Debasmi06859468 Profile Banner
Debasmita Panda Profile
Debasmita Panda

@Debasmi06859468

Followers
12K
Following
15K
Statuses
1K

Student ( ତମ କଥା ମନେପଡେ )

Joined March 2022
Don't wanna be here? Send us removal request.
@Debasmi06859468
Debasmita Panda
1 day
ସାରା ଓଡ଼ିଶା ପାଇଁ ଲଜ୍ଜ୍ୟାଜନକ ଘଟଣା । ପୁଣି ଥରେ ଉଡ଼ିଲା ଓଡ଼ିଆ ଅସ୍ମିତାର ଫ୍ୟୁଜ, ବାରବାଟୀ ଷ୍ଟାଡିୟମରେ ମ୍ୟାଚ ମଝିରେ ବନ୍ଦ ହୋଇଗଲା ଫ୍ଲଡ୍‌ ଲାଇଟ୍‌ । #Odisha #Cuttack #Barabati #BarabatiStadium #BarabatiStadium #Bjp
Tweet media one
11
74
134
@Debasmi06859468
Debasmita Panda
4 days
ଆନ୍ଧ୍ରର ପୋଲାଭରମ୍ ପ୍ରକଳ୍ପ ପାଇଁ ଓଡ଼ିଶାର ବୁଡିବ ୨୦୦ ଗାଁ । ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଆସିବା ପରେ, ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ପରିବର୍ତ୍ତନ । ପୋଲାଭରମ୍ ପ୍ରକଳ୍ପ ପାଇଁ ଆନ୍ଧ୍ରପ୍ରଦେଶକୁ କେନ୍ଦ୍ରର ଆହୁରି ୫୯୩୬ କୋଟି ଟଙ୍କାର ମିଳିଲା ଅନୁଦାନ । #Odisha #Bjp #BjpAntiOdisha #PolavaramProject
Tweet media one
4
86
137
@Debasmi06859468
Debasmita Panda
7 days
ଓଡ଼ିଶାରେ ସ୍ଥିତି ଏବେ କଣ ହେଲାଣି ଏହା ଉପରେ ନଜର ରଖିଛନ୍ତି କି ନାଇଁ କି କେବଳ ଏଇ ସୁଭଦ୍ରା କଥା ବୁଝୁଛନ୍ତି @PravatiPOdisha ମ୍ୟାଡ଼ାମ ? #Odisha #Bjp #OdiaAsmita #ଓଡିଆ_ଅସ୍ମିତା
0
0
22
@Debasmi06859468
Debasmita Panda
8 days
ମାଟିରେ ମିଶାଉଛି ଓଡ଼ିଶାର ନାଁ । ଏହା ହକି ଷ୍ଟାଡିୟମ କି ଯାତ୍ରା ପେଣ୍ଡାଲ ? #Odisha #Rourkela #BirsaMundaHockeyStadium #BjpAntiOdisha #BjpFailInOdisha
4
77
197
@Debasmi06859468
Debasmita Panda
10 days
ଏହା କି ପ୍ରକାର ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ? ନିବେଶ ଆଣିବା ବାହାନାରେ ବିକ୍ରି ହୋଇଗଲା ଓଡ଼ିଶାର ୬ଟି ବଡ ଲାବ୍ରୋଟୋରୀ । #Odisha #Bjp #UtkarshOdisha #ଉତ୍କର୍ଷଓଡିଶା #BjpAntiOdisha #MohanMajhi
2
39
49
@Debasmi06859468
Debasmita Panda
11 days
ଏହା ଉପରେ କେତେ ଖର୍ଚ୍ଚ ହେଇଛି ? ଏହାର ଉତ୍ତର କିଏ ଦେଇପାରିବେ? #Odisha #SubhadraYojona #BJP
Tweet media one
1
49
67
@Debasmi06859468
Debasmita Panda
12 days
ଆଜି ନବୀନଙ୍କ ପାଇଁ ସବୁ ସହରାଞ୍ଚଳରେ ଆହାର କେନ୍ଦ୍ର ୫ ଟଙ୍କାରେ ମିଳୁଛି ପୁଷ୍ଟିକର ଖାଦ୍ୟ, ପୂରୁଛି ପେଟ, ଭରୁଛି ମନ । #Odisha #NaveenPatnaik #AaharYojana
2
41
59
@Debasmi06859468
Debasmita Panda
12 days
ପ୍ରତିଶ୍ରୁତିରୁ ପଦେ ଅଧେ । #Odisha #Bjp
3
66
101
@Debasmi06859468
Debasmita Panda
14 days
କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ବାବଦ ବ୍ୟୟ ତୁଲାଇବାକୁ ଯାଇ ଋଣ ଭାରରେ ବୁଡିଲାଣି ଓଡ଼ିଶା । ୨୫ ବର୍ଷରେ ଯେତିକି ଋଣ ହୋଇଥିଲା କେବଳ ୨୦୨୪-୨୫ ଆର୍ଥିକ ବର୍ଷରେ ଏବେର ବିଜେପି ସରକାର ୪୨ ହଜାର ୪୯୫ କୋଟିର ଋଣ କରିସାରିଲେଣି । #Odisha #Bjp #BjpAntiOdisha #BjpFailInOdisha
Tweet media one
3
61
80
@Debasmi06859468
Debasmita Panda
14 days
ବଡ଼ ଡାକ୍ତରଖାନାରେ ବଡ଼ ଅବ୍ୟବସ୍ଥା, ତାରରେ ଝୁଲୁଛି ସାଲାଇନ । ସର୍ଜରୀ ୱାର୍ଡରେ ରୋଗୀଙ୍କ ନିକଟରେ ଲାଗିଥିବା ସାଲାଇନ ବୋତଲକୁ ତାର ସାହାଯ୍ୟରେ ବନ୍ଧାଯାଇଛି। ଏହି ଫଟୋ ଓ ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । #Odisha #SCB #Cuttack #HealthMatters
Tweet media one
1
54
66
@Debasmi06859468
Debasmita Panda
17 days
