ଡ.ସୌମ୍ୟା ପରିଡ଼ା Profile Banner
ଡ.ସୌମ୍ୟା ପରିଡ଼ା Profile
ଡ.ସୌମ୍ୟା ପରିଡ଼ା

@saumyaparida2

Followers
2,068
Following
303
Media
848
Statuses
5,658

Deputy editor_Kalinga TV, Author, Columnist, Social Entrepreneur. Passion lies in Media, #GREEN , Art & Artifacts. I only endorse Mother Nature 🌱🐿

Bhubaneshwar, India
Joined August 2014
Don't wanna be here? Send us removal request.
Explore trending content on Musk Viewer
Pinned Tweet
@saumyaparida2
ଡ.ସୌମ୍ୟା ପରିଡ଼ା
1 year
#କଥାତଏତିକି A lifetime click for me.24th #convocation , #Berahampur University. With His Excellency Governor Prof. Ganeshi Lalji for my #PhD on "Women Journalists in Odisha.
Tweet media one
23
4
183
@saumyaparida2
ଡ.ସୌମ୍ୟା ପରିଡ଼ା
1 year
#ଏଣୁତେଣୁ Self realisation doesn't come with the Age. It comes with the level of maturity you have...
Tweet media one
50
5
388
@saumyaparida2
ଡ.ସୌମ୍ୟା ପରିଡ଼ା
3 years
#ଏଣୁତେଣୁ ଯଦି ପିଲାଙ୍କୁ କିଛି ଶିଖେଇବାର ଅଛି ତାହେଲେ ପ୍ରକୃତି କୁ ଭଲପାଇବା ଶିଖାନ୍ତୁ। ଦେଖିବେ ଜୀବନ ଜିଇଁବା ଆପେଆପେ ଶିଖିଯିବେ।
Tweet media one
11
10
325
@saumyaparida2
ଡ.ସୌମ୍ୟା ପରିଡ଼ା
4 years
ସବୁବେଳେ ଟିକିଏ ବଡ଼ଗଛ ଲଗାନ୍ତୁ, ସହଜରେ ବଂଚିବ। ଗତବର୍ଷ ଆମେ ମାଆପୁଅ ଏମିତି ପାଣି ଦେଉଥିଲୁ। ଏବର୍ଷ ଏ ଗଛକୁ ଦେଖି ଖୁସି ଲାଗୁଛି। #PatlipadaHills @leslietripathy8 @BBSRBuzz @AameOdia @odiakhati @itishreena @PradeepJenaIAS @arvindpadhee @arunbothra @cambiswajit @biswajitmohanty @ranjanpanda #Green
Tweet media one
Tweet media two
Tweet media three
23
9
279
@saumyaparida2
ଡ.ସୌମ୍ୟା ପରିଡ଼ା
8 months
ମାଟିହାଣ୍ଡି ମାଂସ ❤ #SundaySpecial #homemadefood
Tweet media one
Tweet media two
Tweet media three
Tweet media four
27
9
260
@saumyaparida2
ଡ.ସୌମ୍ୟା ପରିଡ଼ା
8 months
#ଏଣୁତେଣୁ ମୋ ବୋଉର ଧନିଆ ଚାଷ ❤ ମୋ ଅଜାଣତରେ ମୁଁ ପିଲାଦିନୁ ଗଛକୁ ଭଲପାଇବସିଛି। ଆଉ ସେଇଟା ମୋ ବୋଉଠୁ ହିଁ ମୋ ପାଖକୁ ଆସିଛି। ମୋର ସିନା ଘରେ ଗଛ ଲଗେଇବାକୁ କୁଣ୍ଡ ଦରକାର ହେଲେ ତାର ନୁହେଁ। #greenenergy #balconygarden #recycle
Tweet media one
Tweet media two
13
3
233
@saumyaparida2
ଡ.ସୌମ୍ୟା ପରିଡ଼ା
5 years
ସ୍କୁଲ କୁ ଟିଫିନ୍ ରେ ସମସ୍ତେ ପାଓଭାଜି ନେବେ। ପ୍ରଥମକରି ପୁଅ ପାଇଁ କଲି। ଯଦି ବର କହିଥାନ୍ତା ତାହେଲେ “ସକାଳୁ କିଏ ଏତେ ନାଟ କରିବ, ଛୁଟିଦିନରେ କରିବା ଇତ୍ୟାଦି କେତେ ବାହାନା” 🤪। ସମାନ ମହିଳା ମାଆ ହିସାବରେ ଆଗଭର ଆଉ ସ୍ତ୍ରୀ ହିସାବରେ ଟିକିଏ ପଛରେ। ଖାଲି କଣ ମୁଁ! @itishreena @saitanaya1 @AameOdia @drgynaec @Drakshays
Tweet media one
Tweet media two
24
7
228
@saumyaparida2
ଡ.ସୌମ୍ୟା ପରିଡ଼ା
8 months
ବାହାଘର ଭୋଜି ❤ #SundayVibes Har ek #friend Jaruri hota hey...
