Collector & DM, Bargarh Profile Banner
Collector & DM, Bargarh Profile
Collector & DM, Bargarh

@DMBargarh

Followers
14,142
Following
324
Media
1,258
Statuses
1,886

Official twitter handle of District Administration, Bargarh, Odisha, India

Bargarh,Odisha,India
Joined June 2017
Don't wanna be here? Send us removal request.
Explore trending content on Musk Viewer
@DMBargarh
Collector & DM, Bargarh
19 hours
#ମା_ପାଇଁ_ଗଛଟିଏ ଅଭିଯାନ ଅବସରରେ ଜିଲ୍ଲାର ସମସ୍ତ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଲୋକ ପ୍ରତିନିଧି, ଜିଲ୍ଲା ତଥା ବ୍ଲକ୍ ସ୍ତରୀୟ ଅଧିକାରୀ, ବନ ବିଭାଗ ଏବଂ ସ୍ୱୟଂସହାୟିକା ଗୋଷ୍ଠୀ ମା'ଙ୍କ ମିଳିତ ଉଦ୍ୟମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଇଛି । #Plant4Mother
Tweet media one
2
0
11
Collector & DM, Bargarh Retweeted
@BGaisilet
BDO GAISILET
23 hours
"Plant4Mother" Campaign on 22.08.2024 on the occasion of World Environment Day.
Tweet media one
Tweet media two
Tweet media three
Tweet media four
1
2
7
Collector & DM, Bargarh Retweeted
@zpbargarh
Zilla Parishad Bargarh
1 day
Cana Indica Plantation By CDO-cum-EO, ZP, Bargarh & BDO, Bargarh At TentelaVillage Of Bardol GP Under BARGARH Block@ DWSM, BARGARH . @PRDeptOdisha @DMBargarh
Tweet media one
0
1
5
@DMBargarh
Collector & DM, Bargarh
3 days
ଆଜି ସୋହେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ 'ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି' ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଜନ ଶୁଣାଣୀ ଶିବିରରେ ଜିଲ୍ଲାପlଳ,ଆରକ୍ଷୀ ଅଧିକ୍ଷକ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ । @CMO_Odisha @gapg_dept @IPR_Odisha
Tweet media one
1
0
14
@DMBargarh
Collector & DM, Bargarh
4 days
ଭାରତୀୟ ସଂସ୍କୃତିର ଅନନ୍ୟ ପର୍ବ ପବିତ୍ର ଗହ୍ମା ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । #rakshabandhan
Tweet media one
1
1
15
@DMBargarh
Collector & DM, Bargarh
4 days
ଅମ୍ବାଭୋନା ବ୍ଲକ ଗସ୍ତରେ ଯାଇ ଜିଲ୍ଲାପାଳ ଚିକିଲି ବ୍ରିଜ,କେଦାରନାଥ ପାର୍କ,ପଥପ୍ରାନ୍ତ ସୁବିଧା କେନ୍ଦ୍ର ଏବଂ ସlନ୍ଥରାର ତେଲ ତାଳ ଚାଷ ବଗିଚା କୁ ପରିଦର୍ଶନ କରି ଗୋଡ୍ରେଜ ଆଗ୍ରୋଭେଟ ଲିମିଟେଡର ତେଲ ଅମଳ ଏବଂ କ୍ରୟ ବିକ୍ରୟ ପ୍ରକ୍ରିୟା କୁ ତଦାରଖ କରିଥିଲେ। @CMO_Odisha @PRDeptOdisha @Horticultureod1
Tweet media one
1
3
31
@DMBargarh
Collector & DM, Bargarh
4 days
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର ତଥା ଓଡିଆ ସାହିତ୍ୟ ଜଗତର ଚିର ଜାଜୁଲ୍ୟମାନ କବି ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ୧୬୩ତମ ଜୟନ୍ତି ଅବସରରେ ଭକ୍ତିପୂର୍ଣ୍ଣ ପ୍ରଣାମ । @CMO_Odisha @IPR_Odisha @MinOfCultureGoI @Culturedeptt
Tweet media one
Tweet media two
Tweet media three
1
1
23
@DMBargarh
Collector & DM, Bargarh
5 days
ବଜ୍ରପାତ ବା ବିଜୁଳି ମାରିବା ଯୋଗୁଁ ଅନେକ ଜୀବନ ହାନି ହେଉଅଛି । ଏଣୁ ସମସ୍ତେ ସତର୍କ ରୁହନ୍ତୁ ଏବଂ ଏଥିରୁ ରକ୍ଷା ପାଇବାର ଉପାୟ ଜାଣନ୍ତୁ । #Avoidlightningcasualities @CMO_Odisha @rdmodisha @IPR_Odisha
Tweet media one
1
0
26
@DMBargarh
Collector & DM, Bargarh
7 days
ଘରେ ଘରେ ତ୍ରିରଙ୍ଗା ଅଭିଯାନ ଅବସରରେ ଜିଲ୍ଲା ସ୍ତରୀୟ ତ୍ରୀରଙ୍ଗା ମେଳା ଏବଂ ତ୍ରୀରଙ୍ଗା କନସର୍ଟ ଅୟୋଜିତ ହୋଇଛି । #HarGharTiranga2024 #AzadikaAmritMahatsav #ବିକଶିତଓଡିଶାବିକଶିତଭାରତ
Tweet media one
Tweet media two
Tweet media three
Tweet media four
1
1
16
@DMBargarh
Collector & DM, Bargarh
7 days
