Doc🩺🩺🩺🩺 Profile
Doc🩺🩺🩺🩺

@SoumyakantBal

Followers
403
Following
501
Media
46
Statuses
2,910

MBBS(Hons), SCB MEDICAL COLLEGE, CUTTACK.....

Cuttack, India
Joined March 2020
Don't wanna be here? Send us removal request.
Explore trending content on Musk Viewer
@SoumyakantBal
Doc🩺🩺🩺🩺
2 years
@tarak9999 what a brilliant actor u are, bow down infront of uh🙇. Ur eyes speak a lot .😍 @AlwaysRamCharan garu u r really a fire in acting 🔥🔥🔥🔥. @ssrajamouli what an interval
0
261
609
@SoumyakantBal
Doc🩺🩺🩺🩺
2 years
Morning show🥱🥱. #2ndtime #RRRMovie . What a craze for @ssrajamouli sir... @tarak9999 @AlwaysRamCharan
Tweet media one
1
75
305
@SoumyakantBal
Doc🩺🩺🩺🩺
24 days
Bravo Shri @Naveen_Odisha . What a leader!Surprised everyone with the shadow cabinet. Can't remember any govt in opposition forming such thing. This system is usually followed in UK. What India will think tomorrow,My leader thinks Today.❤️ @devi16901317 @dashman207 @bjd_odisha
10
26
235
@SoumyakantBal
Doc🩺🩺🩺🩺
3 months
ନବୀନ ବାବୁ ନିର୍ବାଚନ ନିହାତି ଜିତିବେ,ଏଥିରେ କିଛି ବି ଭାବିବାର ନାହିଁ, କିନ୍ତୁ କଡା ମୁକାବିଲା ହେବ।ଜିତିଲା ପରେ ଏତିକି ଅନୁରୋଧ ଦୟା କରି ନୂଆ ଦିଲ୍ଲୀ ରେ ସେ ଚୋର BJP ଦଳ କୁ ସମର୍ଥନ ଦେବା ଟିକେ ବନ୍ଦ କରିବେ।ନବୀନ ବାବୁଙ୍କ ର ଶିକ୍ଷା ଗତ ଯୋଗ୍ୟତା ପାଖା ପାଖି ପହଞ୍ଚି ବି ପାରୁନଥିବା ଲୋକ bjpର ଆସି ଏଠି ନବୀନ ବାବୁଙ୍କୁ କହୁଛନ୍ତି।
86
12
193
@SoumyakantBal
Doc🩺🩺🩺🩺
6 months
@karthik2k2 Sir,Each and Every demands of people are taken care of, people are happy with little things. ..And hate politics don't work here and odias are very tolerant. U too are welcome to odisha sir❤️🙏
5
0
105
@SoumyakantBal
Doc🩺🩺🩺🩺
2 years
@ANI How can u dare to tell such things??? Write NEET again and then think of colleges... Otherwise sit at home and ask ur broker for refund
0
0
63
@SoumyakantBal
Doc🩺🩺🩺🩺
18 days
ସତରେ ଯଦି ତମର ଦମ୍ ଅଛି କରିକି ଦେଖେଇଲ🤣🤣 ତା ପର ଦିନ କଣ ହେବ ଜାଣି ପାରୁଛ ତ? ଖାଲି ବିଜୁ ବାବୁ ଙ୍କ ନା ହଟେଇ ଦେଇଥିଲେ ବୋଲି ନିଜେ ମୁଖ୍ୟମନ୍ତ୍ରୀ ତା ପର ଦିନ ନବୀନ ନିବାସ ରେ ଥିଲେ ଆଉ ଯଦି ନବୀନ ବାବୁ ଙ୍କୁ ଗିରଫ କରିବା କଥା ଭାବୁଛନ୍ତି ତାହେଲେ କଣ ନ ହେବ କୁହନ୍ତୁ🤣🤣🤣।
@ArgusNews_in
Argus News
18 days
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗିରଫ ଦାବି ନବୀନଙ୍କ ଗିରଫ ଦାବି କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବାଧା ସୃଷ୍ଟି କରୁଥିଲେ ନବୀନ ଏହା ସଂସଦୀୟ ନିୟମକୁ ଉଲ୍ଲଙ୍ଘନ କରୁଥିବାରୁ ଗିରଫ ଦାବି #AssemblyOdisha #ArgusNews
Tweet media one
31
7
78
3
8
60
@SoumyakantBal
Doc🩺🩺🩺🩺
2 months
@SpeaksSabya ସେତେବେଳ election ଜିତିବାର ଥିଲା, ଏବେ ଲୋକ ଙ୍କୁ ଭକୁଆ ବନେଇ ବାର ଅଛି🤧
0
0
45
@SoumyakantBal
Doc🩺🩺🩺🩺
1 year
Why are u creating issue?? @IndiaCinepolis has a previous history of switching of the AC in between and this is not the first time they are doing.. u can talk to them politely, but the way u have Twitted and talking to them shows some other motive. @
Tweet media one
1
5
42
@SoumyakantBal
Doc🩺🩺🩺🩺
6 months
@Sakshitalksalot 😂😂😂 Foundation 1 month New curriculum Covid Exam- 2 sections, 100 mark, 3 hrs Electives after 3rd year Next hone ka news(for 10days) Now camera in examination hall
3
2
41
@SoumyakantBal
Doc🩺🩺🩺🩺
10 months
#ମାଲ୍ୟଗିରି #Malyagiri Review 🌟🌟🌟🌟 କାହାଣୀ ର ଶେଷ ଅଧ ଘଣ୍ଟା ଯାଏଁ ଭାବୁଥିଲି 🌟🌟🌟 ଦେବି କିନ୍ତୁ ଶେଷ ଅଧ ଘଣ୍ଟା କାହାଣୀ ର ମୁଖ୍ୟ ଭାଗ କହିଲେ ଚଲେ।। @OdiaMovieDB @ashutosh_odisha @babushaansai @AbujhaPua । ଅମ୍ଳାନ ଙ୍କ ଅଭିନୟ ଆଗରେ ବାବୁଶାନ୍ ଙ୍କ ଅଭିନୟ ପୁରା ଫିକା ।
9
4
39
@SoumyakantBal
Doc🩺🩺🩺🩺
11 months
@drpraveenpsy @theliverdr Exactly Sir, Always we say Doctors are abused & the reason is quite simple- we never stand for people from our own profession . Saw many cases of IAS when they were wrong, still get support from their association. But what we do?