Tweet media one
Tweet media two
Tweet media three
Tweet media four
6
2
226
@saumyaparida2
ଡ.ସୌମ୍ୟା ପରିଡ଼ା
4 years
ଦେଖନ୍ତୁ! ପ୍ରବାସୀ ଓଡ଼ିଆ ଶ୍ରମିକଂକୁ କେମିତି ଟ୍ରେନ୍ ଟିକେଟ୍ ପାଇଁ ଟଂକା ଦେବାକୁ ପଡୁଛି। ଯାହାପାଖେ ନାହିଁ ସିଏ ଚାଲିଚାଲି ଘରକୁ ଯିବନି ତ ଆଉ କଣ କରିବ! Actually all migrant labourers are buying their tickets @PMOIndia @CMO_Odisha @AameOdia @BBSRBuzz @mishra_kasturi @soumyajitt @itishreena @saitanaya1
Tweet media one
30
27
221
@saumyaparida2
ଡ.ସୌମ୍ୟା ପରିଡ଼ା
2 years
My edit-page feature in #Dharitri
Tweet media one
11
28
218
@saumyaparida2
ଡ.ସୌମ୍ୟା ପରିଡ଼ା
8 months
#Birthday of my extended heart 💕 ମୋ ପୁଅ ପରୀକ୍ଷାରେ କେତେ ନମ୍ବର ରଖିଲା ମୋ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ତାଠୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଲା ମୋ ପୁଅ ତା ଚାରିପାଖେ ଥିବା ପଶୁପକ୍ଷୀ, ଗଛଲତା, ଗରିବ ଗୁରୁବାଙ୍କ ମନକଥା ବୁଝୁଛି ନା ନାହିଁ। ତାକୁ ବଡ଼ଲୋକ ନୁହେଁ ବରଂ ଭଲଲୋକ ହେବାକୁ ସବୁବେଳେ ପ୍ରେରଣା ମିଳୁ। 🙏
Tweet media one
27
4
204
@saumyaparida2
ଡ.ସୌମ୍ୟା ପରିଡ଼ା
3 years
ପହିଲି ରଜ #Raja #KalingaTV
Tweet media one
13
2
186
@saumyaparida2
ଡ.ସୌମ୍ୟା ପରିଡ଼ା
4 years
Tweet media one
25
6
181
@saumyaparida2
ଡ.ସୌମ୍ୟା ପରିଡ଼ା
3 years
Happy birthday @itishreena didi 💚 Our ‘Me Time’ Click credit @tapasr10
Tweet media one
22
2
167
@saumyaparida2
ଡ.ସୌମ୍ୟା ପରିଡ଼ା
4 years
ଆଜି ପଖାଳ😋♥️ #Pakhala #OdiaFood ବାଇଗଣ ପୋଡ଼ା, ଆଳୁଚକଟା, ଟମାଟୋପୋଡ।।ମାଟିଆଳୁ ଭଜା, ବଡ଼ି। ଆଉ ପଖାଳରେ ଆମ ବାଡ଼ି ଆମ୍ବକଶିଆ ଅଦା। @AameOdia @odiakhati @OdiaCulture @ThinkTankOdisha @tapasr10 @saitanaya1 @itishreena @drgynaec @smojawala @Subhajit @BBSRBuzz @nilambarrath @ManoranjanMedia
Tweet media one
Tweet media two
16
5
164
@saumyaparida2
ଡ.ସୌମ୍ୟା ପରିଡ଼ା
3 years
ଆମ ତୁଳସୀ ଗଛ 💚 କରୋନାରେ ସବୁଠୁ ଅଧିକ ଖୋଜା ହେଇଥିବା ଗଛର ପତ୍ର ବୋଧେ! 😀 My #Green
Tweet media one
5
2
153
@saumyaparida2
ଡ.ସୌମ୍ୟା ପରିଡ଼ା
4 years
ମୋ ଶାଶୁଘରେ ଏବେ ବି ଚୂଲି ଅଛି। ଘର ଠାକୁରାଣୀଂକ ପାଖେ ପୂଜାପାଇଁ କେବଳ ଚୂଲିରେ ହିଁ ରନ୍ଧାଯାଏ। ପିଲାଦିନେ ଏମିତି ଚୂଲିରେ କେତେ ଆଳୁ, କନ୍ଦମୂଳ ଆଉ ନଡ଼ିଆ ପୋଡ଼ିକି ଖିଆହଉଥିଲା। ଏବେ ଆଉ ସେ ଦିନ ନାହିଁ। @saitanaya1 @AbujhaPua @tapasr10 @nidhi_budha @smojawala @BBSRBuzz @odiakhati @odiajagat @alpharay63 #Odisha
Tweet media one
Tweet media two
13
2
149
@saumyaparida2
ଡ.ସୌମ୍ୟା ପରିଡ଼ା
4 years
ଆମ ବାରି ଆଖୁ, ନଡ଼ିଆ ଆଉ ଆମ୍ବକଶିଆ ଅଦା। ଏମାନେ ବି ବିମାନଯାତ୍ରା କରି #Mumbai ଆସିଛନ୍ତି।👇ଏସବୁ ଗଛ ମୋ ବୋଉ ଲଗେଇଛି। @saitanaya1 @itishreena @smojawala @Odiapuo @drgynaec @sanjaykhilar @tapasr10 @Subhajit @ThinkTankOdisha @Rashmirparida @AameOdia @Bhuspunditam @BBSRBuzz #PlantLover #Green
Tweet media one
Tweet media two
11
3
149
@saumyaparida2
ଡ.ସୌମ୍ୟା ପରିଡ଼ା
3 years
ଏ ବରଗଛରେ ୩-୪ଟା ପତ୍ର ଥିଲା। ପାଖରେ ସିନ୍ଦୁର ଆଉ ୨ ଟଂକା ପଡିଥିଲା। କେହିଜଣେ କିଛି ପୂଜାକରି ୟାକୁ ପୋତିଦେଇଯାଇଥିଲେ। ଆଉ ସେବେଠୁ ଇଏ ମୋ ଦାୟିତ୍ତ୍ବ ଥିଲା। ଏବେ ଆଉ ମୋ ସାହାରା ଦରକାର ନାହିଁ। My growing ⭐️
Tweet media one
Tweet media two
13
5
145
@saumyaparida2
ଡ.ସୌମ୍ୟା ପରିଡ଼ା
4 years
My son will be 9 soon. So pre #birthday celebration with 9 fruit plants. #Jajpur #Talasahi . Thank You Dharmendra to arrange everything on my request. Let’s be responsible & Spread #Green . @itishreena @drgynaec @arvindpadhee @PradeepJenaIAS @manojkdora @ErikSolheim @Bhuspunditam
Tweet media one
Tweet media two
