Explore tweets tagged as #mahanga
@arabindabbsr
Arabinda Mahapatra
16 hours
ମାହାଙ୍ଗା ବଜେଟ ୨୦ କୋଟି ବିଲ୍ଲ ଦିଅ.#odishaconnect #mohancharanmajhi #bjd #mahanga #budget #budget2025 #20crores #latestnews #newsupdate #updatenews #Odisha.
0
0
0
@kanak_news
Kanak News
1 day
#ସରଗରମ_ମାହାଙ୍ଗା_ରାଜନୀତି.ସାରା ରାଜ୍ୟରେ ଏବେ ଗୋଟିଏ ନିର୍ବାଚନମଣ୍ଡଳୀ ମାହାଙ୍ଗାକୁ ନେଇ ଜୋରଦାର ଚର୍ଚ୍ଚା । ଗତ କିଛି ଦିନ ଧରି ଯେଉଁଭଳି ଭାବେ ବିଧାୟକ ସାରଦା ପ୍ରଧାନ ଏବଂ ଅନ୍ୟ ଜନପ୍ରତିନିଧି ମାନେ ମୁହାଁମୁହିଁ ହୋଇଛନ୍ତି ।.#Mahanga #Odisha #KanakNews
1
2
54
@kanak_news
Kanak News
2 days
#ସରଗରମ_ମାହାଙ୍ଗା_ରାଜନୀତି.ବିଧାୟକଙ୍କ ମନ୍ତବ୍ୟର ଜବାବ ରଖିଲେ ମାହାଙ୍ଗା ବ୍ଳକ ଅଧ୍ୟକ୍ଷା । ମିଥ୍ୟା ବିଲ୍‌ର ତଦନ୍ତ କରିବାକୁ ଦେଲେ ଖୋଲା ଆହ୍ବାନ। ବିନା କାମରେ ଟଙ୍କାଟିଏ ଦିଆଯିବନି ବୋଲି ବିଧାନସଭାରେ କହିଥିଲେ ସାରଦା । .#Mahanga #Odisha #KanakNews
1
2
23
@otvkhabar
ଓଟିଭି
2 days
#ଉଚ୍ଛୁଳି_ପଡ଼ୁଛି_ଅରୁଣଙ୍କ_ଦରଦ!.ବିଧାନସଭାରେ ଉଠିଲା ମାହାଙ୍ଗା ତାତି। ମୁହାଁମୁହିଁ ହେଲେ ଅରୁଣ-ସାରଦା । ଶୁକ୍ରବାର ଶୂନ୍ୟକାଳରେ ମାହାଙ୍ଗା ରାଜନୀତି ପ୍ରସଙ୍ଗ ଉଠାଇ ଏହି ଦୁଇ ବିଧାୟକ ଗୃହକୁ ସରଗରମ କରିଛନ୍ତି । ଜଣେ ପ୍ରଶ୍ନ ବାଢ଼ିଥିଲେ, ତ ଆଉ ଜଣେ ରଖିଥିଲେ କଡ଼ା ଉତ୍ତର।.#Mahanga #Politics #ArunSahoo #SaradaPradhan #OTV
1
0
30
@sancharodisha
Sanchar Live
3 days
ମାହାଙ୍ଗାକୁ ନେଇ ବିଧାନସଭାରେ ମୁହାଁମୁହିଁ.#mahanga #politics #sancharlive .
