Samir Mohanty Profile Banner
Samir Mohanty Profile
Samir Mohanty

@SamirMohantyBJP

Followers
22,545
Following
128
Media
4,541
Statuses
27,085

Special invitee Member in NEC @BJP4India & Former State President @BJP4Odisha . Social worker.

Bhubaneshwar, Odisha, India
Joined October 2018
Don't wanna be here? Send us removal request.
Explore trending content on Musk Viewer
@SamirMohantyBJP
Samir Mohanty
4 years
At the direction of Hon PM Shri @narendramodi Ji, an ardent devotee of Lord Jagannath, Union Home Minister Shri @AmitShah Ji spoke to Puri Gajapati Maharaja Dibyasingha Deb regarding the ongoing Rath Yatra issue. @JPNadda @BJP4India
44
287
1K
@SamirMohantyBJP
Samir Mohanty
4 years
I am confident and hopeful that the Supreme Court will consider the sentiments, belief and faith of the Hindu community, 4.5 crore Odias, and give a favourable judgement for conducting Mahaprabhu Shri Jagannath's Rath Yatra. Jai Jagannath.
48
229
891
@SamirMohantyBJP
Samir Mohanty
4 years
My understanding is that Solicitor General Shri Tushar Mehta has argued before a three-bench judge in the Supreme Court to allow to continue the centuries-old tradition of Mahaprabhu Shri Jagannath's Rath Yatra this year too.
17
217
686
@SamirMohantyBJP
Samir Mohanty
4 years
Due to symptoms of Corona, I went for the test and found positive. I am doing well, but as per the advice of doctors I got hospitalized and under treatment. I request to all who have come in contact with me in past few days to kindly isolate and conduct test if necessary.
339
57
477
@SamirMohantyBJP
Samir Mohanty
4 years
ଦେଶ କରୋନା ମହାମାରୀର ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଛି । ମନ ନମାନିଲେ ବି ରଥଯାତ୍ରା ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ କଠୋର ନିଷ୍ପତ୍ତିକୁ ସ୍ୱୀକାର କରିବାକୁ ପଡିବ । ଏହା ବୋଧହୁଏ ମହାପ୍ରଭୁଙ୍କ ଇଚ୍ଛା । ଜୟଜଗନ୍ନାଥ
71
127
466
@SamirMohantyBJP
Samir Mohanty
4 years
କରୋନାର ଲକ୍ଷଣ ଦେଖାଦେବାରୁ ପରୀକ୍ଷା କରାଇଥିଲି । ରିପୋର୍ଟ ପଜିଟିଭ ଆସିଛି । ମୁଁ ସୁସ୍ଥ ଅଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛି । କିଛି ଦିନ ଭିତରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସଂଗରୋଧରେ ରହିବା ସହ ପରୀକ୍ଷା କରାଇନେବାକୁ ଅନୁରୋଧ ।
288
46
308
@SamirMohantyBJP
Samir Mohanty
3 years
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଠିକ୍ କ୍ରିୟାନ୍ୱୟନ ପାଇଁ ଯୋଗ୍ୟ ହିତାଧିକାରୀ ଚୟନଠାରୁ ଗୃହ ନିର୍ମାଣ ପର୍ଯ୍ୟନ୍ତ ତଦାରଖ ତଥା ସ୍ୱଚ୍ଛତା ପାଇଁ ଗାଁ ମୁରବୀ, ସାହି ମୁଖିଆ, ଯୁବକ ସଂଘ ଓ ମହିଳା ସଂଘର କର୍ମକର୍ତ୍ତାଙ୍କୁ ନେଇ ‘ଜନ ନିରୀକ୍ଷଣ କମିଟି’ ରାଜ୍ୟ ସରକାର ପଞ୍ଚାୟତସ୍ତରରେ ଗଠନ କରନ୍ତୁ।
45
215
481
@SamirMohantyBJP
Samir Mohanty
4 years
ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବରେ ଗଜପତି ମହାରାଜ ଆଜି ଗଣମାଧ୍ୟମରେ ଦେଇଥିବା ବକ୍ତବ୍ୟକୁ ଓଡ଼ିଶା ବିଜେପି ପକ୍ଷରୁ ମୁଁ ସମର୍ଥନ କରୁଛି।
14
48
500
@SamirMohantyBJP
Samir Mohanty
6 years
ନବୀନ ପଟ୍ଟନାୟକ-ନିରଞ୍ଜନ ପଟ୍ଟନାୟକ-ଖଣି ମାଫିଆ ଡିଲ୍ ରାଜ୍ୟ ରାଜନୀତିକୁ ଏତେମାତ୍ରାରେ ପ୍ରଭାବିତ କରିଛି ଯାହା ରାଜ୍ୟର ସାମୁହିକ ସ୍ୱାର୍ଥ ପାଇଁ ବଡ ବିପଦ ଭାବେ ମୁଣ୍ଡ ଟେକିଛି ।
6
142
157
@SamirMohantyBJP
Samir Mohanty
2 years
ଜୁଲାଇ ୨ରୁ ଆରମ୍ଭ ହେବାକୁ ଥିବା ବିଧାନସଭା ମୌସୁମୀ ତଥା ବଜେଟ୍ ଅଧିବେଶନ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ @Naveen_Odisha ବିଦେଶ ଗସ୍ତରେ ଥିବା ବେଳେ ଭର୍ଚ୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଅଧିବେଶନରେ ରହିପାରନ୍ତି ବୋଲି ଦୈନିକ ଇଂରାଜୀ ସମ୍ବାଦ ପତ୍ର @NewIndianXpress ରେ ପ୍ରକାଶ ପାଇଛି। ଯଦି ଏହି ଖବର ସତ୍ୟ ହୋଇଥାଏ,ଏହା ଚିନ୍ତାଜନକ।
23
233
375
@SamirMohantyBJP
Samir Mohanty
4 years
ଲକ୍ ଡ଼ାଉନ ଅବଧି ସରିବା ପରେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଆ ଭାଇ ଭଉଣୀମାନେ ଆମ ରାଜ୍ୟକୁ ଫେରିବେ । କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ରାଜ୍ୟ ସରକାର ବାହାର ରାଜ୍ୟରୁ ନିଜ ରାଜ୍ୟକୁ ଫେରୁଥିବା ବ୍ୟକ୍ତି ମାନଙ୍କ ପାଇଁ ପଞ୍ଜିକରଣର ବ୍ୟାପକ ବ୍ୟବସ୍ଥା କରିଛନ୍ତି ।
