Susant Kumar Rout Profile Banner
Susant Kumar Rout Profile
Susant Kumar Rout

@susantroutmla

Followers
2,530
Following
372
Media
1,513
Statuses
3,534

Member of Legislative Assembly (MLA) #Bhubaneswar (North) & @bjd_odisha Dist President, Bhubaneswar Organizational District. Views/Tweets are Personal

Bhubaneshwar, India
Joined March 2020
Don't wanna be here? Send us removal request.
Explore trending content on Musk Viewer
@susantroutmla
Susant Kumar Rout
4 years
I am really very grateful to our Hon'ble Chief Minister & @bjd_odisha President Shri @Naveen_Odisha for bestowing upon me such a great responsibility. I assure that, I shall discharge my duties with dignity and forthright manner. 🙏🏻🙏🏻 @BJD4Bhubaneswar @BJDITWing .
35
10
244
@susantroutmla
Susant Kumar Rout
4 years
Today I have tested Covid-19 positive and in home isolation. Now I am stable. All those have been in close proximity to me in the last few days are requested to please get themselves tested, if necessary. @CMO_Odisha @Naveen_Odisha @bjd_odisha
51
6
170
@susantroutmla
Susant Kumar Rout
4 years
Attended Blood Donation Camp under #JeevanBindu drive at @bjd_odisha State Party office organised by @odishabcjd and greeted our donors.Donating Blood is a noble way to help humankind.
Tweet media one
Tweet media two
4
15
90
@susantroutmla
Susant Kumar Rout
5 months
ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବି ଏମ ସି ୱାର୍ଡ ନଂ ୧୭ ପଥରବନ୍ଧ ପଡିଆ ଠାରେ, ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟଙ୍କ ଉପସ୍ଥିତିରେ ପ୍ରାୟ ୨୫୦୦ରୁ ଉର୍ଧ୍ଵ ସକ୍ରିୟ ବିଜୁ ଜନତା ଦଳର ସଦସ୍ୟ ମାନଙ୍କୁ ନେଇ ଏକ ବିଶାଳ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା @Naveen_Odisha @bjd_odisha
46
24
91
@susantroutmla
Susant Kumar Rout
5 months
ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କର ସେବା କରିବା ପାଇଁ ମତେ ପୁନର୍ବାର ସୁଯୋଗ ପ୍ରଦାନ କରିଥିବାରୁ, ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କୁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଜଣାଉଛି |
Tweet media one
43
27
92
@susantroutmla
Susant Kumar Rout
5 months
As a part of the "Connect with Constituents" drive, today's visit to Buddha Park in Niladri Vihar alongside MP Candidate Manmath Routaray, the Mayor, and corporators was truly enriching.
41
29
94
@susantroutmla
Susant Kumar Rout
4 years
ପବିତ୍ର ନୂଆଁଖାଇ ଉପଲକ୍ଷେ ହାର୍ଦିକ ଶୁଭେଚ୍ଛା #NuakhaiJuhar 🙏🏻🙏🏻
Tweet media one
6
2
87
@susantroutmla
Susant Kumar Rout
5 months
Today's "Connect with Constituents" drive at Joggers Park, Sailashree Vihar area of BMC Ward No. 06, accompanied by MP Candidate Shri Manmath Routaray, and Mayor Smt. Sulochana Das and with corporators of Bhubaneswar (North), proved to be an enriching experience. @Naveen_Odisha
Tweet media one
Tweet media two
Tweet media three
Tweet media four
48
23
87
@susantroutmla
Susant Kumar Rout
8 months
A progressive society is achievable through youth empowerment. Thus, the #NuaO initiative, spearheaded by our HCM @Naveen_Odisha , stands as a commendable stride in the empowerment and transformation of the youth in our state.
46
22
80
@susantroutmla
Susant Kumar Rout
3 years
Presided over the @bjd_odisha Bhubaneswar organisational district executive body meeting held yesterday in Patia. Thankful to Bbsr Ekamra MLA and Minister Shri @Ashokpandabbsr , Bbsr Central MLA Shri @bbsrcentralmla , District Observer Smt. @pramila_mallick , (1/n)
Tweet media one
Tweet media two
Tweet media three
Tweet media four
2
16
78
@susantroutmla
Susant Kumar Rout
5 months
! ବନ୍ଦେ ଉତ୍କଳ ଜନନୀ ! ପବିତ୍ର ଉତ୍କଳ ଦିବସ ଅବସରରେ ପ୍ରତ୍ୟକ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ |
49
27
76
@susantroutmla
Susant Kumar Rout
5 months
Greetings and good wishes to everyone on the pious occasion of #GoodFriday .
