Dr. Lopamudra Baxipatra Profile Banner
Dr. Lopamudra Baxipatra Profile
Dr. Lopamudra Baxipatra

@LopaBaxipatra

Followers
853
Following
58
Media
1,722
Statuses
4,757

State General Secretary, BJD. District Observer, Khordha (Biju Mahila Janata Dal).

Bhubaneshwar, India
Joined August 2020
Don't wanna be here? Send us removal request.
Explore trending content on Musk Viewer
@LopaBaxipatra
Dr. Lopamudra Baxipatra
7 months
Heartiest congratulations to @BhruguOdisha on being nominated by Biju Janata Dal as a candidate from Berhampur Lok Sabha constituency. Thankful to Hon’ble CM Shri @Naveen_Odisha for reposing trust & confidence in him.
Tweet media one
Tweet media two
13
8
203
@LopaBaxipatra
Dr. Lopamudra Baxipatra
1 year
ରାଜ୍ୟରେ ବ୍ୟାପକ ହେବ ପୋଲିସ ବିଭାଗର ନିଯୁକ୍ତି ପ୍ରକ୍ରିୟା । ଯାହାର ସମସ୍ତ ଦାୟିତ୍ୱ ବହନ କରିବା ନିମନ୍ତେ ରାଜ୍ୟ ସ୍ଥାୟୀ ପୋଲିସ ଚୟନ ବୋର୍ଡ଼କୁ ସ୍ବୀକୃତି ପ୍ରଦାନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ।
Tweet media one
4
6
166
@LopaBaxipatra
Dr. Lopamudra Baxipatra
4 months
ସାରା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ପୁଞ୍ଜି ନିବେଶ ପ୍ରସ୍ତାବ ୨୦୨୩ କ୍ଷେତ୍ରରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛି ଓଡ଼ିଶା । ୨୦୨୩ ବର୍ଷରେ ସାରା ଦେଶର ବିଭିନ୍ନ ରାଜ୍ୟକୁ ୫,୧୦,୮୫୨ କୋଟି ନିବେଶ ପ୍ରସ୍ତାବ ଆସିଥିବା ବେଳେ ଏଥିରୁ ଓଡ଼ିଶାକୁ ସର୍ବାଧିକ ୨,୧୦,୮୩୭ କୋଟି ଟଙ୍କାର ପ୍ରସ୍ତାବ ମିଳିଛି ।
Tweet media one
16
7
127
@LopaBaxipatra
Dr. Lopamudra Baxipatra
2 years
ନିଟ୍ ପରୀକ୍ଷାରେ କୃତୀତ୍ଵ ହାସଲ କରି କୋରାପୁଟସ୍ଥିତ ସହିଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର ଶ୍ରୀ ଇଫୁ ମଲ୍ଲିକ ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ଙ୍କୁ ଭେଟି କୃତଜ୍ଞତା ଜଣାଇବା ସହ ଭବିଷ୍ୟତରେ ଜଣେ ଭଲ ଡାକ୍ତର ହେବେ ବୋଲି କହିଛନ୍ତି ।
1
7
110
@LopaBaxipatra
Dr. Lopamudra Baxipatra
1 year
As per the directions of Hon'ble CM @Naveen_Odisha , Secretary to CM ( #5T ) VK Pandian, continued his 2nd day visit to Jagatsinghpur Dist today to review the progress of various developmental works and redressal of public grievances.
Tweet media one
Tweet media two
Tweet media three
Tweet media four
9
2
88
@LopaBaxipatra
Dr. Lopamudra Baxipatra
3 years
Hon'ble CM @Naveen_Odisha flagged off the most ambitious Mukhyamantri Bayu Swasthya Seva Scheme to Malkangiri. The services will be available in Malkangiri, Nabarangpur, Nuapada & Kalahandi. Great move by the State Govt to provide emergency healthcare in hard-to-reach areas.
Tweet media one
Tweet media two
2
16
70
@LopaBaxipatra
Dr. Lopamudra Baxipatra
6 months
Mr @ShombiSharp , UN Resident Coordinator in India ( @UNinIndia ) met Hon'ble Odisha CM @Naveen_Odisha and praised the State Govt's efforts in disaster management, food security, 5T Governance, HDI indicators and Millet Mission.
Tweet media one
Tweet media two
Tweet media three
Tweet media four
2
0
75
@LopaBaxipatra
Dr. Lopamudra Baxipatra
2 years
Hon’ble CM @Naveen_Odisha has been working towards empowering the women at various levels in every sector. While 5 Women Ministers have been sworn-in, they also got important & highly responsible portfolios. That shows the right intent & trust reposed in women leaders by the CM.
Tweet media one
4
2
68
@LopaBaxipatra
Dr. Lopamudra Baxipatra
2 years
Visited Narasinghpur Block under Badamba Tehsil in Cuttack District today. Held meeting with Block level officials, MBKs, CRPs, BLF/GPLF members, visited Block Level Mission Shakti Bhawan.
Tweet media one
Tweet media two
Tweet media three
Tweet media four
1
1
60
@LopaBaxipatra
Dr. Lopamudra Baxipatra
3 years
As per the directive of Hon'ble CM @Naveen_Odisha , an all-women #BloodDonation Camp was organised at BJD State party office today by @BmjdOdisha under the aegis of #OdishaMoParivar . I thank all the women donors who came forward to donate blood & save lives during Pandemic.
