Debendra Prusty Profile
Debendra Prusty

@debendraprusty

Followers
4,995
Following
363
Media
644
Statuses
22,089

, Ex editor , tv anchor, news planner, development thinker, activist.

odisha
Joined May 2010
Don't wanna be here? Send us removal request.
Explore trending content on Musk Viewer
@debendraprusty
Debendra Prusty
2 years
ବପଝିଅ ପଢୁଆଁ ହେଲୁ।
Tweet media one
25
6
784
@debendraprusty
Debendra Prusty
3 years
ଆମର କାଲି ୨୬ପୂରିଲା। ପୁରୀ ଯାଇଥିଲୁ।
Tweet media one
Tweet media two
Tweet media three
72
5
647
@debendraprusty
Debendra Prusty
2 years
ଏଏସଓ ନିଯୁକ୍ତିରେ ପ୍ରବଳ ଦୁର୍ନୀତି ହୋଇ ଆସୁଅଛି। ପୂର୍ବରୁ ପଦବୀ ପିଛା ୧୫ ଲକ୍ଷ ଟଙ୍କା ନିଆଯାଉଥିଲା। ଏଥର ୨୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଅଭିଯୋଗ ହେଉଛି। ଏହା ମୋ ସରକାରର ଅନ୍ୟତମ ସଫଳତା କି?
51
155
525
@debendraprusty
Debendra Prusty
4 years
5 ଘଣ୍ଟା ଜେରା। 2 ଘଣ୍ଟା ପରେ ଆରମ୍ଭ। ତା ପର 2 ଘଣ୍ଟା ବ୍ୟକ୍ତିଗତ ପ୍ରଶ୍ନୋତ୍ତର। 1 ଘଣ୍ଟା ବିଷୟ ସଂପର୍କରେ। ପୁଲିସ ବ୍ୟବହାର ଭଲ। ସେମାନେ ଭଦ୍ର ଲୋକ। ଆଜି ବି ଡାକରା, ଯିବି। 3ଟାରେ। ବିଶ୍ବାସ ଅଛି, ସତ୍ୟ, ଧରମ ଓ ନ୍ୟାୟର ବିଜୟ ହେବ। ଜୟ ଜଗନ୍ନାଥ।
33
22
520
@debendraprusty
Debendra Prusty
2 months
ମୁଁ ଚାକିରି ଛାଡ଼ି ଦେଇଛି। ରାଜନୀତିରୁ ସନ୍ନ୍ୟାସ ନେଇଛି। ମୋ ସ୍ତ୍ରୀ ଛୁଆର ମେଟ୍ରିକ ପରୀକ୍ଷା ପାଇଁ ୬ ମାସ ଛୁଟି ନେଇଛି। ମୁଁ ମୋ ସ୍ତ୍ରୀପିଲାଛୁଆଙ୍କ ପାଖରେ ରହିବା କଥା ନା ଅନ୍ୟ ଜଣକ ଘରେ ରହିବା କଥା?
95
20
477
@debendraprusty
Debendra Prusty
2 years
ମାହାଙ୍ଗା ଡବଲ୍‌ ମର୍ଡର ମାମଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହଯୋଗୀ ଅଭିଯୁକ୍ତ ଟ୍ରକ ଆଗକୁ ଡେଇଁ ଆତ୍ମହତ୍ୟା କଲେ। ବହୁ ବିବାଦରେ ଜଡ଼ିତ ମନ୍ତ୍ରୀ ସମୀର ଦାଶଙ୍କ ସହଯୋଗୀ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କଲେ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହଯୋଗୀ ମମିତା ହତ୍ୟା ମାମଲାରେ ଆତ୍ମହତ୍ୟା କଲେ। କ’ଣ ଚାଲିଛି ଏଠି?
59
41
445
@debendraprusty
Debendra Prusty
2 months
ମଦ ନିଷିଦ୍ଧ ହେଲେ ଓଡ଼ିଶା ସରକାର ବାର୍ଷିକ ହାରାହାରି ୬ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବେ। କିନ୍ତୁ ୧୨ ହଜାର କୋଟି ଟଙ୍କାର ସ୍ୱାସ୍ଥ୍ୟସେବା ଖର୍ଚ୍ଚ, ୨୪ ହଜାର କୋଟି ଟଙ୍କାର ସାମାଜିକ ଖର୍ଚ୍ଚ ଓ ଲକ୍ଷଲକ୍ଷ କୋଟି ଟଙ୍କାର ଜୀବନ ବଂଚିଯିବ।
62
39
417
@debendraprusty
Debendra Prusty
2 years
ଦିଲ୍ଲୀ ଯାଉଛନ୍ତି, ଦୁବାଇ ଯାଉଛନ୍ତି, ମୁମ୍ବାଇ ଯାଉଛନ୍ତି, ରୋମ ଯାଉଛନ୍ତି, ଷ୍ଟଲ୍‌ ଯାଉଛନ୍ତି, ଷ୍ଟାଡିୟମ ଯାଉଛନ୍ତି, କିନ୍ତୁ ବିଧାନସଭା ଯିବେ ନାହିଁ। କରୋନା ସେଇଠି ରହିଯାଇଛି!
30
20
385
@debendraprusty
Debendra Prusty
3 years
ଶୁଣିଲି ଭୁବନେଶ୍ୱରର ସବୁ ମୁକୁଳା ଡ୍ରେନ୍‌ ଉପରେ କଂକ୍ରିଟ ସ୍ଲାବ ପକେଇ ବନ୍ଦ କରିବାକୁ ୩ ବର୍ଷ ତଳୁ ଟଙ୍କା ମଞ୍ଜୁର ହୋଇସାରିଛି। ସେ ଟଙ୍କା ତକ ବୋଧହୁଏ ସେହି ମୁକୁଳା ଡ୍ରେନ୍‌ରେ ଭାସିଗଲା।
23
19
364
@debendraprusty
Debendra Prusty
3 months
କଣ୍ଟାବାଞ୍ଜିରେ ୧୬୦୦୦ ଭୋଟ୍‌ରେ ହାରିଲେ। ହିଞ୍ଜିଳିରେ ୪୦୦୦ ଭୋଟ୍‌ରେ ଜିତିଲେ। ତାଙ୍କ ନିଜ ଅବସ୍ଥା ଏଇଆ। ଆଉ ତାଙ୍କ ନାଁରେ ଭୋଟ୍‌ ଥିଲା ବା ଅଛି ବୋଲି କହିବା କେବଳ ମିଛୋ କାଥା। ତାଙ୍କର ପ୍ରଥମ ନିର୍ବାଚନ ବିଜୁଙ୍କ ନାଁରେ, ଦ୍ୱିତୀୟ ନିର୍ବାଚନ ବାଜପେୟୀ ନାଁରେ, ତୃତୀୟ ନିର୍ବାଚନ ପ୍ୟାରୀଙ୍କ ଚାଲ୍‌ରେ, ୧/୨
23
23
351
@debendraprusty
Debendra Prusty
2 years
Rampant irregularities in ASO exam. Posts were allegedly sold for RS. 20 lakh each. Why should not its OMR sheet be published? @CMO_Odisha @MoSarkar5T @Naveen_Odisha
33
102
339
@debendraprusty
Debendra Prusty
2 months
ସରକାରରେ ଥିଲାବେଳେ ମନ୍ତ୍ରୀମାନଙ୍କୁ ବି ବିଭାଗୀୟ କ୍ଷମତା ଦେଇ ନଥିଲି, ୫ଟି ସବୁ ବୁଝୁଥିଲା। ଏବେ ସରକାରରୁ ଗଲା ପରେ ୫୦ ଜଣଙ୍କୁ ୩୩ ବିଭାଗ ଦେଲି, ଚାଟୁଥାନ୍ତୁ।
51
27
339
@debendraprusty
Debendra Prusty
3 months
ପୂର୍ବରୁ କେତେ ଆଇଏଏସ ଅଫିସର ସେମାନଙ୍କ ପିଲାର ପରୀକ୍ଷା ପାଇଁ ୬ ମାସ ଛୁଟି ନେଇଛନ୍ତି?