Tweet media one
40
23
71
@susantroutmla
Susant Kumar Rout
10 months
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ଥରୀୟ ଶିଶୁ ପ୍ରତିଭା ମହୋତ୍ସବ 'ସୁରଭି' ର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟ ପାଇଁ ପ୍ରେରଣା ଦେଇଛନ୍ତି |
Tweet media one
Tweet media two
32
14
69
@susantroutmla
Susant Kumar Rout
5 months
ପବିତ୍ର ମହାବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ଏବଂ ଓଡ଼ିଆ ନବ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।
Tweet media one
32
14
66
@susantroutmla
Susant Kumar Rout
5 months
ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଲୋକଙ୍କ ସେବା ପାଇଁ ସମର୍ପିତ ତାଙ୍କର କାର୍ଯ୍ୟଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ | ଓଡିଶା ରାଜନୀତିରେ ଏହା ଏକ ଅପୂରଣୀୟ କ୍ଷତି |
Tweet media one
35
16
63
@susantroutmla
Susant Kumar Rout
4 months
ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବି ଏମ ସି ୱାର୍ଡ ନଂ ୦୯ ଠାରେ ଥିବା, ଗୁରୁ କେଳୁଚରଣ ପାର୍କ ନିକଟରୁ ନିର୍ବାଚନୀ ଶୋଭାଯାତ୍ରା ଆରମ୍ଭ ହୋଇ ମଞ୍ଚେଶ୍ୱର ରେଳ ଷ୍ଟେସନ ନିକଟରେ ଶେଷ ହୋଇଥିଲା। ସ୍ଥାନୀୟ ବାସିନ୍ଦା ଏବଂ ଜନସାଧାରଣଙ୍କର ବିଜୁ ଜନତା ଦଳ ଏଵଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଥିବା ବିପୁଳ ସମର୍ଥନ ଆଜିର
32
11
64
@susantroutmla
Susant Kumar Rout
4 months
ବିଜୁ ଜନତା ଦଳ ମୁଖ୍ୟ କାର୍ଯ୍ୟାଳୟ, ଶଙ୍ଖ ଭବନ ଠାରେ ଆୟୋଜିତ ମିଶ୍ରଣ ପର୍ବରେ, ହଜାର ହଜାର ଭାରତୀୟ ଜନତା ପାର୍ଟି (ବିଜେପି) ର କର୍ମୀ ମାନେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ନୀତି ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି |
Tweet media one
Tweet media two
Tweet media three
Tweet media four
35
16
64
@susantroutmla
Susant Kumar Rout
7 months
ପ୍ରଥମ #ବିଶ୍ୱଓଡ଼ିଆଭାଷାସମ୍ମିଳନୀ ଅବସରରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ "ଅକ୍ଷର ଭୂମି"କୁ ଆଜି ସନ୍ଧ୍ୟାରେ ଉଦଘାଟନ କରିଛନ୍ତି। #ଓଡ଼ିଆଭାଷାସମ୍ମିଳନୀ #ଅକ୍ଷରଭୂମି
Tweet media one
Tweet media two
32
17
60
@susantroutmla
Susant Kumar Rout
10 months
Grievance redressal session today at my office.
Tweet media one
40
19
63
@susantroutmla
Susant Kumar Rout
8 months
ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ | #makarsankranti #makarsankranti2024
Tweet media one
36
19
61
@susantroutmla
Susant Kumar Rout
5 months
ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ପଞ୍ଚାୟତ ଢାୱା ଶ୍ରୀ ସୋମନାଥ ଦେବଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା ସହିତ ଆଜି ପ୍ରଥମ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା |
43
18
60
@susantroutmla
Susant Kumar Rout
8 months
After a prolonged wait, the Patha Utsav in Bhubaneswar resumes. Patha Utsav is an innovative approach by @bmcbbsr to revitalize the residents of Bhubaneswar. Today, participated in the patha utsava held at Master Canteen Square, Bhubaneswar along with many esteemed dignitaries
Tweet media one
Tweet media two
Tweet media three
46
20
60
@susantroutmla
Susant Kumar Rout
1 year
Met and greeted the newly appointed dynamic chief secretary Shri @PradeepJenaIAS and discussed upon the several developmental proposals in Bhubaneswar North assembly constituency.
Tweet media one
1
0
61
@susantroutmla
Susant Kumar Rout
8 months
Wishing everyone Merry Christmas #christmas2023
Tweet media one
48
25
58
@susantroutmla
Susant Kumar Rout
7 months
୭୫ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଦେଶର ସ୍ୱାଧୀନତା ସଂଗ୍ରାମରେ ନିଜକୁ ସମର୍ପିତ କରିଦେବା ସହିତ ଦେଶରେ ସମନ୍ଵୟତା ଅକ୍ଷୁର୍ଣ୍ଣ ରଖିବାରେ ନିଜକୁ ଉତ୍ସର୍ଗ କରିଦେଇଥିବା ସେହି ପ୍ରତ୍ୟକ ମହାପୁରୁଷଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି |🙏🙏 #RepublicDay #75threpublicday
Tweet media one
32
18
56
@susantroutmla
Susant Kumar Rout
4 years
ପବିତ୍ର ଗଣେଶ ଚତୁର୍ଥୀର ଅଶେଷ ଶୁଭକାମନା #HappyGaneshChaturthi 🙏🏻
Tweet media one
4
2
59
@susantroutmla
Susant Kumar Rout
5 months
ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ସ୍ଥିତ, ଡମଣା ଗୋପୀନାଥ ଜୀଉ ମନ୍ଦିର ଠାରେ ଆୟୋଜିତ ଜଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ..
