SP Profile Banner
SP Profile
SP

@saipjena

Followers
6,292
Following
295
Media
3,041
Statuses
77,469

#ପରିବ୍ରାଜକ #ସ୍ଥିରଚିତ୍ରୋତ୍ତଳକ #ନାଟକନିର୍ଦ୍ଦେଶକ #ସ୍ବଳ୍ପସମୟଅଭିନେତା #ବେଳେବେଳେଲେଖକ #ଭାରତୀୟ #ଓଡ଼ିଆ #ବାଲେସରିଆ #ମୟୁରଭଞ୍ଜିଆ ରିପୋଷ୍ଟ=ମୋ ଇଛା 😎 #ମଜାଳିଆ #ରଥସାରଫଲୋକରନ୍ତି

ପୃଥିବୀପୃଷ୍ଠ
Joined June 2011
Don't wanna be here? Send us removal request.
Explore trending content on Musk Viewer
Pinned Tweet
@saipjena
SP
6 years
ଆଜି #NationalHandloomDay ରେ ଗୋଟିଏ ଗାଁ ଆଡୁ ବୁଲିଆସିବା....ସେଇ ଗାଁକୁ ଏଇ ରାସ୍ତା 👇 #ଗ୍ରାମ୍ୟ_ଜୀବନ
Tweet media one
21
31
377
@saipjena
SP
3 years
କଲେଜ ଗଣ୍ଡଗୋଳ ବେଳେ ଆଗରେ ଛିଡ଼ା ହେଇ ମୁଁ "ଆସ,କିଏ ଆସୁଛ ବେ!"👇😎
Tweet media one
26
16
329
@saipjena
SP
3 years
ତାଳଚେରର ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠ....🙏
Tweet media one
12
12
282
@saipjena
SP
7 years
ପ୍ରିୟ ପଡୋଶୀ ରାଜ୍ୟ ବାସୀ ସୋନ୍ଦେସ ଖାଇ ଖୁସିରେ ରୁହ....😉 #ରସଗୋଲା ଓଡ଼ିଶାର ଥିଲା ଆଉ ରହିବ ମଧ୍ୟ... ଜୟ ଜଗନ୍ନାଥ🙏 #Rasagola #ଫ୍ରମ୍_ପିରାମିଡ଼_ଉଇଥ୍_ଲଭ୍
Tweet media one
33
65
263
@saipjena
SP
2 years
ହେରା... ଏକଡେ ଆସ କେବେ! #Taksh * ଲଗାତାର ୧୦ ଘଣ୍ଟାରେ ବହିଟିଏ ପଢି ସାରିଲେ ଜିଲ୍ଲାପାଳ ମଧ୍ୟାହ୍ନ ଓ ରାତ୍ରି ଭୋଜନରେ ଆପ୍ୟାୟିତ କରିବେ।
Tweet media one
Tweet media two
Tweet media three
Tweet media four
25
19
253
@saipjena
SP
3 years
ମାଡାମ @Sulagna_Speaks ସେ ଜଜମାନଙ୍କ "ଧଜିଆ"ଉଡା଼ଇଥିବା କଥା ଜାଣି ଆମେ ବହୁତ ଖୁସି..😬 *ବଜାର ନେଲା ସେ ଲେଖାଟି, ଏବେ ଦେଖିବାର ଅଛି ରଜକ୍ବିନ୍ ପରଦାରେ ରହୁଛି ନା ନାହିଁ!
Tweet media one
34
15
239
@saipjena
SP
3 years
ସବୁଜ ସୁନ୍ଦର କୋରାପୁଟ 😍
Tweet media one
Tweet media two
13
6
238
@saipjena
SP
3 years
Tweet media one
38
3
235
@saipjena
SP
3 years
ଆସ କିଏ ଖାଇବ ୫୦ ଟଙ୍କିଆ #ରସଗୋଲା...🤤
Tweet media one
25
7
226
@saipjena
SP
1 year
ଚାଳିଶ ପରିବାର,ସଭିଏଁ ଜଣେ ଜଣେ କଳାକାର,ଶହେ ବର୍ଷରୁ ଉର୍ଦ୍ଧ୍ବ କୌଳିକ ପରମ୍ପରାକୁ ବଂଚାଇ ରଖିଥିବା ଏ ଗାଁ କିନ୍ତୁ ଶିଳ୍ପଗ୍ରାମର ମାନ୍ୟତା ପାଇବାରୁ ବଂଚିତ!
Tweet media one
14
33
230
@saipjena
SP
11 months
ଗୌରବମୟ ଓଡିଆ ସ୍ଥାପତ୍ୟର ଭଗ୍ନ ପ୍ରତିଛବି!
Tweet media one
3
11
196
@saipjena
SP
3 years
ଶଙ୍ଖାରୀ ଆଜି ଝୁରୁଛି ତା'ର ବରପୁତ୍ରଙ୍କୁ..... ଓଡ଼ିଶା ସାହିତ୍ୟ ଜଗତର ଅପୂରଣୀୟ କ୍ଷତି, ମୂଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କୁ ଅନୁରୋଧ ତାଙ୍କ ବିୟୋଗରେ ରାଜ୍ୟରେ ଗୋଟିଏ ଦିନ ପାଇଁ ଅନ୍ତତଃ ଶୋକ ଦିବସ ଘୋଷଣା କରନ୍ତୁ🙏🙏 ଯଦି ପରିବାର ଲୋକଙ୍କ ସହମତି ତେବେ ତାଙ୍କ ଏ ପୈତୃକ ଘରକୁ ଏକ ବିଶିଷ୍ଟ ସଂଗ୍ରାହାଳୟରେ ପରିଣତ କରାନ୍ତୁ🙏
Tweet media one
Tweet media two
Tweet media three
10
40
191
@saipjena
SP
2 years
ପିଲାଟି ବଡ଼ ହୋଇ ହୀରୋ ହେଲାପରେ ମୋତେ ଚିହ୍ନିବ ବୋଲି ଏ ଫଟୋ!
