ପତିତପାବନ ପାଣି | Patitapaban Pani Profile Banner
ପତିତପାବନ ପାଣି | Patitapaban Pani Profile
ପତିତପାବନ ପାଣି | Patitapaban Pani

@pani_patita

Followers
4,478
Following
667
Media
831
Statuses
6,597

ମନ କଥା ଲେଖିଲେ ଶବ୍ଦ ମାନେ ଅଭିମାନ କରନ୍ତି, ସତ କଥା ଲେଖିଲେ ନିଜ ଲୋକ ମାନେ ଅଭିମାନ କରନ୍ତି | Techie | “ଆଞ୍ଜୁଳାଏ ଅଭିମାନ" ର ଶିଳ୍ପୀ | ସମ୍ପାଦକ : ଗୌରୀପ୍ରଭା

Bhadrak, Bangalore
Joined May 2011
Don't wanna be here? Send us removal request.
Explore trending content on Musk Viewer
Pinned Tweet
@pani_patita
ପତିତପାବନ ପାଣି | Patitapaban Pani
1 year
ସ୍ବପ୍ନ !! ଖୁସି !! ଆଶା !! ସବୁ କିଛି..!! Book cover designed by @preeti_jenny_ and @Suvendu07sahu Thank you both of you !! ଖୁବ ଶୀଘ୍ର ଉନ୍ମୋଚନ ହେବ ଭଦ୍ରକ ରେ !! ଅନୁରୋଧ ଆପଣ ମାନେ ଆସି ଆପଣଙ୍କ ସ୍ନେହ ଓ ଆଶୀର୍ବାଦ ବାଣ୍ଟିବେ 😍😍🙏🏻
Tweet media one
48
12
234
@pani_patita
ପତିତପାବନ ପାଣି | Patitapaban Pani
2 years
ଲମ୍ବା ଗୁନ୍ଥି - ବାଇଶି ପାହାଚର ତତ୍ତ୍ୱ ଓ ମହତ୍ତ୍ୱ !! ___________________________________ ବାଇଶି ପାହାଚ ଶବ୍ଦର ଅର୍ଥ ଅତି ଗଭୀର । ପ୍ରତ୍ୟେକ ପାହାଚର ଗୁରୁତ୍ୱ ଓ ମହିମା ରହିଛି । ପ୍ରତିଟି ପାହାଚରେ ରହିଛି ଧର୍ମ, ଦର୍ଶନ ଓ ତତ୍ତ୍ୱର ସୁନ୍ଦର ଉପାଖ୍ୟାନ । ପ୍ରତ୍ୟେକ ପାହାଚର ମହିମା ଭିନ୍ନଭିନ୍ନ ଅଟେ (1)
Tweet media one
38
143
852
@pani_patita
ପତିତପାବନ ପାଣି | Patitapaban Pani
3 years
ମୃତ୍ୟୁ ଭୋଜି ସମାଜ ରୁ ଉଠିଯିବା ଦରକାର !! 30 ବର୍ଷ ପୁଅ ର ମୃତ୍ୟୁ ଭୋଜି 65 ବର୍ଷ ବାପାକୁ ଆୟୋଜନ କରିବାର କଷ୍ଟ ଅନୁଭବ କରିଛନ୍ତି କେବେ ??
64
52
606
@pani_patita
ପତିତପାବନ ପାଣି | Patitapaban Pani
1 year
ଆମ ଜଗନ୍ନାଥଙ୍କ ଟାହିଆ କୁ ନେଇ କିଛି କଥା - ବହୁତ ପୁରୁଣା କଥାଟିଏ, ସନ୍ଥ ରାଘବ ଦାସ ସିଂହଦ୍ୱାର ନିକଟରେ ମହାପ୍ରଭୁଙ୍କୁ ସୁମରଣା କରୁଥାନ୍ତି | ଉଦୁଉଦିଆ ଖରାବେଳ, ପାଦ ପୋଡି ଯାଉଛି ହେଲେ ରାଘବ ଦାସ ନଛୋଡ ବନ୍ଧା !! ତାଙ୍କ ତପସ୍ୟା ପୂର୍ଣ୍ଣ ନହେଲା ଯାଏ ସେ ସିଂହଦ୍ୱାର ନିକଟରୁ ହଲିବେନି | ସେ କଣ ଏ କଷ୍ଟ ଦେଖି ରହି ପାରିଥାନ୍ତା !!
Tweet media one
37
38
529
@pani_patita
ପତିତପାବନ ପାଣି | Patitapaban Pani
1 year
କିଏ କିଏ ଯାଇଛ ? କେଉଁ ମନ୍ଦିର ? କିଛି ମାନସିକ ପାଇଁ ଯାଇଥିଲି !! ପୂରଣ ହେଲେ ପୁଣି ଯିବି 🙏🏻🙏🏻
Tweet media one
29
4
521
@pani_patita
ପତିତପାବନ ପାଣି | Patitapaban Pani
1 year
ମା' ତୁ ଗଲା ପରେ ପରେ !! _________________ ତୁ ଗଲା ପରେ ପରେ ଆଉ ସେ ଶୀତ ନାହିଁ ଆରେ !! ତୁ ବ୍ୟସ୍ତ ହେନା, ତୋ ପାଖରେ ମୁହଁ ଗୁଞ୍ଜି ଶୋଇବା ମୋର ଆଉ ଜମା ଦରକାର ପଡୁନି ତୁ ବ୍ୟସ୍ତ ହେନା, ଆଉ ସେ ଶୀତ ପରା ନାହିଁ !! ତୁ ଗଲା ପରେ ପରେ ସଜନା ଗଛଟା ହଣା ହେଇଯାଇଚି ଆରେ !! ତୁ ବ୍ୟସ୍ତ ହେନା, ପଖାଳ ସହ ସଜନା ଶାଗ ଆଳୁ ଭଜା ପାଇଁ
Tweet media one
62
17
358
@pani_patita
ପତିତପାବନ ପାଣି | Patitapaban Pani
2 years
Finally after the pandemic !! Office ❣️❣️❣️
Tweet media one
15
3
325
@pani_patita
ପତିତପାବନ ପାଣି | Patitapaban Pani
1 year
ଦାନବର ଭୋକ !! ଗାଡ଼ି ଟିକୁ ଖଟିରେ ଲଗେଇ ଷ୍ଟାଣ୍ଡ ମାରିଲା ବେଳେ ଏକ ଅଭିଶପ୍ତ ସଞ୍ଜ ଆସ୍ତେ ଆସ୍ତେ ଗାଢ଼ ହେଉଥିଲା ନିଆଁଲଗା ରାତି ତଳେ ମୁହଁରେ ସିଗାରେଟ ଲଗେଇ କେହିଜଣେ କହୁଥିଲା ଆରେ ଭୋକ ମେଣ୍ଟେଇବାକୁ ଦାନଵ ଆସିଛି କାଳେ ବାହାନଗାକୁ ବାହୁ ମେଲେଇ ଖାଇ ସାରିଲାଣି ଫାଳେ ବିବଶଃ ସୂର୍ଯ୍ୟ ଡରି ଡରି ଲୁଚିଗଲା ହୁଏତ ଦାନବର ପ୍ରଳୟକୁ
Tweet media one
42
30
316
@pani_patita
ପତିତପାବନ ପାଣି | Patitapaban Pani
1 year