26
17
58
@susantroutmla
Susant Kumar Rout
8 months
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @Naveen_Odisha , ଜାନୁଆରୀ ୧ ତାରିଖ ଦିନ, ତ୍ରିଶୁଳିଆ ରତାଗଡ ଲେଙ୍କାସାହି ଠାରେ ବହୁ ପ୍ରତିକ୍ଷିତ ଭୁବନେଶ୍ୱର- କଟକ ମେଟ୍ରୋ ପ୍ରକଳ୍ପ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ | ଆଜି, ଦଳର ପ୍ରମୁଖ ନେତୃବୃନ୍ଦଙ୍କ ସହ କ୍ଷେତ୍ର ପରିଦର୍ଶନ ସହିତ ପ୍ରସ୍ତୁତି କାର୍ଯ୍ୟକୁ ତଦାରଖ କରାଯାଇଥିଲା |
Tweet media one
Tweet media two
Tweet media three
Tweet media four
42
20
53
@susantroutmla
Susant Kumar Rout
4 months
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟତା ଆଜି ପୁଣି ଥରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଛି | ଶଙ୍ଖ ଭବନ ଠାରେ ଆୟୋଜିତ ମିଶ୍ରଣ ପର୍ବରେ, ବିଜେପି ର ହଜାର ହଜାର ପ୍ରମୁଖ ନେତୃବୃନ୍ଦ ଏବଂ କର୍ମୀ ମାନେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ପ୍ରତି ଓଡ଼ିଶାର ଜନସାଧାରଣଙ୍କର ଆକୁଣ୍ଠ ସମର୍ଥନକୁ ହୃଦୟଙ୍ଗମ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି |
Tweet media one
Tweet media two
Tweet media three
Tweet media four
35
13
60
@susantroutmla
Susant Kumar Rout
8 months
ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ, ବିଜୁ ବାବୁଙ୍କ ଦିଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱରେ ଆନ୍ଦୋଳନର ରୂପ ନେଇ ବିଜେଡି ଆଗକୁ ବଢୁଛି।
Tweet media one
47
21
54
@susantroutmla
Susant Kumar Rout
7 months
ଓଡ଼ିଶାର ବରପୁତ୍ର ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ଦେଶ ସ୍ବାଧୀନତା ପାଇଁ ନିଜର କ୍ଳାନ୍ତିକାରୀ ନେତୃତ୍ୱ ଏବଂ ବଳିଦାନ ପାଇଁ ସେ ଚିରନମସ୍ୟ | #NetajiSubhasChandraBose #NetajiJayanti
Tweet media one
37
20
52
@susantroutmla
Susant Kumar Rout
9 months
ବିଜୁ ଜନତା ଦଳର ସଭାପତି ତଥା ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ନୀତି ଓ ଆଦର୍ଶରେ ପ୍ରେରିତ ହୋଇ, 5T ଓ ନବୀନ ଓଡ଼ିଶାର ଅଧକ୍ଷ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି |
Tweet media one
20
15
55
@susantroutmla
Susant Kumar Rout
10 months
Today, met and felicitated, Shri VK Pandian, Chairman, 5T & Ama Odisha - Nabin Odisha, along with all the corporators, representing, Bhubaneswar (North) assembly constituency. Progress in numerous developmental projects in Bhubaneswar (North) was discussed during the meeting.
Tweet media one
Tweet media two
Tweet media three
35
13
56
@susantroutmla
Susant Kumar Rout
3 years
I join Hon’ble CM Shri @Naveen_Odisha and the people of Odisha to extend a warm welcome to Hon’ble President Shri @rashtrapatibhvn . I wish him a pleasant stay here and visit to Puri Srimandir. May Mahaprabhu Jagannath grant him a long and healthy life!
Tweet media one
0
0
54
@susantroutmla
Susant Kumar Rout
10 months
ଆଜି, ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟକଳରେ ମଞ୍ଚେଶ୍ୱର ୱାର୍କଶପ ଠାରୁ ଧୀରୀକୁଟୀ ସାହି ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଦ୍ୱାରା ହେବାକୁ ଥିବା ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ଉକ୍ତ ରାସ୍ତା ନିର୍ମାଣ ହେବା ଦ୍ୱାରା ଗାଡ଼କଣ, ରଙ୍ଗମାଟିଆ,ଭି ଏସ ଏସ ନଗର ପ୍ରଭୃତି ଅଂଚଳର ସମସ୍ତ ବାସିନ୍ଦା ଉପକୃତ ହେବେ
Tweet media one
Tweet media two
34
11
53
@susantroutmla
Susant Kumar Rout
6 months
Today a delegation of senior citizens from various associations of Bhubaneswar (North), met with Shri VK Pandian, Chairman 5T & Ama Odisha Nabin Odisha and expressed gratitude for his developmental initiatives in the constituency under the guidance of HCM @Naveen_Odisha
Tweet media one
Tweet media two
21
15
52
@susantroutmla
Susant Kumar Rout
10 months
ଆଜି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ, ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରଶିକ୍ଷଣ ଶିବିରରେ ଯୋଗଦେବା ଅବସରରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶକୁ ପାଥେୟ କରି, ତୃଣମୂଳ ସ୍ଥରରେ କର୍ମୀମାନେ କିଭଳି ଆହୁରି ସଂଗଠିତ ଭାବେ କାର୍ଯ୍ୟକରିବେ, ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା |
Tweet media one
Tweet media two
Tweet media three
32
13
52
@susantroutmla
Susant Kumar Rout
6 months
Laid the Foundation Stone for the construction of two Pavered Roads and Drains at Kharavela Estate, Nakhara, in @bmcbbsr Bhubaneswar Ward No. 04. Estimated at approximately Rs 5.5 crore, these projects aim to alleviate waterlogging issues and enhance connectivity in the area.
