ଇତିଶ୍ରୀ Itishree Profile Banner
ଇତିଶ୍ରୀ Itishree Profile
ଇତିଶ୍ରୀ Itishree

@itishreena

Followers
24,146
Following
427
Media
281
Statuses
8,218

Assistant Managing Editor, NEWS7Odia

Bhubaneshwar, India
Joined January 2014
Don't wanna be here? Send us removal request.
Explore trending content on Musk Viewer
Pinned Tweet
@itishreena
ଇତିଶ୍ରୀ Itishree
24 days
କି ଶୋଭା, କି ଅପୂର୍ବ ଦୃଶ୍ୟ! ବିଶ୍ଵନିୟନ୍ତାଙ୍କର ରାଜରାଜେଶ୍ଵର ବେଶ। #SunaBesha #BadatadhauBesha #ShreeJagannath #Puri
Tweet media one
Tweet media two
Tweet media three
Tweet media four
5
8
87
@itishreena
ଇତିଶ୍ରୀ Itishree
2 months
ଖାଲି ସେ ଗାଧେଇବନି, ଲକ୍ଷ ଲକ୍ଷ ଭକ୍ତଙ୍କୁ ବି ନିଜ ସହ ଭିଜେଇବ। ଅପୂର୍ବ ଦୃଶ୍ୟ। ଜୟ ଜଗନ୍ନାଥ। 🙏
14
77
1K
@itishreena
ଇତିଶ୍ରୀ Itishree
4 years
ଇଏ ହେଉଛନ୍ତି ରାନୀ ପଣ୍ଡା। ଯାତ୍ରା ପେଣ୍ଡାଲରେ ଦେହ ଦେଖାଉଥିବା ନେଇ, ନିଜର ବେବାକ୍ ବକ୍ତବ୍ଯ ନେଇ ଅନେକ ସମାଲୋଚନାର ଶୀକାର ହୁଅନ୍ତି। ତାଙ୍କର ଗୋଟେ ସାକ୍ଷାତକାର ନେଇଥିଲି ବୋଲି ,ଆମ ସମାଜର ଅନେକ ତଥାକଥିତ ଆଗ ଧାଡିର ଲୋକେ, ମୁଁ କି ବାର୍ତ୍ତା ଦେଉଛି ବୋଲି ବି ପ୍ରଶ୍ନ କରିଥିଲି। ଆଜିର ଏ ଚିତ୍ର ଏଇଥି ପାଇଁ ଯେ ସେ ନିଜ କଷ୍ଟୋପାର୍ଜିତ.
Tweet media one
57
40
823
@itishreena
ଇତିଶ୍ରୀ Itishree
2 years
Old friends are like old wine @agirlfromodisha .
Tweet media one
59
4
716
@itishreena
ଇତିଶ୍ରୀ Itishree
2 months
Odia daily The Pragatibadi's projected seats for assembly and parliament constituencies.
Tweet media one
Tweet media two
Tweet media three
121
74
690
@itishreena
ଇତିଶ୍ରୀ Itishree
4 years
ନିୟମ ନଜାଣି ଜଗନ୍ନାଥଙ୍କୁ ଦର୍ଶନ କଲେ ବୋଲି ୪ଏଏନଏମଙ୍କୁ ଛଟେଇ କରି ଦିଆଗଲା, କିନ୍ତୁ ସବୁ ଜାଣିଶୁଣି ଜୋର ଜବରଦସ୍ତ ମନ୍ଦିର ଭିତରେ ଜଗନ୍ନାଥଙ୍କୁ ଦର୍ଶନ କରିଥିବା ତହସିଲଦାରଙ୍କ ଉପରେ କାର୍ଯ୍ଯାନୁଷ୍ଠାନ କେବେ? ନିୟମ କଣ କେବଳ ତଳ ତଳିଆଙ୍କ ପାଇଁ?
49
43
651
@itishreena
ଇତିଶ୍ରୀ Itishree
3 years
ପେଟ୍ରୋଲ ଦର ଆଜି ସକାଳେ ଭୁବନେଶ୍ବରରେ ଥିଲା 96.97/-। ପର୍ସକୁ ଖାଲି ବାଧିଲା ନି, ବାବା ରାମଦେବଙ୍କ କଥା ବି ମନେପଡିଲା। କାହିଁ ଗଲେ ସିଏ ଆଉ ତାଙ୍କର ପେଟ୍ରୋଲକୁ 35/- ଟଙ୍କିଆ କରିବାର ସ୍ବପ୍ନ!
85
29
644
@itishreena
ଇତିଶ୍ରୀ Itishree
4 years
' ବନ୍ଦେ ଉତ୍କଳ ଜନନୀ' କୁ ଓଡିଶାର ରାଜ୍ଯ ସଂଗୀତର ମାନ୍ଯତା। #Breaking
32
28
634
@itishreena
ଇତିଶ୍ରୀ Itishree
4 years
ସବୁ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ର ଅନେକ ଅନେକ ଶୁଭେଚ୍ଛା।
59
12
593
@itishreena
ଇତିଶ୍ରୀ Itishree
3 years
ଆଚ୍ଛା ଖାଲି ଗାଡିରେ ତେଲ ପକେଇଲା ବେଳେ ପକେଟକୁ ବାଧୁଛି ନା ରୋଷେଇ ପାଇଁ ତେଲ କିଣିଲା ବେଳେ ବି? #ଦରଦାମ୍
80
13
560
@itishreena
ଇତିଶ୍ରୀ Itishree
4 years
ମାସେ ଉପରେ ହେଲାଣି ମଦ ନପିଇ ପୁଣି ରହିଥିଲେ ନା ନାହିଁ! ସତେକି ଆଜି ଠିପିଏ ନପଡିଲେ ଜୀବନ ଠକ୍ କିନା ଚାଲିଯିବ!
104
30
566
@itishreena
ଇତିଶ୍ରୀ Itishree
4 years
ଧନତେରସ୍ ରେ ସୁନା କିଣା ଓଡିଆଙ୍କ ପରମ୍ପରା କେବେଠୁ ହେଲା? ମୋର ଯାହା ମନେଅଛି, 2000 ମସିହା ପୁର୍ବରୁ ଏ ବିଷୟରେ ଲୋକେ ଛାଡନ୍ତୁ, ଗହଣା ବ୍ଯବସାୟୀ ବି କିଛି କହୁ ନଥିଲ�� ତ?
66
15
527
@itishreena
ଇତିଶ୍ରୀ Itishree
3 years
ଶିମିଳିପାଳ ଅଭୟାରଣ୍ୟ ଅଞ୍ଚଳରେ ବର୍ଷା. କରଞ୍ଜିଆ ରେ ବର୍ଷା। #SaveSimilipal
26
18
514
@itishreena
ଇତିଶ୍ରୀ Itishree
4 years
When you take interview of an actor like Raza Murad sa'ab, It's like you are living those 50 yrs of Bollywood.
