Irasis Acharya (Modi ka Parivar) Profile Banner
Irasis Acharya (Modi ka Parivar) Profile
Irasis Acharya (Modi ka Parivar)

@irasisacharya

Followers
11,127
Following
185
Media
2,832
Statuses
5,878

MLA Bhatli Assembly Constituency, State Secretary, Bharatiya Janata Party, Odisha Pradesh,( @BJP4India )

Bhubaneswar, Odisha
Joined March 2012
Don't wanna be here? Send us removal request.
Explore trending content on Musk Viewer
Pinned Tweet
@irasisacharya
Irasis Acharya (Modi ka Parivar)
7 months
ସାରା ଭାରତ ବର୍ଷର ଯୁବକ ମାନଙ୍କର ପ୍ରେରଣା ର ଉତ୍ସ ଆମ ସମସ୍ତଙ୍କର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ସମ୍ବଲପୁର ଠାରେ ଆୟୋଜିତ ବିଶାଳ ଗ୍ୟାରେଣ୍ଟି ସମାବେଶ ରେ ସ୍ୱାଗତ କରିବାର ଅବସରରେ.... @narendramodi @BJP4India @BJP4Odisha @BJYM @BJYMOdisha
Tweet media one
13
23
189
@irasisacharya
Irasis Acharya (Modi ka Parivar)
3 months
ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ @mohanmajhi_BJP ଓ ଉପ ମୁଖ୍ୟମନ୍ତ୍ରୀ @KVSinghDeo1 ଏବଂ @Pravatipridabjp ଙ୍କୁ ବହୁତ ବହୁତ ଅଭିନନ୍ଦନ ଓ ଶୁଭେଚ୍ଛା ll #NewChiefMinister #DeputyChiefminister
Tweet media one
Tweet media two
Tweet media three
30
47
1K
@irasisacharya
Irasis Acharya (Modi ka Parivar)
4 years
Attended #SnehaMilan led by our dynamic @BJYM National President Sri @Tejasvi_Surya Ji along with state presidents of all states at New Delhi today. Glad to be a part of the event n represent & raise the voice of youths of #Odisha . @BJYMinOD @BJP4Odisha @dpradhanbjp
Tweet media one
40
156
743
@irasisacharya
Irasis Acharya (Modi ka Parivar)
3 months
#BhatliConstituency ମହାପ୍ରଭୁ ଶ୍ରୀ ଦଧିବାମନ ସ୍ଵାମୀ,ଜଗତ ଜନନୀ ମାଁ ଦୁର୍ଗା, ବାବା କେଦାରନାଥ ଙ୍କ ଅପାର କରୁଣା ପାଇଁ କୋଟି କୋଟି ପ୍ରଣାମ କରୁଛୁ l ଭଟଲି ବିଧାନସଭାର ସମସ୍ତ ଜନସାଧାରଣ ମତେ ସେବା କରିବା ପାଇଁ ସୁଯୋଗ ତଥା ଆଶୀର୍ବାଦ୍‌ କରିଥିବାରୁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି । ଏଇ ବିଜୟ ମୋର ନୁହେଁ, ଆପଣ ମାନଙ୍କର l
Tweet media one
100
35
625
@irasisacharya
Irasis Acharya (Modi ka Parivar)
4 years
ନବୀନ ସରକାରଙ୍କର ୨୦ ବର୍ଷ ର ନିରଙ୍କୁଶ ଶାସନ ପରେ ବି ଆଜି ଓଡିଶାର ଛାତ୍ର ଯୁବକ ଚରମ ଅବହେଲା ର ଶିକାର ହେଇଛନ୍ତି | BPUT ନିଜର ତୋଗାଳକୀ ଫର୍ମାନ ପୁନଃ ବିଚାର କରି ଛାତ୍ର ଛାତ୍ରୀଙ୍କ ହିତରେ କାର୍ଯ୍ୟକରୁ ନହେଲେ ଯୁବମୋର୍ଚ୍ଚା ଆଗାମୀ ଦିନରେ ତୀବ୍ର ପ୍ରତିବାଦ କରିବ |
Tweet media one
Tweet media two
34
137
428
@irasisacharya
Irasis Acharya (Modi ka Parivar)
3 months
ଓଡ଼ିଶା ବିଧାନସଭାର ନୂତନ ବାଚସ୍ପତି ରୂପେ ନିର୍ବାଚିତ ହୋଇଥିବା ମାନନୀୟା ଶ୍ରୀମତୀ ସୁରମା ପାଢ଼ୀ ମହୋଦୟାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । #OdishaAssembly #speaker #suramapadhi @BJP4Odisha @suramapadhybjp
Tweet media one
11
15
437
@irasisacharya
Irasis Acharya (Modi ka Parivar)
3 years
"Gold toh Gold hota hai Chahe chora laye ya chori" This was the mood of the nation when the wrestler phoghat sisters came into limelight. It was a pleasure meeting youth icon @BabitaPhogat ji today at National Executive Meeting at Delhi. @BJYM @BJYMinOD @BJP4Odisha
Tweet media one
4
24
391
@irasisacharya
Irasis Acharya (Modi ka Parivar)
2 years
ଧାମନଗର ଉପନିର୍ବାଚନରେ ଐତିହାସିକ ବିଜୟ ପାଇଁ ସାନଭାଇ ଶ୍ରୀମାନ @suryabanshibjp ସୂର୍ଯ୍ୟବଂଶୀ ସୁରଜକୁ ଶୁଭେଚ୍ଛା ଓ ଅଭିନନ୍ଦନ । ସ୍ଵାଭିମାନୀ ଧାମନଗର ବାସୀଙ୍କ ଏ ନିଷ୍ପତ୍ତି ପୁରା ଓଡ଼ିଶାକୁ ପ୍ରେରଣା ଯୋଗାଇବ ।
Tweet media one
20
28
388
@irasisacharya
Irasis Acharya (Modi ka Parivar)
4 years
ମହାମୁସ୍କିଲ କଥା... ପେପର ମାଲିକ ଏକତା ଜିନ୍ଦାବାଦ! @heitibhaina @Biluabichara @odiapua18 @khatiodisha
Tweet media one
29
30
348
@irasisacharya
Irasis Acharya (Modi ka Parivar)
3 months
ଓଡ଼ିଶାରେ ପ୍ରଥମଥର ପାଇଁ ହେଉଥିବା @BJP4Odisha ର ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଲୋକପ୍ରିୟ ନେତା ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ @Narendra ମହୋଦୟଙ୍କ ଠାରୁ ଆଶୀର୍ବାଦ ନେବା ଅବସରରେ ... @Bhatli_AC @BJP4India @CMO_Odisha
Tweet media one
9
16
352
@irasisacharya
Irasis Acharya (Modi ka Parivar)
3 months
ଭଟଲି ନିର୍ବାଚନ ମଣ୍ଡଳୀର ସମସ୍ତ ଗୁରୁଜନ ମଣ୍ଡଳୀ,ଦେବଦୁର୍ଲଭ କାର୍ଯ୍ୟକର୍ତ୍ତା ତଥା ସମସ୍ତ ଜନସାଧାରଣ ସମସ୍ତଙ୍କୁ ମୋର ପ୍ରଣାମ l ଆପଣମାନଙ୍କର ଆଶୀର୍ବାଦ,ସହଯୋଗ,ମୋର ପ୍ରତି ଥିବା ଭଲପାଇବା ଏବଂ ଶେଷରେ ବାବା କେଦାରନାଥ,ଜଗତଜନନୀ ମାଁ ଦୁର୍ଗା ତଥା ମହାପ୍ରଭୁ ଦଧିବାମନ ସ୍ଵାମୀଙ୍କର ଆଶୀର୍ବାଦ ପାଇଁ ହିଁ ଆଜି ମୁଁ ଏହି ନୂଆ ଦାୟିତ୍ୱର
Tweet media one
30
20
344
@irasisacharya
Irasis Acharya (Modi ka Parivar)
3 years
Glimpse from @BJYM national executive meeting at #NewDelhi . ନୂଆଦିଲ୍ଲୀ ଠାରେ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ରେ ଯୋଗ ଦେବା ଅବସରରେ... @JPNadda @dpradhanbjp @Tejasvi_Surya @BJP4India @BJYMinOD
Tweet media one
5
20
304
@irasisacharya
Irasis Acharya (Modi ka Parivar)
3 years
#ଲଢେଇ_ଲଢେଇ_ଲଢେଇ_ହେବ ଭଉଣୀ ମମିତାକୁ ନ୍ୟାୟ ଦେବାକୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ହଜାର ହଜାର ଯୁବକଯୁବତୀଙ୍କ ଦ୍ବାରା ବିଧାନସଭା ଘେରାଉ । ଏ ଲଢ଼େଇ ଜାରି ରହିବ । #justiceformamita @BJP4Odisha @BJYMinOD @BJYM
Tweet media one
Tweet media two
Tweet media three
Tweet media four
15
48
289
@irasisacharya
Irasis Acharya (Modi ka Parivar)
3 years
Got an opportunity to meet @BJYM National Gen.Secy Sri @rohit_chahal Ji @BJP4India headquarter at Delhi. I have been a great admirer of @rohit_chahal Ji since my younger days @UnivofDelhi . His organisational and leadership skills will take @BJYM to new heights for sure.
