![Tapan Kumar Das Profile](https://pbs.twimg.com/profile_images/1826245482760515585/MVE49ct4_x96.jpg)
Tapan Kumar Das
@TapanKumar10286
Followers
19
Following
338
Statuses
2K
Joined November 2023
@PranjalMoh54 @RathaSasmita7 @Vkpandianfancl1 @pranabpdas @bjd_odisha ଆପଣ ଓଡ଼ିଆ ଅସ୍ମିତା କହିବା....... ଶୋଭା ଦିଶେ ନାହିଁ ଡି଼. ଶର୍ମା । କାରଣ "କଳା ମେଘ ଦେଖି ମୟୁର ନାଚେ ହେଲେ ବିଚ଼ାରା ଜାଣି ପାରେ ନାହିଁ ,ତା ପଛପଟ ଲଙ୍ଗଳା....।"
1
0
0
@uclenka_odisha @ParodyPradeep @DebasmitaNath6 @RasmitaMohapa16 ଅପାରଗତା ବିଜେପି ସରକାର ଯାହା କରି ପାରେ ନାହିଁ । ତାହା ବିଜେଡ଼ି ସରକାରଙ୍କ ଦୋଷ ଅଟେ । ଏହି ଭଳି ବିଜେପି ସରକାର ଚାଲିବ ବିଜେଡ଼ି ପାଇଁ ।
0
0
0
@uclenka_odisha @ParodyPradeep @DebasmitaNath6 @BJP4Odisha @heitibhaina @Manja_katha @SpeaksSabya ତୁ ଗୋଟିଏ ଗାଁଉଳି ଭୁତ ତୁ କି ରାଜନୀତି କରିବୁ । ତୁ ଓଡ଼ିଆ ବି ସ୍ପଷ୍ଟ ଲେଖି ପାରୁନୁ ଆଉ ଓଡ଼ିଆ ଅସ୍ମିତା ମାନେ କେମିତି ଜାଣିବୁ। ଓଡ଼ିଶା ଏକ ନମ୍ବର ରାଜ୍ୟ କରି ପାରିଥିଲେ ବିଜେଡ଼ି ସରକାର । ସେମାନେ କେବେ କ୍ରୀତଦାସ ନୁହଁନ୍ତି ।ତୁ ଅନ୍ଧ ଭକ୍ତ........!
0
0
0
@TarunKuSahoo @Titupanda2 ସେ ମଧ୍ୟ ଭୁଲରେ ଲେଖି ନଥିଲେ । ବରମୁଣ୍ଡା ବସଷ୍ଟାଣ୍ଡର ଏସି ବନ୍ଦ କରିଦେଲେ ବିଜେପି ସରକାର । ପୁଣି ଜନତାଙ୍କ ଅସୁବିଧା ବୁଝିବାକୁ ଆସି ବରମୁଣ୍ଡା ବସଷ୍ଟାଣ୍ଡ ପରିଦର୍ଶନ କରୁଛନ୍ତି । କାହିଁକି ଅନ୍ୟ ଜିଲ୍ଲା ସହରମାନଙ୍କୁ ପରିଦର୍ଶନ କରି ଏହି ଭଳି ବସଷ୍ଟାଣ୍ଡ କରନ୍ତୁ । ଓଡ଼ିଶାର ବିକାଶ ହୋଇ ପାରିବ ।
3
0
0
@TarunKuSahoo @Titupanda2 ଆଉ ଆପଣ କ'ଣ ବି କରନ୍ତି , ଆପଣଙ୍କୁ କ'ଣ ବିଜେପି ସରକାର ଜନତାଙ୍କ ବିରୋଧରେ କହିବାକୁ ନେଟ୍ ପ୍ୟାକ୍ ଦେଇଛନ୍ତି ।
1
0
0