48
14
335
@debendraprusty
Debendra Prusty
2 years
ମୋ ଝିଅର ମୋବାଇଲ୍‌ ଚୋରି ହୋଇଗଲ। ରିଂ ହେଉଛି, କେହି ଧରୁ ନାହାନ୍ତି। ମୋ ପୁଲିସକୁ କହିବି ନା ଏଫବିଆଇକୁ?
94
4
320
@debendraprusty
Debendra Prusty
3 years
ମୋ ଝିଅ ପଢୁଆଁ, ମୁଁ ପଢୁଆଁ।
Tweet media one
Tweet media two
10
0
313
@debendraprusty
Debendra Prusty
4 years
ଭୁବନେଶ୍ୱରରେ ସୁନା ଦୋକାନୀ ହଜାର ହାଜର ଗ୍ରାହକଙ୍କ ମେଳରେ ଧନତେରାସ ବେପାର କରିପାରିବେ, କିନ୍ତୁ ବିନ୍ଦୁସାଗର କୂଳରେ ଲୋକେ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ଦେଇପାରିବେ ନାହିଁ। ଏ କରୋନାଟା ବ୍ୟବସ୍ଥାକୁ ବିଧର୍ମୀ ବେପାରୀ କରିଦେଇନାହିଁ ତ?
15
26
308
@debendraprusty
Debendra Prusty
2 years
ନବ ପୁଅଝିଅ ଯଦି ବାପା ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଜାଣିବାକୁ ଚାହାନ୍ତି ତେବେ ଗୁପ୍ତରେ ଜାତୀୟ ସ୍ତରର ପ୍ରାଇଭେଟ୍‌ ଡିଟେକ୍ଟିଭ୍‌ ଲଗାନ୍ତୁ। ସେମାନଙ୍କର ସମ୍ବଳ ଅଛି। ପାରିବେ।
23
11
313
@debendraprusty
Debendra Prusty
1 year
କଟକ ବସ୍‌ ଷ୍ଟାଣ୍ଡ ତିଆରି କରିଛି ତାମିଲନାଡ଼ୁ ସଂସ୍ଥା। ପରିଚାଳନା କରିବା ମହାରାଷ୍ଟ୍ର ସଂସ୍ଥା। ଓଡ଼ିଆ ଏତେ ଅଯୋଗ୍ୟ!
72
30
302
@debendraprusty
Debendra Prusty
2 years
ଓଡ଼ିଶାରେ ଠିକା ନିଯୁକ୍ତି ପ୍ରଥା କିଏ ପ୍ରତିଷ୍ଠା କରିଥିଲେ କି?
54
9
290
@debendraprusty
Debendra Prusty
3 months
ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ପଟ୍ଟନାୟକଙ୍କୁ ନେଇ ସନ୍ଧ୍ୟାରେ ଫେରିବେ ଭୈରବବାବୁ।
66
8
294
@debendraprusty
Debendra Prusty
3 years
ମମିତା, ସ୍ମିତା, ବେବିନା, ଇତିଶ୍ରୀ ପ୍ରମୁଖ ହତଭାଗିନୀମାନଙ୍କ ତାଲିକା ଯେତିକି ବଢ଼ୁଛି, ତାଙ୍କ ଭୋଟ୍‌ ମଧ୍ୟ ସେତିକି ବଢ଼ୁଛି।
25
25
273
@debendraprusty
Debendra Prusty
3 months
ଜଣେ କିଏ କହିଥିଲେ ଫଳାଫଳ ମୁଁ ଯେମିତି କହୁଛି ସେମିତି ନହଲେ ରାଜନୀତିରୁ ସନ୍ନ୍ୟାସ ନେବି। ସେ ଉତ୍ତରକୁ ଗଲେ ନା ଦକ୍ଷିଣକୁ?
36
22
280
@debendraprusty
Debendra Prusty
1 year
ଅନ୍ୟ ଯାହା ହେଉ ପଛେ, ପ୍ରଦୀପ ପାଣିଗ୍ରାହୀଙ୍କର କିନ୍ତୁ ସାହସ ଅଛି। ଅନ୍ୟ ବହୁ ଓଡ଼ିଆ ନେତାଙ୍କ ପାଖରେ ଏଇ ଗୁଣଟି ଆଦୌ ନଥିବା ପରି ଲାଗେ।
22
20
277
@debendraprusty
Debendra Prusty
7 months
ବାରବାଟୀ ଷ୍ଟାଡିୟମଙ୍କୁ ସଂପୂର୍ଣ୍ଣ ଭାଙ୍ଗି ନୂଆ ତିଆରି କରିବା ଅପେକ୍ଷା ସେଇ ଟଙ୍କାରେ କଟକ-ଭୁବନେଶ୍ୱର ମଝିରେ କେଉଁଠି ଗୋଟେ ସଂପୂର୍ଣ୍ଣ ନୂଆ ଷ୍ଟାଡିୟମଟିଏ ତିଆରି କଲେ ଭଲ ହୁଅନ୍ତା।
31
15
249
@debendraprusty
Debendra Prusty
1 month
ତାଙ୍କ ରାଜ୍ୟର ରୋଗୀଭୋଗୀଙ୍କୁ ସୀମାରେ ଅଟକାଯାଉ, ଆଳୁ ଆସିଲେ ସେମାନେ ଆସିବେ।
33
23
245
@debendraprusty
Debendra Prusty
4 years
ଭୁବନେଶ୍ୱର ସତ୍ୟନଗର ମଶାଣିର ସୁପରଭାଇଜରଙ୍କ ଅନୁସାରେ ସେଠାରେ ୧୧୦୦ ଉପରେ କୋଭିଡ ରୋଗୀଙ୍କ ଶବ ପୋଡ଼ାଗଲାଣି। ଦିନକୁ ୩୦-୪୦ ଶବ ପୋଡ଼ାଯାଉଛି। ସରକାରଙ୍କ ଅନୁସାରେ ସାରା ରାଜ୍ୟର କରୋନା-ମୃତ୍ୟୁସଂଖ୍ୟା ୮୦୦ ଛୁଇଁନି। ଦିନକୁ ସାରା ରାଜ୍ୟର କରୋନା-ମୃତ୍ୟୁସଂଖ୍ୟାର ରେକର୍ଡ଼ ହେଲା ୧୬। ତେବେ ରାଜ୍ୟ/ରାଜଧାନୀରେ କରୋନାରେ ସତରେ କେତେ ମଲେଣି?
