Explore tweets tagged as #rakhyabandhan
ଭାଇ ଓ ଭଉଣୀର ସ୍ନେହ, ଶ୍ରଦ୍ଧା ଓ ସହୃଦୟତାର ଆଧାର ଏ ରାକ୍ଷୀ ⭕❗⭕. ରାକ୍ଷୀପୂର୍ଣ୍ଣିମାର ଅନେକ ଅନେକ ଶୁଭେଚ୍ଛା ♥️.#rakhyabandhan.#jagannath #Puri #Odisha .@odiajagat @PracheeNanda @princess_sradha @preeti_jenny_ .@ArtistSuriya
0
0
11
ଜଙ୍ଗଲ ବିଭାଗ ପକ୍ଷରୁ ଆନନ୍ଦବନ ପରିସରରେ #rakhyabandhan କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଯୋଗଦେଇ କହିଛନ୍ତି, ମାନବ ସମାଜର ସୁରକ୍ଷା ପାଇଁ ପରିବେଶ ସୁରକ୍ଷା ନିତ୍ୟାନ୍ତ ଜରୁରି । @ForestDeptt
0
0
4
ରାଷ୍ଟ୍ରପତିଙ୍କୁ ରାଖି ବାନ୍ଧିଲେ ବିଭିନ୍ନ ସ୍କୁଲ କଲେଜ ଛାତ୍ରୀ, ସ୍କୁଲ ପିଲାଙ୍କୁ ରାଖି ବାନ୍ଧିଛନ୍ତି ନିଜେ ମହାମହିମ. #rakhyabandhan #DraupadiMumru #NarendraModi #naveenpatnaik #MohanMajhi #KVSinghDeo #PravatiParida #odishanewsepaper #ଓଡିଶା_ନ୍ୟୁଜ_ଇପେପର
0
0
0
ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଉପମୁଖ୍ୟମନ୍ତ୍ରୀ; ଉପହାର ଦେଲେ CM #cmmohancharanmajhi #rakhyabandhan #deputycmpravatiparida. କ୍ଲିକ୍ କରି ପଢନ୍ତୁ ସମ୍ପୂର୍ଣ୍ଣ ଖବର:.
0
0
3
ରାଷ୍ଟ୍ରପତି ଭବନ ପରିସରରେ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଏହି ଉତ୍ସବ ପାଳନ ପାଇଁ #Odisha ର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ୨୫ଜଣ ଛାତ୍ରଛାତ୍ରୀ ନୂଆଦିଲ୍ଲୀଠାରେ ଯୋଗ ଦେଇଛନ୍ତି । #rakhyabandhan @rashtrapatibhvn
0
0
1
My sisters are my strengths, not weakness. Every year, this day, we renew our promise to stand by and protect each other for the rest of the life. #Rakhyabandhan
1
0
19
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରକ୍ଷାବନ୍ଧନ ପାଳନ କରିଛନ୍ତି । ବାତ୍ସଲ୍ୟ ଗ୍ରାମସ୍ଥିତ ବାଳିକା ସୈନିକ ବିଦ୍ୟାଳୟରେ କେନ୍ଦ୍ରମନ୍ତ୍ରୀଙ୍କୁ ଛାତ୍ରୀମାନେ ରାକ୍ଷୀ ବାନ୍ଧିଛନ୍ତି । #rakhyabandhan @dpradhanbjp
0
0
3
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ରେ ଭଉଣୀମାନଙ୍କ ହାତରୁ ରାକ୍ଷୀ ବାନ୍ଧିବା ଅବସରରେ। ଭାଇ ଭଉଣୀର ସମ୍ପର୍କ ସବୁଠୁ ମଧୁର ସମ୍ପର୍କ। ଏହା ଆହୁରି ଅତୁଟ ହେଉ ।#rakhyabandhan
3
4
29
Got the wonderful oppertunity on the eve of #rakhyabandhan to meet our #chiefminister of #Odisha, @MohanMajhiCMO sir and urged for the safety of our #women and #children.
1
0
1
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଏବଂ ବଡ଼ ଠାକୁର ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ଶୁଭ ଜନ୍ମ ଦିବସ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁ ଭାତୃତ୍ଵ ଓ ସଦଭାବନାର ଏହି ପବିତ୍ର ପର୍ବ ଭାଇ-ଭଉଣୀଙ୍କ ସମ୍ପର୍କକୁ ଆହୁରି ନିବିଡ଼ କରୁ। . #RakhyaBandhan #RakhiPurnima
0
0
1
କିଏ ସେହି ପାକିସ୍ତାନୀ ମହିଳା? ଯିଏ PM ମୋଦିଙ୍କ ହାତରେ ବାନ୍ଧନ୍ତି ରାଖି. #rakhyabandhan #PMNarendraModi #LatestNews #News18Odia. କ୍ଲିକ୍ କରି ପଢନ୍ତୁ ସମ୍ପୂର୍ଣ୍ଣ ଖବର:.
0
0
2
ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନେକ ମହିଳା ଓ ସ୍କୁଲ ଛାତ୍ରୀମାନେ ରାକ୍ଷୀ ବାନ୍ଧିଛନ୍ତି।. #RakhiPurnima #CMMohanCharanMajhi #RakhyaBandhan #Bhubaneswar #Odisha.
0
0
1
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ରେ ଭଉଣୀମାନଙ୍କ ହାତରୁ ରାକ୍ଷୀ ବାନ୍ଧିବା ଅବସରରେ। ଭାଇ ଭଉଣୀର ସମ୍ପର୍କ ସବୁଠୁ ମଧୁର ସମ୍ପର୍କ। ଏହା ଆହୁରି ଅତୁଟ ହେଉ ।#rakhyabandhan #gab_biridi
1
0
4
ସୂତା ଖିଅର ଏ ବନ୍ଧନ, ସମ୍ପର୍କର ସେତୁ ବାନ୍ଧିଦିଏ ଭାଇ-ଭଉଣୀଙ୍କ ଭିତରେ ସାରା ଜୀବନ ପାଇଁ. ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଶୁଭେଚ୍ଛା ଓ ଅଭିନନ୍ଦନ । .#RakhyaBandhan
0
0
0