Tweet media one
4
6
53
@LopaBaxipatra
Dr. Lopamudra Baxipatra
4 years
Hon'ble CM @Naveen_Odisha launched 5 online services of @WCDOdisha & @mission_shakti , aimed at empowering women & providing better childcare facilities. The CM launched e-manadeya portal for paperless transfer of honorarium to 1,34,758 Anganwadi workers & helpers. @TukuniSahu
Tweet media one
2
4
50
@LopaBaxipatra
Dr. Lopamudra Baxipatra
1 year
ସଫଳ ହେଉଛି ନବୀନ ଓଡ଼ିଶା ଗଠନର ସ୍ଵପ୍ନ । ଅହରହ ଚାଲିଛି ରାଜ୍ୟ ବିକାଶ ସମୀକ୍ଷା । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କଳାହାଣ୍ଡି ଓ ନୂଆପଡାକୁ ତିନି ଦିନିଆ ଗସ୍ତରେ ଯାଇଥିବା #5T ସଚିବ ଶ୍ରୀ ଭି କେ ପାଣ୍ଡିଆନ ଆଜି ତୃତୀୟ ଦିନରେ ନୂଆପଡ଼ା ଗସ୍ତ କରି ବିକାଶ କାମର ସମୀକ୍ଷା କରିଛନ୍ତି ।
Tweet media one
Tweet media two
Tweet media three
Tweet media four
3
0
51
@LopaBaxipatra
Dr. Lopamudra Baxipatra
2 years
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସୁନ୍ଦରଗଡ଼ ବିକାଶ ସ୍ରୋତର ଅବିଶ୍ରାନ୍ତ ସମୀକ୍ଷା । ଦ୍ୱିତୀୟ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଶିକ୍ଷା-ସ୍ୱାସ୍ଥ୍ୟ, କ୍ରୀଡ଼ା-କୃଷି, ଯୋଗାଯୋଗ-ମିଶନ ଶକ୍ତି ପ୍ରତ୍ୟେକ କ୍ଷେତ୍ରର ଅନୁଧ୍ୟାନ କରିଛନ୍ତି #5T ସଚିବ ଶ୍ରୀଯୁକ୍ତ ଭି.କେ ପାଣ୍ଡିଆନ ।
Tweet media one
Tweet media two
Tweet media three
Tweet media four
1
4
50
@LopaBaxipatra
Dr. Lopamudra Baxipatra
4 years
Amazed at the brilliant performance by our rising stars at the 28-day-long Odisha Women's #Football ⚽League. Under the leadership of Hon’ble CM @Naveen_Odisha , Odisha has turned into the biggest sporting hub in the country. Keep Inspiring others! #OdishaForSports
Tweet media one
Tweet media two
Tweet media three
Tweet media four
4
19
48
@LopaBaxipatra
Dr. Lopamudra Baxipatra
2 years
ଉତ୍କଳମଣିଙ୍କ ଜନ୍ମପୀଠର କାୟାକଳ୍ପ ➡️ ୧୫ ଫୁଟ ଉଚ୍ଚ ଗୋପବନ୍ଧୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି, ଶିବ ମନ୍ଦିର, ସଂଗ୍ରହାଳୟ, ଶିଶୁ ପାର୍କ, ପରିକ୍ରମା ରାସ୍ତା, ସୂଚନା କେନ୍ଦ୍ର ➡️ ସୁଆଣ୍ଡୋରୁ ଆରମ୍ଭ ହେଲା ମହାପୁରୁଷଙ୍କ ଜନ୍ମପୀଠର ବିକାଶ କାର୍ଯ୍ୟକ୍ରମ, ୫-ଟି ଉପକ୍ରମରେ ରାଜ୍ୟର ସବୁ ବରପୁତ୍ରଙ୍କ ଜନ୍ମପୀଠର ରୂପାନ୍ତର କରାଯିବ
Tweet media one
Tweet media two
Tweet media three
Tweet media four
1
1
47
@LopaBaxipatra
Dr. Lopamudra Baxipatra
2 years
ସେବାରେ ବ୍ରତୀ ହେବାକୁ ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ରାଜ୍ୟ ଜଳସମ୍��ଦ ବିଭାଗରେ ୮୭ଜଣ ମହିଳା ଯନ୍ତ୍ରୀଙ୍କ ସମେତ ମୋଟ ୨୫୭ଜଣ (ସିଭିଲ୍) କନିଷ୍ଠ ଯନ୍ତ୍ରୀଙ୍କୁ ମିଳିଲା ନିଯୁକ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ନବନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସଚ୍ଚୋଟତାର ସହ କାର୍ଯ୍ୟ କରିବାକୁ ଦେଇଛନ୍ତି ପରାମର୍ଶ।
Tweet media one
1
5
46
@LopaBaxipatra
Dr. Lopamudra Baxipatra
3 years
Hon'ble CM @Naveen_Odisha felicitated Hockey Olympians from Odisha on their victory at #TokyoOlympics . Our beloved CM handed over the cash reward of Rs 2.5 Cr and DSP posting to Birendra Lakra, Amit Rohidas and cash award of Rs 50 lakhs each to Deep Grace Ekka and Namita Toppo.
Tweet media one
Tweet media two
Tweet media three
Tweet media four
1
4
41
@LopaBaxipatra
Dr. Lopamudra Baxipatra
3 years
Further transforming healthcare infrastructure, Hon'ble CM @Naveen_Odisha inaugurated Shri Jagannath Medical College & Hospital in #Puri . Students from Govt schools have got admissions due to the 15% reservation policy. It has the intake capacity of 100 MBBS students annually.
Tweet media one
Tweet media two
Tweet media three
Tweet media four
4
1
45
@LopaBaxipatra
Dr. Lopamudra Baxipatra
2 years
Under the guidance of Hon'ble CM @Naveen_Odisha , #Odisha Govt has emphasized on making women financially & socially self-sufficient. Attended an event where @OTDC has given an automatic Oil Extraction Machine to Trishakti Mahila Parishad in Bhubaneswar for oil production.
Tweet media one
Tweet media two
2
6
41
@LopaBaxipatra
Dr. Lopamudra Baxipatra
2 years
ହକି ଆମ୍ବାସଡର ଭାବେ ବିଶ୍ୱରେ ପରିଚିତ ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ଙ୍କ ଠାରୁ ପୁରୁଷ ହକି ବିଶ୍ୱ କପ୍‌ ୨୦୨୩ର ଟିକେଟ ବଣ୍ଟନ ପ୍ରକ୍ରିୟା ଆରମ୍ଭ । ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ କପ୍‌ର ପ୍ରଥମ ଟିକେଟ ପ୍ରଦାନ କରିଛନ୍ତି ହକି ଇଣ୍ଡିଆ ସଭାପତି @DilipTirkey @HockeyIndiaLeag @sports_odisha @MoSarkar5T
0
7
42
@LopaBaxipatra
Dr. Lopamudra Baxipatra
1 year
Hon’ble CM @Naveen_Odisha has been working towards empowering the women at various levels in every sector while @mission_shakti has transformed lives of women in #Odisha through SHGs, making them socially empowered and entrepreneurs.
2
1
38
@LopaBaxipatra
Dr. Lopamudra Baxipatra
1 year
ଏସଏଚଜି ଦ୍ଵାରା ଋଣ ପରିଶୋଧରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି । 👉୮ ବର୍ଷରେ ଏସଏଚଜିଙ୍କୁ ଋଣ ସହାୟତା ୧୯ ଗୁଣା ବୃଦ୍ଧି ହୋଇଛି 👉ଋଣ ସହାୟତା ୫୦୦ କୋଟି ଟଙ୍କାରୁ ବଢି ୨୦୨୨-୨୩ରେ ୧୧ ହଜାର କୋଟି ଟଙ୍କାରେ ପହଞ୍ଚିଛି 👉ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମହିଳାଙ୍କୁ ସହାୟତା ପ୍ରଦାନ କରାଯାଉଛି
2
7
39
@LopaBaxipatra
Dr. Lopamudra Baxipatra
1 year
. @mission_shakti in collaboration with @MilletsOdisha , organized a 3-day training program at @csircftri , Mysuru, Karnataka with the participation of 30 #MissionShakti SHG members from Bargarh, Kandhamal, Keonjhar & Sundargarh.