26
32
234
@debendraprusty
Debendra Prusty
1 year
କୌଣସି ମନ୍ତ୍ରୀ ଓଡ଼ିଶାର ସୁପର୍‌ ଚିଫ୍‌ ମିନିଷ୍ଟର ହୋଇପାରିଲେନି, ସଚିବ ହେଲେ।
39
14
238
@debendraprusty
Debendra Prusty
3 years
କୁନ୍ଦୁଲି, ପିପିଲି, ଧର୍ମଶାଳା, ନୟାଗଡ଼, ମହାଲିଙ୍ଗ ଆଦି ଘଟଣାର ଅପରାଧୀଙ୍କୁ ସୁରକ୍ଷା ଦେଲେ ଏଇଆ ହୁଏ। ଜଗନ୍ନାଥ ଆମ ମା’, ଭଉଣୀ, ଝିଅମାନଙ୍କୁ ସୁରକ୍ଷା ଦିଅନ୍ତୁ, ସହାୟ ହୁଅନ୍ତୁ।
Tweet media one
18
39
228
@debendraprusty
Debendra Prusty
6 months
ଆଇଟି ସେଲ୍‌ ମଧ୍ୟରେ ମେଣ୍ଟ ହେବ ନା ଶୋଧାଶୋଧି ଜାରି ରହିବ?
47
12
219
@debendraprusty
Debendra Prusty
3 months
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯିଏ ବି ହୁଅନ୍ତୁ, ସେ ଓଡ଼ିଶାର ସ୍ୱାଭିମାନ ଓ ଓଡ଼ିଆଙ୍କର ସ୍ୱାବଲମ୍ବନ ଏବଂ ସମୃଦ୍ଧି ପାଇଁ କାମ କରନ୍ତୁ। ସେ ଯଦି ତ୍ରିବେଣୀ, ଜିନ୍ଦଲ, ଆଦାନୀ, ଅମ୍ବାନୀ ବା ଏହିପରି ଅନ୍ୟ କୌଣସି କମ୍ପାନୀ କିମ୍ବା ଗୋଷ୍ଠୀ ପାଇଁ କାମ କଲେ ତେବେ, ତାହା ମତଦାତାଙ୍କ ସହ ପ୍ରତାରଣା ହେବ। ୧/୨
29
9
219
@debendraprusty
Debendra Prusty
4 years
ଓଡ଼ିଶାର ୨୮ ପ୍ରତିଶତ ଲୋକ ଏବେ ବି ନିରକ୍ଷର। ମୁଖ୍ୟତଃ ସେଇମାନଙ୍କ ଭୋଟରେ ଗଢ଼ା ହେଉଛି ସରକାର। ସେମାନେ ପାଠ ପଢ଼ିଥିଲେ ନିଶ୍ଚୟ ସରକାରଙ୍କୁ ପାଠ ପଢ଼ାଉଥାନ୍ତେ।
28
17
203
@debendraprusty
Debendra Prusty
2 years
୩୫ ବର୍ଷର ସାମ୍ବାଦିକତା ଭିତରେ ଘରଟିଏ କରିପାରିନି। ଅର୍ଚ୍ଚନା ମାତ୍ର ୫-୬ ବର୍ଷରେ ପ୍ରାସାଦୋପମ ଘର ତିଆରି କରିପାରିଛି। ତେଣୁ ଭାବୁଛି, ଅର୍ଚ୍ଚନା ବ୍ଲାକ୍‌ମେଲିଂ କମ୍ପାନୀ ପ୍ରାଇଭେଟ୍‌ ଲିମିଟେଡ୍‌ ଖୋଲି ଆଉ କିଛି ଭୂତଙ୍କୁ ଭୂତେଇବି।
33
5
210
@debendraprusty
Debendra Prusty
5 months
କେବଳ ନିର୍ବାଚନ ସମୟରେ ଏମିତି ଭିଡ଼ିଓ ଛଡ଼ାଯାଏ। ଯେଉଁମାନଙ୍କ ସହ କଥାହେଲେ ସେମାନଙ୍କ ନାଁ କ’ଣ? ନମ୍ବର କ’ଣ? ଘର କେଉଁଠି?
@swayam4Odisha
Swayam Prakash
5 months
HCM @Naveen_Odisha exemplifies true statesmanship with his humility, unwavering commitment, and profound love for #Odisha . His tireless dedication to serving the people reflects in his round-the-clock efforts towards building a #NaveenOdisha .
88
36
247
54
17
213
@debendraprusty
Debendra Prusty
1 year
ବିଜେଡି ପ୍ରାର୍ଥୀ ଘୋଷିତ ହେବା ପରେ ଦୀପାଳି: ବାପା ଥିଲେ ଖୁସି ହୋଇଥାନ୍ତେ। ପ୍ରଶ୍ନ: ବାପା ଥିଲେ ନିର୍ବାଚନ ହେଇଥାନ୍ତା ନା ଦୀପାଳି ପ୍ରାର୍ଥୀ ହୋଇଥାନ୍ତେ?
31
9
210
@debendraprusty
Debendra Prusty
4 months
ଆମେ ଭୋଟ୍‌ ଦେବା ଜଣଙ୍କୁ। ଶାସନ କରିବ ଆଉ ଜଣେ? ଏଥର ବି ଓଡ଼ିଶାବାସୀ କ’ଣ ପୁଣି ଥରେ ଏହି ଜାଲିଆତିକୁ ସମର୍ଥନ ଦେବେ?
33
21
212
@debendraprusty
Debendra Prusty
3 years
ମିଳିତ ଜାତିସଙ୍ଘ ଯଦି ଶାନ୍ତି ପ୍ରତିଷ୍ଠା ଓ ଯୁଦ୍ଧ ରୋକିବାରେ ବିଫଳ ତେବେ ସେପରି ଏକ ସଂଗଠନ ରହି ଲାଭ କ’ଣ? ଅଯଥା ବ୍ୟୟଭାର।
13
7
205
@debendraprusty
Debendra Prusty
11 months
ମୁଖ୍ୟମନ୍ତ୍ରୀଙ୍କ ଅଫିସର।
Tweet media one
20
20
206
@debendraprusty
Debendra Prusty
9 months
ଓଡ଼ିଶାର ବଡ଼ ସୁନା ଦୋକାନର ମାଲିକ ଅଣଓଡ଼ିଆ। ଓଡ଼ିଶାର ବଡ଼ ଡ୍ରେସ ଦୋକାନର ମାଲିକ ଅଣଓଡ଼ିଆ। ଓଡ଼ିଶାର ବଡ଼ ଦେଶୀ ମଦ ଭାଟିର ମାଲିକ ଅଣଓଡ଼ିଆ। ଓଡ଼ିଶାର ଏକାଧିକ ଷ୍ଟାର୍‌ ହୋଟେଲ୍‌ ଓ ହସ୍‌ପିଟାଲର ମାଲିକ ଅଣଓଡ଼ିଆ। ଓଡ଼ିଶାର ବଡ଼ ଟେକ୍‌ କମ୍ପାନୀର ମାଲିକ ଅଣଓଡ଼ିଆ। ୧/୨
37
28
207
@debendraprusty
Debendra Prusty
4 years
ମେଟ୍ରିକ ସାର୍ଟିଫିକେଟରେ ଜନ୍ମ ତାରିଖ ଥାଉଁଥାଉଁ ଯଦି ପୁଲିସ ନାବାଳକକୁ ସାବାଳକ ଦର୍ଶାଇପାରୁଛି ତେବେ ତଦନ୍ତର ଅନ୍ୟ ’ସତ୍ୟ’ଗୁଡ଼ିକ କ’ଣ ହୋଇଥିବ? ଗଳ୍ପ ନା ଆଉ କିଛି?
