Explore tweets tagged as #MissionShaktiWomen
#ତାତିଲେ_ମିଶନ_ଶକ୍ତି_ମହିଳା.ତାତିଲେ ମିଶନ ଶକ୍ତି ମହିଳା । ମାହାଙ୍ଗା ବ୍ଲକ ପରିସରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ସିଆରପି ଓ ଏମବିକେ ।.#Mahanga #MissionShaktiWomen #Protest
0
1
16
ଦୀର୍ଘ ୯ ମାସ ହେଲା ଦରମା ପାଇ ନାହାନ୍ତି ମିଶନ ଶକ୍ତି ମହିଳା। ଏହା ପ୍ରତିବାଦରେ ଭୁବନେଶ୍ଵର ଲୋୟର ପିଏମଜିଠାରେ ସୋମବାରଠାରୁ ଧାରଣାରେ ବସିଛନ୍ତି ରାଜ୍ୟର ହଜାର ହଜାର ମିଶନ ଶକ୍ତି କର୍ମୀ।. #MissionShakti #Protest #MissionShaktiWomen #Bhubaneswar #OdishaGovt.
0
1
0
CRP Strike: ଗର୍ଜିଲେ ମିଶନ ଶକ୍ତି ମହିଳା; କମ୍ପିଲା ବିଧାନସଭା!.#MissionShakti #missionshaktiwomen #News18Odia. କ୍ଲିକ୍ କରି ପଢନ୍ତୁ ସମ୍ପୂର୍ଣ୍ଣ ଖବର:.
1
0
0
#ମିଶନଶକ୍ତି_ମହିଳାଙ୍କ_ଗର୍ଜନ.ବିଧାନସଭା ଆଗରେ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘର ଆନ୍ଦୋଳନ । ଏକାଠି ହେଲେ ମିଶନଶକ୍ତିର ହଜାର ହଜାର ମହିଳା । ବକେୟା ଦରମା ଦାବିରେ ଲୋୟର ପିଏମଜିରେ ଗର୍ଜନ ।.#MissionShaktiWomen #Protest
0
0
11
Bargarh News- ମଡ଼ିଆର ବରା ପକଡ଼ି ଲେଁଖେ ଜଲଖିଆ ବନେଇକିନା ଭଲ କମଉଛନ୍ ମହିଲାମାନେ . #MissionShakti #Bargarh #MilletTiffinCenter #WomenEmpowerment #HealthyEating #Nutrition #OdishaNews #WomenEntrepreneurs #Millets #LocalInitiative #BargarhNews #MissionShaktiWomen
0
0
0
ମିଲେଟ ଶକ୍ତି ଟିଫିନ ସେଣ୍ଟର ଚଲଉଛନ୍ ଏସଏଚଜିର ମା’ମାନେ. ଆସୁନ ଦେଖମା ଆଏଜ ରାତି ୧୦ ବଜେ. #MissionShakti #Bargarh #MilletTiffinCenter #WomenEmpowerment #HealthyEating #Nutrition #OdishaNews #WomenEntrepreneurs #Millets #LocalInitiative #BargarhNews #MissionShaktiWomen #TiffinCenter
0
0
0
Mission_Shakti: मुख्यमंत्री योगी ने मिशन शक्ति के चाैथे चरण का किया शुभारंभ || Baten UP Ki. #missionshakti #yogiadityanath #uttarpradesh #upgovernment #upnews #missionShaktischeme #missionshaktiwomen #uttarpradeshnews.
0
0
0
ଜାତୀୟ ପତାକା ତିଆରି କରୁଛନ୍ତି ମିଶନ ଶକ୍ତି ମହିଳା । ୧୦ ହଜାର ୫୦୦ଟି ଜାତୀୟ ପତାକା ତିଆରି କରି ସରକାରଙ୍କୁ ଦେବେ ମିଶନ ଶକ୍ତି ମା’ । .#NationalFlag #MissionShaktiWomen
2
1
35
मुजफ्फरनगर में मिशन शक्ति नारी सशक्तिकरण जागरूकता से चलाया अभियान #muzaffarnagar #missionshaktiwomen #launched.
0
0
0
#ବୁର୍ଜ_ଖଲିଫା_ତଳେ_ମିଶନଶକ୍ତି_ମହିଳା .ଦୁବାଇର ବୁର୍ଜ ଖଲିଫା ତଳେ ଛିଡା ହୋଇ ଫଟୋ ଉଠାଇଲେ ମିଶନଶକ୍ତି ମହିଳା । ଫଟୋ ସେୟାର କରି ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । .#MissionShaktiWomen #BurjKhalifa #Dubai
12
5
198
ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ମିଶନ ଶକ୍ତି ମହିଳାଙ୍କ ସହ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର। କେବଳ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରିଛନ୍ତି। ପଢ଼ନ୍ତୁ ପୂରା ଖବର ।.#MissionShaktiWomen #BJP #BJD.
0
0
2
'ମିଶନ୍ ଶକ୍ତି' ପାଇଁ ବଡ଼ ଘୋଷଣା; ବିନା ସୁଧରେ ମିଶନ୍ ଶକ୍ତି ମହିଳାଙ୍କୁ ମିଳିବ ୫ ଲକ୍ଷ ଯାଏଁ ଋଣ #MissionShakti,#GoodNews,#MissionShaktiWomen,#InterestFreeLoan,#SHG_Group,#NaveenPatnaik,#OdishaCM
0
0
5
The members of #MissionShaktiWomen SHGs from Ganjam, Gajapati, Rayagada, Nuapada and Koraput districts called on Chief Minister @Naveen_Odisha at Naveen Niwas, Friday evening. #odishanews #ommcomnews.
0
0
0