Kishor Meher(ପଥିକ) Profile
Kishor Meher(ପଥିକ)

@bairakhpali

Followers
1,864
Following
3,503
Media
1,151
Statuses
17,677

, Village school . JNU Alum . Teaching History. Citizen 's Stand is to Question the Power . Conscience is the Guide.

Joined February 2019
Don't wanna be here? Send us removal request.
Explore trending content on Musk Viewer
@bairakhpali
Kishor Meher(ପଥିକ)
1 year
ଧନୀ କିଏ ! ଦେଖନ୍ତୁ ଏହି ସାଧାରଣ ଗ୍ରାମବାସୀଙ୍କୁ। ଚାରି ଚାରି ଏକର ଜମି ଦାନ କରି ଗୋଟିଏ କଲେଜ ଖୋଲିବାରେ ସାହାଯ୍ୟ କରିଛନ୍ତି। ସବୁଦିନ କଲେଜ ଆସି ଦିନସାରା ପିଣ୍ଡାରେ ବସି ଥାନ୍ତି। ନା କହିଲେ ଅଫିସ କୁ ପ୍ରବେଶ କରନ୍ତି ନାହିଁ। ସେ କୁହନ୍ତି,ଛୁଆ ମାନେ ମୋ ଈଶ୍ୱର। ତାଙ୍କ ସେବାରେ ମୋର ଖୁସି। ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲି।
Tweet media one
29
34
411
@bairakhpali
Kishor Meher(ପଥିକ)
1 year
This dalit girl and her parents became so happy to receive these text books ! This Beti is confident to change her family status with reading . She promised me to deliver with excellent results. Reading brings changes. Deprived of texts books ,the poor children fail to perform.
Tweet media one
18
52
348
@bairakhpali
Kishor Meher(ପଥିକ)
5 months
@mr_mayank @OhMyGod_India Sorry. In Odisha , particular ly in Cuttack ,we donot elect leaders in term of their community. She is the daughter of Cuttack.Hence she is elected.
14
7
319
@bairakhpali
Kishor Meher(ପଥିକ)
1 year
ବାଟେ ଘାଟେ ,ସବୁଠି ପାଠ ପଢା । ଭଲ ପାଇଲେ ଭଲ ପାଇବା ମିଳେ। ଜମା ରାସ୍ତା ଛାଡ଼ିଲେ ନାହିଁ। ଅଟକେଇଲେ, ଗୁପ ଚୁପ୍ ଖାଇବା ପାଇଁ ପଇସା ନେଲେ ,selfi ବି ଉଠେଇଲେ। ଶିକ୍ଷକ ହୋଇ ଧନ୍ୟ ହୋଇଛି। ମୋ ଝିଅ ସବୁ ।ମୋର କେବଳ ମୋର।
Tweet media one
10
2
286
@bairakhpali
Kishor Meher(ପଥିକ)
1 year
Good work needs recognition . But this gentleman from a village near Bargarh never gets space in media . He is busy in helping poor students ,gives books and ,money .He makes libraries in schools and colleges . He donates all his earning as a small trader. Nation owes him .
Tweet media one
20
67
281
@bairakhpali
Kishor Meher(ପଥିକ)
2 years
Everyday ,our students in group read the preamble of our constitution . For last 7 years.
Tweet media one
15
31
263
@bairakhpali
Kishor Meher(ପଥିକ)
1 year
ପାପକୁ ଭାରି ଡର।ଗତ ଗୁରୁବାର ତା ଠୁ ଦଶ ଟଙ୍କା ପାଇବାର ଥିଲା।ମୁଁ ଭୁଲି ଯାଇଥିଲି। ଆଜି ଦୂରରୁ ଡାକିଲା ପୁତା, ତୋର ଟଙ୍କା ନେ । ଗରିବଙ୍କ ପାଖରେ ସାଧୁତା ,ମାନବିକତା ଖୁନ୍ଦି ହୋଇ ଥାଏ ।e ଜୀବନରେ ହଜାର ହଜାର ଉଦାହରଣ ଦେଖିଛି।ଆପଣ ??
Tweet media one
18
12
197
@bairakhpali
Kishor Meher(ପଥିକ)
10 months
କେଜାଣି କେବେ ଏହି ସ୍ବପ୍ନ ବାସ୍ତବ ରୂପ ନେବ? ସରକାର ବାହାଦୁର ଆଗେଇ ଆସିବେ ନିଜ ଅମାପ ସାମର୍ଥ୍ୟ ସହ ସମସ୍ତଙ୍କୁ ପାଠୁଆ କରିବା ପାଇଁ। କେରଳ ଏବଂ ମିଜୋରାମ ରେ କିନ୍ତୁ ଏହା ଏକ ଜନ ଆନ୍ଦୋଳନ ର ରୂପ ନେଇଛି।ଦେଖା ଯାଉ ଏଠି କେବେ ?
Tweet media one
10
31
181
@bairakhpali
Kishor Meher(ପଥିକ)
2 years
Trying to reach the library at the door step. They chose the books of their interest ,promised to read in a few days. They will call me, I will collect those books and give new books. Let poverty not be obstacle to gain knowledge. #rurallibraryatdoorsteps
Tweet media one
12
18
156
@bairakhpali
Kishor Meher(ପଥିକ)
3 years
Our Mobile Library. Gyaan Pasara . Now book will go to the readers. Every house hold of the village will get atleast 1 book. After reading, that will be replaced with one more book. It is a house to house reach drive.
Tweet media one
11
23
145
@bairakhpali
Kishor Meher(ପଥିକ)
7 months
ଉତ୍ତର ଭାରତୀୟ ଙ୍କ ଖାଇବା କହିଲେ ରୁଟି ସହ କେବଳ ଗୋଟିଏ ତରକାରୀ । ଡାଲି ଅଳ୍ପ ,ପନିପରିବା ଅଳ୍ପ । ମାରୁଆଡି ଗୁଜୁରାତି ,ପଞ୍ଜାବୀ ଭୋଜନ ରେ ଏହି ଦୃଶ୍ୟ ଦେଖିବାକୁ ମିଳେ।କିନ୍ତୁ ଆମ ଓଡ଼ିଆ ଙ୍କ ଖାଇବା ଅଭ୍ୟାସ ନିଆରା। ଭାତ , ଡାଲି,ଭଜା , ଶାଗ,ମାଛ ସହ ଚଟଣୀ ଆଉ କେତେ କଣ ! ଆମେ ଗରିବ ହେବା ପଛରେ ଏହି କାରଣ ଅଛି କି ??
43
6
142
@bairakhpali
Kishor Meher(ପଥିକ)
2 years
ଅର୍ଥ ଅଭାବ ଯୋଗୁ କେହି ଉଚ୍ଚ ଶିକ୍ଷା ରୁ ବଞ୍ଚିତ ହେବେ ନାହିଁ। ଏବେ ଆରମ୍ଭ କରିଛୁ 1Rupee ବିଦ୍ୟାର୍ଥୀ ସହାୟତା ଡେସ୍କ। ବାୟୁ ,ଜଳ ,ସୂର୍ଯ୍ୟ କିରଣ ଭଳି ପାଠ ମଧ୍ୟ ବିନାମୂଲ୍ୟରେ ମିଳିବା ଆବଶ୍ୟକ। #1rupeecoaching
Tweet media one
11
17
130
@bairakhpali
Kishor Meher(ପଥିକ)
10 months
ଆଜି ସାଲାଡ଼ ଭୋଜି ହେଲା। କିଏ କହେ ଈଶ୍ୱର ନାହାନ୍ତି ? ଏମାନେ ତ ସବୁ ଈଶ୍ୱର। ନିରୀହ ନିଷ୍ପାପ!
Tweet media one
2
6
124
@bairakhpali
Kishor Meher(ପଥିକ)
6 months
ଇୟେ ମହାଶୟ ହେଲେ , ଅଣାକାର।ଆମ ଗାଁ ପିଲା , BJP ର ଜଣେ କର୍ମୀ। ଏତେ ପ୍ରତିବଦ୍ଧତା ! ସେ ଦଳ ପାଇଁ ସଂପୂର୍ଣ୍ଣ ସମର୍ପିତ ,ନିଜ ବ୍ୟକ୍ତିଗତ ଜୀବନ କିଛି ନାହିଁ କହିଲେ ଚ ଲେ। କେବଳ ଦଳ ପାଇଁ କାମ। ଦଳିତ ପିଲା ,ମୋଦି ଙ୍କ ପାଇଁ ସେ ସବୁ କିଛି କରି ପାରିବେ । ଏଭଳି କର୍ମୀ କୌଣସି ଦଳ ପାଇଁ ସମ୍ପତ୍ତି । ମୁଁ ଏଭଳି କର୍ମୀଙ୍କୁ ସମ୍ମାନ କରେ।
Tweet media one
6
5
126
@bairakhpali
Kishor Meher(ପଥିକ)
3 years
@vijayanpinarayi You are not my CM. But l am proud of you sir. Governance is examplary. Kudos.