Tweet media one
13
11
192
@saipjena
SP
2 years
ଝିଅ ଘର:- ଆଉ ସବୁ ଠିକ୍ ଯେ,ପୁଅର ଫଟୋ ଗୋଟେ ଦେବେ! ପୁଅ ଘର:-ଏଇଟା ଗୋଟେ କଥା, ନିଅନ୍ତୁ!👇
Tweet media one
23
11
186
@saipjena
SP
3 years
ହେରା ଖୁସିରେ ଛୋଟକାଟିଆ ସେଲିବ୍ରେସନ କରିଦେବା କଥା ଆଉ... #NirajChopra #HandloomDay
Tweet media one
22
3
178
@saipjena
SP
3 years
ତାଳସାରୀରେ ସୂର୍ଯ୍ୟୋଦୟ...
Tweet media one
13
7
176
@saipjena
SP
3 years
ଯାହା ମିଳିଲା ବାଡି଼ରୁ ସେଇଥିରେ ଚଳାଇଦେବା କଥା ଆଉ!
Tweet media one
15
1
172
@saipjena
SP
5 years
କଲରା ଭଜା ବାଇଗଣ ଭଜା ବୋଇତାଳୁ ଫୁଲ ଭଜା ଘାଣ୍ଟ ମଟର ତରକାରୀ ଆମ୍ବୁଲ ରାଇ ପୋଟଳ ରସା ପନୀର ତରକାରୀ ହରଡ଼ ଡାଲି ଘିଅ ଭାତ ଲୁଣ ଲଙ୍କା ଲେମ୍ବୁ #ଏତିକିମାତ୍ର 😉 ନୋ ଟୁ #ମଠଖାଦ୍ୟ ଇଏ ଶଶୁରଘର ଖାଦ୍ୟ 😋
Tweet media one
31
9
172
@saipjena
SP
2 years
ପ୍ରଭୁ ବିଜେ କଲେ ଘରେ....🙏
Tweet media one
11
8
170
@saipjena
SP
7 years
A life size statue of most loved President of India Dr. #APJAbdulKalam facing the Sea at #Chandipur #Baleshwar #Odisha @KalamCenter
Tweet media one
Tweet media two
2
31
155
@saipjena
SP
3 years
କେବେକେବେ ନଦୀ ପଥ ହାରେ ପୁଣି ମରୁଭୂମି ବାଲୁକାରେ ସାଗରର ଡାକ ଯେ ନଦୀ ଶୁଣିଛି ସେ କି ପଥ ଭୁଲି ପାରେ.. *ଫଟୋ ସୌଜନ୍ୟ:- @theprasantasahu *ସ୍ଥାନ:- ଗୋପନୀୟ 😎 (ଇଣ୍ଟରନେଟ ଧ୍ବସ୍ତ ବିଧ୍ବସ୍ତ ନହେଉ😬)
Tweet media one
31
1
161
@saipjena
SP
3 years
ହଳଦିଆ ଟଗର କାହାର ଦରକାର?
Tweet media one
24
2
157
@saipjena
SP
2 years
#ଟିମ୍_ଅକ୍ଷୟ_ବରଯାତ୍ରୀ #ଆଜି_ଆମ_ସାଙ୍ଗ_ବାହାଘର
Tweet media one
35
3
163
@saipjena
SP
4 years
#IWearSambalpuriHandloom ଏମିତି କଣ ଗୋଟେ ଟ୍ରେଣ୍ଡ ଆରମ୍ଭ ହୋଇଥିବା ଦେଖି ହିନସ୍ତାଗାଁରୁ ପୁରୁଣା ଫଟୋ ଛାପିଦେଲି😎
Tweet media one
17
2
161
@saipjena
SP
2 years
ସୁରୁଖୁରୁରେ ୪୩ ତମ ଜନ୍ମଦିନ ପାଳନ ହୋଇଗଲା!
Tweet media one
Tweet media two
Tweet media three
43
1
161
@saipjena
SP
3 years
ହେରା ସକାଳୁ ସକାଳୁ ୪୦ ଟଙ୍କାରେ ଏତିକି ମିଳିଲା....
Tweet media one
18
0
160
@saipjena
SP
4 years
ଶିମିଳିପାଳର ପଶୁପକ୍ଷୀଙ୍କ କଳରବ ଆଦିବାସୀ ଗ୍ରାମର ମାଦଳ ଶବ୍ଦ ମେଘାସନୀର ନଦୀଙ୍କ କୁଳୁକୁଳୁ ନାଦ ପ୍ରସିଦ୍ଧ ଛଉ ନାଚର ମତୁଆଲା ଛନ୍ଦ କିଚକେଶ୍ବରୀ ମନ୍ଦିରର କାରୁକାର୍ଯ୍ୟ ବରେହିପାଣି ଜଳପ୍ରପାତର ଆଶ୍ଚର୍ଯ୍ୟ ଭଞ୍ଜରାଜାମାନଙ୍କ ଅତୀତ ବୈଭବ ମୟୁରଭଞ୍ଜରେ ସବୁକିଛି ଅତି ଦୁର୍ଲ୍ଲଭ #WelcomeToShimilipal ଚାଲନ୍ତୁ ବୁଲି ଆସିବା #ଶିମିଳିପାଳ
23
31
155
@saipjena
SP
3 years
#ରଥଯାତ୍ରା ବିଶେଷ..... #ଘରଣୀମାର୍କା
Tweet media one
11
2
149
@saipjena
SP
4 years
ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ...