Tweet media one
Tweet media two
Tweet media three
Tweet media four
6
15
52
@susantroutmla
Susant Kumar Rout
9 months
ଆଜି ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନ ଠାରେ ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା
Tweet media one
23
12
54
@susantroutmla
Susant Kumar Rout
7 months
ପବିତ୍ର ବସନ୍ତ ପଞ୍ଚମୀ ତଥା ବିଦ୍ୟାଦାତ୍ରୀ ମା’ ସରସ୍ଵତୀଙ୍କ ପୂଜା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। #BasantPanchami
Tweet media one
25
16
50
@susantroutmla
Susant Kumar Rout
8 months
ଓଡ଼ିଶାର ଜନ ପ୍ରିୟ ନେତା ରାଜା ଶରତ ଦେବଙ୍କ ସହଧର୍ମିଣୀ, ବର୍ତ୍ତମାନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଦେବଙ୍କ ମାତା ତଥା ଆଳିର ପୂର୍ବତନ ବିଧାୟକ, ସାଂସଦ ଓ ସମାଜସେବୀ ସୁଶ୍ରୀ ଦେବୀଙ୍କ ଦେହାନ୍ତ ଖବର ପାଇଁ ମୁଁ ଅତ୍ୟନ୍ତ ମର୍ମାହତ |
Tweet media one
36
15
49
@susantroutmla
Susant Kumar Rout
5 months
ଓଡ଼ିଶାର ପାରମ୍ପରିକ ଖାଦ୍ୟ 'ପଖାଳ' ସବୁ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ ଏବଂ ଏହା ପ୍ରତି ପ୍ରତ୍ୟକ ଓଡ଼ିଆଙ୍କ ଅହେତୁକ ଆଦର | ଏକ ପୃଷ୍ଟିକର ଖାଦ୍ୟ ଭାବେ ସାରା ବିଶ୍ଵରେ ଆଜି ଏହି, ଓଡ଼ିଆ ବ୍ୟଞ୍ଜନ ପଖାଳ ଆଦର ଲାଭ କରିଛି। ସମସ୍ତଙ୍କୁ ପଖାଳ ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ। #PakhalaDibasa #ପଖାଳଦିବସ
Tweet media one
22
16
51
@susantroutmla
Susant Kumar Rout
9 months
ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ବିକାଶ ଦିଗରେ ଆଉ ପାଦେ ଅଗ୍ରସର ହୋଇଛି | ଆଜି ସହରାଞ୍ଚଳ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ସୁଲଭ ବାସଗୃହ ପ୍ରକଳ୍ପ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର କରକମଳରେ ଚନ୍ଦ୍ରଶେଖରପୁର ବୁଦ୍ଧବିହାର ଠାରେ ଉଦଘାଟିତ ହୋଇଛି |
Tweet media one
Tweet media two
38
14
50
@susantroutmla
Susant Kumar Rout
10 months
ଆଲୋକର ପବିତ୍ର ପର୍ବ ଦୀପାବଳି ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା | ଜୀବନରୁ ଦୁଃଖର ଅନ୍ଧକାର ଦୂର ହୋଇ, ସମସ୍ତଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେଉ, ଏତିକି ମୋର କାମନା 🙏🙏 #Diwali2023 #Diwali
24
10
50
@susantroutmla
Susant Kumar Rout
4 years
My heartiest birthday wishes to our visionary leader & most respected Hon’ble Chief Minister Shri @Naveen_Odisha . May Lord Jagannath bless you with good health & long life .🙏🏻 @CMO_Odisha
Tweet media one
4
3
50
@susantroutmla
Susant Kumar Rout
10 months
This morning, had the honor of paying floral tributes to the distinguished independence activist, Saheed Birsa Munda, on the occasion of his birth anniversary. 🌺🙏 #BirsaMundaJayanti
Tweet media one
Tweet media two
Tweet media three
29
10
49
@susantroutmla
Susant Kumar Rout
10 months
ଆଜି ଭୁବନେଶ୍ୱରରେ ଆୟୋଜିତ ହେଉଥିବା, ମା କାଳୀଙ୍କର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରି, ମା'ଙ୍କ ଆଶୀର୍ବାଦ କାମନା କରିଥିଲି | 🙏
26
10
51
@susantroutmla
Susant Kumar Rout
10 months
Grievance Redressal session today at my office.