Tweet media one
19
5
497
@itishreena
ଇତିଶ୍ରୀ Itishree
4 years
୩୯ ରୁ ୩୨ ଭୁବନେଶ୍ବରରୁ। ଭୁବନେଶ୍ବରିଆ ଏବେ ନିଜେ ନିଜେ ସଟ୍ ଡାଉନ୍ ହେଇଯାଆନ୍ତୁ। କୋରୋନା ଅନେଇ କି ବସିଛି , ଆପଣ ତାକୁ କେତେବେଳେ ନିଜ ଘରକୁ ନେବେ। ତେଣୁ ସରକାର କି ପଦକ୍ଷେପ ନେବେ, ତାକୁ ଛାଡି ନିଜର ସଚେତନତା ଦେଖାନ୍ତୁ। ନିଜକୁ ନିୟନ୍ତ୍ରଣ ରଖନ୍ତୁ। ବିଲକୁଲ୍ ଅମାନିଆ ହୁଅନ୍ତୁ ନାହିଁ। ବହୁତ ବୁଲାବୁଲି ହେଲା ,ଏବେ ଘରେ ରହିବାର ସମୟ।
29
33
468
@itishreena
ଇତିଶ୍ରୀ Itishree
4 years
ଯାହା ହେଇଛି ତା'ରି ଇଚ୍ଛା, ଯାହା ହଉଛି ତା'ରି ଇଚ୍ଛା, ଯାହା ହବ ତା'ରି ହିଁ ଇଚ୍ଛା।
54
16
484
@itishreena
ଇତିଶ୍ରୀ Itishree
4 years
ଫଟୋରେ ମୋ ବାଁ ପଟେ ଠିଆ ହୋଇଥିବା ଭଦ୍ରବ୍ଯକ୍ତି ହେଉଛନ୍ତି ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ କପିଳ ପ୍ରସାଦ ଧଳସାମନ୍ତ ,ଆଉ ଆମମାନଙ୍କ ପାଇଁ ଲେଫ୍ଟନାଣ୍ଟ ଜେନେରାଲ କେପିଡି। ଯେତେବେଳଠୁ ମୁଁ ଖବର ପାଇଲିଣି ତାଙ୍କ ଦେହାନ୍ତ କଥା, ମନ ବୁଝୁନି। ମାସେ ତଳେ ତ କଥା ହେଇଥିଲି , କହୁଥିଲେ ଗାଧୁଆଘରେ ପଡିଯାଇଥିଲେ,ମୁଣ୍ଡ ଫାଟିଯାଇଥିଲା। 1/2
Tweet media one
38
9
457
@itishreena
ଇତିଶ୍ରୀ Itishree
3 years
6 ରୁ 12 କୋହଳ ହଉ କି 7 ରୁ 11, ଯଦି ହାଟ ବଜାରରେ ଛାତି ଫଟାଫଟି ଭିଡ ହୁଏ, ତାହେଲେ ସଂକ୍ରମଣ କମିବ ତ?
47
13
447
@itishreena
ଇତିଶ୍ରୀ Itishree
4 years
ଖୁବ ଜଲଦି ଝିଅମାନଙ୍କ ବାହା ବୟସ ୨୧କୁ ବଢେଇବା ପାଇଁ ଆଇନ ଆସିଯାଇପାରୋ କିନ୍ତୁ ଏହା ସହିତ ଝିଅଙ୍କ ସୁରକ୍ଷା, ଶିକ୍ଷା, ତାଲିମ. ନିଯୁକ୍ତି ସୁଯୋଗ ସହ ଅର୍ଥନୈତିକ ସ୍ବାଧୀନତା ବି ନିହାତି ଦରକାର। ଏସବୁ ଉପରେ, ବିବାହକୁ ଏକ ଆବଶ୍ଯକତା ନା ଆଗ୍ରହର ବିଷୟ ଭାବେ ଗ୍ରହଣ କରିବା ଉଚିତ୍?
50
9
450
@itishreena
ଇତିଶ୍ରୀ Itishree
4 years
ୟା ଭିତରେ ଭାରତର ବଡ ସାଇକେଲ କମ୍ପାନୀ ATLAS ତାର କାରଖାନା ବନ୍ଦ କରିସାରିଛି। ଅନେକଙ୍କ ପାଇଁ ସାଇକେଲ ମାନେ ହିଁ ATLAS ବି ହେଇ ଥାଇପାରେ। ସାଇକେଲ ନେଇ ମୋର କୌଣସି ସ୍ମୃତି ନାହିଁ, କାଇଁକି ନା ମୋତେ ସାଇକେଲ ଚଲେଇ ଆସେନି (ଏବେବି ଦୁଃଖ ଲାଗେ)। କିନ୍ତୁ ଆପଣଙ୍କର ତ ଥିବ ନା? କଣ କହୁଛନ୍ତି ଅତୀତକୁ ଟିକେ ଝାଙ୍କିବା ?
87
13
447
@itishreena
ଇତିଶ୍ରୀ Itishree
4 years
ବନ୍ଦେ ଉତ୍କଳ ଜନନୀ ମନେ ଅଛି ତ?
104
9
440
@itishreena
ଇତିଶ୍ରୀ Itishree
4 years
720 ରୁ 720 ନମ୍ବର ପାଇ ରାଉରକେଲାର ସୋଏବ ଆଫତାବ ସାରା ଭାରତରେ NEET ଟପ୍ପର। #NEETtopper
22
19
425
@itishreena
ଇତିଶ୍ରୀ Itishree
4 years
ଉଫ୍! ତୋର ଏ ବାଙ୍କ ଚାହାଣୀ...
@JayashreeMohap9
Dr. Jayashree Mohapatra
4 years
ଉତ୍କଳୀୟ ଆଭିଜାତ୍ୟ ଓ ପରମ୍ପରା ର ପ୍ରତୀକ #ସ୍ଵର୍ଣଅଳଙ୍କାର... ଯାହା ପୂର୍ଵ କାଳରୁ ଗଡିଆସିଚି ଯୁଧ୍ୟ ରେ ବିଜୟୀ ହେଉଥିବା ରାଜା ମାନେ ଯାହା ନେଇଆସନ୍ତି ତାହା ଶ୍ରୀ ଜଗନ୍ନାଥ ଙ୍କୁ ଅର୍ପଣ କରନ୍ତି ବୋଲି ପ୍ରବାଦ ଅଛି.... ଆଜି ପ୍ରଭୁ ଶ୍ରୀ ଜଗନ୍ନାଥ ସ୍ଵର୍ଣ ଅଳଙ୍କାର ବିଭୁଷତ ହୋଇ ଦର୍ଶନ ଦେଉଛନ୍ତି ତାଙ୍କ ଭକ୍ତ ମାନଙ୍କୁ.....