କିଛି କାଳିଆ ର କଥା - କାଳିଆ ସାଆନ୍ତ "ମୁଁ " ଶବ୍ଦକୁ ଖୁବ ଘୃଣା କରେ !! ସେ ଗାଳି ସହିଯିବ ହେଲେ ଗର୍ବ ନୁହେଁ | ଯିଏ ଯେତେବେଳେ ମୁଁ ମୁଁ ହେଇଚି ମହାପ୍ରଭୁ ତାକୁ ରସାତଳଗାମୀ କରିଦେଇଛନ୍ତି | ସେଦିନ ସତ୍ୟଯୁଗରେ "ବ" ମାରିଦେଲା "ବ" କୁ !! କଣ ବୁଝିଲେ ? ହଁ "ବ" ରେ ଭଗବାନ ବାମନ ଅବତାରରେ "ବ" ମାନେ ବାଳୀ କୁ ମାରିଥିଲେ କେବଳ " ମୁଁ
Tweet media one
22
12
308
@pani_patita
ପତିତପାବନ ପାଣି | Patitapaban Pani
1 year
ଅର୍ଜୁନ ଙ୍କ ଧନୁର ନାମ କଣ ଥିଲା ? କେମିତି ତିଆରି ହେଇଥିଲା ? ଗୁଗୁଲ ନ କରିକି କହିବେ 😊
96
5
291
@pani_patita
ପତିତପାବନ ପାଣି | Patitapaban Pani
1 year
ଓଁ ଶାନ୍ତି !! କିଛି ବି ଶବ୍ଦ ନାହିଁ, ଯଦିଓ ମାତ୍ର ଥରେ ଭେଟ ହେଇଚି ଏକ ସ୍ଵେଚ୍ଛାସେବୀ ସଂଗଠନ ର କାମରେ ହେଲେ ଏତିକି ଜାଣିଚି ତୁ ଆମର ଦରଦୀ ମଣିଷଟିଏ ଥିଲୁ I ଭଲ ଲୋକଙ୍କୁ ଭଗବାନ ଶୀଘ୍ର ନେଇଯାନ୍ତି !! ତୋ ପୁଅକୁ ସବୁବେଳେ ଘଣ୍ଟ ଘୋଡେଇ ରଖିବୁ, କୁନି ଛୁଆଟା ସଂସାର କଣ ଜାଣିନି ଆଉ ମା ଛେଉଣ୍ଡ ହେଇଗଲା 😭🙏🏻
Tweet media one
Tweet media two
48
5
242
@pani_patita
ପତିତପାବନ ପାଣି | Patitapaban Pani
2 years
ଏକ ଖୋଲା ଚିଠି !! ତୁମ ପାଇଁ @Dipanwit_7
Tweet media one
Tweet media two
Tweet media three
39
31
215
@pani_patita
ପତିତପାବନ ପାଣି | Patitapaban Pani
2 years
A short film Shephali (ଶେଫାଳି) on one of my story is getting released soon by odia drama company. This will be released in Bhubaneswar INOX. Seeking your blessings 🙏🏻🙏🏻
Tweet media one
Tweet media two
42
10
217
@pani_patita
ପତିତପାବନ ପାଣି | Patitapaban Pani
3 years
*"ଉତ୍କଳରେ ନାହିଁ ନେତା ପ୍ରୟୋଜନ,* *ଉତ୍କଳର ନେତା ସ୍ବୟଂ ନାରାୟଣ।"*
Tweet media one
6
13
206
@pani_patita
ପତିତପାବନ ପାଣି | Patitapaban Pani
9 months
ମୋ 98 ବର୍ଷୀୟ ବୁଢାବାପା (ଜେଜେ) ଠାକୁର ପୂଜା କରିବା ଅବସରରେ !! ବୟସ କେବଳ ସଂଖ୍ୟା ଟେ ତାଙ୍କ ପାଇଁ !!😍
Tweet media one
17
5
188
@pani_patita
ପତିତପାବନ ପାଣି | Patitapaban Pani
6 months
ହାରିଛି ବୋଲି ତ.. କବିତା ଲେଖୁଛି !! ଜିତିଥିଲେ ତ ତୁମେ ମୋ ଇତିହାସ ଲେଖିଥାନ୍ତ !!
Tweet media one
10
9
194
@pani_patita
ପତିତପାବନ ପାଣି | Patitapaban Pani
2 years
Guess the waterfall !! Clue: Mayurbhanj Dist..!!
Tweet media one
22
3
189
@pani_patita
ପତିତପାବନ ପାଣି | Patitapaban Pani
1 year
ଆଜି ପ୍ରତିଭା ରାୟ ମ୍ୟାମ ଙ୍କ ସହ ଏକ ଅନ୍ତରଙ୍ଗ ମୁହୂର୍ତ୍ତରେ ❣️
Tweet media one
18
3
189
@pani_patita
ପତିତପାବନ ପାଣି | Patitapaban Pani
1 year
ମୋର ପ୍ରଥମ କବିତା ସଂକଳନ "ଆଞ୍ଜୁଳାଏ ଅଭିମାନ" ର ଉନ୍ମୋଚନ ହେଇଯାଇଛି !! ଆପଣମାନଙ୍କ ଆଶୀର୍ବାଦ ଓ ଭଲ ପାଇବା ଏ ବହିଟି ପାଇଁ ରହୁ ଏତିକି କାମନା, କବିତା ବହିଟିକୁ ପଢିବେ ଓ ମତାମତ ରଖିବା ହେବେ ! ବହିଟି Amazon ରେ ଉପଲବ୍ଧ !! ତଳ ଲିଙ୍କ କୁ ଯାଇ ଆପଣ ମାନେ ପୁସ୍ତକଟିକୁ ମଗେଇ ପାରିବେ ! ANJULAE ABHIMAN
34
10
187
@pani_patita
ପତିତପାବନ ପାଣି | Patitapaban Pani
1 year
ମୁଁ ଯାହା ହୁଅନ୍ତିନି ମୁଁ ସେୟା ହେଇଯିବାକୁ ବାଧ୍ୟ ହେଇଚି ମୁଁ ଯାହା ହୁଅନ୍ତି ମୁଁ ସେୟା ହେଇଯିବା ଏବେ ଏକ ପ୍ରଶ୍ନବାଚୀ ମୁଁ ଯାହା ବିଶ୍ୱାସ କରନ୍ତିନି ମୁଁ ସେୟା ବିଶ୍ୱାସ କରିବା ପାଇଁ ବାଧ୍ୟ ହେଇଚି ମୁଁ ଯାହା ବିଶ୍ୱାସ କରନ୍ତି ସେସବୁ ଏବେ ମରୀଚିକାର ନଈରେ ଢେଉ ଭାଙ୍ଗନ୍ତି ବେଳେବେଳେ ଲାଗୁଥିଲା ଜୀବନ ଟା ସମ୍ପୂର୍ଣ୍ଣ ମିଛ ଆଉ,
Tweet media one
29
7
179
@pani_patita
ପତିତପାବନ ପାଣି | Patitapaban Pani
10 months