0
5
121
@bairakhpali
Kishor Meher(ପଥିକ)
1 year
ଆଜିଠାରୁ କେହି କେବେ ବି କାହା ଉପରକୁ ହାତ ଉଠେଇବେ ନାହିଁ। କାହା ପ୍ରତି ହିଂସା ଆଚରଣ କରିବେ ନାହିଁ। Internet ର ବ୍ୟବହାର କମ୍ କରିବେ ,ଲୋକଙ୍କ ସହ ବେଶୀ ଭାବ ବିନିମୟ କରିବେ ,ସେମାନଙ୍କୁ ଭଲ ପାଇବେ । ସବୁବେଳେ ବହି ଖଣ୍ଡେ ହାତରେ ଧରିବେ , ଟଙ୍କା ନେଇ ଭୋଟ ଦେବେ ନାହିଁ। ପିଲାଙ୍କ ଠାରୁ ଏହି ପ୍ରତିଶ୍ରୁତି ମିଳିଲା।
Tweet media one
13
8
118
@bairakhpali
Kishor Meher(ପଥିକ)
8 months
ଆଜି ଆମ ସହର ପାଖ ଏକ ଗାଆଁ ରେ ଆରମ୍ଭ ହେଲା , ମାଗଣା କୋଚିଂ ସେଣ୍ଟର। ପଞ୍ଚମ ଶ୍ରେଣୀ ଶିଶୁଙ୍କୁ ନବୋଦୟ ଏବଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ କରାଯିବ।ଗାଁର ଜଣେ ଶିକ୍ଷିତ ଝିଅ ସାମାନ୍ୟ ପାରିଶ୍ରମିକ ନେଇ ପାଠ ପଢ଼େଇବେ ।ଗାଁର ଗରିବ ଛାତ୍ର ଛାତ୍ରୀ ଉପକୃତ ହେବେ ବୋଲି ଆଶା।#ଏକଟଙ୍କିଆକୋଚିଂ
Tweet media one
8
4
117
@bairakhpali
Kishor Meher(ପଥିକ)
1 year
Instead of sword ,gun , knife and so on ..it is always time to gift books to the students..this father ,a daily wage earner was so grateful to receive text books for her daughter ! India will read ,India will grow.
Tweet media one
5
19
113
@bairakhpali
Kishor Meher(ପଥିକ)
2 years
ଦିନ ଥିଲା ସେମାନେ ସାଇକଲ , ରିକ୍ସା ,ବସ୍ ରେ ଯିବା ଆସିବା କରୁଥିଲେ ,୪ନମ୍ବର୍ ପଛ ପାଖା MLA କଲୋନୀ ର ଝୁମ୍ପୁଡି ହୋଟେଲ୍ ରେ ଖାଉ ଥିଲେ ୫ଟଙ୍କିଆ ମିଲ, ଆଜି ସେମାନେ ୩୦ /୪୦ ଲକ୍ଷ ର ଗାଡ଼ି ବସିଛନ୍ତି ,ଉପହାର ବି ଦେଉଛନ୍ତି। ସତରେ ରାଜନୀତି ନାମକ "ସେବା" କ୍ଷେତ୍ରରେ କେତେ ଲାଭ ହୁଏ ! ୩୨ ବର୍ଷ ତଳେ ମୋ।ଆଖି ଆଗରେ ଏସବୁ ଦେଖିଛି।
11
10
113
@bairakhpali
Kishor Meher(ପଥିକ)
11 months
କାହାକୁ ଟିକିଏ ଖୁଆଇ ପାରିଲେ ,ଖୁବ୍ ଖୁସି ଲାଗେ।ଅଙ୍ଗନବାଡ଼ି ଛୁଆ ଙ୍କୁ ହୋର୍ଲିକ ସ ଟିକିଏ ଲେଖା । ଛୁଆ ଖୁବ୍ ଖୁସି ,ଆମେ ବି ଖୁବ୍ ଖୁସି। ଯଦି ଆମେ ମାନେ ଆମ ଘରପାଖ ସରକାରୀ ସ୍କୁଲ ଅବା ଅଙ୍ଗନବାଡ଼ି ଆଡେ ଟିକିଏ ବୁଲି ଆସିବା ,ବହୁତ ଭଲ ହୁଅନ୍ତା।
Tweet media one
2
4
113
@bairakhpali
Kishor Meher(ପଥିକ)
6 months
ଚାରିଆଡେ ଚର୍ଚ୍ଚା ,ଯଦି BJP ଏଥର ଅଧିକ ସଂଖ୍ୟକ ସିଟ୍ ସହ ଜିତେ,ତେବେ ସ୍ଥାନ ସଂରକ୍ଷଣ ସମାପ୍ତ ହେବ। ଏହି ଭୟ ଏବଂ ଆଶଙ୍କା SC,ST ,OBC ଙ୍କୁ ବହୁ ପରିମାଣରେ ଘାରିଛି। ଯେତେ କହିଲେ ବି ସେମାନେ ଆଉ ବୁଝିବା ସ୍ଥିତିରେ ନାହାନ୍ତି। BJP ର କିଛି ନେତାଙ୍କ ଅପରୀ ପକ୍ବ ମନ୍ତବ୍ୟ ଦଳ କୁ ବହୁ ବିପଦରେ ପକାଇ ଦେଇଛି।
36
6
110
@bairakhpali
Kishor Meher(ପଥିକ)
1 year
Rohan,16 ,had to drop out from school to shoulder family responsibilities. He sells Dahi Bada Aloo dum.While passing yesterday I saw him standing under the burning sun. Today ,he became surprise to see this umbrella . Our little help brings lot of relief !!
Tweet media one
12
7
107
@bairakhpali
Kishor Meher(ପଥିକ)
3 years
"You may not have shoes in your feet ,but there must ve books in your hands". Gyan Pasara . Sabhie Padhibe,Sabhie Badhibe. Our villages need libraries. Setting up village libraries is a great need today. It will lead to health and wealth .
Tweet media one
15
9
104
@bairakhpali
Kishor Meher(ପଥିକ)
5 months
Voted for a liberal ,progressive ,scientific and an enlightened India . Our constitution made us stand in que to decide our destiny. Proud to be a Bharatiya .
Tweet media one
4
4
107
@bairakhpali
Kishor Meher(ପଥିକ)
3 months
ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ କାର୍ଯ୍ୟକର୍ତ୍ତା ଙ୍କ ଗହଣରେ କିଛି ସମୟ ବିତେଇଲା ପରେ ଜାଣିଲି "ଦଳ ଭୁଲ୍ କଲେବି ମୁହଁ ଖୋଲିବା ମନା,ଦଳ ରେ ବହୁତ ସୋପାନ ,ତଳ କର୍ମୀ ଉପର କର୍ମୀଙ୍କୁ କିଛି କହି ପାରିବେ ନାହିଁ, ଶୃଙ୍ଖଳା ନାମରେ ସଂପୂର୍ଣ୍ଣ ଦାସ ତ୍ୱ କୁ ସ୍ବୀକାର କରିବେ ,ଶୀର୍ଷ ନେତା ହେଉଛନ୍ତି ଭଗବାନ ,ସେ କେବେ ଭୁଲ୍ କରନ୍ତି ନାହିଁ
10
2
105
@bairakhpali
Kishor Meher(ପଥିକ)
6 months
Congress 's manifesto is one of the best manifestos ever released by any political party. It seems ,the path breaking resolutions of Karachi Session of AICC in 1931 are revisited. A Congress resurfaced. Do read along with other manifestos and decide ,to whom to vote. #manifesto
Tweet media one
20
9
103
@bairakhpali
Kishor Meher(ପଥିକ)
10 months
ପଶ୍ଚିମ ଓଡ଼ିଶାର ଲୋକେ ଶ୍ରୀ ରାମଚନ୍ଦ୍ରଙ୍କୁ ନିଜ ଭଣଜା ବୋଲି ସମ୍ମାନ କରନ୍ତି। ସେଥି ପାଇଁ।ଏହି ଅଞ୍ଚଳର ମାମୁ ମାନେ ବୟସରେ ଯେତେ ସାନ ହେଲେ ବି ଭଣଜା ଙ୍କ ପଦ ସ୍ପର୍ଶ କରନ୍ତି ,ଜୁହାର ହୁଅନ୍ତି। ଯେହେତୁ ଶ୍ରୀ ରାମଙ୍କ ମାତା କୌଶଲ୍ୟା ଏହି କୋଶଳ ରାଜ୍ୟର ଝିଅ ଥିଲେ ,ଏଣୁ ଶ୍ରୀରାମ ହେଲେ e ଅଞ୍ଚଳ ଲୋକଙ୍କ ଭଣଜା।
12
7
101
@bairakhpali
Kishor Meher(ପଥିକ)
3 years
We need to ask ourselves , How many lndians have seen the Constitution Book ,that book which runs lndia ? Almost nil. Today took the Book to three villages , became surprised to see their curiosity,and their longing to touch it. Many loved to take photo . #constitutionbook
Tweet media one
5
7
95
@bairakhpali
Kishor Meher(ପଥିକ)
2 years
Bhai has been my tailor for last 3 decades.He not only stitches clothes ,he stiches love and solidarity. We won't break despite storms.