0
0
0
@24x7Odia
Mobile News 24x7 Odia
3 days
Mahanga ବିଧାୟକ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦିକୁ ବିରୋଧ କଲା BJD, Sanjay Kumar Das Burma, Pratap Jena. #Mahanga #BJD #SanjayKumarDasBurma #PratapJena #bijujanatadal
0
0
0
@otvkhabar
ଓଟିଭି
3 days
'#ମୋ_ନିର୍ବାଚନ_ମଣ୍ଡଳୀରେ_ଦୁର୍ନୀତି_କଲେ_କାହାକୁ_ବି_ଛାଡ଼ିବିନି'.'ମୋ ନିର୍ବାଚନ ମଣ୍ଡଳୀରେ ସରକାରୀ ଯୋଜନାରେ ଗୋଟିଏ ବି ଟଙ୍କା ଦୁର୍ନୀତି କଲେ କାହାକୁ ଛାଡ଼ିବିନି । ୪ ହେଇକି ୪୦ ବିଧାୟକ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବି।'.#Mahanga #Controversy #Cuttack #MLA #OdishaAssembly #Odisha #OTV
0
1
53
@kanak_news
Kanak News
3 days
‘#୪ଛାଡି_୪୦ଗଲେ_ବି_ମିଥ୍ୟା_ବିଲ୍_ହେବନି’.ମାହାଙ୍ଗା ବିଧାୟକ ସାରଦା ପ୍ରଧାନଙ୍କ ସ୍ପଷ୍ଟୋକ୍ତି । କହିଲେ, ୪ ଛାଡି ୪୦ ବିଜେଡି ବିଧାୟକ ଗଲେ ବି କରାଇଦେବିନି ମିଥ୍ୟା ବିଲ୍.#KanakNews #SaradaPradhan #mahanga
2
1
116
@kanak_news
Kanak News
3 days
ମାହାଙ୍ଗାକୁ ନେଇ ମୁହାଁମୁହିଁ । ଶୂନ୍ୟକାଳରେ ଅରୁଣ-ସାରଦା କଥା କଟାକଟି ।.#Mahanga #Odisha #Politics #KanakNews .
0
0
6
@Bjd4Mahanga
BJD Mahanga Assembly Constituency
3 days
#ମାହାଙ୍ଗାରେ_ଗଣ୍ଡଗୋଳ_ଭଙ୍ଗାରୁଜା.କଟକ ମାହାଙ୍ଗା ବ୍ଲକ୍‌ ଅଫିସରେ ଗଣ୍ଡଗୋଳ, ଭଙ୍ଗାରୁଜା.ବ୍ଲକ ଅଧ୍ୟକ୍ଷା ଓ ପଞ୍ଚାୟତ ପ୍ରତିନିଧିଙ୍କ ଶାନ୍ତିପୂର୍ଣ୍ଣ ଧାରଣା ବେଳେ ଗଣ୍ଡଗୋଳ।.ବିଧାୟକ ସମର୍ଥକ ଆସି ଗଣ୍ଡଗୋଳ କରି .ଚେୟାର ପିଙ୍ଗିବାରୁ SDPO ଓ ଜିଲ୍ଲା ପରିଷଦ ସଭ୍ୟ ଆହତ👇.#Mahanga.#Odisha .#Bijujanatadala.#BJP
0
0
1
@otvkhabar
ଓଟିଭି
4 days
#ବ୍ଲକ_ଆଗରେ_ଉଡ଼ିଲା_ଚେୟାର୍.ମାହାଙ୍ଗା ବ୍ଲକ୍ ଆଗରେ ଧସ୍ତାଧସ୍ତି, SDPO ଆହତ । କାଲିଠୁ ଧାରଣା ଦେଇଥିଲେ ବ୍ଲକ୍ ଅଧ୍ୟକ୍ଷା ଓ ପଞ୍ଚାୟତ ପ୍ରତିନିଧି । ବିଭିନ୍ନ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଧାରଣା ଦେଇଥିଲେ ।.#BlockOffice #Controversy #Mahanga #Cuttack #Odisha #OTV