10
17
198
@debendraprusty
Debendra Prusty
3 years
୧୪ ନୁହେଁ, ୧୭କୁ ବୃଦ୍ଧି ପାଇଲା ପତ୍ନୀ ସଂଖ୍ୟା। ଜଣେ ସତ ଡାକ୍ତର, ଜଣେ ସତ ଚାର୍ଟାଡ ଆକାଉଣ୍ଟାଣ୍ଟ, ଜଣେ ସତ ପୁଲିସ ଅଫିସର ମଧ୍ୟ ପତ୍ନୀ ତାଲିକାରେ ଅଛନ୍ତି। ପତିଙ୍କ ପାଦଧୂଳି ଟିକେ ମିଳନ୍ତାନି?
19
3
180
@debendraprusty
Debendra Prusty
1 year
ହେଲିକପ୍ଟର ଖର୍ଚ୍ଚ ସିନା ମାସକୁ କୋଟିଏ ହିସାବରେ ୬ ମାସରେ ୬ କୋଟି, ୧୯୦ ଜାଗାରେ ସୁଦୃଶ୍ୟ ଟେଣ୍ଟ ମାରିବା, ଲୋକ ବୁହା ହେବା ଓ ଖାଇବା ପିଇବା ଖର୍ଚ୍ଚ କେତେ?
29
22
184
@debendraprusty
Debendra Prusty
2 years
ନବ ଦାସ ହତ୍ୟାସ୍ଥଳରେ ପୁଲିସଠାରୁ ପିସ୍ତଲ ଛଡ଼େଇଥିବା ସବୁଜ ଗାମୁଛା ପକେଇଥିବା ସେ ଟୋକା ଫେରାର ଥିବା ଶୁଣିଲି। ସତଟା ସେଠା ଲୋକଙ୍କଠାରୁ ଜାଣିବାର ଇଚ୍ଛା।
12
12
181
@debendraprusty
Debendra Prusty
5 months
ବସ୍ତ୍ର ପୁରୁଣା କି ଚିରାଫଟା ହୋଇଗଲେ ଆମେ ବଦଳାଇ ଦେଉ, ନୂଆ କିଣୁ। ଦେହ ପୁରୁଣା କି ଜରାଜୀର୍ଣ୍ଣ ହୋଇଗଲେ ଆତ୍ମା ତାହାକୁ ବଦଳାଇଦିଏ, ନୂଆ ଶରୀର ଗ୍ରହଣ କରେ। ଗଣତନ୍ତ୍ରରେ ମଧ୍ୟ ପୁରୁଣା ଓ ଜରାଜୀର୍ଣ୍ଣ ସରକାରକୁ ବଦଳାଇବା ଦରକାର। ସରକାର ଚିରସ୍ଥାୟୀ ହେବା ଠିକ ନୁହେଁ। ଲୋକେ ମାଲିକର ଭୂମିକା ଗ୍ରହଣ କରନ୍ତୁ ଓ ନୂଆ ସେବକ ବାଛନ୍ତୁ।
29
20
184
@debendraprusty
Debendra Prusty
4 years
ଭାଇରାଲ ଆଡିଓ ନ୍ୟୁଜ ସଂପର୍କରେ ତଥ୍ୟ ରଖିବାକୁ କ୍ୟାପିଟାଲ ଥାନା ର ସଂପାଦକ ଭାବେ ମୋତେ ସମନ କରିଛନ୍ତି। ମୁଁ ଅପରାହ୍ନ 3ଟାରେ ସେଠିକି ଯିବି। ଆଶା କରୁଛି ପୁଲିସ ଓ ପ୍ରଶାସନ ଆଇନ ଓ ସମ୍ବିଧାନ ଅନୁସାରେ ବ୍ୟବହାର କରିବେ। ସତ୍ୟ, ଧର୍ମ ଓ ନ୍ୟାୟର ବିଜୟ ହେବ। ଜୟ ଜଗନ୍ନାଥ।
12
9
179
@debendraprusty
Debendra Prusty
2 years
ଅଧିକାଂଶ ବିଧାୟକ କୋଟିପତି। ପ୍ରଚାରରେ ଖର୍ଚ୍ଚ କରନ୍ତି କୋଟିକୋଟି। ତଥାପି ସେମାନଙ୍କୁ ଅଣ୍ଟୁ ନ���ହିଁ! କି ପେଟ କି ହୋ!
11
14
182
@debendraprusty
Debendra Prusty
3 months
ଭୋଟ ବିକ୍ରି ହେଉଛି ମାନେ ବିଧାୟକ ବି ବିକ୍ରି ଯୋଗ୍ୟ।
25
8
184
@debendraprusty
Debendra Prusty
2 years
ପୁଣି ଜଣେ ଯନ୍ତ୍ରୀଙ୍କ ଘରୁ ନଗଦ ୧.୩୬ କୋଟି ଟଙ୍କା ଜବତ। ଏ ଟଙ୍କା ସବୁ କ’ଣ ସେ ଜାନକୀ ପଟ୍ଟନାୟକଙ୍କ ଅମଳରେ କମେଇଥିଲେ?
21
11
174
@debendraprusty
Debendra Prusty
2 years
ବିଚାରପତି ହିମା କୋହଲି ଓ ସାଂସଦ/ଆଇନଜୀବୀ ପିନାକୀ ମିଶ୍ର ସମାନ ବର୍ଷ ୧୯୫୯ ମସିହାରେ ଜନ୍ମ ହୋଇଛନ୍ତି। ସେଣ୍ଟ ��୍ଟିଫେନ୍ସ କଲେଜରୁ ସମାନ ବିଷୟ ଇତିହାସରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଇନ କଲେଜରୁ ଆଇନ ଡିଗ୍ରୀ ହାସଲ କରିଛନ୍ତି। ଶ୍ରୀଜଗନ୍ନାଥ ଏଇ ବିଚାରପତିଙ୍କ ଜରିଆରେ କହିଲେ ବୋଲି କୁହାଯାଇପାରେ।
32
24
173
@debendraprusty
Debendra Prusty
3 months
ମହାନଦୀର ଦୈର୍ଘ୍ୟ ମୋଟ ୮୫୧ କିମି। ଏଥିରୁ ଓଡ଼ିଶାରେ ରହିଛି ୪୯୪ କିମି, ଅଧାରୁ ଅଧିକ। ଏଠା ପାଣି କ’ଣ ଉପରକୁ ଉଠି ଛତିଶଗଡ଼ ପଳଉଛି? ଆମ ପାଣି ଆମେ ରୋକିଲେ ହଅନ୍ତା ନାହିଁ?