Tweet media one
9
12
274
16
8
423
@itishreena
ଇତିଶ୍ରୀ Itishree
5 years
ଏଥର ମଦ ପିଇବାକୁ ଆଉ କାଉଣ୍ଟର କି ଭାଟିକୁ ଯିବାକୁ ପଡିବନି ଏଥର ମେଳା ମହୋତ୍ସବ ବାହାଘର ପାର୍ଟିରେ ବି 'ମଦ' ର ଟେମ୍ପୋରାରି କାଉଣ୍ଟର ଖୋଲିପାରିବ। ଏମିତି ଏକ ପ୍ରସ୍ତାବ ଏବେ ଆସିଛି।କେବଳ ଅବକାରୀ ରାଜସ୍ବ ବଢାଇବା ଉଦ୍ଦେଶ୍ଯରେ ଆଉ କେତେ ବଢାଇବା ଅପରାଧ,ଓ ପାରିବାରିକ ହିଂସାକାଣ୍ଡ ?
61
27
402
@itishreena
ଇତିଶ୍ରୀ Itishree
4 years
ଭୁବନେଶ୍ବର ବର୍ଷାରେ ଭିଜିବାର ମଜାଟା .... ଯିଏ ଭିଜିଛି, ସେ ହିଁ ଜାଣିଛି....
65
9
405
@itishreena
ଇତିଶ୍ରୀ Itishree
1 year
ଜୟ ଜଗନ୍ନାଥ o||o
Tweet media one
30
3
407
@itishreena
ଇତିଶ୍ରୀ Itishree
4 years
ଆଜିର ଟିମ୍ ଇଣ୍ଡିଆର ପ୍ରଦର୍ଶନ ପଛରେ କାହାର ଅବଦାନ ବେଶୀ? #ଶାସ୍ତ୍ରୀ ନା #ଦ୍ରାବିଡ? ବି. ଦ୍ର- ମୋର କ୍ରିକେଟ୍ ଜ୍ଞାନ କମ୍।
104
8
390
@itishreena
ଇତିଶ୍ରୀ Itishree
4 years
An evening in Kendrapada.
Tweet media one
31
4
400
@itishreena
ଇତିଶ୍ରୀ Itishree
4 years
"ଅଜା ତୁମ ଝିଅକୁ ଟିକେ ବୁଝା, ସାଦା ଖାଇ ଖାଇ ଦେହ ହାତ ସାଦା ଗନ୍ଧେଇଲାଣି।" ଆଜିକାଲି ପିଲାଙ୍କର କଉଠୁ ଆସୁଛି ଏତେ ବୁଦ୍ଧି? ହସି ହସି ବେଦମ୍। ବେଳେ ବେଳେ ୱାଟ୍ସଆପ୍ ବି ଆପଣଙ୍କୁ ହାଲକା କରେ। ସୌଜନ୍ଯ- ୱାଟ୍ସଆପ୍
29
24
393
@itishreena
ଇତିଶ୍ରୀ Itishree
4 years
ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ, ଘେନି ସବୁ ସଜବାଜ। ଝିଅଙ୍କୁ ରଜରେ ଟିକେ ଅଧିକ ସ୍ନେହ। ଅନ୍ଯ ସମସ୍ତଙ୍କୁ ରଜପର୍ବର ଅନେକ ଶୁଭେଚ୍ଛା ।🌸 #ରଜପର୍ବ #RajaParba
36
18
381
@itishreena
ଇତିଶ୍ରୀ Itishree
4 years
* ଡାକ୍ତର ସ୍ବାସ୍ଥ୍ଯ କର୍ମୀଙ୍କ ପାଇଁ ବଡ ଘୋଷଣା। * କରୋନା ଚିକିତ୍ସା କଲାବେଳେ ଯଦି ଏମାନଙ୍କର ଜୀବନ ଗଲେ, ପରିବାରକୁ ୫୦ ଲକ୍ଷ ଟଙ୍କା ମିଳିବ। * ଅବସର ଯାଏ ସଂପୂର୍ଣ୍ଣ ଦରମା ମିଳିବ। * ଅବସର ପରେ ପେନସନ ମଧ୍ଯ ମିଳିବ। * ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ଯାଦା ସହ ଶେଷକୃତ୍ଯ। * ଡାକ୍ତରଙ୍କ ପ୍ରତି ଆକ୍ରମଣ କଲେ ଏନଏସଏରେ ଦଣ୍ଡ ମିଳିବ।
21
24
382
@itishreena
ଇତିଶ୍ରୀ Itishree
3 years
ଜଣେ ସାର୍ ପିଲାଙ୍କୁ ଯଦି କହିଲେ, ପାଠଶାଠ ର ନାଁ ଗନ୍ଧ ନାହିଁ, ଏଇଟା ବି ପିଲାଙ୍କୁ ଅଶ୍ଳୀଳ ବ୍ଯବହାରରେ ଗଣା ହେବ କି? ଧୁଆ ମୂଳା ଅଧୁଆ ମୂଳା ସବୁ ଏକାକାର।
54
10
373
@itishreena
ଇତିଶ୍ରୀ Itishree
3 years
Life is too short. So find happiness in everything. Delighted. Thank you my 20k friends for your love.
37
3
383
@itishreena
ଇତିଶ୍ରୀ Itishree
3 years
ଭୁବନେଶ୍ଵର ରେ ଏବେ ଦିନ ନା ରାତି, ବୁଝା ପଡୁନି!