Tweet media three
Tweet media four
10
1
144
@saumyaparida2
ଡ.ସୌମ୍ୟା ପରିଡ଼ା
5 years
ଆଜି ପଖାଳ!😋 ଆଉ ଛଚିନ୍ଦ୍ରା ପୋସ୍ତକ, ଆଳୁବାଇଗଣ ଚକଟା, ଦେଶିଆଳୁ ଭଜା, 🌶🍅 ଟମାଟୋ ପୋଡ଼ା, ଚିଂଗୁଡ଼ି ଭଜା। ଏସବୁ ଖାଇସାରିବା ପରେ ଜାଣିଲି ଆଜି ମାଘ ସପ୍ତମୀ 🤣। @saitanaya1 @AameOdia @itishreena @drgynaec @AbujhaPua @jenamanas520 @ManoranjanMedia @Bhuspunditam @ThinkTankOdisha @odiajagat @Subhajit
Tweet media one
Tweet media two
18
5
131
@saumyaparida2
ଡ.ସୌମ୍ୟା ପରିଡ଼ା
5 years
#SelfieCorner #Mumbai (Feb 2019) Idea was mine & artist Shatrughna Meher. ଆପଣମାନେ ବି ଏମିତି ସେଲଫି ପଏଣ୍ଟ କରନ୍ତୁ ମଉକା ମିଳିଲେ, ନିଜ ଭାଷାକୁ ନେଇ । #AmaUtkarshaOdisha @SatpathyLive @CMO_Odisha @BBSRBuzz @BakulFoundation @ThinkTankOdisha @itishreena @AameOdia @saitanaya1 @drgynaec #Odia
Tweet media one
18
21
137
@saumyaparida2
ଡ.ସୌମ୍ୟା ପରିଡ଼ା
4 years
ଦୂରରେ ଛିଡ଼ାହେଇଥିବା ଏକୁଟିଆ କୁକୁରଟାକୁ ‘ମାଆ’ କୁହନ୍ତି🙏। ମାଆ ଭାଗରେ ପଡୁନି ଭାବି ଆଜି ତାକୁ ଅଲଗା ଖାଇବାକୁ ଦେଇଥିଲୁ। ହେଲେ ନଖାଇ ସିଏ ଛୁଆଂକ ପାଇଁ ଛାଡ଼ିଦେଲା। ପାଗେଳି ବୁଝୁନି ବଂଚିବାକୁ ହେଲେ ସେ ନିଜେ ଖାଇବା ବି ଜରୁରୀ। #CoronaLockdown @itishreena @biswajitmohanty @saitanaya1 @AameOdia @odiakhati @tapasr10
Tweet media one
Tweet media two
Tweet media three
Tweet media four
15
9
134
@saumyaparida2
ଡ.ସୌମ୍ୟା ପରିଡ଼ା
4 years
♥️
4
10
131
@saumyaparida2
ଡ.ସୌମ୍ୟା ପରିଡ଼ା
2 years
Tweet media one
15
2
127
@saumyaparida2
ଡ.ସୌମ୍ୟା ପରିଡ଼ା
3 years
#PlasticBottle ପଛରେ ସେପ୍ଟିପିନ୍ ରେ ୩-୪ଟା କଣା କରି ଏମିତି ଗଛ ପାଖାପାଖି ପୋତନ୍ତୁ। ସପ୍ତାହକୁ ଥରେ ପାଣି ଦିଅନ୍ତୁ। ଯେତେ ଖରାହେଲେ ବି ଗଛଟା ବଂଚିରହିବ। ମରିଯାଉଥିବା କିଛି ଗଛ ପାଇଁ ଏମିତି କରନ୍ତୁ। #SpreadGreen @itishreena @tapasr10 @Drakshays @PradeepJenaIAS @SamitaSahoo1 @drsubal82 @shree224 @manojkdora
Tweet media one
Tweet media two
5
15
131
@saumyaparida2
ଡ.ସୌମ୍ୟା ପରିଡ଼ା
5 years
ଆମ ଗାଁ ଠାକୁରାଣୀ ମନ୍ଦିର ପାଖ...
8
5
128
@saumyaparida2
ଡ.ସୌମ୍ୟା ପରିଡ଼ା
3 years
#ଏଣୁତେଣୁ Why always we try to be so perfect in our lives, no need absolutely!
Tweet media one
4
0
119
@saumyaparida2
ଡ.ସୌମ୍ୟା ପରିଡ଼ା
5 years
ଆଜି ଶାମ୍ବ ଦଶମୀ... ମୋ ପିଲାଦିନେ ମାଟିରେ ଗାତଖୋଳି ବୋଉ ଖିରଦେଇ ପୂଜା କରୁଥିଲା । ଏବେବି ଅନେକ ସେମିତି ହିଁ କରୁଥିବେ ♥️ #Mumbai #OdiaCulture @AameOdia @itishreena @BBSRBuzz @Bhuspunditam @nidhi_budha @ThinkTankOdisha @OdiaCulture @Culturedeptt @saitanaya1 @smojawala @odishadiary @smojawala
Tweet media one
7
9
112
@saumyaparida2
ଡ.ସୌମ୍ୟା ପରିଡ଼ା
8 months
It's just 42! 💕 Don't regret growing older. It's a privilege denied to many. Girls do share their ages 😜
Tweet media one
19
0
116
@saumyaparida2
ଡ.ସୌମ୍ୟା ପରିଡ଼ା
4 years
ଚାକିରିଆ ‌ମାଆବାପା: ଠିକ୍ ପାଞ୍ଚ ବର୍ଷ ତଳେ ମୋ edit page feature #Dharitri ରେ ବାହାରିଥିଲା। ଏବେବି କିଛି ବଦଳିନି। ସମୟ ପାଇଲେ ପଢ଼ିବେ 🙏 @saitanaya1 @itishreena @arvindpadhee @AameOdia @Bhuspunditam @BBSRBuzz @PradeepJenaIAS @SatpathyLive @DharitriLive1 @Drakshays @DrParamomycin @drsubal82
Tweet media one
7
7
116
@saumyaparida2
ଡ.ସୌମ୍ୟା ପରିଡ଼ା
5 years
Tweet media one
14
10
114
@saumyaparida2
ଡ.ସୌମ୍ୟା ପରିଡ଼ା
3 years
1
4
111
@saumyaparida2
ଡ.ସୌମ୍ୟା ପରିଡ଼ା
2 years
Tweet media one
6
2
110
@saumyaparida2
ଡ.ସୌମ୍ୟା ପରିଡ଼ା
6 months
#ଏଣୁତେଣୁ People will hate you, rate you, shake you and break you. But how strong you stand is what makes you...
