![Ashish kumar Satpathy Profile](https://pbs.twimg.com/profile_images/1855909343520030720/5k5SvkrH_x96.jpg)
Ashish kumar Satpathy
@Ashish_ptg
Followers
2K
Following
499
Statuses
353
ରକ୍ତ ଅଭାବ ରୁ କାହାର ଜୀବନ ନଯାଉ ଏହା ମୋର ଲକ୍ଷ୍ୟ 🙏
Balangir, India
Joined July 2022
RT @JOGESWA14171746: ଏହା ଉପରେ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ଅନୁରୋଧ @BPatnagarh @SDM_PATNAGARH @CollectorBgr @Food_Odisha @CMO_Odisha @KVSinghD…
0
2
0
ଛୁଆ ମାନେ ତାଙ୍କର ବୃଦ୍ଧ ଜେଜେ ବାପା ଓ ଜେଜେ ମା ସାଙ୍ଗରେ ରହୁଛନ୍ତି ଜେଜେ ବାପା ଓ ଜେଜେ ମା ଙ୍କ ଭତ୍ତା ପଇସା ରେ ପରିବାର ଚାଲୁଛି ଅସହାୟ ଛୁଆ ମାନଙ୍କୁ ସରକାର ଙ୍କ ଆନ୍ତର୍ଦୟ ଯୋଜନା ରେ ସାମିଲ କରିବା ପାଇଁ ବିନମ୍ର ଅନୁରୋଧ 🙏 @CMO_Odisha @CollectorBgr @SDM_PATNAGARH @BPatnagarh
@Food_Odisha
0
0
2
ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାପ ର ପୁଡାପଦର ଗ୍ରାମରେ #Airtel ନେଟୱର୍କ ଆସୁନି ଗ୍ରାମରେ 90 %ପରସେଣ୍ଟ ଲୋକ Airtel ସିମ ବ୍ୟବହାର କରୁଛନ୍ତି l ନେଟୱର୍କ ପାଇଁ ଜନ ସାଧାରଣ ବହୁତ ହଇରାଣ ହେଉଛନ୍ତି ଶୀଘ୍ର ସମସ୍ୟା ର ସମାଧାନ କରିବା ପାଇଁ @airtelindia ଙ୍କୁ ବିନମ୍ର ଅନୁରୋଧ 🙏
0
0
0
@OdishaUnion108 @MohanMOdisha @ManmohanSamal @MahalingMukesh @BjpOdisha01 @suryabanshibjp @nhmodisha @LESIOdisha @CTOdisha @kanak_news @ArgusNews_in @otvkhabar ସାଧାରଣ ରୋଗୀ କୁ ଆମ୍ବୁଲାନ୍ସ ମିଳୁଛି ହେଲେ ଆକ୍ସିଡେଣ୍ଟ ରୋଗୀ ପାଇଁ ଆମ୍ବୁଲାନ୍ସ ମିଳୁନି l ପ୍ରଶାସନ କୁ ଅନୁରୋଧ ସାଧାରଣ ରୋଗୀ ପାଇଁ ଆମ୍ବୁଲାନ୍ସ ସେବା ବନ୍ଦ କରାଯାଉ ଗୁରୁତର ରୋଗୀ କୁ ପ୍ରାଧାନ୍ୟ ଦିଆ ଯାଉ 🙏 @MohanMOdisha @KVSinghDeo1 @MahalingMukesh @WHO @nhmodisha @MoHFW_INDIA
0
0
0
RT @OdishaUnion108: ଗୁରୁତର ରୋଗୀ ହନ୍ତସନ୍ତ ହେଲେ ରେଫର୍ ହେଉଛନ୍ତି ସାଧାରଣ ରୋଗୀ 108 ଆମ୍ବୁଲାନ୍ସ ସେବା @MohanMOdisha
@ManmohanSamal
@MahalingMukes…
0
27
0
@Sanjaysahu3588 @CDMPHOBargarh @MahalingMukesh @MohanMOdisha ଆମ୍ବୁଲାନ୍ସ ର ଅପବ୍ୟବହାର କୁ ରୋକିବା ପାଇଁ @MahalingMukesh @KVSinghDeo1 @MohanMOdisha ସାର ଙ୍କୁ ବିନମ୍ର ଅନୁରୋଧ 🙏 @CMO_Odisha @PMOIndia @WHO @nhmodisha @Bargarhhealth @CDMPHOBargarh
0
1
3
