FoodOdisha Profile Banner
FoodOdisha Profile
FoodOdisha

@Food_Odisha

Followers
95,418
Following
90
Media
4,134
Statuses
4,880

Food Supplies & Consumer Welfare Department, Government of Odisha

Bhubaneshwar, India
Joined June 2016
Don't wanna be here? Send us removal request.
Explore trending content on Musk Viewer
@Food_Odisha
FoodOdisha
3 hours
Nabarangpur district Food Civil Supplies team visited different fair price shops (FPSs). The team also interacted with beneficiaries about the quality of rice. #Odisha #FoodSecurity
Tweet media one
Tweet media two
0
0
7
FoodOdisha Retweeted
@DM_Mayurbhanj
Collector & District Magistrate Mayurbhanj
2 days
ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ, ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ, ଜିଲ୍ଲାର ସମସ୍ତ ବିଧାୟକ ଏବଂ ବିଭାଗ ସହିତ ସଂଶ୍ଲିଷ୍ଟ ଅଧିକାରୀ ଉପସ୍ଥିତିରେ #ମୟୂରଭଞ୍ଜ ଜିଲ୍ଲା ଖାଦ୍ୟ ଯୋଗାଣ କାର୍ଯ୍ୟାବଳୀ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ @Food_Odisha
Tweet media one
Tweet media two
Tweet media three
1
3
36
@Food_Odisha
FoodOdisha
1 day
ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୟୂରଭଞ୍ଜ ଜିଲ୍ଲାରେ ଧାନ କ୍ରୟ ଲାଗି କୃଷକ ପଞ୍ଜିକରଣ ସ୍ଥିତି ଏବଂ ପିଡିଏସ ଚାଉଳ ବିତରଣ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ବିଧାୟକ ମୟୂରଭଞ୍ଜ, ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀମାନେ ଉପସ୍ଥିତ ଥିଲେ। #Odisha
Tweet media one
Tweet media two
Tweet media three
0
0
9
@Food_Odisha
FoodOdisha
2 days
ମଲକାନଗିରି ଜିଲ୍ଲାର ମାନ୍ୟମୋକୋଣ୍ଡା କାଲିମେଲା LAMPCS ରେ କୃଷକ ପଞ୍ଜିକରଣର ତଦାରଖ କରାଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଖରିଫ୍ ଫସଲ କ୍ରୟ ଲାଗି ସ୍ୱଚ୍ଛ ଏବଂ ସୂଚାରୁ ରୂପେ କୃଷକ ପଞ୍ଜିକରଣ ସୁନିଶ୍ଚିତ କରୁଛି। #Odisha
Tweet media one
Tweet media two
0
2
25
@Food_Odisha
FoodOdisha
2 days
ଖରିଫ୍ ଫସଲ କ୍ରୟ ଲାଗି #ଓଡ଼ିଶାରେ ପ୍ରକୃତ ଚାଷୀଙ୍କୁ ପଞ୍ଜିକରଣ କରିବା ପାଇଁ ସୋସାଇଟି ସ୍ତରରେ କୃଷକଙ୍କ ଜମିପଟ୍ଟା ଏବଂ ବ୍ୟାଙ୍କ ବିବରଣୀ ତଦାରଖ କରାଯାଉଛି। #Odisha
Tweet media one
0
2
34
@Food_Odisha
FoodOdisha
3 days
Display of hoardings to spread awareness on farmer registration for #Kharif paddy procurement (KMS 2024-25) across various blocks of Mayurbhanj. #Odisha
Tweet media one
1
1
11
@Food_Odisha
FoodOdisha
3 days
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ବରିଷ୍ଠ ନାଗରିକ ହିତାଧିକାରୀଙ୍କ ଘରେ ପିଡିଏସ ଚାଉଳ ବିତରଣ କରାଯାଉଛି। ହିତାଧିକାରୀମାନେ ଯେପରି ସୁବିଧାରେ ରାସନ ପାଇପାରିବେ, ସେ ନେଇ ଓଡ଼ିଶା ସରକାର ସୁନିଶ୍ଚିତ କରୁଛନ୍ତି। #FoodSecurity
Tweet media one
1
2
19
@Food_Odisha
FoodOdisha
3 days
ଚାଷୀ ପଞ୍ଜିକରଣ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରଚାର ରଥ ଶୁଭାରମ୍ଭ କରାଯାଇଛି। (ଧାନ ସଂଗ୍ରହ ବର୍ଷ ୨୦୨୪-୨୫: ଖରିଫ୍ ଫସଲ କ୍ରୟ) #Odisha
Tweet media one
Tweet media two
2
1
17
@Food_Odisha
FoodOdisha
4 days
ମୟୂରଭଞ୍ଜ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିକାରୀମାନେ ପାଲାବାନୀ ଓ ବାରିପଦାର ହୋଲସେଲ ଓ ଖୁଚୁରା ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ମୂଲ୍ୟ ଓ ଉପଲବ୍ଧତା ଯାଞ୍ଚ କରିଛନ୍ତି। #ConsumerProtection @sicaodisha