10
109
238
@SamirMohantyBJP
Samir Mohanty
4 years
ଓଡ଼ିଶାର କରୋନା ଯୋଦ୍ଧାଙ୍କ ନିଃସ୍ୱାର୍ଥପର ସେବାକାର୍ଯ୍ୟକୁ ସମ୍ମାନ ଜଣାଇ ବିଜେପିର ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ସହ #ବନ୍ଦେଉତ୍କଳଜନନୀ ଗାନ କଲି ।
Tweet media one
Tweet media two
6
19
317
@SamirMohantyBJP
Samir Mohanty
4 years
ପିପିଲି ବିଧାନସଭା ଅନ୍ତର୍ଗତ ଡେଲାଙ୍ଗ ବ୍ଲକ ଘରୋଡ଼ିଆ ପଞ୍ଚାୟତର ମଣ୍ଡଳ ବୈଠକରେ ଯୋଗଦେଲି। ଏଥିରେ ରାଜ୍ୟ ସହପ୍ରଭାରୀ @vijaypalbjp ଜୀ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ @GMohapatraBjp , @DrLekhaShree , ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ @sambitswaraj ଉପସ୍ଥିତ ଥିଲେ।
Tweet media one
Tweet media two
Tweet media three
Tweet media four
6
42
269
@SamirMohantyBJP
Samir Mohanty
4 years
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅନନ୍ୟ ଭକ୍ତ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମହାପ୍ରଭୁଙ୍କ ନୀତିକାନ୍ତି ତଥା ରଥଯାତ୍ରା ସମ୍ପର୍କରେ ଗଜପତି ମହାରାଜଙ୍କ ସହିତ ଆଲୋଚନା କରିଛନ୍ତି ।
37
65
306
@SamirMohantyBJP
Samir Mohanty
5 years
ଦଳର ରାଜ୍ୟ ଶାଖା ସଭାପତି ଭାବରେ ଦଳୀୟ ନେତୃତ୍ୱ ଓ କାର୍ଯ୍ୟକର୍ତ୍ତାମାନେ ଯେଉଁ ଭଳି ଭାବେ ମୋତେ ସମ୍ବର୍ଦ୍ଧିତ କଲେ ସେଥିପାଇଁ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି । @BJP4Odisha
Tweet media one
37
38
310
@SamirMohantyBJP
Samir Mohanty
1 year
ଓଡ଼ିଶା ସରକାର ରାଜନୈତିକ ଅଭିସନ୍ଧି ରଖି ଓଡ଼ିଆ ସମ୍ବାଦ ଖବରକାଗଜ ଗଣମାଧ୍ୟମ ସମୂହ ଉପରେ ପ୍ରାୟୋଜିତ ରେଡ୍ କରିବା ଭଳି ଲାଗୁଛି । ଗଣମାଧ୍ୟମର କଣ୍ଠରୋଧ ପାଇଁ ଏହି ପ୍ରାୟୋଜିତ ରେଡ୍ ଦୁର୍ଭାଗ୍ୟଜନକ ଓ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଏହାକୁ ମୁଁ ନିନ୍ଦା କରୁଛି । ଦୈନିକ ସମ୍ବାଦ ଖବରକାଗଜର ମୁଖ୍ୟ ଯେ ପର୍ଯ୍ୟନ୍ତ ବିଜେଡ଼ିରେ ଥିଲେ
8
187
296
@SamirMohantyBJP
Samir Mohanty
3 years
'ଜନ ଆଶୀର୍ବାଦ ଯାତ୍ରା’ ପରିପ୍ରେକ୍ଷୀରେ ପିପିଲି ଠାରେ ପାରମ୍ପରିକ ଢ଼ଙ୍ଗରେ ଆମ ଦଳର କାର୍ଯ୍ୟକାର୍ତ୍ତା ଓ ଜନ ସାଧରଣଙ୍କ ତରଫରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ @dpradhanbjp ଏବଂ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ @AshwiniVaishnaw ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଗଲା। #JanAshirwadYatra
Tweet media one
Tweet media two
Tweet media three
Tweet media four
4
37
286
@SamirMohantyBJP
Samir Mohanty
3 years
କୌଣସି ଗରିବ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ନ ରୁହନ୍ତୁ।
19
133
251
@SamirMohantyBJP
Samir Mohanty
3 years
ଆଜି @BJP4Odisha ତରଫରୁ ଆୟୋଜିତ କାର୍ଯ୍ୟକର୍ତ୍ତା ବୈଠକରେ @BJP4India ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ @tarunchughbjp ଜୀ, ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ @sambitswaraj , ରାଜ୍ୟର ସମସ୍ତ ପଦାଧିକାରୀ ଓ ଅନ୍ୟ ବରିଷ୍ଠ ନେତୃମଣ୍ଡଳୀଙ୍କ ସହିତ ଯୋଗଦେଲି।
Tweet media one
Tweet media two
Tweet media three
Tweet media four
2
41
273
@SamirMohantyBJP
Samir Mohanty
5 years
We expressed our gratitude to those who are at the front line working endlessly to knock down Corona. I thank PM Shri @narendramodi ji for appealing the country to come together and also I thank the people of Odisha for their support. #JantaCurfew #5Baje5Minute
Tweet media one
8
12
265
@SamirMohantyBJP
Samir Mohanty
2 years
ମୁଖ୍ୟମନ୍ତ୍ରୀ ବିଧାନସଭାର ପରମ୍ପରା ଓ ଏହାର ଗୁରୁତ୍ୱକୁ ବୁଝି ବଜେଟ୍ ଅଧିବେଶନ ପୂର୍ବରୁ କିମ୍ବା ପରେ ଗସ୍ତ ଯୋଜନା କରିଥିଲେ ଭଲ ହୋଇଥା’ନ୍ତା । ଅଧିବେଶନ ସମୟରେ ଗୃହରେ ପ୍ରତ୍ୟକ୍ଷ ଭାବେ ନ ରହିବା ଗ୍ରହଣୀୟ ନୁହେଁ । ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ବିଧାନସଭା ଅଧିବେଶନରେ ଯୋଡ଼ି ହେବା ; ଗଣତାନ୍ତ୍ରିକ ପରମ୍ପରା ପାଇଁ ଶୁଭ ଲକ୍ଷଣ ନୁହେଁ।
8
195
262
@SamirMohantyBJP
Samir Mohanty
3 years
ଯଶସ୍ଵି ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଙ୍କ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ କ୍ୟାବିନେଟ୍ ସମ୍ପ୍ରସାରଣରେ ଓଡ଼ିଆ ପୁଅ ଶ୍ରୀ @dpradhanbjp ଙ୍କୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗୀ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିବାରୁ ଅନେକ ଶୁଭେଚ୍ଛା ଓ ଶୁଭକାମନା।