ଭଦ୍ରକରୁ ମାଗାଜିନ ଟେ ବାହାରିବ !! ମା'ଙ୍କ ସ୍ମୃତିରେ ମାଗାଜିନ ହବ !! ଛ ମାସରେ ଗୋଟିଏ !! ଫେବୃଆରୀ ରେ ପ୍ରଥମ ସଂସ୍କରଣ ବାହାରିବ !! "ପ୍ରଭା" - ମା'ଙ୍କ ନାଁ ବିଦ୍ୟୁତପ୍ରଭା ଥିଲା ତେଣୁ ତାଙ୍କରି ନାଁ ରେ ବାହାର କରିବି !! ମାଗାଜିନର ନାଁ ରହିବ "ପ୍ରଭା" ଆପଣମାନଙ୍କ ଆଶୀର୍ବାଦ ଏକାନ୍ତ କାମ୍ୟ 🙏🏻🙏🏻 ଇଛୁକ ଲେଖକମାନେ କବିତା ଓ ଗଳ୍ପ
19
12
180
@pani_patita
ପତିତପାବନ ପାଣି | Patitapaban Pani
10 months
ଆଜି ଘର ଖୁସି ବହୁତ ଥିଲା !! ପାଞ୍ଚ ଭାଇଙ୍କୁ ଏକାଠି ବସିବାର ଦେଖୁଥିଲା !! ଘରକୁ କଣ ଜଣା ଥିଲା - ଆଜି ତାର ପାଞ୍ଚ ଭାଗ ହବାର ଯୋଜନା ଚାଲିଥିଲା !! ଶୁଭ ସକାଳ
Tweet media one
5
6
173
@pani_patita
ପତିତପାବନ ପାଣି | Patitapaban Pani
1 year
ବେନାମୀ ନକ୍ସାକୁ କଣ କିଛି ନାମ ମିଳିବନି ! କେହି ଜଣେ ପର୍ଣ୍ଣମୋଚୀଟେ ହେଇ କଣ ସେ ହଜି ଯାଇଥିବା ନକ୍ସାକୁ ସବୁଜିମାରେ ଭରି ଦେବନି !! With all your blessings and Lord Jagannath’s grace Hereby we’re revealing the first look poster of our Documentary Film “ ବେନାମୀ ନକ୍ସାର ପର୍ଣ୍ଣମୋଚୀ" Thanks much
Tweet media one
37
13
173
@pani_patita
ପତିତପାବନ ପାଣି | Patitapaban Pani
2 years
ତୁମେ ଶେଷ ତାନ୍ତ୍ରିକର ସନ୍ଧାନରେ ଆଉ ମୁଁ ଏକ ନୂଆ ଆରମ୍ଭର ଅନୁସନ୍ଧାନରେ..!!
Tweet media one
7
6
165
@pani_patita
ପତିତପାବନ ପାଣି | Patitapaban Pani
1 year
|| ମରୀଚିକା || ଗୋଟାଏ ସୂର୍ଯ୍ୟ ମରିଗଲା ପରେ ଏଯାବତ ନିଦ ନାହିଁ ଏ ଆଖିରେ ଅପେକ୍ଷା ଗୋଟାଏ ଜହ୍ନ ନଥିବା ରାତିର ଜାଣେ ନାହିଁ କେବେ ପୁଣି ଦେଖାହବ ଅନ୍ଧାରକୁ ଚିରି ସେ ଆଲୋକର ତଥାପି ଅପେକ୍ଷା ପୁଣ��� ଗୋଟାଏ ନୂଆ ସୂର୍ଯ୍ୟର ଏମିତି ତାରିଖ ବଦଳେ କ୍ୟାଲେଣ୍ଡରର ପୃଷ୍ଠା ପରେ ପୃଷ୍ଠା ଉଡ଼ିଚାଲେ ଡାଏରୀର ତୁମେ କିନ୍ତୁ ଫେରନା କଥା ହେଇ ରହିଯାଅ
Tweet media one
20
8
163
@pani_patita
ପତିତପାବନ ପାଣି | Patitapaban Pani
1 year
ଦେବୀ ଆସିବେ !! --------------- କିଛି ମାସ ପରେ ଦେବୀ ଆସିବେ ନୂଆ କଥା ଆଉ କଣ ଯେ ! ସେ ସବୁ ବର୍ଷ ଆସେ ଲାଇଟ ଡିଜେ ଆଉ ମାଇକରେ ସହର ଭାସେ ! ତୁମେ ଷଷ୍ଠୀରେ ଦେବୀଙ୍କୁ କର ଆବାହନ !! ଯିଏ ସର୍ବ ବିଦ୍ୟମାନ ତାର ପୁଣି କି ଆବାହନ ! ତୁମେ ତାର କର ବିସର୍ଜନ ! ଯିଏ ଯୋଗଜନ୍ମା ତାର ପୁଣି କି ବିସର୍ଜନ ! ତା ପାଇଁ ତ ହେଇପାରେ ଆଜନ୍ମ
Tweet media one
25
8
157
@pani_patita
ପତିତପାବନ ପାଣି | Patitapaban Pani
2 years
I am admitted in hospital for last 3 days with critical health issues..!! Recovering now with all your wishes and prayers ❤️ I will answer all the calls and texts i have received from you guys once I ll get discharged from hospital.. Thank you everyone 🙏🏻🙏🏻
73
2
163
@pani_patita
ପତିତପାବନ ପାଣି | Patitapaban Pani
1 year
ପ୍ରଗାଢ଼ ଅନ୍ଧାର ଭିତରେ ଦେଖ ଲକ୍ଷ୍ୟ ଗୁଡିକ କେମିତି କଡ଼ ଲେଉଟାଉଛନ୍ତି !! ସତେ ଯେମିତି କିଛି ସ୍ବପ୍ନର ନକ୍ସା ଖୋଜୁଛନ୍ତି ସେମାନେ !! ସେ ନକ୍ସା କଣ ସତରେ ବେନାମୀ ? ନା ଦିନେ ସେ ଲକ୍ଷ୍ୟ ସବୁ ପର୍ଣ୍ଣମୋଚୀ ହୋଇ ଦେଖିଥିବା ସ୍ୱପ୍ନରେ ସବୁଜିମା ଭରିଦେବେ !! Presenting the second poster from our most awaited documentary
Tweet media one
20
16
163
@pani_patita
ପତିତପାବନ ପାଣି | Patitapaban Pani
1 year
ଚେଷ୍ଟା କରିଛି !! ବାକି ଆପଣଙ୍କ ମତାମତ 😊 ମୋ କବିତା :- କଲେଜ ଛକ !! ଶୁଣିବେ ଆଉ ମତାମତ ଦେବେ 😊😊
36
8
159
@pani_patita
ପତିତପାବନ ପାଣି | Patitapaban Pani
11 months
ତୁ ଫେରନ୍ତୁନି !! ପୁଣି ସେଇ ଆମ ଲମ୍ବା ଦାଣ୍ଡିର ଅଗଣାକୁ ମୁଁ ସେ ଦାଣ୍ଡି ଅଗଣାରେ ବସନ୍ତି ତୁ କୂଅରୁ ପାଣି କାଢନ୍ତୁ ଧାନ ଊଂସାନ୍ତୁ ମୁଣ୍ଡରେ ଓଢଣା ଦେଇ ତୁ ପୁଣି ଦୁର୍ଗା ଭଳି ଦେଖା ହୁଅନ୍ତୁ ଜାଣିଛୁ ତୁ ଗଲାପରେ ସାନ ବୁଢ଼ୀମା କହୁଥିଲା ତୋ ମା ଯେବେ ନୂଆ ବାହା ହେଇ ଆସିଲା ଆମେ କହିଲୁ ଆମ ଗାଁ କୁ ଦୁର୍ଗା ଆସିଲା ତୁ ଫେରନ୍ତୁନି !!