0
2
5
@kanak_news
Kanak News
4 days
#ବ୍ଲକ_ପରିସରରେ_ଲାଠିଚାର୍ଜ.ସୀମା ଟପିଲେ ମାହାଙ୍ଗାର ସ୍ୱାଧୀନ ବିଧାୟକ ସାରଦା ପ୍ରଧାନଙ୍କ ସମର୍ଥକ। ଧାରଣାରତ ୩୪ଟି ପଞ୍ଚାୟତର ଜନପ୍ରତିନିଧିଙ୍କୁ କଲେ ଆକ୍ରମଣ । ଲାଠି ଚାର୍ଜ କଲା ପୋଲିସ ।.#Mahanga #Police #LathiCharge
0
2
36
@NandighoshaTV
NandighoshaTV
4 days
-ମାହାଙ୍ଗା ବ୍ଲକ ପରିସରରେ ଲାଠିଚାର୍ଜ.-ଧାରଣାରତ ୩୪ ପଞ୍ଚାୟତର ଜନପ୍ରତିନିଧିଙ୍କ ଉପରେ ଲାଠିଚାର୍ଜ .-କାଲିଠୁ ଧାରଣାରେ ବସିଛନ୍ତି ଜନପ୍ରତିନିଧି .-ବ୍ଲକ ପରିସରରେ ଉତ୍ତେଜନା.#Mahanga #cuttack
Tweet media one
0
1
6
@kanak_news
Kanak News
4 days
#ତାତିଲେ_୩୪_ସରପଞ୍ଚ.ମାହାଙ୍ଗା ବ୍ଲକରେ ଜନପ୍ରତିନିଧୀଙ୍କୁ ପ୍ରଶାସନର ଅବହେଳା । ବ୍ଲକ ଆଗରେ ବିକ୍ଷୋଭ.#KanakNews #Mahanga
0
0
22
@NEWS7Odia
Prameya News7
4 days
ମାହାଙ୍ଗାରେ ଏ ପର୍ଯ୍ୟନ୍ତ ସରକାର କରିନାହାନ୍ତି କୌଣସି ବିକାଶମୂଳକ କାମ : ପଂଚାୟତ ପ୍ରତିନିଧି #PrameyaNews7 #Odisha #Mahanga #cuttack.
0
0
0
@News18Odia
News18 Odia
9 days
#କଟକ_ମାହାଙ୍ଗା_ରାଜନୀତିରେ_ହଲଚଲ. BJPରେ ମିଶଇଲେ ୨ ପଞ୍ଚାୟତର ସମିତିସଭ୍ୟ.ଦାଉଦପୁର, ଦାଉଦପୁରର ସମିତିସଭ୍ୟ BJPରେ ସାମିଲ.ସୁକରପଡ଼ାର ଅନେକ ବିଜେଡି କର୍ମୀ ମଧ୍ୟ ସାମିଲ.BJP ସମର୍ଥିତ ସ୍ୱାଧୀନ ବିଧାୟକଙ୍କ ସହ ସାମିଲ. @BJP4Odisha #Mahanga
Tweet media one
0
0
0
@kanak_news
Kanak News
26 days
#ମାହାଙ୍ଗା_ବ୍ଲକ_ଅଫିସ୍‌ରେ_ମହିଳାଙ୍କ_ଆନ୍ଦୋଳନ.ମାହାଙ୍ଗା ବ୍ଲକ ପରିସରରେ ଆଜି ବି ଜାରି ରହିଛି ମିଶନ ଶକ୍ତି ମହିଳାଙ୍କ ଆନ୍ଦୋଳନ । ବ୍ଲକ୍ କାର୍ଯ୍ୟାଳୟରେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ।.#Mahanga #Cuttack #KanakNews
0
0
4
@kanak_news
Kanak News
27 days
#ତାତିଲେ_ମିଶନ_ଶକ୍ତି_ମହିଳା.ତାତିଲେ ମିଶନ ଶକ୍ତି ମହିଳା । ମାହାଙ୍ଗା ବ୍ଲକ ପରିସରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ସିଆରପି ଓ ଏମବିକେ ।.#Mahanga #MissionShaktiWomen #Protest
0
1
16