2
1
38
@SoumyakantBal
Doc🩺🩺🩺🩺
1 year
ରଜ ଆଉ ଓଡ଼ିଆ ସିନେମା ର ସମ୍ପର୍କ ଆଜି ର ନୁହେଁ, କାହିଁ କେତେ ବର୍ଷ ର। ରଜ ପାଇଁ ଆସିଥିବା ସିନେମା ଦେଖିବାକୁ ଆମେ ୪-୫ ଜଣ ସାଙ୍ଗ ବାହାରିଲୁ, ଭାବିଲୁ @AnubhavMohanty_ ଙ୍କ ସିନେମା #loveinlondon ଦେଖିକି ଆସିବୁ। ପୂର୍ଣ୍ଣ ପ୍ରେଖ୍ୟାଳୟ ଦେଖି ବହୁତ ଖୁସି ଲାଗିଲା। ଓଡ଼ିଆ ସିନେ ଶିଳ୍ପ ଆଜି ବି ବଞ୍ଚି ରହିଛି ଦେଖିକି ଲାଗିଲା।।(୧)
4
3
36
@SoumyakantBal
Doc🩺🩺🩺🩺
2 years
@VikramSamal Sir, u ll be surprised to know there is baba in Niladri vihar, bbsr who attends nearly 200-300 patient per day and charges a fee of 400/- Rs each. Sad to see people are coming in costly car and are educated too 😑😑🥹🥹🥹
5
3
33
@SoumyakantBal
Doc🩺🩺🩺🩺
1 month
ଓଡ଼ିଶା ପ୍ରଥମ ରାଜ୍ୟ ଯିଏ, ନିଜ ଭାଷା ଆଉ ସାହିତ୍ୟ ପାଇଁ ସ୍ବତନ୍ତ୍ର ପ୍ରଦେଶ ହେବାର ମାନ୍ୟତା ପାଇଥିଲା। କେତେବେଳେ ତାମିଲ ତ କେତେବେଳେ ହିନ୍ଦୀ ଆସି ଏଇ ଓଡ଼ିଆ ଭାଷା କୁ ଧୀରେ ଧୀରେ ଲୋପ କରିବାକୁ ଲାଗିଛନ୍ତି, ଏମିତି ତ ଆଜି କାଲି ଛୁଆ mane- ଜିଏ ଓଡ଼ିଆ କହୁଛନ୍ତି ତାଙ୍କୁ ମୂର୍ଖ ବୋଲି ଭାବନ୍ତି, ୨ ଟଙ୍କା ର ବି ଭାଷା ପ୍ରେମ ନାହିଁ।।
@PravatiPOdisha
Pravati Parida
1 month
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ଆହ୍ୱାନ କ୍ରମେ "ଏକ୍ ପେଡ୍ ମା କେ ନାମ" ତଥା "ମା ପାଇଁ ଗଛଟିଏ" ଅଭିଯାନ ପରିପ୍ରେକ୍ଷୀରେ ଜନସାଧାରଣ ମାନେ ନିଜ ମା'ଙ୍କ ପାଇଁ ଗଛଟିଏ ଲଗାଇ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। #EkPedMaaKeNaam #Plant4Mother
Tweet media one
Tweet media two
Tweet media three
Tweet media four
45
17
379
0
4
31
@SoumyakantBal
Doc🩺🩺🩺🩺
11 months
@DrDhruvchauhan @NMC_IND Election is around, Fund toh chahiye na sahab
1
2
25
@SoumyakantBal
Doc🩺🩺🩺🩺
1 year
@Least_ordinary I was thinking the same too 🫡, my brother till 34years of age earning half of this after becoming SR.
0
0
26
@SoumyakantBal
Doc🩺🩺🩺🩺
2 months
When Hon'ble Shri Naveen Pattnaik was speaking in English, there was a ruckus created by the opposition. But now left right every Odisha BJP leader is talking in Hindi 🤧🤧🤧. Now issues now?
@otvkhabar
ଓଟିଭି
2 months
‘ବିଜେପି ନେତୃତ୍ୱ ଚାରି ଚାରି ଥର ବିଧାୟକ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛନ୍ତି । ପୂରା ବିଧାୟକ ଦଳ ତାଙ୍କୁ ସମର୍ଥନ କରିଛନ୍ତି’: ସୂର୍ଯ୍ୟବଂଶୀ ସୂରଜ #SuryabanshiSuraj #MohanMajhi #NewCM #OTV
2
8
59
6
1
25
@SoumyakantBal
Doc🩺🩺🩺🩺
2 years
Review #ପ୍ରତୀକ୍ଷା 4.5*/5 ⭐⭐⭐⭐🌟 (୧) ଆରମ୍ଭ ଦୃଶ୍ୟ ରୁ ବିନ୍ଦୁ ସାଗର, ଲିଙ୍ଗରାଜ ମନ୍ଦିର ଆଉ ଘଣ୍ଟି ବାଜିବା ର ଶବ୍ଦ ସେ ପୁରୁଣା ଦିନ କଥା ମନେ ପକେଇ ଦେଉଥିଲ। ପ୍ରଥମ ଭାଗ ରେ ବାପା ଆଉ ପୁଅ ମଧ୍ୟ ରେ ହେଉଥିବା ନୀତି ଦିନିଆ ଝଗଡ଼ା ଆଉ ସାଙ୍ଗ ମାନଙ୍କ ଭିତରେ ହେଉଥିବା ଖଟି ର ଦୃଶ୍ୟ ଲୋକ ଙ୍କ ମୁଁହ ରେ ହସ ଭରିଦେଉଥିଲା।।
2
5
24
@SoumyakantBal
Doc🩺🩺🩺🩺
3 years
@nabadasjsg ଓଡ଼ିଶା ର ସ୍ୱାସ୍ଥ୍ୟ ମନ୍ତ୍ରୀ ହେଇ ମଧ୍ୟ ଆପଣ ଏଇ ପର୍ଯ୍ୟନ୍ତ ଏହି ବିଷୟ ଉପରେ ନା କିଛି ପ୍ରତିକ୍ରିୟା ରଖିଛନ୍ତି ନା କିଛି ପଦକ୍ଷେପ ନେଇଛନ୍ତି। ଖାଲି ଡାକ୍ତର ମାନଙ୍କ ଠାରୁ କେମିତି କାମ ଆଦାୟ କରା ଯିବ ସେଇ ସବୁ କଥା ଆପଣ ମାନଙ୍କୁ ଜଣା। ଦୟା କରି ୟା ଉପରେ କିଛି ପଦକ୍ଷେପ ନିଆଯାଉ(୧)
Tweet media one
1
34
23
@SoumyakantBal
Doc🩺🩺🩺🩺
2 years
ଖୁସି ଲାଗୁଛି ଆଜି ତାମିଲ କି ତେଲୁଗୁ ନୁହେଁ , ଓଡ଼ିଆ ସିନେମା ପାଇଁ ଭିଡ଼। ଧନ୍ୟବାଦ #ଦମନ । @anupam_patnaik9 ଆଶା ଡିସେମ୍ବର ୨ ରେ ଏଇ ଭିଡ଼ ଲଗିରହିବ।।
Tweet media one
2
0
22
@SoumyakantBal
Doc🩺🩺🩺🩺
8 days
ପ୍ରତ୍ୟେକ ଜୀବନ ମୂଲ୍ୟବାନ କହୁଥିବା ଲୋକ ଏବେ ଆଉ ଓଡ଼ିଶା ରେ ନାହିଁ ଯେ ତମକୁ ଫେରେଇ ଆଣିବା।। ଏଇ ଶାସନ ଗୁଜରାଟୀ ଶାସନ, ଏଠି ଗୁଜରାଟ ର ଆଦେଶ ବିନା ପତ୍ର ଟେ ହେଲେ ହଲେ ନାହିଁ।। @Naveen_Odisha @bjd_odisha @kanak_news
@kanak_news
Kanak News
8 days
#ମୃତଦେହକୁ_ପଚାରେ_କିଏ? କେରଳ ଭୂସ୍ଖଳନରେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ ଘଟଣା । ମୃତଦେହକୁ ଆଣିବାକୁ ମିଳିଲାନି ସହାୟତା, ରାଜ୍ୟ ସରକାର ସହାୟତା କରିନଥିବା ଅଭିଯୋଗ । #Odisha #KanakNews #kerala
25
25
239
1
6
32
@SoumyakantBal
Doc🩺🩺🩺🩺
18 days
@iamgendahunter ୨୦୧୪ ରେ bjp ର ହାରିବା ଅବସ୍ଥା ନଥିଲା , କିନ୍ତୁ ଏଥର ଯୋଡିଏ ଇଞ୍ଜିନ ସହ ଏଇ ୨୦ ସାଂସଦ ହିଁ bjp କୁ ଶାସନ କୁ ଫେରେଇ ଆଣିଛନ୍ତି। ତାପରେ ବି କିଛି ମିଳିଲାନି ଓଡ଼ିଶା କୁ, ଯେତେ କହିଲେ ବି ଭୁଲ୍ ଭୁଲ୍ ହିଁ ଭାରତ ସାରା ଲୋକ ବୁଝିଗଲେ କେମିତି ଓଡ଼ିଶା ଆଉ ଓଡ଼ିଆ ଲୋକ ଠକାମୀ ର ଶିକାର ହେଉଛନ୍ତି
1
0
21
@SoumyakantBal
Doc🩺🩺🩺🩺
2 years
Who says odia industry will not grow? Bring concepts like this, everyone ll go to theatre. Happy that our industry too have talented director @bhutiya_sarkar ."Rati sari sari jauchi", "gangs of puri" has proved that audience love content. And @bhutiya_sarkar is the man of content.