35
15
179
@debendraprusty
Debendra Prusty
3 years
ଲକ୍ଷଣ ଥାଉ ବା ନଥାଉ, ପରୀକ୍ଷା କର! ନେଗେଟିଭ୍‌ ହେଲେ ବି ସଂକ୍ରମଣ ହୋଇପାରେ! ହସ୍ପିଟାଲ ଯାଇ ଭଲ ହୋଇ ଫେରିଲେ ବି ଆଉ ଥରେ ହୋଇପାରେ! ଟିକା ନେଲେ ବି ସଂକ୍ରମଣରୁ ବଂଚିବାର ସମ୍ଭାବନା ନାହିଁ! କିଛି ନହେଲେ ବି ଜୋରିମାନା ଦେବାକୁ ପଡ଼ିପାରେ! ବୁଝିହେଉନିି ଏଇଟା ମହାମାରି ନା ମହାବେପାରୀ!
7
15
178
@debendraprusty
Debendra Prusty
2 months
ଅଭିଯୋଗ ଶୁଣିବା ପାଇଁ କ’ଣ ସୁଇମିଂ ପୁଲ୍‌, ଅତ୍ୟାଧୁନିକ ବାର୍‌ ଦରକାର ହୋଇଥାଏ?
26
14
178
@debendraprusty
Debendra Prusty
4 months
ଯିଏ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ମଣ୍ଡଳୀ ବୁଲି ନପାରି ଘରୁ ଭିଡିଓ ଛାଡ଼ୁଛନ୍ତି, ସେ ରାଜ୍ୟ ଚଳେଇବାକୁ କେତେ ସୁସ୍ଥ, କେତେ ସବଳ? ତାଙ୍କ ନାଁରେ ଭୋଟ୍‌ ଦେଲେ ଅନ୍ୟ କେହି ହଡ଼ପ କରିବା ନିଶ୍ଚିତ ନୁହେଁ କି?
10
19
179
@debendraprusty
Debendra Prusty
5 years
ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁଙ୍କ ବର୍ବର ହତ୍ୟା ସମୟରେ ପ୍ରତାପ ଷଡ଼ଙ୍ଗୀ ବଜରଙ୍ଗ ଦଳର ରାଜ୍ୟ ସଭାପତି ଥିବା କଥା ଯେମିତି ସତ ଠିକ ସେମିତି ଚକାପାଦ ଆଶ୍ରମର ସ୍ବାମୀ ଲକ୍ଷ୍ମଣାନନ୍ଦ ଓ ତାଙ୍କର ଚାରି ସହଯୋଗୀଙ୍କ ନିର୍ମମ ହତ୍ୟା ସମୟରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା କଥାଟି ମଧ୍ୟ ସତ୍ୟ।
15
33
170
@debendraprusty
Debendra Prusty
2 years
ଓଡ଼ିଶା ଭିଜିଲାନ୍ସ ଏତେ ଦୁର୍ନୀତିଗ୍ରସ୍ତଙ୍କୁ ଧରୁଛି ମାନେ ସରକାରରେ ଏତେ ଦୁର୍ନୀତି ହେଉଛି! ଏଇଥିରୁ ପ୍ରମାଣ ମିଳୁଛି, ଓଡ଼ିଶାରେ ଦୁର୍ନୀତିମୁକ୍ତ ଶାସନ ଚାଲିଛି ନା ଦୁର୍ନୀତିଯୁକ୍ତ।
26
12
177
@debendraprusty
Debendra Prusty
2 years
ଟିକେଟ କିଣିବାକୁ ମିଳିଲା ନାହିଁ। ଏବେ ଷ୍ଟାଡିୟମ ଫାଙ୍କା। ତାହା ହେଲେ ଟିକେଟସବୁ ନେଲା କିଏ ଓ କାହିଁକି?
17
5
176
@debendraprusty
Debendra Prusty
4 years
ଇତିଶ୍ରୀ, ବେବିନା, ସସ୍ମିତା, ସ୍ମିତାରାଣୀ ଓଗେର ଓଡ଼ିଶାର କୌଣସି ଧର୍ଷଣ ହତ୍ୟା ଘଟଣା ସଂପର୍କରେ ଜାତୀୟ ସ୍ତରର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଏ ନା ଚର୍ଚ୍ଚା ହୁଏ? ଆମେ କିନ୍ତୁ ରାଷ୍ଟ୍ରବାଦୀ, ଉତ୍ତର ପ୍ରଦେଶରୁ ଆରମ୍ଭ କରି ମହାରାଷ୍ଟ୍ର ଯାଏଁ ସବୁ ରାଜ୍ୟର ଖବରକୁ ଅଗ୍ରାଧିକାର ଦେଉ।
18
26
170
@debendraprusty
Debendra Prusty
4 months
ଶୁଣିଲି ଜଣେ ଗହଣା ଦୋକାନୀ ୩୦ କୋଟି ଟଙ୍କାରେ ବଡ଼ଚଣା କିଣିଲେ। ଚଣ୍ଡିଖୋଲରେ ଶୋ ରୁମ୍‌ କି ହୋଟେଲ୍‌ ଖୋଲିବେ ବୋଧେ।
22
6
170
@debendraprusty
Debendra Prusty
2 years
ସଚିବଙ୍କ ଘର ଆଗରେ ହାତରେ ଫୁଲ ତୋଡା ଧରି ଛିଡ଼ା ହେଇଛନ୍ତି ବିଜେଡି କର୍ମୀ। ଆମେ ବିଜୁ ଜନତା ଦଳକୁ ବାବୁ ଜନତା ଦଳରେ ପରିଣତ କଲେ ତମର କଣ ଗଲା?
9
6
167
@debendraprusty
Debendra Prusty
3 months
ପୂର୍ବ ପଶ୍ଚିମ ମିଶିବ! ଉତ୍ତର ଦକ୍ଷିଣ ହସିବ! ଓଡ଼ିଆ ଖୁସିରେ ନାଚିବ! ଓଡ଼ିଶା ଆଗକୁ ବଢ଼ିବ! ଏକଥା କି ସତ ହୋଇବ! ନୋହିଲେ, ପୁରୁଣାର ଦଶା ଭୋଗିବ!
