![Debasmita Nath Profile](https://pbs.twimg.com/profile_images/1351780600764538880/Ebm0Xk-6_x96.jpg)
Debasmita Nath
@DebasmitaNath6
Followers
8K
Following
847
Statuses
514
ଜୀବନର ରାସ୍ତାରେ ଚାଲିବାକୁ ହେଲେ କେତେ ଘାତ ପ୍ରତିଘାତ ସହି ଆଗକୁ ବଢିବାକୁ ପଡିବ, ଆଉ ସମସ୍ୟା ଜୀବନର ଶେଷ ନୁହେଁ ସେଇଠୁ ଏକ ନୂଆ ଜୀବନର ଆରମ୍ଭ ହୁଏ ଖାଲି ଧୈର୍ଯ୍ୟ ଧରିବା ଆବଶ୍ୟକ ।
Joined January 2021
ଏହା ହେଉଛି ଡବଲ ଇଞ୍ଜିନ ସରକାରର ଡବଲ ବିକାଶ @BJP4Odisha
@baguliachintu
@ParodyPradeep
@socialTalks96
@uclenka_odisha
@heitibhaina
@Manja_katha
@Biluabichara
0
0
0
ସାଂସଦ ନେତା ବଦଳରେ ଜୋକର ହେଲେ ଏମିତି ହୁଏ l ନିର୍ବାଚିତ ହେଵା ପରଠୁଁ ବ୍ରହ୍ମପୁର ସାଂସଦ #ପ୍ରଦୀପପାଣିଗ୍ରାହୀ ଏ ଅଂଚଳର ବିକାଶ ପାଇଁ ଗୋଟିଏ ବି ଥର ପ୍ରେସମିଟ କରିଛନ୍ତି କି ?? @BJP4Odisha
@ParodyPradeep
@uclenka_odisha
@Manja_katha
@Biluabichara
@heitibhaina
@Pradeep4bjp1
@BibhutiJena93
#berhampur
9
5
30
ଭାରତ - ଇଂଲଣ୍ଡ ଦିନିକିଆ ମ୍ୟାଚ ବେଳେ ବାରବାଟୀରେ ଫ୍ଲଡ ଲାଇଟ ସମସ୍ୟା ଯୋଗୁଁ ଖେଳ ବାଧାପ୍ରାପ୍ତ l ବାହାସ୍ପୋଟିଆ କ୍ରୀଡାମନ୍ତ୍ରୀ କିଛି କହିବେନି କି? ପଟ୍ରିରୁ ଖସି ଯାଉଛି କି ଡବଲ ଇଞ୍ଜିନ. ??? @BJP4Odisha
@suryabanshibjp
@ParodyPradeep
@baguliachintu
@uclenka_odisha
@biluabichar
@heitibhaina
34
4
93
ଏ କି ପ୍ରକାର ଅପରିପକ୍ଵତା ? ଦୁଇ ବରିଷ୍ଠ ମନ୍ତ୍ରୀଙ୍କ ମଧ୍ୟରେ ଏ କି ପ୍ରକାର ପ୍ରତିଯୋଗିତା ? ଶୋକବାର୍ତ୍ତା ଆଗ ଲେଖିବେ ବୋଲି ବଞ୍ଚି ଥିବା ଲୋକଙ୍କ ବିଷୟରେ ଏମିତି ଲେଖିଦେବେ l @BJP4Odisha
@tutubal_sukinda
@KrushnaPat56655
@ParodyPradeep
@baguliachintu
@uclenka_odisha
@socialTalks96
@sandha_toka
18
3
37
ବୈଜୟନ୍ତ ପଣ୍ଡା ଦିଲ୍ଲୀ ନିର୍ବାଚନ ଦାୟିତ୍ୱରେ ଥିବାରୁ ଏହି ଅନଔପଚାରିକ ବୈଠକରେ ନଥିବା ବୁଝିହଉଛି l ହେଲେ ଏଠି ପ୍ରଦୀପ ପାଣିଗ୍ରାହୀ ଓ ଅପରାଜିତା ଷଢଙ୍ଗୀ କାହିଁକି ଅନୁପସ୍ଥିତ ? ଗୋଠ ଭାଙ୍ଗି ରହୁଛନ୍ତି କି ଉଭୟ. ! @BJP4Odisha
@heitibhaina
@Manja_katha
@ParodyPradeep
@SpeaksSabya
6
1
19
ଏ ଖବରଟି ଓଡିଶାରୁ ଯାଇଥିବା ୨୦ ବିଜେପି ସାଂସଦଙ୍କ ଗାଲରେ ଏକ ଶକ୍ତ ଚାପୁଡା ନୁହେଁ କି ??? @BJP4Odisha
@ParodyPradeep
@baguliachintu
@heitibhaina
@uclenka_odisha
@socialTalks96
@sandha_toka
45
16
85
ବ୍ରହ୍ମପୁର ରେଳ ଷ୍ଟେସନର ନୂଆଁ କୋଠା ଡିଜାଇନ୍ ଜାରି କରାଯାଇଚି ଏଥିରେ ଦର୍ଶାଯାଇଥିବା ଫୋଟୋ ଚିତ୍ରରେ ଗଞ୍ଜାମ ଲୋକ ଏଭଳି ପୋଷାକ ପିନ୍ଧନ୍ତିନି କଣ ଏ ଗୁଜରାଟୀ ପୋଷାକ କି? @BJP4Odisha
@AshwiniVaishnaw
@heitibhaina
@Manja_katha
@ParodyPradeep
@uclenka_odisha
@parody739631