Tweet media one
4
4
95
@bairakhpali
Kishor Meher(ପଥିକ)
7 months
ବାପ ରେ !! ଆଉ ଭୋଟ ମାଗିବ ? କୋଉ ମୁହଁରେ ? Electoral Bond ହିଁ ସବୁଠୁ ବଡ଼ scam. ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଙ୍କୁ କୋଟି ଜୁହାର। #electoralbond
12
14
99
@bairakhpali
Kishor Meher(ପଥିକ)
6 months
କଂଗ୍ରେସ କୁ ପୁଣି ଲୋକ ଖୋଜି ଲେଣି। ଗ୍ରାମାଞ୍ଚଳ ର ସବୁଠାରୁ ଗରିବ ଲୋକେ କହିବା ଶୁଣ ଯାଉଛି ,କଂଗେସ ହେଉଛି ଗରିବ ଗୁରୁ ବା ଙ୍କ ମା ବାପା। କଂଗ୍ରେସ କୁଆଡେ ଗରିବ ଙ୍କ ପେଟ କଥା ବୁଝେ। କିଛି ମାସ ପୂର୍ବେ ଯେଉଁ ମାନେ ରାହୁଲ ଗାନ୍ଧୀଙ୍କ ନାମ ଶୁଣୁ ନଥିଲେ ,ସେମାନେ ଆଜି ତାଙ୍କ ପ୍ରଶଂସା କରୁଛନ୍ତି! ଏତେ ପରିବର୍ତ୍ତନ କେମିତି ହେଲା ??
14
12
93
@bairakhpali
Kishor Meher(ପଥିକ)
7 months
ଆଶ୍ଚର୍ଯ୍ୟ! ମୁଁ ଏହି ବୟସ୍କ ଭଦ୍ରଲୋକଙ୍କ ହାତରେ ସମ୍ବିଧାନ ପ୍ରସ୍ତାବନା ଖଣ୍ଡେ ଦେଲି। ଅନୁରୋଧ କଲି,କୁହନ୍ତୁ ଏଟା କଣ ? ଏଥିରେ କଣ ଲେଖା ଯାଇଛି ? ସେ ପଢ଼ିଲେ ,ଅଥଚ କଣ ଲେଖା ହୋଇଛି ,କିଛି କହି ପାରିଲେ ନାହିଁ। ବାସ୍ତବରେ ଆମେ ସମ୍ବିଧାନ ସଂସ୍କୃତି ରୁ ବହୁ ଦୂରରେ। ଶତକଡା ୯୫ ପ୍ରତିଶତ ଲୋକ ଏହା ବୁଝନ୍ତି ନାହିଁ! #ସମ୍ବିଧାନ
Tweet media one
10
4
94
@bairakhpali
Kishor Meher(ପଥିକ)
10 months
ଏମାନେ ସରକାରୀ ସ୍କୁଲ୍ ପିଲା,ସବୁଠୁ ଗରିବ ଘର ଛୁଆ। ମଝିରେ ମଝିରେ ଏମାନଙ୍କ ସହ ସାଧାରଣ ଜ୍ଞାନ ଚର୍ଚ୍ଚା ହୁଏ। ସୂଚନା ହିଁ ଶକ୍ତି। କେତେ କୃତଜ୍ଞ ହୁଅନ୍ତି ସେମାନେ!!
Tweet media one
7
1
91
@bairakhpali
Kishor Meher(ପଥିକ)
5 months
ବେଲ ପାଚିଲେ କାଉର କିସ ଲାଭ ! ଯିଏ ସରକାର କୁ ଆସିଲେ କଣ ହେବ ,ସେଇ ଥାନା ବାବୁ ,ତହସିଲଦାର ,ଜଙ୍ଗଲ ଗାର୍ଡ, ଠିକାଦାର ,ଅମିନ , ପତୁଆରି, ନ ତାଲା କୋଠା ,ନାଲି କୋଠା ,ସବୁ ରହିବ ।।କେତେ ସରକାର ଗଲେଣି ,କେତେ ଆସିଲେଣି। ସେଇ ଏକା କଥା।ହଁ,କ୍ଷମତା ସହ ଜଡ଼ିତ ଲୋକଙ୍କ ଲାଭ ହିଁ ଲାଭ । ସାଧାରଣ ଲୋକ ତ ସେଇ ସମାନ ଅବସ୍ଥାରେ ରହିବେ !
13
10
91
@bairakhpali
Kishor Meher(ପଥିକ)
2 years
Repent that I had not read these two works of excellent scholarship. Prof.Suvira Jayaswal has done hard work. I request all of you to read these two books.
Tweet media one
0
16
88
@bairakhpali
Kishor Meher(ପଥିକ)
1 year
Another reason to be happy . Tomato at Rs 40 a KG !! Earlier we used to buy 250 gram but today bought full 1KG .
Tweet media one
6
3
88
@bairakhpali
Kishor Meher(ପଥିକ)
2 years
ମତେ ଏବେ ହେଲା ୫୮ ବର୍ଷ। ଏଇ ବୟସ ରେ ଉପନୀତ ହେବାଯାଏ ,ମୁଁ କୌଣସି ମୁସଲମାନ ଭାଇ ଭଉଣୀଙ୍କ ଦ୍ଵାରା ଅପମାନିତ ହୋଇ ନାହିଁ। ମୋର ଅନେକ ବନ୍ଧୁ ମୁସଲମାନ ବ୍ୟବସାୟୀ ଆଦି। ମୁଁ ସେମାନଙ୍କ ସହ କାରବାର କରେ। ବଜାରରେ ରେ କି ଧର୍ମ ? ଯେଉଁଠି ଭଲ ଓ ଶସ୍ତା ମିଳିଲା ,ସେଇଠି କିଣ। କିଏ କଣ ଆମକୁ ମାଗଣା ରେ ଦେଉଛି? କାହା କଥା ଶୁଣନ୍ତୁ ନାହିଁ।
9
9
84
@bairakhpali
Kishor Meher(ପଥିକ)
3 years
@_ambedkarite @nanda_pradeip 100 percent correct. This is the finest tribute to Periyar today. Hats off for those children. Self respect is life.