Tweet media one
9
25
288
@irasisacharya
Irasis Acharya (Modi ka Parivar)
3 months
ଓଡ଼ିଶା ଗଣତନ୍ତ୍ରର ପବିତ୍ର ମନ୍ଦିର ବିଧାନସଭାରେ ମୋର ଶପଥ ଗ୍ରହଣ ll #assembly #OdishaAssembly #OathTakingCeremony
15
13
293
@irasisacharya
Irasis Acharya (Modi ka Parivar)
3 months
ଓଡ଼ିଶାର ନୂଆ ସରକାର ମୋହନ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀପଦ ପାଇଁ ଶପଥ ନେଇଥିବା ସମସ୍ତ ନେତୃବୃନ୍ଦଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ll #BJPGovt @BJP4Odisha @BJYMOdisha
Tweet media one
Tweet media two
Tweet media three
21
18
289
@irasisacharya
Irasis Acharya (Modi ka Parivar)
3 years
Need a doctor ! Get a consultation at home via @BJYM ‘s initiative #BJYMDoctorHelpline Call on 080-68173286
5
83
242
@irasisacharya
Irasis Acharya (Modi ka Parivar)
4 years
ପୁଣିଥରେ ଭାର���ୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ମନୋନୀତ ହୋଇଥିବାରୁ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ଶ୍ରୀ ବୈଜନ୍ତ ପଣ୍ଡା ଜୀ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।।। @PandaJay @BJP4India @BJP4Odisha
Tweet media one
16
13
249
@irasisacharya
Irasis Acharya (Modi ka Parivar)
3 years
#ଲଢେଇ_ଲଢେଇ_ଲଢେଇ_ହେବ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଗୃହ ରାଜ୍ୟ ମନ୍ତ୍ରୀ @DSMishraKLD ଙ୍କ ବହିଷ୍କାର,ଗିରଫଦାରୀ ତଥା CBI ତଦନ୍ତ ଦାବିରେ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ପୁରୀ ଜିଲ୍ଲା ତରଫରୁ SP ଅଫିସ ଘେରାଓ । #JusticeforMamital @BJP4Odisha @BJYMinOD @BJYM @dpradhanbjp @Tejasvi_Surya
Tweet media one
4
48
237
@irasisacharya
Irasis Acharya (Modi ka Parivar)
4 years
Today met with his Excellency Prof. Ganeshilal Ji, @GovernorOdisha & discussed about the guidelines issued by #BPUT which is unilateral and impractical against the larger interest of students. He assured us that not even a single student of BPUT will be deprived of their right.
Tweet media one
17
42
248
@irasisacharya
Irasis Acharya (Modi ka Parivar)
4 years
Inspiration word is not enough to describe when u have such towering inspirations standing next to you.With Our ex-BJYM national president @poonam_mahajan Ji and newly appointed @BJYM president @Tejasvi_Surya Ji Wid all ur support @BJYM will carry d baton and rich legacy forward
Tweet media one
5
25
241
@irasisacharya
Irasis Acharya (Modi ka Parivar)
4 years
ଭଟଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁ ବୁଲିବା ସମୟରେ ମାତୃଶକ୍ତିର ସ୍ନେହ ଓ ଆଶୀର୍ବାଦ ଅବିରତ ସଂଗ୍ରାମ କରିବାକୁ ପ୍ରେରଣା ଯୋଗାଏ। @BJP4Odisha @BJYMinOD
Tweet media one
Tweet media two
Tweet media three
Tweet media four
14
12
225
@irasisacharya
Irasis Acharya (Modi ka Parivar)
3 months
ନୂଆ ଓଡ଼ିଶାର ଧର୍ମପଦ ତଥା ଆମ ସମସ୍ତଙ୍କର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଦଧିବାମନ ସ୍ୱାମୀ ଓ ମାଁ ସମଲେଇଙ୍କ ନିକଟରେ ଆପଣଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି ll @dpradhanbjp @bjpodisha @BJYMOdisha
Tweet media one
21
12
211
@irasisacharya
Irasis Acharya (Modi ka Parivar)
2 years
Today Himachal Pradesh. Tomorrow Odisha. #VikasKaDoubleEngine
Tweet media one
9
96
199
@irasisacharya
Irasis Acharya (Modi ka Parivar)
2 months
ମେକ୍ ଇନ୍ ଓଡିଶା ମିଛ, ଶିଳ୍ପାୟନ ମିଛ ଓ ନିଯୁକ୍ତି ମିଛ। ଏମଓୟୁ ୫୧୨, କାର୍ଯ୍ୟକ୍ଷମ ମାତ୍ର ୩୦ ଶିଳ୍ପ । BJD ସରକାରର ମିଛ ଏବେ ପଦାକୁ ଆସିଛି... #MakeInOdisha #NaveenPatnaik #VKPandian #Corruption @BJP4Odisha @BJYMOdisha @Bhatli_AC
54
27
209
@irasisacharya
Irasis Acharya (Modi ka Parivar)
4 years
ମା ଭାରତୀ,ବିଜେପିର ସମସ୍ତ ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା,ଯୁବମୋର୍ଚ୍ଚାର ବନ୍ଧୁ ତଥା ମୋର ଭଟଲି ବିଧାନସଭା ତଥା ଓଡ଼ିଶା ପ୍ରାନ୍ତର ଶୁଭେଚ୍ଛୁ ଭାଇ ଓ ଭଉଣୀ ମାନେ,ଭେଟ ହୋଇ କିମ୍ବା ବିଭିନ୍ନ ସୋସିଆଲ ମିଡ଼ିଆ ଓ ଫୋନ୍ ମାଧ୍ୟମରେ ସ୍ନେହ,ଶ୍ରଦ୍ଧାଭରା ବାର୍ତ୍ତା ତଥା ଆଶୀର୍ବାଦ ଦେଇଥିବାରୁ ମୁଁ ଆପଣମାନଙ୍କ ପାଖରେ ଚିର କୃତଜ୍ଞ ।🙏
25
9
200
@irasisacharya
Irasis Acharya (Modi ka Parivar)
3 months
ବରଗଡ଼ ଠାରେ ଓଡ଼ିଶାର ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଉପସ୍ଥିତିରେ ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମରେ ମୋର ବକ୍ତବ୍ୟ । #PMKisanSamman @BJP4Odisha @BJYMOdisha
14
17
196
@irasisacharya
Irasis Acharya (Modi ka Parivar)
3 years
ନୂଆଁଖାଇ ଜୁହାର୍🙏
Tweet media one
23
11
192
@irasisacharya
Irasis Acharya (Modi ka Parivar)
4 years
ସରଳ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଦୟାକରି ଖେଳନ୍ତୁ ନାହିଁ ରାଜ୍ୟ ସରକାର ତଥା ବିପିୟୁଟି କର୍ତ୍ତୃପକ୍ଷ।ଛାତ୍ରଛାତ୍ରୀ ମାନଙ୍କୁ ଅଯଥାରେ ହଇରାଣ ନକରି ସେମାନଙ୍କର ଉଜ୍ବଳ ଭବିଷ୍ୟତ କେମିତି ସଠିକ ରୂପରେ ଗଢିପାରିବା, ସେ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ରହିଛି। #BPUTStopKaroNa #BPUT #bputstopkorona