Tweet media one
14
3
144
@saipjena
SP
3 years
ହତ୍ୟା,ଆତ୍ମହତ୍ୟା ବା ଦୁର୍ଘଟଣା ଜନିତ ମୃତ୍ୟୁ..🤔
Tweet media one
38
3
137
@saipjena
SP
1 year
ନୂଆ ଦାୟୀତ୍ବ ପାଇଁ ନୂଆ ସ୍ଥାନରେ ପୁରୁଣା ସହକର୍ମୀଂକ ସହ ନୂଆ ଆୟୋଜନ!😋
Tweet media one
13
2
143
@saipjena
SP
3 years
ଗାଁ ହାଟରେ ଶିମିଳା ଲଙ୍କା ମିଳିଲାନି ଯେ ନୂଆ ସାଇକେଲ ଧରି ଡାକ୍ତର ଦୀପକଙ୍କ ଗାଁ ଆଡ଼କୁ ପଳେଇଥିଲି..😬 ୭୦+ ମିନିଟର ସାଇକେଲ ଚାଳନା ସହ ଦିନର ଆରମ୍ଭ କରାଗଲା ବିଶିଷ୍ଟ ସ୍ବାସ୍ଥ୍ୟ ସଚେତନକାରୀ ଲୋକୀବାବୁଙ୍କୁ ଧନ୍ୟବାଦ ଜଣାଇ😀 ଅନେକ ଧନ୍ୟବାଦ ସୁକେତବାବୁଙ୍କୁ ଭୁବନେଶ୍ୱର ଗସ୍ତ ସଫଳ କରିଥିବାରୁ 🙏
Tweet media one
23
1
141
@saipjena
SP
6 years
#ପଖାଳଦିବସ #PakhalaDibasa ଜୋଇଁପୁଅର ପଖାଳ ଖିଆ 😁 ପାମ୍ପଡ଼ ବଡି଼ ଆଳୁ କଲରା ଭଜା କୋବି ଆଳୁ ପତୁଆ ବାଇଗଣ ଭଜା ସନ୍ତୁଳା ପାଳଙ୍ଗ ଶାଗ ଆଳୁ ଚକଟା ☝️ଏସବୁ ସବୁ ତୁଚ୍ଛ ସେ ଛୁଙ୍କ ଦିଆ ପଖାଳ ବାସନା ଆଗରେ...😋
Tweet media one
18
10
132
@saipjena
SP
1 year
ଆପଣଂକୁ କାହିଁକି ଦୋଷ ଦେବା? ସମସ୍ତେ ତ ସାମ୍ବାଦୀକ/କା ହୋଇପାରିବେନି ନା..ତେଣୁ କିଛି ଇଂଜିନିୟରିଂରେ ଡିପ୍ଲୋମା କି ଡିଗ୍ରୀ କରି ଏମିତି କଳକାରଖାନାରେ କାମ କରି ନିଜର ତଥା ନିଜ ପରିବାରର ପେଟ ପୋଷନ୍ତି!
@MousumiMohanty2
Mousumi Mohanty
1 year
ଆଜି ପରିବେଶ କହୁଛି ହେ ମଣିଷ ବି��ାଶ କରିବା ନାଁ ରେ କଳକାରଖାନା ଗଢିଲ ମତେ ପ୍ରଦୂଷିତ କଲ ଏବେ ଅଣନିଶ୍ୱାସୀ ହେଇ ମରିଲେ ମତେ ଦୋଷ ଦେବ ନାହିଁ..... #jharsuguda
18
6
155
21
8
136
@saipjena
SP
5 years
ପ୍ରଥମେ ଟୁଇଟ ଲାଇକ୍ ଆର୍ ଟି କରିବେ ତାପରେ ଟାଗ୍ କରିବେ ତାପରେ ମତାମତ ନେବେ ତାପରେ ଫଲୋଫଲି ହେବେ ତାପରେ ଖୁସିମଜା ହେବେ ତାପରେ" ଖଟିଜମିବ" କରି ସବୁ ବ୍ୟକ୍ତିଗତ ତଥ୍ୟ ନେବେ ତାପରେ ମତ ପାର୍ଥକ୍ୟ ହେଲେ ବ୍ୟକ୍ତିଗତ ଆକ୍ରମଣ ସେଥିରେ ସନ୍ତୁଷ୍ଟ ନହେଲେ ଚାକିରୀ କରୁଥିବା ସଂସ୍ଥାକୁ ଟ୍ୟାଗ କରିବେ 🤦🏼‍♂️ #ଏଇଟୁଇଟରରକାହାଣୀ
28
20
131
@saipjena
SP
4 years
#ପଖାଳଦିବସ ବିଷୟରେ ବିଶ୍ବକୁ ଜଣାଇବାର ଚେଷ୍ଟା ଥିଲା ବିଶ୍ବପ୍ରସିଦ୍ଧ ପିରାମିଡ଼ରୁ... #PakhalaDibasa *ଫଟୋ ଉଠାଳୀଙ୍କ ଦୂରଦର୍ଶୀତା ଅଭାବରୁ ଫଟୋର ଲେଖା ସ୍ପଷ୍ଟ ନାହିଁ😬
Tweet media one
15
2
129
@saipjena
SP
3 years
ଡମଣା ଛକର ଟ୍ରାଫିକ ପୋଲିସ...