29
6
371
@itishreena
ଇତିଶ୍ରୀ Itishree
4 years
ଆପଣ ସମସ୍ତଙ୍କୁ ଗୋଟେ ଅନୁରୋଧ, ମୋର ବ୍ଯକ୍ତିଗତ ନମ୍ବର, ବିଲକୁଲ୍ ମୋର ବ୍ଯକ୍ତିଗତ। ବାହାରେ ଫସିଥିବା କିଛି ଓଡିଆଙ୍କୁ ସାହାଯ୍ଯ କରିବା ସମୟରେ ହୁଏତ ଅନେକଙ୍କ ପାଖରେ ,ମୋ ନମ୍ବର ପହଞ୍ଚିଛି। କିନ୍ତୁ ତା ଅର୍ଥ ନୁହେଁ , ଏ ନମ୍ବରକୁ ଆପଣମାନେ ନିଜ ଇଚ୍ଛାରେ ବାଣ୍ଟି ଚାଲିବେ। ଯଦି କିଛି ଅସୁବ��ଧା ଅଛି ୱାଟସଆପ୍ କରିପାରିବେ। ଏଇଟା ଅନୁରୋଧ।
23
7
368
@itishreena
ଇତିଶ୍ରୀ Itishree
4 years
Don't ever forget to wear your mask. #WearAMaskSaveALife
Tweet media one
22
3
371
@itishreena
ଇତିଶ୍ରୀ Itishree
4 years
ଆମେ କଣ ସତରେ #୪୮ଘଣ୍ଟା ର ସଟ୍ ଡାଉନ୍ ର ଅର୍ଥ ବୁଝିପାରୁନେ। ତଥାପି ପୋଲିସକୁ ଆମେ ବାଧ୍ଯ କରୁଛେ ଆମକୁ ଗିରଫ କରିବାକୁ। ଏତେ ବି କଣ ଜରୁରୀ ବାହାରକୁ ବାହାରିବା ? ୧୦୦କୁ ଡାଏଲ କରନ୍ତୁ ଦରକାର ହେଲେ। #Dial100 #Shutdownodisha #Coronapandemic
24
16
361
@itishreena
ଇତିଶ୍ରୀ Itishree
3 years
ନେତାମାନେ କେତେ ସହଜରେ ଏ ଘରୁ ଯାଇ ସେ ଘରକୁ ନିଜର କରିପାରନ୍ତି! (ଝିଅ ମାନେ ଏ କଳା ଶିଖିବା ଉଚିତ୍ କି?) ବି.ଦ୍ର- ନିରୋଳା ବ୍ଯଙ୍ଗ।
34
10
356
@itishreena
ଇତିଶ୍ରୀ Itishree
3 years
ବାଚସ୍ପତିଙ୍କୁ ଚପଲ ଫୋଫଡା!!! ଆମ ନିର୍ବାଚିତ ପ୍ରତିନିଧିଙ୍କ ଏଭଳି ଆଚରଣ କି ପ୍ରକାର ଉଦାହରଣ ସୃଷ୍ଟି କରିବ? ବିରୋଧର ଭାଷା କଣ ଏଇଆ ହେବା ଉଚିତ୍?
55
6
336
@itishreena
ଇତିଶ୍ରୀ Itishree
4 years
800 Odia workers from Surat left for Odisha. Fleet of 13 buses departed tonight.
Tweet media one
17
18
352
@itishreena
ଇତିଶ୍ରୀ Itishree
4 years
"ଲୋକଙ୍କୁ ଆର୍ଥିକ ପ୍ଯାକେଜ ଦିଆଯାଉ। କିନ୍ତୁ ଋଣ ନୁହେଁ। ଶ୍ରମିକ ପକେଟକୁୁ ସିଧା ଅର୍ଥ ଯାଉ। ଭାରତମାତା ସେମାନଙ୍କ ପାଇଁ ସାହୁକାର ପାଲଟି ନ ଯାଆନ୍ତୁ।" - ରାହୁଲ ଗାନ୍ଧି
45
20
353
@itishreena
ଇତିଶ୍ରୀ Itishree
4 years
ପୁଣି ଲେଉଟିଲା ଲକ୍ ଡାଉନ୍। ୪ ଜିଲ୍ଲାରେ ଜୁଲାଇ ୩୧ ପର୍ଯ୍ଯନ୍ତ ଲକ୍ ଡାଉନ୍।ଖୋର୍ଦ୍ଧା, ଗଞ୍ଜାମ,ଯାଜପୁର,କଟକ ଜିଲ୍ଲାରେ ଲକ୍ ଡାଉନ୍। #Breaking
23
7
352
@itishreena
ଇତିଶ୍ରୀ Itishree
3 years
ଯେଉଁମାନେ କ୍ରିକେଟ୍ ଦେଖୁଛନ୍ତି, ଆଉ କିଛି ଅଲୌକିକତାର ଏବେ ବି ଆଶା ରଖିଛନ୍ତି, ସେମାନଙ୍କୁ କିଛି ମହା - ଉପାଧୀ ଦିଆଯିବା ଉଚିତ୍।
36
6
337
@itishreena
ଇତିଶ୍ରୀ Itishree
5 years
ସବୁ ପଢୁଆଁଙ୍କୁ ପ୍ରଥମାଷ୍ଟମୀର ଅନେକ ଶୁଭେଚ୍ଛା।ସବୁ ସାନମାନେ ଏଣ୍ଡୁରୀ ପିଠା ଖାଇ ଖୁସି ରୁହନ୍ତୁ।ଆଉ ଯେଉଁମାନେ ଓଡିଶା ବାହାରେ ହଳଦୀପତ୍ର ପାଇନାହାନ୍ତି ବୋଲି ଏ ସୁଯୋଗରୁ ବଞ୍ଚିତ,ବିଲକୁଲ ମନଦୁଃଖ ନ କରି ଘରକୁ ଆସିବା ପର୍ଯ୍ଯନ୍ତ ଅପେକ୍ଷା କରନ୍ତୁ। #ପ୍ରଥମାଷ୍ଟମୀ
Tweet media one
26
9
338
@itishreena
ଇତିଶ୍ରୀ Itishree
5 years
ଭଜୁକିନା ରାମ ନାମରେ କୁମର...ଛୋଟବେଳେ ଯେତେବେଳେ ଏ ଗୀତ କେନ୍ଦରା ସହ ଶୁଣିବାକୁ ମିଳେ #ଟିକାଗୋବିନ୍ଦଚନ୍ଦ୍ର ଙ୍କ ଗପ ମନେ ପଡିଯାଏ, ଆଉ ଶିହରଣ ଆସିଯାଏ,ଜାଣିନି କାହିଁକି!!! ଆଜି ବହୁତ ଦିନ ପରେ ପୁଣି ସୁଯୋଗ ମିଳିଲା ଶୁଣିବାର।
21
31
342
@itishreena
ଇତିଶ୍ରୀ Itishree
9 months