Tweet media one
Tweet media two
Tweet media three
Tweet media four
1
5
36
@LopaBaxipatra
Dr. Lopamudra Baxipatra
2 years
ମାର୍ଗଶିର ମାସ ପ୍ରଥମ ଗୁରୁବାର, #ମାଣ୍ଡିଆଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ରାଜ୍ୟରୁ ମହିଳା ଓ ଶିଶୁ ପୁଷ୍ଟିହୀନତା ଦୁରକରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ଙ୍କ ଅଭିନବ ପ୍ରୟାସ । ଆସନ୍ତୁ ଲୋକଙ୍କୁ ମିଲେଟର ଉପକାରିତା ବିଷୟରେ ସଚେତନ କରିବା । #MandiaDibasa
Tweet media one
0
2
36
@LopaBaxipatra
Dr. Lopamudra Baxipatra
1 year
ଆଜି ବରଗଡ଼ଗସ୍ତରେ ଥିବା #5T ସଚିବ ଭି.କେ ପାଣ୍ଡିଆନ୍ ମିଶନସକ୍ତି ମା ମାନଙ୍କୁ ସମ୍ବୋଧିତ କରିବା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଡିଓ ବାର୍ତ୍ତା ଲୋକଙ୍କୁ ଶୁଣାଇଛନ୍ତି । @CMO_Odisha @mission_shakti @MoSarkar5T
3
3
37
@LopaBaxipatra
Dr. Lopamudra Baxipatra
2 years
ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଆୟୋଜିତ ଏସଏଚଜି ସମ୍ମିଳନୀରେ ଉଦବୋଧନ ଦେଇ ଜିଲ୍ଲା ଫେଡେରେସନକୁ ଏକ କୋଟି ଟଙ୍କାର ରିଭଲ୍ଭିଂ ପାଣ୍ଠି, ବ୍ଲକ ସ୍ତର ଫେଡେରେସନକୁ ପଚାଶ ଲକ୍ଷ ଟଙ୍କା, ପଞ୍ଚାୟତ ସ୍ତରରେ ମାର୍କେଟ କମପ୍ଲେକ୍ସ ସହ ସ୍ଵତନ୍ତ୍ର ଅଫିସ ଘର ନିର୍ମାଣ ପାଇଁ ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha
Tweet media one
Tweet media two
Tweet media three
Tweet media four
3
4
33
@LopaBaxipatra
Dr. Lopamudra Baxipatra
2 years
ମିଶନ ଶକ୍ତି ନାରୀମାନଙ୍କ ଉନ୍ନତି ପାଇଁ ଏକ ନୀରବ ବିପ୍ଳବ । ରାଜ୍ୟର ବିଭିନ୍ନ ଜିଲ୍ଲାର @mission_shakti ର ମା ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ମହିଳାଙ୍କ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିବା ସହିତ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ।
3
4
33
@LopaBaxipatra
Dr. Lopamudra Baxipatra
2 years
ପଦମପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀନୀ ଭାବେ ଶ୍ରୀମତୀ ବର୍ଷା ସିଂ ବରିହା ମନୋନୀତ ହୋଇଥିବାରୁ ତାଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା । ଶ୍ରୀମତୀ ବର୍ଷା ସିଂ ବରିହା, ଦିବଂଗତ ପଦମପୁର ବିଧାୟକ ବିଜୟ ରଞ୍ଜନଙ୍କ ଭଳି ପଦମପୁରବାସୀଙ୍କ ଆସ୍ଥାଭାଜନ ହୋଇ ପଦମପୁରରେ ବିଜୟ ହାସଲ କରିବେ ବୋଲି ମୋର ଆଶା।
Tweet media one
Tweet media two
2
1
31
@LopaBaxipatra
Dr. Lopamudra Baxipatra
2 years
A day for great pride for #Odisha as Hon’ble CM @Naveen_Odisha has been conferred with the Capital Foundation Lifetime Achievement Award by former Chief Justice of India, N.V. Ramana in recognition of his outstanding leadership quality. For him, 4.5 Cr Odias are just One Family.
Tweet media one
Tweet media two
Tweet media three
Tweet media four
4
4
29
@LopaBaxipatra
Dr. Lopamudra Baxipatra
2 years
ଅନ୍ନଦାତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ଚାଷୀଭାଇଙ୍କ ହିତକୁ ପ୍ରାଥମିକତା ଦେଉଥିବା ବେଳେ ଗ୍ରହଣ କରିଛନ୍ତି ବଡ଼ ପଦକ୍ଷେପ । ଚାଷୀଙ୍କ ପାଇଁ ଘୋଷଣା କରିଛନ୍ତି ୨୦୦ କୋଟି ଟଙ୍କାର ମରୁଡି ଜନିତ ଇନପୁଟ ସବସିଡି । ଉପକୃତ ହେବେ ରାଜ୍ୟର ସମସ୍ତ ମରୁଡ଼ି ପ୍ରଭାବିତ ଅଞ୍ଚଳର ଚାଷୀ ।
1
3
28
@LopaBaxipatra
Dr. Lopamudra Baxipatra
2 years
ଖୋର୍ଦ୍ଧା ଶିଳ୍ପ ବିକାଶର ସମୀକ୍ଷା କରିଛନ୍ତି #5T ସଚିବ ଭି.କେ ପାଣ୍ଡିଆନ୍ ଶିଳ୍ପାନୁଷ୍ଠାନ ମାନଙ୍କ ପାଇଁ ସ୍ବତନ୍ତ୍ର ନୀତି, ଶ୍ରମିକଙ୍କ ନିମନ୍ତେ ହଷ୍ଟେଲ,ବିଜୁଳି ଓ ପାଣି ଯୋଗାଣରେ ଉନ୍ନତି, ଟ୍ରକ ପାର୍କିଂ, ଟ୍ରାଫିକ ପରିଚାଳନା, ବର୍ଜ୍ୟବସ୍ତୁ ପରିଚାଳନା ଆଦି ୪୦ ବର୍ଷର ବିଭିନ୍ନ ସମସ୍ୟାର ୪୦ ମିନିଟ୍‌ରେ ସମାଧାନ କରିଛନ୍ତି ‌।
Tweet media one
Tweet media two
Tweet media three
Tweet media four
2
3
26
@LopaBaxipatra
Dr. Lopamudra Baxipatra
1 year
#MissionShakti Cafe, exclusively managed by the members of SHGs has created a niche for itself in the restaurant segment. Here is a #MissionShaktiCafe in Jajpur near Biraja Temple, managed by women SHG members that serves meals at affordable prices to people.
Tweet media one
Tweet media two
Tweet media three
Tweet media four
0
1
26
@LopaBaxipatra
Dr. Lopamudra Baxipatra
2 years
Organic strawberry cultivated at Budhadani OLIC Project under Phulbani Block of Kandhamal Dist by women SHGs. Strawberry production for first time in Kandhamal District will surely enhance the livelihood of women and farmers & reduce dependency on other States.
Tweet media one
Tweet media two
Tweet media three
Tweet media four
0
3
28
@LopaBaxipatra
Dr. Lopamudra Baxipatra
3 years
In yet another step towards economic empowerment of women, #Odisha Govt will set up ‘Chhatua’ Production Units in all 314 Blocks involving #MissionShakti self-help groups (SHGs). This will provide branding, marketing assistance and credit linked subsidy of 35%. #odishacares
Tweet media one
3
6
27
@LopaBaxipatra
Dr. Lopamudra Baxipatra
2 years
I am honoured to be a part of #BJDFoundationDay at Talabania in #Puri . From women empowerment to pro-poor initiatives, #BJD has truly taken our State to new heights. #BJDInServiceOfOdisha25Yrs #BJDToServeOdisha100Yrs
Tweet media one
Tweet media two
Tweet media three
Tweet media four
2
1
27
@LopaBaxipatra
Dr. Lopamudra Baxipatra
3 years
Historic step by Hon'ble CM @Naveen_Odisha . #Odisha to make #Disaster and pandemic preparedness a part of School curriculum. Elected representative, Govt official, @mission_shakti Groups, Vana Surakya Samitis and other community based organizations will be trained in State.