27
18
154
@pani_patita
ପତିତପାବନ ପାଣି | Patitapaban Pani
1 year
‘ମୁଁ ଇନ୍ଦିରାକୁ କହିଲି, ମୋତେ ଗୋଟିଏ ବମ୍ବେ ଦେ, ମୋର ପାରାଦ୍ୱୀପକୁ ବମ୍ବେ କରିବାକୁ ପଡିବ ।’ ‘ମୁଁ ସ୍ୱରାଜ ପାଲ୍‌କୁ କହିଲି, ମୋତେ ଗୋଟିଏ ଇସ୍ପାତ କାରଖାନା ଗଢ଼େଇ ଦେ, ମୋ ଓଡ଼ିଶା ମାଟିରେ ଲୁଚି ରହିଥିବା ଲୁହାପଥରକୁ ଓଡ଼ିଆପୁଅମାନେ ତରଳାଇ ଇସ୍ପାତ ତିଆରି କରିବେ ।’ ~ସ୍ୱାଭିମାନୀ ବିଜୁବାବୁ ହୁଏତ ଶେଷ ସ୍ୱାଭିମାନୀ ଓଡ଼ିଆ !!
4
12
158
@pani_patita
ପତିତପାବନ ପାଣି | Patitapaban Pani
1 year
ମୁଁ ନିଜକୁ ଖୋଜେ, ତୁମେ ଦେଇଯାଇଥିବା ସେ ପ୍ରତାରଣାରେ ଭର୍ତ୍ତି ସିନ୍ଦୁକ ଭିତରେ !!
Tweet media one
6
1
155
@pani_patita
ପତିତପାବନ ପାଣି | Patitapaban Pani
1 year
ପ୍ରସିଦ୍ଧ ଶକ୍ତିପୀଠ !! କେଉଁ ଜାଗା ?
Tweet media one
18
1
149
@pani_patita
ପତିତପାବନ ପାଣି | Patitapaban Pani
5 months
Finally got the Delivery !! Super Meteor 650 it is ♥️♥️
Tweet media one
Tweet media two
28
2
152
@pani_patita
ପତିତପାବନ ପାଣି | Patitapaban Pani
1 year
ଆଜି ବଣଭୋଜି - ଓଡ଼ିଆ ବାଙ୍ଗାଲୋର ଗ୍ରୁପ ର 🤘🏻
Tweet media one
11
0
148
@pani_patita
ପତିତପାବନ ପାଣି | Patitapaban Pani
2 years
What would have been the reaction of public if this was done by a male to a female officer !! I mean Vice-Versa !!
@otvkhabar
ଓଟିଭି
2 years
#କାମ_ଭୁଲ୍_କରିବାରୁ_ରାଗିଗଲେ_ପୌରାଧ୍ୟକ୍ଷା #ଅଫିସରଙ୍କୁ_ଫାଇଲ୍_ଫିଙ୍ଗି_ଚର୍ଚ୍ଚାରେ_ଚେୟାରପର୍ସନ ଯାଜପୁର ଜିଲ୍ଲା ବ୍ୟାସନଗର ପୌର ପରିଷଦର ଚେୟାରପର୍ସନ ସଙ୍ଗୀତା ପିଙ୍ଗୁଆଙ୍କ ବ୍ୟବହାରକୁ ନେଇ ଏକ ଭିଡିଓ ଭାଇରାଲ୍ ହେଉଛି। ଏଥିରେ ସେ ପୌର ଅଧିକାରୀଙ୍କୁ ଏକ ଫାଇଲ ଫିଙ୍ଗୁଥିବା ଦେଖିବାକୁ ମିଳିଛି। #VyasaNagar #JajpurRoad #Jajpur
218
158
1K
22
14
139
@pani_patita
ପତିତପାବନ ପାଣି | Patitapaban Pani
1 year
ଏମିତିଆ ପାଗ ଆଉ ତା ସହ ସକାଳୁ ଗାଧେଇକି ଗାଁ କୁ ଯିବାର ମଜା ଅଲଗା !! ଗାଁ ❣️❣️❣️
5
4
136
@pani_patita
ପତିତପାବନ ପାଣି | Patitapaban Pani
5 months
ଆପଣମାନଙ୍କ ଆଶୀର୍ବାଦରେ ଖୁବଶୀଘ୍ର ଉନ୍ମୋଚିତ ହେବାକୁ ଯାଉଛି, ମା'ଙ୍କ ସ୍ମୃତିରେ ମୋର ପ୍ରଥମ ସାହିତ୍ୟ ପତ୍ରିକା "ଗୌରୀପ୍ରଭା"
Tweet media one
23
12
139
@pani_patita
ପତିତପାବନ ପାଣି | Patitapaban Pani
2 years
ତମ ଦର ଭିଜା ଦେହର ବାସ୍ନା... ମୋତେ ପାଗଳ କରୁଥିଲା। ଲାଜରେ ଲାଲ ପଡ଼ି ଆସୁଥିବା ତମ ଗାଲ, ନଇଁ ପଡୁଥିବା ଆଖିପତା ସବୁ ଆଜି ବି ସେମିତି ସତେଜ ହୋଇ ଅଛି ।….!!!! ଆଶାକରେ ଏତେ ଖରାପ ଲାଗିବନି 😊😊 ପଢିବେ ସୁତା ଟିକୁ 🙏🏻🙏🏻
Tweet media one
26
11
134
@pani_patita
ପତିତପାବନ ପାଣି | Patitapaban Pani
2 years
ଆପଣମାନଙ୍କ ଆଶୀର୍ବାଦ ଓ ଭଲପାଇବା ସବୁବେଳେ ଏମିତି ଥାଉ ❣️❣️ ରବିନ୍ଦ୍ରନାଥ ଟାଗୋର ଏକାଡେମୀ ଓ ଏହାର ସଦସ୍ୟ ମାନଙ୍କୁ ଅଶେଷ ଧନ୍ୟବାଦ ମୋତେ ଏଭଳି ଏକ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରିଥିବାରୁ !! ଯେବେ ଲେଖା ଆରମ୍ଭ କରିଥିଲି, କେବେ ବି ହୃଦୟଙ୍ଗମ କରିନଥିଲି ଏମିତି କିଛି ପୁରସ୍କାର ପାଇବି..!!