ସିଆରୀ ପତ୍ର ଦନାରେ ପୁରି ଆଉ ଘୁଗୁନି। ସୁଆଦ ଏତେ ଯେ ଶବ୍ଦରେ ବର୍ଣ୍ଣନା ଅସମ୍ଭବ। ଭୁବନେଶ୍ବରରେ ଯଦି ୟା ର ଅଧା ସ୍ୱାଦର ବି ଘୁଗୁନି କିଏ ଦିଅନ୍ତା, ଭିଡ ଲାଗି ଯାଆନ୍ତା। ରାସ୍ତା କଡରେ ଅଚିହ୍ନା ସହରରେ ଏମିତି ଖାଇବାର ମଜାଟା କିନ୍ତୁ ନିଶ୍ଚୟ ଅଲଗା। #Kandhamaldiaries
Tweet media one
36
6
341
@itishreena
ଇତିଶ୍ରୀ Itishree
2 years
ବଡ ପଦବୀ, ମୋଟା ଅଙ୍କର ଦରମା, ତଥାପି ନା ମନ ପୁରୁଛି ନା ଆଲମାରୀ! #vigilanceraid
23
6
335
@itishreena
ଇତିଶ୍ରୀ Itishree
4 years
କୁହାଯାଏ, ଧାରା ଶ୍ରାବଣ। ଶ୍ରାବଣ ମାସରେ କିନ୍ତୁ ଚାଷୀର ଆଖି ସିନା ଓଦା କିନ୍ତୁ ଭୂଇଁ ଶୁଖିଲା। ମୌସୁମୀ ଲୁଚକାଳି ଖେଳୁଛି। ଜୁଲାଇରେ ୬ ପ୍ରତିଶତ କମ୍ ବର୍ଷା। ୩୫ ଡିଗ୍ରୀ ସେଲସିଅସ୍ ଉପରେ ପାରଦ। ଖରାଦିନ ନା ବର୍ଷା ଦିନ? #ପାଣିପାଗ
26
11
328
@itishreena
ଇତିଶ୍ରୀ Itishree
5 years
ଆଜି ନବଯୌବନ ଦର୍ଶନ। ଜରରୁ ଭଲ ହୋଇ ଉଠିଥିବା ଶ୍ରୀଜିଉ ଅଣସରରୁ ବାହାରିବେ।୧୪ ଦିନ ପରେ କାଳିଆକୁ ଭାଇ ଭଉଣୀଙ୍କ ସହ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ।🙏
Tweet media one
22
13
324
@itishreena
ଇତିଶ୍ରୀ Itishree
4 years
Tweet media one
13
4
320
@itishreena
ଇତିଶ୍ରୀ Itishree
3 years
ନଦୀ ବଞ୍ଚିଲେ ଜୀବନ ବଞ୍ଚେ, ସଂସ୍କୃତି ବଞ୍ଚେ। ସାଳନ୍ଦୀ ପୁନରୁଦ୍ଧାର ହଉ। #SaveSalandi
16
14
320
@itishreena
ଇତିଶ୍ରୀ Itishree
4 years
କିଛି ପାଇବାର ଆଶା ନ ରଖି ଯେଉଁମାନେ କିଛି କରନ୍ତି, ସେଇମାନଙ୍କୁ ହିଁ ତ ଭଲ ପାଇବା ଦିଆଯାଇ ପାରେ। ଆଉ ସବ୍ଯ, ବିଶ୍ବାସ କରନ୍ତୁ,ଭଲପାଇବା ପାଇବା ପାଇଁ ଆଉ କିଛି ଯୋଗ୍ଯତା ଦରକାର ନୁହେଁ। ସାମନା ବ୍ଯକ୍ତିର ବିଶ୍ବାସକୁ ଟିକେ ସମ୍ମାନ ଦେଲେ ହିଁ ଯଥେଷ୍ଟ।
@sabyaactor
SABYASACHI MISHRA 🇮🇳
4 years
କିଛି ପାଇବାର ଆଶା ନଥିଲା, କିନ୍ତୁ ଆପଣମାନେ ଯାହା ସବୁ ଦେଉଛନ୍ତି, ତା ପାଇଁ ମୁଁ ଯୋଗ୍ୟ ନୁହଁ। 🙏 ଆପଣଙ୍କ ଭଲପାଇବା ହିଁ ଯଥେଷ୍ଟ
51
19
813
9
8
324
@itishreena
ଇତିଶ୍ରୀ Itishree
5 years
Love the way it express me💓 #sareeswag #sareelove #sareetwitter
Tweet media one
21
5
309
@itishreena
ଇତିଶ୍ରୀ Itishree
3 years
ଏବେ ତ ପଖାଳ ବିଭିନ୍ନ ରୂପରେ ବିଭିନ୍ନ ସଜରେ। ଖାଲି ଘରେ ନୁହେଁ, ଷ୍ଟାର ହୋଟେଲ୍ ର ଏସି ରୁମ୍ ରେ ବି। ଟେବ୍ଲ ଉପରେ ନଅ ତୁଅଣ ଛଅ ଭଜା ସହ ଉପଲବ୍ଧ। କିନ୍ତୁ ସ୍କୁଲରୁ ଫେରିବା ପରେ ବୋଉ ହାତର ଗରମ ଗରମ ଭଜା ସହ ସେ ଯୋଉ ପଖାଳ ଖାଇବାର ସୁଆଦ! ତା ଆଗରେ ଅମୃତ ବି ତୁଚ୍ଛ। #PakhalaDibasa
16
7
314
@itishreena
ଇତିଶ୍ରୀ Itishree
2 years
ଓଡ଼ିଆରେ ଗୋଟେ ଢଗ ଅଛି - କ୍ଷୀର ଯଦି ଖାଇ ବସିବ, ଘରେ ଥିବ ଗାଈ, କଳି ଯେବେ କରି ବସିବ, ସାଙ୍ଗେ ଥିବ ଭାଇ |
23
9
312
@itishreena
ଇତିଶ୍ରୀ Itishree
4 years
Whatever the reason, whatever the situation, death can't be a solution. Never. #RIP #SushantSinghRajput
30
8
313
@itishreena
ଇତିଶ୍ରୀ Itishree
2 years
ପ୍ରବଳ ତାତି ଦେଖିକି କାଲିଠୁ 30 ଯାଏଁ ସବୁ ସରକାରୀ ବେସରକାରୀ ସ୍କୁଲ ଛୁଟି | ଛୋଟ ପିଲା ବି ଶାନ୍ତି ଆଉ ବାପା ମା ବି |
29
7
310
@itishreena
ଇତିଶ୍ରୀ Itishree
4 years
ଘରେ ନବ ବିବାହିତା ପତ୍ନୀ ଶ୍ରୀ ବା ଲକ୍ଷ୍ମୀ । ଗଇଣ୍ଠାଳ ବି ଫିଟା ହେଇନି। ଆଉ ତାଙ୍କୁ ଏକାକୀ ଛାଡି ଭାଇ ଭଉଣୀଙ୍କୁ ଧରି ଶ୍ରୀ ଜଗନ୍ନାଥ ନବଦିନାତ୍ମକ ଯାତ୍ରାରେ ବାହାରି ଯାଇଛନ୍ତି ମାଉସୀ ଘର ବୁଲି। ଅଭିମାନରେ ଜର୍ଜରିତ ଶ୍ରୀ, ଆହୁରି ବ୍ଯଥିତ, ଯେ ତାଙ୍କୁ ସତେ କି ଭୁଲି ଯାଇଛନ୍ତି ପତିଦେବ। ୧/୨