Tweet media one
27
6
51
@susantroutmla
Susant Kumar Rout
8 months
ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରିମୁଣ୍ଡ ଗ୍ରାମ ପଞ୍ଚାୟତରେ ଆଜି ପ୍ରାୟ ୪.୫୦ କୋଟି ବ୍ୟୟ ଅଟକଳରେ ଜରିପାଟଣା ରାଧାକାନ୍ତ ମନ୍ଦିର ଠାରୁ ବରିମୁଣ୍ଡ ମଲ୍ଲିକ ସାହି ପର୍ଯ୍ୟନ୍ତ ନିର୍ମିତ ହେବାକୁ ଥିବା ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା |
Tweet media one
Tweet media two
42
21
46
@susantroutmla
Susant Kumar Rout
6 months
ପବିତ୍ର ମହାଶିବରାତ୍ରୀ ତଥା ଜାଗର ଉତ୍ସବ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ପ୍ରଭୁ ଲିଙ୍ଗରାଜଙ୍କ ଅପାର କରୁଣା ସମସ୍ତଙ୍କ ଜୀବନକୁ ସୁଖ ଓ ସମୃଦ୍ଧିରେ ଭରିଦେଉ, ଏହା ହିଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା। ଓଁ ନମଃ ଶିବାୟ 🙏 #Mahashivratri
Tweet media one
14
14
49
@susantroutmla
Susant Kumar Rout
10 months
ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଣ୍ଡରା ଠାରେ ଥିବା ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ଵୃଦ୍ଧାଶ୍ରମ କେନ୍ଦ୍ରରେ, ଆଶ୍ରମର ଅନ୍ତେବାସୀଙ୍କ ସହିତ ପବିତ୍ର ଦୀପାବଳି ଉତ୍ସବ ପାଳନ କରାଯାଇଥିଲା |
Tweet media one
Tweet media two
Tweet media three
Tweet media four
20
11
49
@susantroutmla
Susant Kumar Rout
10 months
Participated in the launching ceremony of "Ama Odisha Naveen Odisha initiative" in Bhubaneswar Block, led by Hon'ble Chief Minister, Shri @naveen_odisha , and 5T Chairman, Shri @vkpandian .odisha
Tweet media one
Tweet media two
Tweet media three
15
10
45
@susantroutmla
Susant Kumar Rout
5 months
21
18
45
@susantroutmla
Susant Kumar Rout
5 months
ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ପ୍ରଭୁ ଦୋଳ ଗୋବିନ୍ଦଙ୍କ ଆଶୀର୍ବାଦରୁ ସଭିଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଯାଉ ଏତିକି ମୋର ପ୍ରାର୍ଥନା #ଦୋଳପୂର୍ଣ୍ଣିମା #DolaPurnima
Tweet media one
23
18
45
@susantroutmla
Susant Kumar Rout
9 months
ଆଜି ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ୱାର୍ଡ ଏବଂ ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ...
Tweet media one
Tweet media two
Tweet media three
Tweet media four
15
12
45
@susantroutmla
Susant Kumar Rout
5 months
ପବିତ୍ର #ହୋଲି ପର୍ବ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ | #holi #holi2024 #HoliFestival
24
19
44
@susantroutmla
Susant Kumar Rout
6 months
ଏକ ସୁସ୍ଥ ଓଡିଶାର ପରିକଳ୍ପନା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ୧୫ଟି ଜିଲ୍ଲାରେ ୬୭ଟି ‘ଆମ ହସ୍ପିଟାଲ’ ଲୋକାର୍ପିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ, ପଟିଆ ଚିକିତ୍ସାଳୟ ଠାରେ ଆମ ହସ୍ପିଟାଲ ପ୍ରକଳ୍ପକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି |
Tweet media one
Tweet media two
Tweet media three
19
14
45
@susantroutmla
Susant Kumar Rout
4 months
ପବିତ୍ର ରାମ ନବମୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ
Tweet media one
31
12
48
@susantroutmla
Susant Kumar Rout
6 months
ଆଜି ବାଙ୍କୀ ନିର୍ବାଚନ ମଣ୍ଡଳୀ ଠାରେ, ବାଙ୍କୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ ଏବଂ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ତ୍ରିପାଠୀଙ୍କ ଉପସ୍ଥିତିରେ, କୁଆଖାଇ ଡାହାଣ ପାର୍ଶ୍ୱ ନଦୀବନ୍ଧରେ ନରଣପୁର - ପ୍ରତାପ ନଗରୀ ରାସ୍ତାର ଉନ୍ନତିକରଣ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା |
Tweet media one
Tweet media two
Tweet media three
Tweet media four
20
17
47
@susantroutmla
Susant Kumar Rout
9 months
ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଆଖାଇ ନଦୀପଠାରେ ଚଳିତ ବର୍ଷ ଆୟୋଜିତ ହୋଇଥିଲା ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ | ଏହାର ସଫଳ ଆୟୋଜନ ପାଇଁ ମୁଁ ବାଲିଯାତ୍ରା କମିଟିର ପ୍ରତ୍ୟକ ସଦସ୍ୟଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି | #Bhubaneswar #Balijatra2023
24
11
47
@susantroutmla
Susant Kumar Rout
4 months
ରୂପାନ୍ତରୀକରଣର ନୂତନ ଅଧ୍ୟାୟ - ବି ଏମ ସି ୱାର୍ଡ ନଂ ୦୬ (ଶୈଳଶ୍ରୀ ବିହାର, ଭୁବନେଶ୍ୱର) ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ #BJD4Development #BhubaneswarNorth
28
11
48
@susantroutmla
Susant Kumar Rout
6 months
Hon'ble CM @Naveen_Odisha today flagged off the #LAccMI Bus at Khordha. This transformative initiative has been spectacular in improving the transport facility, connecting every corner of Odisha.