Tweet media one
Tweet media two
1
2
28
@Food_Odisha
FoodOdisha
4 days
Prachar ratha flagged off at Bhograi block, Baleshwar to spread awareness on farmer registration. Farmers are registering themselves to sell paddy to #Odisha govt. (Kharif Crop-KMS 2024:25)
Tweet media one
0
2
6
@Food_Odisha
FoodOdisha
4 days
Workshop-cum-training session themed on "rice fortification for improved nutrition" was organised at Baleshwar. It will help in creating awareness on the benefits of fortified rice. #FoodSecurity
Tweet media one
1
0
7
@Food_Odisha
FoodOdisha
4 days
ଧାନ ସଂଗ୍ରହ ବର୍ଷ ୨୦୨୪-୨୫ରେ ଖରିଫ୍ ଫସଲ କ୍ରୟ ଲାଗି କୃଷକମାନେ ପଞ୍ଜିକରଣ କରୁଛନ୍ତି। ଏହା #ଓଡ଼ିଶା ସରକାରଙ୍କ ଉପରେ ସେମାନଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଛି। #Odisha
Tweet media one
0
2
28
@Food_Odisha
FoodOdisha
5 days
Farmers are registering themselves in the registration process to sell their paddy ( #Kharif crop: KMS 2024-25). It underlines their confidence in #Odisha govt system. #FarmerRegistrationOdisha
Tweet media one
0
1
11
@Food_Odisha
FoodOdisha
5 days
ଚାଉଳର ପୌଷ୍ଟିକତା ବୃଦ୍ଧି ନେଇ ମୟୁରଭଞ୍ଜ ଜିଲ୍ଲାରେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ କରାଯାଇଛି। ମିସ୍ ମୋନା ଜେଟୱା, @WFP ର ସିନିୟର ଷ୍ଟେଟ୍ ପ୍ରୋଜେକ୍ଟ ଆସୋସିଏଟ୍ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି। #FoodSecurity #Odisha
Tweet media one
0
2
13
@Food_Odisha
FoodOdisha
5 days
As part of IEC campaign, mike announcements are being carried out to create awareness about farmer registration for #Kharif paddy procurement (KMS 2024-25). #Odisha
Tweet media one
0
1
10
@Food_Odisha
FoodOdisha
6 days
ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରବାସୀ ଶ୍ରମିକ ଏବଂ CMR ବିତରଣ ସ୍ଥିତିର ସର୍ବେକ୍ଷଣ ଅଗ୍ରଗତି ସମୀକ୍ଷା କରିଛନ୍ତି। #Odisha
Tweet media one
Tweet media two
Tweet media three
1
4
38
@Food_Odisha
FoodOdisha
6 days
ଖରିଫ ଧାନ କ୍ରୟ ପାଇଁ ସୁବର୍ଣ୍ଣପୁରର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କୃଷକ ପଞ୍ଜିକରଣ ଫର୍ମ ବିତରଣ କରାଯାଉଛି। କୃଷକ ପଞ୍ଜିକରଣ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ବ୍ଲକରେ ଫ୍ଲେକ୍ସ ବ୍ୟାନର ଲଗାଯାଇଛି। #Odisha
Tweet media one
Tweet media two
Tweet media three
Tweet media four
0
2
23
@Food_Odisha
FoodOdisha
7 days
ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଜରୁରୀ ସାମଗ୍ରୀ (ଆଳୁ)ର କଳାବଜାରୀ ରୋକିବାପାଇଁ ବିଭିନ୍ନ ଜିଲ୍ଲାର ବଜାର ଉପରେ କଡ଼ା ନଜର ରଖିଛନ୍ତି। କଳାବଜାରୀ ଓ ମହଜୁଦକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। #ConsumerProtection @sicaodisha
Tweet media one
3
0
11
@Food_Odisha
FoodOdisha
7 days
Monitoring prices & ensuring availability of essential commodities in open market to safeguard costumer interest & prevent black marketing. #Odisha @sicaodisha
Tweet media one
0
1
13