ସମସ୍ତ ବନ୍ଧୁ ମାନଙ୍କୁ ଅନୁରୋଧ ଏହି ପୋଷ୍ଟରେ ଆପଣ ମାନଙ୍କ ମତାମତ ଦେବେ । #Odisha #NaveenPatnaik
@Naveen_Odisha
Naveen Patnaik
17 days
Glad to share that #Odisha has emerged the No-1 state in fiscal management across the country with highest overall fiscal health score of 67.8% in 2022-23, as per the @NITIAayog Fiscal Health Index Report-2025. From financial bankruptcy to number one state in financial health is a truly transformative #5T achievement. Earlier, state revenues were used to repay loans and service debts, leaving very little funds available for development projects or people’s welfare. Making the state financially buoyant helped the state devise  own schemes like #BSKY, #KALIA, #MissionShakti, boost Irrigation, focus on #sports and #skills, transform schools and places of worship, disaster management, invaluable infrastructure, tribal empowerment, food security and also attract investments  for generating employment. Thank the people of Odisha for being partners in this historic and transformative journey. #OdishaLeads #Transformation
Tweet media one
1
51
72
@Debasmi06859468
Debasmita Panda
17 days
ନବୀନ ବାବୁଙ୍କ ସମୟରେ ଆର୍ଥିକ ପରିଚାଳନାରେ ଓଡ଼ିଶା ଥିଲା ଏକ ନମ୍ବର । ହେଲେ ଓଡ଼ିଶାରେ ଏଇ କେତେଟା ମାସରେ ବିଜେପି ସରକାର ଗଠନ କରିବା ପରେ ଋଣ ଭାରରେ ବୁଡିଗଲାଣି ଓଡ଼ିଶା । ଏବେ ଯାହା ଲାଗୁଛି ଓଡ଼ିଶା ମଧ୍ୟ କିଛି ବର୍ଷ ମାଧରେ ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ଭଳି ହୋଇଯିବ । #Odisha #BJP #BjpAntiodisha #BjpfailInOdisha
Tweet media one
1
55
77
@Debasmi06859468
Debasmita Panda
17 days
ପ୍ରତାରଣା ପାଲଟିଛି ବିଜେପି ସରକାରଙ୍କ ଓଡ଼ିଆ ଅସ୍ମିତା ନିର୍ବାଚନୀ ପ୍ରତିଶ୍ରୁତି । ଓଡ଼ିଶା ମଡ଼େଲକୁ କେନ୍ଦ୍ରର ପ୍ରତ୍ୟାଖାନ । ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼ । #Odiaha #Pragyapanamedha #RepublicDay #BjpAntiOdisha #OdiaAsmita #ଓଡ଼ିଆଅସ୍ମିତା
2
77
114
@Debasmi06859468
Debasmita Panda
20 days
@Ama_Jagannath Jay Jagannath 🙏
0
0
0
@Debasmi06859468
Debasmita Panda
20 days
୮ ମାସରେ ଓଡ଼ିଶାବାସୀଙ୍କୁ ବିଜେପି ସରକାରଙ୍କ ୮ ବଡ ଉପହାର । #Odisha #Gift #BJP #BJPPromises #BJPCares #BjpAntiOdisha #BJPFails #BjpfailInOdisha #BJPSankalpPatra #BJPManifesto
Tweet media one
2
62
95
@Debasmi06859468
Debasmita Panda
22 days
ଓଡ଼ିଶାରେ ଚାଲିଛି ନାଟକ ଋତୁ । କେମିତି ଆଗେଇବ ଓଡ଼ିଆ ଅସ୍ମିତା ? #Odisha #OdiaAsmita #BJP #culture #ଓଡିଆଅସ୍ମିତା
Tweet media one
1
44
71
@Debasmi06859468
Debasmita Panda
25 days
ଓବିସିଙ୍କ ସାଥିରେ, ନବୀନ ସବୁ ସମୟରେ । ରାଜ୍ୟର ପ୍ରତିବର୍ଗଙ୍କ ସ୍ୱାର୍ଥ, ସୁରକ୍ଷା ଓ ହକ୍ ର ଲଢେଇ ପାଇଁ ସବୁ ସମୟରେ ପ୍ରତିବଦ୍ଧ ନବୀନ ପଟ୍ଟନାୟକ । #Odisha #OBC #NaveenPatnaik
Tweet media one
5
43
79
@Debasmi06859468
Debasmita Panda
1 month
ଲୋକେ କଣ କହିବେ ଏହି କଥାଟି ପାଇଁ ବହୁତ ଲୋକଙ୍କ ସ୍ଵପ୍ନ ଭାଙ୍ଗିଯାଏ ।❤️
1
0
2
@Debasmi06859468
Debasmita Panda
1 month
@Mr_Bijaya_Odia ଜୟ ଶ୍ରୀ ଜଗନ୍ନାଥ 🙏
0
0
1