Tweet media one
Tweet media two
Tweet media three
Tweet media four
22
13
43
@susantroutmla
Susant Kumar Rout
10 months
Grievance Redressal session today at my office.
Tweet media one
25
11
45
@susantroutmla
Susant Kumar Rout
4 years
Attended the launching ceremony of ‘’Sujal’’-Drink from Tap Mission, an initiative under the @MoSarkar5T to ensure 24x7 pure drinking water to the people.This is truly a remarkable step by our Hon'ble CM @Naveen_Odisha . #DrinkFromTap #PureForSure #TransformingUrbanOdisha
Tweet media one
Tweet media two
3
1
41
@susantroutmla
Susant Kumar Rout
7 months
ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ, ଇଞ୍ଜଣା ଏବଂ ବରିମୁଣ୍ଡ ଗ୍ରାମ ପଞ୍ଚାୟତ ଠାରେ, ଓଡିଶା ସରକାରଙ୍କ ତରଫରୁ "ଆମ ଓଡିଶା ନବୀନ ଓଡିଶା" ଯୋଜନା ଉପରେ ଆଧାରିତ ପଞ୍ଚାୟତସ୍ଥରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | (1/3)
Tweet media one
Tweet media two
Tweet media three
Tweet media four
33
16
43
@susantroutmla
Susant Kumar Rout
9 months
Inaugurated an AWC (Anganwadi Center) at Gojabayani Beherasahi Basti, VSS Nagar BMC ward No. 11 in Bhubaneswar (North) assembly constituency. AWCs are crucial child care centers that provides education, nutrition & imparts pre-school education to children of our state.
Tweet media one
Tweet media two
Tweet media three
30
13
44
@susantroutmla
Susant Kumar Rout
10 months
Glimpses of Childrens Day Celebration at Biju Pattnaik Memorial High School, Prashanti Vihar, Bhubaneswar.
Tweet media one
Tweet media two
Tweet media three
Tweet media four
29
11
46
@susantroutmla
Susant Kumar Rout
4 years
Expressing my deep gratitude and heartfelt thanks to Hon’ble CM & our Party supremo Shri @Naveen_Odisha for his concern & blessing to me during this time.🙏🏻 @CMO_Odisha
@Naveen_Odisha
Naveen Patnaik
4 years
ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଓ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା କୋଭିଡ ସଂକ୍ରମିତ ହୋଇଥିବା ଜାଣି ଫୋନ ଯୋଗେ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅବଗତ ହେଲି। ସମସ୍ତଙ୍କ ଆଶୁ ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।
42
49
1K
2
2
43
@susantroutmla
Susant Kumar Rout
4 years
Glad to have attended the Kite Festival-2021 organised by @radiochoklate in the presence of Hon’ble MLA & Editor @sambad_odisha Shri @SoumyaSambad , @tanaya_p and other local dignitaries.
Tweet media one
Tweet media two
0
2
47
@susantroutmla
Susant Kumar Rout
4 months
ପ୍ରବାଦ ପୁରୁଷ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଭୂମିପୁତ୍ର ଏବଂ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।🙏 #Bijupatnaik #BijuBabuTheLegend
Tweet media one
33
12
46
@susantroutmla
Susant Kumar Rout
10 months
#Grievance redressal session today at my office.
Tweet media one
16
7
45
@susantroutmla
Susant Kumar Rout
9 months
Laid foundation stone for development of internal road & drain at Satyavihar of @bmcbbsr Ward No. 05, estimated at a cost of Approx. 80 Lac. This will improve overall accessibility to the area, also the long persisting issue of water inundation will be resolved
Tweet media one
Tweet media two
Tweet media three
18
16
42
@susantroutmla
Susant Kumar Rout
4 years
Warm greetings & good wishes to all on the occasion of #RakshaBandhan . ପବିତ୍ର ରକ୍ଷା ବନ୍ଧନ ଅବସରରେ ସମସ୍ତ ଭାଇ ଭଉଣୀ ମାନଙ୍କୁ ମୋର ଅଶେଷ ଶୁଭକାମନା #HappyRakshaBandhan
Tweet media one
4
2
45
@susantroutmla
Susant Kumar Rout
9 months
Today's Grievance Redressal session at my office.