@anupam_patnaik9
Anupam Patnaik
2 years
Presenting you the 1st Poster of my upcoming feature film - “PRATIKSHYA”. This is a very special film. How special you ask? The best superlatives would fall short of putting it out. Made with Love, Made with Passion and Made for the Theaters. Releasing on 2nd December 2022.
Tweet media one
23
28
267
2
2
20
@SoumyakantBal
Doc🩺🩺🩺🩺
2 months
ଆଉ ଭକ୍ତ ଜ୍ଞାନ ଦେବେ କାହିଁକି ବିର୍ସା ମୁଣ୍ଡା ଷ୍ଟାଡିୟମ୍ ରେ ପାଣି ଜମିଲା, ପାଚେରୀ ଭାଙ୍ଗିଲା🤐🤐🤐🤐🤐
@imsatyanweshi
ସତ୍ୟାନ୍ୱେଷୀ/सत्यान्वेषी/Satyanweshi
2 months
ମୋଦି ୩୦ ଡିସେମ୍ବର ୨୩ ରେ ଉଦଘାଟନ କରିଥିବା ଅଯୋଧ୍ୟାଧାମ ରେଳ ଷ୍ଟେସନ୍ ର ପାଚେରି ୬ ମାସରେ ଧରାଶାୟି ହେଇଗଲା। #ମୋଦିଗ୍ୟାରେଣ୍ଟି
48
27
207
3
2
20
@SoumyakantBal
Doc🩺🩺🩺🩺
24 days
@ajit_viewpoint @Naveen_Odisha @devi16901317 @dashman207 @bjd_odisha But the good thing now is 1- NaPa back to form 2- The country will see an educated opposition leader 3- No more Non odia influence on BJD 4- Change of power will show the good work done by him since 2000. 5- The arrogance of some of the BJD leaders will be lost
3
0
21
@SoumyakantBal
Doc🩺🩺🩺🩺
2 years
@kiritsshah55 @PTI_News That's shri Naveen Pattnaik ♥️
0
3
15
@SoumyakantBal
Doc🩺🩺🩺🩺
1 year
So basically after a few days we are going to get a medical cllge attached to every engineering college in odisha. #Medtwitter @3rd_ventricle @biswajit1506 @biswa4evr @GormentDr
Tweet media one
2
3
15
@SoumyakantBal
Doc🩺🩺🩺🩺
12 days
@biswa4evr What an arrogant behaviour she is showing, as if doctors are her slaves... This madam would have stood politely infront of IAS
1
0
15
@SoumyakantBal
Doc🩺🩺🩺🩺
2 months
Everything destroyed within 15 days, how can someone go and check what is their in the freeze?..
@otvkhabar
ଓଟିଭି
2 months
ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ ନିକଟ ଏକ ଘରୁ ବିପୁଳ ପରିମାଣର ମାଂସ ଜବତକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଡିପ୍ ଫ୍ରିଜ ଭିତରେ ଏହି ମାଂସ କାହିଁକି ରଖାଯାଇଥିଲା, ଏହା କି ମାଂସ, ପୋଲିସ ଏହାକୁ ଜବତ କରି ପରୀକ୍ଷା ପାଇଁ ପଠାଇଛି। ଏହି ଘଟଣାରେ ଜଣଙ୍କୁ ପଚରା ଉଚୁରା କରାଯାଇଛି। #Khurdha
Tweet media one
Tweet media two
Tweet media three
Tweet media four
72
62
475
2
0
14
@SoumyakantBal
Doc🩺🩺🩺🩺
11 months
@MK_Chaudhary04 @DrDhruvchauhan @Indian__doctor And they think they ll conduct NEXT 😂😀. Another Jumla loading
1
3
13
@SoumyakantBal
Doc🩺🩺🩺🩺
2 years
#ବ୍ୟାସେଶୁଣୁଛ ଓଡ଼ିଆ ଭାଷା କୁ ବଞ୍ଚେଇ ରଖିବାକୁ ଭିନ୍ନ ଏକ ପ୍ରୟାସ। ଖୁସି ଲାଗିଲା କି ଆଜି ବି ଏମିତି ନିର୍ଦ୍ଦେଶକ ଅଛନ୍ତି ଯିଏ କ୍ଷୁଦ୍ର ଚଳଚ୍ଚିତ୍ର କରି ଓଡ଼ିଶା ର ମହକ ଦେଇପାରୁଛନ୍ତି। #Byasesunucha @biswa4evr @srrashmi1 @GormentDr @drjalit_dwibedi @kanak_news @bhutiya_sarkar
1
1
14
@SoumyakantBal
Doc🩺🩺🩺🩺
11 months
@autopsy_surgeon They are too included naa sir. 0 percentile he Marks nhi🥲🥲🥲
1
0
13
@SoumyakantBal
Doc🩺🩺🩺🩺
1 month
Next time u support BJP govt, just think once about the future of ur child.... ., How cunningly they are destroying education system and wants everyone to remain uneducated and do religion politics... @dashman207 @devi16901317
@barandbench
Bar and Bench
1 month
#BREAKING CENTRE FILES AFFIDAVIT IN SUPREME COURT IN NEET UG CASE Says Data analytics by IIT Madras shows NO ABNORMALITIES or any MASS MALPRACTICE #NEET_ परीक्षा #SupremeCourt
Tweet media one
67
149
616
0
2
14
@SoumyakantBal
Doc🩺🩺🩺🩺
1 year
ଏତେ ଗୁଡେ ପଇସା ସାରି London ଯିବା ଆବଶ୍ୟକ ବି ନଥିଲା। ଭଲ କାହାଣୀ ଭେଟି ଦେଇଥିଲେ , ଆମ ଓଡ଼ିଶା ରେ ଦରକାର ରୁ ବହୁତ୍ ଅଧିକ ସୁନ୍ଦର ଜାଗା ଅଛି। @AnubhavMohanty_ @TapasSargharia @ashutosh_odisha @AshokPati9 @kanak_news @otvnews @ArgusNews_in
2
0
12
@SoumyakantBal
Doc🩺🩺🩺🩺
2 months
କୁଆଡେ ଗଲା ଓଡ଼ିଆ ଅସ୍ମିତା ଆଜି?? କାହିଁକି ବୁଦ୍ଧିଜୀବୀ ମାନେ ଚୁପ୍ ଆଜି, କିଛି ଦିନ ତଳେ ଯେଉଁ ମାନେ ଓଡ଼ିଆ ଅସ୍ମିତା କଥା କହି ବୁଲୁଥିଲେ ଆଜି ଏଇ ମୌନତା ର କାରଣ କଣ?