1
2
25
@LopaBaxipatra
Dr. Lopamudra Baxipatra
2 years
ବାଲେଶ୍ୱରରେ ୧୮୦୬ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରି ‘ୱାନ ପଞ୍ଚାୟତ ୱାନ ପ୍ରଡକ୍ଟ’ର ପ୍ରସାର ପାଇଁ ଆହ୍ୱାନ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha । ୬୦,୦୦୦ ସଦସ୍ୟ ବିଶିଷ୍ଟ ୫,୬୦୦ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁୁ ୨୨୦ କୋଟି ଟଙ୍କାର ମିଶନ ଶକ୍ତି ଋଣ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
Tweet media one
Tweet media two
Tweet media three
Tweet media four
2
0
26
@LopaBaxipatra
Dr. Lopamudra Baxipatra
3 years
Women #SHGs are playing vital role in #Odisha 's fight against #COVID19 . Amid #lockdown , members of #SHGs in Rourkela have come forward to provide essential public services to people in their doorstep. #OdishaCares @CMO_Odisha @mission_shakti @RourkelaMC @DMSundargarh
2
4
26
@LopaBaxipatra
Dr. Lopamudra Baxipatra
2 years
Wishing everyone a very Happy #Holi . May this festival of colors bring prosperity, happiness & success in everyone's life. #HappyHoli #Holi2023
Tweet media one
5
1
26
@LopaBaxipatra
Dr. Lopamudra Baxipatra
2 years
ପ୍ରଂଶସା ସାଉଟିଲା ଓଡ଼ିଶାର ମିଲେଟ ମିଶନ ଓଡ଼ିଶାକୁ “ମିଲେଟ୍ ମିଶନ୍ ସ୍କେଲିଂ ପାଇଁ ଶ୍ରେଷ୍ଠ ରାଜ୍ୟ” ଭାବେ ପୁରସ୍କୃତ କରାଯାଇଛି । ମିଲେଟ ଚାଷକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମିଳିଛି ସମ୍ମାନ। ଓଡ଼ିଶାରେ ମିଲେଟ୍‍ ‘ମାସ୍କଟ’ ପାଲଟିଥିବା ବେଳେ ମିଲେଟ ମିଶନରେ SHG ମହିଳାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ।
Tweet media one
1
5
25
@LopaBaxipatra
Dr. Lopamudra Baxipatra
2 years
#Odisha Govt signed MoU with UNFPA to launch an initiative to strengthen #MissionShakti #SHG network in the State. @UNFPAIndia will equip & certify nearly 6 lakh women with digital and financial skills, including access to online public services, banking services & social media.
Tweet media one
3
11
24
@LopaBaxipatra
Dr. Lopamudra Baxipatra
3 years
. @stscdev , @mission_shakti & Rythu Sadhikara Samstha, Andhra Pradesh have signed an MoU for promotion of natural farming in #Odisha . The programme will benefit 1,35,000 tribal women farmers & bring 1,35,000 Hectare area under natural farming in 5 years involving 13,500 WSHGs.
Tweet media one
Tweet media two
0
3
26
@LopaBaxipatra
Dr. Lopamudra Baxipatra
4 months
Recalling the fond memories with former Odisha Governor Shri Murlidhar Chandrakant Bhandare, who passed away at the age of 95. He was the Chief Guest at the 77th Harischandra Baxipatra Birth Anniversary celebrations in 2010. We lost a good soul. My deep condolences. 🙏
Tweet media one
Tweet media two
1
1
26
@LopaBaxipatra
Dr. Lopamudra Baxipatra
6 months
କୋଟିଆରେ ଷ୍ଟ୍ରବେରୀ ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଓଡ଼ିଶା ସରକାରଙ୍କ ସହାୟତାରେ ବିଦେଶୀ ଫଳ କୁ କୋଟିଆରେ ଫଳେଇବାରେ ସଫଳ ହୋଇଛି କୋରାପୁଟ ଜିଲ୍ଲା ପ୍ରଶାସନ । ବିପୁଳ ପରିମାଣରରେ ଷ୍ଟ୍ରବେରୀ ଚାଷ ହୋଇ ବିଦେଶକୁ ରପ୍ତାନି ହେଉଛି । ନୁତନ ପରିଚୟ ସହ ରୋଜଗାରକ୍ଷମ ହୋଇପାରିଛନ୍ତି ମହିଳା ।
3
1
26
@LopaBaxipatra
Dr. Lopamudra Baxipatra
4 years
Selecting WSHGs for metering & collection of electricity charges from consumers is empowering thousands of women & open new avenues of work for them. Each member of a SHG in Angul dist is getting Rs 10,000 as monthly commission for collecting electricity charges from consumers.
Tweet media one
Tweet media two
0
2
24
@LopaBaxipatra
Dr. Lopamudra Baxipatra
2 years
ମିଶନ ଶକ୍ତି ମା'ଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭେଟି । ରାଜ୍ୟର ମହିଳାଙ୍କୁ ଆହୁରି ସଶକ୍ତ ଏବଂ ଉଦ୍ୟେଗୀ କରିବା ଲକ୍ଷ୍ୟ ରଖି ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ପାଇଁ କରିଛନ୍ତି ଘୋଷଣା । ନୂତନ ଋଣ ବ୍ୟବସ୍ଥା ୨୦୨୨ ଅପ୍ରେଲ ପହିଲାରୁ ଲାଗୁ ହେବା ସହ ଆଗାମୀ ୫ ବର୍ଷରେ ପ୍ରଦାନ କରାଯିବ ୫୦ ହଜାର କୋଟି ଟଙ୍କାର ଋଣ।
2
3
24
@LopaBaxipatra
Dr. Lopamudra Baxipatra
2 years
ଓଡ଼ିଶାକୁ ଆଇଟି ହବ୍‌ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ଆଜି ହାଇଦ୍ରାବାଦରେ ନିବେଶକ ସମ୍ମିଳନୀରେ ଯୋଗଦେଇ ପୁଞ୍ଜିପତିଙ୍କୁ ରାଜ୍ୟରେ ନିବେଶ ପାଇଁ ନିମନ୍ତ୍ରଣ କରିବା ସହ ୱାନ୍ ଟୁ ୱାନ୍ ଆଲୋଚନା କରୁଛନ୍ତି । #InvestInOdisha #OdishaInvestorsMeet2022 @CMO_Odisha
0
4
24
@LopaBaxipatra
Dr. Lopamudra Baxipatra
2 years
ପବିତ୍ର #ବାହୁଡା଼ଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖମୟ ଏବଂ ମଙ୍ଗଳମୟ ହେଉ । ଜୟ ଜଗନ୍ନାଥ 🙏 #BahudaJatra #RathaJatra
Tweet media one
6
1
22
@LopaBaxipatra
Dr. Lopamudra Baxipatra
4 years
World Food Program and Odisha Millets Mission signed MoA to provide technical support in mainstreaming millets in PDS MDM and ICDS. @MilletsOdisha looks forward to work with @UNWFP_India in highlighting the nutritional benefits and the income support for vulnerable group.