Tweet media one
Tweet media two
45
1
134
@pani_patita
ପତିତପାବନ ପାଣି | Patitapaban Pani
2 years
इतने गहरे नशे हैं, हम अपनी हार पर भी हँसे हैं..🥀
Tweet media one
14
0
131
@pani_patita
ପତିତପାବନ ପାଣି | Patitapaban Pani
2 years
କ୍ଲାନ୍ତ ଦିଶୁଚି ଆଜି ଗୋବର୍ଦ୍ଧନ ! ଥକି ଗଲାଣି ଯମୁନା ! ଶୁଖିଗଲାଣି କୁଞ୍ଜବନ ! ଦୁଃସହ ହେଲାଣି ରାଧିକା ଜୀବନ ! ତଥାପି ପଡୁନାହିଁ ତୋର କିଛି ମନ ! କରିଛୁ ତୁ କି ଅଭିମାନ ବାହୁଡ଼ିଲା ଧନ କଣ ଫେରିବନି ଆଉ ଏସନ ! ଫେରିଆ ତୁ ଏ ଅପେକ୍ଷା କୁ କଣ ଅଛି ଆଉ ମନ..!! #ଅଭିମାନ
Tweet media one
26
6
132
@pani_patita
ପତିତପାବନ ପାଣି | Patitapaban Pani
2 years
Released today!! ❣️❣️ #sefali
38
3
132
@pani_patita
ପତିତପାବନ ପାଣି | Patitapaban Pani
2 years
ଦିଟା ଫୋଟୁ ଉଠେଇଦବା ଆଉ !! ❣️❣️😝😝
Tweet media one
Tweet media two
10
0
129
@pani_patita
ପତିତପାବନ ପାଣି | Patitapaban Pani
1 year
ଆଜି ଆଉ କିଛି କାଳିଆ ବିଷୟରେ ---------------------------- ଷୋହଳ କଳାରେ କାଳିଆ ସେ ହେଉଛିନ୍ତି ଜଗତର ନାଥ କଳା ଠାକୁର, କାଳିଆ ସାଆନ୍ତ, ଭକତର ବନ୍ଧୁ, ଷୋହଳ କଳାରେ ସମାହିତ ଓଡ଼ିଆ ଜାତିର ପ୍ରାଣ, ଭକତର ଜୀବନ ଧନ । ପ୍ରଥମ କଳା – ନିବୃତ୍ତି : ସଂସାରରେ ରହି ସଂସାରିକତାରୁ ମୁକ୍ତ ହେବାର କଳା । (1)
Tweet media one
19
22
131
@pani_patita
ପତିତପାବନ ପାଣି | Patitapaban Pani
2 years
National School of Drama, New Delhi My story to be screen-played A proud moment !! Shower your blessings !!
39
5
128
@pani_patita
ପତିତପାବନ ପାଣି | Patitapaban Pani
1 year
ବର୍ଷେ ତଳର ଲେଖା !! ବାଳି ଉପାଖ୍ୟାନ !! ✍🏻✍🏻✍🏻 Patitapaban Pani ଟାଇଁ ଟାଇଁ ଖରାବେଳ, ମନହେଲା କିଛି ଥଣ୍ଡାପାନୀୟ ର ବ୍ୟବସ୍ଥା ଯଦି ହେଇ ପାରନ୍ତା ତାହେଲେ ଆତ୍ମା ଟିକେ ତୃପ୍ତି ଲାଭ କରନ୍ତା | ଆଜ୍ଞା ହଁ ମୋ ପୈତୃକ ଗ୍ରାମ ର ନାଁ ହେଉଛି ଓଲଟୁଙ୍ଗା | କିନ୍ତୁ ଯେତେବେଳେ ଇଂଜିନିୟରିଂ କରୁଥିଲି କେହି ପଚାରିଲେ ଲଜ୍ଜା କୁ ଏଡ଼ାଇବା
Tweet media one
11
6
128
@pani_patita
ପତିତପାବନ ପାଣି | Patitapaban Pani
2 years
ମା ଚର୍ଚ୍ଚିକା 🙏🏻🙏🏻
Tweet media one
5
2
125
@pani_patita
ପତିତପାବନ ପାଣି | Patitapaban Pani
2 years
ମୋ ଜିଲ୍ଲା !! ମୋ ଗର୍ବ ❤️
Tweet media one
8
2
124
@pani_patita
ପତିତପାବନ ପାଣି | Patitapaban Pani
10 months
ଏକା ତୁ ଭରସା 🙏🏻🙏🏻
Tweet media one
10
0
124
@pani_patita
ପତିତପାବନ ପାଣି | Patitapaban Pani
2 years
Adieu until I Return !! ଜନ୍ମମାଟି କୁ ବିଦାୟ ପୁଣି ଫେରିବା ପର୍ଯ୍ୟନ୍ତ !!
Tweet media one
24
0
119
@pani_patita
ପତିତପାବନ ପାଣି | Patitapaban Pani
1 year
ତୁମେ ଏବେ ବି ଅନ୍ଧାରରେ ଏକା ବାଟ ଚାଲିବାକୁ ଡ଼ରୁଛ? ଏବେ ବି କଥା କଥାରେ ଆଖିରୁ ବର କୋଳି ପରି ଲୁହ ଝରେଇ କାନ୍ଦ? ଏବେ ବି ରିକ୍ସାରେ ବସିଲେ ହାତକୁ ଜୋରେ ଚାପି ଧର? ଏବେ ବି ଚା କପ ରେ ବିସ୍କୁଟ ବୁଡ଼େଇ ଖାଅ? ଏବେ ବି ସେମିତି , ବେଳୁନ କିଣିବାକୁ ଜିଦ କର? ଆଉ ମୁଁ କିଣି ଦେଇଥିବା ସେ ରଙ୍ଗୀନ ଛତା ରଖିଛ ଏବେ ବି ନିଜ ପାଖରେ ? -
Tweet media one
28
6
129
@pani_patita
ପତିତପାବନ ପାଣି | Patitapaban Pani
2 years
ଶେଫାଳି ❣️❣️ This April 😊
Tweet media one
9
13
117
@pani_patita
ପତିତପାବନ ପାଣି | Patitapaban Pani
10 months
ହେ ଈଶ୍ୱର !! ଯଦି ମୁଁ ଅଛି, ତାହେଲେ ତୁମେ ହଜିଯାଇନାହଁ ନିଶ୍ଚୟ ହେଲେ ବେଳେବେଳେ ଲାଗେ, ହେ ଈଶ୍ୱର ତୁମେ ହଜିଯାଅ ମୋ ଭାଗର ଯେତେ ସବୁ ନିନ୍ଦା ଆଉ ଅପବାଦ ମୋ ଅଗଣାରେ ବିଞ୍ଚିଦେଇ ଯାଅ ଯେତେ ସବୁ କଣ୍ଟକିତ ଲଂଛନା ମୋତେ ମାଳା କରି ପିନ୍ଧେଇ ଦିଅ ହେ ଈଶ୍ୱର ତୁମେ ହଜିଯାଅ ଲଦି ଦେବିନି ତୁମକୁ ଆଉ ମୋ ମନର ବୋଝରେ ବାଧା ଦେବିନି ଆଉ ତୁମ
Tweet media one
14
11
121
@pani_patita
ପତିତପାବନ ପାଣି | Patitapaban Pani
2 years
ସାହସ ଅଛି ତ !! ମୋତେ ସାମ୍ନା କରିବାକୁ !!