10
7
169
@debendraprusty
Debendra Prusty
2 months
ଅଭିଯୋଗର ସମାଧାନ ହେବ କି ନହେବ ତାହା ସମୟ କହିବ। ତେବେ ପ୍ରତ୍ୟକ୍ଷରେ ଲୋକଙ୍କ ଅଭିଯୋଗ ଶୁଣିବା ନିଶ୍ଚୟ ଗୋଟିଏ ଭଲ କାମ। ଏତିକି ବି ପୂର୍ବ ଛାମୁ କରୁନଥିଲେ। ଲୋକମାନେ ତାଙ୍କୁ ଗନ୍ଧଉଥିଲେ କି କ’ଣ!
30
11
166
@debendraprusty
Debendra Prusty
3 months
ଆଚ୍ଛା, ପାଣ୍ଡବର କିଛି ପତ୍ତା ମିଳିଲା? ଏବେ କେଉଁ ବନରେ? ନା ବିରାଟ ରଜା ଘରେ ଅଜ୍ଞାତ ବାସରେ?
35
3
162
@debendraprusty
Debendra Prusty
1 month
ବାଂଲାଦେଶରେ ରାଜନୀତିକ ଅସ୍ଥିରତା ଯୋଗୁଁ ଓଡ଼ିଶାରେ ଅନୁପ୍ରବେଶ ବଢ଼ିପାରେ।
20
16
164
@debendraprusty
Debendra Prusty
2 years
ମୁଖ୍ୟ ସଚିବ କହିଲେ ଚୁଲିଭଙ୍ଗା ପଛରେ କାହାର କିଛି ଉଦ୍ଦେଶ୍ୟ ନାହିଁ। ଡିଜି କହିଲେ ଷଡ଼ଯନ୍ତ୍ର ନାହିଁ। ଦି’ ଜଣ ଯାକ କହିଲେ ତଦନ୍ତ ହେଲେ ସବୁ କଥା ସ୍ପଷ୍ଟ ହେବ। ଆଉ କି ତଦନ୍ତ ହେବ? ସେମାନେ ପରା ତଦନ୍ତର ଫଳାଫଳ ଘୋଷଣା କରିଦେଲେ!
9
19
159
@debendraprusty
Debendra Prusty
4 years
ଯେଉଁମାନେ ସରକାରଙ୍କ କଥାରେ ପଡ଼ି କରୋନାକୁ ଡରୁଛନ୍ତି ସେମାନେ କରୋନାରୁ ଭଲ ହୋଇଥିବା କେଇ ଜଣଙ୍କ ଠିକଣା ବା ଫୋନ ନମ୍ବର ସଂଗ୍ରହ କରି ସେମାନଙ୍କ ସହ କଥା ହୁଅନ୍ତୁ, ସବୁ ବୁଝିଯିବେ- ଏହା ଦୁର୍ନୀତି ନା ଦୁରାରୋଗ୍ୟ ବ୍ୟାଧି!
10
8
156
@debendraprusty
Debendra Prusty
9 months
କାଞ୍ଚି ଅଭିଯାନ ସମୟରେ ପୁରୁଷୋତ୍ତମ ଦେବଙ୍କ ସହିତ କେତେକ ପଣ୍ଡା ଯାଇଥିଲେ। ସେମାନଙ୍କ ମଧ୍ୟରୁ କେତେକ ପଣ୍ଡା ସେହି ଅଞ୍ଚଳରେ ରହିଗଲେ। କାଳକ୍ରମେ ସେମାନଙ୍କ ପଣ୍ଡା ସାଙ୍ଗିଆ ପାଣ୍ଡିଆନରେ ପରିଣତ ହେଲା। ଏବେ ସେମାନଙ୍କର ବଂଶଧରଙ୍କ ମଧ୍ୟରୁ ଜଣେ କାର୍ତ୍ତିକ ପଣ୍ଡା ଓଡ଼ିଶା ଫେରି ଆସିଛନ୍ତି। ଏଭଳି ଅନେକ ଗପ ଆମେ ଶୁଣି ଆସିଛନ୍ତି ଓ ଶୁଣିବା।
33
12
158
@debendraprusty
Debendra Prusty
1 month
ଓଡ଼ିଶାର ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଆଦି ନଦୀ ପଠାରେ ଆଳୁ ଚାଷ ହେଉ। ଚାଷୀଙ୍କୁ ବିହନ ଓ ଖତ ବାବଦ ଖର୍ଚ୍ଚ ସରକାର ଆଳୁ ମିଶନରୁ ଦିଅନ୍ତୁ। ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ସୁବିଧା କରାଯାଉ। ଆର ବର୍ଷକୁ ଆଳୁ ପାଇଁ ବଙ୍ଗଳା ଉପରେ ନିର୍ଭର କରିବା ନାହିଁ।
28
13
157
@debendraprusty
Debendra Prusty
7 months
ଘୋଷିକା ଥରେ ନୁହେଁ, ଦି’ ଦି’ ଥର କହିଲେ ‘କଣ୍ଠ କବି’ (କାନ୍ତକବି ପାଟିରେ ପଶିଲାନି ବୋଧେ)। ଏହା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କେତେ ଓଡ଼ିଆ ତାହାର ଏକ ଝଲକ ମାତ୍ର।
25
16
157
@debendraprusty
Debendra Prusty
5 months
୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ନିଜେ ଲଢ଼ୁଛନ୍ତି ନବୀନ ପଟ୍ଟନାୟକ, ଯେଉଁଠି ହାରିବେ ନବୀନ ପଟ୍ଟନାୟକ ହାରିବେ, ମୁଁ ନୁହେଁ। ଇତି ଭୈରବ।
32
5
156
@debendraprusty
Debendra Prusty
2 months
ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଖୋଲା ପ୍ରକ୍ରିୟା ଉପରେ ସମସ୍ତଙ୍କ ଆଖି। ସେପଟେ ଗୁଜରାଟ, ତାମିଲନାଡ଼ୁ ଓ ଭାରତ ସରକାର ଓଡ଼ିଶାର ତିନିଟି କୋଇଲା ଖଣି ନେଲେ।
16
20
154
@debendraprusty
Debendra Prusty
2 years
ମୋ ମନ୍ତ୍ରୀ, ମୋ ପୁଲିସ, ମୋ ପିସ୍ତଲ, ମୋ ଗୁଳି, ମୋ ତଦନ୍ତ, ମୋ ଜଜ୍‌, ମୋ ଓକିଲ, ମୋ ଫୁଉଉଲ୍‌!
12
4
154
@debendraprusty
Debendra Prusty
5 months
ବିଜେପୁରବାସୀ ଯେମିତି ଛାମୁଙ୍କ ସେବା ପାଇଥିଲେ ଠିକ ସେହିପରି ସେବା ପାଇବେ କଣ୍ଟାବାଞ୍ଜିବାସୀ।
19
5
155
@debendraprusty
Debendra Prusty
3 years
କନଷ୍ଟେବଳ କୋଟିପତି, ସବ୍‌ ଇନିସ୍‌ପେକ୍ଟର କୋଟିପତି, ଇନିସ୍‌ପେକ୍ଟର କୋଟିପତି, ଏସଡିପିଓ କୋଟିପତି, ଏଏସପି କୋଟିପତି, ଏସ୍‌ପି କୋଟିପତି। ଆଉ ଡିଆଇଜି, ଏଆଇ���ି, ଡିଜି, ମନ୍ତ୍ରୀ? ସବୁଠି ଗୋଟେ ରାଉଣ୍ଡ ଭିଜିଲାନ୍ସ ରେଡ୍‌ ହେଇଯାଉ!
