NEWS7Odia Profile Banner
Prameya News7 Profile
Prameya News7

@NEWS7Odia

Followers
256K
Following
840
Statuses
240K

Official Twitter feed of Prameya News7, Odisha's leading 24x7 news channel. Join us on Telegram: https://t.co/iGou7wNDvo

Bhubaneshwar, India
Joined July 2015
Don't wanna be here? Send us removal request.
@NEWS7Odia
Prameya News7
13 minutes
YouTubeରୁ ହଟିଲା India’s Got Latentର ବିବାଦୀୟ ଭିଡିଓ, ରଣବୀର ଆଲାହାବାଦିଆଙ୍କ ଘରେ ପହଞ୍ଚିଲା ପୋଲିସ ଟିମ୍ #PrameyaNews7 #indiasgotlatent
0
0
0
@NEWS7Odia
Prameya News7
43 minutes
4 PM #Headlines || 11 February , 2025 || PrameyaNews7 #Headline #Odisha #topbreakingnews #prameyanews
0
0
1
@NEWS7Odia
Prameya News7
1 hour
-ମାର୍ଚ୍ଚ ୮ ପୂର୍ବରୁ କୋଟିଏ ଛୁଇଁବ ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ସଂଖ୍ୟା -ବର୍ତ୍ତମାନ ସୁଦ୍ଧା ୯୮ଲକ୍ଷ ଲୋକଙ୍କୁ ଦିଆସରିଛି ସୁଭଦ୍ରା ଯୋଜନା ଟଙ୍କା -ସୁଭଦ୍ରା ପାଇନଥିବା ହିତାଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଅପିଲ୍ -ବ୍ୟାଙ୍କ ଯାଇ ଡିବିଟି ଆକ୍ଟିଭ୍ କରିବାକୁ ଦେଲେ ପରାମର୍ଶ #SubhadraYojana #DeputyCM #PravatiParida #Odisha #PrameyaNews7 #BreakingNews #Topnews
0
0
4
@NEWS7Odia
Prameya News7
1 hour
Mid-Day #headlines ||11 Feb, 2025|| Prameya News7 #shorts
0
0
1
@NEWS7Odia
Prameya News7
1 hour
-ଆଉ ବଢିବନି EKYC ଅବଧି -ଆସନ୍ତା ୧୫ ରାସନ କାର୍ଡ EKYC ଆବେଦନ ଶେଷ ତାରିଖ -ଆବେଦନ କରିନଥିଲେ ମିଳିବନି ଆଉ ସୁଯୋଗ #EKYC #PrameyaNews7 #BreakingNews #TopNews #KrushnaChandraPatra
0
0
3
@NEWS7Odia
Prameya News7
2 hours
Special Discussion | Meet Big Fan Of Rohit Sharma | ମୁଁ ନେଲି ରୋହିତଙ୍କ ଅଟୋଗ୍ରାଫ୍ | PrameyaNews7 #specialdiscussion #rohitsharma #rohitsharmalovers #rohitfan #rishabhpant #yashasvijaiswal #debarjyasatpathi
0
0
0
@NEWS7Odia
Prameya News7
2 hours
ଖୁବଶୀଘ୍ର ଜୟଦେବ ବିହାରରୁ ନନ୍ଦନ କାନନ ପର୍ଯ୍ୟନ୍ତ ଆରମ୍ଭ ହେବ ଫ୍ଲାଏ ଓଭର କାର୍ଯ୍ୟ #pruthirajharichandan #jayadevbihar #nandankanan #flyover #prameyanews7
0
0
1
@NEWS7Odia
Prameya News7
2 hours
2 PM #Headlines || 11 February , 2025 || PrameyaNews7 #Headline #Odisha #topbreakingnews #prameyanews
0
0
0
@NEWS7Odia
Prameya News7
2 hours
ଆରମ୍ଭ ହେବ ଜୟଦେବ ବିହାରରୁ ନନ୍ଦନ କାନନ ଯାଏଁ ଫ୍ଲାଏ ଓଭର: ଆଇନମନ୍ତ୍ରୀ #prameyanews #Nadankanan #jaydevbihar #floverwork #LawMinister
0
0
2
@NEWS7Odia
Prameya News7
3 hours