Tweet media one
7
0
112
@saumyaparida2
ଡ.ସୌମ୍ୟା ପରିଡ଼ା
7 months
ସମୟ ପାଇଲେ ପଢ଼ିବେ 💕 My edit page feature in #Dharitri ପୁଅ ପିଲା ବି ବିପଦରେ!
Tweet media one
14
13
112
@saumyaparida2
ଡ.ସୌମ୍ୟା ପରିଡ଼ା
2 years
#ଏଣୁତେଣୁ ଯଦି ତୁମ ପାଖେ ତୁମକୁ ଭଲପାଉଥିବା‌ ପରିବାରଟେ ଅଛି, ସାଥୀରେ କିଛି ଭଲ ସାଙ୍ଗ ଅଛନ୍ତି ଆଉ ମୁଣ୍ଡ ଉପରେ ଛାତଟେ ଅଛି ତାହେଲେ ଧରିନିଅ ତୁମଠୁ ଅଧିକ ଧନୀ ଆଉ କେହି ନାହିଁ
9
1
105
@saumyaparida2
ଡ.ସୌମ୍ୟା ପରିଡ଼ା
7 months
#ଏଣୁତେଣୁ Why always we try to be so perfect in our lives, no need absolutely!
Tweet media one
7
1
96
@saumyaparida2
ଡ.ସୌମ୍ୟା ପରିଡ଼ା
2 years
Saumya to Dr. Saumya Parida. By the time 2 individuals missing from my life. My father who always dreamt of me doing PhD & the other person who guided me in each step of my research prof Sunil Behera . Both of them are not physically present but they will be in my heart always 🙏
Tweet media one
Tweet media two
Tweet media three
24
1
99
@saumyaparida2
ଡ.ସୌମ୍ୟା ପରିଡ଼ା
3 years
ଆଜି ଶାମ୍ବ ଦଶମୀ 🙏 #SambaDashami
Tweet media one
4
3
94
@saumyaparida2
ଡ.ସୌମ୍ୟା ପରିଡ଼ା
6 months
#ଏଣୁତେଣୁ ଏବେଏବେ‌ ତ ପ୍ରେମ ହେଇଛି ! ଏବେଏବେ ହିଁ ‌ତ ମୁଁ ମୋଠୁ ମୁକୁଳିବାକୁ ଚେଷ୍ଟା ଚଲେଇଛି। ଯଦି ସତରେ କାହାକୁ ଭଲପାଇବାର‌ ଅଛି ତାହେଲେ ଆଗ ନିଜକୁ ଭଲପାଇ ଦେଖ। ନିଜକୁ ବୁଝ। ଅନ୍ତତଃ ନିଜକୁ ନିଜ ବିଷୟରେ ସତ କୁହ। ଦେଖିବ ଜୀବନ ଜିଇଁବା ସରଳ ହେଇଯିବ 💕
Tweet media one
9
0
99
@saumyaparida2
ଡ.ସୌମ୍ୟା ପରିଡ଼ା
4 years
ଏଇଟି‌ କାହାର! ଏ ପ୍ରଶ୍ନ ମୋ ପରି‌ ଅନେକ ଭାବୁଥିବେ। ହେଲେ ମୁଁ ବି ଜାଣିନି। ନାରୀମାନଙ୍କ ପାଇଁ ସ୍ବର ଉଠଉଥିବା ସଂସ୍ଥା ଗୁଡ଼ିକ ୟା ଉପରେ ନଜର ଦିଅନ୍ତୁ। ଏମିତି ହୁଏତ ଆହୁରି ଅନେକ ୱବ୍ ସାଇଟ୍ ଥିବ। ନଜର ପଡ଼ିଲା ତେଣୁ ଆପଣଙ୍କୁ ଜଣେଇବାକୁ ଭାବିଲି। @AameOdia @odisha_police @sagarika_nath @itishreena @mishra_kasturi
Tweet media one
Tweet media two
Tweet media three
Tweet media four
28
4
97
@saumyaparida2
ଡ.ସୌମ୍ୟା ପରିଡ଼ା
2 years
#ଏଣୁତେଣୁ ଏବେଏବେ‌ ତ ପ୍ରେମ ହେଇଛି ! ଏବେଏବେ ହିଁ ‌ତ ମୁଁ ମୋଠୁ ମୁକୁଳିବାକୁ ଚେଷ୍ଟା କରୁଛି। ଯଦି ସତରେ କାହାକୁ ଭଲପାଇବାର‌ ଅଛି ତାହେଲେ ଆଗ ନିଜକୁ ଭଲପାଇ ଦେଖ। ନିଜକୁ ବୁଝ। ଅନ୍ତତଃ ନିଜକୁ ନିଜ ବିଷୟରେ ସତ କୁହ। ଦେଖିବ ଜୀବନ ଜିଇଁବା ସରଳ ହେଇଯିବ।
Tweet media one
6
1
94
@saumyaparida2
ଡ.ସୌମ୍ୟା ପରିଡ଼ା
5 years
#BajajAvenger ଆଜି ଗାଁରେ ଦିଘେରା ମାରିଲା ପରେ... ଦଶମ ଶ୍ରେଣୀପରେ ବାପାଂକ ରାଜଦୂତ୍ ଉପରେ ମୋ ଅକ୍ତିଆର ଥିଲା । କାରଣ ବାପାଂକ ଚାକିରି ଜୀବନ ଘରଠୁ ବହୁ ଦୂରରେ ଥିଲା । @Rashmirparida @itishreena @Sunitasharanya1 @ManoranjanMedia @NiharPnd @smojawala @MushtaqAnsari80 @MushtaqAnsari80
Tweet media one
8
3
97
@saumyaparida2
ଡ.ସୌମ୍ୟା ପରିଡ଼ା
7 months
#କଥାତଏତିକି 💕 ଶାଢ଼ୀ ଟା ମୋର ନୁହେଁ। ଶାଢ଼ୀ ଟା ମୋ ସାନ ଯାଆ ର। ଲକ୍ଷ୍ମୀ ପୂଜା ରେ ଯୋଉ ନୂଆ ଶାଢ଼ୀ ଟା ତା ପାଇଁ ସିଏ କିଣେ ସେଇଟା ମତେ ସବୁ ବର୍ଷ ପିନ୍ଧିବାକୁ ପଡ଼େ। ଯେତେ ମନାକଲେ ବି ସବୁବେଳେ କୁହେ ଅପା ଏଇଟା ନୂଆଟା, ତୁମକୁ ଭଲଲାଗିବ, ଆଗ ଟିକିଏ ପିନ୍ଧୁନ। ଆଗରୁ ମନା କରୁଥିଲି। ହେଲେ ବେଶ୍ କିଛି ବର୍ଷ ହେବ ପିନ୍ଧିବାକୁ ପଡୁଛି।