Tweet media one
19
23
266
@SamirMohantyBJP
Samir Mohanty
4 years
ପୁରା ଦେଶ କରୋନା ସଂକଟରେ ପ୍ରଭାବିତ ଥିଲେ ମଧ୍ୟ ସମସ୍ତଙ୍କ ପ୍ରିୟ କେନ୍ଦ୍ରମନ୍ତ୍ରୀ @dpradhanbjp ଦିନ ରାତି ଏକ କରି ଦେଶବାସୀଙ୍କ ସେବାରେ ଲାଗିପଡିଥିଲେ । ବର୍ତ୍ତମାନ ସେ କରୋନା ସଂକ୍ରମଣର ଶିକାର ହୋଇଥିବା ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ଯେ ସେ ଅତିଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ।
19
26
258
@SamirMohantyBJP
Samir Mohanty
4 years
ଓଡ଼ିଆ ଭାଇ ଭଉଣୀମାନେ ଆମ ରାଜ୍ୟକୁ ଫେରିବା ପୂର୍ବରୁ ନିଜ ତରଫରୁ ଏଥିପାଇଁ ଉଦ୍ଦିଷ୍ଟ ପୋର୍ଟାଲରେ ନିଜର ନାମ ଠିକଣା ପଞ୍ଜିକୃତ କରନ୍ତୁ । ନିଜ ପରିବାର ସ୍ୱଜନ ମାନଙ୍କ ଦ୍ୱାରା ମଧ୍ୟ ନିଜ ଗାଁ ଓ ପଞ୍ଚାୟତରେ ମଧ୍ୟ ପଞ୍ଜିକରଣ ବ୍ୟବସ୍ଥାର ସୁବିଧା ନେବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ।
1
94
140
@SamirMohantyBJP
Samir Mohanty
3 years
ବିଶ୍ଵ ମହାମାରୀ କରୋନା ସମୟରେ ଦେଶରେ ମେଡ଼ିକାଲ ଅକ୍ସିଜେନର ସଙ୍କଟ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ @dpradhanbjp ଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ବିଭାଗର ବିଭିନ୍ନ ପ୍ଲାଣ୍ଟରୁ ମେଡ଼ିକାଲ ଅକ୍ସିଜେନର ଉପଲବ୍ଧି ଏବଂ ଦେଶର କୋଣ ଅନୁକୋଣକୁ ଏହାର ଯୋଗାଣ ଅତ୍ୟନ୍ତ ପ୍ରଶଂସନୀୟ।
Tweet media one
Tweet media two
Tweet media three
Tweet media four
17
31
258
@SamirMohantyBJP
Samir Mohanty
2 years
ବିଧାନସଭା ହେଉଛି ସାଢ଼େ ୪ କୋଟି ଓଡ଼ିଆଙ୍କ ପାଇଁ ଗଣତନ୍ତ୍ରର ମନ୍ଦିର। ରାଜ୍ୟର ବିକାଶ ସହ ଜଡ଼ିତ ବିଭିନ୍ନ ବିଷୟ ଉପରେ ଗୃହରେ ଆଲୋଚନା ହୋଇଥାଏ । ଗଣତନ୍ତ୍ରକୁ ସମ୍ମାନ ଦେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନ ବେଳେ ପ୍ରତ୍ୟକ୍ଷ ଭାବରେ ଗୃହରେ ରହିବା ଆବଶ୍ୟକ ବୋଲି ମୁଁ ମନେ କରୁଛି ।
3
197
253
@SamirMohantyBJP
Samir Mohanty
5 years
My wife Dipti made a mask for me and now making more for others to distribute among the needy in our locality. I am proud that she is doing her part to #FightAgainstCorona . This is a small contribution towards our PM @NarendraModi ’s appeal for #Masks4All
Tweet media one
Tweet media two
19
10
256
@SamirMohantyBJP
Samir Mohanty
4 years
କରୋନା ମହାମାରୀର ସଫଳ ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ଓ ଆବଶ୍ୟକ ସ୍ଥଳେ ସଙ୍ଗରୋଧରେ ରହିବା ଜରୁରୀ । ତେଣୁ ଆପଣଙ୍କ ପଞ୍ଜିକରଣ ଏକାନ୍ତ ଜରୁରୀ । ଆସନ୍ତୁ ଆମେ ସମସ୍ତେ ପରସ୍ପରଙ୍କ ସହଯୋଗରେ କରୋନା ଯୁଦ୍ଧ ଲଢ଼ି ବିଜୟୀ ହେବା । #IndiaFightsCorona
2
91
131
@SamirMohantyBJP
Samir Mohanty
4 years
ପିପିଲି ବିଧାନସଭା ଅନ୍ତର୍ଗତ ଡେଲାଙ୍ଗ ବ୍ଲକର ଗଡ଼ମୋଟରୀ ପଞ୍ଚାୟତର ମଣ୍ଡଳ ବୈଠକରେ ରା��୍ୟ ସହ ପ୍ରଭାରୀ ଶ୍ରୀ @vijaypalbjp ଜୀ, ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ @sambitswaraj , ରାଜ୍ୟ ସାଧାରଣ ସମ୍ପାଦକ @GMohapatraBjp , @DrLekhaShree ଓ ଅନ୍ୟ ନେତୃବୃନ୍ଦ ସହ ଯୋଗଦେଲି।
Tweet media one
Tweet media two
Tweet media three
Tweet media four
2
50
198
@SamirMohantyBJP
Samir Mohanty
3 years
ଆଜି @BJP4Odisha ତରଫରୁ ଆୟୋଜିତ ଇ- ଚିନ୍ତନ ସତ୍ରର ରାଜ୍ୟ ସଂଯୋଜିକ ଶ୍ରୀମତୀ @suramapadhy1961 ଙ୍କ ଅଧ୍ୟକ୍ଷତାରେ "ରାଷ୍ଟ୍ରୀୟ ସୁରକ୍ଷା ଓ ଆମ ସଂକଳ୍ପ" ବିଷୟରେ ମୁଖ୍ୟବକ୍ତା ଭାବେ ଶ୍ରୀ @sambitswaraj ବିସ୍ତୃତ ଉପସ୍ଥାପନା ରଖିଲେ।।
Tweet media one
Tweet media two
1
31
217
@SamirMohantyBJP
Samir Mohanty
4 years
ବିଜେଡିର ବରିଷ୍ଠ ନେତା, ପିପିଲିର ୭ଥର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତରେ ମୁଁ ଦୁଃଖିତ । ତାଙ୍କର ବିୟୋଗ ଓଡିଶା ରାଜନୀତିରେ ଏକ ଅପୁରଣୀୟ କ୍ଷତି । ଅମର ଆତ୍ମାର ସତଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଓମ୍ ଶାନ୍ତି 🙏
14
9
220
@SamirMohantyBJP
Samir Mohanty
3 years
ଏହି ଘଟଣାରେ ସଙ୍କଟାପନ୍ନ ଭାବେ ଆହତ ହୋଇ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନିରୀହ ଲୋକ ଓ କାର୍ଯ୍ୟକର୍ତ୍ତାଙ୍କୁ ରାଷ୍ଟ୍ରୀୟ ମୁଖପାତ୍ର @sambitswaraj ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ସହ ଭେଟି ସ୍ୱାସ୍ଥ୍ୟବସ୍ତା ପଚାରିବୁଝିବା ସହ ସମସ୍ତ ଅଶୁଆରୋଗ୍ୟ କାମନା କଲି। @BJP4Odisha
2
47
214
@SamirMohantyBJP
Samir Mohanty
4 years
ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ, ଅଦ୍ୱିତୀୟ ବିଶ୍ୱନେତା ଶ୍ରୀ @narendramodi ଙ୍କ 70ତମ ଜନ୍ମ ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ତାଙ୍କୁ ପ୍ରସନ୍ନ, ଦୀର୍ଘ, ସୁସ୍ଥ ଏବଂ ନିରାମୟ ଜୀବନ ପ୍ରଦାନ କରନ୍ତୁ ।