Tweet media one
8
3
127
@saipjena
SP
1 year
ତହସିଲ ଅଫିସ ପରିସରେ ଥିଲା ଏ ନଳକୂଅ, ଦୂରଦୂରାନ୍ତରରୁ ଜମିବାଡି କାମ ପାଇଁ ଆସୁଥିବା ଲୋକେ ଶୋଷ ମେଣ୍ଟାଉଥିଲେ..ସମୟକ୍ରମେ ଅଫିସର ରୂପାନ୍ତରଣ ହେଲା,ନଳକୂଅ ଚାରିପାଖର ବି ବିକାଶ ହେଲା,ନଳକୂଅର ଶରୀର ରହିଲା କିନ୍ତୁ ଆତ୍ମା ନଷ୍ଟ ହୋଇଗଲା! #ବ୍ୟବସ୍ଥା @rdmodisha
Tweet media one
15
14
134
@saipjena
SP
2 years
Tweet media one
36
0
134
@saipjena
SP
3 years
ପ୍ରଖ୍ୟାତ ରାନ୍ଧୁଣିଆଙ୍କ ହାଣ୍ଡିଶାଳରୁ ଆଜି ଉତ୍ତର ଭାରତର ପ୍ରସିଦ୍ଧ ରାଜମା ଆଉ ଭାତ ସହିତ କାକୁଡ଼ି, ଗାଜର,ଲଙ୍କା,ଲେମ୍ବୁ ଆଉ ଗୁଆ ଘିଅ😋
Tweet media one
21
1
133
@saipjena
SP
3 years
ନଅ ବର୍ଷ ତଳେ କେଉଁ ଏକ ପାହାଡ଼ ଶୀର୍ଷରେ.. *ଫେସବୁକ କହିଲାରୁ ଜାଣିଲି😎
Tweet media one
25
1
134
@saipjena
SP
3 years
ଦାରିଙ୍ଗବାଡି ଓଡ଼ିଶାର କାଶ୍ମୀର କାଞ୍ଜିପାଣି ଘାଟି କେନ୍ଦୁଝରର କାଶ୍ମୀର ଶରତ ଘାଟି ମୟୁରଭଞ୍ଜର କାଶ୍ମୀର! ଆଉ କେଉଁଠି କେଉଁଠି କାଶ୍ମୀର ସବୁ ଅଛି🤔
27
11
132
@saipjena
SP
3 years
ସାଇକେଲ ସହ ସାଇକେଲ ଚଲାଇବାକୁ ପ୍ରେରଣା ଦେଉଥିବା ଲୋକିଙ୍କ ସହ....
Tweet media one
15
0
129
@saipjena
SP
2 years
ସାର୍ଟ ପ୍ୟାଣ୍ଟ ଟାଙ୍ଗିବାକୁ ଏ ଚିଜ ମୁଁ ଭାବୁଥିଲି ଖାଲି ଆମ ଭଳି ଗରିବ କିମ୍ବା ହଷ୍ଟେଲ ଛୁଆଙ୍କ ପାଖରେ ଥାଏ...😥
Tweet media one
20
14
128
@saipjena
SP
3 years
ଚାଲନ୍ତୁ ବୁଲି ଆସିବା ଆଜି #ଶିମିଳିପାଳ ଭିତରୁ...
Tweet media one
Tweet media two
4
7
130
@saipjena
SP
7 years
ଗୁରୁବାର ସ୍ପେସାଲ..... ସଂପୂର୍ଣ୍ଣ ନିରାମିଷାଶୀଙ୍କ ପାଇଁ #ମାଛଭାତ 😋 ଫଟୋ ସୌଜନ୍ୟ: @odia_food 👇
Tweet media one
17
23
124
@saipjena
SP
3 years
#ମୟୁରଭଞ୍ଜ ପ୍ରସିଦ୍ଧ ଦଳା ଖେଚୁଡ଼ି ଓ ରାମ ରୋଚକ...😋 ଗୁରୁବାରରେ #ଘରଣୀମାର୍କା #ମଠଖାଦ୍ୟ
Tweet media one
10
6
126
@saipjena
SP
4 years
ଏମିତି କବାଟ ଘରେ କିଏ କିଏ ସବୁ ଲଗାଇଛନ୍ତି ?? *ସମ୍ପୂର୍ଣ୍ଣ ଭାବେ ଗୋପନୀୟ ରଖାଯିବ ଉତ୍ତର ଦାତାଙ୍କ ପରିଚୟ!
28
5
123
@saipjena
SP
2 years
ଶୈଳ ଶ୍ରୀକ୍ଷେତ୍ର 🙏
Tweet media one
7
9
126
@saipjena
SP
3 years
#SunglassesDay 😎 ଉପଲକ୍ଷେ ପୁରୁଣା ମୁଣିରୁ..