@kanak_news
Kanak News
2 months
#ପୁରୀରେ_ବାଜିଲା_ମହାରାଷ୍ଟ୍ର_ଢୋଲ ବଡ଼ଦାଣ୍ଡରେ ବାଜିଲା ମହାରାଷ୍ଟ୍ର ଢୋଲ , ତାସା । ଶଙ୍ଖ , ଡମ୍ବରୁ , ଗିନି ବଜାଇଲେ ମହାରାଷ୍ଟ୍ରରୁ ଆସିଥିବା କଳାକାର । ଦୁଲୁକିଲା ପୁରୀ ଦାଣ୍ଡ #KanakNews #Puri #MaharastraDhol
81
52
1K
2
0
12
@SoumyakantBal
Doc🩺🩺🩺🩺
1 year
@Chulbulpanda420 The reason is quite simple sir, ADIDAS, PUMA, BOAT etc don't go against each other openly in business that ll affect business of all of them.. But have seen many docs here supporting govts policy (good and bad both) for personal gains.
1
0
12
@SoumyakantBal
Doc🩺🩺🩺🩺
1 year
Why odisha govt is so Interested in Appointing non odia doctors in odisha through OPSC?? Why can't u pls make it mandatory to have odia certificate prior to appointment? Pls remove this 4 years time period. Doctor's from other states are joining OPSC and then taking leave for pg.
2
3
12
@SoumyakantBal
Doc🩺🩺🩺🩺
3 months
@BBSRPEOPLE 😂😂😂😂 ମୁଁ କେତେବେଳେ କହିଲି, ମୋଦି ବାବୁ ଆସିବେନି..?? ମୁଁ ଯେତେବେଳ କହିଲି ମୁଁ dhruv rathee ଭିଡିଓ ଦେଖେ? ଭାଇ ଭକ୍ତ ପରିକା କଥା ହୁଅନା।। ମୁଁ କହିଲି ନବୀନ ବାବୁ ଆସିବେ ହିଁ ଆସିବେ
7
0
12
@SoumyakantBal
Doc🩺🩺🩺🩺
2 months
4 times MLA, assets more than 2 crores still not able to make a decent home in Village? Pls stop this now, its been more than 10-12 days of this drama, enough!
@ANI
ANI
2 months
#WATCH | Kendujhar: Odisha CM Mohan Charan Majhi receives a heartwarming welcome at his home in Raikela village. The CM also had lunch with his mother
14
521
6K
1
0
11
@SoumyakantBal
Doc🩺🩺🩺🩺
28 days
1
0
11
@SoumyakantBal
Doc🩺🩺🩺🩺
20 days
ମୋ ରାଜ୍ୟ ଓଡ଼ିଶା, ମୁଁ ଓଡ଼ିଆ, ତାମିନାଡୁ ରୁ ଆସିଥିବା ବ୍ୟକ୍ତି ବି ଓଡ଼ିଆ ଶିଖି କହିଥିଲେ, କିନ୍ତୁ ଓଡ଼ିଆ ଅସ୍ମିତା କହି ଜିତି ଥିବା ଦଳ କଣ ପାଇଁ ହିନ୍ଦୀ ରେ ଭାଷଣ ଦେଉଛନ୍ତି? ସେତେବେଳେ bjd ର ନେତା କ୍ରୀତଦାସ ଥିଲେ ହେବେ ଏମାନେ ଏବେ ପ୍ରତ୍ୟେକଟି ଓଡ଼ିଆ ଙ୍କୁ କ୍ରୀତଦାସ କରିଦେବେ।
@kanak_news
Kanak News
20 days
୮୦୦ ସରକାରୀ ସ୍କୁଲକୁ ପିଏମଶ୍ରୀ ସରକାରୀ ସ୍କୁଲ୍ ରୂପେ ବିକଶିତ କରାଯିବ । ଓଡ଼ିଶାର ଶିକ୍ଷାବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଆମ ସରକାର ପ୍ରତିବଦ୍ଧ । ଡିଜିଟାଲ୍ ଶିକ୍ଷାର ପ୍ରସାର ପାଇଁ ସରକାରୀ ସ୍କୁଲରେ ଅତ୍ୟାଧୁନିକ କମ୍ପ୍ୟୁଟର୍ ଲାଗିବ , AI ର ବ୍ୟବହାର ହେବ : ରାଜ୍ୟପାଳ #KanakNews #OdishaAssembly
23
13
178
0
2
11
@SoumyakantBal
Doc🩺🩺🩺🩺
11 months
@Indian__doctor 😂😂😂😂😂. Daily vlog in YouTube 😂😂
3
0
10
@SoumyakantBal
Doc🩺🩺🩺🩺
3 months
@doctor_inMumbai Every govt hospital has the same condition, every time I see them I think they have king size life in govt hospital.... They literally don't do anything... GRBS, Blood Pressure and suctioning too doctors have to do.
0
0
11
@SoumyakantBal
Doc🩺🩺🩺🩺
2 years
@kawaljit Who made this account verified??? He is a physically challenged person that doesn't mean he begs for his livelihood..... @TwitterAPI @Twitter @TwitterSupport kindly remove the blue tick from this account
0
0
9
@SoumyakantBal
Doc🩺🩺🩺🩺
1 year
@RakeshCNS @DrRAHULKUMARGU1 @mansukhmandviya @PMOIndia @MoHFW_INDIA 😂😂🤣🤣u guys ll Bark like this bcos u can't even crack ur AIPMT and now finding a backdoor to enter medical clge s🤣😂😂. I like ur confidence. If a Student is Qualifying neet and joining Medical college, he has the full rights to be taught by a qualified prof (MBBS,MD)
2
3
10
@SoumyakantBal
Doc🩺🩺🩺🩺
2 years
(୫) ସବୁ ପରେ, ଶେଷ ଅଧ ଘଣ୍ଟା ଆଖି ରେ ଲୁହ ଆଣିବାକୁ ଯଥେଷ୍ଟ।। ସିନେମା ଘରେ ବସିଥିବା ପ୍ରତେକ୍ ଟି ଲୋକଙ୍କ ଆଖିରେ ଥିଲା ଲୁହ ଆଉ ଲାଗୁଥିଲା ସବୁ ଚାହୁଁଛନ୍ତି ଯେମିତି ନିଜ ବାପା ଙ୍କୁ ଜାବୁଡ଼ି ଧରିବାକୁ।। ଧନ୍ୟବାଦ @anupam_patnaik9 ଏମିତି ଏକ କାହାଣୀ ଭେଟି ଦେଇଥିବାରୁ।। #Pratikshya #pratikshyathemovie #ପ୍ରତୀକ୍ଷା
1
2
10
@SoumyakantBal
Doc🩺🩺🩺🩺
1 month
କିନ୍ତୁ bjp ଅନୁସାରେ ଟେକା ପଥର ଗୋଟିଏ ଧର୍ମ ର ଲୋକ ହିଁ ଫିଙ୍ଗି ଥାଆନ୍ତି😂😂😂।। ବୁଝି ହଉନି ଚାଲିଛି କଣ, ପ୍ରଥମ କଥା ଏମିତି ଦୃଶ୍ୟ ଭୁବନେଶ୍ୱର ଛାତି ଉପରେ ପୋଲିସ ଆଗରେ ହେବା ପ୍ରଥମ ଥର। ସତରେ "ଏଣ୍ଡ ଅଫ ଏନ୍ ଏରା"
@kanak_news
Kanak News
1 month
#ବିଜେପି_କଂଗ୍ରେସ_ପରସ୍ପରକୁ_ଟେକା_ମାଡ ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ଅଭିଯୋଗରେ ହଙ୍ଗାମା । ରାହୁଲଙ୍କ ପୋଷ୍ଟର ଉପରକୁ ଗୋବର ମାଡ କଲେ ବିଜେପି କର୍ମୀ । ମାଷ୍ଟରକ୍ୟାଣ୍ଟିନରେ ବିଜେପି-କଂଗ୍ରେସ ମୁହାଁମୁହିଁ । ପରସ୍ପର ଉପରକୁ ଟେକାପଥର ମାଡ #Congress #BJP #politics #Odisha #KanakNews
9
4
47
0
0
10
@SoumyakantBal
Doc🩺🩺🩺🩺
10 months
@prpdir ଆପଣଙ୍କ ବିଷୟରେ ଯେତେ କହିଲେ ବି କମ ହେବ, #Gupchup ଦେଖିଲା ପରେ ଜଣା ପଡୁଥିଲା ଆଗକୁ କିଛି ବଡ଼ କରିକି ଦେଖେଇବେ। ଆଉ ଆଜି ସେଇ ଦିନ #Malyagiri ରେ ହୁଏ ତ କେହି ବି hero ନାହାନ୍ତି କିନ୍ତୁ ପରଦା ପଛ ର hero ଆପଣ।। ଏମିତି ଭଲ ଭଲ କାହାଣୀ ଆଗକୁ ଭେଟି ଦେଉଥାନ୍ତୁ । colour grading, cinematography, bgm 🔥🔥
1
1
9
@SoumyakantBal
Doc🩺🩺🩺🩺
3 years
କେନ୍ଦ୍ରାପଡ଼ାର ସାଂସଦ ଶ୍ରୀ ଅନୁଭବ ମହାନ୍ତି @AnubhavMohanty_ ଖାଲି ଘରେ ବସି social media ରେ ରାଜନୀତି କଲେ ହବନି।ନିଜ ଅଞ୍ଚଳ ରେ କଣ ଘଟୁଛି ସେଇଟା ଟିକେ ଆଖି ଖୋଲିକି ଦେଖାନ୍ତୁ।ବର୍ଷବର୍ଷ ଧରି ରୋଗୀ ସେବା କରୁଥିବା ଡାକ୍ତରଙ୍କୁ ତ ଆପଣ ସୁରକ୍ଷା ଦେଇ ପାରୁନାହାନ୍ତି ଆପଣ ଲୋକଙ୍କୁ ସୁରକ୍ଷା କଣ ଦେବେ? Gym ରୁ ଏବେ ବାହାରନ୍ତ(୨)
1
4
9
@SoumyakantBal
Doc🩺🩺🩺🩺
2 years
More to come yet!!!!!