Tweet media one
39
1
120
@pani_patita
ପତିତପାବନ ପାଣି | Patitapaban Pani
1 year
ନନ୍ଦିଘୋଷ ବଡ଼ ହୁଏ, ଖାଇ ନିହାଣ ମୁନର ଶକ୍ତ ପାହାର.. ହେଲେ କି ଅବା ଅବଶୋଷ ତାହାର.. ଆଜି ପରା ତା ଉପରେ ବିଜେ ହେବେ ଜଗତ ଠାକୁର ଢଳ ଢଳ ନୟନରେ ଭକ୍ତଙ୍କ ସହ ମିଳନ ହେବ ଆଜି ତାଙ୍କର.. ଧନ୍ୟ କାଳିଆ !! ଧନ୍ୟ ତୋ ଲୀଳା !! ଆ ଆଜି ବାହାରି ଆ ସେ ବଡ଼ ଦେଉଳର ରତ୍ନସିଂହାସନ କୁ ଛାଡି, ତୋ ବାହୁ ମେଲେଇ ଅଗଣିତ ଭକ୍ତଙ୍କୁ କୋଳେଇ ନେ ଆଜି | ତୋ
Tweet media one
8
6
127
@pani_patita
ପତିତପାବନ ପାଣି | Patitapaban Pani
1 year
ହର ହର ମହାଦେବ 🙏🏻
Tweet media one
15
0
122
@pani_patita
ପତିତପାବନ ପାଣି | Patitapaban Pani
1 year
ଦିନେ ମୁଁ ନିରବୀ ଯିବି ନିରୀହ ଯେତେ ସବୁ ସ୍ୱପ୍ନର ଆହୁତି ଦେବି ଜାଣେ ସେ ସ୍ଵର୍ଗରେ ତୁମେ ମୋତେ ଜାଗାଟିଏ ଦବନି ମୁଁ ମୋ ପାଇଁ ଦ୍ଵିତୀୟ ସ୍ୱର୍ଗଟିଏ ଗଢିବି ହଁ ଦିନେ ମୁଁ ନିରବୀ ଯିବି ଦିନେ ମୁଁ ନିରବୀ ଯିବି ସମୟ ସହ ତାଳ ଦେଇ କଡ଼ ଲେଉଟାଇବି ସ୍ୱାର୍ଥ ଯଜ୍ଞରେ ଜଳ ଢାଳିବି ସ୍ବପ୍ନବନରେ ନିଆଁ ଲଗାଇ ଏ ଦେହକୁ ଜାଳିବି ବିନା ସର୍ତ୍ତରେ
Tweet media one
8
3
117
@pani_patita
ପତିତପାବନ ପାଣି | Patitapaban Pani
1 year
ଧାନ କିଆରୀର ମାଟିର ଗନ୍ଧରେ...!! ଆମ୍ବ ବଉଳର ମହୁଆ ନିଶାରେ..!!!
7
9
120
@pani_patita
ପତିତପାବନ ପାଣି | Patitapaban Pani
2 years
ବାଙ୍ଗାଲୋର..!! ମୋ ଆଖିରେ..!! ❣️❣️
Tweet media one
15
5
121
@pani_patita
ପତିତପାବନ ପାଣି | Patitapaban Pani
2 years
#NewProfilePic ଏଇଟା ପୁରା ଠିକ..!!😋
Tweet media one
14
0
120
@pani_patita
ପତିତପାବନ ପାଣି | Patitapaban Pani
1 year
ରମ୍ଭା ଘାଟି 🚦👉 ବ୍ରହ୍ମପୁର
12
4
117
@pani_patita
ପତିତପାବନ ପାଣି | Patitapaban Pani
11 months
କାଲି ରାତିରେ କେହି ଜଣେ ଚୋର ଏହି ଗାଡ଼ିର କାଚ ଭାଙ୍ଗି ଗାଡ଼ିରେ ଲାଗିଥିବା ଡିଭିଡି ପ୍ଲେୟାର୍, ପେନ୍ଡ୍ରାଇଭ ଓ ଅନେକ କାଗଜ ପତ୍ର ନେଇ ଯାଇଛି କିନ୍ତୁ ଗାଡ଼ି ଭିତରେ ତା ନିଜ ମୋବାଇଲଟି ପଡିଯାଇଛି ଯେଉଁଥିରେ ତାର ଫେସବୁକ ଅଛି । ଚେହେରାରୁତ ବେଶ ଭଦ୍ର ଭଳି ଜଣା ଯାଉଛି । ତା ଫେସବୁକ ପ୍ରୋଫାଇଲ ଲିଙ୍କ ତଳେ ଦେଇଛି, କ୍ଲିକ କରି ଦେଖନ୍ତୁ
Tweet media one
27
8
121
@pani_patita
ପତିତପାବନ ପାଣି | Patitapaban Pani
2 years
ବହୁତ ଖୁସି ନା ତୁ ଆଜି ହେଲେ ତୁ କଣ ଭାବିଚୁ !! ତୁ କେବେ ବିଚ୍ଛେଦ ଦେଖିବୁନି ମନେରଖ ପାଷାଣ କୋଣାର୍କ ବି ବିଚ୍ଛେଦ ଦେଖିଚି ଆଉ ମାର୍ବଲ ଝଲମଲ ତାଜମହଲ ବି ବିଚ୍ଛେଦ ଦେଖିଚି ମନେରଖ ତାଣ୍ଡବ ନୃତ୍ୟକାରୀ ଶିବ ବି ବିଚ୍ଛେଦ ଦେଖିଚି ଆଉ ପାଳନକର୍ତ୍ତା ସ୍ୱୟଂ ନାରାୟଣ ବି ବିଚ୍ଛେଦ ଦେଖିଚି ମନେରଖ ତୁ ବି ଦେଖିବୁ ଅଭିଶାପ ନୁହେଁ ଅଭିମାନ !!
23
9
117
@pani_patita
ପତିତପାବନ ପାଣି | Patitapaban Pani
4 months
ସେ କୃଷ୍ଣ !! ତାଙ୍କୁ ସମସ୍ତଙ୍କର ହେବାର ଥିଲା ! ମୁଁ ରାଧା !! ମୋତେ କେବଳ ତାଙ୍କରି ହେବାର ଥିଲା ! #ଗୌରୀପ୍ରଭା
Tweet media one
10
1
120
@pani_patita
ପତିତପାବନ ପାଣି | Patitapaban Pani
2 years
ସନାତନ ଧର୍ମ ର ମହାନତା !! ହଁ ସନାତନ ଏକ ଧର୍ମ ନୁହେଁ, ଏକ ଜାତିର ମୂଳଦୁଆ !! ଭାରତବର୍ଷ ର ମୂଳଦୁଆ !!❣️❣️ ନିଜକୁ ବଡ଼ ବଡ଼ ବୈଜ୍ଞାନିକ କହି ସନାତନ ଧର୍ମ କୁ ଅପମାନ କରୁଥିବା କିଛି ଲୋକଙ୍କୁ କେବଳ ଗୋଟିଏ ପ୍ରଶ୍ନ - ଆପଣ ମାନେ କଣ ୟାଙ୍କ ଠାରୁ ବି ବଡ଼ ବୈଜ୍ଞାନିକ ? କାଲାମ ଙ୍କ କେଉଁ ପାଦ ଧୂଳି ସହ ଆପଣ ମାନେ ସମାନ ?
Tweet media one
9
10
118
@pani_patita
ପତିତପାବନ ପାଣି | Patitapaban Pani
1 year
ଆଜି ବି ମୋର ସବୁ ବୋଝକୁ ସେ ହସି ହସି ନିଜ ମୁଣ୍ଡରେ ମୁଣ୍ଡେଇ ନିଅନ୍ତି !! ବାପା ♥️
Tweet media one
9
0
115
@pani_patita
ପତିତପାବନ ପାଣି | Patitapaban Pani
2 years
Clicked by someone special !!