1
1
81
@bairakhpali
Kishor Meher(ପଥିକ)
1 year
ମିନି ପାଠାଗାର।ଛୋଟ ଏକ ବାକ୍ସ ,ସେଥିରେ ବର୍ଣ୍ଣବୋଧ ,ସାଧାରଣ ଜ୍ଞାନ ,ସମ୍ବିଧାନ ପୁସ୍ତିକା ,ସହ ଶ୍ରୀମଦ ଭଗବତ ଏବଂ ଅନନ୍ୟ ପୁସ୍ତକ । ଯିଏ ଯାହା ଚାହିଁବେ ,ହାତରେ ଧରିବେ , ପୃଷ୍ଠା ଓଲଟାଇ ବେ ,ଇଚ୍ଛା ହେଲେ ପଢି ଚାଲିବେ। ଆମ ଆଖ ପାଖ ଗାଁ ମାନଙ୍କରେ ଆମର ଏହି ଛୋଟ ଅଭିଯାନ। ପ୍ରଥମେ ପଢା ଆରମ୍ଭ ହେଉ।
Tweet media one
6
9
83
@bairakhpali
Kishor Meher(ପଥିକ)
1 year
କେଜ୍ରିୱାଲ ଙ୍କ ସ୍କୁଲ ରୁ ଏକାଥରକେ ଏତେ ସଂଖ୍ୟକ NDA ପ୍ରବେଶ ପରୀକ୍ଷାରେ ପାସ୍ କଲେ। ସବୁଠୁ ଭଲ ସ୍କୁଲ ସେ ତିଆରି କଲେ । ପିଲେ ଘରୋଇ ସ୍କୁଲ ଛାଡ଼ି ସରକାରୀ ସ୍କୁଲ କୁ ଆସିଲେ।ସବୁ ମାତ୍ର ଦଶ ବର୍ଷରେ ହେଲା। ପଞ୍ଜାବରେ ବି ସ୍କୁଲ ଭଲ ହେଉଛି। ଯଦି ରାଜନୀତିର କେନ୍ଦ୍ରରେ ଶିକ୍ଷା ଓ ସ୍ୱାସ୍ଥ୍ୟ ରହିବ , ତା ସମ୍ଭବ।
19
6
79
@bairakhpali
Kishor Meher(ପଥିକ)
2 years
ଜମାରୁ ବିଶ୍ୱାସ ହୁଏନି ,ଏଭଳି ସନ୍ଥ ରାଜନେତା ବି e ଭୂଇଁରେ ଜନ୍ମ ନେଇଥିଲେ। ସ୍ବେଚ୍ଛକୃତ ଦାରିଦ୍ର୍ୟ , ବଚନ ଓ କର୍ମ ପୁରାପୁରି ସମାନ! ଯେତେ ପଢୁଥିବେ ,ସେତେ ଆଗକୁ ଆଗକୁ ମନ ହେଉଥିବା। ମୋବାଇଲ ଫୋପାଡି ବହିଟି ଧରିଛି ଯେ ଧରିଛି ! ରାତି ୨ ଟା ଯାଏ !! ଆପଣ ବି ଥରେ ପଢନ୍ତୁ। ଓଡ଼ିଆ ଭାବେ ଗର୍ବ କରିବେ ।
Tweet media one
7
10
80
@bairakhpali
Kishor Meher(ପଥିକ)
8 months
ଈଶ୍ବରଙ୍କ ଦ୍ଵାରରେ ବି VIP ବ୍ୟବସ୍ଥା ? ଈଶ୍ବରଙ୍କ ପାଇଁ ତ ସଭିଏ ସମାନ। ପୁଣି ପାସ୍ ବିକ୍ରି ହେଉଛି ୧୫୦୦ -୨୦୦୦ଟଙ୍କାରେ !. VIP ଧାଡ଼ି ,ସାଧାରଣ ଲୋକଙ୍କ ଧାଡ଼ି ,ଏଇଟା କି ବ୍ୟବସ୍ଥା !! ଭାଇ ,ଅନ୍ତତଃ ଈଶ୍ବରଙ୍କ ଦ୍ଵାରରେ ମଣିଷ ମଣିଷ ଭିତରେ ପାତର ଅନ୍ତର ତ କରନି!!
15
9
81
@bairakhpali
Kishor Meher(ପଥିକ)
10 months
କଟକ ରେଭେନସା ବିଶ୍ଵବିଦ୍ୟାଳୟ ପରିସରରେ ଥିବା କନିକା ଲାଇବ୍ରେରୀ। କନିକା ମହାରାଜା ଙ୍କ ଅନୁଦାନରେ ତିଆରି। E ଯାଏଁ କେତେ ଲକ୍ଷ ଅବା କୋଟି ପିଲା ଏଇଠୁ ମଣିଷ ହେଲେଣି। କନିକା ମହାରାଜଙ୍କୁ ଶତ ପ୍ରଣାମ ,ମନ୍ଦିର ଅପେକ୍ଷା ପାଠାଗାର ତିଆରି କଲେ । ଯେଉଁଦିନ ଆମ ସମସ୍ତଙ୍କ ମନରେ ଏଭଳି ବିଚାର ଟିଏ ଜନ୍ମ ନେବ,ସେଦିନ ସୁଦିନ ଆସିବ।
Tweet media one
5
11
78
@bairakhpali
Kishor Meher(ପଥିକ)
2 years
They will spit again and again,we will clean it again and again . Love for all human beings makes service pleasant !
11
10
80
@bairakhpali
Kishor Meher(ପଥିକ)
2 years
ଦିନଥିଲା ,ଏଇ ଢ଼ିଙ୍କି ଆମକୁ ଦେଉଥିଲା ଉନ୍ନତ ମାନର ଚାଉଳ। ପୋଷକ ତତ୍ୱରେ ଭରପୁର ସେ ଚାଉଳ। ପୁଣି ଚୁନା ରୁ ତିଆରି ପିଠା। ଆଉରି କେତେ କଣ। କିନ୍ତୁ ଆଜିର ପାଲିସ୍ ଧିବ ଫର ଫର ମିଲ ଚାଉଳ ରେ କଣ ସେ ସୁଆଦ ଅଛି ? ମିଲ ଚାଉଳ ରେ କେବେ ଭଲ ପଖାଳ ହୁଏ ନା। ଓଡିଆଙ୍କ ପ୍ରିୟ ପଖାଳ ର ଗୁଣବତ୍ତା ଢ଼ିଙ୍କି କେବଳ ଦେଉଥିଲା।
Tweet media one
4
11
76
@bairakhpali
Kishor Meher(ପଥିକ)
3 years
@USAndIndia @OdiSriUS @MEAIndia @usaid_india @HHSGov @DeptofDefense @StateDept @USAndChennai @USAndMumbai @USAndKolkata @USAndHyderabad Long live our friendship. You know ,our great Tipu Sultan had threw a great party and celebrated the American independence in Mysuru in late 18th century !! So it is not 70 years friendship sir. It is too old.
2
9
74
@bairakhpali
Kishor Meher(ପଥିକ)
1 year
ଚା ପିଇବାୁ ,ସମ୍ବିଧାନ ଚର୍ଚ୍ଚା କରିବୁ। ସମସ୍ତଙ୍କ ହାତରେ ଖଣ୍ଡେ ଖଣ୍ଡେ ସମ୍ବିଧାନ ପୁସ୍ତିକା ଦେଲି। ଚା ସହ ସମ୍ବିଧାନ ଚର୍ଚ୍ଚା ବି ଚାଲିଲା। ସତରେ ,ଆମ ଲୋକ କେତେ କମ୍ ଆମ ସମ୍ବିଧାନ ବୁଝନ୍ତି।!! ସବୁଠି ସମ୍ବିଧାନ ଚର୍ଚ୍ଚା ହେଲେ ଯାଇଁ ଦେଶ ଠିକ୍ ଚାଲିବ।।ଭୋଟ ରେ ଟଙ୍କା କାରବାର ବନ୍ଦ ହେଲେ ଯାଇଁ ଗଣତନ୍ତ୍ର ତିଷ୍ଠି ବ।
Tweet media one
11
5
76
@bairakhpali
Kishor Meher(ପଥିକ)
10 months
ସଭିଏ ପଢ଼ିବେ ସମ୍ବିଧାନ ,ଦେଶ ଶାସନର ଆସିବ ଜ୍ଞାନ। ପ୍ରତି ଘରେ ହେବ ଏହାରି ଚର୍ଚ୍ଚା।କେତେ ମହାନ ,ଆମ ସମ୍ବିଧାନ ।ପ୍ରଥମେ ଛୁଆ ପଢ଼ିବେ ,ତାପରେ ଆଲୋଚନା କରିବେ ।#ସମ୍ବିଧାନ
Tweet media one
6
5
78
@bairakhpali
Kishor Meher(ପଥିକ)
5 months
ଉତ୍ତେଜନା ର ବଶବର୍ତ୍ତୀ ହୋଇ ରାଜନୀତିରୁ ସନ୍ନ୍ୟାସ ନେବା କଥା କହି ସବୁ ରାସ୍ତା ବନ୍ଦ କରି ଦେଇ ଥିଲେ। ତାଙ୍କ ସନ୍ନ୍ୟାସ ନେବା ଘୋଷଣା କିନ୍ତୁ ମନକୁ ଛୁଇଁ ଗଲା । ରାଜନୀତି ରେ କେବଳ ଗୋଟିଏ ଭୁଲ ନିଷ୍ପତ୍ତି ବି କେତେ ମାରାତ୍ମକ ହୋଇ ପାରେ !!ସଫଳତା ର ସମସ୍ତେ ଭାଗୀଦାର ,କିନ୍ତୁ ସଫଳତା ର କେବଳ ଜଣେ ଭାଗୀଦାର !! ଦୁଃଖଦ।
9
2
77
@bairakhpali
Kishor Meher(ପଥିକ)
2 years
ଇଟା କାଇଁ ଶାଗ? ଆପଣଙ୍କର ଆଡେ଼ କାଣା କହେସନ୍?