15
49
191
@irasisacharya
Irasis Acharya (Modi ka Parivar)
3 years
ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ ଏକ ଚାକିରୀ ବିକ୍ରି କମିଶନରେ ପରିଣତ ହୋଇଛି।ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀଙ୍କ ଭାଗ୍ୟ ସହିତ ଖେଳ ଖେଳୁଛନ୍ତି ମୁଖ୍ୟମନ୍ତ୍ରୀ @Naveen_Odisha ।।"ଲାଞ୍ଚ ବଦଳରେ ଚାକିରୀ" କୁ ପ୍ରତିବାଦ କରି ଆଜି ବୌଦ୍ଧ ଜିଲ୍ଲା ର NAC ଛକ ଠାରେ ପ୍ରତିବାଦ ଏବଂ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ। #OSSCMegaScam
Tweet media one
Tweet media two
Tweet media three
Tweet media four
15
22
183
@irasisacharya
Irasis Acharya (Modi ka Parivar)
3 months
ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ମହୋଦୟ ଓ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ @KVSinghDeo1 ମହୋଦୟ ଙ୍କୁ ପ୍ରଥମ କରି ବରଗଡ଼ ଜିଲ୍ଲା ଗସ୍ତ କରିଥିବାରୁ ବହୁତ ବହୁତ ସ୍ୱାଗତ,ଅଭିନନ୍ଦନ ଓ ଶୁଭେଚ୍ଛା ଦେବା ଅବସରରେ ll @BJP4Odisha @BJYMOdisha @BJP4India
Tweet media one
Tweet media two
Tweet media three
Tweet media four
8
14
188
@irasisacharya
Irasis Acharya (Modi ka Parivar)
3 years
Tweet media one
3
52
171
@irasisacharya
Irasis Acharya (Modi ka Parivar)
3 years
BJP youth wing of Odisha protest in different districts against Congress Govt. in Punjab for deliberately allowing security breach in PM Shri @narendramodi 's convoy risking PM's life & Indian democracy. @dpradhanbjp @Tejasvi_Surya @BJYM @BJYMinOD #ModiJiJiyoHazaroSaal
Tweet media one
1
41
165
@irasisacharya
Irasis Acharya (Modi ka Parivar)
2 years
ନବୀନ ବାବୁ ପୁରସ୍କାର ପାଇବା ପରେ କେତେ ଜଣ ଯୁବକ ରୋଜଗାର ପାଇଲେ ଟିକେ ଜଣାଇବେ... @Naveen_Odisha @bjd_odisha
40
24
170
@irasisacharya
Irasis Acharya (Modi ka Parivar)
2 years
A grand welcome awaits PM @narendramodi ji in Devbhoomi Himachal Pradesh. Over one lakh @BJYM karyakartas have gathered to hear Modi speak. #HPYouthWithModi
Tweet media one
9
51
173
@irasisacharya
Irasis Acharya (Modi ka Parivar)
3 years
For COVID-19 assistance tweet using #BJYMCares or dial the mentioned numbers, we will try our best to help you as soon as possible & as much as possible . @JPNadda @dpradhanbjp @Tejasvi_Surya @BJYM @BJYMinOD @PurandeswariBJP @vijaypalbjp @SamirMohantyBJP @Manas_BJP @BJP4Odisha
Tweet media one
10
36
170
@irasisacharya
Irasis Acharya (Modi ka Parivar)
4 years
Many state govt are cancelling their exams due to #Corona situations. However #Bput is still planning to conduct the exam in an illogical as well as unreasonable way. Is it the right time ?? Why the Govt. Of Odisha maintaining silence over this sensitive student's issue.
Tweet media one
11
85
172
@irasisacharya
Irasis Acharya (Modi ka Parivar)
3 years
ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଭାରତ ବର୍ଷରେ ଆମର ସମସ୍ତଙ୍କର ପ୍ରିୟ ପ୍ରଧାନମନ୍ତ୍ରୀ @narendramodi ଜୀ ଙ୍କ ଆହ୍ୱାନକ୍ରମେ "ଅମୃତ ମହୋତ୍ସବ" ପାଳନ କରାଯିବ।ଓଡ଼ିଶାର ସମସ୍ତ ଜିଲ୍ଲା ରେ ନୁଆଁ ଓଡ଼ିଶା ଗଠନର ସ୍ବପ ନେଇ ଏହି ଦିନରେ @BJYMinOD ଯୁବକ ବନ୍ଧୁ ମାନଙ୍କୁ ନେଇ କାର୍ଯ୍ୟକ୍ରମର ଯୋଜନାର ପ୍ରେସ ବାର୍ତ୍ତା।।
Tweet media one
Tweet media two
Tweet media three
2
18
166
@irasisacharya
Irasis Acharya (Modi ka Parivar)
3 months
#BhatliConstituency ଏ ବୀଜୟ ହେଉଛି ଆପଣମାନଙ୍କର .... @bjpodisha @BJYMOdisha @Bhatli_AC
17
19
170
@irasisacharya
Irasis Acharya (Modi ka Parivar)
4 years
I strongly condemn the inhuman and cowardly act by @MamataOfficial & @Trinamool to block @Tejasvi_Surya Ji using 10 crude bombs, stones, lathi charge, tear gas, water canons. Remember Didi you will struggle for shade and shelter in coming assembly elections. @BJYM @dpradhanbjp
Tweet media one
3
13
166
@irasisacharya
Irasis Acharya (Modi ka Parivar)
4 years
Happy birthday to the youth icon of India, BJYM national president @Tejasvi_Surya Ji. May Lord Jagannath bless you with health, happiness and success to serve Maa Bharati. @BJYMinOD @BJYM @BJP4Odisha @BJP4India
Tweet media one
4
11
160
@irasisacharya
Irasis Acharya (Modi ka Parivar)
4 years
New responsibilities always bring new opportunities to serve the society and we are up for the new beginning. Being a part of world’s largest family is itself an honour and privilege. @BJYMinOD will leave no stones unturned to work and fight for 4.5 crores Odias.
@BJYM
BJYM
4 years
Congratulations to Shri @irasisacharya ji for being appointed as @BJYMinOD State President.