Tweet media one
11
1
89
@saumyaparida2
ଡ.ସୌମ୍ୟା ପରିଡ଼ା
8 months
ପ୍ରଥମାଷ୍ଟମୀ ❤
Tweet media one
Tweet media two
4
1
94
@saumyaparida2
ଡ.ସୌମ୍ୟା ପରିଡ଼ା
3 years
#YesToRaja #NoToRajo ଆମ ଓଡ଼ିଆଘରର ପର୍ବ ରଜ, ରଜୋ ନୁହେଁ| So please don't write RAJO this time, if anyone writes...remind them not to do. It's not a single word but our culture & language. Initiative (3 years back click with Rudra who had started the campaign)
Tweet media one
5
10
92
@saumyaparida2
ଡ.ସୌମ୍ୟା ପରିଡ଼ା
3 years
#କଥାତଏତିକି : କେହି ଜଣେ ପଚାରିଲେ ତୁମେ ବଞ୍ଚିବା ପାଇଁ କଣ କର? ମୁଁ କହିଲି ମୁଁ ଖାଏପିଏ, ହସେ, ବୁଲେ, ଲେଖାଲେଖି କରେ, ଗଛ ଲଗାଏ, ସାଙ୍ଗସାଥୀଙ୍କୁ ଭେଟେ, ଭଲପାଏ... ଏମିତି ଆହୁରି ଅନେକ। ଆଉ ଆପଣ?
Tweet media one
14
1
87
@saumyaparida2
ଡ.ସୌମ୍ୟା ପରିଡ଼ା
4 years
ଦେଖିଲି‌ କାଲି। ସବୁ ଚରିତ୍ର‌ଂକ ଜୀବନ୍ତ ଅଭିନୟ ସହ ସମାଜର ନିଚ୍ଛକ ଚିତ୍ର। ଏଵେ କାଇଁ ଦର୍ଶକ ଓଡ଼ିଆ ଚଳଚ୍ଚିତ୍ର ଦେଖୁନାହାଁନ୍ତି ବୁଝିଲି। #Ollywood ବୁଡ଼ିଯିବା ପୂର୍ବରୁ ଏ ଦିଗପ୍ରତି ଧ୍ୟାନ ଦେବା ଜରୁରୀ। #StayHomeOdisha @itishreena @saitanaya1 @SamitaSahoo1 @tapasr10 @Drakshays @drgynaec @rajsailendra1
Tweet media one
7
5
90
@saumyaparida2
ଡ.ସୌମ୍ୟା ପରିଡ଼ା
5 months
ଅପରାଜିତା 💕
Tweet media one
11
1
89
@saumyaparida2
ଡ.ସୌମ୍ୟା ପରିଡ଼ା
2 years
ମାର୍ଗଶୀର ଗୁରୁବାର 🙏 #Margashira #Gurubara
Tweet media one
Tweet media two
2
3
89
@saumyaparida2
ଡ.ସୌମ୍ୟା ପରିଡ଼ା
7 months
Tweet media one
Tweet media two
Tweet media three
Tweet media four
12
2
87
@saumyaparida2
ଡ.ସୌମ୍ୟା ପରିଡ଼ା
4 years
#Chilika 😳! କେହି ବି #LifeJacket ପିନ୍ଧିନାହାଁନ୍ତି। ହଁ ଜଣେ ହାତରେ ଧରିଛନ୍ତି। ଡଂଗାରୁ ପାଣି ବି କଢ଼ାଯାଉଛି। ସଚେତନ ହେବାକୁ କିଛି ବ୍ୟବଧାନରେ ଦୁର୍ଘଟଣା ଘଟିବା କଣ ଜରୁରୀ! @TourismDptt @odisha_tourism @CMO_Odisha @Naveen_Odisha @itishreena @saitanaya1 @tapasr10 @Odiapuo @drgynaec @ManoranjanMedia
11
13
84
@saumyaparida2
ଡ.ସୌମ୍ୟା ପରିଡ଼ା
4 years
Our #RainLilies 👇💚
Tweet media one
Tweet media two
Tweet media three
2
2
89
@saumyaparida2
ଡ.ସୌମ୍ୟା ପରିଡ଼ା
4 years
ଶାମ୍ବ ଦଶମୀ 🙏
Tweet media one
3
1
81
@saumyaparida2
ଡ.ସୌମ୍ୟା ପରିଡ଼ା
2 years
#ଏଣୁତେଣୁ
Tweet media one
4
4
82
@saumyaparida2
ଡ.ସୌମ୍ୟା ପରିଡ଼ା
2 years
ମୋ ଗାଁ...ମୋ ସମ୍ମାନ ୨୦୨୨ 💚 By #GaonSathiSangha #Jayadeva #Balianta #Balipatana
Tweet media one
Tweet media two
Tweet media three
5
4
82
@saumyaparida2
ଡ.ସୌମ୍ୟା ପରିଡ଼ା
1 year
#ଏଣୁତେଣୁ ଆମେ ସବୁବେଳେ ସଫଳତାର କାହାଣୀ ଉପରେ ଧ୍ୟାନ ଦେଉ। ହେଲେ‌ ଆଗକୁ ବଢ଼ିବାରେ ବିଫଳତାର କାହାଣୀ ହିଁ ସାହାଯ୍ୟ କରେ।
Tweet media one
9
4
80
@saumyaparida2
ଡ.ସୌମ୍ୟା ପରିଡ଼ା
4 years