Tweet media one
20
0
124
@saipjena
SP
3 years
ଆମ୍ବରସ ଆଉ ପୁରୀ....🤤 *ଲୋଭ କଲେ କି ପେଟ କାଟିବ ଇତ୍ୟାଦି କମେଣ୍ଟ ଦେଲେ ଅସୁବିଧା ନାହିଁ! ଖାଇବା ହଜମ ହୋଇ ସାରିଛି😬
Tweet media one
12
1
125
@saipjena
SP
4 years
କରୋନା ନିରୋଧକ ମାସ୍କ....😂
Tweet media one
33
0
119
@saipjena
SP
11 months
ଭୁଜା ଖିଆ ଯାହାର କି ଆନନ୍ଦ ତାହାର ସିଏ ସିନା ଖାଉଅଛି ଦାତାଙ୍କୁ କିନ୍ତୁ ଜୁହାର ଆସ ଭୁଜା ଖାଇବା ମିଳିମିଶି କାଳ ଦେଖି ଦହି ସହ ଗେମ୍ଫିବା! #ଜୟଡଗରା #PristineDagara
Tweet media one
Tweet media two
Tweet media three
Tweet media four
5
7
121
@saipjena
SP
5 years
ବିବାହର ଚତୁର୍ଥ ଦିନରେ #କାଦଖେଳ ପରମ୍ପରା ବାଲେଶ୍ବର ଛାଡ଼ି ଆଉ କେଉଁ ଆଡେ଼ ସବୁ ଅଛି??
29
6
115
@saipjena
SP
3 years
ସ୍କୁଲ ସାହିତ୍ୟ ବହିରେ ସାଭରକରଙ୍କ ସେ କଳାପାଣିର ବିରତ୍ବ କଥା ପଢି କେତେଜଣ ଭାବିଥିଲେ ଅନ୍ୟ ବହୁ ପ୍ରଚାରିତ ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଇଏ ସ୍ବତନ୍ତ୍ର ବୋଲି? #SavarkarJayanti 🙏
13
2
117
@saipjena
SP
6 months
ନବୀନ- ତୁମେ ଅଛ ବୋଲି ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଆମେ ଭୟଭୀତ ହେଉନାହୁଁ। ଘରେ ଘରେ ଆଜି ହସର ଆସର। ତୁମ ନିଃସ୍ୱାର୍ଥପର ସେବା ପାଇଁ ପ୍ରତି ଓଡ଼ିଆଙ୍କ ମୁହଁରେ ହସ ଫୁଟିଛି। ତୁମେ କାମ କରିବାରେ ବିଶ୍ୱାସ ରଖ, ତୁମେ କର୍ମ ଯୋଗୀ। #KarmaJogi #DharmaJogi #HCM #NaveenPatnaik #PaidTweet
Tweet media one
36
3
122
@saipjena
SP
3 years
ଏ ଭିତରେ ୧୩ବର୍ଷ ପୂରଣ ହୋଇଗଲାଣି🤔
Tweet media one
47
2
121
@saipjena
SP
4 years
Talasari.....😍
Tweet media one
9
3
121
@saipjena
SP
3 years
ଖୋଜି ଖୋଜି ଏକାଥରକେ ଚଷମା ଆଉ କଳାଧଳା ଟୁଇଟ ପାଇଁ ଫଟୋଟେ ମିଳିଲା ୪ ବର୍ଷ ତଳର.. #blackandwhitetwitter
Tweet media one
10
0
120
@saipjena
SP
4 years
ସକାଳୁ ଗରମ ଗରମ ମାଲପା/ମାଲପୁଆ...🤤 ସ୍ଥାନ:-ମୋ ସାଙ୍ଗ ଦୋକାନ,ବୃନ୍ଦାବନଚନ୍ଦ୍ରପୁର,ମୟୁରଭଞ୍ଜ
Tweet media one
8
3
115
@saipjena
SP
4 years
#PinkTwitter ରେ ଚଳିବ ଏଇଟା 🤔
Tweet media one
21
0
113
@saipjena
SP
3 years
କ୍ୟା ମୌସମ୍ ହୈ.....