@uclenka_odisha @ParodyPradeep @DebasmitaNath6 @BJP4Odisha @heitibhaina @Manja_katha @SpeaksSabya ତୋତେ କ'ଣ ଦେଶରେ ବିଜେପି ସରକାରରେ ଅନ୍ୟାୟ , ଅତ୍ୟାଚାର , ଭ୍ରଷ୍ଟାଚାର ଓ ଦୁର୍ନୀତି ହେବା ସବୁ ପ୍ରମାଣ ଭିତ୍ତି ହୀନ ଲାଗେ । ଦେଖେ ତୁ ଗୋଟିଏ ବିଜେପିର ଅନ୍ଧ ଭକ୍ତ ବିଜେପି ବି ବର୍ତ୍ତମାନ ସରକାର ଏଣୁ ତୁ ସରକାରଙ୍କ ବିରୋଧରେ କହି ପାରିବୁ ନାହିଁ। କିନ୍ତୁ ତୁ ଜନତାଙ୍କ ବିରୋଧରେ କହିବା ଅଧିକାର ନାହିଁ ।
1
0
0
@uclenka_odisha @ParodyPradeep @DebasmitaNath6 @BJP4Odisha @heitibhaina @Manja_katha @SpeaksSabya ନ୍ୟାୟ ରାତାରାତି ନ ମିଳିଲେ ଅପରାଧ ରାତାରାତି ବଢୁଛି।ଯେପରିକି ୨୪ବର୍ଷରେ ମାତ୍ର ୯ରୁ୧୦ କେସ୍।ଆଉ ୭ମାସରେ ୧୨୫୦ ରେପ୍ ଗ୍ୟାଙ୍ଗରେପ୍ ମର୍ଡ।ଅପାରଗତା ବିଜେପି ଡ଼ବଲ ଇଞ୍ଜିନ୍ ସରକାର।ମାନ��ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଙ୍ଗେ ସଙ୍ଗେ ଆକ୍ସନ ନେଉଥିଲେ ତେଣୁ ଅପରାଧୀ ସଂଖ୍ୟା ସୀମିତ ଥିଲା।ଯେଉଁଠି ବିଜେପି ସରକାର ସେଠି ଅପରାଧ।
1
0
0
@ParodyPradeep @DebasmitaNath6 @BJP4Odisha @BibhutiJena93 @Pradeep4bjp1 @MohanMOdisha Action is great. Action is humanity, and anyone who sees it differently is inhuman and petty.
0
0
0
@ParodyPradeep @uclenka_odisha @DebasmitaNath6 @heitibhaina @Manja_katha @SpeaksSabya ଆପଣ ଅଯଥା ଉତ୍ୟକ୍ତ ହେଉଛନ୍ତି ।ଆପଣ ଯଦି କେଉଁ ଦଳର କିଣା ଚାକର ନୁହଁନ୍ତି । ତେବେ ଭୁଲକୁ ଭୁଲ ବୋଲି କହିବାକୁ କୁଣ୍ଠାବୋଧ କାହିଁକି କରୁଛନ୍ତି।ଶଙ୍ଖକୁ ହୀନ୍ଦୁ ଧର୍ମ ବା ସନାତନ ଧର୍ମରେ ପବିତ୍ର ମାନା ଯାଏ ଏବଂ ଶଙ୍ଖ ଧ୍ୱନି ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ବିଧେୟ ଅଟେ ।ଆପଣ ବା ବିଜେପିର ଅନ୍ଧ ଭକ୍ତମାନେ ବାରମ୍ବାର ଅପମାନ କରିବା ଅନୁଚିତ ।
1
0
0