#Chilika 😳! ପାଣିରେ ମଦ ବୋତଲ୍ ଠୁ ଆରମ୍ଭ କରି ପାଣି ବୋତଲ୍, ପଲିଥିନ୍, ଥର୍ମାକଲ୍ ଖାଇବା ଦନା ଆଦି ସବୁ ପଡିଛି। ଡଷ୍ଟବିନ୍ ର ଅବସ୍ଥା ବି ଦେଖନ୍ତୁ। @TourismDptt ଏଥିପ୍ରତି ନଜର ଦିଅନ୍ତୁ। @odisha_tourism @CMO_Odisha @Naveen_Odisha @itishreena @saitanaya1 @tapasr10 @Odiapuo @drgynaec @ManoranjanMedia
Tweet media one
Tweet media two
Tweet media three
Tweet media four
17
15
82
@saumyaparida2
ଡ.ସୌମ୍ୟା ପରିଡ଼ା
4 years
ହାତଧୋଇବା କାହିଁକି ଜରୁରୀ? ଛୋଟପିଲାଂକୁ ସହଜରେ ବୁଝେଇବା ପାଇଁ ଏଇଟି ଦେଖାନ୍ତୁ। @odiajagat @odiakhati @smojawala @OdishaCycling @Bhuspunditam @AameOdia @saitanaya1 @Subhajit @bhabanimohanty @itishreena @tapasr10 @BBSRBuzz @ranjanpanda @Rashmirparida @MumbaiMatter
2
17
81
@saumyaparida2
ଡ.ସୌମ୍ୟା ପରିଡ଼ା
4 years
ନିଦଭରା ରାତି-ମଧୁଝରା ଜହ୍ନ, ଫିକାଫିକା ଏଇ ଜୋଛନା। ତୁମେ ନାହଁ ସାଥୀ-ଆଜି ଏଇ ରାତି, ଏକାଏକା ଭଲ ଲାଗେନା।♥️👇 #PlaybackSinger Tapu Mishra. ଆଜିର My ଫରମାଇସିୱାଲା ଗୀତ 🤪। @saitanaya1 @itishreena @odiakhati @drgynaec @tapasr10 @AbujhaPua @jenamanas520 @srrashmi1 @nidhi_budha @Odiapuo @sanjaykhilar
12
5
76
@saumyaparida2
ଡ.ସୌମ୍ୟା ପରିଡ଼ା
4 years
Whole world is scared of #Corona by seeing the sufferings & deaths. But #Water & #ClimateChange issues are 💯 times scarier than that. Let's not wait for the last minute. Act now! #WorldWaterDay2020 #youth4water @UNICEFIndia @ranjanpanda @youth4water1 @Subhajit #India @itishreena
Tweet media one
7
4
75
@saumyaparida2
ଡ.ସୌମ୍ୟା ପରିଡ଼ା
11 months
Exactly 20 years back I had joined #etv #OdiaNews , the 1st satellite news channel of #Odisha . Journey was not easy even not too difficult. Friends & seniors were there to guide me.. Even now they are doing the same.
Tweet media one
Tweet media two
Tweet media three
6
0
79
@saumyaparida2
ଡ.ସୌମ୍ୟା ପରିଡ଼ା
3 years
ପ୍ରମୋଦ କୁମାର ପଣ୍ଡାଙ୍କ #ଶଙ୍ଖନାଦ ଉନ୍ମୋଚିତ🙏 ପ୍ରକାଶକ: ଶୁଭପଲ୍ଲବ. @itishreena @tapasr10 @Drakshays @drsubal82 @SamitaSahoo1 @ssgapu22 @Shubhapallaba @Rajshreepuja @bjena2 @OdishaDiary @odiajagat @bhabanimohanty @sambeetarts @RajeshKTripathy @Bhuspunditam
Tweet media one
Tweet media two
Tweet media three
7
13
79
@saumyaparida2
ଡ.ସୌମ୍ୟା ପରିଡ଼ା
8 months
#ଏଣୁତେଣୁ Sometimes you need to be alone. Not to be lonely, but to enjoy your free time being you & yourself ❤
Tweet media one
6
3
76
@saumyaparida2
ଡ.ସୌମ୍ୟା ପରିଡ଼ା
4 years
ଆମ ଗାଁ ଠାକୁରାଣୀ ଆଉ ଲକ୍ଷ୍ମଣ ଭାଇନା। ସମସ୍ତଂକ ଭୋଗଡାଲାରୁ ଇଏ ନିଜପାଇଁ ଯାହା ରଖନ୍ତି ପିଲାଦିନେ ସେଥିରେ ମୁଁ ଭାଗବସାଏ। ଏବେବି ଗଲେ ଠିକ୍ ସେଇଆ ହୁଏ। 🙏🤞 @AameOdia @odiakhati @ThinkTankOdisha @itishreena @saitanaya1 @Rashmirparida @Rajshreepuja @Kalpana525 @rajsailendra1 @Dr_Paramomycin #AmaGaon
6
7
75
@saumyaparida2
ଡ.ସୌମ୍ୟା ପରିଡ଼ା
11 months
#ଏଣୁତେଣୁ ଶିକ୍ଷାଦାନ ର ମୁଖ୍ୟ ଲକ୍ଷ୍ୟ ଭଲ ମଣିଷ ତିଆରି କରିବା, ଭଲ କ୍ୟାରିଅର ନୁହେଁ...