10
8
150
@debendraprusty
Debendra Prusty
3 months
ମୁଁ ଏଯାଏଁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇ ନାହିଁ। ମୁଁ କ’ଣ ସାମ୍ବାଦିକ ନୁହେଁ?
29
1
150
@debendraprusty
Debendra Prusty
3 months
ପନ୍ଦ୍ରା ମାସରେ ଷ୍ଟାଡିୟମ କରିଥିଲି। କିନ୍ତୁ ପନ୍ଦ୍ରା ବର୍ଷରେ ଡ୍ରେନ୍‌ ଘୋଡ଼େଇ ନଥିଲି। କାରଣ ମୁଁ ଛୋଟମୋଟ କାମ କରେନା।
13
8
150
@debendraprusty
Debendra Prusty
1 year
ନବ ଦାସ ହତ୍ୟା ମାମଲାର ତଦନ୍ତ ଚାଲିଛି ନା ଉପନିର୍ବାଚନ ପାଇଁ ବନ୍ଦ ଅଛି?
44
12
148
@debendraprusty
Debendra Prusty
2 years
ଏଲଆଣ୍ଡଟି କମ୍ପାନୀକୁ ୨୦ କୋଟି ଟଙ୍କା ଦେଲେନି, ଏବେ ୧୦୦ କୋଟି ଦେବାକୁ କ୍ୟାବିନେଟ୍‌ ମଞ୍ଜୁରୀ ନେଲେ। ଏହା କ’ଣ ବିଶ୍ୱ ସ୍ତରୀୟ ସରକାରଙ୍କର ବ୍ରହ୍ମାଣ୍ଡ ସ୍ତରୀୟ ବୁଦ୍ଧି ନୁହେଁ?
14
9
144
@debendraprusty
Debendra Prusty
2 months
୨୦୨୩ରେ ଆଡ଼ପ ପହଣ୍ଡିବେଳେ ଜଗନ୍ନାଥ ବି ପଡ଼ିଯାଇଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ କି ପଦକ୍ଷେପ ନେଇଥିଲେ କେଜାଣି ୨୦୨୪ରେ ସେଭଳି ଘଟଣାର ପୁନରାବୃତ୍ତି ହେଲା।
65
11
147
@debendraprusty
Debendra Prusty
4 months
ଗୁଜରାଟରେ ହରଡ଼ ଡାଲି କିଲୋ ୧୨୦ ଟଙ୍କା, ଓଡ଼ିଶାରେ ୧୭୦ ଟଙ୍କା। ଏମିତି କେମିତି ହେଉଛି? ମଝିରେ ଓଡ଼ିଶାର ଡାଲି ବେପାରୀ ଅଧିକ ନେଉଛନ୍ତି ନା ଡାଲି କମ୍ପାନୀ ଓଡ଼ିଶା ବେପାରୀଙ୍କୁ ଅଧିକ ଦରରେ ବିକୁଛନ୍ତି?
41
11
144
@debendraprusty
Debendra Prusty
3 years
ମହାଲିଙ୍ଗ ସ୍କୁଲ ଓ କଲେଜ ଜମି କାହାର? କଳାହାଣ୍ଡିର ଜଣେ ବନ୍ଧୁ କହୁଥିଲେ, ଜବରଦଖଲ ସରକାରୀ ଜମି। ଏହା ସତ ହେଇଥିଲେ, ଅନ୍ୟ ଏକ କେଳେଙ୍କାରୀ।
4
12
139
@debendraprusty
Debendra Prusty
2 years
ଦୁଇ ଜଣ ସ୍ତ୍ରୀ ଥାଇ କୋଟିପତି ସହକାରୀ ଯନ୍ତ୍ରୀ ସରକାରୀ ଚାକିରିରେ ଥିଲେ କିପରି?
15
7
136
@debendraprusty
Debendra Prusty
2 years
କେନ୍ଦ୍ର ସରକାର ଏଏସଆଇ ଡିଜିଙ୍କ ସମେତ ଏହାର ଓଡ଼ିଶା ଅଧିକାରୀମାନଙ୍କୁ ବଦଳି କରିଲେ ବହୁତ କିଛି ବଦଳି ଯାଆନ୍ତା।
9
8
138
@debendraprusty
Debendra Prusty
5 years
ଜନ୍ମଦିନ ଅବସରରେ ଅଁଳା, ଗୁଆ ଓ ସପେଟା ଗଛ ଲଗେଇଲି। ବାଡ଼ିରେ ଆଗରୁ ଆମ୍ବ, ପଣସ, ନଡ଼ିଆ, ବରକୋଳି ଓ ନରକୋଳି ଲାଗିଛି। ଆଗକୁ କିଛି ଔଷଧୀୟ ଗୁଳ୍ମଲତା ଲଗେଇବାକୁ ମନରେ ପାଞ୍ଚିଛି।
Tweet media one
Tweet media two
18
3
138
@debendraprusty
Debendra Prusty
3 years
ଯେଉଁ ଆଇଏଏସ ଅଫିସରମାନେ ଗୋବିନ୍ଦଙ୍କ ମହାଲିଙ୍ଗ ଶିକ୍ଷାନୁଷ୍ଠାନକୁ ସରକାରୀ ପାଣ୍ଠିରେ ଉପକୃତ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା କଥା ନୁହେଁ କି?
9
9
136
@debendraprusty
Debendra Prusty
3 months
ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷ ‘କଠିନ ପରିଶ୍ରମ’ କଲେ। ଏବେ ବିରୋଧୀ ଦଳ ନେତା ଭାବେ ନିୟମିତ ବିଧାନସଭା ଯାଇ ନୂଆ ସରକାରଙ୍କୁ ବାଟ ଦେଖାଇବେ ବୋଲି ଆଶା।
11
6
142
@debendraprusty
Debendra Prusty
24 days
କଲିକତାରେ ଡାକ୍ତରଙ୍କୁ ରେପ୍‌ ମର୍ଡର କରାଗଲା। କଟକରେ ଡାକ୍ତର ରେପ୍‌ କଲେ। ବୃତ୍ତିର ଦୋଷ ନୁହେଁ, ବ୍ୟକ୍ତିର।
12
13
143
@debendraprusty
Debendra Prusty
2 years
ସେ କାହିଁକି ମାରିଲା ସେନେଇ କାହିଁକି ଚିଠି ଲେଖିଲା? ଲେଖିଲା ଯଦି କାହିଁକି ତାକୁ ପାଇଖାନାରେ ପକେଇ ‍‍ଫ୍ଲସ୍‌ କରିଦେଲା? କଲା ଯଦି ସେ କଥା କାହିଁକି କ୍ରାଇମ ବ୍ରାଞ୍ଚକୁ କହିଲା? ଏକଥା ଶୁଣି କ୍ରାଇମ ବ୍ରାଞ୍ଚ ବାଲା ପାଇଖାନା ଟାଙ୍କିରୁ କେମିତି ଅକ୍ଷତ ଅବସ୍ଥାରେ ଚିଠି ଉଦ୍ଧାର କଲେ ଓ ସେଥିରେ ତା’ର ସ୍ୱୀକାରୋକ୍ତି ସ୍ପଷ୍ଟ ଭାବରେ ରହିଲା!