Tweet media one
19
35
254
23
18
159
@irasisacharya
Irasis Acharya (Modi ka Parivar)
3 years
ଟାଟା ପାୱାର ଛଟେଇ କରିଥିବା 7500 ରୁ ଉର୍ଦ୍ଧ୍ବ ଓଡ଼ିଆ ଯୁବକ ମାନଙ୍କର ହକର ଲଢେ଼ଇରେ ଭୁବନେଶ୍ୱର ରୂପାଲି ଛକ ସ୍ଥିତ ଇଡ୍କୋ ଟାୱାର ଆଗରେ ଓପେଫା ପକ୍ଷରୁ ଚାଲିଥିବା ପ୍ରତିବାଦ ସଭାରେ ସାମିଲ ହେବା ଅବସରରେ।। @BJP4Odisha @BJYMinOD
Tweet media one
Tweet media two
24
74
162
@irasisacharya
Irasis Acharya (Modi ka Parivar)
3 months
ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ....
Tweet media one
Tweet media two
Tweet media three
Tweet media four
12
11
159
@irasisacharya
Irasis Acharya (Modi ka Parivar)
4 years
ଆଜି @BJYM ଭର୍ଚୁଆଲ୍ ମାଧ୍ୟମରେ ହେଉଥିବା କେନ୍ଦ୍ରୀୟ ବୈଠକରେ ଭାରତ ବର୍ଷର ସମସ୍ତ ପ୍ରଦେଶର ସଭାପତି ତଥା ନବନିଯୁକ୍ତ ଜଶସ୍ଵୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ @Tejasvi_Surya ଙ୍କ ସହ ଯୋଗଦାନ କରିବାର ସୌଭାଗ୍ୟ ଲାଭ କଲି।କୋରୋନା ମହାମାରୀ ସମୟରେ ଯୁବମୋର୍ଚ୍ଚାର କାର୍ଯ୍ୟକଳାପ ତଥା ଆଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାହେଲା।
Tweet media one
7
11
160
@irasisacharya
Irasis Acharya (Modi ka Parivar)
4 years
ଭାରତୀୟ ଜନତା ଯୁବମୋର୍ଚ୍ଚା ଆଜି ବିଜେପି ବରିଷ୍ଠ ନେତା କୁଳମଣି ବରାଳଙ୍କ ବିଜେଡ଼ି କର୍ମି ଙ୍କ ଦ୍ୱାରା ହତ୍ୟା ର ପ୍ରତିବାଦ ରେ ସମ୍ବଲପୁର ଟାଉନ ଥାନା ସାମ୍ନା ରେ ବିକ୍ଷୋଭ କରିବା ସହିତ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରିଥିଲୁ। @Tejasvi_Surya @dpradhanbjp @BJYMinOD @BJYM @SamirMohantyBJP @Manas_BJP
Tweet media one
Tweet media two
Tweet media three
4
21
159
@irasisacharya
Irasis Acharya (Modi ka Parivar)
3 months
#ସ୍ୱାଗତମ_ସ୍ୱାଗତମ୍ ଭଟଲି ବିଧାନସଭାର ସମସ୍ତ ଜନସାଧାରଣଙ୍କୁ ଅନୁରୋଧ ଆସନ୍ତା କାଲି ୩ ଟାରେ ଗାନ୍ଧୀଛକରେ ଯଶସ୍ଵୀ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟ ମନ୍ତ୍ରୀଙ୍କୁ ସ୍ଵାଗତ କରିବା l @mohanmajhi @BJP4Odisha @BJYMOdisha @KVSinghDeo
Tweet media one
7
12
156
@irasisacharya
Irasis Acharya (Modi ka Parivar)
4 years
Its always an honour and privilege to meet our leader Sj. @dpradhanbjp Ji, the motivation, inspiration, aspiration n guiding force behind millions of youth karyakartas like me across the country. Took his blessing for a successful tenure as BJYM state president. @BJYMinOD @BJYM
Tweet media one
5
16
151
@irasisacharya
Irasis Acharya (Modi ka Parivar)
3 years
ଆଜି ସକାଳେ ଦିଲ୍ଲୀ ଠାରେ ଆମ ସମସ୍ତଙ୍କର ପ୍ରିୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ @dpradhanbjp ଜୀ ଙ୍କୁ ଭେଟି ବରଗଡ଼ ଜିଲ୍ଲାର ଦ୍ଵିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ପଦ୍ମପୁର ଉପଖଣ୍ଡରେ ଥିବା ଆମ ଐତିହ ଓ ସଂସ୍କୃତିକୁ ବହନ କରୁଥିବା ଘେଁସ ଠାରେ ସ୍ଥାପିତ କରିବା ପାଇଁ ଅନୁରୋଧ କଲି। @BJP4Odisha @BJYMinOD
Tweet media one
Tweet media two
12
14
150
@irasisacharya
Irasis Acharya (Modi ka Parivar)
3 years
#ଲଢ଼େଇ_ଲଢ଼େଇ_ଲଢ଼େଇ_ହେବ @bjd_odisha ସରକାର ର ଗୃହ ରାଜ୍ୟମନ୍ତ୍ରୀ @DSMishraKLD ଙ୍କ ଗିରଫଦାରୀ ଓ ଇସ୍ଥପା ଆମର ଦାବୀ... @BJP4Odisha @BJYMinOD @Ravibhagat_BJYM @BJYM @dpradhanbjp @SamirMohantyBJP @Naveen_Odisha
Tweet media one
Tweet media two
Tweet media three
Tweet media four
7
24
146
@irasisacharya
Irasis Acharya (Modi ka Parivar)
3 years
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଓଡିଶା ମାଟିର ସୁପୁତ୍ର ତଥା ଯୁବଶକ୍ତି ର ପ୍ରେରଣାର ଉତ୍ସ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଭାଇଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଛା ଓ ଅଭିନନ୍ଦନ।। @dpradhanbjp @BJP4Odisha @BJYMinOD
Tweet media one
11
13
152
@irasisacharya
Irasis Acharya (Modi ka Parivar)
4 years
#SambalpuriDin ସମ୍ବଲପୁରୀ ଦିନରେ ସମ୍ କୁ ଗୁରଦୁ ଟେ ଶୁଭେଚ୍ଛା।ଆଶୁନ୍ ସମସ୍ତେ ମିସିକିରି ସବୁଦିନକେ ସମ୍ବଲପୁରୀ ଦିନ୍ ବନମା।ଆମର ସମ୍ବଲପୁରୀ କପଡ଼ା ଆଉ ସମ୍ବଳପୁରୀ ଖାନା କେ ବିଶ୍ଵଦରବାରରେ ପରିଚିତ କରାମା।ମୋଦିଜୀଙ୍କର ନାରା #Vocal_For_Local କଥାକେ ଅଗକେ ନୈକରି ଆମର ଅଞ୍ଚଳର ଅର୍ଥନୀତି କେ ସୁଦୃଢ଼ କରମା। @BJP4Odisha
10
12
149
@irasisacharya
Irasis Acharya (Modi ka Parivar)
3 years
Had a courtesy meeting with @BJP4India National Gen Secy & @BJYM pravari @tarunchughbjp ji along with our leader @dpradhanbjp ji & my @BJYMinOD colleagues.