Tweet media one
9
3
78
@saumyaparida2
ଡ.ସୌମ୍ୟା ପରିଡ଼ା
4 years
Tweet media one
4
0
74
@saumyaparida2
ଡ.ସୌମ୍ୟା ପରିଡ଼ା
5 months
#ଏଣୁତେଣୁ Greatest advantage of speaking truth is you don't have to remember what you said...
Tweet media one
6
2
76
@saumyaparida2
ଡ.ସୌମ୍ୟା ପରିଡ଼ା
3 years
#PakhalaDibasa 'ପଖାଳ' ସମୟ ସହ ତାଳଦେଇ ଆଗକୁ ବଢ଼ିବା ଠିକ୍ ଶିଖିଛି। ଆଉ ସେଇଥିପାଇଁ ଓଡ଼ିଆଣୀର ହାଣ୍ଡିଶାଳରୁ ଏବେ ସେ ରେସ୍ତୋରାଁରେ ପହଁଞ୍ଚିଛି। @RajeshKTripathy @AameOdia @odiajagat @Drakshays @itishreena @Sulagna_Speaks @arvindpadhee @PradeepJenaIAS @quotesbylipsa @tapasr10 @Kalpana525 @saipjena
Tweet media one
8
10
75
@saumyaparida2
ଡ.ସୌମ୍ୟା ପରିଡ଼ା
4 years
ଦୟାକରି କିଛି ବି ପୂଜା ସାମଗ୍ରୀ ପାଣିରେ ଫୋପାଡ଼ନ୍ତୁ ନାହିଁ। ଅନ୍ଧବିଶ୍ୱାସଠୁ ଦୂରରେ ରୁହନ୍ତୁ ଆଉ ଯିଏ ‌ଏମିତି କରୁଛନ୍ତି ତାଙ୍କୁ ବି ବୁଝାନ୍ତୁ। ଆମ ପରିବେଶ ଆମ ହାତରେ 💚. #SabitriBrata @AameOdia @BBSRBuzz @Bhuspunditam @itishreena @saitanaya1 @arvindpadhee @PradeepJenaIAS @dr_arunsahoo @mishra_kasturi
Tweet media one
Tweet media two
4
5
73
@saumyaparida2
ଡ.ସୌମ୍ୟା ପରିଡ଼ା
5 years
ମୋ ପୁଅ ଜନ୍ମଦିନରେ ସାଂଗମାନଂକୁ ତାଳପତ୍ର କଣ୍ଢେଇ, କାଚ ବୋତଲ, ଚକୋଲେଟ୍ ଆଉ ସିଡ୍ ବଲ୍। #EcoFriendly #OdishaCraft #SeedBalls #SpreadGreen #SaveEarth @ThinkTankOdisha @BBSRBuzz @itishreena @nidhi_budha @Subhajit @Bhuspunditam @Rashmirparida @soumyajitt @odishadiary @ManoranjanMedia @smojawala
Tweet media one
Tweet media two
Tweet media three
Tweet media four
3
4
70
@saumyaparida2
ଡ.ସୌମ୍ୟା ପରିଡ଼ା
4 years
#Seedball #SpreadGreen ମାଟି ଖତ ପାଣି ମିଶେଇ ଚକଟନ୍ତୁ। ଶୁଖିଲା ମଂଜି ପୁରେଇ ଏମିତି ଗୋଲଗୋଲ କରି ଟିକିଏ ଶୁଖାନ୍ତୁ। ପରେ ଯେବେ ମଉକା ମିଳୁଛି ପାହାଡ଼, ଜଂଗଲ, ପାଣି ପାଖ, ରାସ୍ତା କଡ଼ରେ ବର୍ଷାଦିନ ପୂର୍ବରୁ ଫୋପାଡନ୍ତୁ। ସୁବିଧାଦେଖି ଚେଷ୍ଟାକରିବେ। @saitanaya1 @itishreena @drgynaec @biswajitmohanty @BakulFoundation
Tweet media one
Tweet media two
Tweet media three
Tweet media four
6
16
70
@saumyaparida2
ଡ.ସୌମ୍ୟା ପରିଡ଼ା
3 years
ଓଡ଼ିଶା ବାହାରେ ଓଡ଼ିଆ-ମୋ ଲେଖା ଧରିତ୍ରୀରେ
Tweet media one
4
4
70
@saumyaparida2
ଡ.ସୌମ୍ୟା ପରିଡ଼ା
5 months
#ଏଣୁତେଣୁ You will definitely succeed in your life, If you follow all the advices that you give to others...