Tweet media one
31
1
77
@bairakhpali
Kishor Meher(ପଥିକ)
8 months
ଭାରତ ର eco system ହେଉଛି ଧର୍ମ ଆଧାରିତ । ଏଠି ଆସ୍ଥା ହିଁ ସବୁ କିଛି। ଯୁକ୍ତି ,ବ୍ୟଜ୍ଞାନିକ ଚିନ୍ତନ ,ମୁକ୍ତ ବିଚାର ,ଏହି ସବୁ ଶ୍ରେଣୀ ଗୃହରେ ହୁଏତ ଠିକ୍ ଲାଗି ପାରେ। ଲୋକେ ମନ୍ଦିର ପାଇଁ ହୁଏତ ଚାନ୍ଦା ଦେବେ ,କିନ୍ତୁ ଗାଁ ର ଗରିବ ଛୁଆଙ୍କ ପାଇଁ ସ୍କୁଲ ଖୋଲିବା କିମ୍ବା ମାଗଣା କୋଚିଂ ଖୋଲିବା କହିଲେ କେହି ଟଙ୍କାଟିଏ ଦେବେ ନାହିଁ!
16
5
78
@bairakhpali
Kishor Meher(ପଥିକ)
10 months
ନିଷ୍ପତ୍ତି ହେଲା,ଆମେ ଗାଁରେ ଯେତିକି।ପାରିବୁ,ସାଙ୍ଗ ସାଥି ମଙ୍କ ଜରିଆରେ ବାପା ମା ଙ୍କ ଉପରେ ନୈତିକ ଚାପ ପକେଇବୁ ଯେ କେହି ବାହାରେ ମଳତ୍ୟାଗ karibennahin। ସମସ୍ତଙ୍କ ଘରେ ପାଇଖାନା ହେବ। ପ୍ରଥମେ ନିଜ ଘରୁ ଏହି ଦୁଇ ଭଉଣୀ ଆରମ୍ଭ କଲେ। Taanki ଆଜି ଖୋଲା ହେଲା।
Tweet media one
4
0
75
@bairakhpali
Kishor Meher(ପଥିକ)
3 years
@ramprakash0324 Annihilation of Caste by Ambedkar.
0
5
69
@bairakhpali
Kishor Meher(ପଥିକ)
9 months
ମୁଁ ଜଣେ ନିୟମିତ ଆୟକର ଦାତା। ଅଥଚ ତା ବଦଳରେ ସରକାରଙ୍କ ଠାରୁ ମୁଁ କଣ ପାଏ ? ଘରୋଇ ଚିକିତ୍ସା ,ଘରୋଇ ଶିକ୍ଷା ,ରାସ୍ତାରେ ଟୋଲ tax, ପ୍ରତି ଟି କିଣା ଜିନିଷ ଉପରେ କର ,GST , ପ୍ରତି ଲିଟର ପେଟ୍ରୋଲ ଉପରେ ଚଢା କର ,ସବୁତ ମୁଁ ଦିଏ। କାର୍ଯ୍ୟାଳୟରେ ହାତଗୁଞ୍ଜା , ବହୁ କର ଦାତା (ଦେଶର ସଭିଏ କରଦାତା ଅଟନ୍ତି )ଏହା ନିଶ୍ଚୟ ଭାବୁ ଥିବେ!
11
7
74
@bairakhpali
Kishor Meher(ପଥିକ)
3 years
She should be the brand ambassador of Right to Education initiative.Every morning she brings her son to school and keeps hang around till the school gets over ! She has been doing if for last 12 years. You ve to honour her indomitable spirit to Educate her son. #educationispower
Tweet media one
7
17
73
@bairakhpali
Kishor Meher(ପଥିକ)
3 months
ଶଙ୍ଖ ଏବଂ ହାତ ,ଏବେ ଏକତ୍ର । ଆଉ ପାଦେ ଆଗକୁ ବଢ଼ିଲେ ହେବେ ୬୫ । ରାଜନୀତି ରେ କେହି ସବୁବେଳେ ଶତ୍ରୁ କି ମିତ୍ର ନ ଥାଆନ୍ତି।
7
0
74
@bairakhpali
Kishor Meher(ପଥିକ)
3 years
@saawanjutt @SubratK82634557 @ashoswai Infact , when you find some one from your own village in a distant town, you feel more close to him. Europe is that distant town that brings South Asians together.
2
4
68
@bairakhpali
Kishor Meher(ପଥିକ)
1 year
ପୁରାତନ ଛାତ୍ର ଛାତ୍ରୀଙ୍କୁ ସେମାନଙ୍କ ଗାଁରେ ,ସେମାନଙ୍କ ଘରେ ଦେଖା କଲେ ସେମାନେ କେତେ ଖୁସି ନ ହୁଅନ୍ତି!! ପ୍ରିୟ ଛାତ୍ର ସିଦ୍ଧାନ୍ତ ,ଏବେ ଓଡ଼ିଆ ଅଧ୍ୟାପକ। ଛାତ୍ରଙ୍କ ମଧ୍ୟରେ ସେ ଖାଣ୍ଟି ସୁନା ଖଣ୍ଡେ।।ଭଲରେ ଥା ବାପା।
Tweet media one
0
2
71
@bairakhpali
Kishor Meher(ପଥିକ)
1 year
Find this work extremely useful today to understand the politics and kingship of a late 17th century monarch. Great many puzzles could be solved. @AudreyTruschke @PenguinIndia
Tweet media one
11
8
70
@bairakhpali
Kishor Meher(ପଥିକ)
3 years
@Kodungolan737 @mkstalin Not only in TN.We from Odisha too love him. His stand on social justice has earned him much kudos.