Tweet media one
Tweet media two
0
3
21
@LopaBaxipatra
Dr. Lopamudra Baxipatra
2 years
ଆହୁରି ମଜବୁତ ହେବ ମିଶନ ଶକ୍ତି ▶️ ମିଶନ ଶକ୍ତି ଏସଏଚଜିଙ୍କ ପାଇଁ ପ୍ରତି ଜିଲ୍ଲାରେ ହେବ ଶିଳ୍ପ ପାର୍କ ▶️ ଆଗାମୀ ୩ ବର୍ଷରେ ୫୦ହଜାର ଏସଏଚଜିକୁ ଏସଏମଇରେ ପରିଣତ କରାଯିବ ▶️ ଆସନ୍ତା ୩ ବର୍ଷ ଭିତରେ ପ୍ରତି ଜିଲ୍ଲାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଶିଳ୍ପ ପାର୍କ ହେବ ▶️ ବନାଗ୍ନି ରୋକିବାରେ ସହାୟକ ହେବେ ମହିଳା
Tweet media one
0
4
22
@LopaBaxipatra
Dr. Lopamudra Baxipatra
3 years
The #MissionShakti Cafe, exclusively managed by the members of Mission Shakti SHGs, has today created a niche for itself in the restaurant segment. The eco-friendly cafe built from thousands of Bamboo canes at Bhitarkanika will serve local delicacies to its tourists.
Tweet media one
Tweet media two
0
1
23
@LopaBaxipatra
Dr. Lopamudra Baxipatra
2 years
ମିଶନ ଶକ୍ତି ଜରିଆରେ ନାରୀଙ୍କ ଜୀବନରେ ଆସିଛି ପରିବର୍ତ୍ତନ । ସେମାନେ ହୋଇପାରିଛନ୍ତି ରୋଜଗାରକ୍ଷମ । ଆଜି ସଂଧ୍ୟାରେ ବାଲେଶ୍ୱର, ମୟୁରଭଂଜ ଓ ଜଗତସିଂହପୁର ଜିଲ୍ଲାର ମିଶନ ଶକ୍ତି ମା'ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ଙ୍କୁ ଭେଟି ମା ମାନଙ୍କୁ ବିଭିନ୍ନ ଗୁରୁଦାୟିତ୍ୱ ପ୍ରଦାନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
Tweet media one
Tweet media two
Tweet media three
Tweet media four
1
3
23
@LopaBaxipatra
Dr. Lopamudra Baxipatra
2 years
Hon'ble CM @Naveen_Odisha inaugurated #AdivasiMela2023 at Adivasi Ground in Bhubaneswar. Women SHGs are selling their products made by them and produced in the forest. While Tribal women in 62 ITDA stalls are selling the product, 17 stalls have been allotted to SHG women.
Tweet media one
Tweet media two
Tweet media three
Tweet media four
2
0
22
@LopaBaxipatra
Dr. Lopamudra Baxipatra
2 years
ମା' ଭଗବତୀ, ମା' ମଙ୍ଗଳା ଏବଂ ମା ଉଗ୍ରତାରା ଶକ୍ତିପୀଠ ସୌନ୍ଦର୍ଯ୍ୟକରଣର ମାଷ୍ଟର ପ୍ଲାନ ଅନୁମୋଦନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଐତିହ୍ୟ ସଂରକ୍ଷଣକୁ ଦୃଷ୍ଟିରେ ରଖି #5T ଉପକ୍ରମରେ ଓଡ଼ିଶା ସେତୁ ନିର୍ମାଣ ନିଗମ ଦ୍ଵାରା ୨୪ ମାସ ମଧ୍ୟରେ ସରିବ ରୂପାନ୍ତରଣ କାର୍ଯ୍ୟ । ନୂଆ ରୂପରେ ଝଲସିବ ଏହି ୩ ପୀଠର ଚତୁଃପାର୍ଶ୍ଵ ।
Tweet media one
2
0
21
@LopaBaxipatra
Dr. Lopamudra Baxipatra
2 years
Visited Daspalla, Gania and Bhapur GP in Nayagarh Dist and discussed with various SHG, PG members regarding livelihood activities undertaken by the members to diversify livelihood opportunities.
Tweet media one
Tweet media two
Tweet media three
Tweet media four
4
0
21
@LopaBaxipatra
Dr. Lopamudra Baxipatra
4 years
Transgenders find dignity under leadership of Hon'ble CM @Naveen_Odisha . @angulM2017 started MESH programme by launching an E-toilet. The e-toilet was handed over to a SHG run by transgender persons. A commendable initiative that will create livelihood opportunity for them.
Tweet media one
1
3
21
@LopaBaxipatra
Dr. Lopamudra Baxipatra
4 months
ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରମୁଖ ପର୍ବ #ରଜପର୍ବ ଅବସରରେ ସମଗ୍ର ଓଡିଶାବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଏବଂ ଅଭିନନ୍ଦନ । ନାରୀ ଶକ୍ତିଙ୍କ ପ୍ରତି ସମ୍ମାନର ପ୍ରତୀକ ଏହି ପର୍ବ ଆମ ମହାନ୍ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ ।
Tweet media one
2
0
23
@LopaBaxipatra
Dr. Lopamudra Baxipatra
2 years
With an aim to transform Women SHGs in to SMEs, #MissionShakti have a target to provide Rs 50,000 Cr to SHGs in next 5 years. The Mission Shakti industrial park implemented by @dmkoraput was appreciated by the CM which will be adopted by entire State to promote entrepreneurship.
Tweet media one
Tweet media two
Tweet media three
Tweet media four
1
1
22
@LopaBaxipatra
Dr. Lopamudra Baxipatra
2 years
ମହିଳାଙ୍କୁ ସଶକ୍ତ ଏବଂ ସ୍ୱାବଲମ୍ବୀ କରିଛି ମିଶନ ଶକ୍ତି ରାଜ୍ୟ ସରକାରଙ୍କ ମା'ଙ୍କୁ ସମ୍ମାନ ଗାଁକୁ କାମ ସ୍ବପ୍ନ ହୋଇଛି ସଫଳ । ରୋଷେଇ ଘରର ଚାରି କାନ୍ଥଭିତରୁ ବାହାରି ମହିଳାମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ହୋଇ ପାରିଛିନ୍ତି ସ୍ୱାବଲମ୍ବୀ । ହାତ ତିଆରି ଟେରାକୋଟା କାମ ଦେଇଛି ରୋଜଗାରର ରାହା । @mission_shakti
0
2
21
@LopaBaxipatra
Dr. Lopamudra Baxipatra
2 years
Hon'ble CM @Naveen_Odisha launches Statewide Animal Helpline, Tele-Veterinary Service. While the Animal Help Line with Toll-Free Number 1962 will provide emergency healthcare services to stray animals, Tele-veterinary service will provide health care to the livestock of farmers.