Tweet media one
13
1
112
@pani_patita
ପତିତପାବନ ପାଣି | Patitapaban Pani
2 years
ତୁମେ ��ଉ ଫେରି ଆସନା ମୁଁ କଣ ଆଉ ଅବୁଝା ହେଇ ଅଛି ସବୁକିଛି ବଦଳିଗଲାଣି ଯନ୍ତ୍ରଣାରେ ହସିବା ଶିଖିଗଲିଣି ଶୂନ୍ୟତାକୁ ଆପଣେଇବା ଶିଖିଗଲିଣି ବିଚ୍ଛେଦକୁ ହୃଦୟରେ ଚଉତିବା ଶିଖିଗଲିଣି ଜାଣେ ତୁମେ ଫେରିବନି ତୁମ ସ୍ମୃତି ସବୁ ମୋ ପାଇଁ ଗୋଲାପର କଣ୍ଟା ନୁହେଁ ବାସ୍ନାହୀନ ପଳାସ ନୁହେଁ ତୁମ ସ୍ମୃତି ଏକ ଭିନ୍ନ ମହକ ସେଥିରେ ବାସ୍ନାୟିତ ମୋ ଆଖପାଖ
19
15
118
@pani_patita
ପତିତପାବନ ପାଣି | Patitapaban Pani
2 years
କିଛି ଝଲକ ଭଦ୍ରକ ଉପରେ ଆପଣ ବି କହି ପାରିବେ ଆପଣଙ୍କ ଜିଲ୍ଲା/ସହର ବିଷୟରେ #ଭଦ୍ରକ #Bhadrak #mycity #mosahara
Tweet media one
22
10
114
@pani_patita
ପତିତପାବନ ପାଣି | Patitapaban Pani
2 years
ଭଲପାଇବା ଆଉ କଣ କି ❣️❣️❣️
8
5
107
@pani_patita
ପତିତପାବନ ପାଣି | Patitapaban Pani
2 years
କିଏ କିଏ ଅଛ ଟିକେ ହାତ ଉଠେଇଲ..!! 😋😋
Tweet media one
39
2
110
@pani_patita
ପତିତପାବନ ପାଣି | Patitapaban Pani
1 year
ତୁମେ ପବିତ୍ର ପ୍ରେମ ଖୋଜୁଥିଲ.. ଶ୍ରୀରାମ ଙ୍କ ପରି ମର୍ଯ୍ୟାଦା ପୁରୁଷଙ୍କୁ ଲାଳସା କରିଥିଲ.. ହେଲେ ପାପୀ ର ପ୍ରେମ କୁ କିଏ ଖୋଜିଛି.. ରାବଣର ସ୍ତ୍ରୀ ହେଇ ବି ମନ୍ଦୋଦରୀ ସତୀ ର ଆଖ୍ୟା ପାଇଛି.. ତୁମେ ପୁଣ୍ୟତୋୟା ପ୍ରେମିକା.. ମୁଁ ପାପୀ ପ୍ରେମିକ ଦୁର୍ବିସହ କଳଙ୍କର ଦାଗ ନେଇ ଚାଲେ ଏକା ଏକା..
Tweet media one
18
12
114
@pani_patita
ପତିତପାବନ ପାଣି | Patitapaban Pani
2 years
କିଛି ସ୍ମୃତି !! ହାତଧରି ପଥ ଦେଖାଉଥିବା ମଣିଷଟି ଆଜି ଅଫେରା ରାଇଜରେ !! 💔💔
Tweet media one
13
0
110
@pani_patita
ପତିତପାବନ ପାଣି | Patitapaban Pani
2 years
କୃଷ୍ଣଚୂଡ଼ା !! ଏକ ଦୁର୍ବଳତା ❣️
Tweet media one
11
1
112
@pani_patita
ପତିତପାବନ ପାଣି | Patitapaban Pani
1 year
ଖୁସି !! ❣️
Tweet media one
9
1
108
@pani_patita
ପତିତପାବନ ପାଣି | Patitapaban Pani
2 years
Cheetah 🐆 Completed one year..!!
Tweet media one
11
1
111
@pani_patita
ପତିତପାବନ ପାଣି | Patitapaban Pani
1 year
ଏଇଠୁ ପୁରୀ ଅଳପ ବାଟ !!
Tweet media one
17
1
113
@pani_patita
ପତିତପାବନ ପାଣି | Patitapaban Pani
1 year
“Sorry for the promises I couldn’t/wouldn’t able to keep. Just consider me a bad and/or a weird memory, and move on. It was what it was. See you guys on the flip side” This was the last Instagram post of Aniraj Mansa Tudu, the fourth year student of National Law University
Tweet media one
31
23
109
@pani_patita
ପତିତପାବନ ପାଣି | Patitapaban Pani
1 year
ତୁମେ ଗୋଟାଏ ନିଶ୍ୱାସ ରେ କହିପାର ତୁମ କାହାଣୀ !! ହେଲେ ମୋ କାହାଣୀ ଶୁଣେଇବା ପାଇଁ ମୋତେ ଜନ୍ମ ନେବାକୁ ହବ ପୁଣି !!
Tweet media one
3
4
108
@pani_patita
ପତିତପାବନ ପାଣି | Patitapaban Pani
2 years
ବୟସର କୃଷ୍ଣଚୂଡ଼ା..!! ରଙ୍ଗ ତୁମ ମନ୍ଦ ନୁହେଁ..!!