1
6
68
@bairakhpali
Kishor Meher(ପଥିକ)
5 months
ଏବେ ପ୍ରସ୍ତୁତ ରୁହନ୍ତୁ, ନିର୍ବାଚନୀ ଖର୍ଚ୍ଚ ଗଣିବାକୁ। ଅମୂଲ କ୍ଷୀର ଦର ବଢିଲା,ଟୋଲ ଟିକସ ବି ବଢିଲା ।ଆଗକୁ ଆଉ ସବୁ ବି ବଢିବ। ଯିଏ କ୍ଷମତାରେ ଆସିଲେ ବି ଏହି ବୃଦ୍ଧି ଜାରି ରହିବ । ହଜାର ହଜାର କୋଟି ଟଙ୍କା ତ ପାଣି ଭଳି ଖର୍ଚ୍ଚ ହେଲା ,ଏବେ ଆମେ ତାହା ପରିପୂର୍ଟି କରିବା ।କରୁ ଥିଲେ ,କରିବା ।ହଉ।
10
3
72
@bairakhpali
Kishor Meher(ପଥିକ)
7 months
ଓଡ଼ିଶାରେ ଗୋଟିଏ ରାଜନୈତିକ ଦଳ ରେ ଯୋଗ ଦେବା ପାଇଁ ଚାହୁଁଛି । ଆପଣ ମାନେ ଦୟାକରି ଗୋଟିଏ ଦଳ ନାମ କୁହନ୍ତୁ,ଯେଉଁଠି ଯୋଗ ଦେଲେ ସମ୍ମାନ ଏବଂ କାମ କରିବାକୁ ଉପଯୁକ୍ତ ସୁଯୋଗ ମିଳିବ ।
54
0
71
@bairakhpali
Kishor Meher(ପଥିକ)
7 months
ଇଥର ମହୁଲ ନାଇ ଆସି ଜହ।ଛୁଆ ଦିନେ ମହୁଲ ବେଟୁ ଥିଲୁ। ଗୁର୍ଦୁ ବେଲ ବେଟବ,ହେଲେ ଦାମ ନାଇଁ ମିଲେ। ଆଇଯ କାଇନ ଚାଉଳ ମିଲୁଛେ,ଦିନ ଥିଲା ମହୁଲ ବାଇଞ୍ଚଉ ଥିଲା ଜୀବନ! #ମହୁଲ
Tweet media one
4
1
70
@bairakhpali
Kishor Meher(ପଥିକ)
4 months
@IPR_Odisha @Soumya98671695 @Culturedeptt ଖୁବ ଭଲ ଉଦ୍ୟମ।ସାଧୁ। ମନ୍ତ୍ରୀ ମହୋଦୟଙ୍କୁ ଅନୁରୋଧ ,ପ୍ରତି ଗାଁରେ ଥିବା ଭାଗବତ ଟୁଙ୍ଗି ଗୁଡ଼ିକର ପୁନରୁଦ୍ଧାର କରାଯାଉ। ପ୍ରତି ବ୍ଲକ ସଦର ମହକୁମାରେ ଗୋଟିଏ ଲେଖା ଭଲ ପାଠାଗାର ଖୋଲାଯାଉ। ପଦ୍ମ ଉପାଧି ଭଳି "କୋଣାର୍କ"ଉପାଧି ପ୍ରଦାନ ପାଇଁ ନିଷ୍ପତ୍ତି ନିଆ ଯାଉ। ସବୁ ସାଇନ୍ ବୋର୍ଡ କୁ ଓଡ଼ିଆରେ ଲେଖିବା ବ୍ୟବସ୍ଥା କରାଯାଉ।
2
8
70
@bairakhpali
Kishor Meher(ପଥିକ)
4 years
"Vocal for Local ".PM Modi 's emphasis on economic self reliance is very much timely. Today ,every one of us has to become promoter,patron ,propagator and buyer of local produce. This is famous "Binka Gamuchha",must be promoted like Khurdha Gamuchha. Eat and wear local.
Tweet media one
3
11
67
@bairakhpali
Kishor Meher(ପଥିକ)
1 year
ଆମେ ଅଭିଯୋଗ କରୁ ,ଆମ ଧର୍ମ ଏବେ ସଙ୍କଟରେ ପଡ଼ିଛି।ଯଦି ଥରେ କେବେ କୋଉ ବିସର୍ଜନ ଶୋଭାଯାତ୍ରା ଦେଖିବାକୁ ସୁଯୋଗ ମିଳେ,ନିଜକୁ ପଚାରିବେ କଣ ପାଇଁ ଏବଂ କାହାପାଇଁ ଆମ ଧର୍ମ ବିପଦରେ ପଡ଼ିଛି ବୋଲି ଅଭିଯୋଗ ହେଉଛି। ମଦ ,ନର୍ତ୍ତକୀ ,କାନ ଫଟା ବାଜା , ଡିଜେ ,ଏସବୁ କୋଳାହଳ ମଧ୍ୟରେ ଦେବୀ ଦେବତା କୁଆଡେ ମନେ ପଡିବେ !! ଧର୍ମ ଏକ ଭିତରର ଯାତ୍ରା
Tweet media one
10
8
66
@bairakhpali
Kishor Meher(ପଥିକ)
5 months
ବଡ଼ ବଡିଆଙ୍କ ଆଗମନ ,ସାଧାରଣ ଲୋକଙ୍କ ପାଇଁ କାଳ। ସବୁ ଘରୋଇ ବସ୍ ରୁଟ ରୁ ଉଭାନ ହେଲେ ,ଲୋକେ ବସ୍ ନ ପାଇ ଗୋଟେ ଅଧେ ବସରେ ଛେଳି ମେଣ୍ଢା ଲଦା ହେଲା ଭଳି ଗଲେ। ଯୋଉ ମାନେ ଏସବୁ କରନ୍ତି ,ସେମାନେ ନିଜ ବାହନ ଅବା ଉଡନ୍ତା ଖଟୁଲି ରେ ଗମନ କରନ୍ତି।ଓଃ ! କି ଯନ୍ତ୍ରଣା ! ପାଦ ରଖିବାକୁ ବି ସ୍ଥାନ ନାହିଁ ! କେବେ ମଣିଷ ଭଳି ବଞ୍ଚି ହେବ !!
Tweet media one
2
4
67
@bairakhpali
Kishor Meher(ପଥିକ)
11 months
ଆମ ସମ୍ବିଧାନ ହେଉଛି ଏକ ସାମାଜିକ ଅାନ୍ଦୋଳନ ର ଟୁଲ କିଟ୍। ସମ୍ବିଧାନ ହିଁ ଆମର ମୁଖ୍ୟ ଗ୍ରନ୍ଥ।ଗାଁ ରୁ ସହର ,ପିଲାଙ୍କ ଠାରୁ ବୃଦ୍ଧା ଙ୍କ ପର୍ଯ୍ୟନ୍ତ ,ସଭିଏଁ ପଢନ୍ତୁ।ସହଜ ଓ ସରଳ ରୂପ ହିଁ କାମ୍ୟ।
Tweet media one
5
4
66
@bairakhpali
Kishor Meher(ପଥିକ)
5 months
ମୁଁ କେବେ ଡାହାଣ ହସ୍ତରେ ନାଲି ହଳଦିଆ ରଙ୍ଗର ସୂତା ବା ହିନ୍ଦୀରେ କହିଲେ କଳବା ପିନ୍ଧିନି। କିନ୍ତୁ ମୁଁ ଜଣେ ହିନ୍ଦୁ । ମୋ ଦେହରେ କୌଣସି ଜାତି ବା ଧର୍ମ ର ପ୍ରତୀକ ଲଗାଇବାକୁ ଅବା ପିନ୍ଧିବାକୁ ଆବଶ୍ୟକ ମାନେ କରେ ନାହିଁ।
22
1
66
@bairakhpali
Kishor Meher(ପଥିକ)
7 months
ପ୍ରତ୍ୟେକ ଗାଁରେ ପାଞ୍ଚ ଜଣିଆ ସମ୍ବିଧାନ ଟୁଙ୍ଗି । ନିଜ ନିଜ ଘରେ କରିବେ। ମୁଖବନ୍ଧ ପାଠ କରିବେ ,ଦେଶ ସମସ୍ୟା ଆଲୋଚନା କରିବେ ,ଗମ୍ଭୀର ପ୍ରସଙ୍ଗକୁ ନେଇ ମୁଣ୍ଡ ଖେଲେଇବେ । ଆମରି ଡଙ୍ଗାର ଆମେ ନାଉରୀ।
8
8
63
@bairakhpali
Kishor Meher(ପଥିକ)
7 months
ମୁଁ ଗୋଟିଏ ଦଳରେ ଯୋଗ ଦେଇଛି।ଦଳ ନା ହେଲା ଭାରତ । ଗୋଟେ ମନ୍ତ୍ର ଦିକ୍ଷା ନେଇଛି , ତା ହେଲା ସମ୍ବିଧାନ। ଆଉ ବାକି କିଛି ଜାଣେନା। ମୋ ଦଳ ଏବଂ ମନ୍ତ୍ର କୁ ବିରୋଧ କରୁଥିବା ସବୁ ଲୋକଙ୍କୁ ବିରୋଧ କରିବି। ହଁ,ଯିଏ ଭାରତ ଏବଂ ସମ୍ବିଧାନ ପାଇଁ ଠିଆ ହେବ ,ସେ ହେବ ମୋ ବନ୍ଧୁ।#ଜୟଭରତାଜୟସମ୍ବିଧନ
9
6
65
@bairakhpali
Kishor Meher(ପଥିକ)
6 months
ପିଲା ବେଳ କଥା। ଗାଁରେ କେହି ଲୁଙ୍ଗି ପିନ୍ଧି ବୁଲିଲେ ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ଭାରି ବିରକ୍ତ ହେଉ ଥିଲେ। ମୋ ବାବା ଙ୍କୁ ଲୁଙ୍ଗି ପିନ୍ଧିବା ଅବସ୍ଥାରେ ମୁଁ କେବେ ଦେଖିନାହିଁ। ହଁ,ମୋ କାକା ,ଯିଏ ବାବାଙ୍କ ଠାରୁ ବହୁତ ସାନ ,ସିଏ ଖୋର୍ଦ୍ଧା ଲୁଙ୍ଗି ପିନ୍ଧିବା ଆରମ୍ଭ କଲେ ,କିନ୍ତୁ ବହୁତ ଗାଳି ଖାଇ ଥିଲେ ! ଏବେ ସମୟ ବଦଳିଛି।
17
1
65
@bairakhpali
Kishor Meher(ପଥିକ)
3 years
@amitabhmattoo So heart touching.! If literature contributed something.this is an addition . Great job dost. Ao hat milayen. Very nice that you ve shared sir.
