Seemran00 Profile Banner
Simran Profile
Simran

@Seemran00

Followers
25
Following
291
Statuses
95

Everything Deplomatic

Joined August 2022
Don't wanna be here? Send us removal request.
@Seemran00
Simran
10 days
@RasmitaMohapa16 @debendraprusty ଆପଣଙ୍କୁ ଯଦି ଖରାପ ଲାଗୁଚି ତାଙ୍କ ଜାଗାରେ ଯାଇ ଆପଣ ଏତେ ଲୋକ ସମ୍ମୁଖ ରେ ହିନ୍ଦୀ ରେ ଟିକେ କହିଦେଲେ ଭଲ ହୁଅନ୍ତା.....ଜଣେ ଭୁଲ୍ କରୁଛି ବୋଲି ଦେଖୁଛନ୍ତି ଯଦି ଯାଇକି ଠିକ୍ କରିଦିଅନ୍ତୁ
0
0
0
@Seemran00
Simran
19 days
@SankhaOdisha ଆପଣଂକ ଶାସନ କାଳ ରେ ଲୋକ ସବୁ ଅମର ବର ପାଇକି ଅମର ହୋଇଯାଇଥିଲେ ହେଲେ ଏବେ ସବୁ ମରିଯାଉଛନ୍ତି, କଥା କଣ ଅମର ବର ର validity ସରିଗଲା???ଦେଖନ୍ତୁ ଆପଣ ନିଜେ ବି କେବେ ଏମିତି ମରିଯିବେ,କାରଣ ଆପଣ ବି ସେଇ ସାଧାରଣ ମଣିଷ ଭିତରେ ଜଣେ ନା
0
0
3
@Seemran00
Simran
2 months
@TapanKumar10286 @Debasmi06859468 Listen ମୁଁ ଅନ୍ଧ ଭକ୍ତ ନୁହଁ, ଆଜିକାଲି ଲୋକ ଙ୍କୁ ସତ କହିଲେ ଅସୁବିଧା, ଆପଣକଂ କଥା ରୁ ଲାଗୁଚି ଆପଣ ବିଜେଡି ଭକ୍ତ, କାହାର ଭକ୍ତ ନ ହେଇକି ସତ ଦେଖିବାକୁ ଚେଷ୍ଟା କରନ୍ତୁ
1
0
0
@Seemran00
Simran
2 months
@TapanKumar10286 @Debasmi06859468 ଆପଣ ସମାଲୋଚନା କଲେ ମୁଁ ମତ ରଖିଲି ଯଦି ଭୁଲ୍ ତେବେ ଆପଣ solution କରି କି ଦେଖନ୍ତୁ, ମୁଁ ବହୁତ୍ ଖୁସି ହେବି
1
0
0
@Seemran00
Simran
2 months
@TapanKumar10286 @Debasmi06859468 ହୀନ ରାଜନୀତି ଜମା ନୁହଁ, ଆପଣ ଯାହା ବି ପୋଷ୍ଟ କରିଛନ୍ତି ଆଗରୁ ଏଇ ସବୁ କିଛି ବି ହେଇନଥିଲା ବୋଧେ, ସବୁ ଏବେ ହଉଛି, ଯଦି ଆପଣ ଜଣେ ଭଲ ନାଗରିକ ତେବେ openly ମୁହଁ ଖୋଲନ୍ତୁ ଆଉ ଯାହା ସବୁ ପୋଷ୍ଟ କରିଛନ୍ତି,ତାର solution କରିବା ପାଇଁ ଆପଣକଂ ଦ୍ଵାରା ଯାହା ହେଇପାରିବ କରନ୍ତୁ, ମୋ ପୋଷ୍ଟ ରେ rply କଲେ ସେ ସବୁ solve ହେଇଯିବ ନାହିଁ
1
0
0
@Seemran00
Simran
2 months
@S_Giri_Official @TapanKumar10286 @Debasmi06859468 Besi kharap lage behaviour, are tamku kan bapa maa paisa kharcha kari patha padhai ai sanskar deichanti, Rajaniti kara mana nai hele ate hina manasikata kan pain
0
0
0
@Seemran00
Simran
2 months
@TapanKumar10286 @Debasmi06859468 ଯଦି ଓଡ଼ିଶା ବାସୀ ଙ୍କୁ ନିରାଶ କରିନଥିଲେ ତାହେଲେ ଓଡ଼ିଶା ବାସୀ ତାଙ୍କୁ କାହିଁକି ନିରାଶ କଲେ??? ଶୁଦ୍ଧ ଓଡ଼ିଆରେ ଲେଖିଛି କଣ ଭଲରେ ପଢନ୍ତୁ, ଆଉ ମୁଁ କାହାର ଅନ୍ଧ ଭକ୍ତ ନୁହଁ , ଭୁଲ୍ ତ ଭୁଲ୍ ସେ ବିଜେଡି ହଉ କୁ ବିଜେପି