@BibhutiJena93
@bjpberhampur
2
4
25
ଏପରି ଧମକାଇ ଜାତି ପଚାରିବା କେତେ ଦୂର ଠିକ୍ @BJP4Odisha
@baguliachintu
@debendraprusty
@heitibhaina
@Journalist_PM
@Manja_katha
@MishraKedar1
@MousumiMohanty2
@ParodyPradeep
39
17
132
RT @bjd_odisha: ଆଦିବାସୀ ସମାଜକୁ ମୁଖ୍ୟମନ୍ତ୍ରୀଙ୍କ ଅସମ୍ମାନ। କ'ଣ ଏହା ବିଜେପିର 'ଓଡ଼ିଆ ଅସ୍ମିତା'ର ଉଦାହରଣ? #BJPAntiTribal #BJPAntiOdisha #BJPAntiPeo…
0
75
0
ଏ କି ହେଲା ଅବସ୍ଥା ରେ ଭାଇ ? @BJP4Odisha
@bjd_odisha
'#ସାର_ଟିକେ_ପାଣି_ବ୍ୟବସ୍ଥା_ବି_ନାହିଁ' ବହୁତ ଖରାପ ବ୍ୟବସ୍ଥା, ପାଣି ନାହିଁ ପିଇବାକୁ । ବେହୋସ ହେଇକି ଲୋକ ମଲେଣି । ଏମଏଲଏ ପିଲା, ଏମପି ପିଲାଙ୍କୁ ସେପଟେ ଛାଡୁଛନ୍ତି । ଆମେ ୧୪ ଘଣ୍ଟା ହେଲାଣି ଛିଡା ହେଇଛୁ: ଦର୍ଶକ । #Barabati #Ticket #Cuttack
1
0
1
ଆମ ଓଡିଶା ନବୀନ ଓଡିଶାର ଅବିକଳ ନକଲ @BJP4Odisha
@MohanMOdisha
@baguliachintu
@BashiPakhala
@Manja_katha
@MishraKedar1
@ParodyPradeep
@debendraprusty
@heitibhaina
@socialTalks96
@manasmitak
@MousumiMohanty2
@SatyaPrNayak
@soubhagyajourno
@uclenka_odisha
@Journalist_PM
17
0
16
ପୋଲିସ ମାଡାମଙ୍କ ବେକରୁ ଛଡେଇ ନେଇଗଲେ ସୁନା ଚେନ l ଚୋରଙ୍କ କି ସାହସ ଦେଖନ୍ତୁ l ଏବେ ପୋଲିସକୁ ବି ସୁରକ୍ଷା ଆବଶ୍ୟକ ! @BJP4Odisha
@heitibhaina
@Manja_katha
@ParodyPradeep
2
0
0
ନିଜର ଖୁସି ପାଇଁ କେବେ କାହା ସହିତ #Timepass କରନାହିଁ କାରଣ ତୁମର #Timepass ତ ହେଇଯିବ ହେଲେ କେହି ଜଣେ ସବୁଦିନ ପାଇଁ ହସିବା ଭୁଲିଯିବ ll #JayJagannath🙏 @BJP4Odisha
2
0
3
ଏଥରେ ଭାରତର ନାଁ ନାହିଁ କାହିଁକି l ଆମକୁ ବିଶ୍ଵଗୁରୁ ବିଶ୍ଵଗୁରୁ କହି କହି ଭୁଆଁ ବୁଲାଉଥିଲେ କି ? @BJP4Odisha
@debendraprusty
@heitibhaina
@socialTalks96
@manasmitak
@MousumiMohanty2
@SatyaPrNayak
@soubhagyajourno
@MishraKedar1
@kanhaiyakumar
@baguliachintu
@ParodyPradeep
2
0
1
ସେହିଭଳି ଏକ ମହାନ ଯୋଗଜନ୍ମା ବ୍ୟକ୍ତିତ୍ୱଙ୍କୁ ଭଞ୍ଜନଗରରୁ ନବନିର୍ବାଚିତ ବିଜେପି ବିଧାୟକ ବିଶ୍ଵଦରବାରରେ ପରିଚିତ କରେଇବେ l ଏମାନଙ୍କୁ ସତରେ ଲାଜ ସରମ ବୋଲି କିଛି ନାହିଁ @BJP4Odisha
@baguliachintu
@Manja_katha
@ParodyPradeep
@heitibhaina
@debendraprusty
@heitibhaina
@manasmitak
@MousumiMohanty2
1
0
1
ମୁଖ୍ୟମନ୍ତ୍ରୀ ଲୋକଙ୍କ ଅତି ପ୍ରିୟ ହେବା ଚକ୍କରରେ ଆଦିବାସୀ ମହିଳାଙ୍କ ଉପରେ ହିଁ ନିକଟରେ କଳା ଗୋରା ଭଳି ଏକ ଟିପ୍ପଣୀ ଦେଇଦେଲେ l ଆଜ୍ଞା ଲୋକଙ୍କୁ ତାଚ୍ଛଲ୍ୟ କରି କହି କେହି କେବେ ସେମାନଙ୍କ ନିକଟତର ହୁଏନି ବରଂ ଲୋକେ ଏମିତି ଲୋକଙ୍କୁ ଦୁରେଇ ଦିଅନ୍ତି l @BJP4Odisha
@ParodyPradeep
@Manja_katha
@baguliachintu
1
0
19