0
1
58
@bairakhpali
Kishor Meher(ପଥିକ)
7 months
@rajuparulekar Happy to know. This is real JNU spirit sir. Educated people canot be fooled.
1
8
63
@bairakhpali
Kishor Meher(ପଥିକ)
2 years
Reading this unique book on ancient India by prof.Romila Thapar will convince you why the vested interest groups who believe history as collection of "astha "are afraid of her. History is a faculty that is based on objectivity. 'No theory ,no history 'thus said RS Sharma.
Tweet media one
4
3
62
@bairakhpali
Kishor Meher(ପଥିକ)
10 months
ଆମ ଅଭିଯାନ,ଅନେକ କାନ୍ଥରେ ଏହି ପୋଷ୍ଟର ଲଗେଉଛୁ। ଆଶା ,ଲୋକେ ଭାବିବେ ।
Tweet media one
3
10
62
@bairakhpali
Kishor Meher(ପଥିକ)
2 years
Meeting the students in their village ,presenting a note copy to each of them ,was pleasant. Our single visit makes big impact in the village.I requested their parents to allow them to study ,and not to hurry for their marriage.
Tweet media one
4
6
59
@bairakhpali
Kishor Meher(ପଥିକ)
3 years
@DM_Subarnapur Respected Madam. I and my wife ,and many other friends are interested to pay the cost of second dose of vaccines to give little bit support to our govt. May l request to make adequate arrangement at vaccination centre Dunguripali to recieve the amount !
14
4
61
@bairakhpali
Kishor Meher(ପଥିକ)
11 months
ଗାଁକୁ ସୁନ୍ଦର ପାଠାଗାର,ଘରକୁ ସୁନ୍ଦର ପଢାଘର। ଲଢ଼ ପଢିବା ପାଇଁ, ପଢ ଗଢ଼ିବା (ପରିବର୍ତ୍ତନ )ପାଇଁ। ଚା ଦୋକାନ ଖଟି ମାନଙ୍କରେ ଏହି ବାର୍ତ୍ତା ଦେବା କାମଟି ଚାଲିଛି। ଆପଣ ବି କରନ୍ତୁ। ଯାହାବି ଉନ୍ନତି ହେବ ,ପ୍ରଥମେ ଶିକ୍ଷିତ ହେଲେ ଯାଇଁ ହେବ।
Tweet media one
5
8
60
@bairakhpali
Kishor Meher(ପଥିକ)
7 months
ଦେଖିବା କୋଉ ଦଳର ଇସ୍ତାହାରରେ ମଦ ଶୂନ୍ୟ ଓଡ଼ିଶା କରିବୁ ବୋଲି କୁହାଯିବ ! ଏବେ ତ ବାର୍ଷିକ ୮ହଜାର କୋଟି ରାଜସ୍ଵ ମିଳୁଛି ,କିନ୍ତୁ ଏହାହିଁ ସବୁଠୁ ବଡ଼ killer . ଏହି ମଦ ପାଇଁ ଅପରାଧ ନ ଘଟୁଛି! କିଛି ଦିନ ତଳେ ଏକ ୯.ବର୍ଷର ପିଲା ତ ବାପାକୁ ହରେଇ ଲା। କି ଦାରୁଣ ,ବିକଳ ଦୃଶ୍ୟ ?.କିଏ ଦାୟୀ ?
12
6
62
@bairakhpali
Kishor Meher(ପଥିକ)
1 year
ଗ୍ରାମାଞ୍ଚଳ କଥା କହୁଛି। ପାଠ ପଢିବା ପାଇଁ ଏକ ନିର୍ଦ୍ଦିଷ୍ଟ ପରିବେଶ ଦରକାର। ଏଯାଏ ଆମେ ଗାଁର ବହୁ ସଂଖ୍ୟକ ପିଲାଙ୍କୁ ସେ ସୁବିଧା ଦେଇ ପାରିନୁ। ମୋର ବ୍ୟକ୍ତିଗତ ଅନୁଭୂତି ରୁ କହୁଛି ,ଅଧିକାଂଶ ପିଲାଙ୍କ ପାଇଁ ସୁବିଧା ଜାଗାରେ ବସି ପଢିବା ଏକ ବିଳାସ। ଶିକ୍ଷା ଏକ ମୌଳିକ ଆବଶ୍ୟକତା। ଏଣୁ ଗ୍ରାମାଞ୍ଚଳ ପାଠାଗାର ଆବଶ୍ୟକ।
5
4
62
@bairakhpali
Kishor Meher(ପଥିକ)
3 years
My 4th book arrives from press today. #WorldBookDay
Tweet media one
15
0
59
@bairakhpali
Kishor Meher(ପଥିକ)
2 years
They will spit,I will white wash. Pan and Gutkha stains at the corners in our college. With out complaining against any.body, let's first correct it.I ve strong believe,after one or two efforts here, no one will spit, pan stains won't be visible. #gandhigiri
Tweet media one
6
5
59
@bairakhpali
Kishor Meher(ପଥିକ)
1 year
ଆଜି ସେମାନଙ୍କୁ ବିଦାୟ ଦେବା ଅବସର। ଗୁରୁ ଦକ୍ଷିଣା ମାଗିଲି। ପ୍ରଥମ ,ନିଜ ପିତା ମାତାଙ୍କୁ ସମ୍ମାନ ସହ ପ୍ରତ୍ୟେକ ପିଲା ନିଜ ଗାଁରେ ନିଜ ସାଥୀ ମାନଙ୍କ ସହ ମିଶି ଗାଁର ବରିଷ୍ଠ ନାଗରିକ ଙ୍କ ସେବା କରିବେ ।ଦ୍ଵିତୀୟ ,ଗାଁ ରେ ନିରକ୍ଷର ମାନଙ୍କୁ ସ୍ୱାକ୍ଷର କରାଇବେ। ସେଥିପାଇଁ ପ୍ରତି ଗାଁରେ ଗୋଟିଏ ସ୍ୱେଚ୍ଛା ସେବୀ ଦଳ ଗଠନ କରିବେ।
Tweet media one
3
1
59
@bairakhpali
Kishor Meher(ପଥିକ)
3 years
Walk alone ,Ekla chalo . Post elections , our college campus. When will we understand , a clean campus motivates the students to read ,makes them happy.!! Why always education takes back seat in our narratives ??
Tweet media one
4
10
58
@bairakhpali
Kishor Meher(ପଥିକ)
6 months
ସବୁ ମେରୁ ଦଣ୍ଡ ବିହୀନ ! କେବଳ ଜଣକ ଉପରେ ଭରସା କରିଛନ୍ତି। ହାତ ଗୋଡ ଥରି ଲାଣି, ଚାଳିଶ ଡିଗ୍ରୀ ରେ ତାଙ୍କୁ ବୁଲେଇବେ ! କେତେ ବେଳେ କଣ ହୋଇ ଯିବ କିଏ କହିବ ! ମେଣ୍ଟ ଟା ହୋଇ ଥିଲେ କିଛି ଗୋଟେ ହୋଇ ଥାଆନ୍ତା , ମନୁଆ ଟା ସବୁ ଗଡ ବଡ଼ କରିଦେଲା ! ଏଥର କର ବା ମର ସ୍ଥିତି!!
5
5
59
@bairakhpali
Kishor Meher(ପଥିକ)
4 years
@GretaThunberg r our hope Greta. In our college,we have put up your poster on wall,girls take inspiration.