Tweet media one
12
8
313
@itishreena
ଇତିଶ୍ରୀ Itishree
4 years
ଆଜି ଜଣେ ନିତାନ୍ତ ଭଲ ମଣିଷକୁ ଓଡିଶା ହରେଇଲା। #ଶ୍ରଦ୍ଧାଞ୍ଜଳି ପଦ୍ମଶ୍ରୀ ଡି. ପ୍ରକାଶ ରାଓ। 🙏
27
6
309
@itishreena
ଇତିଶ୍ରୀ Itishree
4 years
34ବର୍ଷ ପରେ ଜାତୀୟ ଶିକ୍ଷା ନୀତିରେ ପରିବର୍ତ୍ତନ। - ଏଣିକି ଜଣେ ଚାହିଁଲେ ଫିଜିକ୍ସ ସହ ମ୍ଯୁଜିକ ପଢିପାରିବେ, ଇଜିନିୟରିଂ ସହ ବେକେରୀ ବି ପଢିପାରିବେ। - ଇଂଜିନିୟରିଂ ପଢୁ ପଢୁ ଯଦି ମଝିରେ ପଢା ଛାଡୁଛନ୍ତି,ତାହେଲେ ଆପଣଙ୍କର ସେ ବର୍ଷେ କି ଦୁଇ ବର୍ଷ କ୍ରେଡିଟ୍ ହୋଇ ରହିବ। 1/n #NewEducationPolicy
25
25
305
@itishreena
ଇତିଶ୍ରୀ Itishree
4 years
ସବୁ ପଶ୍ଚିମ ଓଡିଶାବାସୀଙ୍କୁ ନୂଆଁଖାଇ ଜୁହାର। #ନୂଆଖାଇଜୁହାର #NuakhaiJuhar
32
2
307
@itishreena
ଇତିଶ୍ରୀ Itishree
4 years
ଆମ ସଂସ୍କାର ଆମକୁ ଶିଖାଏ ଅଫେରା ରାଇଜକୁ ଜଣେ ଚାଲିଗଲା ପରେ, ତାଙ୍କୁ ନେଇ ଆମେ ଅମଣିଷପଣିଆ ତ ଅନ୍ତତଃ ଦେଖେଇବା ଉଚିତ୍ ନୁହେଁ।
18
8
301
@itishreena
ଇତିଶ୍ରୀ Itishree
4 years
ପୁରା ସତ। ଯଦି ମୁଁ ଘରେ ରହିଯିବି , ତେବେ ଆପଣଙ୍କ ପାଖରେ ଖବର ପହଞ୍ଚେଇବ କିଏ ? ମୁଁ ଜୀବନକୁ ବାଜି ଲଗଉଛି ,କାରଣ ଆପଣ ଘରେ ରହି ସାରା ଦୁନିଆର ଖବର ଜାଣିପାରିବେ। ଅନ୍ତତଃ, ମୋର କାମକୁ ସମ୍ମାନ ଜଣାଇ, ଆପଣ ଘରେ ତ ରହି ପାରିବେ ନା ? @saumyaparida2 @ManoranjanMedia @soumyajitt @geminianguddu @ashscribe
34
10
303
@itishreena
ଇତିଶ୍ରୀ Itishree
4 years
ଏଥର ସର୍ବସାଧାରଣରେ ଛେପ ପକେଇଲେ ଥରକୁ ୨୦୦ଟଙ୍କା ତଣ୍ଡ। ଆଉ ୪ର୍ଥ ଥର ୫୦୦। କିନ୍ତୁ ପାନୁଆମାନେ ଏବେ କରିବେ କଣ?
75
12
301
@itishreena
ଇତିଶ୍ରୀ Itishree
3 years
ଜଗନ୍ନାଥ କେବଳ ଗୋଟେ ଠାକୁର ନୁହଁନ୍ତି, ଜଗନ୍ନାଥ ଗୋଟେ ଚିନ୍ତାଧାରା। ତାଙ୍କୁ ନେଇ ଯେତେବେଳେ ଚର୍ଚ୍ଚା କରୁଛେ, ଆମ ଦାୟିତ୍ବ ଏମିତି କିଛି ବି ଭୁଲ ଧାରଣା, ଯାହା ଜଗନ୍ନାଥ ସଂସ୍କୃତିରେ ନାହିଁ, ଆମେ ନା ଆମ ପରପିଢୀକୁ ଦେବା ନା ସେଇ ଅଣ ଓଡିଆଙ୍କୁ ଦେବା ଯିଏ ତାଙ୍କୁ ବିଶ୍ବାସ କରନ୍ତି। ଜଗନ୍ନାଥ ସର୍ବଧର୍ମ ସମନ୍ବୟର ପ୍ରତୀକ। #ଜୟଜଗନ୍ନାଥ
14
12
302
@itishreena
ଇତିଶ୍ରୀ Itishree
3 years
୬ ବର୍ଷରେ ୭ ଅମୂଲ୍ଯ ଜୀବନ ମୁକୁଳା ନାଳରେ ଯାଇଛି। ଏବେ ସମୟ ଉତ୍ତରଦାୟୀତ୍ବ ନେଇ ସ୍ଥିତି ସୁଧାରିବାର। ଦଳୀୟ ରାଜନୀତିର ନୁହେଁ କି ଶୁଖିଲା ସମବେଦନାର ନୁହେଁ।
15
17
298
@itishreena
ଇତିଶ୍ରୀ Itishree
4 years
ଖୋର୍ଦ୍ଧା ଜେଲ ଭିତରୁ ବ୍ରାଉନ ସୁଗାର ବେପାର। ସୁରକ୍ଷିତ ଭାବେ ଜେଲ୍ କୋଠରୀ ଭିତରୁ ମୋବାଇଲ ଦ୍ବାରା ଖୋଲା ମେଲା ଭାବେ ଚାଲିଛି ନେଟୱାର୍କ।
26
16
296
@itishreena
ଇତିଶ୍ରୀ Itishree
3 years
ଆର ବର୍ଷକୁ ବରମୁଣ୍ଡା ନୂଆ ବସ୍ ଟର୍ମିନାଲ ରେ ଦେଖାହେବ। କଥା ରହିଲା।
29
2
298
@itishreena
ଇତିଶ୍ରୀ Itishree
3 years
ଶେଷରେ ମ୍ଯାଟ୍ରିକ ପରୀକ୍ଷା ବନ୍ଦ ହେଲା, ପିଲେ ଏଥର ଖୁସି ତ?
36
5
279
@itishreena
ଇତିଶ୍ରୀ Itishree
3 years
ଯେତେବେଳେ ଜାଣିବା ଶୁଣିବା ଶିକ୍ଷିତ ଲୋକମାନେ ମୁହଁ ରେ ମାସ୍କ ନ ପିନ୍ଧି ଅନ୍ୟ ମାନଙ୍କ ସହ ମିଶନ୍ତି, ସେତେବେଳେ କଣ କରାଯିବା ଉଚିତ୍?
42
6
295
@itishreena
ଇତିଶ୍ରୀ Itishree
4 years
Can anybody clear my confusion? Is google 'baba' or 'baby'?