Tweet media one
2
13
141
@irasisacharya
Irasis Acharya (Modi ka Parivar)
3 months
ସ୍ନେହ, ଆଦର ଏବଂ ସଂସ୍କୃତିର ଏକ ଅନନ୍ୟ ନିଦର୍ଶନକୁ ଏହି ଚିତ୍ର ପ୍ରତିପାଦନ କରୁଛି ll @BJP4Odisha @BJYMOdisha @Bhatli_AC
Tweet media one
3
10
140
@irasisacharya
Irasis Acharya (Modi ka Parivar)
2 months
#BhatliiConstituency ମୋର ବିଧାନସଭା ଅନ୍ତର୍ଗତ ସୋହେଲା ବ୍ଲକର ଅର୍ଜୁଣ୍ଡା ଗ୍ରାମର ରସାନନ୍ଦ ସାହୁଙ୍କ ପୁଅ ଆକାଶ ସାହୁ ନିଜ ହାତରେ ମୋର ପ୍ରତିଛବି ଆଙ୍କି ଉପହାର ସ୍ୱରୂପ ପ୍ରଧାନ କରିଥିବାରୁ ଧନ୍ୟବାଦ l @BJYMOdisha @Bhatli_AC
Tweet media one
Tweet media two
6
8
142
@irasisacharya
Irasis Acharya (Modi ka Parivar)
3 years
#ଲଢ଼େଇ_ଲଢ଼େଇ_ଲଢ଼େଇ_ହେବ @bjd_odisha ସରକାର ର ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ @DSMishraKLD ଗିରଫଦାରୀ ଓ ଇସ୍ଥପା ଆମର ଦାବୀ... @bjd_odisha @Naveen_Odisha @MoSarkar5T @BJP4Odisha @BJYMinOD @BJYM
Tweet media one
Tweet media two
Tweet media three
Tweet media four
8
18
134
@irasisacharya
Irasis Acharya (Modi ka Parivar)
3 years
#Cheer4India #Tokyo2020 Yoga for mental and physical fitness. I cheer for Indian Athletes participating in @Tokyo2020 . Around being a part of campaign. @BJYM @BJYMinOD @Tejasvi_Surya @ianuragthakur @BJP4Odisha @dpradhanbjp @SamirMohantyBJP
Tweet media one
10
32
127
@irasisacharya
Irasis Acharya (Modi ka Parivar)
2 years
Imagine your relatives murdered, raped and then you being exiled out of your home for decades. And then you have to witness the gore of an elected CM laughing on these atrocities and calling them fake. #KejriwalAgainstHindus @BJYMinOD @BJYM
4
86
129
@irasisacharya
Irasis Acharya (Modi ka Parivar)
4 years
କାରଗିଲ ବିଜୟ ଦିବସ ଅବସରରେ ସହିଦ୍ ସୈନିକ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ତଥା ଭକ୍ତିପୁତପ୍ରଣାମ।ଜୟ ହିନ୍ଦ୍... ଭାରତ ମାତା କି ଜୟ। 🙏🙏🙏🙏🙏🙏
Tweet media one
15
5
134
@irasisacharya
Irasis Acharya (Modi ka Parivar)
3 years
ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଅବସରରେ ଯାଉଥିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ନିଜେ ଗାଡ଼ି ଚଳାଇ ବିଜେପି କର୍ଯ୍ୟକର୍ତ୍ତାଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାକୁ ମୁଁ ଦୃଢ ନିନ୍ଦା କରୁଛି ।। ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳା ବିଜେପି କର୍ମୀଙ୍କ ମୃତ୍ୟୁ ମଧ୍ୟ ଘଟିଛି। ମହିଳାଙ୍କ ଲୁହରେ ଧୋଇ ହୋଇଯିବ ଏ ନୃଶଂସ ସରକାର।
Tweet media one
9
16
132
@irasisacharya
Irasis Acharya (Modi ka Parivar)
2 months
ପଶ୍ଚିମ ଓଡ଼ିଶାର କାପୁଡି ସମାଜକୁ OBC ତଥା SEBC ରେ ସାମିଲ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ @MohanMOdisha ଙ୍କୁ ଏହି ସଂକ୍ରାନ୍ତରେ ବିଚାର କରି ଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କଲି l #OBC #SEBC #mohancharanmajhi
Tweet media one
Tweet media two
Tweet media three
10
14
136
@irasisacharya
Irasis Acharya (Modi ka Parivar)
4 years
ଭାରତୀୟ ଜନତା ପାର୍ଟି ର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ବରଗଡ଼ ସାଂସଦ ଆମର ପ୍ରିୟ ନେତା @sureshkpujari ଦାଦା ଙ୍କୁ ଜନ୍ମଦିନ ର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ। ମାଁ ସମଲେଶ୍ବରୀ ଆପଣଙ୍କୁ ସୁସ୍ଥ ଓ ଦୀର୍ଘାୟୁ ରଖନ୍ତୁ ।
Tweet media one
4
5
127
@irasisacharya
Irasis Acharya (Modi ka Parivar)
3 years
ପିପିଲି ଉପନିର୍ବାଚନ ପାଇଁ ସାଙ୍ଗଠନିକ ବୈଠକ।। #MadhubanKalyanmandap #PipiliByElection @dpradhanbjp @sambitswaraj @BJP4Odisha @SamirMohantyBJP @Manas_BJP
Tweet media one
3
22
84
@irasisacharya
Irasis Acharya (Modi ka Parivar)
3 years
ଭଟଲି ବିଧାନସଭା ଅନ୍ତର୍ଗତ ସୋହେଲା ବ୍ଲକ ର ସାଲେପାଲି ପଞ୍ଚାୟତର ଜାମପାଲି ଗାଁର ଭାଇ ସୁଜିତ ପଧାନ ସର୍ବ ଭାରତୀୟ ପରିସଂଖ୍ୟାନ ସେବା (ଆଇ ଏସ ଏସ) ପରୀକ୍ଷା ରେ କୃତିତ୍ବ ଅର୍ଜନ କରି ଏଇ ମାଟିର ତଥା ଓଡ଼ିଶାର ନାଁ ସାରାଦେଶରେ ପ୍ରତିଷ୍ଠିତ କରିଥିବାରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।। @dpradhanbjp
Tweet media one
7
4
133
@irasisacharya
Irasis Acharya (Modi ka Parivar)
2 years
#ଜୟ_ଶ୍ରୀରାମ 🚩🚩🙏🙏
13
12
130
@irasisacharya
Irasis Acharya (Modi ka Parivar)
4 years
