Titupanda2 Profile Banner
Titu panda Profile
Titu panda

@Titupanda2

Followers
973
Following
15K
Statuses
17K

ଭଲ ଲାଗେ ସେଇ ଶୁନଶାନ ଅନ୍ଧାର ରାତି ଯେଉଁଠି ମଣିଷ ମାନଙ୍କ ଯାତାୟତ ନଥାଏ।

Joined January 2019
Don't wanna be here? Send us removal request.
@Titupanda2
Titu panda
8 months
ନବୀନ ବାବୁ କିଛି କରିନାହାନ୍ତି କହୁଥିବା @BJP4Odisha ଟିକିଏ ଦେଖିବେ ନିଶୁଳ୍କ 'BIJU EXPRESSWAY' କେତେ ସୁନ୍ଦର। ନବରଙ୍ଗପୁର ରୁ କନ୍ଧମାଳ... @narendramodi ଜୀଙ୍କ NH ଭଳି ନୁହଁ ଯାହା ଓଡିଶା ମଧ୍ୟରେ KM ପିଛା ଏବେ ପ୍ରାୟ ଦେଢ଼ ରୁ ଦୁଇଟଙ୍କା ଦେବାକୁ ହୁଏ। @sasmitpatra @BhruguOdisha @Naveen_Odisha @AdvGantayat
127
55
604
@Titupanda2
Titu panda
2 hours
@Joy58478352 😀😀😀
0
0
1
@Titupanda2
Titu panda
4 hours
@BashiPakhala 😀😀😀
0
0
2
@Titupanda2
Titu panda
12 hours
@DrLekhaShree ଏମାନଙ୍କୁ ତ ବଟି ନେଉ ନେଉ ସମୟ ମିଳେନି।
1
0
3
@Titupanda2
Titu panda
12 hours
ଓଡ଼ିଶାରେ ଡବଲ ଇଞ୍ଜିନ ନୁହଁ ଗୁଜୁରାଟୀ ଇଞ୍ଜିନ ଚାଲିଛି। ଯାହାର driver ହେଲେ ଆଦାନୀ 😀 ଆମ ମୋହନ ବାବୁ କେବଳ ଝାଡୁ ମାରିବା duty @bjd_odisha @BJP4Odisha @Vkpandianfancl1
0
0
6
@Titupanda2
Titu panda
12 hours
@swayam4Odisha ଏ ଡବଲ ଇଞ୍ଜିନ ନୁହଁ ଗୁଜୁରାଟୀ ଇଞ୍ଜିନ। 😀
0
0
1
@Titupanda2
Titu panda
16 hours
@KailashJou25331 ଅନେକ ପୋଷ୍ଟ କରିଛି BJP ତା'ସୋସିଆଲ ମିଡ଼ିଆରେ ଉଦ୍ଘାଟନ ପୂର୍ବର ପୋଷ୍ଟ check କର।
0
0
1
@Titupanda2
Titu panda
16 hours
@PranjalMoh54 @Vkpandianfancl1 କାଇଁ ତୁମକୁ ଅସୁବିଧା ହେଲା କି 😂
2
0
0
@Titupanda2
Titu panda
17 hours
@BijayaChoudhary @swayam4Odisha @AdvGantayat @Naveen_Odisha @Vkpandianfancl1 @BJP4Odisha BJP ର ଏଇ ୫ ବର୍ଷ ହିଁ ରାଜୁତି ତାପରେ ସଫା।
1
0
0
@Titupanda2
Titu panda
17 hours
@TapanKumar10286 @TarunKuSahoo ଭାଇ ଦେଖିବେ ଏମାନେ ପୂର୍ବ ସରକାର କରିଥିବା କାମକୁ maintain କରିପାରିବେ ନାହିଁ।
1
0
0
@Titupanda2
Titu panda
17 hours
@PranjalMoh54 @Vkpandianfancl1 ଗୁଜୁରାଟୀ ଗୁଲାମ କୁ ଆଜି ବୋଧେ ବହୁତ ବାଧିଛି। 🤣🤣
1
0
0
@Titupanda2
Titu panda
21 hours
0
0
0
@Titupanda2
Titu panda
21 hours
@PranjalMoh54 @swayam4Odisha @AdvGantayat @Naveen_Odisha @Vkpandianfancl1 @BJP4Odisha ତତେ ବହୁତ କଷ୍ଟ ହେଉଛି ଲାଗୁଛି। 😀
1
0
0
@Titupanda2
Titu panda
1 day
@Chandra15553545 @bichiraula @swayam4Odisha @AdvGantayat @Naveen_Odisha @Vkpandianfancl1 @BJP4Odisha କାହିଁକି ସମ୍ବିଧାନ ମନା କରେ କି ଦଳ କୁ ଯିବାକୁ?
0
0
0
@Titupanda2
Titu panda
1 day
@LazyLad_1 @swayam4Odisha @AdvGantayat @Naveen_Odisha @Vkpandianfancl1 @BJP4Odisha ଓଃ କି ଜଳୁଛ ଭାଇ ତୁମେ।
0
0
0
@Titupanda2
Titu panda
1 day
@BRAHMAPURDEVEL1 @CMO_Odisha @bjd_odisha @BJP4Odisha ଚାଷ କରୁଛୁ ରେ ଭାଇ, ତୁମ ଭଳିଆ ମିଛ କହି ବୁଲୁନୁ। ତୁମେ କେବଳ tweet ହିଁ କରିପାରିବ ଲୋକଙ୍କୁ ସାହାଯ୍ୟ ନା କେବେ କରିଛ ନା କରିପାରିବ।
1
0
0
@Titupanda2
Titu panda
1 day
@BRAHMAPURDEVEL1 @CMO_Odisha @bjd_odisha @BJP4Odisha ତୁମେ ତ ବିଶ୍ୱ ଗୁରୁ ତେଣୁ ସବୁ ଜ୍ଞାନ ରହିଛି ତୁମର। ବଳକା ଏଇଠି ଆମେ ସବୁ ଓ ଓଡିଶା ଜନତା ମୂର୍ଖ ତ ତେଣୁ ନବୀନ ବାବୁଙ୍କୁ ଭୋଟ ଦେଉଥିଲେ।
0
0
0
@Titupanda2
Titu panda
1 day
@BRAHMAPURDEVEL1 @CMO_Odisha @bjd_odisha @BJP4Odisha 11 ବର୍ଷରେ କେତେ ଲୋକ ବିଦେଶ ଯାଇଛନ୍ତି ଖବର ଅଛି ତ?? ଟିକିଏ ନିଅ। ଏତେ industry ତ ମୋଦି କଲେଣି ଦେଶର ଲୋକେ ବିଦେଶ କାହିଁକି ଯାଉଛନ୍ତି? ହାତରେ ହାତକଡୀ ପଡି ଆସିଲେଣି। ଭାଷଣ ନମାରି ପ୍ରଥମେ ଲୋକଙ୍କୁ ଆଣିବାର ବ୍ୟବସ୍ଥା କର। ନବୀନ ବାବୁ ବ୍ୟବସ୍ଥା କରୁଥିଲେ ଆଣିବାର।
1
0
0