Tweet media one
1
3
20
@LopaBaxipatra
Dr. Lopamudra Baxipatra
1 year
ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଦ୍ଵାରା ରାଜ୍ୟରେ ମହିଳା ସଶକ୍ତିକରଣ ପାଲଟିଛି ଏକ ଅଭିଯାନ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡ଼ା ଗସ୍ତ ସମୟରେ ଜିଲ୍ଲାର ୫୦୦୦ରୁ ଉର୍ଦ୍ଧ୍ବ ମିଶନ ଶକ୍ତି ମହିଳାଙ୍କୁ ଭେଟିଥିଲେ 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ ।
Tweet media one
Tweet media two
Tweet media three
Tweet media four
4
2
21
@LopaBaxipatra
Dr. Lopamudra Baxipatra
2 years
ସମସ୍ତ ଓଡ଼ିଶାବାସୀଙ୍କୁ ନୂତନ ବର୍ଷର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ନବବର୍ଷ ସୁଖ ଓ ସମୃଦ୍ଧିର ବର୍ଷ ହେଉ । Wishing everyone a happy and prosperous New Year 2023. #HappyNewYear2023 #HappyNewYear #Welcome2023
Tweet media one
2
0
20
@LopaBaxipatra
Dr. Lopamudra Baxipatra
3 years
Women lead agricultural innovations in #Odisha . In a bid to double the income of women farmers, with the help of the DMF, 40 women farmers of Telkoi Block in Keonjhar Dist have managed to earn Rs 5,85,000 by producing 45 tonnes of watermelon on 31 acres of land. #MissionShakti
Tweet media one
Tweet media two
Tweet media three
1
6
18
@LopaBaxipatra
Dr. Lopamudra Baxipatra
2 years
ଓଡ଼ିଶା ମାଟିର ଝିଅ, ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ମଣ୍ଡନ କରି ଓଡ଼ିଆ ଜାତିର ପରିଚୟରେ ଆଉ ଏକ ଗରିମାମୟ ପୃଷ୍ଠା ଯୋଡ଼ିଛନ୍ତି । ସନ୍ଥ କବି ଭୀମ ଭୋଇଙ୍କ କବିତା ତାଙ୍କ ଉଦବୋଧନ ରେ ସ୍ଥାନିତ କରି ଓ ଓଡିଆ ଭାଷା ଓ ସାହିତ୍ୟ ର ଆଲୋଚନା କରି ଓଡ଼ିଶା ମାଟିର ଗୌରବକୁ ସେ ବୃଦ୍ଧି କରିଛନ୍ତି ।
Tweet media one
0
3
20
@LopaBaxipatra
Dr. Lopamudra Baxipatra
2 years
ଭୁବନେଶ୍ୱରରେ ଆୟୋଜିତ #MakeInOdishaConclave ପରିଦର୍ଶନ କରି @Mission_Shakti ଷ୍ଟଲରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଦ୍ଵାରା ପ୍ରଦର୍ଶିତ ସାମଗ୍ରୀ ବୁଲି ଦେଖିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha । ମହିଳାମାନେ କିପରି ଉଦ୍ୟୋଗୀ ଭାବରେ ପରିଚୟ ଓ ପ୍ରତିଷ୍ଠା ପାଇବେ ସେଥିପାଇଁ ରାଜ୍ୟ ସରକାର ନିରନ୍ତର କାର୍ଯ୍ୟରତ ।
Tweet media one
Tweet media two
0
3
21
@LopaBaxipatra
Dr. Lopamudra Baxipatra
3 years
Distributed #BSKY #SmartHealthCard to beneficiaries of Muribahal Block in Balangir district along with Hon'ble Minister Smt @DianPadmini yesterday. Women members can now avail benefit up to Rs 10 lakh every year. #Naveen4Balangir #OdishaCares #NaveenCares #BijuHealthCards
Tweet media one
Tweet media two
Tweet media three
Tweet media four
3
0
20
@LopaBaxipatra
Dr. Lopamudra Baxipatra
2 years
Attended a Bank loan mela at Ranpur in Nayagarh Dist where SHGs were sanctioned with Bank loan and a district level review meeting. Also visited @mission_shakti SHGs running Aahar kendra and doing vormicompost and vegetable producing activities at Nayagarh.
Tweet media one
Tweet media two
Tweet media three
Tweet media four
1
1
21
@LopaBaxipatra
Dr. Lopamudra Baxipatra
4 months
Win or lose...Biju Janata Dal President Shri Naveen Patnaik has always embraced 4.5 crore Odias as his family and will continue to serve the people of #Odisha . His tireless efforts for the holistic development of Odisha will inspire generations. @Naveen_Odisha @bjd_odisha
2
2
21
@LopaBaxipatra
Dr. Lopamudra Baxipatra
2 years
ମିଶନ ଶକ୍ତି ବିଭାଗ ରାଜ୍ୟରେ ଆଙ୍କୁଛି ମହିଳା ସଶକ୍ତିକରଣର ଅଧ୍ୟାୟ । ମା' ମାନେ ହେଉଛନ୍ତି ଆତ୍ମନିର୍ଭରଶୀଳ । 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ, ସୁନ୍ଦରଗଡ଼ ଗସ୍ତ ସମୟରେ ଜିଲ୍ଲାର ବିଭିନ୍ନ ମିଶନ ଶକ୍ତି କାଫେ ପରିଦର୍ଶନ କରି ସ୍ୱାବଲମ୍ବୀ ହେବାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ନିମନ୍ତେ କରିଥିଲେ ପ୍ରୋତ୍ସାହନ ।
0
4
21
@LopaBaxipatra
Dr. Lopamudra Baxipatra
2 years
#SHG Women take the lead! Congratulations to the Raimali woman SHG of Chirikipada village in #Ganjam Dist which has showcased the Millet-based food products made by @mission_shakti #SHGs at the SIAL Paris 2022 international food and beverage trade exhibition.
Tweet media one
3
2
21
@LopaBaxipatra
Dr. Lopamudra Baxipatra
2 years
ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ଆଜି ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଗୋଶାଳା ପରିଦର୍ଶନ କରି ଗୋରୁ ମାନଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି । ସହରର ବୁଲା ଗାଈ ଗୋରୁଙ୍କୁ ଖାଦ୍ୟ ସମସ୍ୟା ଠାରୁ ଦୁରେଇ ରଖିବା ସକାଶେ ୯୦୬ ଟି ଗାଈ ଗୋରୁଙ୍କୁ ଏହି ଗୋଶାଳାରେ ରଖା ଯାଇଛି ।
Tweet media one
Tweet media two
Tweet media three
Tweet media four
2
1
20
@LopaBaxipatra
Dr. Lopamudra Baxipatra
2 years
୭୫୪୦ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି ଗୁଣାତ୍ମକ ଏବଂ ଶୈକ୍ଷିକ ଶିକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦେବା ସହ ନିଯୁକ୍ତି କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha । ସରକାରୀ ମାଧ୍ୟମିକ ସ୍କୁଲରେ ୭ହଜାର ୫୪୦ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ପ୍ରଦାନ କରିଛନ୍ତି ଅନୁମୋଦନ।
Tweet media one
2
1
20
@LopaBaxipatra
Dr. Lopamudra Baxipatra
5 months
Naveen Patnaik is not a leader; he is people's hero. He is a legend. When Hon'ble BJD President @Naveen_Odisha became the Chief Minister, 70% of people of Odisha were below the poverty line. Now, only 10% people are below it.