8
4
114
@saipjena
SP
1 year
ନିରାମିଷିଆଙ୍କ ବୁଧବାର 🤭
Tweet media one
11
3
114
@saipjena
SP
11 months
ସଦ୍ୟ ସମାପ୍ତ “ଓଡିଆ ଟାଉଟରିଆ( ଟୁଇଟରିଆ) ମହାସମ୍ମିଳନୀ”ର ଉଦଯାପନ ଉତ୍ସବରୁ…😎
Tweet media one
11
10
119
@saipjena
SP
3 years
ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ପରିତ୍ୟକ୍ତ ଅବସ୍ଥାରେ ଜଣକ ଘରୁ ପାଇଲି ମୋ ପ୍ରଥମ ତୈଳଚିତ୍ର( କେଉଁଠୁ ଗୋଟେ ଅନୁପ୍ରାଣିତ ହୋଇ କରିଥିଲି ସେବେ )
Tweet media one
@saipjena
SP
6 years
@Sahu2004 କିନ୍ତୁ ମୋର ସବୁଠାରୁ ପସନ୍ଦ ଥିଲା ପ୍ରଥମ ଚିତ୍ରଟି, ନର୍ତ୍ତନରତ ଗଣପତିଙ୍କ,ଜଣେ ଓଡ଼ିଆ ସିନେମାର ପ୍ରଖ୍ୟାତ କଳା ନିର୍ଦ୍ଦେଶକ ସେ ଚିତ୍ରକୁ ତାଙ୍କ ଅଫିସରେ ଲଗାଇବେ କହି ନେଇଥିଲେ ବିନା ପାରିଶ୍ରମିକ ଦେଇ.. 😃
1
0
5
24
7
116
@saipjena
SP
5 years
ସେ ଫୋନ୍ କରିଥିଲା... ମୁଁ ଉଠାଇଲି ନାହିଁ *ପ୍ରେମ ଫେମ କିଛି ନୁହେଁ,କଷ୍ଟମର କେୟାର ନମ୍ବର ଭାବିଲି 😎
17
1
114
@saipjena
SP
3 years
ଆପଣ ଯଦି ବିତ୍ତଶାଳୀ କିମ୍ବା ପ୍ରତିପତ୍ତିଶାଳୀ ତେବେ ଯେକୌଣସି ଦଳ କି ବିଚାରାଧାରାରେ ବିଶ୍ୱାସ ରଖିଥାନ୍ତୁ ନା କାହିଁକି ଆପଣଙ୍କୁ ସରକାରୀ କଳ ସାହାଯ୍ୟ କରିବେ.... ସାଧାରଣ ଲୋକଙ୍କୁ ସେ ସୁବିଧା ନଥାଏ! #ନିଷ୍ଠୁର_ସତ୍ୟ
9
2
114
@saipjena
SP
3 years
ଟୁଇଟରରେ ଖାଲି ରାଜନୀତି ଆଉ ବାମ ଡାହାଣ ହେଇ ରକ୍ତଚାପ ବଢାଇବା ଅପେକ୍ଷା ଥଟ୍ଟା ମଜାରେ ଅଂଶଗ୍ରହଣ କରି ହୃଦୟକୁ ସୁସ୍ଥ ରଖନ୍ତୁ🙏 #ଟୁଇଟର_ହିତରେ_ଜାରି
11
2
112
@saipjena
SP
3 years
ଅବହେଳିତ ଅବସ୍ଥାରେ ମାଲ୍ୟାଙ୍କ ମାଲ୍ #ଶିମିଳିପାଳ ଭିତରୁ ଉଦ୍ଧାର...
Tweet media one
20
4
108
@saipjena
SP
3 years
ଗାଁ ହାଟରେ ମୂର୍ଷିଦାବାଦ ମାଲ୍😬 ଆପଣଙ୍କ ସିଆଡେ ଦରଦାମ କେମିତି ଲିଚୁର? ଆମର ତ ହୃଦଘାତ ହେବାରୁ ବଞ୍ଚିଲା ଭଳି!😥
Tweet media one
24
2
111
@saipjena
SP
3 years
ସରି ନିହାରିକା, ଖାଇବା ବିଷୟରେ ସବୁ କଥା ମାନିହେବ କିନ୍ତୁ ମୟୁରଭଞ୍ଜିଆକୁ ସକାଳୁ ମୁଢି଼ ଖାଇତେ ମନା କରିବ ସେ'ଟା ମାନି ହବନି!😋 ପଛେ ୨ ଘଣ୍ଟା ଧାଇଁମି...
15
1
114
@saipjena
SP
8 months
ଦେବନଦୀ…😍
Tweet media one
9
2
111
@saipjena
SP
4 years
Tweet media one
19
0
105
@saipjena
SP
5 years
ମୁକ୍ତିଲାଭ କଲା କୁରନାରୁ ମୁକ୍ତି ପାଇଁ ଅମିତାଭ ଆଉ ଶଶୀଭାଇଙ୍କ ବାଲେସରିଆ ଭରସଣ👇😂😂
23
21
105
@saipjena
SP
8 months
ଆଜି କାଠଯୋଡି ଅବବାହିକାରେ ଚାଷ ହେଉଥିବା କିଛି ବିଦେଶୀ ପରିବା ଯଥା: ଚୀନ୍ କୋବି ଏବଂ ଗ୍ରୀନ୍ କୋବି ଆଣିବାକୁ ସକାଳୁ ୭-୮ କିମି ସାଇକେଲ୍ ଚଳାଇ ଚାଲିଯାଇଥିଲି!