@SpiritOfCongres
Spirit of Congress✋
2 years
Modi as CM. Modi as PM 2002. 2022
Tweet media one
Tweet media two
151
3K
9K
0
0
9
@SoumyakantBal
Doc🩺🩺🩺🩺
11 months
#Pushkara Review :-🌟🌟🌟🌟 ପ୍ରେମ ରେ କିଏ ମଣିଷ ହେଇଯାଏ ତ କିଏ ପାଗଳ ହେଇ ବୁଲେ କିନ୍ତୁ ଓଡ଼ିଆ ସିନେମା ରେ ପ୍ରଥମ ଥର ପ୍ରେମରେ କିଏ ପୁଷ୍କରା ହୋଇଯିବା ଭଳି ନୂଆ କିଛି କରି ଦେଖାଇବାର ପ୍ରୟାସ ଅତ୍ୟନ୍ତ ସ୍ୱାଗତଯୋଗ୍ୟ।। @sabyaactor ଭାଇ ଏତେ ନିପୂଣ ଅଭିନୟ କେଉଁଠି ଲୁଚେଇ ରଖିଥିଲେ? ଶେଷ ୧୫-୨୦ mins ଅଭିନୟ ସ୍ତବ୍ଦ କରିଦେଲା(୧)
2
1
9
@SoumyakantBal
Doc🩺🩺🩺🩺
1 month
Why highlighting this decision so much?Already neet is being conducted in odia, only handful of students are attending it. Similarly very few or none of them will opt to study in odia. It's only to be Stored in documents.. kindly don't create confusion,it's not at all compulsory
@kanak_news
Kanak News
1 month
ଓଡ଼ିଆରେ ପଢ଼ାଯିବ ମେଡିକାଲ ପାଠ । ଏମବିବିଏସ ପାଇଁ ଉପଲବ୍ଧ ବହିର ହେବ ଓଡ଼ିଆ ଅନୁବାଦ । ଗଠନ ହେଲା ସ୍ୱତନ୍ତ୍ର କମିଟି । #KanakNews
Tweet media one
128
32
703
0
1
9
@SoumyakantBal
Doc🩺🩺🩺🩺
2 months
Tweet media one
3
1
9
@SoumyakantBal
Doc🩺🩺🩺🩺
1 month
@drdeepak81 😂😂😂😂 ମୋଦି ବାବୁ ଚାହାନ୍ତି, ଭାରତ ବାସୀ ମୂର୍ଖ ହେଇ ରୁହନ୍ତୁ।।
0
0
8
@SoumyakantBal
Doc🩺🩺🩺🩺
1 month
ଘରୋଇକରଣ😂😂😂।। ଅନ୍ଧଭକ୍ତ ଖୁସିରେ ଶୋଇପାରିନଥିବେ 🤧🤧
@otvkhabar
ଓଟିଭି
1 month
#ବିମାନ_ବନ୍ଦରରେ_ଭୁଶୁଡ଼ିଲା_ଛାତ -ବର୍ଷାରେ ଭୁଶୁଡ଼ିଲା ଦିଲ୍ଳୀ ବିମାନ ବନ୍ଦର ଛାତ -ଟର୍ମିନାଲ-୧ରେ ଛାତ ଭୁଶୁଡ଼ି ୪ ଗୁରୁତର, ଏକାଧିକ କାର ନଷ୍ଟ -ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି #RoofCollapses #DelhiAirport #OTV
Tweet media one
20
25
241
0
0
9
@SoumyakantBal
Doc🩺🩺🩺🩺
6 months
@BibhuRath ସମାଲୋଚନା ହେଲେ ହି ଭୁଲ ଆଗକୁ ହୁଏନି, ମହତାବ କୁ ମହାନ୍ତି ଲେଖିବା କେବେ ବି ଗୋଟେ ଛୋଟ ଭୁଲ ନୁହେଁ। ଆଜି ଏଇ ସମାଲୋଚନା ପାଇଁ ହୁଏତ କାଲି ଆଉ କେଉଁ କାର୍ଯ୍ୟକ୍ରମ ରେ ସ୍ପଷ୍ଟ ଭାବେ ଓଡ଼ିଆ କହୁଥିବା ଲୋକ ଙ୍କୁ ଉପସ୍ଥାପନ କରିବାକୁ ଦିଆ ଯିବ । ସମାଲୋଚନା କୁ ଆପଣେଇ ନେଲେ ଆଗକୁ ବଢିବ ସମାଜ
0
1
9
@SoumyakantBal
Doc🩺🩺🩺🩺
25 days
ହାସ୍ୟାସ୍ପଦ କଥା😅।। ଦିଦି ବୋଧେ ଭୁଲି ଯାଇଛନ୍ତି, ସେ ଯାହା ପାଇଁ ବାହାରିଛନ୍ତି ସେ ଗତ ବର୍ଷ ସ୍ତ୍ରୀ ଓ ପ୍ରସୂତି ବିଭାଗ ରୁ କାଣ୍ଡ କରି ବାହାରିଥିଲେ, ଆଉ ସେ ନିଜ ୱାର୍ଡ ରେ କଣ କାମ କରନ୍ତି, ରୋଗୀ ଙ୍କୁ କିପରି ବ୍ୟବହାର କରନ୍ତି ରୋଗୀଙ୍କ ସଂପର୍କୀୟ ଆମଠାରୁ ଭଲ କହିବେ। ଉଁଚ ସ୍ୱର ରେ କଥା କହିଲେ, ସତ କେବେ ମିଛ ହେଇଯିବନି
@otvkhabar
ଓଟିଭି
25 days
ଆମ ଝିଅକୁ ଖରାପ ବ୍ୟବହାର ହୋଇଛି । ଡକ୍ଟର ୨୪ ଘଣ୍ଟା ରୁହନ୍ତୁ, ନର୍ସ ଆଉ ଫୋନ୍ କରିବେନି... #SCBMedical #NursingStaff #HouseSurgeon #OTV
35
25
313
0
1
8
@SoumyakantBal
Doc🩺🩺🩺🩺
4 years
It's heartbreaking to see the treatment given to the covid warriors in the remote areas of Odisha.They are provided food in polythenes without plates. No medicines are provided except Vit. B tabs and Zn.There is no facility of measuring Blood pressure for warriors with high BP(1)
1
1
7
@SoumyakantBal
Doc🩺🩺🩺🩺
22 days
Kindly don't visit Puri ever 🙏
@lokeshbag67
Lokesh Bag
22 days
-Trishla Chaturvedi, a Brahmin & self-proclaimed astrologer & psychic, visited the Jagannath Temple in Puri. - She was told a nearby restaurant served satvik (pure veg) food, so she ordered there but later found it also served non-veg. She and her family left breathless.
