛି ଲୁଟେରା ଙ୍କ game plan ଥିଲା ବିଜୁ ବାବୁ ଙ୍କ ନାମରେ a to z ହେବା ଠିକ୍ ନୁହେଁ ଯଦିଓ ତାଙ୍କ ଭଳି ବିଶାଲ ବ୍ୟକ୍ତିତ୍ଵ ଦେଶ ବିଦେଶ ରେ ସର୍ବ ପୂଜ୍ୟ ଏବେ ନୂଆ ଡବଲ ଇଞ୍ଜିନ ସରକାର କୌଣସି ରାଜନୀତି ନ କରି ଭାରତ ରତ୍ନ ଦେଇ ଶ୍ରଦ୍ଧାଞ୍ଜଳି ଦେଉ
1
3
23
@shreejay_odisha
Shreejay💕
2 years
ଶୁଭ ସନ୍ଧ୍ୟା ସାଥୀ ଶୁକ୍ରବାର ସକାଳୁ ଏ ଯାଏ ବିଜୀ ବିଯୀ busy DM କୁ ଆସ ଭକ୍ତି ସନ୍ଧ୍ୟା ଆରଂଭ ହେବ L
2
4
21
@shreejay_odisha
Shreejay💕
2 years
ଚିଲିକାରେ କାଳିଜାଇ ରୁ ପର୍ଯ୍ୟଟକ ଫେରୁଥିଲା ବେଳେ ଝଡ଼ ତୋଫାନ ଯୋଗୁ ଡଙ୍ଗା ବୁଡି ଈଶ୍ୱରଙ୍କ ଆଶୀର୍ବାଦ ରୁ ସମସ୍ତେ ଉଦ୍ଧାର କରାଯାଇଛି , ଜଣେ ନିଖୋଜ ସମସ୍ତେ jacket ପିନ୍ଧି ଥିବାରୁ ବଂଚିଗଲେ ନହେଲେ ଠାକୁର ବି ହାତ ଟେକି ଦେଇଥାନ୍ତେ। ସବୁବେଳେ ଡଙ୍ଗା ରେ life jacket ପ୍ରଥମେ ମାଗନ୍ତୁ
Tweet media one
Tweet media two
2
1
21
@shreejay_odisha
Shreejay💕
2 years
ଏହି ଭାଇରାଲ ହେଉଥିବା ଚିତ୍ର ଟି ନିକଟରେ ଶ୍ରୀଲଙ୍କାରେ ହେଉଥିବା ଆନ୍ଦୋଳନ ରୁ ଆସିଛି
Tweet media one
4
1
22
@shreejay_odisha
Shreejay💕
3 years
इश्क मोहब्बत प्यार यह सब बला है, *सुबह शाम चाय पिया करो बस... उसी में भला है..
Tweet media one
1
4
22
@shreejay_odisha
Shreejay💕
3 years
सर्वमंगल मांगल्ये शिवे सर्वार्थ साधिके। शरण्ये त्र्यंबके गौरी नारायणि नमोऽस्तुते🚩
Tweet media one
Tweet media two
0
5
21
@shreejay_odisha
Shreejay💕
2 years
ଶୁଭ ସକାଳ ଭୁବନେଶ୍ୱର ରେ ଚାଲିଛି ଏବେ ପ୍ରବଚନ ଋତୁ
4
3
22
@shreejay_odisha
Shreejay💕
2 years
ଅମିତି କିଏ ନାହିଁ ରେଳ ସହିତ ପ୍ରେମରେ ପଡ଼ିନାହିଁ। ଅଜସ୍ର ଅଧୁରା କାହାଣୀର ନାୟିକା ହେଉଛି ରେଳ। ଥରେ ଭିତରେ ବସିଗଲେ ଜୀବନର ସବୁ ପୁରୁଣା ସ୍ମୃତି ଧଡ଼ ଧଡ଼ ହୁଏ, ଚାଇଁ କରି ଜଳେ। ଆଉ ଗୋଟେ ଷ୍ଟେସନ ଆସିବା ପର୍ଯ୍ୟନ୍ତ ମନ ଉଚ୍ଛନ୍ନ ହୁଏ। ଯାତ୍ରା ସରେ ପୁଣି କିଛିଙ୍କର ଅଧୁରା କାହାଣୀ ଆରମ୍ଭ ହୁଏ। ଯାତ୍ରୀ ଗଣ କୃପୟ ଧ୍ୟାନ ଦେ।
Tweet media one
Tweet media two
Tweet media three
Tweet media four
6
5
21
@shreejay_odisha
Shreejay💕
3 years
What an outstanding masterpiece 😍😍 An Iconic Chariot at Vitthala Temple Hampi - A pride of our Bharat's heritage ...also features on Indian Currency ₹50n
Tweet media one
0
2
21
@shreejay_odisha
Shreejay💕
2 years
ସମ୍ବଲପୁରୀ ଦିବସ ର ଶୁଭେଚ୍ଛା ଓଡ଼ିଆ ଓଡିଶା ମା ମାଟି ମାନୁଷ ର ଶୁଭେଚ୍ଛା
3
2
20
@shreejay_odisha
Shreejay💕
2 years
ଈଶ୍ୱର ଙ୍କ ସନ୍ଧାନରେ
Tweet media one
Tweet media two
Tweet media three
Tweet media four
0
3
21
@shreejay_odisha
Shreejay💕
3 years
ବହୁତ ବର୍ଷ ତଳର କଥା। ତାଞ୍ଜାନିଆ ର ହାଥୀ।
1
3
20