2
0
1
@Seemran00
Simran
2 months
@AshalataRay @Debasmi06859468 ପୁରା ଓଡ଼ିଆ ଲେଖିଛି ବୁଝିପାରୁନାହନ୍ତି କି??? ମୁଁ କାହାକୁ ଦୋଷ ଦେଇନି...
0
0
1
@Seemran00
Simran
3 months
କାଇଁ ୨୪ବର୍ଷ ଶାସନ କାଳରେ କିଛି ସୁବିଧା କରା ହେଇନଥିଲା କି?ଯାହା ଫଳରେ ସେମାନେ ଆଜି ବି ସେଇ ଟଙ୍କିକିଆ ଚାଉଳ କୁ ଅପେକ୍ଷା କରି ଅଛନ୍ତି ଆଉ ସମୟ ଭିତରେ ମିଳିଲାନି ବୋଲି ଆମ୍ବ ଟାକୁଆ ଖାଇଲେ,ଏତେ ହୀନ ମାନସିକତା କଣ ପାଇଁ.ଆଜି ଅନ୍ୟକୁ ଆଙ୍ଗୁଠି ଦେଖାଉଛନ୍ତି ଆଗରୁ ଆପଣ କଣ କରିଛନ୍ତି ତାଙ୍କ ପାଇଁ?#ଉତ୍ତର_ମିଳିବ?
@SankhaOdisha
Sankha Odisha
3 months
ଓଡ଼ିଶା ଆଜି ଲଜ୍ଜିତ ହେଉଛି ପଙ୍କୁଆମାନଙ୍କ ଅଯୋଗ୍ୟ ଶାସନ ପରିଚାଳନା ପାଇଁ।
Tweet media one
0
0
1
@Seemran00
Simran
3 months
@smruti_poetry ଦେଖିଲ ମୁଁ ଯାହା କହିଥିଲି ସେଇୟା ଆଉ 😂
0
0
0
@Seemran00
Simran
3 months
ଏଇ ପୋଷ୍ଟ ଦେଖିକି ଏବେ ବହୁତ୍ ଲୋକ କହିବେ ଓଡ଼ିଆ ଅସ୍ମିତା, ଆରେ ମୁଁ ବା ଏଇ ଲେଖା ୩ବର୍ଷ ହେଲାଣି ଦେଖିଛି, ଖାଲି ଅନ୍ୟକୁ ଆଙ୍ଗୁଠି ଦେଖେଇବାକୁ ଏମାନେ ସବୁବେଳେ ଆଗୁଆ
@amesabuodia
ଆମେ ଓଡ଼ିଆ
3 months
ଆମ ରାଜ୍ୟର ରାଜଧାନୀ ର ପୋଖରୀପୁଟ ଅଞ୍ଚଳରେ ଅବସ୍ଥିତ "ମାଇ ଛୋଟା ସ୍କୁଲ"। ଆମ ପୁର୍ବରୁ ବହୁତ ଲୋକ ଦେଖିଥିବେ କିନ୍ତୁ ଆମେ ଓଡ଼ିଆ ନା।
Tweet media one
0
0
0
@Seemran00
Simran
4 months
@SankhaOdisha ଯଦି ସେ ଟିଭି ଦେଖିକି ଜାଣୁ ଛନ୍ତି ବୋଲି ଆପଣଙ୍କୁ ଖରାପ ଲାଗୁଛି ତାହେଲେ ଆଗୁଆ ଆପଣ ନିଜେ ଯାଇକି ଖବର ପହଞ୍ଚାଇ ଦିଅନ୍ତୁ,ବହୁତ୍ ଭଲ ହେବ,ଜୀବନ ରେ କାହାର ଗୋଡ ଟାଣିବା ଠୁ କିଛି ଭଲ କାମ କରନ୍ତୁ,ସେଇ ଜଗନ୍ନାଥ ହିଁ ଭରସା ଦେବେ,କାରଣ ଜଗନ୍ନାଥଙ୍କ ଆଶୀର୍ବାଦ ରୁ ସେ ମୁଖ୍ୟମନ୍ତ୍ରୀ ଆଉ ଆପଣ କଣ??? କହିପାରିବେ??? ଜୟ ଜଗନ୍ନାଥ 🙏🙏
0
0
2
@Seemran00
Simran
5 months
@kumariika Wishing you a very Happy Birthday diii🎂🥰🎊🥳🎉
0
0
0
@Seemran00
Simran
5 months
@SankhaOdisha ନିଜ ଜାଗାରେ ଥିଲେ ଠିକ୍ ଆଉ ପୁରା ସାଧୁ ଜାଗା ଛାଡ଼ିଲେ ଏତେ ସାରା ଉପାଧି ମିଳେ କି?????
0
0
0
@Seemran00
Simran
5 months
@smruti_poetry Ganpati Bappa Morya 🙏🙏
0
0
1
@Seemran00
Simran
6 months
Do you remember when you joined X? I do! #MyXAnniversary
Tweet media one
0
0
2
@Seemran00
Simran
6 months
@BashiPakhala ହଁ ପା ଦେଖୁନାହାନ୍ତି କି, ଏଇ ସରକାର ଆସିଲା ପରେ ଏମିତି ପାଣି ଜମୁଛି, ଆଗରୁ କେବେ ବି ପାଣି ଜମୁନଥିଲା, କଣ ଆଉ କରିବା ଏମିତି ଆଲୁଅ ଦେଖିବା���ୁ ମିଳୁଛି
0
0
3