197
149
575
0
0
8
@SoumyakantBal
Doc🩺🩺🩺🩺
2 years
#gangsofpuri what a mind-blowing series in Odia!!! Culture has been showed properly and for the first time in odisha, our own cities are portrayed properly.. background score, cinematography, plot everything is extraordinary. Thank u @anupampatnaik for such a plot...
1
0
6
@SoumyakantBal
Doc🩺🩺🩺🩺
1 year
@Dating_ur_soul 1- the reality everyone knows🥲
0
0
8
@SoumyakantBal
Doc🩺🩺🩺🩺
1 month
Dramebaaz🤣🤣. Till now they can't accept that they are in rulling party... They are in state and centre but now fighting with whom???? @otvnews @ArgusNews_in @kanak_news
@otvkhabar
ଓଟିଭି
1 month
ଜବରଦଖଲ ଉଚ୍ଛେଦ ସମୟରେ ମୁହାଁମୁହିଁ ହେଲେ ରେଲୱେ ଅଧିକାରୀ ଓ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ । #LaxmanBagh #Balangir #OTV
25
18
450
0
0
8
@SoumyakantBal
Doc🩺🩺🩺🩺
2 years
Forget of forming ur govt in odisha. Many had a doubt that ur party is trying to divide this beautiful state and now it's confirmed
@kanak_news
Kanak News
2 years
‘#ଓଡ଼ିଶାରେ_ଆଉ_ଗୋଟେ_ରାଜ୍ୟ_ହେଲେ_ଭଲ’ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ସମାନ ଦେଖନ୍ତି କଥାକୁ ନାପସନ୍ଦ କଲା ବିଜେପି । ମନ୍ତ୍ରୀଙ୍କୁ କଟାକ୍ଷ କରି ପ୍ରଦୀପ କହିଲେ, ଆଉ ଗୋଟେ ରାଜ୍ୟ ଓଡ଼ିଶାରେ ହେଲେ ବିଜେପି କରିବ ସ୍ୱାଗତ । ଆଗରୁ ଭାରତରେ ଛୋଟ ଛୋଟ ରାଜ୍ୟ ଗଠନ କରିଛି ବିଜେପି ସରକାର । #Odisha #Protest #BJP #Politics
102
27
277
1
1
6
@SoumyakantBal
Doc🩺🩺🩺🩺
1 year
@Ravisutanjani Misleading data .. if middle class average income is 13 lakhs. Then 60% Indians will fall in the category of lower class
4
0
7
@SoumyakantBal
Doc🩺🩺🩺🩺
2 months
@sambitnk @kiddo_doctor Exactly.... Personally seen many people getting benefits in larger scale
0
0
8
@SoumyakantBal
Doc🩺🩺🩺🩺
6 months
@KannadaHelp First u learn to say ODIA, it's not oriya ...
0
0
7
@SoumyakantBal
Doc🩺🩺🩺🩺
4 months
ବାପା ଥିଲେ ପୁଅ ସଭା ରେ ହାରେନି 🥹🫡।। ଫଳାଫଳ କଣ ହେବ ଜଣା ନାହିଁ କିନ୍ତୁ , ବାପା ଯେତେ ରାଗିଲେ ବି ପୁଅ ପାଖରେ ଆସିକି ବିପଦ ସମୟ ରେ ଛିଡା ହେବ।
@kanak_news
Kanak News
4 months
#ପୁଅ_ପାଇଁ_ଭୋଟ_ମାଗିଲେ_ସୁର ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ବୁଲି ବୁଲି ପ୍ରଚାର କଲେ ବାପା ସୁର ରାଉତରାୟ । କହିଲେ, କାହା ସହ ଗଣ୍ଡଗୋଳ କରିବାର ନାହିଁ । ମୋ ପୁଅ ସରଳ ଆଉ ଉଚ୍ଚ ଶିକ୍ଷିତ । #SuraRoutray #ManmathRoutray
37
12
549
0
0
8
@SoumyakantBal
Doc🩺🩺🩺🩺
3 years
ଆଉ ରହିଲା ଗଣମାଧ୍ୟମ କଥା, କେମିତି ଗୋଟେ ମିଥ୍ୟା ଖବର କୁ ଅଗ୍ରଗତି ଦିଆଯିବ କିଏ ଆପଣଙ୍କ ଠାରୁ ଶିଖିବା କିନ୍ତୁ ଆପଣଙ୍କ ଚତୁର୍ପର୍ଷ୍ୱ ରେ କଣ ହଉଛି ସେଇ ସବୁ ଜାଣିବାରେ ଆପଣଙ୍କ ଇଚ୍ଛା ନାହିଁ। କେବଳ ଗୋଟେ ଅଧେ ଖବର କାଗଜ ଛାପି ଦେଲେ ହବନି ଆପଣ ମାନଙ୍କ ସହଯୋଗ ଦରକାର ମଧ୍ୟ @otvkhabar @kanak_news @ArgusNews_in @ZeeOdisha (୩)
Tweet media one
1
4
8
@SoumyakantBal
Doc🩺🩺🩺🩺
11 months
@TheCineprism Heard people saying, Movies with content are to be seen in OTT🥲. With such mentality art of making good movies will vanish slowly
0
0
8
@SoumyakantBal
Doc🩺🩺🩺🩺
11 months
@Chulbulpanda420 This boy should be slapped for his behaviour , every dog owner should know their limits... Mera basss chale toh Ye pet rakhne wala ladka ko raste pe kheench ke Marta, Decency ka naam hi nhi he
1
0
7
@SoumyakantBal
Doc🩺🩺🩺🩺
10 months
Suryamayee ଙ୍କ ଚରିତ୍ର ଦେଖିଲେ ଲାଗୁଥିଲା ଯେମିତି ସେ ସେଇ ଗାଁ ର ଝିଅ, ସେ କେବେ ବି ଯେମିତି ଭୁବନେଶ୍ବର ଆସିନାହାନ୍ତି। ଏତେ ନିପୂଣ ଅଭିନୟ ଆଉ ଜଣେ ଉଚ୍ଚ କୋଟୀର କଳାକାର ସିଏ।। ପ୍ରତ୍ୟେକ୍ ଟି ସିନେମା ରେ କିଛି ନୂଆ କରି ଦେଖେଇବା ର ଇଚ୍ଛା ତାଙ୍କର ଆଜି ତାଙ୍କୁ ସଫଳ କରେଇଛି
1
0
8
@SoumyakantBal
Doc🩺🩺🩺🩺
1 month