1
1
20
@LopaBaxipatra
Dr. Lopamudra Baxipatra
11 months
Heartiest congratulations to Sri VK Pandian on joining the @bjd_odisha party. His transformative efforts in implementing Hon’ble CM’s 5T Initiatives and governance models align perfectly with the party's commitment to the people of Odisha. #Pandian4NaveenOdisha
Tweet media one
Tweet media two
Tweet media three
Tweet media four
1
1
18
@LopaBaxipatra
Dr. Lopamudra Baxipatra
6 months
ଓଡ଼ିଶାର ବରପୁତ୍ର, ମହାନ ଜନନାୟକ, ଆଧୁନିକ ଓଡିଶାର ନିର୍ମାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତଃ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଏବଂ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲି ।
Tweet media one
Tweet media two
Tweet media three
Tweet media four
1
0
20
@LopaBaxipatra
Dr. Lopamudra Baxipatra
8 months
ଆଧୁନିକ ଓଡ଼ିଶାର ନିର୍ମାତା, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅସୀମ ବୀରତ୍ୱର ପ୍ରତୀକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଦେଶର ଅଖଣ୍ଡତା ଅକ୍ଷୁର୍ଣ୍ଣ ରଖିବା ପାଇଁ ସଂକଳ୍ପବଦ୍ଧ ଥିଲେ ଭୂମିପୁତ୍ର ବିଜୁ ପଟ୍ଟନାୟକ । #BijuBabuThePrideOfOdisha #Bijubabu
Tweet media one
2
0
19
@LopaBaxipatra
Dr. Lopamudra Baxipatra
1 year
ଓଡ଼ିଶାରେ ଆଜି ପାଳନ ହେଉଛି #ମାଣ୍ଡିଆଦିବସ । ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ମିଶନ ଶକ୍ତି ମା’ମାନେ ମିଲେଟକୁ ସହର ଓ ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ପହଞ୍ଚାଇ SHGରୁ MSMEକୁ ଉନ୍ନୀତ ହୋଇପାରିଛନ୍ତି । @CMO_Odisha @mission_shakti @MilletsOdisha
1
5
19
@LopaBaxipatra
Dr. Lopamudra Baxipatra
2 years
ଦୁର୍ନୀତି ନିବାରଣ ପାଇଁ ରାଜ୍ୟ ସରକାରଙ୍କୁ ମିଶନ ଶକ୍ତି ମହିଳା ଜଣାଇଲେ କୃତଜ୍ଞତା ଲୋକଙ୍କୁ ଦୁର୍ନୀତିମୁକ୍ତ ସେବା ଯୋଗାଇବା ଏବଂ ବିକାଶ ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ଗୁଡ଼ିକରେ ଉଚ୍ଚ ନୈତିକତା ଓ ସ୍ଵଚ୍ଛତା ବଜାୟ ରଖିବାକୁ ଆହ୍ଵାନ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha @CMO_Odisha @mission_shakti @MoSarkar5T
1
1
18
@LopaBaxipatra
Dr. Lopamudra Baxipatra
3 years
When 18-year-old football player Manisha Nayak got injured during their #OWL2022 match she missed her chance for a group photo with the CM. Hon'ble CM @Naveen_Odisha met Manisha & encouraged her to return to the field as a fighter. It would definitely boost her morale.
Tweet media one
1
2
18
@LopaBaxipatra
Dr. Lopamudra Baxipatra
2 years
#NiladriBije is the last ritual of the annual #RathaJatra , when the Holy Trinity return to Sri Mandir after the annual sojourn. The history of #Rasagola is also as old as the temple of Puri Jagganath. Wishing all on the auspicious occasion of Niladri Bije and #RasagolaDibasa .
Tweet media one
0
2
19
@LopaBaxipatra
Dr. Lopamudra Baxipatra
2 years
You are cordially invited to attend the 89th Birth Anniversary of Late Harishchandra Baxipatra at Jayadev Bhavan in Bhubaneswar at 6 PM on 17th November, 2022. Hon’ble Kerala Governor Arif Mohammad Khan will be the Chief Guest. We seek your presence in the prayer meet.🙏
Tweet media one
Tweet media two
Tweet media three
3
7
18
@LopaBaxipatra
Dr. Lopamudra Baxipatra
4 years
When it comes to nature, there is no Politics. We need United efforts to #SaveSimilipal . And, our BJD Women, Youth and Students have joined the efforts. Let's encourage the officials and work in tandem with them to douse the fire. #BJDWithSimilipal
10
11
18
@LopaBaxipatra
Dr. Lopamudra Baxipatra
2 years
Congratulations to all the successful candidates of #UPSC2021 . I also congratulate Shruti Sharma, Ankita Agrawal, & Gamini Singla for securing the 1st, 2nd and 3rd ranks in the #UPSC exams. Best wishes for future.
Tweet media one
Tweet media two
Tweet media three
1
2
19
@LopaBaxipatra
Dr. Lopamudra Baxipatra
2 years
ପବିତ୍ର ବିଜୟା ଦଶମୀ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଜଗତ ଜନନୀ ମହିଷାସୁର ମର୍ଦ୍ଧିନୀ ଦୁର୍ଗତିନାଶିନୀ ମା ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ସମୃଦ୍ଧି ପ୍ରଦାନ କରନ୍ତୁ ଏବଂ ସମସ୍ତ ସଙ୍କଟରୁ ଉଦ୍ଧାର କରନ୍ତୁ ଏତିକି ମୋର ମାଙ୍କ ନିକଟରେ ପ୍ରାର୍ଥନା ।🙏
Tweet media one
3
1
18
@LopaBaxipatra
Dr. Lopamudra Baxipatra
2 years
Jai Jagannatha 🙏
0
1
17
@LopaBaxipatra
Dr. Lopamudra Baxipatra
6 months
ମହା ବିଷୁବ ସଂକ୍ରାନ୍ତି (#ପଣାସଂକ୍ରାନ୍ତି) ଓ #ଓଡ଼ିଆନବବର୍ଷ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ଓ ଆଶୀର୍ବାଦରୁ ନବବର୍ଷଟି ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ । ଜଗତର ନାଥ ଶ୍ରୀ ଜଗନ୍ନାଥ ସମସ୍ତଙ୍କୁ ସୁଖ, ଶାନ୍ତି, ମୈତ୍ରୀ ପ୍ରଦାନ କରନ୍ତୁ । #PanaSankranti
Tweet media one
2
0
18
@LopaBaxipatra
Dr. Lopamudra Baxipatra
2 years
ହଷ୍ଟେଲ ପିଲାଙ୍କୁ ମିଳିବ ମାଣ୍ଡିଆ ଲଡୁ ମାଣ୍ଡିଆର ପ୍ରଚାର ପ୍ରସାରକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ କେନ୍ଦୁଝର ଜିଲ୍ଲାର ୩୩୪ଟି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ହଷ୍ଟେଲ୍ ପିଲାଙ୍କୁ ମାଣ୍ଡିଆ ଲଡୁ ପ୍ରଦାନ କରାଯାଇଛି । ଏହା ଦ୍ୱାରା ଉପକୃତ ହେବେ ଜିଲ୍ଲାର ୩୯ ହଜାର ଛାତ୍ରଛାତ୍ରୀ ।
1
1
18
@LopaBaxipatra
Dr. Lopamudra Baxipatra
2 years
କଳିଙ୍ଗର ପ୍ରାଚୀନ ଓ ଗୌରବମୟ ନୌବାଣିଜ୍ୟ ଇତିହାସର ପ୍ରତୀକ ଏବଂ ସାମାଜିକ ଏବଂ ଧାର୍ମିକ ଭାବନା ସହ ଜଡିତ #କାର୍ତ୍ତିକପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ।⛵ ସାଧବ ପୁଅଙ୍କ ସମୃଦ୍ଧି ସମ୍ପନ୍ନ ଇତିହାସକୁ ମନେପକାଇ ଆସନ୍ତୁ ଓଡ଼ିଶାର ପ୍ରଗତିଧାରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସଂକଳ୍ପ ନେବା ।
Tweet media one
4
2
17
@LopaBaxipatra
Dr. Lopamudra Baxipatra
2 years
Heartiest Congratulations to Smt Barsha Singh Bariha on taking oath as the member of #Odisha Legislative Assembly. May you continue to work for the welfare of people of #Padampur . Best wishes.