Tweet media one
7
13
221
@SamirMohantyBJP
Samir Mohanty
4 years
'ସ୍ୱର ନୂଆ ଓଡିଶାର' ପକ୍ଷରୁ ଭିଡିଓ କନ୍ଫରେସିଂ ମାଧ୍ୟମରେ ଆଜି ଭୂବନେଶ୍ୱର ଠାରେ ଅନୁଷ୍ଠିତ 'ବୁଦ୍ଧିଜୀବୀ ସମ୍ମିଳନୀ'ରେ ଯୋଗ ଦେଲି। @AprajitaSarangi ଙ୍କ ଉପସ୍ଥିତିରେ ଭୂବନେଶ୍ୱରରେ ଥିବା ବୁଦ୍ଧିଜୀବୀଙ୍କ ସହ ପ୍ରଧାନମନ୍ତ୍ରୀ @narendramodi ଙ୍କ ଆଦର୍ଶ, ବିଚାରଧାରା, ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ଏବଂ ଜାତୀୟତାବୋଧ ବିଷୟରେ ଆଲୋଚନା କଲି l
Tweet media one
Tweet media two
Tweet media three
Tweet media four
10
9
221
@SamirMohantyBJP
Samir Mohanty
4 years
ଗୃହମନ୍ତ୍ରୀ ଶ୍ରୀ @AmitShah ଜୀ #Covid19 ରେ ପୀଡିତ ଥିବା ଖବର ଶୁଣି ମୁଁ ବହୁତ ଦୁଃଖିତ । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି । #GetWellSoonAmitShah
12
12
220
@SamirMohantyBJP
Samir Mohanty
3 years
ଓଜସ୍ୱୀ ବକ୍ତା, @BJP4India ର ରାଷ୍ଟ୍ରୀୟ ପ୍ରବକ୍ତା ତଥା @BJP4Manipur ପ୍ରଭାରୀ ଭାଇ @sambitswaraj ଙ୍କୁ ଜନ୍ମ ଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କ ସୁସ୍ଥ ଓ ଦୀର୍ଘାୟୁ ଜୀବନର କାମନା କରୁଛି।
Tweet media one
0
19
212
@SamirMohantyBJP
Samir Mohanty
3 years
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ନୂତନ ମନ୍ତ୍ରୀମଣ୍ଡଳର ଦାୟିତ୍ୱ ଗ୍ରହଣ କରିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ @dpradhanbjp ଏବଂ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ @AshwiniVaishnaw ଜୀଙ୍କ ସହ ଶ୍ରୀମନ୍ଦିର ସମ୍ମୁଖରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ନୀଳଚକ୍ର ବାନାକୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କଲି।
Tweet media one
Tweet media two
Tweet media three
Tweet media four
5
16
212
@SamirMohantyBJP
Samir Mohanty
4 years
ଲୋକ ମାନଙ୍କର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଗାମୀ ମେ ୩ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯାହା ଲକ୍ ଡ଼ାଉନ୍ ଗାଇଡଲାଇନ୍ ଅଛି ଏହାକୁ ପାଳନ କରାଯିବା ନେଇ ଗଜପତି ମହାରାଜଙ୍କର ବକ୍ତବ୍ୟକୁ ମୁଁ ସ୍ୱାଗତ କରୁଛି ।
10
34
207
@SamirMohantyBJP
Samir Mohanty
4 years
I strongly condemn the attack on the BJP National President Shri @JPNadda ji. This act is the ultimate kill of the democracy in West Bengal. In the past few years, they have murdered many bjp karyakartaas. #MamataKillsDemocracy
Tweet media one
Tweet media two
Tweet media three
10
22
213
@SamirMohantyBJP
Samir Mohanty
4 years
ଗଲଓ୍ଵାନ ଉପତ୍ୟାକାରେ ଶହୀଦ ହୋଇଥିବା ଓଡିଶା ମାଟିର ଦୁଇ ବୀର ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କୁ ମୋର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଧୈର୍ଯ୍ୟ ଏବଂ ଶକ୍ତି ପ୍ରଦାନ କରନ୍ତୁ l ଦୁଇ ଯବାନ ସର୍ବଦା ଅମର ହୋଇ ରହିବେ ।
Tweet media one
13
21
208
@SamirMohantyBJP
Samir Mohanty
4 years
ଓଡ଼ିଶା ପାଇଁ ଗର୍ବର ଦିନ । ମୟୂରଭଞ୍ଜ ଜିଲ୍ଲାର ଶ୍ରୀ ଗିରିଶ ଚନ୍ଦ୍ର ମୁର୍ମୁ ଆଜି ଭାରତର ନୂତନ #CAG ଭାବରେ ନିଯୁକ୍ତ ହୋଇଛନ୍ତି । ସେ ଆଗରୁ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ପଦରେ ଥିଲେ । ଶ୍ରୀ ଗିରିଶ ଜୀଙ୍କୁ ମୁଁ ତାଙ୍କ ନୂତନ ପଦବୀ ପାଇଁ ଶୁଭେଚ୍ଛା ଜଣାଉଛି ।
11
11
209
@SamirMohantyBJP
Samir Mohanty
1 year
ଓଡ଼ିଶା ଗଣମାଧ୍ୟମରେ ଏକ ରେକର୍ଡ ଭଙ୍ଗ କରିବାର ଖବର ପଢିବାକୁ ପାଇଲି, ଯାହା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜ୍ୟୋତି ବସୁଙ୍କ ଶାସନ କାଳ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଶାସନ କାଳ ପାଖାପାଖି ସମାନ ଥିବା ଖବର ଉପରେ ପର୍ଯ୍ୟବେସିତ ।
2
169
207
@SamirMohantyBJP
Samir Mohanty
4 years
ଓଡ଼ିଶାରେ ଥିବା ସମସ୍ତ ହିନ୍ଦୁ ଦେବାଦେବୀଙ୍କ ମନ୍ଦିର ସହ ଓଡ଼ିଶାବାସୀଙ୍କ ଭାବାବେଗ ଜଡିତ ରହିଛି। ଏଣୁ ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ ଲ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ @dpradhanbjp ଓ ଶ୍ରୀ @pcsarangi ଙ୍କ
Tweet media one
Tweet media two
5
20
204
@SamirMohantyBJP
Samir Mohanty
3 years
ଜୟ ଜଗନ୍ନାଥ 🙏
Tweet media one
Tweet media two
Tweet media three
Tweet media four
9
21
205
@SamirMohantyBJP
Samir Mohanty
4 years