Whenever a doctor fails to save a patient, he can be arrested under medicolegal ground/case, A human life is much more valuable,but in collapse of bridge, breakdown of airport front exact culprit never gets arrested. Why in this govt credibility is present not accountability
2
0
8
@SoumyakantBal
Doc🩺🩺🩺🩺
1 year
👏👏👏👏👏। ଧନ୍ୟବାଦ୍ ସୁରଜ ବାବୁ @suryabanshibjp
@kanak_news
Kanak News
1 year
ଭଦ୍ରକ ଜିଲ୍ଲାରେ ମେଡିକାଲ୍ କଲେଜ ପ୍ରତିଷ୍ଠା ପାଇଁ ବାରମ୍ବାର ଦାବି ସତ୍ୱେ ସରକାର କୌଣସି ଚିନ୍ତା ବା ମାନସିକତା ଦେଖାଉନାହାନ୍ତି , ଏହାଠାରୁ ଲଜ୍ଜ୍ୟାଜନକ ବିଷୟ କ’ଣ ହୋଇପାରେ । ଭଦ୍ରକ ଜିଲ୍ଲା ପ୍ରତି ସରକାର ବୈମାତୃକ ମନୋଭାବ ରଖୁଛନ୍ତି : ସୂରଜ୍ ସୂର୍ଯ୍ୟବଂଶୀ #SurajSuryavanshi #Odisha
1
4
46
1
1
8
@SoumyakantBal
Doc🩺🩺🩺🩺
10 months
ଅଭିମନ୍ୟୁ ଚଳଚ୍ଚିତ୍ର ରେ ସ୍ବର୍ଗତ ମିହିର ଦାସ ଙ୍କୁ ଲୋକ 'କାକା' ଭାବେ ଆଜି ଯାଏଁ ମନେ ରଖିଛନ୍ତି, କିନ୍ତୁ ଆଜି ଠାରୁ ଲୋକ ଅମ୍ଳାନ ଦାସ ଙ୍କୁ 'ଲାଲା' ଭାବେ ମନେ ରଖିବେ। କି ଚମତ୍କାର ଅଭିନୟ, ଲାଗୁଥିଲା ଯେମିତି ଚଳଚ୍ଚିତ୍ର ର ୩ ଘଣ୍ଟା ପୁରା ସେ ନିଜ କାନ୍ଧ ରେ ଧରିଛନ୍ତି
1
0
7
@SoumyakantBal
Doc🩺🩺🩺🩺
18 days
U have no idea what's going in state politics, the Current CM has to visit his residence just the next day after their MLAs knowingly removed the name of his father from a award, today too when he raises his left hand the party in power shivers out of fear
@Gss_Views
Gss🇮🇳
18 days
@Naveen_Odisha You deserve this for unleashing BJP agencies & autocracy from 2019 to 2024. Now you are a nobody on Odisha politics.
5
15
56
0
0
7
@SoumyakantBal
Doc🩺🩺🩺🩺
6 months
@DrDhruvchauhan Yes, he lives in the heart of odias...❤️❤️❤️ He fulfills everyone's need and wish, Neither do politics by dividing people nor through hate.. Proud to have him as our CM
0
0
7
@SoumyakantBal
Doc🩺🩺🩺🩺
2 months
କାହାର ବ୍ୟକ୍ତିଗତ ଜୀବନ ରେ ଦାଖଲ ଦେବା ର ଅଧିକାର କିଏ ଦେଲା ଆପଣଙ୍କୁ? ଜଣେ କଲେଜ ସମୟରେ କଣ କରିଥିଲା ସେଇ କଥା କୁ ବାରମ୍ବାର ଦେଖେଇବାର ଅର୍ଥ? ନବୀନ ବାବୁ ବି ଓଡ଼ିଶା ରାଜନୀତି କୁ ଆସିବା ଆଗରୁ ବିଳାସପୂର୍ଣ୍ଣ ଜୀବନ ଯାପନ କରୁଥିଲେ, ସେଥିପାଇଁ ଏଇ ଫଟୋ ର ଆଉ କିଛି ଅର୍ଥ ନାହିଁ
@SupriyaShrinate
Supriya Shrinate
2 months
यह सूर्यबंशी सूरज हैं ओडिशा की BJP सरकार में मंत्री हैं इनके मंत्रालय हैं: • उच्च शिक्षा मंत्रालय • युवा एवं खेल मंत्रालय • ओड़िया भाषा, साहित्य और संस्कृति मंत्रालय
2K
9K
22K
0
0
7
@SoumyakantBal
Doc🩺🩺🩺🩺
1 year
ସବୁ ବର୍ଷ ଏମିତି କିଛି ଖବର ଶୁଣିବା��ୁ ମିଳୁଛି, ସବୁ ମେଡିକାଲ କଲେଜ୍ ର MBBS ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ ନିଜ ନିଜ ଭିତରେ ଲଢ଼ିବା ବନ୍ଦ କରି ତୁମ ମାନଙ୍କ ପ୍ରତି ଭାରତ ସରକାର କରୁଥିବା ଅତ୍ୟାଚାର ପ୍ରତି ନିଜ ସ୍ୱର ଉଠାଅ।ଯେତିକି ଯାହା ଟିକେ ସମ୍ମାନ ମିଳୁଛି, ଏମିତି video ଦେଖିଲେ ସେତିକି ବି ମିଳିବନି @3rd_ventricle @ishu_kun
@kanak_news
Kanak News
1 year
#ମେଡିକାଲ_ଛାତ୍ରଙ୍କ_ଦୌରାତ୍ମ୍ୟ ବୁର୍ଲା ଭୀମସାରରେ ମେଡିକାଲ ଛାତ୍ରଙ୍କ ଦୌରାତ୍ମ୍ୟ । ଅନ୍ୟ ଛାତ୍ରଙ୍କୁ ପିଟିଲେ ମେଡିକାଲ ଛାତ୍ର । #Burla #MedicalStudent #KanakNews
25
22
257
1
3
6
@SoumyakantBal
Doc🩺🩺🩺🩺
3 months
@Santosh65957123 ଦେହ କୁ ନେଇଗଲେ ଭାଇ, ମୁଁ ଏଠି ପାଣ୍ଡୁ ବିଷୟରେ କହିନି, କହିଛି BJP ଖରାପ
7
0
7
@SoumyakantBal
Doc🩺🩺🩺🩺
1 month
@RaOne69a @otvnews @bjd_odisha This is national highway... Comes under BJP govt
1
0
7
@SoumyakantBal
Doc🩺🩺🩺🩺
1 year
@rashlessdoctor A relative taking Aceclofenac 100 mg from Jan asudhi for back pain is complaining of medicine not working and the doctor doesn't know anything. What to tell now🙂
1
0
6
@SoumyakantBal
Doc🩺🩺🩺🩺
1 year
ପ୍ରେକ୍ଷାଳୟ ଆସିଥିବା ବହୁତ୍ ଲୋକ ଙ୍କ ମୁଁହ ରେ ସେଇ ଗୋଟିଏ କଥା, ୬ ବର୍ଷ ପରେ ଭାଇ ଆସିଛନ୍ତି @AnubhavMohanty_ । ଆଜି ବି ତାଙ୍କ ସେଇ ଷ୍ଟାରଡମ୍ ବଞ୍ଚିକି ଅଛି।। ଓଡ଼ିଶା ରେ ଭଲ ପ୍ରଯୋଜକ ଓ ନିର୍ଦ୍ଦେଶକ ତାଙ୍କୁ ନେଇ ଭଲ ଚଳଚ୍ଚିତ୍ର ତିଆରି କରିଲେ ଭଲ ବ୍ୟବସାୟ ନିହାତି କରିବ ।(୨)
1
0
7
@SoumyakantBal
Doc🩺🩺🩺🩺
1 year