Tweet media one
5
1
73
@saumyaparida2
ଡ.ସୌମ୍ୟା ପରିଡ଼ା
6 months
Media Mavens & Nation Building: Women Journalists shaping the Social Narrative. Sampada_Nepal, @tanaya_p , Me, @itishreena Didi, Geeta Shree, Gargi Rawat. @kalingalitfest #10thklf
Tweet media one
Tweet media two
Tweet media three
2
5
73
@saumyaparida2
ଡ.ସୌମ୍ୟା ପରିଡ଼ା
4 years
#ଏଣୁତେଣୁ ଟଙ୍କା କମେଇବା ସହଜ ନୁହେଁ ହେଲେ ସମ୍ପର୍କ କମେଇବା ତାଠୁ ବି କଷ୍ଟ।‌ ଟଙ୍କା କାମରେ ନଆସିପାରେ ହେଲେ ସମ୍ପର୍କ ନିଶ୍ଚିତ ଆସେ।
5
1
70
@saumyaparida2
ଡ.ସୌମ୍ୟା ପରିଡ଼ା
9 months
#DeathAnniversary of my father. ବାପା ପଢୁଥିବା ପିପୁଲ୍ସ ହାଇସ୍କୁଲ, ଚଣାହଟ୍ଟାର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସବୁଠୁ ଅଧିକ ମାର୍କ ରଖିଥିବା ଛାତ୍ରୀ ରାଜଶ୍ରୀ ନାୟକଙ୍କୁ ମାନପତ୍ର ସହ ପାଞ୍ଚ ହଜାର ଟଙ୍କା।
Tweet media one
8
3
71
@saumyaparida2
ଡ.ସୌମ୍ୟା ପରିଡ଼ା
3 years
We! #womenjournalists Thank you #JayOdisha & #Shakti for the token of appreciation on the eve of #international #womensday2021 for Women #MediaLeader
Tweet media one
Tweet media two
Tweet media three
8
0
69
@saumyaparida2
ଡ.ସୌମ୍ୟା ପରିଡ଼ା
4 years
*Conditions apply ରାଜନୀତିଆ କାହାରି‌ ନୁହନ୍ତି। ନିଜ ମାଆକୁ ବି ଛାଡ଼ନ୍ତିନି। ଆଉ ଇଏ ତ ଛାର ବଲିଉଡ୍ କଳାକାରଟେ! ତେଣୁ #Bihar ନିର୍ବାଚନ ଯାଏ ଏସବୁ ଚାଲିବ🤐 @drsubal82 @itishreena @SamitaSahoo1 @Rajshreepuja @NiharKPanda
12
1
67
@saumyaparida2
ଡ.ସୌମ୍ୟା ପରିଡ଼ା
3 years
Tweet media one
6
5
68
@saumyaparida2
ଡ.ସୌମ୍ୟା ପରିଡ଼ା
4 years
ଦେଖ! ଏବେ କରୋନା ବି କହିଦେଲା ସବୁର ସମାଧାନ ଝିଅଂକ ମୁଣ୍ଡରେ! Don’t take it otherwise @saitanaya1 @AameOdia @BBSRBuzz @itishreena @Drakshays @drgynaec @SamitaSahoo1 @Rajshreepuja @drsubal82 @arunbothra @alpharay63 @biplabpatro @Bhabanikanak @Pratyushpanda @arvindpadhee
Tweet media one
7
2
67
@saumyaparida2
ଡ.ସୌମ୍ୟା ପରିଡ଼ା
3 years
#Seedball #SpreadGreen ମାଟି ଖତ ପାଣି ମିଶେଇ ଚକଟନ୍ତୁ। ଶୁଖିଲା ମଂଜି ପୁରେଇ ଏମିତି ଗୋଲଗୋଲ କରି ଶୁଖାନ୍ତୁ। ପରେ ଯେବେ ମଉକା ମିଳୁଛି ପାହାଡ଼, ଜଂଗଲ, ପାଣି ପାଖ, ରାସ୍ତା କଡ଼ରେ ବର୍ଷାଦିନ ପୂର୍ବରୁ ଫୋପାଡନ୍ତୁ। ଚେଷ୍ଟାକରିବେ। @soumyajitt @PradeepJenaIAS @arvindpadhee @RajeshKTripathy @itishreena @Bhuspunditam
Tweet media one
Tweet media two
Tweet media three
Tweet media four
3
14
70
@saumyaparida2
ଡ.ସୌମ୍ୟା ପରିଡ଼ା
6 months
Tweet media one
3
2
69
@saumyaparida2
ଡ.ସୌମ୍ୟା ପରିଡ଼ା
4 years
ଓଡ଼ିଶା ବାହାରେ ମୁଁ। ହେଲେ‌ ସେଠି କରୋନାଂକ ସଂଖ୍ୟା ଵଢ଼ିଲେ ଏଠି ମୋର ମନ ଦୁଃଖ ହେଇଯାଏ। ଦୟାକରି କଥାମାନି ଘରେ ରୁହନ୍ତୁ। କରୋନାଠୁ ଦୂରେଇ ରହିବାର ଏକମାତ୍ର ରାସ୍ତା। #fightagainstcorona @Bhuspunditam @ThinkTankOdisha @odiakhati @odiajagat @OdishaCycling @tapasr10 @saitanaya1 @CMO_Odisha @skilledinodisha
5
1
64
@saumyaparida2
ଡ.ସୌମ୍ୟା ପରିଡ଼ା
4 years
#Reuse Old #newspapers as gift rappers. For last 1 year we are doing it seriously. ପୁରୁଣା ଖବରକାଗଜ, ସୂତା ନହେଲେ ଝୋଟ ସୂତା ବ୍ୟବହାର କରନ୍ତୁ। @saitanaya1 @itishreena @SamitaSahoo1 @dharitri @odiakhati @odiajagat @AameOdia @BBSRBuzz @arvindpadhee @biswajitmohanty @dkdhir78 @smojawala
Tweet media one
Tweet media two
Tweet media three
Tweet media four
10
5
67
@saumyaparida2
ଡ.ସୌମ୍ୟା ପରିଡ଼ା
4 years
#PatlipadaHill ଏ ବରଗଛରେ ୩-୪ଟା ପତ୍ର ଥିଲା। ପାଖରେ ସିନ୍ଦୁର ଆଉ ୨ ଟଂକା ପଡିଥିଲା। କେହିଜଣେ କିଛି ପୂଜାକରି ୟାକୁ ପୋତିଦେଇଯାଇଥିଲେ। ଆଉ ସେବେଠୁ ଦେଖାରେଖା ଦାୟିତ୍ତ୍ବ ମୋର। My growing ⭐️ @BBSRBuzz @AameOdia @odiakhati @odiajagat @biswajitmohanty @Drakshays @CharkopWarriors @ManoranjanMedia @tapasr10
Tweet media one
Tweet media two
Tweet media three
10
5
67
@saumyaparida2
ଡ.ସୌମ୍ୟା ପରିଡ଼ା
4 years
ମାଆ ପାଇଁ କେଇ ପଦ! “ଅଲଗା ବସା” by ⁦ @bhabanimohanty ⁩. ମୋ ପ୍ରଥମ କବିତା ପଢ଼ା କ୍ୟାମେରା ଆଗରେ🤞। ⁦ @AameOdia ⁩ ⁦ @BBSRBuzz ⁩ ⁦ @odiajagat ⁩ ⁦⁦ @saitanaya1 @arvindpadhee ⁩ ⁦ @tapasr10 @PradeepJenaIAS ⁩ ⁦⁦⁦ @itishreena #MothersDay2020
7
4
67