ଓଡିଶାର ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା । ଏହି ବର୍ଷ ସମସ୍ତେ କରୋନା ପାଇଁ ଜାରି କରାଯାଇଥିବା ନିୟମକୁ ପାଳନ କରିବାକୁ ଅନୁରୋଧ । ଘରେ ରହି ନିଜ ପରିବାର ବର୍ଗଙ୍କ ସହ #ରଜପର୍ବ ପାଳନ କରନ୍ତୁ ।
18
11
201
@SamirMohantyBJP
Samir Mohanty
3 years
ଉତ୍ତରପ୍ରଦେଶ ସମେତ ଦେଶର ଆଉ ତିନୋଟି ରାଜ୍ୟ ଉତ୍ତରାଖଣ୍ଡ, ମଣିପୁର, ଗୋଆର ଜନ ସାଧାରଣ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଙ୍କ ସୁଶାସନ ଓ ବିକାଶ ପ୍ରତି ଆସ୍ଥା ପ୍ରକଟ କରି @BJP4India ପ୍ରତି ପୁନଃ ପୂର୍ଣ୍ଣ ଆଶୀର୍ବାଦ କରିଥିବା ଦେବତୁଲ୍ୟ ଜନ ସାଧାରଣଙ୍କୁ ଶୁଭେଚ୍ଛା।
Tweet media one
2
15
190
@SamirMohantyBJP
Samir Mohanty
5 years
Lockdown ର ଅବଧି ବଢେଇବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନେଇଥିବା ନିର୍ଣ୍ଣୟ କୁ ମୁଁ ସ୍ବାଗତ କରୁଛି । ଅପ୍ରେଲ ୩୦ ପର୍ଯ୍ୟନ୍ତ ଥିବା lockdown ରେ ଆମେ ସରକାରକୁ ପୁର୍ଣ୍ଣ ସହଯୋଗ କରିବା ଏବଂ କରୋନା ବିରୋଧ ରେ ଲଢେଇ ଜାରି ରଖିବା ।
4
20
198
@SamirMohantyBJP
Samir Mohanty
1 year
ଓଡ଼ିଶାରେ କିଛି ଦିନ ହେବ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । ଲୋକପ୍ରତିନିଧି କୁଆଡେ ଗଲେ ତାଙ୍କୁ ସୁରକ୍ଷା ମିଳୁନାହିଁ କିନ୍ତୁ ସଚିବଙ୍କୁ କେତେ ହାଇ ସିକ୍ୟୁରିଟି ସୁରକ୍ଷା ଦେଇହେବ, ସେ ବିଷୟରେ ସରକାର ଅଧିକ ଚିନ୍ତା କରୁଛନ୍ତି । କିଛି ଦିନ ହେବ ଯେଉଁଭଳି ଭାବେ ଭୁବନେଶ୍ୱର ସାଂସଦ @AprajitaSarangi ଙ୍କୁ ବିଜେଡି ନେତାମାନେ
2
156
197
@SamirMohantyBJP
Samir Mohanty
4 years
ଭୋକର ଭୂଗୋଳ କଳାହାଣ୍ଡିକୁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ପ୍ରୟୋଗଶାଳା କରିଥିବାରୁ ସମଗ୍ର ଓଡ଼ିଶାବାସୀଙ୍କ ତରଫରୁ ଯଶସ୍ଵି ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ ଏବଂ କେନ୍ଦ୍ର ସରକାରଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି।
Tweet media one
8
10
192
@SamirMohantyBJP
Samir Mohanty
4 months
ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଆଦରଣୀୟ ଶ୍ରୀ @MohanMOdisha ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କଲି । #PeopleCM
Tweet media one
9
5
195
@SamirMohantyBJP
Samir Mohanty
1 year
ଓଡ଼ିଶାର ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ବାସହୀନଙ୍କୁ ପଟ୍ଟା ଓ ଘର ଦେବା, ଶିଳ୍ପାୟନ ମାଧ୍ୟମରେ ସ୍ଥାନୀୟ ଯୁବକଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ ତାହାକୁ ପାଳନ ନ କରିବାର ସର୍ବଶ୍ରେଷ୍ଠ ରେକର୍ଡ ଅଛି।
1
162
189
@SamirMohantyBJP
Samir Mohanty
4 years
ଗତକାଲି କୋରାପୁଟ ଜିଲ୍ଲା ପ୍ରସିଦ୍ଧ ଶୈବପୀଠରେ ବାବା ଗୁପ୍ତେଶ୍ୱରଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ସ୍ଥାନୀୟ ଲୋକଙ୍କ ସମସ୍ୟା ବୁଝିଲି।
Tweet media one
Tweet media two
Tweet media three
Tweet media four
8
15
188
@SamirMohantyBJP
Samir Mohanty
1 year
୨୩ ବର୍ଷରେ ଆପଣଙ୍କ ବଡ ଉପଲବ୍ଧି ହେଲା- ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ମଞ୍ଚ ବନ୍ଧା ଓ ଚେୟାର ପକାଇବା କାମରେ ଲଗାଇ ସଚିବଙ୍କୁ ବୁଲାଇ ଲୋକଙ୍କ ସମସ୍ୟା ବୁଝିବା, ଯାହା କେବେ ଭାରତୀୟ ରାଜନୈତିକ ଇତିହାସରେ ଘଟିନଥିବ, ଏହା ହେଉଛି ଶ୍ରେଷ୍ଠ ପ୍ରଶାସକଙ୍କର ସର୍ବଶ୍ରେଷ୍ଠ ରେକର୍ଡ ।
2
155
188
@SamirMohantyBJP
Samir Mohanty
3 years
ଯଶସ୍ଵି ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ତଥା ଓଡ଼ିଶା ମାଟିର ପୁଅ ଲୋକପ୍ରିୟ କେନ୍ଦ୍ରମନ୍ତ୍ରୀ ଶ୍ରୀ @dpradhanbjp ଙ୍କୁ ଜନ୍ମଦିନର ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି ।
Tweet media one
16
11
192
@SamirMohantyBJP
Samir Mohanty
3 years
I congratulate and convey my best wishes to the new members of the Union Council of Ministers. Shri @AshwiniVaishnaw & Shri @BiswaswarTudu . Wishing them all Success. #Govt4Growth
Tweet media one
Tweet media two
10
21
188
@SamirMohantyBJP
Samir Mohanty
1 year
ଓଡ଼ିଶାର ମୁଖ୍ୟମନ୍ତ୍ରୀ କେବଳ ନିଜ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରି ନିଜକୁ ପ୍ରମାଣିତ କରନ୍ତି, କାର୍ଯ୍ୟରେ ନୁହେଁ । ପ୍ରାୟୋଜିତ ପୁରସ୍କାର ଗ୍ରହଣ କରିବାରେ ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କ ଶାସନ କାଳରେ କିଛି ରେକର୍ଡ ସୃଷ୍ଟି ହୁଏ ଏବଂ ତାହା ହେଉଛି ପ୍ରତିଶ୍ରୁତି ପାଳନ ନ କରିବା ।
4
162
186
@SamirMohantyBJP
Samir Mohanty
1 year