ଏବେ ଆସିଲା #Loveinlondon କଥା, ସିନେମା ୨ଘଣ୍ଟା ୮ ମିନିଟର, କିନ୍ତୁ ମଧ୍ୟାନ୍ତର ୧ ଘଣ୍ଟା ୨୦ ମିନିଟ ପରେ ହେଲା ।ମଧ୍ୟନ୍ତର ପୂର୍ବରୁ ସିନେମା ରେ କାହାଣୀ କିଛି ନଥିଲା ବୋଲି କହିଲେ ଚଳେ।କିନ୍ତୁ ପ୍ରଥମ ଭାଗରେ ଛଉ ନୃତ୍ୟ, ମୟୂରଞ୍ଜ ର ମନୋରମ ଦୃଶ୍ୟ ଅତ୍ୟନ୍ତ ସୁନ୍ଦର, ନିଜ ମାଟିର ବାସ୍ନାକୁ ବଞ୍ଚେଇ ରଖିବାର ଚେଷ୍ଟା ପାଇଁ ଧନୟବାଦ୍(୩)
1
0
7
@SoumyakantBal
Doc🩺🩺🩺🩺
23 days
ଗାଲୁଆ ଙ୍କ ବାରବାଟି ଚାଷ। ନିଜର ଅପାରଗତା କୁ ଲୁଚାଇବାକୁ ଯାଇଁ ପୁଣି ଥରେ ୟାକୁ ତାକୁ ଦୋଷ ଠେଲି ଦେବା
@socialTalks96
SocialTalk
23 days
Up ର ଗୋଣ୍ଡା ଅଞ୍ଚଳରେ ଆଜି ଟ୍ରେନ ଲାଇନ ଚ୍ୟୁତ ହେଇଛି 🙏 ଆଉ ଏଥି ପାଇଁ 4 ଜଣକର ଜିବନ ମଧ୍ୟ ଯାଇଛି ହେଲେ ପ୍ରଶ୍ନ ଉଠୁଛି ଦିନ କୁ ଦିନ ଦେଶରେ ଏମିତି ଘଟଣା ବଢ଼ିବାରେ ଲାଗିଛି ମୋଦି କୁ ଆଉ ମୋଦି ସରକାର କୁ ବଦନାମ୍ କରିବା ପାଇଁ ୟେ ଗୋଟେ ବଡ଼ ଚକ୍ରାନ୍ତ ନୁହତ @AshwiniVaishnaw @narendramodi @homeodisha @NIA_India ଯାଞ୍ଚ ହଉ
Tweet media one
64
6
124
0
0
7
@SoumyakantBal
Doc🩺🩺🩺🩺
3 months
@Indian__doctor @NTA_Exams 2015, 2018, 2022,2024.. vote for Modi and see this every year🥱🥱🥱🥱. Worst pm in history of India
1
3
6
@SoumyakantBal
Doc🩺🩺🩺🩺
11 months
@Ragini_Singhdeo @TheSquind Yes u can take prophylaxis for rabies👍
0
0
7
@SoumyakantBal
Doc🩺🩺🩺🩺
10 months
କାହାଣୀ ର ସଂଳାପ ଯେତିକି ଭଲ, ଚିତ୍ରନାଟ୍ୟ ତା ଠାରୁ ଅଧିକା ଆକର୍ଷଣୀୟ ଥିଲା କିନ୍ତୁ ୨୦ mins କମ୍ ହେଇଥିଲେ କାହାଣୀ ଆଉ ଟିକେ ବେଶୀ ଭଲ ଲାଗି ପାରିଥାନ୍ତା। ମଧ୍ୟାନ୍ତର ଯାଏଁ କାହାଣୀ ଦରକାର ଠାରୁ ବେଶୀ ଧୀରେ ଚାଲିବା କାରଣ ରୁ ହିଁ କାହାଣୀ କଣ ଦେଖେଇବାକୁ ଚାହୁଁଚି ସେଇଟା ଭୁଲି ଗଲା ପରି ଲାଗିଲା।
1
0
7
@SoumyakantBal
Doc🩺🩺🩺🩺
2 months
ଏବେ କାହା ପାଇଁ ବିଳମ୍ବ ହେଲା???
@otvkhabar
ଓଟିଭି
2 months
#ମହାପ୍ରଭୁଙ୍କ_ନୀତିରେ_ବିଳମ୍ବ ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ । ରାତ୍ର ପହୁଡ଼ ବିଳମ୍ବ ହେବାରୁ ଦ୍ବାର ଫିଟା ନୀତି ବିଳମ୍ବ ଦ୍ବାର ଫିଟା ନୀତି ବିଳମ୍ବ ହେବାରୁ ମଙ୍ଗଳ ଆଳତୀ ମଧ୍ୟ ବିଳମ୍ବ । ନୀତି ବିଳମ୍ବ ଚାଲିଥିବାରୁ ସାଧାରଣ ଦର୍ଶନ ବାଧାପ���ରାପ୍ତ #Puri #SriMandir #OTV
12
12
146
0
1
7
@SoumyakantBal
Doc🩺🩺🩺🩺
3 years
@drpraveenpsy May be he had appeared for AIPMT after 12th and not qualified to have a seat in govt. Medical college.... so sad for him 🥺😂
0
0
7
@SoumyakantBal
Doc🩺🩺🩺🩺
3 years
@BJP4KARACHI @Legit40518487 @john_is_da_man @PTI_News Paise ke profile photo mein Gandhi he🙄🙄
2
1
5
@SoumyakantBal
Doc🩺🩺🩺🩺
2 years
Is it for real!!!! Every scene in this trailer resembles with the life of a middle class boy searching for a govt job. Some true events are shown here, how people with money buy the govt jobs(ASO) by giving bribes.... Thanks for this @bhutiya_sarkar
1
0
6
@SoumyakantBal
Doc🩺🩺🩺🩺
21 days
ଓଡ଼ିଆ ଙ୍କ ଆଉ ଓଡ଼ିଆ ଅସ୍ମିତା ର ଦଳ
@kanak_news
Kanak News
21 days
ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରି ହଟହଟା ହେଲେ କନିଷ୍ଠ ଯନ୍ତ୍ରୀ ; ସମସ୍ୟା ସମାଧାନ ବଦଳରେ ଲକ୍ଷ୍ମୀଧର ବିହାରୀଙ୍କ ନାଁରେ ହେଲା ମାମଲା ରୁଜୁ #KanakNews
Tweet media one
26
30
355
0
1
7
@SoumyakantBal
Doc🩺🩺🩺🩺
1 year
If @NMC_IND is conducting NEXT for giving a graduation certificate (probably MBBS is the only course), then why don't u give 2 lakhs per month to MBBS docs,3 lakhs per months to Post PG,5 lakhs per month to AP & 10 lakhs to Professor? #Medtwitter @dryogendermalik @narendramodi
2
1
6
@SoumyakantBal
Doc🩺🩺🩺🩺
1 year
1
4
6
@SoumyakantBal
Doc🩺🩺🩺🩺
10 months
@prpdir #Malyagiri କାହାଣୀ ରେ ଜଣେ ବାଘ ଥିଲା ଆଉ ଜଣେ ସିଂହ କିନ୍ତୁ ଶେଷ ରେ ଯେଉଁ black panther ଟି ବାହାରିଲା, ସେଇଟା ଦେଖି ପ୍ରେଖ୍ୟାଳୟ ର ପ୍ରତ୍ୟେକ ଟି ଲୋକ ଆଶ୍ଚର୍ଯ୍ୟ।। @ElinaSamantaray @prpdir @babushaansai @AbujhaPua । ଅପେକ୍ଷା ରହିଲା #Malyagiri (ଯୁଦ୍ଧ) କୁ।।।
0
0
6
@SoumyakantBal
Doc🩺🩺🩺🩺
2 years
@nidhi_budha ଅଜା ଅଭିନୟ ତ ନୁହେଁ, ଯେମିତି ଚରିତ୍ର ଭିତରେ ପୁରା ହଜିଯାଇଛନ୍ତି @Dipanwit_7
1
0
5