24
5
141
@debendraprusty
Debendra Prusty
2 years
ବିଜୁବାବୁ କହିଥିଲେ ଜଜ୍‌ମାନେ ଭଗବାନ ନୁହନ୍ତି କି ସେମାନଙ୍କ ରାୟ ବେଦ ବାଇବେଲ୍‌ ନୁହେଁ।
12
11
139
@debendraprusty
Debendra Prusty
2 years
ବିଶ୍ୱ କପ୍‌ ହକି ପାଇଁ ରାସ୍ତାକଡ଼ ଦୋକାନୀଙ୍କୁ ବେରୋଜଗାର କରାଗଲା। ବିଶ୍ୱସ୍ତରୀୟ ଅତିଥିମାନଙ୍କଠାରୁ ଯାହା ଲୁଚାଇବାକୁ ଚେଷ୍ଟା କରାଯାଇଛି ତାହା ହେଉଛି ଓଡ଼ିଶାର ଦାରିଦ୍ର୍ୟ, ଅଭାବ ଓ ପଛୁଆପଣିଆ।
11
15
139
@debendraprusty
Debendra Prusty
9 months
ଓଡ଼ିଶାର ରାଉରକେଲାରେ ହଇଜାରେ ୧୫ ଲୋକ ମଲେ ଜାତୀୟ ଖବର ହେଉନି। କିନ୍ତୁ କେରଳରେ କରୋନାରେ ଜଣେ ଲୋକ ମଲେ ଜାତୀୟ ସରକାରଠୁଁ ଆରମ୍ଭ କରି ଗଣମାଧ୍ୟମ ଚିନ୍ତାରେ ଭାଙ୍ଗି ପଡ଼ୁଛନ୍ତି!
16
19
137
@debendraprusty
Debendra Prusty
2 years
ପିନାକୀ ଓ ତାଙ୍କ ଦଳ ଏ ଚିଠି ବିଷୟରେ କିଛି ଜାଣିନାହାନ୍ତି ନା ଜାଣି ଅଜଣା?
Tweet media one
13
25
137
@debendraprusty
Debendra Prusty
2 years
ଗୋପାଳ ବିଶ୍ୱ ସ୍ତରୀୟ ହତ୍ୟାକାରୀ। ଗୃହମନ୍ତ୍ରୀ ବିଶ୍ୱ ସ୍ତରୀୟ ପ୍ରଶାସକ। କ୍ରାଇମ ବ୍ରାଞ୍ଚ ବିଶ୍ୱ ସ୍ତରୀୟ ତଦନ୍ତକାରୀ ସଂସ୍ଥା। ଓଡ଼ିଶାବାସୀ ବିଶ୍ୱ ସ୍ତରୀୟ ବୋକା ବୋଲି କହିହେବ ନାହିଁ।
12
8
139
@debendraprusty
Debendra Prusty
1 month
ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଗୋଟେ ଗୋଟେ ପଞ୍ଚାୟତ କିମ୍ବା ବ୍ଲକରେ ଆଳୁ ଚାଷ ଓ ବ୍ୟବସାୟ ଦାୟିତ୍ୱ ଦିଆଗଲେ କେମିତି ହୁଅନ୍ତା?
31
4
137
@debendraprusty
Debendra Prusty
1 year
ଦଳ ଭୁଲ କରୁଛି। ଗଣମାଧ୍ୟମ ମଧ୍ୟ। ସରଳା ଦେବୀ ହିଁ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ସଦସ୍ୟ ଓ ପ୍ରଥମ ମହିଳା ବାଚସ୍ପତି। ପ୍ରମିଳା ସ୍ୱାଧୀନୋତ୍ତର ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ହୋଇପାରନ୍ତି। ତାହା ଉଲ୍ଲେଖ ରହିବା ଉଚିତ।
22
13
134
@debendraprusty
Debendra Prusty
1 year
ଲୁଣ କାରଖାନା କରିପାରୁ ନାହାନ୍ତି, ଷ୍ଟିଲ ପ୍ଲାଣ୍ଟ କରି ଉଝାଳି ଦେବେ?
22
10
137
@debendraprusty
Debendra Prusty
3 months
ନବୀନବାବୁ ଓ ତାଙ୍କ ସରକାରକୁ କବ୍ଜା କଲ ବୋଲି କ’ଣ ଓଡ଼ିଆ ଜାତିକୁ କବ୍ଜା କଲ ନା କ’ଣ? ଫେରିବାକୁ ବାଟ ପାଇବନି।
10
11
137
@debendraprusty
Debendra Prusty
25 days
ଯେଉଁ ଦୁର୍ନୀତିଗ୍ରସ୍ତ ବଡ଼ ବଡ଼ ଅଫିସରମାନେ ଭିଜିଲାନ୍ସରେ ଧରା ପଡ଼ୁଛନ୍ତି ସେମାନେ ତ ମେଧାବୀ ଛାତ୍ର ଥିଲେ!
20
6
135
@debendraprusty
Debendra Prusty
2 years
ଖୁବଶୀଘ୍ର ଜଣେ ପୂର୍ବତନ ମନ୍ତ୍ରୀଙ୍କର ଦ୍ୱିତୀୟ ବିବାହ କଥା ବି ଶୁଣିବାକୁ ମିଳିପାରେ।
22
2
131
@debendraprusty
Debendra Prusty
2 years
ଥରେ ଅମଲାତନ୍ତ୍ର ପାଖରେ ଆତ୍ମସମର୍ପଣ କଲା ପରେ ଗଣତନ୍ତ୍ର ପୁଣି ଥରେ ଜିତିବା କଷ୍ଟସାଧ୍ୟ। ଅମଲାତନ୍ତ୍ର ଆଗରେ ଧରାଶାୟୀ ଗଣତନ୍ତ୍ର।
12
8
129
@debendraprusty
Debendra Prusty
3 years
ଝାଡ଼ଖଣ୍ଡ ସରକାର ସେହି ରାଜ୍ୟର ଦ୍ୱିତୀୟ ରାଜଭାଷା ଓଡ଼ିଆକୁ ସ୍କୁଲ ପାଠ୍ୟକ୍ରମରୁ ବାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଓଡ଼ିଶାବାସୀ ବିରୋଧ କରିବା ଉଚିତ। ସେହିପରି ଓଡ଼ିଆରେ ଓଡ଼ିଶା ଶାସନ କଥା କେତେଦୂର ଗଲା ସେ ବାବଦରେ ମଧ୍ୟ ସମସ୍ତେ ତୁଣ୍ଡ ଖୋଲିବା ଉଚିତ।
7
23
134