ମୋଦି ସରକାର ଘରେ ଘରେ ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ଥା କରିବା ପରେ ମଧ୍ୟ ପାଣି ଦେବା ପାଇଁ ଆପଣଙ୍କ ସରକାର ଆଜି ଅକ୍ଷମ। ଶିଶୁ ଓ ଗର୍ଭବତୀ ମହିଳାଙ୍କ କୁପୋଷଣ ଓ ରକ୍ତହୀନତା ସମସ୍ୟାରେ ଆପଣ ରେକର୍ଡ ସୃଷ୍ଟି କରିଛନ୍ତି । ରାଜ୍ୟର ୬ ରୁ ୫୯ ମାସର ଶିଶୁଙ୍କ ଭିତରେ ୪୨.୩ ପ୍ରତିଶତ ରକ୍ତହୀନତା ଦେଖାଦେଇଛି ।
1
156
182
@SamirMohantyBJP
Samir Mohanty
4 years
କରୋନା ଭଳି କଠିନ ପରିସ୍ଥିତିରେ ସମସ୍ତ ରାଜ୍ୟକୁ ଜିଏସଟି ଭାଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ @narendramodi ଏବଂ ଅର୍ଥମନ୍ତ୍ରୀ @nsitharaman ଙ୍କୁ ଅଶେଷ ଧନ୍ୟବାଦ । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ମିଳିଛି ₹୫୧୨୨ କୋଟି ଟଙ୍କା । ଯାହା ଓଡ଼ିଶାର ଆର୍ଥିକ ମେରୁଦଣ୍ଡ କୁ ସୁଦୃଢ କରିବ ଏବଂ ବିକାଶକୁ ତ୍ୱରାନ୍ୱିତ କରିବ ।
6
19
182
@SamirMohantyBJP
Samir Mohanty
5 years
ବେକାରୀ କ୍ଷେତ୍ରରେ ଓଡିଶା ଦେଶରେ ଏକ ନମ୍ବର । ୨୦ ବର୍ଷ ଧରି ଗୋଟେ ସ୍ଥିର ସରକାର ଥିବାସତ୍ତ୍ୱେ ବେରୋଜଗାରୀରେ ଏପରି ଉତ୍କଟ ସ୍ଥିତି ସୃଷ୍ଟି ହେବା ରାଜ୍ୟ ସରକାରଙ୍କ ଅପାରଗତା । #Unemployment #Odisha
Tweet media one
Tweet media two
Tweet media three
21
23
176
@SamirMohantyBJP
Samir Mohanty
3 years
କେନ୍ଦ୍ରମନ୍ତ୍ରୀ ଶ୍ରୀ @pcsarangi ନୀଳଗିରି ଯିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଖବର ଶୁଣି ଦୁଃଖିତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଆଶୁ ଆରୋଗ୍ୟ କାମନା କରୁଛି।
6
12
181
@SamirMohantyBJP
Samir Mohanty
1 year
ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି @Naveen_Odisha ନିଜ ଦଳର କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଆପଣଙ୍କ ଦଳ ପ୍ରତି ଆସ୍ଥା କମୁଥିବା ଦର୍ଶାଉଛି । ମୁଖ୍ୟମନ୍ତ୍ରୀ ବିରୋଧୀ ମାନଙ୍କୁ ଜନବିରୋଧୀ କହି ଆକ୍ଷେପ କରିଛନ୍ତି, ଯାହା ଗଣତନ୍ତ୍ର ପାଇଁ ଠିକ୍ ନୁହେଁ । ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇ
4
126
182
@SamirMohantyBJP
Samir Mohanty
4 years
ତିର୍ତ୍ତୋଲର ଏକ ନାବାଳିକାକୁ କଟକ ଠାରେ କିଛି ଦୃବୁର୍ତ ୨୨ଦିନ ଧରି ଦୁଷ୍କର୍ମ କରିବା ଘଟଣା ହୃଦୟବିଦାରକ । ରାଜ୍ୟରେ ଏଭଳି ଘଟଣା ବାରମ୍ୱାର ଘଟୁଥିଲେ ମଧ୍ୟ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନର କୌଣସି ତତ୍ପରତା ଦେଖିବାକୁ ମିଳୁନାହିଁ । ମହିଳାମାନଙ୍କ ପ୍ରତି ଏତେ ଅବହେଳା ରାଜ୍ୟସରକାରଙ୍କ ଅପାରଗତାକୁ ପ୍ରମାଣିତ କରୁଛି । #22DaysOfHorror
17
16
175
@SamirMohantyBJP
Samir Mohanty
4 years
ଓଡିଶା ବିଜେପିର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ @PandaJay ଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ ଦାୟିତ୍ୱ ମିଳିଛି ।
12
6
175
@SamirMohantyBJP
Samir Mohanty
5 years
ଓଡ଼ିଆ ନବବର୍ଷ ତଥା ପବିତ୍ର ପଣା ସଂକ୍ରାନ୍ତିର ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଶାବାସୀଙ୍କୁ କରୋନା ମହାମାରୀ ବିପକ୍ଷରେ ଲଢିବା ପାଇଁ କ୍ଷମତା ଦିଅନ୍ତୁ । ଏହି ନବବର୍ଷ ସମସ୍ତଙ୍କ ଜୀବନରେ ନୂତନ ଆଶା ସଞ୍ଚାର କରୁ । #PanaSankranti #OdiaNewYear
19
15
171
@SamirMohantyBJP
Samir Mohanty
4 years
ଓଡିଶାର ହାତତିଆରି ବସ୍ତ୍ର ଯଥା ସମ୍ୱଲପୁରୀ, କୋଟପାଡ, ବ୍ରହ୍ମପୁରୀ ସିଲ୍କ, ମାଣିଆବନ୍ଧ ଶାଢୀ ଆଦି ବିଶ୍ୱ ପ୍ରସିଦ୍ଧ । ଦୈନନ୍ଦିନ ବ୍ୟବହାର ଠାରୁ ଆରମ୍ଭ କରି ବଡ ବଡ ଉତ୍ସବ ମାନଙ୍କରେ ମଧ୍ୟ ଏହି ବସ୍ତ୍ରଗୁଡିକର ଚାହିଦା ରହିଛି ।
Tweet media one
Tweet media two
Tweet media three
Tweet media four
6
12
172
@SamirMohantyBJP
Samir Mohanty
4 years
ବର୍ତ୍ତମାନ ସମୟରେ ପ୍ଲାଜମା ଥେରାପି ଦ୍ୱାରା କୋଭିଡ19ରେ ଗୁରୁତର ସଂକ୍ରମିତ ରୋଗୀଙ୍କର ଚିକିତ୍ସା ସମ୍ଭବ ହୋଇପାରିଛି । ଏଭଳି ସମୟରେ କେନ୍ଦ୍ରମନ୍ତ୍ରୀ @dpradhanbjp ପ୍ଲାଜମା ଦାନ କରିବା ପ୍ରଶଂସନୀୟ ଏବଂ ଏହା ଅନ୍ୟମାନଙ୍କୁ ପ୍ରେରଣା ଦେବ । ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏଭଳି ପଦକ୍ଷେପ ପାଇଁ ତାଙ୍କୁ ଅନେକ ଅନେକ ଧନ୍ୟବାଦ ।
@dpradhanbjp
Dharmendra Pradhan
4 years
କରୋନାରୁ ସୁସ୍ଥ ହେବା ପରେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ଆଜି କଟକ ସ୍ଥିତ ଏସସିବି ମେଡିକାଲ କଲେଜରେ ପ୍ଲାଜମା ଦାନ କଲି । ବର୍ତ୍ତମାନ ସମୟରେ ଗୁରୁତର ସଂକ୍ରମିତଙ୍କ ଜୀବନ ରକ୍ଷା କରିବାରେ ପ୍ଲାଜମାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ।
Tweet media one
201
207
803
11
12
172
@SamirMohantyBJP
Samir Mohanty
1 year
ଏନସିଆରବି ରିପୋର୍ଟ ଅନୁସାରେ ଓଡ଼ିଶା ମହିଳା ବିରୋଧୀ ହିଂସା ଓ ଅପରାଧିକ ମାମଲା ସଂଖ୍ୟାରେ ରେକର୍ଡ ସୃଷ୍ଟି କରିଛି, ଯାହା ଆପଣଙ୍କ ସରକାରର ଉପଲବ୍ଧି । ବର୍ଷ ବର୍ଷ ଧରି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ପାଇଁ ଆପଣ ସକ୍ଷମ ହୋଇନାହାନ୍ତି, ଏହା ମଧ୍ୟ ଆପଣଙ୍କର ଏକ ରେକର୍ଡ ?