୭୮ତମ 'ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ' ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। #78thIndependenceDay #Bargarh #HarGharTirangaAbhiyan2024
1
3
24
@DMBargarh
Collector & DM, Bargarh
8 days
୭୮ତମ ସ୍ୱଧୀନତା ଦିବସ ପାଳନ ଅବସରରେ ଭଟଲି ବ୍ଲକ୍ ଠାରେ ସ୍ଥାନୀୟ ମାନ୍ୟବର ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ ଏବଂ ଜିଲ୍ଲପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ କରକମଳରେ ମିଶନ୍ ଶକ୍ତି କ୍ୟାଫେ ଉଦ୍ଘାଟିତ ହୋଇଛି । #MissionShakti #Bargarh #78th_independenceday2024 #HarGharTiranga2024
Tweet media one
Tweet media two
Tweet media three
Tweet media four
1
0
14
@DMBargarh
Collector & DM, Bargarh
8 days
ବରଗଡ଼ ଜର୍ଜ ହାଇସ୍କୁଲ ପଡିଆରେ ୭୮ତମ 'ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ' ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। #78thIndependenceDay #Bargarh #HarGharTirangaAbhiyan2024
Tweet media one
Tweet media two
Tweet media three
Tweet media four
1
0
16
@DMBargarh
Collector & DM, Bargarh
8 days
ପବିତ୍ର ୭୮ତମ ସ୍ବାଧୀନତା ଦିବସ ବରଗଡ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ମହାସମାରୋହ ରେ ପାଳିତ । ବନ୍ଦେ ମାତରମ୍ ଜୟ ହିନ୍ଦ #HappyIndependenceDay2024 #HarGharTiranga2024
Tweet media one
Tweet media two
Tweet media three
Tweet media four
1
0
15
@DMBargarh
Collector & DM, Bargarh
8 days
୭୮ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା l #IndependenceDay2024 #HarGharTiranga2024
Tweet media one
1
0
18
@DMBargarh
Collector & DM, Bargarh
10 days
ସମଗ୍ର ଦେଶରେ ଆରମ୍ଭ ହୋଇଥିବା ଘରେ ଘରେ ତ୍ରିରଙ୍ଗା ଅଭିଯାନ ଅବସରରେ ବରଗଡ଼ ଜିଲ୍ଲାର ପୁର ପଲ୍ଲିରେ ପ୍ରଶାସନ ତାରଫରୁ ତ୍ରିରଙ୍ଗା ରାଲି ଆୟୋଜନ କରାଯାଇଛି । #HarGharTrianga #ବିକଶିତଓଡିଶାବିକଶିତଭାରତ
Tweet media one
Tweet media two
Tweet media three
Tweet media four
1
3
57
@DMBargarh
Collector & DM, Bargarh
10 days
ଆସନ୍ତୁ ସମସ୍ତେ ଏକତ୍ରୀତ ହେବା, ଆମ ସମସ୍ତଙ୍କ ଗର୍ବ ଓ ଗୌରବର ପ୍ରତୀକ ତ୍ରିରଙ୍ଗା ପତାକାକୁ ହାତରେ ଧରି ସେଲଫି ନେବା । ବିଶ୍ୱକୁ ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେବା #HarGharTrianga #ବିକଶିତଓଡିଶାବିକଶିତଭାରତ
Tweet media one
Tweet media two
1
3
27
@DMBargarh
Collector & DM, Bargarh
10 days
ସମଗ୍ର ଦେଶରେ ଆରମ୍ଭ ହୋଇଥିବା ଘରେ ଘରେ ତ୍ରିରଙ୍ଗା ଅଭିଯାନ ଅବସରରେ ବରଗଡ଼ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧିଛକ ଠାରୁ ବୀର ସୁରେନ୍ଦ୍ର ସାଏ ଛକ ପର୍ଯ୍ୟନ୍ତ ତ୍ରିରଙ୍ଗା ରାଲି ଆୟୋଜିତ ହୋଇଛି । #HarGharTrianga #ବିକଶିତଓଡିଶାବିକଶିତଭାରତ
Tweet media one
Tweet media two
Tweet media three
Tweet media four
1
2
16
@DMBargarh
Collector & DM, Bargarh
10 days
ବରଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ #ହରଘରତିରଙ୍ଗା ଅଭିଯାନରେ ଛାତ୍ରଛାତ୍ରୀଙ୍କ ଯୋଗଦାନ #HarGharTiranga #ବିକଶିତଓଡିଶାବିକଶିତଭାରତ
Tweet media one
Tweet media two
Tweet media three
0
0
6
@DMBargarh
Collector & DM, Bargarh
10 days
ବରଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ #ହରଘରତିରଙ୍ଗା ଅଭିଯାନରେ ଛାତ୍ରଛାତ୍ରୀଙ୍କ ଯୋଗଦାନ #HarGharTiranga #ବିକଶିତଓଡିଶାବିକଶିତଭାରତ
0
0
5
@DMBargarh
Collector & DM, Bargarh
10 days
ଘରେ ଘରେ ତ୍ରିରଙ୍ଗା ଅଭିଯାନ ଅବସରରେ ଗାନ୍ଧୀଛକ ଠାରୁ ବୀର ସୁରେନ୍ଦ୍ର ସାଏ ଛକ ପର୍ଯ୍ୟନ୍ତ ତ୍ରିରଙ୍ଗା ଷୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି I #HarGharTiranga #ବିକଶିତଓଡିଶାବିକଶିତଭାରତ @CMO_Odisha @MinOfCultureGoI @IPR_Odisha
0
5
35