![Collector & District Magistrate Mayurbhanj Profile](https://pbs.twimg.com/profile_images/1822960508418527232/iFZs7Qso_x96.jpg)
Collector & District Magistrate Mayurbhanj
@DM_Mayurbhanj
Followers
20K
Following
973
Statuses
2K
Official X account of the Collector & District Magistrate, Mayurbhanj. Presently Shri Hema Kanta Say, IAS
Baripada, India
Joined June 2017
ରାଇରଙ୍ଗପୁର ଠାରେ ବାମନଘାଟି ଉପଖଣ୍ଡ ସ୍ତରୀୟ ଜନଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୧୦୮ ଟି ଅଭିଯୋଗ ଶୁଣାଣୀ ହୋଇଥିବା ବେଳେ ୨ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଅନ୍ୟାନ୍ୟ ଅଭିଯୋଗ ଗୁଡିକର ତ୍ୱରିତ ସମାଧାନ ନିମନ୍ତେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ #ମୟୂରଭଞ୍ଜ #Mayurbhanj
0
0
16
ମାନ୍ୟବର ମନ୍ତ୍ରୀ ଡ଼. କ���ଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବାରିପଦାରେ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଉକ୍ତ ଶିବିରରେ ୫୭୪ଟି ଅଭିଯୋଗ ଉପରେ ଶୁଣାଣୀ କରି ମାନ୍ୟବର ମନ୍ତ୍ରୀ ସେଗୁଡିକର ତ୍ୱରିତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। #MayurbhanjAdministration
#Mayurbhanj #Odisha
5
2
41
In District Road Safety meeting Collector stressed upon obey of traffic Rules with proper enforcement. 12 students, 3 public & 18 good samaritans awarded by Collector, SP & RTO for their active participation in #RoadSafety awareness campaign. #Mayurbhanj #MayurbhanjRoadSafety
2
2
19
ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ମୋରଡା ବ୍ଲକ ବୈଠକ ଗୃହରେ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଉକ୍ତ ଶିବିରରେ ୫୦୦ ରୁ ଉର୍ଦ୍ଧ ଅଭିଯୋଗ ଉପରେ ଶୁଣାଣୀ କରି ମାନ୍ୟବର ମନ୍ତ୍ରୀ ସେଗୁଡିକର ତ୍ୱରିତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। @CMO_Odisha
2
1
20
Collector along with Sub-Collector, Rairangpur & senior officials visit Bisoi Nodal High School to see the workings; inspected construction works of the Sports Complex & Holiday Home at Rairangpur. Collector asks officials to speed up the work in significant manner. #Mayurbhanj
1
0
20
��ଜି ବାରିପଦା ଉପଖଣ୍ଡ ପାଇଁ, ସ୍ଥାନୀୟ ସମ୍ମିଳନୀ କକ୍ଷରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ; ଅତିରିକ୍ତ ଜିଲ୍ଲାପାଳ ଅଭିଯୋଗ ଶୁଣି ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓ ଆବଶ୍ୟକୀୟ ସହାୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି। #Mayurbhanj #Odisha #PublicGrievance
2
0
25
ଜିଲ୍ଲାପାଳଙ୍କ ଦ୍ୱାରା କୁଳିଅଣା ବ୍ଲକ ଅଧିନସ୍ଥ "ଡେରା" ପିକନିକ ସ୍ଥାନର ଉନ୍ନତିକରଣ କାର୍ଯ୍ୟର ତଦାରଖ ଏବଂ ବାରିପଦା ଆଇ. ଟି. ଡ଼ି.ଏ.ପ୍ରକଳ୍ପ ପ୍ରଶାସକଙ୍କ ସହିତ ଏହି କାର୍ଯ୍ୟର ତ୍ୱରାନ୍ୱିତ ବିଷୟରେ ଆଲୋଚନା। #Mayurbhanj #Odisha #odishatourism #MayurbhanjPicnicSpot #PicnicSpotsInMayurbhanj
1
5
53
Collector along with Sub-Collector & other senior officials inspect the progress of Holiday Home construction work at Mahuldiha, Rairangpur; Asks concerned officials to fasten the structural work in a significant manner. #Mayurbhanj #Odisha
0
1
11
The Joint Enforcement team on COTPA conducts surprise checking on sale of tobacco products at Badasahi PS area in the District. #SayNoToTobacco #TobaccoFreeMayurbhanj #Mayurbhanj
@WHO @HFWOdisha @MoHFW_INDIA @spmayurbhanj @exciseodisha @CMO_Odisha @IPR_Odisha @narendramodi
0
2
11
ପୂଜ୍ୟ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ପାଳିତ ଜିଲ୍ଲା ସ୍ତରୀୟ ସହିଦ ଦିବସରେ, ଭାରତ ସ୍ୱାଧୀନତା ପାଇଁ ଆତ୍ମବଳି ଦେଇଥିବା ଶହୀଦ ମାନଙ୍କ ଦିବଂଗତ ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକ, ତହସିଲ ଓ ଜିଲ୍ଲା ମୁଖ୍ୟାଳୟରେ ଦୁଇ ମିନିଟ ନିରବ ପ୍ରାର୍ଥନା #MartyrsDay
0
1
10
RT @MohanMOdisha: ଓଡ଼ିଶାକୁ ଦେଶର ଶିଳ୍ପ ହବ୍ ରେ ପରିଣତ କରିବାରେ ସହାୟକ ହେଉଛି 'ଉତ୍କର୍ଷ ଓଡ଼ିଶା ସମ୍ମିଳନୀ-୨୦୨୫'। ପ୍ରଥମ ଦିନରେ ମୋଟ ୫୪ ବୁଝାମଣା ପତ୍ର ସ୍ବା…
0
78
0
RT @IPR_Odisha: ‘‘ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ, ଏଡୁଟେକ୍, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ଟେକ୍ସଟାଇଲ୍, ମାଇନିଙ୍ଗ୍, ଗ୍ରିନ ଏନର୍ଜି ଏବଂ ପର୍ଯ୍��ଟନ ଶି…
0
4
0
RT @IPR_Odisha: Watch Live: Hon'ble PM Sri Narendra Modi attends #UtkarshOdisha, Make In Odisha Conclave. #Bhubaneswar
0
20
0
RT @IPR_Odisha: Hon'ble PM Sri Narendra Modi inaugurating the Utkarsh Odisha, Make in Odisha Conclave 2025 today at Janata Maidan, Bhubanes…
0
7
0
Prize Distribution Ceremony on 76th District Level Republic-Day Celebration at Baripada #RepublicDay2025 #RepublicDayIndia #RepublicDayParade2025 #RepublicDayCelebration #RepublicDayParade @IPR_Odisha
0
2
6