Tweet media one
12
4
108
@saipjena
SP
3 years
ଆଜିର #CyclonicStormJawad ପାଗରେ ଜଣେ ମହାନୁଭବଙ୍କ ସହ ସ୍ବଳ୍ପ ସମୟ ଭେ��ଘାଟ ଏବଂ ଚାହା ସହ ଆଲୋଚନା... *ମହାନୁଭବ ଫଟୋ ଛପାର ଘୋର ବିରୋଧୀ।😎
Tweet media one
15
0
110
@saipjena
SP
4 years
#ଗାଁଖାଦ୍ୟ ନିଜ ଜମିର ନାଲି ସ୍ବର୍ଣ୍ଣ ଚାଉଳର ଭାତ ନିଜ ବାଡି କଦଳୀ ଗଛର ଭଣ୍ଡାର ପତୁଆ ସଫଳ ଜଣେ ଚାଷୀଙ୍କ ବାଡିରୁ ଆସିଥିବା ଛତୁର ଭଜା ପଡୋଶୀଙ୍କ ଗଡିଆରୁ ତୋଳା ସୁନୁସୁନିଆ ଶାଗର ଭଜା ଗାଁ ହାଟରୁ ଆସିଥିବା ଭେଣ୍ଡି ଓ କଲରା ଭଜା ବଜାରରୁ ଆସିଥିବା ହରଡ଼ ଡାଲି ଏବଂ ପାମ୍ପଡ଼ ଗଉଡ଼ ଘରୁ ଆସିଥିବା ଘିଅ ଆଉ ନିଜ ବାଡିର ଲଙ୍କା 😋
Tweet media one
24
0
105
@saipjena
SP
3 years
ଫୋନ୍ ଆସିଲା ଦିଲ୍ଲୀରୁ ,କହିଲେ ସଞ୍ଜ ସୁଦ୍ଧା ପହଞ୍ଚିବା ପାଇଁ🤔🤔
20
2
103
@saipjena
SP
3 years
ସଦ୍ୟ ସମାପ୍ତ ଏକ ପ୍ରାକ୍ ବିବାହ ଭୋଜିରୁ...😋
Tweet media one
17
1
105
@saipjena
SP
2 years
ବିବାହ, ବ୍ରତଘର,ଗୃହପ୍ରତିଷ୍ଠା,ମହୋତ୍ସବ, ଅଷ୍ଟପ୍ରହରୀ ଇତ୍ୟାଦି ଇତ୍ୟାଦି ପାଇଁ ଖୋଳ ବାଦକର ଆବଶ୍ୟକ ହେଲେ ନିନ୍ମୋକ୍ତ ବ୍ୟକ୍ତିଙ୍କୁ ସମ୍ପର୍କ କରିପାରିବେ! ଜୟ ରାଧେ ରାଧେ ଗୋବିନ୍ଦ ଗୋବିନ୍ଦ...🙊
17
5
106
@saipjena
SP
3 years
ଏଇ ସେଇ ତାଳବଣିଆ ଯେଉଁଠୁ ଦିନେ ଗାଁ ବାଡୁଆ ଘରକୁ(😎) ଯିବାର ରାସ୍ତା ଥିଲା..ଆଜି ଆଉ ବଣ ନାହିଁ କେବଳ ତାଳ ଗଛଟିଏ! *ସକାଳ ସାଇକେଲ ଚାଳନା ସମୟର ଫଟୋ।
Tweet media one
9
1
105
@saipjena
SP
6 years
ପୁରାତନ ଯୁଗର ସପ୍ତାଶ୍ଚାର୍ଯ୍ୟ ମଧ୍ୟରୁ ଏକ, ବିଶାଳକାୟ ପିରାମିଡ଼ ପରିସରରେ ଏକ ସଂଧ୍ୟା....
Tweet media one
11
9
102
@saipjena
SP
3 years
ମାରିଶ ନାଡି଼,ଭେଣ୍ଡି, ଆଳୁ ପକେଇ ଦହି କଡି଼(ବିଶେଷ ବ୍ୟଞ୍ଜନ).....କଣ ସେ ଲାଗେ🤤 ଆଜିର ମଧ୍ୟାହ୍ନ ଭୋଜନରେ ଏତିକି କେବଳ! #ଘରଣୀମାର୍କା
Tweet media one
11
3
106
@saipjena
SP
3 years
ମିଠା ଟିକେ ହେଉ....🤤 *ନୀଳଗିରିର ପ୍ରସିଦ୍ଧ ଗଜାନନ ମିଠା ଦୋକାନ! #ରସଗୋଲା
Tweet media one
7
3
100
@saipjena
SP
7 months
କାଲି ବିଳମ୍ବିତ ରାତିରେ ରାଜରାସ୍ତା ପାର୍ଶ୍ବସ୍ଥ ଏକ ବିଳାସପୂର୍ଣ୍ଣ ହୋଟେଲର ଛାତ ଉପରେ ବିଦାୟ ସମ୍ବର୍ଦ୍ଧନା ଅବସରରେ..😎
Tweet media one
7
1
102
@saipjena
SP
5 years
#ଲାମା ର ଘାସ ଖାଇବା ଛଡ଼ା ଆଉ କେଉଁଥିରେ ଧ୍ୟାନ ନଥିଲା କିନ୍ତୁ #ଅଷ୍ଟ୍ରିଚ ମହାଶୟ ଭାରି ଫଟୋ ରଙ୍କୁଣା ଥିଲେ, କ୍ୟାମେରା ଦେଖୁ ଦେଖୁ ପୋଜ୍ 😀 #AfricanSafariPark
Tweet media one
Tweet media two
7
7
98
@saipjena
SP
3 years
ଛତୁ ପତ୍ରପୋଡ଼ା ଆଉଥରେ...😋
Tweet media one
Tweet media two
17
1
102
@saipjena
SP
9 months
୬ ଟି ଇଡିଲି,୬ ଟି ବରା,ଘୁଗୁନି,ନଡିଆ ଆଉ ବେସନ ଚଟୁଣୀ ମାତ୍ର!🤭
Tweet media one
20
0
102
@saipjena
SP
5 years
ଆଉ ଯେଉଁମାନେ ଟୁଇଟରରେ ଝିଅଙ୍କ ଫଟୋ ଡିପିରେ ରଖି ଫଲୋଅର ଗୋଟାଉଛନ୍ତି ସେମାନଙ୍କୁ ବି ଆନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା💐 😉 #HappyWomensDay2020 #ମହିଳାଦିବସ
@Sulagna_Speaks
Dr Sulagna Mohanty
5 years
#ମହିଳାଦିବସ ❤️😅🙏
Tweet media one
11
12
129
10
6
99
@saipjena
SP
2 years
ହେରା ବସ୍ ଷ୍ଟାଣ୍ଡ ପାଖ ନୀଳକମଳର ବରା ଇଡ଼ଲି କିଏ ଖାଇବ ଆସ!