Tweet media one
Tweet media two
Tweet media three
18
14
41
@susantroutmla
Susant Kumar Rout
9 months
ବସ୍ତି ବାସିନ୍ଦାଙ୍କର ସଶକ୍ତିକରଣ ଏବଂ ସେମାନଙ୍କର ଉନ୍ନତି ପାଇଁ ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ସଂକଳ୍ପବଦ୍ଧ, ଏହି ପରିପ୍ରେକ୍ଷୀରେ ଆଜି ଚନ୍ଦ୍ରଶେଖରପୁର କଲ୍ୟାଣୀମଣ୍ଡପ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ, ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ପ୍ରାୟ ୩୦୦୦ ହିତାଧିକାରୀଙ୍କୁ ପଟ୍ଟା (LRC) ବଣ୍ଟନ କରାଯାଇଥିଲା | #WorkSpeaks
Tweet media one
Tweet media two
Tweet media three
Tweet media four
20
12
43
@susantroutmla
Susant Kumar Rout
9 months
ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ, ଆଜି ରେଡ ସ୍ବସ୍ତିକ ଅନୁଷ୍ଠାନ ତରଫରୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେମାନଙ୍କୁ ହ୍ବିଲ ଚେୟାର ବଣ୍ଟନ କରାଯାଇଥିଲା
Tweet media one
Tweet media two
Tweet media three
19
9
42
@susantroutmla
Susant Kumar Rout
6 months
ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାଢ଼ା ଗ୍ରାମ ପଞ୍ଚାୟତ ଠାରେ ଆଜି, ରାଜ୍ୟ ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା, କୁଆଖାଇ ଦକ୍ଷିଣ ପାର୍ଶ୍ୱ ନଦୀବନ୍ଧ ଠାରୁ ବାରଙ୍ଗ ରେଳ ଷ୍ଟେସନ ପର୍ଯ୍ୟନ୍ତ ନୂତନ ରାସ୍ତା ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା | #road #foundation
18
13
42
@susantroutmla
Susant Kumar Rout
9 months
ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଆୟୋଜିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ..
Tweet media one
Tweet media two
Tweet media three
Tweet media four
27
11
42
@susantroutmla
Susant Kumar Rout
9 months
Today, attended the Inaugural ceremony of #Nua O youth development program at Raja Madhusudan Dev College, Patia of Bhubaneswar (North) Assembly constituency.
Tweet media one
Tweet media two
Tweet media three
20
12
43
@susantroutmla
Susant Kumar Rout
10 months
ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଂଚଳରେ ଆୟୋଜିତ ହେଉଥିବା ସମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ |
Tweet media one
Tweet media two
Tweet media three
Tweet media four
7
9
40
@susantroutmla
Susant Kumar Rout
7 months
ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପ ଓ ୫-ଟି ଅଧ୍ୟକ୍ଷଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ରେକର୍ଡ ସମୟରେ ହୋଇଛି ରୂପାନ୍ତରଣ l ପ୍ରକୃତି, ସଂସ୍କୃତି ଓ ପ୍ରଗତିର ସଂପୂର୍ଣ୍ଣ ସମ୍ମିଶ୍ରଣ ପାଲଟିଛି ମା' ସମଲେଇଙ୍କ ପୀଠ । ଭକ୍ତଙ୍କୁ ଆଧ୍ୟାତ୍ମିକ ଅନୁଭୂତି ଆଣିଦେବ ମହାନଦୀ ଆରତି । #JaiMaaSamlei
11
10
43
@susantroutmla
Susant Kumar Rout
4 years
ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା 'ସୁଜଳ' ମିଶନ ବା ଟ୍ୟାପ ଯୋଗେ ଜନସାଧାରଣଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସେବା ରାଜ୍ୟସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ଏବଂ ଆମ ରାଜ୍ୟବାସୀଙ୍କ ପାଇଁ ଗୌରବର ବିଷୟ I @Naveen_Odisha @CMO_Odisha @BJDITWing
1
2
38
@susantroutmla
Susant Kumar Rout
9 months
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ, ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ପୂଜା ଓ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଇ ପ୍ରଭୁଙ୍କର ଆଶୀର୍ବାଦ କାମନା କରିଥିଲି | #KartikaPurnima
17
11
41
@susantroutmla
Susant Kumar Rout
10 months
Grievance redressal session today at my office.
Tweet media one
12
7
40
@susantroutmla
Susant Kumar Rout
4 months
ରୂପାନ୍ତରୀକରଣର ନୂତନ ଅଧ୍ୟାୟ - ବି ଏମ ସି ୱାର୍ଡ ନଂ ୦୩ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ...
31
13
43
@susantroutmla
Susant Kumar Rout
6 months
Today, in BMC Ward No. 14 and 08, in Bhubaneswar North Assembly Constituency, 20 Nos. of developmental projects were inaugurated. In this occasion, Laid foundation stone for several other projects as well, which includes internal road connectivity , ward office construction etc.