0
156
173
@SamirMohantyBJP
Samir Mohanty
4 years
ନୂଆଖାଇ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ଗଣପର୍ବ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣିଦେଉ । ମା ସମଲେଇଙ୍କ କୃପା ସମସ୍ତଙ୍କ ଉପରେ ଥାଉ । #NuakhaiJuhar
Tweet media one
22
15
172
@SamirMohantyBJP
Samir Mohanty
4 years
ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲି ଜୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କୁ କୋଟି କୋଟି ନମନ । ତାଙ୍କର ଆଦର୍ଶ ନେତୃତ୍ୱ, ବୁଦ୍ଧି ଏବଂ ବକ୍ତବ୍ୟ ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ । ତାଙ୍କର ଅମର ଆତ୍ମାକୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ।
Tweet media one
8
20
173
@SamirMohantyBJP
Samir Mohanty
5 years
ମୁଁ ପାର୍ଟି କାର୍ଯ୍ୟକର୍ତ୍ତା ମାନଙ୍କୁ ନିବେଦନ କରୁଛି ଯେ, ନିଜର ସକ୍ଷମତା ଅନୁଯାୟୀ ଯଥା ସମ୍ଭବ ରାଶି #PMCaresFund ରେ ଦାନ କରନ୍ତୁ ଏବଂ ଅନ୍ୟ ୧୦ ଜଣଙ୍କୁ ପ୍ରେରିତ କରନ୍ତୁ @PMOIndia
12
23
172
@SamirMohantyBJP
Samir Mohanty
5 years
ବିଶ୍ଵର ସବୁଠାରୁ ବଡ ରାଜନୈତିକ ଦଳ @BJP4India ର ପ୍ରତିଷ୍ଠାତା ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଏବଂ ୪୦ ତମ ପ୍ରତିଷ୍ଠା ଦିବସରେ ସମସ୍ତ କାର୍ଯ୍ୟକର୍ତ୍ତା ଭାଇ ଓ ଭଉଣୀଙ୍କୁ ଶୁଭେଚ୍ଛା ଜଣାଉଛି । ଏହି ଅବସରରେ ନିଜ ଘରେ ଦଳର ଏକ ନୂତନ ପତାକା ଉତ୍ତୋଳନ କଲି । #BJPat40
6
20
172
@SamirMohantyBJP
Samir Mohanty
4 years
ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଭଦ୍ରକ ଜିଲ୍ଲାର ଚୂଡ଼ାମଣି ବନ୍ଦର ।
Tweet media one
Tweet media two
Tweet media three
Tweet media four
5
15
175
@SamirMohantyBJP
Samir Mohanty
1 year
ଏଭଳି ରେକର୍ଡରୁ ଆଗାମୀ ଭବିଷ୍ୟତ କଣ ଶିଖିବ, ତାହା ବଡ ଚିନ୍ତାର ବିଷୟ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଭାଷାରେ “ମାନବ ଜୀବନ ନୁହଇଁ କେବଳ, ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର କର୍ମ ଏକା ତା’ର, ଜୀବନର ମାନଦଣ୍ଡ” ।
0
151
168
@SamirMohantyBJP
Samir Mohanty
5 years
କରୋନା ବିରୋଧୀ ଲଢେଇରେ ସଂଘର୍ଷ ଦେଇ ଗତି କରୁଥିବା ଗରିବ ପରିବାରଙ୍କ ଦୁଃଖ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ @narendramodi ନେଇଥିବା ପଦକ୍ଷେପ ଅତ୍ୟନ୍ତ ଆଶ୍ଵସ୍ତି ଜନକ । ବିଭିନ୍ନ ଯୋଜନା ମାଧ୍ୟମରେ ଗୋଟିଏ ଗରିବ ପରିବାର ୧୦,୨୩୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇପାରିବ । #IndiaFightsCorona
Tweet media one
8
20
169
@SamirMohantyBJP
Samir Mohanty
4 years
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ମହାବାହୁ ସମସ୍ତଙ୍କୁ କରୋନା ମାହାମାରୀରୁ ରକ୍ଷା କରନ୍ତୁ। ଜୟ ଜଗନ୍ନାଥ🙏🙏
16
21
169
@SamirMohantyBJP
Samir Mohanty
4 years
"ପରୀର ନ୍ୟାୟ ପାଇଁ ପଦଯାତ୍ରା" ଆଜିକାର ଏହି ପଦଯାତ୍ରା ପରୀ ଓ ରାଜ୍ୟରେ ନିଖୋଜ ଥିବା ପାଞ୍ଚ ହଜାର ୫୦୩ ଶିଶୁଙ୍କ ନ୍ୟାୟ ପାଇଁ। ଅଙ୍ଗ ତସ୍କରୀଙ୍କ ଅସଲ ଚେହେରା ଲୋକଲୋଚନକୁ ଆଣିବା ପାଇଁ ଏହି ପଦଯାତ୍ରା।
Tweet media one
Tweet media two
Tweet media three
Tweet media four
6
23
163
@SamirMohantyBJP
Samir Mohanty
4 years
ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ୮ଥର ଏବଂ ବିଧାନସଭାକୁ ୨ଥର ନିର୍ବାଚିତ ହୋଇଥିବା ପୂର୍ବତନ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ପରଲୋକ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଉଛି ।
16
15
170
@SamirMohantyBJP
Samir Mohanty
3 years
ବାତ୍ୟା "ୟଶ୍" ପାଇଁ ପୂର୍ବ ପ୍ରସ୍ତୁତି ଓ ମୁକାବିଲା ନେଇ ଆଜି ସଂଧ୍ୟା ୫ଟା ୩୦ ସମୟରେ @BJP4India ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ @JPNadda ଜୀ @BJPOdisha ର କାର୍ଯ୍ୟକର୍ତ୍ତା ମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ ।
4
38
164
@SamirMohantyBJP
Samir Mohanty
3 years
Pic of Day #PMAtKedarnath
Tweet media one
6
3
165
@SamirMohantyBJP
Samir Mohanty
1 year
୫ ବର୍ଷ ରୁ ୯ ବର୍ଷ ପିଲାଙ୍କ ଭିତରେ ୪୮.୮ ପ୍ରତିଶତ ଏବଂ ୧୦ ରୁ ୧୯ ବର୍ଷର ଝିଅଙ୍କ ମଧ୍ୟରେ ୫୯.୪ପ୍ରତିଶତ, ଗର୍ଭବତୀ ମା’ମାନଙ୍କ ୬୨.୭ ପ୍ରତିଶତ, ସ୍ତନ୍ୟପାନ କରାଉଥିବା ମା’ ୬୮.୬ ପ୍ରତିଶତ ରକ୍ତହୀନତାରେ ଶିକାର ହୋଇଛନ୍ତି । ୨୦ଟି ଜିଲ୍ଲାରେ ଶିଶୁମାନଙ୍କର ବୟସ ତୁଳନାରେ ଉଚ୍ଚତା କମ୍ ରହୁଛି ।
2
152
162
@SamirMohantyBJP
Samir Mohanty
4 years
ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ହୋଇଥିବା ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି ।
6
22
157
@SamirMohantyBJP
Samir Mohanty
4 years
ବରିଷ୍ଠ ବିଜେପି ନେତ୍ରୀ, ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ, ଲୌହ ମାନବୀ ତଥା ପଦ୍ମ ବିଭୂଷଣ ସ୍ବର୍ଗତ ସୁଷମା ସ୍ୱରାଜଙ୍କ ପ୍ରଥମ ପୁନ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳୀ । ଦେଶ ପାଇଁ ତାଙ୍କର ଅପୂର୍ବ ଅବଦାନ ଚିରସ୍ମରଣୀୟ ।
Tweet media one
9
8
157
@SamirMohantyBJP
Samir Mohanty
4 years
କେନ୍ଦ୍ରମନ୍ତ୍ରୀ ଶ୍ରୀ @dpradhanbjp ଙ୍କ ସହିତ ମୁଁ ଓ ଅନ୍ୟ ନେତୃମଣ୍ଡଳୀ ଆଜି ଭୁବନେଶ୍ୱରର ଏକାମ୍ର କ୍ଷେତ୍ର ଏବଂ ପ୍ରଭୁ ଲିଙ୍ଗରାଜ ମନ୍ଦିର ପରିସର ପରିଦର୍ଶନ କଲୁ।
Tweet media one
Tweet media two
Tweet media three
Tweet media four
5
15
162
@SamirMohantyBJP
Samir Mohanty
4 years
ସ୍ବଦେଶୀ ଜ୍ଞାନ କୌଶଳରେ ତିଆରି କୋଭାକ୍ସିନର ପ୍ରଥମ ଡୋଜ ଭୁବନେଶ୍ୱର ସାମନ୍ତରାପୁରସ୍ଥିତ ସଞ୍ଜୀବନୀ ନର୍ସିଂହୋମରେ ଆଜି ନେବାର ସୌଭାଗ୍ୟ ପାଇଲି। ସ��ସ୍ତ ଜନସାଧାରଣଙ୍କୁ ଅନୁରୋଧ ଏହି ଟୀକା ନିଜେ ଗ୍ରହଣ କରିବା ସହ ଅନ୍ୟଙ୍କୁ ଉତ୍ସାହିତ କରିବା।