124
8
289
@itishreena
ଇତିଶ୍ରୀ Itishree
4 years
ତୁମେ ସ୍ବୟଂ ଚେତନା, ମଙ୍ଗଳ,ମଙ୍ଗଳମୟ। ସମସ୍ତଙ୍କ ଜୀବନକୁ ମଙ୍ଗଳମୟ କର ପ୍ରଭୁ । 🙏
15
8
288
@itishreena
ଇତିଶ୍ରୀ Itishree
3 years
ଆଚ୍ଛା ବାହାରକୁ ଯିବା ବେଳେ ମାସ୍କ ପିନ୍ଧିବା ପାଇଁ ମନେ ପଡୁଛି ତ?
38
2
250
@itishreena
ଇତିଶ୍ରୀ Itishree
4 years
ପ୍ରବାସୀଙ୍କୁ ଘରକୁ ଫେରିବାକୁ, ବସ୍ ଚାଲିଲା, ଶ୍ରମିକ ସ୍ପେଶାଲ ଟ୍ରେନ ଚାଲିଲା। ତଥାପି ହଜାର ହଜାର ଲୋକେ,ସ୍ତ୍ରୀ ଛୋଟ ପିଲା ଧରି ଏବେ ବି ଚାଲି ଚାଲି ଘର ମୁହାଁ। ଯୋଜନା ତ ହେଉଛି, କିନ୍ତୁ ସବୁଠୁ ତଳେ ଥିବା ସେ ଲୋକଙ୍କ ପାଖରେ ସବୁ ସୂଚନା ଆଉ ସୁବିଧା କଣ କ ସୋସିଆଲ ମେଡିଆ ଜରିଆରେ ପହଞ୍ଚି ପାରିବ?
31
15
289
@itishreena
ଇତିଶ୍ରୀ Itishree
5 years
Kudos to temple Authority... Awernes at #Saralatemple , Jhankad...👏👏👏
Tweet media one
18
17
291
@itishreena
ଇତିଶ୍ରୀ Itishree
4 years
Corona's side effect - - Unwanted pregnancies. - More complications in pregnancy and delivery. - Malnutrition in children. - Disruption in education. - Rise in domestic violence. Anything else?
54
11
284
@itishreena
ଇତିଶ୍ରୀ Itishree
4 years
ଖଟିଖିଆ ପ୍ରତ୍ଯେକ ଦିନ ଖଟିଲେ ଖାଇବାକୁ ଦିମୁଠା ପାଆନ୍ତି। ଖବର ରଖିଛନ୍ତି ,ସେମାନଙ୍କ ଅବସ୍ଥା ଏବେ କଣ ? ଆମେ ମଧ୍ଯବିତ୍ତ ତ ଆଇଁଷ ବାରରେ କୁକୁଡା,ମାଂସ ନା ମାଛ ହବ ସେକଥା ଏବେ ଚିନ୍ତା କରୁଛନ୍ତି। ଗରିବ ତ ଏଇଓଳି ଖାଇବାକୁ ମିଳିବ ତ , ଏ ପ୍ରଶ୍ନକୁ ନେଇ ଘାଣ୍ଟି ହେଉଛି। ଆପଣ ଆସନ୍ତା କାଲି କଥା ଚିନ୍ତା କରୁଛନ୍ତି। ଆଜିଟା ତ ଭଲରେ ଯାଉ।
32
12
276
@itishreena
ଇତିଶ୍ରୀ Itishree
4 years
ଭଦ୍ରକର ପୂର୍ବତନ ସାଂସଦ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ପରଲୋକ। ଓମ୍ ଶାନ୍ତି !
34
10
281
@itishreena
ଇତିଶ୍ରୀ Itishree
4 years
ପଞ୍ଚଭୂତରେ ବିଲୀନ ହୋଇଛି ଠୋ ଠା କଥା କହୁଥିବା, ଉପରକୁ ଶକ୍ତ ଦେଖାଯାଉଥିବା କିନ୍ତୁ ଭିତରେ ନିତାନ୍ତ ସ୍ନେହୀ ମଣିଷଟିର, ମରଶରୀର।🙏 #ଶ୍ରଦ୍ଧାଞ୍ଜଳି
14
5
274
@itishreena
ଇତିଶ୍ରୀ Itishree
4 years
ବାଲିପାଟଣାର ବନମାଳୀପୁର ଫାଣ୍ଡିର ଏ ଥାନାବାବୁ୍ଙ୍କ ବ୍ଯବହାର ଦେଖନ୍ତୁ। କିଭଳି ଅମାନିଆ ଯୁବକଙ୍କୁ ସାବାଡ କରିବାପାଇଁ ସିଧାସଳଖ ମୁଣ୍ଡରେ ସର୍ଭିସ୍ ରିଭଲଭର ଲଗେଇ ଦେଉଛନ୍ତି। ଚୁପଚାପ ଠିଆ ହେଇଥିବା ଯୁ୍ବକଙ୍କ ପାଇଁ ଖାଲି ଅଶ୍ଳୀଳ ଭାଷା ନୁହେଁ, ପିସ୍ତଲ ବି କାଢୁଛନ୍ତି। ଏଭଳି ଉତ୍ସାହୀ ଅଫିସରଙ୍କୁ ମାଓ ଦମନରେ ଲଗାଯିବା କଥା ନୁହେଁ କି?