Tweet media one
Tweet media two
Tweet media three
Tweet media four
21
14
40
@susantroutmla
Susant Kumar Rout
4 years
ଶାରଦୀୟ ଦୁର୍ଗାପୂଜାର ହାର୍ଦ୍ଦିକ ଶୁଭକାମନା 🙏🏻 #HappyDurgaPuja
Tweet media one
1
0
41
@susantroutmla
Susant Kumar Rout
6 months
ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟ���୍ତୀ ପାଳନ ଅବସରରେ ଆଜି ହଜାର ହଜାର ବିଜୁ ପ୍ରେମୀ ମାନଙ୍କ ସମାଗମରେ, ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶିଖରଚଣ୍ଡୀ ପାହାଡ ଠାରୁ ଆଜି ଏକ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା #BijuBabuThePrideOfOdisha #BijuJayanti #BijuJanataDal
18
15
40
@susantroutmla
Susant Kumar Rout
10 months
Foundation stone laid for a new road project, to be carried out by RD Dept. near Somanatha Matha, Kalyanpur with an estimated budget of approx. 17 Lacs. Upon completion of this project, it will significantly enhance the overall connectivity of the adjacent localities.
Tweet media one
Tweet media two
19
10
42
@susantroutmla
Susant Kumar Rout
9 months
ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବିଭିନ୍ନ ୱାର୍ଡର ସମସ୍ତ ବରିଷ୍ଠ ନାଗରିକ ,ଯୁବ,ଛାତ୍ର,ମହିଳା, ତଥା ଦଳର ପଦାଧିକାରୀ ମାନେ 5T ଓ ନବୀନ ଓଡ଼ିଶା ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନଙ୍କୁ ଭେଟି ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠାନ ଗୁଡିକର ପୁନରୁଦ୍ଧାର ଏବଂ ସୌନ୍ଦରଜିକରଣ ପାଇଁ ସରକାରୀ ଅନୁଦାନ ନିମନ୍ତେ ନିବେଦନ କରିଛନ୍ତି
Tweet media one
Tweet media two
Tweet media three
Tweet media four
16
13
40
@susantroutmla
Susant Kumar Rout
9 months
ଓଡ଼ିଆ ସଂସ୍କୃତିର ଏକ ଅନନ୍ୟ ପର୍ବ, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। #KartikaPurnima
Tweet media one
13
11
39
@susantroutmla
Susant Kumar Rout
9 months
Grievance Redressal session today at my office.
Tweet media one
13
10
38
@susantroutmla
Susant Kumar Rout
3 years
A blood donation camp was held today at the @bjd_odisha Bhubaneswar party office in association with @MoParivarOdisha . I would like to sincerely thank all blood donors and the organisers for their selfless act.
Tweet media one
Tweet media two
1
5
38
@susantroutmla
Susant Kumar Rout
6 months
ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେୟାର ହସ୍ପିଟାଲ ନିକଟରେ, ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ରାଜଧାନୀରେ ବସ୍ତିବାସିନ୍ଦାଙ୍କ ପାଇଁ ସୁଲଭ ଆବାସ ପ୍ରକଳ୍ପ ନୀଳମାଧବ ନିବାସ ଯୋଜନାର ଶୁଭାରମ୍ଭ କରିଛନ୍ତି।
Tweet media one
17
13
39
@susantroutmla
Susant Kumar Rout
6 months
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @naveen_odisha ଆଜି ରାଜ୍ୟରେ ୬୬୦ କୋଟି ଟଙ୍କା ମୂଲ୍ୟର କ୍ରୀଡ଼ା ଭିତ୍ତିଭୂମିର ଶୁଭ ଉଦ୍‌ଘାଟନ କରିଛନ୍ତି। ଯେଉଁଥିରେ ୪୮ ଟି ଇନଡୋର୍ ଷ୍ଟାଡ଼ିୟମ୍ ମଧ୍ୟ ଅନ୍ତର୍ଭୁକ୍ତ ଥିଲା |
21
14
42
@susantroutmla
Susant Kumar Rout
2 years
Attended the foundation stone laying ceremony of a new Model Vending Zone for the specific use by street vendors for street vending
Tweet media one
Tweet media two
Tweet media three
4
3
40
@susantroutmla
Susant Kumar Rout
4 months
| କର୍ମୀ ସମ୍ମିଳନୀ | ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ
Tweet media one
Tweet media two
Tweet media three
Tweet media four
15
4
42
@susantroutmla
Susant Kumar Rout
8 months
Tweet media one
12
10
40
@susantroutmla
Susant Kumar Rout
4 months
ଜନସମ୍ପର୍କ - ଆମ ହୃଦୟରେ ଶଙ୍ଖ | ୱାର୍ଡ ନଂ ୨୭ #BijuJanataDal #BhubaneswarNorth @bjd_odisha @Naveen_Odisha
Tweet media one
Tweet media two
Tweet media three
Tweet media four
20
7
42