Tweet media one
15
0
107
@pani_patita
ପତିତପାବନ ପାଣି | Patitapaban Pani
2 years
Tweet media one
19
2
104
@pani_patita
ପତିତପାବନ ପାଣି | Patitapaban Pani
2 years
A long weekend coming !! Can feel the Vibes ❤️❣️
Tweet media one
9
0
108
@pani_patita
ପତିତପାବନ ପାଣି | Patitapaban Pani
2 years
ଇଏ ହେଇନି କିଛି ରେ ଇଏ ହେଇନି କିଛି ଆଗକୁ ଦେଖ କଣ ହଉଚି ଦେଖ ଖାଲି ବଡ ଦାଣ୍ଡେ କେମିତି ମୀନ ଖେଳୁଚି ଅପେକ୍ଷା କର ଛତିଆ ରୁ କଳ୍କୀ ଅବତାର ବାହାରୁଚି ଚକାଆଖି ସବୁ ଦେଖୁଛି ରେ ସବୁ ଦେଖୁଚି ମ୍ଲେଛ ଙ୍କ ହିସାବ ନଉଚି ସଂହାର ବେଳା ପାଖେଇ ଆସୁଛି ମାଳିକା ବଚନ ଅକ୍ଷରେ ଅକ୍ଷରେ ସତ ହଉଚି 🙏🏻🙏🏻 #SaveJagannathTemple
Tweet media one
19
21
109
@pani_patita
ପତିତପାବନ ପାଣି | Patitapaban Pani
1 year
ମୁଁ ହୁଏତ ସବୁକିଛି ହରେଇ ଦେଲି || ହେଲେ ହାରିନି || ସେ ସତରେ ଜିତିଗଲା || ହେଲେ ଜୀଇଁ ପାରିନି ||
Tweet media one
5
1
102
@pani_patita
ପତିତପାବନ ପାଣି | Patitapaban Pani
2 years
ଜଗା ଦର୍ଶନ ଭାଗ୍ୟରେ ଥିଲେ ମିଳେ 🙏🏻🙏🏻🙏🏻🙏🏻🙏🏻🙏🏻
Tweet media one
6
1
106
@pani_patita
ପତିତପାବନ ପାଣି | Patitapaban Pani
1 year
ଗାଁ ରେ !! ଚୁଲି ରୋଷେଇ ❣️❣️
Tweet media one
8
2
110
@pani_patita
ପତିତପାବନ ପାଣି | Patitapaban Pani
1 year
ତୁମେ କୁହ ମୋତେ ଅଭିମାନ ଛଡା କିଛି ଆସେନି ମୋ ମନରେ ପ୍ରେମ କେବେ ଉତୁରେନି ମୋ କଲମ ବିଚ୍ଛେଦ ଛଡ଼ା କିଛି ଲେଖି ଶିଖିନି ଶୁଣ ନା !! କୁହ ମୋତେ ମୁଁ କଣ ଅଭିମାନ ଛଡା ଆଉ କିଛି ଶିଖିନି ! ତୁମକୁ କଣ କେବେ ମୋ ପ୍ରେମ ବର୍ଷାରେ ଭିଜେଇନି ! ମୋ କଲମ କଣ ତୁମ ଆଖିକୁ କାଗଜରେ କବିତା କରି ଆଙ୍କିନି ! ହଉ ଶୁଣ !! ପ୍ରେୟସୀ ଗୋ ତୁମେ କାଶତଣ୍ଡୀର
Tweet media one
20
3
108
@pani_patita
ପତିତପାବନ ପାଣି | Patitapaban Pani
2 years
Tweet media one
13
1
102
@pani_patita
ପତିତପାବନ ପାଣି | Patitapaban Pani
2 years
ସାଳନ୍ଦୀ ପୁସ୍ତକ ମେଳା, ଭଦ୍ରକ ରେ !! କବିତା ଆବୃତି ଅବସରରେ ❣️
Tweet media one
4
1
106
@pani_patita
ପତିତପାବନ ପାଣି | Patitapaban Pani
1 year
ଭାତ ଟେ ହବ !! ଡାଲି ଟେ ହବ !! ଆଉ କଣ ହବ 🤔??
Tweet media one
20
1
109
@pani_patita
ପତିତପାବନ ପାଣି | Patitapaban Pani
1 year
ମୋ କାହାଣୀ ସରିନି !! ସେ ଫୁଲଗଛ ପରା ଏଯାଏ ମରିନି !!
Tweet media one
8
1
107
@pani_patita
ପତିତପାବନ ପାଣି | Patitapaban Pani
2 years
ମୋ ନୀରବତା ତୋ ଉପହାସ ତାପରେ ସମୟକୁ ଅପେକ୍ଷା..!! ମୋ ଭଙ୍ଗା କୁଡ଼ିଆ ତୋ ଅଟ୍ଟହାସ୍ୟ ତାପରେ ସମୟକୁ ଅପେକ୍ଷା..!! ମୋ ବିଶ୍ୱାସ ତୋ ପରିହାସ ତାପରେ ସମୟକୁ ଅପେକ୍ଷା..!! ମୋ ଶୀତଳ କିରଣ ତୋ ନିଦାଘ ର ଟାଣୁଆ ପଣ ତାପରେ ସମୟକୁ ଅପେକ୍ଷା..!! ମୋ ପ୍ରେମ ତୋ ନିନ୍ଦା ଅପବାଦ ତାପରେ ସମୟକୁ ଅପେକ୍ଷା..!! #ଏମିତି_ଏଣୁ_ତେଣୁ
22
11
103
@pani_patita
ପତିତପାବନ ପାଣି | Patitapaban Pani
2 years
ଗିଲାସେ ଚା ପିଅନ୍ତନି ମୋ ସହ !! ଡରନି, ଲାଞ୍ଚ କଣ ମୁଁ ଦଉଚି ଏ ଚା ବାହାନାରେ !! ଏଇ ସୁଖ ଦୁଃଖ ଟିକେ ବାଣ୍ଟନ୍ତେ ବସି ଖଟି ରେ !! ଚା ପିଇବା ବାହାନାରେ..!
Tweet media one
17
5
102
@pani_patita
ପତିତପାବନ ପାଣି | Patitapaban Pani
1 year
ଆଜି କଲେଜ ଛକରେ ବର୍ଷା କାଦୁଅ ଛିଟା ପାଣି କୋହଲା ପବନ ଅଧା ବତୁରା ପ୍ରେମ କିଛି ଇର୍ଷା ହଁ ଆଜି କଲେଜ ଛକରେ ବର୍ଷା ଆଜି କଲେଜ ଛକରେ ବର୍ଷା ପବନର ଇଛାରେ ଦୋହଲୁଥିବା ଲଣ୍ଠନ ଗୋଟାଏ ଅଧା ଲେଖା କାହାଣୀ କିଛି ଅସଜଡ଼ା ସ୍ବପ୍ନ କପେ ଚା' ର ନିଶା ହଁ ଆଜି କଲେଜ ଛକରେ ବର୍ଷା ଆଜି କଲେଜ ଛକରେ ବର୍ଷା ଭିଜା ମାଟିର ବାସ୍ନା କବିର ଆନମନା
15
7
106
@pani_patita
ପତିତପାବନ ପାଣି | Patitapaban Pani
2 years
ସାରସ୍ୱତ ସମ୍ମାନ -2022 😊😊😍😍
Tweet media one
35
0
101
@pani_patita
ପତିତପାବନ ପାଣି | Patitapaban Pani
2 years
ମୋ କବିତା ଆଉ ନିଜ ଆବୃତି ମଧ୍ୟ !!
26
5
102
@pani_patita
ପତିତପାବନ ପାଣି | Patitapaban Pani
1 year
ଉତ୍କଳ ଦିବସ !! ————— ଆଣି ପାରିବକି ଆଜି ମୋ ପାଇଁ ସେ ଅକ୍ଷୟ ଦୁନିଆର ଖାଣ୍ଟି ଓଡ଼ିଆ ଶବ୍ଦର ସଙ୍ଗୀତ ଜାଣେ ପାରିବନି ତୁମେ କାହିଁକି ନା ଆଜିକାଲି ସବୁ ନକଲି ତଥାକଥିତ କବିମାନେ ମିଶାଇ ଦେଉଛନ୍ତି ଆମ ଭାଷାରେ ଆଧୁନିକତାର ଛନ୍ଦ ତଥାପି ତା ପ୍ରତି ନାହିଁ ଭ୍ରୁକ୍ଷେପ ନା ଅଛି କିଛି ଦ୍ୱନ୍ଦ ମୋ ପାଇଁ ଆଜି ମୁକ୍ତ କରି ଆସିବକି ଓଡ଼ିଆ
7
8
107
@pani_patita
ପତିତପାବନ ପାଣି | Patitapaban Pani
5 months
ଆସ ! ଥରେ ମୋ ନୀରବତାକୁ ପଢ଼-
Tweet media one
4
0
103
@pani_patita
ପତିତପାବନ ପାଣି | Patitapaban Pani
1 year
ହେ ସମୟ !!
14
3
101