7
3
58
@bairakhpali
Kishor Meher(ପଥିକ)
2 years
ଯେତେ ପଢୁଛି ,ପରଜା ଙ୍କ ପ୍ରତି ସେତିକି ଭଲ ପାଇବା ବୃଦ୍ଧି ହେଉଛି। କେତେ ମହାନ ସେମାନେ ! ମଣିଷ ଭଳି ମଣିଷ ସେମାନେ , ଆମେ ତଥାକଥିତ ଭଦ୍ର ଲୋକେ ସେମାନଙ୍କ ଠାରୁ କେତେ ଭିନ୍ନ !ପ୍ରତ୍ୟେକ ଓଡ଼ିଆ ଏହି କାଳଜୟୀ ଉପନ୍ୟାସ ଥରେ ପଢ଼ିବା ଦରକାର। ଗୋପୀନାଥ ମହାନ୍ତି ଆମ ଚୀର ନମସ୍ୟ।
Tweet media one
5
7
55
@bairakhpali
Kishor Meher(ପଥିକ)
5 months
ଭୋଟ ସରିଲା ,କିନ୍ତୁ କାହିଁକି କେଜାଣି ନିଜକୁ କଦଳୀ ଚୋପା ଭଳି ମନେ କରୁଛି। ଏହା ପରେ ମୋର ଆଉ କିଛି ମୂଲ୍ୟ ଅଛି।? ମୁଁ ଆଉ କିଛି କହିବା ଅବା କରିବା ସ୍ଥିତିରେ ରହିବି ! ପୁଣି ପାଞ୍ଚ ବର୍ଷ ପରେ ଯଦି ବଞ୍ଚି ଥିବି ତେବେ ପୁଣି ମୋ।ପାଖକୁ ହୁଏତ ନେତା ଆସିବେ ,ଅନୁରୋଧ କରିବେ ,ଭୋଟ ଖଣ୍ଡେ ପାଇଁ ! ସାଧାରଣ ନାଗରିକ ସତେ କେତେ ଅସହାୟ !
6
5
58
@bairakhpali
Kishor Meher(ପଥିକ)
9 months
ସମ୍ବିଧାନ ଅଛି ବୋଲି ଆମେ ଅଛୁ। ସମ୍ବିଧାନ ନାହିଁ।ତ ଆମେ ବି ରହିବା ନି। ସମସ୍ତଙ୍କ ହାତରେ ସମ୍ବିଧାନ ,ସମସ୍ତଙ୍କ ମୁହଁରେ ଏହାରି ଚର୍ଚ୍ଚା ,ଏହାହିଁ ଆମ ଲକ୍ଷ୍ୟ।
Tweet media one
6
6
57
@bairakhpali
Kishor Meher(ପଥିକ)
11 months
ରଭେନ୍ସା ବିଶ୍ଵବିଦ୍ୟାଳୟ ପରିସରେ ଥିବ ଶତାୟୁ କନିକା ଲାଇବ୍ରେରୀ କୁ ଏହି ଅଧମ ର କିଛି ପୁସ୍ତକ ଉପହାର ଆକାରରେ ପ୍ରଦାନ କଲି।
Tweet media one
3
3
56
@bairakhpali
Kishor Meher(ପଥିକ)
1 year
ଚେଷ୍ଟା ଚାଲିଛି ,ଶ୍ରୀମଦ ଭାଗବତ ଗ୍ରନ୍ଥରେ ରହିଛି ଅନେକ ନୀତି ବାଣୀ ,ଯାହା ଆମ ସମାଜ ପକ୍ଷେ ଆବଶ୍ୟକ। ଗାଁ ଲୋକେ କିଛି ପଢନ୍ତୁ ,କିଛି ଆଲୋଚନା କରନ୍ତୁ। ଯାହା ଭଲ ତାକୁ ଗ୍ରହଣ କରନ୍ତୁ।ଆଜି ବରପାଲି ବ୍ଲକ କଦଳୀମୁଣ୍ଡା ଗାଁରେ ଟୁଙ୍ଗି ଟିଏ ପାଇଁ ଚେଷ୍ଟା କଲୁ।
Tweet media one
5
3
57
@bairakhpali
Kishor Meher(ପଥିକ)
2 years
କୌଣସି ସମାଜର ଉନ୍ନତି ଶିକ୍ଷା ଦ୍ଵାରା ସମ୍ଭବ ହୋଇଥାଏ। କେରଳ ରାଜ୍ୟର ସବୁ ଗାଁ ରେ ଗୋଟିଏ ଲେଖା ପାଠାଗାର ଥିବା ବେଳେ ଆମ ଏଠି ଗୋଟିଏ ପଞ୍ଚାୟତ ରେ ଗୋଟିଏ ପାଠାଗାର ହୋଇ ପାରିନାହିଁ। ଆମେ ଏ ଦିଗରେ ବହୁ ପଛରେ ଅଛୁ। ଆମ ସରପଞ୍ଚ ଆଜ୍ଞା ମାନେ ଚାହିଁଲେ ଗୋଟିଏ ଲେଖା ପାଠାଗାର କରି ପରନ୍ତେ।
Tweet media one
6
8
53
@bairakhpali
Kishor Meher(ପଥିକ)
7 months
ଏଥର ମୋର ପ୍ରତିଜ୍ଞା ,ଏଇ ନିକଟ ଅତୀତରେ ଦଳ ବଦଳ ନେତା /ପ୍ରାର୍ଥୀଙ୍କୁ ମୋଟେ ଭୋଟ ଦେବିନି। ସେ ଯେଉଁ ଦଳ ହୁଅନ୍ତୁ ,ପ୍ରାର୍ଥୀ ଦେଖି ଭୋଟ ଦେବି।ଦଳ ଚିହ୍ନ ଦେଖି ନୁହେଁ,ପ୍ରାର୍ଥୀ ମୁହଁ ଦେଖି କି ଦେବି। ବଡ଼ ନେତାଙ୍କ ମୁହଁ ନୁହେଁ,ପ୍ରାର୍ଥୀଙ୍କ ମୁହଁ ଦେଖି ଭୋଟ ଦେବି।ଆଉ ଆପଣ ??
17
3
55
@bairakhpali
Kishor Meher(ପଥିକ)
2 years
He could not pay the admission fees ,came back home ,shattered ! This is bitter experience. My childhood too was full of such bitter experience . But I won't allow any such to happen with other children..next time he will take admission,promise.
Tweet media one
6
4
52
@bairakhpali
Kishor Meher(ପଥିକ)
3 years
Art and craftsmanship are community work. They are interrelated. They are organically linked. I found this door, atleast a century old ,in a craft village. Just in the locality of tie and dye artisans. There is every possibility that the artisans drew inspiration from this door.
Tweet media one
3
8
52
@bairakhpali
Kishor Meher(ପଥିକ)
4 years
Can Sambalpurias be far behind! If Delhites showed love and solidarity for Baba ka dhaba, this boy ,a band master with 40 boys,is a gem. Drove to near hunger in lockdowns,he runs this tea stall near Golbazar ,offers tea in clay cup. He needs our support,lets be like Delhites.RT.
Tweet media one
3
8
51
@bairakhpali
Kishor Meher(ପଥିକ)
11 months
Any visitor to the Southern states especially Kerala and Tamilnadu may ve observed the Library Culture there. In West Bengal too one may observe the reading habit.Why Odisha is lacking ? We ve not been able to build up a "library culture "here. Regret .
Tweet media one
7
8
53
@bairakhpali
Kishor Meher(ପଥିକ)
5 months
ଏକଦା ଯେଉଁ ମାନେ ରାହୁଲ ଗାନ୍ଧୀଙ୍କୁ ଗମ୍ଭୀରତା ସହ ଗ୍ରହଣ କରୁ ନଥିଲେ ,ଏବେ କିନ୍ତୁ ସେମାନେ ତାଙ୍କ ସମ୍ପର୍କରେ କହିଲା ବେଳେ ଭାରି ସତର୍କ ହୋଇ କହୁଛନ୍ତି। ଏବେ ଲୋକେ କଂଗ୍ରେସ କୁ ନେଇ ଆଶାବାଦୀ ବି ହେଉଛନ୍ତି। ସେମାନେ ମନେ କରନ୍ତି,ଆଗାମୀ ,୨୦୨୯ ରେ କଂଗ୍ରେସ କୁ କେନ୍ଦ୍ରରେ ସରକାର ଗଢିବାରେ କେହି ରୋକି ପାରିବେ ନାହିଁ। ପରିବର୍ତ୍ତନ!
9
2
52
@bairakhpali
Kishor Meher(ପଥିକ)
2 years
You may not ve shoes ,but you must ve books in your hand , this says Baba Saheb Ambedkar ,the great man who understood the power of education..Every library should ve this poster . We ve put this at the entrance of our library.
Tweet media one
4
16
50