72
23
276
@itishreena
ଇତିଶ୍ରୀ Itishree
3 years
ଭକ୍ତ ଓ ଭଗବାନଙ୍କ ଭିତରେ ସମ୍ପର୍କ କଣ ଏତେ କ୍ଷୀଣ? ତାଙ୍କ ଦୁଆରେ ସଶରୀରେ ନ ପହଞ୍ଚିଲେ, ସେ କଣ ସତରେ ଖରାପ ଭାବନ୍ତି? #Puricrowd
25
3
275
@itishreena
ଇତିଶ୍ରୀ Itishree
3 years
ବନ୍ଦେ ଉତ୍କଳ ଜନନୀ। #UtkalaDibasa ର ଅନେକ ଶୁଭେଚ୍ଛା।
7
6
270
@itishreena
ଇତିଶ୍ରୀ Itishree
1 year
Tweet media one
15
2
275
@itishreena
ଇତିଶ୍ରୀ Itishree
26 days
ଜୟ ଜଗନ୍ନାଥ।🙏
Tweet media one
21
4
268
@itishreena
ଇତିଶ୍ରୀ Itishree
4 years
ରାତି ୩ଟାରେ ମୁଣ୍ଡଳୀ ପାଖରେ ପହଞ୍ଚିବ ହୀରାକୁଦରୁ ଛଡାଯାଇଥିବା ପାଣି�� ୪୦ ଗେଟ୍ ଦେଇ ଏବେ ପାଣି ହୀରାକୁଦରୁ ଛଡାଯାଉଛି। ମହାନଦୀ ଉପରମୁଣ୍ଡରେ ଏବେ ବି ପ୍ରବଳ ବର୍ଷା। ବନ୍ଯା ସ୍ଥିତି ଆହୁରି ସଙ୍ଗୀନ ହେବା ଆଶଙ୍କା।
14
5
256
@itishreena
ଇତିଶ୍ରୀ Itishree
5 years
ଯେବେ କିଛି #ବଳାତ୍କାର ଘଟଣା ସାମନାକୁ ଆସେ, ଆମେ ପ୍ରତିକ୍ରିୟୀଶୀଳ ହେଉ, ବିଭିନ୍ନ ମତ ବି ଆସେ କିନ୍ତୁ ବାସ୍ କିଛି ଦିନ ପାଇଁ..ତା'ପରେ ସବୁ ଥଣ୍ଡା ପୁଣି ଆଉ ଗୋଟେ ଘଟଣା ନଘଟିବା ପର୍ଯ୍ଯନ୍ତ।ଆସନ୍ତୁ ନା ଟିକେ ଚିନ୍ତା କରିବା, ନିଜ ନିଜ ସ୍ତରରେ ଆମେ କଣ କରିପାରିବା,ଏଭଳି ଜଘନ୍ଯ ମାନସିକତାକୁ ବଦଳାଇବା ପାଇଁ #କେମିତିରୋକିବାବଳାତ୍କାର
67
19
260
@itishreena
ଇତିଶ୍ରୀ Itishree
4 years
ପରଦା ଉପରେ ରବିନ ହୁଡ୍ ହେବା ଖୁବ୍ ସହଜ, କିନ୍ତୁ ପ୍ରକୃତ ଜୀବନରେ ନିଜ ଛଡା ଅନ୍ଯଙ୍କ କଥା ଭାବିବା, ସେମାନଙ୍କ ପାଇଁ କିଛି କରିବା ପାଇଁ ସାହାସ ଦରକାର ହୁଏ। ଜୀବନରେ ଏ ମୋଡ ସମସ୍ତଙ୍କ ପାଇଁ ସମ୍ଭବ ହୁଏନି। ଦୃଢ ନିଶ୍ଚୟ ଦରକାର। ବହୁତ ଶୁଭେଚ୍ଛା @sabyaactor ଆହୁରି ଅଧିକ କରନ୍ତୁ ବିନା କୌଣସି ଆଶାରେ। #RealHeroSabyasachi
9
6
263
@itishreena
ଇତିଶ୍ରୀ Itishree
4 years
ବଡଦାଣ୍ଡରେ ଗଡିବ ରଥ। କଡା କଟକଣା ଭିତରେ ରଥଯାତ୍ରା କରିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ। #ବ୍ରେକିଂ
13
12
257
@itishreena
ଇତିଶ୍ରୀ Itishree
3 years
VIMSAR ର ସୁପରିଟେଣ୍ଡେଣ୍ଟ କହିବା ହେଲା, ଡିସେମ୍ବର ୧୫ ପରେ ହାଇଦର ଡାକ୍ତରଙ୍କ ପରାମର୍ଶ ନେବାକୁ ଡାକ୍ତରଖାନାକୁ ଆସିନି। ତାକୁ କଟକ ଡାକ୍ତରଖାନାକୁ ରେଫର ବି କରାଯାଇନଥିଲା। ତାହେଲେ ଏସସିବି କାହା ଅନୁମତିରେ ଆସିଥିଲା ହାଇଦର, କ୍ଯାବିନରେ କିଭଳି ରହିଲା ଓ ଏ ନେଇ ଏସସିବି କର୍ତ୍ତୃପକ୍ଷଙ୍କ ପାଖରେ କିଛି ଖବର କେମିତି ରହିଲା ନି?
20
19
253
@itishreena
ଇତିଶ୍ରୀ Itishree
3 years
Shocking. You will be remembered Arindam..May your Soul rest in peace.🙏
19
7
254
@itishreena
ଇତିଶ୍ରୀ Itishree
2 years
ଷ୍ଟାଡିଅମ ରେ କ୍ରିକେଟ ମ୍ୟାଚ ନ ଦେଖିଲେ ଜୀବନ ମାଟି ହେଇ ଯାଏ କି? ଟିକେଟ କାଉଣ୍ଟରରେ ଯୋଉ ଅବସ୍ଥା! #ବାରବାଟୀ
34
4
251
@itishreena
ଇତିଶ୍ରୀ Itishree
3 years
"ଆଜିଠୁ 14 ଦିନ ରାଜ୍ୟରେ ମାସ୍କ ଅଭିଯାନ। ଏଣିକି ମାସ୍କ ନ ପିନ୍ଧିଲେ ୨ଗୁଣା ଫାଇନ୍।" - ମୁଖ୍ଯମନ୍ତ୍ରୀ
14
4
239
@itishreena
ଇତିଶ୍ରୀ Itishree
4 years
Do you believe in miracles? Not talking about the music band 'Slade'. The 'real' miracle, am talking about.
54
1
247
@itishreena
ଇତିଶ୍ରୀ Itishree
4 years
ଦୂର ପର୍ଵତ ସଵୁଵେଳେ ସୁନ୍ଦର।
34
3
246
@itishreena
ଇତିଶ୍ରୀ Itishree
4 years
#CycloneAmphan view at 9AM from News 7 building at Bhubaneswar. You can hear the hissing sound of the wind.
16
16
245
@itishreena
ଇତିଶ୍ରୀ Itishree
5 years
ମାତ୍ର ଟ ୫ଶହ ଭତ୍ତାରେ ଯିଏ ମାସକ ଯାକ ଚଳେ,ଆଉ ଏତିକି ପାଇବାକୁ ବୟସର ଅପରାହ୍ନରେ ମାଇଲ ମାଇଲ ବାଟ ଚାଲି ପଞ୍ଚାୟତ ଅଫିସରେ ପହଞ୍ଚେ,ତାଙ୍କଠୁ ବି ଦଶରା ଚାନ୍ଦା ଆଦାୟ। ବ୍ଯକ୍ତି ପିଛା ୩୦ହିସାବରେ ୫୪୩ ଜଣଙ୍କଠୁ କେତେ ଆଦାୟ ହେଉଥିବ,ଅନୁମାନ କରନ୍ତୁ।ଏ ଖବର କୋରାପୁଟ ଲମତାପୁଟ ବ୍ଳକର ବାଲେଲ ପଞ୍ଚାୟତରୁ।୧/୨
41
33
244
@itishreena
ଇତିଶ୍ରୀ Itishree
4 years
ଯଦି ମୁଁ ଆଉ କିଛି ଦିନ ଏମିତି ଘଣ୍ଟା ଘଣ୍ଟା କୋରୋନା ନେଇକି ଲାଇଭ୍ କରିବି,କୋରୋନା ମୋତେ ଭଲ ପାଇ ମୋ ପାଖକୁ ଆସି ଯିବନି ତ!!!🤔😭
58
5
236