#ଅସ୍ତିତ୍ୱ_ଲଢ଼େଇରେ_ଜିତିଲେ_ହିଟ_ମ୍ୟାନ Rohit Sharma | କ'ଣ ୟୁବିଙ୍କ ପରି ହେବ ରୋହିତ କ୍ୟାରିୟର ? ବାରବାଟୀ ଶତକ ପରେ ଲାଗିଯିବ କି ଫର୍ମରେ ଫୁଲଷ୍ଟପ #rohitsharma #yuvrajsingh #prameyanews7 #barabatistadium #hitman #rohitlover #cricketlover
0
0
0
@NEWS7Odia
Prameya News7
3 hours
ବାରବାଟୀରେ ଫ୍ଲଡ ଲାଇଟ ବିଭ୍ରାଟ ଘଟଣା, ବିରୋଧୀଙ୍କ ପ୍ରଶ୍ନର ଜବାବ ଦେଲେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ, କହିଲେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଲାଇଟ କଟିବା ଘଟଣାର ଆଜିପର୍ଯ୍ୟନ୍ତ ମିଳିନି ସ୍ପଷ୍ଟିକରଣ.. #kvsinghdeo #prameyanews7 #barabatistadium #bjd #BJP
14
0
6
@NEWS7Odia
Prameya News7
3 hours
ଚଳିବନି ଗାଡି ଚାଳକଙ୍କ ମନମାନି, ଵସ୍ ଓ ଟ୍ରକ୍‌ରେ ହର୍ଣ୍ଣ ବ୍ୟବହାର ଉପରେ କଟକଣା #PrameyaNews7 #cuttack #SoundHound #buscheking #specialchecking
0
0
0
@NEWS7Odia
Prameya News7
3 hours
ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ନେଇ ବଜେଟ ଆସିବ : ମୁକେଶ ମହାଲିଙ୍ଗ #mukeshmahaling #budgetissue #cmmohancharanmajhi #prameyanews7
0
0
0
@NEWS7Odia
Prameya News7
4 hours
ମେଟା AIର ବଡ଼ କାରାନାମା ,ଚିନ୍ତା କଲେ ହେବ ଟାଇପିଙ୍ଗ୍ ! #PrameyaNews7 #METAAI #artificial_intelligence #MetaPlatforms #MarkZuckerberg #typing #neuroscience #braintypingsystem #brain2Qwerty
0
0
0
@NEWS7Odia
Prameya News7
4 hours
ବାରବାଟୀ ଫ୍ଲଡ ଲାଇଟ ବିଭ୍ରାଟ ଘଟଣାରେ ପ୍ରକାଶ ବେହେରାଙ୍କ ପ୍ରତିକ୍ରିୟା, କହିଲେ ସଂପୂର୍ଣ୍ଣ ଓଡ଼ିଶାକୁ ବଦନାମ୍ କଲା OCA #PrameyaNews7 #prakashbehera #barbatistadium #barbatimatch #oca #floodlightissue #cricketmatch #cricketlovers
0
0
1
@NEWS7Odia
Prameya News7
4 hours
1 PM #Headlines || 11 February , 2025 || PrameyaNews7 #Headline #Odisha #topbreakingnews #prameyanews
0
0
2
@NEWS7Odia
Prameya News7
4 hours
ଧୁମଧାମରେ ଚାଲିଛି ଖଣ୍ଡଗିରି ମେଳା, ବିଭିନ୍ନ ପ୍ରକାରର ଅଫର ଦେଇ ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି ବ୍ୟବସାୟୀ #khandagirimela #prameyanews7 #khandagirijatra #BreakingNews
0
0
1
@NEWS7Odia
Prameya News7
4 hours
ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍‌, ୭ଟି ସ୍ଥାନରେ ଚାଲିଛି ଚଢାଉ #PrameyaNews7 #Vigilance #OdishaNews #Odisha
0
0
1
@NEWS7Odia
Prameya News7
4 hours
-ଭିଜିଲାନ୍ସ ଜାଲରେ ରେମୁଣା ତହସିଲଦାର -ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍‌ -ବିଦ୍ୟାଧର ପତିଙ୍କ ରେମୁଣା ସ୍ଥିତ ଅଫିସ୍‌ ଚାମ୍ବର ସମେତ ସମ୍ପର୍କୀୟଙ୍କ ଘରେ ଚଢ଼ାଉ #Remuna #Odisha #PrameyaNews7 #BreakingNews #TopNews #VigilanceRaid
0
0
3