#Raisobha #BhatliConstituency ମୋର ବିଧାନସଭା ଭଟଲିର ରାଇଶୋଭା ଗାଁର ୫ ମାସର କୁନିଛୁଆ ପିଠିରେ ବଢୁଥିବା ମାଂସ ପିଣ୍ଡୁଳା କୁ ନେଇ ଜୀବନ ସହ ସଂଘର୍ଷ କରୁଛି।କୋରୋନା ପରିସ୍ଥିତି ତଥା ଅର୍ଥ ଅଭାବରୁ ସେହି କୁନି ଶିଶୁର ଚିକିତ୍ସା ହୋଇପାରୁନଥିବା କଥା ଜାଣି ଆଜି ସକାଳେ ତାଙ୍କ ଘରକୁ ଯାଇ ଶୀଘ୍ର ଚିକିତ୍ସା ହୋଇପାରିବ ତାର ବ୍ୟବସ୍ଥା କଲୁ।
Tweet media one
12
12
125
@irasisacharya
Irasis Acharya (Modi ka Parivar)
4 years
#BjpWinningTirtol ଆଜି ବିଦ୍ୟାଧରପୁର ଗାଁ କୁ ଯିବା ବେଳେ ତହଁରା ଗାଁର ନିଲିପ ବାରିକ ଭାଇ ଙ୍କୁ ନିଜ ମୋପେଡରେ ବିଜେପି ପତାକା ଓ ଆମ ପ୍ରିୟ ପ୍ରଧାନମନ୍ତ୍ରୀ ଙ୍କ ଫୋଟୋ ମାରି ନିଆରା ଢଙ୍ଗରେ ପ୍ରଚାର କରୁଥିବା ଦେଖିଲି।ଏହିପରି ଦେଵଦୁର୍ଲଭ କାର୍ଯ୍ୟକର୍ତ୍ତାଙ୍କ ଠୁ ଯୁବପିଢି ଅନେକ କିଛି ଶିଖିବାର ଅଛି।ନିଲିପ ଭାଇଙ୍କୁ ହୃଦୟରୁ ପ୍ରଣାମ।
Tweet media one
Tweet media two
2
9
125
@irasisacharya
Irasis Acharya (Modi ka Parivar)
4 years
#SaveOdishaUniversities ଆଜି @BJYMinOD ତରଫରୁ ରାଜ୍ୟବ୍ୟାପି ସରକାରଙ୍କର ଛାତ୍ର ବିରୋଧୀ ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ବିରୁଦ୍ଧରେ ପ୍ରତିବାଦ।ଓଡିଶା ସରକାର ବିଶ୍ୱବିଦ୍ୟାଳୟ ରେ ରାଜନୈତିକ ତଥା ଅମଲାତାନ୍ତ୍ରିକ ହସ୍ତକ୍ଷେପ ବନ୍ଦ କରନ୍ତୁ ନଚେତ ଆଗାମି ଦିନରେ ଛାତ୍ରଙ୍କ ହିତ ଦୃଷ୍ଟିରୁ @BJYMinOD ରାଜରାସ୍ତା କୁ ଓଲ୍ହାଇବ।
Tweet media one
Tweet media two
Tweet media three
3
15
127
@irasisacharya
Irasis Acharya (Modi ka Parivar)
2 years
ମିଶ୍ରଣ ପର୍ବ...ପଦ୍ମପୁର @BJP4Odisha @BJYMinOD
Tweet media one
Tweet media two
Tweet media three
3
13
127
@irasisacharya
Irasis Acharya (Modi ka Parivar)
3 years
#ଲଢ଼େଇ_ଲଢ଼େଇ_ଲଢ଼େଇ_ହେବ @Naveen_Odisha ଙ୍କ ବରଗଡ ଗ୍ରସ୍ତ ପୂର୍ବରୁ ଭଟଲି ଠାରେ @BJP4Odisha ର କାର୍ଯ୍ୟକର୍ତ୍ତା ଭାଇ ମାନଙ୍କୁ ପୋଲିସ ଗିରଫ କରିବା ନିନ୍ଦନୀୟ।ଓଡିଶା ପୋଲିସ ଅପରାଧୀଙ୍କୁ ଧରିବା ଜାଗାରେ ଶାସକ ବିଜେଡିର ଏଜେଣ୍ଟ ଓ ଗୁଣ୍ଡା ସାଜି ଜୋର ଜବରଦସ୍ତ ପ୍ରତିବାଦର ସ୍ବରକୁ ଦମନ କରିବା ଅତ୍ୟନ୍ତ ନିନ୍ଦନୀୟ । @BJP4Odisha
Tweet media one
7
12
125
@irasisacharya
Irasis Acharya (Modi ka Parivar)
3 years
ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ @BJYMinOD ଦ୍ୱାରା ସମ୍ବଲପୁର ଠାରେ ଆୟୋଜିତ #YuvaSankalpYatra ରେ ଭାରତୀୟ ଜନତା ଯୁବମୋର୍ଚ୍ଚା ର କାର୍ଯ୍ୟକର୍ତ୍ତା ତଥା ଦଳର ବରିଷ୍ଠ ନେତୃତ୍ବଙ୍କ ସହ ଯୋଗଦେଲି । @Tejasvi_Surya @dpradhanbjp @SamirMohantyBJP @BJYM @Manas_BJP
Tweet media one
Tweet media two
Tweet media three
Tweet media four
1
18
124
@irasisacharya
Irasis Acharya (Modi ka Parivar)
4 years
My heartfelt thanks to Sri @narendramodi ji, Sri @AmitShah ji and our son of soil Sri @dpradhanbjp ji for understanding the sentiments of 4.5crore Odias.Thanks for the support.. #Modi4RathYatra
Tweet media one
4
32
116
@irasisacharya
Irasis Acharya (Modi ka Parivar)
3 years
ମାନନୀୟ କେନ୍ଦ୍ରମନ୍ତ୍ରୀ @AshwiniVaishnaw ଜୀ ଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ ପାଇଁ ପ୍ରଭୁ ଜଗନ୍ନାଥ ଓ ମା ସମଲେଶ୍ୱରୀଙ୍କ ଠାରେ ପ୍ରାର୍ଥନା।
Tweet media one
11
8
124
@irasisacharya
Irasis Acharya (Modi ka Parivar)
4 years
Due to symptoms of Corona, I went for the test and found positive. I am doing well, but as per the advice of doctors I am under treatment. I request to all who have come in contact with me in past few days to kindly isolate and conduct test if necessary.
52
4
123
@irasisacharya
Irasis Acharya (Modi ka Parivar)
3 years
ଆଜି ସକାଳେ କେନ୍ଦୁଝର ଜିଲ୍ଲାର ପ୍ରବାସ ସମୟରେ ଭାରତୀୟ ଜନତା ଯୁବମୋର୍ଚ୍ଚା ର ଭାଇ ମାନଙ୍କ ସହିତ ଆମ ପ୍ରିୟ ପ୍ରଧାନମନ୍ତ୍ରୀ @narendramodi ଜୀ ଙ୍କ ଯୁବକ ମାନଙ୍କ ପ୍ରତି ଆହ୍ୱାନ #FitIndia କୁ ଧ୍ୟାନଦେଇ କେନ୍ଦୁଝର ଷ୍ଟାଡିୟମରେ ଭଳିବଲ ଖେଳିବା ସହିତ ପ୍ରାତଃ ଭ୍ରମଣ କଲୁ। @BJYMinOD @BJYM @Tejasvi_Surya @dpradhanbjp
Tweet media one
Tweet media two
Tweet media three
1
6
119
@irasisacharya
Irasis Acharya (Modi ka Parivar)
3 years
ଦେଶର ସମସ୍ତ ସଂକଟ ସମୟରେ ଆମ ସମସ୍ତଙ୍କ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ସର୍ବଦା ଆଗକୁ ଆସି ଦେଶର ନେତୃତ୍ୱ ନେଇଛନ୍ତି।ମୋଦିଜୀଙ୍କ ମାର୍ଗଦର୍ଶନରେ ସବୁ ରାଜ୍ୟରେ ସମସ୍ତଙ୍କ ପାଇଁ ମାଗଣା ଟୀକାର ବ୍ୟବସ୍ଥା ଓ ଆସନ୍ତା ଦୀପାବଳୀ ପର୍ଯ୍ୟନ୍ତ 80 କୋଟି ଭାରତୀୟଙ୍କ ପାଇଁ ମାଗଣା ରାଶନ୍ ର ବ୍ୟବସ୍ଥା କରିଥିବାରୁ ହୃଦୟରୁ ଧନ୍ୟବାଦ।।
7
24
125
@irasisacharya
Irasis Acharya (Modi ka Parivar)
4 years