Tweet media one
Tweet media two
5
14
163
@SamirMohantyBJP
Samir Mohanty
4 years
ବର୍ଷୀୟାନ ଓଲିଉଡ ଅଭିନେତା ଅଜିତ ଦାଶଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କ ଅଭିନୀତ ଆମ ଘର ଆମ ସଂସାର, ହାକିମ ବାବୁ, କପାଳ ଲିଖନ, ସରପଞ୍ଚ ବାବୁ, ଲୁଟତରାଜ ପରି ଅନେକ ସିନେମା ଦର୍ଶକଙ୍କ ମନ କିଣିଥିଲା । ପ୍ରଭୁ ଜଗନ୍ନାଥ ତାଙ୍କ ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।
Tweet media one
15
11
163
@SamirMohantyBJP
Samir Mohanty
6 years
ମିଶନ ଶକ୍ତି ଏକ ସରକାରୀ ଯୋଜନା, ଯାହାକୁ ନବୀନ ସରକାର ନିଜର ଦଳୀୟ ପ୍ରଚାର ପାଇଁ ବ୍ୟବହାର କରୁଛନ୍ତି। ମିଶନ ଶକ୍ତିର ଗୀତ, ଯାହା ସରକାରୀ ଅର୍ଥ ବ୍ୟବହାରରେ ତିଆରି ହୋଇଥିଲା ତାହାକୁ ନବୀନ ବାବୁ ନିଜର ପ୍ରଚା�� ପାଇଁ କିପରି ବ୍ୟବହାର କରିପାରିବେ? #RajyaSarkarBadalibaDarkar @bjd_odisha @BJP4India @BJP4Odisha @dpradhanbjp
24
53
130
@SamirMohantyBJP
Samir Mohanty
3 years
. @otvnews ର ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ବ୍ୟକ୍ତିଗତ ଭାବେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ଅନେକ ସମୟରେ ଦୁଃସାହାସିକ ଖବର ଲୋକଲୋଚନକୁ ଆଣି ଗଣମାଧ୍ୟମ ତଥା ସାଧାରଣରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
Tweet media one
6
13
159
@SamirMohantyBJP
Samir Mohanty
3 years
ଓଡ଼ିଶାର ଝିଅ ମମିତା ମେହେରକୁ ନ୍ୟାୟ ପାଇଁ ଆଜି ବିଜେପିର ୧୫ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମମିତା ମେହେରଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀରକୁ ପୋତାଜାଇଥିବା ସନସାଇନ ସ୍କୁଲ ଥିବା ଷ୍ଟାଡିୟମରେ ପହଞ୍ଚି ବାସ୍ତବ ସ୍ଥିତି ଅନୁଧ୍ୟାନ କଲୁ। #JusticeForMamita
Tweet media one
Tweet media two
Tweet media three
Tweet media four
5
16
158
@SamirMohantyBJP
Samir Mohanty
3 years
ମମିତାର ନ୍ୟାୟ ପାଇଁ ଦୀପଟିଏ... ପବିତ୍ର ଶୁଭ ଦୀପାବଳି ଅବସରରେ ନିଜ ବାସଭବନରେ ମମିତାର ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଓ ତାର ଆତ୍ମାର ଶାନ୍ତି ପାଇଁ ଦୀପଟିଏ ଜାଳିଲି। #Diwali
Tweet media one
Tweet media two
5
15
155
@SamirMohantyBJP
Samir Mohanty
4 years
ପରୀ ଘଟଣାକୁ ଯେଉଁଭଳି ଭାବେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଦିଗହରା କରିଥିଲେ ତାହା ଜନ ସାଧାରଣରେ ସନ୍ଦେହ ସୃଷ୍ଟି କରିଥିଲା । ମାନ୍ୟବର କୋର୍ଟଙ୍କ ଶୁଣାଣି ପରେ ପ୍ରମାଣିତ ହେଲା ଯେ ଅରୁଣ ବୋଥ୍ରା ଜଣେ ମିଛୁଆ ।
Tweet media one
Tweet media two
16
18
151
@SamirMohantyBJP
Samir Mohanty
3 years
ଆଜି #JanAshirvadYatra ପରିପେକ୍ଷିରେ ଆମ ଦଳ ତରଫରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ @dpradhanbjp ଓ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ @AshwiniVaishnaw ଜୀଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ଭବ୍ୟ ସ୍ୱାଗତ କଲୁ।
Tweet media one
Tweet media two
Tweet media three
Tweet media four
4
10
157
@SamirMohantyBJP
Samir Mohanty
4 years
ତିର୍ତ୍ତୋଲର ବିଧାୟକ, ପୂର୍ବତନ ମନ୍ତ୍ରୀ, ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ବିଷ୍ଣୁଚରଣ ଦାସଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ଅମର ଆତ୍ମାର ସଦଗତି କାମନା କରୁଛି ଏବଂ ଏଭଳି ସମୟରେ ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ପରିବାରକୁ ସାହସ ଦିଅନ୍ତୁ ।
16
6
154
@SamirMohantyBJP
Samir Mohanty
4 years
ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରିଚିତ ତଥା ବର୍ଷିଆନ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଅପୁରଣୀୟ କ୍ଷତି ସୃଷ୍ଟି କରିଛି । ତାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି ।
8
9
151
@SamirMohantyBJP
Samir Mohanty
4 years
ପ୍ରବିତ୍ର ଅକ୍ଷୟ ତୃତୀୟା ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସମସ୍ତଙ୍କ ଜୀବନରେ ଅସରନ୍ତି ସୁଖ ଓ ସମୃଦ୍ଧିରେ ଭରି ଦିଅନ୍ତୁ ।
9
16
149
@SamirMohantyBJP
Samir Mohanty
4 years
ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ମର୍ମାହତ । ଭାରତ ପାଇଁ ଏହା ଏକ ଅପୁରଣୀୟ କ୍ଷତି, ଯାହା ଚିରକାଳ ପାଇଁ ଶୂନ୍ୟ ସ୍ଥାନ ହୋଇରହିବ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ତାଙ୍କର ଅମର ଆତ୍ମାର ସଦଗତି ହେଉ । 🙏
Tweet media one
13
7
151
@SamirMohantyBJP
Samir Mohanty
2 years
ଆମ ରାଜ୍ୟ ତଥା ଦେଶ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ।ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ପ୍ରଥମ ନାଗରିକ ଭାବେ ମନୋନୀତ ହୋଇଥିବା (ଏନଡିଏ) ନେତୃତ୍ୱାଧିନ ବିଜେପି ପ୍ରାର୍ଥୀନୀ ଶ୍ରୀମତୀ ଦ୍ରୋପଦୀ ମୁର୍ମୁଙ୍କୁ ଅନେକ ଅନେକ ଅଭିନନ୍ଦନ। ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଙ୍କ ନେତୃତ୍ଵାଧିନ ସରକାରରେ ମହିଳାଙ୍କୁ ସମ୍ମାନ।
Tweet media one
9
16
152
@SamirMohantyBJP
Samir Mohanty
4 years
ରାଜ୍ୟରେ ଚାଲିଥିବା ଦୁର୍ନୀତି, ଅତ୍ୟାଚାର ଏବଂ ବିଶେଷ କରି ଧାନ ବିକ୍ରିରେ ହେଉଥିବା ଘୋଟାଲା ଉପରେ ନୂତନ ରାଜ୍ୟ ସହ ପ୍ରଭାରୀ @BJP4Odisha ଶ୍ରୀ @vijaypalbjp ଜୀଙ୍କ ସହ ଆଲୋଚନା କଲି ।
Tweet media one
Tweet media two
7
16
144
@SamirMohantyBJP
Samir Mohanty
3 years
ନୂଆଁଖାଇ ଜୁହାର୍ ଓଡ଼ିଶାର ଏକ ସର୍ବପୁରାତନ କୃଷିଭିତ୍ତିକ ପର୍ବ ପବିତ୍ର "ନୂଆଁଖାଇ"ର ଶୁଭ ଅବସରରେ ସମାଜର ସବୁବର୍ଗ ବିଶେଷ ଭାବେ ଆମର ଚାଷୀଭାଇ ଓ ଭଉଣୀ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି। #NuakhaiJuhar
Tweet media one
13
13
145