Tweet media one
9
2
98
@saipjena
SP
3 years
#ରଜପର୍ବ 😂😂 👇
28
12
98
@saipjena
SP
2 years
ଧନ୍ୟବାଦ ଜେନାଘର ଝିଅ🙏
Tweet media one
11
2
98
@saipjena
SP
1 year
ଅସହ୍ୟ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ କାଲି ବିଳମ୍ବିତ ରାତିରେ…🤭
Tweet media one
14
0
100
@saipjena
SP
3 years
ଏକ ଦୁଇ ତିନି ଚାରି ତେଲ ଦର ହେଲା ଶହେ ପାରି ପାଞ୍ଚ ଛ ସାତ ଆଠ ଧର୍ମେନ୍ଦ୍ର ବାବୁ କିନ୍ତୁ ଅତି କର୍ମଠ ନଅ ଦଶ ଏଗାର ବାର ଗ୍ୟାସ ଦର ଏବେ ନ'ଶହ ପାର ତେର ଚଉଦ ପନ୍ଦର ପୁଣିଥରେ କିନ୍ତୁ ମୋଦି ସରକାର 😬
10
5
95
@saipjena
SP
2 years
ପ୍ରସିଦ୍ଧ ସାନ୍ତାଳୀ ଗୀତର ତାଳେ ତାଳେ ମା'ଙ୍କ ଭସାଣୀ ଯାତ୍ରା🙏🙏 ଯେଉଁମାନେ କହନ୍ତି ଆଦିବାସୀ ମାନେ ହିନ୍ଦୁ ପର୍ବ ପାଳନ୍ତି ନାହିଁ ସେଇମାନଙ୍କ ପାଇଁ ଏ ଭିଡିଓ ସମର୍ପିତ!🙊 *ମୟୁରଭଞ୍ଜର କେଉଁ ଏକ ଗାଁ ର ଦୃଶ୍ୟ।
4
13
97
@saipjena
SP
4 years
ଛତୁ ପତ୍ରପୋଡ଼ା... #OdiaFood
Tweet media one
12
4
90
@saipjena
SP
4 years
ଗାଁ ବିଲ ମୁଗେଇ ଚାଉଳର ପଖାଳ ମୟୁରଭଞ୍ଜ ପ୍ରସିଦ୍ଧ ଝିଙ୍କେଶ୍ବର ଚେନାଚୁର ଚୁରା ପାମ୍ପଡ଼ ଲଙ୍କା ପିଆଜ କାକୁଡ଼ି ଗାଁ ହାଟରୁ ଆଣିଥିବା ପରିବାପତ୍ରରେ ତିଆରି👇 କଲରା ଆଳୁ ଭଜା ରସୁଣ ଛୁଙ୍କ ଦିଆ କଳମ ଶାଗ ଭେଣ୍ଡି ଭଜା ଝୁଡ଼ଙ୍ଗ ଆଳୁ ଭଜା ପୋଟଳ ଭଜା ବାଇଗଣ ଭରତା ଏବଂ ଦହି ସହିତ #ପଖାଳଦିବସ ମହା ଆଡ଼ମ୍ବରରେ ପାଳନ କରାଗଲା। #PakhalaDibasa
Tweet media one
12
8
94
@saipjena
SP
1 year
କାଲି ବିଳମ୍ବିତ ରାତିରେ ଟୁଇଟରରୁ ହଜିଯାଇଥିବା ଜଣେ ବିଶିଷ୍ଟ ବ୍ୟକ୍ତି ତଥା ସଦ୍ୟ ସମାପ୍ତ ଜଣେ ପରିଚିତ ଟୁଇଟାଳିଙ୍କ ମୁଦ୍ରିକା ବିନିମୟ ସମାରୋହରେ ଆମନ୍ତ୍ରିତ କିଛି ସମ୍ମାନୀତ ଅତିଥିଙ୍କ ସହ ଜାତୀୟ ରାଜପଥ ପାର୍ଶ୍ବସ୍ଥ ଏକ ଉଚ୍ଚ ହୋଟେଲର ଛାତରେ ଥିବା ସନ୍ତରଣ କୁଣ୍ଡ ପାଖରେ ସତସଙ୍ଗର ସୌଭାଗ୍ୟ ପ୍ରାପ୍ତ ହୋଇଥିଲା।
Tweet media one
17
1
97
@saipjena
SP
4 years
ପଢ଼୍ ବ ରେ ମୟୁରଭଞ୍ଜିଆ ଛୁଆ ମାନେ... ବାଲେସରିଆ ଆଉ ଭଦ୍ରକିଆଙ୍କୁ ବି ପଢ୍ ତେ କହିନି। ବାକି ସବୁ ଜିଲ୍ଲାର ନୁକ ବି ପଢ୍ କି ଲାଇକେଇବ ଆଉ ଆର୍ଟେଇବ😎 *ଯେ ମାନେ ଡି ଏମ୍ ରେ ଟୁଇଟ ପଠାନ୍ତି ଆର୍ଟେଇବା ପାଇଁ ସେମାନେ ବି ଏଇ ଲେଖା ଆର୍ଟେଇବେ,ନହେନେ କଟି😉
23
21
93
@saipjena
SP
3 years
ଧନ୍ୟବାଦ ଭାଇ ମାନେ🙏 ଶୁଭେଚ୍ଛା ପାଇଁ ସଭିଙ୍କୁ ଧନ୍ୟବାଦ🙏
Tweet media one
13
0
94