ଅମ୍ବାଭୋନା ଚିଖିଲି ଗ୍ରାମରେ ବନ୍ୟା ପରିସ୍ଥିତି ଯୋଗୁଁ ପୁରା ଗାଁ ଜଳମଗ୍ନ ଅବସ୍ଥା ରେ ଅଛି।ଡଙ୍ଗା ରେ ବୁଲି ବନ୍ୟା ପରିସ୍ଥିତି ଦେଖି କିଛି ରିଲିଫ ସାମଗ୍ରୀ ବଣ୍ଟନ କଲୁ। ସ୍ଥିତିର ଅନୁଧ୍ଯାନ କରି ଜିଲ୍ଲା ପ୍ରସାଶନ ସହିତ କଥାହୋଇ ପିଇବା ପାଣି,ଭୋଜନ ଓ ଆଶ୍ରୟସ୍ଥଳୀ ତଥା ଫସିଯାଇଥିବା ଲୋକଙ୍କୁ ଉଦ୍ଧାର ବ୍ୟବସ୍ଥା ପାଇଁ ବନ୍ଦୋବସ୍ତ କରାଇଲୁ।
Tweet media one
Tweet media two
Tweet media three
Tweet media four
8
3
122
@irasisacharya
Irasis Acharya (Modi ka Parivar)
20 days
ବିଗତ ଦିନରେ ଓଡିଶାକୁ ଶାସନ କରୁଥିବା ଅଣଓଡ଼ିଆ ପ୍ରସାଶକ ନିଜ ସ୍ୱାର୍ଥ ସାଧନ ଦୃଷ୍ଟିରୁ ଚାହିଁଲେ ନାହିଁ ଯେ ଓଡିଶା ରେ ନୁଆଁ ନେତୃତ୍ୱ ସୃଷ୍ଟି ହେଉ....ସେଥିପାଇଁ ଦୀର୍ଘ ବର୍ଷ ହେଲା ଛାତ୍ର ସାଂସଦ ନିର୍ବାଚନ କୁ ସେମାନେ ବନ୍ଦ କରି ରଖିଥିଲେ ll ଆଗାମୀ ଦିନରେ ନିଶ୍ଚିତ ଭାବରେ ଶୈକ୍ଷିକ ବାତାବରଣ ରେ ତଥା ଗଣତାନ୍ତ୍ରିକ ପଦ୍ଧତିରେ
21
21
125
@irasisacharya
Irasis Acharya (Modi ka Parivar)
3 months
ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।ଆସନ୍ତୁ ସମସ୍ତେ ମିଶି ଯୋଗାସନର ଶକ୍ତିରେ ନିଜ ମନର ଶୁଦ୍ଧିକରଣ କରି ଏକ ସୁସ୍ଥ ଏବଂ ସମୃଦ୍ଧ ସମାଜ ଗଠନରେ ସହାୟକ ହେବ। @BJP4Odisha @BJYMOdisha #YogaDay2024 #InternationalYogaDay
Tweet media one
Tweet media two
Tweet media three
Tweet media four
3
11
122
@irasisacharya
Irasis Acharya (Modi ka Parivar)
3 years
Congratulations to our newly appointed BJYM district prabhari. Your hard work and dedication will take BJYM to new heights. @BJYM @BJYMinOD @BJP4Odisha @SamirMohantyBJP @Manas_BJP
Tweet media one
Tweet media two
14
22
119
@irasisacharya
Irasis Acharya (Modi ka Parivar)
3 years
ଖୁନିମନ୍ତ୍ରୀ ପ୍ରତାପ ଜେନାଙ୍କୁ ସୁରକ୍ଷା ଦେବା ପାଇଁ ଲାଗିପଡ଼ିଛନ୍ତି ବିଭିନ୍ନ ଅପରାଧିକ ଗତି ବିଧିରେ ସଂପୃକ୍ତ ଥିବା ଯୁବ ବିଜେଡ଼ି ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓରଫ ବାପି ରାୟ I @BJP4Odisha @BJYMinOD
Tweet media one
5
26
122
@irasisacharya
Irasis Acharya (Modi ka Parivar)
3 years
ରାଜ୍ୟରେ ଅହେତୁକ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି,ଅଘୋଷିତ ବିଜୁଲି କାଟ୍ ଓ ଲୋଭୋଲ୍ଟେଜ୍ ପ୍ରତିବାଦରେ ଆଜି ଭାରତୀୟ ଜନତା ଯୁବା ମୋର୍ଚ୍ଚା ବରଗଡ ତରଫରୁ ଏସ.ପି ଅଫିସ୍ ଠାରୁ ଗାନ୍ଧି ଛକ୍ ପର୍ଯ୍ୟନ୍ତ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ବାହାରିଥିଲା | @BJP4Odisha @BJYMinOD @dpradhanbjp @AshwiniVaishnaw @SamirMohantyBJP @Manas_BJP
Tweet media one
Tweet media two
Tweet media three
2
16
121
@irasisacharya
Irasis Acharya (Modi ka Parivar)
3 months
ପବିତ୍ର ଶୀତଳ ଷଷ୍ଠୀ ତଥା ଶିବ ବିବାହ ମହୋତ୍ସବରେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ll ଦେବ ଦେବ ମହାଦେବ ଓ ମାତା ପାର୍ବତୀ ସମସ୍ତଙ୍କୁ ସୁଖ ଶାନ୍ତିରେ ରଖନ୍ତୁ ଏହାହିଁ ମୋର ପ୍ରାର୍ଥନା ll #shivshakti
Tweet media one
2
12
120
@irasisacharya
Irasis Acharya (Modi ka Parivar)
4 years
କୋଭିଡ଼ ପରିଚାଳନାରେ ହୋଇଥିବା ବ୍ୟାପକ ଦୁର୍ନୀତି, ବରଗଡ଼ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଓ ଡାକ୍ତରଙ୍କ ବଦଳି ବିରୁଦ୍ଧରେ ଗାନ୍ଧୀ ଛକ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ମାନ୍ୟବର ସାଂସଦ ଶ୍ରୀଯୁକ୍ତ @sureshkpujari ଏବଂ ନେତୃବୃନ୍ଦ କଳାବ୍ୟାଚ ପରିଧାନ କରି ଧାରଣାରେ ବସିବା ସହ ମୁଖ୍ୟମନ୍ତ��ରୀଙ୍କ ଉଦ୍ଦେଶ୍ୟରେ ଦାବପତ୍ର ।
Tweet media one
7
7
119
@irasisacharya
Irasis Acharya (Modi ka Parivar)
3 years
📂 Odisha └📁 BJD └📁 21 Years Rule └📁 113 MLA's, 12 MPs └📁 Employment └⚠️ File does not exist @bjd_odisha @Naveen_Odisha
5
25
117
@irasisacharya
Irasis Acharya (Modi ka Parivar)
4 years
ଆଜି @BJYMinOD ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ପଶ୍ଚିମବଙ୍ଗ ରେ ହୋଇଥିବା ଆମର ରାଷ୍ଟ୍ରୀୟ ସଭାପତି ଶ୍ରୀ @JPNadda ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାଙ୍କ ଉପରେ ମମତା ବାନାର୍ଜୀଙ୍କର ନିର୍ଦେଶରେ ତୃଣମୁଲ କର୍ମିଙ୍କ ଦ୍ଵାରା ହୋଇଥବା ଆକ୍ରମଣର ପ୍ରତିବାଦରେ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ।
Tweet media one
2
11
117
@irasisacharya
Irasis Acharya (Modi ka Parivar)
2 years
Leaders are those who empower and inspire others... My leader @dpradhanbjp Ji has definitely redefined leadership with his dedication. @BJP4Odisha @BJYMinOD @BJP4India @BJYM
Tweet media one
Tweet media two
Tweet media three
5
19
119
@irasisacharya