Tweet media one
1
0
18
@LopaBaxipatra
Dr. Lopamudra Baxipatra
2 years
Visited Pipili and Satyabadi Block in Puri Dist today. Pleased to visit #MissionShakti Cafe in Pipili Block, exclusively managed by the members of SHGs. Also visited PG groups and interacted with stake holders in the Dist.
Tweet media one
Tweet media two
Tweet media three
Tweet media four
2
1
18
@LopaBaxipatra
Dr. Lopamudra Baxipatra
2 years
ଜୀବନ ଜୀବିକାର ମାଧ୍ୟମ ପାଲଟିଛି ମାଣ୍ଡିଆ ମାଣ୍ଡିଆର ପ୍ରଚାର ପ୍ରସାର ସହ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ରାଜ୍ୟ ଭାବେ ମାର୍ଗଶୀର ପ୍ରଥମ ଗୁରୁବାରକୁ '#ମାଣ୍ଡିଆଦିବସ' ପାଳନ କରିବ ଓଡ଼ିଶା।
2
1
17
@LopaBaxipatra
Dr. Lopamudra Baxipatra
3 years
As part of efforts to provide food security, #MissionShakti SHGs will now enter #Aahar venture in #Odisha . Women SHGs will manage the semi mechanised pickle manufacturing units and fulfil the required demand of pickle every year for Aahaar Centres.
Tweet media one
Tweet media two
Tweet media three
4
0
16
@LopaBaxipatra
Dr. Lopamudra Baxipatra
1 year
As per the direction of Hon'ble CM @Naveen_Odisha , Secretary to CM ( #5T ) Sri. V.K. Pandian visited Khordha District to review the progress of various developmental works in the district and redressal of public grievances.
Tweet media one
Tweet media two
Tweet media three
Tweet media four
2
5
17
@LopaBaxipatra
Dr. Lopamudra Baxipatra
2 years
ମହିଳା ସଶକ୍ତିକରଣ ଦିଗରେ ମିଶନ ଶକ୍ତି । ମହିଳାମାନଙ୍କ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ବ୍ୟାଙ୍କସଖୀ ଭାବେ ନିଯୁକ୍ତି କରା ଯାଇଛି । ୨୨ ଶହ ଏସଏଚଜି ସଦସ୍ୟ ଏଥିରେ ନିୟୋଜିତ ହୋଇଥିବା ବେଳେ ଗତ ଆର୍ଥିକ ବର୍ଷରେ ୮୮୦ କୋଟି କାରବାର କରି ଗ୍ରାମୀଣ ଅର୍ଥନୀତିରେ ବଡ଼ ପରିବର୍ତ୍ତନ ଆଣିଛନ୍ତି ।
Tweet media one
1
5
18
@LopaBaxipatra
Dr. Lopamudra Baxipatra
2 years
Wish you all a #HappyIndependenceDay . On this auspicious day, let's remember and pay our tribute to those great and noble souls who laid down their precious lives for our freedom. May our tricolour always fly high. #JayHind 🇮🇳 #IndiaAt75 #IDAY2022 #IndependenceDay
Tweet media one
2
0
16
@LopaBaxipatra
Dr. Lopamudra Baxipatra
7 months
ଗ୍ରାମାଞ୍ଚଳ ମହିଳା ହେଉଛନ୍ତି ସଶକ୍ତ ଓ ସ୍ୱାବଲମ୍ବୀ । ପଞ୍ଚାୟତରୁ ପାର୍ଲିଆମେଣ୍ଟ ସବୁଠି ମହିଳାଙ୍କୁ ଅଗ୍ରାଧିକାର ଦେଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଗ୍ରାମାଞ୍ଚଳର ମହିଳା @mission_shakti ମାଧ୍ୟମରେ ଉଦ୍ୟୋଗୀ ହେବା ସହ ବିଦେଶରେ ପହଞ୍ଚୁଛନ୍ତି ।
2
1
18
@LopaBaxipatra
Dr. Lopamudra Baxipatra
2 years
ଆଲୋକର ପର୍ବ #ଦୀପାବଳି ଏବଂ କାଳୀପୂଜା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ମା'କାଳୀ ସମାଜରୁ ଅସତ୍ୟ, ଅନ୍ୟାୟ ରୂପକ ଅନ୍ଧକାର ଦୂରୀଭୂତ କରି ସତ୍ୟ, ଶାନ୍ତି ଓ ଜ୍ଞାନରୂପକ ଆଲୋକ ଉଦଭାସିତ କରନ୍ତୁ । #ଶୁଭଦୀପାବଳି #दीपावली #Diwali
Tweet media one
4
0
17
@LopaBaxipatra
Dr. Lopamudra Baxipatra
4 years
Promoting positive nutrition behaviour as part of ongoing #PoshanPakhwada , #AspirationalDistrict Koraput conducted awareness drive on malnutrition, importance of kitchen gardens & nutritious foods among pregnant, lactating & women SHGs. @TukuniSahu @MinistryWCD @dmkoraput
Tweet media one
Tweet media two
Tweet media three
1
2
16
@LopaBaxipatra
Dr. Lopamudra Baxipatra
1 year
Empowering #MissionShakti Groups through Fish Farming, State level Project Inception-cum-Orientation Workshop organized on the production & marketing of hygienically dried fish & fish farming in GP tanks.
Tweet media one
Tweet media two
Tweet media three
Tweet media four
0
2
17
@LopaBaxipatra
Dr. Lopamudra Baxipatra
2 years
To everyone who plays the role of a mother, you are unique and perfect in your own ways. Take the time everyday to pat your back and appreciate yourself for just who you are and everything that you do.
Tweet media one
1
3
16