RT @Sanjaysahu3588: ଆପଣମାନଙ୍କୁ ଅନୁରୋଧ ଆମ୍ବୁଲାନ୍ସ ର ଅପ ବ୍ୟବହାର କୁ ରୋକନ୍ତୁ, ବରଗଡ ଜିଲ୍ଲାରେ ପ୍ରାୟତଃ ରାତିବେଳା ଡାକ୍ତର ମାନେ ଶୋଇବା ଆଳରେ ଏମିତି ବହୁତ…
0
28
0
@Sanjaysahu3588 @CMO_Odisha @KVSinghDeo1 @MahalingMukesh @MohanMOdisha ଦିନ ରାତି ଏକ କରି ଅସହାୟ ରୋଗୀ ଙ୍କୁ ସେବା ଯୋଗାଉ ଥିବା 108 ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ ଏବେ ପ୍ରୟାନ୍ତ ଦରମା ମିଳିନି ଦୁଇ ଦିନ ପରେ ନୂଆଖାଇ ଗଣ ପର୍ବ ଶୀଘ୍ର ସମସ୍ୟା ର ସମାଧାନ କରିବା ପାଇଁ @MahalingMukesh @MohanMajhiCMO @KVSinghDeo1 ଙ୍କୁ ବିନମ୍ର ଅନୁରୋଧ 🙏
0
0
1
ଓଡିଶା ରେ ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ ଦିନକୁ 8 ଘଣ୍ଟା ବଦଳ ରେ 12 ଘଣ୍ଟା ଖାଟାଉଛି ଫଳରେ ଆମ୍ବୁଲାନ୍ସ ଦୁର୍ଘଟଣା ରେ କର୍ମଚାରୀ ଏବଂ ରୋଗୀ ର ଜୀବନ ଯାଉଛି ଠିକା ସଂସ୍ଥା ହଟାଇ ସ୍ଥାୟୀ ନିଯୁକ୍ତି କରିବା ପାଇଁ @MohanMajhiCMO @KVSinghDeo1 @MahalingMukesh @LabourOdisha ଙ୍କୁ ବିନମ୍ର ଅନୁରୋଧ 🙏
0
1
3
@Tulasi40610842 @SPBalasore @sagarika_nath @CMO_Odisha @DGPOdisha ସଠିକ ତଦନ୍ତ କରି ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ @odisha_police @DGPOdisha @CMO_Odisha ଙ୍କୁ ବିନମ୍ର ଅନୁରୋଧ 🙏
0
2
4
RT @BssoPatnagarh: ପଞ୍ଚାୟତ ସ୍ତରରେ ଭତ୍ତା ବଣ୍ଟନ କିପରି ହେଉଛି ତାହାର physical verification ତା.୨୪.୦୬.୨୦୨୪ ଦିନ ପାଟଣାଗଡ ବ୍ଲକ୍ ଉଲବା ଗ୍ରାମ ପଞ୍ଚାୟତ ପା…
0
2
0
ସମସ୍ତ ରକ୍ତ ଦାତା ଭାଇ ଭଉଣୀ ଙ୍କୁ ବିଶ୍ୱ ରକ୍ତ ଦାତା ଦିବସ ର ବହୁତ ଶୁଭେଚ୍ଛା ଓ ଶୁଭକାମନା l ମା ଙ୍କ ର ପାଖେ ସମସ୍ତ ଜୀବନ ଦାତା ଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି 🙏 ରକ୍ତ ଦାନ ଜୀବନ ଦାନ 🩸 ଜୟ ସେବା 🙏 @BloodDonorsIn @OdishaBlood @RedCrossIndiana @swabhimnparivar
0
0
7
ପାଟଣା ମହାରାଜ ତଥା ପାଟଣାଗଡ ବିଧାୟକ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ଆଜି ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । @KVSinghDeo1 ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 🙏
0
0
5
ଅସହାୟ ରୋଗୀ ଙ୍କ ସେବା ରେ ନିଜକୁ ସମର୍ପିତ କରିଥିବାର @RishiMangaraj ଭାଇ ଙ୍କୁ ଜନ୍ମଦିନ ର ବହୁତ ଶୁଭେଚ୍ଛା ଓ ଶୁଭକାମନା l ଭାଇ ଙ୍କ ବିଷୟ ରେ ଯେତେ ପ୍ରଶଂସା କଲେ ମଧ୍ୟ୍ୟ କମ ହେବ l ମା ସମଲେଇ ଙ୍କ ପାଖରେ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଆୟୁଷ କାମନା କରୁଛି 🙏 @CMO_Odisha @Vkpandianfancl1
@bjd_odisha
4
2
17