Irasis Acharya (Modi ka Parivar)
3 months
ଧନ୍ୟବାଦ ଅମ୍ବାଭୋନା ll 🙏🙏
Tweet media one
Tweet media two
Tweet media three
Tweet media four
3
8
118
@irasisacharya
Irasis Acharya (Modi ka Parivar)
3 years
Tweet media one
6
13
117
@irasisacharya
Irasis Acharya (Modi ka Parivar)
4 years
On this Occasion May Lord Ganesh Fill Your Life With Prosperity And Success.Happy Ganesh Chaturthi. ଶ୍ରୀଗଣେଶ ଚତୁର୍ଥୀ ନିମନ୍ତେ ଅନେକ ଶୁଭକାମନା। गणपति बप्पा मोरेया।
Tweet media one
17
10
116
@irasisacharya
Irasis Acharya (Modi ka Parivar)
3 years
ସମ୍ବଲପୁରୀ ଦିନ ଉଧେ ସମସ୍ତଙ୍କୁ ଜୁହାର୍, ଗୁର୍ଦୁଟେ ଶୁଭେଚ୍ଛା ଆର୍ ଅଭିନନ୍ଦନ୍ । ସମସ୍ତେ ଆମେ ମିଶିକରି ଆମର ଭାଷା ଆଉ ସଂସ୍କୃତି କେ ବିଶ୍ଵଦରବାର୍ ରେ ପହୁଚାଁବାର୍ ସାଙ୍ଗେ ସାଙ୍ଗେ ଆମର୍ ମାନଙ୍କର ଆଗମି ପିଢ଼ିକେ ଆମର ଭାଷା, କଳା, ସଂସ୍କୃତି ନେଇକରି ଗର୍ବ ଅନୁଭବ କରବାଟା ଶିଖାବାର ଲାଗି ଉଦ୍ୟମ କର୍ମା। #SambalpuriDin
Tweet media one
Tweet media two
10
7
113
@irasisacharya
Irasis Acharya (Modi ka Parivar)
8 months
ଭରତୀୟ ଜନତା ପାର୍ଟି ଓଡିଶା ରେ 2024 ର ବିଧାନସଭା ଓ ଲୋକସଭା ନିର୍ବାଚନ ନିଜ ଦମ୍ ରେ ଲଢ଼ି ବହୁମତ ରେ ସରକାର କରିବ ll @BJP4Odisha @BJYMOdisha @Bhatli_AC
10
18
116
@irasisacharya
Irasis Acharya (Modi ka Parivar)
1 year
ମୁଖ୍ୟମନ୍ତ୍ରୀ @Naveen_Odisha ସୋହେଲା ଚାଷୀ ସମାବେଶରେ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ ନଦେଇ ପ୍ରଧାନମନ୍ତ୍ରୀ @narendramodi ସରକାରଙ୍କ ଦ୍ୱାରା ଚାଷୀର ଆର୍ଥିକ ବିକାଶ ପାଇଁ ତିଆରି ଚାଲିଥିବା ଇଥାନଲ୍ କାରଖାନାକୁ ସ୍ଥାନୀୟ ବିଧାୟକଙ୍କ ଦ୍ଵାରା ବନ୍ଦ କରାଇବାର ହୀନ ପ୍ରୟାସ କରେଇବା ଏକ ନିନ୍ଦନିୟ ବିଷୟ । #AntiFarmerBJDodisha
Tweet media one
Tweet media two
Tweet media three
Tweet media four
12
49
117
@irasisacharya
Irasis Acharya (Modi ka Parivar)
3 years
ଦେବଗଡ଼ ନୂଆସାହି ର କୁଲୁ ନନ୍ଦଙ୍କ କୋରୋନା କାରଣ ରୁ ଦେହାନ୍ତ ପରେ ଶବଦାହ ପାଇଁ କେହି ନବାହାରିବାର ଖବର ପାଇ ଯୁବମୋର୍ଚ୍ଚା ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧୀର ଭାଇ ଓ ଅନ୍ୟ ଯୁବମୋର୍ଚ୍ଚାର ଭାଇ ମାନେ ନିଜେ ପୀଡିତ ପରିବାର ଙ୍କ ଘରକୁ ଯାଇ ନିଜ ପ୍ରୟାସ ରେ ସତ୍କାର କାର୍ଯ୍ୟ ସମାପନ କରିଥିବାରୁ ସମସ୍ତଙ୍କୁ ହୃଦୟରୁ ପ୍ରଣାମ।।
Tweet media one
Tweet media two
Tweet media three
8
12
112
@irasisacharya
Irasis Acharya (Modi ka Parivar)
2 years
ଆଜି ଆମ ସମସ୍ତଙ୍କର ପ୍ରିୟ ନେତା କେନ୍ଦ୍ରମନ୍ତ୍ରୀ ଶ୍ରୀ @dpradhanbjp ଜୀ ବୀରମାଟି ଘେଁସ ଠାରେ ଶହୀଦ ମାଧୋ ସିଂହଙ୍କର ଷଷ୍ଠ ଦାୟାଦ ସ୍ୱର୍ଗତ ତାରକେଶ୍ୱର ସିଂହ ବରିହାଙ୍କର ଧର୍ମପତ୍ନୀ ଘେଁସ ରାଜମାତା ସ୍ୱର୍ଗୀୟା ମମତା ସିଂହ ବରିହାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ।।
Tweet media one
Tweet media two
Tweet media three
1
16
114
@irasisacharya
Irasis Acharya (Modi ka Parivar)
2 months
ପ୍ରବଳ ବର୍ଷା ସତ୍ୱେ ମଧ୍ୟ କୁଚିପାଲିରେ ସ୍ୱାଗତ ଜଣାଇଥିବା ସମସ୍ତ ଜନସାଧାରଣଙ୍କୁ ବହୁତ ବହୁତ ଧନ୍ୟବାଦ ll 🙏🙏 #thankstoall @BJP4Odisha @BJYMOdisha @Bhatli_AC
4
5
114
@irasisacharya
Irasis Acharya (Modi ka Parivar)
3 years
ଆଜି ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ଥିବା ସମସ୍ତ ମହାମନିଷୀଙ୍କର ପ୍ରତିମୂର୍ତ୍ତିଙ୍କୁ ଭାରତୀୟ ଜନତା ଯୁବମୋର୍ଚ୍ଚା ଭାଇ ମାନଙ୍କ ସହ ସ୍ୱଚ୍ଛ ଭାରତ ଅଭିଯାନ ଅନୁଯାଇ ପରିସ୍କାର ପରିଚ୍ଛନ୍ନ କଲୁ।। @BJYMinOD @BJYM @dpradhanbjp @Tejasvi_Surya @tarunchughbjp @rohit_chahal @Ravibhagat_BJYM
Tweet media one
Tweet media two
Tweet media three
Tweet media four
4
13
107
@irasisacharya
Irasis Acharya (Modi ka Parivar)
4 years
#NuakhaiJuhar #ନୂଆଖାଇଜୁହାର୍ ନୂଆଖାଇ ଜୁହାର୍ ।। ମା ସମଲେଇ ର ଆଶୀର୍ବାଦ ନୁ ସମସ୍ତେ ସୁଖ୍ ଶାନ୍ତି ଆଉ ସମୃଦ୍ଧି ର ସହିତ ତାର୍ ପନତ୍ କାନିଥି ଢାପିକରି ଇ କୋରୋନା ବାଗିର୍ ବିପଦ୍ ସମିୟାଥି ଅଏନ୍ କରି ରଖିଥାଉ।ଏତକି ମା ସମଲାଇ ଠାନେ ପ୍ରାର୍ଥନା। @BJP4Odisha @dpradhanbjp @SamirMohantyBJP @Manas_BJP @BJYMinOD
Tweet media one
10
5
111
@irasisacharya
Irasis Acharya (Modi ka Parivar)
4 years
ପ୍ରବଳ ବର୍ଷା ହେଉଥିବା ସତ୍ତ୍ୱେ ଭାରତୀୟ ଜନତା ପାର୍ଟି ର ଶତାଧିକ କାର୍ଯ୍ୟକର୍ତ୍ତା ତଥା ଚାଷୀଭାଇ ମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ମଣ୍ଡିରେ ପଡିରହିଥିବା ଧାନକୁ ତୁରନ୍ତ ଉଠାଇବା,କଟନି ଛଟନି ବନ୍ଦ କରିବା ଓ ଟୋକନ ବ୍ୟବସ୍ଥା ଉଛେଦ ପରି ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଧାରଣା ତଥା ଏ.ଡି.ମ ଓ ସି.ଏସ.ଓ ଙ୍କୁ ଦାବିପତ୍ର ପ୍ରଦାନ।
Tweet media one
5
10
106