@ParodyPradeep @uclenka_odisha @DebasmitaNath6 @BJP4Odisha @heitibhaina @Manja_katha @SpeaksSabya ଆରେ ପାଗଳ ଏହା ସମସ୍ତେ ଜାଣନ୍ତି । ଏବଂ ଏହା ମଧ୍ୟ ଜାଣନ୍ତି ୨୪ ବର୍ଷ ମଧ୍ୟରେ ବିଜୁଜନତା ଦଳ ସରକାର ସମୟରେ ଆଉ ଏହା ମଧ୍ୟ ମନେ ଅଛି ବିଜେପି ଡ଼ବଲ ଇଞ୍ଜିନ୍ ସରକାର ଆସିଲେ ନ୍ୟାୟ ଦେବେ । କିନ୍ତୁ ନ୍ୟାୟ ତ ମିଳୁନି ହେଲେ ବିଜେପି ସରକାରଙ୍କ ଛଅ ମାସ ମଧ୍ୟରେ ୧୨୫୦ ଘଟଣା ଘଟି ସାରିଲାଣି ।
2
0
0
@ParodyPradeep @uclenka_odisha @DebasmitaNath6 @heitibhaina @Manja_katha @SpeaksSabya ବିଜେପି ଓଡ଼ିଆ ଅସ୍ମିତା କଥା କହୁଥିଲେ । ତେବେ ତୁମର ଓଡ଼ିଆ ଭାଷାକୁ ଭଲ ପାଇବା କାହିଁ ? ହିନ୍ଦୀରେ ଲେଖି ଓଡ଼ିଆ ଅସ୍ମିତାକୁ ଭଲ ପାଇବା ଏକ ମିଛ ଏବଂ ଅସଭ୍ୟ ଭାଷାରେ ଲେଖିବା ବିଜେପିର ହୀନ ଚରିତ୍ର । ଧିକାର୍ ବିଜେପିର ଅନ୍ଧ ଭକ୍ତ.....।
1
0
0
@uclenka_odisha @DebasmitaNath6 @BJP4Odisha @heitibhaina @Manja_katha @ParodyPradeep @SpeaksSabya ଏହା ହେଉଛି ବୋଧହୁଏ ବିଜେପିର ଓଡ଼ିଆ ଅସ୍ମିତା ଆଉ ମା'କୁ ସମ୍ମାନ........। ଓଡ଼ିଶାବାସୀ ଠକି ଗଲେ ମିଛୁଆ ବିଜେପି ସରକାରଙ୍କ ପାଖରେ ।
1
0
0
@ParodyPradeep @DebasmitaNath6 @BJP4Odisha @BibhutiJena93 @Pradeep4bjp1 @MohanMOdisha କ'ଣ ଅନ୍ଧ ଭକ୍ତ ନିଜେ ଓଡ଼ିଆ ଠିକ୍ ଲେଖିଛ ! ଲେଖୀ❌ ଲେଖି✔️ ପୂର୍ଣ୍ଣଛେଦ ବି ନାହିଁ ।
1
0
0
@AdvGantayat ଗୋଲା ଭାଇଙ୍କ ଅଭ୍ୟାସ ସେମାନଙ୍କୁ ନିଜ ଜନ୍ମଗତ ଅଭ୍ୟାସରେ ତୃପ୍ତି ମିଳେ ଲାଠି ତାଙ୍କର ସାଥୀ । ପରିଶେଷରେ ଗୋଲା ହେବାରେ ଇଛା ବି ପୁରଣ ହେଇଯାଉ ବିଜେପି ସରକାରଙ୍କର......।
0
0
0
@BibhuSamal11 @BhruguOdisha ଆପଣ କ'ଣ କୁହନ୍ତି ତାହା ତ ଓଡ଼ିଆରେ ବୁଝି ହୁଏ ନାହିଁ । ଆମର କେଉଁଠି ଅବୁଝାମଣା ରହିଲା ।ଏପର୍ଯ୍ୟନ୍ତ ପୋଲାଭରମ ପ୍ରକଳ୍ପ ହୋଇ ପାରିନଥିଲା ବିଜେପି ଆସିବା ମାତ୍ରକେ ପ୍ରକଳ୍ପ ବିନା ଦ୍ବିଧାରେ ଚାଲିଛି । ଓଡ଼ିଶାର ସ୍ବାର୍ଥ ପାଇଁ ବିଜେପି ସରକାରଙ୍କ କ'ଣ କରେ...... ???
0
0
0
@tanmay96001 @BhruguOdisha ଠିକ୍ କଥା ଦଳରେ ରହିଥିଲେ ଦାଗ ଲିଭାଇବା ପାଇଁ ମୋଦି ଓ୍ବାସିଙ୍ଗ୍ ମେସିନ ବି ପାଇଥାଆନ୍ତ ।
0
0
0